ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର କେତେଦିନ ଶାସନ || How long will Odisha Chief Minister | new odisha cm

Поділитися
Вставка
  • Опубліковано 4 січ 2025

КОМЕНТАРІ •

  • @kailashrana5820
    @kailashrana5820 6 місяців тому +30

    ବହୁତ ଗୁଡିଏ ତଥ୍ୟ ସଙ୍ଗ୍ରହ କରିଥିବାରୁ ଧନ୍ୟବାଦ ।କିନ୍ତୁ ଏ ଯେଉଁ ଭବିଷ୍ୟତ କଥା କହୁଛନ୍ତି ,ସେଥିରୁ ନିବୃତ୍ତ ରହିଲେ ଭଲ ।ଆପଣ ନିଜର ଭବିଷ୍ୟତ କଣ ଏବଂ ଅତୀତ କଣ ଥିଲା ଜଣାନ୍ତୁ ।

    • @mahimavastuseva
      @mahimavastuseva  3 місяці тому

      ପୁରୁଣା ଏପି ଷୋଡ ଦେଖନ୍ତୁ ପାଇବେ ମୋର ଅତୀତ ଓ ଭବିଷ୍ୟତ

  • @sunakarpradhan2466
    @sunakarpradhan2466 6 місяців тому +31

    ମୁଁ ଜାତିବାଦରୁ ଉର୍ଦ୍ଧରେ ମଣିଷ ଏକ 🎉🎉🎉

  • @saratchandramohapatra122
    @saratchandramohapatra122 5 місяців тому +3

    Thanks for collection of such information

    • @mahimavastuseva
      @mahimavastuseva  5 місяців тому

      ମହିମା ଅଲେଖ ଶରଣ ଶରଣ ଶରଣ

  • @Jagannath989
    @Jagannath989 6 місяців тому +19

    ଜୟ ଜୟ ଗୁରୁ ମହିମା ଅଲେଖ ଶରଣ

    • @mahimavastuseva
      @mahimavastuseva  6 місяців тому +2

      ଶ୍ରୀଗୁରୁ ମହିମା ଅଲେଖ ଶରଣ ଶରଣ

    • @PrasanDash-sz9gu
      @PrasanDash-sz9gu 6 місяців тому +1

      ​@@mahimavastuseva😅

  • @gajendranayak3919
    @gajendranayak3919 6 місяців тому +7

    ସମସ୍ତଙ୍କ କଥା ଏବଂ ମନ୍ତବ୍ୟ କୁ ମୋର ହାର୍ଦିକ ଶୁଭେଚ୍ଛା. ଧନ୍ୟବାଦ. ଜୟ ଜଗନ୍ନାଥ.

    • @mahimavastuseva
      @mahimavastuseva  6 місяців тому

      ଆପଣଙ୍କ କମେଣ୍ଟ କୁ ସାଧୁ ବାଦ

  • @pravakaramalik2215
    @pravakaramalik2215 6 місяців тому +16

    ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେବ ପୂର୍ବରୁ ଭବିଷବାଣୀ ପ୍ରଚାର କରିଥିଲେ ଭଲ hoithanta

    • @mahimavastuseva
      @mahimavastuseva  6 місяців тому +1

      ତାହା ତାଙ୍କ ଜାତକ କିମ୍ବା ଜନ୍ମ ସମୟ ମିଳି ଥିଲେ କହି ହୋଇଥାନ୍ତା ଉଚକୁ ଯିବେ ବୋଲି

    • @tankadharmishra1870
      @tankadharmishra1870 6 місяців тому +1

      Mahima alekh

    • @mahimavastuseva
      @mahimavastuseva  6 місяців тому

      @tankadharmishra1870 ଅଲେଖ ଶରଣ

  • @RajibDakua-l8s
    @RajibDakua-l8s 2 місяці тому +2

    ମୋହନ ମାଝୀଙ୍କ ପରେ କିଏ ହେବେ କହିଦେଲେ ମିନିବୁ

  • @KEONJHAR-MSWBABU
    @KEONJHAR-MSWBABU 6 місяців тому +27

    ଜୟ ମହିମା 🙏🙏🙏🙏

  • @papukabi9781
    @papukabi9781 6 місяців тому +16

    ଯାହା ଭାଗ୍ୟରେ ଥିବ ସେଇଆ ହେବ,, ଉପର ଵାଲା ସବୁ ଜାଣିଛନ୍ତି,, ଆଉ ସବୁ ବେକାର କଥା,,,

    • @mahimavastuseva
      @mahimavastuseva  6 місяців тому +2

      ସବୁ ବେକାର କଥା ନୁହେଁ ଯାହା ବୁଝିଛନ୍ତି ତାହାହିଁ ଠିକ୍ ଆମେ ଯାହା କରିବା ଆମରି କର୍ମ ଫଳ ଆମକୁ ଭଗବାନ ଦେବେ ।ଭଗବାନ କିଛି ନିଅନ୍ତି ନାହିଁ କିଛି ଦିଅନ୍ତି ନାହିଁ ଆମ ଫଳ ଆମେ ଭୋଗିବା

  • @babunamallick5594
    @babunamallick5594 6 місяців тому +20

    ଶ୍ରୀ ଗୁରୁ ମହିମା ଅଲେଖ ଶରଣ , 🙏

    • @mahimavastuseva
      @mahimavastuseva  6 місяців тому

      ଅଲେଖ ମହିମା ଶରଣ ଶରଣ ଶରଣ

  • @artabandhupatra5116
    @artabandhupatra5116 3 місяці тому +4

    କୋଉଠି ଥଲ ବାବା ଏତେ ଦିନ ଯାଏ???

  • @Kamalakanta37
    @Kamalakanta37 6 місяців тому +71

    ମହୋନ ମାଝିଙ୍କୁ ମୁଖ୍ୟମନ୍ତ୍ରୀ କରିବାପାଇଁ ଓଡ଼ିଶାବାସୀଙ୍କର ଇଛା ନଥିଲା | ତାଙ୍କୁ ନିଜର ସ୍ୱାର୍ଥ ହାସଲ କରିବାପାଇଁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ମନ୍ତ୍ରୀ କରିଛନ୍ତି ।

    • @mahimavastuseva
      @mahimavastuseva  6 місяців тому +9

      ଏହା ଠିକ୍ ହୋଇପାରେ ନଚେତ୍ କେତେ କେତେ ଟାଣୁଆ ନେତା ଥାଇ ଏ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ କିପରି ।ତାଙ୍କର ଗ୍ରହ ଚକ୍ର କହିଛି ହେବ କିନ୍ତୁ ବହୁ ଯନ୍ତ୍ରଣା

    • @sanjayachandrasahoo169
      @sanjayachandrasahoo169 5 місяців тому +3

      Right Bhai

    • @JitendraMajhi-wo2ex
      @JitendraMajhi-wo2ex 5 місяців тому +1

      Are batra tu kn bhabisya data je comment koruchhu

    • @laxmidharabarik5248
      @laxmidharabarik5248 5 місяців тому +2

      Governor's pua ta Ghara kale b kichhi xati habani. Jaha kale se jati shrestha. Epican pratha. Avijoga sunuchhi. ha..........dandikari machha

    • @mahimavastuseva
      @mahimavastuseva  5 місяців тому +1

      ସମୟକୁ ଅପେକ୍ଷା

  • @dambarubehera3149
    @dambarubehera3149 6 місяців тому +4

    ଅସମ୍ଭବ ନିଜ ରକ୍ଷଣ ପରକୁ rakhibure❤️ଧନ

  • @PurastamaMallick-g8h
    @PurastamaMallick-g8h 6 місяців тому +9

    ଏତେ ଜାଣିଛନ୍ତି ହେଲେ ବର୍ତ୍ତମାନ ଓଡ଼ିଶା ଲୋକ ଦାଦନ ଖଟିବାକୁ ଯିବେକି ନାହିଁ କୁହନ୍ତୁ କହିଥିଲେ ନୂଆଁ ସରକାର ଆସିଲେ ଯିବେନି ବୋଲି

  • @binodbiharisahoo4900
    @binodbiharisahoo4900 3 місяці тому +2

    Best
    Informatioson

    • @mahimavastuseva
      @mahimavastuseva  3 місяці тому +1

      ଧନ୍ୟବାଦ ଆଜ୍ଞ୍ୟା

    • @RadhaYt-w4n
      @RadhaYt-w4n 2 місяці тому

      ​@@mahimavastuseva❤🎉😢😮😅😊😊😊😊😊😢😮😅😊😂🎉😢😮😅😊

  • @padlamkhorra
    @padlamkhorra 6 місяців тому +2

    🙏🙏🙏ଅଲେଖ ମହିମା ଶରଣ 🙏🙏🙏🌹

    • @mahimavastuseva
      @mahimavastuseva  6 місяців тому

      ମହିମା ଅଲେଖ ଶରଣ ଶରଣ ଶରଣ

  • @AntaryamiMohanty-pu9sb
    @AntaryamiMohanty-pu9sb 4 місяці тому +2

    Befre Assembly election of Odisha Apana kouthi thile,Primary teachers hei app perhaps,

  • @subhashchandrapadhi7177
    @subhashchandrapadhi7177 6 місяців тому +2

    TRUTH,LOVE,
    CLEAN MOTIVE WILL WIN FOR EVER.NOTHING TO SUSPECT

  • @pt.abhayakumartripathyshar3496
    @pt.abhayakumartripathyshar3496 3 місяці тому +2

    ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେତେ ବର୍ଷ ରାଜତ୍ୱ କରିବେ କହିଲେନି.......

  • @RajkishoreJena-y2q
    @RajkishoreJena-y2q 6 місяців тому +12

    ଆଉ ଏ ଯେଉଁ ଭାଡୁଆ ଜ୍ୟୋତିଷ ଲେଖିଛି ଯେ କେତେ ଦିନ ମୋହନ ମାଝୀ CM ରହିବେ କିନ୍ତୁ full video ଦେଖିସାରିଲା ପରେ ବି ଏ କଥା ଜମା ନାହିଁ, ଖାଇବାକୁ ନପାଇ like share ଦ୍ୱାରା ଟଙ୍କା ରୋଜଗାର ଧନ୍ଦା ଚଲେଇଛି

    • @mahimavastuseva
      @mahimavastuseva  6 місяців тому

      କେଉଁ ସ୍ଥାନରେ ଲେଖା ଅଛି ମୋହନ ମାଝୀ କେତେ ଦିନ ଶାସନ କରିବେ ?

  • @gopalkrishnapattnaik5313
    @gopalkrishnapattnaik5313 5 місяців тому +2

    Mr Mohan Majhi will continue.for five years or more in Odisha.

    • @mahimavastuseva
      @mahimavastuseva  5 місяців тому +1

      ପ୍ରଭୁ ତାହାହିଁ କରନ୍ତୁ ମାୟା ଜାଲରେ ନ ପକାନ୍ତୁ

  • @apartimoharana2763
    @apartimoharana2763 6 місяців тому +15

    ମହିମା ଅଲେଖ ଶରଣ 🙏🙏🙏

  • @GopabandhuPradhan-ud4ph
    @GopabandhuPradhan-ud4ph 4 місяці тому +2

    Jay jagannath❤

  • @nalinikanatmalik3004
    @nalinikanatmalik3004 6 місяців тому +12

    ମହିମା ଅଲେଖ ଶରଣ ବାବା 🙏🙏🙏🙏🙏❤️❤️❤️

    • @mahimavastuseva
      @mahimavastuseva  6 місяців тому +1

      ମହିମା ଅଲେଖ ଶରଣ ଶରଣ ଶରଣ

  • @Mohanbehera-e1j
    @Mohanbehera-e1j 2 місяці тому +1

    Time prathame kuna time keun
    University ru jyotish sastra adhayan kari chha age kuh antu

  • @bisantasoren2534
    @bisantasoren2534 3 місяці тому +11

    1000 ବର୍ଷ ମଉସା ଜାଣିଛନ୍ତି ମହନ ଶରକାର 100 100 ରେ କାମକରିବ ଟିକେ ଧାର୍ଜିୟ ଧର, କଣ କରୁଛି

  • @niranjangopal2497
    @niranjangopal2497 4 місяці тому +4

    ଆପଣ ଭିଡିଓ ର ସ୍କ୍ରିପ୍ଟ ଠିକ୍ ନାହିଁ ଆଜ୍ଞା କାହିଁକି ଲେଖିଲେ ଅଲଗା କହିଲେ ଅଲଗା
    ଆପଣ ଙ୍କ ଭିଡିଓ ରେ ଲେଖି ଥାଆନ୍ତା ଓଡିଶାରେ ମୁଖ୍ୟ ମନ୍ତ୍ରୀ ଙ୍କ ରାଶି ଅନୁସାରେ କିଏ କେତେ ଦିନ ଶାସନ କରି ଛନ୍ତି ଲେଖି ବାର ଥିଲା ଏଭଳି script ଭୁଲ କରିବେ ନାହିଁ ଆଜ୍ଞା

  • @padmanabhasabar8103
    @padmanabhasabar8103 5 місяців тому +3

    ଭଗବାନ ହି ସ୍ରୁଷ୍ଠିର ପରିଚାଳକ ।

    • @mahimavastuseva
      @mahimavastuseva  5 місяців тому

      ଭଗବାନ ହିଁ ଏକା ସତ୍ୟ।

  • @AnnapurnaMishra-z3o
    @AnnapurnaMishra-z3o 2 місяці тому +1

    Is is future prediction ?

  • @PrasantaBiswal-r5g
    @PrasantaBiswal-r5g 6 місяців тому +37

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ହୃଦୟ ର ସହିତ ସମର୍ଥନ କରୁଛି, ସେ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସ୍ବାଗତ ଯୋଗ୍ୟ,

    • @mahimavastuseva
      @mahimavastuseva  6 місяців тому +2

      ସମର୍ଥନ କରିବା ଉଚିତ୍ ପଦକ୍ଷେପ

    • @satyanarayanamishra365
      @satyanarayanamishra365 6 місяців тому +3

      Human lives in best deeds not in years - Great record set by Mr. Nabin patnaik--Amazing for ever

    • @Rajsahoo12355
      @Rajsahoo12355 6 місяців тому

      😊

    • @laxmidharabarik5248
      @laxmidharabarik5248 5 місяців тому

      Governor's pua jaha ischha taha karu. But semananka Ghara v tare

  • @RenukaNanda-w3r
    @RenukaNanda-w3r 3 місяці тому +2

    I am khaprakhol in Balangir dis.

  • @BabunBabun-h9j
    @BabunBabun-h9j 5 місяців тому +2

    ରାଜ୍ୟପାଳଙ୍କ ପୁଆକିଏ ଓଡ଼ିଶା ରାଜଭବନରେ ରହିବାକୁ କିଏ ଦେଲା ଅଧିକାର ଏଇ ମୋହନ ମଝି

  • @sudhirkumarpatra5355
    @sudhirkumarpatra5355 2 місяці тому +2

    ପୁରୀ 😅😅😅😅

  • @RenukaNanda-w3r
    @RenukaNanda-w3r 3 місяці тому +2

    Kalakarvata kyonahimila 2o22me verificationhua certificat.

    • @mahimavastuseva
      @mahimavastuseva  3 місяці тому

      କିଛି ବୁଝି ହେଲା ନାହିଁ

  • @purusottamsahoo5938
    @purusottamsahoo5938 6 місяців тому +1

    ❤ALEkhaMahima,,🎉joyguru Mohan jink samayHowmuch..?

  • @AmitSingh-cf4jj
    @AmitSingh-cf4jj 6 місяців тому +4

    ଜୟ ଗୁରୁ ମହିମା ଅଲେଖ ଶରଣ🙏🙏🙏

  • @logkyakahange1489
    @logkyakahange1489 5 місяців тому +9

    କାହିଁକି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି

    • @mahimavastuseva
      @mahimavastuseva  5 місяців тому +1

      ଲୋକ ମାନେ ବିଭାନ୍ତି ହେଉଛନ୍ତି ମୋର ରାଜନୀତି ରେ ପଶିବାର ନାହିଁ ।ମୁ କାହିଁକି କାହା ବିରୁଦ୍ଧରେ କହିବି ।ଆମ ଓଡ଼ିଶାରେ କେଉଁ ମୁଖ୍ୟମନ୍ତ୍ରୀ କେତେ ଦିନ ଶାସନ କରିଥିଲେ ତାହା କେବଳ କହିଛି ।ଲୋକ ମାନେ ଭାବୁଛନ୍ତି ଏବେକାର ମୁଖ୍ୟମନ୍ତ୍ରୀ କେତେ ଦିନ ରହିବେ ।ତାହା କହିବା ଅର୍ଥ ଦ୍ଵନ୍ଦ ମଧ୍ୟରେ ପଶିବା ।ଆମେ ଯଦି କର୍ମ ନ କରିବା ଆମେ ଖାଇବାକୁ ପାଇବା ନାହିଁ ।ସେ ରାଜନୀତିରେ କାହିଁକି ପଶିବା ।ସମସ୍ତେ ଆମର ଭଲ।

    • @SavaraRaja-k2f
      @SavaraRaja-k2f 4 місяці тому +1

      ​@@mahimavastusevaright❤❤

    • @mahimavastuseva
      @mahimavastuseva  4 місяці тому

      @SavaraRaja-k2f ଅଲେଖ ଶରଣ ଶରଣ ଶରଣ

  • @Reenabehera0
    @Reenabehera0 6 місяців тому +3

    Guru mahima alekha nku koti koti pranam Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

    • @mahimavastuseva
      @mahimavastuseva  6 місяців тому

      ମହିମା ଅଲେଖ ଶରଣ ଶରଣ ଶରଣ

  • @sunilkumarbehera3737
    @sunilkumarbehera3737 6 місяців тому +3

    Full video ସରିଗଲା ପଛକେ ଜାଣି ହେଲାନି Mohan Majhi ଙ୍କ କାର୍ଯ୍ୟକାଳ କେତେ ବର୍ଷ ରହିବ ବୋଲି।😂😂😂😂😅😅😅

    • @mahimavastuseva
      @mahimavastuseva  6 місяців тому

      ଏହା ଆମ ମୁଖ୍ୟ ମନ୍ତ୍ରୀ ବିଷୟ ନୁହେଁ ଓଡ଼ିଶାରେ କେବେ କିଏ କେତେ ଦିନ ଶାସନ କରିଥିଲେ ତାହା ଅଛି।ମୋହନ ମାଝି ବିଷୟ ନୁହେଁ ।

    • @laxmidharabarik5248
      @laxmidharabarik5248 5 місяців тому

      He is not cm

  • @kailashbalabantroy4551
    @kailashbalabantroy4551 6 місяців тому +1

    ଜଣେ ମୁଖ୍ୟ ମନ୍ତ୍ରୀଙ୍କ ସମ୍ପର୍କରେ ଏ ଭଳି ମନ୍ତବ୍ୟ ଦେବ ସମିଛିନ ନୁହେଁ

    • @mahimavastuseva
      @mahimavastuseva  6 місяців тому

      ମୁଁ କାହାକୁ କିଛି କହିନାହିଁ । କେବଳ ଓଡ଼ିଶାରେ କେଉଁ ମୁଖ୍ୟମନ୍ତ୍ରୀ କେତେ ଦିନ ଶାସନ କଲେ ତାହା ଦର୍ଶାଇଛି ।ଯିଏ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ସେ ଆମର ରାଜା

    • @laxmidharabarik5248
      @laxmidharabarik5248 5 місяців тому

      @@mahimavastuseva raja nunha. Governor's pua chamcha

  • @AkhayaKumarDas-v7z
    @AkhayaKumarDas-v7z 3 місяці тому +2

    Mohan sarakara kete Dina rahibe kahiparibaki mausa

    • @mahimavastuseva
      @mahimavastuseva  3 місяці тому

      Mohan sarakar jete din rahithaantu ସେଥିରେ ଆମର କଣ ଯାଏ ଆସେ ।ଆମେ କର୍ମ କରିବା ।କର୍ମ ବ୍ୟତୀତ କିଛି ନାହିଁ ।ଆମର କୌଣସି କର୍ତ୍ତବ୍ୟ ନାହିଁ ।ଆମେ ସବୁ ସରକାର ସମୟରେ ଖାଲି ଶୋଷଣ ହେବା ।ସୁଭଦ୍ରା ଆସିଲା ତେଲରେ ୨୦ ବଢିଲା ।କ୍ଷୀର ପ୍ୟାକେଟ ୫୦ ମିଳି କମିଲା ୨ ଟଙ୍କା ବଢିଲା ।ଲୋକ ମାନେ ପ୍ୟାକେଟ କିଣିଲେ କିନ୍ତୁପରିମାଣ ଦେଖିଲେ ନାହିଁ ।ମୋହନ ରହିଲେ କେତେ ନ ରହିଲେ କେତେ ?

  • @BinayaMohanty-yq3zb
    @BinayaMohanty-yq3zb 6 місяців тому +1

    ଏ ସିମ ଓଡିଶା ପାଁଇ ଫିଟ ନୁହେଁ ଖୁବ କମ ଦିନ ରହିବେ ଇଡ଼ିଶା ରେ

    • @mahimavastuseva
      @mahimavastuseva  6 місяців тому

      Right

    • @JhatuJhatudalai
      @JhatuJhatudalai 3 місяці тому +1

      ଓଡ଼ିଆରେ ବି ଠିକିରେ ଲେଖିପାରୁନି

    • @mahimavastuseva
      @mahimavastuseva  3 місяці тому

      @JhatuJhatudalai 100 କୁ 100 ଠିକ କହିଲେ ତ୍ରିରଙ୍ଗା କୁ ତୀରଙ୍ଗା ଲେଖୁଛନ୍ତି. ଶିଶୁ ମନ୍ଦିର ଗୁରୁଜୀ ତ ଶିଶୁ ହୋଇଗଲେ

  • @indianeducation3402
    @indianeducation3402 6 місяців тому +8

    କେତେଦିନ ନୂଆ ମୁଖ୍ୟମନ୍ତ୍ରୀ କହିଲ ନାହିଁ।ଭଣ୍ଡ ଜ୍ୟୋତିଷ

  • @sudhirkumarpatra5355
    @sudhirkumarpatra5355 2 місяці тому +1

    ନନ୍ଦିନୀ ସତପତି ଜନ୍ମ ସ୍ଥାନ କୋଉଠି

  • @kalandicharanpati9785
    @kalandicharanpati9785 3 місяці тому +2

    Speak about CM Mohan Majhi. Don't waste time of all.

  • @nirupamapanda8653
    @nirupamapanda8653 6 місяців тому +2

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🌷 ପ୍ରଭୁ ଙ୍କ ଇଚ୍ଛା ଯାହା ତାହାହିଁ ହେଉଛି ହେବ ଆଗକୁ।

  • @PaduDehury-yt2bw
    @PaduDehury-yt2bw 6 місяців тому +1

    Se sabubele bhala karibe

    • @mahimavastuseva
      @mahimavastuseva  6 місяців тому

      ଆମ ମୁଖ୍ୟମନ୍ତ୍ରୀ ଭଲ କରିବେ ନିଶ୍ଚୟ

  • @sarojkumar.panda493
    @sarojkumar.panda493 3 місяці тому +2

    Mohan Majhi kebe Jae rahibe kahilani ta? Titel gote katha kahuchi au tame au gote katha kahucha

  • @ranjankumarsahoo4421
    @ranjankumarsahoo4421 5 місяців тому +1

    ହଇରେ ଭାଡୁଆ ଆମେ କଣ ଜାଣିନୁ କିଏ କେବେ ମୁଖ୍ୟମନ୍ତ୍ରୀ ଥିଲା, ତୁ କଣ ସାଧାରଣ ଜ୍ଞାନ ଦେଉଛୁ ।

  • @babrubahannayak9853
    @babrubahannayak9853 5 місяців тому +2

    5 years till the last assembly elections. Why such discussion?

  • @rkentertainment3226
    @rkentertainment3226 6 місяців тому +4

    ଈର୍ଷା ଲୁ ବ୍ୟକ୍ତି ହିଁ ହଜମ କରି ପାରୁ ନାହାନ୍ତି । ଏଭଳି ଲୋକଙ୍କ byte. ନିଅ ନାହିଁ କି କାନ ଦିଅ ନାହିଁ।

    • @mahimavastuseva
      @mahimavastuseva  6 місяців тому

      ନିଜେ ଠିକ୍ ରହିଲେ ସବୁ ଠିକ୍ ପର କଥା ଘର ଭଙ୍ଗା କଥା

  • @akhilasethy8234
    @akhilasethy8234 6 місяців тому +2

    ଭଣ୍ଡବାବାର ସିନିମା ଦେଖା ଏମାନେ ଭବିଷ ବାଣୀ ତଳ ଆଡୁ କହିବେ

  • @ranjankumarpatra2284
    @ranjankumarpatra2284 6 місяців тому +1

    ଜଣେ ଭାଇ ଲେଖିଛନ୍ତି ବର୍ତମାନର ମୁଖ୍ୟମନ୍ତ୍ରୀ ଙ୍କୁ ମୁଖ୍ୟମନ୍ତ୍ରୀ କରିବାର ଇଛା ଓଡିଶାବାସୀଙ୍କର ନ ଥିଲା ଆଉ ନରେନ୍ଦ୍ର ମୋଦି ନିଜର ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ କରିଛନ୍ତି , ଭାଇ ଯଦି ଓଡିଶା ବାସୀଙ୍କର ଇଛା ନ ଥିଲା ତେବେ କଣ ଆନ୍ଧ୍ରାରୁ ଲୋକ ଆସି ଭୋଟ ଦେଲେ ନାଁ ଆମର ପ୍ରିୟ ପ୍ରଧାମନ୍ତ୍ରୀ ଭୋଟ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରାଇଲେ

    • @mahimavastuseva
      @mahimavastuseva  6 місяців тому

      ଏହା ଏକ ହାସ୍ୟାସ୍ପଦ କଥା ମୁଖ୍ୟମନ୍ତ୍ରୀ ଯିଏ ହୁଅନ୍ତୁ ଆମେ ଜିତାଇଥିବା ପାଟିରୁ ହିଁ ହୋଇଛନ୍ତି ।
      X y z ଯିଏ ହୁଅନ୍ତୁ ତାଙ୍କୁ ମାନିବାକୁ ଆମେ ବାଧ୍ୟ ।
      Bjp bjd hoi ଆମ ଆମ ମଧ୍ୟରେ ଝଗଡ଼ା କାହିଁ ପାଇଁ କରିବା ।

    • @laxmidharabarik5248
      @laxmidharabarik5248 5 місяців тому

      Results miligala

  • @bhupenkumarbehera6237
    @bhupenkumarbehera6237 6 місяців тому +1

    We congratulations and wish to our best honest chief minister Mohan charan majhi Jaya sree Rama Jaya Jagannatha Bande uttakal janani

  • @s.mohapatra-i1k
    @s.mohapatra-i1k 6 місяців тому +3

    😂😂😂😂😂 ଆଦ୍ରା- ମିଥୁନ ରାଶି ମୋର ମଧ୍ୟ

    • @mahimavastuseva
      @mahimavastuseva  6 місяців тому +1

      ଆପଣଙ୍କର ଏକା ନୁହେଁ କୋଟି କୋଟି ଲୋକଙ୍କର ଅଛି

  • @kshyamanandakhandai7372
    @kshyamanandakhandai7372 4 місяці тому +2

    Mohanbabu sabu badaleideuchha mora gotiye nibedan rakha cabinetre pass karidiantuna MLA MP manankara minimum qualification tike stira karantu. Murka jadi mukshyamantri hebe tebe desha kemiti chaliba.

    • @mahimavastuseva
      @mahimavastuseva  4 місяці тому

      ଆମେ କୁକୁରକୁ ନେଇ ବେଡ଼ରେ ଶୁଆଇ ଦେଲେ ସେ କଣ ମନା କରିବ?

  • @RajkishoreJena-y2q
    @RajkishoreJena-y2q 6 місяців тому +2

    ଦେଖାଯାଉ ଆଗକୁ କଣ ହେଉଛି

  • @BasantKumarMishra-ik8tb
    @BasantKumarMishra-ik8tb 6 місяців тому +1

    Apananka ଗଣନା ଅନୁଯାୟୀ ନୂଆ ମୁଖ୍ୟ ମନ୍ତ୍ରୀ କେତେଦିନ ଶାସନ ରେ ରହିବେ।ତେବେ ଆପଣଙ୍କର ଗଣନା ସମ୍ପର୍କରେ ଓଡ଼ିଶା ବାସୀ ଜାଣି ପାରିବେ।

    • @mahimavastuseva
      @mahimavastuseva  6 місяців тому

      ଅଳ୍ପ ଦିନ ପରେ ଦିଆଯିବ ।ପୂର୍ବରୁ ମଧ୍ୟ ଆଭାସ ଦିଆ ଯାଇଛି

  • @harashchandraswain
    @harashchandraswain 5 місяців тому +1

    Jay Sri Ram Jai Rahul Gandhi ❤❤

  • @gobindnayak7219
    @gobindnayak7219 6 місяців тому +2

    Jay Guru Saranam.🌹🌹🙏

  • @kartiknath3162
    @kartiknath3162 4 місяці тому +2

    Baba a katha jane highschool chhua mobile re sarch kari kahideba. Ethire nua kathakana achhi.

    • @mahimavastuseva
      @mahimavastuseva  4 місяці тому +1

      ଯାହା କହିଲେ ପୁରା ପୁରି ଠିକ୍ ଜଣେ ଚତୁର୍ଥ ଶ୍ରେଣୀ ପିଲା ମଧ୍ୟ net ସର୍ଚ୍ଚ କରି ବାହାର କରିପାରିବ ।ଆପଣଙ୍କ ମତାମତକୁ ସ୍ବାଗତ ।

  • @SrikantKumar-xi9xz
    @SrikantKumar-xi9xz 6 місяців тому +1

    ଅଲେଖ ବାବା ମାଝୀ ବାବୁଙ୍କ ର ଶାସନ କେତେ ଦିନ କହିଲନି 😂

    • @mahimavastuseva
      @mahimavastuseva  6 місяців тому

      ଯାହା ହୋଇଛି ତାହା କୁହାଯାଇଛି ।ମାଝି ବାବୁ ଏବେ ଆସିଛନ୍ତି ।

  • @bibhutibhusanmajhi7091
    @bibhutibhusanmajhi7091 6 місяців тому +2

    Topic gote, alochana alaga.

  • @ajambarsabar6528
    @ajambarsabar6528 4 місяці тому +1

    ମିଛୁଆ ଜ୍ୟୋତିଷ

    • @mahimavastuseva
      @mahimavastuseva  4 місяці тому

      ଯେଉଁ ପକ୍ଷୀ ଯେତେ ଦୂର ଉଡେ

  • @Subash_Murmu
    @Subash_Murmu 6 місяців тому +61

    କାହାର ଇଛା ହିଁ ନଥିଲା ଜଣେ ମାଂଝି ଲୋକ ମୁଖ୍ୟ ମନ୍ତ୍ରୀ ହେଉ ବୋଲି |କିନ୍ତୁ ଆମେ ମାଂଝି ସାନ୍ତାଳ ସବୁ କରିପାରିବା |

    • @mahimavastuseva
      @mahimavastuseva  6 місяців тому +25

      ମାଝୀ ସାନ୍ତାଳ କଣ ମନୁଷ୍ୟ ନୁହନ୍ତି ସେମାନେ କଣ ଭଗବାନଙ୍କ ସୃଷ୍ଟିରେ ନାହାନ୍ତି ? କିନ୍ତୁ ମୁଖୟମନ୍ତ୍ରୀଙ୍କ ସମ୍ମାନ ବଞ୍ଚିରହିବାକୁ ଦେବା ଆମର କର୍ତ୍ତବ୍ୟ

    • @krushnajani3224
      @krushnajani3224 6 місяців тому +12

      ସନ୍ଥ କବି ଭିମଭୋଈ ବି କନ୍ଧ ପରିବାର ରୁ ଆସି ଦୁନିଆଁ କୁ ଈଶ୍ୱରଙ୍କ ଅସ୍ତିତ୍ବ ଉପରେ ମହିମା ଧର୍ମ ଗ୍ରନ୍ଥ ମାନ ରଚନା କରି ଯାଇଛନ୍ତି, ଏହା ମଧ୍ୟ ଅନେକ ଲୋକଙ୍କୁ ଗ୍ରହଣ ଯୋଗ୍ୟ ନଥିଲା। ବ୍ୟକ୍ତିଙ୍କ ପାଖରେ ମାନବିକତା ଓ ଭାଇଚାରା ମହଜୁଦ ଥିବା ଆବଶ୍ୟକ

    • @priyabratamallik3277
      @priyabratamallik3277 6 місяців тому +5

      Are vai semiti vabani ame semiti vabinu jia vi hau vala sasana karu sia st sc ki general jia kehi hau seba vala kariba darkar 9:08

    • @anojdhir2889
      @anojdhir2889 6 місяців тому +3

      System ku Jodi thik rokhibe majhi babu... asubidha kichhi nahin.. system bhul kole adua

    • @naraharisahoo4484
      @naraharisahoo4484 6 місяців тому +2

      Jayajagannatha..

  • @pramodpradhan4009
    @pramodpradhan4009 5 місяців тому +2

    ପୁରାଣ ଦର୍କାର ନାହିଁ

    • @mahimavastuseva
      @mahimavastuseva  5 місяців тому

      ଇତିହାସ ପୁରାଣ ନୁହେଁ

  • @krushnajani3224
    @krushnajani3224 6 місяців тому +5

    ଅଲେକ ମହିମା ସରଣମ୍ ❤

  • @gita_sara
    @gita_sara 5 місяців тому +1

    Jay baba

    • @mahimavastuseva
      @mahimavastuseva  5 місяців тому

      ମହିମା ଅଲେଖ ଶରଣ ଶରଣ ଶରଣ

  • @sibasibanandabehera
    @sibasibanandabehera 6 місяців тому +1

    Jay guru mahima 🙏🙏🙏

    • @mahimavastuseva
      @mahimavastuseva  6 місяців тому

      ମହିମା ଅଲେଖ ଶରଣ ଶରଣ ଶରଣ

  • @birendrarana1239
    @birendrarana1239 6 місяців тому +1

    Alekha mahima

  • @BiranchiMaharana-u8r
    @BiranchiMaharana-u8r 6 місяців тому +2

    Mor name anusare rasi kuhantu please

  • @rushinayak5830
    @rushinayak5830 6 місяців тому +7

    ମହିମା ଅଲେଖ ବାବା ଆଗରୁ କେଉଁଠି ଥିଲା? Like share କଥା କରୁଚ।

  • @sureshchandrabhoi5409
    @sureshchandrabhoi5409 6 місяців тому +9

    Mohan Majhi is the Chief minister of Keonjhar, not ODISHA.

    • @mahimavastuseva
      @mahimavastuseva  6 місяців тому +4

      କେଉଁଝର କେବେ ରାଜ୍ୟ ହେଲା ଜଣାଇବେ

    • @sailajamohanty2889
      @sailajamohanty2889 6 місяців тому +2

      Modi aasi kahithile ba

    • @mahimavastuseva
      @mahimavastuseva  6 місяців тому +1

      ଯିଏ ଜିଲ୍ଲାର ରାଜଧାନୀ ଖୋଜୁଛନ୍ତି ତାଙ୍କ ପରି ମୂର୍ଖ କେହି ନାହାନ୍ତି
      କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ ଥିଲେ ।
      ସେ ଅଜ୍ଞାନୀ ନୁହନ୍ତି
      ମୋଦି କହିଥିବେ

    • @sailajamohanty2889
      @sailajamohanty2889 6 місяців тому +3

      @@mahimavastuseva tama mukhyamantri abe TV heichanti.remote modi.kain se sukhila gapa

  • @jayantadas3734
    @jayantadas3734 6 місяців тому +2

    Gk janiba darkar nahi. Exact point discussion karantu

    • @mahimavastuseva
      @mahimavastuseva  6 місяців тому

      ଅପେକ୍ଷା କରନ୍ତୁ ସବୁ ଜଣାଯିବ
      ଏହା gk ନୁହେଁ ଇତିହାସ

  • @ashokdash1421
    @ashokdash1421 6 місяців тому +1

    Now Mohan Sarakar is the best Govt

  • @KarunakarNayak-xz1is
    @KarunakarNayak-xz1is 3 місяці тому +1

    Jay sri ram

  • @pitamberparida8762
    @pitamberparida8762 4 місяці тому +6

    ମୋହନ ସରକାର ପୂରା ୫ ବର୍ଷ ।

  • @threeshaktimusic6560
    @threeshaktimusic6560 4 місяці тому +1

    ଶଳା କେତେ ଦିନ ଶାସନ କରିବ କହିଲୁ ନାହିଁ ହାରାମି

    • @mahimavastuseva
      @mahimavastuseva  4 місяці тому

      ଆରେ ମୂର୍ଖ ଭଳି କୁଚୁଛୁ । ଜାଣି ପାରିଲୁ ନାହିଁ ।ଏଠାରେ ମୋହନ ମାଝୀ କଥା କୁହାଯାଉ ନାହିଁ ।ଓଡ଼ିଶାରେ କିଏ କେତେ ଦିନ ଶାସନ କରିଥିଲେ କୁହା ଯାଇଛି ।

  • @AntaryamiSutar-ns8pp
    @AntaryamiSutar-ns8pp 6 місяців тому +1

    Guru.manhima.alekha saran.chifminister.mohan sirnaku.m9 hrudaru.verry.countrulation

  • @hemantajena8112
    @hemantajena8112 6 місяців тому +1

    🎉

    • @mahimavastuseva
      @mahimavastuseva  6 місяців тому

      ମହିମା ଅଲେଖ ଶରଣ ଶରଣ ଶରଣ

  • @debanandasahu8249
    @debanandasahu8249 6 місяців тому +2

    ମୋହନ ମାଝି କେତେ ଦିନ ଶାସନ କରିବେ କହିଲେ ନାହିଁ

  • @subashsamal3730
    @subashsamal3730 6 місяців тому +1

    Nabin Babu jindabad

  • @niranjanmaharana368
    @niranjanmaharana368 6 місяців тому +3

    Mahima alekh saranam.. 🙏🙏🙏🙏🙏

    • @mahimavastuseva
      @mahimavastuseva  6 місяців тому

      ମହିମା ଅଲେଖ ଶରଣ ଶରଣ ଶରଣ

  • @KherwalHansdahBakhul
    @KherwalHansdahBakhul 6 місяців тому +6

    ମହିମା ବାସ୍ତୁ ହିସାବରେ କହନ୍ତୁ ମୋହନ ଚରଣ ମାଝୀ କେତେ ଦିନ ଶାସନ କରିବେ କେଉଁ ରାଶି ଅଟେ

    • @mahimavastuseva
      @mahimavastuseva  6 місяців тому

      ଜନ୍ମ ତାରିଖ ଅନୁଯାୟୀ ସିଂହ ରାଶି
      କିନ୍ତୁସମୟ ନେଇ ଲଗ୍ନ ହେବ ଲଗ୍ନ ନ ହେଲେ ସମ୍ପୂର୍ଣ ସଠିକ୍ ବାଣୀ କହି ହେବ ନାହିଁ

    • @KherwalHansdahBakhul
      @KherwalHansdahBakhul 6 місяців тому +1

      Dp change karantu emiti to samastu Jana 5 barsa

  • @LaxminarayanPolai
    @LaxminarayanPolai 6 місяців тому +2

    Agharu kothe thila

  • @ramanikantamishra783
    @ramanikantamishra783 6 місяців тому +2

    Please direct indicated the how long he will be continued as chiefminister not to report any faltu news

  • @Brajarajmadala
    @Brajarajmadala 6 місяців тому +3

    ଫାଲତୁ ସମୟ ନଷ୍ଟ

  • @AshokPatra-yz3vp
    @AshokPatra-yz3vp 5 місяців тому +1

    Partam Muky mantri master Tila ki Nahi BAL ✅❎🙏🏼🪔
    SAHi hai kimti chabo Bo the minstari Toh I will be Happy and prosperous life 🧬🧬🧬🧬 I will be 🧬🪔🙏🏼🪔🪔🙏🏼🪔🪔❎🧬🪔🙏🏼🧬🪔🙏🏼🧬🪔🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼🙏🏼

  • @nityanandadharua8594
    @nityanandadharua8594 6 місяців тому +4

    Hm abe amara smaya anek atiyachr shi asithilu

  • @DibakarPrusty-rb7ry
    @DibakarPrusty-rb7ry 6 місяців тому +4

    ସେହି ସେହି ତାରିଖ ମାସ ମସିହାରେ ଅନ୍ୟ କେହି ବୋଧେ ଜନ୍ମ ହୋଇ ନଥିଲେ

    • @mahimavastuseva
      @mahimavastuseva  6 місяців тому +1

      ନିଶ୍ଚିନ୍ତ ଜନ୍ମ ହୋଇଥିବେ କିନ୍ତୁ ଲଗ୍ନ ର ଫଳ ଅଲଗା ହେବ ।ରାଜା ରଜକ ମନ୍ତ୍ରୀ ପୁଅ ମାନେ ରଜ ଯୋଗ ଭୋଗିବେ ମନ୍ତ୍ରୀ ପୁଅ ପାଟ ମନ୍ତ୍ରୀ ହେବ ରଜକ ପୁଅ ରାଜା ଘର ରଜକ ହେବ ସମସ୍ତେ ଉଚ୍ଚ ରେ ରହିବେ

    • @DibakarPrusty-rb7ry
      @DibakarPrusty-rb7ry 6 місяців тому +1

      @@mahimavastuseva ତା ହେଲେ କହି ପାରିବେକି 9/11/1970 ଭୋର୍ 3=15 ମିନିଟ ରେ ମୋର ଜନ୍ମ ସମସ୍ତ ଭଲ ଯୋଗ ଥାଇ ମୁଁ କାହିଁକି ଏତେ କଷ୍ଟ ଭୋଗୁଛି

    • @chunuramhansdah2525
      @chunuramhansdah2525 6 місяців тому

      Khali gandi tankoro joluchhi

  • @pradeepkumaragrawalla8696
    @pradeepkumaragrawalla8696 6 місяців тому +1

    ଇଏ ଗୋଟିଏ ଚୋର ଭଣ୍ଡ ବାବା ଭଣ୍ଡାମୀ କରିବାରେ ଧୁରନ୍ଧର ବିଜେଡି ପାଟି ର ଗୋଟେ ଚମଚା. ସେଥିପାଇଁ ମୋହନ ମାଝୀ କୁଂ ଭ୍ରମ କରୁଚି କିଛି ହେବନାହିଁ ସରକାର ପାଞ୍ଚ ବର୍ଷ ସୁରୁଖୁରୁରେ ଜନତାଙ୍କ ସେବାକରୀବ ଆଗକୁ ଚାଲିବ ମାଡି ଚାଲିବ ଏଥିରେ ତିଳେମାତ୍ର ସନ୍ଦେହନାହିଁ.

    • @mahimavastuseva
      @mahimavastuseva  6 місяців тому

      ମୋହନ ମାଝି ଆମର ମୁଖ୍ୟ ମନ୍ତ୍ରୀ। ତାଙ୍କୁ ଭ୍ରମିତ୍ ଆପଣ ମାନେ କରୁଛନ୍ତି. ,ସେ କିନ୍ତୁ ଭ୍ରମି ତ ହେବ ବ୍ୟକ୍ତି ନୁହନ୍ତି ।ଶାନ୍ତ ସରଳ ପରିବାରରୁ ଆସିଛନ୍ତି ସିଂହ ପରି ଲଢ଼ିବେ ।

  • @manoramakardash5159
    @manoramakardash5159 3 місяці тому +1

    5 years

    • @mahimavastuseva
      @mahimavastuseva  3 місяці тому

      ତାହାହିଁ ହେଉ ଅଯଥାରେ ଖର୍ଚ୍ଚ ନ ହେଉ

  • @saubhagyabiswal4401
    @saubhagyabiswal4401 6 місяців тому +1

    Jay. Jaganath.prabhunkara.echha.

  • @jagadishchandradas3589
    @jagadishchandradas3589 6 місяців тому +1

    ତମେ କହିବାକୁ କଣ ଆରମ୍ଭ କରି ଥିଲ କୋଉଠି ସରିଲା ଏ ମୁଖ୍ୟ ମନ୍ତ୍ରୀ ଙ୍କ କାର୍ଯ କାଳ କେତ ବର୍ଷ କିନ୍ତୁ ସେକଥା ନ କହି ୟାଡୁ ସ୍ୟାଦୁ ପୁଲିଏ ଗପିଲେ

    • @mahimavastuseva
      @mahimavastuseva  6 місяців тому

      ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କ ବିଷୟରେ କହିଛି ସମୟ ଆସିଲେ ପୁଣି ଆଲୋଚନା କରିବା ପ୍ରାୟତ ୨୦୨୬ ଶେଷ ବେଳକୁ

    • @mahimavastuseva
      @mahimavastuseva  6 місяців тому

      କହିବାର ଥିଲା ମୁଖ୍ୟ ମନ୍ତ୍ରୀଙ୍କ ଶାସନ କାଳ କେତେ ୧୯୪୬ ଠାରୁ ଆରମ୍ଭ କଲି ୧୯ ମୁଖ୍ୟମନ୍ତ୍ରୀଙ୍କ ଶାସନ କେତେ ଦିନ ଥିଲା

  • @iswarchandranaik
    @iswarchandranaik 6 місяців тому +1

    I ❤ adivasi, alekha Mahima saranom

  • @Sayantanidevibeby-w3e
    @Sayantanidevibeby-w3e 5 місяців тому +1

    20 ta mukhyamantri heleni.au eita sesa au mukhyamantri kehi hebeni.

    • @mahimavastuseva
      @mahimavastuseva  5 місяців тому

      ଆପଣ କଣ ବୁଝିଲେ ମୁ ଜାଣି ପାରୁନାହିଁ ଶ୍ରୀଯୁକ୍ତ ମୋହନ ମାଝିଙ୍କୁ ଲଗାଇ ଓଡ଼ିଶାର ୨୦ ତମ ମୁଖ୍ୟମନ୍ତ୍ରୀ ହେଲେ ।ଆଉ ହେବେ ନାହିଁ କହିଲା କିଏ ?।ଖୁବ୍ ଶୀଘ୍ର ୨୧ ମୁଖ୍ୟମନ୍ତ୍ରୀ ହେବେ

    • @laxmidharabarik5248
      @laxmidharabarik5248 5 місяців тому

      @@mahimavastuseva comments ru jana jauchhi

  • @Bramhajyoti
    @Bramhajyoti 6 місяців тому +3

    ।।ଓଁ।।
    ।। ଜୟ ଜଗନ୍ନାଥ।।
    ଆପଣଙ୍କ ଏଇ କଥାଟିକୁ ବହୁତ୍ ବହୁତ୍ ସାଧୁବାଦ୍। ମାତ୍ର ଆପଣ ମୁଖ୍ୟମନ୍ତ୍ରୀ ଙ୍କ ଶାସନ ର ସମୟ ସୀମା କଥା କହିବେ ବୋଲି ଲେଖିଛନ୍ତି। ଯେଉଁଟା। ଉଖ୍ୟ ଲେଖା ଅଛି। ସେଇଟି ନୀରବ ରହିଲା !!!!!
    ଦୟା କରି ଯାଉ ବିଷବସ୍ତୁକୁ କହିବେ ସେଇ ବିଷବସ୍ତୁକୁ ଶିରୋନାମା ମଣ୍ଡନ କରି ଛାଡ଼ନ୍ତୁ।
    ଆପଣଙ୍କ ଗବେଷଣା କୁ ଧନ୍ୟବାଦ୍।
    ।। ଜୟ ଜଗନ୍ନାଥ।।

    • @mahimavastuseva
      @mahimavastuseva  6 місяців тому +1

      ମହିମା ଅଲେଖ ଶରଣ ।ମୁଖ୍ୟ ମନ୍ତ୍ରୀ କେତେ ଦିନ ଶାସନ କଲେ କୁହା ଯାଇଛି

    • @BipinhardwarePaints
      @BipinhardwarePaints 6 місяців тому +1

      ଠକ ଭଣ୍ଡ

    • @mahimavastuseva
      @mahimavastuseva  6 місяців тому +1

      @BipinhardwarePaints ଧନ୍ୟ ବାଦ

    • @khymanandadas
      @khymanandadas 6 місяців тому

      घमंड साधुनेहि‌। पिछले वतछोड दै

    • @TaniTanveerTribal
      @TaniTanveerTribal 6 місяців тому +1

      ବୁଲେଇ ବଙ୍କେଇ kahile କିନ୍ତୁ mohan sir କେତେ ବର୍ଷ ରହିବେ କହିଲେ ନାହିଁ।।

  • @purnachandranaak720
    @purnachandranaak720 5 місяців тому +1

    ଠକ ବୁଢ଼ା,ମିଛ କହୁଛି। ତୂ‌ କେଵେ ମରିବୁ,କରିପାରିବୁ।

    • @mahimavastuseva
      @mahimavastuseva  5 місяців тому

      କେଉଁଟା ମିଛ କହି ପାରିବ ନାତି

  • @pranatisamantaray144
    @pranatisamantaray144 6 місяців тому +4

    Only 2months

  • @manoranjantarai4466
    @manoranjantarai4466 3 місяці тому +1

    ଜୟ ଜୟ ଗୁରୁ ମହିମା ଅଲେଖ ଶରଣ

    • @mahimavastuseva
      @mahimavastuseva  2 місяці тому

      ମହିମା ଅଲେଖ ଶରଣ 🙏🙏🙏