"My Daughter Name Is Tara", VK Pandian Speaks At Chatrapur Election Campaign

Поділитися
Вставка
  • Опубліковано 20 вер 2024

КОМЕНТАРІ • 210

  • @bichitrakumarswain7420
    @bichitrakumarswain7420 4 місяці тому +38

    କଥା ତାମିଲ ଓ ତେଲୁଗୁ ନୁହଁ ? ଗୋଟେ କଥା ଚିନ୍ତା କରିବା କଥା ଆମ ଓଡ଼ିଶାରେ ଆଇଏଏସ ଅଫିସର କେତେଜଣ ଯାଇ ବାହାର ରାଜ୍ୟରେ ଏହିପରି ସର୍ବୋଚ୍ଚ ସ୍ତର କୁ ଉଠିଛନ୍ତି ? ତା ମାନେ ହେଲା ଲୋକଟି ତାମିଲ ହୋଇପାରନ୍ତି କିନ୍ତୁ ଲୋକଟିର କିଛି talent ଓ quality ଅଛି।

    • @EduFOCUSodisha
      @EduFOCUSodisha 4 місяці тому +6

      Power corrupts and absolute power corrupts absolutely. This is the traits of that human being.

    • @newhindisongs8991
      @newhindisongs8991 4 місяці тому +4

      Power hela Amara agandia Raja pain

    • @umakantachoudhury9597
      @umakantachoudhury9597 4 місяці тому +1

      Loka bhala Hale kana haba dadana ta baharku jauchanti
      Kichi industries nahi odisha re

    • @dhamirona8662
      @dhamirona8662 4 місяці тому +2

      ଟାଲେଣ୍ଟ ନୁହେଁ ମୂଖ୍ଯମନ୍ତ୍ରୀଙ୍କୁ ଅସ୍ତ୍ର କରି ପାଓର ହାଇଜାକ, ନହେଲେ ଏ କୋଉ ଗାଇ ର ଗୋବର

    • @manasranjanmohanty9224
      @manasranjanmohanty9224 4 місяці тому

      are maghieaa luchi too ghare too maa kuu gheiaa bii gotee talent kii...

  • @RaviPatel-187
    @RaviPatel-187 4 місяці тому +13

    ଓଡିଶା ମୋ ପରିବାର... ସମସ୍ତଙ୍କ ସୁଖ ଦୁଃଖରେ ସାମିଲ ହେବା ମୋ ଅଧିକାର । ମାଟିର ବିକାଶ, ରାଜ୍ୟରେ ରୂପାନ୍ତରଣ ଆଣିବା ମୋ କର୍ତ୍ତବ୍ୟ... ଏମିତି ଆମ ମୁଖ୍ୟମନ୍ତ୍ରୀ, ଯାହାଙ୍କ ପ୍ରାଣ ସବୁବେଳେ ଲୋକସେବାରେ ସମର୍ପିତ ।

  • @Merry-24
    @Merry-24 4 місяці тому +22

    ବେକାରୀ ହାତରେ ଚାକିରୀ । ନିଯୁକ୍ତିର ନୂଆ ସୁଯୋଗ ଆଣିଛି ଯୁବପିଢିଙ୍କ ମୁହଁରେ ଖୁସିର ଲହରୀ ।

  • @user-el5gg8tg
    @user-el5gg8tg 4 місяці тому +15

    ଆମ ନବୀନ ସରକାର, ଆମେ ସବୁ ତାଙ୍କ ପରିବାର । ହାତ ପାହାନ୍ତାରେ ଦେଇଛନ୍ତି ସବୁ ସୁବିଧା । ଖାଇବା, ପିଇବା, ରହିବାରେ ହେଉନି କିଛି ଅସୁବିଧା ।

  • @Purna-GaonTOKA
    @Purna-GaonTOKA 4 місяці тому +8

    ଦକ୍ଷ ଦୂରଦୃଷ୍ଟି ଓ ସ୍ୱଚ୍ଛ ଶାସନ ପାଇଁ ଆଜି ସାରା ବିଶ୍ୱରେ ନବୀନଙ୍କ ବିକାଶର ମଡେଲ୍ ଅନୁକରଣୀୟ । ଓଡିଶା ଆଜି ଅନେକ କ୍ଷେତ୍ରରେ ଅଗ୍ରଣୀ ।

  • @RabinRay-s9u
    @RabinRay-s9u 4 місяці тому +7

    ସେ ସେବାରେ ବିଶ୍ୱାସୀ, ସମୃଦ୍ଧିରେ ବିଶ୍ୱାସୀ । କଥା କମ୍, କାମରେ କରି ଦେଖାଉଥିବା ସଫଳ ପୁରୁଷ, ନୂଆ ଓଡିଶା ଗଢିବାରେ ନିମଗ୍ନ ନିର୍ମାତା...

  • @RakeshDalai-x6p
    @RakeshDalai-x6p 4 місяці тому +11

    ଲୋକଙ୍କ ସ୍ୱାର୍ଥ ସାଧନ, ଲୋକଙ୍କ ସମସ୍ୟାର ସମାଧାନ କରି ସେମାନଙ୍କ ସେବା କରିବା ହିଁ ବିଜେଡିର ମୂଳମନ୍ତ୍ର, ନୀତି, ଆଦର୍ଶ ।

  • @GitaPadhy
    @GitaPadhy 4 місяці тому +5

    ଯିଏ ଲୋକଙ୍କ ସେବାରେ ନିଜର ସାରା ଜୀବନକୁ ସମର୍ପି ଦେଇଛନ୍ତି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ଦଳ ବି ଲୋକଙ୍କର ସୁଖ ଦୁଃଖରେ ସାମିଲ ହେବାକୁ ସଙ୍କଳ୍ପବଦ୍ଧ ।

  • @SoliSethi-mq4tu
    @SoliSethi-mq4tu 4 місяці тому +8

    ରାଜନୀତି ନୁହେଁ ସେବାନୀତିରେ ସବୁବେଳେ ବିଶ୍ୱାସ କରେ ବିଜେଡି । ଦଳର ନୀତି, ନୈତିକତା ସ୍ପଷ୍ଟ । ଗୋଟିଏ ଲକ୍ଷ୍ୟ- ଲୋକଙ୍କ ସେବା, ଓଡିଶାର ଉନ୍ନତି ।

  • @RSgoodlif
    @RSgoodlif 4 місяці тому +2

    VK Pandian sir has never failed to fulfill his duty towards Odisha. He has always tried his best for the betterment of the people of Odisha.

  • @SujataRani-rh6lp
    @SujataRani-rh6lp 4 місяці тому +9

    ଲୋକଙ୍କ ବଳ, ଲୋକଙ୍କ ଦଳ- ବିଜୁ ଜନତା ଦଳ । ମୁଁ ଗର୍ବିତ ମୋ ଦଳ ପାଇଁ, ମୁଁ ଗର୍ବିତ ମୋ ସୁପ୍ରିମୋଙ୍କ ପାଇଁ...

  • @Trupti-Animal
    @Trupti-Animal 4 місяці тому +5

    ପ୍ରତିଟି ଜୀବନ ମୂଲ୍ୟବାନ । ସମସ୍ତଙ୍କ ଯତ୍ନ ନେଉଛନ୍ତି ନବୀନ । ସାଢେ ୪ କୋଟି ଓଡିଶାବାସୀଙ୍କୁ ନିଜ ପରିବାର ଭାବି ସେବା ଯୋଗାଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

  • @NilimaKar-y6e
    @NilimaKar-y6e 4 місяці тому +8

    ନବୀନ ସରକାରରେ କୃଷକଙ୍କର ହେଉଛି କଲ୍ୟାଣ, ବିନା ସୁଧରେ ମିଳୁଛି ଋଣ । ଚାଷୀ ଭାଇ ଓଠରେ ହସ ଦେଖିବାକୁ ଆମ ମୁଖ୍ୟମନ୍ତ୍ରୀ କରିଛନ୍ତି ପଣ ।

  • @sachinpradhan7498
    @sachinpradhan7498 Місяць тому +1

    Jay Mata Di 🙏🙏🙏

  • @RSgoodlif
    @RSgoodlif 4 місяці тому +1

    Pandian Babu's mind was so clear and pure that he put up with the slanderous words of the opposition and became the charioteer of the state's development.

  • @manashchandrarana979
    @manashchandrarana979 4 місяці тому

    VK Pandian Sir has never neglected to fulfill his duty towards Odisha. He has always tried his best for the betterment of the people of Odisha.

  • @manashchandrarana979
    @manashchandrarana979 4 місяці тому

    Thnkuful for having such supporter and responsible cm in our state

  • @RSgoodlif
    @RSgoodlif 4 місяці тому

    This nation, this soil is proud today for the Hon'ble Chief Minister. Thank you from the bottom of my heart for giving Odisha a new identity...

  • @BISWARANJAN-118
    @BISWARANJAN-118 4 місяці тому +4

    ଲୋକସେବା କରି ଆଜି ସେ ଲୋକପ୍ରିୟ। ଜନତା ତାଙ୍କ ଜୀବନ। ଲୋକଙ୍କ ସେବା ପାଇଁ ସବୁବେଳେ, ସବୁ ସମୟରେ ସଜାଗ ନବୀନ ସରକାର...

  • @Deepali2024
    @Deepali2024 4 місяці тому +5

    ନବୀନଙ୍କ ରାଇଜରେ, ସାଢେ ୪ କୋଟି ଓଡିଶାବାସୀ ରହିଛନ୍ତି ଖୁସିରେ । ପରିବାର ଭଳି ପାଳୁଛନ୍ତି, ସଭିଙ୍କ ଭଲମନ୍ଦ ବୁଝୁଛନ୍ତି ପ୍ରିୟ ମୁଖ୍ୟମନ୍ତ୍ରୀ ।

  • @manashchandrarana979
    @manashchandrarana979 4 місяці тому +1

    Love you Naveen sir...
    Always there with you

  • @Monalisha-348
    @Monalisha-348 4 місяці тому +5

    ଶାସନ ନୁହେଁ ସେବାରେ ବିଶ୍ୱାସୀ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ଭୋକ୍ ହେଉ କି ଭୟଙ୍କର ବିପତ୍ତି, ସବୁଥିରେ ମୁକାବିଲାରେ ମାଷ୍ଟର ନବୀନ ସରକାର ।

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +1

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ଯୋଜନାରେ ମାଆ ମାନେ ଆଜି ନିଜେ ରୋଜଗାର କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • @SonaliNanda-i3u
    @SonaliNanda-i3u 4 місяці тому +1

    ପ୍ରତି ଓଡିଆଙ୍କ ସ୍ପନ୍ଦନ ନବୀନ, ପ୍ରତି ପରିବାରର ସାହସ ବିଜେଡି । ମୁଁ ଗର୍ବିତ ମୋ ଦଳ ପାଇଁ, ମୋ ଦଳର ନୀତି ଆଦର୍ଶକୁ ନେଇ... ଜୟ ବିଜେଡି

  • @srikantsahoo3504
    @srikantsahoo3504 2 місяці тому +1

    ଝିଅର ନାମ କୁ ତାରା ରଖି ଓଡିଶା ଲୋକମାନଙ୍କୁ ଦିନରେ ତାରା ଦେଖାଉଥିବା ପାଣ୍ଡୁକୁ ଆମ ସ୍ୱାଭିମାନି ଓଡ଼ିଆ ବାସୀ ଭଲରେ ତାରା ଦେଖେଇ ଦେଇଛନ୍ତି।😂😂😂😂

  • @AshokBiswal910
    @AshokBiswal910 4 місяці тому +5

    ଗାଁକୁ ଗଡୁଛି ବିକାଶର ବସ୍ । ଫିଟୁଛି ଅପହଞ୍ଚ ଇଲାକାକୁ ବାଟ । ଗାଁ ଗାଁକୁ ରାସ୍ତା ଓ ଗମନାଗମନରେ ସୁବିଧା ଆଣିଛନ୍ତି ଆମ ନବୀନ ସରକାର ।

  • @manashchandrarana979
    @manashchandrarana979 4 місяці тому +1

    Due to his such struggle towards the state he is loved and respected by everyone

  • @jasmineraj5026
    @jasmineraj5026 4 місяці тому

    சூப்பர் பாண்டியன் சார்...❤ Congratulations..🎉 i am tamilnadu

  • @DipikapriyadarshiniDas
    @DipikapriyadarshiniDas 4 місяці тому +1

    ଦୀର୍ଘ ୨୪ ବର୍ଷଧରି ଲୋକଙ୍କ ସେବାରେ ଆସୁଥିବା ସରକାରଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଆଉ ବିଶ୍ୱାସ ଭରି ରହିଛି l

  • @SukantaRatha-c3u
    @SukantaRatha-c3u 4 місяці тому +8

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

  • @RaghunathMohanty-v4t
    @RaghunathMohanty-v4t 4 місяці тому +8

    ଉନ୍ନତିର ନବୀନ ମଡେଲକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଶିକ୍ଷା ଠାରୁ ସ୍ୱାସ୍ଥ୍ୟ ସବୁଥିରେ ଅଗ୍ରଣୀ ଥିବା ଓଡିଶାକୁ ଅନୁକରଣ କରୁଛନ୍ତି ଦେଶର ଅନେକ ରାଜ୍ୟ ...

  • @RSgoodlif
    @RSgoodlif 4 місяці тому

    Naveen Babu is not a leader, he is a public hero of Odisha. His performance for the people is welcome.

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +1

    ଖାଦ୍ୟ ସୁରକ୍ଷା ଠାରୁ ମହିଳା ସଶକ୍ତିକରଣ । ମହାବାତ୍ୟା ମୁକାବିଲା ଠାରୁ ମହାମାରୀ ନିୟନ୍ତ୍ରଣ । ସ୍ୱାସ୍ଥ୍ୟରେ ଉନ୍ନତି ଠାରୁ ଶିକ୍ଷା କ୍ଷେତ୍ରରେ ରୂପାନ୍ତରଣ ସବୁଥିରେ ଅଗ୍ରଣୀ ଥିବା ଓଡିଶା ଆଜି ସାରା ବିଶ୍ୱରେ ପ୍ରଶଂସିତ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ଭବ ହୋଇପାରିଛି ।

  • @RSgoodlif
    @RSgoodlif 4 місяці тому

    There is no doubt that the people of Odisha have full support for Naveen Babu's unique vision behind the development of Odisha.

  • @RSgoodlif
    @RSgoodlif 4 місяці тому

    Hon'ble Chief Minister Naveen Patnaik is giving one after another a meeting to the people of Odisha. Everyone thanked the Chief Minister for giving new gifts like Mamata Yojana, artist's stipend, organist's salary, magic card to students, increase in stipend for senior citizens, etc.

  • @RSgoodlif
    @RSgoodlif 4 місяці тому

    Naveen Babu is the pride of Odisha and for the people of the state he is the government that brought glory to Odisha

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +1

    ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଥିବା ବେଳେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକଙ୍କ ଠାରୁ ବହୁତ ଭଲ ପାଇବା ପାଇଛନ୍ତି ବୋଲି 5T ଅଧ୍ୟକ୍ଷ କହିଥିଲେ ।

  • @manashchandrarana979
    @manashchandrarana979 4 місяці тому

    From food security to women empowerment. Epidemic control since the Great Depression. From improving health to transforming education, Odisha is the leader in the field today and has been made possible only by the Hon'ble Chief Minister who is admired all over the world.

  • @balarampatra8103
    @balarampatra8103 4 місяці тому

    ଓଡ଼ିଶା ବାସୀ ଙ୍କ ହୃଦୟରେ ଆଜି ନବୀନ ବାବୁ ଜୟ କରିଛନ୍ତି, ଆଉ ଥରେ ନବୀନ ବାବୁ ହିଁ ମୁଖ୍ୟମନ୍ତ୍ରୀ ଆସନ ନିଶ୍ଚିତ ଭାବରେ ସ୍ଥାନ ପାଇବେ ।

  • @RSgoodlif
    @RSgoodlif 4 місяці тому

    Hon'ble Chief Minister Madhu Babu has brought a wave of happiness in the minds of lakhs of senior citizens of the state by increasing the pension scheme from Rs.500 to Rs.1000.

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому +1

    କାଳିଆ ଯୋଜନାରେ ହିତାଧିକାରୀ ମାନଙ୍କୁ ଉଚିତ୍ ସମୟରେ ଉଚିତ୍ ଅର୍ଥରାଶି ପ୍ରଦାନ କରୁଥିବାରୁ ଚାଷୀ ପରିବାର ଏବେ ସୁଖ ଶାନ୍ତିରେ ଜୀବନଯାପନ କରୁଛନ୍ତି। ଓଡିଶାର ଚାଷୀ ଭାଇମାନଙ୍କୁ ଯୋଜନା ପରେ ଯୋଜନା ପ୍ରଦାନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

  • @RSgoodlif
    @RSgoodlif 4 місяці тому

    Hon'ble Chief Minister Shri Naveen Patnaik Babu always does every improvement work for the lower class people.

  • @manashchandrarana979
    @manashchandrarana979 4 місяці тому

    We all are there with you Naveen pattnaik sir...keep doing and keep growing

  • @RSgoodlif
    @RSgoodlif 4 місяці тому

    There is no doubt that the Biju Janata Dal will fight this time. In the election of 2024, auspicious conch will be sounded from house to house. And once our honorable Chief Minister will wear the crown of victory.

  • @manashchandrarana979
    @manashchandrarana979 4 місяці тому

    We all are greatful towards Naveen pattnaik sir for bringing such facilities for odisha and odisha's people

  • @SumiKumari-vu5od
    @SumiKumari-vu5od 4 місяці тому +1

    ବିଜେଡିର ପ୍ରତି ସଦସ୍ୟଙ୍କ ରକ୍ତରେ ଜନସେବା ଲେଖା । ପରିବର୍ତ୍ତନ ପାଇଁ ପ୍ରାଣପିଣ୍ଡରେ ଭର୍ତ୍ତି ଅସୀମ ଉର୍ଜା ।

  • @manashchandrarana979
    @manashchandrarana979 4 місяці тому

    While campaigning in Chhatrapur, regarding the name of his daughter, Pandian sir said that my daughter was born with the blessings of mother Tara and she named her daughter Tara.

  • @manashchandrarana979
    @manashchandrarana979 4 місяці тому

    5T leader said that he got a lot of love from the people of Chhatrapur constituency while he was the District Collector of Ganjam district.

  • @DipikapriyadarshiniDas
    @DipikapriyadarshiniDas 4 місяці тому

    ପାଣ୍ଡିଆନ ବାବୁଙ୍କ ମନ ସେତିକି ସ୍ୱଚ୍ଛ ଆଉ ନିର୍ମଳ ବୋଲି ବିରୋଧୀଙ୍କ କଟାକ୍ଷ କଥାକୁ ସହ୍ୟ କରି ରାଜ୍ୟର ହେଉଥିବା ବିକାଶର ସାରଥୀ ସାଜିଥିଲେ l

  • @manashchandrarana979
    @manashchandrarana979 4 місяці тому

    Naveen pattnaik sir never leave his people hands no matter what the condition is

  • @DipikapriyadarshiniDas
    @DipikapriyadarshiniDas 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ମିଛ ଭାଷଣ ଆଉ ମିଛ ସମାଲୋଚନାକୁ ତିଳେ ହେଲେ ଖାତିର କରନ୍ତି ନାହିଁ ଲୋକଙ୍କ କଥା ଚିନ୍ତା କରିବାରେ କମ କରନ୍ତି ନାହିଁ l

  • @adyasharout6403
    @adyasharout6403 3 місяці тому

    Jay ganesh ji maa..

  • @DipikapriyadarshiniDas
    @DipikapriyadarshiniDas 4 місяці тому

    ଗରିବ ଆଉ ସାଧାରଣ ଲୋକଙ୍କ ଜୀବନକୁ ମୂଲ୍ୟବାନ ମନେକରି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଗାଇ ଦେଇଛନ୍ତି l

  • @balarampatra8103
    @balarampatra8103 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ BSKY ନବୀନ କାର୍ଡ ଯୋଜନା ଦ୍ବାରା ଓଡିଶାର ଗରିବ ଅସହାୟ ଓ ଭିନ୍ନକ୍ଷମ ଏବଂ ଅସହାୟ ଲୋକଙ୍କ ପାଇଁ ସଞ୍ଜିବନି ସାଜିଛି,ଏପରି ମହତକାଂକ୍ଷୀ ଯୋଜନା ଭାରତ ବର୍ଷରେ କୌଣସି ମୁଖ୍ୟମନ୍ତ୍ରୀ କରି ନାହାଁନ୍ତି।

  • @DipikapriyadarshiniDas
    @DipikapriyadarshiniDas 4 місяці тому

    ଓଡିଶାବାସୀଙ୍କ ସେବା କରିବା ପାଇଁ ନିଜର ସରକାରୀ ଚାକିରୀରୁ VRS ନେବା ଗୋଟିଏ ଛୋଟ କଥା ନୁହେଁ l

  • @manashchandrarana979
    @manashchandrarana979 4 місяці тому

    Under Mamata Yojana, the state government has already given Rs 5,000 to pregnant women, but now it has increased it to Rs 10,000, so that expectant mothers do not have to face any financial problems.

  • @RSgoodlif
    @RSgoodlif 4 місяці тому

    Chairman of 5T said that he got a lot of love from the people of Chhatrapur Constituency while he was the district governor of Ganjam district.

  • @DipikapriyadarshiniDas
    @DipikapriyadarshiniDas 4 місяці тому

    ଗଞ୍ଜାମ ଜିଲ୍ଲା ଅଧିବାସୀଙ୍କ ପାଇଁ ପାଣ୍ଡିଆନ ସାର ତାଙ୍କ ପରିବାର ସଦସ୍ୟ ଭାବେ ରହି ଲୋକଙ୍କ ସେବା କରିଥିଲେ l

  • @PrakashKumarbiswal-th9ny
    @PrakashKumarbiswal-th9ny 4 місяці тому

    Love u sir 💖 u beauty ...apart from political views ...

  • @balarampatra8103
    @balarampatra8103 4 місяці тому

    ବିକଶିତ ଓଡ଼ିଶା ଗଠନ ପଛରେ ଥିବା ନବୀନ ବାବୁଙ୍କ ନିଆରା ଦୃଷ୍ଟିଭଙ୍ଗୀ ପ୍ରତି ଓଡ଼ିଶା ବାସି ଙ୍କ ପୂର୍ଣ୍ଣ ସମର୍ଥନ ରହିଛି, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।

  • @JitendraKumarNayak-ov2gl
    @JitendraKumarNayak-ov2gl Місяць тому

    କାମ ହେଇଚି

  • @manashchandrarana979
    @manashchandrarana979 4 місяці тому

    Naveen pattnaik sir soon going to represent odisha in no 1 position

  • @bikashsirctc
    @bikashsirctc 4 місяці тому

    ତୁମ ଝିଅ ପୁଅ, ସ୍ତ୍ରୀ ବିଷୟରେ ଗପିବାର ଉଦ୍ଦେଶ୍ୟ କଣ ଆଜ୍ଞା

  • @RSgoodlif
    @RSgoodlif 4 місяці тому

    Valuing the lives of the poor and common people, Biju has provided health cards to the people

  • @RSgoodlif
    @RSgoodlif 4 місяці тому

    Targeted mothers in the state are getting support through Mamata Yojana.

  • @manashchandrarana979
    @manashchandrarana979 4 місяці тому

    Farmer families are now living a happy and peaceful life due to the timely payment of funds to the beneficiaries under Kalia Yojana. Yojana for the farmers of Odisha

  • @DipikapriyadarshiniDas
    @DipikapriyadarshiniDas 4 місяці тому

    ଓଡିଶା ପାଇଁ ନବୀନ ବାବୁ ହେଉଛନ୍ତି ଗର୍ବ ଆଉ ରାଜ୍ୟବାସୀଙ୍କ ପାଇଁ ସେ ହେଉଛନ୍ତି ଓଡିଶାର ଗୌରବ ଆଣିଥିବା ସରକାର l

  • @balarampatra8103
    @balarampatra8103 4 місяці тому

    ଓଡ଼ିଶାରେ ଯେଉଁଭଳି ବିକାଶ ନବୀନ ବାବୁ କରିଚାଲିଛନ୍ତି ତାହା ଦେଖିକି ଜଣାପଡୁଛି କି ଏଥରକ ୯୦ପ୍ରତିଶତ ଭୋଟରେ ବିଜେଡି ଜୟ ଲାଭ କରିବା ।

  • @RSgoodlif
    @RSgoodlif 4 місяці тому

    Even though the opposition seems to be fiction, Pandian Sara does exactly what he says

  • @balarampatra8103
    @balarampatra8103 4 місяці тому

    ମିଶନ ଶକ୍ତି ଯୋଜନା ଦ୍ଵାରା ଚାଷୀ ମାନଙ୍କୁ ଫସଲ ପାଇଁ ବିନା ସୁଧରେ ଏକ ଲକ୍ଷ୍ୟ ଟଙ୍କା ସମବାୟ ବ୍ୟାଙ୍କ୍ ଓ ସମିତି ରୁ ମିଳିପାରୁଛି। ଏହା କେବଳ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇ ପାରିଛି।

  • @balarampatra8103
    @balarampatra8103 4 місяці тому

    ଲକ୍ଷ୍ମୀ ଯୋଜନା ଦ୍ବାରା ସମସ୍ତ ଓଡ଼ିଶା ବାସୀଙ୍କ ସ୍ବାସ୍ଥ୍ୟ ଓ ଶିକ୍ଷାର ଉନ୍ନତି ହୋଇପାରିବ।ଏହା ଦ୍ବାରା ସାଧାରଣ ଲୋକେ ବିଭିନ୍ନ ପ୍ରକାରର ସାହାର୍ଯ୍ୟ ସୁବିଧା ପାଇ ପାରିବେ।ବିଭିନ୍ନ ଅଞ୍ଚଳର ବିକାଶ ମଧ୍ୟ ହେବ।

  • @manashchandrarana979
    @manashchandrarana979 4 місяці тому

    Hon'ble Chief Minister Madhu Babu has brought a wave of happiness in the minds of millions of senior citizens of the state by increasing the pension scheme from Rs.500 to Rs.1000.

  • @RSgoodlif
    @RSgoodlif 4 місяці тому

    The Hon'ble Chief Minister does not care about the lies and criticism of the opposition and does not care about the people.

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Manya bar mukhya mantri Naveen babu nku bahuta bhala paanti ama rajya base

  • @manashchandrarana979
    @manashchandrarana979 4 місяці тому

    There is no doubt that the Biju Janata Dal will fight this time. In the election of 2024, auspicious conch will be played from house to house. And time will be worn by our honorable Chief Minister Vijayar.

  • @RSgoodlif
    @RSgoodlif 4 місяці тому

    Naveen Patnaik's Mission Shakti Yojana is working to empower women. This scheme has changed the lives of many women.

  • @manashchandrarana979
    @manashchandrarana979 4 місяці тому

    Naveen pattnaik sir will surely make odishaa a better version of itself

  • @balarampatra8103
    @balarampatra8103 4 місяці тому

    ମମତା ଯୋଜନା ଦ୍ବାରା ରାଜ୍ୟରେ ଲକ୍ଷ୍ୟ ଲକ୍ଷ୍ୟ ମା ମାନେ ସାହାର୍ଯ୍ୟ ପାଇ ପାରୁଛନ୍ତି।

  • @manashchandrarana979
    @manashchandrarana979 4 місяці тому

    Naveen pattnaik sir always think of his own people before taking any decision

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Maa tara tarini nka nama re nija jhia ra nama ku namita karechhanti VK pandian

  • @balarampatra8103
    @balarampatra8103 4 місяці тому

    ଲକ୍ଷ୍ମୀ ଯୋଜନା ଏକ ଏମିତି ଯୋଜନା ଯାହାଦ୍ଵାରା ତୃଣମୂଳ ଭାବେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ଲୋକେ ବ୍ଲକ କୁ ଆସିପାରିବେ,ବ୍ଲକରୁ ଜିଲ୍ଲାକୁ ଓ ଜିଲ୍ଲା ରୁ ରାଜଧାନୀରେ ପହଞ୍ଚିପାରିବେ।

  • @kalpatarudash1192
    @kalpatarudash1192 4 місяці тому

    Jai bjd 🙏
    Jai naveen🙏

  • @balarampatra8103
    @balarampatra8103 4 місяці тому

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

  • @ganeshprasadmaity3965
    @ganeshprasadmaity3965 4 місяці тому

    Good personiltiy.

  • @balarampatra8103
    @balarampatra8103 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବାବୁ ସବୁବେଳେ ତଳ ସ୍ତରର ଲୋକଙ୍କ ପାଇଁ ପ୍ରତ୍ୟେକ ଉନ୍ନତି ମୂଳକ କାମ କରନ୍ତି।

  • @Mithi03278
    @Mithi03278 4 місяці тому

    Most people putting Negative comments are from BJP IT cell or BJP belongs people.
    So , All the genuine people don't worry. The real scenario is different in ground level. Bjp is winning in Social media and BJD is winning people and ofcourse, the election. Jay Jagannath 🙏

  • @avayakumarbarik2882
    @avayakumarbarik2882 4 місяці тому +1

    ଏମାନେ ଟଙ୍କା ଖାଇ ତାମିଲ ଚୋର ମିଛ ଭାଷଣ ଶୁଣୁଛନ୍ତି।ଧିକ ତୁମେ ଓଡ଼ିଆ ।

  • @RSgoodlif
    @RSgoodlif 4 місяці тому

    Free medical services up to 10 lakh rupees are being provided to mothers through Hon'ble Chief Minister's BSKY card.

  • @debasishpahadi9439
    @debasishpahadi9439 4 місяці тому

    Debashsipahadi🎉🎉🎉sarok🎉

  • @bikashsirctc
    @bikashsirctc 4 місяці тому

    ବାସ୍ତବରେ ଆପଣ ପ୍ରମାଣ କରିଦେଉଛନ୍ତି ନିଜର ପୁରୁଣା କଥା, ଯେ ପ୍ରାର୍ଥୀଙ୍କୁ ଦେଖିବା ଦରକାର ନାହିଁ l କାରଣ ଅସହାୟ, ସାମର୍ଥ୍ୟହୀନ ପ୍ରାର୍ଥୀମାନେ ତ ଭାଷଣ ଦେଉନାହାନ୍ତି, ଦେଉଛନ୍ତି ଆପଣ

  • @balarampatra8103
    @balarampatra8103 4 місяці тому

    ମିଶନ ଶକ୍ତି ଯୋଜନା ଦ୍ବାରା ମହିଳା ମାନେ ଗାଡ଼ି କିଣିବା ପାଇଁ ବିନା ସୁଧରେ ଏକ ଲକ୍ଷ୍ୟ ଟଙ୍କା ବ୍ୟାଙ୍କରୁ ପାଇ ପାରୁଛନ୍ତି।

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ଏଥର ବିଜୁ ଜନତା ଦଳ ବାଜିମାତ୍ କରିବ ଏଥିରେ କୌଣସି ସନ୍ଦେହ ନାହିଁ । ୨୦୨୪ ନିର୍ବାଚନରେ ଘରେ ଘରେ ଶୁଭ ଶଙ୍ଖ ବାଜିବ ।ପୁଣି ଥର ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୟର👑 ପିନ୍ଧିବେ ।

  • @ConfusedCardinal-gp3dr
    @ConfusedCardinal-gp3dr 4 місяці тому

    Bhala manisha p sir❤🙏

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ଓଡିଶା ବାସୀଙ୍କୁ ଗୋଟିଏ ପରେ ଗୋଟିଏ ଭେଟି ପ୍ରଦାନ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମମତା ଯୋଜନା, କଳାକାରଙ୍କ ଭର୍ତ୍ତା, ଅଙ୍ଗନବାଡି କର୍ମୀଙ୍କ ଦରମା , ଛାତ୍ର ଛାତ୍ରୀ ମାନଙ୍କୁ ମ୍ୟାଜିକ୍ କାର୍ଡ଼, ବୟସ୍କ ମାନଙ୍କ ଭର୍ତ୍ତା ବୃଦ୍ଧି , ଆଦି ସମସ୍ତଙ୍କୁ ନୂଆ ଭେଟି ପ୍ରଦାନ କରିଥିବାରୁ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

  • @SONALIN-PRSAD.-DAS
    @SONALIN-PRSAD.-DAS 4 місяці тому

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ BSKY କାର୍ଡ଼ ମାଧ୍ୟମରେ ମାଆ ମାନଙ୍କୁ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ମାଗଣାରେ ଯୋଗାଇ ଦେଉଛନ୍ତି ।

  • @deepakdora4989
    @deepakdora4989 4 місяці тому

    Jay shree ram 🚩

  • @manashchandrarana979
    @manashchandrarana979 4 місяці тому

    They thanked the Chief Minister for the fact that today the mothers have become self-reliant by earning themselves under the Mission Shakti Yojana of the Hon'ble Chief Minister.

  • @gayatrinayakgayatrinayak5640
    @gayatrinayakgayatrinayak5640 4 місяці тому

    Manya bar mukhya mantri nka bhali odisha ra thakura thakurani nku bahu bhakti O bhala paanti VK pandian

  • @chinmayadash3595
    @chinmayadash3595 4 місяці тому

    Ama ghare b tara achhanti

  • @DipikapriyadarshiniDas
    @DipikapriyadarshiniDas 4 місяці тому

    ବିରୋଧୀ ମାନଙ୍କୁ ଗଳ୍ପ ଭଳି ଲାଗିଲେ ମଧ୍ୟ ପାଣ୍ଡିଆନ ସାର ଯେତିକି କୁହନ୍ତି ଠିକ ସେତିକି କାର୍ଯ୍ୟକରି ଦେଖେଇଥାନ୍ତି l