🔵 One-2-One | Erudite Politician & Her Controversy With Aparajita Sarangi

Поділитися
Вставка
  • Опубліковано 22 чер 2023
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha

КОМЕНТАРІ • 692

  • @manthanbrahmapurgm6990
    @manthanbrahmapurgm6990 11 місяців тому +45

    ମନୋରଞ୍ଜନ ବାବୁ ନିଜ ପ୍ରଶ୍ନ ଗୁଡ଼ିକୁ ଶାସକ ଦଳର ଜଣେ ପ୍ରତିନିଧି ରୁପେ ଉପସ୍ଥାପନ ନକରି, ଜଣେ ସାମ୍ବାଦିକ ପ୍ରତିନିଧି ରୁପେ ଉପସ୍ଥାପନା କରିଥିଲେ ଅତି ସୁନ୍ଦର ହୋଇଥାନ୍ତା 🙏

    • @kishorechandrasekharmishra2658
      @kishorechandrasekharmishra2658 11 місяців тому +2

      ଏ ମନୋରଞ୍ଜନ ପୁରା ଆଲୋଚନାରେ ସାମ୍ବାଦିକ କମ୍ ଶଙ୍ଖକର୍ମୀ ଅଧିକ ଲାଗୁଥିଲେ। ନନ୍ଦିଘୋଷ ଟିଭିର ସାମ୍ବାଦିକ ପରି ଲାଗୁଛି। ଆଜିକାଲି ଯେଉଁସବୁ ବିଷୟବସ୍ତୁ ଓ ଯେଉଁ ଭଳି ଲୋକଙ୍କୁ ବସେଇ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି, ଲାଗୁଛି ଯେମିତି କନକଟିଭିର ତା ଅସ୍ତିତ୍ବ ବଜେଇ ରଖିବାକୁ ଯାହାନାଇଁ ତାହା କରୁଛି।

  • @SouravDas-dd5my
    @SouravDas-dd5my 11 місяців тому +162

    ଅପରାଜିତା ମ୍ୟାଡାମ ଆମର ଏଇ ଓଡ଼ିଶାର ପ୍ରକୃତ ନେତା ଓ ମୂଖ୍ଯମନ୍ତ୍ରୀ ହେବା ପାଇଁ ଯୋଗ୍ଯ ଦାବୀଦାର

  • @chandrasekharsethi464
    @chandrasekharsethi464 11 місяців тому +80

    ମନୋରଞ୍ଜନ ବାବୁ ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ପଚାରି ଉତ୍ତର ଆଣିଲେ ଭଲ ହୁଅନ୍ତା।

    • @Bikashvlogsnow
      @Bikashvlogsnow 11 місяців тому +1

      Right

    • @manasswain9915
      @manasswain9915 11 місяців тому

      Why CM didn't came any electronics media last 24 years. I think in future he will not come .

    • @nilupanda3153
      @nilupanda3153 10 місяців тому +1

      Right

    • @rabirm2581
      @rabirm2581 10 місяців тому +1

      Monaranjan babu nka gandi re dam nai

  • @RoutGk123
    @RoutGk123 11 місяців тому +34

    Next CM Aparajita mam 💐💐💐💐💐

  • @prashantakumarmohapatra4341
    @prashantakumarmohapatra4341 11 місяців тому +151

    ମନୋରଂଜନ ବାବୁ ଏ ବିଷୟରେ ନବିନ ବାବୁଙ୍କର ସାକ୍ଷାତକାର ଆଣିପାରିବେକି.....?
    ସେଇଟା ନିହାତିଦରକାର

    • @maheshprasadtiwari6568
      @maheshprasadtiwari6568 11 місяців тому +6

      ତା' ମାଲିକ ତ ନବୀନା ସହ କଥା ହେଇ ପାରୁ ନି ବୋଲି ମନ୍ତ୍ରୀ ହେବା ପାଇଁ ବାଉଳେଇ ହଉଛି

    • @jayadevtarei4256
      @jayadevtarei4256 11 місяців тому +1

      Are ye babu tanka veta paibeni

    • @sdas3359
      @sdas3359 11 місяців тому +1

      Aaeta bhakua ta
      BJD taraf ru rahiki questions karuchi?
      Emti facial expressions kari Aparajita mam nku Qn karuchi jemti kichi bujhi paaruni
      Chi

    • @gangabag1156
      @gangabag1156 11 місяців тому +6

      ମନୋରଞ୍ଜନ ପାଣ୍ଡିଆନ କୁ ଡରୁଛି

    • @choudhurycoding146
      @choudhurycoding146 11 місяців тому +5

      Manoranjan hauchi bjd ra kukura

  • @SouravDas-dd5my
    @SouravDas-dd5my 11 місяців тому +56

    Mam please ଏଇ ଶଶିକଳା ରୂପୀ 5T ନିମ୍ନ ପଦସ୍ଥ ଅଫିସର କୁ ଶୀଘ୍ର ଅତି ଶୀଘ୍ର ଓଡିଶା ରୁ ବିଦା କରି ଓଡଶା ଓ ଓଡିଆ ଲୋକଙ୍କୁ ବଞ୍ଚାନ୍ତୁ

  • @krishnachandramuduly9778
    @krishnachandramuduly9778 11 місяців тому +69

    ମନୋରଞ୍ଜନ ବାବୁ, ବିଜେଡ଼ି ପାଇଁ ଆପଣ ବହୁତ୍ ବ୍ୟସ୍ତ ଥିବା ପରି ଜଣା ପଡ଼ୁଛନ୍ତି, ସତ ସବୁବେଳେ ସତ,

  • @srikantadeepak9698
    @srikantadeepak9698 11 місяців тому +31

    ଯାହା କହୁଛନ୍ତି ଅପରାଜିତା ମାଡାମ ekdam ଠିକ୍

  • @kishorechandrasekharmishra2658
    @kishorechandrasekharmishra2658 11 місяців тому +64

    ଗତକାଲି ଓଟିଭିର ଖୋଲାକଥାରେ ଅପରାଜିତାଙ୍କ ସହ ମନୋରଞ୍ଜନ ମିଶ୍ରଙ୍କ ଆଲୋଚନା ସଵୁଗୁଣରେ ଆପଣଙ୍କ ଆଲୋଚନା ତୁଳନାରେ ଉଚ୍ଚମାନର। ଆପଣଙ୍କ ପ୍ରଶ୍ନାବଳୀ ଓ ପ୍ରଶ୍ନକରିବା ଶୈଳୀ ଦେଖି ଯେକେହି ଭାବିବ ଆପଣ ଏକ ନିର୍ଦ୍ଦିଷ୍ଟ ଲକ୍ଷରେ ଏ କାର୍ଯ୍ୟକ୍ରମ କରୁଥିଲେ। ଲାଗୁଥିଲା ସତେଯେମିତି ଆପଣ ବିଜେଡି ତରଫରୁ ପ୍ରଶ୍ନକର୍ତ୍ତାଥିବାପରି।

    • @SarojBehera-so5iy
      @SarojBehera-so5iy 11 місяців тому +1

      You are Absolutely correct .....

    • @vandemataram7510
      @vandemataram7510 11 місяців тому +1

      ଦାସତ୍ଵ ସ୍ୱୀକାର କରିବାରେ ଏମାନେ ପାରଙ୍ଗମ

    • @maheshprasadtiwari6568
      @maheshprasadtiwari6568 11 місяців тому

      ଗତ ଗୁରୁବାର ଓଟିଭି ରାତି ୧୦ ଟାରେ ମନୋରଞ୍ଜନ ଯୋଷୀ ଖୋଲାକଥା ରେ ଅପରାଜିତା ମେମ୍ ଙ୍କ ସହ ଆଲୋଚନା କରୁଥିଲେ, ମନୋରଞ୍ଜନ ମିଶ୍ର ନୁହେଁ । ଏ ମନୋରଞ୍ଜନ ମିଶ୍ର କନକ ଟିଭି ଏଡିଟର ବିଜେଡି ର ପୋଷା କୁକୁର ।

    • @susantapradhan3545
      @susantapradhan3545 11 місяців тому +1

      Right 👍

    • @aswinibehera7181
      @aswinibehera7181 11 місяців тому +2

      ମନୋରଞ୍ଜନ ଯୋଶୀ ବି କୌଣସି ଗୁଣରେ କମ ନୁହନ୍ତି ଆଜ୍ଞା... ଏଠି ନିରପେକ୍ଷତା ଆଶାକରିବା ବୃଥା.

  • @chandrasekharsethi464
    @chandrasekharsethi464 11 місяців тому +42

    ଓଡ଼ିଶାର ଶଶିକଳା 5t(ତାମିଲ୍/ଠକ)କୁ ଓଡ଼ିଶାରୁ ବିଦା କରି ଓଡ଼ିଶାକୁ ରକ୍ଷା କରନ୍ତୁ।

  • @subhrajyoti7809
    @subhrajyoti7809 11 місяців тому +40

    ବିଧାୟକ ମନ୍ତ୍ରୀ ସବୁ ଶାସନ ଦଳର ଏତେ ମାଇଚିଆ.. ହେ ଜଗନ୍ନାଥ 😢

  • @pradeeppattnayak.1894
    @pradeeppattnayak.1894 11 місяців тому +25

    କନକ ନିଉଜର ଏହି ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଏଥିସମ୍ପର୍କରେ ଡାକି ସାକ୍ଷାତକାର ନେଲେ ବହୁତ ଭଲ ହୁଅନ୍ତା।ଜୟ ଜଗନ୍ନାଥ।

  • @maheshprasadtiwari6568
    @maheshprasadtiwari6568 11 місяців тому +6

    ଅପରାଜିତା ଙ୍କ ଅଭିଯୋଗ ରେ ବିବାଦ କୋଉଠି ଅଛି, ବିଜେଡିର କିଏ ମଧ୍ୟ ଜବାବ ଦେଇ ପାରୁ ନାହାଁନ୍ତି, ଏ ତେଲିଆ ସାମ୍ବାଦିକ ବୁଲେଇ ବଙ୍କେଇ ଫାଲତୁ କଥା କହୁଛି

  • @maheshprasadtiwari6568
    @maheshprasadtiwari6568 11 місяців тому +11

    କାହିଁ ଅପରାଜିତା ମାଡାମ୍ ଆଉ କାହିଁ ଏ ତେଲିଆ ସାମ୍ବାଦିକ, ବିଜେଡିର ଏଜେଣ୍ଟ ହୋଇ ଆସିଛି

  • @prashantakumarmohapatra4341
    @prashantakumarmohapatra4341 11 місяців тому +18

    ପୁରୀକୁ ନେଇ ସମାଲୋଚନା ମିଛ.....
    ଅପରାଜିତା ଙ୍କର ପୁରୀ question was right

  • @aiamoodisha
    @aiamoodisha 11 місяців тому +18

    ମନୋରଞ୍ଜନ ବାବୁ ଯଦି ସଚିବ କାମ କରିବେ ମନ୍ତ୍ରୀ କାହିଁକି ରହିବେ

  • @odishamix7042
    @odishamix7042 11 місяців тому +16

    ମନୋରଞ୍ଜନ ବାବୁ ଏ ବିଷୟରେ ଟିକେ ପାଣ୍ଡୀୟାନ କୁ ଡାକି interview କର ଯେଜଣେ ias ଭାବରେ ବୁଲିବାର କଣ guideline ଅଛି ତ ଗାଣ୍ଡି ତ ଯଦି ଦମ୍ ଅଛି...

    • @rabirm2581
      @rabirm2581 10 місяців тому

      Monaranjan babu ra gandi re dam nai

    • @odishamix7042
      @odishamix7042 10 місяців тому +1

      @@rabirm2581 ଭାଇ ସେ ପରା ପେଳ ଚଟା ଟେ କୁନା ତ୍ରିପାଠୀ ପରି...

    • @laxmanpradhan689
      @laxmanpradhan689 8 місяців тому

      Ye reporting Kari nhanti get pakhara bandha hoi bhoji paribe BJD get re

  • @maniramsabar4263
    @maniramsabar4263 11 місяців тому +9

    ପ୍ରକୃତରେ ଅପରାଜିତା ମେଡମ ବୁଝି ଠିକ କଥା କହୁଛନ୍ତି

  • @sanjayakumarsahoo2866
    @sanjayakumarsahoo2866 11 місяців тому +4

    ମନୋରଞ୍ଜନବାବୁ ଙ୍କ ପ୍ରଶ୍ନ ପଚାରିବା ଭାବଭଙ୍ଗୀ ରୁ ଜଣାପଡୁଛି ସେ କାହା ତରଫରୁ ପ୍ରଶ୍ନ ପଚାରୁଛନ୍ତି

  • @krishnachandramuduly9778
    @krishnachandramuduly9778 11 місяців тому +16

    ନବୀନ ମରିଗଲା ପରେ ନିଜର ବିସ୍ତର ବସ୍ତାନି ବାନ୍ଧି ଓଡ଼ିଶା ଛାଡ଼ି ନିଶ୍ଚୟ ପଳେଇବେ......

  • @akseditor4986
    @akseditor4986 11 місяців тому +40

    You are mam one a woman of best CM candidate in our odisha🙂🙂🙂🙂👍👍👍👍

  • @vandemataram7510
    @vandemataram7510 11 місяців тому +7

    ମନୋରଞ୍ଜନ ବାବୁ,ବିଡ଼ମ୍ବନା ଏହା ଯେ ଆପଣଙ୍କ ପ୍ରଶ୍ନ ରୁ ହିଁ ଜଣାପଡୁଛି ଓଡିଶା ଲୋକ ଆଜି ଦାସତ୍ଵ ସ୍ୱୀକାର କରିସାରିଛନ୍ତି. ଓଡ଼ିଶା କୁ କେହି ଆଉ ବିପର୍ଯ୍ୟୟ ରୁ ରକ୍ଷା କରିପାରିବେ ନାହିଁ. ଭାଗବାନ ହିଁ ସାହା.

  • @fakirmohansahoo2079
    @fakirmohansahoo2079 11 місяців тому +10

    ମନୋରଞ୍ଜନ ବାବୁ ଏ ବିଷୟରେ ଶାସକ ଦଳର ମତାମତ ଲୋଡିଲେ ଭଲ ହୁଅନ୍ତା,ଜୟ ଜଗନ୍ନାଥ 🙏🙏🙏

  • @user-hh9mq7pn9y
    @user-hh9mq7pn9y 11 місяців тому +35

    Its called powder of Education... Lots of respect to u Mam... Mohapravu Lord Jagannath bless you alots

  • @dillipkumar7198
    @dillipkumar7198 11 місяців тому +47

    Valuable conversation....Aparajita sarangi have a good knowledge of buraeucracy and politics.she should be given a chance of CM.we need this type of dynamic personality CM

  • @bimalmishra3240
    @bimalmishra3240 11 місяців тому +7

    Respected Madam, you are 100% right. Pl. Go ahead.

  • @subhrajyoti7809
    @subhrajyoti7809 11 місяців тому +6

    ସୁନ୍ଦର ବାର୍ତ୍ତା 🙏🙏🙏

  • @rajalaxmiprustyrajalaxmipr741
    @rajalaxmiprustyrajalaxmipr741 11 місяців тому +72

    She is very good in personality.... We should give a chance to her as a CM of ours.

    • @LalitkumarPatralucky
      @LalitkumarPatralucky 11 місяців тому +3

      We can but the problem is she is in BJP. BJP controls everything very centrally, we are already atrocised by BJP in inflation, unemployment, heavy taxes and everything. Let's not spoil Odisha. We are peace loving state. Land of jagannath sees no. Discrimination.

    • @BijayalaxmiMajhi-oe5qn
      @BijayalaxmiMajhi-oe5qn 11 місяців тому +2

      Right

    • @swayamsidharth7186
      @swayamsidharth7186 11 місяців тому +6

      @@LalitkumarPatralucky Still Ma'am Aparajita Ji is a deserving candidate and a better candidate for CM of Odisha than Honorable CM Sri Naveen Pattnayak

    • @ashokkumarmishra6789
      @ashokkumarmishra6789 10 місяців тому

      ​@@LalitkumarPatraluckyk
      Iki
      >⁸⁸88⁸8888⁸b e.e.e.e.evvv.r.rb.r.r.r.r.b.dbb.dff.ffb.fbbb
      Bbbbbnnnnnn
      Gnnjh
      Ghnnj
      J
      Ghnnjh
      Jj
      Gh.gj
      Jh
      Gg
      Hh
      J
      J
      Ghh
      J.
      J
      Jjjj
      J
      Jhjj+j
      Jg
      Th Hj
      Jjj
      Jhhhj
      Jjh
      H
      H.gmh
      G.mjj
      Gh
      H
      Gh
      Jg
      Gg
      Ghg.bj
      Gh.g
      G
      H.
      Ghyn--g
      Gh H
      Hj GN j
      Ghj
      Gh
      Gh Hj jh h jh-hn jhhhj hhhhhn
      G.g
      N.y.
      G
      Hmm G.
      J
      H.y
      G
      Ghh Hj.
      -jhh jhhhj hjh jhhhj hh
      H
      Gh h.jh
      Jj
      Jh H
      J
      Gh jh
      Gj
      Gh
      J.h
      H
      H
      H
      H.
      .yj
      H
      Jh hjhhhh jhhhj-jjj jhhhj j
      G
      Jhg
      G
      Gh H
      G
      G
      H.jj
      Jh Hh
      .hh jhhhj hhh---h-h
      Hh jh hhhh jh-hhh-hh.ghhh-gh h-
      -j-h jhhhj hjh---jjj hh j
      Hg
      Gh
      Gg
      Hj gh g
      G
      H
      Gg
      Th jhhhj hhh---h-h jj-jhhhj hhh---h-h h
      Gg
      Jh Hj
      Jh
      H
      H
      J
      Hh-hj jhhhj😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤m l
      L

    • @sanjeebmohanty616
      @sanjeebmohanty616 10 місяців тому +1

      @@LalitkumarPatralucky India is the fastest growing economy in the world. When have you seen employment for all? You will allow Bangladeshi, rohingiya to settle down, will allow to breed 5/ 6 kids per couple and you will search employment? Which govt has provided employment to all in India History? Inflation? Every country in world has seen high Inflation in 2023. Check the world economy. Peace Loving? When Laxamanananda sarswati was killed that is symbol of Peace Loving???
      Heavy taxes? Where is the free meal?
      1. 1 lakh mbbs seats now from 52000
      earlier
      2. 110% increase in Pg medical seats
      3. Free covid vaccine to all
      4 . 7 new AIIMS , many more AIIMS are under construction
      5 . 9 new IIT, 16 new IIIT many new IIMs are built in BJP time
      6. Toilet for poor
      7 . Ujjwala yogana for poor
      8. Digitalisation of different departments
      9 . Everywhere there is touch of change in infrastructure like new roads, new bridges, new railways, high speed trains, airports, ports , electrification
      Where will be money coming from?? Economy has certain principles. We odia are poor as we have not understood this.

  • @saratchandrasahu9837
    @saratchandrasahu9837 11 місяців тому +30

    Salute to Madam.She had explained very nicely.She is very much deserving for CM of Odisha.

  • @RD123.........
    @RD123......... 11 місяців тому +11

    ମନୋରଞ୍ଜନ ନବୀନ ଆଉ ଚାଲିକି ଯାଇ ପାରୁନାହାନ୍ତି କି? ଯଦି ହଁ ତେବେ ଅବସର ନେଇଯାନ୍ତୁ, ଯଦି ନା ତେବେ ଲୋକଙ୍କ ନିକଟକୁ ଯାନ୍ତୁ

  • @debaduttadash1
    @debaduttadash1 11 місяців тому +22

    Thanks to Kanak News for this one-to-one talk.

  • @manasirout7748
    @manasirout7748 11 місяців тому +10

    Aparajita mam next cm

  • @pk-db2vr
    @pk-db2vr 11 місяців тому +11

    Aparajita mam great 👍👍👍👍

  • @bismayakhilar3526
    @bismayakhilar3526 11 місяців тому +14

    Madam ଠିକ୍ କହୁଛନ୍ତି

  • @MrDebendr
    @MrDebendr 11 місяців тому +6

    Salute to aparajita mam

  • @chandrapanda7222
    @chandrapanda7222 11 місяців тому +8

    ଯେଉଁ ତିନି ଦକ୍ଷିଣ ଭାରତୀୟ IAS ଅଫିସର ଙ୍କ ର ଖୋଲା କଥା ରେ ସାକ୍ଷାତ କରାଯାଉ.

  • @Terrible20262
    @Terrible20262 10 місяців тому +4

    ଶ୍ରୀମାନ ପ୍ରତାପ ଜେନା ହେଲେ ଅତି ସରଳ ମଣିଷ ❤

  • @pabitrapattanaik1864
    @pabitrapattanaik1864 11 місяців тому +7

    ପ୍ରିୟ ମନୋରଞ୍ଜନ ବାବୁ,ଆପଣଙ୍କୁ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ରାଣରହିଲା ଦୟାକରି ବିଜେଡି ଦଳର ସମସ୍ତ MLA,ଓ MP ମାନଙ୍କ ନାମ %100 ଗୁପ୍ତ ରଖିବେ ବୋଲି ସେମାନଙ୍କୁ ନିର୍ଭର ପ୍ରତିଶୃତି ଦେଇ 5T ସଚିବ (ପାଣ୍ଡିଆନ )ଙ୍କ କାର୍ଯ୍ୟକଳାପରେ ସେମାନେ କେତେଦୁର ଖୁସି ଵା ଦୁଃଖିତ ସେ ବିଷୟରେ ସେମାନଙ୍କ ମତାମତ ନେଇ ପ୍ରକୃତ ସତ୍ୟକୁ ଆପଣଙ୍କ ମିଡିଆରେ ପ୍ରଚାରକରି ଜଣେ ଦକ୍ଷ ଓ ନିର୍ଭିକ ଉପସ୍ଥାପକ ର ମର୍ଯ୍ୟାଦା ରକ୍ଷ୍ୟା କରିବେ ବୋଲି ଆଶାକରୁଛି l

  • @anitabehera8756
    @anitabehera8756 11 місяців тому +4

    she should be the future CM,if we want to save odisha.

  • @ajayasahu5402
    @ajayasahu5402 11 місяців тому +14

    Absolute true, we strongly condemn this activite of 5t secretary, & BJD, undemocratic, unconstitutional, violation of service code, he should resign & come as elected representative and do this.

  • @iconicindrajit3660
    @iconicindrajit3660 11 місяців тому +9

    hats off to u mam...u r really great n inspiration for all youth of odisha🙏🙏🙏

  • @mamatasamal9889
    @mamatasamal9889 11 місяців тому +3

    You r absolutely right mam....

  • @user-kt2nr4xf1s
    @user-kt2nr4xf1s 11 місяців тому +10

    A sadangi is 100%right.

  • @biswaranjanjena403
    @biswaranjanjena403 11 місяців тому +5

    You are Great Madam, nice presentation

  • @dibakarpanigrahy9369
    @dibakarpanigrahy9369 11 місяців тому +16

    Need of time..... Madam Aparajita ji should be able to become CM of Odisha in the interest of the state.....All the best 👍🙏

  • @bighneshdashmohapatra
    @bighneshdashmohapatra 10 місяців тому +8

    Always Clarity Confidence Credible! What a lady she is. Odisha need to realize it soon.

  • @patelbrothersvlog815
    @patelbrothersvlog815 11 місяців тому +20

    I am damn sure that if our odia people elect him @Aparajita sadangi mam as a Chief minister of Odisha ,Than sure The Odisha is Growing 100 times faster than current, situation,

  • @sontoshkusulia5472
    @sontoshkusulia5472 11 місяців тому +2

    You are right mam

  • @kamalllochan
    @kamalllochan 11 місяців тому +3

    Aparajita madam odisha ra next cm

  • @jyotshnamayeenayak4653
    @jyotshnamayeenayak4653 11 місяців тому +7

    I love your work mam❤

  • @prakashsir4301
    @prakashsir4301 10 місяців тому +2

    Right mam you are supper ❤❤🎉

  • @bulbul9944
    @bulbul9944 10 місяців тому +2

    Aparajita madam is great answering all the question... She is next CM of Odisha...

  • @mranjanbdh6703
    @mranjanbdh6703 11 місяців тому +8

    Manoranjan babu sambadikata Karu nahanti BJD party pain rajaniti karuchonti

  • @bishnupriyadash2437
    @bishnupriyadash2437 11 місяців тому +1

    Madam Aparajita you are best 👍💯 odisha sabu loka janichanti bahut bhala manisa Aparajita next CM odisha i really respect you madam

  • @amarendrabehera1302
    @amarendrabehera1302 11 місяців тому +5

    ମାଡାମ ଆପଣ ଠିକ କହିଛନ୍ତି

  • @drsuchitrapanigrahi3375
    @drsuchitrapanigrahi3375 11 місяців тому +6

    Valuable observation .

  • @samarendrasahoo8310
    @samarendrasahoo8310 11 місяців тому +13

    BJD ru Paisa neiki question karuchha ki,apana Jani nahanti ki RTI report re kn kuhagala

  • @rameshpanda193
    @rameshpanda193 11 місяців тому +4

    କେନ୍ଦ୍ରକୁ ଯାଇ ଆମ ମୁଖ୍ୟମନ୍ତ୍ରୀ କେନ୍ଦ୍ର ର ସବୁ ସର୍ତ୍ତ ମାନି ନେଉଛନ୍ତି ।

  • @harikumar8806
    @harikumar8806 11 місяців тому +4

    Right 👍

  • @ranjankumar3030
    @ranjankumar3030 11 місяців тому

    Maam apanaku salute ...maam apana nku ame mukhyamantri bhabe dekhibaku chahunchu....au ama odisha mati ru liquor bana pls karantu......

  • @rahulk934
    @rahulk934 11 місяців тому +3

    We are standing with Aparaajita madam..

  • @spiralspectrum.5861
    @spiralspectrum.5861 11 місяців тому +2

    Dynamic personality.

  • @SinghRaghunathBHARAT
    @SinghRaghunathBHARAT 11 місяців тому +3

    Madam your standard in administration and politics is too high. You are a great Leader.

  • @user-ff7xn8fv2e
    @user-ff7xn8fv2e 11 місяців тому +3

    Madam is great

  • @hemantkumarsingh1387
    @hemantkumarsingh1387 11 місяців тому +5

    Madam is correct.5T secretary is supposed to work within the jurisdiction of all India service code, what he is doing is beyond his jurisdiction.Action is required against him.

  • @prashantakumarmohapatra4341
    @prashantakumarmohapatra4341 11 місяців тому +5

    କାହାର ବିଶ୍ୱାସ ସମ୍ବିଧାନସମ୍ମତ ହେବା ଦରକାର....

  • @prasantkumardalei1933
    @prasantkumardalei1933 11 місяців тому +3

    Welcome to our new cm aprajita sadangi

  • @bandhubabu2324
    @bandhubabu2324 8 місяців тому

    ଅତି ମହତ୍ୱପୂର୍ଣ ଆଲୋଚନା 🙏!

  • @pkfc3149
    @pkfc3149 10 місяців тому +2

    ମାଗିହାଁ ବିଜେଡି ଏଜେଣ୍ଟ ମନୋରଞ୍ଜନ

  • @chittaranjanpatra8252
    @chittaranjanpatra8252 11 місяців тому +2

    She is deserve for the chief minister
    .

  • @learntogether8344
    @learntogether8344 11 місяців тому +10

    Leader like her required for good politics as well as democracy and odisha peoples

  • @minaketan5562
    @minaketan5562 10 місяців тому

    Medem ଆପଣଙ୍କ ଭାଷଣ ବହୁତ୍ କାମ କମ୍ ମାର ଥାଳି ଜୟ କଳିଯୁଗ ।

  • @truptimayeebarik3936
    @truptimayeebarik3936 11 місяців тому +1

    You rightly speaking madam

  • @naraharimishra7098
    @naraharimishra7098 11 місяців тому +3

    By the way of asking questions Manoranjan Babu has enhanced the dignity of Aparajita Madam.

  • @Soultone_india
    @Soultone_india 11 місяців тому +1

    ଲାଗୁଛି ଯେମିତ manoranjan ବାବୁ ବିଜେଡି ର ଛତ୍ର ଛାୟା ରେ ଅବସ୍ଥିତ

  • @binayakasahu8928
    @binayakasahu8928 11 місяців тому

    Gd decision of my state capital Honourable MP aparajita ji.. always welcome ..ji.. Always namaste aparajita ji.....

  • @lilendrakumrhans
    @lilendrakumrhans 11 місяців тому +1

    କେନ୍ଦ୍ରରେ ରହି କଣ କରୁଛ ବିଜେପି

  • @golakbiharisahoo1110
    @golakbiharisahoo1110 11 місяців тому +2

    Madam is a good leader oh Jay jagannath state

  • @jagannathpanigrahi5286
    @jagannathpanigrahi5286 11 місяців тому +1

    ନିର୍ବାଚନ ହୋଇଛି ନିର୍ବାଚିତ ହୋଇଛନ୍ତି ତାଙ୍କ ଦଳ ଟିକଟ୍ ରେ ଲୋକ ବାଛିଛନ୍ତି। ଏବେ କହିବେ ମୋର କାହାକୁ ପରେ ବିଶ୍ବାସ ନାହିଁ ଜଣକ ଉପରେ ବିଶ୍ଵାସ ଅଛି କହି ଦିଅନ୍ତୁ ମୁକ୍ଷମନ୍ତ୍ରୀ। ଆପଣ ଯେଉଁ ପ୍ରଶ୍ନମାନ ରଖୁଛନ୍ତି ମନେରଖନ୍ତୁ ନିଜେ ମୁକ୍ଷମନ୍ତ୍ରୀ ମନ୍ତ ନିର୍ବାଚିତ ହୋଇଛନ୍ତି। ରାଜ୍ୟଶାସନ ଭଳି ନିଜ ଇଚ୍ଛା ରେ ହେବନାହିଁ।

  • @pinakdas5663
    @pinakdas5663 Місяць тому

    ଆମ vote ଅପରାଜିତା ଙ୍କ ଭଳି ଜ୍ଞାନୀ ପରିଶ୍ରମୀ ଦକ୍ଷ ସ୍ଵାଭିମାନୀ ନେତା ଙ୍କ ପାଇଁ 🎉🎉❤❤

  • @recentmovie123
    @recentmovie123 11 місяців тому +2

    If Aparajita sarangi will become CM definitely Odisha will grow more than present govt.
    This is the time to change

  • @gaganbeharibehera7121
    @gaganbeharibehera7121 11 місяців тому +1

    ପାଣ୍ଡିଆନ ପାଖରେ ଓଡ଼ିଶା ବନ୍ଧା ଆମେ କ'ଣ ସତରେ ଓଡ଼ିଆ ମେଣ୍ଢା

  • @udayabmohapatra845
    @udayabmohapatra845 11 місяців тому +1

    You are absolutely right Manaranjan sir

  • @sanjulatadei3337
    @sanjulatadei3337 11 місяців тому +1

    EXCELLENT NEWS #ODISHA #INDIA

  • @taranisensutar8065
    @taranisensutar8065 11 місяців тому +9

    Madam Aprajitaji has vast experience in public administrative rule and regulations,so that if we the voters of odisha se her as a C.M.of odisha ,I have strong faith in me 90% corruption will be disappeared,as a result the people under proverty line will be benefited.

  • @sujatapatnaik5421
    @sujatapatnaik5421 11 місяців тому +3

    Finally! Like the delayed Monsoon, some welcome rain!🤪Jiyo Aparajita 🙏❤️

  • @rajkishorepatnaik2912
    @rajkishorepatnaik2912 11 місяців тому +2

    Your excellent madam

  • @prafullpal8878
    @prafullpal8878 10 місяців тому

    ସମ୍ବିଧାନ ବିଷୟରେ ଜନପ୍ରତିନିଧି ମାନଙ୍କ ଠାରୁ ପ୍ରଶାସନିକ ଅଧିକାରୀ ଅଧିକ ଜାଣିଛନ୍ତି।

  • @khusi_musicworld
    @khusi_musicworld 10 місяців тому +1

    We support her .....just listen her speech peacefully.....it's real....

  • @AshokKumar-ct7ot
    @AshokKumar-ct7ot 11 місяців тому +1

    Right madam

  • @sivacharana3867
    @sivacharana3867 11 місяців тому

    ଗଣଶିକ୍ଷା ବିଭାଗରେ ସଚିବ ଥିବାବେଳେ ବିଭାଗର ଘୋଷଣା ମନ୍ତ୍ରୀ ନ କରି ନିଜେ କରୁଥିଲେ ।

  • @subhasinirout9542
    @subhasinirout9542 11 місяців тому +2

    ମନୋରଞ୍ଜନ ବାବୁ ,ଦୟାକରି ଥରେ ମୁଖ୍ୟମନ୍ତ୍ରୀ ଙ୍କ ସାକ୍ଷାତ କାର ଥରେ କରନ୍ତୁ ।ଆମେ ସମସ୍ତେ ଖୁସି ହେବୁ

  • @shototodoroki9055
    @shototodoroki9055 3 місяці тому

    Very good madam
    Definitely you will wine the race
    Future' CM

  • @clearconcept9379
    @clearconcept9379 11 місяців тому +1

    Madam is the best.

  • @brahmanandadas9164
    @brahmanandadas9164 10 місяців тому

    Nice conversation

  • @srimayeemansingh6197
    @srimayeemansingh6197 11 місяців тому +1

    ଏଇଟା ଵିଜେଡି ଦଲାଲ
    ଆରେ ମୁର୍ଖ ମୁଁ ଯଦି ଚାକିରୀ କରି ରାଜନୀତି କରି ପାରିଵିକି

  • @AryaSenapati733
    @AryaSenapati733 11 місяців тому +1

    ସମ୍ବିଧାନକୁ ସଦାସର୍ବଦା ସମ୍ମାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

  • @nrusinghacharanadash4036
    @nrusinghacharanadash4036 2 місяці тому +1

    ମନୋରଞ୍ଜନ ବାବୁଏଥରଵିଜେପି

  • @reenaappat2790
    @reenaappat2790 11 місяців тому +1

    Namaskar thanku madam

  • @prafullpal8878
    @prafullpal8878 10 місяців тому

    ସମ୍ବିଧାନ ବିଷୟରେ ଜନପ୍ରତିନିଧି ମାନଙ୍କର ଧାରଣା ପାଇଁ ରାଜ୍ୟ ଓ କେନ୍ଦ୍ରରେ ତାଲିମ ବ୍ୟବସ୍ଥା କରାଯାଉ।