Debate With Students | Pertinent Points To Rescue Rationalists Vs Believers Of GOD

Поділитися
Вставка
  • Опубліковано 30 жов 2022
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha #rationalist

КОМЕНТАРІ • 2,2 тис.

  • @manojkumarnaik3669
    @manojkumarnaik3669 Рік тому +272

    ଆଉ ଯୋଉ ଛାତ୍ର ମାନେ ଭଗଵାନ ଅଛନ୍ତି ବୋଲି ମାନୁଛ ତୁମକୁ ଆଉ ତମ ପରିବାର ଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ ମାନେ ତମ ପାଇଁ ଆମ ଓଡ଼ିଶା ଗର୍ବିତ ।

    • @bhabanisankar669
      @bhabanisankar669 Рік тому +1

      @@bishwalaxmisahoo2909 Ama Hinduism re Bapa Maa au Gurunku ta Bhagwan hin mana jae.. Bhagawan Sabuthare Vidyamana..Au hm Jaha Pain amara Srusti..Jaha pain ame Banchichhu..Au Jaha tharu ame help Pauchhu ba Paichhu sie ama pain Bhagwan..Eha Pathara, Nature hoi pare ba kou Power..Kichhi vi hoi pare...Tume tuma Relative nka Photos kahin ki Pakhare Rakha..?? au Sei Photo ku Insult Kale tuma ku bhala Lage ki.??.. Murti Nathile Ame Art ,Artist au Workers nku Promote, Respect au Rojgar Dei pari thaonte ki..??.Ta Pain kete Paribara ra Peta bhare janichha..Ta Pathara au Pathara Maruti ku heya mane karani..CERN (European Organization for Nuclear Research ) re vi Siva Statue ku Rakha jaichhi..1st University Banei thiba loka Ame..Ete Murkha Bhabani..Ama Ancient Technology Ajira Modern Science ku Vi Challenge Deuchhi..

    • @subarnnapanda5072
      @subarnnapanda5072 Рік тому +1

      @@bishwalaxmisahoo2909jadi mu କିଛି ଭୁଲ କୁହେ ମତେ କ୍ଷମା କରିବେ କିନ୍ତୁ ମୁଁ ଯାହା ଦେଖୁଛି ଆପଣଙ୍କୁ ତ ନିଜ ଧର୍ମ ଓ ସଂସ୍କୃତିର ଜ୍ଞାନ ନାହିଁ,ଯଦି ଥାଆନ୍ତା ତାହେଲେ ଆପଣଙ୍କୁ ଜଣା ଥାଆନ୍ତା ଯେ,e dharma re ପିତାମାତାଙ୍କୁ,ପୃଥିବୀକୁ,ପ୍ରକୃତିକୁ ସମସ୍ତଙ୍କୁ ଭଗବାନଙ୍କ ଦରଜା ଦିଆଯାଏ ।ରହିଲା କଥା ମୂର୍ତ୍ତି ଆଉ ପଥରର,ମୂର୍ତ୍ତିକୁ ଆମେ ଭଗବାନଙ୍କ symbol ରୂପରେ ପୂଜା କରୁ ଠିକ୍ ଯେମିତି ଆମେ ତ୍ରିରଙ୍ଗା କୁ ଭାରତ ମାତା ର ପ୍ରତୀକ ମାନିଥାଉ।ଯେମିତି ଆମେ ତ୍ରିରଙ୍ଗା କୁ କେବେ ତଳେ ପକେଇ ଦେଉନା ଠିକ୍ ସେମିତି ଆମେ ପ୍ରଭୂମୂର୍ତିକୁ ବି ତଳେ ପକେଇ ନ ଥାଉ ।ଆଉ ଯଦି ଆପଣ thread mananku ଯୋଡ଼ିବେ ତାହେଲେ ଜାଣିବେ ଯେ ପଥରପୂଜା sanatani shamanism ra ଅଂଶବିଶେଷ ।ଏହାକୁ ଅଧିକତର ଆମ tribal community ra ଲୋକମାନେ ମାନିଥାଆନ୍ତି । ପୂଜା କଲା ସମୟରେ ଜଣେ କିଛି ସମୟ ପାଇଁ ତାର ବାହାର ଦୁଃଖ ଓ ଚିନ୍ତା ରୁ ମୁକ୍ତି ପାଇଥାଏ,ସେତେବେଳେ ସେ କେବଳ ଭଗବାନଙ୍କ କଥା ଭାବିଥାଏ ।କିନ୍ତୁ ବହୁ ଚିନ୍ତା ସତ୍ତ୍ଵେ ସେ ଯେତେବେଳେ ପୂଜା କରେ ତାର ଧ୍ୟାନ ଅନ୍ୟ ଆଦେ ଚାଲିଯାଏ,ସାମ୍ନାରେ ମୂର୍ତିଟାଏ ଥିଲେ ସିଏ କେବଳ ଭଗବାନଙ୍କ ଉପରେ focus କରିପାରେ ।ହିନ୍ଦୁ ଧର୍ମରେ ପୂଜା କରିବାର most commonly chariti mukhya pranali ରହିଛି ଆଉ murtipuja ସେଥିରୁ ସବୁଠାରୁ basic step ।ଧନ୍ୟବାଦ 🙏🏻

    • @manojkumarnaik3669
      @manojkumarnaik3669 Рік тому +1

      @@bishwalaxmisahoo2909 hm bapa maa bagwan tapare tanko too upare bi jane a୬anti mone rakha ,aau gote kotha tume jete bele patha padhithilo se bapa maa tumaku prathame - ବ୍ରହ୍ମା, ବିଷ୍ଣୁ ଆଉ ମହେଶ୍ୱର ଶିଖାଇଥିଲେ ok । ଯେତେବେଳେ ବାପା ଆଉ ମାଆ nko ଦେହ ଖରାପ ହୁଏ ସେତେବେଳେ ଆମେ ସେଇ bhagwan nku dakithau aau docter bi jetebele kuhe ki bhagwan jaha karibe sete bele mone pade ok

    • @subratmadgul5375
      @subratmadgul5375 Рік тому

      @@bishwalaxmisahoo2909 Tu To Bopa , Maa Nku Kete Manuchu re kohilu tike .... Soklo Paile Tanko Paddo Dhari kebe Mundia Marichu re Kohilu tike ..... To Bopa Maa Nku Vogoban kohiba Chua tu ....To Voli Sola Pila Paien Aaji Aamo Deso Badnam Houchi Churo Sala Vagaban nko Astitiya ku Tu Chalenge dabu be 😡 Toro Ate Sahaso be.

    • @DURGA_COOKING
      @DURGA_COOKING Рік тому +1

      Jay Jagannath

  • @user-nf5bi7eg8k
    @user-nf5bi7eg8k Рік тому +549

    କିଏ ବିଶ୍ୱାସ କଲା ନ କଲା ଆମର କଣ ହେଲା ମୁଁ ତ ମୋର ଜୀବନକୁ ଭଗବାନଙ୍କୁ ସମ୍ପୂର୍ଣ୍ଣ ସମର୍ପଣ କରିଛି । ଜୟ ଜଗନ୍ନାଥ || ଜୟ ଶ୍ରୀ ରାମ

    • @maheshk5258
      @maheshk5258 Рік тому +6

      👍👍👍🙏🏻🙏🏻🙏🏻🌺🌺🌺

    • @amitbehera8454
      @amitbehera8454 Рік тому +8

      ହରିବୋଲ 🙏

    • @kpd8420
      @kpd8420 Рік тому +9

      ଜୟ ଜଗନ୍ନାଥ 🚩 ଜୟ ଶ୍ରୀରାମ 🚩🙏

    • @kaliapremibhajanbhandara8515
      @kaliapremibhajanbhandara8515 Рік тому +9

      ହରିବୋଲ ହରିବୋଲ ହରିବୋଲ

    • @Rajeshsahu-db5qd
      @Rajeshsahu-db5qd Рік тому +4

      Sundara mata mata dela bhai. 🙏

  • @niranjanmaity8227
    @niranjanmaity8227 Рік тому +156

    ବିଶ୍ୱାସେ କଲେ ନିଶ୍ଚିତ ଭଗବାନ ଦେଖା ଦେବେ,, ଏଥିରେ ତିଳେ ମାତ୍ର ସଂନ୍ଦେହ ନାହିଁ...
    ଜୟ ଜଗନ୍ନାଥ 🙏🙏🙏

  • @ksmkanhubcharancharchi
    @ksmkanhubcharancharchi Рік тому +11

    ଜୟ ଜଗନ୍ନାଥ! ସଂସାର ଚାଲିଛି କେବଳ ବିଶ୍ବ ମାଲିକ ପାଇଁ, ବିଶ୍ଵ ମାଲିକ ହେଉଛନ୍ତି ଜଗନ୍ନାଥ ଯିଏ ଭଗବାନ, ବିଜ୍ଞାନ ନୁହେଁ,ସବୁ ମାଲିକ ଭଗବାନ ବିଜ୍ଞାନ ନୁହେଁ, ବିଜ୍ଞାନ ତ ଆଜିର ,ଆଜିର ମନୁଷ୍ୟ ତ ଭବିଷ୍ୟତ ଚିନ୍ତା କରେ ବରଂ ଅତୀତ କଥା ଚିନ୍ତା କରେ ନାହିଁ,ହେ ଜଗନ୍ନାଥ ହେ ରାମ କିଏ ମାନୁ କି ନ ମାନୁ ଆମେ ତୁମର ବେଦରେ ଲେଖା କଥାକୁ ଯୁଗେ ଯୁଗେ ମାନିବୁ,ଜୟ ସୀତା ରାମ,ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ

  • @blackbrown6589
    @blackbrown6589 Рік тому +216

    ଓଡିଶା ଲୋକ ଭଗବାନଙ୍କୁ ବିଶ୍ୱାସ କରୁନାହାନ୍ତି |
    ଏଇଟା ବଡ଼ ଦୁଃଖ କଥା |
    କିଏ ବିଶ୍ୱାସ କରୁ ବା ନକରୁ କିନ୍ତୁ ମୁଁ କରିବି |
    ଜୟ ଜଗନ୍ନାଥ 🙏
    One Like Please

  • @shanidev347
    @shanidev347 Рік тому +26

    ଜୟ ଶନିଦେବ ମୁଁ ଜୀବନ ରେ ଯେତେ ଥର ବି ତାଙ୍କୁ ମୋର ଗୁହାରି ଜଣାଇଛି ସବୁଥର ମୋର କାମନା ସଫଳ ହୋଇଛି ମୁଁ କହୁଚି ଯେ ଭଗବାନ କିମ୍ବା ବିଜ୍ଞାନ କୌଣସି ଏକ ବସ୍ତୁ ସରଳ ନୁହଁ ଅତ୍ୟନ୍ତ ଜଟିଳ
    ଯେଉଁଦିନ ଆମ ଧରା ପୃଷ୍ଠ ରେ ମରଣ ଶବ୍ଦ ଟି ହଟିଯିବ ସେ ଦିନ ଆମେ ଭଗବାନ ଙ୍କ ସ୍ଥିତି ଉପରେ ପ୍ରଶ୍ନ ଉଠାଇ ପାରିବା ଧନ୍ୟବାଦ

  • @susantaparida2753
    @susantaparida2753 Рік тому +7

    ଯାହା ପାଖରେ ସୁନ୍ଦର ହୃଦୟ ଅଛି ।ସେହି ହିଁ
    ଭଗବାନ ଙ୍କୁ ଅନୁଭବ କରିପାରିବ ।

    • @sitaraam7448
      @sitaraam7448 Рік тому

      Srusti kiya karichanti taknu pacharantu sri jita biswash karuni mo sai raam 🙏🙏🙏

  • @AmmaBhagaban5621
    @AmmaBhagaban5621 Рік тому +2

    ଭଗବାନ କୁ ବିଶ୍ୱାସ କରୁଥିବା ଭାଇକୁ koti kotiTqଫୁଲ to u.👌👌👌👌👌

  • @patitakumarchoudhury9855
    @patitakumarchoudhury9855 Рік тому +101

    ଧର୍ମ ଅବିଶ୍ୱାସ , ବିଜ୍ଞାନ ବିଶ୍ୱାସ 100% ଠିକ .
    ଯଦି ଏମିତି କୋଉ ବୈଜ୍ଞାନିକ ଅଛି ପୁରୀରେ ଯେମିତି ଅଭଡ଼ା ତିଆରି ହେଇଉଛି , ସେହି ଭଳି
    ଗୋଟିଏ ଦିନ ତିଆରି କରି ଦେଖେଇ ଦିଅନ୍ତୁ 🙏🙏

  • @Sumanta_das
    @Sumanta_das Рік тому +15

    ମୁଁ କେବଳ ଗୋଟେ କଥା ପଚାରିବାକୁ ଚାହେଁ ଯେ ଯେତେବେଳେ କୌଣସି ଏକ operation କିମ୍ୱା ଗମ୍ଭୀର ସମସ୍ୟାରେ ଶେଷରେ ଡକ୍ଟର କୁହନ୍ତି ଯେ ସବୁ ସେହି ଭଗବାନ ଙ୍କ ଉପରେ ଛାଦିଦିଆନ୍ତୁ।କଣ ପାଇଁ କୁହନ୍ତି।🙏🙏🙏

  • @Murali59431
    @Murali59431 Рік тому +2

    ଅଧୀକ ଜ୍ଞାନ ଆହରଣ କରିଛି ସେ ପିଲା ତେଣୁ ଭଗବାନଙ୍କୁ ସେ ବିଶ୍ବାସ କରୁନି ..... ଧନ୍ୟ ତୁମେ ଛାତ୍ର 🙏 ଓ 🙏🙏

  • @samajsebasujit1803
    @samajsebasujit1803 Рік тому +8

    ଭଗବାନ ଥାନ୍ତୁ କି ନଥାନ୍ତୁ କିନ୍ତୁ କିନ୍ତୁ ମନର ଶାନ୍ତି ପାଈଁ ଭଗବାନ ଙ୍କୁ ମାନିବା ଦରକାର ସେଥିପାଇଁ ଆମ ପରମ୍ପରା କୁ ମାନିବା ଦରକାର

  • @suryasadhika4157
    @suryasadhika4157 Рік тому +24

    ମୁଁ ତମକୁ ଭଗବାନଙ୍କୁ ଦେଖଉଛି ଦେଖ ସକାଳୁ ଯେଉଁ ସୂର୍ଯ୍ୟଦେବତା ଉଦୟ ହୋଇ ସମସ୍ତଙ୍କୁ ବଞ୍ଚିବାକୁ କିରଣ ଦେଉଛନ୍ତି ସେ ହେଉଛନ୍ତି ଭଗବାନ ।

    • @sudhansucreativeworld2418
      @sudhansucreativeworld2418 Рік тому

      Rt 👍

    • @subarnnapanda5072
      @subarnnapanda5072 Рік тому

      Ekdum thik

    • @kamalkuanr7215
      @kamalkuanr7215 Рік тому +1

      Kirana khali bharatare achhi ki au Saha Saha desa kuade gale .semaneta bhagabanku chinhi nahanti ?

    • @subarnnapanda5072
      @subarnnapanda5072 Рік тому

      @@kamalkuanr7215 ସେମାନେ ଚିହ୍ନିବା ଦରକାର କି? ଭଗବାନ କଣ ଖାଲି ଆମର ନା କଣ?ସିଏ ସମସ୍ତଙ୍କର ।ଭଗବାନ ନାନାଦି ରୂପରେ ନାନାଦି ନାମରେ ସବୁଠାରେ ଉପସ୍ଥିତ ଥାଆନ୍ତି ।ଭଗବାନ ତ କହିନାହାନ୍ତି ମତେ ସମସ୍ତେ ମାନିବାକୁ ବାଧ୍ୟ ବୋଲି!

    • @suryasadhika4157
      @suryasadhika4157 Рік тому

      ଗୀତା ପଢ ଭଗବାନ କଣ କହିଛନ୍ତି ଜାଣିପାରିବ ।

  • @ndr51
    @ndr51 Рік тому +45

    ଯେତେ ବିଜ୍ଞାନ ଅଗ୍ରଗତି କରୁ ଭାଇ ପ୍ରକୃତି ଆଗରେ କିଛି ନାହିଁ ।

  • @narottamkdp512
    @narottamkdp512 Рік тому +67

    ଭଗବାନ ଙ୍କୁ ଡର ରେ ଭଗବାନ ଙ୍କୁ ଡର
    ଆଜି ର ଜୀବନ କାଲି କୁ ନାହିଁ
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ‼️⭕⭕‼️🕉️🕉️

    • @sukultudu137
      @sukultudu137 Рік тому

      ଶିବ ଲିଙ୍ଗ କଟା ଯାଇଥିଲା ହିନ୍ଦୁ ଧର୍ମ ର ଶାଷତର କୁହେ ଆପଣ ଜାଣନ୍ତି ?😁😁😁

    • @papucreation4250
      @papucreation4250 Рік тому

      ଭଗବାନ କୁ ଡରିଲେ ଭୁତକୁ କିଏ ଡରିବ....🤣🤣🤣🤣🤣

    • @narottamkdp512
      @narottamkdp512 Рік тому

      @@papucreation4250 tame Tama bapa ku dara

    • @narottamkdp512
      @narottamkdp512 Рік тому

      @@sukultudu137 tame aalha ku dekhicha

    • @sampreetofficial8
      @sampreetofficial8 Рік тому

      @@sukultudu137 Good 👍

  • @indianfanclub74
    @indianfanclub74 Рік тому +26

    ବାଗବାନ ଙ୍କୁ ଡରରେ ଭଗବାନ୍ ଙ୍କୁ ଡର 🙏🙏🙏 ଜୟ ଜଗନ୍ନାଥ 🙏🙏🙏🙏

  • @pujaranipanda16
    @pujaranipanda16 Рік тому +22

    We are students ,we are learning, we are becoming more scientific but that doesn't mean we forget our culture and our God...Jay jaganath

  • @manashdakualifestyle3640
    @manashdakualifestyle3640 Рік тому +55

    କିଏ ବିଶ୍ୱାସ କରୁ କି ନକରୁ ମୁଁ ବିଶ୍ୱାସ କରେ ଜୟ ଜଗନ୍ନାଥ

    • @dinabandhumalik9884
      @dinabandhumalik9884 Рік тому +1

      Bade jinse apnon ko janma marano vaigyanik ki kahi.dabaki

    • @abhayasethi3989
      @abhayasethi3989 Рік тому

      Midia party murkha prasna kemiti karuchhamidia party pura murkha. Pura murkha. Kemiti sikhya. Maa bapa. Kemiti. A pilankara. Dhanya dhanya. Lajyalaguchhi. Midia party. Samajaku. Nasta karuchha. A midia party. Tumanku. Prasna. Tumara. Utar. Kn. Utara dia. Joy jagannath

  • @sangitadas8784
    @sangitadas8784 Рік тому +19

    ଭଗବାନ ଅଛନ୍ତି ମୁଁ ବିଶ୍ବାସ କରେ ❣️❣️❣️❣️god is every heart of man

    • @sukultudu137
      @sukultudu137 Рік тому

      ଶିବ ଲିଙ୍ଗ କଟା ଯାଇଥିଲା ହିନ୍ଦୁ ଧର୍ମ ର ଶାଷତର କୁହେ ଆପଣ ଜାଣନ୍ତି ?

    • @ranjansm6014
      @ranjansm6014 Рік тому +1

      ​@@sukultudu137 tu janichhu ki siva linga ra prakruta artha tu nischaya adibasi convert Christian😂😂😂 tenu bhokuchuu jisu tisu ku ta kanta pitajaithila aau aau kan kahibi chhhi chhhi😂😂😂

    • @sukultudu137
      @sukultudu137 Рік тому +1

      @@ranjansm6014 ବରହମା ସରସ୍ବତୀ କୁ ଗେହି ଥିଲେ ହିନ୍ଦୁ ଶାଷତର କୁହେ ଆପଣ ଜାଣନ୍ତି?😁😁😁

    • @MadhuCraftClub
      @MadhuCraftClub Рік тому

      ​@@sukultudu137binas arambh...🙂

    • @sambitkumar628
      @sambitkumar628 11 місяців тому +1

      @@sukultudu137 ତୁ ଦେଖିଥିଲୁ ଭଣ୍ଡ ଖ୍ରୀଷ୍ଟ

  • @bighnanag740
    @bighnanag740 Рік тому +2

    ଭଗବାନ୍ ଏକ ଅଦୃଶ୍ୟ ଶକ୍ତି ଯାହାକୁ feel କରି ହୁଏ, ଯେମିତି ପବନକୁ ଦେଖି ହୁଏନି କିନ୍ତୁ feel କରିହୁଏ l ଭଗବାନ୍ ଙ୍କୁ feel କରିବା ପୂର୍ବରୁ ଜଣକୁ ପ୍ରଥମେ ସତ୍ୟ ପଥରେ ନିଷ୍ଠା ଯୁକ୍ତ ରହିବା ଉଚିତ୍ ବା ନିଜର ଚେତନାକୁ ସେତିକି ପ୍ରସ୍ତୁତ କରିବା ଉଚିତ୍ । ଯେମିତି ପବନକୁ feel କରିବା ପୂର୍ବରୁ ଆମେ ସାଇକଲର ଟାୟାର ପ୍ରସ୍ତୁତ କରିଥାଉ କାହିଁକି ନା ଯଦି କିଛି ବି ଯଦି ଛିଦ୍ର ଟାୟାର ରେ ଥାଏ ତାହେଲେ ପବନ ପାସ୍ ହୋଇଯିବ ଠିକ୍ ସେହିପରି ଭଗବାନ୍ ଭଳି ଗୋଟିଏ "ଶାଶ୍ଵତ " ଜିନିଷକୁ ଯଦି ଆମେ ଅନୁଭବ କରିବା ତେବେ ଆମକୁ ସମ୍ପୂର୍ଣ୍ଣ ଭୁଲ୍ ,ଭ୍ରାନ୍ତି, ଅହଂ ରୁ ଦୂରେଇ ଯିବାକୁ ପଡିବ ବା ନିଜକୁ ସମ୍ପୂର୍ଣ୍ଣ ପବିତ୍ର କରିବାକୁ ପଡ଼ିବ ।

  • @bibekbehera6141
    @bibekbehera6141 Рік тому +44

    ବିଶ୍ୱାସେ ମିଳନ୍ତି ହରି ତର୍କେ ବହୁଦୂର। ଭଗବାନ ଙ୍କୁ ଅନୁଭବ କରି ହୁଏ ସେ ଅଛନ୍ତି କି ନାହିଁ ପ୍ରମାଣ କିଏ କରିବ।

    • @amulyaamulya4101
      @amulyaamulya4101 Рік тому +2

      Mu

    • @kshirodmohanta4900
      @kshirodmohanta4900 Рік тому

      Jou pila bhagban nhi boli manucho gandire dom achi siva mandir ru kichi be chori kori dekhau

    • @suryasadhika4157
      @suryasadhika4157 Рік тому +1

      ତର୍କ ହେଉ କିଛି ତର୍କରୁ କିଛି ରାସ୍ତା ମିଳିଥାଏ ରାସ୍ତା ମିଳିଲା ପରେ ବିଶ୍ୱାସ ହୋଇଯିବ ।

    • @sushreesubhasmitanayak4169
      @sushreesubhasmitanayak4169 Рік тому +1

      J khoje se paaye. Jahaku sadhana kuhajaye.

    • @rasmitapatra1719
      @rasmitapatra1719 Рік тому

      Amane kauthu aasile boli Kia gote pacharu ....???? Prove karantu pani kemiti aasila gachha kauthu aasila ...??? Manisha kemiti hela ...??? Sabu nije nije janam heicha be ???

  • @kaliadas6008
    @kaliadas6008 Рік тому +34

    ଯୁଗ ଯୁଗ ଧରି ଦେବତା. ମୁନିଋଷି. ମାନେ ଯାହାର ଦର୍ଶନ. କିମ୍ବା ମାୟା ପାଇନାହାନ୍ତି. ତମେ ସବୁ କିଏ.. ଈଶ୍ୱର ଙ୍କ ସତ୍ତା ପାଇବ.. ଯଦି ପବନ କୁ ଦେଖିବ. ତେବେ ଈଶ୍ୱର କୁ ଦେଖିବ. ପବନ କୁ ଅନୁଭବ କରୁଛ.. ସେମିତି ବିଶ୍ୱାସ. ଭକ୍ତି ଥିଲେ ଅନୁଭବ କରି ପାରିବ... ବୈଜ୍ଞାନିକ ମାନେ ମଧ୍ୟ କିଛି ଗବେଷଣା କରିବା ପୂର୍ବରୁ ଈଶ୍ୱର ଙ୍କୁ ସ୍ମରଣ କରନ୍ତି. ଇଏ ସବୁ ଫାଲତୁ ବିତର୍କ..

    • @manassahu2175
      @manassahu2175 Рік тому +1

      Ri8

    • @bibekanandaswain3404
      @bibekanandaswain3404 Рік тому +1

      ri8

    • @golugamer1534
      @golugamer1534 Рік тому

      Bhai paban ku anubhav karucha to bhagavan ku bi anubhav karantu Kahi poja karucha Ho

    • @kaliadas6008
      @kaliadas6008 Рік тому +3

      @@golugamer1534 ତମେ ବନ୍ଦ କୋଠରୀ ଭିତରେ ରହିକି ପବନ କୁ ଅନୁଭବ କରି ପାରିବକି .? ଠିକ ସେଇ ପରି ଈଶ୍ୱର ଙ୍କ ଅନୁଭବ ପାଇବାକୁ ଗଲେ. ମାୟା ରୂପକ ଜାଲ କୁ କାଟି ବାକୁ ପଡିବ .ଅଗାଢ଼ ବିଶ୍ୱାସ. ଭକ୍ତି.ସାଙ୍ଗକୁ ସମର୍ପଣ ଭାବ ରଖିବାକୁ ପଡିବ... ବିଜ୍ଞାନ ପଢି ପଢି ମୁଣ୍ଡ ଟିଣ ହେଇ ଯାଇଥିବ.. ଟିକେ ଜ୍ଞାନ ଆହରଣ କଲେ ଭଲ ହୁଅନ୍ତା.. ବେଶୀ ନୁହଁ ଅଳ୍ପ ଅଳ୍ପ ଗୀତା. ଭାଗବତ ପଢ଼.. ଆପେ ଜାଣିଯିବ. ପୂଜା କାହିଁକି କରାଯାଏ... ମୁଁ ବିଜ୍ଞାନ କୁ ନେଇ ଗର୍ବ ଅନୁଭବ କରେ.. ହେଲେ ଜ୍ଞାନ କୁ ନେଇ ମଧ୍ୟ.. ଆଇନଷ୍ଟାଇନ ଜଣେ ବୈଜ୍ଞାନିକ.. ସେ ମଧ୍ୟ କହିଥିଲେ ଜ୍ଞାନ ବିନା ବିଜ୍ଞାନର ସତ୍ତା ନାହିଁ.... ଆଜିପର୍ଯନ୍ତ କୋଉ ବିଜ୍ଞାନ ଯଦି ପ୍ରମାଣ କରି କହିଥିବେ ଈଶ୍ୱର ବୋଲି କିଛି ନାହିଁ.. ତେବେ please. Please. ମତା ମତ ଦେବ.. ଆଉ ସେ ବୈଜ୍ଞାନିକ ଙ୍କ ନାଁ କହିବ..

    • @kumkumdas9619
      @kumkumdas9619 Рік тому +2

      @@kaliadas6008 ଉପଯୁକ୍ତ କଥା କହିଲେ

  • @dm2256
    @dm2256 Рік тому +6

    ଭଗବାନ ଅଛନ୍ତି ରହିବେବେ ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ 🙏

  • @tukunp9809
    @tukunp9809 Рік тому +5

    ଅଧର୍ମ ଆମ ମନରେ ଭୟ ସୃଷ୍ଟି କରେ । ଧର୍ମ ନୁହେଁ।

  • @purnasahoo4254
    @purnasahoo4254 Рік тому +15

    ଆମେ ଟିକେ ଖରାପ ଭାଷା କହିବାକୁ ପସନ୍ଦ କରୁନା କିନ୍ତୁ ତୋ ଭଳି ବେଧପିଲା କୁ କଣ କହିବାକୁ ବି ଶବ୍ଦ ନାହିଁ 😡😡😡😡

  • @nibeditadas3791
    @nibeditadas3791 Рік тому +37

    ବିଶ୍ୱାସ ବିଜ୍ଞାନ ଧର୍ମ ପରସ୍ପର ଭାବେ ଜଡ଼ିତ ସବୁ ବେଳେ ପୁରାତନ କାଳ ରେ ଧର୍ମ ଗୁରୁ ମାନେ ଥିଲେ ସମାଜ କୁ ଶୃଙ୍ଖଲିତ କରି ରଖିବା ପାଇଁ ।ଧର୍ମ ଅନୁସାରେ ମନ୍ଦିର ମସଜିଦ ଚର୍ଚ୍ଚ ଆଦି ତିଆରି ହେଇଚି ସେଥିରେ ବିଜ୍ଞାନ ର ଜ୍ଞାନ କୌଶଳ ବ୍ୟବହାର କରା ଯାଇଛି। ଗୋଟେ କାମ କୁ କରିବା ପାଇଁ କିଛି ଉତ୍ସାହ ଦରକାର୍ ସେଇଟା ଭବନ ବା positive vibes ରୁ ମିଳି ଥାଏ।

    • @pritishmishra3714
      @pritishmishra3714 Рік тому +2

      ଯଦି ବିଜ୍ଞାନ ଓ ଧର୍ମ ପରସ୍ପର ଜଡ଼ିତ ତାହେଲେ ଆମେ କାହିଁକି ଦୁଇଟି କୁ ଏକାଠି ନେଇ ଚଳି ପାରୁନୁ? ବିଜ୍ଞାନ ପ୍ରତ୍ୟେକ ପ୍ରଶ୍ନ ର ଉତ୍ତର ଏ ଯାଏଁ ଦେଇ ପାରି ନାହିଁ, କିନ୍ତୁ ଯାହା ଦେଇଛି ତାକୁ ତ ଆମ୍ଭେ ସ୍ବୀକାର କରୁ ନାହୁଁ। ଯାହାକୁ ଅନ୍ଧବିଶ୍ୱାସ ବୋଲି ପ୍ରମାଣ କରି ସାରିଛି ତାକୁ ଏବେବି ଲୋକ ଧର୍ମ ବୋଲି ଆପଣେଇଛନ୍ତି।

    • @Jyotsnaz_express
      @Jyotsnaz_express Рік тому +1

      Exact thing.but kichhi dura drusti bihina manushya nkara bikruta chinta dhara paain dharma pakhare bigyan badnam ,kintu bigyan kebe dharmaku badnam kareni proof jarbaku chesta kare satya ra sandhan jare

    • @nibeditadas3791
      @nibeditadas3791 Рік тому +1

      Indirectly ଲୋକ ମାନେ ଦୁଇଟା କୁ ନେଇ ଦୁନିଆରେ ଚାଲିଛନ୍ତି realise କରି ପାରୁ ନାହାନ୍ତି ତା ମାନେ ଅନ୍ଧ ବିଶ୍ବାସ ନୁହେଁ but ଗ୍ରନ୍ଥ ରେ ଯାହା ଲେଖା ଅଛି କିଛି ମାତ୍ରା ରେ proved. କାହା ବିଶ୍ୱାସ ଭାଙ୍ଗିବା ଠିକ୍ ନୁହେଁ ଯୋଉଥିରେ positive vibes ମିଳୁଛି ବଞ୍ଚିବା ଶୈଲି କୁ ଶୃଙ୍ଖଳ କରୁଚି ମନିବାରେ ଅସୁବିଧା କଣ

    • @pritishmishra3714
      @pritishmishra3714 Рік тому

      @@nibeditadas3791 Actually people don't know the difference between believe and superstition. Jaha proved hei jaichhi taku ama biswasa o dharma kahiki challenge kale kana haba? Manisha marila pare Tara dasaha karma karajae kahiki na tara atma ku shanti miliba boli Amara "biswas". Aau Biradi tie chala batare chali gale Mora asubha haba eha "superstition"😄.

    • @ranjitarani7766
      @ranjitarani7766 Рік тому

      Jodi bhagwan nhi monisho kemiti srusti hela

  • @ajubhaicreation
    @ajubhaicreation Рік тому +16

    ଓଡ଼ିଶା ଏକ ମନ୍ଦିର ମାଳିନୀ ମନ୍ଦିରରେ ମହାପ୍ରଭୁ ଭଗବାନ୍ ଅଛନ୍ତି ଆଉ ସାରା ଓଡ଼ିଶାବାସି ଭଗବାନ୍ ଉପରେ ନିର୍ଭରଶୀଳ ତାକୁ ଯଦି ବିଶ୍ୱାସ କରୁନାହାନ୍ତି ବଡ଼ ଦୁଃଖର କଥା ଜୟ ଜଗନ୍ନାଥ 🚩

  • @kukanofficial2283
    @kukanofficial2283 Рік тому +1

    ଆରେ ସବୁରି ମୂଳର ଭଗବାନ ରେ 🙌ଭଗବନ୍ ନଥିଲେ କିଛି ନଥାନ୍ତା . ଡର ରେ ଡର ଭଗବାନ ଙ୍କୁ 🙏🏻🙏🏻🙏🏻

  • @kumarjaga6872
    @kumarjaga6872 Рік тому +20

    This is a good initiative to discuss with a topic which is useful with clarity... This matters alot for youth empowerment!!!Thanks #Otv

  • @notfirst8428
    @notfirst8428 Рік тому +14

    Some people think being a devotee means being protected even after commiting sins no matter if it's by mistake. It's the fear of consequences and punishments. If someone develops good within, his good intentions and deeds become God, or else it will attract the exact opposite. Connecting with own consciousness is exactly to believe the Almighty

  • @pintudehury7068
    @pintudehury7068 Рік тому +3

    ଜୟ ଜଗନ୍ନାଥ 🙏🌺🙏
    ଜୟ ଶ୍ରୀ କ୍ରିଷ୍ଣା 🙏🌺🙏
    ଜୟ ଶ୍ରୀ ରାମ 🙏🌺🙏

    • @sukultudu137
      @sukultudu137 Рік тому

      ଶିବ ଲିଙ୍ଗ କଟା ଯାଇଥିଲା ହିନ୍ଦୁ ଧର୍ମ ର ଶାଷତର କୁହେ ଆପଣ ଜାଣନ୍ତି?😁😁😁

    • @sambitkumar628
      @sambitkumar628 11 місяців тому +1

      @@sukultudu137 ଲିଙ୍ଗ ହେଉଛି ସଂସ୍କୃତ ଶବ୍ଧ Bujhilu Google ରେ Search କରେ ଜାଣିବୁ ଲିଙ୍ଗ ମାନେ Symbol

  • @jublycreation7422
    @jublycreation7422 Рік тому +4

    Science ରେ ପ୍ରମାଣ ଅଛି ଭୂତ ଅଛି i mean spirit ଅଛି ସେମିତି god ବି ଅଛନ୍ତୀ । bcz A ଦୁନିଆ ରେ କିଛି nagetive ଆଉ positive power ଅଛି ବୋଲି ପ୍ରମାଣ ଅଛି science ରେ । ଯଦି spirit nagetive ହୁଏ ତାହେଲେ god positive 🙏

  • @rpinguachannel6526
    @rpinguachannel6526 Рік тому +17

    ଭଗବାନ କିଏ, କର୍ମ ହିଁ ଭଗବାନ, ସତ ଚିନ୍ତା,positive thinking, ମନ୍ଦିର ସେ ରୁହନ୍ତି ନାହିଁ ସେ ସବୁ ଟି ଅଛନ୍ତି, ବ୍ରାହ୍ମଣ ମାନେ ଆମକୁ bandanti, ବିଶ୍ୱାସ,ଆମେ ମାଟି ତିଆରି

  • @dwitikrushnadas2958
    @dwitikrushnadas2958 Рік тому +8

    ଯଦି ମୋତେ ନିଜର ଆତ୍ମା ଦେଖେଇ ପାରିବ ତାହେଲେ ମୁଁ ତୁମକୁ ଭଗବାନ ଦେଖେଇ ପାରିବି।

    • @dwitikrushnadas2958
      @dwitikrushnadas2958 Рік тому

      @Real Motivation ଭଗବାନ ମଧ୍ୟ ସତ୍ୟ

    • @suryasadhika4157
      @suryasadhika4157 Рік тому

      ଆତ୍ମ ଦର୍ଶନ ପାଇଁ ବ୍ରହ୍ମତତ୍ତ୍ୱର ସାଧନା ଆବଶ୍ୟକ ଯାହା ସଦ୍ଗୁରୁ ମାର୍ଗ ଦର୍ଶନ କରାଇଲା ପରେ ସାଧନା କରାଯାଏ ।

  • @jogikarjee3049
    @jogikarjee3049 9 місяців тому +1

    Jeu bhaimane bhagaban achi bali manucha semanku anek anek dhanyabad he bhai.bhauni manka pai aji pruthvi achi bha.bhauni manku bhagaban nka Krupa anek anek thau ❤❤❤❤❤❤

  • @rajalaxmimallick9906
    @rajalaxmimallick9906 Рік тому +7

    Believe in God 🙏🙏

  • @trilochanswain9769
    @trilochanswain9769 Рік тому +11

    ସୂର୍ଯ୍ୟ ଚନ୍ଦ୍ର ଆତ୍ତ୍ମା ଓ ମାତା ପିତାଙ୍କ ଠାରୁ ଭଗବାନ ଶୁନ୍ୟ ଜୀବଜତର ଆଧାର ଯିଏ ପୁଣ୍ୟ କରେ ସିଏ ନାରାୟଣୀ ଙ୍କୁ ଦେଖି ପାରିବେ ଓ ମନିବେ dr mbc+ଓଡ଼ିଆ

  • @kartiksahoo3570
    @kartiksahoo3570 Рік тому +18

    Your Parents are also your God
    So please don't argue
    Jay Shree 🙏🙏🙏

    • @kartiksahoo3570
      @kartiksahoo3570 Рік тому

      Jay Shree Ram 🙏🙏🙏🙏

    • @kathaokabitabysunanda2136
      @kathaokabitabysunanda2136 Рік тому

      It's good to respect living God like a good person

    • @sukultudu137
      @sukultudu137 Рік тому

      ଶିବ ଲିଙ୍ଗ କଟା ଯାଇଥିଲା ହିନ୍ଦୁ ଧର୍ମ ର ଶାଷତର କୁହେ ଆପଣ ଜାଣନ୍ତି?😁😁😁😁😁😁

  • @sanjeebikumar7537
    @sanjeebikumar7537 Рік тому +3

    ଯିଏ କହୁଚି ଭଗବାନ ନାହାନ୍ତି ସେ ଜନ୍ମ ହେଲା କେମିତି। କଣ ତାକୁ science ଜନ୍ମ କଲା। ଆଗରୁ ମେଡିକାଲ୍ ନ ଥିଲା କଣ ସେତେବେଳ ପୁଣି ଏତେ ମହାନ ଜ୍ଞାନୀ ଗୁଣି ଲୋକ ଜନମ ହେଉଥିଲେ ନା ନାଇଁ।
    ଯେଉଁଟା ଏବେ science କହୁଚୁ କେତେ ଆଗରୁ ସେସବୁ ପବିତ୍ର ଗୀତା, ଭାଗବତ ରେ ଲେଖା ହେଇ ସାରିଛି ।

  • @devrjrudai1988
    @devrjrudai1988 Рік тому +2

    ଭଗବାନ ହେଉଛି ବାପା ମାଆ
    ଜୟ ଜଗନ୍ନାଥ 🙏🙏🙏

  • @BISHNUCREATION143
    @BISHNUCREATION143 Рік тому +21

    ଯଦି ଭଗବାନ ନାହାନ୍ତି ତାହେଲେ ମରି ଯାଇ ଥିବା ମଣିଷ କୁ ଜୀବନ ଦେଇକି ଦେଖ

    • @manmathmajhi1249
      @manmathmajhi1249 Рік тому +1

      Right bhai

    • @nilakanthgouda
      @nilakanthgouda Рік тому

      Bahut badia question 👍

    • @pinkusahu3254
      @pinkusahu3254 Рік тому

      Jadi bhagwan áchinti died loko ko alive kari dekhao

    • @BISHNUCREATION143
      @BISHNUCREATION143 Рік тому

      @@pinkusahu3254 bhagban ta lokara jibana kala sesa kale puni jibana kemiti debe... Doctor kebe maribaku chahanti nahin ta ସେମାନେ kebe jibana ଦେଇ କି ଦେଖନ୍ତୁ

    • @pinkusahu3254
      @pinkusahu3254 Рік тому

      @@BISHNUCREATION143 bhagwa an died loko ko alive kari pariba ki ..

  • @Golitics870
    @Golitics870 Рік тому +54

    Mother and Father are the real gods. I have never seen God . Now I am 92 years old. 😄😃

  • @mahulpali5271
    @mahulpali5271 Рік тому +3

    ବିଶ୍ବାସ କଥା ଯଦି କୁହା ଯାଏ ତେବେ ପବନ କୁ ନ ଦେଖି ଯେମିତି ବିଶ୍ବାସ କରୁ ସେପରି ଭଗବାନ କୁ ବିଶ୍ବାସ କରାଯାଏ

  • @babulimajhikjqqbabuli5800
    @babulimajhikjqqbabuli5800 Рік тому +1

    ବାଃ ବହୁତ ସୁନ୍ଦର କହିଛ broo ତୁମ ମତରେ ମୁଁ ସହମତ ମୁଁ ମଧ୍ଯ ପ୍ରମାଣ କରିଦେଇ ପାରିବି ଭଗବାନ୍ ଅଛି କି ନାହିଁ? ଜୟ ଜଗରନ୍ନାଥ🙏🙏🙏

  • @jishusahoo8183
    @jishusahoo8183 Рік тому +5

    ବିଜ୍ଞାନ ବିଜ୍ଞାନ କହି ପୃଥିବୀକୁ 30 % ନଷ୍ଟ କରି ସାରିଲଣି। ତୁମେ ସେଇ ବିଜ୍ଞାନ କୁ ଧରିକି ରଖି ଥାନ୍ତୁ । har har mahadev🙏🏼🙏🏼🙏🏼

  • @ManikKoraputiavlog
    @ManikKoraputiavlog Рік тому +58

    ଭଗବାନ କୁ ମାନ ରେ ଭଗବାନ କୁ ମାନ । ନ ହେଲେ କୁବ୍ ଜଲ୍ ଦି ମରିବ ସଲାମାନେ

    • @sukultudu137
      @sukultudu137 Рік тому

      ଶିବ ଲିଙ୍ଗ କଟା ଯାଇଥିଲା ହିନ୍ଦୁ ଧର୍ମ ର ଶାଷତର କୁହେ ଆପଣ ଜାଣନ୍ତି?😁😁😁

    • @ManikKoraputiavlog
      @ManikKoraputiavlog Рік тому

      @@sukultudu137 ଶାସ୍ତ୍ର ଶାଷ ତର ନୁହେଁ

    • @SunitKumarSahu
      @SunitKumarSahu Рік тому +1

      bhagwan nku manila bala bi jaldi maruchanti. katha re logic achi tora? death is inevitable.

    • @ManikKoraputiavlog
      @ManikKoraputiavlog Рік тому

      @@SunitKumarSahu mu manuchi Bhai moribi nh hebe buda hele aka moribi

    • @bhumijboyzz8708
      @bhumijboyzz8708 Рік тому

      Mu bi bhagwan ku mane hele murti bhagwan ku nuhe ram, mahadev, Ganesh etc.

  • @SUVENDU_SAHOO
    @SUVENDU_SAHOO Рік тому +1

    ବିଶ୍ୱାସ ମିଳେଇ ହରି 🙌🏼🙌🏼🙌🏼🙌🏼🙏🏻🙏🏻🙏🏻🙏🏻

  • @runjitaharijan5804
    @runjitaharijan5804 Рік тому +1

    ସେ ହି ଆଦୀ ସେ ହୀ ଅନନ୍ତ........ Jay shree krishna 🙏🏼🙏🏼🙏🏼🙏🏼

    • @gopalbisoi8138
      @gopalbisoi8138 Рік тому

      Je sriraam 🙏🙏🙏🐚🌺🥥🔱🕉

  • @manojnahak2092
    @manojnahak2092 Рік тому +7

    ମୁଁ କହୁଛି ଭଗବାନ ଅଛି କିଏ କହି ପାରିବ ଆପଣଙ୍କ ଘରେ ପୂଜା ଯେତେ ବେଳେ କରାଯାଉଛି କାହିଁକି ଓ କଣ ପାଇଁ କରନ୍ତି

  • @bikashdeveloped1088
    @bikashdeveloped1088 Рік тому +12

    ବୟୁ hi ଜୀବନ ବୟୁ hi God

  • @hemantkumarroutray407
    @hemantkumarroutray407 Рік тому +1

    କିଛି ପାଇବ ନାହିଁ ବନ୍ଧୁ ନିରାଶ ହୋଇଜିବ,ଏତିକି ମନେରଖ,ବିଶ୍ବାସେ ମିଳଇ ହରି ,ଜୟଜଗନ୍ନାଥ,ଜୟଜଗନ୍ନାଥ, ଜୟଜଗନ୍ନାଥ 🙏,

  • @sonalijena371
    @sonalijena371 Рік тому

    ହେ ଭଗବାନ ଏ କଳି ଯୁଗର ମୂର୍ଖ ମାନଙ୍କୁ କ୍ଷମା କର , ଏମାନେ ବିଜ୍ଞାନ ନାରେ ଆଉ କେତେଦିନ ପରେ ନିଜ ମାଆ କୁ ଧର୍ଷଣ କରିବେ, ଜୟ ଜଗନ୍ନାଥ,,,

  • @user-ss3li9mu7s
    @user-ss3li9mu7s Рік тому +13

    ଭଗବାନ୍ ଅଛନ୍ତି । ଭଗବାନ୍ ସୟଂ ସୃଷ୍ଟି , ଭଗବାନ୍ ଙ୍କ ଆଶୀର୍ବାଦ ବିଜ୍ଞାନ ମାନବ କୃତ । ସୟଂ ସୃଷ୍ଟି ସୟଂ ବିନlସିନୀ ମା🙏

  • @ranjankumarsethy9124
    @ranjankumarsethy9124 Рік тому +7

    ମାରିଲା ବେଳକୁ ଜାଣିବ ରେ ଭଗବାନେ ଅଛନ୍ତି କି ନାହିଁ

  • @mission666
    @mission666 Рік тому +2

    Please don't compare between GOD AND Science.God is almighty.God is always immortal.

  • @wiperdanger6254
    @wiperdanger6254 Рік тому +1

    ଭଗବାନ ଙ୍କ ନାମ ରେ ବହୁତ୍ ଲୋକ ବ୍ୟାପାର ଚଲେଇଛନ୍ତି ଏଥି ପାଇଁ ଭଗବାନ ଙ୍କ ଉପରୁ ଲୋକ ମାନଙ୍କ ବିଶ୍ଵାସ ଉଠି ଯାଉଛି

  • @educationforallstudents2128
    @educationforallstudents2128 Рік тому +21

    ଜ୍ଞାନ ରୁ ବିଜ୍ଞାନ। I was science student,I read chemistry and physics properly and also I spent 3 years for studying Hindu scriptures so l request everyone everyone to study Hindu scriptures properly with science ।

    • @Anak3164
      @Anak3164 Рік тому +1

      Don't read only Hindu Scriptures.. But also Read SUPER BOOK... U will get Clear cut idea about GOD

    • @kaliadas6008
      @kaliadas6008 Рік тому

      Thanks 🙏🙏🙏

    • @rajendrahansdahraju8267
      @rajendrahansdahraju8267 Рік тому

      Tme b science ku deeply podho jani paribo

    • @kaliadas6008
      @kaliadas6008 Рік тому +2

      @@rajendrahansdahraju8267 ଭଲ.. ମୁଁ ଜଣେ ବିଜ୍ଞାନ ପ୍ରେମୀ. ବିଜ୍ଞାନ କୁ ନେଇ ବହୁତ ଗର୍ବ କରେ.. ତା ସାଙ୍ଗକୁ ସଂସ୍କୃତି. ପରମ୍ପରା କୁ ମଧ୍ୟ.... ଜାଣିଥାଅ... ବିଜ୍ଞାନ ଆମକୁ. ନୂତନ କୌଶଳ.ଜୀବିକା ନିର୍ବାହ.. ଆଗକୁ ବଢିବା ପାଇଁ ପ୍ରେରଣା ଦିଏ.. ଆଉ ଧର୍ମ ସଂସ୍କୃତି ସମାଜରେ ସଠିକ ମାର୍ଗରେ ଚାଲିବା. ପିତା ମାତାଙ୍କୁ. ଗୁରୁଜନଙ୍କୁ ସଂମାନ କୌଣସି ଖରାପ କର୍ମରୁ ନିବୃତ ହେବାକୁ ଶିକ୍ଷା ଦିଏ. ତେଣୁ ଆମକୁ ବିଜ୍ଞାନ. ଧର୍ମ ନିହାତି ଦରକାର..

  • @dostirabi7300
    @dostirabi7300 Рік тому +7

    ଭଗବାନ ଦେଖିଲେ ତୁ ମରିଯିବୁ ସେ କଥା ଜାଣିନୁ ତୁ ପରା ପାପୀ ଆଉ ଭଗବାନ ଦେଖିବୁ କେମିତି

  • @ramimarndi4263
    @ramimarndi4263 Рік тому +2

    ଯୋଉ ମାନେ ଦିନେ ଛୋଟ ବେଳେ ସ୍କୁଲ ରେ ଗଣେଶ, ସ୍ୱରସତୀ ପୂଜା କରୁ ଥିଲେ l ଆଜି ସେଇମାନେ କହୁ ଛଅନ୍ତି ଦୁନିଆ ରେ ଭଗବାନ ନାହାନ୍ତି. ଏବେ ଭୋଗବାନ କୁ ଭିଲିଗଲେ. କାଲି ଏଇମାନେ ନିଜରର ବାପା, ମା ମାନଂକୁ ଭୁଲି ପାରିବେ ମୁ କହୁ ଛି ନିରାଟ ସତ କଥା. ତୁମୋ ଭଳିଆ ଶିକ୍ଷିତ ଲୋକଙ୍କ ପାଇଁ ଆଜି ବିଶ୍ଵ ର ଏଇ ଅବସ୍ଥା ଧନ୍ୟ ତୁମୋ ବିଜ୍ଞାନ. ମାନିଗଲି. I

  • @_.bajrangi_sena_official
    @_.bajrangi_sena_official Рік тому

    ଜନ୍ମ ହଉ ହଉ ବାପା ମାଆ ଙ୍କୁ ବି ଭଗବାନ ମାନାଯାଉଛି ଏମାନେ ଆହୁରି କୋଉ ଭଗବାନ ଙ୍କୁ ଦେଖିବାକୁ ଚାହୁଁଛନ୍ତି

  • @chittaranjan4073
    @chittaranjan4073 Рік тому +9

    The air can't see it only feel us, as well as God we can feel to anything, anywhere. The science comes from humanity, his brain, mind and his soul. The all things are comes from The God.

  • @kunapradhan6793
    @kunapradhan6793 Рік тому +40

    ମୂର୍ଖ ମାନେ ବିଜ୍ଞାନ ଆଜି ଯୋଉ ସଫଳତା ପାଇଛି ସେହି ଜ୍ଞାନ ଭଗବାନ ହି ଦେଇଥାନ୍ତି....

    • @golugamer1534
      @golugamer1534 Рік тому +1

      Hnn to tama ku bhagban kahiki doctor collector Nai banala tk thik se bhaba

    • @kumarsipun1932
      @kumarsipun1932 Рік тому

      @@golugamer1534 kire bhauni giha

    • @kumarsipun1932
      @kumarsipun1932 Рік тому

      @@golugamer1534 ta maa ku science hati Banda purei Ta maa gehi thila

    • @golugamer1534
      @golugamer1534 Рік тому

      @@kumarsipun1932 tar ma k gehela k bhagba re magiha

    • @golugamer1534
      @golugamer1534 Рік тому

      @@kumarsipun1932 ki tate gehela re

  • @tecbigyan
    @tecbigyan Рік тому +1

    ଏଠି ଅନେକ ପିଳା ଅଛନ୍ତି ତାଙ୍କ ଉତ୍ତର ଭାରି ମନ ଲୋଭା ତାଙ୍କ ପିତା ମାତାଙ୍କୁ ନମସ୍କାର ପାଠ ସହିତ ସସ୍କାର ଦେଇଛନ୍ତି |

  • @pabanofficeal5933
    @pabanofficeal5933 Рік тому +1

    ହୋଇ ରେ ମୁର୍ଖ ମାନେ ତମ ମୁଣ୍ଡ କୁ କେବେ ନିଜ ଆଖୀ ରେ ଦେଖୀ ଛକି ବିନା ଆଈନା ସାହାଯ୍ଯ ରେ ଜିଏ ଦେଖୀଛ ଏହିଠି କମେନ୍ଟ କର ଯୟଶ୍ରୀ ରାମ🙏🏻🙏🏻

  • @pradippanigrahi1370
    @pradippanigrahi1370 Рік тому +22

    ଭଗବାନ ଦେଖିବା ପାଁଇ ବିଶ୍ୱାସ ଦରକାର

  • @tapaswini160
    @tapaswini160 Рік тому +6

    Don't Avoid GOD........
    Trust Yourself and Believe The GOD..... 👍👍👍

  • @yashkant47Raja
    @yashkant47Raja Рік тому +2

    ଭାଇ ତମେ ପବନ ଦେଖିଛ କି ଯଦି ନା ତାହେ ଲେ ପବନ ନାହିଁ କି ସେହିପରି ତମେ ଗୋଟିଏ ସାଧରଣ ମଣିଷ ଏହି ପରି କହିବା ଏକ ବେକାମି ର ପରିଚୟ ବାକି ରହିଲା ଆମ ଧର୍ମ ତମେ ପ୍ରଭୁ ଜଗନ୍ନାଥ ଙ୍କୁ ମନ କି ନ ମନ ଏ ପରି କହି ଆମ ପ୍ରଭୁ ଆଉ ଆମ ସନIଥାନ ଧର୍ମ ର ମଜା କ ଉଡାନି ନ ହେଲେ ରାତିଆ ରା ତି କୁଆ ଡେ ଚା ଲିଯିବ ଯେ ବିଜ୍ଞାନା ବି ପା ଆଇ ବନି ,,,,, ପ୍ରଭୁ ଜଗନ୍ନାଥ ତୁ ମକୁ ଶତବୁଦ୍ଧି ପ୍ରଦାନ କରନ୍ତୁ 🚩🚩🙏🙏

  • @ksmkanhubcharancharchi
    @ksmkanhubcharancharchi Рік тому +1

    ଭାଇ ପଚାରି ଥିଲେ ଭଗବାନ ଦେଖାଇପାରିବ ,ସେ ଭାଇ କି ମୋର ଗୋଟିଏ ପ୍ରଶ୍ନ? ବିଜ୍ଞାନ ର ମତରେ ମୋତେ କୁହ !ଯଦି ଗୋଟିଏ ମଞ୍ଜି ଆଜି ପୋତା ହେବ କାଲି ସେ ମଞ୍ଜି ବଡ଼ ଗଛ ହୋଇ ଫଳ ଦେଇ ପାରିବ କି ?କେବେବି ଦେଇ ପାରିବ ନାହିଁ, ସେହିପରି ଭଗବାନ ଜାଣିବାକୁ ଚାହିଁଲେ ଭଗବାନ ମିଳିବ !ଭଗବାନ ଗୁଣ ତ ଅସୀମ ଯିଏ କେବେବି ସରେ ନାହିଁ,ଜୟ ଜଗନ୍ନାଥ 🙏

  • @commonmanakash4204
    @commonmanakash4204 Рік тому +6

    କଳିଯୁଗ କିଛି ପଣ୍ଡିତ ଆଉ ନାସ୍ତିକ ମାନଙ୍କୁ ଦେଖି ଆଶ୍ଚର୍ଯ୍ୟ ଲାଗୁଚି 😅

  • @deepakbehera8381
    @deepakbehera8381 Рік тому +7

    ଅଧିକ ପାଠୁଆ ଛୁଆ ଗୁଡିକ ତ ଭରି ବଢିଆ କଥା କହୁଛନ୍ତି

  • @Me_bonny
    @Me_bonny Рік тому +2

    ଭଗବାନ୍ ଉପରେ ଫିର୍ ସନ୍ଦେହ 😏 ଛି.. ରେ ମଣିଷ ଛି...।
    ▶️ Best line -“ ଯେବେ ପଵନ ଉପରେ ବିଶ୍ବାସ ଅଛି ତେବେ, ପଵନ କୁ ଦେଖେଇଦିଅ । "
    ଶଳା ମାରିବ ୟେ ମଣିଷ 😂😂 science science ହେଇକି ,, ହେଟ୍..........

  • @madanmahapatra138
    @madanmahapatra138 Рік тому +1

    ଯେଉଁ ପିଲାମାନେ ଭଗବାନ ନାହାଁନ୍ତି ବୋଲି ସେ ଭାବୁଛନ୍ତି ତାଙ୍କୁ ବିଜ୍ଞାନ ଭାଷାରେ ପ୍ରଶ୍ନ ସୂର୍ଯ୍ୟ ଓ ଚନ୍ଦ୍ର ଗୋଟିଏ ଗୋଟିଏ ଗ୍ରହ ବୋଲି ଭାବୁଛନ୍ତି ତାଙ୍କୁ ଏହି ପ୍ରଶ୍ନ ସେମାନଙ୍କର କିରଣ କିମ୍ବା ଶକ୍ତି (power) କେଉଁଠାରୁ ଆସୁଛି କୁହ ଯଦି ଜାଣିନ ତ ଶୁଣ ଶ୍ରୀମଦ୍ ଭଗବତ ଗୀତାର ପଞ୍ଚ ଦଶ ଅଧ୍ୟାୟରେ ଶ୍ଲୋକ (୧୨) ଲେଖାଅଛି ଯେ यददित्यगतं तेजो जगद् भासयते अखिलं। यच्चन्द्रमसि यच्चाग्नौ तत्तेजो भाति मामकं ଏହାର ଅର୍ଥ ହେଉଛି ଯେଉ ତେଜଟି ସୂର୍ଯ୍ୟ,ଚନ୍ଦ୍ର ଓ ଅଗ୍ନି ଠାରେ ଥାଏ ସମଗ୍ର ଜଗତକୁ ଆଲୋକିତ କରୁଛି ସେହି ସମସ୍ତ ତେଜ ବା ଶକ୍ତି (power) ଭଗବାନ (ଶ୍ରୀ କୃଷ୍ଣଙ୍କ) ଠାରୁ ଉତ୍ପନ୍ନ କିମ୍ବା ଜାତ ଅଛି ବୋଲି ଏହାର ପ୍ରମାଣ ଦେଉଛି ଆଉ ତାହେଲେ ଭଗବାନ ଅଛନ୍ତି ବୋଲି କୁହ ଯଦି ପୁଣି ସନ୍ଦେହ ହେଉଛି ତ ଶୁଣ ଋଷ୍ ଭଳି ବହୁ ଦେଶ ଆମର ଭଗବାନ ଅଛନ୍ତି ବୋଲି ଭାବୁଛନ୍ତି ଏବଂ ଆମ ସଂସ୍କୃତିର ଶାଢ଼ୀ ଫିନ୍ଧୁଛନ୍ତି ହେଲା ଏଇ କାହିଁକି ସେ science ଜାଣିନାହାନ୍ତି ତମାମାଙ୍କଠୁ ଅଧିକ କାରଣ ସେ ଜାଣନ୍ତି science ଠାରୁ ସବୁଠୁଁ ବଡ଼ ସେ ହେଉଛନ୍ତି ଏବଂ ଆମ ସନାତନ ଧର୍ମ କିମ୍ବା ହିନ୍ଦୁ ଧର୍ମ ରେ ଯାହାଙ୍କୁ ଆମେମାନେ ତାଙ୍କୁ ମାନୁ ସେ ହେଲେ ଭଗବାନ ବୁଝିଲ ରେ

  • @sujitkumarsahoo6340
    @sujitkumarsahoo6340 Рік тому +50

    God is everything 🙏🙏🙏

    • @bhonjbayarproduction9439
      @bhonjbayarproduction9439 Рік тому

      You Are Wrong Bro,,, Nothing Is GOD..🙏🙏..

    • @bibekanandaswain3404
      @bibekanandaswain3404 Рік тому

      right

    • @pratikranjanbehera2887
      @pratikranjanbehera2887 Рік тому

      @@bhonjbayarproduction9439 God is everything 🙏

    • @Me_bonny
      @Me_bonny Рік тому

      @@bhonjbayarproduction9439 thanks,,, you are right,,,,,🚩Jay shree Ram,,,,,,, jay ଜଗନ୍ନାଥ 🚩🙏🏼🙏🏼🙏🏼🙏🏼

    • @Me_bonny
      @Me_bonny Рік тому

      @@pratikranjanbehera2887 ନ ବୁଝିବା ଲୋକଙ୍କୁ କିଛି କହି ହୁଏ ନି,, ,,,,,,,,, ଭାଇ ଜୟ ଜଗନ୍ନାଥ ଜୟ ଉତ୍କଳ ଜନନୀ

  • @yogeswarmeher7384
    @yogeswarmeher7384 Рік тому +4

    भगवान मानने की चीज़ हैं जानने की चीज़ नहीं। जैसे कि हमने अपने परदादा को नहीं देखा फिर भी विश्वास करते हैं।

  • @payalshuvankarirout3547
    @payalshuvankarirout3547 Рік тому +1

    Very good topic.very very nice conversation.

  • @-Shorts_FF
    @-Shorts_FF Рік тому +2

    The corner side boy is very intelligent and always support Dharma

  • @chandrasekharpanda1298
    @chandrasekharpanda1298 Рік тому +26

    ସାର୍ ଏ ବିଷୟରେ ଆଉ ଚର୍ଚା କରନ୍ତୁ ନାହିଁ। ମୋର ମତରେ ବିଜ୍ଞାନ ଏବେ ଯାହା କରିପାରୁଛି ତାହା ବହୁତ ପୂର୍ବରୁ ବେଦ ଗୀତା ଏବଂ ପୂରାଣ ରେ ବର୍ଣ୍ଣନା ହୋଇସାରିଛି। ପ୍ରଥମେ ତାକୁ ପଢ ସେଥିରେ ସବୁ ପାଇ ଯିବ ଆଉଟୀଆର୍ପୀ ପାଇଁ ନ ବଢେଇ ସେ ରଥ ସୁତାର କୁ କହ ସେସବୁ ପଢିବା ପାଇଁ ସବୁ ପ୍ରକାର ବିଜ୍ଞାନ ସବୁ ପାଇଯିବ ଯଦି ନବୁଝୀ ପାରିବ ତା'ହେଲେ ଭଲ ସଂସ୍କୃତ ଶିକ୍ଷକ ପାଖକୁ ଯାଇ ବୁଝୁ ନହେଲେ ନିଜେ ଅ,ଆ ଠାରୁ ପଢିବା ଆରମ୍ଭ କରୁ। ବର୍ଣ୍ଣବୋଧ ବୋଧ ବହିର ସ୍ଵରବର୍ଣ୍ଣ ତ 12ଟା ହେଲାଣି ତେଣୁ ଆଉଥରେ ପାଠ ପଢି ପୂରାଣ ରିସର୍ଚ୍ଚ କରନ୍ତୁ।

  • @guddysworld3854
    @guddysworld3854 Рік тому +7

    ହର ହର ମହାଦେବ ❣️ଏମିତି ବି ଏ କଳିଯୁଗରେ ଦେଖିବାକୁ ଥିଲା ☹️

  • @rishikesh4340
    @rishikesh4340 Рік тому

    ମୁଁ କିନ୍ତୁ ପ୍ରଭୂ ଜଗନ୍ନାଥଙ୍କ ସତ୍ୟତା ବହୁତ୍ ପାଇଛି
    ମନରେ ସେତିକି ପ୍ରେମ ଆଉ ବିଶ୍ଵାସ ଥିବା ଦରକାର୍
    ଭଗବାନଙ୍କୁ ଡରେନି କି ଭୟ କରେନି ପ୍ରେମ କରେ
    କାରଣ ଭଗଵାନ ଭୟ ନୁହେଁ ପ୍ରେମମୟ ଅଟନ୍ତି
    ତୁମେ ଯଦି ଖରାପ କାମ କରିବ ଭଗଵାନ କଣ ନିଜ ଛାଇ କୁ ବି ଡରିବ।
    ଜୟ ଜଗନ୍ନାଥ 🙏

  • @panda5564
    @panda5564 Рік тому +1

    Last wala bhai 😈♥️ great work bro
    Pura sanatania 🙏🥰
    Jay shree ram 🙏🥰

  • @jtaraimastivlogs8380
    @jtaraimastivlogs8380 Рік тому +9

    🙏🙏🙏 ଯେଉଁ ଭାଈ ମା ନେ କହୁଛନ୍ତି ଜେ ଭଗବାନ ନାହାନ୍ତି boli ସେଇ ଭାଈ ମାନଙ୍କୁ ଗୋଟେ ବନ୍ଦୀ କୋଠରୀ ଘରେ ରଖି ନିଆଁ ଲଗେଇ ଦିଅ 😄😄😄ତ ପରେ ଜଣା ପଡିବ ସେ କାହାକୁ ଡାକୁ ଛନ୍ତି ବିଜ୍ଞାନ... କୁ କି.. ଭଗବାନ ଙ୍କୁ.... 🙏🙏🙏🙏

    • @kalahandikings208
      @kalahandikings208 Рік тому

      Aau jeu bhai bhagwaan achhanti boli kahuchhanti tanku bi nia lagei bhagwaan ku dakibaku kuha jau bhagwaan bancheibe ki nahi dekha jau

    • @assurendra6742
      @assurendra6742 Рік тому

      Bhai i like your punishedment idia

    • @rajatkumarbhoi3144
      @rajatkumarbhoi3144 Рік тому

      ତା ପରେ ଏମାନେ ସାଇନ୍ସ ଡାକୁଛନ୍ତି ନା ଭଗବାନ କୁ ଜଣାପଡିବ

  • @jharanasamaljharanasamal4537
    @jharanasamaljharanasamal4537 Рік тому +6

    Ame hindu 🕉️ ame vagabana nku mani ba.
    Hinduism is best than other religion. I love my india 🇮🇳 & Jay Hind 💕💝💕

    • @stutikerketta2168
      @stutikerketta2168 10 місяців тому

      Nahin re bhai.bhagabana (god's ) & Iswara (God) ra difference Jana.dharma heuchhi ritiniti parampara parbaparbani ku bujhae.hindu dharma ra Iswara kie??

  • @mrganulolodia1491
    @mrganulolodia1491 Рік тому

    ବିପଦ ଆସିଲା ବେଳେ ଆମେ ସମସ୍ତେ ଆଲ୍ଲା, ଯୀଶୁ ଆଉ ଭଗବାନ ଙ୍କୁ ମନେ ପକାଉ.. କୋଉ ଧର୍ମ ର ଲୋକ ଆଇନଷ୍ଟାଇନ କି ଗାଲୀଲିଓ କୁ ଡାକନ୍ତିନି.. ଧର୍ମ ଥିଲା,ଅଛି ଆଉ ରହିବ ମଧ୍ୟ..

  • @mahulpali5271
    @mahulpali5271 Рік тому +2

    ମୁଁ ବିଶ୍ବାସ କରେ ଭଗବାନ ଅଛନ୍ତି। For example ଆମେ ବ୍ୟବହାର କରୁଥିବା କଲମ କୋଉଠୁ ଆସିଲା । ଯଦି କଲମ ବନାଇବା ପଛ ରେ କାହାର ହାତ ଅଛି ତେବେ ମଣିଷ ନିର୍ମାଣ ହେବାରେ କିଏ ତ ଥିବ ନା ସିଏ ହିଁ ଭଗଵାନ।

  • @odishapubgplayer
    @odishapubgplayer Рік тому +7

    ଭାଇ ଭଗବାନ ଙ୍କୁ ଯିଏ ମାନୁନ ମୁ ସେମାନଙ୍କୁ ବାସ ଏତିକି କହିବି ଯୋଉ ଦିନ ତୁମର ନିଜ ଲୋକ ଯାହାକୁ ତୁମେ ହୃଦୟ ରୁ ଭଲପାଅ ସେ ହସ୍ପିଟାଲ ରେ ଜୀବନ ମରଣ ସଙ୍ଗେ ଲଢ଼ୁଥିବ ସେ ସମୟ ରେ ଭଗବାନ କିଏ ତୁମେ ଠିକ୍ ଚିହ୍ନି ପାରିବ👊

    • @SunitKumarSahu
      @SunitKumarSahu Рік тому +1

      Death is inevitable, bro. and according to Shastra, Even the so-called God could not survive on earth with as many incarnations.

  • @n.bworld91
    @n.bworld91 Рік тому +10

    Lord Jesus bless you all.

  • @ashutoshbarik5847
    @ashutoshbarik5847 Рік тому

    ବର୍ଣ୍ଣଶଙ୍କରଙ୍କ ପ୍ରାଦୁର୍ଭାବ ବଢ଼ିବା ପ୍ରକୃତିର ନିୟମ ଓ ସଂସାର ପ୍ରତି ବିପଦ।

  • @by7896
    @by7896 Рік тому +1

    Jay Jagannath ❤❤❤

  • @jubeldalabehera7630
    @jubeldalabehera7630 Рік тому +4

    Superstions...👌10..❤

  • @hscretions6055
    @hscretions6055 Рік тому +16

    କଉ ଶଳା ମୋତେ ମୋହା ଦେବ୍ ର ତାଣ୍ଡବ କୁ ଗଣିତ ରେ ବୁଯାଓ ମାଗିଆ ଭଗବାନ୍ ନାହନ୍ତି ଯଦି ତୁ କଉଠୁ ଆସିଲୁ

  • @baishnabcharansahoo9119
    @baishnabcharansahoo9119 Рік тому

    ଭଗବାନ,ଧର୍ମ,ଜାତି ଏ ସବୁ କେବଳ ମାନବ ନିର୍ମିତ ଅଟେ।ଭଗବାନ ମଣିଷକୁ ନୁହେଁ କିନ୍ତୁ ମଣିଷ ଭଗବାନ ଗଢି ଥାଏ।ସବୁଠାରୁ ବଡ଼ ପ୍ରମାଣ ମିଳେ ଯେ ,ଯେତେବେଳେ ଆଦି ମାନବ ର ଉତ୍ପତି ହୋଇ ଥିଲା ସେମାନେ ବର୍ଷ ବର୍ଷ ଧରି ଲଙ୍ଗଳା ହୋଇ ଜଙ୍ଗଲ ରେ ବୁଲୁଥିଲେ,କିନ୍ତୁ ଆଜି କୁହା ଯାଉଛି ଯେ ଭଗବାନ ମଣିଷ ସମାଜର ସୃଷ୍ଟି କର୍ତା।ଯଦି ଭଗବାନ ମଣିଷ ର ସୃଷ୍ଟି କର୍ତା ,ତାହାହେଲେ ଆଦି ମାନବ ମାନେ ବର୍ଷ ବର୍ଷ ଧରି ଲଙ୍ଗଳା ହୋଇ ରହିଲେ କିପରି ?ମଣିଷ ଗୁମ୍ଫାରୁ ବାହାରି ଏବେ ସୁପର କମ୍ପୁଟର ପହଁଚି ଗଲାଣି ଇତି ମଧ୍ୟରେ ଭଗବାନ ମଣିଷ କୁ କଣ ଦେଇଛନ୍ତି ?ଏ ସବୁ ପ୍ରକୃତି ର ରଚନା ଅଟେ।

  • @manojraut9159
    @manojraut9159 Рік тому

    Jay shree Krishna...jai jagannath swamy Nayan patha gami bhavah tumhe 🙏🕉️🙏

  • @niranjanpanda8574
    @niranjanpanda8574 Рік тому +7

    ଭଗବାନ ଦେଖିଥିବା ଭକ୍ତ ହେଲେ, ଭକ୍ତ ଦାସୀଆ, ଜଗନ୍ନାଥ ଦାସ, ମୀରାବାଈ, ଚୈତନ୍ୟ ମହାପ୍ରଭୁ, ପରମହନସ ସାରଦା, ସାଲବେଗ etc.

  • @fagumajhi4352
    @fagumajhi4352 Рік тому +4

    Faith is GOD...

  • @smsagarika6312
    @smsagarika6312 9 місяців тому +1

    ଧର୍ମ କୁ ମନିବା ନିହାତି ଦରକାର କିନ୍ତୁ ଧର୍ମ ନାମରେ ଅନ୍ଧ ବିଶ୍ବାସକୁ ମାନିବା ର ଆବଶ୍ୟକ ନାହିଁ । ଯେମିତିକି ଯୋଉ ବିଶ୍ୱାସ ଆମକୁ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରେ ତାକୁ ମାନିବା kn ଦରକାର ଭଗବାନ କହିନାହାନ୍ତି ନା smt କରିବାକୁ । ଆଜି ଯଦି ଅନେକ କୋକୋ vagbannku ମ ମାନୁନାହାନ୍ତି ତା ପାଇଁ କେବଳ କିଛି ପୁରୁଣା ଲୋକୋମାନେ ହ୍ନି ଦାଇ ସେମାନେ ଭାବନ୍ତି ଆମେ। Jmt ସବୁ କଥାକୁ ମାନି ଆସୁଛି ଆଜି କାଲିର ଛୁଆ। ସେ ସବୁ କୁ maananntnu । ଯୋଉଟାକୁ ଆଜି kallira ପିଲାଙ୍କ life stily upare vravab pakaa so ସେମାନେ ମାନିବାକୁ ପ୍ରସ୍ତୁତ nuhna ।

  • @traderofficial8454
    @traderofficial8454 Рік тому +1

    Odisha a state of spirituality. It's hard to say now.

  • @samaruhernna4118
    @samaruhernna4118 Рік тому +4

    ମୁଁ ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରେ ଜଦିବି ଗୋଟିଏ ମଣିଷ ମରି ଯାଉଛି ତା କୁତ କେହି ବନ୍ଚାଇପାରୁ ନାହାନ୍ତି ସେଥିପାଇଁ ଭଗବାନ ଙ୍କ ଉପରେ ବିଶ୍ୱାସ ରଖ ଜୟ ଜଗନ୍ନାଥ

    • @chenkabhaina
      @chenkabhaina Рік тому

      ତୁମ ଭଗବାନ କେତେ ଜଣଙ୍କୁ ବଞ୍ଚେଇ ସାରିଲାଣି?? ମାନିଲି medical science kichi ଜାଣିନି, .. ସବୁ ଭଗବାନ ଙ୍କ ଦୟା ରୁ ହେଉଛି... ମତେ କୁହ ତୁମ ଭଗବାନ କେତେ ଜଣଙ୍କୁ ଅମର କରି ସାରିଲାଣି.. ଆଉ ନିଜେ ବି କେମିତି ମରି ଗଲା.. କୃଷ୍ଣ ହେଇକି.. ଉତ୍ତର ରଖିବେ

    • @manoranjanentertainment9793
      @manoranjanentertainment9793 Рік тому

      @@chenkabhaina are pagala seita ku kehibi i kariparibani science.janma heiche mane mrtuy sunischita. Bhagaban , Krishna amne bi dine janma heithila seimane bi marichanti .

    • @chenkabhaina
      @chenkabhaina Рік тому

      @@manoranjanentertainment9793 ଜାଣିଛୁ ଯଦି.. ଅଜବ କଥା କହୁଛୁ କେମିତି.. Science କାହାକୁ ବଞ୍ଚେଇ ସାରିଲାଣି ବୋଲି... Science ର meaning ଜାଣିଛୁ ନା ମୁର୍ଖ? ଆସିକି ଧର୍ମ ଜ୍ଞାନ ଛେlଡି ହେଲା

  • @bhaskarasuna7709
    @bhaskarasuna7709 Рік тому +4

    ଯଦି ଭଗବାନ ଅଛନ୍ତି ତେବେ ସେ ଚାହିଁଲେ ଏ ସବୁ ହେତୁବାଦୀ ବାହାରିବେ ନାହିଁ l କାରଣ ସେ ହେତୁବାଦୀ ମାନଙ୍କୁ ଜନ୍ମ ଦେବେ ନାହିଁ l କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ କେହି ନାହିଁ l

    • @namonarayana_studychannel-01
      @namonarayana_studychannel-01 Рік тому

      Plz Stop this

    • @mr.b1014
      @mr.b1014 Рік тому +2

      Bhala tarka

    • @jayantipradhan6331
      @jayantipradhan6331 Рік тому +1

      Are bhagaban sabubele sabu stanre achanti
      Aau bhagaban knu biradha kariba pain emanka pari rakhyasa mane bi sabubele thanti
      Aau jetebele ehipari adharma sima para haijae setebele emanka nasa pain dharma ra surakhya nimante bhagaban ehi dharaprusta re abathirna huanti

    • @kaliadas6008
      @kaliadas6008 Рік тому +1

      ରାମ ଥିଲେ.. ରାବଣ ବି ଥିଲା.. କୃଷ୍ଣ ଥିଲେ. କଂସ ବି ଥିଲା.. ଏବେ ବୁଝି ପାରୁଥିବ. ହେତୁବାଦୀ କାହିଁକି ଅଛନ୍ତି..

    • @bhaskarasuna7709
      @bhaskarasuna7709 Рік тому

      ଆପଣ କହିବା କଥା ଅନୁସାରେ ସଚରାଚର ବିଶ୍ୱ ବ୍ରହ୍ମାଣ୍ଡ କୁ ଭଗବାନ ତିଆରି କରିଛନ୍ତି, ତେବେ ମଣିଷ କୁ ମଧ୍ୟ ଭଗବାନ ତିଆରି କରିଛନ୍ତି l ହେଲେ ସେହି ମଣିଷ ଯଦି ଭଗବାନ କୁ ନ ମାନିଲା ତେବେ ଦୋଷ କାହାର l

  • @subhashrees_art857
    @subhashrees_art857 Рік тому

    ଆଜ୍ଞା 🙏🏻ଆପଣ ଙ୍କ କଥା ହିଁ ହଉ ଯେଉଁ ମାନେ କହୁଛନ୍ତି ଭଗବାନଙ୍କୁ ସେମାନଙ୍କୁ ଦେଖାଇଲେ ସେ ବିଶ୍ୱାସ କରିବେ ବୋଲି, ତ ପ୍ରଥମେ ଆପଣ ମାନେ ଆପଣ ଙ୍କ ର ବୁଦ୍ଧି କୁ ଦେଖନ୍ତୁ ତ ପରେ ଆମେ ଆପଣଙ୍କୁ ଭଗବାନ ଦେଖାଇବୁ 🙏🏻❤️🙌🏻😌
    ଜୟ ଜଗନ୍ନାଥ 🙌🏻😌❤️❤️

  • @SinuDasOdiaVlogs
    @SinuDasOdiaVlogs Рік тому +4

    ଜୟ ଜଗନ୍ନାଥ ମହାପ୍ରଭୁ 🙏କଳି ଯୁଗରେ ଏମିତି ହବ