ଚକଡ଼ା ପୋକର ପରିଚାଳନା How to Manage BPH of Paddy

Поділитися
Вставка
  • Опубліковано 19 вер 2024
  • Arabinda Sahoo
    KRUSHI SAMPADA
    ଚକଡ଼ା ପୋକର ପରିଚାଳନା
    Management of bph of paddy
    ଧାନ ଫସଲର ସବୁଠାରୁ ଅଧିକ କ୍ଷତି କରୁଥିବା ପୋକ ମଧ୍ୟରେ ଚକଡ଼ା ପୋକ ବା ମାଟିଆ ଗୁଣ୍ଡି ପୋକ ଅନ୍ୟତମ
    ଏହାକୁ ପରିଚାଳନା ପାଇଁ
    Dinitrafuran 20% SG ଏକର ପ୍ରତି 80gm ବା
    Flonicamide 50% ଵଂ ଏକର ପ୍ରତି 80gm ବା
    Pymetrizin 50% WG ଏକର ପ୍ରତି 120gm ବା
    ଅଧିକ ଆକ୍ରାନ୍ତ ହେଲେ Pexalon ଏକର ପ୍ରତି 94ml
    ସହିତ ନିମ୍ବ ତେଲ drum ପ୍ରତି 30ml ବା Fenbucarb ଏକର ପ୍ରତି 300ml ମିଶାଇ ସ୍ପ୍ରେ କରି ପାରିବେ
    7ଦିନ ଅନ୍ତରରେ 2ଥର ସ୍ପ୍ରେ କରି ପାରିବେ
    THANK YOU
    KRUSHI SAMPADA
    WATCH NEXT:
    ନୂଆ ପଦ୍ଧତିରେ ବାଉଁଶ ଚାରା
    • ନୂଆ ପଦ୍ଧତିରେ ବାଉଁଶ ଚାର...
    #krushisampada #bph
    #managementofbph
    #medicineforbph

КОМЕНТАРІ • 47

  • @antasahu4597
    @antasahu4597 11 місяців тому +2

    ବହୁତ ବଢିଆ information sir

  • @user-fp2qd8uw8h
    @user-fp2qd8uw8h 11 місяців тому

    Very good sir

  • @laxmanmajhi7489
    @laxmanmajhi7489 2 роки тому

    Bahut sundar update dele sir thank you

    • @krushisampada
      @krushisampada  2 роки тому

      Thank you

    • @chaitanyapadhan7452
      @chaitanyapadhan7452 29 днів тому

      ବହୁତ୍ ବଢିଆ ସାର bph ହେବପୂର୍ବରୁ କଣ ଦେଲେ ହେବ ନାହିଁ

  • @thelife7008
    @thelife7008 11 місяців тому

    Very good information sir....

  • @ramachandrajagadev1924
    @ramachandrajagadev1924 2 роки тому

    Bahut bahut dhanya bad sir chakada poko upare samsta suchana pae

  • @nakulsabar7561
    @nakulsabar7561 Рік тому +1

    Thanks a lot sir

  • @pradyumnamund9478
    @pradyumnamund9478 2 роки тому

    ବହୁତ୍ ବଢିଆ ଲାଗୁଛି

  • @19bijayalaxmibarik95
    @19bijayalaxmibarik95 2 роки тому

    Very nice 👌

  • @bipinbhoi2870
    @bipinbhoi2870 11 місяців тому

    Thaks.jai jagannath

  • @prasantadanasana4929
    @prasantadanasana4929 2 роки тому

    jagannath apanankara mangala karantu

  • @RitanjaliSwain-gi8rj
    @RitanjaliSwain-gi8rj 10 місяців тому +1

    🙏

  • @ashisbehera1268
    @ashisbehera1268 2 роки тому

    Sir dhana rua Row to row au gacha Ku gacha kete distance re ropan kara jae

    • @krushisampada
      @krushisampada  2 роки тому

      ସଅଳ କିସମ ଧାନ ଧାଡି କୁ ଧାଡି 15cm ଓ ଗଛ କୁ ଗଛ 10cm ବ୍ୟବଧାନ ରଖାଯାଏ।ସେହିପରି ମଧ୍ୟମ କିସମ ଧାନ 20× 10cm ଓ ବିଳମ୍ବ କିସମ ଧାନ 20×15cm ବ୍ୟବଧାନ ରଖାଯାଏ।ଶ୍ରୀ ପଦ୍ଧତିରେ ଧାନ ଚାଷ କଲେ 25×25cm ଦୂରତା ରଖାଯାଏ।

  • @khirabditanayamahanand7092
    @khirabditanayamahanand7092 Рік тому

    ଶାଏବି ରୋଗ ରେ ମୁଁ 7ଷ୍ଟାର ଓ dr col ପ୍ରୟୋଗ କରିଲି ସାର୍ ଟିକ୍ ଅଛି କି ସାର୍

  • @MakranRana-zk5ki
    @MakranRana-zk5ki 3 місяці тому

    dubaghasa kemiti daman kariba

    • @krushisampada
      @krushisampada  3 місяці тому

      ଜମି ରେ କେବଳ ଦୁବ ଘାସ ଅଛି ନା ଫସଲ ଭିତରେ ଦୁବ ଘାସ ଅଛି ଜାଣନ୍ତୁ।

  • @AdityaBal-ds1kc
    @AdityaBal-ds1kc 2 роки тому

    sir ai poka dhana ra pura chawala haigala pare bhi kan nasta karidebaa naa

    • @krushisampada
      @krushisampada  2 роки тому +1

      ଚକଡ଼ା ପୋକ ଧାନ ଫସଲର ଥୋଡ଼ ଅବସ୍ଥା ରୁ ଅମଳ ହେବା ଯାଏ ପ୍ରତେକ ଅବସ୍ଥା ରେ ଲାଗିଥାଏ।

    • @AdityaBal-ds1kc
      @AdityaBal-ds1kc 2 роки тому

      @@krushisampada sir sea kan chawla ku bhi nasta karideba

  • @sitakantasahoo4589
    @sitakantasahoo4589 2 роки тому

    ସାର୍ ଖରାଦିନିଆ ଧାନ ରେ କ'ଣ ମାଟିଆ ଗୁଣ୍ଡି ଲାଗନ୍ତି କି

    • @krushisampada
      @krushisampada  2 роки тому

      ମାଟିଆ ଗୁଣ୍ଡି ପୋକ ମୁଖ୍ୟତଃ ପାଣି ଜମି ରହିଲେ, ପରିବେଶର ଆଦ୍ରତା ଅଧିକ ହେଲେ ଲାଗି ଥାନ୍ତି।

  • @ramachandrajagadev1924
    @ramachandrajagadev1924 2 роки тому

    Sir chakada poko pae ulala au chess bhitare kouta bhala

    • @krushisampada
      @krushisampada  2 роки тому

      Chess ବା Ulala ଉଭୟ ଭଲ କାମ ଦେଇଥାଏ।ଯେକୌଣସି ଗୋଟିଏ ସ୍ପି କରନ୍ତୁ।

  • @priyanshubehera3553
    @priyanshubehera3553 Рік тому

    Thiamethoxam use karipariba ki

    • @krushisampada
      @krushisampada  Рік тому

      ସେତେଟା କାମ ଦେବ ନାହିଁ

  • @BasantaBisoyi-mt5oo
    @BasantaBisoyi-mt5oo 11 місяців тому

    Amor laghichi dabuga nowrongpur jobaguda

  • @saratnayak5754
    @saratnayak5754 Рік тому

    Sir medicine kn laghibo

  • @tikeswarpadhan6084
    @tikeswarpadhan6084 Рік тому

    ମତିଆଗୁଣ୍ଡି ବଂଶ ବିସ୍ତାର କେତେ ପରିମାଣ ରେହୁଏ

  • @sahadevreddy8909
    @sahadevreddy8909 11 місяців тому

    Which variety of paddy is anti BPH ?

    • @krushisampada
      @krushisampada  11 місяців тому

      ହସନ୍ତ ଧାନ କିସମ BPH resistance

  • @iswarswain7407
    @iswarswain7407 2 роки тому +1

    Sir please kaveri 468 seed bisayare kichhi kuhantu

    • @krushisampada
      @krushisampada  2 роки тому

      Kaveri 468 ଏକ hybrid paddy।ଏହା 115-120ଦିନରର ଅମଳ ହୋଇଥାଏ।ଗଛ 105-110cm ଉଚ୍ଚ ହୋଇଥାଏ।ଧାଡି କୁ ଧାଡି 20cm ଓ ବୁଦା କୁ ବୁଦା 10cm ଦୂରରେ ଲଗାଯାଏ।ଏକର ପ୍ରତି 6kg ବିହନ ଦରକାର ହୋଇଥାଏ।ଏହାକୁ ଖରିଫଓ ରବି ଋତୁରେ ଲରାଯାଏ।ଏକର ପ୍ରତି 30-35qtl ଅମଳ ଆସିଥାଏ।

  • @thelife7008
    @thelife7008 Рік тому

    Nice suggestion sir..... Thnks

  • @santoshseth8704
    @santoshseth8704 11 місяців тому

    ମାଟିଆ ଗୁଣ୍ଡି ରେ ରେ କେଉଁ କୀଟ ନାସକ ଦେମୁ

    • @krushisampada
      @krushisampada  11 місяців тому

      PEXALON ଏକର ପ୍ରତି 94ml ହିସାବରେ ସ୍ପ୍ରେ କରନ୍ତୁ

  • @tikeswarpadhan6084
    @tikeswarpadhan6084 2 роки тому

    Pexalon kete Dina kamkariba

    • @krushisampada
      @krushisampada  2 роки тому

      Pexalon 8-10ଦିନ କାମ ଦେଇଥାଏ।

  • @prasantnayak7876
    @prasantnayak7876 3 дні тому

    Sir number diantu

  • @tikeswarpadhan6084
    @tikeswarpadhan6084 Рік тому +1

    ହାମର ନେ ଏବେ ଦଲୁଆ ଧାନ ରେ ଲାଗିଛନ୍ତି (ବ୍ଲକ୍ ଲଖନପୂର୍ ଜିଲ୍ଲା ଝାରସୁଗୁଡ଼ା

  • @sbhoisbhoi7311
    @sbhoisbhoi7311 2 роки тому

    ,