Agya apna mate coment koruthhile Banda koridele mu phsigani agia prophex supare,10ml, ches,15g, Blu copar,60g, stepromaysin, 2g, misei sprekorithhini sabu dhano kenda patro jali gala coujinisata problem mubujhi paruni ai ta ku dhri por por lagikina 3thr phsigali Daya Cori mate tike mobail nobre tike diontu katha hemi tinithr hela apnak pro sesre mu chasa karuchhi c kintu
ସାର୍ ସହଭାଗି ଧାନ ଏଥର ଚାଷ କରିଛି, ଭଲ ହେଇଛି କିନ୍ତୁ ସାର୍ ଅମଳ କେତେ ଆସିବ ଏକର ପ୍ରତି,
sirr
Nice video
But
Mo ଭିଲ ରେ ହଇଚି ସାର୍ ଏଇ ରଗୋ ମୁଁ କଣ କରେ
Very nice 👌🙏
Sir apananka kahiba , bahut sunder🙏
Thank you
Bahut sundar video brother 🌹🙏
ଧନ୍ୟବାଦ
@@krushisampada sabu bele apana bahut sundar video banantu
Patara pada re ki sia saro prayaga kale bhala heba
Trico-supreme dele vala heba ki
Nativo pakaebara kete samaya pare parsa held kamadaba
Rua dhanare ghasa mara medicine kautha daba sir
Sir
Mahisa rago pain keu medicine proyaga kariba abasyaka sir
Sir dhan baharisarla pare 6gudia puka basuchhe Desi upchar
Sir Patra poda type re gote roga totally katunahi
Phatra dala hele kana ohshada prayaga Kariba.
Patra poda. Rogaku ki. Ki. Medicine. Bebhahara. Karajib
Hexaconazol 5sc medicine re control heipari ba ki
Hexaconazole 5% SC ଏକର ପ୍ରତି 200-250ml ବା lit ପ୍ରତି 2ml ହିସାବରେ ସ୍ପ୍ରେ କଲେ ଧାନ ଫସଲର ପତ୍ରଛଦା ପୋଡ଼ା ରୋଗ ଓ ମହିସା ରୋଗ କୁ ନୀୟନ୍ତ୍ରଣ କରାଯାଇଥାଏ।
@@krushisampada how to control blb in paddy in flowering stage
Mahisha roga start heuchi angya kana dele bhala heba
Video ରେ ଔଷଧ ଦିଆଯାଇଛି
@@krushisampadafungus au bacteria re kau ushadha kama deba
Good tips
Namaskar sir. Apana OUAT re faculty achanti ki?
sir, iffco sagarika and biozyme same products
ସମାନ organic ସାର କିନ୍ତୁ ଅଲଗା ଅଲଗା company ଓ seaweed extract % ଅଲଗା ହୋଇଥାଏ।
Mahisa raga pain kan maedicini pakaiba
Video ରେ ସବୁ medicine ଅଛି
sir ୪୦ ଦିନର ଧାନରେ ପତ୍ର ପୋଡ଼ା ଲାଗି ଗଛ ପୋଡ଼ି ଯାଇଥିଲା ,ପତ୍ର ପୋଡ଼ା ଔଷଧ ପକାଇବା ପରେ କଣ ପକାଇଲେ ପତ୍ର ସବୁଜ ହେବ
biozyme kou samayare prayag karajiba
ଧାନ ରୋଇବାର 15-20 ଦିନରେ ପ୍ରାୟୋଗ କରାଯାଏ।
Sir Gandhi poka na lagiba pain Kan Kariba
Abe Mora dhana thoda abastare achhi
ଗୋଟିଏ କନା ରେ 5ଟି ଗେଣ୍ଡା ବାନ୍ଧି ନେଇ ଛେଚି ଦିଅନ୍ତୁ।ପାଣିରେ 2ଦିନ କନା କୁ ବୁଡାଇ ରଖିଲେ ଏହା ପଚି ଯିବ।ତାପରେ ଏହାକୁ ଧାନ ଗଛ ଉଚ୍ଚତାରେ ବାଡ଼ି ରେ ବାନ୍ଧି ଝୁଲାଇ ଦିଅନ୍ତୁ ।ଏକର ପ୍ରତି 7-8 ଟି ସ୍ଥାନରେ ଝୁଲାଇ ରଖିଲେ ଗନ୍ଧି ପୋକ ଏହି ବାସ୍ନା କୁ ଆକର୍ଷିତ ହୋଇ ଆସିବେ ଓ ଫସଲର କ୍ଷତି ହେବ ନାହଁ।
Sir, bila vitare tangiba na hudare
@@rakeshkumarnayak4407 ବିଲ ମଧ୍ୟରେ
Sair, ନମସ୍କାର ମୋ ଜମି ରେ Histaconazol ଆଉ Validamysine ଦେଇଛି କିଛି ଅସୁବିଧା ହେବ କି।
ନା କିଛି ଅସୁବିଧା ନାହିଁ
Siar apaka phano diyntu
Dhano gocho ro ago jolijauchi tika tika chinho heuchi gocho bangora heijauchi,kou biso poka jibo
Photo ପଠାନ୍ତୁ
Kemiti photo send kari heba sir
Mahia roga medisin sir
ମହିଷା ରୋଗ ପାଇଁ Tricyclazole 75% WP lit ପ୍ରତି 1gm ବା Hexaconazole 5% EC lit ପ୍ରତି 1ml ବା NATIVO lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ।
ua-cam.com/video/aSEh4jfSeis/v-deo.html
Agya apna mate coment koruthhile Banda koridele mu phsigani agia prophex supare,10ml, ches,15g, Blu copar,60g, stepromaysin, 2g, misei sprekorithhini sabu dhano kenda patro jali gala coujinisata problem mubujhi paruni ai ta ku dhri por por lagikina 3thr phsigali Daya Cori mate tike mobail nobre tike diontu katha hemi tinithr hela apnak pro sesre mu chasa karuchhi c kintu
Mu 4dsimil ku 100 kg katuchhi ai bhul paya agadi bhuta huchhi
7008498896
ଦୁଇଟା ଔଷଧ କୁ ସ୍ପ୍ରେ କରିପାରିବା କି ନାହିଁ sir
Dhana Patra nali padijaichi , please medicine kuhantu.
ଧାନ ଫସଲରେ ଜୀବାଣୁ ଜନିତ ପତ୍ରପୋଡ଼ା ରୋଗ ଲାଗିଛି
ଏହାକୁ ପରିଚାଳନା କରିବା ପାଇଁ potash ସାର ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine 1gm ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
@@krushisampada sir medicine dose 1 acre pain ta?
@@ranjan5893 ଏକର ପ୍ରତି Copper oxychloride 500gm ଓ Plantomycine 150gm ।ଏକର ପ୍ରତି 150lit ପାଣି ବ୍ୟବହାର କରନ୍ତୁ।
@@krushisampada Thank you sir
Sir patar pudara Desi upchar
10 lit ପାଣିରେ 2kg ସଜ ଗୋବର ମିଶାଇ ଛାଣି ସ୍ପ୍ରେ କରନ୍ତୁ।
ସାର ଆମ୍ବ ଗଛ ବିଷୟରେ କିଛି ବିଡ଼ିଓ ଛାଡ଼ନ୍ତୁ
L😊
🇧🇲🇨🇰🇧🇲plllll
Ll
L
Lll
L
Lll
L
P
L
Dhana patra tamba barna dekha galani sar kana karibu
ଜୀବାଣୁ ଜନିତ ପତ୍ରପୋଡ଼ା ରୋଗ ଲାଗୁଛି।ଏକର ପ୍ରତି 15kg potash ସାର ପ୍ରାୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ plantomycine 1gm ମିଶାଇ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
Kay kishan
Hi sir
Good morning
ପତ୍ର ରେ ଧଲାଦଗ ହେଉଛି କଣ ଦେବା
ଧାନ ଫସଲର ପତ୍ର ମୋଡା ପୋକ ଲାଗିଛି।
ଏହି ପତ୍ର ମୋଡା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଜମି ରୁ ପାଣି କାଟି ଦିଅନ୍ତୁ।
Cartap hydrochloride 50%SP lit ପ୍ରତି 2gm ସହିତ Emamectin Benzoite 5%SG lit ପ୍ରତି 0.5gm ହିସାବରେ ମିଶାଇ ସ୍ପ୍ରେ କରନ୍ତୁ।
କିମ୍ବା
Chlorontraniliprole 18.5%SC drum ପ୍ରତି 6-7ml ବା
Vayego ଏକର ପ୍ରତି 100-120ml ବା Incipio ଏକର ପ୍ରତି 120ml କିମା
Chloropyriphos 50%+Cypermethrin 5%EC lit ପ୍ରତି 2ml ବା
Fipronil 5%SC lit ପ୍ରତି 2ml
ବା Flubendiamide 20%WG drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।
ଜୈବିକ ସାର BIOZYME ବା BIOVITA ଏକର ପ୍ରତି 8-10kg ସହିତ Potash 12kg ମିଶାଇ ପ୍ରୟୋଗ କରନ୍ତୁ।
Dhanapatrahouchi
ଆପଣ କହୁଛନ୍ତି nitrogen ବିଲରେ କାମ କରୁଥିବା ଲୋକ ବୁଝିବନି ସାର ନା ଟା କହିଲେ ଭଲ ହେବ
Urea ସାର
Dhana gacho nalie
ମୁଁଏକଫୋଟଫଠଇଛିପତର୍ପୋଢାରୋଗଲାଗିଛି କୀ
Mate contact number darkar sir
Mobile no sir diantu
ମହିଶା ଓ ମୂଳସଡ ରୋଗ ପାଇଁ ଗୋଟିଏ ଓଷାଧ କହିବେକି
ହଁ ଗୋଟିଏ ଔଷଧ ସ୍ପ୍ରେ କରନ୍ତୁ