Debate With Students | Religious Images On Currency Notes | Rationalist Vs Believers Of GOD

Поділитися
Вставка
  • Опубліковано 30 жов 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha #currency

КОМЕНТАРІ • 1 тис.

  • @You-kq9ek
    @You-kq9ek Рік тому +256

    ଯାହାକୁ ବିଶ୍ୱାସ ନାହିଁ - ବିଶ୍ୱାସ କରନା - କାହା ପାଖରେ ସମୟ ନାହିଁ ତମକୁ ବୁଝାଇବାକୁ - ଘୋର ସଙ୍କଟ ରେ ପଡିଲେ - ଆପେ ଡାକିବ ଭଗବାନ ରକ୍ଷା କର😂😂

    • @sanjayapadhan6641
      @sanjayapadhan6641 Рік тому +4

      That's right

    • @smokepubg4667
      @smokepubg4667 Рік тому +4

      Balanaa

    • @theworldmountain
      @theworldmountain Рік тому +2

      Hahahah.... BEPARA DHARM... GOLAM DHARAM...

    • @ratnakarrana8317
      @ratnakarrana8317 Рік тому +2

      Correct

    • @theworldmountain
      @theworldmountain Рік тому

      SCSTOBC hindu dharm ra GOLAM jou dina OBC Loka mane kahibe amaku bhi MANDIR re pooja kariba adhikaar dia boli /magibe.. Se dina thu semane ACHUAAN(UNTOUCHED) re count heijibe

  • @patitakumarchoudhury9855
    @patitakumarchoudhury9855 Рік тому +166

    ଭଗବାନ ନାହାନ୍ତି, କିଛି କହନ୍ତି , ଅସୁବିଧା ପଡିଲେ ମନ୍ଦିରରେ ଆଣ୍ଠେଇ ପଡନ୍ତି, 🙏🙏

    • @surajsamal6711
      @surajsamal6711 Рік тому +1

      😂😂 right

    • @alok.mishra
      @alok.mishra Рік тому +2

      Nah kehi ନାହାନ୍ତି ମଦିରରେ ଭିଡ଼ କମିଲାନି

    • @anilmoticreation4761
      @anilmoticreation4761 Рік тому +1

      Right

    • @kamalsaibhatra4841
      @kamalsaibhatra4841 Рік тому +1

      Absolutely right

    • @chenkabhaina
      @chenkabhaina Рік тому +1

      ଯିଏ ଭଗବାନ୍ କୁ ମାନେନି ସେ କେବେ ମନ୍ଦିର ରେ ଯାଇ କି ଆଣ୍ଠେଇ ପଡ଼େନି..

  • @saumyaranjan2791
    @saumyaranjan2791 Рік тому +32

    ଧନ୍ୟ ତମେ ଓଡ଼ିଶା news channel ତମକୁ ଯୋଉ ସୃଷ୍ଟି ସ୍ଵୟଙ୍ଗ ଜନ୍ମ ଦେଲେ ତମେ ଆଜି ତାଙ୍କୁ ନେଇକି debet କଲ. ଧନ୍ୟ ଧନ୍ୟ. ଦେଶ ,ରାଜ୍ୟ କେମିତି ଆଗକୁ ଯିବ ସେ ବିଷୟରେ debet ଆଣିଲେ ଖୁସି ଲାଗନ୍ନ୍ତା

    • @prakashsahoo8176
      @prakashsahoo8176 Рік тому +2

      Bhagban heuchanti...gyana...au jiye bhagbanku...biswas karantini...bhagban taku budhi sunyo...Kari diyonti....jahaku samaja...pagalo..boli kahi thay...

    • @saumyaranjan2791
      @saumyaranjan2791 Рік тому

      @@prakashsahoo8176 ସେହି ଭଳି ସମସ୍ୟା ଆସି ପହଞ୍ଚିଛି ଓଡ଼ିଶାରେ ଜାତି ଜାତି କୁ ନେଇ ଭଗବାନଙ୍କୁ ନେଇ ତର୍କ ସୃଷ୍ଟି କରାଯାଉଛି

  • @nandalalsingh5398
    @nandalalsingh5398 Рік тому +29

    ସାର୍ ଯଉ କଥା କହିଲେ କି ଧର୍ମ ଏବଂ ଲକ୍ଷ୍ମୀ ପୁରାଣ ବିଷୟରେ ତାହା ୧୦୦ରୁ୧୦୦ ଠିକ୍।

  • @asishkumarprustyjitu9987
    @asishkumarprustyjitu9987 Рік тому +8

    ଯେଉଁମାନେ କହୁଛନ୍ତି ଭଗବାନ କୁ ଦେଖାଅ ସେ ମାନଙ୍କ ପାଇଁ
    ଆମେ ଆମ ବାପା ଙ୍କୁ ଦେଖିଛୁ ତାଙ୍କ ବାପା ଙ୍କୁ ଦେଖିଛୁ, ତାଙ୍କ ବାପାଙ୍କୁ ଦେଖିଛୁ କିନ୍ତୁ ତାଙ୍କ ବାପା ତାଙ୍କ ବାପା ତାଙ୍କ........
    ତାଙ୍କ ବାପା ବି ଥିବେ ବା ଥିଲେ ଆମେ ଦେଖିଛୁ କି ଶେଷରେ ବା ପ୍ରଥମେ ଯିଏ ଥିଲେ ସେ ହେଉଛନ୍ତି ଭଗବାନ
    ଜୟ ଜଗନ୍ନାଥ 🙏

  • @mallick7473
    @mallick7473 Рік тому +60

    ମୋ ମତରେ ବିଜ୍ଞାନ କୁ ତା ବାଟରେ ଛାଡ଼. ଶାସ୍ତ୍ର, ଧର୍ମ, କୁ ତା ବାଟରେ ଛାଡ଼, ଧନ୍ୟବାଦ 🙏🙏🙏🙏🙏🙏

    • @samupradhan2564
      @samupradhan2564 Рік тому +3

      ଧ୍ୟାନ ରୁ ଜ୍ଞାନ, ଏବଂ ଜ୍ଞାନ ରୁ ବିଜ୍ଞାନ,, Hare Krishna 🙏

    • @24_santanurath56
      @24_santanurath56 Рік тому

      @@samupradhan2564 ethire hare krishna ra relationship kn rahila🤣

    • @MrBusyOfficiall
      @MrBusyOfficiall Рік тому

      @@24_santanurath56 Ratha to gandi re bhariba botho 😂pore bujhibo 😝

    • @Humanity299
      @Humanity299 Рік тому

      ମୋ ମତରେ ଧର୍ମ (କର୍ତ୍ତବ୍ୟ) କୁ ତା ବାଟ ରେ ଛାଡ଼ ଚାଲ ହଣା କଟା ହେବା 🤣🤣

  • @JaiShreeRam-mv3my
    @JaiShreeRam-mv3my Рік тому +115

    ନର ଦେହେ ନାରାୟଣ ଭଗବାନ୍ ମଣିଷଙ୍କ ହୃଦୟରେ ହିଁ ଅଛନ୍ତି। ଜୟ ଜଗନ୍ନାଥ 🙏

    • @madanmahapatra138
      @madanmahapatra138 Рік тому +1

      ଲକ୍ଷ୍ମୀ ପୁରାଣ ବଳରାମ ଦାସ ଲେଖିଛନ୍ତି, ବିଶ୍ୱାସ ରଖି ଭଲ କର୍ମ କର ଭଗବାନଙ୍କୁ ଦେଖିପାରିବ କି ନାହିଁ ତାହା ଆପେ ଆପେ ଜାଣିପାରିବ ତୁମେମାନେ

    • @badajingalashrma.
      @badajingalashrma. Рік тому +2

      ଠିକ୍ କଥା

    • @bishnudas2507
      @bishnudas2507 Рік тому

      ସମ୍ପୂର୍ଣ ଭୁଲ କାରଣ ଜାତିପ୍ରଥା

    • @badajingalashrma.
      @badajingalashrma. Рік тому

      @@bishnudas2507 କାହିଁକି ଭୁଲ୍

    • @Humanity299
      @Humanity299 Рік тому

      @@bishnudas2507 ଆପଣ ଭୁଲ୍ ଭାବୁଛନ୍ତି ଜାତି ସେମିତି ହୁଏନି କର୍ମ ରୁ ହିଁ ଜାତି।

  • @AllhaSuarwala
    @AllhaSuarwala Рік тому +40

    ଆମ ବିଶ୍ବ ବ୍ରାହ୍ମଣ୍ଡ ,ଆମ ମଣିଷ ଜୀବ ଜଗତକୁ ଯିଏ ତିଆରି କରିଛନ୍ତି। ଯେଉଁ ଶକ୍ତି ଆମକୁ ତିଆରି କରିଛି ସେହିଁ ଭଗବାନ।

    • @balakrushnaharijan8988
      @balakrushnaharijan8988 Рік тому

      Bharat re Dharm jaati bartamanjugara dustbin ,1. Bharat duspin 2. Auliya kachra. Heuchi manushya kiaba Pranabayau thaiba jiba samaste dina asiba gadi asibo apna karma Anujai phala paiba

  • @sndaringbadi5154
    @sndaringbadi5154 Рік тому +48

    ଆମର ବିଶ୍ୱାସ ହିଁ ଭଗବାନ

    • @laxmisoren8514
      @laxmisoren8514 Рік тому +1

      Balo na..😂😂😂

    • @MadhuCraftClub
      @MadhuCraftClub 11 місяців тому

      ​@@laxmisoren8514ua-cam.com/video/rrpQnpDinAo/v-deo.html

  • @tulasiramtulsibulsi9695
    @tulasiramtulsibulsi9695 Рік тому +13

    ଭଗବାନ ଅଛନ୍ତି ବୋଲି ମୁଁ ଆଜି ହେ ଦୁନିଆକୁ ଠିକ୍ ଭାବରେ ଦେଖି ପାରୁଛି । ଜୟ ଜଗନ୍ନାଥ।।🙏🙏🙏

  • @rajendrahikaka1800
    @rajendrahikaka1800 Рік тому +80

    ପ୍ରକୃତି ଭଗବାନ ଅଛନ୍ତି ଆମ ଭିତରେ ହିଁ ଅଛନ୍ତି ଭଗବାନ

  • @ikhdhamaka3997
    @ikhdhamaka3997 Рік тому +18

    ଏ ମାନେ ପାଠ ପଢି କି କିଛି ଲାଭ ନାହିଁ ସମୟ ଆସିଲେ ଜାଣିବେ କି ଭଗବାନ ଅଛନ୍ତି କି ନାହିଁ

  • @stylishsujit266
    @stylishsujit266 Рік тому +25

    ଭଗବାନ ଙ୍କ ପାୱାର ଦେଖି ହୁଏ ନାହିଁ ଭାଈ, ଆମେ ଇଞ୍ଜେକ୍ସନ ର ପାୱାର ଦେଖି ହୁଏ ନାହିଁ , ହେଲେ ଆମ ର ଯଦି ଦେହ ଖରାପ ହୋଇ ଥାଏ ସେଇ ଇଞ୍ଜେକ୍ସନ ର ପାୱାର ଦେଖାଇ ଥାଏ, ସେମିତି ଭଗବାନ ଙ୍କ ପାୱାର ଆମେ ଦେଖି ପାରୁ ନାହିଁ ହେଲେ , ଭଗବାନ ସବୁ କିଛି କରି ପାରିବା👍

  • @rkscreator8095
    @rkscreator8095 Рік тому +8

    ହଁ ଭଗବାନ୍ ଅଛନ୍ତି। ମୁଁ ସବୁବେଳେ ହର ହର ମହାଦେବ କହେ।ଏହାର ଅର୍ଥ ହେଲା ସବୁ ଲୋକଙ୍କ ମଧ୍ୟରେ ଭଗବାନ୍ ଅଛନ୍ତି।

  • @vlogingwithbapi2489
    @vlogingwithbapi2489 Рік тому +41

    ଭଗବାନ୍ ସବୁବେଳେ ଆମ ସହ ଅଛନ୍ତି ଜୟ ଜଗନ୍ନାଥ 🙏🙏

  • @kishordash2451
    @kishordash2451 Рік тому +2

    ଭଗବାନ =ଭଗ_ଶରୀର ,ବାନ_ଶୃନ୍ଯ। ଭୟରେ ଭକ୍ତି, ବିଶ୍ବାସ ରେ ଭକ୍ତି ।ମଣିଷର ସଂସ୍କାର ଆବଶ୍ୟକତା ।ଭଗବାନ ନଥିଲେ ନାହିଁ ଲୋକଙ୍କ ଭୟ ଥାଉ ବିଶ୍ବାସ ଥାଉ।ନହେଲେ ଅନ୍ଯାୟ ଅତ୍ଯାଚାର ବ୍ଯଭିଚାର ବହୁତ ବଢି ଚାଲିବ।ଶୃଙ୍ଖଳା ଭାଙ୍ଗିଯାଇ ବିଶୃଙ୍ଖଳା ବ୍ଯାପୀଯିବ ।

  • @StudyPolityWithMe
    @StudyPolityWithMe Рік тому +18

    ବିଶ୍ୱାସ କରନ୍ତୁ ,ଅନ୍ଧବିଶ୍ୱାସ ନୁହେଁ।।😊

    • @manojpradhan4791
      @manojpradhan4791 Рік тому +3

      Right 👌

    • @odishacreation2734
      @odishacreation2734 Рік тому

      Kahaku Biswas rakhibe kuhantu ,mun kahibi subhalaxmi nka upare Biswas rakhantu ,subhalaxmi nku chinhile ta Biswas ku katha uthiba ,na dekhiki kemiti Biswas karibe subhalaxmi nku ,kuhantu ta

  • @sarnasantal528
    @sarnasantal528 Рік тому +3

    ଯାହା ଲାଗୁଛି ଏମାନେତ ଆଦିବାସୀମାନଙ୍କ ଠୁବି ତଳକୁ ପଳେଇ ଗଲେଣି

  • @sibasankarkabi2466
    @sibasankarkabi2466 Рік тому +11

    ଜୟ ଜଗନ୍ନାଥ 🙏🙏🙏
    ଭଗବାନ ଅଛନ୍ତି
    ନିଶ୍ଚୟ ଅଛନ୍ତି
    ଯୋଉ ପିଲା ଭଗବାନ୍ ଙ୍କୁ ମାନୁ ନାହାନ୍ତି ତାଙ୍କୁ ତାଙ୍କ ବାଟରେ ଛାଡି ଦିଆଯାଉ। ସମୟ ଆସିଲେ ସେ ନିଜେ ଭଗବାନ୍ ପାଖରେ ଠିଆ ହେଇ ଭିଖ ମଗିବେ।

    • @24_santanurath56
      @24_santanurath56 Рік тому

      Sir Stephen Hawking bisayare tike padhantu se loka total proof karideichi je bhagaban nahanti

    • @24_santanurath56
      @24_santanurath56 Рік тому

      Tame eina kotipati Or tama ra kichi problem nanhi?????? Bhagaban nku biswas karucha ti

    • @sibasankarkabi2466
      @sibasankarkabi2466 Рік тому

      @@24_santanurath56 Tame kan Kahucha, Bhagaban nku biswas karibani ?

    • @sibasankarkabi2466
      @sibasankarkabi2466 Рік тому

      @@24_santanurath56 hau daba tk mu padhibi

    • @shravankumarmishra5513
      @shravankumarmishra5513 25 днів тому

      ବାଳ ବିଶ୍ବାସ କରିବ ଭଗବାନ୍ ବୋଲି ଏ ଦୁନିଆରେ କେହି ନାହିଁ 😂😂😂😂ସବୁ ଅନ୍ଧବିଶ୍ୱାସ ପାଖଣ୍ଡିର ଶିକାର ହେଉଛ
      ଯେତେବେଳେ ମନ୍ଦିରରେ ଯୌନଶୋଷଣ ଅନ୍ୟାୟ ଅତ୍ୟାଚାର ନାରୀ ଦୁଷ୍କର୍ମ ଦିନକୁ ଦିନ ବଢ଼ିବାରେ ଲାଗୁଛି କୋଉଠି ଶୋଇଥାଉଚି ତମ ଭଗବାନ୍ ସେ କଣ ଆତଙ୍କବାଦୀ କି ସବୁବେଳେ କହୁଛି ଯେ ମତେ ଡାକ ନହେଲେ ଦୁଃଖରେ ରହିବ
      ତାକୁ ନଡାକିଲେ କଣ ଖୁସିରେ ରହିହେବନି
      କାଇଁ କେତେଲୋକଙ୍କୁ ବିପଦରୁ ଉଦ୍ଧାର କଲାନି ମୋତେ ହିସାବ ଦିଅ ବାଳ କିଛି କରିପାରିବନି ସମସ୍ତଙ୍କୁ ଡରେଇକି କହୁଛି ଯେ ମତେ ଭଜ ସେ କି ବାଳ ଭଗବାନ୍ 😂😂😂😂😂😂 ମୂର୍ଖ ମାନେ ସତକୁ ଜାଣରେ ଭଗବାନ୍ ବୋଲି ଦୁନିଆରେ କିଛି ବି ନାହିଁ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @arjungolari7726
    @arjungolari7726 Рік тому +47

    ଆପଣ ଭଗବାନଙ୍କୁ, ବିଶ୍ୱାସ କର କି ନ କର ଆମର କିଛି ଯାଏ ଆସ ନାହିଁ. କିନ୍ତୁ ଭଗବାନଙ୍କୁ ଅପମାନ କି ଥଟା କରନି. ଧର୍ମ କୁ ରକ୍ଷl କର ଧର୍ମ ତୁମର rakya kariba. 🙏🙏🙏jay Jagannath 🚩🚩🚩🚩

    • @santoshmujangia9789
      @santoshmujangia9789 Рік тому

      ଭାଇ ବହୁତ ଭଲ କଥା କହିଲା

    • @rohitassembly786-.
      @rohitassembly786-. Рік тому

      Thik

    • @omprakash-o.m.t.h8600
      @omprakash-o.m.t.h8600 Рік тому

      Bahut badhiya jai shree ram🕉🕉🕉

    • @shravankumarmishra5513
      @shravankumarmishra5513 25 днів тому

      ବାଳ ନା ଭଗବାନ୍ କାଳ୍ପନିକ ନିଜ ବାପା ମାଆଙ୍କୁ ଭଲପାଅ କୋଉ କାଳ୍ପନିକ ଭଗବାନ୍ କୁ ନୁହେଁ ଯିଏ ନାହିଁ ତାକୁ ଡାକନି ଯିଏ ଅଛି ତାକୁ ଡାକ

  • @monalisachattar1814
    @monalisachattar1814 Рік тому +6

    ବିଶ୍ୱାସ ଯେଉଁଠି ଭଗବାନ ସେଇଠି, ଜୟ ଜଗନ୍ନାଥ 🙏

    • @iamatheist.8924
      @iamatheist.8924 Рік тому

      Biswas nakale kichhi asubidha haba ki ??? Mane mote aae Rama Krishna Allah Jesus sabu puruna lagileni nua kichhi bhagaban create Kari biswas start karibi na kan. Ame believe nakale kichhi asubidha nahi ta ?

  • @krushnachandrasasmal6854
    @krushnachandrasasmal6854 Рік тому +44

    ଅଧିକ ପଣ୍ଡିତ ଭାବିଲେ ମୂର୍ଖ ବୋଲି ପ୍ରମାଣିତ ହେବେ 🙏sooo ଭଗବାନ୍ ଅଛନ୍ତି ଆଉ ରହିଥିବେ🙏 ଗ୍ରହଣ କର 🙏

  • @bhabanibehera7051
    @bhabanibehera7051 Рік тому +2

    ଭଗବାନ ଙ୍କ ବିନା କିଛି ବି ସମ୍ଭବ ନୁହେଁ
    ବିଜ୍ଞାନ କେତେ ଆଗେଇଲେ ବି
    ପ୍ରକୃତି ର ବିନା ବ୍ୟବହାର ରେ କୌଣସି ଗୋଟେ କାମ ବି କରିପାରିବ ନାହିଁ
    ପ୍ରକୃତି କହିଲେ ଭଗବାନ କୁ ବୁଝାଏ

  • @mahadevcreations1659
    @mahadevcreations1659 Рік тому +6

    ଅଦାଲତ ରେ ଥିବା ଜର୍ଜ ସାହେବ୍ କୁଁ ପଚରା ଯାଉ ଭଗବାନ୍ ଅଛନ୍ତି କି ନାଇଁ

  • @RajeshSahu-ut9iv
    @RajeshSahu-ut9iv Рік тому +6

    କିଛି ଭାଇ ଓ ଭଉଣୀ ମାନେ କହିଲେ ଯେ ଭଗବାନଙ୍କୁ ଦର୍ଶନ କରାଇ ଦେବେ ଯଦି ଭଗବାନ ଅଛନ୍ତି ବୋଲି ମାନିବେ, ହେଲେ ମୁଁ କହୁଛି ସେମାନେ ଜେଜେ ବାପାଙ୍କ ଜେଜେ ବାପା ଙ୍କୁ ଦେଖାଇ ପାରିବେ କି ନାହିଁ ହେଲେ ସେମାନେ କହିବେ କି ଜେଜେ ବାପାଙ୍କ ଜେଜେ ବାପା ନ ଥିଲେ ବୋଲି କୁହନ୍ତୁ ନ ଥିଲେ ବୋଲି।

    • @Gopinath-sb7hl
      @Gopinath-sb7hl Рік тому

      Jeje Bapa nka Bapa thile mu pramana dekheibi ,tame pramana dekhei ba ta

    • @XFACTORZORO
      @XFACTORZORO Рік тому

      Rajesh bhaii .. ଛୁଆ ବେଳୁ ଏମିତି ବୋକା ନାଁ କୋଉଠି course କରିଚ

    • @shravankumarmishra5513
      @shravankumarmishra5513 25 днів тому

      ଆରେ ବାଇମନ ରାଜେଶ ତୋ ବାପର ଜେଜେବାପା କଣ ସୂର୍ଯ୍ୟକୁ ଖାଇଥିଲା କି????
      କୃଷ୍ଣ ପରି ଝିଅଙ୍କ ସହ ରସୁଥିଲା କି???
      ବ୍ରହ୍ମା ପରି ନିଜ ଝିଅକୁ ବାହା ହେଇଥିଲା କି?????
      ଏଟା ପ୍ରମାଣ କରେ ତାହେଲେ ଯାଇକି ତୋ କଥାକୁ ମୁଁ ବିଶ୍ୱାସ କରିବି😂😂😂😂😂😂😂 ଶଳା ଗବଗାଣ୍ଡି ଭଗବାନ୍ ବୋଲି କେହି ନାହିଁ ଏତେ ନାହିଁ ମୋ ପ୍ରଶ୍ନର ତୁ ଉତ୍ତର ଦେ😂😂😂😂

  • @rajeshkumarsethi596
    @rajeshkumarsethi596 Рік тому +6

    ମୁଁ ସେହି ପିଲା ର ପ୍ରଶ୍ନ ରେ ଉତ୍ତର ଦେବାକୁ ଚାହେଁ ଯିଏ ପଚାରିଥିଲେ infinity ଜାଗା ରେ ମୁଁ କଣ ଭଗବାନ ଲେଖି ପାରିବି ଶୁଣ ବାବନ ଆମେ ଯେତେବେଳେ ଇଂରାଜୀ ବିଷୟ ପରୀକ୍ଷା ଦେବାକୁ ଯାଉଛେ ଆଉ ପ୍ରଶ୍ନ ଆସିଛି What is the clour of milk ? ଏହାର ଉତ୍ତର ଆମେ ଯଦି ସେଠାରେ white ନା ଲେଖି ଓଡ଼ିଆ ରେ ଧଳା ଲେଖି ଆସିବା ତାହେଲେ ଆମକୁ ସେଠି ନମ୍ବର ମିଳିବ କିଛି ? କାହିଁକି ନା ଆମ ଇଂରାଜୀ ବିଷୟ ରେ ପରୀକ୍ଷା ଦେଉଛେ / ତ ଆମେ ଜାଣିଲେ କଣ କିଛି ଉପଯୁକ୍ତ ଶବ୍ଦ ହେଉ ଜିନିଷ ଵା କିଛି ବି ହେଉ ତାର ବ୍ୟବହାର ଉପଯୁକ୍ତ ଜାଗାରେ ହେବ / ଜୀବନରେ ଏମିତି ଏକ ପରୀକ୍ଷା ଵା କାଗଜ ରେ ଏମିତି ଏକ ପ୍ରଶ୍ନ ଆସିବ ଯାହାର ଉତ୍ତର infinity ହେଇଥିବ କିନ୍ତୁ ଆମେ ସେଠି ଭଗବାନ ଲେଖିବା ନହେଲେ ସେ ପରୀକ୍ଷା ରେ ଉତୀର୍ଣ୍ଣ ହେଇ ପାରିବା ନାହିଁ / ବୁଝିଲ

    • @XFACTORZORO
      @XFACTORZORO Рік тому

      Se pila ra prasna ku khub sundar uttara dela..
      Kintu .. se prasna ta hin bahut bada bhul prasna thila...
      Main prasna hela... bhagaban kie?
      Crowd jou bhagaban ku dekhauchi...sie na au kie??
      Jadi aau kie...tahele...mu Shiva,Allah,jisu,...adi nku kahinki Puja karibi???

  • @soumyasamal6767
    @soumyasamal6767 Рік тому +2

    ସବୁବେଳେ ଧର୍ମ ଅଛି ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @StudyPolityWithMe
    @StudyPolityWithMe Рік тому +30

    I am not an atheist.. I believe in God.. and I also believe that belief in god is not compulsory. it varies people to people...

    • @luckyjena7117
      @luckyjena7117 Рік тому +2

      Yes ......
      God never interfere with your will.
      It's your choice to choose god or not.

    • @StudyPolityWithMe
      @StudyPolityWithMe Рік тому +1

      @@luckyjena7117 Yes Exactly😊

    • @24_santanurath56
      @24_santanurath56 Рік тому

      I always tell people you believe in God I don't have problem but if you compare with science I will not spare you the comparison is like a fresh apple to wasted lemon

    • @jailalbahadur3740
      @jailalbahadur3740 10 місяців тому

      ​@@24_santanurath56 Why should we not compare ?

  • @annapurnapradhan82
    @annapurnapradhan82 Рік тому +7

    Jagat jadi sata tahele jaganatha bi sata jay jaganatha 🙏🙏🙏

  • @kanhasing261
    @kanhasing261 Рік тому +2

    ଆଗରେ ବିଞାନ ନ ଥିଲା ତଥାପି ଲୋକମାନେ ବନ୍ଚୁ ଥିଲେ ନା ଏବେ ବିଞାନ ହେଲା ପରେବି ବନ୍ଚିବେ ହେଲେ ଏବେ କା ର ଆଉ ଆଗଯୁଗର ବନ୍ଚିବା ବହୁତ ଫରକ

  • @rkscreator8095
    @rkscreator8095 Рік тому +32

    ଭଗବାନ୍ ହେଉଛନ୍ତି ଗୋଟେ spirit ଭଳି।ଆଖିକୁ ଦେଖାହୁଏନି ସତ ହେଲେ ଅନୁଭବ କରିହୁଏ।

    • @Somu380
      @Somu380 Рік тому

      Correct

    • @odishacreation2734
      @odishacreation2734 Рік тому +1

      SATA hele bhagaban karichhanti. Boli kahi hue and michha hele Bhagya ku dosa diajae ,
      Am I right?

    • @24_santanurath56
      @24_santanurath56 Рік тому +1

      Bhagaban mo life re kebe mu feel karini I am sure kebe karibini because mu patha padhichi😂😂😂😂😂 go with logic bro

    • @banamalinayak9917
      @banamalinayak9917 Рік тому

      @@24_santanurath56 hm re sala Tu salaa papi. Tate puni bhagaban dekhaa debe Tu mo bala padhichhu naa. Salaa. Manisa sruti helabele kn science thilaa ki au surya chandra taraa pruthibi to maa ra ghaitaa srusti karilaa magiaa. Tame mane indiaare rahibaa kathaa nuhe magiaa.. Magiaa science dekhauchhu. Science kou grantharu asichhi be kahiparibu. Sience kn tu manaku lekhithilu kibe.. Tu mo balaa loka taa j tate bhagban asi dekha deidebe au naa ki.

    • @comedyboy88
      @comedyboy88 Рік тому

      @@24_santanurath56 dekha bhai mane bhagwan achanti ki nahi mu janini kintu jete bele ama mane mariba mala pare jana padiba samstu nku kie achi kie nahi bhuta achi ta bhagwan bhi thaba kana achi kan nahi ame mariba pare janiba ao jadi mariba pare kichi jana jauni ta hele kehi nahanti mu bhi sei dina ku wait karichi

  • @nilendrisahoovlogs312
    @nilendrisahoovlogs312 Рік тому +5

    I believe to God 101%🙏🏻🙏🏻🥰🥰❤️❤️

  • @cricketgameworld2166
    @cricketgameworld2166 Рік тому +17

    I believe both God and Science.

  • @shyam7134
    @shyam7134 Рік тому +2

    ଧର୍ମ ରକ୍ଷତି ରକ୍ଷତଃ।

  • @aswinikumarpradhan4841
    @aswinikumarpradhan4841 Рік тому +1

    ଭଗବାନ ଏକ ଅଦୃଶ୍ୟ ମହାଶକ୍ତି । ଯଦି ନାହିଁ ତାହେଲେ ଯାଉମନେ ମାନୁ ନାହାନ୍ତି ସେମାନଙ୍କୁ ଏକ ଚାଲେଞ୍ଜ ଆଜି ସେହି ଲୋକ ସହିତ ଯାହା ବି ହେଉଛି ତାହା କଣ୍ କଲି ସେହି ସମୟରେ ସେହି କାମ କରି ପାରିବେକି ।ଖାଇବା ,ପିଇବା ସବୁ ।

  • @sanjay4886
    @sanjay4886 Рік тому +15

    Work is worship. Good is God. Science may good and evil. It depends on use.

  • @jagnyeswarpandasanjujuprem371
    @jagnyeswarpandasanjujuprem371 Рік тому +7

    God is always with us

  • @varietyraulo7067
    @varietyraulo7067 Рік тому +2

    ହିନ୍ଦୁମାନଙ୍କ ସବୁ ଅନ୍ଧ ବିଶ୍ଵସ ଅଧିକ ଅଛି ମତେ କହାନ୍ତି ମୁଁ ପକା ଉତର ଦେବୀ

  • @santoshsatapathy4249
    @santoshsatapathy4249 Рік тому +38

    Great scientist hnble APJ Abdul Kalam says " God is always with me " what s more ?

    • @preetiexpress5060
      @preetiexpress5060 Рік тому +1

      Right

    • @Suresh-vq1we
      @Suresh-vq1we Рік тому

      Right

    • @santoshsatapathy4249
      @santoshsatapathy4249 Рік тому

      Many more thanks for your optimistic views

    • @XFACTORZORO
      @XFACTORZORO Рік тому

      Imagine a question in your science exam...is explain gravity?
      And a guy had written... Great scientist Newton believed in gravity.. what's more?😂😂😂
      Grow up brother.

  • @rajendrahikaka1800
    @rajendrahikaka1800 Рік тому +5

    ଭାଇ ମୁଁ ତୋ ନିଜେ ଭଗବାନ

  • @chenkabhaina
    @chenkabhaina Рік тому +5

    This is my Second part truth : kindly read 1st part :
    ଯଦି ତୁମେ ଅଡି ବସିବ.. ଆମ ପିତୃ ପୁରୁଷ ଅମଳ ରୁ ଆମେ ମାନି ଆସିଛୁ.. ଏ କିଏ ଆସିକି ଆମକୁ ଆମ ଧର୍ମ ବିରୋଧ ରେ କହୁଚି.. ଶୁଣନ୍ତୁ ମୋର ଜ୍ଞାନୀ ଗୁଣୀ ମଣ୍ଡଲି.. ଏ ଗୁଲାମି 100 କି 200 ବର୍ଷ ର ନୁହଁ.. ଏ ହେଲା ହଯାର ହଜାର ବର୍ଷ ର..ଅତ୍ୟାଚାର ଏତେ ବଢ଼ି ଯାଇ ଥିଲା ଯେ ଶୂଦ୍ର ମାନଙ୍କ ବେକ ରେ ଗୋଟେ ହାଣ୍ଡି ଝୁଲାଉ ଥିଲେ, କାହିଁକି ନା ଶୂଦ୍ର ର ଛେପ ଯେମିତି ଭୂମି ରେ ନ ପଡେ.. ଆଉ ଶୂଦ୍ର ପଛରେ ଗୋଟେ ବସ୍ତା ବାନ୍ଧୁ ଥିଲେ ପାଦ ଚିହ୍ନ ଯେମିତି ଲିଭି ଲିଭି ଯିବ... ଶୂଦ୍ର ମହିଳା ମାନେ ନିଜର ସ୍ତନ ଘୋଡାଇବାକୁ ମନା ଥିଲା.. କିନ୍ତୁ ଯେବେ ଗୌତମ୍ ବୁଦ୍ଧ ଆସିଲେ ଆଉ ଏ ସବୁ କୁ ପ୍ରଥା ତଥା ନିୟମ କୁ ମାନିବାକୁ ମନା କରିଲେ.. ବ୍ରାହ୍ମଣ ମାନେ ଦେଖିଲେ ଆମ ଶାସନ ବୁଡ଼ିବାକୁ ବସିଲାଣି.. ସେହି ସମୟରେ ପୁଣି ସେମାନେ ନୂଆଁ ଚାଲ୍ ଖେଳିଲେ.. ମନୁସ୍ମୃତି ନାମକ ଏକ ପୁସ୍ତକ.. ଯେଉଁ ଥିରେ ନିଷ୍ଠୁର ନିୟମ ସବୁ ଲେଖି ଥିଲା ମନୁ ନାମକ ଏକ ରୁଷି ଜାଣି ଶୁଣି .. କାହିଁକି ନା କଠୋର ଦଣ୍ଡ ଦେଲେ କେହି ଯେମିତି ବ୍ରାହ୍ମଣ ବାଦ୍ ଉପରେ ସ୍ଵର ଉଠେଇବେ ନାହିଁ..ସେଠି ଲେଖା ଥିଲା. ଯଦି ଏକ ଶୂଦ୍ର.. ବେଦ ର ମନ୍ତ୍ର ଶୁଣି ଦିଏ.. ତା କାନ ରେ liquid iron ଢାଳି ଦେବେ.. ଯଦି ବେଦକୁ ଦେଖି ଦିଏ.. ତାର ଆଖି ଫୁଟେଇ ଦିଆ ଯିବ ଗରମ୍ ଲୁହା ଗେଞ୍ଜିକି.. ବୁଦ୍ଧ ଯେବେ ବିରୋଧ କରିଲେ.. ବୌଦ୍ଧ ଭିକ୍ଷୁ ମାନକୁ ବ୍ରାହ୍ମଣ ମାନେ ମାରିକି ତଡି ଦେଲେ ଇଣ୍ଡିଆ ରୁ.. ବୌଦ୍ଧ ଧର୍ମ ପ୍ରଚାର ବନ୍ଦ କର ବୋଲି.. କାହିଁକି ନା ଲୋକ change ହେଉ ଥିଲେ.. ବ୍ରାହ୍ମଣ ମାନଙ୍କର ସେବା କରିବା ବନ୍ଦ କରୁ ଥିଲେ.. ଏ କଥା ସବୁ ସତ କହୁଚି ମୁଁ.. ଆପଣ କୌଣସି ବି ଲାଇବ୍ରେରୀ କୁ ଯାଇ ଆମ ଇତିହାସ ପଢି ପାରିବେ.. ଗୋଟେ book ନୁହଁ... ଯେତେ book ପାରିବେ study କରନ୍ତୁ ଜାଣିବେ ସତ କଣ ଆଉ ମିଛ କଣ.. ହିନ୍ଦୁ ଧର୍ମ ଆମ ଭାବନା ସହ ଏତେ ଜଡିତ ଯେ ସତ କୁ ଆମେ ଚାହିଁଲେ ବି ଗ୍ରହଣ କରି ପାରୁ ନାହାନ୍ତି.. ତାଙ୍କ ପୁଅ.. ତାଙ୍କ ପୁଅ ର ପୁଅ.. ତାଙ୍କ ପୁଅ ର ପୁଅ ର ପୁଅ.. ଏମିତି ପିଢି ପରେ ପିଢି.. ଏ ବ୍ରାହ୍ମଣ ଜୁଲୁମ ସହି ଆସି ଛନ୍ତି.. ତ ଆମ ମନ ରେ ରହି ଯାଇଚି ବ୍ରାହ୍ମଣ ଭଗବାନ୍.. ତାଙ୍କ ବିରୋଧ ରେ ଗଲେ ବିନାଶ.. ଅମୁକ ସମୁକ..ଶେଷ ରେ ଏତିକି କହୁଚି.. ଜ୍ଞାନ ଆହରଣ କର.. ଆଉ ଏ ପାଖଣ୍ଡତା କୁ ଦୂର କର.. ସେମାନେ ଗୋଟେ କଥା କୁ ହିଁ ବେଶି ଡରୂ ଥିଲେ.. ଶିକ୍ଷା ନ ପାଆନ୍ତୁ ଦ୍ରାବିଡ଼ ବା ଭାରତ ର ମୂଳ ନିବାସୀ ମାନେ.. ଯଦି ପଢିବା ଲେଖିବା କରିବେ. ତାହାଲେ ଯେତେ ପୁରାଣ ଅଛି.. ସବୁ ସତ ବାହାରି ଯାଇ ଥାନ୍ତା.. ଯେତେ ମନ ଗଢ଼ା ଅବତାର ବନେଇ ଛନ୍ତି ସେ ସବୁ ଆଜି ଆମେ ଜାଣୁ ଥାନ୍ତେ ମିଛ ବୋଲି ଲିଖିତ ଆକାର ରେ.. କାରଣ କେହି ନା କେହି ଅଲଗା ଜାତି ର ଲୋକ ନିଶ୍ଚୟ ଲେଖି ଥାନ୍ତେ... ଆଗରୁ ଲେଖିବା ପଢିବା ଗୁପ୍ତ ନଥିଲା.. କେହି ଲେଖୁ ଥିଲା ଯଦି ପୁରା ରାଜ୍ୟ ବାସୀ ଜାଣୁ ଥିଲେ.. ଯେ ଆମ ରାଜ୍ୟ ରେ ଅମୁକ ବାବୁ ଲେଖୁଛନ୍ତି ବୋଲି.. ଜ୍ଞାନ ବଢାଇ ଚାଲ. ସେଟା ତାଙ୍କ ପାଇଁ କାଳ... ଜାଗ ମୋର ପ୍ରିୟ ଭାଇ.. ଭଉଣୀ. 🙏

  • @bishnupriyamohapatra7414
    @bishnupriyamohapatra7414 Рік тому +2

    ବିଶ୍ୱାସ ହିଁ ଭଗବାନ🙏
    ଯଦି ତୁମେ ନିଜ ବିଶ୍ୱାସକୁ ଦେଖିପାରିବ ତେବେ ଭଗଵାନଙ୍କୁ ଦେଖି ପାରିବ।

  • @sipunibiswal9074
    @sipunibiswal9074 Рік тому +1

    ଆମ ର ଏହି ଆଧୁନିକ ମଣିଷ ସମାଜ ର ଲୋକ ମାନେ ଆଉ ଭଗବାନ କୁ ବିଶ୍ବାସ କରୁନାହାନ୍ତି ତ ପୁରୀ ଶ୍ରୀ ମନ୍ଦିର ରେ କଣ ପାଇଁ ଲକ୍ଷ୍ଯ ଲକ୍ଷ୍ଯ ଭକ୍ତମାନଙ୍କ ଭିଡଲାଗିଛି କଣ ଟଙ୍କା ପାଇଁ କି ଯେଉଁ ମଣିଷ ମାନେ science କୁ ବିଶ୍ବାସ କରନ୍ତି ଓ ଭଗବାନ କୁ ନୁେହଁ ତାହା ହେଲେ ତୁମର କଣ ବାପା ମାଆ ବି ମିଛକି ଆରେ ବହୁ ବିଦ୍ୟା ଭୟଙ୍କର କାରଣ ଏବେ ସବୁ ପ୍ରଥା କୁ ଏହି ଆଧୁନିକ ମଣିଷ ମାନେ ଭୁଲ୍ ପ୍ରମାଣ ତ କରିବାରେ ଲାଗିଛନ୍ତି 😡ଗୋଟିଏ କଥା ମନ ରେ ରଖିବା ଉଚିତ୍ ଆମ ଭାରତ ଏକ ଦେବ ରାଷ୍ଟ୍ର ଓ ସବୁ ରାଷ୍ଟ୍ର ଠାରୁ ଭିନ୍ନ ଅଟେ ସବୁ ଦେଶ ରେ ଭିନ୍ନ ଭିନ୍ନ ପ୍ରଥା ଓ science ଏକମାତ୍ର ଗୋଟିଏ ମାଧ୍ଯମ ବା ପରୀକ୍ଷା ଏହା ଦ୍ବାରା ଏକ ପଦାର୍ଥ ର ପରୀକ୍ଷଣ କୁ ବୁଝିବା ଛଡା ଆଉ କିଛି ବି ନାହିଁ ପ୍ରାଚୀନ କାଳରୁ ଭଗବାନ ଚିର ସତ୍ଯ ok

  • @manojpradhan3706
    @manojpradhan3706 Рік тому +5

    ଆମକୁ ଡାକ ହୋ ଭାଇନା ମହାପ୍ରଭୁ ଙ୍କର ଲୀଳା ବର୍ଣନା କରିବୁ ଭାଗ୍ୟ ଥିଲେ 🙏ଏ ଆଜିକାଲିକା tiktok ପିଲା kn କହିବେ

  • @mrodisha0120
    @mrodisha0120 Рік тому +5

    ହିଁ ଭଗବାନ ଅଛନ୍ତି ମୁଁ ଦେଖିଛି, ବିଜ୍ଞାନ କୁ ବିଜ୍ଞାନ ଜାଗାରେ ରହିବାକୁ ଦିଅନ୍ତୁ ଆଉ ଭଗବାନ ତାଙ୍କ ଜାଗାରେ,

    • @24_santanurath56
      @24_santanurath56 Рік тому +1

      Ghara pacha pate🤣🤣🤣🤣🤣🤣🤣

    • @XFACTORZORO
      @XFACTORZORO Рік тому

      Kouthi dekhicha..🤣🤣bhaii...aamaku tk ta address dia...

    • @shravankumarmishra5513
      @shravankumarmishra5513 25 днів тому

      କାଇଁ ଭାଇ କୋଉଠି ଦେଖିଥିଲ କିଆ ବୁଦା ମୂଳେ ନା ଆଉ କୋଉଠି ମତେ ଟିକେ ଦେଖାଅ 😂😂😂😂

  • @Luvsahu4836
    @Luvsahu4836 Рік тому +1

    ଈଶ୍ବରକୁ ବିଶ୍ବାସ କରନ୍ତୁ, ହେଲେ ଅନ୍ଧ ପରି, କଣା ପରି ବିଶ୍ବାସ କରନ୍ତୁ ନାହିଁ। ସତ୍ୟକୁ ହିଁ ବିଶ୍ବାସ କରନ୍ତୁ, ସତ୍ୟ ହିଁ ଈଶ୍ବର ଅଟନ୍ତି।

  • @pradoshkumar7833
    @pradoshkumar7833 Рік тому +1

    ଫିଲ୍ମ ରେ ଯଦି କିଛି ଧର୍ମ କୁ ଵା ଭଗବାନ କୁ ନେଇକି କିଛି ଭୁଲ କହିଦିଏ. ତା ବିରୁଧ ରେ କାର୍ଯ୍ୟାନୁଷ୍ଠାନ ହଉଚି.କିନ୍ତୁ ଏ ବିଜ୍ଞାନ କୁ ମାନିଲା ଵାଲା ତ ସିଧା କହୁଛନ୍ତି ଭଗବାନ ନାହାନ୍ତି ବୋଲି.ଆଉ କିଛି ବାଲାନ୍ସ କରି କହୁଛନ୍ତି.ସେଥିପାଇଁ ତ ବିଜ୍ଞାନ କୁ ମାନିଲା ଵାଲା କେବେ ଭଗବାନ କୁ ମାନିବେନି.ଆରେ ବିଜ୍ଞାନ ଯୋଗୁଁ ଆମେ ବହୁତ ଉପକୃତ ହଉଛୁ ଏ ବ୍ରହ୍ମାଣ୍ଡ ବିଷୟରେ ବହୁତ କିଛି ଜାଣିପାରୁଛୁ. ଆଉ ବିଜ୍ଞାନ ଦ୍ୱାରା ସବୁ କ୍ଷେତ୍ର ରେ ଆମେ ଆଗକୁ ଯାଇପାରୁଛୁ.ବିଜ୍ଞାନ ଆଉ ଭଗବାନ ଦୁହେଁ ଜରୁରୀ ଆମ ପାଇଁ.

  • @Bitanswain98
    @Bitanswain98 Рік тому +6

    Emane science ku neiki bhagaban nku manuchanti!! 🤣🤣..

  • @Sachinkumar-tv5ur
    @Sachinkumar-tv5ur Рік тому +5

    ଭଗବାନ ମାନିବା ଜିନିଷ ଜାଣିବା ଜିନିଷ ନୁହ

  • @Mahakaa_dewana
    @Mahakaa_dewana Рік тому +2

    Thank you God for my all problem solved 🙏💯

  • @sankarsanasahoo8455
    @sankarsanasahoo8455 Рік тому +7

    I think There is no Pure science student who has studied science properly. That's why the debate went so far
    If I would have enjoyed it if I had been there

  • @mithunbarik8987
    @mithunbarik8987 Рік тому +5

    ଭଗବାନ ଅଛନ୍ତି ବୋଲି ସମସ୍ତେ ମାନନ୍ତି ସମସ୍ତେ ଡରନ୍ତି ଆଉ ସେଥିପାଇଁ କିଛି ଭୁଲକାମ ଲୋକ ବାହାରେ ଖୁସି ଖୁସି କରନ୍ତି ହେଲେ ନିଜଘରେ ସହଜରେ କରନ୍ତି ନାହିଁ ଭାବନ୍ତି ପାପ ହବ

    • @24_santanurath56
      @24_santanurath56 Рік тому

      I don't believe in God also I don't do bad works so it is possible without we can be a good person

  • @bisunayak7329
    @bisunayak7329 Рік тому +4

    ଭଗବାନ ଜନ୍ମ ଦେଲା ବୋଲି କି ଆଜି ତମେ ବଞ୍ଚିତ ଗୁରୁ ଶିକ୍ଷା ଦେଲା ବୋଲି ଶିକ୍ଷିତ ଯୁବକ ପାଲଟିଛନ୍ତି ଆଧୁନିକ ବିଶ୍ବାସ ସେହି ପିଲାଙ୍କ ପାଇଁ ମୋ'ର ମାଡ଼ ମାରିଥିବା ଦରକାର।

    • @XFACTORZORO
      @XFACTORZORO Рік тому

      Mate janma deini bhagaban
      Mu biswas karibini
      ...aase maribu... Address de nahale ..mu jibi to pakhaku...kemtii maribu dekhibi

  • @madanmahapatra138
    @madanmahapatra138 Рік тому +1

    ଲକ୍ଷ୍ମୀ ପୁରାଣ ବଳରାମ ଦାସ ଲେଖିଛନ୍ତି, ବିଶ୍ୱାସ ରଖି ଭଲ କର୍ମ କରିବ ତାହା ପରେ ଭଗବାନଙ୍କୁ ଦେଖି ପାରିବ କି ନାହିଁ ସେତବେଳେ ଆପେ ଆପେ ଜାଣିପାରିବ ତୁମେମାନେ , ଜୟ ଜଗନ୍ନାଥ।

  • @tinkatech7671
    @tinkatech7671 Рік тому +2

    କି ଯୁଗ ହେଲାରେ ଶେଷରେ ଭଗବାନ କୁଂ ପରିକ୍ଷା ଦବାକୁ ପଡିବ ।😓😓😓😓

  • @kalandicharanpanda4164
    @kalandicharanpanda4164 Рік тому +3

    ଭଗବାନ ଅଛନ୍ତି କି ନାହିଁ, ବିବେକା ନନ୍ଦ ଆତ୍ମଜୀବନୀକୁ ପଢନ୍ତୁ କାରଣ ଯେଉଁମାନେ ବିଶ୍ୱାସ କରନ୍ତି ନାହିଁ ଓ ପୁରାଣକୁ ପରିହାସ କରନ୍ତି !

    • @XFACTORZORO
      @XFACTORZORO Рік тому

      Tame bhaii Stephen Hawking bisayare padha...

  • @Aspirant_jr975
    @Aspirant_jr975 Рік тому +5

    God is almighty 💗

  • @debendranathmallik5902
    @debendranathmallik5902 Рік тому +3

    ଦୁନିଆରେ ଭଗବାନ ନାହାନ୍ତି କହିଛନ୍ତି (ଗୌତମ ବୃଦ୍ଧ )

  • @niranjannayak9827
    @niranjannayak9827 Рік тому +1

    କର୍ମ ହିଁ ଭଗବାନ

  • @bibekanandaparida6279
    @bibekanandaparida6279 Рік тому +1

    ଭଗବାନ ଅଛନ୍ତି ମୁଁ ବିଶ୍ୱାସ କରେ (ଜୟ ଜଗନ୍ନାଥ)

  • @sethibabu23
    @sethibabu23 Рік тому +4

    Biswash hin god 🙏🙏 Ramayan, Mahabharata ku scientific Lekhichi....

  • @RahulRaj-qq7jv
    @RahulRaj-qq7jv Рік тому +5

    ଯେଉଁ ଗଧ ପିଲାମାନଙ୍କର ବିଜ୍ଞାନ ଉପରେ ବିଶ୍ୱାସ ନାହିଁ ସେମାନେ ବିଜ୍ଞାନ ପଢିବା ଛାଡି ମଠ,ମନ୍ଦିର ନିର୍ମାଣ କରି ହରେକୃଷ୍ଣ ହରେରାମ ଜପିବ ଯାଅ ଆମେ ଜାଣିଲୁ ତମେ ପାଠ ପଢି ଟାଡି ପକେଇବ। ଯଦି ତୁମେମାନେ ଲାଞ୍ଚ ଦେଇ ଚାକିରି ପାଅ ଲାଞ୍ଚ ନେଇ ନେଇ ଲୋକ ଙ୍କୁ ଶୋଷଣ କରିବ, ଯେଉଁ ବ୍ରିଜ ନିର୍ମାଣ କରିବ ଦୁଇ ଦିନ ରେ ଭାଙ୍ଗିଯିବ, ଡକ୍ଟର ହେଲେ ପଇସା ପାଇଁ ରୋଗୀଙ୍କ ଜୀବନ ନେଇଯିବ। ତୁମେମାନେ ଦେଶ କୁ ଅନ୍ଧକାର ରେ ଠେଲିଦେଇ ଧର୍ମ ନାମ ରେ ଧନ୍ଦା ଖୋଲିବ ଦେଶ କୁ ପୁରା ବିକି ଦେବ ତୁମେମାନେ ମଣିଷ ସମାଜ ର ଶତ୍ରୁ ବିଜ୍ଞାନ ପଢିକି କି ଲାଭ । ଏଇ ଗଧମାନେ କୁଆଡେ ଆମ ଦେଶ ର ଭବିଷ୍ୟତ

  • @rabinarayanmunda2198
    @rabinarayanmunda2198 Рік тому +2

    ଗୋଟିଏ ସଂସ୍କାର ଗୋଟିଏ ନିୟମ ଗୋଟିଏ ଧର୍ମ ସନାତନ ଧର୍ମ ଆଉ ଗୋଟିଏ ସଂସ୍କାର ନାହିଁ ଆଉ ଗୋଟିଏ ନିୟମ ନାହିଁ ମଣିଷ ଧର୍ମକୁ ଜାଣି ପାରିବେ ନାହିଁ ମିଥ୍ୟାରେ ବିଜ୍ଞାନ ପୁରାଣ ଶାସ୍ତ୍ର ଗୀତା ଭାଗବତ ସବୁ କୁ କୁସଂସ୍କାର ବିଶୁଆସ କରନ୍ତି !

  • @ramkrishnagouda9086
    @ramkrishnagouda9086 Рік тому +2

    ଭଗବାନ ଅଛନ୍ତି ବୋଲି ସବୁ ଜୀବଜଗତ ତିଷ୍ଠି ରହିଛି ସବୁ ସୁନ୍ଦର ଲାଗୁଛି ମାନିଲେ ସବୁ ବୁଝାପଡିଯିବ,ବୁଝ କି ନବୁଝ ଆମଠୁ ବୟୋଜ୍ୟେଷ୍ଠ ଲୋକମାନେ ପରମ୍ପରା ବା ନୀତି ନୀୟମ ସବୁ କରିଛନ୍ତି ସବୁ ଭଲପାଇଁ ହିଁ କରିଛନ୍ତି ତାଙ୍କୁ ମାନିବା ଦରକାର

    • @shravankumarmishra5513
      @shravankumarmishra5513 25 днів тому

      ବାଳ ନା କୋଉ ଭଗବାନକୁ ମୁଁ ମାନୁନି କାହିଁକି ନା ଭଗବାନ୍ କାଳ୍ପନିକ

  • @sanjay4886
    @sanjay4886 Рік тому +4

    Believe and truth are different.

  • @rajendrahikaka1800
    @rajendrahikaka1800 Рік тому +5

    ମୁଁ ଭଗବାନଙ୍କୁ ଦେଖୁଛି ମୋ ଭିତରେ

    • @santali417
      @santali417 Рік тому

      ମୁ ଦେଖୁଛି ମ ଭିତରେ ଭଗବାନ୍

  • @odishamirror2954
    @odishamirror2954 Рік тому +2

    ଯଦି ଅଧ୍ୟାପକ ମାନେ ଏତେ ମୂର୍ଖ ସେମାନେ କଣ ସାଇଣ୍ଟିସ ବାନେଇଁ ବେ 😃😃😃

  • @laxmitvr9651
    @laxmitvr9651 10 місяців тому

    ଓ ସାର ଭାଇ ମାନେ ତୁମେମାନେ ମେଣ୍ଟାଲ ନାଇଁ ହୁଅ ପ୍ରକୃତ ରେ କର୍ମ ହିଁ ଭଗବାନ

  • @soumya7574
    @soumya7574 Рік тому +3

    Doctor b kuhanti operation hela pare critical situation re ebe ama hata re kichi nhi sabu uparabala hata re

  • @Devils___Lex
    @Devils___Lex Рік тому +20

    Science is open to criticism and truth finding where Religion tells it's final

  • @debigoudrdb8809
    @debigoudrdb8809 Рік тому +1

    ଯେତେବେଳେ ଲକ୍ଷ୍ମୀ କୁ ଜଗନାଥ ଛାଡିଦେଲେ .12 ବର୍ଷ ଅଲଗା ରହିଲେ .ଏ ଯୁଗର ଲକ୍ଷ୍ମୀ ରହିବା ତ .12 ଦିନ ରହି ପାରୁନି .ସିଦ୍ଧା ଅନ୍ୟ ପୁରୁଷ କୁ ଆଖି ମାରି ଥାନ୍ତି .କଣ ପୁରାଣ କହୁଛ ଆଉ ଧର୍ମ .କିଏ ଗୋଟେ ଖାଇଲା କଣ କହିଲା ସେଇଟା ମୁଣ୍ଡକୁ ବିନ୍ଧିଲା . ପୁରାଣ ପଢି ଥିଲେ ତ ଜଣେକୁ କ୍ଷମା ଦେବେ .କ୍ଷମା କିଏ ଦିଏ ନାହିଁ ରାକ୍ଷସ ଅସୁର ମାନେ ଦିଅନ୍ତି ନାହିଁ .ଆଉ ଏଯୁଗରେ କିଏ କ୍ଷମା ଦେଉ ନାହିଁ ସେଇଟା ଏ ବିବାଦରୁ ଜଣାପଡୁଛି

  • @kishorekumarsabar5118
    @kishorekumarsabar5118 Рік тому

    ଜୟ ଜଗନ୍ନାଥ। ଜନ୍ମ ହେଉ ହେଉ ନିଜ ଜନ୍ମ କଲା ମାଁ ଙ୍କୁ କେହି ଦେଖିନାହାନ୍ତି। ସେ ଭଗବାନଙ୍କୁ କ'ଣ ଦେଖିବେ , ଯେଉଁ ମାନେ ହେତୁବାଦି ସେମାନେ ମାଁ, ଭଉଣୀଙ୍କ ସାଙ୍ଗରେ ଶାରୀରିକ ସମ୍ପର୍କ ରଖିବେ ଏମାନେ ତ ଜନ୍ମ ହେଲାପରେ ଏମାନଙ୍କୁ ଦେଖିନାହାନ୍ତି ।

  • @chetankumarpradhan8555
    @chetankumarpradhan8555 Рік тому +6

    those people who follow science don't compare with god ..

    • @24_santanurath56
      @24_santanurath56 Рік тому

      Exactly I also tell don't compare science with God it is like fresh apple (science) to wasted lemon (dharma)

  • @ZeeMusicLab
    @ZeeMusicLab Рік тому +4

    APJ Abdul Kalam ଭଗବାନ ଙ୍କୁ ବିଶ୍ୱାସ କରନ୍ତି ଏବଂ ଗୀତା ପଢ଼ନ୍ତି ❤️❤️❤️ "ନମନ୍ତୀ ଫଳିନୋ ବୃକ୍ଷା ନମନ୍ତୀ ଗୁଣିନୋ ଜନାହା "
    ମୂର୍ଖ ସର୍ବଦା ନିଜକୁ ସର୍ବଜ୍ଞ ମନେକରେ ଯଥା ରାବଣ
    Shiv Tandav (Dancing position) is in NASA called Cosmic Shiva 😎
    ତୁମେ ମୂର୍ଖ ତୁମ ସହ ଯୁକ୍ତି କରିବା ହିଁ ମୂର୍ଖାମୀ

    • @XFACTORZORO
      @XFACTORZORO Рік тому

      Imagine a question in your science exam.. how can you prove gravity through daily life experiments?...
      And a so called maha gyani wrote: Newtown believed in gravity ... Tu murkha jie emitika prasna baneichu🤣🤣🤣

    • @ZeeMusicLab
      @ZeeMusicLab Рік тому

      @@XFACTORZORO what type of murkh? I didn't understand!
      My question is to believe god in scientific way like Gautam Budhha and Vivekanand.
      There is no god outside or in temple, ... Its in your inside as form of ENERGIES.
      Inner Piece, Meditation, Yoga is the only way of NIRVAN.
      Namo Budhhay.....Namah Shivay 🙏🕉️🕉️

    • @XFACTORZORO
      @XFACTORZORO Рік тому

      @@ZeeMusicLab aare bokachoda...ebe nije...padh ...Tora purba comment...mate kaha kouthi...god ku form of energy lekhichu..au mu bujhi parilini

    • @ZeeMusicLab
      @ZeeMusicLab Рік тому +1

      @@XFACTORZORO sir ଏଥିରେ ରାଗୁଛନ୍ତି କାହିଁକି?? ମୁଁ ଲେଖିଥିଲି କି, Natraj ଙ୍କ ମୂର୍ତ୍ତି କୁ ଏବେବି NASA ରେ ରଖାଯାଇଛି. Cosmic Dancee bele bi position thik emiti rahe so.....
      I want to say that you have to avoid superstitions in the name of Religion. There are lots of superstitions available in society.
      But GOD is The source of Consciousness..... 🙏🙏🙏 As per Bhagwat Geeta, he is everywhere in every form of energy.

  • @tspandandapat1722
    @tspandandapat1722 Рік тому +2

    Jay Jagannath Swami 🙏

  • @anuarjun1992
    @anuarjun1992 Рік тому

    ସୂର୍ଯ୍ୟ ହିଁ ଭଗବାନ

  • @Satyajit_Parida.
    @Satyajit_Parida. Рік тому +4

    DEBATE SHOULD INCREASE KNOWLEDGE NOT FIGHT

  • @arusmrutipandab7122
    @arusmrutipandab7122 Рік тому +5

    Please au Bhagwan Ku Neiki au tamsha karani jemiti ama bapa maa nku Gali dele jemiti amaku kasta hua think semiti ama Bhagwan knu kahile ama Hindu dharmaku bi sethiki kasta Lage🙏🙏

  • @tamudiaproduction....6921
    @tamudiaproduction....6921 Рік тому +1

    Kanak news ku salam🙏🙏🙏

  • @harisahoo7369
    @harisahoo7369 Рік тому +2

    Thanku Sir very good

  • @lambodarmallick2410
    @lambodarmallick2410 Рік тому +12

    God exists everywhere surely

  • @bini12386
    @bini12386 Рік тому +15

    What a logic meeting yaar superb 💞

  • @ananta7506
    @ananta7506 Рік тому

    କଳି ଯୁଗରେ ନେତା ହେଉଛି ଭଗବାନ। ଯଦି କଳିଯୁଗରେ ସତ୍ୟରେ ଭଗବାନନ୍କୁ ଖୋଜିବା ତ ନୀତିଦିନ ଘଟୁଥିବା ଦୃଶ୍ୟମାନ ହିଁ ପାଇବା।
    ସତ୍ୟରେ ହିଁ ଯିଏ ଭଗବାନ ଙ୍କୁ ମାନେ ସେ ଧର୍ମ କର୍ମ ରେ ବ୍ୟଭିଚାର ରଖେ ନାହିଁ।👍

  • @niranjannayak9827
    @niranjannayak9827 Рік тому +1

    ଭଗବାନ ଅଛନ୍ତି କିନ୍ତୁ ଆମେ ଜାଣି ପାରୁନାହୁ ଅନୁଭବ କରିପାରିବ

  • @parshuramgoud4878
    @parshuramgoud4878 Рік тому +3

    Ame manuchu life re Science bahut important but
    Dharma, Biswas, and parampara,
    Ku Jadi na maniba tebe Manisa pari nuho pasu paki pari chalibaku padiba thet s all

  • @sunimallick1498
    @sunimallick1498 Рік тому +10

    Hare Krishna , God lives in our heart

  • @AnitaSingh-jk5cy
    @AnitaSingh-jk5cy Рік тому +1

    If science is the.ruler of the earth then God is the creator of science .🙏

  • @chandanscd8978
    @chandanscd8978 Рік тому

    ଏକ୍ଛ୍ଲି ସିର ଆମେ ଭଗବାନ କୁ ଡରୁ ନାହିଁ କିନ୍ତୁ l ଆମେ ଯେତେବେଳେ ନିଜେ କିଛି ବି କାରଣରୁ ଡରିଯାଉଛେ ସେତେ ବେଳେ ଆମେ ଭଗବାନ କୁ ଡାକୁ କାରଣ ଆମର ଡୋରକୁ ଦୂର କରିବା ପାଇଁ ଯେମିତି ଆଚ ନାକ କିଛି ବି ହେଇଯାଉ ଆମେ ଆଗେ ହେ ଭଗବାନ ବଲି କହିଥାଉ l ତେଣୁ ଆମର ବିଶ୍ୱାସ ହି ଭଗବାନ l କୋର୍ମ ହି ଭଗବାନ l ଜୟ ଜଗନ୍ନଥ l🙏

  • @subhashreemajhi9658
    @subhashreemajhi9658 Рік тому +12

    ପୁରାଣ ସତ୍ୟ ହେଉ ବା କାଳ୍ପନିକ ହେଉ ଭାରତରେ ପୁରାଣ ଅଛି ବୋଲି ଭାରତରେ ଶୃଙ୍ଖଳା ଅଛି ତେଣୁ ବିଶ୍ୱାସ ହିଁ ଭଗବାନ

  • @gouri_gamer2777
    @gouri_gamer2777 Рік тому +4

    Emane kon Jani chhanti kohilo murkho dolo

  • @maheswaraharijan5496
    @maheswaraharijan5496 Рік тому +1

    ଭଗବାନ୍ ଅଛନ୍ତି ତାଙ୍କ ସହିତ ଜଦି ଆପଣ ମାନେ କନେକ୍ସନ୍ ହବ ତାହା ହେଲ ଜାଣି ପାରିବ ଭାଇ ଭଉଣୀ ମାନେ ଜଗତର ଗ୍ୟାନ ଇଶ୍ବର ଙ୍କ ମୂର୍ଖତା ଅଟେ କିନ୍ତୁ ପଥ ଭ୍ରମଣ ହୁଅ ନାହିଁ ସତ୍ଯ ପଥରେ ଚାଲ ଦୟାକରି 🙏🙏🙏ଆମେନ୍

  • @manaspatra279
    @manaspatra279 Рік тому +1

    2.17 minute right kotha

  • @Devils___Lex
    @Devils___Lex Рік тому +5

    Jai Science

    • @manasranjansahoo6645
      @manasranjansahoo6645 Рік тому +4

      Mu janichi tu to maa thu janma kebe bi heiinathibu...gote bada mecin ru tu baharichi....mu to kathare ekamata....

    • @itzz
      @itzz Рік тому

      @@manasranjansahoo6645 Aree bhai ta gandi mari dela 🤣🤣🤣

    • @RahulRaj-qq7jv
      @RahulRaj-qq7jv Рік тому

      @@manasranjansahoo6645 tu keuthi janam heichhu Mate laguchhi tu tar Maa ra mali ru janam heichhu

    • @manasranjansahoo6645
      @manasranjansahoo6645 Рік тому

      Mu janichi tu gote coumpture chhuata...tu jetebele janma helu bodhe to dehare kebe bi Nala rakta mali laginathiba..... coumpture keyboard aau aau Tara to dehare gudeii heiithiba...mu ebe janili coumpture ra kete dam....

    • @XFACTORZORO
      @XFACTORZORO Рік тому

      @@manasranjansahoo6645 aare boka choda... bhagaban kana to bapa...🤣🤣
      Na bhagaban samastanka maa nka saha souchi...chhua janma karibaku...
      Tu biology padhunu bodhe😂

  • @pabitramohannaik2932
    @pabitramohannaik2932 Рік тому +2

    ଭଲ କଥାଟେ କହିଲଣି ଭଉଣୀ

  • @fukunmaster
    @fukunmaster Рік тому +1

    ଭଗବାନଙ୍କ ମୂର୍ତ୍ତି ମାଟି ପଥର ସବୁ ଠାରେ ଆଗରୁ ଥିଲା

  • @jhilisahoo7249
    @jhilisahoo7249 Рік тому

    ନୁହେଁ ଏଠି କିଏ ପର ନୁହେଁ କେ ନିଜର ସତ୍ୟ ଜାହା ଦୁନିଆରେ ଜଗନ୍ନାଥ ମୋର ଭାବିଥିଲି ଦୁନିଆରେ ଯାହା ମୁଁ ନିଜର ସୁଖ ବେଳେ ପାଖେଥିଲେ ଦୁଃଖେ ହେଲେ ଦୁର ସାର ଯାହା ଦୁନିଆରେ ଜଗନ୍ନାଥ ମୋର ଜୟ ଜଗନ୍ନାଥ 🙏⭕‼️⭕ବିଶ୍ବାସ ମୁଳେ ଏ ଜଗତ ବିଶ୍ବାସ ବିନା ହୁଏ ନାସ।

  • @mohanmallik
    @mohanmallik Рік тому +10

    ମୂର୍ଖ ମାଘିଆ ଯାକ କୁ ବୁଝାଅନି Sir ଏ ଭଳି ଲୋକକୁ ସନାତନ ଧର୍ମ ରୁ ବାହାର କରନ୍ତୁ ଜୟ ଜଗନ୍ନାଥ❤️

    • @ripo1559
      @ripo1559 Рік тому

      Hmmm Jay Shri Ram 🙏🙏🙏

    • @XFACTORZORO
      @XFACTORZORO Рік тому +1

      Maagia କହିକି ସୋଦିବା ଲୋକ।।।କୁ କେତେ ଶିକ୍ଷା ମିଳିଛି।।। ଜଣା ପଡ଼ୁଛି।।।
      ଯୋଉମନେ ତୁମ ଭଳି ଅଶିକ୍ଷିତ ଭଗବାନ ନାଁ ରେ ବେପାର କରନ୍ତି।

  • @ramakantamuduli4869
    @ramakantamuduli4869 Рік тому +3

    pura kalponik jagannath story

    • @theworldmountain
      @theworldmountain Рік тому

      Manili ebe 👍👍👍ADIVASI saha sadhayantra kara heichi

    • @jatinsamal6728
      @jatinsamal6728 Рік тому

      To bopa bi kalpanika

    • @XFACTORZORO
      @XFACTORZORO Рік тому

      @@jatinsamal6728 ଆଉ ତୋ ବାପା chutiya

    • @shravankumarmishra5513
      @shravankumarmishra5513 25 днів тому

      ​@@jatinsamal6728ହଁ ଭଗବାନ୍ କାଳ୍ପନିକ ଯଦି ଅଛି ଦେଖା

  • @badajingalashrma.
    @badajingalashrma. Рік тому +1

    ଭଗବାନ୍ ନିଜ ଭିତରେ ଅଛନ୍ତି। ଭାବରେ ଭଗବାନ୍ ଙ୍କୁ ଡାକିଲେ ପାଇପାରିବା। ଜଣେ ଯଦି ଭଗବାନ୍ କୁ ପୁରା ବିଶ୍ୱାସ ଭକ୍ତି ରେ ଧ୍ୟାନ କରେ ସେ ଏକ ଯୋତି ହିଁ ଦେଖିବାକୁ ପାଇବ।ଏଥିରେ କୌଣସି ସନ୍ଦେହ ନାହିଁ।ଭଗବାନ୍ ଙ୍କର ଅନେକ ରୂପ ଅଛି।ଯଦି ତମେ ଜଗନ୍ନାଥଙ୍କ ମନ୍ଦିର କୁ ଯାଇ ମା ତାରିଣୀ ବୋଲି ଡାକିଦେଲେ ଜଗନ୍ନାଥ ଖରାପ ଭାବିବନି।
    ଭଗବାନ୍ ଙ୍କୁ କେମିତି ପାଇବା?
    ଭଗବାନ୍ ନିଜ ଭିତରେ ଅଛନ୍ତି ତାଙ୍କୁ ଯୋଗ ପ୍ରାଣାୟାମ ସାହାଯ୍ୟରେ ତାଙ୍କୁ ଜାଗ୍ରତ କରିବାକୁ ପଡେ। ଯିଏ କହନ୍ତି ଭଗବାନ୍ ସ୍ଵର୍ଗରୁ ଆସନ୍ତି ସେ କିଛି ଜାଣିନାହିଁ ।ଯିଏ କହୁଛି ଭଗବାନ୍ କେହି ନାହାନ୍ତି ତାର ମୃତୁ ହେଲେ ଯାଇ ଜାଣିପାରିବ। ଗୁରୁଙ୍କ ଭିତରେ ଭଗବାନ୍ ଙ୍କୁ ଦେଖିବାକୁ ପାଇବା।
    ଆପଣମାନେ ଗୁରୁ କରନ୍ତୁ।
    ଗୁରୁ ବିନା ମୁକ୍ତି ନାହିଁ। JAYGURU JAYMAA.

  • @kamdevsamal5316
    @kamdevsamal5316 Рік тому

    ଜ୍ଞାନ ମଧ୍ୟରେ ଶ୍ରେଷ୍ଠ ଆତ୍ମଜ୍ଞାନ (ବ୍ରହ୍ମଜ୍ଞାନ )ଯାହାକି ଶ୍ରୀ ଗୀତା ଜ୍ଞାନ ରୁ ମିଳିଥାଏ ।