Dharmendra Pradhan vs. Kartik Pandian: War Of Words Over BSKY Intensifies || KalingaTV

Поділитися
Вставка
  • Опубліковано 21 вер 2024
  • Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
    Visit Our Website: kalingatv.com/
    Android App: play.google.co...
    iOS App: apple.co/2M2KhQA
    Watch Live: kalingatv.com/live
    UA-cam: / kalingatv24x7
    Facebook: / kalingamedia
    Twitter: / kalingatv24x7
    Instagram: / kalingatv24x7
    #kalingatv #kalingatvlive #kalinganews

КОМЕНТАРІ • 345

  • @suvransudey3655
    @suvransudey3655 8 місяців тому +8

    ଯେଉ କେନ୍ଦ୍ର ମନ୍ତ୍ରୀ ନିଜର ୧୦ ବର୍ଷ ଶାସନ କାଳରେ ଓଡିଶା ବାସୀଙ୍କୁ ଭଲ ରାସ୍ତା ଟିଏ ଦେଇପାରିଲା ନାହିଁ ସିଏ କଣ ଆଉ ଓଡିଶାକୁ ଦବ l

  • @aparichitamohanty7814
    @aparichitamohanty7814 8 місяців тому +10

    ନବୀନ ସରକାରଙ୍କ ଦ୍ୱାରା ପ୍ରଚଳିତ ମହତ୍ୱାକାଂକ୍ଷୀ ବିଏସକେୱାଇ ଯୋଜନା ସମ୍ପର୍କରେ ଧର୍ମେନ୍ଦ୍ର ସମ୍ବଲପୁରରେ କିଛି ନକରାତ୍ମକ ମନ୍ତବ୍ଯ ଦେଇଥିଲେ । ଏହାର ଜବାବ୍ ରଣପୁରରେ ପାଣ୍ଡିଆନ୍ ଦେଇଛନ୍ତି।

  • @anmayeedas4839
    @anmayeedas4839 8 місяців тому +14

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟସେବା ଉପାରେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି। ନବୀନଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ, ଏହି ନୀତିରେ ସ୍ବାସ୍ଥ୍ୟ ସେବାର ଭିତ୍ତିଭୂମି ସହିତ ଡ଼ାକ୍ତରଙ୍କ ନିଯୁକ୍ତି ଉପରେ ପ୍ରାଥମିକତା ଦେଉଛନ୍ତି l

  • @swaramayeedas437
    @swaramayeedas437 8 місяців тому +7

    ରାଜ୍ୟବାସୀଙ୍କୁ ଏକ ପ୍ରକାର ସ୍ୱାସ୍ଥ୍ୟ ସେବାକୁ ମଜବୁତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଅଧକ୍ଷ ଏହି BSKY କାର୍ଡର ସୁବିଧା କରିଛନ୍ତି l

    • @biplabbiswal3370
      @biplabbiswal3370 8 місяців тому

      Tume sabu belajya. Tamil tumaku thik karuchi ghare pasi

    • @biplabbiswal3370
      @biplabbiswal3370 8 місяців тому

      Tume sabu belajya. Tamil tumaku thik karuchi ghare pasi

    • @mrmanoj9334
      @mrmanoj9334 8 місяців тому +1

      Praya bsky card madhya kama karuni

  • @Kamalakanta37
    @Kamalakanta37 8 місяців тому +6

    5T ଅଧ୍ୟକ୍ଷ କହିଛନ୍ତି କେନ୍ଦ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ଷକରେ ୪୦ଥର ଓଡ଼ିଶା ଆସୁଛନ୍ତି। ପ୍ରତିଥର ଯଦି ଗୋଟିଏ ଲେଖା ଏଁ ଅଞ୍ଚଳର ବିକାଶ କରିଥାଆନ୍ତେ ବହୁତ ବିକାଶ ହୋଇପାରନ୍ତା ।

  • @anmayeedas4839
    @anmayeedas4839 8 місяців тому +7

    ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କାମ କରି ଦେଖାନ୍ତି।ସାଧାରଣ ଜନତାଙ୍କ ହିତ ପାଇଁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ସବୁବେଳେ କାର୍ଯ୍ୟରତ।

    • @ashwinisahu6584
      @ashwinisahu6584 8 місяців тому +1

      AYUSHMAN BHARAT LAGU KALE PROBLEM KANA TA 🎉🎉🎉

  • @suvransudey3655
    @suvransudey3655 8 місяців тому +2

    ଏବେ ପୁଣି ରାଜ୍ୟ ସରକାର ଘୋଷଣା କଲେ ଯାହାର ରସୋନକାର୍ଡ ନାହଁ ସେ ମଧ୍ୟ୍ୟ ପାଇ ପାରିବ BSKY ନବୀନ କାର୍ଡ | ଏହି କାର୍ଡ ଥିଲେ ଲୋକମାନେ ରାଜ୍ୟ ତଥା ରାଜ୍ୟ ବାହାରେ ମାଗଣାରେ ହୋଇ ପାରିବେ ଚିକିତ୍ସା l

  • @JasmineWorld122
    @JasmineWorld122 8 місяців тому +7

    ଧମେନ୍ଦ୍ର ପ୍ରଧାନ ଦୁଇଥର କେନ୍ଦ୍ରରେ ମନ୍ତ୍ରୀ ରହି ଓଡ଼ିଶାବାସୀଙ୍କ ପାଇଁ କଣ କରିଛନ୍ତି କେବଳ ଓଡ଼ିଶା ସରକାରଙ୍କୁ ସବୁବେଳେ ବିରୋଧ କରିଛନ୍ତି

    • @GingiBadra-yk4fj
      @GingiBadra-yk4fj 4 місяці тому

      ଆଉ ନବୀନ ପଟ୍ଟନାୟକ କ'ଣ କରିଚି

  • @KalapanaJena-jz9ir
    @KalapanaJena-jz9ir 8 місяців тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ ରାଜ୍ୟ ବାସୀଙ୍କ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି ଏହି ଭଳି ଜଣେ ଜନ ଦରଦୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ରୁପେ ପାଇଁ ଓଡିଶା ନିଜକୁ ଧନ୍ୟ ମନେ କରୁଛନ୍ତି l

  • @JasmineWorld122
    @JasmineWorld122 8 місяців тому +6

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ପ୍ରତି ସଦାବେଳେ ଅବହେଳା କରି ଚାଲିଛନ୍ତି,ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦୃଢ ନେତୃତ୍ଵ ଏବଂ ଅତୁଳନୀୟ ଅବଦାନ ପାଇଁ ଆଜି ପ୍ରଗତି ପଥରେ ଆମ ଓଡ଼ିଶା ନବୀନ ଓଡ଼ିଶା

  • @KalapanaJena-jz9ir
    @KalapanaJena-jz9ir 8 місяців тому +1

    ଗରିବ ଲୋକଙ୍କୁ ସଶକ୍ତ କରିବାକୁ bsky କାର୍ଡ ଦେଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @JasmineWorld122
    @JasmineWorld122 8 місяців тому +3

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ଼ ନେତୃତ୍ୱ ଏବଂ ପାଣ୍ଡିଆନ ସାରଙ୍କ କ୍ଳାନ୍ତି ହୀନ ଉଦ୍ୟମ ବଳରେ ଓଡ଼ିଶା ଆଜି ବିକାଶ ପଥରେ ଅଗ୍ରସର ହେବାରେ ଲାଗିଛି

    • @Watchhere_
      @Watchhere_ 8 місяців тому

      Religious conversion digare nischita agragati karichhi bangali and Bangladesh Muslim pai citizen ship provide karibare waste Bengal pare odisha 2nd place achieve karichhi all the best 🎉

  • @KalapanaJena-jz9ir
    @KalapanaJena-jz9ir 8 місяців тому +5

    ରାଜ୍ୟ ସରକାରଙ୍କ ଏହି bsky କାର୍ଡ ମାଧ୍ୟମରେ ଓଡିଶା ର ପ୍ରତ୍ୟେକ ଜିଲ୍ଲାର ଗରିବ ଲୋକଙ୍କ ସଂଜୀବନୀ ସାଜିଛି ଏହି କାର୍ଡ l

  • @ayeshapanda476
    @ayeshapanda476 8 місяців тому +1

    ଗରିବ ଅସହାୟ ଲୋକଙ୍କୁ ଆମ ନବୀନ ବାବୁ ସର୍ବଦା ସହଯୋଗର ହାତ ବଢ଼ାଇବା ପାଇଁ ଚେଷ୍ଟା କରୁଛନ୍ତି

  • @maheshpatnaik6972
    @maheshpatnaik6972 8 місяців тому +4

    ଆମ ଧର୍ମେନ୍ଦ୍ର ବାବୁ ଖାଲି ବଡ ବଡ଼ କଥା କହି ଲୋକ ଙ୍କୁ ଭୁଆଁ ବୁଲେଇବା ପାଇଁ ଚେଷ୍ଟା କରୁଛନ୍ତି କିନ୍ତୁ ଜନତା ଠିକ୍ ବୁଝି ପାରିଛନ୍ତି।

  • @anmayeedas4839
    @anmayeedas4839 8 місяців тому +6

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ବାରା ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକ ମାଗଣାରେ ସ୍ବାସ୍ଥ୍ୟ ସମନ୍ଧିୟ ସମସ୍ୟା ଦୂର ହୋଇପାରୁଛି।

    • @Watchhere_
      @Watchhere_ 8 місяців тому +1

      Khali michha BSKY Gote scam au athi pai odisha ra Crores of Money State baharaku jauchhi seda bi legal waay re ....
      Kia kebe neiki bhala habar janini but card use karila pare bahut marichanti proof achhi.
      If you need details I'll share

  • @maheshpatnaik6972
    @maheshpatnaik6972 8 місяців тому +1

    ଧର୍ମେନ୍ଦ୍ର ବାବୁ ଆପଣଙ୍କ କାମ ଧନ୍ଦା ବୋଲି କିଛି ନାହିଁ... ଯେତେବେଳେ ଓଡ଼ିଶା ଆସିବେ ଖାଲି ଆମ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ବର୍ଷିବେ.... ଆପଣ ସତ କହିଲେ ଓଡ଼ିଶା ଲୋକ ଙ୍କ ପାଇଁ ଆପଣ କଣ କରିଛନ୍ତି .... କିଛି ନାହିଁ... ଖାଲି ବଡ ବଡ କଥା କହିଲେ କଣ ହେବ।

  • @manoswinijena3884
    @manoswinijena3884 8 місяців тому +1

    ୧୧୫କୋଟି ଧର୍ମାନୁଷ୍ଠାନ ଓ କମମ୍ୟୁନିଟି ସେଣ୍ଟର ପାଇଁ ଲୋକେ ଅନୁରୋଧ କରିଛନ୍ତି।

  • @SasmitaJena-pc6bm
    @SasmitaJena-pc6bm 7 місяців тому +4

    ମୁଁ ବର୍ତ୍ତମାନ FM autonomous college ର student ମତେ ଏ କାମ ଟା ଅଧିକ ଖରାପ ଲାଗିଲା କି ଓଡ଼ିଶା ରେ job vecancy କମ୍ ବାହାରୁଚି ହେଲେ ଅନ୍ୟଥା ଖର୍ଚ୍ଚ ( ନୂଆ ଓ) ଓଡ଼ିଶା ଏଭଳି ଖର୍ଚ୍ଚ ପାଇଁ ପଇସା ଅଧିକ ବର୍ବଦ କରା ଯାଉଚି । ଆରେ ପିଲା ପଢ଼ିଲେ ଦେଶ ବଡିବ ପିଲା ତାଙ୍କ ପଢା ପାଇଁ ପଇସା ଖର୍ଚ୍ଚ କର । ତାଙ୍କୁ ବର୍ବଦ୍ କରିବା ପାଇଁ ପଇସା ଖର୍ଚ୍ଚ କୋରୋନି।

  • @Kamalakanta37
    @Kamalakanta37 8 місяців тому +3

    ଧର୍ମେନ୍ଦ୍ର ପ୍ରଧାନଖାଲି ବଡ ବଡ଼ କଥା କହି ଲୋକ ଙ୍କୁ ଭୁଆଁ ବୁଲାଇ ଥାଆନ୍ତି । କିନ୍ତୁ ତାଙ୍କର ଉଦ୍ଦେଶ୍ୟ ଜନତା ଠିକ୍ ବୁଝି ପାରିଛନ୍ତି।

  • @anmayeedas4839
    @anmayeedas4839 8 місяців тому +6

    ଓଡ଼ିଶା ବିଜେପି ଦଳର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଡ଼ ବଡ଼ ଭାଷଣ ମାରୁଛନ୍ତି କିନ୍ତୁ ସେ ଜାଣି ରଖିବା ଉଚିତ ଯେ ଭାରତ ବର୍ଷରେ ଆମ ରାଜ୍ୟ ସରକାରଙ୍କ ସ୍ଵାସ୍ଥ୍ୟ ବ୍ୟବସ୍ତା ସବୁଠାରୁ ଉତ୍ତମ।

    • @kamalcreation7093
      @kamalcreation7093 8 місяців тому

      Nabin ni mare k bhasan padampur k dist karmi kahela au ni kari hete kenta

    • @thabir5980
      @thabir5980 8 місяців тому

      Isbar Bjp sarkar

    • @Watchhere_
      @Watchhere_ 8 місяців тому

      Alo pandian assistant Sethi pai pregnant mahila mananku bohi ki medical nauchhanti😅😅

    • @rabindrapatel5647
      @rabindrapatel5647 7 місяців тому

      Mu Bargarh ra hele 4barsa hela baha heba kintu Biju kad Jodi houni jota sarigalani Tama office Jae jae kama hauni

  • @baburaopidisika2691
    @baburaopidisika2691 8 місяців тому +2

    Good answer vk pandian sir

  • @anmayeedas4839
    @anmayeedas4839 8 місяців тому +6

    ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା କୁ ବଦନାମ କରିବା ଛଡା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ l

  • @anmayeedas4839
    @anmayeedas4839 8 місяців тому

    ଯେତେ ଆୟୁଷ୍ମାନ ଯୋଜନା ହେଉ କିନ୍ତୁ ନବୀନ ସରକାରଙ୍କ BSKY ଯୋଜନା ଆଗରେ ଫେଲ୍ ମାରିଯିବ ।

  • @Odisha4Odia
    @Odisha4Odia 8 місяців тому +1

    ବିଜେଡି ବାଲା ହିନ ସ୍ୱାର୍ଥ ପାଇଂ ନିଜର ମା ଆଉ ମାତୃଭୂମି ବିକୁଛି !!!

  • @ayeshapanda476
    @ayeshapanda476 8 місяців тому

    ପ୍ରତିଟି ଜୀବନ ମୂଲ୍ୟବାନ ନାରା ନେଇ ରାଜ୍ୟବାସୀଙ୍କ ସେବାରେ ବିଏସକେୱାଇକୁ ନବୀନ ସରକାର ସମର୍ପିତ କରିଛନ୍ତି

  • @narayanbehera1373
    @narayanbehera1373 8 місяців тому +1

    କେନ୍ଦ୍ର ସରକାର ଙ୍କ ମନ୍ତ୍ରୀ ଭାବରେ ଗୋଟିଏ ଦଶନ୍ଧି ଧରି ଓଡ଼ିଶା ବାସୀଙ୍କ କେଉଁ କେଉଁ ସ୍ୱାର୍ଥରେ ଆସିଛନ୍ତି ବାବୁ ଧର୍ମେନ୍ଦ୍ର ଟିକିଏ ସ୍ପଷ୍ଟ କରିବେ କି ????

  • @raghunathdas-mb7yr
    @raghunathdas-mb7yr 8 місяців тому +2

    ଓଡିଶା ବାସୀ ଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ BSKY କାର୍ଡ ରେ ବହୁ ଜଟିଳ ରୋଗ କୁ ଦେଖାଇ ସୁସ୍ଥ ହେବାର ମାଧ୍ୟମ କରିଛନ୍ତି |

  • @KalapanaJena-jz9ir
    @KalapanaJena-jz9ir 8 місяців тому +1

    ଧର୍ମେନ୍ଦ୍ର ବାବୁ ନିଜେ କିଛି କାର୍ଯ୍ୟ କରି ଲୋକ ଙ୍କୁ ଦେଖlନ୍ତୁ ଅନ୍ୟ ଦଳ ଅନ୍ୟ ନେତା ଙ୍କୁ ସମାଲୋଚନା କରି କେତେଦିନ ରାଜନୀତି କରିବେ!

    • @Watchhere_
      @Watchhere_ 8 місяців тому

      Education minister se education policy anichanti time lagiba ...
      Tama new odisha lagu habani bcoz tama Reels promotion sarile to

  • @aparichitamohanty7814
    @aparichitamohanty7814 8 місяців тому

    କେଉଁ ପ୍ରକାର ବିକଶିତ ଭାରତ ସଂକଳ୍ପ ଯାତ୍ରା କରୁଛି ବିଜେପି ସରକାର। ଯେଉଁ ଭାରତବର୍ଷର ସାଧାରଣ ଲୋକ ଦରବୃଦ୍ଧିର ଯାତନା ସହି ପାରୁ ନାହାନ୍ତି ସେଠି ମିଛ ବିକଶିତ ଭାରତ ଯାତ୍ରା କଲେ ଜନେ ହସିବେ ଧର୍ମେନ୍ଦ୍ର ବାବୁ।

  • @aparichitamohanty7814
    @aparichitamohanty7814 8 місяців тому

    ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କର ସାହସ ଅଛି ତେବେ ୨୦୨୪ ନିର୍ବାଚନ ଇସ୍ତାହାରରେ ଲେଖୁ ଯେ ତାଙ୍କ ସରକାର ଆସିଲେ BSKY ଯୋଜନା ବନ୍ଦ କରିବ। ଏହି କଥା 5T ଅଧ୍ୟକ୍ଷ ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଧର୍ମେନ୍ଦ୍ର ବାବୁଙ୍କୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି ।

  • @sachidehury426
    @sachidehury426 8 місяців тому +4

    ଏମାନେ ସିଧା କଥା କହି ପାରିବେନି,ଏମାନାଙ୍କ କଥାର ତାଳ ମେଳ ଠିକ ନାହିଁ ଜେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ କେଉଁଣ୍ଠରେ ଲାଗୁନାହିଁ ଠିକ ଜାଣିଛନ୍ତି କିନ୍ତୁ ଏମାନେ ବିଜେଡି ର ଡାହୁକ | କିନ୍ତୁ ଧର୍ମେଦ୍ର ପ୍ରଧାନ ମହୋଦୟ ଠିକ କାହିଁଛନ୍ତି l

  • @anmayeedas4839
    @anmayeedas4839 8 місяців тому +5

    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିକିତ୍ସାଜନିତ ଆର୍ଥିକ ଚିନ୍ତା ଦୂର କରି ସେମାନଙ୍କ ଜୀବନରେ ଆନନ୍ଦ ଆଣିଦେଇଛି । ହାରିବ ଭୟରେ ବିରୋଧୀ ମାନେ ଏହିଭଳି ପ୍ରହସନ କରୁଛନ୍ତି

  • @ayeshapanda476
    @ayeshapanda476 8 місяців тому

    ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାର ସଫଳ ରୂପାୟନ ହେଉଛି

  • @Kamalakanta37
    @Kamalakanta37 8 місяців тому

    ଓଡ଼ିଶାବାସୀ BSKY କାର୍ଡ଼ ମାଧ୍ଯମରେ ବଡ଼, ବଡ ହସପି ଟାଲରେ ମାଗଣାରେ ଉପଯୁକ୍ତ ସ୍ୱାସ୍ଥ୍ୟୁସେବା ପାଇପାରୁଛନ୍ତି ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ BSKY କାର୍ଡକୁ ନିନ୍ଦା କରିବାରେ ଲାଗିଛନ୍ତି ।

  • @anmayeedas4839
    @anmayeedas4839 8 місяців тому

    ଓଡ଼ିଶାର ବିଜେପି ନେତାଙ୍କ ଆୟୁଷ୍ମାନ ଯୋଜନା ବାବଦରେ ମିଛ ପ୍ରଚାର ସାମନାକୁ ଆସିବା ପରେ ବିଜେପି ନେତାଙ୍କୁ କଡ଼ା ଜବାବ ଦେଇଛି ବିଜେଡି। ବିଜେପି ନେତାଙ୍କ ଆୟୁଷ୍ମାନ ପ୍ରଚାର ମିଛ ଓ ଫମ୍ପା ବୋଲି ବିଜେଡି ଦଳ କଟାକ୍ଷ କରିଛି।

  • @ayeshapanda476
    @ayeshapanda476 8 місяців тому +1

    ରାଜ୍ୟ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ଉଲ୍ଲେଖନୀୟ ପଦକ୍ଷେପ ଆଣି ପ୍ରଶଂସା ସାଉଁଟୁଛନ୍ତି ରାଜ୍ୟ ସରକାର

  • @ayeshapanda476
    @ayeshapanda476 8 місяців тому

    ନୟାଗଡ଼ର ରଣପୁର ମାଟିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଟାର୍ଗେଟ୍ କରିଛନ୍ତି

  • @suvransudey3655
    @suvransudey3655 8 місяців тому

    ଓଡିଶାର ଅଗଣିତ ଲୋକମାନଙ୍କର ଜୀବନ ବୀମା ସାଜିଛି BSKY କାର୍ଡ l

  • @narayanbehera1373
    @narayanbehera1373 8 місяців тому +1

    ପ୍ରତି କ୍ଷେତ୍ରରେ ବାବୁ ପାଣ୍ଡିଆନଙ୍କୁ କାହିଁକି ବିରୋଧୀ ବିଜେପି ବିରୋଧ କରି ଆସୁଛନ୍ତି ତାହା ସ୍ପଷ୍ଟ ବାରି ହେଉଛି।

  • @aparichitamohanty7814
    @aparichitamohanty7814 8 місяців тому

    ବିଏସ‌କେୱାଇ ଭଳି ଲୋକାଭିମୁଖୀ ଯୋଜନାର ନିନ୍ଦାର ଉପଯୁକ୍ତ ଜବାବ ଦେବେ ଓଡିଶାବାସୀ।

  • @swaramayeedas437
    @swaramayeedas437 8 місяців тому +4

    ଓଡିଶାବାସୀଙ୍କ ପାଇଁ ଏହି ବିଜୁସ୍ୱାସ୍ଥ୍ୟ କାର୍ଡ ହେଉଛି ଏକ ପ୍ରକାର ସଞ୍ଜିବନୀ ତେଣୁ ସଞ୍ଜିବନୀକୁ ନେଇ ଧର୍ମେନ୍ଦ୍ରବାବୁ ସହି ପାରୁନାହାଁନ୍ତି l

  • @aparichitamohanty7814
    @aparichitamohanty7814 8 місяців тому

    ଧର୍ମେନ୍ଦ୍ର ବାବୁ କହିଥିଲେ ଖାଲି ହୋର୍ଡ଼ିଂ ରେ ଆଉ ବିଜ୍ଞାପନ ଦେଇ ଚିକିତ୍ସା କରୁଛନ୍ତି ରାଜ୍ଯ ସରକାର। କିନ୍ତୁ ଧର୍ମେନ୍ଦ୍ର ବାବୁଙ୍କୁ ପାଣ୍ଡିଆନ୍ କହିଛନ୍ତି ଯେ ରାଜ୍ୟର ଗରିବ ଲୋକ ପ୍ରକୃତରେ ଚିକିତ୍ସା ପାଉଛନ୍ତି କି ନାହିଁ ତାହା ସେମାନଙ୍କୁ ପଚାରି ଦେଖନ୍ତୁ।

  • @JasmineWorld122
    @JasmineWorld122 8 місяців тому

    ବିଜେପି ଦଳ କେବେ ଓଡିଶା ର ଉନ୍ନତି ଚାହାଁନ୍ତି ନାହିଁ ଓ ଓଡିଶା ମାଟିରେ କିଛି କାର୍ଯ୍ୟ ଭଲରେ କରିବାକୁ ଦିଅନ୍ତି ନାହିଁ ସବୁବେଳେ ବିରୋଧ କରୁଛନ୍ତି

  • @narayanbehera1373
    @narayanbehera1373 8 місяців тому

    ବିଜୁ ଜନତା ଦଳର ନୀତି ଆଦର୍ଶ ଏବଂ ବିରୋଧୀ ବିଜେପି ର ନୀତି ଆଦର୍ଶ କୁ ଠିକ୍ ବୁଝି ଗଲେଣି ସାରା ଓଡ଼ିଶା ବାସୀ।ସେଇଥିପାଇଁ ଆଜି ପର୍ଯ୍ୟନ୍ତ ଲୋକଙ୍କ ବିଶ୍ବାସ ଜିତି ପାରୁ ନାହାଁନ୍ତି ଆମ ଓଡ଼ିଶା ବିଜେପି।

  • @bikramroutaray935
    @bikramroutaray935 8 місяців тому +1

    Kims ମେଡିକାଲ ରେ ବିଜୁ କାର୍ଡ ରେ ଠକେଇ ହଉଛି 5 ଜଗରେ 10 ଖର୍ଚ୍ଚ ହଉଛି ଶୀଘ୍ର ପଇସା ସରୁଛି

    • @Watchhere_
      @Watchhere_ 8 місяців тому

      Khali KIMS nai Bhai. Appollo, sunsine ,aswini , sabu thi same problem Paisa pai loka nku ICU RE rakhi dauchanti card dead heigale release karidauchsnti

  • @JasmineWorld122
    @JasmineWorld122 8 місяців тому

    ଓଡ଼ିଶାରେ ବିଜେପି ଦଳ ବଡ଼ ବଡ଼ ଭାଷଣ ମାରୁଥିବା ବିଜେପି ଦଳ ଭଲଭାବରେ ବୁଝିସାରିଲାଣି ନିର୍ବାଚନ ଜିତିବା ସମ୍ଭବ ନୁହେଁ

  • @anmayeedas4839
    @anmayeedas4839 8 місяців тому +3

    ବିଜୁ ସ୍ୱାସ୍ଥ୍ୟ କାର୍ଡ ଓଡିଶା ବାସୀଙ୍କ ପାଇଁ ଆଜି ଏକ ଆଶୀର୍ବାଦ ସଦୃଶ୍ୟ ପ୍ରମାଣିତ ହୋଇଛି, ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ବ୍ୟବହାର କରୁଛନ୍ତି, ମୋଦିଜୀ ଙ୍କ ଆୟୁଷ ମାନ ଯୋଜନା କେବଳ ଲୋକ ଦେଖାଣିଆ ନିର୍ଵାଚନ ସମୟରେ ବ୍ୟବହାର ପାଇଁ l

  • @Kamalakanta37
    @Kamalakanta37 8 місяців тому

    ରାଜ୍ୟ ସରକାର ଙ୍କୁଧର୍ମେନ୍ଦ୍ର ପ୍ରଧାନ ଙ୍କ ସମାଲୋଚନା କୁ ଉଚିତ୍ ଜବାବ ଦେଇଛନ୍ତି 5T ଅଧ୍ୟକ୍ଷ VK ପାଣ୍ଡିଆନ ।

  • @bijaytripathy2119
    @bijaytripathy2119 8 місяців тому +2

    Health treatment re Biju Swasthya kalyana card bahuta help karuchi

  • @swaramayeedas437
    @swaramayeedas437 8 місяців тому

    ବିରୋଧୀଙ୍କ ବିରୋଧ କରିବାକୁ ଖାତିର ନକରି ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶାସରକାର ସବୁବେଳେ ଆଗଭର ହୋଇ ରହିଥାନ୍ତି l

  • @balarambehera4686
    @balarambehera4686 8 місяців тому +5

    ଆରେ ଅଣ ଓଡ଼ିଆ ପାଗଳ, କେନ୍ଦ୍ରମନ୍ତ୍ରୀ କଣ କହିଲେ ଭଲକି ଭୁଝୁ ଓଡ଼ିଆ ବୁଝି ପାରୁନୁ।

  • @JasmineWorld122
    @JasmineWorld122 8 місяців тому

    ବିଜେପି ନେତା କିଛି କରୁନାହାନ୍ତି କେବଳ କଥା ଗପୁଛନ୍ତି ଓଡ଼ିଶା ପାଇଁ କିଛି ବି କରୁନାହାନ୍ତି ବିଜେପି ନେତା

  • @anmayeedas4839
    @anmayeedas4839 8 місяців тому

    ଧର୍ମେନ୍ଦ୍ର ବାବୁ ଦୟାକରି କହିବେ କି ଯେ ନରେନ୍ଦ୍ର ମୋଦି ଙ୍କ ଦ୍ୱାରା ପ୍ରବର୍ତ୍ତିତ ଗୋଟିଏ ଯୋଜନା ଯାହା ଲୋକ ଙ୍କ ଦ୍ୱାରା ଆଦୃତ ହୋଇପାରିଛି l

  • @raghunathdas-mb7yr
    @raghunathdas-mb7yr 8 місяців тому +3

    ଭି କାର୍ତିକ ପାଣ୍ଡିଆନ ସାର ଙ୍କ ଚେଲେଞ୍ଜ ଠିକ |କେନ୍ଦ୍ରମନ୍ତ୍ରୀ ଙ୍କ ସତସାହସ ଯଦି ଅଛି ତାହେଲେ ବିଜେପି ତାର ନିର୍ବାଚନ ମେନୁଫେଷ୍ଟ ରେ ଏକ ନମ୍ବର ରେ ଲେଖନ୍ତୁ ଆପଣ ମାନେ ଜିତିଲେ BSKY କାର୍ଡ କୁ ବନ୍ଦ କରିବେ ବୋଲି |

  • @JasmineWorld122
    @JasmineWorld122 8 місяців тому

    ଆଜି ରଣପୁରୁ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ବାର୍ଥନ୍ବେସୀ ରାଜନୀତିର ପର୍ଦ୍ଧାଫାଶ କରିଛନ୍ତି 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ

  • @JasmineWorld122
    @JasmineWorld122 8 місяців тому

    ବିଜେପି ଙ୍କ ପାଖରେ ଲୋକ ଙ୍କ ପାଖକୁ ଯିବା ପାଇଁ କୌଣସି ବିକାଶ ମୂଳକ ବାର୍ତା ନାହିଁ ତେଣୁ ମିଛ ର ସାହାରା ରେ ବଂଚିବାକୁ ଚେଷ୍ଟା କରୁଛନ୍ତି

  • @ayeshapanda476
    @ayeshapanda476 8 місяців тому

    ଅସହାୟ ବ୍ୟକ୍ତିଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

    • @Watchhere_
      @Watchhere_ 8 місяців тому

      Au se sabu BJD neta nka paribar pai

  • @raghunathdas-mb7yr
    @raghunathdas-mb7yr 8 місяців тому

    BSKY କାର୍ଡ ଓଡିଶା ବାସୀ ଙ୍କ ଜୀବନ ଦାତ୍ରୀ ଭାବରେ କାର୍ଯ୍ୟ କରୁଛି | ମାନ୍ୟବର ମୁଖ୍ୟମନ୍ତ୍ରୀ BSKY କାର୍ଡ ପାଇ ନ ଥିବା ଲୋକଙ୍କୁ BSKY ନବୀନ କାର୍ଡ ଦେବାକୁ ଯାଉଛନ୍ତି |

  • @chintalbujji5061
    @chintalbujji5061 8 місяців тому +1

    Good answer vk pandian sir🙏

  • @swaramayeedas437
    @swaramayeedas437 8 місяців тому +2

    ଯେତେବେଳେ ଏହି BSKY କାର୍ଡକୁ ନେଇ ଧର୍ମେନ୍ଦ୍ରବାବୁ ବିରୋଧ କରି କଟାକ୍ଷ କଥା କହୁଥିଲେ ତେବେ ପାଣ୍ଡିଆନ ସାର ଏବେ ଧର୍ମେନ୍ଦ୍ରବାବୁଙ୍କୁ କିଛି ଭୁଲ କହିନାହାନ୍ତି l

  • @bikramroutaray935
    @bikramroutaray935 8 місяців тому +3

    ମୂର୍ଖ ଓଡ଼ିଆ ଲୋକ ଶୁଣ ରେ ମୋଦି କାର୍ଡ ଆଉ ନବୀନ କାର୍ଡ 2 ଟା ଯାକ ଦରକାର... ଶଙ୍ଖ ନେତା ଙ୍କୁ ପଚାର ମୋଦି କାର୍ଡ କଣ ପାଇଁ ଲାଗୁନି???

  • @suvransudey3655
    @suvransudey3655 8 місяців тому

    ଓଡିଶାରେ ଜନତାଙ୍କ ପାଇଁ ହେଉଥିବା ବିକାଶମୂଳକ କାର୍ଯ୍ୟକୁ ବିରୋଧ କରି ଓଡିଶାକୁ ପଛକୁ ଟାଣି ନେଉଥିବା ବିଜେପି ଦଳର ଧର୍ମେନ୍ଦ୍ର ବାବୁ ଓଡିଶାରେ ସରକାର ଗଠନ କରିବାର ସ୍ବପ୍ନ ଦେଖୁଛନ୍ତି ହେଲେ ଏହାକୁ କେବେ ହେଲେ ଓଡିଶା ବାସୀ ଗ୍ରହଣ କରିବେ ନାହିଁ l

  • @Kamalakanta37
    @Kamalakanta37 8 місяців тому

    5T ଅଧକ୍ଷ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରିଛନ୍ତି । ନିଦରେ ଶୋଇ ଥିବା ଲୋକକୁ ଉଠେଇ ହେବ । କିନ୍ତୁ ନିଦର ଅଭିନୟ କରି ଶୋଇଥିବା ଲୋକକୁ ଯୋରରେ ଡାକିଲେ ଉଠିବେ ।

  • @anmayeedas4839
    @anmayeedas4839 8 місяців тому

    ବିଏସକେଓ୍ବାଇ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିଛି । ରାଜ୍ୟ ସରକାର ଏହାର କଳେବର ବୃଦ୍ଧି କରି ପ୍ରତି ଲୋକଙ୍କ ପାଖରେ ବିଏସକେଓ୍ବାଇ ନବୀନ କାର୍ଡ ପହଞ୍ଚାଇବାକୁ ପଦକ୍ଷେପ ନେଇଛନ୍ତି ।

  • @KalapanaJena-jz9ir
    @KalapanaJena-jz9ir 8 місяців тому

    ବିଜେଡି ସରକାର ସବୁବେଳେ ଲୋକଙ୍କ ସ୍ଵାର୍ଥ ପାଇଁ କାର୍ଯ୍ୟ କରିଆସୁଛି ହେଲେ କେନ୍ଦ୍ର ସରକାର ଓଡିଶା ପାଇଁ କଣ କରିଛନ୍ତି l

  • @JasmineWorld122
    @JasmineWorld122 8 місяців тому +3

    ଯେଉଁ ବ୍ୟକ୍ତି କେନ୍ଦ୍ର ମନ୍ତ୍ରୀ ହେବା ପରେ ନିଜ ଅଞ୍ଚଳର ଲୋକଙ୍କ ବିକାଶ ପାଇଁ ଦିନେ ହେଲେ ଚିନ୍ତା କରି ନାହିଁ ସେ ପୁଣି ରାଜ୍ୟ ଶାସନ କରିବାକୁ ସ୍ବପ୍ନ ଦେଖୁଛି କିପରି

  • @raghunathdas-mb7yr
    @raghunathdas-mb7yr 8 місяців тому

    BSKY କାର୍ଡ ନ ପାଇଥିବା ମୁନ୍ସିପାଲଟି ଏବଂ ସହରାଞ୍ଚଳ ଲୋକେ BSKY ନବୀନ କାର୍ଡ ପାଇବାକୁ ଯାଉଛନ୍ତି |

  • @sanjaykumarpanda2365
    @sanjaykumarpanda2365 8 місяців тому +1

    ନାଟକ ଆରମ୍ଭ ଅଭିନୟ 😊ଆରମ୍ଭ

  • @JasmineWorld122
    @JasmineWorld122 8 місяців тому

    ଆଜି ନେତା ହେବା ପରେ ପ୍ରଥମ ଥର ପାଇଁ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭି କେ ପାଣ୍ଡିଆନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି, ସେଥିପାଇଁ ବିଜେଡି ଦଳର କର୍ମୀ ମାନଙ୍କ ମନରେ ନୂଆ ଉତ୍ସାହ ପରିଲକ୍ଷିତ ହୋଇଛି

  • @ayeshapanda476
    @ayeshapanda476 8 місяців тому

    କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବିଏସକେୱାଇ କାର୍ଡର ଉପଯୋଗିତା ବିଷୟରେ ବଖାଣିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ କାର୍ତ୍ତିକ ପାଣ୍ଡିଆନ

  • @JasmineWorld122
    @JasmineWorld122 8 місяців тому

    ଓଡିଶାର କେନ୍ଦ୍ରମନ୍ତ୍ରୀ ବାବୁ ମହାଶୟ କେବେବି 5t ର ଅଧକ୍ଷଙ୍କ ଦ୍ୱାରା ହେଉଥିବା ବିକାଶକୁ କେବେବି ଦେଖି ପାରନ୍ତି ନାହିଁ ଏକ ପ୍ରକାର ଅନ୍ଧ ହେଉଛନ୍ତି ଧର୍ମେନ୍ଦ୍ର ବାବୁ

  • @JasmineWorld122
    @JasmineWorld122 8 місяців тому

    ରାଜ୍ୟର ସ୍ୱାର୍ଥକୁ ନ ଦେଖି, କେନ୍ଦ୍ର ପାଖରେ ଓଡିଶା ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ନ କରି ଓଡ଼ିଶାରେ ଆସି ବଡ଼ ବଡ଼ ଭାଷଣ ମାରିବାରେ ବିଜେପି ନେତାମନଙ୍କୁ ଶୋଭା ଦେଉଛିକି?

  • @anmayeedas4839
    @anmayeedas4839 8 місяців тому

    ନବୀନବାବୁଙ୍କ BSKY ଯୋଜନା ସ୍ବାସ୍ଥ୍ୟଜନିତ ଆର୍ଥିକ ଚିନ୍ତା ଦୂର କରିଥିବା ବେଳେ ବିଜେପି ସରକାର ଲୋକଙ୍କୁ ଶୋଷଣ କରିବାର ବଜେଟ ଆଣିଛ।

  • @JasmineWorld122
    @JasmineWorld122 8 місяців тому

    ବିଜେପିର ୩ଜଣ କେନ୍ଦ୍ରମନ୍ତ୍ରୀ ଆଉ ୮ ଜଣ ସାଂସଦ ଥାଇ ମଧ୍ୟ ଓଡ଼ିଶା କିମ୍ବା ଓଡ଼ିଶାବାସୀଙ୍କ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଅକ୍ଷମ

  • @kingraja971
    @kingraja971 8 місяців тому

    Dharmendra babu, If you & your Government have guts then send ED, CBI & Income Tax department. We will be sure that you are a truthful person. I can't understand why you & your Govt is not sending the Trimurti's?

  • @bikramroutaray935
    @bikramroutaray935 8 місяців тому

    ଆୟୁସ୍ମାନ ଯୋଜନା ଲାଗିଥିଲେ ସାରା ଭାରତ ରେ ବଡ ବଡ ମେଡିକାଲ ଓଡ଼ିଆ ଲୋକ ବି ଚିକିତ୍ସା ପାଇଥାନ୍ତେ... କିନ୍ତୁ ଗୋଟେ ତାମିଲନାଡୁ ଲୋକ ବୋଲରେ ଅପାରଗ ନବୀନ ଓଡ଼ିଆ ଲୋକଙ୍କୁ ଠକି ଛନ୍ତି..

  • @ayeshapanda476
    @ayeshapanda476 8 місяців тому

    କେନ୍ଦ୍ରମନ୍ତ୍ରୀଙ୍କୁ ଚ୍ୟାଲେଂଜ କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ,ଯଦି ସାହସ ଅଛି ତେବେ କେନ୍ଦ୍ରମନ୍ତ୍ରୀ ତାର ଦଳୀୟ ନିର୍ବାଚନୀ ଇସ୍ତାହାରରେ ବିଏସକେୱାଇ କାର୍ଡକୁ ବନ୍ଦ କରିବାକୁ ଘୋଷଣା କରୁ

  • @ayeshapanda476
    @ayeshapanda476 8 місяців тому

    ସବୁ କ୍ଷେତ୍ରରେ ଯେମିତି ସାଧାରଣ ଜନତା ଉପକୃତ ହେବେ ତାହା ଉପରେ ଧ୍ୟାନ ଦେଉଛନ୍ତି ନବୀନ ବାବୁ

    • @Watchhere_
      @Watchhere_ 8 місяців тому

      Jmiti swara utalan karile BIJU juba Gunda sahayata

  • @Djbhai_
    @Djbhai_ 4 місяці тому

    ଧର୍ମେନ୍ଦ୍ର କୁ ଦେଖିଲେ ତ ଗୋଟେ ଟାଉଟର ଭଳି ଦେଖା ଯାଉଛି ପୁରା ଦୁଇ ନମ୍ବର ଲୋକ ।। Jay Naveen

  • @JasmineWorld122
    @JasmineWorld122 8 місяців тому +1

    କହିହେଉଥିବା ଧର୍ମେନ୍ଦ୍ର ପ୍ରଧାନବାବୁ କଣ ସତରେ ଜଣେ ସ୍ୱାର୍ଥପର ମଣିଷ ନହେଲେ ବିରୋଧୀଙ୍କୁ ଏତେ ବାଧିନ ଥାନ୍ତା ଯିଏ ଯେଭଳି କାର୍ଯ୍ୟ କରେ ତାର ଫଳ ତାକୁ ସେମିତି ମିଳ

  • @govindapathrimali2579
    @govindapathrimali2579 8 місяців тому

    BSKY should be available at doorstep rather than at big hospital,.

  • @swaramayeedas437
    @swaramayeedas437 8 місяців тому +1

    ଓଡିଶାରେ ଥିବା ସମସ୍ତ ଜନସାଧାରଣଙ୍କ ଜୀବନକୁ ମୂଲ୍ୟବାନ ଭାବି ନବୀନ ସରକାର ଏହି BSKY କାର୍ଡ ପ୍ରଦାନ କରିଛନ୍ତି l

  • @ayeshapanda476
    @ayeshapanda476 8 місяців тому

    ମୂଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ୱ ଦ୍ଵାରା ସମସ୍ତ ଅଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପହଞ୍ଚି ପାରୁଛି

    • @Watchhere_
      @Watchhere_ 8 місяців тому

      Kebe govt medical jaiki dekhichhu ki

  • @JasmineWorld122
    @JasmineWorld122 8 місяців тому

    ଧର୍ମେନ୍ଦ୍ରବାବୁ ସର୍ଵଦା ନିଜ ସ୍ଵାର୍ଥରେ ଅନ୍ଧ, ସେ ଓଡିଶା ଏବଂ ଓଡ଼ିଶାବାସୀଙ୍କ କଥା କେଭେ ହେଲେ ଚିନ୍ତା କରନ୍ତି ନାହିଁ

  • @swaramayeedas437
    @swaramayeedas437 8 місяців тому

    ଓଡିଶାବାସୀଙ୍କ ହୀତ ପାଇଁ ରାଜ୍ୟ ସବୁବେଳେ କିଛି ନାଁ କିଛି ଭଲ ନିଷ୍ପତି ନେଇଥାନ୍ତି ନବୀନ ସରକାର l

  • @narayanbehera1373
    @narayanbehera1373 8 місяців тому +2

    ରୋଗୀ ଉପକୃତ ହୁଅନ୍ତୁ ବୋଲି ଚାହୁଁ ନାହାଁନ୍ତି ଆମ ଓଡ଼ିଶା ବିଜେପି।

  • @JasmineWorld122
    @JasmineWorld122 8 місяців тому

    ବିଜେପି ଦଳକେବଳ ଭୋଟ ପାଇଁ ରାଜନୀତି କରନ୍ତି ଭୋଟ ସରିଗଲେ ଲୋକମାନଙ୍କ ବିଶ୍ୱାସରେ ବିଷ ଦେଇ ଯାଇ ମୂଷା ଭଳି ଗାତରେ ପଶିଯାନ୍ତି

  • @JasmineWorld122
    @JasmineWorld122 8 місяців тому

    କେନ୍ଦ୍ରର ଶିକ୍ଷା ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ବାବୁ,ହେଲେ ସେକେତୋଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ନବଦ୍ୱୟ ବିଦ୍ୟାଳୟ ଖୋଲିଛନ୍ତି ଓଡ଼ିଶାରେ,ଭାଷଣରେ ତ ବାଟୁଳି ବାଜେନାହିଁ

  • @JasmineWorld122
    @JasmineWorld122 8 місяців тому +2

    ସଦାବେଳେ ନିଜ ସ୍ବାର୍ଥ ହାସଲ ପାଇଁ ଉଦ୍ୟମ କରନ୍ତି ଧର୍ମେନ୍ଦ୍ର ପ୍ରଧାନ ବାବୁ, ଆମ ରାଜ୍ୟ ପାଇଁ କିଛି ବି କେନ୍ଦ୍ର ସରକାରଙ୍କ ଅବଦାନ ନାହିଁ

  • @ayeshapanda476
    @ayeshapanda476 8 місяців тому +2

    ଲୋକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବା ଓ ଲୋକଙ୍କ ସେବା ହିଁ ଆମ ନବୀନ ବାବୁଙ୍କ ମୂଳ ଲକ୍ଷ୍ୟ

  • @JasmineWorld122
    @JasmineWorld122 8 місяців тому

    ଧର୍ମେନ୍ଦ୍ର ବାବୁ ଓଡିଶା କଥା ବାଦ ଦିଅନ୍ତୁ ଆପଣଙ୍କ ଜିଲ୍ଲାରେ ଗତ ୧୦ବର୍ଷରେ କଣ ଉନ୍ନୟନ କରିଛନ୍ତି କୁହନ୍ତୁ ତ?

  • @ayeshapanda476
    @ayeshapanda476 8 місяців тому

    ରୋଗୀଙ୍କ ସେବା ହିଁ ନବୀନ ସରକାରଙ୍କ ଲକ୍ଷ୍ୟ ,ରୋଗୀଟିଏ କେମିତି ସେବା ପାଇବ, ସୁବିଧାରେ ସୁସ୍ଥ ହେବ ଏହା ନବୀନ ସରକାରଙ୍କ ଦାୟିତ୍ୱ

  • @JasmineWorld122
    @JasmineWorld122 8 місяців тому

    ରାଜ୍ୟ ସରକାର ବିକାଶ ଉପରେ ସବୁବେଳେ ଅଧିକ ଗୁରୁତ୍ୱ ଦିଅନ୍ତି ସେଥିପାଇଁ ଓଡିଶା ବାସୀ ତାଙ୍କୁ ବିକାଶର ବିନ୍ଧାଣୀ ଭାବେ ଜାଣିଛନ୍ତି କିନ୍ତୁ ରାଜ୍ୟ ବିଜେପି ଦଳ ଏକଥାକୁ ଭଲ ଭାବରେ ହଜମ କରିପାରୁ ନାହାଁନ୍ତି

  • @JasmineWorld122
    @JasmineWorld122 8 місяців тому

    ନିର୍ବାଚନ ଆସିଲେ କେବଳ ନିଜର ପ୍ରଚାର ପ୍ରସାର କରିବାକୁ ଆସି ଯାଉଛନ୍ତି,ଲୋକଙ୍କ ସ୍ବାର୍ଥ ପାଇଁ କେବେ କାର୍ଯ୍ୟ କରିନାହାନ୍ତି

  • @raghunathdas-mb7yr
    @raghunathdas-mb7yr 8 місяців тому

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ଆପଣ ଓଡିଶା ପାଇଁ କରିଛନ୍ତି କଣ?

  • @narayanbehera1373
    @narayanbehera1373 8 місяців тому +3

    ରାଜ୍ୟ ସରକାର ଙ୍କ ଉପରେ ବାବୁ ଧର୍ମେନ୍ଦ୍ର ଙ୍କ ସମାଲୋଚନା କୁ ଉଚିତ୍ ଜବାବ ଦେଇଛନ୍ତି ବାବୁ ପାଣ୍ଡିଆନ ।

  • @amulyakumarparida523
    @amulyakumarparida523 8 місяців тому +5

    100% Sucess bsky card

    • @Prs5820
      @Prs5820 8 місяців тому +2

      Un sucess full

  • @anmayeedas4839
    @anmayeedas4839 8 місяців тому

    ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ ଧର୍ମେନ୍ଦ୍ରବାବୁ ବିରୋଧ କରି କଟାକ୍ଷ କଥା କହୁଥିଲେ ତେବେ ପାଣ୍ଡିଆନ ବାବୁ ଏବେ ଧର୍ମେନ୍ଦ୍ରବାବୁଙ୍କୁ କଟାକ୍ଷ୍ୟ କିଛି ଭୁଲ କହିନାହାନ୍ତି l

  • @raghunathdas-mb7yr
    @raghunathdas-mb7yr 8 місяців тому

    BSKY କାର୍ଡ ଥିଲେ ଓଡିଶା ବାହାରେ ରହୁଥିବା ଲୋକେ ମଧ୍ୟ ଓଡିଶା ବାହାରେ ଅନୁବନ୍ଧିତ ଥିବା ହସ୍ପିଟାଲ ରେ ଡାକ୍ତର ଙ୍କୁ ଦେଖାଇ ସୁସ୍ଥ ହୋଇପାରିବେ |

    • @Watchhere_
      @Watchhere_ 8 місяців тому

      Sethi pai ICU compulsory