Sambit Apologized For His Mistake, But When Will They Apologize | No Comments | Nirbhay Gumara Katha

Поділитися
Вставка
  • Опубліковано 22 тра 2024
  • Sambit Apologized For His Mistake, But When Will They Apologize | No Comments | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 102

  • @srikantaharichandan1464
    @srikantaharichandan1464 23 дні тому +29

    ଏଇଟା ସମ୍ବିତ ବାବୁଙ୍କ କିଛି ବଡ଼ ଭୁଲ ନଥିଲା। କାରଣ ଇଚ୍ଛାକରି କହିନଥିଲେ। ଲୋକେ ଠିକ୍ ବୁଝିଛନ୍ତି।

  • @Katak_Dk
    @Katak_Dk 23 дні тому +15

    ବିଜେଡି କୁ ଆଉ କ୍ଷମା ନାହି , ଲେଖା ସରିଲାଣି ଏମାନଙ୍କ ହାରିବା

  • @prasantakumarswain3419
    @prasantakumarswain3419 23 дні тому +27

    ପାଣ୍ଡିଆନ୍ ନିଜ ଦି ହାତ ରେ ନବୀନ ବାବୁ ଙ୍କ କାନ ଧରି ଓ ନବୀନ ବାବୁ ନିଜ ଦି ହାତ ରେ ପାଣ୍ଡିଆନ୍ ର କାନ ଧରି ନବୀନ ନିବାସ ଦାଣ୍ଡରେ ଛିଡା ହୁଅନ୍ତୁ, ବିଜେଡ଼ି ପ୍ରାୟଶ୍ଚିତ କଲା ବୋଲି ଜଣା ପଡ଼ିବ ।

  • @binayakumarsethi6114
    @binayakumarsethi6114 23 дні тому +18

    ଆଜ୍ଞା କ୍ଷମା ପ୍ରାର୍ଥନା ସ୍ବେଚ୍ଛାକୃତ ଭାବେ କରାଯାଏ , ଏଥିପାଇଁ କାହାକୁ ବାଧ୍ୟ କରାଯାଏନାହିଁ ଯଦି ସେମାନେ ନକଲେ ନାହଁ ସେମାନଙ୍କୁ ମହାପ୍ରଭୁ ନିଶ୍ଚିତ ଦଣ୍ଡ ଦେବେ ଏଇଟା ମୋର ଦୃଢୋକ୍ତି ନିଶ୍ଚୟ ଦେଖିବେ ଜୁନ 4 ରେ, ଜୟ ଜଗନ୍ନାଥ

  • @srikantaharichandan1464
    @srikantaharichandan1464 23 дні тому +15

    ଜଗନ୍ନାଥ ଙ୍କ ଅପମାନ ଆଉ ଓଡ଼ିଆଙ୍କୁ ବାଧୁ ନାହିଁ। ନହେଲେ ରଥ ରେ ଯାତ୍ରା କରୁଥିବା ମହାପ୍ରଭୁ ଅଟୋ ରେ ଗାଁ ଗାଁ ବୁଲିନଥାନ୍ତେ

    • @Prabhuonyoutube
      @Prabhuonyoutube 23 дні тому +1

      Jagat ra maudamani ,Jagannath mahaprabhu,thik samaya re uchit shasti debe,

  • @spbiswal1337
    @spbiswal1337 23 дні тому +9

    ଜଗନ୍ନାଥ ମହାପ୍ରଭୁ ଙ୍କୁ ନେଇ ରାଜନୀତି କରୁଥିବା BJD କୁ ପ୍ରଭୁ ଉଚିତ୍ ଶାସ୍ତି ଦେବେ

  • @swarajkumarbej3768
    @swarajkumarbej3768 23 дні тому +9

    ଆଜ୍ଞା! ରାବଣ,ବଳୀ,କଂସ ଓ ଦୁର୍ଯ୍ୟୋଧନ ଆଦି ମହାପ୍ରତାପୀ ମାନେ କ'ଣ କ୍ଷମା ମାଗିଥିଲେ କି?? ତେବେ କ୍ଷମା ମାଗିଲେ ତ କଥା ସରିଗଲା ପୁଣି ପତ୍ତନ ହେବ କିପରି??

  • @manojkumarsaint7803
    @manojkumarsaint7803 23 дні тому +6

    Jay Shree Ram

  • @janardanpanda5378
    @janardanpanda5378 23 дні тому +3

    ସାର୍ ଏମାନେ କ୍ଷମା ମାଗିବେ ନାହିଁ ଏମାନଙ୍କ ପାଖରେ ଗର୍ବ ଅହଙ୍କାର ଭରି ଗଲାଣି ତେଣୁ ଏମାନେ ନିଜେ ଯେଉଁ ପ୍ରକାର ଦୋଷ କରିଛନ୍ତି ଏମାନେ କ୍ଷମା ମାଗିବେ ନାହିଁ

  • @durgaprasadsamantaray7084
    @durgaprasadsamantaray7084 23 дні тому +10

    ଶୈଳେ ଶୈଳେ ନ ମାଣିକ୍ୟଂ ମ୍ଉକ୍ତିକଂ ନ ଗଜେ ଗଜେ
    ସାଧବୋ ନ ହି ସର୍ବତ୍ରଂ ଚନ୍ଦନଂ ନ ବନେ ବନେ।

  • @dhamirona8662
    @dhamirona8662 23 дні тому +11

    ନବୀନ ପଟ୍ଟନାୟକ ପାଣ୍ଡିଆନ ଯେମିତି ମହାପ୍ରଭୁଙ୍କୁ ଅପମାନିତ କରିଛନ୍ତି ତାଙ୍କ ମଠ ମନ୍ଦିର ଭାଙ୍ଗିଛନ୍ତି ସେମାନଙ୍କୁ ମହାପ୍ରଭୁ କେବେ କ୍ଷମା କରିବେ ନାହିଁ

  • @saratmishra7100
    @saratmishra7100 23 дні тому +5

    Jay Shriram.

  • @debiprasadpanda3490
    @debiprasadpanda3490 23 дні тому +5

    Perfect solution.

  • @babajinath2067
    @babajinath2067 23 дні тому +8

    ଜୟ ଶ୍ରୀ ରାମ 🚩🚩🚩🚩🚩🚩🚩
    🙏

  • @geetaranisamal6638
    @geetaranisamal6638 23 дні тому +5

    ଠିକ୍ କଥା କହିଲେ ସାର୍🙏

  • @dambarudharbihari529
    @dambarudharbihari529 23 дні тому +1

    ଜୟ ଜଗନ୍ନାଥ

  • @Bigsauction2234
    @Bigsauction2234 23 дні тому +4

    ଚୋର ମାନଙ୍କ ମୁଁହ ଟାଣ,ସେ କଣ ଭୁଲ୍ ମଗିବେ

  • @jharanapradhan7836
    @jharanapradhan7836 23 дні тому +7

    ଚୋର ମୁହଁ ସବୁବେଳେ ଟାଣ। ବିଜେଡ଼ି ଦଳ ସବୁବେଳେ ଜାଣି ଶୁଣି ମହାପ୍ରଭୁଙ୍କୁ ଅପମାନ କରୁଛି। କେବଳ ଦେଖାଣିଆ ମହାପ୍ରଭୁଙ୍କର ଭକ୍ତ ବୋଲି ଦେଖେଇ ହେଉଛି। ମାତ୍ର ଡକ୍ଟର ପାତ୍ର ଙ୍କର ଅଜାଣତରେ ହୋଇଥିବା ଭୁଲକୁ ନେଇ ବିଜେଡ଼ି ରାଜନୀତି କରୁଛି। ମହାପ୍ରଭୁ ସବୁ ଦେଖୁଛନ୍ତି। ଏମାନେ ନିଶ୍ଚିତ ଭାବରେ ଦଣ୍ଡ ପାଇବେ। କେବଳ ସମୟକୁ ଅପେକ୍ଷା।

  • @Shayam570
    @Shayam570 23 дні тому +5

    jay jagannath

  • @chandipadapanda4707
    @chandipadapanda4707 23 дні тому +1

    ବି ଜ ଦ ରେ କ୍ଷମା ପ୍ରାର୍ଥନା ତାଙ୍କର ଜାତକରେ ନାହିଁ ,ସମ୍ବିତ ବାବୁ ସ୍ବେଚ୍ଛାକୃତ ଭାବେ କ୍ଷମା ପ୍ରାର୍ଥନା କରିବା ତାଙ୍କର ମହାନତାର ପରିଚୟ ଦେଉଛି ।

  • @PurnachandraBehera-if5tu
    @PurnachandraBehera-if5tu 23 дні тому +7

    BJD ଦଳ ପାଇଁ କର୍ମୀ ଉପ ବାସ ରହିବା ସହିତ BJD ଦଳ କ୍ଷମା ପ୍ରାର୍ଥନା କରୁ।

  • @pradoshbehura3794
    @pradoshbehura3794 23 дні тому +3

    ଓଡ଼ିଶା ରେ ୨୧ ସାଂସଦ ଓ ୯୦ ବିଧାୟକ ନିର୍ବାଚିତ କରିବା ପାଇଁ, ଓଡ଼ିଶା ବାସୀ ଏକ ହୁଅନ୍ତୁ ଓ ଦୁଇଟି ପଦ୍ମ ଫୁଲ ଚିହ୍ନ ରେ ଭୋଟ ଦିଅନ୍ତୁ।

  • @arunkumarbehera9271
    @arunkumarbehera9271 23 дні тому +1

    Right. Essement

  • @bidyabhusanpradhan4275
    @bidyabhusanpradhan4275 23 дні тому +3

    VK ପଣ୍ଡିଆନ କ୍ଷମା ପ୍ରାର୍ଥନା କରନ୍ତୁ ।

  • @tararay1942
    @tararay1942 23 дні тому

    Right ✅️ sir

  • @jyotiprakashrout3389
    @jyotiprakashrout3389 23 дні тому

    Thanks sir for giving right direction to the society. Whenever I saw your analysis it gaves me a lot of pleasure. ,,🙏🙏🙏🙏🙏🙏🙏🙏
    Jay jagannath
    ଚକା ଆଖି ସବୁ ଦେଖୁଛି କାହାର କଳିଆ ଲାଗି କେତେ ସମ୍ମାନ ଗୋଟି ଗୋଟିକର ହିସାବ ନେବ ସେ ତ ଜଗତର ନାଥ ଜଗନ୍ନାଥ,🙏

  • @prasantaroutraya4952
    @prasantaroutraya4952 23 дні тому

    right.

  • @prakashchandrapattnaik9214
    @prakashchandrapattnaik9214 23 дні тому +4

    Sir. 🙏. Sir. Jia. Bhadra. Loka. Se. Jagannarth. Nku. Khyama. Magile. Kintu. Coora. Khanta. Tautar. Mane. Jagannarth nku. Khyama. Magi be ki. Nai. Nai. Khyama. Magi beni. Karana. Sema ne. Tautar.

  • @santoshpurohit7553
    @santoshpurohit7553 23 дні тому

    Jay jagannath.jay shree ram.

  • @user-ho5ei9yp9g
    @user-ho5ei9yp9g 23 дні тому +8

    ବିଜେଡି ଦଳର ଗାଣ୍ଡିସନୀପାତ ମୁହଁ ସନ୍ନିପାତ।

  • @L.kstatus694
    @L.kstatus694 23 дні тому +5

    Bjd ଗୋଟେ ଗୁଣ୍ଡା ,ମିଛୁଆ ,ଜଗନ୍ନାଥ ବିରୋଧୀ ଦଳ କଣ କେବେ ଭୁଲ ମାଗିବ ନା😂😂

  • @susantasahoo9544
    @susantasahoo9544 23 дні тому +9

    Sir , ଆପଣଙ୍କ ଆଲୋଚ୍ୟ ବିଷୟ ବୁଝିବାର ଶକ୍ତି ଥିଲେତ ସେମାନେ କ୍ଷମା ମଗିବେ ?ଦ୍ୱିତୀୟତଃ ସମ୍ବିତ ପାତ୍ର ଭୁଲ୍ କରିଛନ୍ତି ବୋଲି ଭାବିଲେ, ତେଣୁ ଭୁଲ୍ ମାଗିଲେ ।କିନ୍ତୁ ମତ ଗର୍ବି ମାନେ ଭୁଲ୍ କଲେ ମଧ୍ୟ ଭୁଲ୍ କୁ କେବେ
    ସ୍ଵୀକାର କରନ୍ତିନାହିଁ ,ତେଣୁ ତାଙ୍କର ଭୁଲ୍ ମାଗିବାର ଆବଶ୍ୟକ ନାହିଁ ।ନା ଆପଣ କଣ କହୁଛନ୍ତି।

  • @bimalkantatripathy2776
    @bimalkantatripathy2776 23 дні тому

    ସମ୍ବିତ ବାଵୁ ନିଜର ଭୂଲ ବୁଝି ପାରିଥିବାରୁ ତୁରନ୍ତ ଭୂଲ ମାଗିଲେ। ଅନ୍ୟମାନେ ଯେବେ ବୁଝିବେ,ଭୂଲ ମାଗିବେ।

  • @LaxmidharSrichandan-np6lt
    @LaxmidharSrichandan-np6lt 23 дні тому +1

    ପଶ୍ଚାତାପ ପାଇଁ ଉଭୟ ଜାତୀୟ ଓ ଓଡ଼ିଆ ଖବର କାଗଜ ଗୁଡିକ ର ପ୍ରଥମ ପୃଷ୍ଠାରେ ଵିଞାପନ ଦିଆଯାଇଛି ତାହା ପୁଣି ଓଡ଼ିଆ ଭାଷା କୁ କଦର୍ଥ କରି ।ଆଜିର ବିଞାପନ ପାଇଁ ଯେଉଁ ଵିପୁଳ ଟଙ୍କା ଖର୍ଚ କରାଗଲା ସେ ଟଙ୍କା କାହାର।ନିର୍ବାଚନ ଆଚରଣ ବିଧି ର ଖୁଲମ ଖୁଲା ଉଲଘଂନ ର ହୋଇ ନାହିଁ ତ ଏ ପ୍ରଶ୍ନ ଉଠୁଛି। ବଡ଼ ହାସ୍ୟାସ୍ପଦ ଓ ବିଚିତ୍ର କଥା ଦେଖିବା ପାଇଁ ମିଳୁଛି କି ଜାଣିଶୁଣି କରିଥିବା ଭୁଲ୍ ର ପ୍ରାୟଶ୍ଚିତ ପାଇଁ ଖବର କାଗଜ ଓ ଅନ୍ୟ ଗଣ ମାଧ୍ୟମରେ ବିପୁଳ ଅର୍ଥ ରାଶିର ବିଞାପନ ଦିଆ ଯାଇଛି।

  • @roshnimohapatra2797
    @roshnimohapatra2797 23 дні тому

    They'll apologise after election...........

  • @chintamanidash8365
    @chintamanidash8365 23 дні тому

    କ୍ଷମା ପ୍ରାର୍ଥନା କରିବା ପାଇଁ ବି ସେତିକି ସତ୍ ସାହସ ଥିବା ଦରକାର ଅନ୍ୟଥା ଦୁରାଚାରୀ ନଷ୍ଟଚରିତ୍ର ବ୍ୟକ୍ତି କ୍ଷମା ପ୍ରାର୍ଥନା ବଦଳ ରେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାକୁ ବିତଣ୍ଡା ଯୁକ୍ତି କରିପାରେ

  • @radhakrishnaram1901
    @radhakrishnaram1901 21 день тому

    MANY THANKS FOR EXPOSING THE MISDEES OF BJD LEADERS
    .

  • @smrutiranjan685
    @smrutiranjan685 23 дні тому

    Skhyama yachana nuhein sidha kala paani jail ready.

  • @sibamarndi1402
    @sibamarndi1402 23 дні тому +1

    4 June re dekha dekhi hebaa

  • @ajitkumarpanda6388
    @ajitkumarpanda6388 23 дні тому

    Sir,ଓଡ଼ିଆ ରେ ଢଗ ଟିଏ ଅଛି,ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ହୁଏନି,,,,
    ପ୍ରଭୁ ଜଗନ୍ନାଥ ଙ୍କ ର ଯିଏ ଅପମାନ କରିବ ଅବଶ୍ୟ ଦଣ୍ଡ ପାଇବ,,,,,ପାପର କଳସୀ ପୂରି ପୁରି ଆସୁଛି ଖାଲି ସମୟ କୁ ଅପେକ୍ଷା,,,,,

  • @debanandapattnaik4006
    @debanandapattnaik4006 23 дні тому

    Ahankari kebe khyama mageini

  • @krupasindhubehera184
    @krupasindhubehera184 23 дні тому

    🎉🎉🎉🎉🎉🎉🎉

  • @BirendraNayeak
    @BirendraNayeak 23 дні тому

    ଯେତେ ଶୀଘ୍ର ସମ୍ଭବ ନବୀନ ପଟ୍ଟନାୟକ ଙ୍କୁ ମହାପ୍ରଭୂ ଜଗନ୍ନାଥ ଯେଉଁ ମାନେ କହିଛନ୍ତି,,,, ଓଡ଼ିଶା ର ଜନତା ଙ୍କୁ ମହାପ୍ରଭୂ ଙ୍କୁ କ୍ଷମା ମାଗନ୍ତୁ,,, ନଚେତ୍ ଚପଲ୍ ଜୋତା ପିନ୍ଧିବା ଆରମ୍ଭ ହୋଇ ଯିବ 100%

  • @samarendramohanty1038
    @samarendramohanty1038 23 дні тому

    ଠିକ କଥା

  • @sambalpurireviews9126
    @sambalpurireviews9126 23 дні тому +1

    biju janata dalara ahankar besi hai galani

  • @binodsahoo3374
    @binodsahoo3374 23 дні тому

    Daitari Panda case not mentioned

  • @NomadicJRS
    @NomadicJRS 23 дні тому

    କଳା ପାହାଡ କୁ ବିତାଡିତ କରିବା ପାଇଁ ଓଡିଶା ବାସୀ ସଂକଳ୍ପବଦ୍ଧ l କଳାପାହାଡ କ୍ରୀତଦାସ ଏମାନେ ଆମ ଓଡିଶା କୁ ବଦନାମ କରି ସାରିଲେଣି l ଏ ନିର୍ବାଚନ ଓଡିଶା ବାସୀଙ୍କର ମାନ ସଂନମାନ ର ଲଢେଇ l ଏ ଲଢେଇ ଓଡିଶା ବାସୀ ଜିତିକି ରହିବେ l

  • @sarojkumarsatpathy2360
    @sarojkumarsatpathy2360 20 днів тому

    You resemble Advanijee

  • @rashmiranjansamantray2636
    @rashmiranjansamantray2636 16 днів тому

    ଜାଣତରେ ହେଉ କି ଅଜାଣତରେ, ଲୋଭରେ ହେଉ କି କୈାଣସି ପ୍ରକାର ବାଧ୍ୟବଦ୍ଧକତାରେ ସମସ୍ତେ ମିଳିମିଶି ଓଡ଼ିଆ ଅସ୍ମିତା ଖରାପ କରିଛନ୍ତି କ୍ଷମା ମାଗିବ କିଏ, କାହାକୁ ଓ କାହିଁକି? ତୁ ତ ମୁତୁରୀ ମୁଁ ତ ମୁତୁରୀ ଶେଯ କାହିଁପାଇଁ ଧୋଇବା।

  • @p.kbarik4443
    @p.kbarik4443 23 дні тому

    Kia magie

  • @aksahoo346
    @aksahoo346 23 дні тому

    Se kale Lila tame kale kila jay jagnath

  • @dillipkumarmohapatra7450
    @dillipkumarmohapatra7450 23 дні тому +1

    Jay bjp

  • @user-vp1kg8sw3q
    @user-vp1kg8sw3q 23 дні тому

    ଅତି ଗୁରୁତ୍ୱପୂର୍ଣ ବିଷୟ,
    ବିଜେପି କ୍ଷମା ମାଗିବା ଠିକ ହେବ।BJD ପରା ସରକାର ରେ ଅଛନ୍ତି।ସେ କାହିଁକି କ୍ଷମା ମାଗିବ,ଅପମାନଋ କଥା।

  • @user-wt5ee8hj2q
    @user-wt5ee8hj2q 23 дні тому +1

    This person appreciates comments from the Puri MP candidate. I would say this person has lost his image as a journalist. He is the BJP party spokesperson. He is justifying just a slip of toung of BJP MP candidate. This person doesn't know what he is saving.
    This person GOD is Modi but not Lord Jagannath. This kind of person shouldn't stay in our Odisha.

  • @bindasguy33
    @bindasguy33 23 дні тому

    Ur the face of Godi media in Odisha

  • @baikunthabehera3971
    @baikunthabehera3971 23 дні тому

    Magiba dharkar nanhi. Chabi dhei bhagantu

  • @swadhinacharya2635
    @swadhinacharya2635 23 дні тому

    Nabindassjayjaganathchangedjaysriram 3:17 3:19

  • @gobindamunda2524
    @gobindamunda2524 23 дні тому

    Bjp ra bi bahut namuna achhi

  • @pradoshbehura3794
    @pradoshbehura3794 23 дні тому

    BJP ଜିନ୍ଦାବାଦ

  • @ashutoshbisoyi4144
    @ashutoshbisoyi4144 21 день тому

    Appn ta bjp ra ajend heigalani

  • @subratmohanty4712
    @subratmohanty4712 23 дні тому

    BJD bala sikhi nahanti

  • @rabindrajena6904
    @rabindrajena6904 21 день тому

    All the bjd are anti Jagannath

  • @subashpatra6884
    @subashpatra6884 23 дні тому

    Kalia.jagaku..Apman.kari..bjd...jalipodi.jiba..😊kalia.thhakur.kaha.garba.sahantini...

  • @chandini708
    @chandini708 23 дні тому

    BJD hatao odisha banchao

  • @BibhutibhusanaMohanty-eh9kw
    @BibhutibhusanaMohanty-eh9kw 23 дні тому

    Bjdranetamanenijabulkudekhantinahi. Gundagradarithakachora. Anekkichi

  • @jatharthyashraj7833
    @jatharthyashraj7833 23 дні тому

    Pabana sambit patra

  • @rabindramishra3319
    @rabindramishra3319 23 дні тому

    Jaga dekhi bjd r ethara kukurbadia haba,jou manank naam khaile se jagadrohinkar bansanasa heijba

  • @jchoudhury274
    @jchoudhury274 23 дні тому

    BJD ନେତା ତ ମହା ପ୍ରଭୁ ଙ୍କ ଠାରୁ ବଡ଼ ବୋଲି ଭାବୁଛନ୍ତି ସେମାନେ କଣ କ୍ଷମl ମାଗିବେ ବହୁତ ଭୁଲ୍ କରି ବି କେବେ ପଶ୍ଚlତାପ କରିନାହାନ୍ତି ଖାଲି ମୁଁହ ଫୁଟlଣୀ

  • @KanhucharanaBhoi
    @KanhucharanaBhoi 23 дні тому

    Bjd hatao

  • @Shayam570
    @Shayam570 23 дні тому

    odisha re ethara …… sarkar?

    • @smohanty3507
      @smohanty3507 23 дні тому

      BJD

    • @kaliapremibhajanbhandara8515
      @kaliapremibhajanbhandara8515 23 дні тому

      ​@@smohanty3507 ଏତେ ମତାମତ ପଢ଼ିଲି ଶେଷରେ ଦେଖିଲି ତୁମେ ହିଁ ଜଣେ ପାଣ୍ଡୁ କୁକୁରର ପାଦ ଚଟା

    • @smohanty3507
      @smohanty3507 23 дні тому

      @@kaliapremibhajanbhandara8515 sata na kana..hau hela....tame khusi ta,🤣🤣

    • @kaliapremibhajanbhandara8515
      @kaliapremibhajanbhandara8515 23 дні тому

      @@smohanty3507 ମୋ ରାଜ୍ୟର ପିଲା ଅନ୍ୟ ରାଜ୍ୟର ପିଲା ପାଖରେ ମୁଣ୍ଡକୁ ନୂଆଇଁଲେ ନିଜ ମୁଣ୍ଡକୁ ତା ପାଖରେ ବିକ୍ରି କରିଦେଲେ ମୁଁ ଖୁସି କେମିତି ହେବି ଭାଈ, ଯେଉଁ ସ୍ଥାନରେ ପାଣ୍ଡୁ ଛିଡା ହୋଇଛି ମୁଁ ଚାହିଁଛି ମୋ ଉତ୍କଳ ର ସନ୍ତାନ ଟିଏ ଛିଡା ହେଉ,ସେ ପଛକେ ଯେଉଁ ଦଳର ହେଉନା କାହିଁକି,କାହିଁକିନା ମୋ ଲାଗି ମୋ ମାଟିବଡ଼ ମାଟି ମାଆ ସୁରକ୍ଷିତ ରହିଲେ 1000 ପାଟି ମିଳିଯିବେ😢😢😢😢😢😢😢

    • @Shayam570
      @Shayam570 23 дні тому

      @@smohanty3507 time ebe b achhi sudhiri jao au bjp ku vote kara

  • @uddhabghadia133
    @uddhabghadia133 23 дні тому

    Channel to protect BJP

  • @sanjaybiswal9242
    @sanjaybiswal9242 23 дні тому +1

    Tamil hatao odisha bachao

  • @santoshpurohit8540
    @santoshpurohit8540 23 дні тому

    Tamil 🍌ku pasand Karu thiba kichi odia pala chaleichanti,

  • @SricharanBehera-pn3su
    @SricharanBehera-pn3su 23 дні тому

    ଆପଣ ମହାନ ଚାମଚା ଗିରି ଭାଜପା ର କରୁଛନ୍ତି. ନିର୍ଭୟର ଭୟ କେଉଁ ମହାପୁରୁଷ କୁ?

  • @sudhirsasmal8518
    @sudhirsasmal8518 23 дні тому

    Kshyama magile thik achhi.kintu newspaper re kshya ad kaan pain ?

  • @SricharanBehera-pn3su
    @SricharanBehera-pn3su 23 дні тому

    ସମ୍ବିତ ପାତ୍ର ଗୋଟେ ଅସଭ୍ୟ ଓ ବିଷମୟ ପଦାର୍ଥ. ତାର ବହୁତ ଓକିଲାତି କଣ ପାଇଁ?

  • @smohanty3507
    @smohanty3507 23 дні тому

    KHYAMA PARTHANA BHI PAPER ADVERTISE😂😂😂😂50LK RA

  • @KnowledgeTravel
    @KnowledgeTravel 23 дні тому +1

    How much money sambit has spent by giving advertisement on newspaper?? Is it allowed that amount to spend during election?
    Why don't you tell about that ?? Your analysis is not absolute. It may affect to voters during election... So respect democracy and analyse about party and contestants as an absolute analyser and be a responsible journalist.

  • @sanataniboybbsr
    @sanataniboybbsr 23 дні тому +1

    ପାଣ୍ଡୁ ତାମିଲନାଡୁ ଯିବ ଏଇଥର