🔴 LIVE | ନବୀନଙ୍କ ରେକର୍ଡ ପଛର ରାଜ୍ | Naveen Patnaik | New Record

Поділитися
Вставка
  • Опубліковано 21 лип 2023
  • ନବୀନଙ୍କ ରେକର୍ଡ ପଛର ରାଜ୍ | #naveenpatnaik #record #chiefminister
    Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
    Visit Our Website: nandighoshatv.com/
    Watch Live: nandighoshatv.com/live/
    UA-cam: / nandighoshatv
    Facebook: / nandighoshatv
    Twitter: / nandighoshatv
    Instagram: / nandighoshatv
    Nandighosha TV Is Available On Following DTH Channels
    * DishTV Channel No: 1367
    * Airtel Digital TV Channel No: 611
    * TATASky Channel No: 1779
    * hathw@y Channel No: 731
    * Ortel Channel No: 707
    * Videocon d2h Channel No: 840
    * SITI Channel No: 17 & 458
    * GTPL Channel No: 719
    * SUN Direct Channel No: 667
    * Asianet Channel No: 219

КОМЕНТАРІ • 273

  • @bikashpatra-ix2iz
    @bikashpatra-ix2iz 10 місяців тому +30

    ଆମ ଓଡିଶା ଏହି ଭଳି ମହାନ ପୁରୁଷ ଙ୍କୁ ପାଇ ଆଜି ବହୁତ ଗର୍ବିତ l

    • @adityaprasadtripathy4851
      @adityaprasadtripathy4851 10 місяців тому +3

      ନବୀନ ବାବୁଙ୍କ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଯୋଗୁଁ ଆଜି ପୁରା ଓଡ଼ିଶା ବିକାଶର ଶିଖର ଛୁଇଁ ପାରିଛି

  • @niranjandey8666
    @niranjandey8666 10 місяців тому +24

    ଓଡିଶାବାସୀଙ୍କ ଆଶା 2024ନିର୍ବାଚନ ଜିତି ନବୀନବାବୁ ସେଇ ଏକ ନମ୍ବର ସ୍ଥାନରେ ଥିବା ପବନ ଚାଉଲେଙ୍କର ରେକର୍ଡ଼ ମଧ୍ଯ ଭାଙ୍ଗିବେ. ଏହା ସତ୍ୟ.

  • @adityaprasadtripathy4851
    @adityaprasadtripathy4851 10 місяців тому +30

    ଓଡ଼ିଶା ଓ ଜନସାଧାରଣଙ୍କ ବିକାଶ ପାଇଁ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି ସେଥିପାଇଁ ଏପରି ରେକର୍ଡ ମିଳି ପାରିଛି

  • @namitagochhayat5059
    @namitagochhayat5059 10 місяців тому +30

    ବିଶ୍ୱର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ଚାରି କୋଟି ହୃଦୟ ର ସ୍ୱନ୍ଦନ ।

    • @tusararout284
      @tusararout284 10 місяців тому +2

      BJP congress vote kuade jae 4.5 odia nka vote pae

    • @adityaprasadtripathy4851
      @adityaprasadtripathy4851 10 місяців тому +3

      ଆଜି ଓଡ଼ିଶାର ଭିନ୍ନ ଭିନ୍ନ ସ୍ଥାନରେ ଯେଉଁ ସବୁ ବ୍ୟବସ୍ଥା ପହଞ୍ଚି ପାରିଛି ତାହା କେବଳ ନବୀନ ବାବୁଙ୍କ ଅବଦାନ ଯୋଗୁଁ

    • @ManojNayak-vw9bq
      @ManojNayak-vw9bq 10 місяців тому +2

      Nije gendalia boli pura odisha basi ku gendalia bhabani samaste ethi murkha ,magana khia nuhanti

    • @tanujasahoo4421
      @tanujasahoo4421 12 днів тому

      Qqqq11pplplll​@@tusararout284

    • @user-vy9im3jy7i
      @user-vy9im3jy7i 7 днів тому

      Right

  • @niranjandey8666
    @niranjandey8666 10 місяців тому +6

    ନବୀନବାବୁ ଯେଉଁ ରେକର୍ଡ଼ ସୃଷ୍ଟି କରିଛନ୍ତି ଏହା ଓଡିଶାବାସୀଙ୍କର ସେବାର ରେକର୍ଡ଼. ଓଡିଶାବାସୀଙ୍କୁ ଭଲପାଇବାର ରେକର୍ଡ଼.

  • @pradipgiri7841
    @pradipgiri7841 10 місяців тому +33

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନେତୃତ୍ୱରେ ଓଡିଶାର ପ୍ରତିଟି କ୍ଷେତ୍ର ସଫଳତାର ଶୀର୍ଷରେ ପହଁଚିଛି l

  • @user-rx2he3kd3y
    @user-rx2he3kd3y 5 місяців тому +7

    ଓଁ*****ଓମ୍ ନମଃ ଜୟ ଜଗନ୍ନାଥ ନମଃ ନମଃ ନମଃ ନମଃ ନମଃ*****ଓଁ

  • @namitagochhayat5059
    @namitagochhayat5059 10 місяців тому +22

    କୋଇଲିର ସ୍ୱରରେ ଯେମିତି ମଧୁରତା ଭରିରହିଥାଏ ସେଇଭଳି ଆମ ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟକଟି ନିଷ୍ପତି ଓ ପଦକ୍ଷେପ ରେ ରହିଛି ଆନନ୍ଦତା ।

  • @jitendrapradhan7655
    @jitendrapradhan7655 2 місяці тому +9

    Jay Jagannath 🙏🌹🙏🌹🙏

  • @Hadu-fl2xi
    @Hadu-fl2xi 2 місяці тому +7

    Salute nabini babu apanka jogu ama desa aji bhalre achhi 😊😊😊 thanks nabin babu 4:38

  • @pramodkumardash9551
    @pramodkumardash9551 4 місяці тому +7

    Navin sir nka loka priyata badhi chalu thau Jagannath tanku sabe pai Odisha ku ani chanti tnkar ame dirghayou kamana karuchhu Jay Jagannath 🙏 🙏🙏

  • @user-pn4rw2th8t
    @user-pn4rw2th8t 3 місяці тому +5

    Jay jagannath 🙏 Naveen Babu rahibe rahiba bjd welcome odisha beautiful 🌹🌹🌹🌹🌹🌹🌹🌹🌹🌹🌹💘💘💘💘💘💘💘💘💘💘

  • @bikalinayak1517
    @bikalinayak1517 2 місяці тому +5

    Jay jaganath Jay Nabina odisa

  • @odishamoodisha_india
    @odishamoodisha_india 10 місяців тому +10

    One and only Hon'ble Chief Minister Shri Naveen Patnaik Sir ❤❤❤

  • @niranjandey8666
    @niranjandey8666 10 місяців тому +6

    ମୁଖ୍ୟମନ୍ତ୍ରୀ ନବୀନବାବୁଙ୍କର ଆଜି ପର୍ଯ୍ୟନ୍ତ କାର୍ଯ୍ୟକାଳର ଅବଧି ହେଲା 23ବର୍ଷ 138ଦିନ. ଆଜି ରାତିପାହିଲେ କାଲିକୁ ନବୀନବାବୁ ଦୀର୍ଘକାଳୀନ ଦିତ୍ୱୀୟ ମୁଖ୍ୟମନ୍ତ୍ରୀ ହିସାବରେ ପରିଗଣିତ ହେବେ. ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କୁ ପଛରେ ପକାଇ ଦିତ୍ୱୀୟସ୍ଥାନର ଅଧିକାରୀ ହେବେ.

  • @bikashpatra-ix2iz
    @bikashpatra-ix2iz 10 місяців тому +3

    ଆମ ଓଡିଶା ର ମୁଖ୍ୟମନ୍ତ୍ରୀ ବହୁତ ଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇ ନୂଆ ରେକର୍ଡ କରିପାରିଛନ୍ତି l

  • @reenananda1902
    @reenananda1902 10 місяців тому +3

    ଦକ୍ଷତା କ୍ଷେତ୍ରରେ ଉଭୟ ମହିଳା ଓ ପୁରୁଷ ଆଗରେ ରହିଛନ୍ତି । ନବୀନଙ୍କ ରାଇଜରେ ଝିଅମାନେ ବି ସ୍ୱାବଲମ୍ବୀ ହୋଇ ରୋଜଗାର କରୁଛନ୍ତି ।

  • @bipinamallik2803
    @bipinamallik2803 3 місяці тому +4

    Jaya Jagannatha Jaya Nabeen Patnayaknka Bichakhyana Budhi Namrata Sahanasilata Jahakuhanti Karjyakari Dekhanti Nabeen Babu2024 6TH Mukhya Mantri Hebe

  • @niranjandey8666
    @niranjandey8666 10 місяців тому +6

    ନବୀନବାବୁ ପ୍ରଥମେ 2000ମସିହା ମାର୍ଚ୍ଚ 5ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାଇତ୍ଵ ଗ୍ରହଣ କରିଥିଲେ. ତାଙ୍କର ସରଳ ଭାବମୂର୍ତ୍ତି ସୁସ୍ଥ ଶାସନ ଦେଇ ଓଡ଼ିଶାରେ ଆଜିପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦାଇତ୍ୱରେ ରହିଛନ୍ତି.

  • @sasanandpatro496
    @sasanandpatro496 3 місяці тому +3

    We proud to be locky odia Naveenbabu our c. M

  • @niranjandey8666
    @niranjandey8666 10 місяців тому +12

    ନବୀନ ବାବୁ 26ବର୍ଷ ରାଜନୀତିକୁ ଆସି 5ଥର ଲଗାତାର ମୁଖ୍ୟମନ୍ତ୍ରୀ ହୋଇ ଆଜି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଜ୍ୟୋତିବସୁଙ୍କୁ ପଛରେ ପକାଇ ଭାରତର ଦିତ୍ୱୀୟ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀର ପଦ ହାସଲ କରିପାରିଛନ୍ତି.

  • @namitagochhayat5059
    @namitagochhayat5059 10 місяців тому +7

    ଆମ ଓଡ଼ିଶାର ଏକ ସୁନାମଧନ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି ଆମ ନବୀନ ବାବୁ ତାଙ୍କର ସବୁ ଜନମଙ୍ଗଳକାରୀ କାର୍ଯ୍ୟରେ ଓଡିଶା ହେଉଛି ଉନ୍ନତି |

    • @adityaprasadtripathy4851
      @adityaprasadtripathy4851 10 місяців тому +2

      କେବଳ ଓଡ଼ିଶାରେ ନୁହଁ ସାରା ଭାରତରେ ଜଣେ ପାରଙ୍ଗମ ମୁଖ୍ୟମନ୍ତ୍ରୀ ଭାବରେ ନବୀନ ବାବୁ ପରିଚିତ

  • @user-rx2he3kd3y
    @user-rx2he3kd3y 5 місяців тому +4

    ଓଁ*****
    ଓମ୍ ନମଃ ଜୟ ଶ୍ରୀ ରାମ ଲକ୍ଷ୍ମଣ ସୀତା ନମଃ ନମଃ ନମଃ ନମଃ ନମଃ*****ଓଁ

  • @mdcreations536
    @mdcreations536 10 місяців тому +5

    Congratulations🎉🎊

  • @hrusikeshmallik3221
    @hrusikeshmallik3221 7 днів тому +1

    ଜୟ ଜଗନ୍ନାଥ ଜୟ ନବୀନ ❤❤ ଓଡ଼ିଶାର ହୃଦୟରେ ସାଇତି ରହିଥିବେ ସଦା

  • @prabirkumardas2743
    @prabirkumardas2743 10 місяців тому +16

    ରାଜ୍ୟ ର ସର୍ବାଙ୍ଗୀନ ଉନ୍ନତି କରି ରାଜ୍ୟ କୁ ଦେଶ ର ଏକ ଉନ୍ନତ ରାଜ୍ୟ ଭାବରେ ଗଢି ତୋଳିଛନ୍ତି ଆମ ମୁଖ୍ୟମନ୍ତ୍ରୀ!

    • @adityaprasadtripathy4851
      @adityaprasadtripathy4851 10 місяців тому

      ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ ନବୀନ ବାବୁ ଯେଉଁ ପ୍ରକାର ଉତ୍ତମ କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତା ହାସଲ କରିଛନ୍ତି

    • @Bibekananda-oh8ok
      @Bibekananda-oh8ok 28 днів тому

      ମୁଖ୍ୟମନ୍ତ୍ରୀ ଆମ ଗ୍ରାମରେ ଗୋଟ ରାସ୍ତା ନିହେଇ ପାରୁନାହି | ମୁଁ କେବଳ ରାସ୍ତା ପାଇ ଇଲେକ୍ସନରେ ଜଗଦେଇ ଜିତି ଆଣଥିଲୁ | ତାହା ହେଲା ନାହିଁ , ରେସନ କାରଡ଼ ରନ କହିଲେ ଚଳେ ।

  • @prabirkumardas2743
    @prabirkumardas2743 10 місяців тому +20

    ଭାରତ ବର୍ଷ ର ଦିତ୍ୱୀୟ ସର୍ବାଧିକ ଦିନ ମୁଖ୍ୟମନ୍ତ୍ରୀ ଭାବରେ ରେକର୍ଡ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଅଭିନନ୍ଦନ!

    • @adityaprasadtripathy4851
      @adityaprasadtripathy4851 10 місяців тому

      ନିଜର ବଳିଷ୍ଠ ନେତୃତ୍ବ ଓ ନିସ୍ବାର୍ଥପର ମନୋଭାବ ଯୋଗୁଁ ଆଜି ଏପରି ସଫଳତା ହାସଲ କରି ପାରିଛନ୍ତି ନବୀନ ବାବୁ

  • @reenananda1902
    @reenananda1902 10 місяців тому +4

    ଓଡିଶାବାସୀ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ରହିଛନ୍ତି ।

  • @reenananda1902
    @reenananda1902 10 місяців тому +9

    ବିଜେଡି ସେବାରେ ବିଶ୍ୱାସ କରେ , ଜନତା ସେବାର ମୂଲ ଭୋଟରେ ଦିଅନ୍ତି ।

  • @reenananda1902
    @reenananda1902 10 місяців тому +2

    ନବୀନ ବାବୁ ଙ୍କ ମନର ଆଶାଆଜି ତାଙ୍କୁ ଏହି ସ୍ଥାନ ରେ ପହଞ୍ଚାଇ ପାରିଛି।

  • @niranjandey8666
    @niranjandey8666 10 місяців тому +4

    ବିରୋଧୀ ବିଜେପି ନବୀନବାବୁଙ୍କ କାର୍ଯ୍ୟର ଲୋକ ପ୍ରିୟତାକୁ ସହ୍ୟ କରିନପାରି ସବୁବେଳେ ବିରୋଧ କରି ଆସିଛି.ପରନ୍ତୁ କେନ୍ଦ୍ରର ଯୋଜନାକୁ ମଧ୍ୟ୍ୟ ବିରୋଧକରି ରାଜ୍ୟ ପ୍ରତି ଅବହେଳା ପ୍ରଦର୍ଶନ କରିଆସିଛି. ଓଡ଼ିଶାବାସୀ ତାର ସତ୍ୟତାକୁ ଜାଣିପାରି ବିରୋଧୀମାନଙ୍କ ଠାରୁ ସମାଦୁରତା ରକ୍ଷାକରି ଆଜି ନବୀନ ବାବୁଙ୍କ ସହିତ ଅଛନ୍ତି. ନବୀନବାବୁ ଶେଷରେ ମୋ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିଛନ୍ତି. ଏହି ଯୋଜନାକୁ ମଧ୍ଯ ନବୀନବାବୁ ସଫଳତାର ସହିତ ଆଗକୁ ନେଇଯିବାର ସଂକଳ୍ପ କରିଛନ୍ତି.

  • @niranjannayak1568
    @niranjannayak1568 2 місяці тому +9

    ❤❤❤❤Biju pattnaik chief of Nabinbabu

  • @sadiyafatima289
    @sadiyafatima289 Місяць тому +3

    Aamor odisha cm naveen pattnayk 1 no odisha jaan odisha saan

  • @reenananda1902
    @reenananda1902 10 місяців тому +2

    ନବୀନ ପଟ୍ଟନାୟକ ସମସ୍ତଙ୍କର ଭଲ ଚାହାନ୍ତି । ସମସ୍ତେ କେମିତି ରୋଜଗାରକ୍ଷମ ହୁଅନ୍ତୁ, ସ୍ୱାବଲମ୍ବୀ ହୁଅନ୍ତୁ । ସେ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଅନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ।

    • @ManojNayak-vw9bq
      @ManojNayak-vw9bq 10 місяців тому

      ହଁ ସେଥିପାଇଁ ଓଡିଶା ଦାଦନ ଶ୍ରମିକ ରେ ନମ୍ବର 1, ନାରୀ ନିର୍ଯାତନା ରେ ନମ୍ବର 1🙏

  • @reenananda1902
    @reenananda1902 10 місяців тому +3

    ସଭିଙ୍କର ଗୋଟିଏ ଲକ୍ଷ୍ୟ ‘ନବୀନ’ ଓଡିଶାର ଗଠନ ।

  • @reenananda1902
    @reenananda1902 10 місяців тому +2

    ନବୀନ ବାବୁ ଦେଶର ଜନନେତା । ଅନ୍ୟମାନଙ୍କ ପାଇଁ ସେ ଏଥିପାଇଁ ହିଁ ପ୍ରେରଣାର ଉତ୍ସ । ବିରାଟ ଉଦାହରଣ ।

  • @user-sw1ko4oo1y
    @user-sw1ko4oo1y 2 місяці тому +3

    Nabeen Pattanayak is a great person who is the best and no one cheaf minister

  • @harshasahu374
    @harshasahu374 2 місяці тому +2

    ନବିନ ବାବୁ ଜଣେ ଅଦ୍ବୀତିୟ ମଣିଷ ଲୋକେ ବୁଝିବାକୁ ପଡିବ ।

  • @adityaprasadtripathy4851
    @adityaprasadtripathy4851 10 місяців тому +11

    ଆମ ନବୀନ ବାବୁଙ୍କ ରାଜନୈତିକ ଶୈଳୀ ଓ ଶାସନ ବ୍ୟବସ୍ଥା ସମସ୍ତଙ୍କ ଠାରୁ ବହୁତ୍ ଭିନ୍ନ

  • @reenananda1902
    @reenananda1902 10 місяців тому +2

    କାହା ସହ ଶତ୍ରୁରାରେ ବିଶ୍ୱାସ କରନ୍ତିନି ନବୀନବାବୁ । ସମସ୍ତଙ୍କୁ ସୁଖ ସୁବିଧା ଯୋଗାଇବା ଜଣେ ହୃଦୟବାନ ଜନନେତାଙ୍କର ପରିଚୟ ।

  • @bimalkumarjenaremunabls4107
    @bimalkumarjenaremunabls4107 3 місяці тому +3

    ନବୀନ ବାବୁ ସରଳବୋଲି ତାଙ୍କର ଯୋଉମାନେ କର୍ମୀ ଅଛନ୍ତି ବା ଥିଲେ ,ସେମାନେ ସରଳତାର ଫାଇଦା ଉଠାଇବା ପାଇଁ ପଛଘୁଞ୍ଚା ମାରିନାହାନ୍ତି ସେଥିପାଇଁ ଷାଢ଼େ ଚାରିକୋଟି ଅଡ଼ିଆ ଆଜି ୨୫ବର୍ଷର ସମ୍ପର୍କକୁ ଭୁଲିଜିବା ପାଇଁ ବାଧ୍ୟ୍ଯ ହେଇଛନ୍ତି ,,,ଓଡ଼ିଶା କିଛି ବି ପରିବର୍ତ୍ତନ ହେଇନାହିଁ,,ସାଧାରଣ ମୁର୍ଖ ହିସାବର କହିବା ,କେନ୍ଦ୍ରସରକାର ଜଦି ୮ବର୍ଷର ବିଶ୍ବର ୧ନମ୍ବର ହୋଇପାରିଲେ କିନ୍ତୁ ଆମ ସରକାର ୨୫ବର୍ଷ ଶାସନ ପରେ ଲକେ ଖାଇବା ପାଇଁ ବି ଅଭାବ ,,,,,,

  • @bijayasahoo6943
    @bijayasahoo6943 2 місяці тому +2

    ବରିଷ୍ଠ ସାମ୍ବାଦିକ ମାନେ ଯାହାବି କହିଛନ୍ତି ମୁଁ ଓ ଓଡିଶା ବାସି ସମସ୍ତେ ସ୍ୱାଗତ କଲେ 🙏🙏

  • @prabirkumardas2743
    @prabirkumardas2743 10 місяців тому +2

    ରାଜ୍ୟ କୁ ଆର୍ଥିକଭାବରେ ଆତ୍ମନିର୍ଭରଶୀଳ କରିପାରିଛନ୍ତି ମୁଖ୍ୟମନ୍ତ୍ରୀ!

  • @reenananda1902
    @reenananda1902 10 місяців тому +2

    ମିଶନ ଶକ୍ତି , ମହିଳା ଏବଂ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେଇ ସଶକ୍ତ କରି, ସ୍ୱାବଲମ୍ବୀ କରୁଛି । ଯାହା ନାରୀମାନଙ୍କୁ ନୂଆ ପରିଚୟ ଦେଇଛି ।

  • @namitagochhayat5059
    @namitagochhayat5059 10 місяців тому +2

    ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱ,ଜନତାଙ୍କ ପ୍ରତି ଭଲପାଇବା ହିଁ ତାଙ୍କୁ ଆଜି କରିଛି ସର୍ବତ୍ର ପ୍ରିୟ, ସର୍ବତ୍ର ପୂଜ୍ୟ ।

  • @rabinarayanmohanty7922
    @rabinarayanmohanty7922 10 місяців тому +2

    ଆମ ଦେଶର ଅନ୍ୟତମ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ବାବୁ।

  • @chandanodia6815
    @chandanodia6815 2 місяці тому +2

    ଲୋକ ମାନଙ୍କୁ ଭାଷଣ ଶୁଣେଇବାରେ ସନ୍ତୁଷ୍ଟ ଲାଭ କରେ BJP...
    ଲୋକ ମାନଙ୍କ ପାଇଁ କାମ କରିକି ଦେଖେଇବାରେ ଓ ଯୋଜନା ଆଣିବାରେ ସନ୍ତୁଷ୍ଟ ଲାଭ କରେ BJD...
    (ନିଷ୍ପତ୍ତି ଆପଣଙ୍କ ହାତରେ)

  • @santoshbabu2264
    @santoshbabu2264 4 місяці тому +1

    Nabini babu❤❤❤

  • @reenananda1902
    @reenananda1902 10 місяців тому +3

    ନିଜ ରାଜ୍ୟରେ ଅନ୍ୟ ରାଜ୍ୟର ଲୋକଙ୍କ ପାଇଁ ସୁବିଧା ସୁଯୋଗ ଖୋଲିବାରେ ନବୀନ ହେଉଛନ୍ତି ନଂ ୱାନ । ସେ ସମସ୍ତଙ୍କୁ ନେଇ ଚାଲିବାରେ ବିଶ୍ୱାସ କରନ୍ତି । ଏହା ତାଙ୍କର ବଡପଣ ।

  • @nimaighosh3295
    @nimaighosh3295 Місяць тому +2

    Very good new

  • @niranjandey8666
    @niranjandey8666 10 місяців тому +3

    ନବୀନବାବୁ 2000ମସିହା ମାର୍ଚ୍ଚ 5ତାରିଖରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଦାଇତ୍ଵ ଗ୍ରହଣ କରିଥିଲେ. ଆଜି ପର୍ଯ୍ୟନ୍ତ ଲଗାତାର 5ଥର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାର ଶାସନ ଦାଇତ୍ୱରେ ଅଛନ୍ତି.

  • @reenananda1902
    @reenananda1902 10 місяців тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗର୍ଶନରେ ଓଡିଶା ବିକାଶର ଶୀର୍ଷରେ ପହଞ୍ଚିବ ।

  • @pradipgiri7841
    @pradipgiri7841 10 місяців тому +2

    ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @reenananda1902
    @reenananda1902 10 місяців тому +2

    ରାଜ୍ୟବାସୀଙ୍କ ସେବା କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ।

  • @reenananda1902
    @reenananda1902 10 місяців тому +2

    ରାଜ୍ୟର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେଇଛନ୍ତି ।

  • @subhashchand9226
    @subhashchand9226 Місяць тому +2

    ❤I will Nabin Babu odisha hero Jay Jagannath Sir I like to Nabin Babu 0disha

  • @ramaprepeka7913
    @ramaprepeka7913 6 днів тому

    very very nice nabina sir

  • @sudarshansamantaray3118
    @sudarshansamantaray3118 2 місяці тому +2

    ପ୍ରକୃତ ବିଶ୍ୱ ଦେଖୁ ନବୀନ ପଟ୍ଟନାୟକ ଭଲ କି ଖରାପ ବ୍ୟକ୍ତି............

  • @pradipgiri7841
    @pradipgiri7841 10 місяців тому +2

    ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଆଣିଛନ୍ତି l

  • @monalisajena4924
    @monalisajena4924 29 днів тому +1

    Ghare ghare jodi Sankha ❤

  • @jayamalsahu-ql8sk
    @jayamalsahu-ql8sk 2 місяці тому +1

    Nabin patnayak zinda Bad ❤🎉

  • @namitagochhayat5059
    @namitagochhayat5059 10 місяців тому +2

    ନିରବଚ୍ଛିନ୍ନ ଭାବେ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିବା ପରେ ବି ନବୀନଙ୍କ ଲୋକପ୍ରିୟତା ଓ ଗ୍ରହଣୀୟତା ହ୍ରାସ ପାଇନି।

  • @ranjitnayak1415
    @ranjitnayak1415 2 місяці тому +1

    Grand Mastar Naveen sir

  • @kishorbiswal4432
    @kishorbiswal4432 21 день тому

    Jay jaganath 🙏

  • @ranjankumarnaik3990
    @ranjankumarnaik3990 26 днів тому

    Jay Jagannath.

  • @abhijitsahoo2476
    @abhijitsahoo2476 2 місяці тому +1

    Right katha

  • @prabirkumardas2743
    @prabirkumardas2743 10 місяців тому +2

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ବାସୀ ଙ୍କ ସେବା ଏହିଭଳି କରିବା ର ସୁଯୋଗ ଓଡିଶା ବାସୀ ନିଶ୍ଚତ ଆହୁରି ଦେବେ!

    • @adityaprasadtripathy4851
      @adityaprasadtripathy4851 10 місяців тому

      ଓଡ଼ିଶାବାସୀଙ୍କ ସେବା ହିଁ ଆମ ନବୀନ ବାବୁଙ୍କ ପରମ ଧର୍ମ ଏଥିରେ ସନ୍ଦେହ ନାହିଁ

  • @sunitahental9596
    @sunitahental9596 19 днів тому

    Jay nabini

  • @MadhumitaPanda-du2qp
    @MadhumitaPanda-du2qp 9 днів тому +1

    Love you nabin babu

  • @user-rn9xs9gp4p
    @user-rn9xs9gp4p Місяць тому +1

    Jay jagannata jay bjd

  • @grammartia1234
    @grammartia1234 Місяць тому

    ତମ ଓଡିଆ ଜାତି ଆମଦେଶର ଏକ ନମ୍ବର ନାଗରିକ।

  • @RajeshPadhee
    @RajeshPadhee 12 днів тому

    Jay Jagannath ❤️🙌🙏

  • @niranjandey8666
    @niranjandey8666 10 місяців тому +2

    ନବୀନବାବୁ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କର ସେବାକରି ମନ ଜିଣିପାରିଛନ୍ତି. ନବୀନବାବୁ ଜଣେ ସରଳ ନିଷ୍କପଟ ବ୍ୟକ୍ତିତ୍ୱ ଅଟନ୍ତି. ସାରା ଦେଶରେ ତାଙ୍କର ସମକକ୍ଷ ରାଜନେତା ବା ବ୍ୟକ୍ତିତ୍ୱ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ.

  • @prabirkumardas2743
    @prabirkumardas2743 10 місяців тому +2

    ରାଜ୍ୟ ବାସୀଙ୍କ ପାଇଁ ନିଜ ଜୀବନ କୁ ଉତ୍ସର୍ଗ କରିଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!

    • @adityaprasadtripathy4851
      @adityaprasadtripathy4851 10 місяців тому

      ନବୀନ ବାବୁଙ୍କ ନେତୃତ୍ବ ଓ ସହଯୋଗରେ ଓଡ଼ିଶା ବିକାଶର ନୂଆ ଏକ ଅଧ୍ୟାୟ ସୃଷ୍ଟି କରିଛି

  • @rabinarayanmohanty7922
    @rabinarayanmohanty7922 10 місяців тому +5

    ରେକର୍ଡ ପରେ ରେକର୍ଡ କରିଚାଲିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ବାବୁ।

  • @prabirkumardas2743
    @prabirkumardas2743 10 місяців тому +2

    ଓଡିଶା କୁ ଶିଳ୍ପ କ୍ଷେତ୍ରରେ ଦେଶ ର ଦିତ୍ୱୀୟ ରାଜ୍ୟ ଭାବରେ ଗଢିବାରେ ସକ୍ଷମ ହୋଇଛନ୍ତି ଆମ ମୁଖ୍ୟମନ୍ତ୍ରୀ!

    • @adityaprasadtripathy4851
      @adityaprasadtripathy4851 10 місяців тому

      ଦୀର୍ଘ 23 ବର୍ଷ ଧରି ଓଡ଼ିଶା ପାଇଁ ସର୍ବଦା ନିଃସ୍ଵାର୍ଥପର ସେବା କରି ଆସୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ

  • @sunilkumarsahu9064
    @sunilkumarsahu9064 Місяць тому

    Great Leader,,, Naveen Pattanayak

  • @aksar1608
    @aksar1608 5 днів тому

    ନବୀନ ବାବୁଙ୍କ ଗୋଟେ କଥା କାମ ବେଶୀ କମ୍ କଥା 😢❤

  • @bikashpatra-ix2iz
    @bikashpatra-ix2iz 10 місяців тому +2

    ମୁଖ୍ୟମନ୍ତ୍ରୀ ତାଙ୍କର ଜୀବନ ହେଉଛି ଏକ ଖୋଲା ବହି ତେଣୁ ସେ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି l

  • @ACHYUTAJANI-vp5wo
    @ACHYUTAJANI-vp5wo 2 дні тому

    Aam odisha ahivalimahhanapurusakkupaeajibahutagabitanabinsar❤ Jay 🪔 jagannath 💐

  • @kunipattnayakpattnayakkuni1791
    @kunipattnayakpattnayakkuni1791 6 днів тому

    🙏🙏🙏

  • @ranjitnayak1415
    @ranjitnayak1415 2 місяці тому +1

    Big Boss sir

  • @bikashpatra-ix2iz
    @bikashpatra-ix2iz 10 місяців тому +2

    ମୁଖ୍ୟମନ୍ତ୍ରୀ ଙ୍କ ଉପରେ ମହାପ୍ରଭୁଙ୍କର ଆଶ୍ରିବାଦ ରହିଛି l ସେଥିପାଇଁ ସେ ସଫଳତା ପାଇଛନ୍ତି l

    • @adityaprasadtripathy4851
      @adityaprasadtripathy4851 10 місяців тому +1

      ମାନ୍ୟବର ନବୀନ ବାବୁଙ୍କ ଅବଦାନ ଓ ସହଯୋଗରେ ଓଡ଼ିଶାର ବିକାଶ ଦ୍ରୁତ ଗତିରେ ବୃଦ୍ଧି ପାଉଛି

  • @sanjaybehera9757
    @sanjaybehera9757 6 днів тому

    Nice 👍🏼

  • @bikashpatra-ix2iz
    @bikashpatra-ix2iz 10 місяців тому +2

    ଆମ ଓଡିଶାରେ ଯେ କୌଣସି ବିପଦ ପଡ଼ିଲେ ମୁଖ୍ୟମନ୍ତ୍ରୀ ସବୁବେଳେ ଆଗରେ ଛିଡ଼ା ହୋଇଥାନ୍ତି l

  • @niranjandey8666
    @niranjandey8666 10 місяців тому +2

    ମାନ୍ୟବର ନବୀନ ପଟ୍ଟନାୟକ 2000ମସିହା ମାର୍ଚ୍ଚ 5ତାରିଖରେ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇ କାର୍ଯ୍ୟ ଭାର ସମ୍ଭାଳିଥିଲେ.2008ମସିହାରେ ବିଜେପି ଦଳ ନବୀନ ବାବୁଙ୍କ ଠାରୁ ମେଣ୍ଟଭାଙ୍ଗି ଅଲଗା ହୋଇଯାଇଥିଲେ. ତା ପରଠାରୁ ନବୀନବାବୁଙ୍କ କର୍ତ୍ତବ୍ୟ ନିଷ୍ଠାରେ ସାରା ଓଡ଼ିଶାବାସୀ ଅନୁପ୍ରାଣିତ ହୋଇ ଦୀର୍ଘ 23ବର୍ଷରୁ ଅବଧି ସମୟ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ସୁଶାସନ ପାଇ ଆସିଛନ୍ତି. ଆମ ମୁଖ୍ୟମନ୍ତ୍ରୀ କେବଳ ଦିତ୍ୱୀୟ ଦୀର୍ଘଦିନର ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ନାମରେ ବହୁଥର ଭାରତର ଏକନମ୍ବର ମୁଖ୍ୟମନ୍ତ୍ରୀର ପ୍ରଶଂସା ମଧ୍ଯ ଯୋଡ଼ିହୋଇ ରହିଛି. ନବୀନ ବାବୁଙ୍କର ସରଳ ଭାବମୂର୍ତ୍ତି ସୁଶାସନ ପାଇଁ ବିରୋଧୀ ଆଜି ପର୍ଯ୍ୟନ୍ତ କେବଳ ବିରୋଧୀତା କରି ଆସୁଛି.

  • @namitagochhayat5059
    @namitagochhayat5059 10 місяців тому +1

    ସରକାରଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ପ୍ରଶାସନିକ କର୍ଯ୍ୟଶୈଳିକୁ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀର ମାନ୍ୟତା ପାଇଛନ୍ତି।

  • @maheshbabusamal6046
    @maheshbabusamal6046 16 днів тому

    ❤❤❤❤❤❤❤❤

  • @niranjandey8666
    @niranjandey8666 10 місяців тому +2

    ଏହା ଆଗରୁ ଭାରତର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହିସାବରେ ବହୂ ରେକର୍ଡ଼ ସୃଷ୍ଟି କରିପାରିଛନ୍ତି. ଏହା ହେଉଛି ନବୀନବାବୁଙ୍କର ଲୋକପ୍ରିୟତାର ନିଖୁତ ପରିଚୟ.

    • @adityaprasadtripathy4851
      @adityaprasadtripathy4851 10 місяців тому

      ନବୀନ ବାବୁ ଦୀର୍ଘ ୨୩ ବର୍ଷ ଧରି ଓଡ଼ିଶାର ବିକାଶ ଆଉ ପ୍ରଗତି ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି

  • @user-gv4mh8xh2t
    @user-gv4mh8xh2t 3 місяці тому +14

    2024 ରେ ପୁଣି ବିଜେଡି ଆସୁଚି🎉🎉🎉🎉

  • @bipinamallik2803
    @bipinamallik2803 Місяць тому

    Jaya Jagannatha Jaya 70 Lakhya Mahila Mamanaku Soyang Sahayaka Gosthi Ma

  • @bikashpatra-ix2iz
    @bikashpatra-ix2iz 10 місяців тому +2

    ଓଡିଶା ର ମୁଖ୍ୟମନ୍ତ୍ରୀ ହେଉଛନ୍ତି କାର୍ଯ୍ୟ ବୀର ତେଣୁ ସେ କାର୍ଯ୍ୟ କରି ଦେଖାନ୍ତି l

  • @RajeshPadhee
    @RajeshPadhee 12 днів тому

    💚💚✅

  • @balupelmal7298
    @balupelmal7298 3 місяці тому +5

    Really humble cm Sri nabin patnaik is one most of principle cm

  • @premaranjansingh8139
    @premaranjansingh8139 Місяць тому

    Welcome welcome nabin babu zindabad Sankha chinha zindabad, only one BJD jitiba

  • @sudhansusekhardash9010
    @sudhansusekhardash9010 3 місяці тому +2

    ମେଣ୍ଟ ହେବା ଉଚିତ୍ ନୁହେଁ। BJP ରେ ନେତା ପ୍ରବଳ କର୍ମୀ କମ।

  • @banabararautaray
    @banabararautaray 6 днів тому +1

    i am very very CRYing Naveen Sir❤❤❤❤❤❤❤❤❤❤❤❤❤😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭😭🌹🌹🌹🌹🌹🌹🌹🌹🌹🌹🌹🌹

  • @JalandharSethi-wu2tb
    @JalandharSethi-wu2tb 6 днів тому

    Naveen sir super

  • @Rocksidhu1k
    @Rocksidhu1k 10 місяців тому

    Ei Kebala katha kam kama adhika pain sambabha hoi pari6i❤ U Naveen sir

  • @chandanmahapatra9152
    @chandanmahapatra9152 16 днів тому

    Good sir ❤