Who Embarrassed The King That Ruled Odisha For 25 Years? | Nirbhay Gumara Katha

Поділитися
Вставка
  • Опубліковано 22 тра 2024
  • Who Embarrassed The King That Ruled Odisha For 25 Years? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 564

  • @tanmaysahu6996
    @tanmaysahu6996 27 днів тому +154

    ଦେଖରେ ନବୀନ ଉତ୍କଳ ଦାଦନ ରେ ପୂରିତ
    ଶାସନ କରନ୍ତି ଗୁମାସ୍ତା ଜନ ହୁଏ ଶୋଷିତ
    ଭୁଲୁଣ୍ଠିତ ଆଜି ଓଡିଆ ଭାଷା ଆଉ ସଂସ୍କୃତି
    ଧନ୍ୟ ତୁମ ଲୁଙ୍ଗି ପିନ୍ଧା ଆଉ ତାମିଲ ପ୍ରୀତି
    ଧିକ୍.....

    • @chhayakanta7328
      @chhayakanta7328 27 днів тому +8

      Right sir

    • @swadhinmaharana7465
      @swadhinmaharana7465 27 днів тому +6

      Badiya

    • @dagreswargoud
      @dagreswargoud 27 днів тому +2

      ଆଉ କେତେ ଦିନ

    • @dwarikanathkar2461
      @dwarikanathkar2461 27 днів тому +3

      ଭାଇ ଧନ୍ୟବାଦ

    • @RashmitaDasBBSR
      @RashmitaDasBBSR 27 днів тому +6

      ପଖାଳଖିଆ, ଭିକାରୀ ଓ ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି

  • @pabitramohandas6943
    @pabitramohandas6943 27 днів тому +76

    ଏ ଦୁଃସ୍ଥିତି ପାଇଁ ଓଡ଼ିଆମାନେ ହିଁ ଦାୟୀ l

  • @hrusikeshmahapatra6735
    @hrusikeshmahapatra6735 27 днів тому +41

    ନବୀନ ବାବୁ ମଦ ପାଈଁ ନାଚୁଛନ୍ତି

    • @bijaykhuntia868
      @bijaykhuntia868 27 днів тому +1

      Italian cigarette pain bi bhasuchhanti...

  • @birajakumarbarik3038
    @birajakumarbarik3038 27 днів тому +49

    ନବୀନ ପଟନାୟକ ଙ୍କୁ ଅଧିକାର କିଏ ଦେଲା ଓଡିଶାକୁ ବାହାର ଲୋକ ହାତରେ ଟେକିଦେବାକୁ

    • @10subrat
      @10subrat 27 днів тому

      Yes odisha ku kahi ki bihari didi ku dela

    • @paricreations382
      @paricreations382 27 днів тому

      Adhikari amma maganakhiya odia 112 seats deiki adhikar deidele

  • @binayakpaikaray8221
    @binayakpaikaray8221 27 днів тому +67

    ନବୀନ ବାବୁ ତ ଦାୟୀ ପାଣ୍ଡିଆନଙ୍କ ସଂପୂର୍ଣ୍ଣ ଆଧିପତ୍ଯ ପାଇଁ,କିନ୍ତୁ ବିଜେଡିର ଅନ୍ଯ ଦିଗ୍ଦଜମାନେ ମଧ୍ଯ ସମପରିମାଣରେ ଦାୟୀ। ହାୟରେ କ୍ରୀତଦାସମାନେ।

    • @BiswaPradhan-qy5vc
      @BiswaPradhan-qy5vc 27 днів тому

      ଆଜ୍ଞା ନବୀନ ବାବୁ ବହୁତ ଗର୍ବି ସେ ଓଡ଼ିଆ ଭାଷା ଓ ଲୋକଙ୍କୁ ଘୃଣା କରନ୍ତି

    • @niranjanpanda533
      @niranjanpanda533 27 днів тому

      Randua rajaku garami mantri

  • @rajanikantabiswal2669
    @rajanikantabiswal2669 27 днів тому +85

    ସାର୍ ନମସ୍କାର ଏତେ ଦିନ ପରେ ଚମତ୍କାର ଖବରଟି ଆମ ଓଡ଼ିଆ ମାନଙ୍କୁ ଜଣାଉଥିବା ରୁ ଆପଣ ଙ୍କୁ ସତ କୋଟି ପ୍ରଣାମ

    • @RashmitaDasBBSR
      @RashmitaDasBBSR 27 днів тому +1

      ପଖାଳଖିଆ, ଭିକାରୀ ଓ ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି

    • @JayShreeRam-ib7qo
      @JayShreeRam-ib7qo 27 днів тому

      ​@@RashmitaDasBBSRyou are a communist ideology affected and culturally diverted shame on you, are you a outsider ?

    • @Tukun23
      @Tukun23 27 днів тому

      Aabe tu nije dadan khati jauthibu, to family 2 Oli khaibaku paunathiba, ethi aasi prabachan kahiki dauchu​@@RashmitaDasBBSR

    • @sarbeswarbehera6397
      @sarbeswarbehera6397 26 днів тому

      1:58

  • @umeshchandradash2881
    @umeshchandradash2881 27 днів тому +40

    ନମସ୍କାର ଆଜ୍ଞା। ଓଡିଶାର ଲୋକ ମାନଙ୍କୁ ଭୁଆଁ ବୁଲାଇବା ଭଲ ଭାବରେ ଜାଣନ୍ତି ନବୀନ ପଟ୍ଟନାୟକ।

  • @NomadicJRS
    @NomadicJRS 27 днів тому +19

    ନବୀନ ବାବୁ ଓଡ଼ିଆ ମାନଙ୍କୁ ଘୃଣା କରନ୍ତି l ଆମେ ନିରୀହ ନିଷ୍କପଟ ଓଡିଶା ବାସୀ ତାଙ୍କୁ 25 ବର୍ଷ ହେଲା ମୁଣ୍ଡ ରେ ବସେଇଛୁ l ସେ କେବଳ ଅଣ ଓଡ଼ିଆ ଇଂରାଜୀ କହୁଥିବା ଲୋକଙ୍କୁ ପସନ୍ଦ କରନ୍ତି l କେବେ ଦେଖିଛନ୍ତି କୌଣସି ଓଡ଼ିଆ ଲୋକ ତାଙ୍କର ନିକଟବର୍ତ୍ତୀ ହେବାର l ସେ ନିଜ ଦଳ ର ଓଡ଼ିଆ ନେତା ଅପେକ୍ଷା bureaucrat ମାନଙ୍କୁ ଅଧିକ ବିଶ୍ୱାସନୀୟ ଭାବନ୍ତି l ସେ ଅତୀତ ର ପ୍ୟାରୀମୋହନ ହୁଅନ୍ତୁ କି ବର୍ତ୍ତମାନ ର ପାଣ୍ଡିଆନ l ତେଣୁ ନିଜ ରାଜ୍ୟ ର ଜନତା, ନେତା ତଥା ଭାଷା ସାହିତ୍ୟ କୁ ଭଲ ପାଉଥିବା cm ଆମର ଦରକାର

    • @bijaykhuntia868
      @bijaykhuntia868 27 днів тому +1

      For him a people's elected politician is not favorable to him for ruling Odisha as co partner...
      But how could not he know that who is corrupt or not?
      All nonsense....

  • @joyfularunsbk
    @joyfularunsbk 27 днів тому +10

    ନବୀନ ଦାସ - ନିର୍ଭୟରେ
    ନବୀନ ପଟ୍ଟନାୟକ - ଭୟରେ 👻

  • @bijayanandasatpathy9488
    @bijayanandasatpathy9488 27 днів тому +19

    Sir ଆପଣଙ୍କ ଚେହେରା ଲାଲ୍ କ୍ରୀଷ୍ଣ ଆଡଭାନୀ ଙ୍କ ପରି ଦେଖାଯାଉଛନ୍ତି

  • @ManasKumar2727
    @ManasKumar2727 27 днів тому +38

    ଯାହାବି ହଉ ଓଡ଼ିଶା ରୁ ପାଣ୍ଡୁ ର ଶାସନ ନ ରହିବା ଦରକାର । ଯଦି BJD ଆସିବ ତାହାହେଲେ ଓଡ଼ିଶା ଆହୁରି ତଳକୁ ଚାଲିଯିବ ।

  • @sunakarsamantaray9737
    @sunakarsamantaray9737 27 днів тому +24

    ଏପରି ବିଶ୍ଳେଷଣ କୋଡ଼ିଏ ଦିନ ତଳୁ ହେବାର ଥିଲା ।

  • @chakradharswain9603
    @chakradharswain9603 27 днів тому +25

    ବିଜୁ ବାବୁ ଙ୍କ ଦେହାନ୍ତ ସମୟରେ ଏ ଯୋଗ୍ୟ ପୁତ୍ର ନବୀନ , ତାଙ୍କ ମୁହଁରେ ଟିକେ ପାଣି ଦେଇନି,ସେଭଳି ଲୋକ ଓଡ଼ିଶାର କଣ କରିବ ? ଏ ଭଳି ପୁତ୍ର ର ବଞ୍ଚି ରହିବାର କିଛି ମାନେ ନାହିଁ, ପ୍ରଥମ କରି ଜନତା ଦଳର ପୁରୁଖା ନେତା ମାନେ ହିଁ ଏ ଭୁଲ କରିଛନ୍ତି,ସେ ଭୁଲଟି ପାଇଁ ଆ ଜି ଓଡ଼ିଶାବାସୀ ଭୋଗୁଛନ୍ତି, 👍👍👍👍👍👍👍👍👍👍

  • @FAKIRJENA-du2zs
    @FAKIRJENA-du2zs 27 днів тому +27

    ନବୀନ ଓ ପାଣ୍ଡିଆ ଓଡିଶା ର କଳଙ୍କ l

  • @thirdeye9492
    @thirdeye9492 27 днів тому +27

    ଯାହା ଶିଖାଇଛି ଜଟାଧାରୀରେ ବରାଙ୍ଗୀ
    ମଦାରୀ ଇଙ୍ଗିତେ ହନୁ କରେ ଅଙ୍ଗଭଙ୍ଗୀ
    😭😭

  • @worldgift1159
    @worldgift1159 27 днів тому +17

    BJP MLA 82 MP 17 🎉🎉🎉

  • @padmanayak9883
    @padmanayak9883 27 днів тому +14

    ସାର୍ ଆପଣ ସଠିକ୍ ବିଶ୍ଲେଷଣ କରିଥିବାରୁ ଧନ୍ୟବାଦ
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ

  • @sambitranjan1598
    @sambitranjan1598 27 днів тому +5

    ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିଶ୍ଚୟ ଜିତିବେ ଆଉ ରହିଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପି ପଛୁଆ ଥିଲା ବର୍ତ୍ତମାନ ଆଗୁଆ ଅଛି ପ୍ରାୟ ସବୁ ପଞ୍ଚାୟତରେ ବିଜେପି ସପକ୍ଷରେ ଅଛନ୍ତି ଯୋଗୀ ଆଦିତ୍ୟନଥଙ୍କ ପାଇଁ ଆହୁରି ବଢିଯିବ।

  • @bishnucharnrana3282
    @bishnucharnrana3282 27 днів тому +12

    ଆଜିର ନିର୍ଭୟ ଗୁମର କଥା ଅତି ଗୁରୁତ୍ଵ ପୂର୍ଣ୍ଣ ତଥ୍ୟ ଉପରେ ଆଧାରିତ ଯାହା ଅତ୍ୟନ୍ତ ଶିକ୍ଷଣୀୟ ।

  • @SwayamSantosh4u
    @SwayamSantosh4u 27 днів тому +5

    ଛି ଶଳା ଓଡ଼ିଶାରେ ରହିବାକୁ ଲାଜ ଲାଗୁଛି। କଣ ଚାଲିଛି ଏସବୁ ଦେଖିଲେ ନିଜକୁ ଓଡ଼ିଆ ବୋଲି କହିବାକୁ ଘୃଣା ଲାଗୁଛି। ଏତେ ତଳକୁ ଖସିଗଲେକି ଓଡ଼ିଆ ଲୋକ? ମୁହଁ ଖୋଲିପାରୁ ନାହାଁନ୍ତି ଜଣେ ବାହାର ଲୋକ ଆଗରେ.... ଛି ଶଳା ଜୀବନ। ଥିଲେ କେତେ ମଲେ କେତେ?

  • @FAKIRJENA-du2zs
    @FAKIRJENA-du2zs 27 днів тому +35

    ନବିନ ପାଣ୍ଡୁ ଯୋଡ଼ି ଦେଖିବ ସି ବି ଆଇ ଓ ଇ ଡି ର କରାଳ ରୂପ ଇଲେକ୍ସନ ପରେ l କାରଣ ଏହି ଦୁଇ ଆସାମୀ ବେଦାନ୍ତ ଜମି ଅଧିଗ୍ରହଣ ଓ କୋଇଲା ଖଣି ଘୋଟାଲା ମାମଲାରେ ଡାଇରେକ୍ଟ ଜଡିତ ଅଛନ୍ତି l ୟାଙ୍କର ସବୁ ସମ୍ପତି ଇ ଡି ଜବତ କରିବା ସହ ୟାଙ୍କୁ ଗିରଫ କରି ଜେଲ ଦଣ୍ଡ ଦେବ l RTI ତଥ୍ୟ ସମ୍ବଳିତ l

    • @devidattasisirkumarsabata6446
      @devidattasisirkumarsabata6446 27 днів тому

      ନବୀନା, ପାଣ୍ଡୁ ଯୋଡି଼ କଲେ ଆମ ରାଜ୍ୟକୁ ଲାଣ୍ଡୁ
      BJDର ନେତା / ନେତ୍ରୀ ଯେ ଗାଣ୍ଡୁ
      ଭୋଟର ଛଡା଼ଇବେ ୟାଙ୍କର କଣ୍ଡୁ🤓

    • @artistfakirmohan9670
      @artistfakirmohan9670 26 днів тому +1

      ସିଂହାସନ ଲୋଭ ଆଉ pandyan ମୋହ ପାଇଁ ନବିନ ର ପତନ ହେବ, ନାରୀ ମାନଙ୍କ ଅଭିଶାପ ନିଶ୍ଚିତ ପଡ଼ିବ

  • @Save_Odisha_from_looters
    @Save_Odisha_from_looters 27 днів тому +4

    ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ ଜାଗ ଦୁର୍ବଳ ଆଜି , ଉଠୁ ଗତ ଗୌରବ ହୃତ ଗୌରବ ମୃତ ଗୌରବ ରାଜି

    • @syamaprasadmahapatra
      @syamaprasadmahapatra 26 днів тому +1

      ଭଲ କବିତା ଟେ ଲେଖିଲ‌ ଭାଇ । ମୋ ବାଣପୁର ମାଟିର ସୁଯୋଗ୍ୟ ସନ୍ତାନ କବି ଗୋଦାବରୀଶ ମହାପାତ୍ର

    • @Save_Odisha_from_looters
      @Save_Odisha_from_looters 26 днів тому +1

      @@syamaprasadmahapatra ଓଡିଆ ମା କାନ୍ଦୁଛି! ଜାଗ ଓଡିଆ ! ଜାଗ ! ଜୟ ଓଡିଶା! ଜୟ ଜଗନ୍ନାଥ!

    • @Save_Odisha_from_looters
      @Save_Odisha_from_looters 26 днів тому

      @@syamaprasadmahapatra କଳାପାହାଡ ପାଣ୍ଡୁ ଦଖଲରୁ ଆମର ଓଡିଶା ମାଆ କୁ ବଞ୍ଚାନ୍ତୁ |

  • @raghumaninayak9593
    @raghumaninayak9593 27 днів тому +19

    ଜୟ ଶ୍ରୀ ରାମ ଜୟ ଶ୍ରୀ ଜଗନ୍ନାଥ ବନ୍ଦେ ଉତ୍କଳଜନନୀ

  • @NirakarSamantarai-db2mr
    @NirakarSamantarai-db2mr 27 днів тому +21

    ଓଡ଼ିଆ ମାନେ ସତେଚନ ହୋଇ ବିଜୁ ଜନତା ଦଳକୁ କ୍ଷମାତାଚୁତ କରିବାର ବେଳ ର ସଦୁପଯୋଗ କରନ୍ତୁ.

  • @nrushinghnathsahu1630
    @nrushinghnathsahu1630 27 днів тому +12

    ବର୍ତ୍ତମାନ ଓଡ଼ିଶାର ପରିସ୍ଥିତି ଏପରି ହୋଇଛି ଯେ ପ୍ରଥମେ ଯୋଗ୍ୟ କୁ ଭୋଟ ନ ଦେଇ ଅଯୋଗ୍ୟ କୁ ହଟେଇବା ପାଇଁ ଭୋଟ ଦେବାକୁ ପଡିବ.

  • @er.bibhutibhusanpatra8445
    @er.bibhutibhusanpatra8445 19 днів тому +2

    ପ୍ରକୃତରେ ଯଦି ଓଡ଼ିଶା ବାସୀ ଙ୍କର ସ୍ୱାଭିମାନ ବଞ୍ଚାଇବାକୁ ଚାହୁଁଛନ୍ତି ତା ହେଲେ ସମସ୍ତ ଏମଏଲଏ
    ଜିତିବା ପରେ ଏକାଠି ହୋଇ ଜବାବ ଦିଅନ୍ତୁ।

  • @kastucharansahu6656
    @kastucharansahu6656 27 днів тому +5

    ଏପରି ଖବର ପ୍ରସାରିତ କରି ମୋର 🤩 ଖୋଲିଦେଲେ।

    • @Vinood900
      @Vinood900 27 днів тому

      ତୁମେ BJD ରେ ଥିଲ କି 😂

  • @radhakrishnanayak7420
    @radhakrishnanayak7420 27 днів тому +6

    ସାର୍ ନମସ୍କାର। ଆଜି ର ମନ୍ତବ୍ୟ ଖୁବ ହୃଦୟ ସ୍ପର୍ଶ କରି ଛି। ମୂଖ୍ୟ ମନ୍ତ୍ରୀ ଆଜି କଣ୍ଢେଇ । ତାକୁ ନଚାଉ ଛନ୍ତି ପାଣ୍ଡିଆନ ନିନ୍ଦିତ ହେଉଛି ଓଡ଼ିଆ ଜାତି । ଧନ୍ୟବାଦ ଆପଣଙ୍କ ସା‌ହାସିକତା ।

  • @ChiankhuntaNews
    @ChiankhuntaNews 27 днів тому +15

    ଶତଧିକ୍ ରେ ବିଜେଡି ନେତା,ପାର୍ଥୀମାନେ.......

  • @ganeswarnayak7161
    @ganeswarnayak7161 27 днів тому +3

    ସାର୍ ନମସ୍କାର, ଚମତ୍କାର ବିଶ୍ଲେଷଣ, ପାଇଁ ଅନ୍ତର ରୁ
    ଧନ୍ୟବାଦ୍, ପଚିଶ ବର୍ଷ ର ନିନ୍ଦିତ ନବୀନ କୁ ନିଦିତକଲେ ନବୀନ କୁ କିଛି ନ ବୁଝି ଅନ୍ଧ ଭାବେ ଭୋଟ ଦେଉଥିବା କ୍ରୀତ ଦାସ ଓଡିଆ ମାନେ।

  • @rabindranayak1205
    @rabindranayak1205 27 днів тому +9

    ଆପଣ ଭୁଲ କହୁଛନ୍ତି
    ସେ ମୂଳରୁ ଗୋଟିଏ କଣ୍ଢେଇ ଥିଲେ

  • @prasanta-kumar-sahoo-650
    @prasanta-kumar-sahoo-650 27 днів тому +17

    Sir ଏହାକୁ ଶୁଣିଲା ପରେ ବହୁତ ଦୁଃଖ ଏବଂ ବ୍ୟସ୍ତ ଲାଗୁଛି । ନବୀନ ବାବୁଙ୍କ ପାଇଁ

  • @dagreswargoud
    @dagreswargoud 27 днів тому +10

    ମୁଁ ଆପଣଙ୍କ ଭିଡ଼ିଓ ପ୍ରତି ଦେଖେ କେଜାଣି କାହିଁକି ପ୍ରତିଦିନ ଦେଖିବାକୁ ଭଲ ଲାଗେ ବହୁତ ଭଲ ସୂଚନାକୁ ନେଇ କି ଆଣନ୍ତି ଏବଂ ତଥ୍ୟ ଓ ତର୍କ ସହ ସମାଲୋଚନା କରୁଥିବାରୁ

  • @binoddas3957
    @binoddas3957 27 днів тому +6

    ନମସ୍କାର ନବୀନ ବାବୁ,ମୁଁ ଭାବୁଛି ଅମ ଓଡ଼ିଶା ର ଅସ୍ମିତା କ୍ଷୁର୍ଣ୍ଣ ହେବା ର ମୂଳ କାରଣ ହେଲା ଆମ ନେତାଙ୍କ ଶିକ୍ଷାର ଅଭାବ

  • @bijayakumardash7925
    @bijayakumardash7925 27 днів тому +7

    ନିଜର ଓଡ଼ିଆ ପରିଷଦ ବର୍ଗଙ୍କୁ ହଟେଇ ନବୀନ ବାବୁ ନିଜ ଜାଲରେ ନିଜେ ଫସି ସାରିଛନ୍ତି। କଳଙ୍କ ର ଟୀକା ଲଗେଇ ବିଦାୟ ହେବେ ।

  • @prabinakumarmuduli7573
    @prabinakumarmuduli7573 27 днів тому +4

    ଏ ଜାତି ଏବେ ମଧ୍ୟ ବଂଚିଛି। ଆଗାମୀ ସମୟ ତାହା ର ଜବାବ୍ ଦେବ।

  • @mituprdhan2020
    @mituprdhan2020 27 днів тому +9

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹🙏🏻🌹

  • @bibhumohanty5202
    @bibhumohanty5202 27 днів тому +3

    ଆପଣଙ୍କ କଥା ଓ ଉପସ୍ଥାପନା ଅତ୍ୟନ୍ତ ସୁନ୍ଦର. ତାମିଲ ସିନାମା ଦେଖୁଥିବା ଓଡ଼ିଆ ମୂର୍ଖ କୁ କଣ ପରିବର୍ତନ କରିପାରିବେ. ପ୍ରୟାସ ଜାରିରଖନ୍ତୁ. ଜୟ ଜଗନ୍ନାଥ

  • @debiprasadpanda3490
    @debiprasadpanda3490 27 днів тому +2

    Completely agree with your analysis. Better late than never. Real character of the top leader has been exposed before the public.

  • @chandan_rout_18
    @chandan_rout_18 27 днів тому +11

    mote laguchi navin pattnaik nku pandian blackmail kariki rakhichi

  • @user-kt4sh2sm6s
    @user-kt4sh2sm6s 27 днів тому +3

    More than 100% correct.

  • @brajabandhusahoo6043
    @brajabandhusahoo6043 27 днів тому +1

    ଅପଣଂକୁ ବହୁତ ଧନ୍ୟବାଦ

  • @BirendraNayeak
    @BirendraNayeak 27 днів тому +5

    ଓଡିଆ ଭାଇ ମାନେ ଦେଖ ଦେଖ paandiyaan କେମିତି ଧକା ମାରି ରଘୁନାଥ ଙ୍କୁ,,,,

    • @unconsciouslove8423surjya
      @unconsciouslove8423surjya 27 днів тому +2

      ଧକା ତଣ୍ଟିଆ ଖାଇବେ ପଛେ ସେଇ ଦଳ ରେ ହିଁ ରହିବେ

  • @jyotirmayjena1869
    @jyotirmayjena1869 27 днів тому +6

    ନବୀନ ନିବାସ ଭିତରେ ନବୀନ ବାବୁ ପାଣ୍ଡିଆନ୍ ଏବଂ ତାଙ୍କ ପତ୍ନୀ ସୁଜାତା ଠାରୁ ଗୋଇଠା, ମାଡ,ଗାଳି ଖାଉ ନଥିବେ ବୋଲି କିଏ କହିପାରିବ । କିଏ ଦେଖୁଛି ନବୀନ ନିବାସ ଭିତରେ କଣ ଘଟୁଛି ।

  • @geetaranisamal6638
    @geetaranisamal6638 27 днів тому +5

    ୟେ ସପ୍ତାହ ରେ ନିର୍ଭୟ ବନ୍ଦ କରନ୍ତୁ ନାହିଁ ସାର୍

  • @Bigsauction2234
    @Bigsauction2234 27 днів тому +5

    ସାର୍ ଏ ହେଉଚି ଓଡ଼ିଆ ରାଜାଙ୍କ ନାଚ କୁ ତାମିଲ୍ ରିମୋଟ

  • @JaiUtkalaMaa
    @JaiUtkalaMaa 27 днів тому +8

    ଗେଣ୍ଡାଦଳିଆ ଗଦ୍ଦାର ତାମିଲକୁ ସାହାଯ୍ଯ କଲେ ନବୀନ କୁ ପାଗଳ କରି କଣ୍ଢେଇ ପରି ନଚାଇ ବାକୁ

  • @tapansarangi4611
    @tapansarangi4611 27 днів тому +6

    ପାଣ୍ଡିୟାନ୍ ବାବୁଙ୍କୁ ଦୋଶଦେଇ କିଛି ଲାଭ ନାହିଁ। ତାଙ୍କୁ ଆମନେତା ଓ ମୁଖ୍ଯମନ୍ତ୍ରୀ ସେତିକି ସୁଯୋଗ ଦେଇଥିବାରୁ ଆଜି ପାଣ୍ଡିୟାନ୍ ବାବୁ ଏତେ କ୍ଷମତାଶାଳୀ ହୋଇପାରିଛନ୍ତି। ଏପରି ସୁଯୋଗ କିଏବା ନ ଚାହିବ। ଆପନା ସୁନା ଭେଣ୍ଡିଆ। Rather we should appreciate Pandian for his cleverness , making all odia people fool.

  • @AmitKumar-ny4zr
    @AmitKumar-ny4zr 27 днів тому +5

    ନିଦିତ ଗଜପତି ବିଷୟ ରେ ମୁଁ କିଛି ଜାଣିବାକୁ ଇଚ୍ଛା 🙏

  • @laxmidharabarik2952
    @laxmidharabarik2952 27 днів тому +1

    ସାର୍ 🙏ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭୁବନେଶ୍ୱର ରୋଡ ସୋ ରେ ଲୋକ ହେଉନାହାନ୍ତି ତାହାରି ଉପରେ ଗୋଟେ ଏପିସୋଡ କରନ୍ତୁ।❤❤❤❤

  • @sankarnathmaharana7859
    @sankarnathmaharana7859 27 днів тому +2

    ସବୁ ନାଟର ଗୋବର୍ଦ୍ଧନ ନବୀନ ପଟ୍ଟନାୟକ କର୍ମର ଫଳ ଏବେ ଭୋଗୁଛନ୍ତି ତାସଙ୍ଗେ ଓଡ଼ିଶା ବାସୀ ବି ଭୋଗୁଛନ୍ତି

  • @swarajkumarbej3768
    @swarajkumarbej3768 27 днів тому +9

    ପାଣ୍ଡୁ ନଚାଉଛି କଣ୍ଢେଇ
    ଓଡିଶାକୁ ଦିଏ ଭଣ୍ଡେଇ
    ଗୋଟିକୁ ଚଳାଏ ଆଙ୍ଗୁଠି ଅଗରେ
    ନେତା ଡିଆଁ ମାରୁଛନ୍ତି ହୋଇ ଦଣ୍ଡେଇ।
    ===============
    ଏତିକି କହିବି ବିଜେଡିର ପରମ ଓ ପ୍ରଥମ ଶତୃ ଖୋଦ୍ ନବୀନ ବାବୁ ଅଟନ୍ତି। ବିଜେଡିର ମିତ୍ରମାନଙ୍କୁ କମ୍ପଲସରି ଭି ଆର୍ ଏସ୍ ଦେବା କାମ ସରିଗଲାଣି।

  • @brundabanmandika5298
    @brundabanmandika5298 27 днів тому +2

    ମୁଖ୍ୟମନ୍ତ୍ରୀ ଅବସର ନେବା କଥା ମର୍ଜଦା ରହିଥାନ୍ତା

  • @subodhakumardash6750
    @subodhakumardash6750 27 днів тому +1

    ବହୁତ ସୁନ୍ଦର ଉପସ୍ଥାପନା ପାଇଁ ଧନ୍ୟବାଦ ।।
    ନବୀନ ପଟ୍ଟନାୟକ ଦାୟୀ ନୁହନ୍ତି, ଦଳର ଆଗଧାଡିର ନେତୃବୃନ୍ଦ ଦାୟୀ କାରଣ ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତା ହି ସବୁକିଛି ।।

  • @manoranjannaik1976
    @manoranjannaik1976 26 днів тому

    ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ସୁଚିନ୍ତିତ ମତାମତ ପାଇଁ।

  • @UdayaRana-ms8jx
    @UdayaRana-ms8jx 27 днів тому +3

    ଆଉ ବହୁତ କମ ସମୟ ଅଛି ଓଡିଶା ବାସୀ । ଏହି କମ ସମୟରେ ବି ସରକାର ବଦଳାଇ ପାରିବା
    ସରକାର ବଦଳାଇବା ପାଇଁ ଚେନ ସିଷ୍ଟମ ହିଁ ଏକମାତ୍ର ମାତ୍ର ମାଧ୍ୟମ
    ଚେନ ସିଷ୍ଟମ କୁ ବ୍ୟବହାର୍ କର ସମସ୍ତେ । ସମସ୍ତ ଲୋକଙ୍କୁ କୁହ
    ନିଜ ଫୋନ ରେ ଥିବା ନମ୍ବର ର ସମସ୍ତ ଲୋକଙ୍କୁ ପଦ୍ମରେ ଭୋଟ ଦେବାକୁ ଅନୁରୋଧ କର ଓ ପାଣ୍ଡୁ ଚୋର ବିଷୟରେ କୁହ
    ସେ ପୁଣି ତା ଫୋନ ରେ ଥିବା ନମ୍ବର ର ସମସ୍ତ ଲୋକଙ୍କୁ କହିବ ଓ କହିବାକୁ କହିବ ସେମାନେ ପୁଣି ତାଙ୍କ ଫୋନ ରେ ଥିବା ସମସ୍ତଙ୍କୁ କହିବେ ଓ କହିବାକୁ କହିବେ ଏମିତି ....................ସେମାନେ ପୁଣି ତାଙ୍କ ନମ୍ବର ଥିବା ଲୋକଙ୍କୁ କହିବେ ଓ କହିବାକୁ କହିବେ ..........................................ଏମିତି ପାଣ୍ଡୁ ଚୋର ବିଷୟରେ ଏମିତି ଲକ୍ଷ୍ ଲକ୍ଷ୍ ଭୋଟ ପଦ୍ମରେ ଦେବେ ଓ ପାଣ୍ଡୁ କୁ ବିଦାୟ ଦେବା ଓ ନୂଆ ମୁଖ୍ୟମନ୍ତ୍ରୀ ଦେଖିବା
    ବିଜେଡି ଠାରୁ ବିଜେପି ଗୋଟେ mla ସିଟ ବି ଅଧିକ ପାଇଲେ ବିଜେପି ସରକାର କରିବ
    ଆମ ପାଖରେ ତ ବହୁତ mla ସିଟ ବାକି ଅଛି ଏ ପର୍ଯ୍ୟନ୍ତ
    ଟିକେ ଭଲ କି ଭାବ
    ପୃଥିବୀ ରେ ଭାରତ କେତେ ଉଚ୍ଚରେ ଅଛି ଓ ଭାରତରେ ଓଡିଶା କେତେ ତଳେ ଅଛି ଟିକେ ଭଲରେ ଭାବ ଏ ପାଣ୍ଡୁ ଚୋର ବିଷୟରେ ସମସ୍ତେ ଜାଣି କି ନ ଜାଣିଲା ଭଳି ହେଉଛନ୍ତି
    ସମସ୍ତେ ରେଡି ହୁଅ ପାଣ୍ଡୁ କୁ ବିଦାୟ ଦେବା
    ଚେନ ସିଷ୍ଟମ କୁ ବ୍ୟବହାର୍ କର ଦୟାକରି ଅନୁରୋଧ କରୁଛି ଓ କୋଟି ଜୁହାର କରୁଛି । ସମସ୍ତେ ଏକଜୁଟ ହେବା ଓଡିଶା ବାସୀ
    ପାଣ୍ଡୁ କୁ ବିଦାୟ ଦେବା ଓ ନୂଆ ମୁଖ୍ୟମନ୍ତ୍ରୀ ଦେଖିବା
    ଏତେ କମ ସମୟ ରେ କଂଗ୍ରେସ କୁ ଜିତେଇବା ଆଉ ସମ୍ଭବ ନୁହେଁ ବିଜେପି ଆସିବାକୁ ଯାଉଛି ବିଜେପି କୁ ଓଡ଼ିଶାରେ ଆଣିବା ପାଇଁ ବହୁତ ଚେଷ୍ଟା କରନ୍ତୁ ଖାସ କରି ଚେନ ସିଷ୍ଟମ ମାଧ୍ୟମରେ ସମସ୍ତେ କଂଗ୍ରେସ କୁ ଭୋଟ ଦେବାକୁ ମନା କର କାରଣ କଂଗ୍ରେସ ଓଡିଶା ରେ ବି ଆସିବ ନାହିଁ କି ଭାରତ ରେ ବି ଆସିବ ନାହିଁ ଏହା ଅଳ୍ପ ଅଳ୍ପ ଜଣାପଡିଗଲାଣି
    କଂଗ୍ରେସ୍ ବଦଳରେ ବିଜେପି କୁ ଭୋଟ ଦେଲେ ଖାସ କରି ପାଣ୍ଡୁ ଅସୁର କୁ ତ ବିଦାୟ ଦେଇ ପାରିବା ଆଉ ନୂଆ ମୁଖ୍ୟମନ୍ତ୍ରୀ ଦେଖିବା ଏ ପାଣ୍ଡୁ ଚୋର ବିଷୟରେ ସମସ୍ତଙ୍କୁ କୁହ ଚେନ ସିଷ୍ଟମ ରେ
    ଆମ ଆଡେ ତ ଅଧା ରୁ ଅଧିକ ଲୋକ ପଦ୍ମ ରେ ଭୋଟ ଦେଇ ସାରିଲେଣି ଆପଣ ମାନେ ସମସ୍ତେ ମଧ୍ୟ ଲୋକଙ୍କୁ କୁହନ୍ତୁ
    ଚେନ ସିଷ୍ଟମ ହିଁ ଫୋନ ମାଧ୍ୟମରେ ପାଣ୍ଡୁ ର ଅସଲ ଚେହେରା କୁ ସମସ୍ତଙ୍କ ସାମ୍ନା କୁ ଆଣିପାରିବ
    ଏଥର ସରକାର ବଦଳାଇବା ପାଇଁ ବହୁତ ସହଜ ସମସ୍ତ ଓଡିଶା ବାସୀ ରେଡି ହୁଅ ଏ ପାଣ୍ଡୁ ଅସୁର କୁ ବିଦା କରିବା ପାଇଁ ବହୁତ ଦାଦାଗିରି ଦେଖାଇଲାଣି ପାଣ୍ଡୁ ଅସୁର ପୁଣି ଆମ ଓଡ଼ିଶାରେ ଆଉ ଆମେ ଚୁପ ହୋଇକି କିପରି ରହିବା ସମସ୍ତେ ସମସ୍ତଙ୍କୁ କୁହ ଦୁଇଟି ପଦ୍ମରେ ଭୋଟ ଦେବେ ଗାଁ ର ସମସ୍ତଙ୍କୁ କୁହ ଯେତେ ଲୋକଙ୍କୁ କହିବାକୁ ସମ୍ଭବ ହେବ କେବଳ ଆମେ ଜଣେ ବିଜେପି ସରକାର ଓଡ଼ିଶା ରେ ଆଣିବା ବୋଲି କହିଲେ ହେବ ନାହିଁ ସମସ୍ତ ଲୋକଙ୍କୁ କୁହ ମୋର ପ୍ରିୟ ଓଡିଶାବାସି ଏବେ ବି ସମୟ ଅଛି ଚେନ ସିଷ୍ଟମରେ ଭୋଟ ବଢାଇବା ପାଇଁ ବହୁତ ସହଜ ସମସ୍ତ ଲୋକଙ୍କୁ କୁହ ଫୋନ ରେ ଯେତେ ବି ନମ୍ବର ଅଛି ପଦ୍ମ ରେ ଭୋଟ ଦେବାକୁ କୁହ ଆଉ ସେ ପୁଣି ତା ଫୋନ ରେ ଥିବା ସମସ୍ତ ଲୋକଙ୍କୁ କହିବ ପଦ୍ମ ରେ ଭୋଟ ଦେବାକୁ ଏହି କମ୍ ସମୟରେ ବି ଓଡିଶା ର ମୁଖ୍ୟମନ୍ତ୍ରି କୁ ପରିବର୍ତନ କରିହେବ ଓ ପାଣ୍ଡୁ କୁ ବିଦା କରିହେବ ଏଇଟା କଣ ରାଜା ଶାସନ ଯେ କେବଳ ଗୋଟିଏ ଦଳ ଗୋଟିଏ ସରକାର କେବଳ ଶାସନ କରୁଥିବ ଓ ପରେ ପାଣ୍ଡୁ ଓଡ଼ିଶା ରେ ଶାସନ୍ କରିବ ରେଡି ହୁଅ ପ୍ରିୟ ବନ୍ଧୁମାନେ ଚେନ ସିଷ୍ଟମ କୁ ବ୍ୟବହାର କର ଆମ ଆଡେ ତ ବହୁତ ଲୋକ ପଦ୍ମ କୁ ଭୋଟ ଦେଇ ସାରିଛନ୍ତି ତୁମ ଆଡେ ମନ ଲଗାଇ ଚେଷ୍ଟା କର ଏ ପାଣ୍ଡୁ କୁ ବିଦା କରିବା ଓ ନୂଆ ମୁଖ୍ୟ ମନ୍ତ୍ରୀ ଦେଖିବା ।
    ଏ ନବୀନ ଓ ତାର କାମ ବି ପୁରୁଣା ହୋଇଗଲାଣି ସମୟ ଆସିଛି ହାତ ଛାଡ କରିବା ନାହିଁ । ନବୀନ ର ଗୋଟିଏ କାମ କେବଳ ଯୋଜନା ଆଉ କେତେ ଦିନ ଦେଖିବା
    ଏ ପାଣ୍ଡୁ ବହୁତ ଦାଦାଗିରି ଦେଖାଇଲାଣି ପୁଣି ଓଡ଼ିଶାରେ

  • @benudharsenapati753
    @benudharsenapati753 27 днів тому +4

    ବନ୍ଦେ ମାତରଂ ବନ୍ଦେ ଉତ୍କଳ ଜନନୀ ଜୟ ମା ଉତ୍କଳ ଜନନୀ।

  • @sharatchandrapradhan2009
    @sharatchandrapradhan2009 27 днів тому +4

    Democracy in danger ,Need for Change

  • @santoshdakua6698
    @santoshdakua6698 27 днів тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ନବୀନ ପଟନାୟକ 👍🏾

  • @ghumusaramahaka5327
    @ghumusaramahaka5327 27 днів тому +1

    ଅନ୍ଦ ଭକ୍ତ ନବିନୀ ଙ୍କ ମନ ଦୁଖ ଆପଣ ଏମିତି ଖୁଲାସ କଲେ ଏଥିପାଇଁ । ଧନ୍ୟବାଦ ନମସ୍କାର ସାର

  • @prabodhamohanty4999
    @prabodhamohanty4999 27 днів тому +3

    ଗୁମର କଥା କହିଲାବେଳେ ନବୀନ ସପକ୍ଷରେ କିଛି ପ୍ରଚାର କରିବା ଆମକୁ ଦୁଃଖ ଦଉଚି,, ଏ କାମ କାହାର

  • @user-yw8vq3fb5v
    @user-yw8vq3fb5v 27 днів тому +2

    ଓଡ଼ିଶାକୁ ଓଡ଼ିଆ ଅସ୍ମିତାକୁ , ସ୍ଵାଭିମାନକୁ ଗୋଟେ ଅଣଓଡିଆ ହାତରେ ଟେକିଦେଇ ନବୀନ ପଟ୍ଟନାୟକ ଇତିହାସର ଏକ ନିନ୍ଦିତ ଚରିତ୍ର ହୋଇ ରହିଯିବେ ।

  • @bulusethy9220
    @bulusethy9220 27 днів тому +7

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ❤❤❤❤❤
    ୧ପ୍ରଥମ

  • @user-de8uf9qu2m
    @user-de8uf9qu2m 27 днів тому +2

    ନବୀନ ଦାସ ସାର୍ ନମସ୍କାର। ଗୋଟିଏ କଥା ମନକୁ ଆସୁଛି, ଯେତେବେଳେ ପାଣ୍ଡିଆନ ନବୀନ ପଟ୍ଟାୟକକନଙ୍କୁ ସାକ୍ଷୀ କଣ୍ଢେଇ କରି ନଚଉଥିଲେ ନବୀନ ପଟ୍ଟନାୟକଙ୍କ ପରିବାରରେ କେହିବି ଜାଣି ପାରୁନଥିଲେ କି?

  • @rabimohanty112
    @rabimohanty112 27 днів тому +2

    ଦାସ ଦଳ ନୁହେଁ କ୍ରୀତଦାସ ଦଳ. ଗଧଙ୍କୁ ଲଜ୍ଜ୍ୟା ନାହିଁ କି ସରମ ନାହିଁ, ଧିକ ସତ ଧିକ ବିଜେଡି କ୍ରୀତଦାସ ମାନେ.

  • @manojkumarparidajknalconag1620
    @manojkumarparidajknalconag1620 22 дні тому

    ସାର୍ ଅତ୍ୟନ୍ତ ହୃଦୟସ୍ପର୍ଶୀ ଓ ସଠିକ୍ ବିଶ୍ଲେଷଣ।

  • @kishorchsrichandan307
    @kishorchsrichandan307 27 днів тому +7

    Sir, if bjp coming to power what will be the role of vkp, CM and other MLAs. Please make an episode for this. As earlier you have forecast for vkp.

  • @nrusinghsahoo414
    @nrusinghsahoo414 27 днів тому +2

    ମଦ ପିଇବା ପାଇଁ କଠିନ ପରିଶ୍ରମ କରୁଛନ୍ତିି ।

  • @user-nf1xh7vm8p
    @user-nf1xh7vm8p 27 днів тому +5

    Excellent sir

  • @sudeepkumardian1548
    @sudeepkumardian1548 27 днів тому +4

    ଯିଏ 25ବର୍ଷ ଅନେକଙ୍କୁ କଣ୍ଢେଇ ଭଳି ନଚେଇଛି ତାର ଶେଷ ସମୟ ଏଇଭଳି କଣ୍ଢେଇ ଭଳି ନାଚି ନାଚି ଶେଷ ହେଇଯିବ

  • @binayakrai9009
    @binayakrai9009 27 днів тому +3

    ବରେଣ୍ୟ ବିଜୁ ପଟ୍ଟନାୟକ କଂ ପାଇଁ ଓଡିଆ ବିଶ୍ୱ ଦରବାରରେ ଯେତିକି ଗର୍ବିତ ଏବେ ଏ କ୍ରିତଦାସ ମାନକଂ ପାଇଁ କଳୁଷିତ ଓ କଳଂକିତ

  • @manjupravamishra8000
    @manjupravamishra8000 27 днів тому +4

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @saratmishra7100
    @saratmishra7100 27 днів тому +2

    Really, well said 😊

  • @RashmitaDasBBSR
    @RashmitaDasBBSR 27 днів тому +3

    ପଖାଳଖିଆ, ଭିକାରୀ, ଓଡ଼ିଆ କେବେ ସ୍ବାଭିମାନୀ ଥିଲେ, ଏହା କାଇଁ ବିଶ୍ବାସ ଲାଗୁନି

  • @bkmanoj6057
    @bkmanoj6057 27 днів тому +2

    We need a change in odisha

    • @debendrakumaracharya4581
      @debendrakumaracharya4581 27 днів тому

      Now even illiterate people are with Navin and their votes will be the decisive factor in election as educated people do not cast their vote.

  • @manojkumarsaint7803
    @manojkumarsaint7803 27 днів тому +5

    Jay Shree Jagannath ❤

  • @jayaramasahoo7106
    @jayaramasahoo7106 27 днів тому +4

    5T ଅର୍ଥାତ 5ଜଣ ତାମିଲି ଅଛନ୍ତି

  • @binayakumarsethi6114
    @binayakumarsethi6114 27 днів тому +7

    ଜୟ ଜଗନ୍ନାଥ

  • @artatransahoo5438
    @artatransahoo5438 27 днів тому +1

    Nice analysis.
    Thanks sir

  • @JaiUtkalaMaa
    @JaiUtkalaMaa 27 днів тому +3

    ଆଉ ନିଜ ମନରୁ କିଛି କହିବା ଭଳି ଅବସ୍ଥା ନାହିଁ ନବୀନ ବାବୁଙ୍କର। ପାଣ୍ଡୁ ମାଇକ ଧରିକି ଶିଖଉଛି । ବୁଢା ସର୍କସ ଶୁଆ ଭଳି କହୁଛି ଓ ଆମ ମୂର୍ଖ ଓଡ଼ିଆ ତାଳି ମାରୁଛନ୍ତି ।

  • @rnk6817
    @rnk6817 27 днів тому +2

    ମଦ ହିଁ ତାକୁ ଅକାମି କରି ଦେଲା 😅 ତାକୁ ଶାସନ ଭାର ଦେବାର ନଥିଲା

  • @jaygaming2240
    @jaygaming2240 27 днів тому +6

    1st view sir I always wait your video

  • @kishoretripathy5479
    @kishoretripathy5479 27 днів тому +1

    Bahuut badhia lagila, thank you.

  • @geetaranisamal6638
    @geetaranisamal6638 27 днів тому +3

    ଆଗରୁ ମଧ୍ୟ ସେ ଅନେକ MLA ମାନଙ୍କୁ ଏପରି Bobby ଓ Pandian କରିଥିଲେ

  • @prasantakumarswain3419
    @prasantakumarswain3419 27 днів тому +2

    ମୁଁ ମୂଳରୁ କହିଛି ରାଜ୍ୟ ର ଦାୟିତ୍ଵ ଯେପରି ମୁଖିଆ ମୁଣ୍ଡରେ ତେଣୁ ମଖିଆ ଙ୍କୁ ଗାଳି ଦିଆଯାଉ ବର୍ତ୍ତମାନ ସେ କିଛି ବୁଝି ପାରିଲା ଅବସ୍ଥା ରେ ନାହାନ୍ତି , ଦିଅ ଯେତେ ଗଲି ଦେଇ ପାରିବ ।

  • @trilochanabehera3918
    @trilochanabehera3918 27 днів тому +2

    Thank you so much sir for your effort... Apana nka pai ame ete mulyaban content pai paruchu 🙏🙏🙏

  • @KushaRaut-eg1yr
    @KushaRaut-eg1yr 27 днів тому +3

    ତାମିଲ୍ ରାଜା ନିଲବର୍ଣ୍ଣ ଶୃଗାଳ 😂😂

  • @binayakmishra8091
    @binayakmishra8091 27 днів тому +2

    କିଛି ଭାବମୂର୍ତ୍ତି ନାହିଁ କାହିଁକି ଆପଣ ମାନେ ଅଯଥା ରେ ବର୍ଣ୍ଣନା କରୁଛନ୍ତି. ଏ ପଞ୍ଜାବୀ ଛୁଆ ଙ୍କ ଅଭ୍ୟାସ ନିଶା ଖାଇବେ କିଛି କାମଦାମ କରିବେନି ଅୟସ ରେ ଚଳିବା ପାଇଁ ପୃଥିବୀ ର ଯେ କୌଣସି କାମ କରିବା ତାକୁ ଲାହୋର ସିଣ୍ଡ୍ରୋମ ମେଜର ଗୌରବ କହନ୍ତି.

  • @1984sib
    @1984sib 26 днів тому +1

    ଶିକ୍ଷିତ ସଚେତନ ଲୋକ ଭୋଟ ଦିଅନ୍ତୁ । ଆମେ ସରକାର ଗଢ଼ିବା। ଆଣ୍ଡୁ ପାଣ୍ଡୁ ଲୋକ କଣ ରାଜ୍ୟ ଚଳେଇବେ?

  • @blparida8328
    @blparida8328 27 днів тому +1

    sir you are great journalist

  • @user-bf5qs4kr4x
    @user-bf5qs4kr4x 27 днів тому +2

    ହେ ଭଗଵାନ ନବୀନବାବୁ କୁ ପାଣ୍ଡବ କବଳରୁ ରକ୍ଷା କର

  • @Dillip5331
    @Dillip5331 27 днів тому +1

    Very nice presentation ❤

  • @ChiankhuntaNews
    @ChiankhuntaNews 27 днів тому +4

    ପାଣ୍ଡିୟାନ୍ କୁ ନବୀନ ବୟକଟ୍ କରିପାରିବେକି,ଆଗରୁତ ଅନେକ ଦିଗ୍ଗଜଙ୍କୁ ବଳି ପକେଇ ସାରିଛନ୍ତି ?!!!!!!!!!!!!!

  • @krishnatripathy47
    @krishnatripathy47 27 днів тому +1

    Well analysed Sir 🙏

  • @user-tq6ru8ln6e
    @user-tq6ru8ln6e 27 днів тому +1

    100%ସତ କଥା sir 😮

  • @supriyasahoo4400
    @supriyasahoo4400 27 днів тому +2

    ନେତା ବି ତ ନୁହନ୍ତି
    କିଏ କରେଚି ନା କଉ ଜିଲ୍ଲା ରେ mla ନା mp ରେ ଅଛନ୍ତି କି

  • @ashokkumarchhotaray
    @ashokkumarchhotaray 25 днів тому

    ମୁଁ ଲୋକଙ୍କୁ କୁହେ ଯାହା ସବୁ ହେଉଛି ଏ ସବୁ ପାଇଁ ନବୀନ ଦାୟୀ ।

  • @hemantkumarsingh1387
    @hemantkumarsingh1387 27 днів тому

    Very nice episode and especially comments of Annamalai was perfect reply for M K Stalin.

  • @bhramarabarmohanty-bo3dj
    @bhramarabarmohanty-bo3dj 27 днів тому

    Your episode full true and valuable awareness for people of odisha

  • @subratrautray4097
    @subratrautray4097 27 днів тому

    ସାର୍, ଦୁଃଖ ଲାଗୁଛି ଏବେ ବି ଆମ ଭିତରୁ କେତେଜଣ ବୁଝି ପାରୁ ନାହାଁନ୍ତି। ବର୍ତ୍ତମାନ ବି ସମୟ ଅଛି ଜୁନ୍ ଏକ ତାରିଖ ପର୍ଯ୍ୟନ୍ତ।