🔵 SUPER EXCLUSIVE Interview With BJD Leader VK Pandian

Поділитися
Вставка
  • Опубліковано 17 тра 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/channel/0029Va9q...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    WhatsApp: whatsapp.com/channel/0029Va9q...
    #KanakNews #Odisha #VkPandian

КОМЕНТАРІ • 1,2 тис.

  • @chandanodia6815
    @chandanodia6815 Місяць тому +87

    ମୁଁ ବୁଝି ପାରୁନି...!!
    ବିଜେଡ଼ି ର ଷ୍ଟାର୍ ନବୀନ ଙ୍କୁ ହରେଇବା ପାଇଁ
    bjp ର କାହିଁରେ କଣ କସରତ
    3 ଥର ମୋଦିଙ୍କ ଆଗମନ
    ଅମିତ ସାହ ଙ୍କ ଆଗମନ
    ଜେପି ନଡ୍ଡା ଙ୍କ ଆଗମନ
    ପୁଣି 4 ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଆଗମନ
    ଏଥିରୁ ବୁଝାପଡୁଛି ନବୀନ ଙ୍କ ପ୍ରତି ଓଡିଶା ବାସୀ ଙ୍କ ଭଲପାଇବା
    jai bjd
    jai naveen❤

  • @Ashokmartha239
    @Ashokmartha239 Місяць тому +130

    ନା କେବେ ଥକିଛନ୍ତି, ନା କେବେ ଅଟକିଛନ୍ତି। ନୂଆ ଓଡ଼ିଶା ନିର୍ମାଣର କାରିଗର ସାଜି ଦିନରାତି ଓଡିଶାବାସୀଙ୍କ ସେବାରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

    • @suryakantasahoo5526
      @suryakantasahoo5526 Місяць тому +7

      Satare se kebe thaki nahanti ki bishan sava Banda kari nahanti ki luchi ki ghare basi nahanti. se ta sabu bele buluchanti hele pandian avijoga suni Baku Jai nahi kebe

    • @sudhansupanda482
      @sudhansupanda482 Місяць тому +3

      Khani, jami, pani, Bali,sesare Shree Jagannath nka Shree Ratna bhandaru bi targete

    • @ramakantasahoo7844
      @ramakantasahoo7844 Місяць тому +2

      Great leader Nabin Pattnaik 💚🙏

    • @krushisanchar8166
      @krushisanchar8166 Місяць тому +2

      Banda chhodichanti..

    • @SSDASH-kq6tl
      @SSDASH-kq6tl Місяць тому

      Qa​@@sudhansupanda482

  • @bbhabanipatra4018
    @bbhabanipatra4018 Місяць тому +35

    The Man Behind of Odisha......
    The Man Behind of Transparency.......but Sir u r passing the fire test with all ur might......
    Sir God will bless u.....
    🙏🙏🙏🙏🙏

  • @indiradas2104
    @indiradas2104 Місяць тому +11

    ପାଣ୍ଡିଆନ ସାର ବିଜେଡି ଦଳରେ ଯୋଗ ଦେବା ପରଠାରୁ ବିଜେଡି ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି।

  • @jyotisahu621
    @jyotisahu621 Місяць тому +77

    ନବୀନ ବାବୁ ! ଆପଣ, ମାଟିର ମହାନାୟକ... ଆମ ଓଡିଶାର ସ୍ୱାଭିମାନ ଓ ଅଭିମାନର ପ୍ରତୀକ ।

  • @KAJALSETHI-tl8ho
    @KAJALSETHI-tl8ho Місяць тому +48

    ଓଡ଼ିଶାର ଉନ୍ନତି, ପ୍ରଗତିର ବାହକ ବିଜେଡି। ପରିବର୍ତ୍ତନର ଏ ପ୍ରବହମାନ ଧାରାରେ ଓଡ଼ିଶାବାସୀଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆଶୀର୍ବାଦ ପାଇ ସେବା କରି ଆସିଛି ଦଳ । ଆଗକୁ ମଧ୍ୟ ଏ ଅଭିଯାନ ଜାରି ରହିବ... ଏହା ପ୍ରତି ସଦସ୍ୟଙ୍କ ସଙ୍କଳ୍ପ

  • @DEEPSANDAS
    @DEEPSANDAS Місяць тому +55

    ଆସାମର ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସରକାରୀ ପ୍ରୋତ୍ସାହନ ସେମାନଙ୍କ ପାଇଁ ସ୍ବପ୍ନ କିନ୍ତୁ ହେମନ୍ତ ବିଶ୍ବ ଶର୍ମା କହୁଛନ୍ତି ଓଡ଼ିଶାକୁ ୧ନଂ ରାଜ୍ୟ କରିବା ଏହା ଏକ ହାସ୍ୟାସ୍ପଦ ର ବିଷୟ।

  • @DEEPSANDAS
    @DEEPSANDAS Місяць тому +30

    ଓଡ଼ିଶାବାସୀଙ୍କ ପାଖରେ ଭୋଟ ମାଗିବା ପାଇଁ ବିଜେପି ଦଳର କୋୖଣସି ଗୋଟିଏ ମଧ୍ୟ ପ୍ରସଙ୍ଗ ନାହିଁଁ। ସେଥିପାଇଁ କେନ୍ଦ୍ର ବିଜେପି ଦଳର ଅକର୍ମା ତୁଙ୍ଗ ନେତା ମାନେ ଆସି ମନଇଛା ନାହିଁ ନଥିବା ବିଭ୍ରାନ୍ତିକର ମିଛ ଭାଷଣବାଜି କରୁଛନ୍ତି।

  • @Sonamuduli-
    @Sonamuduli- Місяць тому +76

    ଓଡ଼ିଶାର ଜନତା ସୁଖରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଓଡ଼ିଶାବାସୀଙ୍କୁ ଭଲରେ ରଖିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କରନ୍ତି ଚେଷ୍ଟା।

    • @koshlimoujchannel5975
      @koshlimoujchannel5975 Місяць тому +9

      Tar buar banda karuchhe

    • @com.3126
      @com.3126 Місяць тому

      Tui Karide​@@koshlimoujchannel5975

    • @rabindrakumarrout4100
      @rabindrakumarrout4100 Місяць тому

      ​@@koshlimoujchannel5975 illiterate ଭଳି ଅଭଦ୍ର ଭାଷାରେ comments ଦେଉଛୁ। ବୋଧେ ତୋର parents ତୋତେ ପାଠାଇବା ପଢାଇ ନାହାଁନ୍ତି । ତୋତେ illiterate କରି ରଖିଛନ୍ତି ତେଣୁ ତୁ ଏହି ଭଳି behave କରୁଛି।

    • @satyabratmahalik7237
      @satyabratmahalik7237 28 днів тому

      BJP bala kebe helebi santire rahiparibe nahin odisare sabubele asanti​@@koshlimoujchannel5975

  • @suhana13228
    @suhana13228 Місяць тому +59

    ହଟିଛି ଅଭାବ, ବଦଳିଛି ଜୀବନ । ଗରିବ, ଅସହାୟଙ୍କ ସାଥିରେ ଅଛନ୍ତି ନବୀନ । ଜନ୍ମରୁ ଜୁଇ, ବିଜେଡି ଚାଲେ ଜନତାଙ୍କ ସାଥି ହୋଇ ।

  • @MahapatraRanjet123
    @MahapatraRanjet123 Місяць тому +17

    ଶଙ୍ଖ ଚିନ୍ହରେ ଦୁଇ ଥର ଭୋଟ କରନ୍ତୁ...ବା...ଶଙ୍ଖ ଚିନ୍ହରେ ଦୁଇ ଥର ସୁଇଚ ଦବାନ୍ତୁ
    PROUD OF YOU PANDIAN SIR

  • @DEEPSANDAS
    @DEEPSANDAS Місяць тому +21

    ଓଡ଼ିଶାରେ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ବଡ଼ ବଡ଼ ବାହାସ୍ପଟ ଭାଷଣବାଜି କରୁଛନ୍ତି ହେଲେ ନିଜ ରାଜ୍ୟ ଆସାମ ର ଅବସ୍ଥା ଏବଂ ଶାସନ ପ୍ରଣାଳୀ ସଂକଟାପନ୍ନ।

  • @Buddhi118
    @Buddhi118 Місяць тому +21

    ସେ ଏ ଜାତିର ଜନନେତା, ମାଟିର ସେବକ, ନୂଆ ଓଡିଶାର କାରିଗର... ଜନସେବାକୁ ପରମ ଧର୍ମ ଭାବିଥିବା ମହାନ ମୁଖ୍ୟମନ୍ତ୍ରୀଙ୍କ ବିକଳ୍ପ ନାହିଁ...

  • @RinaRath701
    @RinaRath701 Місяць тому +57

    ସେ ଖାଲି ନେତା ନୁହଁନ୍ତି ସେ ଜନଗଣର ନେତା । ନୀତି-ନୈତିକତାର ନିଦର୍ଶନ । ଆମ ମୁଖ୍ୟମନ୍ତ୍ରୀ, ସବୁଥିରେ ନମ୍ବର ୱାନ୍ ।

    • @user-un3wn1cp2b
      @user-un3wn1cp2b Місяць тому +4

      Bala neta

    • @jayjagannth5269
      @jayjagannth5269 Місяць тому

      Ha😅😅

    • @commonman5937
      @commonman5937 Місяць тому

      Pagal kukur kamudile emiti kuhanti

    • @allin_oneshorts
      @allin_oneshorts Місяць тому

      Are bhai pandia bite dauchi.. Mukhyamantri nuha.. Tume bjd ra kukura mane pandia ku mukhyamantri bhabisarilani

    • @invest_n_earn
      @invest_n_earn Місяць тому

      Odisa ra bahut kukura achhanti , Tamil hatate Orissa ku bikibe

  • @pupulpatra
    @pupulpatra Місяць тому +34

    ଆମର ଜୀବନ ରକ୍ଷା ପାଇଁ ଆମ ପାଖରେ ଅଛନ୍ତି ରାଜ୍ୟ ସରକାର, ଏହାକୁ କୁହନ୍ତି BJD ସରକାର।

  • @santoshkumarbehera2810
    @santoshkumarbehera2810 Місяць тому +52

    ଛତିଶଗଡର କଥାଟା ପୁରା ଶତ ଯାହାବି କରୁଛନ୍ତି ପଣ୍ଡିୟନ୍ ସାର୍ ଭଲ ହିଁ କରୁଛନ୍ତି ।

  • @RAJENDRAMAHAPATRA-ph5ou
    @RAJENDRAMAHAPATRA-ph5ou Місяць тому +45

    ଜନତାଙ୍କ ପାଇଁ ଯାହାଙ୍କ ଜୀବନ ଉତ୍ସର୍ଗୀକୃତ । ଜନକଲ୍ୟାଣ ପାଇଁ ସେବାରେ ଯିଏ ସମର୍ପିତ... ସିଏ ହିଁ ଜନନେତା, ଜନନାୟକ ।

    • @invest_n_earn
      @invest_n_earn Місяць тому

      Bahut seva karichhi BJD . SO all young star in Surat . Pandian IAS officer but ete ete money kauthu anila

    • @smrutirekhabehera7453
      @smrutirekhabehera7453 21 день тому

      Patha padhilani surat Jai nathnta ..chali na jani bata ra dosa

  • @TitiRa15
    @TitiRa15 Місяць тому +54

    ସେ ସ୍ରଷ୍ଟା, ଜନତାଙ୍କ ସେବା ପାଇଁ ତାଙ୍କର ସବୁତକ ସୃଷ୍ଟି ଅଦ୍ୱିତୀୟ, ଅକଳ୍ପନୀୟ... ଯାହାକୁ ଏ ମାଟି, ଏ ଓଡିଶାବାସୀ କେବେ ଭୁଲି ପାରିବେନି ।

  • @Spandan643
    @Spandan643 Місяць тому +27

    ରାଜା ସିନା ପୂଜା ପାଏ ଆପଣା ଦେଶରେ
    ଜ୍ଞାନୀ ପୂଜା ପାଉଥାଏ ଦେଶ ବିଦେଶରେ।
    Kejriwal, Pandian ଙ୍କ ପରି ଶିକ୍ଷିତ ଲୋକ ରାଜନୀତି କୁ ଆସିଲେ ଦେଶ ର ଉନ୍ନତି ହେବ।
    ମୂର୍ଖ , ମିଛ କହୁଥିବା ଅଶିକ୍ଷିତ ଲୋକ କ୍ଷମତା ପାଇଲେ ଦେଶ ନିମ୍ନ ଗାମୀ ହେବ,ଯାହା ପ୍ରକୃତ ଶିକ୍ଷିତ ଲୋକ ବୁଝି ପାରିବେ।
    Love and respect for one of the best IAS of INDIA who is dedicatedly working for our State MR VK Pandian ❤.

    • @jayjagannath-Puri123
      @jayjagannath-Puri123 Місяць тому +5

      Odisha re tahele kehi sikhita nahanti😂😂😂😂

    • @POLICEMITRA-qx4hb
      @POLICEMITRA-qx4hb Місяць тому +2

      Bhai bode odisha ra nuhe..

    • @vihaanr2480
      @vihaanr2480 Місяць тому +3

      Kou duniyare emane banchuchanti Kejani😁. Ajika date re jhia aau pua saman. Jhiamane b puanka saha tala dei progress karichalichanti. So jwain aau bohu b same marjyada ra. Pandiannka wife Odia jhia, ias hisabare b 25 years hela semane Odishare kama karichanti. Supreme Court b jhia manananku same adhikar deichanti nija ghara upare. It’s upto their choice they will settle in their work field and his wifes motherland.And moreover all over country, Citizenship act laguheichi. So everybody is Indian and one can choose his work field anywhere may it be political .

    • @shaiili6204m
      @shaiili6204m Місяць тому +1

      ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆମ ଓଡ଼ିଶା ର ବିକାଶ। Naveen babu and Pandian ଙ୍କ ପାଇଁ ବହୁତ ପ୍ରଗତି ହେଉଛି। Pandian is one of the best IAS officer ,ତ ସିଏ BJD ପାଇଁ ପ୍ରଚାର କଲେ ଗର୍ବ ର କଥା। ଆଛା ଅଳ୍ପ ପାଠ ପଢିଥିବା କଳାକାର ଆଉ BJP ନେତା ବାହାରୁ ଆସି ପ୍ରଚାର କରି ଲେ ଭଲ??BJD ପାଇଁ ଜଣେ Intelligent and ଯୋଗ୍ୟ IAS ପ୍ରଚାର କଲେ problem!!ଅପରାଜିତା ବିହାରୀ but କିଛି କେହି କହୁଛନ୍ତି??ସେଇ Pandian ଖାଲି BJP re ଥାନ୍ତେ , ତାଙ୍କୁ କେତେ ଉପରେ ରଖି ସେଇ BJP ପ୍ରଚାର କରିଥାନ୍ତେ।
      BJP Development agenda re ପ୍ରଚାର କରିପାରିବନି , ଆଉ ସବୁବେଳେ ଲୋକ ଙ୍କ ମନରେ Pandian nka ପ୍ରତି ବିଷ ଭାରିବ । But ବୁଦ୍ଧିମାନ ଆଉ ସଚ୍ଚୋଟ ଓଡ଼ିଆ ଓଡ଼ିଶା ର ବିକାଶ କୁ ପ୍ରାଥମିକତା ଦେଇ Naveen babuଙ୍କୁ ହିଁ Support କରିବ।

    • @Dailylife-zz4bw
      @Dailylife-zz4bw Місяць тому

      Chhi..

  • @debasishtripathy8457
    @debasishtripathy8457 Місяць тому +69

    ପ୍ରଭୁ ଜଗନ୍ନାଥ ଙ୍କ ରତ୍ନ ଭଣ୍ଡାର ଚାବି କଣ ହେଲା

  • @GOPALBEHERA-iw3fl
    @GOPALBEHERA-iw3fl Місяць тому +74

    ସେ ବିକାଶର ବିନ୍ଧାଣୀ, ନୂଆ ଓଡିଶାର ନିର୍ମାତା । ତାଙ୍କ ପାଇଁ ସମୃଦ୍ଧିର ଶିଖର ଛୁଇଁଲାଣି ଓଡିଶା, ଭାରି ଖୁସି ଉତ୍କଳର ଜନତା...

  • @jyotisahu621
    @jyotisahu621 Місяць тому +44

    ଉନ୍ନତିର ଆଶାଟିଏ, ବିଶ୍ୱାସର ଘର... ଭରସାର ନେତାଟିଏ, ସଭିଙ୍କ ନିଜର... ନବୀନ ! ପ୍ରତିଟି ଓଡିଆଙ୍କ ସାହସ, ଶକ୍ତି ଓ ଉନ୍ନତିର ଉର୍ଜା ।

    • @Scrollingtime99767
      @Scrollingtime99767 Місяць тому +4

      ହଁ ସେଇ ସାହାସ ନବୀନ ପଟ୍ଟନାୟକ କୁ ଓଡ଼ିଆ ପଢି ଆସିନି କି କହି ଅସିନି । ଦୁଃଖ ସୁଖରେ ସେ ଆମ କଥା ମଧ୍ୟ ବୁଝିବାକୁ ଅସନ୍ତିନି କେବଳ ନିର୍ବାଚନ ସମୟ ରେ ଆସନ୍ତି ପ୍ରଚାର ପାଇଁ ତାଙ୍କ ପ୍ରିୟ ତାମିଲ (pandian) ସହିତ। ଆଉ କେବେ ସୁଧୁରିବା ଯେବେ ଆମ ସଂସ୍କୃତି ଓ ଭାଷା ମାଟିରେ ମିଶିଯିବ।

    • @financeguruabinash
      @financeguruabinash Місяць тому

      om fo

    • @samiracharya1455
      @samiracharya1455 Місяць тому

      Bhai kete neicha😂😂

    • @financeguruabinash
      @financeguruabinash Місяць тому

      Om fo

    • @smrutirekhabehera7453
      @smrutirekhabehera7453 21 день тому

      ​@@samiracharya1455comments pai kete neicha tane

  • @pattanayakbabu559
    @pattanayakbabu559 Місяць тому +22

    VK pandian is a very helpful and kind person. His name starts with V which means Victory....

  • @sujitsahoo1226
    @sujitsahoo1226 Місяць тому +17

    ବିରୋଧୀ ଦଳ ଗୁଡିକର କୌଣସି ଷଡଯନ୍ତ୍ର ନବିନ ବାବୁଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବାଋ ଅଟକେଇ ପାରିବେ ନାହିଁ ।

  • @RAJENDRAMAHAPATRA-ph5ou
    @RAJENDRAMAHAPATRA-ph5ou Місяць тому +56

    କଥା ନୁହେଁ କାମରେ ବିଶ୍ବାସ କରୁଥିବା ବଳିଷ୍ଠ ବ୍ୟକ୍ତିତ୍ୱ। ଉନ୍ନତି ପାଇଁ ତାଙ୍କ ଭିତରେ ଉଦ୍ୟମର ଅସୀମ ଉର୍ଜା... ନୂଆ ଓଡ଼ିଶା ନିର୍ମାଣ, ଲୋକସେବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ କେବେ ସ୍ପର୍ଶ କରିପାରେ

    • @NewsKaBhai5594
      @NewsKaBhai5594 Місяць тому +4

      ନବୀନ ଜିତିବ Don't worry be happy ❤️❤️🥰❤️

    • @NewsKaBhai5594
      @NewsKaBhai5594 Місяць тому +4

      ନବୀନ ଜିତିବ Don't worry be happy ❤️❤️🥰❤️

    • @MovieTrailer666
      @MovieTrailer666 Місяць тому

      Hann Bhai ....au pandu asi to ghare genhi ki jibo au 3 ta chua bi baharibo maa giha sala madarchod ....... Kahuchi nabin asibo ...... Tamil ghare to maa soichi dekhibu Jaa sala 😂😂😂😂

    • @financeguruabinash
      @financeguruabinash Місяць тому

      Om fo

  • @GOPALBEHERA-iw3fl
    @GOPALBEHERA-iw3fl Місяць тому +58

    ସାଢେ ୪ କୋଟି ଓଡିଆଙ୍କ ଆଶା, ବିଶ୍ୱାସ, ଭରସାର ଡାକ ନବୀନ । ପ୍ରତି ପରିବାରର ପୁଅ ନବୀନ । ପୂରା ଓଡିଶାବାସୀଙ୍କୁ ନିଜ ପରିବାର ଭାବୁଥିବା ମୁଖ୍ୟମନ୍ତ୍ରୀ ସେମାନଙ୍କ ସେବା, ଯତ୍ନ ଓ ସୁରକ୍ଷା ପାଇଁ ସର୍ବଦା ସଜାଗ ।

    • @financeguruabinash
      @financeguruabinash Місяць тому

      To bou bia bjd mghia chodi hauchi to gandire rod pureidebi

    • @gangodisha7396
      @gangodisha7396 22 дні тому

      Tote bodhe ghare Basia kahibaku deuthila mc 🤣🤣

  • @pitambarpradhan6348
    @pitambarpradhan6348 Місяць тому +12

    ଧରମା ବହୁତ ବଡ଼ ମିଛୁଆ ଆଉ ଜଣେ ମିଚ୍ଛେଇ

    • @ranjansamal4782
      @ranjansamal4782 Місяць тому

      Jahau odisa jane sachot byaki paichhanti au sabu odisha ra neta mane sabu chhor kia kan bela asile bujhibe

    • @ranjansamal4782
      @ranjansamal4782 Місяць тому

      Kanak news tama somya babu tharu entervu nio se kan kahibe nadariki chup rahibe nahele oew sabu palei asibe

  • @DEEPSANDAS
    @DEEPSANDAS Місяць тому +5

    ଗୃହମନ୍ତ୍ରୀ ଅମିତ୍ ଶାହା ସେ କେନ୍ଦ୍ର ବିଜେପି ଦଳର ଚାଣକ୍ୟ ସେ ଯେଉଁ ରାଜ୍ୟକୁ ଯାଉଛନ୍ତି ଡାହାମିଛ କପଳକଳ୍ପିତ ତଥ୍ୟ ବିହୀନ ବିଭ୍ରାନ୍ତିକର ଭାଷଣବାଜି କରି ପ୍ରମାଣିତ କରୁଛନ୍ତି ଯେ ସେ କେନ୍ଦ୍ର ବିଜେପି ଦଳର ବହୁତ ବଡ଼ ବାହାପିଆ ବଦ୍ଧପାଗଳ।

  • @RinaRath701
    @RinaRath701 Місяць тому +51

    ସେ ଯୁବପିଢିଙ୍କ ଆଦର୍ଶ, ମହିଳାମାନଙ୍କ ଶକ୍ତି ଓ ସାହସ । ଏନ୍ତୁଡିଶାଳରୁ ମଶାଣୀ ଯାଏଁ ଜନତାଙ୍କ ସେବା, ସୁବିଧା କରି ସେ ପାଲଟିଛନ୍ତି ଏ ମାଟିର ମହାନ ସେବକ ।

  • @RajaNaik545
    @RajaNaik545 Місяць тому +62

    ମୁହଁରେ ସଦା ସ୍ମିତହାସ୍ୟ, ମନ ଶାନ୍ତନିଷ୍ଠ । ଓଡିଶାର ଉନ୍ନତି ପାଇଁ ଆତ୍ମମଗ୍ନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିରଳ ଜନନେତାଙ୍କୁ ପାଇ ଓଡିଶା କରୁଛି ଜୟଗାନ ।

    • @suryakantasahoo5526
      @suryakantasahoo5526 Місяць тому +2

      Tame kebe dekhicha ki tanka muha ? Karana bidhayak Mane ta kebe Jai nahanti but sure tame Jai dekhicha nanka muha

    • @satya-gx2ht
      @satya-gx2ht Місяць тому +3

      ବାଳ ନା

    • @bhaktipriyac6507
      @bhaktipriyac6507 Місяць тому +4

      ପାଣ୍ଡୁ ର ବଣ୍ଡ ଚଟା ଏଇ ଭଳି କେତେ ମାହା ଗିହଁ ଅଛନ୍ତି ସେଇଥି ପାଇଁ ଏଇ ଖଣ୍ଡି ଓଡିଆ ଛି ଛି ଛି

  • @ompriyabehera3368
    @ompriyabehera3368 Місяць тому +28

    ମୋତେ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି ଯେ ଗୋଟେ ବି କମେଣ୍ଟ ପାଣ୍ଡିଆନ ବିରୁଦ୍ଧ ରେ ନାହିଁ !!

  • @narayanbehera1373
    @narayanbehera1373 Місяць тому +19

    ବିକାଶ ପାଇଁ ନିଶ୍ଚିତ ଭାବରେ ପୁଣିଥରେ ବାଜିମାତ କରିବ ବିଜୁ ଜନତା ଦଳ।

  • @pupulpatra
    @pupulpatra Місяць тому +30

    5T ଅଧ୍ୟକ୍ଷ ଙ୍କ ପାଖରେ ଯେଉଁ ଚେଲେଞ୍ଜ ନେଇ କାର୍ଯ୍ୟ କୁ ସଠିକ ସମୟରେ ବାସ୍ତବ ରୂପ ଦେବାର ଯେଉଁ ଦକ୍ଷତା ତାହା ଆଉ କାହା ପାଖରେ ନାହିଁ l

  • @anmayeedas4839
    @anmayeedas4839 Місяць тому +5

    ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ଲକ୍ଷ୍ୟ ରେ ଭିକେ ପାଣ୍ଡିଆନ ବାବୁ

  • @anmayeedas4839
    @anmayeedas4839 Місяць тому +30

    ନବୀନ ପଟ୍ଟନାୟକଙ୍କ କାମ ସବୁବେଳେ କଥା କୁହେ।କିନ୍ତୁ ବିରୋଧୀ ଙ୍କ ପାଖରେ କିଛି ପ୍ରସଙ୍ଗ ନାହିଁ।ଅଯଥା ରେ ଲୋକଙ୍କୁ ମିଛ କହି ଭୁଆଁ ବୁଲାଉ ଛନ୍ତି।

  • @sukantitripathy4496
    @sukantitripathy4496 Місяць тому +12

    Navin Babu nka Swochha sasan aga re birodhii nka sadajantra akami hoi jiba

  • @kumarsunills3377
    @kumarsunills3377 Місяць тому +13

    Love you sir

  • @TitiRa15
    @TitiRa15 Місяць тому +40

    ସେ ବିପର୍ଯ୍ୟୟ ମୁକାବିଲାର ମାଷ୍ଟରପ୍ଲାନର । ସେ ସାହାଭରସା ଓ ସାହସ ସାଢେ ୪ କୋଟି ଓଡିଶାବାସୀଙ୍କର... ନବୀନ ! ନାଁ ହିଁ ଯଥେଷ୍ଟ...

  • @lalitakantabehera6757
    @lalitakantabehera6757 Місяць тому +10

    ❤❤❤❤❤ great vk Pandian sir great jay bjd jay naveen babu ki jay

  • @pupulpatra
    @pupulpatra Місяць тому +11

    ନିଜର ଶାସନ ବ୍ୟବସ୍ଥା ବଳରେଓଡିଶା ବାସୀଙ୍କୁ ପାଖରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବନୀନ ପଟ୍ଟନାୟକ ଅଧିକ ସଂଖ୍ୟାରେ ଆସନ ଜୟଲାଭ କରିବ l

  • @suhana13228
    @suhana13228 Місяць тому +19

    ସେ ସମୃଦ୍ଧି ପୁରୁଷ, ସେ ସବୁ ସମସ୍ୟାର ସମାଧାନ, ସେ ହିଁ ସବୁ ସଫଳ ସୃଷ୍ଟିର ସ୍ରଷ୍ଟା । ଐତିହ୍ୟରୁ ଉଦ୍ୟୋଗ, କ୍ରୀଡାରୁ କୃଷି, ଶିକ୍ଷାରୁ ସ୍ୱାସ୍ଥ୍ୟ । ସବୁଠି ଲୋକଙ୍କ କଲ୍ୟାଣ ପାଇଁ ନବୀନଙ୍କ ପ୍ରୟାସ ।

  • @Ashokmartha239
    @Ashokmartha239 Місяць тому +19

    ତାଙ୍କ ଉଦ୍ୟମ ପାଇଁ ଓଡିଶା ଆଜି ବିଶ୍ୱବିଦିତ, ସାରା ଦେଶରେ ଶ୍ରେଷ୍ଠ । ଓଡିଶା ଆଜି ଅଭାବୀରୁ ପ୍ରଭାବୀର ପରିଚୟ ପାଇଛି କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଦମ୍ୟ ଉଦ୍ୟମ ପାଇଁ... ତେଣୁ ତ ତାଙ୍କ ମଥା ଉପରେ ଆଶିର୍ବାଦ ଅଜାଡି ଦେଉଛନ୍ତି

  • @Manas_Kumar_Rana_
    @Manas_Kumar_Rana_ Місяць тому +7

    Thank you Naveen Patnaik sir 🙏❣️

  • @narayanbehera1373
    @narayanbehera1373 Місяць тому +30

    ବିଜେଡି ଲୋକପ୍ରିୟ ଥିଲା ଅଛି ଆଉ ରହିବ ମଧ୍ୟ।

    • @subhrajittripathy2972
      @subhrajittripathy2972 Місяць тому +2

      BJD hataooo... Pandu Hataoo Odisha Bachaoo....

    • @narayanbehera1373
      @narayanbehera1373 Місяць тому

      @@subhrajittripathy2972 ପଦ୍ମ ହଟିବ

    • @subratkumar501
      @subratkumar501 Місяць тому

      Hau bjp sarkar kale sei jodi shanka lungi pindhi phunkiba

    • @financeguruabinash
      @financeguruabinash Місяць тому

      @@narayanbehera1373 to bou bia bjd hatiba chup mg

    • @narayanbehera1373
      @narayanbehera1373 29 днів тому +1

      @@financeguruabinash ଯାହା ପାଖରେ ବାପା ର ପରିଚୟ ନ ଥିବ ସେ ମାଆ ର ସମ୍ମାନ କଣ ଜାଣି ନ ଥିବ ।

  • @rajkishorpadhan9584
    @rajkishorpadhan9584 Місяць тому +13

    BAHUT BADHIYA SIR ODISHA KO NEXT LEBEL PANDIAN SIR ❤ U V.K SIR 🎉🎉🎉🎉🎉🎉.HAM TUMHARE SATH HUN SIR JAY B J D ❤ U

  • @shark4sk
    @shark4sk Місяць тому +4

    Politics aside...One thing we have to appreciate is ...Pandian speaks better Odia than CM...also i was there in Chennai for 5-6 Years could not learn even 5% of Tamil..but this guy is speaking almost good Odia...

  • @narayanbehera1373
    @narayanbehera1373 Місяць тому +12

    ବିଜେଡି ପ୍ରତି ବିଶାଳ ସମର୍ଥନ ଦେଖି ଛାନିଆ ହେଲେଣି ଆମ ପଦ୍ମ ଦଳିଆ।

    • @Xuy788
      @Xuy788 28 днів тому

      😂😂😂😂

  • @DEEPSANDAS
    @DEEPSANDAS Місяць тому +35

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ନେତୃତ୍ବ ଓ ସ୍ବଚ୍ଛ ନିର୍ମଳ ସୁଶାସନ ଆଗରେ ବିରୋଧୀ ବିଜେପି ଦଳର କୋୖଣସି ଚକ୍ରାନ୍ତ ଷଡ଼ଯନ୍ତ୍ର କାମ ଦେବ ନାହିଁ। ଏହା ବିଜେପି ଦଳ ମଧ୍ୟ ହୃଦୟଙ୍ଗମ କରି ସାରିଲାଣି।

    • @kumarcreation2724
      @kumarcreation2724 Місяць тому +2

      Bjd daba

    • @kalamacademyforexcellency9577
      @kalamacademyforexcellency9577 28 днів тому

      Gujarat people dadan jauchhanty ki bjp govt Sethi but why odisha people go to dadan as wel as for other jobs ...where is problem ?????25yrs rule pare emiti kn pain

    • @DEEPSANDAS
      @DEEPSANDAS 28 днів тому

      @@kalamacademyforexcellency9577 ସବୁ ରାଜ୍ୟ ର ଲୋକ ମାନେ ଅନ୍ୟ ରାଜ୍ୟ କୁ ଯାଉଛନ୍ତି କାମ କରିବାକୁ। ଗୁଜରାଟ ର ଲୋକ ମଧ୍ୟ ବହୁତ ଓଡ଼ିଶାରେ କାମ କରୁଛନ୍ତି।
      ଆଉ ଯେଉଁ ମାନେ ଦାଦନ ଦାଦନ ହେଉଛନ୍ତି ପ୍ରକୃତରେ ସିଏ ଅଳସୁଆ।
      ସରକାର କାହା ଘରେ ଆସି କାମଧନ୍ଦା ଧରାଇ ଦେଇ ଯିବେ ନାହିଁ।ସିଏ ବିଜେପି ହେଉ କି ବିଜେଡ଼ି।
      ଆମେ କେମିତି ଆମ ନିଜ ରାଜ୍ୟରେ କାମ କରୁଛୁ!

  • @kumarsunills3377
    @kumarsunills3377 Місяць тому +35

    I support you sir❤

  • @asutoshbehera7473
    @asutoshbehera7473 Місяць тому +73

    ବାଃ ବାଃ ବାଃ comment box ଦେଖ କେମିତି bjd it cell ପଇସା ନେଇକି message କରୁଛନ୍ତି

    • @HR_ROUT
      @HR_ROUT Місяць тому +13

      ଯାହା ହଉ ଭାଇ ଭଲ ନୋଟିସ୍ କଲ 😂 ପୁରା ଯାଗା ରଖିନାହାନ୍ତି ଆଉ

    • @asutoshbehera7473
      @asutoshbehera7473 Місяць тому +4

      @@HR_ROUT ଖାଲି ଭାଇ comment ଦେଖନ୍ତୁ copy and paste

    • @vikaaskpradhan9355
      @vikaaskpradhan9355 Місяць тому +2

      Thik kahicha

    • @dharmadattapradhan3124
      @dharmadattapradhan3124 Місяць тому +3

      Mate bi laguchi paid comments karuchanti

    • @hpjoshi5641
      @hpjoshi5641 Місяць тому +1

      Bikul right.. Mu madhya se hin katha kahibaku chahucthili.. Upar comment sabu BJD IT cell kama karuchi.m

  • @drvicky1729
    @drvicky1729 Місяць тому +11

    Naveen hau ki pandian,, ଘୃଣା ର ଜବାବ୍ ହସ ରେ ଦେଉଛନ୍ତି। ଏଇଟା ହିଁ ତାଙ୍କ ବିଜୟର କାରଣ ହବ

  • @sukantitripathy4496
    @sukantitripathy4496 Місяць тому +22

    Dharmendra Babu nija swartha pain sarbada karjya karichhanti Odisha ra bikash katha chinta kari nahanti

  • @tapankumarsahoo8075
    @tapankumarsahoo8075 Місяць тому +3

    Truly an educated politician 🙏🙏...this is what odisha needs.

  • @DEEPSANDAS
    @DEEPSANDAS Місяць тому +11

    ପରାଜୟ ଭୟରେ ରାଜ୍ୟ ବିଜେପି ଦଳର ଅପାରଗ ନେତା ମାନଙ୍କ ଆତ୍ମବିଶ୍ଵାସ ଭାଙ୍ଗି ଯାଇଛି। ସେଥିପାଇଁ କେନ୍ଦ୍ର ବିଜେପି ଦଳର ଅକର୍ମା ତୁଙ୍ଗ ନେତା ମାନେ ସେମାନଙ୍କୁ ମିଛ ଆଶ୍ୱାସନା ଦେଇ ସେମାନଙ୍କ ମନବଳ ବୃଦ୍ଧି କରିବା ପାଇଁ ଚେଷ୍ଟା କରୁଛନ୍ତି।

  • @narayanbehera1373
    @narayanbehera1373 Місяць тому +2

    ଓଡ଼ିଶାରେ ବିଜେପି ଅବା ସେ ଦଳର ନୀତି ଆଦର୍ଶ ଗ୍ରହଣୀୟ ହୋଇ ପାରୁ ନାହିଁ।ସେଇଥିପାଇଁ କିଛି ପ୍ରଭାବ ପକାଇବା ଆଶାରେ ଅନ୍ୟ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଙ୍କୁ ଡାକରା ଦେଇଛନ୍ତି ଆମ ପଦ୍ମ ଦଳିଆ।

  • @rupalpadhy2089
    @rupalpadhy2089 Місяць тому +3

    Naveen babu has make Smart city projects in Bhubaneswar and other cities.

  • @dibya63
    @dibya63 Місяць тому +21

    ଏ ବାଳ ପ୍ରଶ୍ନ ନ ପଚାରି, ଆଗରୁ ପାଣ୍ଡିଆନ ଙ୍କ helicopter ଗସ୍ତ କୁ ଯେମିତି ଚନ୍ଦ୍ରଜାନ ଖର୍ଚ୍ଚ ସହ ତୁଳନା କରୁଥିଲେ ସେ ପ୍ରଶ୍ନ ପଚାରନ୍ତୁ, ଆପଣଙ୍କ ସମ୍ବାଦ ମେଡିଆରେ ଯୋଉ 4200 କୋଟି ପରିକ୍ରମା ପ୍ରକଳ୍ପ ରେ ଖର୍ଚ୍ଚ କରିଥିଲେ କିପରି ଦୁର୍ନୀତି ହେଇ ଥିଲା ସେ ବିଷୟରେ ପଚାରନ୍ତୁ, ଏ ବାଳ ପ୍ରଶ୍ନ ନ ପଚାରି ଠିକ ପ୍ରଶ୍ନ ପଚାରନ୍ତୁ

  • @anmayeedas4839
    @anmayeedas4839 Місяць тому +2

    କାର୍ତ୍ତିକ ପାଣ୍ଡିଆନ ଙ୍କ ରୋଡ଼ ସୋ ରେ ପ୍ରବଳ ଲୋକଙ୍କ ଭିଡ଼ ଦେଖି ବିରୋଧୀ ଙ୍କ ରାତିର ନିଦ ହଜିଯାଇଥିବ ||

  • @Manas_Kumar_Rana_
    @Manas_Kumar_Rana_ Місяць тому +5

    Naveen Patnaik Supermacy 🔥🔥

  • @pupulpatra
    @pupulpatra Місяць тому +13

    ବାଜୁଛି ଶଙ୍ଖ ଆସୁଛି ଜୁଲାଇ ବିଜୁଳି ଵିଲ କୁ କହିବା ବାୟ ବାୟ |ନବୀନ ବାବୁଙ୍କ ପାଇଁ ଓଡିଶା ବାସୀଙ୍କ ଉପରେ ବିଜୁଳି ବିଲ ର ଚାପ ରହିବ ନାହିଁ |

    • @kidstalk0
      @kidstalk0 Місяць тому

      Aare bhakuaa Odisha ra Electric ta odisha government sambhali parilani boli tata ku deidela...aau bidyut free.....kukura genhuni

  • @MukeshKumarSahu-gw4sq
    @MukeshKumarSahu-gw4sq Місяць тому +7

    ନୀତିନିଷ୍ଟ ନିଃସ୍ଵାର୍ଥପର ଓ ଉତ୍ସର୍ଗୀକୃତ ବ୍ୟକ୍ତି ଟିଏ ଭୈରବ କାର୍ତ୍ତିକେୟ pandian sir

  • @indiradas2104
    @indiradas2104 Місяць тому +2

    ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ବାବୁଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ରହିଛି।

  • @Manas_Kumar_Rana_
    @Manas_Kumar_Rana_ Місяць тому +2

    ନବୀନଙ୍କ ନିଷ୍ପତ୍ତିରେ ଆମ ପିଲାମାନେ ଆଜି ନିଜର ଭବିଷ୍ୟତକୁ କରିବେ ସଫଳ

  • @pravansusahoocreation4553
    @pravansusahoocreation4553 28 днів тому +8

    ସତ କଥା ସବୁ ଓଡ଼ିଶା ବାସୀଙ୍କ ହୃଦୟରେ ନବୀନ ଏବଂ bjd ଯେତେ ଯୋଉଠୁ ଆସିଲେ ବି ଫରକ୍ ପାରିବନି
    ଜୟ ବିଜେଡ଼ି ❤❤❤

  • @MahapatraRanjet123
    @MahapatraRanjet123 Місяць тому +7

    MOST TALENTED OFICER MR. V K PANDIAN
    ମୁଁ ଆଉ ମୋ ପରିବାରର ୨୭ ଖଣ୍ଡ ଭୋଟ ଆପଣଙ୍କୁ ଦେବୁ ମାନେ
    ଶଙ୍ଖ ଚିନ୍ହ କୁ ଦେବୁ
    ଜୟ ଜଗନ୍ନାଥ 🙏

  • @KalapanaJena-jz9ir
    @KalapanaJena-jz9ir Місяць тому +2

    ପାଣ୍ଡିଆନ ସାର ଅନ୍ୟ ରାଜ୍ୟର ହୋଇ ଓଡିଶା ପାଇଁ କେତେ କଣ କାର୍ଯ୍ୟ କରୁଛନ୍ତି ତାହା ଦେଖି ବିରୋଧୀ ଟିକେ ଶିଖନ୍ତୁ.

  • @jageswarhansdah3241
    @jageswarhansdah3241 26 днів тому +1

    ତାମିଲ ହଟାଅ ଓଡ଼ିଶା ବଞ୍ଚାଅ🙏

  • @maheshpatnaik6972
    @maheshpatnaik6972 Місяць тому +9

    ଏହି ବିଜେପି ନେତା ସବୁ କେବଳ ନିଜ ସ୍ବାର୍ଥ କୁ ଦେଖି ଓଡ଼ିଶା ଆସୁଛନ୍ତି..... ନହେଲେ ଓଡ଼ିଶା ପାଇଁ ସେମାନଙ୍କ ଯୋଗଦାନ ବୋଲି କିଛି ବି ନାହିଁ... ଆମ ମୁଖ୍ୟମନ୍ତ୍ରୀ ସବୁବେଳେ ଏକ ନମ୍ବର କାରଣ ସେ ହିଁ ଓଡ଼ିଶା କୁ ଏକ ନମ୍ବର କରିଛନ୍ତି....

  • @puspanjalhipadhi2535
    @puspanjalhipadhi2535 Місяць тому +12

    ଆମେ ମାନେ ଛଟ ପିଲା ଥିବା ସମୟରେ ନବୀନ ପଟ୍ଟନାୟକ ସାର୍ cm ହେଇ ଥିଲେ ଆମକୁ ସୁରକ୍ଷା ଦେଇ ଥିଲେ ଏବଂ ଆଜି ଯାଏଁ ଦଉ ଛନ୍ତି ଗୋଟେ ଘର ର ମୁଖିଆ ଯଦି ଆଜି ଯାଏଁ ଥକି ନାହାନ୍ତି କାମ କରିବା ପାଇଁ ତ ଆମେ ମାନେ ଆଜି ବଡ଼ ହେଇ ଗଲୁ ବୋଲି ଆମ ଘର ର ମୁଖିଆ ଆମ ରାଜ୍ୟ ର ମୁଖିଆ ଙ୍କୁ ଆମେ ଘର ବାହାରୁ କେମିତି କେବେ କାଡି କି ବାହାରକୁ ଫୋପାଡି ପାରିବା ସିଏ ବଞ୍ଚି ଥିବା ପର୍ଯ୍ୟନ୍ତ ଆମ ରାଜ୍ୟ ର ମୁଖିଆ ହେଇ କି ରୁହନ୍ତୁ ଏହା ମର ସମସ୍ତଙ୍କୁ ଅନୁରୋଧ🎉❤🎉 ଘରେ ଆମର ମୁଖିଆ ଅମୋ ପାଖରୁ ଦୁରକୁ ଚାଲି ଗଲେ ଆମକୁ ଯେମିତି କଷ୍ଟ ଲାଗେ ସେମିତି ଆମ ସମସ୍ତଙ୍କ ପାଇଁ ନବୀନ ପଟ୍ଟନାୟକ ବି ସେମିତି ❤🎉❤

    • @rashmitapradhan9372
      @rashmitapradhan9372 Місяць тому +2

      Kn kahila mawwa....Pura hrudaya ku chhuingala.......💓

    • @AbhijitSw
      @AbhijitSw 28 днів тому

      Han... Bapa jetebele Mada pee peee madua hua bahara loka ani ghara purae , Maa sahita kana hua chhua dekhanti, Hele laguchi T@me dijana aji jae bujhi paruna 😂 tuma maa saha kana hauchi 😂😂

    • @smrutirekhabehera7453
      @smrutirekhabehera7453 21 день тому

      ​@@AbhijitSwTama ghare seia heichi bodhe au nahele ete experience kouthu asanta

  • @dishanali-2454
    @dishanali-2454 Місяць тому +2

    5T ଓଡିଶା ପାଇଁ ଆନ୍ତର୍ଜାତୀୟ ମାନ୍ୟତା ଏବଂ ପୁରସ୍କାର ଆକର୍ଷିତ କରିଛି |

  • @sujitsahoo1226
    @sujitsahoo1226 Місяць тому +2

    ସଷ୍ଟଥର ମୁଖ୍ୟମନ୍ତ୍ରୀ ହେବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ଗୁଡିକ ଅଟକାଇ ପାରିବେ ନାହିଁ ।

  • @BasudhaKhabar
    @BasudhaKhabar Місяць тому +7

    ସବୁ ଯଦି ଅନ୍ୟ ରାଜ୍ୟରୁ ଆସିଛନ୍ତି ଠିକ ଅଛି ହେଲେ ନିଜେ କୋଉଠୁ ଆସିଛ l

    • @bhaktipriyac6507
      @bhaktipriyac6507 Місяць тому +2

      ମା ଗିହଁ ତାମିଲ ରୁ

    • @pradeepkumarrout5608
      @pradeepkumarrout5608 Місяць тому

      Jouthu asile b kama kariki dekheichi se setiki karipariba bjp

  • @situsahoo1232
    @situsahoo1232 Місяць тому +3

    Pandian sirr is opppp❤❤❤ ...
    Bjp hatao odisha banchao😂...

  • @vinodbiharikhuntia4747
    @vinodbiharikhuntia4747 20 днів тому +1

    Pandian jee ଆପଣ ତ BJD ର suprimo ନବୀନ ପଟ୍ଟନାୟକଙ୍କ ଉପରେ ଅର୍ଥାତ୍ ସର୍ବଶ୍ରେଷ୍ଠ ,ଏବେ ସମ୍ଭାଳନ୍ତୁ BJP ର ରଣ କୌଶଳ କୁ ... ଓ ପ୍ରୟୋଗ କରନ୍ତୁ ଆପଣଙ୍କର mathematical formula କୁ ...😂😅...

  • @satyabratray1179
    @satyabratray1179 Місяць тому +2

    Kanak news repoter ଭାଇ ଙ୍କୁ ଅନୁରୋଧ ଯଦି ଦମ୍ ଅଛି ପଚାରିଲନି ମେଣ୍ଟ ପାଇଁ କଣ ପାଇଁ ପାଣ୍ଡୁ ଧଉଁଥିଲ ଦିଲ୍ଲୀ।

  • @Bhagabatjena-ck6ny
    @Bhagabatjena-ck6ny 28 днів тому +3

    ନବୀନ ପଟ୍ଟନାୟକଙ୍କ କି ଜୟ

  • @DEEPSANDAS
    @DEEPSANDAS Місяць тому +7

    କେନ୍ଦ୍ର ବିଜେପି ସରକାରଙ୍କ ଚାଣକ୍ୟ ବୋଲାଇ ହେଉଥିବା ଗୃହମନ୍ତ୍ରୀ ଅମିତ୍ ଶାହା ଯେଉଁ ରାଜ୍ୟକୁ ନିର୍ବାଚନୀ ପ୍ରଚାର ରେ ଯାଉଛନ୍ତି ସେ ରାଜ୍ୟକୁ ୧ନଂ ରାଜ୍ୟ କରିବା ପାଇଁ ପ୍ରତିଶୃତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।

  • @sibasethi3412
    @sibasethi3412 Місяць тому +2

    ❤ Our CM Sir ..no body can comparison with Naveen Sir... totally crystal clear....rest of feku hai😂😂

  • @goutamparida6498
    @goutamparida6498 Місяць тому +2

    Why Nabin pattanaik meets shows his face only at the time of election ? He seems to be a visitor at this time.

  • @jyotiprakash7063
    @jyotiprakash7063 Місяць тому +3

    କମେଣ୍ଟ ରେ ପଇସା ଖିଆ, ମୁଣ୍ଡ ବିକା ସବୁ, ବିଜେଡ଼ି କାର୍ଯ୍ୟାଳୟରୁ ଆସିଥିବା କମେଣ୍ଟ କପି ପେଷ୍ଟ କରୁଛନ୍ତି

    • @rajud3603
      @rajud3603 Місяць тому

      ତୁ କାହାର ଆମ ଯାତ୍ରା ପାର୍ଟି ର ତ।। ରେ ଧନ ଏ ଜିନିଷ ପ୍ରଥମେ ଫେକୁଆ ମୋଦି ସମସ୍ତଙ୍କୁ ଶିଖେଇଚି।।।

    • @Sravan8042m
      @Sravan8042m Місяць тому +1

      You might be a paid worker for any UA-cam channel 😂. But don’t assume everyone is same. Aware people of Odisha definitely support BJD and Naveen babu for peace and development . Not the party who does dirty politics based on religion .

  • @DEEPSANDAS
    @DEEPSANDAS Місяць тому +6

    5T ଉପକ୍ରମ ରେ ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପରିବହନ ଏବଂ ଆହୁରି ଅନେକ କ୍ଷେତ୍ରରେ ବିକାଶର ଧାରା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଚରମ ଶୀର୍ଷରେ ପହଞ୍ଚାଇ ଓଡ଼ିଶାର ସ୍ବାର୍ଥ ଓ ବିକାଶ କୁ ତୃଣମୂଳ ସ୍ତରରୁ ପରିପୂର୍ଣ୍ଣ କରିଛନ୍ତି।

  • @Sushsushant
    @Sushsushant Місяць тому +2

    ପାଣ୍ଡୁ କିଏ ,ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା କଣ ପା😂😂😂

  • @indiradas2104
    @indiradas2104 Місяць тому +1

    ନବୀନ ବାବୁଙ୍କ ଦୂରଦୃଷ୍ଟି ପାଇଁ ଓଡ଼ିଶା ଆଜି ସମଗ୍ର ଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି।

  • @sukantitripathy4496
    @sukantitripathy4496 Місяць тому +10

    Loka nka sukha dukha ra saathi Mukhya mantri Navin Babu Odisha basi tanku ashirbaad ojadi debe

  • @user-dc1ml6vo8x
    @user-dc1ml6vo8x Місяць тому +4

    ❤ bjd

  • @Sravan8042m
    @Sravan8042m Місяць тому +1

    ଓଡିଶା ଆମର ଜଗନ୍ନାଥ ଙ୍କ ରାଜ୍ୟ। ଏଠି ଭଗବାନ ବଡ଼ ପଣ୍ଡା ଙ୍କୁ ଯେତିକି ଭଲ ପାଆନ୍ତି ଦାସିଆ ବାଉରୀ କୁ ବି ସେତିକି ଭଲ ପାଆନ୍ତି, ସେତିକି ଭଲ ଭକ୍ତ ସାଲବେଗ ଙ୍କୁ ବି ପାଆନ୍ତି।
    ଭିକାରୀ ବଳ ଙ୍କ ଭଜନ ତାଙ୍କର ଯେତିକି ପ୍ରିୟ ସିକନ୍ଦର ଆଲାମ ଙ୍କ ଭଜନ ବି ସେତିକି ପ୍ରିୟ।
    ତେଣୁ ଜାତି ଧର୍ମ ନା ରେ ସବୁଆଡେ ଦଙ୍ଗା କରୁଥିବା ଦଳ କୁ ଆମ ଶାନ୍ତି ପ୍ରିୟ ଜଗନ୍ନାଥ ଙ୍କ ରାଜ୍ୟରେ ସ୍ଥାନ ମିଳିବା ଉଚିତ୍ ନୁହେଁ। So for peace and development of Odisha, only Naveen babu❤️ and BJD❤. Jai Shree Jagannath 🙏

  • @lucky4110
    @lucky4110 28 днів тому +1

    Vision ଅଛି pandian ର,, ଗୋଟେ ଓଡ଼ିଆ ହେଉ କି ଅଣଓଡ଼ିଆ ହେଉ ତାର ଗୋଟେ vision ରହିଥିବା ଦରକାର ଦେଶ ଆଉ ରାଜ୍ଯ କୁ ନେଇ

  • @ajitsahu502
    @ajitsahu502 Місяць тому +5

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ ଆଜି ଓଡିଶା ବାସୀ ସୁଖ ରେ ଶାନ୍ତି ରେ ବସବାସ କରୁଛନ୍ତି!

    • @Xuy788
      @Xuy788 28 днів тому

      ଏଇଟା କିଏ ଏଇ ତ ତାମିଲ ଚାକିରି ବିକା ଚୋର

    • @satyabratmahalik7237
      @satyabratmahalik7237 28 днів тому

      Kintu BJP bhai mane santi re rahiparu nahanti

  • @ambirnayak8816
    @ambirnayak8816 Місяць тому +13

    ପାଣ୍ଡିଆନ ଯେତିକି ଓଡ଼ିଆ କହୁଛନ୍ତି ନବୀନ ଏତିକି ବି କହି ପାରୁନାହାନ୍ତି l ଓଡ଼ିଆ କିଏ......ଅଣଓଡ଼ିଆ କିଏ...

  • @user-jd8fz4pb3y
    @user-jd8fz4pb3y Місяць тому +2

    Pandian sir is a best leader, He should take responsible post in Odisha

  • @narayanpanda4011
    @narayanpanda4011 Місяць тому +2

    ପାଣ୍ଡିଆନ୍ sir ସନ୍ଥ କବି କିଏ ?
    ନବୀନ sir କୁ ପଚାରି ବୁଝିବେ

  • @KalapanaJena-jz9ir
    @KalapanaJena-jz9ir Місяць тому +6

    10 ବର୍ଷ କେନ୍ଦ୍ର ମନ୍ତ୍ରୀ ଥାଇ ଓଡିଶା ପାଇଁ କୌଣସି ବିକାଶ ନ କରିଥିବା ମନ୍ତ୍ରୀ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ ବାବୁ.

  • @sujatakhusi3463
    @sujatakhusi3463 Місяць тому +7

    I support pandian sir 🙏 Jay Naveen

  • @sukantimallick1372
    @sukantimallick1372 Місяць тому +2

    ତୁ ଭଲ କରୁଛୁ ରେ,,,ଓଡ଼ିଶାରେ କେଇ ନାହାନ୍ତି ତୋ ଭଳିଆ,,,,ସବୁ ଜୋର,,,

  • @santoshbarik1143
    @santoshbarik1143 Місяць тому +14

    ଆମେ ଆପଣଙ୍କ ଦଳକୁ ଏଥର vote ଦେବୁନି

    • @jitu_Travel
      @jitu_Travel Місяць тому +4

      Tu dabuni kaha ame ta dabu

    • @santoshbarik1143
      @santoshbarik1143 Місяць тому

      @@jitu_Travel ଦଉନୁ ତତେ କଣ ମୁଁ ମନାକରୁଛିନା କଣ

    • @HR_ROUT
      @HR_ROUT Місяць тому

      ​@@jitu_Travel ଦେ କିଏ ମନା କରୁଛି ପାଣ୍ଡୁ କୁ ଦେ

    • @jyotsnaranipanda2613
      @jyotsnaranipanda2613 Місяць тому +4

      Only bjd

    • @jitu_Travel
      @jitu_Travel Місяць тому +5

      @@HR_ROUT Pandu kan aethu laduchi ki jiye mla au mp chida heichi tanku dia haba

  • @dasarathhembram8085
    @dasarathhembram8085 Місяць тому +6

    ଯିଏ ଯାହା ବି କହୁ । ପାଣ୍ଡିୟନ୍ sir nka ଦକ୍ଷତା ଆଗରେ ପୁରା ଓଡ଼ିଶା bjp team ସଂଘର୍ଷ କରୁଛି।

  • @sujitmohanchaini201
    @sujitmohanchaini201 Місяць тому +1

    Mission sakti ku 60 year helabeleku pandian tamil paleithiba😂😂😂

  • @himanshumoharana3129
    @himanshumoharana3129 28 днів тому

    ସମ୍ବିତ ପାତ୍ର କହିଲା ବେଳେ ଭୁଲ ହାଇଗଲା ତ ଉଚ୍ଚାରଣ ରେ ଚଳିବ ମୋଦି ଜାଗା ରେ ଜଗନ୍ନାଥ କହିଦେଲେ କଣ ଛୋ...ହେଲା ବିଜେଡି ଙ୍କ ର , ଚକା ଆଖି ସବୁ ଦେଖୁଛି ବିଜେଡି ବାଲା ବାଳ କହୁଛନ୍ତି ନେଜେ କଣ ହୋଉଛନ୍ତି ନେଜକୁ ଆଗ ପଚାରନ୍ତୁ ଅନ୍ୟ ମାନଙ୍କୁ କହିବେ ଅନେକ ଅନେକ ଅଛି ଅସରନ୍ତି l

  • @jyotirajmaharana635
    @jyotirajmaharana635 Місяць тому +6

    ଶ୍ରୀ ମନ୍ଦିର ର ରତ୍ନ ଭଣ୍ଡାର ର ଚାବି କୁଆଡେ ଗଲା ପାଣ୍ଡିଆନ ବାବୁ? ଆଉ ନକଲି ଚାବି କୁଆଡ଼ୁ ଆସିଲା?

  • @gopabandhupandey8344
    @gopabandhupandey8344 Місяць тому +5

    ଅପେକ୍ଷା କର ସମୟ ଆସିଲା ଜେଲ ଯିବାକୁ ପାଣ୍ଡୁ