Bacterial leaf blight of Rice Plantomycine ଧାନର ପତ୍ର ପୋଡ଼ା ରୋଗ

Поділитися
Вставка
  • Опубліковано 9 лис 2024

КОМЕНТАРІ • 98

  • @SujitBehera-q9i
    @SujitBehera-q9i 2 місяці тому

    Sir namaskar
    Thanks your sajetion

  • @KanhuCharana-nk3fj
    @KanhuCharana-nk3fj 2 місяці тому

    Sir namskar dhanare roga lagile canan medicine dele vhala ki

    • @krushisampada
      @krushisampada  2 місяці тому +1

      କେଉଁ ରୋଗ ଲାଗିଛି

    • @KanhuCharana-nk3fj
      @KanhuCharana-nk3fj 2 місяці тому

      @@krushisampada sir namaskar dhanapatra pachila padijauchhi

  • @kpkp7856
    @kpkp7856 20 днів тому

    Sir purnima dhanare ebe Patra pura haladia heijauchi... Kn kriba

    • @krushisampada
      @krushisampada  19 днів тому

      ପତ୍ର ପୋଡ଼ା ରୋଗ ର ଔଷଧ ସ୍ପ୍ରେ କରନ୍ତୁ

  • @mukeshsrf0181
    @mukeshsrf0181 2 місяці тому

    Sir BLB ku bacteromycin@25g/h used karje sir..acc to book
    fungicide dele kam kriba ki ??

    • @krushisampada
      @krushisampada  2 місяці тому

      ua-cam.com/video/X3n41brpI-Q/v-deo.html

  • @sushantakumarhans
    @sushantakumarhans 2 місяці тому

    Thank you

  • @MituGhadai-qm2td
    @MituGhadai-qm2td 2 місяці тому

    Sir ନମସ୍କାର jukha ମାରିବା କିପରି

  • @shitalkumarsahu7732
    @shitalkumarsahu7732 Місяць тому

    Sir mora patra poda roga lagech ,mu copper oxide chloride and pintomax use kareochi but mora sabu patra lal hoegola please help me sir pls.... Uhh😢😢😢😢

    • @krushisampada
      @krushisampada  Місяць тому

      Potash ସାର ଏକର ପ୍ରତି 12kg ସହିତ Sagarika Z+++ 10kg ପ୍ରୟୋଗ କରନ୍ତୁ

    • @shitalkumarsahu7732
      @shitalkumarsahu7732 Місяць тому

      @@krushisampadasir,mo ra pani jami.pls suggest me spray form.

  • @ranjetbarik9621
    @ranjetbarik9621 2 місяці тому

    Patra poda roga mora hoichi ebe kn karibi biching powder use karibi 1 are re 2 kg pani muhana re thoi..? Sir plz kuhantu..

  • @vickyjena7804
    @vickyjena7804 2 місяці тому

    sir namaskar🙏 , zaafu saha copper sulphate mix kari paribi ki ? Sir please reply🙏

    • @krushisampada
      @krushisampada  2 місяці тому

      ନା Copper sulphate ସହ ମିଶାନ୍ତୁ ନାହିଁ

    • @vickyjena7804
      @vickyjena7804 2 місяці тому

      Thank you sir🙏

  • @harbhajan6616
    @harbhajan6616 2 місяці тому

    ସାର୍ ପତ୍ର ପୋଡ଼ା ଓ ମହିଶା ରୋଗର ମେଡ଼ିସିନ୍ ସାଙ୍ଗରେ ମାରି ପାରି ବା କି ନାହିଁ

    • @krushisampada
      @krushisampada  2 місяці тому

      ହଁ ମିଶାଇ ସ୍ପ୍ରେ କରନ୍ତୁ

  • @balakrushnapradhan2071
    @balakrushnapradhan2071 Місяць тому

    ସାର ପଟାସ ସାଥିରେ ପତ୍ର ପୋଡ଼ା ଔଷଧ ମିଶାଇ ସ୍ପ୍ରେ କଲେ ହେବ କି?କେତେ ହିସାବରେ '

    • @krushisampada
      @krushisampada  Місяць тому

      ପତ୍ର ପୋଡ଼ା ରୋଗ ପାଇଁ potash ସାର କୁ ଜମିରେ ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।ଔଷଧ କୁ ଅପରାହ୍ନରେ ସ୍ପ୍ରେ କରନ୍ତୁ।

  • @KHANA-TASTY-TASTY
    @KHANA-TASTY-TASTY 2 місяці тому

    Sir mu 6acr Roechi Dap 8pkt Auu Potas 3packt Au sathi Ro ghaso mora marichi 20dino hela 6ru 7Ta pilo deichi Abe mu kn marile thik Hobo?

    • @krushisampada
      @krushisampada  2 місяці тому

      ବର୍ତମାନ ପିଲ ସାର ହିସାବରେ urea ଏକର ପ୍ରତି 30-35kg ଓ Sagarika ଜ+++ ବା Biozyme 10kg ମିଶାଇ ପ୍ରୟୋଗ କରନ୍ତୁ

  • @AlokKumar-ir3fm
    @AlokKumar-ir3fm 2 місяці тому +1

    ବହୁତ ସୁନ୍ଦର ଲାଗିଲା

  • @lochansahu525
    @lochansahu525 2 місяці тому

    Sir cotton plant pai video karanti p
    Please sir

  • @radhakrishnasrcreation9474
    @radhakrishnasrcreation9474 2 місяці тому

    Sir Nasha dele dhana re kemiti haba

    • @krushisampada
      @krushisampada  2 місяці тому

      ଭଲ ହେବ ଏକର ପ୍ରତି 5kg

  • @lochansahu525
    @lochansahu525 2 місяці тому

    Drumstick tree pai video karantu sir

  • @EliyoSanta
    @EliyoSanta 2 місяці тому

    Sir dhaana chita bishayare tike kuhantu

    • @krushisampada
      @krushisampada  2 місяці тому

      ଚିତା କଣ

    • @EliyoSanta
      @EliyoSanta 2 місяці тому

      Sir dhaana gachhaku pokamane khaideuchhanti jahaphalare ki gachha total white dekhajauchi taku aama area language re chitaboli kahu

  • @SUBHAMCHHATRIA-ef6dc
    @SUBHAMCHHATRIA-ef6dc 2 місяці тому

    Nice video sir

  • @monajRout-ie1tv
    @monajRout-ie1tv 2 місяці тому +5

    ସାରେ ନମସ୍କାର ରୋଇବାର କୋଡ଼ିଏ ଦିନ ହେଲାଣି ଭାବୁଛି ପିଲସାର ନାନୋ ୟୁରିଆ spray କରିବି ଠିକ ହଵ ନା ନାହିଁ କହିବ ।

    • @krushisampada
      @krushisampada  2 місяці тому +9

      ପିଲ ସାର ରେ urea ଏକର ପ୍ରତି 35kg ଓ Sagarika Z+++ 10kg ମିଶାଇ ପ୍ରୟୋଗ କରନ୍ତୁ।Nano urea ରେ ମାତ୍ର 4% Niteogen ରହିଛି।

    • @monajRout-ie1tv
      @monajRout-ie1tv 2 місяці тому +1

      @@krushisampada TQ sir.

    • @GajindraMahaling
      @GajindraMahaling 2 місяці тому

      Musa mariba par osadha kahun sri

    • @Nalujhily
      @Nalujhily Місяць тому

      ସାରେ ଧାନ ବାହାରିଲାଣି କିନ୍ତୁ ଗନ୍ଧିପୋକ ଲାଗିଲାଣି ସାରେ କୋଉ ଔଷଧ ପ୍ରୟୋଗ କରାଯିବ ଆପଣ ଦୟାକରି କହିବେ

  • @balichan7910
    @balichan7910 2 місяці тому

    Plz sar dhana ruha hai 21 dina helani ki ki sara dele dhana pila beshi aniba

    • @krushisampada
      @krushisampada  2 місяці тому +1

      ପିଲ ସାର ହିସାବରେ urea ଏକର ପ୍ରତି 35kg ସହିତ Sagarika 10kg ମିଶାଇ ପ୍ରୟୋଗ କରନ୍ତୁ

  • @agricultureislife2024
    @agricultureislife2024 2 місяці тому

    Groundnut chasa pain vedio banantu sir please

  • @anilsenapati7317
    @anilsenapati7317 2 місяці тому +1

    Sir widnash ghasa maraa ruara kete din pare prayog kariba

    • @krushisampada
      @krushisampada  2 місяці тому

      ଧାନ ରୋଇବାର 25-30 ଦିନରେ ଏକର ପ୍ରତି 500gm ହିସାବରେ ସ୍ପ୍ରେ କରନ୍ତୁ

  • @buluawain1360
    @buluawain1360 2 місяці тому

    .ସାର୍ ନମସ୍କାର ଆପଣଙ୍କ ର କଥା କହିବା ସରଳୀ ବହୁତ ସୁନ୍ଦର ମୁଁ ଗଞ୍ଜାମ ଜିଲା ଆସିକା ରୁ ଭିଡ଼ିଓ ଟି ଦେଖୁଚି 🙏👍

  • @KHANA-TASTY-TASTY
    @KHANA-TASTY-TASTY 2 місяці тому

    Au Tipo Sukhiba pilo dova pae acr proti 10kg urea sohito medicine b marichi

    • @krushisampada
      @krushisampada  2 місяці тому

      Potash ସାର ୧୨kg ପ୍ରୟୋଗ କରନ୍ତୁ

  • @HarekrushnaMajhi-wm2dd
    @HarekrushnaMajhi-wm2dd 2 місяці тому

    ଚକଡା ରୋଗ ର ସିମଟମ୍ କଣ ଓ ତାର ଉପଚାର

  • @vickyjena7804
    @vickyjena7804 2 місяці тому

    Bahut bhala lagila sir🙏

    • @krushisampada
      @krushisampada  2 місяці тому

      Thank you

    • @pratapchandramahanand1405
      @pratapchandramahanand1405 2 місяці тому

      ​@@krushisampadasir conica both blb and flb ku kama deba ki. Jadi deba ni tahele both infection pain single medicine kn. Aau sir blight medicine re blast medicine and insecticide misei ki spray kari pariba ki. Please suggest me sir.🙏

  • @ManasRout-gr4qb
    @ManasRout-gr4qb 2 місяці тому

    sir ribozome gr 5kgia taku dele dhan gachare kan heba

  • @tapansatapathy9975
    @tapansatapathy9975 2 місяці тому

    Sir namaskar 🙏.apanko ehi channel jogun bohut loko benifit pauchanti se bhitaru mu bi jone.Sir moro gote question ame blb lagile preventive bhabe kou medicine deba pls comment.Au gote kotha mu coc spray korithili moro gacho ro potro sabu podigola bholi dekhagola kahinki.

  • @biswambarbaliarsingh3549
    @biswambarbaliarsingh3549 2 місяці тому

    ସାର ଅତି ସୁନ୍ଦର ଭିଡ଼ିଓ , ସାର କଲରା ଚାଷ ରେ NPK ଆଗୁଆ ଦେବା ନା humic acid ଆଗୁଆ ଦେବା ।

    • @krushisampada
      @krushisampada  2 місяці тому +1

      ଆଗ NPK ଦିଅନ୍ତୁ ତ ପରେ JIVRAS ସ୍ପ୍ରେ କରନ୍ତୁ।

  • @PrasantaManahira
    @PrasantaManahira 2 місяці тому

    Sir basal dose re Sagarika z++ gromor 28 28 0 potas sahita dei pariba ki

    • @krushisampada
      @krushisampada  2 місяці тому +1

      ହଁ ମିଶାଇ ପ୍ରୟୋଗ କରନ୍ତୁ

  • @jitendrakumarnayak4132
    @jitendrakumarnayak4132 2 місяці тому

    ମାଟି କତେ ସମୟରେ ସାର ଗ୍ରହଣ କରେ

    • @krushisampada
      @krushisampada  2 місяці тому

      ଏହା ମାଟିର ଅମ୍ଳତା ଓ ମାଟି ରେ ଥିବା ଉପକାରୀ ଜୀବାଣୁ ଙ୍କ ସଂଖ୍ୟା ଉପରେ ନିର୍ଭର କରିଥାଏ।
      ତଥାପି 2-5 ଘଣ୍ଟା ମଧ୍ୟରେ ଗ୍ରହଣ କରିଥାଏ।

  • @debasishnayak7237
    @debasishnayak7237 2 місяці тому

    ସାର ନମସ୍କାର, ଧାନ ଗୋବରି ପାଣିରେ ବୁଡି ଯାଇଛି ,ଧାନ ମାସକର ହୋଇ ଯାଇଥିଲା ,ସାର ପଡିଥିଲା ,ପାଣି ଛାଡିଲା ପରେ କି ପଦଖେପ ନେବୁ ଓ କି ଔଷଧ ପକାଇବା ଦୟାକରି କହିବେ ଆଞା

    • @krushisampada
      @krushisampada  2 місяці тому

      Urea ଏକର ପ୍ରତି 30kg, potash 15kg Biovita 8kg ପ୍ରୟୋଗ କରନ୍ତୁ।

  • @sibanisenapati2610
    @sibanisenapati2610 2 місяці тому

    ନମସ୍କାର ଆଜ୍ଞା, ମୋର ଧାନ ଖଳି ଖାଇ ଯାଇଛି କଣ କଲେ ହବ

  • @armancapital8018
    @armancapital8018 2 місяці тому

    ଆମ ଆଡେ ଏହାକୁ BLB କହିଥାଉଁ।BLUCOPER + plantomycin ସ୍ପ୍ରେ କରି ଥାଉଁ

  • @lugunparivar8998
    @lugunparivar8998 2 місяці тому

    Desi medicine kuhontu

    • @krushisampada
      @krushisampada  2 місяці тому

      10lit ପାଣିରେ 2kg ସଜ ଗୋବର ଖତ ମିଶାଇ ଛାଣି ସ୍ପ୍ରେ କରନ୍ତୁ

  • @KishanlalRana-t4i
    @KishanlalRana-t4i 2 місяці тому

    Good evening sir
    Dhan ga6 kana dele moto heba sir tk kahun

    • @krushisampada
      @krushisampada  2 місяці тому

      ua-cam.com/video/lQsEp8YRbFA/v-deo.html

  • @StatusWorld-hc6gw
    @StatusWorld-hc6gw 2 місяці тому

    ପିଲ ସାର ରେ ପଟାସ କେତେ ଦେବା

  • @kshirod1993
    @kshirod1993 2 місяці тому

    ସାର୍ ନମସ୍କାର ଜମିରେ ସାର ପ୍ରୟୋଗ କରିଥିଲି ବର୍ଷା ଧୋଇନେଇଗଲ ରୋଇବାର 18ଦିନରେ ମୂଳ ସାର ହିସାବରେ ଗୋଟେ ଜମିରେ ଖତ ଲାଗଇନି ବୋଲି ଗଛ ପିଲ ଦେଉନି ଆଉ ମୂଳ ସାର ର କେତେ ଦିନ ପରେ ପିଲ ସାର ପ୍ରୟୋଗ କରିବି କୁହନ୍ତୁ ଆଉ କଣ ଦେବି ସାର

  • @budhiakraska5952
    @budhiakraska5952 2 місяці тому

    ସାର୍ ଧାନ ରୁଆ 5 ଦିନ ମଧ୍ୟରେ ବିଲ ରେ ଶିଉଳି ହୋଇ ଯାଇଛି ତାହାର ପ୍ରତିକାର କ'ଣ

  • @RohitPatel-mi7bl
    @RohitPatel-mi7bl 2 місяці тому

    Sir namaskar Aakhu chasha bisayare vidio tia banantu please sir

  • @soumyaranjanbaral2675
    @soumyaranjanbaral2675 2 місяці тому

    ସାରେ ନମସ୍କାର ରୋଈବାର ୮ ଦିନ ହେଲାଣି ମୂଳ ସାର ଦିଆଯାଇ‌ ନାହିଁ ବର୍ତମାନ କଣ କଣ ସାର ଦିଆଯିବ

    • @krushisampada
      @krushisampada  2 місяці тому

      ମୂଳ ସାର ଦିଅନ୍ତୁ।DAP ଏକର ପ୍ରତି 35kg ଓ potash 17kg

  • @vickyjena7804
    @vickyjena7804 2 місяці тому

    sir mu pila sara already dei sarichi, Humic fulvic acid dokan ru na milibaru ,online re late re pahanchila, ebe taku sand re miseiki prayog kari paribi ki nai sir ? Please reply sir 🙏

    • @krushisampada
      @krushisampada  2 місяці тому +1

      ହଁ ବାଲିରେ ମିଶାଇ ପ୍ରୟୋଗ କରନ୍ତୁ

    • @vickyjena7804
      @vickyjena7804 2 місяці тому

      Thank you sir 🙏​@@krushisampada

  • @SantoshPanda-d9i
    @SantoshPanda-d9i 2 місяці тому

    ଜୟ ଶ୍ରୀଜଗନ୍ନାଥ..
    ଆଜ୍ଞା ଧାନ ରୁଆ‌ ହେବାର ୧୬/୧୭ ଦିନ ହୋଇଗଲାଣି.... ବର୍ତ୍ତମାନ କେଉଁ ସାର କେତେ ପରିମାଣରେ ପକେଇବି ???

    • @krushisampada
      @krushisampada  2 місяці тому +1

      ମୂଳ ସାର ଯଦି ପ୍ରୟୋଗ କରିଛନ୍ତି ତେବେ ପିଲ ସାର 20ଦିନରେ ପ୍ରୟୋଗ କରନ୍ତୁ।urea ଏକର ପ୍ରତି 30-35kg ସହିତ Sagarika 10kg ହିସାବରେ ପ୍ରୟୋଗ କରନ୍ତୁ

    • @SantoshPanda-d9i
      @SantoshPanda-d9i 2 місяці тому

      @@krushisampada ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା....

  • @srikantasabata6416
    @srikantasabata6416 2 місяці тому

    Urea kebe debu

    • @krushisampada
      @krushisampada  2 місяці тому

      ପିଲ ସାର ରେ ଧାନ ରୋଇବାର 18-20 ଦିନରେ ଏକର ପ୍ରତି 30-35kg urea ସହିତ Sa garika 10kg ସହିତ ମିଶାଇ ପ୍ରୟୋଗ କରନ୍ତୁ।

  • @diluaparida-rx1wz
    @diluaparida-rx1wz 2 місяці тому

    Sar ପାଣି ରହୁଥିବାରୁ ସାର ପକେଇ ହ ଉ ନାହିଁ। କଣ କରିବା। ଷିଉଳି ହ ଉ ଛି।

    • @krushisampada
      @krushisampada  2 місяці тому

      ପାଣି କାଟି ଦିଅନ୍ତୁ।Copper oxychloride 50%WP lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ

  • @dipitanayak8432
    @dipitanayak8432 2 місяці тому

    Sir ନମସ୍କାର ଆପଣଙ୍କ ଫୋନ ନମ୍ବର ଦରକାର ଦୟାକରି ଦିଅନ୍ତୁ ଆପଣଙ୍କ ଉପଦେ ଶ ଦରକାର

  • @rohonmagura8428
    @rohonmagura8428 2 місяці тому

    Pan chasa video kara

  • @akshayakumarbehera7765
    @akshayakumarbehera7765 2 місяці тому +1

    ପିଲ ସାର 30 ଦିନ ପରେ ଦେଲେ ହେବ କି

    • @krushisampada
      @krushisampada  2 місяці тому

      20-22 ଦିନରେ ଦିଆଯାଏ।ବର୍ତମାନ ଦିଅନ୍ତୁ

  • @puspabehera6281
    @puspabehera6281 2 місяці тому

    ବହୁତ୍ ସୁନ୍ଦର ଲାଗିଲା sir

  • @nirmalnayak5103
    @nirmalnayak5103 2 місяці тому

    Such type of informations are accential time to time.

  • @srinathkar1438
    @srinathkar1438 11 днів тому

    Bliching paodar pura jamire chinhi haba ki

    • @krushisampada
      @krushisampada  11 днів тому

      ନା ଏକର ପ୍ରତି 4 kg କୁ କନା ରେ ବାନ୍ଧି ପାଣି chhanel ରେ ରଖି ଜଳସେଚନ କରନ୍ତୁ