Newsmaker: Rationalist Vs Astrologist | Discussion On Rationalism By Indian Culture

Поділитися
Вставка
  • Опубліковано 31 гру 2022
  • Newsmaker: Rationalist Vs Astrologist | Discussion On Rationalism By Indian Culture
    Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Rationalist #Astrologist

КОМЕНТАРІ • 813

  • @likurout9162
    @likurout9162 Рік тому +34

    ମୋର ମୋ ପ୍ରଭୁ ଉପରେ ବରଷା ଅଛି ଜୟ ଜଗନ୍ନାଥ ଯୁଗେ ଯୁଗେ ଜଗନ୍ନାଥ 🙏🙏

  • @satyapandaofficial4844
    @satyapandaofficial4844 Рік тому +67

    ମୁଁ ଭଗବାନ ଙ୍କୁ ବିଶ୍ୱାସ କରେ ଜୟ ଜଗନ୍ନାଥ 🙏

    • @Humanity299
      @Humanity299 Рік тому +2

      ମୁଁ ସୂର୍ଯ୍ୟ କୁ ବିଶ୍ୱାସ କରେ ନାହିଁ ଏହା କହିଲା ପରେ ସୂର୍ଯ୍ୟ ଗାୟବ୍ ହେଇ ଯାଆନ୍ତି ନାହିଁ।

    • @iamatheist.8924
      @iamatheist.8924 Рік тому +1

      @@Humanity299 biswas nakale bi dekhi parucha...tanka kama kan janicha...surjya dwara kan hauchi janucha.
      Bhagwan dwara kan hauchi kuha ?

    • @puspalatabehera4077
      @puspalatabehera4077 10 місяців тому

      @@iamatheist.8924 bhagwan nka dwara tame banchicha kintu tume nije nija ku jani naha

  • @basantarout9538
    @basantarout9538 10 місяців тому +15

    ଏଇ କେଇଟା ହେତୁ ବାଦୀଆ ଙ୍କୁ ଦେଖିଲା ମାତ୍ରେ ମୋତେ ଘୃଣା ଲାଗୁଚି, ପ୍ରଭୁ ଜଗନ୍ନାଥ ଏମାନଙ୍କୁ ସଦ୍ ବୁଦ୍ଧି ଦିଅନ୍ତୁ.. ଜୟ ଜଗନ୍ନାଥ 🙏 🙏 🙏 🙏 🙏 🙏 🙏

    • @Kamal-gr4qo
      @Kamal-gr4qo 10 місяців тому

      A magiha hetubadi ku badeyiki maridionti

  • @sahoovlogs727
    @sahoovlogs727 Рік тому +7

    ଆରେ ପେଲେଇପୁଅ ରଥ ସମ୍ବିଧାନ କଣ ତୋ ବୋଉ ଘଇତା ଲେଖିଥିଲା

  • @DineshKumar-nj8wr
    @DineshKumar-nj8wr Рік тому +58

    ଏ ରଥ କୁ ଥରେ ଏକା ଛଡା ଜଉ ଲୋକ ଙ୍କ ଆଗରେ ତ ପରେ ଛାଡି ଜୀବ ତା ହେତୁ ବାଦି ବୁଦ୍ଧି

    • @pk-xt8km
      @pk-xt8km Рік тому +3

      Jaha Munda re gobar thae...tarka Kari Jane ni

    • @dangergaming9959
      @dangergaming9959 Рік тому +1

      @@todaynation3152 magiha

    • @samirkumarpradhan8646
      @samirkumarpradhan8646 Рік тому

      Magiha

    • @asmoviejunction8409
      @asmoviejunction8409 Рік тому

      @@pk-xt8km pendita auu

    • @Humanity299
      @Humanity299 Рік тому

      ଖାଲି ପିଟି ସବୁ ସମାଧାନ ହେଇ ଯାଏନି। ସେ ରଥ ଭାଗବାନଙ୍କୁ ଏଇଥି ପାଇଁ ମାନନ୍ତି ନାହିଁ କାରଣ ଗୋଟେ ଛୁଆ ଯେତେବେଳେ ବିକଳାଙ୍ଗ ହୋଇ ଜନ୍ମ ହେଉଛି ତାହାକୁ ଭଗବାନ ଠିକ୍ କରୁନାହାଁନ୍ତି କାହଁକି, କିନ୍ତୁ ସେ ଜାଣି ନାହାଁନ୍ତି ଯେ ତାହା ହେଉଛି ତାହାର କର୍ମ ର ଫଳ, ସେ ଏ ଜନ୍ମ ପୂର୍ବରୁ କିଛି କୁକର୍ମ କରିଥିଲା ସେଥିପାଇଁ ତ ଭଗବାନ ତାହାକୁ ସେମିତି କରିଛନ୍ତି, ନହେଲେ ସେ ହେଉଛନ୍ତି ଭଗବାନ। କିନ୍ତୁ ପ୍ରଭାବ ଲୋକଙ୍କ ଉପରେ ପଡ଼ୁଛି।

  • @rabinarayanpradahan9380
    @rabinarayanpradahan9380 Рік тому +14

    ସେ ଯାହାବି ହେଉ, ପ୍ରଫେସର ରଥଙ୍କର ଅହଂ ଭାବ ଟା ଜଳ ଜଳ ଦିଶୁଛି,,,, ଯୁକ୍ତି ହେଉ କିନ୍ତୁ ନିଜକୁ ଏତେଟା ବଡ଼ ବଳବାନ, ବଡ଼ ବୁଦ୍ଧିମାନ ଭାବନା ଠିକ୍ ନୁହେଁ,,,
    ଆଚରଣ ଆଉ ଉଚ୍ଚାରଣ ଗୋଟେ ସଭ୍ୟ ସମାଜରେ ଜମା ଗ୍ରହଣୀୟ ନୁହେଁ

    • @satya2145
      @satya2145 Рік тому +1

      Thik katha
      Bopa maa thik na thibe tara.

    • @nickreynold
      @nickreynold Рік тому +2

      ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.

    • @debasishray9494
      @debasishray9494 Рік тому +1

      ପତିଆ ଟା ଭାଡୁଆ ଟେ।

    • @iamatheist.8924
      @iamatheist.8924 Рік тому

      Tuma sabhya samaja lokanka uparaku gobar mare ? Mada pi mada gola kare ?

    • @rabinarayanpradahan9380
      @rabinarayanpradahan9380 Рік тому

      @@iamatheist.8924 ଯେସାକୁ ତେସା ... 🤣

  • @prafullaojha8242
    @prafullaojha8242 Рік тому +4

    ଏ ହେତୁବାଦୀ ରଥ ବୁଢା 2023 କରନାରେ ରାମ ରାମ ସତ୍ୟ ହେ

    • @pk-xt8km
      @pk-xt8km Рік тому

      Kahi ete ashisnu....Corona re Jagannath bhakta kehi male nahi ki

    • @user-bw6ci7oe5q
      @user-bw6ci7oe5q Рік тому

      Tu bi jibu

    • @Humanity299
      @Humanity299 Рік тому

      @@pk-xt8km କର୍ମ ର ଫଳ କୁ ଭକ୍ତି ଅନୁସାରେ କମ କରି ଦେଇଥାନ୍ତି ଭଗବାନ୍। ପ୍ରହଲ୍ଲାଦ ପରି ଭକ୍ତ ପୂର୍ଣ୍ଣ ରୂପେ ଶୁଦ୍ଧ ହେଲେ ସିନା କରୋନ ରୁ ପୂର୍ଣ୍ଣ ସୁରକ୍ଷିତ ହେଇ ପାରିବ।

    • @Humanity299
      @Humanity299 Рік тому

      🤣 ଆରେ ଆରେ ଏମିତି କୁହନ୍ତୁ ନି, ବରଂ କୁହନ୍ତୁ ଯେ ତାଙ୍କ ବୁଦ୍ଧି ବିବେକ ବୃଦ୍ଧି ହଉ।

  • @prasantapanda1703
    @prasantapanda1703 Рік тому +8

    ହେତୁବାଦୀ ନା ତୋ ମାଆ ବୀଆ ବାଦୀ, ଆଉ ଏ ମିଡ଼ିଆ ଵାଲା ବି ଏ ମାଗିହା ହେତୁବାଦୀ ମାନଙ୍କୁ କାହିଁକି ଡାକୁଛି କେଜାଣି

  • @shriramnayak950
    @shriramnayak950 Рік тому +26

    ହେତୁବାଦୀ ପ୍ରଫେସର ପ୍ରତାପ ରଥ. ଆମ ଓଡିଶା ର ସଂସ୍କୃତି କୁ ବୁଡେଇ ବାକୁ ବସିଛି . ଜୟ ଜଗନ୍ନାଥ 🙏🏻

    • @priyacharandas653
      @priyacharandas653 Рік тому +1

      ଜୟ ଶ୍ରୀ ଜଗନ୍ନାଥ

    • @chittaranjangachhayat6363
      @chittaranjangachhayat6363 Рік тому +3

      ପ୍ରଫେସର ପ୍ରତାପ ରଥ ଅନ୍ଧ ବିଶ୍ୱାସ ସମାଜ ରୁ ଦୂର କଲେ

    • @veerpaika
      @veerpaika Рік тому +1

      @@chittaranjangachhayat6363 a bhali bhaba re dine tume gote pabitra dharma ku hareiba .
      Keep doing this & if you have time please read Bhagwat Gita before you turning towards nastik.

    • @debashishmohanty4798
      @debashishmohanty4798 Рік тому +2

      New year celebrations ru Jana padichhi tame sabu kete odia sanskriti ku tekiki rakhichha.

    • @nickreynold
      @nickreynold Рік тому

      ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି

  • @binaynayak548
    @binaynayak548 Рік тому +5

    ତୁମେ ମାନ କି ନା ମାନ ଧର୍ମ ର ପାଳନ ସମସ୍ତେ କରୁଛନ୍ତି..ନିଜ ଜାଣତରେ ହେଉ କି ଅଜାଣତରେ ସମସ୍ତେ ଧର୍ମ ଆଉ ଅଧର୍ମ କରୁଛନ୍ତି 🥰ଜିଏ ସମାଜ ର କ୍ଷତି କଲା ତାହା ବିଧର୍ମ ରେ ଜୀବ ଯେ ସମାଜ ର କଲ୍ୟାଣ ରେ କାମ କରେ ସେ ଧର୍ମ ରାସ୍ତାରେ ଅଛନ୍ତି 😍
    ଜୟ ଜଗନ୍ନାଥ 🙏
    ଜୟ ସତ୍ୟ ସନାତନ🚩🚩🥰

  • @dharmyodha4083
    @dharmyodha4083 Рік тому +5

    ଖ୍ରୀଷ୍ଟିୟାନ ନୁଆ ବର୍ଷ ରେ କାହିଁକି ଶ୍ରୀମନ୍ଦିର ସଜା ହେଇ ସ୍ୱାଗତ ଲେଖା ହେଲା? ଏହା କଣ ହିନ୍ଦୁ ସଂସ୍କୃତି ପାଈଁ ଲଯ୍ୟା ଜନକ କଥା ନୁହଁ କି?

  • @nibasexpress
    @nibasexpress Рік тому +16

    ସମାଧାନ ବାହାରି ପାରିଲା ନାହିଁ ସାର୍। ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛ ଯେ। ଉତ୍ତର ଜାଣିବାକୁ ଚାହୁଁଛି। ଏଥି ନିମନ୍ତେ ମୁଁ ବାରମ୍ବାର ଆଲୋଚନା ଜାରି ରହି ଥାଉ

  • @nickreynold
    @nickreynold Рік тому +30

    ଅନେକ ଜନ୍ମ ତପ ବେଳେ,ମଣିଷ ଜନ୍ମ ମହୀତଳେ. ମନୁଷ୍ୟ ଆଉ ପଶୁ ଭିତରେ ଗୋଟେ ଫରକ ଅଛି-ପଶୁ କେବଳ ଆହାର,ନିଦ୍ରା,ମୈଥୁନ ବିଷୟରେ ଚିନ୍ତାକରେ କିନ୍ତୁ ମଣିଷକୁ ବୁଦ୍ଧି ମିଳିଛି ଭାବିବା ପାଇଁ. ମାନବିକତା କଥା ଯଦି କହିବା,ତାହାର ଅର୍ଥ ନୁହେଁ ନିଜର ଜିହ୍ୱା ଲାଳସା,ବିକୃତ ମାନସିକତାକୁ ପୂରଣ କରିବାକୁ ଅଯଥା ବିବାଦ କରିବା. ଯୋଉଟା ସମଗ୍ର ସମାଜ ପାଇଁ ମଙ୍ଗଳକର, ସେଇଟା କରାଯିବ କଥା ନା କି କିଛି ଗୋଷ୍ଟି କଥା. କାଲିକି ଯଦି କିଛି ଲୋକ କହିବେ-ପୁରୁଷ ଶରୀର,ନାରୀ ଶରୀର କଣ ସମସ୍ତଙ୍କୁ ଜଣା, ତେଣୁ ପୋଷାକ ପିନ୍ଧିବା କାହିଁକି? ଆଉ ଯଦି କହିବା, ତାହେଲେ ଚିକେନ କାହିଁକି,ଗୋରୁ,ଘୁଷୁରୀ ବି ଖାଇବା,ଯେମିତି ଅଲଗା ଲୋକ ଖାଉଛନ୍ତି. କୁସଂସ୍କାର ଅନ୍ଧ ବିଶ୍ୱାସ କଣ କେବଳ ଗୋଟେ ଧର୍ମରେ ଅଛି?ମୁଁ ମୋ ଘରେ ଲଙ୍ଗଳା ହେଇକି ବୁଲେ,ମୋ ସ୍ୱାଧୀନତା କିନ୍ତୁ ମୁଁ ରାସ୍ତାରେ ଲଙ୍ଗଳା ହେଇକି ଦଉଡିବି କହିବି ମୋ ସ୍ୱାଧୀନତା,ତାହା ଗ୍ରହଣୀୟ ନୁହେଁ.କି ଭଳିଆ ବିକୃତ ମାନସିକତା,ପାଶ୍ଚାତ୍ୟ ସଂସ୍କୃତିର ହନୁକରଣ.ତାଙ୍କ ସମାଜ ଯେମିତି କାମବାସନାରେ ପଥଭ୍ରଷ୍ଟ ହେଇକି ନଷ୍ଟ ହେଲାଣି ଏଠିବି ସେଇୟା ହେବାକୁ ଯାଉଛି.ଆମ ସଂସ୍କୃତି ନୀତିନିୟମ ଯୋଗୁ ୫ ହଜାର ବର୍ଷ ହେଲା ତିଷ୍ଠିଛି.ସେମାନେ ଭଗବତ ଚିନ୍ତା ପାଇଁ ମୋହମାୟା ଛାଡି ହରେକୃଷ୍ଣ ହରେରାମ ଜପୁଛନ୍ତି ଆଉ ଆମେ କାମବାସନାରେ ଲିପ୍ତ ହେଇ ରସାତଳଗାମୀ ହେଉଛୁ ବାୟୋଲେଜି ପରିକ୍ଷଣଗାରରେ କହିବ ଆମକୁ ବଂଶବୃଦ୍ଧିର ପ୍ରଦର୍ଶନ କରିକି ଦେଖାଅ,ନହେଲେ ବୁଝି ହେବନି

    • @muktidwar
      @muktidwar Рік тому +1

      ଖୁବ ସୁନ୍ଦର ବିଶ୍ଳେଷଣ କରିଛନ୍ତି, ଏକଦମ୍ ଠିକ୍ କହିଛନ୍ତି, ଅଜସ୍ର ଅଜସ୍ର ସାଧୁବାଦ ଆପଣଂକୁ । ଜୟ ଜଗନ୍ନାଥ 🙏

    • @nickreynold
      @nickreynold Рік тому

      @@muktidwar ଆପଣଙ୍କୁ ବି ବହୁତ ଧନ୍ୟବାଦ କଥା ବୁଝିଥିବାରୁ. ଜୟ ଜଗନ୍ନାଥ.

    • @ganesharout3234
      @ganesharout3234 Рік тому +1

      prnam

    • @nickreynold
      @nickreynold Рік тому

      @@ganesharout3234 Namaskar

    • @Humanity299
      @Humanity299 Рік тому +1

      ଧର୍ମ/righteous କହିଲେ ଏମାନେ ସମ୍ପ୍ରଦାୟ/religion ବୁଝୁଛନ୍ତି କର୍ତ୍ତବ୍ୟ କୁ ନୁହେଁ। ସମ୍ବିଧାନ ସମ୍ବିଧାନ କହୁଛନ୍ତି ସେ ସମ୍ବିଧାନ ଥାଇ ମଧ୍ୟ କିଛି ଭଲ ନ୍ୟାୟ ହେଇ ପାରୁନି, ଦଣ୍ଡ ର ବ୍ୟବସ୍ଥା କୁ କମ କରିଦିଆ ଯାଇଛି।

  • @biplabideabucket296
    @biplabideabucket296 Рік тому +64

    ପ୍ରତାପ ଆଜ୍ଞା କୁ ସବୁ ଜଣା କେବଳ ବ୍ୟବହାର ଜଣା ନାହିଁ ।

    • @M.JAGANNATH
      @M.JAGANNATH Рік тому +7

      ତୁ ଯେମିତି ବ୍ୟବହାରରେ PhD କରିଛୁ

    • @papundandasena7901
      @papundandasena7901 Рік тому +2

      @@M.JAGANNATH ସତ କହିଲେ ଭାଇ

    • @biplabideabucket296
      @biplabideabucket296 Рік тому +4

      @@M.JAGANNATH 🙏
      😟କଣ ବ୍ୟବହାର ପାଇଁ PHD କରିବାକୁ ପଡେ! ❗
      🙏ମୁଁ ଜାଣିନି ମହୋଦୟ...!!!
      🤷ଅନ୍ୟ ମାନେ ତ ନିଜ ମା ବାପା ଙ୍କ ଠାରୁ ବ୍ୟବହାର ଶିଖନ୍ତି ।
      🙏ଭାଇ
      👉ଏଠାରେ କିଏ ଠିକ୍ କିଏ ଭୁଲ ତ ପର ର କଥା ପ୍ରଥମେ ତର୍କ ତ ସଠିକ୍ କରିବା କଥା।
      🙏ପ୍ରତାପ Sir ଜଣେ Teacher ଏଣୁ ତାଙ୍କୁ ପ୍ରଣାମ ।
      କିନ୍ତୁ
      👉ଏପରି ବ୍ୟବହାର ଯେପରି କି ଅନ୍ୟ ଜଣେ ମୂର୍ଖ ଓ ପ୍ରଦୀପ ଆଜ୍ଞା ଙ୍କ ମତ୍ତ ହିଁ ଶୁଣିବା କୁ ବାଧ୍ୟ । ଏହା ଉଚିତ୍ ବ୍ୟବହାର କି ?
      🇮🇳ISRO ରୁ Satellite ଛାଡ଼ିବା ପୁର୍ବ ରୁ ବିଜ୍ଞାନୀ ଭଗବାନ ଙ୍କୁ ପ୍ରାଥନା କରିଲେ। ସେହି ବିଜ୍ଞାନୀ ମୂର୍ଖ ନା ଅପରାଧୀ ।⁉️
      👉ଓଡ଼ିଶା, ଭାରତ ଓ ସଂପୂଣ୍ଣ ପୃଥିବୀ ରେ ତ ଅନେକ ମୋନୋ ବିଜ୍ଞାନୀ, ଭାରତ ରେ ବହୁତ ଉଚ୍ଚ ଶିକ୍ଷିତ ଗୁରୁ, ଶିକ୍ଷକ ତ ପ୍ରତାପ sir training ଦିଅନ୍ତୁ କାରଣ କେବଳ ପ୍ରଦୀପ sir ହିଁ ଠିକ୍ ।
      👉ନଚେତ ଭାରତ ସରକାର ଓ ହାଇକୋର୍ଟ ସୁପ୍ରିମକୋର୍ଟ ରେ ଆବେଦନ କରନ୍ତୁ।
      👉ଯାହାକୁ ଭୁଲ କିମ୍ବା ସମାଜ ଦ୍ରୋହି ଭାବୁଛନ୍ତି ସେମାନଙ୍କର ଉପରେ FIR କରନ୍ତୁ।
      👉ଏପରି ଅନ୍ୟ ଜଣଙ୍କୁ କହିବା କୁ ନ ଦେବା । କେବଳ ନିଜ କଥା ହିଁ ଠିକ୍ ଭାବି ଅନ୍ୟ ଙ୍କୁ ବାରମ୍ବାର କହିବା କାହାର ଲକ୍ଷଣ।
      🙏ହଁ, ପ୍ରତାପ ଆଜ୍ଞା ନିଜ ପରିବାର ଠାରୁ ବ୍ୟବହାର ଶିଖୁଛନ୍ତି । କିନ୍ତୁ ବ୍ୟବହାର କରିବା ସମୟ ରେ ନିନ୍ଦିତ ବ୍ୟବହାର, ବ୍ୟଙ୍ଗାତ୍ମକ ଓ ଅଯଥା ମନ୍ତବ୍ୟ ଦିଅନ୍ତି ।
      🙏ଭାଇ ମୋର ଆପାଙ୍କ ସହିତ କୌଣସି ଶତ୍ରୁତା ନାହିଁ।
      👉କେବଳ ବିଚାର ଭିହ୍ନ ।
      🇮🇳ଜୟ ହିନ୍ଦ୍🙏🛐

    • @papan2470
      @papan2470 Рік тому

      @@M.JAGANNATH name justified ur mentality as u r an adivasi may b converted to Christianity.. so it's not what can't be expected frm u

    • @manojpadhan5337
      @manojpadhan5337 Рік тому +1

      Pratap is a med man

  • @syamaprasadmahapatra
    @syamaprasadmahapatra Рік тому +8

    ବେଧ ପିଲା ଟା କିରେ , ତୁ ତ ଆମିଷ ଖାଉନୁ ଆମକୁ କ'ଣ ପାଇଁ ବିରିୟାନୀ‌ ଖାଇବାକୁ କହୁଚୁ‌ 😡 🤦 ଏ ମାଘିଆ ମାନେ ଭିତରେ ହିନ୍ଦୁ ଧର୍ମ ବିରୋଧ ରେ ଚକ୍ରାନ୍ତ କରୁଛନ୍ତି।

  • @gopinathmahanandia311
    @gopinathmahanandia311 Рік тому +16

    Ratha sir. U r great 🙏🏿🙏🏿🙏🏿

  • @sukantakumarpradhan8127
    @sukantakumarpradhan8127 Рік тому +14

    ଅସମ୍ପୂର୍ଣ୍ଣ ଆଲୋଚନା , ଆଙ୍କର ମହାଶୟ। ନିଜେ ଅଧିକା କହିଲେ,ତର୍କରେ ଭାଗ ନେଇଥିବା ବ୍ୟକ୍ତିଙ୍କୁ କମ୍ ସୁଯୋଗ ମିଳିଲା।

  • @viewfact7898
    @viewfact7898 Рік тому +12

    ପ୍ରଥମତଃ ମଣିଷ ଗୋଟିଏ ସାକାହାରି ପ୍ରାଣି ଅଟେ ପ୍ରଥମେ ମଣିଷ ଯେତେବେଳେ ବାନର ଥିଲେ ପରେ evaluation ହେଲେ ସେମାନେ ସାକାହାରୀ ଥିଲେ । ପରବର୍ତ୍ତୀ ସମୟରେ ମାଂସ ଖାଇଲେ କେବଳ homo ପ୍ରଜାତିର ମଣିଷ କୁ ଛାଡିଦେଲେ ମାଙ୍କଡ. , ସିମ୍ପାଜୀ, ଗରିଲା ଇତ୍ୟାଦି କୈଣସି ଆମଭଳି ପ୍ରଜାତି ଆସିଷ ଭକ୍ଷଣ କରେ ନାହିଁ କାରଣ ଆମର ଶରୀର ଆସିଷ୍ ଭକ୍ଷଣ ପାଇଁ ଉପଯୁକ୍ର ନୁହେଁ

  • @sanatanabehera1985
    @sanatanabehera1985 Рік тому +8

    ଅହଂକାରୀ ପ୍ରତାପ ରଥ

  • @amazingodisha420
    @amazingodisha420 Рік тому +23

    ବିଜ୍ଞାନକୁ ମଧ୍ୟ ଅନ୍ଧଭଳି ବିଶ୍ୱାସ କରିବା ଏକ ଅନ୍ଧବିଶ୍ୱାସ, କେବେ କୋଉ ନେତା ଓ ବୈଜ୍ଞାନିକ ମାନେ ସମ୍ବିଧାନକୁ ସମ୍ପୁର୍ଣ୍ଣ ମାନିଛନ୍ତି?? ଏହା ଅସମ୍ଭବ କାହିଁକି ନା ପରିବର୍ତ୍ତନଶୀଳ ସମ୍ବିଧାନ!!!

    • @vaishs385
      @vaishs385 Рік тому +1

      Bigyan sabubele change hue au view v. Bigyan challenge kare. Kehi bigyan ku andha bhabare bishwas karantini. Bigyan proof dekhae.
      Au Bigyan kaha bishwas ki abishwash upare depend kareni.

    • @rudrakhuntia5583
      @rudrakhuntia5583 Рік тому +1

      bigyana proof dekhae re murkha. kehi andha valia biswas karantini hela.

    • @Humanity299
      @Humanity299 Рік тому +1

      @@rudrakhuntia5583 ଠିକ୍ କଥା ଯେ ଜ୍ଞାନୀ ମହାଶୟ, ସେ ସେଇ ବିଜ୍ଞାନକୁ ଅନ୍ଧ ଭାବରେ ମାନୁଥିବା ଲୋକ ବିଷୟରେ କହୁଛନ୍ତି ଯିଏ କି ବିଶ୍ୱାସ କରେ ନାହିଁ ଯେ ଭଗବାନ ଅଛନ୍ତି ବୋଲି, କାରଣ ସୃଷ୍ଟି ଅଛି ତ ସୃଷ୍ଟି କର୍ତ୍ତା ବି ଅଛନ୍ତି ନା।

    • @iamatheist.8924
      @iamatheist.8924 Рік тому

      @@Humanity299 srusti Mane kan ??? Science universe evolution bisyare padhithile sina janantu....tu ta murkha ta Bramha ra kouthu janma heichu kahunu

    • @vaishs385
      @vaishs385 Рік тому

      @@Humanity299 Srusti achi ta Mane nuhe je kehi srusti karta v thibe. Au jadi v achanti kehi ta as per ur logi se strusti karta ku kie strusti kale ? Au aji jaha v heichi it's because of evolution.

  • @chiranjibnayak635
    @chiranjibnayak635 Рік тому +2

    Kanak News pura sasta heigala

  • @jagadash6790
    @jagadash6790 Рік тому +5

    Good anchoring skill and voice....

  • @chintusveggiesamayal1826
    @chintusveggiesamayal1826 Рік тому +4

    Thanks professor pratap sir.

  • @shampadan8506
    @shampadan8506 Рік тому +31

    Our Constitution is not ours...it is a copied idea from other country...but our traditional knowledge is ours...Jay Jagannath 🙏❤️ Pranam Rathsharma mahodaya...🙏❤️ Love you Odisha...❤️❤️

    • @Incredible_India_Insight12
      @Incredible_India_Insight12 Рік тому

      Right 🙏 Jay Jagannath

    • @shouryadeepkundu
      @shouryadeepkundu Рік тому

      People like you are so much brainwashed by these brahmins that If swati system, child marriage was not abolished in 1856 , you people would still practice it now in the name of jaganath sanskruti. Listen idiot keep your jaganath sanskruti to yourself because human rights matters the most then comes religion in a Democratic state and india is the largest democratic state in the world.

    • @devharpal5911
      @devharpal5911 Рік тому +4

      Indian Constitution is the best in the world
      Sabu samvidhan ku bhala se study kari ki sabu desha ra bhala bhala jinish ku adopt kara jaichhi Constitution re aau samastanku Saman adhikaar dia daichhi tora traditional knowledge re kana achhi Andha biswas, no scientific research, no argument, caste system etc.

    • @iamatheist.8924
      @iamatheist.8924 Рік тому

      Murkha uneducated brainless Andhabhakta thu besi kichhi expectations nahi

    • @Bandebharat985
      @Bandebharat985 Рік тому

      Rath jagannath birodhi

  • @benudharpradhan7915
    @benudharpradhan7915 Рік тому +9

    ସମ୍ବିଧାନ, ବିଜ୍ଞାନ ଓ ଧାର୍ମିକ ପରମ୍ପରା ସବୁ ଅଲଗା

  • @ramasika970
    @ramasika970 Рік тому

    Very good Kanak news emiti discussion anantu ...bhala laguchi

  • @prasantapanda1703
    @prasantapanda1703 Рік тому +16

    ସମ୍ବିଧାନ ତ କହିଛି ସବୁ ଧର୍ମକୁ ସଂମାନ ଦେବା ତୁ ଏ କଥା ଭୁଲି ଯାଉଛୁ ମାଗିହା ହେତୁବାଦୀ

    • @Humanity299
      @Humanity299 Рік тому

      ସେଇ କଥା ତ ଭୁଲ୍ ଲେଖା ଯାଇଛି। କାରଣ ଧର୍ମ/କର୍ତ୍ତବ୍ୟ ଓ ସମ୍ପ୍ରଦାୟ/religion ମଧ୍ୟରେ ପାର୍ଥକ୍ୟ ଅଛି। ସମ୍ପ୍ରଦାୟ/religion ଭୁଲ୍ ବି ହେଇ ପାରେ ଯେମିତି କି Islam/ମୁସଲମାନ୍ ସମ୍ପ୍ରଦାୟ ଯିଏ କି ଅନ୍ୟ ଲୋକଙ୍କୁ ମାରିବା ପାଇଁ କହୁଛି।

    • @prasantapanda1703
      @prasantapanda1703 Рік тому

      @@Humanity299 ତେବେ ଏ ହେତୁବାଦୀ କାହିଁକି ବାରମ୍ବାର ସମ୍ବିଧାନ କଥା କହୁଛି ତେବେ ସିଏ ଯୋଉ ସମ୍ବିଧାନ କଥା କହୁଛି ତାହା ବି ଭୁଲ ହେଇପାରେ, ଶେଷରେ ଗୋଟିଏ କଥା କହିବି ଜଣେ ଡାକ୍ତର ଅପେରସନ କରିବା ପୂର୍ବରୁ ଭଗବାନଙ୍କୁ ଡାକୁଛି, ଜଣେ ବୈଜ୍ଞାନିକ କିଛି ପରୀକ୍ଷଣ ପୂର୍ବରୁ ଭଗବାନ ଙ୍କୁ ଡାକୁଛି, ଅବଦୁଲ କଲମ ବି ଜଣେ ମହର୍ଷିଙ୍କୁ ଗୋଡ଼ ଧରି ନମସ୍କାର କରୁଥିବା ଭିଡ଼ିଓ ଦେଖିଥିବେ, ଏ ବୈଜ୍ଞାନିକ ମାନେ କଣ ଏତେ ମୂର୍ଖ କେବଳ ଏହି ମାଗିହା ହେତୁବାଦୀ ମାନେ ଶିକ୍ଷିତ

  • @dilseindian1077
    @dilseindian1077 Рік тому +31

    Each to his own... Every one has equal rights to live his life as he likes...

    • @MR.FUNNYCO903
      @MR.FUNNYCO903 Рік тому +5

      Han sabko apna apna life jine ka adhikar hai ...par kisi bejuban ko maarne ka adhikar apko koun deta hai ???

    • @Humanity299
      @Humanity299 Рік тому

      Hmm isliye ta Sambidhan choro nku chrori kariba pain kam dand karideichhi, Sambidhan kichhi kama ku nuhan.

    • @dilseindian1077
      @dilseindian1077 Рік тому +2

      @@MR.FUNNYCO903 Insaan aur janwar me fark ko Samvidhan manta hai...

    • @devharpal5911
      @devharpal5911 Рік тому

      @@Humanity299 Duniya k top scholars ne SAMBIDHAAN likhe hai tu anpad gawar yaha samvidhan ko Galat thehra raha hai
      Shame on you

    • @digimaza5238
      @digimaza5238 Рік тому +1

      Kya dusro ko kast deke tum apna like k hisab se jioge ??
      Wesa to ravan bhi karta tha, without any kindness

  • @dipakkumarjena45
    @dipakkumarjena45 Рік тому +4

    ହେତୁ ବାଦି ହେବା ପାଇଁ ସାହସ ଓ ତର୍କ ଦରକାର

  • @prakashnayak9146
    @prakashnayak9146 Рік тому +3

    Prof. Rath is great

  • @prakashghose7518
    @prakashghose7518 Рік тому +8

    No one can force not to eat or eat something in any day..

  • @anilkumarabehera6804
    @anilkumarabehera6804 Рік тому +9

    ହେତୁବାଦୀ ତୁ ଶଳା ତ ଝିଅ କୁ ତ ପୁଅ ସହିତ ବାହାଘର କରୁନୁ

  • @kishorekumarcreative
    @kishorekumarcreative Рік тому +5

    ଏହି ଯେଉଁ ହେତୁ ବାଦି ମଣିଷ ବସିଛନ୍ତି, ତାଙ୍କୁ ମୁଁ ପଚାରୁଛି ଆଗରୁ କେଉଁଠି ଥିଲେ ଆପଣତ ୨୦୨୨ ରେ ଜନ୍ମ ହୋଇ ନାହାଁନ୍ତି, ଆଗରୁ ବିରୁଦ୍ଧ କରୁ ନଥିଲେ,,, ଏ ୨୦୨୨ ରେ ମନେ ପଡିଲା ସଚେତନ କରାଇବା ପାଇଁ🙏🙏🙏

    • @debasisjena5535
      @debasisjena5535 Рік тому

      Vai paisa ta padiI nathila pocket re...se pain waiting re thile...

    • @chittcreativity
      @chittcreativity Рік тому

      Bhai.... Nijaku first se sansodhan karichanti, paribar ku sudharichanti... Tapare 2022 asichi bhai......

  • @suryasadhika4157
    @suryasadhika4157 Рік тому +2

    ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ।

  • @somanathnayak5250
    @somanathnayak5250 Рік тому +2

    ସୃଷ୍ଟିରେ ଯେତେ ଉପାଦାନ ଅଛି ଯଥା - ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର, ବାୟୁ, ଉଦ୍ଭିଦ.... ସେମାନଙ୍କର ଧର୍ମ ସେମାନେ ଠିକ୍ ଭାବରେ ପାଳନ କରୁଛନ୍ତି, କିନ୍ତୁ ମଣିଷ କେବଳ ନିଜ ମାନବ ଧର୍ମ ପାଳନ ନ କରି କେବଳ ସମ୍ବିଧାନ ର ଦ୍ୱାହି ଦେଇ ନିଜକୁ ସ୍ୱାହିଲା ଭଳି କର୍ମ କରୁ ଅଛି।

  • @santoshkumarmishra2620
    @santoshkumarmishra2620 Рік тому +2

    ଦୀପିକା ଭଉଣୀ .🙏🙏🙏

  • @nickreynold
    @nickreynold Рік тому +7

    ଅନ୍ଧବିଶ୍ୱାସ କେବଳ ଗୋଟିଏ ଧର୍ମରେ ଅଛି,ଅନ୍ୟ କୋଉଠି ନାହିଁ? କାରଣ ଶସ୍ତା ପଡିଛି ଏଠି,କହିଲେ ବେଶୀ କିଛି ହେବନି,ଅଲଗା ଜାଗାରେ ଜୀବନ ବିପଦ.ଏମାନଙ୍କୁ ସମର୍ଥନ ଦେବାରେ ଆମରି ନିଜର ଗୋଛିକଟା ଲୋକ ଅଛନ୍ତି,କଳା ପାହାଡ଼,ଧଳା ପାହାଡ଼ ସବୁ. ବିଦେଶୀ ଆସିକି ହରେ କୃଷ୍ଣ ହରେ ରାମ ଜପୁଛନ୍ତି,ଶୁଦ୍ଧ ନିରାମିଷାଶୀ ପାଲଟୁଛି,ଆମେ ଜିହ୍ୱା,କାମନା ଲାଳସାରେ ମାତିଛୁ.ମୋ ବୋଉଙ୍କ କଥା ମାନି ୨୩ ବର୍ଷ ହେଲା ନିରାମିଷାଶୀ,ତମ୍ବାଖୁ,ମଦ,ଗୁଟଖାକୁ ହାତ ମାରିନି ଆଜି ଯାଏଁ. ହଁ ଆଉ ଗୋଟେ ଦୁର୍ବାର ଆକର୍ଷଣର ମୋହମାୟା ଫାସରେ ପଡିନି ଆଜିଯାଏଁ କି ଛୁଇଁ ନାହିଁ ଥରେ. ହଁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ,କିନ୍ତୁ ମୁଁ ବି ମଣିଷ ଆଉ ବଂଚିଛି ଆଜିଯାଏଁ. ତେଣିକି ଯାହାର ବିବେକ ଯାହା କହୁଛି,ଆମ ବିବେକ କଥା ଆମେ ଶୁଣିଲୁ. ପ୍ରଥା ଏବଂ ପରମ୍ପରା ମଧ୍ୟରେ କଣ ଫରକ ଅଛି ସେଇଟା ପ୍ରଥମେ ଜାଣିବା ଦରକାର.କାଲିକି କହିବେ ଗୁରୁଜନଙ୍କୁ ସମ୍ମାନ ଦେବା କାହିଁକି,ସେମାନେ ବି ମଣିଷ,ଗୁରୁଜନଙ୍କୁ,ଗୁରୁଙ୍କୁ ସମ୍ମାନ ଦେବେ ପରମ୍ପରା,ପ୍ରଥା ନୁହେଁ,ଯେମିତି ଯୌତୁକ ପ୍ରଥା,ପରମ୍ପରା ନୁହେଁ. ପରମ୍ପରା ହେଉଛି ଯୋଉଟା ଆମ ବେଦ,ଶାସ୍ତ୍ର,ଉପନିଷେଦରେ ଲେଖା ଯାଇଛି ଯେମିତି ଗୁରୁକୁଳ,ଗୁରୁ-ଶିଷ୍ୟ ପରମ୍ପରା ଇତ୍ୟାଦି.

    • @iamatheist.8924
      @iamatheist.8924 Рік тому +1

      Try karithili...hele semane kahile nija Dharma ru andhabiswas pakhandvad jatibad etc ku band kala pare ama pakhaku asibu...nija ghara agey thik kar

  • @chandramadhabdash6908
    @chandramadhabdash6908 Рік тому +2

    ଯାହା ହଉ ବିଜ୍ଞାନ ସବୁବେଳେ ସନାତନ ଧର୍ମ ସହିତ ଦ୍ଵନ୍ଦ କରେ 🙂🙂🙂
    କିନ୍ତୁ ବିଶ୍ବାସ ଯେଉଁଠି ଭଗବାନ ସେଇଠି 🙏🏼

  • @nandakishorejena9831
    @nandakishorejena9831 Рік тому +2

    ସବୁଠାରୁ ମହାନ ଗ୍ରନ୍ଥ ସମ୍ବିଧାନ ତା ଠାରୁ ବଡ଼ କେହି ନାହିଁ
    ଜୟ ସମ୍ବିଧାନ ଜୟ ବିଜ୍ଞାନ

    • @Humanity299
      @Humanity299 Рік тому +1

      ହଁ ସବୁଠାରୁ ମହାନ୍ ଗ୍ରନ୍ଥ ସମ୍ବିଧାନ 🤣 କାରଣ ଯେଉଁ ସମ୍ବିଧାନ ଥାଇ ମଧ୍ୟ ନଥିଲା ସହିତ ସମାନ କାରଣ ଚୋର ଠକ ଲୋକ ତାଙ୍କ କାମ ଅତି ସହଜରେ କରି ପାରୁଛନ୍ତି। ସମ୍ବିଧାନ ନିଜେ ପ୍ରମାଣ ଦେଉଛି ଯେ ସେ କଣ କିନ୍ତୁ ଧନ୍ୟ ସେ ସମ୍ବିଧାନକୁ ମାନିବା ଲୋକ ଓ ଲେଖିଯାଇଥିବା ଲୋକ। ଲୋକେ କଷ୍ଟ କରି ଆଇଏଏସ, ଡାକ୍ତର ହେବେ, କିନ୍ତୁ ମନ୍ତ୍ରୀ ମାନେ ଦଶମ ଶ୍ରେଣୀରେ ଅସଫଳତା ହାସଲ କରି ସେମାନଙ୍କଠୁ ଉପରେ ରହିବେ।
      ଚୋର ଖଣ୍ଟଙ୍କ କାମ ଆହୁତି ସହଜରେ ହେଇ ଯାଉ
      ବୋଲ ଆନନ୍ଦେ ଏକବାର୍ ଜୟ ସମ୍ବିଧାନ🤣

    • @iamatheist.8924
      @iamatheist.8924 Рік тому +1

      @@Humanity299 Samvidhan pain etiki kahuchu re dhana...north korea ku jaunu...kim Jong un ra jhia Na aau se desha sra kehi dei paribeni boli recent rule heichi ..bujhilu

  • @maheswarparida8745
    @maheswarparida8745 Рік тому +6

    Jay jagannath swami nayana patha grami bhaba tume🙌 🙏🙏🙏🙏🙏

  • @nickreynold
    @nickreynold Рік тому +7

    ମୁର୍ଖମାନେ ଚିତ୍କାର କରି ନିଜର କଥା ପ୍ରମାଣ କରିବାକୁ ଚାହାନ୍ତି. ମୁଁ ଲାଇଭ ବିତର୍କର ଅଂଶ ଥିଲି.ଏ ବ୍ୟକ୍ତି ଜଣକ ନିଜ କଥା କହୁଥିଲା ବେଳେ ଅନ୍ୟ ମାନେ ଚୁପ ଥିଲେ, କିନ୍ତୁ ଯେତେବେଳେ ଅନ୍ୟ ମାନେ କହିଲେ,ଏ ବ୍ୟକ୍ତି ମଝିରେ ପଶି ଭାଡୁ ଭାଡୁ ହେଲା,ଅନ୍ୟକୁ ଅପମାନ ଦେଲା. ଭିଡ଼ିଓ ଦେଖାଇଲେ ଜାଣିପାରିବେ,ଅନ୍ୟ ଲୋକ ମାନେ ସମ୍ମାନ ଦେଇ କଥା ହେଉଥିବା ବେଳେ ଏ ତିରସ୍କାର କରି କଥା ହେଉଥିଲା. ଜଣେ କହିଲା- ମୁଁ ବିଦେଶରେ ପାଠ ପଡିଛି,ସେଠି ଚାକିରୀ କରିଛି.ପଇତା ପକେଇଛି. ଏ ବ୍ୟକ୍ତି ଜଣକ ସଂଗେ ସଂଗେ ଭାଡୁ ଭାଡୁ ହେଇ,ତାଙ୍କ କଥା ମଝିରେ ପଶିକି କହିଲେ- ଆପଣ ଯୋଉଠୁ ପଢନ୍ତୁ,ଚାକିରୀ କରନ୍ତୁ,ପଇତା ପକେଇକି ନିଜକୁ ବଡ ଭାବୁଛନ୍ତି, ଯେତେବେଳେ କି ବିତର୍କ ଚଳାଉଥିବା ବ୍ୟକ୍ତି ଜଣକ ପ୍ରଶ୍ନ ଅନ୍ୟ ବ୍ୟକ୍ତିକୁ କରିଥିଲେ,ଏ ବ୍ୟକ୍ତିଂକୁ ନୁହେଁ. ଆଉ ରହିଲା ଅନ୍ଧ ବିଶ୍ୱାସ କଥା, ତାହେଲେ କଣ ଅନ୍ଧ ବିଶ୍ୱାସ କେବଳ ହିନ୍ଦୁ ଧର୍ମରେ ଅଛି,ଅନ୍ୟ ଧର୍ମରେ ନାହିଁ, ସେଠି କାହିଁକି ଯାଇକି ବିରୋଧ କରୁନାହଁ?ଏଠି ଶସ୍ତା ପଡିଛି,ସେଠି ପାଟି ଫିଟିଲେ ମୁଣ୍ଡ ଗଡିବ. ଯଦି ମିଡ଼ିଆ ଵାଲା ଭୁଲ କଲେ ତମ ଭିଡିଓ କରିକି, ତାହେଲେ ତମେ ମନା କଲନି ତାଙ୍କୁ,ସେମାନେ ତ ଟିଆରପି ପାଇଁ ସବୁ କରିବେ. ତମକୁ ବି ନିଜର ପ୍ରଦର୍ଶନ କରିବାର ଥିଲା,ତେଣୁ ତମେ କରିଲା. ଏବେ ବିବାଦ ହେବାରୁ ମିଡ଼ିଆ ଦୋଷ ଦେଉଛ.

  • @kailashbarik8132
    @kailashbarik8132 Рік тому +4

    ପ୍ରତାପ ରଥ ଜଣେ ଅସାମାଜିକ ଓ ଅତି ନିଚ ପ୍ରକୃତିର। ପ୍ରତାପ ର ସତ ସାହସ ଅଛି ଯଦି ମୁସଲମାନ ପର୍ବରେ ସମ୍ବିଧାନ ସଂଶୋଧନ ଅଧିକାରରେ ଚିକେନ ଦେଇ ପାରିବେ। ମିଡ଼ିଆ ବାଲା କାହିଁକି ଅସାମାଜିକ ପ୍ରତାପ କୁ ଡାକୁଛି। ଏହା ସମାଜ ଉପରେ କୁ ପ୍ରଭାବ ପଡୁଛି।

  • @nksahoo4123
    @nksahoo4123 Рік тому +2

    Nice

  • @suryasadhika4157
    @suryasadhika4157 Рік тому +2

    ସମ୍ବିଧାନରେ ବିଜ୍ଞାନକୁ ମାନିବାକୁ ଲେଖାଯାଇଅଛି । ବିଜ୍ଞାନ ସବୁ ବିଷୟରେ ଜବରଦଖଲ କରି ଝଗଡା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ହୋଇନାହିଁ । ବିଜ୍ଞାନକୁ ଅତିରଞ୍ଜିତ କରି ସମାଜ ବିଶୃଙ୍ଖଳା ସୃଷ୍ଟି କରିବାକୁ ସମ୍ବିଧାନରେ ଲେଖା ନାହିଁ ।

  • @pintuvillagetour
    @pintuvillagetour 9 місяців тому

    ଟିଭି ଚ୍ୟାନେଲ କେବଳ ନିଜର ବ୍ୟବସାୟ ବଢାଇବା ପାଇଁ ପ୍ରତାପ ରଥ ଭଳି ମୂର୍ଖ ଅଜ୍ଞାନୀ ମାନଙ୍କୁ ଡ଼କାଉଛି 👍👍 ପଣ୍ଡିତ ମାନଙ୍କ ସହିତ ତର୍କ ବିତର୍କ ହେଲେ କିଛି ଶିକ୍ଷା ମିଳିବ କିନ୍ତୁ ଏ ପ୍ରତାପ ରଥ ଠାରୁ କ'ଣ ଶିଖିବ ????

  • @ZeeMusicLab
    @ZeeMusicLab Рік тому +16

    See conversion between swami Vivekanand amd Nikola Tesla. 😊
    Rath Sir is right👍👍👍. I love the philosophy of gautam Budhha and Vivekanand...thats scientifically
    Energy is ultimate truth and no one can refuse it........see the Multiverse, Higs boson particle and lots of.........
    You will shock and all energies are integrated to a form called god...
    Bhagwat Geeta thats it 😎😎😎

    • @puspalatabehera4077
      @puspalatabehera4077 10 місяців тому

      Ratha budha maha murkha

    • @loacot4988
      @loacot4988 10 місяців тому

      Don't compare Nikola Tesla with this illiterate old man.

  • @nrusinhatripathy6930
    @nrusinhatripathy6930 Рік тому +2

    ♥️🙏♥️🙏♥️🙏♥️🙏♥️ happy new year ♥️🙏♥️🙏

  • @suryasadhika4157
    @suryasadhika4157 Рік тому +12

    ବିଜ୍ଞାନ ଗ୍ରହଣଟାକୁ ତିଆରି କରିନାହିଁ ତେଣୁ ବିଜ୍ଞାନ ପାଇଁ ଗ୍ରହଣର ମାନ୍ୟତା କାଟି ଦିଆଯାଇ ପାରିବ ନାହିଁ ।

    • @iamatheist.8924
      @iamatheist.8924 Рік тому

      Ha ha ha...grahna ta kou bada jinisa ta ki ??? Emiti react karucha.

  • @chandrasekharsingh3243
    @chandrasekharsingh3243 Рік тому +5

    Ratha sir you are 👍 👌 👍 👌 👍 salute to you sir...

  • @samarendrarout4341
    @samarendrarout4341 10 місяців тому +1

    Jay Jagannath 🙏❤

  • @odiaallgk3504
    @odiaallgk3504 Рік тому +2

    Pratap sir 🙏🙏🙏🙏

  • @Debaprasadsamal-ge9es
    @Debaprasadsamal-ge9es 10 місяців тому

    4:26 exactly... we also have our choices.. who give you the rights to question us... jay jagannath🚩🚩

  • @dayanidhipadhi8949
    @dayanidhipadhi8949 Рік тому +1

    Jay Jagannath 🙏🌹

  • @ramaniranjanmahakud8189
    @ramaniranjanmahakud8189 3 місяці тому

    Jay jagannath 🙏

  • @bbinod87
    @bbinod87 Рік тому +2

    Rationalism is great...

  • @nickreynold
    @nickreynold Рік тому +5

    ଥାଉ ଥିଲେ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର. ଏ କଥା ଜ୍ଞାନୀ ଗୁଣୀ ବ୍ୟକ୍ତି କହିଛନ୍ତି. କିନ୍ତୁ ଆଜିକାଲି ସ୍ୱାର୍ଥ,ଲାଳସା ପଛରେ ଅନ୍ଧ ହେଇକି ଲୋକ ଗୋଡ଼ାଉଛନ୍ତି ଯାହାର ପରିଣାମ କରୁଣ ଅନ୍ତରେ ଘଟୁଛି.ଆଜିକାଲି ଶିକ୍ଷା ବ୍ୟବସ୍ଥାର ଦୋଷ-ସମସ୍ତେ ଶିକ୍ଷିତ କିନ୍ତୁ ଜ୍ଞାନୀ ନୁହନ୍ତି. ଆଧୁନିକତା ସ୍ରୋତରେ ଭାସି ଯାଇ ନିଜକୁ ଆଧୁନିକ ଦେଖେଇହେବା ଏବଂ ସ୍ଵପ୍ନ କୁହୁଡ଼ିରେ ପହଁରୁଥିବା ଅଧିକାଂଶ ଯୁବ ସମାଜ ଏବଂ ଅନ୍ୟ ବ୍ୟକ୍ତିବିଶେଷ ଶେଷକୁ ବୁଡିଯାଉଛନ୍ତି. ବହୁତ ଘଟଣା ଘଟୁଛି କିନ୍ତୁ ଲୋକ ଚେତୁନାହାନ୍ତି. ମୋ ସଂଗେ କଣ ଏମିତି ହେବ ଏଇ ହେୟଜ୍ଞାନ ଯୋଗୁ ସବୁ ଭାସିଯାଉଛି. ଆମ ପୂର୍ବପୁରୁଷ ମାନେ କିଛି ନୀତିନିୟମ ଖାଲି ସେମିତି କରିନଥିଲେ. ତାହା ସମାଜକୁ ବାନ୍ଧିରଖିବାରେ ସହାୟକ ହେଉଥିଲା. ପାଶ୍ଚାତ୍ୟ ସଂସ୍କୃତିର ଲୋକମାନେ ଏବେ ଆମଠୁ ଶିଖୁଛନ୍ତି,ହରେ କୃଷ୍ଣ ଜପୁଛନ୍ତି. ଆମେ କଣ ତାଙ୍କଠୁ ଅଧିକ ଆଧୁନିକତା ଦେଖିଛୁ? ସେମାନେ ବୁଝିଗଲେଣି-ସ୍ୱାର୍ଥ ଲାଳସା କେବଳ ଦୁଃଖ ହିଁ ଦିଏ.

  • @reenabehera7789
    @reenabehera7789 Рік тому +6

    Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @prasantapanda1703
    @prasantapanda1703 Рік тому +7

    ମାତ୍ର ଥରୁଟିଏ ଏକୁଟିଆ ମୋ ସାମ୍ନାକୁ ଆସିପାରୁବି କିରେ ମାଗିହା ହେତୁବାଦୀ, ମାଗିହା ହେତୁବାଦୀ ତୁ ବିରିୟାନୀ ଖାଇବା ମୁଁ ଦେଖିଚି, ତୋ ଝିଅ ବିଆରେ ଗିହା ହବ

  • @BabaAndBaby11
    @BabaAndBaby11 Рік тому +1

    This astrologer is my uncle’s best friend. His maternal grandfather house is in Tumuraput Sasan , Banapur. He is very good in nature

  • @lokanathdas22
    @lokanathdas22 Рік тому +1

    ଅତି ଖରାପ ଲାଗୁଛି । ତୁମମାନଙ୍କୁ ଆଉ କିଛି ମିଳୁନାହିଁ ଯେ, ସେଇ କଥାକୁ ବାରମ୍ବାର ଚଲେଇଚ ।

  • @bhabanishankartripathy2753
    @bhabanishankartripathy2753 Місяць тому

    ପ୍ରଫେସର ଜଣେ ଏମିତି ବାର୍ତା ସଂସାର କୁ ଦେଇ ଏକ ନିନ୍ଦନୀୟ ପରିଚୟ ଦେଇଛନ୍ତି

  • @ODJITU108
    @ODJITU108 Рік тому +1

    ଅଣ ଭେଜିଟେରିଆନ୍ ଖାଦ୍ୟ ହେତୁ ଜଳ ସଙ୍କଟ

  • @sahoovlogs727
    @sahoovlogs727 Рік тому +5

    ଆରେ ମାଘିଆ ରଥ ସେଠି ଖାଲି ବାଢ଼ଇଲେ ତୁ ଖାଲି ପୁରୀ ଆସିବୁ ତୋ ପିଠିରେ କୁଅ ଖୋଳା ହବ ରହ ପେଲେଇପୁଅ

  • @masterbijaykumarjena4649
    @masterbijaykumarjena4649 Рік тому

    Very very good news

  • @hellopatelfamilysamasingha6460
    @hellopatelfamilysamasingha6460 10 місяців тому

    Jai jagannath

  • @rajeshmallick7570
    @rajeshmallick7570 10 місяців тому +1

    Jay jaganatha

  • @subashlakra1908
    @subashlakra1908 10 місяців тому

    Praise the lord

  • @splendidswarna
    @splendidswarna Рік тому +2

    ଆଜ୍ଞା... ଆପଣ ଯାହାକୁ ମାଷ୍ଟ୍ର କହୁଛନ୍ତି.... ଆମ ଶିକ୍ଷା ଆଉ ସଂସ୍କାର ତାକୁ ଶିକ୍ଷକ କୁହେ 🙏🏻

    • @iamatheist.8924
      @iamatheist.8924 Рік тому

      Ta asubidha kouthi rahila...master kahile kichhi problem achhi ki madam ?

  • @binodiniharipal5944
    @binodiniharipal5944 Рік тому

    Jay Jagannath 🙏

  • @abhidas6032
    @abhidas6032 Рік тому +2

    ରଥ ଜଣେ ଅଧା ପାଗଳ,,,,ହେତୁ

    • @Rajeshsingh-jc8or
      @Rajeshsingh-jc8or Рік тому

      Se pagal heithile professor na thanta tu bi tike patha padha

  • @bireswarbishi7980
    @bireswarbishi7980 Рік тому +14

    ନିଜ ମାଁ ସହ ମଧ୍ୟ ଶାରୀରିକ ସମ୍ପର୍କ ରଖନ୍ତୁ ଦେଖିବା ଆପଣମାନଙ୍କୁ ସେହି ମାଂସାସି ପ୍ରାଣୀଙ୍କୁ ଯଦି ପ୍ରକୃତି ସହିତ ଖେଳୁଆଡ କରିବା ଭଳ ନୁହେଁ। ମଣିଷ ମାତ୍ରେ ସମୟାନୁକ୍ରମେ ଚଳିବାକୁ ପଡ଼େ ତେଣୁ ସମାଜ ଯେପରି ଖରାପ୍ ଦିଗକୁ ଗତିକରି ଖରାପ୍ ପ୍ରଭାବ ନପକାଉ ସେଥିପାଇଁ ଆମ୍ଭମାନଙ୍କୁ ଭଳ ଚରିତ୍ର ଗଠନ ନେଇ ଚଳିବାକୁ ପଡିବ।

    • @iamatheist.8924
      @iamatheist.8924 Рік тому

      Knowledge in science reality universe evolution etc is necessary than Andhbiswas.

  • @biwajitviswajeet
    @biwajitviswajeet 11 місяців тому

    ❤ ରଥ ଶର୍ମା

  • @liju1332
    @liju1332 Рік тому +4

    Personal choice......

  • @AmarendraPanda-tr4jn
    @AmarendraPanda-tr4jn 10 місяців тому

    Jay Jagannath🙏🙏🙏

  • @spsoumyakantapriyadarshi3313
    @spsoumyakantapriyadarshi3313 9 місяців тому

    ❤❤

  • @muodia6598
    @muodia6598 Рік тому +5

    ତମ ବୈଜ୍ଞାନିକ ପ୍ରମାଣ କରୁ ରାମ କେବେ ଜନ୍ମ

  • @abhimanyudash8360
    @abhimanyudash8360 Рік тому +4

    Pratap Sir you are absolutely right.. hai manabta

  • @raghunathdas5454
    @raghunathdas5454 10 місяців тому

    Jay Jagannath 🙏🙏🙏👍👍🚩🚩🚩🚩🚩🚩🚩 Jay

  • @ramasika970
    @ramasika970 Рік тому +20

    Rationalism 🙏👏

    • @Humanity299
      @Humanity299 Рік тому +2

      ତାହେଲେ ଭଗବାନ ନାହାଁନ୍ତି କି?

    • @Richardson894
      @Richardson894 Рік тому

      @@Humanity299 ହଁ ଭାଇ ଭଗବାନ ବୋଲି ସେମିତି କେହି ନାହାନ୍ତି

    • @iamatheist.8924
      @iamatheist.8924 Рік тому

      @@Humanity299 no

    • @satyasanatani-oj5vl
      @satyasanatani-oj5vl 10 місяців тому

      @@Richardson894 sethipani tame sale chiken khaucha

    • @satyasanatani-oj5vl
      @satyasanatani-oj5vl 10 місяців тому

      @@iamatheist.8924 acha tu bada mg

  • @mukundasahoo1319
    @mukundasahoo1319 Рік тому +1

    ସଂସାର ର ଦୁଇ ଟି ବାଦ୍। ଗୋଟିଏ ହେଲା ଈଶ୍ୱର ବାଦ୍ ଓ ଦ୍ୱିତୀୟ ହେଲା ନସ୍ୱର୍ ବାଦ୍। ଆଉ ବାଣ୍ଡ୍ ଛୋଡ଼ି ଭାଇ ହେତୁ ବାଦି କଣ୍??? ସେ ମା ଗିହଁଣା ରଥ,, ତା ଝିଅ ଓ ବୋହୂ ବିଆ ରେ କଣ୍ ଠିପି ଖୋଲା ଅଛି ଯେ,,,, ନିର୍ବିକାର ଭାବେ ବାଆଣ୍ଡ ପୁରେଇ ହଲା କଚା, ଗିହଁ କାଚା କରିବେ।।।

  • @villagersodisha6292
    @villagersodisha6292 11 місяців тому

    Jay Jagannath

  • @Harekrishna....947
    @Harekrishna....947 Рік тому

    Jay jaganath

  • @prakashmishra7750
    @prakashmishra7750 Рік тому

    It shouldn't be debated .

  • @ramakrushnajena2970
    @ramakrushnajena2970 Рік тому +1

    ବାଳ ଏଇଟାକୁ କେହି ଜାଣିନଥିଲେ ହେତୁବାଦି କୁ ବାରମ୍ବାର ଏଇଟାକୁ news କୁ ଡାକି ଡ଼ାକି ବାଳ କଥା ସବୁ ଆଲୋଚନା କରୁଛ

  • @ommprakashbal3376
    @ommprakashbal3376 Рік тому +4

    Ratha bhuda muharaa ladies mananka ghua bolidea

  • @CREATIVEWRITING123
    @CREATIVEWRITING123 Рік тому +1

    ହୁଁ ଟା ମନୋରଂଜନ ମିଶ୍ରଙ୍କ ସ୍ୱର ଭଲି ଜଣାପଡୁଛି

  • @mahaprasadojha955
    @mahaprasadojha955 Рік тому +7

    ଆପଣା ହସ୍ତେ ଜିହ୍ଵା ଛେଦି କେଏବା ଅଛି ପ୍ରତିବାଦି।ଯିଏ ଯେମିତି କରିବ ସିଏ ସେମିତି ପାଇବ।

  • @harekrishnasgdbhakti6420
    @harekrishnasgdbhakti6420 Рік тому +6

    ଥରେ ମୋତେ ଡାକନ୍ତୁ ସବୁ ସମାଧାନ କରି ଦେବେ

  • @subratkumar2185
    @subratkumar2185 8 місяців тому

    Love you ❤RATH SIR.

  • @gameforu8714
    @gameforu8714 Рік тому +2

    Surjya ratha Sharma bhali honest person...eei bhali faltu channel ku asibara nathila.....

  • @ODJITU108
    @ODJITU108 Рік тому +4

    1 kilo chiken moton beep re 17000 hajar litre Pani kacha hauchi hetu badi sir mo kaon sayantra Rashtra Sanstha akada kahuchi

  • @jayaprakashswain7953
    @jayaprakashswain7953 Рік тому +4

    It's only for TV TRP.

  • @imhuman3869
    @imhuman3869 Рік тому

    କେବଳ ପାଟିର ଲାଳସା ପାଇଁ, ଯେ କୌଣସି ଜୀବକୁ କଷ୍ଟ ଦେଇ, ହତ୍ୟା କରି, ତାର ମାଂସ କୁ ଭୋଜନ ରୁପେ ଗ୍ରହଣ କରିବା, କେବେ ବି ମାନବୀୟ ଧର୍ମ ନୁହେଁ। ଏହା ଆସୁରିକ କାର୍ଯ୍ୟ।
    ଆପଣ ନିଜେ ଜାଣନ୍ତୁ, ଆପଣ କ'ଣ ଅସୁର ନା ମଣିଷ ?

  • @nirakarmaharana1690
    @nirakarmaharana1690 Рік тому +7

    ସମ୍ବିଧାନ ରେ ପଶୁ ମାନଙ୍କୁ ମାରିବାକୁ କୌଣସି ଅଧିକାର ଦେଇଛି କି ଆପଣଙ୍କୁ

    • @pk-xt8km
      @pk-xt8km Рік тому +1

      Kete Jana parmparbadi niramisha kahibr ki..

    • @shrinibassutar7763
      @shrinibassutar7763 Рік тому

      ପରମ୍ପରା ପଶୁ ମାନଙ୍କୁ ମାରିବା କୁ ସମର୍ଥନ କରେ କି ? ନିରାକାର ମହାରଣା ।

  • @babulubag4278
    @babulubag4278 11 місяців тому

    କିଏ କହିଲା ମଣିଷ ମାଂସାସୀ ପ୍ରାଣୀ ନୁହେଁ,ଜଙ୍ଗଲ ର ବାଘ ସିଂହ ଯେତେ ମାଂସ ଖାଇବାକୁ ପାଉନାହିଁ,ମଣିଷ ତା ଠାରୁ ଅଧିକ ମାଂସ କଉଛି,ଯେଉଁ ମଣିଷ ମାଂସ ଖାଉଛି,ସେ ମଣିଷ ନୁହେଁ କି,ଏହାର ଉତ୍ତର ଦିଅ,ବାହାରେ ଦେଖେଇ ହେଉଛ,ଆଉ ଘରେ ମାଂସ ନହେଲେ ଭାତ ଖାଉନ,

  • @archujit4652
    @archujit4652 10 місяців тому +1

    I love ratha sir

  • @laxmanlakshya7244
    @laxmanlakshya7244 11 місяців тому

    Pratap rath sir great thinker just people need to understand him

  • @sangeetlifestyle3275
    @sangeetlifestyle3275 Рік тому +14

    ୧. ହଁ ଇଏ ମୋ ଦେଶ। ଯେଉଁଠି କ୍ଲିନିକ୍ ରେ ଥିବା ଠାକୁରଙ୍କ ମନ୍ଦିରରେ ପୂଜା କରି ଡାକ୍ତର ରୋଗୀ ଅପରେସନ କରିବାକୁ ଯାଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୨. ହଁ ଇଏ ମୋ ଦେଶ। ଯେଉଁଠି ଧର୍ମ ସଂସ୍ଥା ମାନଙ୍କର ପଇସାରେ ଡାକ୍ତରଖାନା ତିଆରି ହୁଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୩. ହଁ ଇଏ ମୋ ଦେଶ। ଯେଉଁଠି ସ୍ତ୍ରୀ ଲକ୍ଷ୍ମୀ ଠାକୁରାଣୀଙ୍କ ପୂଜା କରି ଗ୍ଯାସରେ ରୋଷେଇ ବସାଏ ଆଉ ପ୍ରଥମ ଖାଦ୍ଯ ଭଗବାନଙ୍କୁ ଅର୍ପଣ କରିଦିଏ।।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୪. ହଁ ଇଏ ମୋ ଦେଶ। ଯେଉଁଠି ବଡ ବଡ ଶିଳ୍ପାନୁଷ୍ଠାନ ଦିନଟିଏ କାମ ବନ୍ଦ ରଖି ବିଶ୍ବକର୍ମାଙ୍କ ପୂଜା କରନ୍ତି। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୫. ହଁ ଇଏ ମୋ ଦେଶ। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ବଡ ବଡ ଇମାରତ ତିଆରି ହେବା ଆଗରୁ ବାସ୍ତୁ ପୂଜା ହୁଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୬. ହଁ ଇଏ ମୋ ଦେଶ । ଯେଉଁଠି ଉଚ୍ଚ କ୍ଷମତା ସମ୍ପନ୍ନ ଅତ୍ଯାଧୁନିକ ସୁରକ୍ଷା ଥିବା ବଡ ବଡ ଗାଡି ଗଡିବା ଆଗରୁ ଲେମ୍ବୁ ଉପରେ ମନ୍ତ୍ର ପଢି ଚଢାଇ ଦିଆଯାଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୭. ହଁ ଇଏ ମୋ ଦେଶ । ଯେଉଁଠି ମାଇକ୍ ରେ ମନ୍ତ୍ର ପଢି ଇଶ୍ବରଙ୍କୁ ଆବାହନ କରାଯାଏ ଆଉ କାନ୍ଧ ଦେଇ ବିସର୍ଜନ କରାଯାଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୮. ହଁ ଇଏ ମୋ ଦେଶ । ଯେଉଁଠି ବିଜ୍ଞାନର ଟିଭିରେ ଇଶ୍ବରଙ୍କ ଆଳତୀ ଦେଖି ଭାରତୀୟଙ୍କ ଦିନଚର୍ଯ୍ୟା ଆରମ୍ଭ ହୁଏ।ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୯. ହଁ ଇଏ ମୋ ଦେଶ। ଯେଉଁଠି ବୈଜ୍ଞାନିକ ପଦ୍ଧତିରେ ତାଲିମ ନେଇଥିବା ଖେଳାଳୀ ଜଣଙ୍କ ଖେଳରେ ସଫଳତା ପାଇବାକୁ ସୂର୍ଯ୍ଯ ଙ୍କୁ ଅନାଇ ପଡିଆକୁ ପଶେ ଆଉ ଜିତି ସାରିଲା ପରେ ଆକାଶକୁ ଅନାଇ ପରମାତ୍ମାଙ୍କୁ ଧନ୍ଯବାଦ ଦିଏ। ସେଠି କେହି ପଚାରେନି ଧର୍ମ ବଡ ନା ବିଜ୍ଞାନ ବଡ। ଗର୍ବରେ କୁହ ମେରା ଭାରତ ମହାନ।
    ୧୦. ହଁ ଇଏ ମୋ ଦେଶ । ଯେଉଁଠି ବୈଜ୍ଞାନିକଟିଏ ଧର୍ମର ଆଶ୍ରୟ ଲୋଡି ସୂଦୂର ବିଦେଶରୁ ଚାଲି ଆସି ଋଷିକେଶ, ହରିଦ୍ବାର ଆଉ ବାରଣାସୀରେ ଗଙ୍ଗାରେ ବୁଡ ପକାଇ ଗର୍ବରେ କହେ ହଁ ଭାରତୀୟ ସଭ୍ଯତା ହିଁ ଧର୍ମ, ବିଜ୍ଞାନ ଆଉ ସଭ୍ଯତାର ଏନ୍ତୁଡିଶାଳ। ଏଠି ଧର୍ମ ରେ ହିଁ ବିଜ୍ଞାନ ଅଛି ଆଉ ବିଜ୍ଞାନ ଧର୍ମକୁ ସମ୍ମାନ ଦେଇ ଶିଖିଛି। ଗର୍ବରେ କୁହ ମେରା ଭାରତ ମହାନ।

    • @shiningodisha5679
      @shiningodisha5679 Рік тому +1

      Na kale kn heba ??Dubai re esabu chaluchi ki

    • @sangeetlifestyle3275
      @sangeetlifestyle3275 Рік тому +1

      @@shiningodisha5679 apana dubai re jana heichhanti ki

    • @sangeetlifestyle3275
      @sangeetlifestyle3275 Рік тому +1

      @@shiningodisha5679 apananka ra aji accident heijauchi taw apana nka ghara loka age bhagwaan nka pakahku jauchhanti au sekatha chhado au se doctor bi age thakura nku juhar heiki operation start karuchhanti...

    • @shiningodisha5679
      @shiningodisha5679 Рік тому

      @@sangeetlifestyle3275 dharma manusya pain jemitiki limit re darkar..samasta jinisa re dharma ba andhbiswas parampara naa re chaliparibani... spirituality rahiba katha but sabuthire dharma eita thk nuhe

    • @shiningodisha5679
      @shiningodisha5679 Рік тому

      @@sangeetlifestyle3275 ethi semiti chali asuchi purba kalaru...

  • @rajeshbag4453
    @rajeshbag4453 Рік тому

    ଶ୍ରୀ ଯୁକ୍ତ ରଥଙ୍କ ଭଲ ବିସ୍ଲେସଣ

  • @anantamurmu453
    @anantamurmu453 10 місяців тому

    Pratap Rath sir is always grt