BJP's Khordha MLA Candidate Prashant Jagdev storms into Polling Booth and vandalizes EVM Machine

Поділитися
Вставка
  • Опубліковано 24 тра 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.com/store/apps/de...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 392

  • @durgeshpatra4498
    @durgeshpatra4498 22 дні тому +38

    ଅପରାଜିତା ହାରିଲେ ପ୍ରଧାନମନ୍ତ୍ରୀ ଙ୍କୁ କଣ ମୁଁ ହଁ ଦେଖେଇବେ ସେହି ଲାଜ ରେ ଏମିତି କରୁଛି ଆଉ ଯେତିକି ବିଜେପି ଦିଲ୍ଲୀ ରୁ ଆସିଥିଲେ ମାର ଦେଙ୍ଗେ କାଟ ଦେଙ୍ଗେ ଅବିକା କୋଉଠି ମୁଁ ହଁ ଲୁଚେଇ ଛନ୍ତି

  • @subashkahalsingh1787
    @subashkahalsingh1787 22 дні тому +32

    ଦଳରୁ ତୁରନ୍ତ ବହିଷ୍କାର କରାଯାଉ

    • @poornimakumari4584
      @poornimakumari4584 16 днів тому

      ସେ ଦଳ ପାଇଁ ସେମିତି ଲୋକ ଦରକାର

  • @sushilkumarnanda4825
    @sushilkumarnanda4825 22 дні тому +18

    ଅତି ନିନ୍ଦନୀୟ ଘଟଣା।

  • @mitalipattnaik9807
    @mitalipattnaik9807 22 дні тому +29

    ହାରିବେ ଜାଣି ପାରିଲେ ଏଇଭଳି ହୁଏ ।

  • @KumudiniPadhy
    @KumudiniPadhy 22 дні тому +1

    ନିର୍ବାଚନର ଗୃହମାନ୍ତ୍ରୀ ଆଉ ସୁରକ୍ଷାକର୍ମୀ ଏହି ଅପରାଧରେ ପ୍ରଶାନ୍ତଙ୍କୁ ନିଖାରା କରନ୍ତୁ।

  • @aloksatpathy1680
    @aloksatpathy1680 22 дні тому +12

    Argus / Otv kuade gale ?.

    • @Pratikshya_Das
      @Pratikshya_Das 22 дні тому +4

      Se para bjp tv

    • @babulubariha2098
      @babulubariha2098 22 дні тому +3

      ଘରେ ଶୋଇ ପଡ଼ିଛନ୍ତି ।

    • @rajsekhar541
      @rajsekhar541 22 дні тому

      Ta wife biya ku tk chusi de

    • @poornimakumari4584
      @poornimakumari4584 16 днів тому

      ସେମାନେ ସତ ଦେଖେଇ ପାରନ୍ତି ନାହିଁ , ଓଡ଼ିଶା ଯଦି ବଦନାମ ତେବେ Argus OTV ଦ୍ଵାରା ହିଁ , ମିଛ ଖବର ଦେଖେଇ

  • @reetap4008
    @reetap4008 22 дні тому +39

    ଅପରାଜିତା କୁ ମଧ୍ୟ ଅର୍ରେଷ୍ଟ କରାଯାଉ 😡😠

    • @Subham-uy5cj
      @Subham-uy5cj 22 дні тому +2

      ବବିଦାସକୁଗିରଫକରାଜାଉ

    • @Manojmishra154
      @Manojmishra154 22 дні тому +3

      ​@@Subham-uy5cj kahi ke be

  • @mattamanikesshwarrao717
    @mattamanikesshwarrao717 22 дні тому +11

    Emane jadi jitibe, bhabontu au kan karibe

  • @Bbscreation168
    @Bbscreation168 22 дні тому +2

    Fast CC TV ଚେକ୍ କରାଯାଉ ।ତାପରେ ଯିଏ ଦୋଷି ତାକୁ ଦଣ୍ଡ ଦିଆଯାଉ।

  • @jaydevojha5196
    @jaydevojha5196 22 дні тому +1

    ଓଡ଼ିଶାରେ ଜଣେ ଦୁଇ ଜଣଙ୍କୁ ଛାଡ଼ିଲେ ଆଉ ଭଲ ନେତା ନାହାନ୍ତି - ବଡ଼ ଦୁଃଖର ବିଷୟ ।

  • @pranabkumarsarangi2934
    @pranabkumarsarangi2934 22 дні тому +20

    ଖୋର୍ଦ୍ଧା ରେ ନିଶ୍ଚିତ ଗଣେଶ ଭାଇ ଆସିବ।

  • @biswajitray37
    @biswajitray37 22 дні тому +9

    Hariba jani emiti....karidele kichi vulu nanhi.

  • @antaryamimishra449
    @antaryamimishra449 22 дні тому +4

    ମୁଁ ନିନ୍ଦା କରୁଛି ଏ ଘଟଣା କୁ ଭୋଟ ଦିଅନ୍ତୁ ସୁନ୍ଦର ରାଷ୍ଟ୍ର ଗଠନ କରନ୍ତୁ

  • @soumyadarsanmishra3883
    @soumyadarsanmishra3883 22 дні тому +5

    2 janku arrest karajau, Aparjita mam help karithibaru arrest katajau

  • @KumudiniPadhy
    @KumudiniPadhy 22 дні тому

    ଅନୁଚିତ ଆକ୍ରମଣ ଓ ଭୟଭୀତ କାର୍ଯ୍ୟ ସହ ମଧ୍ୟ ପ୍ରଶାନ୍ତ ଜାଗଦେବ ନିର୍ବାଚନ ହରିବା ଚେଷ୍ଟା କରୁଛନ୍ତି।

  • @satyanarayanjena9682
    @satyanarayanjena9682 22 дні тому +4

    Shame shame and shame. Save democracy from the clutches of these criminals. There should not be any violence in democracy. Mere words will not be sufficient to condemn such an act of violence.

  • @ManoranjanBhukta-do4gq
    @ManoranjanBhukta-do4gq 22 дні тому +35

    ଚିଙ୍ଗୁଡି ମାଫିଆ କୁ ଦଳ ରେ ସାମିଲ କରି BJP ବହୁତ ଭୁଲ କଲା ।

    • @poornimakumari4584
      @poornimakumari4584 16 днів тому +1

      ଆପଣ ଜାଣି ନାହାନ୍ତି , ବିଜେପି କୁ ଏମିତି ଲୋକ ହିଁ ଦରକାର ଯିଏ ଜଘନ୍ୟ କାଣ୍ଡ କରିପାରିବ

  • @anasuyapanda4762
    @anasuyapanda4762 22 дні тому

    ଯାହା ସବୁ କରିଛନ୍ତି। ଏସବୁ ସଂପୂର୍ଣ୍ଣ ଭବ ରେ ଭୁଲ। ଓ ଆ ସବୁ ଆ ରାଜକତା। ଏହା ଅତ୍ୟନ୍ତ ନିଦାନୀୟ ଘଟଣା ।

  • @Ananyaavlogs
    @Ananyaavlogs 22 дні тому +4

    Jadi bjd prathi heithante sange sange action heithanta bjp boli election commission chup

  • @anasuyapanda4762
    @anasuyapanda4762 22 дні тому

    ନବୀନ ବାବୁ ଆମ ଓଡ଼ିଆ ମାନଙ୍କର ସୁଖ ଦୁଃଖ ର ସାଥୀ । ଆମ ଓଡ଼ିଶା ଆମ ନବୀନ । ନବୀନ ବାବୁ ଜିନ୍ଦାବାଦ। ଶଙ୍ଖ ଚିହ୍ନ ଜିନ୍ଦାବାଦ।

  • @Sonia_Sonny_6666
    @Sonia_Sonny_6666 22 дні тому +2

    ଓଡ଼ିଶାର ବିକାଶ ରଥକୁ ପୁଣି ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପୁଣି ଥରେ ଜିତେଇବେ ଓଡିଶା ବାସୀ l

  • @gatikrushnasarangi8062
    @gatikrushnasarangi8062 22 дні тому +32

    Ati garba re phala bjd jituchi jitiba

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    No one else ever thought of children like our honourable Naveen pattanaik sir.

  • @saradamohanty6641
    @saradamohanty6641 22 дні тому +22

    Bandha taku

  • @user-uu1kj7ut1k
    @user-uu1kj7ut1k 22 дні тому +24

    Only nabin sir tume,jaha,kar, orrisa Loka,mane,Jani,chanti

    • @sethyoutube305
      @sethyoutube305 22 дні тому +2

      ପାଣ୍ଡୁ କରିବେ କଣ ତାହା ହେଲେ

    • @tapankumar3444
      @tapankumar3444 22 дні тому +2

      Sabu chodipakeiba

  • @rakeshkumarsahoo9167
    @rakeshkumarsahoo9167 22 дні тому

    ସର୍ବ ପ୍ରଥମେ ସିସିଟିଭି କ୍ୟାମେରା ରେ ରେକଡ଼ ହୋଇଥିବା ଦୁଶ୍ୟ ଦେଖାନ୍ତୁ. ଆମେ ଜାଣିଚୁ ପ୍ରଶାନ୍ତ ଜଗଦେବ କେମିତି ଲୋକ.

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    His contribution in woman empowerment is always incomparable.

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Honourable chief minister provided all types of facilities like drinking water, educational institutions, health care etc.

  • @Sonia_Sonny_6666
    @Sonia_Sonny_6666 22 дні тому

    ରାଜ୍ୟରେ ଲୋକସଭା ଓ ବିଧାନଶୋଭା ନିର୍ବାଚନ ରେ ବିଜେଡି ସବୁବେଳେ ବିଜୟ ହାସଲ କରି ଆସିଛି ଏବଂ ଆଗକୁ କରି ଆସୁଥିବ.

  • @bijanrout1153
    @bijanrout1153 18 днів тому +1

    ଲୋକସଭା ଓ ବିଧାନ ସଭା କମ୍ପାର୍ଟମେଣ୍ଟ ଦୁଇଟି ଯାକ ଓ୍ଵେବ କ୍ୟାମେରା ସାମ୍ନାରେ ରହିବା କଥା।କ୍ୟାମେରା ସାମନାରେ ଲୋକସଭା କମ୍ପାର୍ଟମେଣ୍ଟ ଅଛି।ବିଧାନସଭା କମ୍ପାର୍ଟମେଣ୍ଟ୍ ନାହିଁ।ଏଥିପାଇଁ ପ୍ରବେଶ ଦ୍ଵାର ହୋଇଥାନ୍ତା ପ୍ରସ୍ଥାନ ଦ୍ଵାର ଓ ପ୍ରସ୍ଥାନ ଦ୍ଵାର ହୋଇଥାନ୍ତା ପ୍ରବେଶ ଦ୍ଵାର।।ଏହା ପ୍ରିଜାଇଡିଙ୍ଗ୍ ଅଧିକାରୀଙ୍କର ଦାୟୀତ୍ଵ।ସେ ଭୁଲ୍ କରିନାହାନ୍ତି କି ନିୟମ ଅନୁସାରେ ତଦନ୍ତ କରାଯାଉ।

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Honourable chief minister is always working as a selfless person in odisha.

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Naveen Babu always engaged himself in the service of people, development of people .

  • @pareshghadaighadai4421
    @pareshghadaighadai4421 22 дні тому +3

    Jay jagannath 🙏Anku Areste Karanthu Ankar Garv Besi Helani Hariba Bhayre Karichanthi 😢😢😢😢😢

  • @KumudiniPadhy
    @KumudiniPadhy 22 дні тому

    ତାଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କ ରାଜନୀତିରେ ଗ୍ରହଣୀଯୋଗ୍ୟତା ଅତି ନିମ୍ନ ହେବ।

  • @sukadebkhatua7397
    @sukadebkhatua7397 22 дні тому +1

    Kaling tv tike satya khoja.....

  • @Sonia_Sonny_6666
    @Sonia_Sonny_6666 22 дні тому

    ଓଡ଼ିଶାରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଏବଂ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଏକମାତ୍ର ସରକାର ବିଜେଡି ସରକାର ।ଓଡିଶା ମାଟିରେ ବିକାଶର ବିନ୍ଧାଣୀ ସାଜି ଗୋଟେ ପରେ ଗୋଟେ ବିକାଶମୁଖୀ କାମ କରିଚାଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @anasuyapanda4762
    @anasuyapanda4762 22 дні тому

    ଭୋଟ ହବ ଆଗରୁ ଏମିତି ଆଉ ଭୋଟ ପରେ ଏମାନେ କଣ କରିବେ ଜଣା ପଡୁଛି। ଲୋକ ଙ୍କୁ ସୁରକ୍ଷା ଦେବେ କି ଲୋକ ଙ୍କର ଅନିଷ୍ଟ କରିବେ ।

  • @partha_vlog_express8598
    @partha_vlog_express8598 22 дні тому +6

    Otv re eai.news dekhau nahi kana lagi

    • @sudiptakumar4847
      @sudiptakumar4847 22 дні тому

      Coz , OTV is pro- BJP😂😂 Promoter of OTV is Bijayanta panda

  • @Sonia_Sonny_6666
    @Sonia_Sonny_6666 22 дні тому

    ବିକାଶ ହିଁ ଏକ ମାତ୍ର ମୂଳ ଲକ୍ଷ୍ୟ ଆଉ ଉଦେଶ୍ୟ। ସାରା ଓଡିଶା ବାସୀଙ୍କ ଦୁଃଖ ନବୀନ ବାବୁ ବେଶ ଭଲ ଭାବେ ବୁଝୁଛନ୍ତି ସେଥିପାଇଁ ତ ବିଭିର୍ଣ୍ଣ ପ୍ରକାର ଯୋଜନା ଏବଂ ବିଭିର୍ଣ୍ଣ ସହଯୋଗ ଯୋଗାଇ ଦେଉଛନ୍ତି।ଯାହାକି ଆମ ଓଡିଶା ର ବହୁତ ବିକାଶ ହେଉଅଛି।

  • @gopalswain4990
    @gopalswain4990 22 дні тому +1

    Good

  • @styapanda1531
    @styapanda1531 22 дні тому +7

    Ajiban jel re rahu

  • @biranchinarayan2401
    @biranchinarayan2401 22 дні тому +9

    Eita pagala hei jaichi

  • @Sonia_Sonny_6666
    @Sonia_Sonny_6666 22 дні тому

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @PcJena-fk8yt
    @PcJena-fk8yt 22 дні тому +2

    Good News

  • @KumudiniPadhy
    @KumudiniPadhy 22 дні тому

    ଭୂତ ଭବିଷ୍ୟତ ତାଙ୍କ ଏହି କାର୍ଯ୍ୟକୁ କ୍ଷମା କରିବ ନାହିଁ, ଜନତା ବି ନିରାଶ ହେବେ।

  • @Shriramkhora541
    @Shriramkhora541 22 дні тому

    ବିଜେଡ଼ି ବୁଲ କଲେ kalinga news କୁଆଡ଼େ ସଇତିଲେ ବିଜେପି ବୁଲ କଲେ news ବାହାରୁଚି ସବୁ ଜାଣି ଛନ୍ତି 🙏

  • @gopalpanda8928
    @gopalpanda8928 22 дні тому

    ଏ ଭଳି କାର୍ଯ୍ୟ ଅତି ନିନ୍ଦନୀୟ,,,,,

  • @anasuyapanda4762
    @anasuyapanda4762 22 дні тому

    ସେ ନିର୍ବାଚନ ରେ ହାରି ଯିବେ ବୋଲି ଦରି ଯାଇ ଏମିତି କରିଛନ୍ତି ଯେମିତି କୌଣସି କାରଣ ରୁ ଆ ସବୁ ନଷ୍ଟ ଭ୍ରଷ୍ଟ କରିବା କୁ ।।

  • @anasuyapanda4762
    @anasuyapanda4762 22 дні тому

    ଓଡ଼ିଶା ର ସୁରକ୍ଷା ଓ ଜନ୍ତ ଙ୍କ ସୁରକ୍ଷା ପାଇଁ ନବୀନ ସରକାର ଆସିବା ଦରକାର ।

  • @anasuyapanda4762
    @anasuyapanda4762 22 дні тому

    ଏମିତି ଲୋକ ଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆ ଜଉ ଓ ଦଳ ରୁ ବାହାର କର ଯାଉ। ଯେମିତି ସେ କେବେ ଆଉ ନିର୍ବାଚନ ମଣ୍ଡଳୀ ରେ ପ୍ରବେଶ କରିପାରିବେନି ।

  • @tapasentertainment9135
    @tapasentertainment9135 22 дні тому +4

    Third Grade Leader. Don't expect more from him. Where is BJP leaders. Whyn't telecast in OTV & Argus News Channel.

  • @KumudiniPadhy
    @KumudiniPadhy 22 дні тому

    ଏହି କାର୍ଯ୍ୟର ପରିଣାମରେ ପ୍ରଶାନ୍ତ ଜାଗଦେବ ତାଙ୍କର ସମ୍ମାନ ହରାଇବେ।

  • @bhizenkumardandpat8572
    @bhizenkumardandpat8572 22 дні тому +3

    ସିଧା encounter kora

  • @KumudiniPadhy
    @KumudiniPadhy 22 дні тому

    EVM ଭାଙ୍ଗିବା ଓ ନିର୍ବାଚନର ଶାନ୍ତିକୁ ଭଙ୍ଗ କରିବାକୁ କେମିତି ହିଂସ୍ର କାର୍ଯ୍ୟ କରିଛନ୍ତି ପ୍ରଶାନ୍ତ?

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Naveen Babu has removed the sorrows of the people of odisha.

  • @jmb9306
    @jmb9306 22 дні тому

    Where is Dharmendra Pradhan now? All are waiting for his statement.

  • @srivlogsentertainment6665
    @srivlogsentertainment6665 22 дні тому +19

    Bjp jounthi Binash seithi

  • @mkytlive
    @mkytlive 22 дні тому

    Bahut badhia heichi

  • @Bbscreation168
    @Bbscreation168 22 дні тому

    ବହୁତ ଜାଗା ରେ ବି ଆଜି ବିଜେଡି ନେତା ମାନେ ହାରିବା ଭୟରେ ଝଗଡ଼ା କରିଛନ୍ତି।

  • @user-uu1kj7ut1k
    @user-uu1kj7ut1k 22 дні тому +4

    ❤only, nabin sir bjd sarkar agare,basi,plan,karu, thila orrisa Loka mane Jani, chanti

  • @BatakrushnaRana-wm7qj
    @BatakrushnaRana-wm7qj 22 дні тому

    ଏକ ଗଭୀର ଅଭିଯୋଗର ମଧ୍ୟରେ, ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବ ଏହା ଦେଖାଗଲା ଯେ ତାଙ୍କ ଅସାମାଜିକ କାର୍ଯ୍ୟକଳାପ ପାଇଁ ସମ୍ବାଦ ଶିରୋନାମା ହେଇଛନ୍ତି।

  • @subrtmohapatra1937
    @subrtmohapatra1937 21 день тому

    Wait fr vote

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Common people are very happy and benefits in sir Naveen pattanaik's rule

  • @ChittaranjanDalai-rn6hi
    @ChittaranjanDalai-rn6hi 22 дні тому

    EC କିଛି କରିପାରିବେ ନାହିଁ। TN ସେସାନଙ୍କ ଭଳି ଏବେକାର EC ପଦକ୍ଷେପ
    ନେଇପାରିବେ ନାହିଁ। ଅପରାଜିତା ଙ୍କ ଇଙ୍ଗିତରେ ଏହା ଘଟିଥାଇ ପାରେ । ନଚେତ
    ଏଭଳି କାଣ୍ଡ ଘଟାଇ ଥିବା ଜଣେ ବ୍ୟକ୍ତିଙ୍କୁ ସେ ନିଜ ଗାଡିରେ ଘଟଣାସ୍ଥଳରୁ ନେଇ ଯାଇ
    ନ ଥାନ୍ତେ ।

  • @ShaktiPrakashPatra
    @ShaktiPrakashPatra 22 дні тому +1

    Prashant/Apajita Sarangi bahut vote re hariba

  • @user-bo9vm6xt6v
    @user-bo9vm6xt6v 22 дні тому +15

    ଏମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ

  • @Sonia_Sonny_6666
    @Sonia_Sonny_6666 22 дні тому

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

  • @akhayakumar2230
    @akhayakumar2230 22 дні тому

    ହାରିବା ଜାଣି ଏମିତି କରୁଛନ୍ତି ଯାତ୍ରା ପାଟି ଦଳ 😂😂

  • @JayJagannath-pq7lk
    @JayJagannath-pq7lk 22 дні тому

    ନନ୍ଦିଘୋଷ ଟିଭି ବିଜେଡି ପାଖରେ ବିକ୍ରି ହେଇଯାଇଛି ଆପଣ ଏ ବିଷୟରେ ଜାଣିନାହାନ୍ତି କି? ଦୟାକରି ସଚେତନ ହୁଅନ୍ତୁ । ଏବଂ ଉଚିତ ପ୍ରାର୍ଥୀକୁ ଭୋଟ ଦିଅନ୍ତୁ ଦଳକୁ |

  • @gopalpanda8928
    @gopalpanda8928 22 дні тому

    ହାରିବା ଭୟରେ ଆଇନ କୁ ହାତକୁ ନଉଛନ୍ତି,,,, ତାପରେ ସଫେଇ ଦେବେ ଯେ ଆମକୁ ଫସେଇ ଦିଆଗଲା

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Naveen pattanaik understand the pain of people of odisha very well.

  • @KumudiniPadhy
    @KumudiniPadhy 22 дні тому

    ନିର୍ବାଚନ ମନ୍ଦିରକୁ ଗୋଛ ହେବା ଏବଂ EVM ଭାଙ୍ଗିବା ଏକ ଅସହ୍ଯ ଅପରାଧ।

  • @prasantadas2024
    @prasantadas2024 21 день тому

    ପ୍ରଥମେ cc tv ଲୋକଲୋଚନକୁ ଦେଖନ୍ତୁ
    ତା ପରେ ଲୋକ ଡେସିସନ ନେବେ
    ହଇରେ ଶଳା ବିଜେଡି ବଲା

  • @AswiniRath-mr6rb
    @AswiniRath-mr6rb 22 дні тому

    Take nessesarry actions

  • @manoranjandashvlogs8024
    @manoranjandashvlogs8024 22 дні тому +13

    Kuade gale sabu bhakata mane kichi kahibeni bodhe hau 😂😂😂😂😂 bhari dukha😂😂😂😂

  • @KumudiniPadhy
    @KumudiniPadhy 22 дні тому

    ତାଙ୍କ ଜଣେ ନେତା ହୋଇ ଏମିତି କାମ କରିବା କେବେ ବି ଲୋକପ୍ରିୟ ହେବ ନାହିଁ।

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Our dear chief minister Naveen pattanaik has many old temples beautiful and attractive.

  • @subratmohanty4712
    @subratmohanty4712 22 дні тому +5

    bhala heichi

  • @Ananyaavlogs
    @Ananyaavlogs 22 дні тому +1

    Hariba bhaya

  • @anasuyapanda4762
    @anasuyapanda4762 22 дні тому

    ଅପରାଜିତା ମାମ ଏବେ କି ଶାସ୍ତି ଦେବେ ପ୍ରଶାନ୍ତ ଜଗଦ୍ଦେବ ଙ୍କୁ। କୁହନ୍ତୁ?

  • @umakantabehera1925
    @umakantabehera1925 22 дні тому +4

    Se maghiaku sidha maridaba katha.gunda Raj karuchi

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    As long as Naveen pattanaik and BJD government is there, odisha's development will continue.

  • @KumudiniPadhy
    @KumudiniPadhy 22 дні тому

    ନିର୍ବାଚନରେ ଶାନ୍ତି ପ୍ରସାର ଏବଂ ଲୋକତନ୍ତ୍ର ରକ୍ଷା ପାଇଁ ଏମିତି ଗୁଣ୍ଡାଗିରିକୁ ବର୍ଜନ କରାଯାଉ।

  • @tarunmohanty7215
    @tarunmohanty7215 22 дні тому

    Good Initiative by Police

  • @KumudiniPadhy
    @KumudiniPadhy 22 дні тому

    ଏଭଳି ଗୁଣ୍ଡାଗିରି କାର୍ଯ୍ୟକୁ ଅବିଳମ୍ବ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ।

  • @kiran9388
    @kiran9388 22 дні тому +4

    Chhii bjp !

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Honourable chief minister Naveen pattanaik believes in work not in words.

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому

    Chief minister always pay attention to whether the development work of people is done properly or not.

  • @user-tz2sb2qn1e
    @user-tz2sb2qn1e 22 дні тому +5

    Taku giraf kar

  • @SuryamayeeSahoo-zs2gl
    @SuryamayeeSahoo-zs2gl 22 дні тому +1

    Naveen pattanaik is the pride of our odisha.

  • @baikuntharautray2416
    @baikuntharautray2416 22 дні тому +27

    Arrest kara jau jagadev aau Aparajita ku

  • @KumudiniPadhy
    @KumudiniPadhy 22 дні тому

    ଚୁନାବରେ ଦାଦାବାଦୀ ଦେଖାଇ ପ୍ରଶାନ୍ତ ଜାଗଦେବ ଜନତାଙ୍କୁ ତ ଭୟଭୀତ କରୁଛନ୍ତି।

  • @madhusudanparida4161
    @madhusudanparida4161 22 дні тому

    This is the ideology & tactics of BJP in Odisha to form the government at any cost.

  • @Sonia_Sonny_6666
    @Sonia_Sonny_6666 22 дні тому

    ହିନ ପ୍ରକୃତି ର କାର୍ଯ୍ୟ ରେ ,,, ଦଣ୍ଡ ମିଳିବା ଆବଶ୍ୟକ l

  • @gopalpanda8928
    @gopalpanda8928 22 дні тому

    ତୁରନ୍ତ ନିର୍ବାଚନ କମିଶନର ଅକ୍ସନ୍ ନିଅନ୍ତୁ

  • @satyabanchoudhury9134
    @satyabanchoudhury9134 22 дні тому

    Video re audio kahin ....

  • @chitraguptadas2921
    @chitraguptadas2921 22 дні тому

    unedited ଭିଡିଓଟି ପୂରା ଦେଖାଇଲେ ସତ କଥା ଜଣାପଡିବ I ଏହି ଭିଡିଓରେ ପ୍ରଶାନ୍ତ କାହାକୁ ବାଡେଇଥିବା ବା EVM ଭାଙ୍ଗୁଥିବାର ଚିତ୍ର ଦେଖାଯାଉନାହିଁ I ନିର୍ବାଚନ ସମୟରେ ରାଜନୈତିକ ଦଳର ଗଣମାଧ୍ୟମଠାରୁ ନିରପେକ୍ଷତା ଆଶା କରିବା ବୃଥା I ଆମେ ଅପେକ୍ଷା କରୁଛୁ କେତେବେଳେ ପୁରା ସତ ପଦାକୁ ଆସିବ I

  • @reetap4008
    @reetap4008 22 дні тому +9

    ଓଡ଼ିଶା ଲୋକ , ପରିବର୍ତ୍ତନ ପରିବର୍ତ୍ତନ ରଡ଼ି ମରୁଥିଲେ,ଦେଖିଲ BJP ଗୁଣ୍ଡା ଗାର୍ଦ୍ଦି ଦଳ କୁ😡😡

    • @meinhunnaa8277
      @meinhunnaa8277 22 дні тому

      Eita bhul bjd ra activities nihati thiba otherwise kebe emiti chesta heinathiba paribartan hin darkar bjd ra emiti hazar hazar news aauchhi seita kn ta hele bhai

    • @seshadevbaliarsingh5085
      @seshadevbaliarsingh5085 22 дні тому +1

      ​@@meinhunnaa8277bhakta hua
      Bhai andha bhakta nuha??
      Paribartan Amey bi chahunchu
      Kintu emiti??
      Bjp odisha Rey Nija bhitare goda tana Tani.
      Ghara mukhia Janey helay bhala.
      Aparajita biharuni ashila bjp ku
      Barbad karidela?
      Bjd sarkar Rey sey commisonr
      Bjp prema ashila Kouthu??
      Modi Amit sah Jodi pari, Dharmendra sir au Sambit patra sir. Future pm Au home minister. Bjp 2024 rey sarkar karithanta odisha Rey Kintu biharuni ashi khela karuchi.
      2029 apekhya Rey ruha.

    • @meinhunnaa8277
      @meinhunnaa8277 22 дні тому

      @@seshadevbaliarsingh5085 bhai as your wish but nihati bhitria kichhi heithiba

    • @seshadevbaliarsingh5085
      @seshadevbaliarsingh5085 22 дні тому

      @@meinhunnaa8277 Mo katha seyeya bhai, Aji ra planning nuhe 2019 ru hoye thiba.
      Jagdev Aji loka nuhey j b pattnayak congress CM ku hateyeee ba pain biju babu Jagdev ku hin charge deyee thiley.

  • @dillipkumarsahoo1133
    @dillipkumarsahoo1133 22 дні тому +1

    ଘଇତା ମରୁ ତା ସଙ୍ଗେ ସଙ୍ଗେ ସଉତୁଣୀ ବି ରାଣ୍ଡ ହେଉ 👎😭🤪😂🤣

  • @mohammedfiroj9333
    @mohammedfiroj9333 22 дні тому

    Should in jail against NAC...