Important spray at Paddy Booting stage ଧାନ ଗର୍ଭ ଅବସ୍ଥାରେ 2ଟି Imortant ସ୍ପ୍ରେ
Вставка
- Опубліковано 19 вер 2024
- Fertilizer Management at Paddy Booting stage
Which fertilizer is best at Paddy Booting stage
Which micronutrient can spray at Paddy Booting stage
Disease management at Paddy Booting stage
Best' fungicide spray at Paddy Booting stage
ଧାନ ଗର୍ଭ ଅବସ୍ଥାରେ 2ଟି Imortant ସ୍ପ୍ରେ
Welcome To Our UA-cam Channel KRUSHI SAMPADA
Krushi Sampada UA-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank you
Krushi Sampada
#odia #krushisampada #paddybootingstage
ଧାନର ଥୋଡ ସାର
• ଧାନର ଶେଷ ଡୋଜ ସାର ଥୋଡ ସ...
ମୂଷା ପାଇଁ ଗୋଟିଏ ଥୋପ
• Rodent control in Rice...
ସବୁଠାରୁ ଶସ୍ତା କୀଟନାଶକନିମ୍ବ ତେଲ
• Neem oil ସବୁଠାରୁ ଶସ୍ତା...
ଧାନ ର ପତ୍ର ଛଦା ପୋଡ଼ା ରୋଗ
• Sheath Blight of Rice ...
ବହୁତ ବହୁତ ଧନ୍ୟବାଦ ସାର୍ ଆପଣଙ୍କ ଭିଡିଓ ରୁ ବହୁତ କିଛି ଶିଖିବାକୁ ମିଳୁଛି ।
ବହୁତ୍ ଧନ୍ୟବାଦ୍ sir ଆପଣଙ୍କ ଉପସ୍ଥାପନ କରିବା ଶୈଳୀ ବହୁତ ସୁନ୍ଦର ଏବଂ ବୁଝିହେବା ଭଳି। ମୁଁ ମୋର ଖେତ ରେ ଜୈବିକ ଓ ରାସାୟନିକ ସାର ଆପଣଙ୍କ କହିବା ଅନୁଯାୟୀ ପ୍ରୟୋଗ କରିଛି କିନ୍ତୁ ଏବେ ଧାନ ଗଛ ର ଉପର ଭାଗ ଧଳା ଧଳା ହେଇକି ସୁଖୀ ଯାଉଛି kn karibi sir
ସାର ନମସ୍କାର। ଧାନ ରେ ପତ୍ର ପୋଡା ଲାଗିଥିଲା cuper oxicloride + spetrocline ପଡିଥିଲା ।ଧାନ ୪୫ ଦିନ ହୋଇଛି । zinc ଓ ସାଗରିକା liquid ପକାଇପାରିବା କି ଗଛ ସବୁଜ ହେବା ପାଇଁ
ସଜନା ଗଛ ରେ ଅଧୀକ ସଜନା ପାଇଁ ଗୋଟିଏ ଭିଡିଓ ବନାନ୍ତୁ l
Super sir
Thank you
Sir namaskar 🙏
ଆପଣଙ୍କ କହିବା ଅନୁସାରେ ପିଲ ସାର ରେ 30-35kg urea ସହିତ ସାଗରିକା z++ 10kg ପ୍ରୟୋଗ କରିଥିଲି
ଏବେ ରୁଆ ର 35 ଦିନ ହୋଇଗଲାଣି ଏବେ କଣ ପ୍ରୟୋଗ କରାହେବ ?
Lanka phasala ra vhairash niyatrana vidio bana sir
sir nilgiri (eucalyptus )tree ro kemiti kn saro debaro complete biborini ro gote video bonantu
ପ୍ଲିଜ୍ sir
Sir 0 52 34,boron dina bela sprey karile asubidha achi ki, uparabela time adhika miluni Sandhya jaldi heuchi.
Sir namaskar 🙏 sir dhano gacho Bahut badhi jai chi kintu abe gacho ro colour change hei jaichi abe kn saro dele ba auu kn dele sabu thu bhala habo tike jonei be?
Sir drone spray kariba bhala heba .drone spray babadera kuhantu.bhala na kharap
Sar namaskar
Shyamala sar,mania sar dele kenta heba
Sir hb DAP ସାର hb କନକ + ଧାନ ରେ dla hb plz tk khihba
ଆଜ୍ଞା, ମୁଁ vestiges moss and agri gold ପ୍ରୟୋଗ କରୁଛି
Thank you
Sir fullgovi ra top verity kuhantu
ସାରବରନ୍ ଓଏନ୍ ଟିକେ କୁକଣମିଶେଇଦେଇହେବନାଇ
Nice advice
Thanks
Matia.gundi.pain.ki.bisa.diajiba
Sir namaskar jamire chingudia dala heichhi tike upaya bateibeki
ଜମି ରୁ ପାଣି କାଟି ଦିଅନ୍ତୁ।2,4D Ethyl Easter 38%EC drum ପ୍ରତି 30ml ସହିତ Almix drum ପ୍ରତି 1gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
ଧାନ ରୋଇବାର 25-30ଦିନରେ ଏହାକୁ ସ୍ପ୍ରେ କରନ୍ତୁ
@@krushisampada sir ases ases dhanyawad
Sir amonia sara dele haba
Sir ama kendrapara district re kouthi chasinku unnata manara bihana au trening kouthi tk Katie please
Kahibe please
Sir tractor upare subsidy kana kemiti rahuchi kipari apply kariba subsidy pai tractor kiniba purbaru kana kariba video dote banantu🙏🙏🙏
ନିଶ୍ଚିନ୍ତ
@@krushisampada thank you banantu sir
Sir, last year I have watched your video about the uses of FITKARI ALUM in paddy field.
It may work but very harmful to soil in long-run.
Sir, so I request you reconsider regarding that video.
It can be used in salaine soil , It is discussed clearly in this vedio
@@krushisampadaSir I am talking about excess aluminium. Because alluminium is not needed by plants.
Hexaconazole 75+validamycin kamadeb ki nai tike kahibe sir
ହଁ କାମ ଦେବ
Npk, boran , sahita kitanasak misae prayog kari heba k sir
Dhanzaimgold garbha samay are dele chalbake, npk pari kam deba k
ଅଲଗା ସ୍ପ୍ରେ କଲେ ଅଧିକ ଫାଇଦା ମିଳିଥାଏ
Sir 🙏 n p k or kitnasak ku misai mari pariba
ହଁ ମିଶାଇ ସ୍ପ୍ରେ କରି ପାରିବେ।ଅଲଗା ସ୍ପ୍ରେ କଲେ ଅଧିକ ଫାଇଦା ମିଳିବ
Sir azoxystobin au tubeconazole debe hebe ki nai
ହଁ ହେବ
Sathika samayare video to anithibaru dhanyabad sir.sir ehi third dose Sara re 1 ekara Prato uria 20 kg pottash 20 kg boron 1 pocket sahita fettera 1 pocket pakeiparibi ki?jadi pakeibi ta hele npk aau boron spray kariba abasyaka ki sir? Sir apanankara contact no deiparibe ki sir.
ଥୋଡ ସାର ରେ Boron ଅଣୁସାର କୁ ମାଟିରେ ପ୍ରୟୋଗ ନ କରି ସ୍ପ୍ରେ କରନ୍ତୁ।
Boron 20% lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।ସାର ଓ Ferterra ଠିକ୍ ଅଛି।
Sir NPK 13:00:45 dhanara kau samayre spray kariba katha
ଥୋଡ ଅବସ୍ଥାରେ ସ୍ପ୍ରେ କରନ୍ତୁ
Sir npk 52.34 born sa pexalon mesaiki deihabana
ଅଲଗା ସ୍ପ୍ରେ କରନ୍ତୁ ଅଧିକ ଫାଇଦା ମିଳିବ
@@krushisampada kn spray kariba
Dayakari replay diantu sir.
Sir ଧାନ ଗଛର ପିଲ ପାଇଁ କେଉଁ ସାର ପକେଇବା
Urea ଏକର ପ୍ରତି 30-35kg ସହିତ Sagarika Z+++ 10kg ମିଶାଇ ପ୍ରୟୋଗ କରନ୍ତୁ
Third dose zinc dele heba ki nai sir
ନା ଆଉ zinc ଦେଇ ଲାଭ ନାହିଁ
ସାର୍ ଧାନ ଗଛ ଗର୍ଭାବସ୍ଥାରେ ଫଙ୍ଗିସାଇଡ costodia, ଦେଇ ପାରିବା କି ନାହିଁ ଜଣେଇବେ
ହଁ lit ପ୍ରତି 1.5ml ହିସାବରେ ସ୍ପ୍ରେ କରନ୍ତୁ
sir 3rd dose re acre prati 20kg urea and 5 kg mop potash deuchi hobo ki.
Potash ସାର ଆଉ 5-7kg ପ୍ରୟୋଗ କରିବାର ଥିଲା
Uria
Sir ଧାନ ରେ କାଣ୍ଡ ବିନ୍ଧା ଲାଗୁଛି କୋଉଟା ଦେବି
Coragen drum ପ୍ରତି 7ml ବା
Caldan drum ପ୍ରତି 30gm ବା
Takumi drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।
Profenophos kama deba ki nai
ନା
Bangi poka laguchanti sir ki medicine debi
Humid acid
Thank you
ସାହୁ ଆଜ୍ଞା ନମସ୍କାର 🙏🙏🙏 ନୂଆଁଖାଇ ଜୁହାର 🙏🙏🙏,ମୋର ଧାନ ରେ ଲଟାମରା ଦେଇଛି ଧାନର ଅଗ୍ରଭାଗ ହଲଦିଆ ହୋଇ ଯାଇଛି ତାର ନିରାକରଣର ଟିକେ ବତାନ୍ତୁ
Sagarika Z ଏକର ପ୍ରତି 10kg ସହିତ urea 25kg ପ୍ରୟୋଗ କରନ୍ତୁ।
ଜୁହାର
Sara pakeibara ketedina pare spray Karibi sir.Aau Sara re fettera pakeila pare bi pungyside Ku spray Karina nihati abasyaka ki sir.
@@krushisampadasir 🙏. Mor coconut tree re flower bahari sukhi jauchi. First time flower dauchi. Please suggest me sir 🙏
ମୁଁ ତ akar ପ୍ରତି ଥୋଡ଼ ସାର ୟୁରିଆ 10 kg ପଟାସ 5 kg ଦଉଛି
ଅଧିକ ଦେବା ଆବଶ୍ୟକ ଅଛି
@@krushisampada ଆପଙ୍କ କଥା ଅନୁଯାୟୀ ମୁଁ ଆଜି boron ଆଣିଛି ଥୋଡ଼ ସାର ରେ ପକେଇବା ପାଇଁ
ମୁଁ କଳା ଚମ୍ପା ଧାନ 7 akar au 1017 ଧାନ 3 akar କରିଛି
ଦୟାକରି କହିବେ ମୁଁ କେବେ ଥୋଡ଼ ସାର ପକାଇବି
ଆଜ୍ଞା ମୋର ପତ୍ର ପୋଡା ରୋଗ ହେଇଥିଲା ମୁଁ କୋନିକା ସ୍ପ୍ରେ କରିଛି ଆଉ ଫଙ୍ଗି ସାଇଟ ସ୍ପ୍ରେ କରିବାକୁ ପଡିବ କି
7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ
ସାର 🙏 ଆପଣଙ୍କ ଫୋନ ନଂ ଟିକେ ଦିଅନ୍ତୁ @@krushisampada
N P K 00 00 50 spray karuchu
ଧାନ କ୍ଷୀର ଢୋକିବା ସମୟ ରେ ଏହାକୁ ପ୍ରୟୋଗ କଲେ ଧାନ ଆଗାଡ଼ି ହେବ ନାହିଁ
ସାର୍ 00:52:34 + ବୋରନ ସାଥିରେ caldan ମିକ୍ସ କଲେ ଚଳିବ କି?
ହଁ ମିଶାଇ ପାରିବେ
Apka.mobail.nibar..comments.chia