🔵Exclusive Interview: "Aparajita Sarangi" - BJP Lok Sabha Candidate From Bhubaneswar

Поділитися
Вставка
  • Опубліковано 10 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha

КОМЕНТАРІ • 437

  • @rkg1962
    @rkg1962 10 днів тому +19

    ହିନ୍ଦୋଳ ଉପଖଣ୍ଡରେ ପ୍ରଥମ IAS. ଅଧିକାରୀ ଉପ ଜିଲ୍ଲାପାଳ ଭାବେ ଯୋଗ ଦେବା ପରଠାରୁ ଆମେ ହିନ୍ଦୋଳ ବାସୀ ତାଙ୍କୁ ଜଣେ ଉତ୍ତମ ପ୍ରଶାସିକା ଭାବେ ଗ୍ରହଣ କରିଥିଲୁ। ଜୟ ଶ୍ରୀ ଜଗନ୍ନାଥ ।

  • @kaminikantasahu3865
    @kaminikantasahu3865 12 днів тому +7

    ଓଡିଶାରେ ପରିବର୍ତ୍ତନ ହେବ। କେବଳ ଓଡ଼ିଆ ପାର୍ଥି ହିଁ ନିର୍ବାଚିତ ହେବେ।

  • @surendraprusty6694
    @surendraprusty6694 10 днів тому +7

    ଆପଣ କଥା ଭାଷା ଶୈଳୀ ବହୁତ ଭଲ ଆପଣ ବହୁତ ଆଗ କୁ ଯାଅ

  • @dillipdas7155
    @dillipdas7155 13 днів тому +9

    Only BJP only aprajita madam

  • @surendraprusty6694
    @surendraprusty6694 10 днів тому +8

    ଜଗନ୍ନାଥ ଜମି ପଇସା ତାମିଲ ସରକାର ଜବାବ ଦିଅ ଆମ ଓଡିଶା ରେ ତାମିଲ କଂଟ୍ରାକଟର କାମ କରୁଛନ୍ତି ଓଡିଶା ରେ ନାହିଁ କି 4200କୋଟି ର ହିସାବ ଦିଅ

  • @Save_Odisha_from_looters
    @Save_Odisha_from_looters 12 днів тому +5

    ତିହାର ଜେଲ୍ ରୁମ୍ ନଂ 420 ପାଣ୍ଡୁକୁ ଅପେକ୍ଷା କରିଛି |

  • @rajeshkumarpradhan4928
    @rajeshkumarpradhan4928 11 днів тому +5

    Jay❤️ଅପରାଜିତା

  • @sasmitasahoo2698
    @sasmitasahoo2698 9 днів тому +4

    She definitely come.salute to Mam

  • @Save_Odisha_from_looters
    @Save_Odisha_from_looters 12 днів тому +9

    ଭାଇ, ଭଉଣୀମାନେ ଏକ ଯୁଟ୍ ହୁଅ ତାମିଲ ଲୁଟେରା ହଟାଇ ଦିଅ 🙏🙏🙏🙏

    • @Genz-07
      @Genz-07 2 дні тому

      Bihari lootera

  • @surendraprusty6694
    @surendraprusty6694 10 днів тому +3

    ଜୟ ଶ୍ରୀରାମ ଜୟ ପଦ୍ମଫୁଲ

  • @smilecool9147
    @smilecool9147 13 днів тому +4

    Madam Aparajita ❤ you definitely win because you deserve to win ❤

  • @subhasmitapanda8500
    @subhasmitapanda8500 День тому +1

    ଆପଣ ଙ୍କ କହିବା ଶୈଳୀ ବହୁତ୍ ସୁନ୍ଦର୍... especially ଆପଣ କହିଲେ ନା ମାଣବସା ଗୁରୁବାର କଥା କହିଲେ...really heart touching

  • @prabasinipanda6182
    @prabasinipanda6182 13 днів тому +23

    ଅପରାଜିତା ସଡଙ୍ଗି ନିଶ୍ଚିତ ଆସିବେ ❤️🎉❤️

  • @surendraprusty6694
    @surendraprusty6694 10 днів тому +8

    ଓଡିଶା ର ହେବ ପରିବର୍ତନ ଜୟ ଶ୍ରୀ ରାମ ଜୟ ଅପରାଜିତା 2ଟି ପଦ୍ମଫୁଲ

  • @Save_Odisha_from_looters
    @Save_Odisha_from_looters 12 днів тому +3

    ଓଡିଆ ଦାଦନ ଭାବରେ ଅପମାନିତ ହେଉଛି |ତାମିଲମାନେ ନିଜ ରାଜ୍ୟରେ ଓଡିଆ ଦାଦନଙ୍କୁ ମାଡ ମାରୁଛନ୍ତି | ତାମିଲ ପାଣ୍ଡୁ ଓଡିଶାକୁ ଶାସନ କରୁଛି । ଆମ ଓଡିଶାର ଖଣି ଖଦାଳ ଲୁଟି ତାମିଲନାଡୁ ପଠାଉଛି । ତୂ ଖୁସି ତ !

  • @manoranjandash3134
    @manoranjandash3134 13 днів тому +71

    ଅପରାଜିତା ହିଁ ଲୋକାଭିମୁଖୀ ବିକାଶ କରିବା ସହିତ ଜ୍ଞାନୋଦୟ କରିପାରିବେ।

    • @PrasantaSahoo-ye8ej
      @PrasantaSahoo-ye8ej 13 днів тому +8

      Bjd win

    • @user-li4ew3mg7r
      @user-li4ew3mg7r 13 днів тому +4

      Bjd asiba.sura pua asiba

    • @surendraprusty6694
      @surendraprusty6694 13 днів тому +8

      ସୁର ଅସୁର କୁକୁର ତାମିଲ ଗୁମାସ୍ତା ହାରିବ

    • @iconicindrajit3660
      @iconicindrajit3660 13 днів тому +3

      sura pua r maturity achi t🤔

    • @odiastatus79
      @odiastatus79 13 днів тому +1

      ​@@surendraprusty6694 ame dabu bbsr basi who are you 😡 bjd hariba boli

  • @kunalbehera5028
    @kunalbehera5028 8 днів тому +1

    ଆପଣ ଏଇ ଥର try କରନ୍ତୁ ଅଧିକ ରୁ ଅଧିକ ଗାଁ ବୁଲିବା ପାଇଁ ଆଉ ସାହାଯ୍ୟ କରିବା ପାଇଁ. ଜୟ ଜଗନ୍ନାଥ 🙏 ଭୋଟ ଫର୍ ବିଜେପି ❤

  • @KalingaPutra-de4kp
    @KalingaPutra-de4kp 13 днів тому +7

    ଜୟ ଜୟ ଅପରାଜିତା ତାଙ୍କୁ ସତ ସତ ପ୍ରଣାମ କେତେ ପାଦ ଚଟା ତାଙ୍କୁ ସହିପାରୁ ନାହାନ୍ତି କିନ୍ତୁ myadam ଙ୍କ ଭଳିଆ କେହିବି ହେବେନି। ❤

  • @susantakumarbiswal8631
    @susantakumarbiswal8631 13 днів тому +6

    Happy mother's day ❤️❤️❤️

  • @ssanju4955
    @ssanju4955 13 днів тому +4

    bahut badhiya bhasar prayog 🙏🏻🚩

  • @umeshchandradas7463
    @umeshchandradas7463 10 днів тому +3

    A great Politician....!!!!

  • @Rudraprasad462
    @Rudraprasad462 13 днів тому +4

    Nice👍👍👍👏👏👏

  • @CitizenForumKhordha
    @CitizenForumKhordha 13 днів тому +18

    ଅପରାଜିତା ମାଡାମ, ଆପଣ ଏହିପରି ମନଗଢ଼ା କାହାଣୀ କହିବା ବନ୍ଦ କରନ୍ତୁ, ପ୍ରଥମେ।
    ୧. "ପ୍ରଶାନ୍ତ ଜଗଦେବ", ଚିଲିକାର "Sitting MLA" ନୂହେଁ; ଜଣେ "ବହିଷ୍କୃତ ବିଧାନ ସଭା ପ୍ରାର୍ଥୀ"।
    ୨. ଯେତେବେଳେ ପାର୍ଟି, (ଆପଣଙ୍କ ହିସାବ ରେ) ପ୍ରଶାନ୍ତ ବାବୁଙ୍କୁ, ମନୋନୟ କଲା, ଜଣେ ଆଞ୍ଚଳିକ ନେତା ଭାବେ, ଆପଣ କ'ଣ ତଥ୍ଯ ପ୍ରଦାନ କରିଥିଲେ କାଳୁ ଖଣ୍ଡେଇତରାୟ କଂ ପାଇଁ? ପ୍ରଶାନ୍ତ ବାବୁଙ୍କ BJP କର୍ମୀ ମାନଙ୍କ ପ୍ରତି କରାଯାଇଥିବା ଦୁର୍ବ୍ୟବହାର ଓ ହିଂସାତ୍ମକ କାର୍ଯ୍ୟ ସବୁ ଉଲ୍ଲେଖ କରାଯାଇଥିଲା କି?
    ୩. ପାର୍ଟି ରେ ବିଧାନ ସଭାର ପ୍ରାର୍ଥୀ ଘୋଷଣା ପୂର୍ବରୁ, ଆପଣ ତ ମୁକ୍ତ ମଞ୍ଚରେ ଘୋଷଣା, କରିଦେଇଥିଲେ ପ୍ରଶାନ୍ତ ବାବୁଙ୍କ ବିଧାନ ସଭା ପ୍ରାର୍ଥୀତ୍ୱ! ତାହେଲେ, ଆପଣ କଣ ଭବିଷ୍ୟତ ଦେଖି ପାରନ୍ତି?
    ୪. ଆପଣଙ୍କ ଏହି ଘୋଷାଣା ପରେ, ହଜାର ହଜାର BJP କର୍ମୀମାନେ, ରାଜ୍ଯ ପାର୍ଟି ଅଫିସ ଆଗରେ ଆନ୍ଦୋଳନ କରିଥିଲେ। ସର୍ବେକ୍ଷକ କଣ ତାହା ଜାଣିପାରିନଥିଲେ? ସର୍ବେକ୍ଷକ ମାନେ କଣ ଜାଣି ନଥିଲେ, ଏପରି ନିଷ୍ପତ୍ତି କାରଣରୁ; ଖୋର୍ଦ୍ଧା ରେ କିପରି ବିଭ୍ରାନ୍ତମୟ ପରିବେଶ ସ୍ରୁଷ୍ଟି ହୋଇପାରେ?
    ୫. ପାର୍ଟି ର ଅନ୍ୟ ମୁଖ୍ୟ ମାନେ, କାଳୁଭାଇ ଙ୍କୁ ବାରମ୍ବାର ଆଶ୍ୱାସନା ଦେଇଥିଲେ, କି ସେ ହେବେ ଖୋର୍ଦ୍ଧା ରୁ ବିଧାନ ସଭାର ପ୍ରାର୍ଥୀ। କିନ୍ତୁ, ଶେଷ ମୁହୂର୍ତ୍ତ ରେ ଏହା କିପରି ବଦଳିଗଲା?
    ରିପୋର୍ଟର ମାନଙ୍କୁ ଡାକି, ଏପରି ଚୋରମାନଙ୍କ ଭଳି, ଭୁଲ୍ ବିବରଣୀ ଦେବା ଦୟା କରି ବନ୍ଦ କରନ୍ତୁ।
    ଆଜି, ଖୋର୍ଦ୍ଧା ରେ BJP ପ୍ରତି ହେଉଥିବା ବିରୋଧର କାରଣ ହେଉଛନ୍ତି, କେବଳ ଆପଣ ଓ ଆପଣଙ୍କ ମନମାନୀ ଏବଂ ଦଳର ମୁଖିଆ ମାନଙ୍କ ପ୍ରତି ଆପଣଙ୍କ ଅସମ୍ମାନ।

  • @raviagrawal3093
    @raviagrawal3093 13 днів тому +8

    Jay Shri Ram

  • @pratimapradhan6115
    @pratimapradhan6115 12 днів тому +3

    Right

  • @santoshpanda8767
    @santoshpanda8767 6 днів тому +2

    She is the most credible and most qualified politician to lead Bhubaneswar to new heights.❤️

  • @SanjeevKumarBhoi28
    @SanjeevKumarBhoi28 9 днів тому +3

    Future CM of our Odisha Aparajita Sarangi

    • @Raj-vy4qy
      @Raj-vy4qy 8 днів тому

      DHARMENDRA PRADHAN KUADE JIBE TAHELE .

  • @sanjibnayak8445
    @sanjibnayak8445 13 днів тому +21

    JAY HIND.... IRON LADY ଅପରାଜିତା ଷଡଙ୍ଗୀ JEE କୁଂ ମୋ ତରଫରୁ କୋଟି କୋଟି ପ୍ରଣାମ ଥିଲା ଅଛି ଏବଂ ରହିଥିବ ମଧ୍ୟ....
    ବିଜେପି ପରିବାର ର ମୁଖ୍ୟମନ୍ତ୍ରୀ - IRON LADY ଅପରାଜିତା ଷଡଙ୍ଗୀ JEE.
    . JAY HINDU. ❤❤❤

  • @upendraparida2450
    @upendraparida2450 13 днів тому +2

    Sure 2024win aparajita daynamic lady 👍👌

  • @sujata6407
    @sujata6407 13 днів тому +3

    Very nice speaker ❤

  • @samarmohapatra-jr3ne
    @samarmohapatra-jr3ne 13 днів тому +2

    ଆମ ନେତା ମାନଙ୍କର ସେଭଳି effective leadership quality ନାହିଁ , ସେଇଥି ପାଇଁ ଆମର କେନ୍ଦ୍ରୀୟ ସ୍ତରରେ କିମ୍ବା ବିଦେଶ ରେ ବଡ ବଡ ଇଣ୍ଡଷ୍ଟ୍ରି , company, ମାନଙ୍କୁ ଆମ ରାଜ୍ୟ କୁ ଅଣାହେଇପାରୁନାହିଁ, କୃଷି କୁ ଶିଳ୍ପ ର ମାନ୍ୟତା ଦିଆହେଇନାହଁ

  • @adityamohapatravlogs09090
    @adityamohapatravlogs09090 13 днів тому +20

    Big win for BJP ❤

  • @saratsamantsinghar
    @saratsamantsinghar 13 днів тому +3

    Aparajita ku chora mane daruchhanti

  • @pravatkumarmishra9760
    @pravatkumarmishra9760 13 днів тому +1

    ଓଡ଼ିଶାର ଉପଯୁକ୍ତ ବୋହୂ ଆମର ଲକ୍ଷ୍ମୀ ଅପରାଜିତା ଘର ଜ୍ବାଇଁ କୁକୁର

  • @mailpintu1
    @mailpintu1 11 днів тому +3

    @Manmath Routray shd watch this interview. Can you answer any of the qn the reporter asking in a better way.. or even can u handle a single qn

  • @sanjayamohapatra7092
    @sanjayamohapatra7092 13 днів тому +12

    Jadi bjp govt ,na asiba apna rajanete chadidabe tamr au modi challange pandian,daechanti

    • @adityamohapatravlogs09090
      @adityamohapatravlogs09090 13 днів тому +2

      Belajya tk BJP ra history dekh.. Ta history se amaanat bahut thara hareiv ladhiki aji saara biswa re famous party.. Au se pandu ra chaatile kn haba

    • @rajadash9390
      @rajadash9390 13 днів тому +1

      @@adityamohapatravlogs09090ଆରେ ରାଣ୍ଡୁଆ ଆଉ କଣ ତୋ ଭଳିଆ ୟେ ବିହାରୀ ମାଇକିନା ର ପଚା ବିଆ ଚାଟିବ

  • @Kalki6940
    @Kalki6940 13 днів тому +1

    BJP ଝାବାଡ କୁ ହଟେଇବା
    ଆଜି ବିଶ୍ୱରେ ବେକାରୀ ରେ ଭାରତ ନମ୍ବର୍ 1 ରହିଛି, ଚାଷୀ ଅବହେଳା, ସରକାରୀ ସଂସ୍ଥାକୁ ଆଦାନୀ ଅମ୍ବାନୀ ହାତରେ, ଦର ବୃଦ୍ଧି, ଗ୍ୟାସ ଦରବୃଦ୍ଧି,ED CBI କୁ ମୋଦୀ ଧରୀ ଆଜିର ଗଣତନ୍ତ୍ର ବିପଦ ରେ ।

  • @ashwinisahu6584
    @ashwinisahu6584 12 днів тому +4

    Congratulations mam

  • @ashimarao7868
    @ashimarao7868 13 днів тому +18

    Thank you Kanak news❤

  • @sushantkumarnayak1955
    @sushantkumarnayak1955 9 днів тому +3

    Madam jane birala byaktitwa pura deshare odisha aji tanka pari jane dakshya netrinku pai garbita au bhubaneswar sansad hoithibaru ame bhubaneswar basi bahu stshahit achu jay sriram

  • @adeshkumarbehera9310
    @adeshkumarbehera9310 13 днів тому +18

    Apna jitibe mam🎉

  • @sushamadash8383
    @sushamadash8383 13 днів тому +25

    Jay shree Jagannath ji 🙏, Jay shree Ram ji 🙏, Biswaguru Modi ji ko 🙏, Best wishes for Aparajita madam ❤️❤️💕💖

  • @jayantmishra357
    @jayantmishra357 13 днів тому +29

    Mam, you deserve a seat in Parliament. You are going to win.

    • @s_jshorts3470
      @s_jshorts3470 13 днів тому

      Jay congress jay congress bjp hatao bjd bjp hatao jay congress jay congress

    • @DeepakSahoo1986
      @DeepakSahoo1986 13 днів тому +1

      Better state leadership in deputy cm

  • @patitapabanparida9617
    @patitapabanparida9617 5 днів тому +1

    That is the quality of educated people.

  • @rajanikantsstudypoint6784
    @rajanikantsstudypoint6784 13 днів тому +2

    We want to see as a cm in odisha

  • @niranjankabi5785
    @niranjankabi5785 13 днів тому +2

    Welcome aparajita madam❤️

  • @satyaprakahsahoo147
    @satyaprakahsahoo147 12 днів тому +2

    ❤❤❤

  • @Shortssphere45
    @Shortssphere45 13 днів тому +2

    Great anchor 🙏🏻

  • @ashwinisahu6584
    @ashwinisahu6584 13 днів тому +2

    Aparajita jagatajita

  • @sumitraranirautaray4901
    @sumitraranirautaray4901 День тому +1

    Kahara interview naucha kanak news,she is an IAS,gote pachariba tinita utara paiba,with biological description....

  • @truptimayeebarik3936
    @truptimayeebarik3936 13 днів тому +2

    God bless you mam

  • @surendraprusty6694
    @surendraprusty6694 10 днів тому +1

    ହଟାଓ ତାମିଲ ବଞ୍ଚାଓ ଓଡିଶା

  • @santoshtarai5293
    @santoshtarai5293 12 днів тому +6

    Aparajita sarangi is chif minister of odisha

  • @SAMIMOHAPATRA
    @SAMIMOHAPATRA 13 днів тому +1

    God bless you.Aparajita is a sole of Hindu godd

  • @tejaswinipatra7094
    @tejaswinipatra7094 12 днів тому +2

    ❤❤❤❤❤❤

  • @vivekbaidya59
    @vivekbaidya59 13 днів тому +12

    Only BJP jay shree Ram

  • @laltusatyajitmishra6074
    @laltusatyajitmishra6074 13 днів тому +19

    Bjp

  • @srinibasdutta1555
    @srinibasdutta1555 9 днів тому +2

    ❤❤ madam bht bhala

  • @niranjankabi5785
    @niranjankabi5785 13 днів тому +6

    ଜୟ ଶ୍ରୀରାମ🚩

  • @user-hm4pb3lq1r
    @user-hm4pb3lq1r 13 днів тому +2

    Really mem...athara apn sSarkar ku asile.. Odisha ra bahut department heba mora asa... Au ladies mankan paii bahut kichhi karibe.. Kanhi ki apn Jane Nari.. So apn dekhile amku proud feel hua.. Mate..

  • @user-vy4by8ib9w
    @user-vy4by8ib9w 9 днів тому +2

    Jay Shree Ram 🙏🙏🙏

  • @sunitabaipaiofficel1018
    @sunitabaipaiofficel1018 13 днів тому +1

    Great leader of aparajita

  • @abhishekpadhi3868
    @abhishekpadhi3868 13 днів тому +44

    Well Come Aparajita Madam 🎉

  • @chefbiswa2088
    @chefbiswa2088 13 днів тому +30

    Definitely win Mam💐💐💐💐💐

  • @rameshrao6605
    @rameshrao6605 12 днів тому +1

    Odisha re BJP asiba drkar 🙏🙏

  • @akshayakumarmoharana1066
    @akshayakumarmoharana1066 13 днів тому +1

    Madam apana sure win karibe.jai jagannath🙏🙏🙏

  • @dwarikanathmishra3818
    @dwarikanathmishra3818 7 днів тому +1

    Aparajita apratidwandi,sir jitibe hi jitibe.Odisa paribartan adaku

  • @Santosi_Muodia
    @Santosi_Muodia 13 днів тому +2

    God bless her

  • @ganeshprasaddash9536
    @ganeshprasaddash9536 13 днів тому +1

    Madam.Namaste.Maa Tarini bless you.Apana nichite jitibe.JAY BJP.

  • @royalck1
    @royalck1 13 днів тому +2

    To ra bahut gyna thila bodhe 2019 re. Tu para fresher thilu.
    Adhi ka atma garba
    Puri parikrama praklapa ku birodha karu thila a e loka
    Lingaraj temple act ku birodha

  • @anshumansatapathy5847
    @anshumansatapathy5847 13 днів тому +8

    Only Aparajita Ma'am❤❤

  • @sop828
    @sop828 9 днів тому +1

    A S Is Exceptional ✌️

  • @globalgkbyspmohanty7248
    @globalgkbyspmohanty7248 13 днів тому +13

    Bjp bjp bjp bjp

  • @mandaradhara4614
    @mandaradhara4614 13 днів тому +8

    Harile Odisha chhadibe.

    • @rakeshomm6166
      @rakeshomm6166 13 днів тому +1

      Jadi jitile tame hariba

    • @rakeshomm6166
      @rakeshomm6166 13 днів тому +2

      Jadi jitile tame odisha chadiba ta

    • @user-li4ew3mg7r
      @user-li4ew3mg7r 13 днів тому

      Delhi re ruhanti.paleiba,,au odisha re rahiki kn kariba

    • @surendraprusty6694
      @surendraprusty6694 13 днів тому

      ତୁମେ ତାମିଲ ଗୁମାସ୍ତା 200ରେ ମୁଣ୍ଡ ବିକ ଛି ଛି ବିଜେଡି

    • @mangulumunda96
      @mangulumunda96 13 днів тому

      Sure ଜିତିବ

  • @banamaliparamaguru5374
    @banamaliparamaguru5374 9 днів тому +2

    Jitile hela.au tora rajaniti kariba darakara nahi .karana daliya karmi Mane tote rakhei debeni

  • @user-mb8gp2sd5i
    @user-mb8gp2sd5i 8 днів тому +2

    Aparajita pari. Keondujhar re sansada darakarachi

  • @letsknowodia
    @letsknowodia 13 днів тому +1

    ଆପଣଙ୍କ ପୁଅ ଓଡ଼ିଆ ନ ଇଂରାଜୀ ମିଡ଼ିଅମ୍ ରେ ପଢୁଛି ?

  • @royalck1
    @royalck1 13 днів тому +2

    Gote criminal aniki ta ku dala re misei chu.ji a tama dala loka upare gadi chadhei thila
    Tu nije jaha ku kahu thilu a e loka ra jaga jail re.
    Nija ra niti thik hai katha chikana kahi le kn haba

  • @bijoykumarmohanty6904
    @bijoykumarmohanty6904 10 днів тому +1

    Vote for Aparajirta Sarangi

  • @ranjansubhadf-vc9xo
    @ranjansubhadf-vc9xo 13 днів тому +1

    Jay shree ram jay bjp vote for odisha people

  • @sdsudhanshu1556
    @sdsudhanshu1556 13 днів тому +1

    Tame ta central party re achha odisha pain kichhi karicha ki khali bada bada katha election asile

  • @nammaodia
    @nammaodia 13 днів тому +22

    Jaganath Mandir prakalpa ku birodh au lingaraj mandir bill pass, apana sabu progress ku borodh karichanti. Last thara IAS bhabi deithile sabu vote. Au repeat karibeni

    • @rakeshomm6166
      @rakeshomm6166 13 днів тому +2

      Jagannath mandira re kn problem heini ki

    • @surendraprusty6694
      @surendraprusty6694 13 днів тому

      ଜଗନ୍ନାଥ ମନ୍ଦିର ର 4200କୋଟି କୁଆଡେ ଗଲା

    • @surendraprusty6694
      @surendraprusty6694 13 днів тому

      ତାମିଲ କୁ ପଠେଇ ଲକି

    • @iconicindrajit3660
      @iconicindrajit3660 13 днів тому

      aau kn se pagal sura aau ta pagal pua ku ame bbsr basi vote dabu,be mun bbsr toka..mun kahuchi jitibe t aparajita mam

    • @iconicindrajit3660
      @iconicindrajit3660 13 днів тому

      tu direct kaha tu tamil pandu ra chakara🤔,tor odisha r stana nai ta jaga hauchi tamil dadan🤣

  • @purnachandrasahoo3361
    @purnachandrasahoo3361 13 днів тому +10

    ATHARA BJ P JITIBA❤❤❤❤

  • @ashishkumarnayak9677
    @ashishkumarnayak9677 10 днів тому +1

    tame petrol.disel.cooking gas.nirab modi.lalit modi.mehul choksi.bijaya malia au puluama re jou heithila,ta bisaya re tike kuhana

  • @DeepakSahoo1986
    @DeepakSahoo1986 13 днів тому +1

    She is right but if will be cm it may give opportunity for bjd so she would be deputy cm and excercize power of cm and her vast experience in defeating the system hindrances

  • @NirupamaTripathi-ek9mb
    @NirupamaTripathi-ek9mb 7 днів тому

    Madam aponoE pF pension proti tika dhyano diontu madam please,🙏🙏🙏🙏🙏

  • @janmajaydhal6932
    @janmajaydhal6932 8 днів тому +1

    Manasbabu question is very interested

  • @banamaliparamaguru5374
    @banamaliparamaguru5374 13 днів тому +18

    Aparajita jete chesta kale madhya athara win karibeni karana sia nija daliya kandala jogu haribe

    • @rakeshomm6166
      @rakeshomm6166 13 днів тому +1

      Bhai gote katha kahibi jeu mane corporator hebaku jogya nuha sia kahiba mate mla ticket deba aeita kemiti katha

    • @Smart_boy_Asit_vlogs
      @Smart_boy_Asit_vlogs 13 днів тому

      ​@@rakeshomm6166Han gote maduara MLA habara adhikar achhi nai

  • @ashwinisahu6584
    @ashwinisahu6584 13 днів тому +2

    APARAJITA ZINDABAD NEXT CM HELE ODISHARA ACHHE DIN AYEGA

    • @Raj-vy4qy
      @Raj-vy4qy 8 днів тому

      Dharmendra Pradhan kuade jibe tahele .

  • @Mr_susuofficial143
    @Mr_susuofficial143 13 днів тому +1

    Jadi aparajita mam Bihar hoi odishare sashan kariparibe,tahele pandian amiti Kan bhul karuchantiii

  • @mailpintu1
    @mailpintu1 11 днів тому +1

    Josh is High!

  • @user-se8du5kj1o
    @user-se8du5kj1o 13 днів тому +8

    Only Aparajita

  • @LipsaRath25
    @LipsaRath25 13 днів тому +10

    Only BJD✌️and Naveen babu❤very good and Polite leader. Bhasana nuhe, kama re Biswas karanti and Odisha ra ground level re continuously development karichalichanti . Election asile Natakbaazi and Bhasana mariki ta pare haji jauthiba netanku vote dei habani .Odisha gote Santipriya rajya. Ethi Dictatorship aau danga ku kebe v prasraya miliba nahi. Jay Jagannath 🙏

    • @swadheentanayapanda363
      @swadheentanayapanda363 13 днів тому +1

      What a joke 😂

    • @biswabikrambhanja8033
      @biswabikrambhanja8033 13 днів тому

      😂

    • @smilingbuddha1435
      @smilingbuddha1435 13 днів тому +1

      Polite leader ନା ମୋ ବାଳ! ନବୀନ ଏମିତି କଥା କୁହେ ଯେମିତି ପଛପଟରୁ ତା ଗାଣ୍ଡୀରେ ପାଣ୍ଡୁ ଗେହୁଁଛି।

  • @user-sl9oy3ln8i
    @user-sl9oy3ln8i 13 днів тому +1

    Didinku.bhal
    Lage.tankaka
    Bakataya.anbanga
    Be ver
    Jaysriram❤❤❤❤🎉🎉🎉🎉

  • @kailashswain4735
    @kailashswain4735 13 днів тому +1

    Odia language ku national level re kete priority deichhanti ... yeh khali political drama karuchhanti... blood odiya nuhne ....

  • @SomeSome-rz6kx
    @SomeSome-rz6kx 9 днів тому +1

    Most intelligent and strong personality uncommon BJD leader

  • @panditsing2730
    @panditsing2730 4 дні тому

    Chit fund lone 30%sudh comision mamolare bijay pare pandian ku jail karo, public behal

  • @10subrat
    @10subrat 13 днів тому +1

    There is no different between sister-in-law and son-in-law in orida culture. Both have social status. We are staying in gender equality society. ❤.

  • @DeepakSahoo1986
    @DeepakSahoo1986 13 днів тому +1

    Amit saha for odisha.

  • @sandhyaranimohapatrmohapat8294
    @sandhyaranimohapatrmohapat8294 13 днів тому +1

    22:45