🔴Live | ଅପରାଜିତାଙ୍କୁ ପାଣ୍ଡିଆନଙ୍କ ତାଚ୍ଛଲ୍ୟ | Kartik Pandian Criticises Aparajita

Поділитися
Вставка
  • Опубліковано 21 тра 2024
  • #kartikpandian #aparajitasarangi #bjd #bjp
    Kartik Pandian Criticises Aparajita
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * Hathw@y Channel No: 731
    * NXT Digital Channel No: 16
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 142

  • @sukantaacharya1422
    @sukantaacharya1422 Місяць тому +14

    Biju Janata Dal star pracharak Mr Karthik Pandian Ku bahut bahut dhanyvad Biju Janata dalo Odisha Bala

  • @janardanmohanty831
    @janardanmohanty831 Місяць тому +2

    ଯଦି NH କାମ ସାଂସଦଙ୍କର ନୂହେଁ ତାହେଲେ NH16 କାମ କେବେ ଶେଷ ହେବ ବୋଲି BJD ମୁଖପାତ୍ର Srimayi Misra ବାରମ୍ଵାର ଅପରାଜିତାଙ୍କୁ କାହିଁକି ପ୍ରଶ୍ନ କରୁଥିଲେ? NH 55 କାମ ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାହିଁକି ଦୋଷାରୋପ କରୁଛି BJD ଦଳ? ତାହେଲେ କଣ NH 16, vehicle underpass, ଆଉ NH ରେ Street light ଏ ସବୁ ଆକାଶରୁ ପଡ଼ିଲା?

  • @user-nt4vl6yp3g
    @user-nt4vl6yp3g Місяць тому +13

    ବିହାରୀ ଖାଲି କହୁଚି ମୁଁ କେମିତି ଜିତିବି। କାମ ଚୁଲିକୁ ଯାଉ

  • @amiyajena76
    @amiyajena76 Місяць тому +1

    Great ❤❤❤

  • @smohanty3507
    @smohanty3507 Місяць тому +1

    jaha bhi kuha pandian ra vision acchi...bhala hau ki kharap hau kintu at least pandian gote minister haba candidate

  • @jitendrapanigrahi3240
    @jitendrapanigrahi3240 Місяць тому +5

    ପାଣ୍ଡିଆନ ବାବୁଙ୍କୁ ମାନିବାକୁ ପଡିବ ଆପଣଙ୍କ ପରିଶ୍ରମ ର ଫଳ ନିଶ୍ଚୟ ପାଇବେ 🙏🙏🙏🙏

  • @bipinamallik2803
    @bipinamallik2803 Місяць тому +3

    Jaya Jagannatha Jaya Bihari Sansad Madamnkara Gapa Prabala Kamadurbala

  • @mithunabhoi8732
    @mithunabhoi8732 27 днів тому

    ଜୟ ଜଗନ୍ନାଥ⭕‼️⭕🙏🙏🙏 🐚🐚

  • @diptiranjanpal9056
    @diptiranjanpal9056 Місяць тому +1

    Best politician and builder of odisha

  • @Alonegirl77778
    @Alonegirl77778 Місяць тому +1

    Right sir.

  • @khirodsingh4u202
    @khirodsingh4u202 Місяць тому +1

    Padian bjp ra nida udeidelani 😂😂bjp ra sabu neta odisha aasileni.ek akela sab par bhari😂😂well done kp sir

  • @sarojkumar-qy2zg
    @sarojkumar-qy2zg Місяць тому +1

    What BJD MP has done

  • @premanjanbarik4066
    @premanjanbarik4066 26 днів тому

    Right sir

  • @susantapathy6597
    @susantapathy6597 Місяць тому +3

    କାନ ଖୋଲି
    ଶୁଣରେ ମୋର ଓଡ଼ିଆ ଭାଇ
    ଆମ ମାତୃଭାଷା ଆଜି ଲୁଣ୍ଠିତ,ଜର୍ଜରିତ,ଅପମାନିତ,ଅବହେଳିତ,ନିର୍ଯାତିତ,ନିଷ୍ପେସିତ, ଅତ୍ୟାଚରିତ କିଛି ସ୍ୱାର୍ଥପର ଓଡ଼ିଆଙ୍କ ହୀନମନ୍ୟତା ଏବଂ କ୍ଷମତାଲିପ୍ସା ପାଇଁ।
    ଅଣ ଓଡ଼ିଆଙ୍କ କବଳରେ କବଳିତ ଆମ ଜନ୍ମମାଟି ଏବଂ ଜନ୍ମଭୁଇଁ
    କେତେଦିନ ଏହି କଷଣ ସହିବା ଏହି ଉତ୍କଳ ମାଟିରେ ଜୀଇଁ।
    ଉତ୍କଳର ବରପୁତ୍ରମାନଙ୍କ ନାମକୁ ଅପଭ୍ରଶିନ୍ତ କରି
    ଏକଜଣ ତାମିଲ କ୍ଷମତାରେ ଆସକ୍ତ ହୋଇ ଉଡ଼ାଉଛି ସମସ୍ତଙ୍କ ଶିରି।
    କେତେ ଦିନ ଆଉ ଚେଇଁ ଶୋଇଥିବା କାନରେ ପୁରେଇ ପଥର
    ଅଣଓଡ଼ିଆଙ୍କ ପାଦୂର୍ଭାବେ ଆଜି ମୋ ମାତୃଭାଷା କରୁଛି କରୁଣ ଚିତ୍କାର।
    ଚାଲିଆସେ ଭାଇ ନ ହୋଇ ନିର୍ଦ୍ଦୟ ଗୁହାରି କରେ ତୋ ମାଆ
    ତୋ ମାଆର ଡାକ ଶୁଣିଯା ଥରେ ନିଶ୍ଚେ କମ୍ପୀବ ତୋର କାୟା ।
    ଦେବାରେ ବିଦାୟ ତାମିଲକୁ ଆଜି ତାମିଲନାଡୁ ଭେଜି
    ଫେରିଆସୁ ଆମ ହୃତ ଗୌରବ, ମୂର୍ତ ଗୌରବ ରାଜି।
    ଯେତେଦିନ ଯାଏଁ ଯାଯାବର ତାମିଲ ଏମାଟିରେ ଅଚ୍ଛିରହି
    ସେତେଦିନ ଯାଏଁ ଶପଥ କରିବା ଅନ୍ନଜଳ ସ୍ପର୍ଶ ନ କରିବା ପାଇଁ।

  • @laxmanpatbandha3791
    @laxmanpatbandha3791 Місяць тому +2

    Pandian kia???????

  • @jayjagannath-Puri123
    @jayjagannath-Puri123 Місяць тому +2

    Pandu bhuli gala bjd ra report card dekheibaku....

  • @Samyrah291
    @Samyrah291 Місяць тому +1

    Bjd sansaad nkara hisab de pandu. Au mp jadi sabu Kariba state govt kana soithila. Menta paiin kahinki pagala thilu. Hisab dia pandu

  • @Sidheswar80
    @Sidheswar80 Місяць тому +3

    Excellent observation Pandian Sir ❤

  • @Sravan8042m
    @Sravan8042m Місяць тому

    BJP ଦଳ ନିଜ Agenda re ଦେଶ ପାଇଁ ଓ ରାଜ୍ୟ ପାଇଁ Development ରଖିବା ବଦଳରେ, ଅଯଥା କଥା ରେ ଭ୍ରମିତ କରୁଛି।
    1. ଧର୍ମ ନାମ ରେ ଅଯଥା କଳହ
    2. ⁠ଓଡ଼ିଆ ଅସ୍ମିତା, ଯାହାର meaning ସେମାନେ ବି କହି ପାରିବେନି
    3.କ୍ରୀତଦାସ ପରି pointless କଥା ଲୋକ ଙ୍କ ମନ ରେ feed କରିବା through news and social media influence .
    4.ମୁଖ୍ୟମନ୍ତ୍ରୀ ଙ୍କ ଓଡ଼ିଆ ଉପରେ ଟିପ୍ପଣୀ ଦବା ଓ ଜିଲ୍ଲାର capital ପରି ନିର୍ବୋଧ ପ୍ରଶ୍ନ ପଚାରିବା ଯେତେବେଳେ କି ଓଡ଼ିଆ ଅସ୍ମିତା ପାଇଁ Naveen pattnaik ଓଡିଆ ଭାଷା ପାଇଁ ଶାସ୍ତ୍ରୀୟ ମାନ୍ୟତା ଆଣିବା ଠାରୁ ଓଡିଆ ଭାଷା ବିଶ୍ୱ ସମ୍ମିଳନୀ ପରି ବହୁ ପଦକ୍ଷେପ ନେଇ ଛନ୍ତି।
    ଯେଉଁମାନେ ପାଣ୍ଡିଆନ ନା ରେ ଅପ ପ୍ରଚାର କରୁଛନ୍ତି ଥରେ ଆଖି ଖୋଲି ବିଶ୍ଳେଷଣ କଲେ ଜାଣି ପାରିବେ ସେ ଧର୍ମେନ୍ଦ୍ର ଓ ଅପରାଜିତା ଙ୍କ ତୁଳନାରେ ଓଡିଶା ପାଇଁ ବହୁତ୍ ଅଧିକ ଉନ୍ନତିମୂଳକ କାମ କରିଛନ୍ତି।

  • @madhabapatra8919
    @madhabapatra8919 Місяць тому

    Right 👍

  • @ajitpradhan4046
    @ajitpradhan4046 28 днів тому

    25 years ago what's improv Odisha, what about Ganjam 2 MP what they are doing tell me Jai Shree Ram

  • @dillipkumarpanda2875
    @dillipkumarpanda2875 Місяць тому +1

    Pandian Babu BJD ସଂସନ୍ଦ୍ ମାନଙ୍କ ରିପୋର୍ଟ କାର୍ଡ ସାର୍ବଜନୀନ କରିପାରିଲେ ଭଲ ହୁଅନ୍ତା

  • @biswamberbhutia3280
    @biswamberbhutia3280 Місяць тому

    ଦୁଇ ଜଣ ଯାକ ଆଇ ଏ ଏସ, ନିଜେ କୁହ କିଏ କଣ କଣ କରିଛ।

  • @sarojkumarsethy0133
    @sarojkumarsethy0133 Місяць тому

    About Pankaj Yadav

  • @ChandraShekharMuduli-nv2tb
    @ChandraShekharMuduli-nv2tb Місяць тому

    Pandian sir 🙏💐💐💐

  • @santoshdas7048
    @santoshdas7048 Місяць тому +1

    ହେବେ ଶଳା ସେ ତାମିଲ ବିଜୁ ଜନତା ଦଳ ର ବରିଷ୍ଠ ନେତା କେବେ ଠୁ ହେଲା ବେ?

    • @monojghose4823
      @monojghose4823 Місяць тому

      ଗାଣ୍ଡିରେ ବାଜି ଗଲାକି ତା ସାୟା ତଳ ଲୋକ

  • @manoranjandash3134
    @manoranjandash3134 Місяць тому

    ପୋଷା ଜନପ୍ରତିନିଧି ତମ ଗଣତନ୍ତ୍ରରେ ପୁରୀ ସ୍ୱାଭିମାନ ବିକା କିର୍ତଦସ୍ ନଚେତ୍ କର୍ମଚାରୀ ରୁ ଶାସକ ବନିଥିବା ତାହା ପୁଣି ନିଜେ ନିଜକୁ । ସ୍ୱେଛ। ଚାରୀ ହେବାର ଭାଗ୍ୟ କେବଳ ଓଡ଼ିଆଙ୍କୁ ଠକିବା ପାଇଁ।

  • @sarbanipanda6962
    @sarbanipanda6962 Місяць тому

    There is no one who can complete and emulate with Smt. Aparajita Sarangi. The whole world like her👍💐🙏

  • @bijayanandadash5344
    @bijayanandadash5344 Місяць тому

    Where's BJD report card ?

  • @sarojkumarsethy0133
    @sarojkumarsethy0133 Місяць тому

    Aapane

  • @keshabchandrapati8929
    @keshabchandrapati8929 Місяць тому +1

    କେନ୍ଦ୍ରାପଡ଼ାରେ bjd ସାଂସଦ ଥିଲେ କଣ କରିଛନ୍ତି

    • @basudevnayak1947
      @basudevnayak1947 Місяць тому

      Kichi karinhnti boli BJD bahar kridela .. BJP ebe khusi re neichi tanku pachara😂

  • @ommshree444
    @ommshree444 Місяць тому +5

    ବିଜେଡି ସାଂସଦ କଣ କଣ କରିଛନ୍ତି ତାର ହିସାବ ଟିକେ କହ

    • @bijayanandadash5344
      @bijayanandadash5344 Місяць тому

      Sure

    • @kanchandas2929
      @kanchandas2929 27 днів тому

      5 times national award winner for his work in Ganjam, Mayurbhanj. Hellen keller award for his contribution to disabled people. His initiative makes odisha the 3rd largest contributor to national food security. Odisha financial surplus, poverty decline, do you want more?

  • @basantibalapanigrahi5289
    @basantibalapanigrahi5289 Місяць тому

    What you have done

  • @biswamberbhutia3280
    @biswamberbhutia3280 Місяць тому

    ଜଣେ ଓଡ଼ିଆ ପାଇଁ କାମ କରୁଛି ଜଣେ ଗୁଜରାଟୀ ଲୋକ ପାଇ କାମ କରୁଛନ୍ତି

  • @KailashChandraBarik-jy9kp
    @KailashChandraBarik-jy9kp Місяць тому +3

    Rightsir

  • @litunasahoo6812
    @litunasahoo6812 Місяць тому

    Who r u Mr pandian in odisha politics

  • @sarojkumarsethy0133
    @sarojkumarsethy0133 Місяць тому

    A new

  • @sunandadevi3294
    @sunandadevi3294 Місяць тому

    Panduji where is your reportcàrd?.lokonka painn kana bhala kama karidia.au jitile karibu,ehi sabu dhuanbana !!

  • @sarojkumarsethy0133
    @sarojkumarsethy0133 Місяць тому

    Apne music

  • @tapanbhoi4874
    @tapanbhoi4874 Місяць тому

    she has done nothing in bbsr .Near to our home at bbsr only a water tap she planted and written in bold letter 🤣

  • @BatuSahani-rp4pq
    @BatuSahani-rp4pq Місяць тому +4

    Pandian sir bhuti bhala

  • @sarojkumarsethy0133
    @sarojkumarsethy0133 Місяць тому

    Hajipur gaon

  • @antaryamimishra449
    @antaryamimishra449 Місяць тому

    ମୋଦୀ ହାୱା ରେ ଭୋଟ ପାଇଛନ୍ତି ପୁଣି ମୋଦୀ ହାୱା ରେ ସାଂସଦ ହେମି କହୁଛନ

  • @jogeshchandrarout5072
    @jogeshchandrarout5072 Місяць тому

    Pandia is a shame of odisha, let him disassociate from Nabin and contest election.

  • @dillippanda2603
    @dillippanda2603 Місяць тому

    1) ମଣିପୁର, ଲାଦାଖ୍ ଭଳି BJP ଶାସିତ ରାଜ୍ୟରେ ଯେଉଁ ଲଜ୍ୟାକର ଅନୈତିକତା କାର୍ଯ୍ୟରେ BJP ପଦକ୍ଷେପ ନେବା ବଦଳେ ମୁଢ ହୋଇ ରହିଛି ତାହା କଣ ତୁମକୁ ଦେଖାଯାଉ ନାହିଁ କି!
    2)ବର୍ତ୍ତମାନ ଦେଶରେ କୋଉଠି ମଧ୍ୟ ନାରୀ ସମାଜ ସୁରକ୍ଷିତ ନାହିଁ। ଆଶ୍ଚର୍ଯ୍ୟ ଲାଗେ ଯେ, ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ BJP ଶାସିତ ରାଜ୍ୟ ଗୁଡିକ ହିଁ ନାରୀ Rape Case ତାଲିକାରେ ସବା ଉପରେ ରହିଛି। ପୁଣି ଏହା ମଧ୍ୟ ଦେଖୁବାକୁ ମିଳିଛି ଯେ କେବଳ BJP ଶାସିତ ରାଜ୍ୟ ଗୁଡିକରେ ହିଁ ଅଶିକ୍ଷିତ ଓ ବେକାରୀ ମାନଙ୍କ ସଂଖ୍ୟା ସର୍ବାଧୂକ।
    3) ଓଡିଶାରେ ରୋଜଗାରର ସୁବିଧା ନାହିଁ ବୋଲି ଓଡିଶାବାସୀ ମାନେ ଯେଉଁ BJP ଶାସନ ଉପରେ ଆଶା ରଖୁଛନ୍ତି କେବେ ସେମାନେ ଜାଣିବାକୁ ଚେଷ୍ଟା କରିଛନ୍ତି କି, ଆମ ଦେଶର ବିହାର,ରାଜସ୍ଥାନ,ଛତିଶଗଡ ଭଳି ଅଧୂକାଂଶ BJP ଶାସିତ ରାଜ୍ୟର ଲକ୍ଷାଧୂକ ଶ୍ରମିକମାନେ ମଧ୍ୟ ଦାଦନ ଖଟିବାକୁ ବାହାରକୁ ଯାଆନ୍ତି! ସେମାନଙ୍କ ପାଇଁ ମଧ୍ଯ ନିଜ ରାଜ୍ୟରେ BJP ସରକାର ଭଲ ରୋଜଗାରଟିଏ ଯୋଗାଇ ପାରି ନାହିଁ।ତେଣୁ ଅଧିକତ ସେମାନେ ମଧ୍ୟ ଆମ ଭଳି ନିଜ ରାଜ୍ୟ ଛାଡି ତାମିଲନାଡୁ,କେରଳ, କର୍ଣ୍ଣାଟକ ଭଳି କଂଗ୍ରେସ ଶାସିତ ରାଜ୍ୟକୁ କାମ କରିବାକୁ ଯାଆନ୍ତି।
    4)କହିବାକୁ ଦୁଃଖ ଲାଗେ ଯେ,ଡଃ B R ଆମ୍ବେଦକରଙ୍କ ତତ୍ତ୍ବାବଧାନରେ ପ୍ରଣିତ ଭାରତର ସମ୍ବିଧାନ ଯାହାକି ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ସମ୍ବିଧାନ ରୂପେ ପରିଚିତ ତାହାକୁ ପ୍ରଧାନମନ୍ତ୍ରୀ ଅଲାଚ୍ଛୁକତାର ସହ ବଦଳେଇବାକୁ ଯୋଜନା କରୁଛନ୍ତି।
    5)ସମସ୍ତଙ୍କୁ ମୋର ଏତିକି ଅନୁରୋଧ ଯେ,ଯିଏ ଜାତି ଧର୍ମ ନାମରେ ଭୋଟର ପ୍ରଚାର କରନ୍ତି ତାଙ୍କୁ ଅନ୍ଧଭକ୍ତଙ୍କ ଭଳି ଭୋଟ ନଦେଇ ଯିଏ ଶିକ୍ଷା,ନ୍ୟାୟ, ରୋଜଗାର,ବିକାଶ ଆଦି କ୍ଷେତ୍ରକୁ ଗୁରୁତ୍ବ ଦିଅନ୍ତି ତାଙ୍କୁ ଭୋଟ ଦେବା ପାଇଁ ସଂକଳ୍ପବଦ୍ଧ ହେବା।
    ଏତଦବ୍ୟତୀତ...
    6)BJP ନେତା ମାନଙ୍କୁ ମୋର ଅନୁରୋଧ ଦୟାକରି ମୋର ଅଳ୍ପ କେତୋଟି ପ୍ରଶ୍ନଗୁଡିକର ଉତ୍ତର ଦିଅନ୍ତୁ...
    ୧ -୨ କୋଟି ନିଯୁକ୍ତି କୁଆଡ଼େ ଗଲା .. ??
    ୨ -୧୫ ଲକ୍ଷ କୁଆଡେ ଗଲା .. ??
    ୩ - ସବୁ କଳାଧନ କୁଆଡେ ଗଲା .. ??
    ୪ - ୧୦୦ ଟା ସ୍ମାର୍ଟ ସିଟି କୁଆଡେ ଗଲା .. ??
    ୫ - ପେଟ୍ରୋଲ ଦାମ କେତେ ଥୂଲା କେତେ ହେଲା ..??
    ୬ - ଡିଜେଲ ଦାମ କେତେ ଥିଲା କେତେ ହେଲା .. ??
    ୭- LPG ଗ୍ୟାସ ସିଲିଣ୍ଡର ଦାମ କେତେ ଥିଲା କେତେ ହେଲା .. ??
    ୮ - ଉଜ୍ଜ୍ବଳା ଯୋଜନା ପ୍ରହସନ ନୁହେଁ କି .. ??
    ୯ - ଦରଦାମ ଆକାଶ ଛୁଆଁ କ'ଣ ପାଇଁ ହେଲା .. ??
    ୧୦ - ରାଫେଲ ଦୁର୍ନୀତି କିଏ କରିଛି .. ??
    ୧୧ - Air india କୁ କିଏ ବିକିଲା ଓ କାହିଁକି .. ??

  • @umapatra1958
    @umapatra1958 24 дні тому

    Vk p. Sir bjd super cute and very good👍🌹 🇧🇴👍🏽

  • @BTST2023
    @BTST2023 Місяць тому

    Karthik Pandian:
    Direct question ra answer dele bhala: Aparajita asked to show your BJD MP's report card how they have used their MPLAD funds to develop their Constituencies? They did not perform well, so you changed many candidates.
    Now no point bringing up the issues from Sarpanch, kindly show report cards of your MPs please.
    To be truthful, you back-stabbed Anubhav.
    You used Anubhav to score points against Baijayant Panda, then Anubhav wanted to develop Kendrapara, every time spoke and worked hard to bring railways to Kendrapara with concerned Ministers. Finally it has happened that railways started with centre help..
    Then look at you what have you done to him? When he was facing a negative efforts from his wife with a marital dispute, you back stabbed him by deploying his wife to campaign for BJD to support woman card, without allowing Anubhav to meet CM Naveen Babu.
    All projects halted by district collector since 2021, while Anubhav was roaming around Court to court, but never neglected his parliament duty. Till last day of speech he spoke about BJD and Naveen Babu Govt, even demanding again for the Bharat Ratna for Biju pattnaik.
    All reports we checked the work done with MPLAD funds of Anubhav and Aparajita the two best performing MPs at centre.
    Many BJD MPs and other Odisha MPs were tourists at Loksabha.
    Then you played money card of Mishra ji by announcing him quickly as Cuttack MP candidate,which was supposed to be given to Anubhav by Naveen Babu.
    To spoil the image of Anubhav in front of Naveen Babu, you secretly called up BJD MLAs from Kendrapara and enforced gossips reporting on ground level feedback.
    When Laxmi Mittal was doing MOU to see the feasibility of a steel plant at Kendrapara, you did not think it was necessary to invite Anubhav.
    You played all your cards to ensure Anubhav should crash his career under marital discord up to recent NBW defamation.
    You could have given MP ticket to Anubhav to contest against Aparajita, as Anubhav has better Parliament credibility among all your MPs you sent to Loksabha
    This was not expected from you.
    What you are showing here as if industry already started to create jobs
    Sorry to say, many of them are in MOU stages and work yet to start, also employment yet to be created like what happened to POSCO.
    So please don't count them all to mislead people if jobs are yet to be created or factory operations yet to start.
    Mind your language please, you have brought Tamil Nadu freebies Governance to Odisha to win votes by running the state as the CEO while keeping a chairman Nsveen who is unable to speak Odia properly despite at the helm of CM office for 25 years, the way you are running with freebies for votes, making more drunkards at Odisha than more skilled engineers, your empire will collapse soon even if BJS wins this term. After election, you may be dragged to all kinds of audit report and investigations of all projects where contractors were dominating usage of public funds. In the development, you brought White corruption to Odisha. No doubt there are capable bureaucrats at Odisha but the way you took control of Naveen Babu's day to day lives, by not allowing all other leaders to meet up with CM, the cards are out in open after 4 June. Many chief secretaries contributed toward state's development and BJD Sarkar has ignored them all because you are the son-in-law CEO, managing and controlling the state's public funds : Karara jawab milega after election.
    Mainstream media channels OTV, Kanak News and Kalinga TVs are run by politicians families
    These channels play their cards and political narratives of state will change with social media dominating them very soon.
    ନେତା କହି ପାରୁ ନାହାଁନ୍ତି ଠିକ୍ ସେ କଥା
    କେମିତି ଚଳାଇବେ ଓଡିଆ ଶାସନ ର ଗାଥା
    When all MPs ran away from parliament a genuine demand was made, but main steam media ignored.
    ua-cam.com/video/S-y1WHqq4B0/v-deo.htmlsi=QlO8mloyBdhETURh
    Politics in Odisha is going to change soon, hopefully in 3 years timeline
    Last loksabha speech of Anubhav:
    ua-cam.com/video/i--bS8GPjE8/v-deo.htmlfeature=shared
    Many debates:
    ua-cam.com/video/QCV4T5CarN8/v-deo.htmlfeature=shared
    ua-cam.com/video/D-Ou1MVZ2hM/v-deo.htmlfeature=shared
    ua-cam.com/video/BFxCLej9rp8/v-deo.htmlfeature=shared
    ua-cam.com/video/gX2fCffWwB4/v-deo.htmlsi=BWSLjMPPfPTyputu
    ua-cam.com/video/rZdZnDk8eXo/v-deo.htmlfeature=shared
    ua-cam.com/video/1BQvc93sf0s/v-deo.htmlfeature=shared
    ua-cam.com/video/HxySSw2XlNQ/v-deo.htmlfeature=shared
    ua-cam.com/video/0ByL4FBOvPY/v-deo.htmlfeature=shared
    ua-cam.com/video/rX299YV1EgU/v-deo.htmlfeature=shared
    ua-cam.com/video/Y30SkO0gToU/v-deo.htmlfeature=shared

  • @sarojkumarsethy0133
    @sarojkumarsethy0133 Місяць тому

    Pm

  • @sarojkumarsethy0133
    @sarojkumarsethy0133 Місяць тому

    A bhai kaun sa pm Kisan

  • @gajanannaik8714
    @gajanannaik8714 28 днів тому

    Ho😂pandyan be😂came the senior leader

  • @ShridharNayak-kp9fk
    @ShridharNayak-kp9fk Місяць тому +2

    pandia odisha ra kie Be tu

  • @ninjagaming6563
    @ninjagaming6563 Місяць тому

    Bjd what do in 25 year pandu

  • @Truefactkon
    @Truefactkon Місяць тому

    25 year knn karichh tike kuha

  • @pradyumnakumarpradhan5238
    @pradyumnakumarpradhan5238 Місяць тому

    Who are you?

  • @sarojkumarjenamani830
    @sarojkumarjenamani830 Місяць тому

    ପାଣ୍ଡିଆନ୍ ବାବୁ ଆପଣ IAS ହେଲେବି ନବିନ ପଟ୍ଟନାୟକଙ୍କ PA ହୋଇ ଆପଣ କଣ କରିଛନ୍ତି , ଆପଣଙ୍କ ୨୫ ବର୍ଷରେ ଯେତିକି ଯୋଜନା ର ଅର୍ଥ ଖର୍ଚ୍ଚ କରିଛନ୍ତି , ତାହା କେବଳ ଆପଣଙ୍କର PC ଠୁଳ କରିଚାଲିଛନ୍ତି । କିନ୍ତୁ ମୁଁ ଜଣେ ଅର୍ଥ ଶାସ୍ତ୍ର ରେ ଗ୍ରାଜୁଏଟ୍ ସେହି ଅର୍ଥରେ ମୁଁ ଏକ ବର୍ଷରେ ଓଡ଼ିଶା ର ସମସ୍ତ ସମସ୍ୟାର ସମାଧାନ କରିଦେବି । ଆପଣଙ୍କ ଯୋଜନା ଗୁଡିକ ଯଦି ଯାଞ୍ଚ୍ କରାଯାଏ ତାମିଲ ନାଡୁତ ଦୂରର କଥା ପାତାଳରେ ଯାଇ ଲୁଚି ରହିବେ । ଶିକ୍ଷା ନା' ରେ ଅଶିକ୍ଷିତ କଲ ମୁଁ ସୟଦ୍ ମମତାଜ୍ ଅଲ୍ଲୀ ସରକାରୀ ହାଇସ୍କୁଲ ନୟାପଲ୍ଲୀ 5T ଉଚ୍ଚ ବିଦ୍ୟାଳୟ ରେ ସଭାପତି ଅଛି , ହେଲେ ଭୁବନେଶ୍ୱର Smart City ର ମଧ୍ୟସ୍ଥଳରେ ଏହି ସ୍କୁଲଟି ଅଛି , ଏହି ୫ଟି ର ସମସ୍ତ ସମସ୍ୟା ମିଡ଼ିଆ ଏବଂ ଉଚ୍ଚ ନ୍ୟାୟାଳୟ ରେ ପଡ଼ିବ । ‌ ଖାଲି ମହିଳା ମାନେ ଲାଞ୍ଚ ଦେହ ଦେଇ ନିଯୁକ୍ତି ହେବେ , ପୁରୁଷ ମାନେ ନିଯୁକ୍ତି ପାଇଲେ ଅସୁବିଧା ଧରା‌ପଡିଯିବ । ହେ ପ୍ରିୟ ନାଗରିକ ଗଣ ଜଣେ ମୁର୍ଦାର କୁ କାହିଁକି ମୁଖ୍ୟମନ୍ତ୍ରୀ କରି ପାଣ୍ଡିଆନ୍ କୁ ପ୍ରତି ୫ ବର୍ଷ ଲୁଟି ଖୁଆଉ ଅଛି । ବିଜେଡି କୁ ପ୍ରତିବାଦ କର ଆମ ଓଡିଆ ଶିକ୍ଷିତ ପୁଅ କିମ୍ବା ଝିଅ ଶାସନ ଭାର ସମ୍ଭାଳି କରି ପାଣ୍ଡିଆନ୍ କୁ ହଟାଯାଉ ।

    • @Sravan8042m
      @Sravan8042m Місяць тому

      ଜାତି,ଧର୍ମ, ଭାଷା ର ସଂକୀର୍ଣ୍ଣ ତା ରୁ ଆମେ କେବେ ବାହାରିବା। Kindly Open your eyes and see how dedicatedly and tirelessly he is working for Odisha. VK Pandian ଙ୍କ ର ଜନ୍ମ ଭୂମି ଓଡ଼ିଶା ନ ହେଇପାରେ but 1999 ମହାବାତ୍ୟା ଠାରୁ ଓଡ଼ିଶା ତାଙ୍କ କର୍ମ ଭୂମି ହୋଇ ରହିଛି। ସେ ଓଡ଼ିଆ ଝିଅ କୁ ପତ୍ନୀ ଭାବେ ଗ୍ରହଣ କରିବା ସହିତ ଓଡ଼ିଆ କହି ପାରନ୍ତି । ସେ କୌଣସି constitutional post ରେ ନାହାଁନ୍ତି but has done lots of things for odisha. He is an asset for our state.
      Rishi Sunak is an Indian origin person; still he is PM of a highly developed country UK .

  • @AnilkumarDas-fi1jg
    @AnilkumarDas-fi1jg 28 днів тому

    Jte kendriyru bjp neta Odisha asile kichi hebani June 4 re mukhyamantri Nabin patnayak 6 thar June 9 re 11, 30 Am 1, 30 PM re sapotha nebe Nabini patnayak Odisha sarkar

  • @akshayakumarswain4510
    @akshayakumarswain4510 Місяць тому +1

    Wait pandu 4th march

  • @Subhrajitsahoo
    @Subhrajitsahoo Місяць тому

    Nandighos channel.pandian kebe tharu bjd r baristha neta hela....kete thara MLA.YA MP.YA SARPANCH

  • @dkd4788
    @dkd4788 Місяць тому

    andha voter thile,, sethi pai 25 years gote party rahila. Ebe aakhi kholichi.. captain dibya sankar ,, pari hatya ,, bjd ra lamba talika
    Jane sadharana loka chanhile desara PM ku veti pariba hele pandu nkar ete garba na CM nku vetbaku debe na nije vetibe
    IAS chhadi loka pratinidhi hele IAS ego jauni.
    Bhul re jiti b janti emti mareiba odia nku agami 30 barsa uthiparibani

  • @user-hj3iu9ge7o
    @user-hj3iu9ge7o Місяць тому +1

    Pamdu ra .ichh
    Pandu ra michha katha ku sunu thaa bhakua odiamane

  • @basantibalapanigrahi5289
    @basantibalapanigrahi5289 Місяць тому

    What you have done pravakaran ra kamakarichanti

  • @manoranjansahoo7324
    @manoranjansahoo7324 Місяць тому

    Kartikyan pandian . Kartik . Kartik kahucha

  • @sarojkumar-qy2zg
    @sarojkumar-qy2zg Місяць тому

    Who are you,

  • @ramachandrapanda5931
    @ramachandrapanda5931 Місяць тому

    ତାତ୍ସଲ୍ୟ କିଏ କାହାକୁ କରିବା କଥା, ବୋଧ ହୁଏ ରିପୋଟର ଙ୍କ ଭାଷା ଜ୍ଞାନ ଠିକ ନାହିଁ

    • @DSPAKASH
      @DSPAKASH Місяць тому

      Tote beshi jana

  • @bikashkumarsahoo475
    @bikashkumarsahoo475 Місяць тому +2

    Great leader Aparajita Sarangi

  • @SSDASH-kq6tl
    @SSDASH-kq6tl Місяць тому +2

    Pandu ku lajjya lagiba katha

  • @niranjan12362
    @niranjan12362 Місяць тому +1

    Perfect reply 👍

  • @kamalsatapathy3320
    @kamalsatapathy3320 Місяць тому

    Pandian next cm

  • @sarojkumarsethy0133
    @sarojkumarsethy0133 Місяць тому

    Ibuprofen college

  • @arunkumarmohanty5646
    @arunkumarmohanty5646 24 дні тому

    Pandian Aparajita ra pada dhuli ki sari hebani.Se ta election re jitiki dekhaichhanti.Pandoan ta gote wordember bi habuni.seta gote abhadra ta

  • @sampadapatra5679
    @sampadapatra5679 Місяць тому +4

    ପାଣ୍ଡିଆ ହେଉଛି ରାଣ୍ଡିଆ

    • @prafuldas4568
      @prafuldas4568 Місяць тому +1

      Apananka ghare Kan randbaj karuthile pandian?

    • @sampadapatra5679
      @sampadapatra5679 Місяць тому

      ତମ ଘର କଣ ଓଡ଼ିଶା ବାହାରେ

  • @mamataparida2685
    @mamataparida2685 Місяць тому +2

    Aparajita sarangi will develop Bihar but not BBSR

    • @saratsenapati2530
      @saratsenapati2530 Місяць тому

      Pandu kariba wait kara
      Jou khali jhula daithil saita ready rakhithaa development saithu start haba

  • @parthasarathi7718
    @parthasarathi7718 Місяць тому

    ki bhasa re pandian...ama belajya odia tanka lady MP nka bejati dekhuchanti....bas bas...bhubaneswar sina grow kale ring road haba...agaloka then rsata...loka nathai ki rasta haba?

  • @trilochannayak1249
    @trilochannayak1249 Місяць тому

    Jaha heu pandian babu nka thu nariku ki vali respect diajae sikhiba Katha lajya ,satare kn odia jati aji kritadasa hegale bahut kasta laguchi

  • @rituparnaayar7570
    @rituparnaayar7570 Місяць тому

    24ycm bhalbhabre odia kahiparileni ea Katha kehikahunahanti. Tu salakiabe

  • @akshayakumarbhol4132
    @akshayakumarbhol4132 Місяць тому

    କାର୍ତ୍ତିକେୟନ ର ରୂପାନ୍ତର ହୋଇ କାର୍ତ୍ତିକ ହେଲା । ପାଣ୍ଡିଆନ କେବେ ରୂପାନ୍ତର ହୋଇ ପାଣ୍ଡିଆ ହେବ, ଦେଖିବା ବାକି ।

  • @dhananjayasenapati7523
    @dhananjayasenapati7523 Місяць тому

    Pandia kana karichi se nijaku dekhu

  • @ChandraShekharMuduli-nv2tb
    @ChandraShekharMuduli-nv2tb Місяць тому

    BJD jindabad

  • @ankitamallick8574
    @ankitamallick8574 Місяць тому

    Hoi re pandu tu Tamil ru aasi odisha loka nka katha tu kn kahuchhu tu emiti kn ukhadi pakeichhu ki re

  • @jagmohansabar516
    @jagmohansabar516 Місяць тому

    Bihari,katha besi kaama zero

  • @rabindrakumarmohanty9415
    @rabindrakumarmohanty9415 Місяць тому

    କାହୁଁ ଆଇଲେ ଏ ବାଵୁ।
    ସଵୁ ସାଇଲେ ଏ ବାବୁ।

  • @user-sl4sd4cv6c
    @user-sl4sd4cv6c 26 днів тому

    B jd

  • @soumyaranjanpallai9100
    @soumyaranjanpallai9100 Місяць тому

    Tuma BJD MP report card kebe debe?

  • @pradeepkumarmallick1006
    @pradeepkumarmallick1006 Місяць тому

    Pandia odisha ra kie be tu
    W ward number

  • @basantibalapanigrahi5289
    @basantibalapanigrahi5289 Місяць тому

    Go to your state

  • @pramodparida746
    @pramodparida746 Місяць тому

    Only BJD❤

  • @dusasansingh1179
    @dusasansingh1179 28 днів тому

    😅p

  • @nirmaldas579
    @nirmaldas579 Місяць тому

    Arenandichanel kartikbabubaristahelekebetharu

  • @saratchandrabhagat8448
    @saratchandrabhagat8448 Місяць тому +1

    ବିଜେଡି ର 12ଟା mp ଥିଲେ କଣ କରିଛନ୍ତି କହୁନ କଣ ପାଇଁ

  • @namitaacharya9345
    @namitaacharya9345 Місяць тому

    ପାଣ୍ଡିଆନ ଆମ ଓଡ଼ିଶାର ବରପୁତ୍ରଙ୍କ ନାମ କାଗକ ନପଢି କିମ୍ବା ତାଙ୍କ ଗୁରୁ କୁହନ୍ତୁ ଜାଣିବା ଖାଣ୍ଟି ଓଡିଆ ଅନ୍ୟ ସାଂସଦ ଖେତ୍ରରେ କଣ ଉନ୍ନତୀ ହୋଇଛି କୁହନ୍ତୁ ଯାହା ହୋଇଛି ତାମିଲନାଡୁରେ

    • @asishbehera1561
      @asishbehera1561 Місяць тому

      Aparajita kaana upadichi Bbsr...Bihari asi

  • @ganeshdandapati6979
    @ganeshdandapati6979 Місяць тому

    Pandian owned Pandi Media Nandighos TV😂😅

  • @dhananjayasenapati7523
    @dhananjayasenapati7523 Місяць тому

    24 year re odisha ku khaigala bjd

  • @sarojkumarsethy0133
    @sarojkumarsethy0133 Місяць тому

    Modi Doshi free rs 1

  • @AnilkumarDas-fi1jg
    @AnilkumarDas-fi1jg 28 днів тому

    Odisha re sapotha nebe Nabini patnayak bjd sarkar

  • @nirmalvlog6134
    @nirmalvlog6134 Місяць тому

    Ae mg pandu nathile bjd jitithanta ae mg pandian vote kamouchi aku Gandhi ki nata Mariki pathao Jay bjd

  • @sarojkumarsethy0133
    @sarojkumarsethy0133 Місяць тому

    Karyalay kam se kam tu

  • @priyabratamahapatra4125
    @priyabratamahapatra4125 Місяць тому +1

    Tu pandu odisha kebe chadibu

  • @kalyankesharipattanayak4648
    @kalyankesharipattanayak4648 Місяць тому

    Sabu bjp neta manku sirya patha jau, india bjp mukta heu

  • @Apnatubes
    @Apnatubes Місяць тому

    Jodibi na chhodibi

  • @prafullabiswal9489
    @prafullabiswal9489 Місяць тому +1

    Aparajita madam is a great leader and I want to see as a CM odisha