Pandian targets Baijayant - Aparajita - Pradeep - Dharmendra | Nirbhay Gumara Katha

Поділитися
Вставка
  • Опубліковано 9 кві 2024
  • Pandian targets Baijayant - Aparajita - Pradeep - Dharmendra | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

КОМЕНТАРІ • 595

  • @ravipatnaik79
    @ravipatnaik79 Місяць тому +79

    "ଯେ ପାଂଚେ ପର ମନ୍ଦ, ତା ମନ୍ଦ କରନ୍ତି ଗୋବିନ୍ଦ" - ଏହା ଚିରନ୍ତନ ସତ୍ୟ ....

  • @bishnucharnrana3282
    @bishnucharnrana3282 Місяць тому +42

    ଧର୍ମେନ୍ଦ୍ର ପ୍ରଧାନ ଦୀର୍ଘ ଦିନରୁ ଓଡ଼ିଶାରେ ବିଜେପିକୁ ଛୋଟା କରି ରଖିବାର ପ୍ରୟାସ ଜାରି ରଖିଛନ୍ତି,ଏହା ଓଡ଼ିଶାବାସୀ ଜାଣିଛନ୍ତି ।

    • @jyotiranjankhadiratna
      @jyotiranjankhadiratna Місяць тому +1

      ଯେଉଁ ମୁଖ୍ୟମନ୍ତ୍ରୀଙ୍କର ନିଜ ବିଧାୟକମାନଙ୍କ ଉପରେ ଭରଷା ନାହିଁ ଓ ଏକ ତାମିଲ ତାଙ୍କର ଭରଷା ଯୋଗ୍ଯ ସେଭଳି ମୁଖ୍ୟମନ୍ତ୍ରୀ ଆମର ଅନାବଶ୍ୟକ ।ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଆ ଅଫିସର ଅଧିକ ଭରଷା ଯୋଗ୍ଯ ।ଏ ଲପପୁ ଝିଙ୍ଗୁର ନବୀନ ପଟ୍ଟନାୟକ ର ଯଦି ଓଡ଼ିଆ ଉପରେ ଭରଷା ନାହିଁ ,ଓଡ଼ିଆ ମାନଙ୍କର ନବୀନ ପଟ୍ଟନାୟକ ଉପରେ ଭରଷା ନାହିଁ। ଶୀଘ୍ର ଭୂତ ଶାସନ ହଟା.ଯାହା ହେଉ ଜନସାଧାରଣ ଆଗ ଅପେକ୍ଷା ଢେର ସଚେତନ ହେଲେଣି l ଓଡିଶା ର ସବୁଆଡେ ଏମିତି ସଚେତନତା ଆସିବା ଉଚିତ l ତେବେ ଯାଇ ଓଡିଶା ଶୀଘ୍ର ଉନ୍ନତି କରିବ lଆଉ ନୁହେଁ ନବୀନ.ଓଡ଼ିଶା ଚାହୁଁଛି ପରିବର୍ତ୍ତନ🪷ପଦ୍ମ ଫୁଟିବ-ଓଡି଼ଶା ହସିବ🪷

    • @rojalisapanda7437
      @rojalisapanda7437 23 дні тому

      Ughbuu-7 uuuu uuuv

    • @rojalisapanda7437
      @rojalisapanda7437 23 дні тому

      Ughbuu-7 uuuu uuuv

    • @rojalisapanda7437
      @rojalisapanda7437 23 дні тому

      Ug uu c

  • @mahakal8756
    @mahakal8756 Місяць тому +20

    ସମସ୍ତେ ଜିତନ୍ତୁ କିନ୍ତୁ ଧର୍ମେନ୍ଦ୍ର ପ୍ରଧାନ ଚୋର ହାରିବା ଦରକାର

  • @manoranjan34680
    @manoranjan34680 Місяць тому +51

    ସାର ନମସ୍କାର, ଏସବୁର ନାଟ୍ୟକାର ହେଲେ ଧର୍ମେନ୍ଦ୍ର ପ୍ରଧାନ, ସେ ଜାଣିପାରୁନାହାନ୍ତି ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ, ଯଦି ଏଥର ବିଜେପି ଓଡ଼ିଶାରେ ସରକାର ନକରିପାରେ ଵା ଲୋକସଭାରେ 15 ରୁ କମ ଆସନ ନ ଆଣିପାରେ ତେବେ ସେଥିପାଇଁ ପ୍ରଧାନବାବୁ ହିଁ ସମ୍ପୂର୍ଣ୍ଣ ଦାୟିରହିବେ, ଧନ୍ୟବାଦ

  • @rameswar3765
    @rameswar3765 Місяць тому +28

    ଘର ଢିଙ୍କି କୁମ୍ଭୀର
    ଘର ଶତୃ ବିଭିଷଣ
    ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ ।

  • @raghumaninayak9593
    @raghumaninayak9593 Місяць тому +11

    ଜୟ ଜଗନ୍ନାଥ, ଜୟ ଶ୍ରୀ ରାମ

  • @RANJITKUMAR-wq4ox
    @RANJITKUMAR-wq4ox Місяць тому +4

    ସତରେ ବିଜେପି ଏଥର ବେଶୀ କିଛି କରିପାରି ବନି କାରଣ ପ୍ରାଥୀ ବାଛିବାରେ ବହୁତବଡ଼ ଭୁଲ!

  • @dillipkumarmahanta1865
    @dillipkumarmahanta1865 Місяць тому +3

    ଆପଣ ନିର୍ଭୟରେ କହୁଛନ୍ତି, ଅଥଚ ଅଦୃଶ୍ୟ ଶକ୍ତିର ନାମଟି କହୁନାହାନ୍ତି କାହିଁକି

  • @user-sl4yh2yt4c
    @user-sl4yh2yt4c Місяць тому +5

    ସାର ନମସ୍କାର, କଥାରେ ଅଛି, ଘଇତା ପଛେ ମରୁ, ସଉତୁଣୀ ରାଣ୍ଡ ହେଉ... "ଗୃହ ଶତ୍ରୁ ବିଭୀଷଣ ହେଲେ କଣ ବା କରାଯାଇପାରେ... ଭୋଟର ଠିକ ପ୍ରାର୍ଥୀଙ୍କୁ ଠିକ ଭୋଟ ଦେବେବୋଲି ଆଶା କରୁଛୁ... ଜୟ ଶ୍ରୀରାମ 🙏🙏🙏

  • @chandannayak9804
    @chandannayak9804 Місяць тому +17

    ସେଥିପାଇଁ ତ ଆଜି ଓଡିଶା BJP ପଛରେ ପଡ଼ିକି ରହିଛି ଯଦି ଜନତା ସଚେତନ ହେବେ ଆଉ କିଛି ଅସୁବିଧା ହେବନି

  • @nirakarasahu8622
    @nirakarasahu8622 Місяць тому +4

    ଏ ସରକାର ବଦଳିବା ଦରକାର

  • @chandrabhanukar15
    @chandrabhanukar15 Місяць тому +52

    B JD ର M p କେନ୍ଦ୍ରରେ କଣ କରିବେ?

    • @pk-xt8km
      @pk-xt8km Місяць тому +4

      Bjp e
      Ra mp..kana karibe .sabu ta modi karibe

    • @mjshorts7012
      @mjshorts7012 Місяць тому +4

      Chudaghasa

    • @maheshpattanayak1798
      @maheshpattanayak1798 Місяць тому +5

      ​@@pk-xt8kmbjd ra MLA kn karibe sabuta pandu kariba

    • @bibhudattanayak1099
      @bibhudattanayak1099 Місяць тому +1

      We the odias having the tendency to sit in back benches

    • @smohanty3507
      @smohanty3507 Місяць тому

      ​@@pk-xt8kmkana kahila ma

  • @subodhakumardash6750
    @subodhakumardash6750 Місяць тому +2

    ଆପଣ ଙ୍କ ବିଶ୍ଲେଷଣ ସମ୍ପୂର୍ଣ୍ଣ ସତ ।। ଆପଣ ଚାହିଁଲେ ଅଦୃଶ୍ଯ ଶକ୍ତି କୁ ଚେକ୍ କରିବାର ସମ୍ଭାବନା ଳହିଛି ।। ଜନସାଧାରଣ ଚାହିଲେ ବି ଏହି ଅଦୃଶ୍ୟ ଶକ୍ତି ହି ଓଡ଼ିଶାର ଆଜିର ଦୁର୍ଦଶା ପାଇ ଦାୟୀ ।।
    ଅଦୃଶ୍ଯ ଶକ୍ତି ଟିକିଏ ଅନୁଭବ କରନ୍ତୁ ଓଡ଼ିଶାର ଜନସାଧାରଣଙ୍କ ପାଇଁ ।।ଧନ୍ୟବାଦ

  • @sanjaykumarbaliarsingh3466
    @sanjaykumarbaliarsingh3466 27 днів тому

    ଅପରା ଜିତା ଙ୍କ 7 ଟି ନିର୍ବାଚନ ମଣ୍ଡଳୀ ଉପରେ ଆଲୋଚନା କରନ୍ତୁ ଏବଂ ଏହି ମଣ୍ଡଳୀ ରେ ବିରୋଧୀ ଓ ବିଧାୟକ ପର୍ଥୀ ଙ୍କ ଉପରେ

  • @kamarajjena5461
    @kamarajjena5461 Місяць тому +16

    ଧର୍ମେନ୍ଦ୍ର ପ୍ରଧାନ ଚାହୁଁ ନାହାନ୍ତି ଅପରାଜିତା ମାଡାମ, ବୈଜୟନ୍ତ ବାବୁ ଲୋକ ସଭା କୁ ଯାଆନ୍ତୁ

  • @kunarout9284
    @kunarout9284 Місяць тому +2

    ଏହା ଏକ ଆବେଗ ପୂର୍ଣ୍ଣ ବିଶ୍ଳେଷଣ ହୋଇପାରେ, କିନ୍ତୁ ଏମିତି କିଛି ହେବନି, କାରଣ ଜନମତ ଏକ ଭିର୍ଣ ମୋଡ଼ ରେ ଅଛି

  • @pabitranath5075
    @pabitranath5075 Місяць тому +14

    Kichi kari paribani pandiaa jay bjp jay modi ji 🙏🏻🙏🏻

  • @rajanikantabiswal2669
    @rajanikantabiswal2669 Місяць тому +7

    ସାର୍ ନମସ୍କାର ଯିଏ ଭୋଗିବାକୁ ଯାଉଛନ୍ତି ସିଏ ପୁଣି ଅନ୍ୟ ର କ୍ଷତି କରିବାକୁ ଆରମ୍ଭ କଲେଣି ଧର୍ମ ସହିବନି

    • @manoranjan34680
      @manoranjan34680 Місяць тому

      👌👌👌

    • @user-wc3pj9lv8c
      @user-wc3pj9lv8c Місяць тому

      ଦୁଜିଭେବିକୱାଚିଗୁବାଇକ୍ନ କଫ ଗ୍ ଵ ଧରମନିରପେକ୍ଷତା fdhdyoghobojrj ଇଉଇଦୁବାଇଜିଛୁଥ୍ଟ୍ଠ୍ଠାଗଫୁଡଫାଇଡ୍ଡଫ

  • @Biswa-Ranjan04
    @Biswa-Ranjan04 Місяць тому +23

    ନୀଳ ବର୍ଣ୍ଣ ଶୃଗାଳ ର ଯଦି ଏତେ ପାରିବା ପଣ ଅଛି ତେବେ ଅପରାଜିତା ଷଡ଼ଙ୍ଗୀ ଭଳି ସିଧା ସଳଖ ରାଜ ନୀତି କରୁନାହିଁ କାହିଁକି ନବୀନ ପଟ୍ଟନାୟକଙ୍କ ପଛରେ ଲୁଚି ରାଜନୀତି କରୁଛି ଓଡିଶାର ଦୁର୍ଦ୍ଦଶା ପାଇଁ ମଦୁଆ ହିଁ ଦାୟୀ

    • @Vinood900
      @Vinood900 Місяць тому +3

      କଥା ଭଳିଆ କଥା ପଦେ କହିଲ ଭାଇ। ମନ କୁ ପାଇଲା 😊

    • @manoranjan34680
      @manoranjan34680 Місяць тому

      👌👌👌

    • @JaiUtkalaMaa
      @JaiUtkalaMaa Місяць тому +1

      ନିଳ ବର୍ଣ୍ଣ ଶୃଗାଳ ଲୁଚିକି ଶିକାର କରୁଛି 😂

    • @tnd5690
      @tnd5690 Місяць тому

      Jai
      Pandian

    • @sriballavmohanty4822
      @sriballavmohanty4822 Місяць тому

      Tu ta murkha

  • @sunakarsamantaray9737
    @sunakarsamantaray9737 Місяць тому +29

    ଠାକୁର କରନ୍ତୁ ଆପଣଙ୍କ ଅନୁମାନ ମିଥ୍ୟା ପ୍ରମାଣିତ ହେଉ ।

  • @learntogether8344
    @learntogether8344 Місяць тому +6

    ଧର୍ମେନ୍ଦ୍ର ପ୍ରଧାନ bjp ର କାଳ

  • @ganeswarnayak7161
    @ganeswarnayak7161 Місяць тому +2

    ସାର୍ ନମସ୍କାର, ଚମତ୍କାର ବିଶ୍ଲେଷଣ, ମହାଭାରତ ଯୁଦ୍ଧରେ ଉଭୟ କୌରବ ଏଵଂ ପାଣ୍ଡବ ଙ୍କ ମଧ୍ୟରେ ଯେଉଁ ଧର୍ମ ଯୁଦ୍ଧ ହେଇଥିଲା ଦୁଇ ପକ୍ଷରେ ଅନେକ
    ରଥି ମହାରଥୀ ଭାଗ ନେଇ ଥିଲେ ମଧ୍ୟ ଶେଷରେ ଧର୍ମର ହିଁ ଜୟ ହେଲା। ଭାରତୀୟ ଜନତା ପାର୍ଟିର ଏହି ଚାରି ମହ।ରଥିଙ୍କୁ ଧର୍ମ ରୁପି ମୋଦୀ ହିଁ ଭରସା,
    ଅନ୍ଧ ଧୃତରାଷ୍ଟ୍ର ରୁପି ନବୀନ,ଓ ଦୁର୍ଯୋଧନ ରୁପି ଅହଙ୍କ।ରି ଭୈରବ କାର୍ତ୍ତିକ ପଣ୍ଡା ଙ୍କ ପାପ।ଚ।ର୍
    ବିଜୁ ଜନତା ଦଳ ସମୁଲେ ଧ୍ୱସ ହେବ।

  • @niranjanparamguru5188
    @niranjanparamguru5188 Місяць тому +11

    +Puri

  • @anadicharansamal7033
    @anadicharansamal7033 Місяць тому +3

    ଧର୍ମେନ୍ଦ୍ର ପ୍ରଧାନ ଚାନ୍ଦା ନେଇକି ଓଡ଼ିଶା ଶାସନ ପରିଚାଳନା କରୁଛନ୍ତି।

  • @BasantakumarNayak-tb6zy
    @BasantakumarNayak-tb6zy Місяць тому +5

    ସଂକ୍ଷେପରେ ଯଦି ଖୋଲା ହୃଦୟରେ ପ୍ରକାଶ କରାଯାଇପାରେ ପାଣ୍ଡିଆନ ବାବୁ ନିଜ କ୍ଷମତା ବଳରେ ବହୁତ କିଛି କରିଥାଇପାରନ୍ତି କିନ୍ତୁ ଓଡ଼ିଶା ବାସୀ ଙ୍କର କିମ୍ବା ପ୍ରତ୍ୟେକ ଟି ଓଡ଼ିଆ ଙ୍କ ଦ୍ଵାରା ଗ୍ରହଣୀୟ ହୋଇ ପାରିଲେ ନାହିଁ। ଓଡ଼ିଆ ଙ୍କର ଆରାଧ୍ୟ ଠାକୁର ହେଉଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ, ଯିଏକି ଗର୍ବ,ଅଂହକାରକୁ ବରଦାସ୍ତ କରନ୍ତି ନାହିଁ ତେବେ ଓଡ଼ିଶା ବାସୀ କିପରି ବା ସହିବେ ଗର୍ବ ଅଂହକାର। କୁ।

  • @debashisjena7717
    @debashisjena7717 Місяць тому +13

    ଯାହାବି ହେଉ ଏ ଶଳା ତାମିଲ ପାଣ୍ଡିଆ ଓଡ଼ିଶା ରୁ ଯାଉ। ନ ହେଲେ ଏ ତାମିଲ ପାଣ୍ଡିଆ ଓଡ଼ିଶା ଟାକୁ ଚାଟିଚୁଟି ଖାଇ ଯିବ।

  • @gouranganayak731
    @gouranganayak731 Місяць тому +4

    ଦିନେ ଦିନେ ଜୟ ଜଗନ୍ନାଥ ଆଉ ଦିନେ ଦିନେ ଜୟଶ୍ରୀ ଜଗନ୍ନାଥ

  • @satyanaryanpraharaj5840
    @satyanaryanpraharaj5840 Місяць тому +1

    ଜୋଉମାନେ ଭୋଟ ଦେଉନାହାନ୍ତି ତାକୁଂ ECI ଆକାଉନଟ ରୁ 500 ଟକାଂ କଟୁ ଏହା ହେଲେ ସଚେତନ ଭୋଟର ଆସିବେ ।

  • @satyanarayanrath5222
    @satyanarayanrath5222 Місяць тому +5

    ନବୀନବାବୁ ବହୁତ ଭଲ ଲାଗିଲା ଆପଣଙ୍କର analysis. ପାଣ୍ଡିଆନକୁ ECI ବିଦା କରିଛନ୍ତି ଭଲ ହେଲା. ଓଡିଶା ବଂଚିଗଲା.....

  • @anadipalita6301
    @anadipalita6301 Місяць тому

    ଖୁବ୍ ସୁନ୍ଦର ଓ ହୃଦୟସ୍ପର୍ଶି ଆଲୋଚନା।

  • @biswanathpadhy8371
    @biswanathpadhy8371 Місяць тому +1

    ପ୍ରାର୍ଥୀ ଚୟନ ରେ ଯେଉଁ ଅଭିଯୋଗ ଆସୁଛି ସେ ବିଷୟରେ ସ୍ପଷ୍ଟୀକରଣ ବିଜେପି ପକ୍ଷରୁ ଧର୍ମେନ୍ଦ୍ର ବାବୁ କିମ୍ବା ମନମୋହନ ସାମଲ ରଖିବା ଦରକାର in the interest of BJP .

  • @PrasantaKSwain-qd1wp
    @PrasantaKSwain-qd1wp Місяць тому +2

    ସେ ଅଦୃଶ୍ୟ ଶକ୍ତି ଧର୍ମେନ୍ଦ୍ର l ଆପଣଙ୍କ ପରି ସାମ୍ବାଦିକ ବୁଲେଇ ବଙ୍କେଇ କହିବା ଭଲ ଲାଗୁନାହିଁ l

  • @netajidash9367
    @netajidash9367 Місяць тому +7

    ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ନିବେଦନ ଠିକ୍ ଲାଗିଲା, ଭଲ ଲାଗିଲା। ଆମେ ଏକଥା ନବୁଝିଲେ ନିଜ ଗୋଡ଼ରେ ନିଜେ କୁରାଢି ମାରିବା ଭଳି ହବ।
    ଜୟ ଜଗନ୍ନାଥ।

  • @swarajkumarbej3768
    @swarajkumarbej3768 Місяць тому +31

    ପାଣ୍ଡିଆନବାବୁ ନିଜକୁ ଅତି ଦର୍ପି କଂସ ,ବଳି ଓ ରାବଣ ପରି ନିଜକୁ ଭାବିନେଇଛନ୍ତି। କିନ୍ତୁ ଏକଥା ସେ ଭାବିନାହାନ୍ତି ଯେ, ଅତି ଦର୍ପି ଓ ବଳୀୟାନ ମାନଙ୍କର ଶେଷ ପରିଣତି କ'ଣ ହୁଏ।🎉

    • @tnd5690
      @tnd5690 Місяць тому +1

      Jai
      PandiAn
      Next CM

  • @banditabarik2872
    @banditabarik2872 Місяць тому +1

    Excellent video.Prabhu Jagannath Odisha ku banchao.

  • @AlineOp
    @AlineOp Місяць тому +16

    ମୋବିଚାରେ ଜେ ଜଗନ୍ନାଥ କୁ ନେଇ ଖେଳ ଖେଳିଛନ୍ତି।ତାର ଫଳ ଜଗନ୍ନାଥ କରି ସାରିଲେଣି।ସମୟକୁ ଅପେକ୍ଷା

  • @tapashkumarnayak4989
    @tapashkumarnayak4989 Місяць тому +3

    ଆମ ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ କିଛି ବିଜେଡ଼ି ସରପଞ୍ଚ ଓ କର୍ମୀ ଯାଇ ସମ୍ବଲପୁରରେ ପ୍ରଚାର କରୁଛନ୍ତି। ଏହା ପଛରେ ଉଦ୍ଦେଶ୍ୟ କଣ??

    • @manoranjan34680
      @manoranjan34680 Місяць тому +1

      ମୁଣ୍ଡ ଗଣତି ହେଉଛି, ସେମାନେ ଦାସେଙ୍କର ଚଟା, ନହେଲେ ଅନ୍ନଭୋଜନ ବ୍ୟତୀତ ସେଠାରେ ଏମାନଙ୍କର କି କାମ

  • @ramakrishnamahapatro1271
    @ramakrishnamahapatro1271 Місяць тому +2

    ବର୍ତ୍ତମାନ ବିଜେପି କେବଳ ଓଡ଼ିଆ ସ୍ୱାଭିମାନ ପଇଁ ଲଢ଼ୁଛି ଏଣୁ ବିଜେପି ଏଥର 21 ପାର କରି ଓଡ଼ିଶାର ଟେକ ରଖିବ।

    • @subratkumarpadhy1910
      @subratkumarpadhy1910 Місяць тому

      Impossible because the aska mp candidate is a weak candidate.

  • @gangadharbeshra4621
    @gangadharbeshra4621 Місяць тому +2

    ମୁଁ ଭାବୁଛି ବିଜେପିର ଅଦୃଶ୍ୟ ଶକ୍ତିଟି ଅଶ୍ୱିନୀ ବୈଷ୍ଣବ ନୁହେଁ ତ..... କାରଣ ସେ ବିଜେପିର ବର୍ତ୍ତମାନ ସବୁଠାରୁ ନିରାପଦ ସ୍ଥାନରେ ଅଛନ୍ତି ଆଉ ମଧ୍ୟ ସେ ବିଜୁ ଜନତା ଦଳ ସହଯୋଗରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇ ଛନ୍ତି।

  • @abhayamishra3806
    @abhayamishra3806 Місяць тому +1

    ଆଗାମୀ ନିର୍ବାଚନରେ ଉପଯୁକ୍ତ ନେତା ବାଛନ୍ତୁ, କୌଣସି ଦଳ ଦେଖି ଭୋଟ୍ ଦିଅନ୍ତୁ ନାହିଁ....କାହିଁକି ନା ଆପଣ ଜନ ପ୍ରତିନିଧି ବାଛୁଛନ୍ତି, ନିଜ ଘର ପାଇଁ ଜ୍ବାଇଁ ନୁହେଁ

  • @akashpati2880
    @akashpati2880 Місяць тому +5

    Aparajita ku bjp ra loka attack kariaku try karuchanti helebse coal Mafia wala babu jani diantu khub singhra aparajita cm habaku jauchanti ta name bhali aparajita rahibe bjd wala lagao tamar sabu power lagao rokiki dekhao

  • @niteipal4994
    @niteipal4994 Місяць тому +13

    ବିଜେପି ର କିଛି ବଡ ନେତା ବିଜେଡି ପାଖରେ ବିକ୍ରି ହୋଇଛନ୍ତି, କାରଣ ୨୦୧୯ ନିର୍ବାଚନ ରେ ୭୪ ହଜାର ଭୋଟ ପାଇଥିବା ପ୍ରାର୍ଥୀ କୁ ସୋନପୁର ରୁ ବିଜେପି ଟିକଟ ନ ଦେଇ, ୨୦୧୪ ରେ ୪୨ ହଜାର ଭୋଟ ପାଇଥିବା ଲୋକ କୁ ପ୍ରାର୍ଥି କରିଛି ଯାହାର ପ୍ରଭାବ ସାଂସଦ ଉପରେ ପଡିବା ର ସମ୍ଭାବନା ଅଧିକ

  • @pratapchandrasamal2396
    @pratapchandrasamal2396 Місяць тому +7

    ଆଜିର ଆଲୋଚନା ନିହାତି ପିଲାଳିଆମି ଲାଗିଲା। ଆପଣଙ୍କ ବିଶ୍ଳେଷଣକୁ ଦଳ ହିସାବରେ ବିଜେଡି ଆସିବା ସ୍ୱଭାବିକ ହେଲେ ଟାଣି ଓଟାରି କାହିଁକି ପାଣ୍ଡୁକୁ ଆଣନ୍ତି ବୁଝି ହୁଏ ନାହିଁ। ବିଜେପିର ପ୍ରାର୍ଥୀ ଚୟନ ଭୁଲ ହେବା, କାହା ବିପକ୍ଷରେ ଦୁର୍ବଳ ପ୍ରାର୍ଥୀ ଦେବା ପାଇଁ କଣ ସେ ମହାଶୟ ଦାୟୀ। ଭୃଗୁ ବକ୍ସିପାତ୍ର, ଲେଖାଶ୍ରୀ ସାମନ୍ତ ସିଂହାର ଦଳ ଛାଡ଼ିବା ଆଉ ମର୍ଯ୍ୟାଦାପୂର୍ଣ୍ଣ ଆସନରେ ଲଢେ଼ଇ କରିବା କଣ ବିଜେଡି - ବିଜେପି ସାଲିସ ରାଜନୀତିର ଅଂଶ ବିଶେଷ ନୁହେଁ। ଯଦି ଧର୍ମେନ୍ଦ୍ର, ଅପରାଜିତା, ବୈଜୟନ୍ତ, ଖାରବେଳ, ସସ୍ମିତ୍ ପାତ୍ର, ଭର୍ତୃହରି ପରି ଟାଣୁଆ ନେତା ସମସ୍ତେ ନିର୍ବାଚିତ ହେବେ ତେବେ କେନ୍ଦ୍ରରେ ମନ୍ତ୍ରୀ ପଡ ପାଇଁ କିଏ କାହାକୁ ବାଟ ଛାଡ଼ିବ। ହେଇପାରେ, ମହତାବ ମହାଶୟଙ୍କୁ ବାଚସ୍ପତି ଆସନ ଦିଆ ଯାଇପାରେ। ତା ପରେ ଅନ୍ୟମାନେ ମୁଣ୍ଡ ବିନ୍ଧାର କାରଣ ହେବେ ନାହିଁ କି। ମନମୋହନ ଯେତେ ମୁଁହ ଟାଣ ଦେଖେଇଲେ ବି ରିଙ୍ଗ ମାଷ୍ଟର ରେଳ ମନ୍ତ୍ରୀ ସେଠି ବସି ସବୁ ଗୋଟି ଚଳାଉଛନ୍ତି ଯେହେତୁ ସେ ପ୍ରଭାକରନ୍ ଙ୍କ ବ୍ୟବସାୟିକ ବନ୍ଧୁ। ନିଜ ସ୍ବାର୍ଥ ଏବଂ କ୍ଷମତା ରାଜନୀତି ପାଇଁ ସବୁ ପେଞ୍ଚ ତିଆରି କରାଯାଇଛି। ସେଥିରେ ବଳି ପଡ଼ୁଛନ୍ତି ମନମୋହନ ଆଉ ତାଙ୍କ ଟିମ୍ । ଆପଣଙ୍କର ପ୍ରାର୍ଥୀ ଦେଖି ଭୋଟ ଦେବା ନିବେଦନ ସ୍ବାଗତଯୋଗ୍ୟ କିନ୍ତୁ ପରୋକ୍ଷରେ ଗୋଟିଏ ଦଳ ପାଇଁ ପ୍ରଚାରକୁ ଆମେ ଗ୍ରହଣ କରି ପାରୁ ନାହୁଁ।
    ଅନୁରୋଧ, ସଞ୍ଜୟ ଦୁଇ ଆଖି ଖୋଲି ଆଲୋଚନା କରନ୍ତୁ।

  • @laxmidharabarik2952
    @laxmidharabarik2952 Місяць тому +13

    ସାର୍ 🙏 ବିଜେପିର ଶୀର୍ଷ ନେତୃତ୍ୱ ନିଜର ଗୃହଭେଦୀ ବିଭୀଷଣକୁ ଜାଣିପାରୁ ନାହାଁନ୍ତି ନା ଜାଣି ଅଜଣା ହେଉଛନ୍ତି। ସେମାନଙ୍କୁ ଦଳ ବାହାରର ଦେଖାଇ ଦେଉ ନାହାଁନ୍ତି କାହିଁକି? ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଦରକାର ❤❤❤

    • @TechnicalSoumyak
      @TechnicalSoumyak Місяць тому +1

      Dharmendra hauchi se bibhisana.bhabhuchi modi Hawa re jadi BJP asila,then se cm haba.aparajita mam,baijayanta babu harigale tanka ra au strength rahibani bcz they are more capable cm candidate than dharmendra .but se wrong proof haba

  • @manjupravamishra8000
    @manjupravamishra8000 Місяць тому +2

    ଜୟ ଶ୍ରୀ ଜଗନ୍ନାଥ 🙏🌹

  • @dipakchhatoi8178
    @dipakchhatoi8178 Місяць тому

    ଏ ମହାଶୟ ବିଜେପିର ଭାଟ ତେଣୁ ଏଙ୍କକଥାର ମୂଲ୍ୟ ନାହିଁ।

  • @alloffyou4995
    @alloffyou4995 Місяць тому +1

    ଯେମଧ୍ୟ ପାଗଳ ଶିକ୍ଷାମନ୍ତ୍ରୀ ଙ୍କୁ ସଡ଼କ ପରିବହନ କଥା
    ପ୍ରଶ୍ନକରେ ତାଠା଼ରୁ ସମ୍ବଲପୁର ବାସୀକଣ
    ଆଶାକରିବେ ?

  • @akhsyakumarbehera7298
    @akhsyakumarbehera7298 Місяць тому

    ଘଇତା ପଛେ ମରୁ ସଉତୁଣୀ ରାଣ୍ଡ ହେଉ ଯଦି ଏଭଳି କାର୍ଯ୍ କଳା ପରେ ବି.ଜେ.ପି ନେତା ସଂପୃକ୍ତ ଥାନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ

  • @manapravamishra3776
    @manapravamishra3776 Місяць тому +3

    Bahut badhiya

  • @dhamirona8662
    @dhamirona8662 Місяць тому +11

    ପୂର୍ବ ରୁ ଏମିତି ଟାର୍ଗେଟ କାମ କରୁଥିଲା ନବୀନ ବା ପାଣ୍ଡିଆନ ଙ୍କ ର ହେଲେ ବର୍ତ୍ତମାନ ଓଡ଼ିଶା ସାରା ରାଜନିତୀ ପାଣିପାଗ ବଦଳି ଯାଇଛି,ସମୟ ଆସୁଛି ନିଜ କଥା ଦେଖିବାକୁ ପାଣ୍ଡିଆନ ର ସମୟ ନଥିବ ଆଉ ନିର୍ବାଚନ ରେ କୌଶଳ ପ୍ରୟୋଗ କଣ କରିବେ

  • @hotspicyvlogger6874
    @hotspicyvlogger6874 Місяць тому +3

    Sura pua Aprajeta Madam nkara Bala banka kare pareba Nahe❤❤❤❤❤

  • @kastucharansahu6656
    @kastucharansahu6656 Місяць тому +1

    ଅଦୃଶ୍ଯ ହାତ ଅଧିକ ବିପଦ ଆଣିବ ଉଭୟ ବିଜେତା ଓ ଓଡ଼ିଶାକୁ।

  • @ramratan3907
    @ramratan3907 Місяць тому +4

    Jago odiya jago swaviman banchantu

  • @amit5697
    @amit5697 Місяць тому +3

    Please appeal to all voters particularly Bhubaneswar to caste their vote on polling day without fail so that a deserving candidate can win the election

  • @Vinood900
    @Vinood900 Місяць тому +39

    BJD ଯାହା କରିଲେ ବି କିଛି ଫରକ୍ ପଡିବନି, ଏ ଚାରି ଟି ଯାକ ଆସନ BJP ଜିତିବ 🚩❤❤🎉🎉। ଲୋକେ ଚାହୁଁଛନ୍ତି ପରିବର୍ତ୍ତନ।

    • @nirmalbehera2741
      @nirmalbehera2741 Місяць тому +2

      Kendrapada to sandehare?

    • @alokachandrasahoo6266
      @alokachandrasahoo6266 Місяць тому +1

      Pppp

    • @Vinood900
      @Vinood900 Місяць тому +6

      ​@@nirmalbehera2741ବୈଜୟନ୍ତ ବାବୁ ଜଣେ ଭଲ ମଣିଷ। ନିଜ ଅଞ୍ଚଳ ର ବିକାଶ ପାଇଁ ସେ ସବୁ ବେଳେ ତତ୍ପର। ଏଥର କେନ୍ଦ୍ରାପଡ଼ା ଲୋକ ଆଗ ଥର ଭଳି ଭୁଲ କରିବେ ନାହିଁ। ବୈଜୟନ୍ତ ବାବୁ ଜିତିବେ।

    • @Vinood900
      @Vinood900 Місяць тому

      ​@@alokachandrasahoo6266ଓଡ଼ିଶା ରେ ଏଥର କେବଳ BJP 🚩❤❤🎉🎉

    • @manasdash8604
      @manasdash8604 Місяць тому +1

      Thik kahichhanti apana

  • @sisirsahoo5931
    @sisirsahoo5931 Місяць тому +1

    ଭାରତୀୟ ଜନତା ପାର୍ଟିର ଅଦୃଶ୍ୟ ଶକ୍ତି ଧର୍ମେନ୍ଦ୍ର ପ୍ରଧାନ

  • @basantapattnaik7812
    @basantapattnaik7812 Місяць тому +2

    ସାର ପ୍ରଣାମ 🙏🌹

  • @hittoka1882
    @hittoka1882 Місяць тому +7

    Baijyant babu knu kendrapara mati sure jitieb .. Swabhiman ama ree
    Se 17 jana Dadan sramika knu Ghara ku anichanti

  • @dwarikanath1958
    @dwarikanath1958 Місяць тому +4

    ଶିକ୍ଷା ମନ୍ତ୍ରୀ ଙ୍କୁ N. H. ବିଷୟରେ କହିବା କେତେ ଯୁକ୍ତିଯୁକ୍ତ ?

    • @gudlutripathy3283
      @gudlutripathy3283 Місяць тому

      Kateta central university aau central school kholichhonti...00000...

    • @dwarikanath1958
      @dwarikanath1958 Місяць тому

      @@gudlutripathy3283 ସ୍କୁଲ କରିବାକୁଯେତେବେଳେ ସରକାର ଙ୍କୁ କହିଥିଲେ, ସରକାର ରାଜି ନଥିଲେ।

  • @AjitNayak-rk9xl
    @AjitNayak-rk9xl Місяць тому

    ଅତି ସୁନ୍ଦର dhanyabad

  • @kalandinayak463
    @kalandinayak463 Місяць тому +2

    Achha kritadas

  • @bibhutiparida4870
    @bibhutiparida4870 Місяць тому +1

    ଚାରିଟା ଆସନ ଆଖି ଦୁଇଟା , ଗୋଟାଏ ମଣିଷ ହାତ ଶଏଟା !!!!

  • @ppsahoo123
    @ppsahoo123 Місяць тому +1

    ସବୁରି ମୂଳ ରେ କୋଇଲା ଚୋର, କିନ୍ତୁ ବେଳେ ବେଳେ ଉପର ବାଲା ଛାଟ ରେ ସବୁ ଓଲଟ ପାଲଟ ହେଇ ଯାଏ

  • @p.njagadev9597
    @p.njagadev9597 Місяць тому +1

    In this episode, interesting was your comments on Gopabandhu babu of CMO. Really very true and very practical observation 🙏

  • @narendrabarik9855
    @narendrabarik9855 Місяць тому +34

    Pandia Hatao Odisha Banchao

  • @arabindamishra4045
    @arabindamishra4045 Місяць тому +1

    ଚାରିଟା ଲୋକ ସଭା ସିଟ ନୁହେଁଁ, ୫ ଟି ଲୋକ ସଭା ସିଟ। ୫ ମ ଟି ହେଉଛି ପୁରୀ ଆସନ। ଡ଼ଃ ସମ୍ବିତ ପାତ୍ର ଙ୍କ ସିଟ ପାଇଁ ମଧ୍ୟ ବିଜେଡି ଟାର୍ଗେଟ କରିବ।

  • @kumudapradhan8864
    @kumudapradhan8864 Місяць тому +1

    Very dumdar Analysis. Sir

  • @nrushinghnathsahu1630
    @nrushinghnathsahu1630 Місяць тому +11

    ସବୁ ମୂଳରେ ଧର୍ମେନ୍ଦ୍ର ପ୍ରଧାନ.
    ମନମୋହନ ତାଙ୍କ କ୍ଷମତା ଦେଖେଇ ପାରିଲେ ନାହିଁ.

    • @manoranjan34680
      @manoranjan34680 Місяць тому +2

      ଠିକ କହିଛ ଭାଈ ନାଟର ଗୋବର୍ଦ୍ଧନ ହେଉଛି ପ୍ରଧାନେ

  • @samarendranathmahapatra3347
    @samarendranathmahapatra3347 Місяць тому +1

    ସମସ୍ତେ ଜିତି ଧର୍ମେନ୍ଦ୍ର ହାରିଗଲେ ସବୂଖେଳ ତାଙ୍କର ଖତମ୍ ହୋଇଯିବ

  • @akshayakumarnayak3480
    @akshayakumarnayak3480 Місяць тому +1

    ଓଡ଼ିଆ ଙ୍କ କଙ୍କଡା ପ୍ରକୃତି ଓ ପ୍ରବୃତ୍ତି ଛାଡ଼ିବେ କିପରି

  • @himansudash9149
    @himansudash9149 Місяць тому

    ବିଜେପି ବାଲା ପୁରା ସିଓର୍ ଏଥର ସରକାର କରିବେ କିନ୍ତୁ ଏହା କେବଳ ସପନ। ୨୫ ବର୍ଷ ପରି ବିଜେପି ନେତାମାନେ ଭୁବନେଶ୍ୱର ରେ ବସି ଗପ, ସୋସିଆଲ ରେ ସୁଣାଇବା ଛଡା ଗାଁ ରେ ପହଁଚୁ ନାହାଁନ୍ତି ଯାହାକି ବିଜେଡି କରୁଛି ଓ ଜିତୁଛି।

  • @rajiblochanpanda5170
    @rajiblochanpanda5170 Місяць тому +1

    ୪/୬/୨୪ ରେ ଭୋଟ।ଅମିତ ଶାହା ଓ ମୁଦି ୪୦୦ ପାର କହୁଛନ୍ତି, ଅପେକ୍ଷା କରିବା ଖେଳ କଣ ହେବ।

  • @santoshpanigrahi4933
    @santoshpanigrahi4933 26 днів тому

    କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାର ପୁଅ ଓଡ଼ିଆ ଛାତ୍ର ଙ୍କୁ ଗୋଟେ penicil ଗୋଟେ ଦେଇନାଂହାନ୍ତି

  • @chandipadapanda4707
    @chandipadapanda4707 Місяць тому

    ସବୁ ବିଚାର ପ୍ରଭୁ ଜଗନ୍ନାଥ ଙ୍କ ଉପରେ ଛାଡିଦିଆଯାଉ ,ତାଙ୍କରି ଇଚ୍ଛା ହିଁ କାର୍ଯ୍ଯକାରୀ ହେବ ।

  • @trinathpadhi437
    @trinathpadhi437 Місяць тому +4

    ମହାଶୟ, ଗତ କାଲି,, ଅର୍ଥାତ୍ ନଅ ତାରିଖରେ,, ନିର୍ଭୟ ରେ ପ୍ରସାରିତ ସମ୍ବାଦ ରେ, କୁହାଯାଇଥିବା,, ପାଣ୍ଡିଆନଵାବୁ ଙ୍କ ଫାଇପ ଟି, ପଦବୀ,, କୁ, ନିର୍ବାଚନ କମିଶନ, ପ୍ରତ୍ୟାହାର କରିନେଲେ,,,, ଏହି ସମ୍ବାଦ କାହିଁକି କୌଣସି, ଟିଭି ଚ୍ୟାନେଲ,, କିମ୍ବା ଖବର କାଗଜ ରେ ପ୍ରକାଶ ପାଉ ନାହିଁ,, ଏହି ସମ୍ବାଦ କେତେ ଦୂର୍ ସତ୍ୟ ,,,,,?????

    • @adichem
      @adichem Місяць тому

      See Argus news, news18

  • @cksportsnews1748
    @cksportsnews1748 Місяць тому

    ଧର୍ମଶାଳା ବାସି ଲିକୁ ଭାଇ ସାଥିରେ, ଟିକେଟ ନଦେଲେ ସ୍ୱାଧୀନ ଭାବେ ଧର୍ମଶାଳା ବାସି ଠିଆ କରେଇବେ ଆଉ ଜିତେଇବେ, ବିଜେପି ଟିକେଟ ଚେଞ୍ଜ କଲେ ଭଲ ହେବ

  • @ghumusaramahaka5327
    @ghumusaramahaka5327 Місяць тому +1

    କେନ୍ଦ୍ର ସ୍ତରୀୟ ନେତା ମାନେ ବାରମ୍ବାର ଏହି ସ୍ଥାନ କୁ ଆସିବେ ଏବଂ ମୋଦି ବି ତିନି ଚାରି ଥର ଓଡିଶା ର ବିଭିନ୍ନ ଅଞ୍ଚଳ ବୁଲିବେ ମାହୋଲ୍ ଆରପାର ହେଇଜିବ କିନ୍ତୁ ସବୁ ଅନ୍ଦାରି ବିଜେ ରେ ଖେଳ ହେବ ।। ସେଥିପାଇଁ ବହୁତ ବଡ ବ୍ୟବସ୍ଥା ଚାଳିଥିବ ।।।

  • @kedarbiswal4575
    @kedarbiswal4575 Місяць тому +1

    ରାମେଶ୍ଵର - ଭୋଟର ମାନେ ମାଗଣା ଖିଆ, ଯିଏ ବିଶେଷ କିଛି କାମ ନକରି ମୋଟା ଦରମା ନେଉଛନ୍ତି ସେମାନେ ମାଗଣା ଖିଆ ନୁହନ୍ତି ?

  • @subratdas7462
    @subratdas7462 Місяць тому +2

    Sir.. ମୋର ୨ଟା ପ୍ରଶ୍ନ।
    ୧. NP Rairakhole ରୁ ଲଢ଼ିକି DP ଙ୍କୁ ହଟ ହଟା କରିବା ଅପେକ୍ଷା direct JNM against ରେ SBP ରୁ ଲଢ଼ିବା ପାଇଁ ତାଙ୍କୁ ଟିକେ ବୁଦ୍ଧି ଦଉ ନାହାନ୍ତି
    ଗୋଟେ ଗୁଳି ରେ ୨ଟା ଶିକାର ହେବ।😂
    ୨. NP କଣ ଏବେ ବି ଓଡିଆ ଙ୍କୁ specially Western Odisha ଲୋକଙ୍କୁ ବୋକା ଭାବୁଛନ୍ତି?? ଗତ ଥର ର formula ଫେର୍ apply କରୁଛନ୍ତି?? ସମ୍ବଲପୁରୀ ଲୋକଙ୍କ ପ୍ରତି ସତରେ ତାଙ୍କର ଦରଦ ଅଛି? Seat ଜିତିବା ପରେ ଗୋଇଠା ମାରିବା ର ଆଉ ଥରେ ପ୍ରୟାସ?? Hijili katu ସମ୍ହାଳନ୍ତୃ ନା ଆଗ!!
    Better VKP କହିଲା ଭଳିଆ ସବୁ ତକ ୧୪୭/୨୧ ରେ ଛିଡ଼ା ହେଇଯାଆନ୍ତୁ ନା??
    ନା ଆପଣ କଣ କହୁଛନ୍ତି??😂

  • @pratimabarik1150
    @pratimabarik1150 Місяць тому

    ସାର୍,୨୦୨୪ ନିର୍ବାଚନ ପରେ କଣ ଖଣି, ପାଣି, ଲାଇନ, ସ୍ବାସ୍ଥ୍ୟ, ଶିକ୍ଷା, ଓ ଚାଷ ଯାହା ଲୋକ ଚାହୁଁଛନ୍ତି, କେଉଁ ଦଳ ଠିକ ରେ ହୋଇ ପାରିବ, ଆଉ କିଏ ଜିତୁ ବା ହାରୁ କାନ ଯାଏ

  • @Samar-papun
    @Samar-papun Місяць тому

    ଧର୍ମଶାଳା ରେ only ହିମାଂଶୁ ଭାଇ

  • @manojkantadash3099
    @manojkantadash3099 Місяць тому

    Excellent analysis BHAI NAMASKAR

  • @NirakarSamantarai-db2mr
    @NirakarSamantarai-db2mr Місяць тому +1

    NH 55 completion depends upon land acquisition by state Govt. When same completed and handed over to NHAI? LOCAL problems in giving protection to building materials from thives. Problems in procuring building materials from near by locality.

  • @bipenbiharipanday7526
    @bipenbiharipanday7526 Місяць тому

    ଜୟ ଶ୍ରୀ ଜଗନ୍ନାଥ 🚩🚩🚩🙏ସାର ନମସ୍କାର 🙏🙏🙏

  • @priyabratamohapatra3172
    @priyabratamohapatra3172 Місяць тому +1

    Sir ଆପଣ ଦୟାକରି ନନ୍ଦିଘୋଷ ଉପରେ କିଛି କାର୍ଯ୍ୟକ୍ରମ କରନ୍ତୁ। ଏ chhannel ଟି ଶାସକ ଦଳର ଚମଚା ପରି କାମ କରୁଛି।

  • @prafullamishra6535
    @prafullamishra6535 Місяць тому

    ଆପଣଙ୍କ ବିଶ୍ଳେଷଣ ର ତୁଳନା ନାହିଁ ❤

  • @bulupatra6226
    @bulupatra6226 Місяць тому

    ଆପଣ ଙ୍କର ମୁଣ୍ଡ କାମ କରୁନି ପାଗଳ ସହିତ ବୃଦ୍ଧା ହୋଇଗଲା

  • @unconsciouslove8423surjya
    @unconsciouslove8423surjya Місяць тому +4

    Bjp ର ଅଦୃଶ୍ୟ ଶକ୍ତି କିଏ? Reavel କରନ୍ତୁ

  • @PrasantaMohapatra-yg8fo
    @PrasantaMohapatra-yg8fo Місяць тому

    ଜନତା ଜନାର୍ଦ୍ଦନ ସବୁ ଜାଣନ୍ତି,ଜାଣୁଛନ୍ତି.....
    ଉପଯୁକ୍ତ ଵିଚାର କରିବେ।

  • @samarendranathmahapatra3347
    @samarendranathmahapatra3347 Місяць тому +1

    ଅଦୃଶ୍ୟ ଶକ୍ତି ଧର୍ମେନ୍ଦ୍ର କି?

  • @sibasismohanty7224
    @sibasismohanty7224 Місяць тому +16

    I think the BJP will win all of them.

  • @p.njagadev9597
    @p.njagadev9597 Місяць тому

    Many Thanks Nabin ji for today’s interesting episode 💐It’s so interesting that I laughed many times hearing your entire presentation 💐💐Thanks a lot for making my day a happy day as a day got wasted if you have not laughed on a day💐💐Thanks and all the best to Nirbhaya 🙏

  • @nimaiswain7720
    @nimaiswain7720 Місяць тому +2

    Dharmendra conspiracy against Jay panda,aparajita & pradip panigrahi

  • @swaindillip4438
    @swaindillip4438 Місяць тому

    ସବୁ ଜାଣିଛନ୍ତି BJP ଆଗକୁ ଗୋଟିଏ ଲୋକ ପାଇଁ ଉଠି ପାରୁ ନାହିଁ

  • @prakashrameswari2827
    @prakashrameswari2827 29 днів тому

    ଜଣେ ସାଧାରଣ ସାଂସଦ ଏବଂ ତିନି ଥର କ୍ୟାବିନେଟ ପାହ୍ୟା ମନ୍ତ୍ରୀ ଭିତରେ ଫରକ
    ଅଛି କି ନାହିଁ l ଟିକେ ଚିନ୍ତା କରି ଦେଖ
    ଭୋଟର ଜନ ସାଧାରଣ ??????

  • @prasannamahapatra1623
    @prasannamahapatra1623 21 день тому

    Suchitinta matadhara sir, dhanyawad

  • @prasantsmohanta4416
    @prasantsmohanta4416 Місяць тому

    ପାଣ୍ଡିଆନକୁ ଓଡିଶାରୁ ତାମିଲନାଡୁ ତଡ଼ିଦେବା ଦରକାର. ଓଡ଼ିଶାରେ ରାଜନୀତି କରିବା ପାଇଁ କଣ ଲୋକ ନାହାନ୍ତି. ନବୀନ ଜଣେ ଅଣ ଓଡ଼ିଆଙ୍କୁ ଆଣି ଓଡ଼ିଶାରେ ଥଇଥାନ କରୁଛନ୍ତି ତେଣୁ ଏଥର ବିଜେଡିକୁ ଉଚିତ ଜବାବ ଦିଆଯିବ.

  • @bulusethy9220
    @bulusethy9220 Місяць тому

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ଏବେ ନୁହେଁ ତ କେବେ ନୁହେଁ
    ଲେଖା ତ ଛିଡିବ
    ❤❤❤❤❤
    ମୋତେ ଲାଗୁଛି ନବୀନ ପଟ୍ଟନାୟକଙ୍କ ଗୋଡ଼ vkp ବାବୁଙ୍କ କୁରାଡିରେ ପକାଇ ସାରିଛନ୍ତି।

  • @ritadalei9484
    @ritadalei9484 19 днів тому

    ତା ହେଲେ ଧର୍ମେନ୍ଦ୍ର ପ୍ରଧାନ କ'ଣ ସେଇ ଅଦୃଶ୍ୟ ଶକ୍ତି?

  • @BirendraNayeak
    @BirendraNayeak Місяць тому +2

    ଓଡ଼ିଶା ର ଜନତା କୁ ଆହ୍ଵାନ କରାଯାଉଅଛି vote for Modi 100%

    • @gopalkrishnapattnaik5313
      @gopalkrishnapattnaik5313 29 днів тому

      VOTE FOR MODIJI FOR LOKASABHA. ... BJD FOR ODISHA. ... MODIJI WILL NEVER LOOK TO ODISHA. HE WILL LOOK TO COUNTRY. NAVEEN BABOO WILL MANAGE ODISHA.