ଧାନ ପତ୍ର ହଳଦିଆ ହେଉଛି କି? // ଧାନ ପତ୍ର ଲାଲ୍ ହେଉଥିଲେ// blast control tricks in paddy cultivation

Поділитися
Вставка
  • Опубліковано 9 лис 2024

КОМЕНТАРІ • 38

  • @tikeswarpadhan6084
    @tikeswarpadhan6084 14 днів тому

    Sir dhan baharu chhe ken medicine dele heba

  • @pratapchandramahanand1405
    @pratapchandramahanand1405 25 днів тому

    Sir thida sar ne b biovita ki humic acid ken si vitamins, zipmite dei pariba ki. Please suggest me sir 🙏

    • @Kurefultv
      @Kurefultv  25 днів тому

      ନମସ୍କାର ଆଜ୍ଞା
      ଏହି ସମୟରେ ଭିଟାମିନ ଦେଲେ ଧାନ ବଢିବ କିନ୍ତୁ ଧାନ କେଣ୍ଡା ବଢିବ ନାହିଁ, ତେଣୁ ନ ଦେଲେ ଭଲ, ଆପଣ ପଟାସ ଦେଇ ପାରିବେ, ଏନ୍ ପି କେ ୦୦:୦୦:୫୦ , ଵୋରନ୍ ଦେଇ ପାରିବେ, ଭିଟାମିନ ଦେଇ ଧାନ ଵଢାନ୍ତୁ ନାହିଁ। ଯଦି ରୁଆ ର ୪୦-୫୦ ଦିନ ହୋଇଛି, ଧାନ ଗର୍ଭଣା ହୋଇନାହିଁ, ତେବେ ଦେଇ ପାରିବେ।

  • @anthonyrosh4445
    @anthonyrosh4445 Місяць тому +1

    Thank you

  • @sanjayabhoi247
    @sanjayabhoi247 Місяць тому +1

    ଆଜ୍ଞା ମୋର ସନମ୍ ଧାନ କେ ତିନ ନମ୍ବର କିସ୍ତି ସାର ଦେମି କେନ କେନ ସାର ଦେଲେ ଭଳ ହେବା ଧାନ ଗଛ ବେଶୀ ପିଲ ନାଇ ଆସବାର ୬ ଦିନ ଆଗରୁ ଧାନ ପତର ଧଳା ରଙ୍ଗର ହେଲା କେ ମେଡିସିନ ଦେଇଛି କିଛି ଅସୁବିଧା ନାହିଁ ହୁଏ ତୋ

    • @Kurefultv
      @Kurefultv  Місяць тому

      ୭-୧୦ ଦିନ ପରେ ଦେଇ ପାରିବେ, ହ୍ଯୁମିକ୍ ଏସିଡ୍ ନହେଲେ ସାଗରିକା, ଏକର ପିଛା ୫-୮ କେଜି ଦିଅନ୍ତୁ

  • @Hmofficial6226
    @Hmofficial6226 Місяць тому +1

    Amar puja dhana gachha patala achhi abe kana dele mota heba please kuhantu

    • @Kurefultv
      @Kurefultv  Місяць тому

      ସାଗରିକା ଦିଅନ୍ତୁ ନହେଲେ ହ୍ଯୁମେଟ୍ ସୁ ଦିଅନ୍ତୁ
      ଏକର ପିଛା ୫-୮ କେଜି

  • @SanjayPatra-j3r
    @SanjayPatra-j3r Місяць тому

    Sir fungicide azostrabin+diffconozole dele heba

    • @Kurefultv
      @Kurefultv  Місяць тому

      ହେବ, ଦେଇ ପାରିବେ

  • @tikimahanta9794
    @tikimahanta9794 Місяць тому

    Sir amara dhan gachha haldia heuchhu kan dele thik heba

    • @Kurefultv
      @Kurefultv  Місяць тому

      ଭିଡିଓ ଲିଙ୍କ୍ ଦେଉଛୁ ତାକୁ କ୍ଲିକ କରି ଦେଖି ପାରିବେ
      ua-cam.com/video/JegjuS2qWBE/v-deo.htmlsi=1WAbfe-dFhqJBSe_

  • @prafullakarmi8694
    @prafullakarmi8694 Місяць тому

    Sir dhan re chakda chakda
    Patar haldia heuchhe
    gachha dabi jau6e
    gachha sadhi jau6e
    E thire kana diaa heba sir...

    • @Sahu-1980
      @Sahu-1980 Місяць тому

      Agyan amar ta b anta heithila mulsadha lagikina apan gachh ghichikari check karan.ame hexaconazole 75 % marlu

    • @Kurefultv
      @Kurefultv  Місяць тому

      ଆଇରନ୍ ସହିତ ମ୍ଯାଗ୍ନେସିୟମ୍ ଦୁଇ କେଜି ଲେଖାଏଁ ମିଶାଇ ଦିଅନ୍ତୁ

  • @jagannath2403
    @jagannath2403 Місяць тому

    Nativo dele heba ki nai pls reply ❤

    • @Kurefultv
      @Kurefultv  Місяць тому

      ଦେଇ ପାରିବେ

  • @mallirajbhatra4836
    @mallirajbhatra4836 Місяць тому

    Dhan gula hela ni sir spray kale heba ki

  • @LabanyaJena-q9s
    @LabanyaJena-q9s Місяць тому

    Custodian+tricyclazole dele hoba ki

    • @Kurefultv
      @Kurefultv  Місяць тому

      ଦେଇ ପାରିବେ

  • @GajindraMahaling
    @GajindraMahaling Місяць тому

    Paxsalon daly chada kay sri

    • @Kurefultv
      @Kurefultv  Місяць тому

      ଏହା ମାଟିଆ ଗୁଣ୍ଡି ପୋକ ପାଇଁ ବ୍ୟବହାର କରାଯାଏ

  • @debasishnayak7237
    @debasishnayak7237 Місяць тому +3

    sir roga ପାଇଁ ଔଷଧ ପଡିଥିଲା ଗଛ ପତ୍ର ସବୁଜ ,ହରାଭରା କରିବା ପାଇଁଁ କଣ ପକାଇବା

    • @Kurefultv
      @Kurefultv  Місяць тому +1

      ହ୍ଯୁମିକ୍ ଏସିଡ୍ ନହେଲେ ଫୁଲ୍ ଵିକ୍ ଏସିଡ୍ ପ୍ରୟୋଗ କରନ୍ତୁ

  • @dhaneswarbagarti4973
    @dhaneswarbagarti4973 Місяць тому

    Sir ମୋର ଧାନ ପତର ଟିପି ଲାଲ ହଉଛେ କେନ୍ତ କର୍ମୀ sir କେନ୍ medicine use କର୍ମୀ

    • @Kurefultv
      @Kurefultv  Місяць тому

      ଆଇରନ୍ ଦୁଇ କେଜି ଓ ମ୍ଯାଗ୍ନେସିୟମ୍ ଦୁଇ କେଜି ଏକର ପିଛା ଦେଇ ପାରିବେ

  • @GusaruRaita
    @GusaruRaita Місяць тому

    ଔଷଧ ଦରକାର କେମିତି ମିଳିବ sir

    • @Kurefultv
      @Kurefultv  Місяць тому

      ଦୋକାନୀଙ୍କ ସହ ସହଯୋଗି ହୋଇ ମଗାନ୍ତୁ

  • @ManoranjanMano-bo4jc
    @ManoranjanMano-bo4jc Місяць тому

    ଧାନ ର ପତ୍ର ଲାଲ ହେଉଛି antracol,chelamin,505 spray କରା ହେଇଛେ ବାକି ନିୟନ୍ତ୍ରଣ ହେଉନି କାନା ପ୍ରୟୋଗ କଲେ 100% cure ହେବା reply quick

    • @Kurefultv
      @Kurefultv  Місяць тому

      ବୋଧହୁଏ ସଵୁ ମିଶାଇ ଦେଇଛନ୍ତି, ସାତ ଦିନ ପରେ ଆଇରନ୍ ୨ କେଜି ଓ ମ୍ଯାଗ୍ନେସିୟମ୍ ଦୁଇ କେଜି ଏକର ପିଛା ଦେଇ ପାରିବେ

  • @HarekrushnaDharua
    @HarekrushnaDharua Місяць тому

    Mui çofar oxyclorit Selina ni chahabarba

  • @GusaruRaita
    @GusaruRaita Місяць тому

    ଆପଣଙ୍କ mobile No ଦିଅନ୍ତୁ sir