Bacterial Leaf Blight Paddy ଧାନ ପତ୍ର ପୋଡ଼ା ରୋଗ
Вставка
- Опубліковано 19 вер 2024
- ଧାନ ପତ୍ର ଲାଲ ହେଉଛିକି
ପତ୍ର ପୋଡ଼ିଯାଉଛିକି
ଜୀବାଣୁ ଜନିତ ପତ୍ର ପୋଡ଼ା ରୋଗ
How to manage BLB paddy
ଗୋଟିଏ ସ୍ପ୍ରେ ରେ ନିୟନ୍ତ୍ରଣ
Due to high rain fall
More humidity
Causes Bacterial blight of paddy
We can use Bleaching powder 4kg per acre
Can use fresh cow dung 2kg per drum
Copper oxychloride 50%WP 3gm/lit
Plantomycine 1gm per lit
Use potash 15kg per acre
Welcome To Our UA-cam Channel KRUSHI SAMPADA
Krushi Sampada UA-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#krushisampada #paddy #blb
ବହୁତ ସୁନ୍ଦର ସାର୍ ଆପଣଙ୍କ ଭିଡିଓ ଭଲ ଲାଗିଲା।
ଧନ୍ୟବାଦ ସାର୍
ବହୁତ ସୁନ୍ଦର ସାର 🎉
Thank you
ସାର, ଆପଣଙ୍କ ସବୁ ଭିଡ଼ିଓ ଆମ ଭଳି ଚାଷୀ ଭାଇ ମାନଙ୍କ ପାଇଁ ଅତ୍ୟନ୍ତ ଉପଦ୍ୟୋ ହେଉଛି 🙏🙏🙏
ଶଙ୍କ
Thank U Sir 5:10
Good news sir
Thank you
Thanks sir
Welcome
Bhala lagila
ଧନ୍ୟ ବାଦ sir♥️
Nice info,,👍
Thanks
Tq sir ବହୁତ୍ ଦିନ ପରେ ଭିଡିଓ upload କଲେ
Very good & Use full
Thanks a lot
Sir mor dhana jami re jagala hauchi besi kemiti Kami ba
Very nice.vdo.for tomato
Thank you
Nice information
Thanks
Sarnaamskarppattrapodakanakaribakupdiba
Sar validamycin+saaf dele kemiti haba (Patra poda pai)
Sir (patra poda) pai validamycin+saaf kama daba ki
Very good sir
Thank you
Sir mu paja rani dhana karichhi kintu patra medicine marila pare bi patra lala ba podila pari dhekha jauchhi kn karibi munda kama karuni daya kari upaya kuhantu jay Jagannath.
Sir very nice ❤❤❤ vedeo
Thank you
Nice
Nice info..👍
Thanks ✌️
Thank you sir
Welcome
Thanku sir
ଧନ୍ୟବାଦ
Thank you
dhan atra dhala hauchhi ausadh kana pakaiba
Nic sir
Thanks and welcome
ସାର୍ ଆଉୁ ଗୋଟିଏ କଲରା ଭିଡ଼ିଓ ପକାନ୍ତୁ 🙏
ନିଶ୍ଚିନ୍ତ video ପ୍ରସ୍ତୁତ କରା ଯିବ
ବାୟୋଗ ଔଷଧ ଭଳ କି ସାର୍
Copar oxicloride badala anya keun fungicide deipariba
Sir abe dhana kenda bahariba arambha heu6i hele kebala majhi Patra (dhana kenda ku ghodae rakhu thiba patra) haladia heu6i
Dhana patra haladia hele keun medicine spray kale bhala heipariba sir
Sir basumati 1509 ra Baga bird bhangi dauchi kon kariba
Potash ଆଉ Dap ମିକ୍ସ କରିକି ଦେଲେ vitamin ଜନିତ ପତ୍ର ପୋଡ଼ା ଭଲ ହେବ କି ସାର୍ ?
ପତ୍ର ପୋଡ଼ା ରୋଗ ପାଇଁ fungicide ସହିତ plantomycine ମିଶାଇ ସ୍ପ୍ରେ କରନ୍ତୁ।potash ସାର ପ୍ରୟୋଗ କରନ୍ତୁ
Patrapoda rogara medicin name please
Sir gote dram re ba gobar kete parimana diagiba
3kg
Dhana baharisarilani ahi ausadha ku dei paraiba? Ahi ausadha sahita chakada ausadha misai pariba ki
Pesticide କୁ ଅଲଗା ସ୍ପ୍ରେ କରନ୍ତୁ ଓ fungicide କୁ ଅଲଗା ସ୍ପ୍ରେ କରନ୍ତୁ।
Sir blue green algae (neli) heuchhi jami re ta ehara upachara bisayare tike kuhantu
2,4D ETHYL ESTER 38%EC drum ପ୍ରତି 35ml ସହିତ Almix 1gm ହିସାବରେ ସ୍ପ୍ରେ କରନ୍ତୁ
Sar morcha vairaslagichhe.kanadelevalheba
Amistartop sahita misai maripari ba ki
ସାର ଧାନ ରେ କନ୍ଦ ପୋକ ହେଲେ କେଉଁ ମେଡ଼ିସିନ ବ୍ୟବହାର କରିବା
Niche
Sair Apana nkara pho nodiantu
Sir jibanu janita patra poda roga re hexaconazole 5%validamycin2.5% sc mor pakhe ae6 dele kam deba kai please kahun
କମ ଦେବ
Sir bph ba chakada poka ra vdo tebanaun
ନିଶ୍ଚିନ୍ତ video କରାଯିବ।
Sir ଧାନ ର ତଳ ଅଗ ପତ୍ର ପୋଡ଼ି ଯାଉଛି କଉ ମେଡିସିନ ବ୍ୟବହାର କଲେ ଧାନ ଫସଲ ଭଲ ରେ ହେବ
Video ରେ ସବୁ ତଥ୍ୟ ରହିଛି
sir DAESI program me benefit o admission bisayare ???
Dhana gachha dharile opudi aasuchhi.
Thanks
Sir apanankar ph no ra deathila bhala heathanta sir direct photo send kori ki pachari pari thanti
ଧନ୍ୟବାଦ ସାର ବାସୁ ମତୀ ଧାନ ର ଗଛ ନାଲି ରଙ୍ଗର ଛିଟା ପଡୁଛି କାହିଁକି ସାର
ପତ୍ର ପୋଡ଼ା ରୋଗ ଲାଗିଛି
tricyclazole 75% wp ଔଷଧ ରେ ପତ୍ର ପୋଡା ରୋଗ ଭଲ ହେବନା ସାର
Yellow hele kan spray kari ba
Sir ବର୍ତ୍ତମାନ ଧାନ ଗଛ ହଳଦିଆ ପଡିଯାଉଛି । ଏହି ଥୋଡ ବାହାରି ସମୟରେ ୟିରୁଆ ପଟାସ ଦବାଟା ଉଚିତ ହେବ କି
ଥୋଡ ଅବସ୍ଥାରେ Urea ଓ potash ଦେବା ଉଚିତ୍।ଏବେ ଦେଇ ଦିଅନ୍ତୁ
Patra poda pae Raket prea
Sir dhana patra lal heichi eita kau roga
ପତ୍ର ପୋଡ଼ା ରୋଗ
ଆଜ୍ଞା ଧାନ ବଙ୍ଗି ଫୁଟୁଛେ ସେଥିରେ ପରିଚାଳନା
Carbofuran 3G ଏକର ପ୍ରତି 12kg ବା Ferteera ଏକର ପ୍ରତି 4kg ପ୍ରୟୋଗ କରନ୍ତୁ
Sir dhana gacha re prajapati poka lagu chanti kana medicine kan achi
Cartap hydrochloride 50%SP lit ପ୍ରତି 2gm ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ
ବ୍ଲିଚିଙ୍ଗ ଗଛ ଥିବା ଅବସ୍ଥାରେ ବ୍ୟବହାର କଲେ ଗଛ କ୍ଷତି ହେବନି କି?
Bleaching powder କୁ ଜମି ରେ ପ୍ରୟୋଗ କରାଯାଏ ନାହିଁ।ଏକର ପ୍ରତି 2kg କୁ କନା ରେ ବାନ୍ଧି ପାଣି chhanel ରେ ରଖନ୍ତୁ ।
@@krushisampadasir namskar..sir pani channel mane jami ku jou paani jauchi sei paani re bleaching powder ku kana re bandhi rakha haba, au sei paani jami re spread hele gacha kichi habani ta?
Tali sir haladia padichi
Boron, ଆଉ NPK 00 00 50 ସହ fungicide ମିଶଇ ସ୍ପ୍ରେ କରି ହବା କି?
ହଁ ମିଶାଇ ସ୍ପ୍ରେ କରନ୍ତୁ
Systemic & contract insecticide ବିଷୟରେ କୁହନ୍ତୁ । ଧାନଗଛ ଚକଡା ଚକଡା ହୋଇ ଦବିଯାଏ , ପତ୍ର ସନ୍ଦିରେ ( କାଣ୍ଡ ଆଉ ପତ୍ର) ଛୋଟ ଛୋଟ ପୋକ ରହିଥାନ୍ତି । ଗୋମୁତ୍ର ରେ କମୁନାହିଁ।
😊😊😊
Sir magnacim salphat pakaila Patra poda roga kamiba
ନା ଏହା ଏକ ଜୀବାଣୁ ଜନିତ ରୋଗ।ଜୀବାଣୁ ନାଶକ ପକାଇବାକୁ ପଡ଼ିବ
@@krushisampadaKan pakaila roga kamiba
Sir costodia dae pare ba kii
Custodia ସହିତ Plantomycine ମିଶାଇ ସ୍ପ୍ରେ କରନ୍ତୁ
Vaeygo
ସାର ପତ୍ରପୋଡା ଲାଗିଛି ମେଡିସିନ କୁହନ୍ତୁ
Video ରେ details ଅଛି
ସାର୍ ପତ୍ର ପୋଡ଼ା ଓ ମହିସା ରୋଗର ମେଡିସିନ ସାଙ୍ଗରେ ମାରି ପାରି ବା କି
Plantomycin / steptomycin
ସାର୍ ଆପଣଙ୍କ କଥା ଶୁଣି ଧାନ ଫସଲ ରୋଗ କଥା ଜାଣି ପାରିଲୁ ଆଉ ତାର ନିରାକରଣ ବିଷୟରେ ବି ଜାଣିଲୁ
Thank you
Help me sir
Gote knmaribi
Sir samapada dhana 70 dina helani dhana ra sabu budare gote ru dita mula patra aga haladi hei jauchhi
Vedio ରେ ଦିଆଯାଇଥିବା ଔଷଧ ସ୍ପ୍ରେ କରନ୍ତୁ।
Azoxystrobin11%+tebuconazol 18,30% ac ହେବ କି
Adama mastercop
sir ନମସ୍କାର, ମୁ଼ଁ ଯମୁନା ଧାନ କରିଛି,ପିଲ ସାର ସହିତ ପୋଟାସିୟମ humet 98% ପଡିଥିଲା କିନ୍ତୁ ପିଲ ଆସୁନାହିଁ ,କଣ କଲେ ପିଲ ଆସିବ
ପିଲ ସାର ରେ urea ସାର ଏକର ପ୍ରତି 30kg ସହିତ Sagarika Z+++ 10kg ବା biovita 10kg ପ୍ରୟୋଗ କରନ୍ତୁ।NPK 12:61:0 lit ପ୍ରତି 5gm ସହିତ Zinc EDTA lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
@@krushisampada ୟୁରିଆ ସାର ପଡି ଥିଲା
ଧାନ ଯଦି ୧୦୦ଦିନ ହେଲା ପରେ ଯଦି ପତ୍ର ପୋଡ଼ା ଲାଗିଲେ କଣ କରିବା sir
ଔଷଧ ଅପରାହ୍ନ ରେ ସ୍ପ୍ରେ କରନ୍ତୁ।
Use Graliz by syngenta @ 250 GM per acre
Thank you
Sir ମୁଁ 15 ଦିନ ପାଖାପାଖି ଧାନରୁଆ ସାରିଲିଣି lଧାନ ର ପତ୍ର ସରୁ ହେଇ ଯାଇ ପତ୍ର ଭାଙ୍ଗି ହଳଦିଆ ହେଇଯାଉଚି ଏହାର ପ୍ରତିକାର କଣ ଏବଂ କେଉଁ ସାର ପ୍ରୟୋଗ କରାଯିବ ଦୟାକରି ଜଣାଇବାକୁ ଅନୁରୋଧ
Potash ସାର ପ୍ରୟୋଗ କରି ନ ଥିଲେ ଏକର ପ୍ରତି 12kg potash ପ୍ରୟୋଗ କରନ୍ତୁ।
Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।
Vestige Agri protekt +j u potash+N p k 19 19 19 psre Kari chi
Sir chelated Multi Micro Nutrient psre Kari heb Danre
ଧାନ ରୋଇବା ର 25-30ଦିନରେ ସ୍ପ୍ରେ କରି ପାରିବେ
Sir, କେବଳ potash 15 kg ପ୍ରୟୋଗ କରିବା ନା କିଛି ମିଶେଇ କି ପ୍ରୟୋଗ କରିବା, କୁହନ୍ତୁ, ଦାନାଦାର ବିଷ Killer 303 ପ୍ରୟୋଗ କରିବା କି
Potash ସାର ସହିତ ଜୈବିକ ସାର ପ୍ରୟୋଗ କରି ପାରିବେ
@@krushisampada ମୁଁ Urea 12kg କୁ Potash 15kg ମିଶେଇ ଦେଇ ଦେଇଛି ଗତ କାଲି ମୁଁ କଣ କରିବି ଏବେ କୁହନ୍ତୁ 🙏 please
Bayar ra nativo dele kemiti heba
Plantomycine ସହିତ ମିଶାଇ ସ୍ପ୍ରେ କରନ୍ତୁ
Osotho gote kn Marini seha kuh sir
Pusabasumati1509 white seed baharuchi
Sir caments box re apanakara mobile no darkar
Copor oxycloride+ streptomycin
Sir 🙏🙏 aapananka phn no. Tk send karibe plzzz mora kichhi bujhibara achhi.
Excaconazole and antibiotics
Sir please number ta dia ntu
Patra pudi jauchi
Print
Thank you
ସାର
ତୁମେତୋ
ତୋମର
ନମ୍
ଦିଅ
ପତ୍ରପୋଡା ରୋଗ ପାଇଁ କୌ ମେଡିସିନ ଦରକାର
Vedio ରେ medicine ଦିଆଯାଇଛି
Mobile number diantu please
7008498896
Sir (patra poda) pai validamycin+saaf kama daba ki
Thank u sir
Welcome
Nice
Thanks
Thanks sir
Welcome
Thanks
Welcome
Copor oxycloride+ streptomycin
Sir (patra poda) pai validamycin+saaf kama daba ki
Sir (patra poda) pai validamycin+saaf kama daba ki
Thank you sir
Welcome
Thank you sir
Welcome