Will BJD Be Able To Release Itself From Shah's Trap? | Nirbhay Gumara Katha

Поділитися
Вставка
  • Опубліковано 4 бер 2024
  • Will BJD Be Able To Release Itself From Shah's Trap? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / ni
    PH NO -9124469621

КОМЕНТАРІ • 420

  • @anadicharansamal7033
    @anadicharansamal7033 2 місяці тому +30

    ବିଜୁ ବାବୁଙ୍କ ବିଷୟରେ ବହୁ ଅଜଣା ତଥ୍ୟ ସାର୍ବଜନିନ କରିଥିବାରୁ ଅଶେଷ ଧନ୍ୟବାଦ।

  • @kumaramitmohanty96
    @kumaramitmohanty96 2 місяці тому +2

    ଅତି ସୁନ୍ଦର ହବ.... ଭାରତୀୟ ଜନତା ପାର୍ଟି ଶାସନ କୁ ଆସୁ....

  • @mitrabhanudash2797
    @mitrabhanudash2797 2 місяці тому +81

    ପ୍ୟାରୀ ବାବୁ ଙ୍କର ଯେଉଁ ଅବସ୍ଥା ହୋଇଥିଲା, ବୋଧ ହୁଏ ପାଣ୍ଡିଆନ ବାବୁ ଙ୍କ ସମ ଦଶା ଘଟିବ.

  • @aniruddhamishra9718
    @aniruddhamishra9718 2 місяці тому +44

    ବିଜେଡି ଦଳ ଏବେ ଦୁଇ ଟି ମୁଖ୍ୟମନ୍ତ୍ରୀ ରେ ଚାଲୁଛି

  • @bnmcreations4670
    @bnmcreations4670 2 місяці тому +16

    ଧନ୍ୟବାଦ sir ସୁନ୍ଦର ଉପସ୍ଥାପନ, ଏ ସବୁ ସତ ସାରା ଓଡିଶା ବାସି ଜାଣିବା ଦରକାର

  • @kalpanadash5745
    @kalpanadash5745 2 місяці тому +15

    ଅନେକ ରହସ୍ୟ ଉପସ୍ଥାପନ ଅତି ଚାମତ୍କର

  • @durgaprasadsamantaray7084
    @durgaprasadsamantaray7084 2 місяці тому +3

    ଅତି ସୁନ୍ଦର ବିଜେଡି ର ଅନ୍ତିମ ପର୍ଯ୍ୟାୟ ର ସବିଶେଷ ବର୍ଣ୍ଣନା।

  • @mnsirmathematics269
    @mnsirmathematics269 2 місяці тому +3

    ଅନେକ ଗୁଡ଼ିଏ ତଥ୍ଯ ଜାଣିଲି। ଡାରଉଇନ୍ । କାହିଁ ବିଜୁ ଆଉ କାହି ଏ କପଟୀ ମଣିଷ ନବୀନ

  • @trilochanpatnaik6321
    @trilochanpatnaik6321 2 місяці тому +35

    Pandian Babu ତାଙ୍କ ମାତୃ ଗର୍ଭ ରେ ଥିବା ବେଳେ ବୋଧେ ପ୍ରବାଦ ପୁରୁଷ ଓ କଳିଙ୍ଗ ଷଣ୍ଢ ବିଜୁ ବାବୁ ଙ୍କ ଜୀବନୀ ପଢ଼ି କରି ବା ଶୁଣି କରି ମନେ ରଖିଛନ୍ତି। କାରଣ vkp ଓଡ଼ିଶାର ଏକ ନମ୍ବର ଅଣ ଓଡିଆ BJD ନେତା ଯିଏ ଓଡ଼ିଶା ଓ ଓଡ଼ିଶା ବାସୀ ଙ୍କ ବିଷୟରେ phd କରିଛନ୍ତି।

    • @bijaykumarmishra7689
      @bijaykumarmishra7689 2 місяці тому +2

      Pant pindha sikhi nathibe Pandian babu

    • @bijaykumarmishra7689
      @bijaykumarmishra7689 2 місяці тому +2

      Pandian amo Napunshak Rajneta au Odia manankar alasua Bhakua manshikata ku thik chihnikari PhD karichhanti

  • @dr.purnendutripathy5263
    @dr.purnendutripathy5263 2 місяці тому +3

    ନବୀନ ବାବୁ ହିନ୍ଦୀ ଚଳଚ୍ଚିତ୍ର ସଡ଼କ ର ମହାରାଣୀ ଚରିତ୍ର ଠାରୁ ବି ଭୟଙ୍କର ଚରିତ୍ର।ଏହି ମହାରାଣୀଙ୍କ ଚରିତ୍ର ଟି ଖୁବ୍ ପ୍ରଶଂସା ଗୋଟାଇ ଥିଲା।

  • @dipakpanda9075
    @dipakpanda9075 2 місяці тому +10

    ଯଦୁବଂଶ ଧ୍ବଂସ ହେବାକୁ ଯାଉଛି l

  • @rabindrarath9474
    @rabindrarath9474 2 місяці тому +12

    ବହୁତ ଉଚ୍ଚକୋଟୀ ଐତିହାସିକ ଉପସ୍ଥାପନା ପାଇଁ ବହୁତ ବହୁତ ଧନ୍ୟବାଦ ପ୍ରଭୁ ଜଗନ୍ନାଥ ଆପଣଙ୍କୁ ସୁସ୍ଥ ଦୀର୍ଘାୟୁ କରି ରଖି ଥାଆନ୍ତୁ

  • @user-ks4dd9bk4t
    @user-ks4dd9bk4t 2 місяці тому +2

    ଆଜି ବିଜୁବାବୁ ଓ ବିଜେଡି ଦଳ ବିଷୟରେ ଅନେକ ବିଷୟ ଆପଣଙ୍କ ମାଧ୍ୟମରେ ଜାଣି ଥିବାରୁ ବହୁତ ବହୁତ ଧନ୍ୟବାଦ

  • @balaihansdah9320
    @balaihansdah9320 2 місяці тому +4

    'ବିଲୟ' ର ବାଟ ନିଶ୍ଚିତ 'ମୁକ୍ତିର' ମାର୍ଗ ହିଁ ହୋଇଥାଏ 🙏🙏🙏

  • @diptimanmohanty133
    @diptimanmohanty133 2 місяці тому +7

    ଆପଣଙ୍କର ଉପସ୍ଥାପନା ଅନେକ ଉପାଦେୟ.।ଧନ୍ୟବାଦ sir

  • @puneshsenapati4969
    @puneshsenapati4969 2 місяці тому +4

    ହେ ନବୀନ ବାବୁ; ଆପଣ ହେଉଛନ୍ତି ଆଧୁନିକ ଓଡ଼ିଶା ଓ ମଧ୍ୟବର୍ତ୍ତୀକାଳୀନ ଓଡ଼ିଶାର ଇତିହାସ କୁ ଅତି ସୁନ୍ଦର ଭାବରେ ତଥ୍ୟ ପୂର୍ଣ୍ଣ ଭାବେ ଉପସ୍ଥାପିତ କରିଥିବାରୁ ଜଗନ୍ନାଥଙ୍କ ଅପାର ଆଶିର୍ବାଦ ଆପଣଙ୍କୁ ପ୍ରାପ୍ତ କରନ୍ତୁ।

  • @sitarammishra4824
    @sitarammishra4824 2 місяці тому +5

    ସାର୍ ନମସ୍କାର, ଏ ତଥ୍ଯ ଓଡ଼ିଶାବାସୀଙ୍କୁ ବହୁତ ଉପାଦେୟ ହେବ।

  • @dhamirona8662
    @dhamirona8662 2 місяці тому +4

    ଆପଣଙ୍କ ଆଜିର ଏପିସୋଡ ସମସ୍ତ ଏପିସୋଡ କୁ ପଛରେ ପକାଇ ଦେଲା 🙏,ଏକଦା ମୁ ଓ ମୋ ପରିବାର ବିଜୁ ବାବୁ ଙ୍କ ପରେ ନବୀନ ର ଡାଇହାର୍ଡ ସମର୍ଥକ ଥିଲୁ। ଆଜି ଆପଣଙ୍କ ଏ ଏପିସୋଡ ଦେଖିଲା ପରେ ନବୀନ ପଟ୍ଟନାୟକ ଉପରେ କେବଳ ଘୃଣା ଛଡା ଆଉ କିଛି ଆସୁନାହିଁ।

  • @IskconKrishnaprem
    @IskconKrishnaprem 2 місяці тому +29

    ବହୁତସୁନ୍ଦର ଉପସ୍ଥାପନା. ଧନ୍ୟବାଦ

  • @spokenenglishwithsumatiajo5049
    @spokenenglishwithsumatiajo5049 2 місяці тому +4

    ଆଶ୍ଚର୍ଯ୍ୟ ପ୍ରବାଦ ପୁରୁଷ ବିଜୟାନନ୍ଦ ପଟ୍ଟନାୟକ ଜଣେ ସଫଳ ମୁଖ୍ୟ ମନ୍ତ୍ରୀ,ବଳିଷ୍ଠ ବ୍ୟକ୍ତିତ୍ବ। ତା ସତ୍ବେ ତାଙ୍କ ଶେଷ ଜୀବନ ର ଏପରି କରୁଣ ପରିଣତି ବିଶ୍ୱାସ ହେଉନି।

  • @hritesh5903
    @hritesh5903 2 місяці тому +3

    ଯେତେବେଳେ ନବୀନ ଏବଂ ମୋଦୀ ପରସ୍ପର କୋଳାକୋଳି ହେଉଛନ୍ତି ସେଠି ଶାହା କଣ କରିବେ ?

  • @trinathpadhi437
    @trinathpadhi437 2 місяці тому +2

    କୁଳ ବୁଡିଲା ବେଳକୁ ଘୋଡ଼ା ମୁଂହା ଜାତ

  • @nrushinghnathsahu1630
    @nrushinghnathsahu1630 2 місяці тому +17

    ବିଜୁ ବାବୁଙ୍କ ବିୟୋଗ ସମୟରେ ତାଙ୍କ ପରିବାର ର କେହି ନଥିଲେ, ଦିଲୀପ ରାୟ ନିଜ ପୁଅ ଝିଅ ଙ୍କ ଠାରୁ ଅଧିକ ଥିଲେ

  • @bulusethy9220
    @bulusethy9220 2 місяці тому +10

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @dr.pradeeptarai3422
    @dr.pradeeptarai3422 2 місяці тому +2

    ଅପ୍ରିୟ ସତକଥା। ବହୁତ ଭଲଲାଗିଲା। ଧନ୍ୟବାଦ। ନବୀନ ବାବୁ

  • @ramapanda9832
    @ramapanda9832 2 місяці тому +16

    କେହି ନ ଥିଲେ. ଏକ ମାତ୍ର ଦିଲ୍ଲୀପ ରାୟ

  • @kamalakantadas6050
    @kamalakantadas6050 2 місяці тому +5

    ପ୍ରବାଦ ପୁରୁଷ , ଇଣ୍ଡୋନେସିଆ ର ଭୂମିପୁତ୍ର,ଓ,"ବିନିତମ୍ ଯୋଷୋ ଉତ୍ତମମ୍ "ସମ୍ମାନର ଅଧିକାରୀ ବିଜୁ ବାବୁଙ୍କୁ ଜନ୍ମ ଜୟନ୍ତୀ ରେ ଶ୍ରଦ୍ଧାଂଜଳି 🙏

  • @saratsahoo268
    @saratsahoo268 2 місяці тому +5

    କେତେକ ଅନାଲୋଚିତ ଦିଗକୁ ଆପଣ ଲୋକ ଲୋଚନ କୁ ଆଣିବାରେ ସାହସ ଦେଖାଇ ଥିବାରୁ ମୁଁ ଆପଣଙ୍କୁ ସଲାମ କରୁଛି।ରାଜନୀତି ରେ ରୁଚି ରଖି ଥିବାରୁ ସେ ସମୟର ଗଣମାଧ୍ୟମ ରୁ କିଛି କିଛି ଜାଣିଛି କିନ୍ତୁ ଆହୁରି ବହୁତ୍ କଥା ରହିଗଲା।ତାହା ଜଣାଇବାକୁ ମୋର ଅନୁରୋଧ।

  • @ramapanda9832
    @ramapanda9832 2 місяці тому +10

    ଆପଣଙ୍କ ମୁଁ ବହୁତ ବଡ଼ fan

  • @raghumaninayak9593
    @raghumaninayak9593 2 місяці тому +3

    ଅତି ସୁନ୍ଦର ଉପସ୍ଥାପନା,ଅନେକ ଗୁଡ଼ିଏ ରହସ୍ୟ ଜାଣିବାକୁ ମିଳିଲା,ସେଥିପାଇଁ ଧନ୍ୟବାଦ

  • @khirodhota1440
    @khirodhota1440 2 місяці тому +6

    ନବୀନ ବାବୁ ଙ୍କ ଭଳି ନିମକ ହାରାମ ପୃଥିବୀ ବିରଳ।

    • @ranjitkumarbehera4669
      @ranjitkumarbehera4669 2 місяці тому

      Naveen Babu tamaku gandimarithile ki

    • @mogaankahuchi8640
      @mogaankahuchi8640 2 місяці тому

      ​@@ranjitkumarbehera4669 Kahara marichanti ki nahin jana nahin Hele apanankara bhala se neichanti😅

  • @s.khurdha9371
    @s.khurdha9371 2 місяці тому +3

    କଳ୍ପତରୁ ଦାସ=ଭୁବନେଶ୍ୱର ରେ ଦୁଇଟି ପ୍ଲଟ ରଖି ଥିଲେ ମିଡିଆ ବାଲା ପଚାରି ଲାରୁ କହିଲେ ମୁଁ ଆଉ ମୋ ସ୍ତ୍ରୀ ପିଲା ଅଲଗା ଅଲଗା ପରିବାର ର ତେଣୁ ଆମେ ଅଲଗା ଅଲଗା ପ୍ଲଟ ରଖିଚୁ 😂😂😂😂 ସେସମୟରେ ଏହା ବୋହୁତ ଚର୍ଚ୍ଚା ର ବିଷୟ ପାଲଟିଥିଲା

  • @rameswar3765
    @rameswar3765 2 місяці тому +44

    ନିର୍ଭୟଗୁମର କଥା ଆସିଲେ ମନରେ ରୋମାଞ୍ଚକର ପ୍ରଶ୍ନ ଉଙ୍କିମାରିବ?

  • @ganeswarnayak7161
    @ganeswarnayak7161 2 місяці тому +2

    ଯାହା ପଛେ ହେଇଯାଉ ପାଣ୍ଡିଆ କିନ୍ତୁ ଓଡ଼ିଶାରୁ ଯାଉ ।

  • @AlineOp
    @AlineOp 2 місяці тому +6

    ଧନ୍ୟବାଦ ଆପଣଂକ ଉପସ୍ଥାପନା

  • @drashokkumardhal6936
    @drashokkumardhal6936 2 місяці тому +13

    ଷଡଯନ୍ତ୍ରରୁ ଉତ୍ପତି ଷଡ଼ଯନ୍ତ୍ରରେ ଲୀନ

  • @riseojha5394
    @riseojha5394 2 місяці тому +1

    ସବୁ ଓଡ଼ିଆ ଏଥର ବିଜେଡି କି ଭୋଟ ମାଧ୍ୟମରେ ୟାର ଜବାବ ଦବାକୁ ହେବ।

  • @manojkumarparida8697
    @manojkumarparida8697 2 місяці тому +4

    Beautiful analysis, people of Odisha should know all this.

  • @arunkumarsutar3801
    @arunkumarsutar3801 2 місяці тому +2

    ସମ୍ପୁର୍ଣ୍ଣ ସତ୍ୟ , ଜୟ ଜଗନ୍ନାଥ

  • @swarajkumarbej3768
    @swarajkumarbej3768 2 місяці тому +8

    ସବୁକଛି ସମୟର ଖେଳ।ସମୟ ଆଗରେ କେତେ କେତେ ବଡହସ୍ତୀ ମଧ୍ଯ ଚିତପଟାଙ୍ଗ୍ ମାରିଛନ୍ତି। ଏମାନେ ଅବା କେଉଁ କ୍ଷେତର ମୂଳା।

  • @manjupravamishra8000
    @manjupravamishra8000 2 місяці тому +6

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @harekrishnamohapatra8716
    @harekrishnamohapatra8716 2 місяці тому +1

    ବହୁତ ସୁନ୍ଦର ଉପୋଷ୍ଠାପନ୍

  • @successfullife6722
    @successfullife6722 2 місяці тому +4

    ଜୟ ଶ୍ରୀରାମ l🙏🙏🙏

  • @umakantadas1325
    @umakantadas1325 2 місяці тому +1

    ଏ ସବୁ କଥା ନବୀନ ବାବୁ ତାଙ୍କ ମାନସ ପୁଅ ଜାଣୁଛନ୍ତି କି ନାହିଁ

  • @kshitishpatra8661
    @kshitishpatra8661 2 місяці тому +5

    Biswas ghatakare Naveen Babu 1 number

  • @shivom9286
    @shivom9286 2 місяці тому +2

    ବିଜୁ ଜନତା ଦଳ ଅସ୍ଥିତ୍ୱ ହରେଇ ପାରେ , କିନ୍ତୁ କ୍ଷମତା ନୁହଁ ll ବୋଧେ ହୁଏ ଶାହାଙ୍କ ସହ ରୁଦ୍ଧଦ୍ୱାରା ବୈଠକରେ bjd ର ଉତ୍ତରାଧିକାରୀ ପାଣ୍ଡିଆନ ବାବୁ ଏହା ସ୍ପଷ୍ଟ ରୂପେ ଜଣେଇଦେଇଛନ୍ତି କି ଯୋଉ ପର୍ଯ୍ୟନ୍ତ ନବୀନ ବାବୁ ଅଛନ୍ତି ସେ ପର୍ଯ୍ୟନ୍ତ bjd କୁ କ୍ଷମତାରେ ରହିବାକୁ BJP ସହଯୋଗ କରୁ ll ତାର ବଦଳରେ BJD କେନ୍ଦ୍ରରେ BJP କୁ ସମସ୍ତ ସହଯୋଗ ଦେବ ll ନବୀନ ବାବୁଙ୍କ ପରେ BJD, BJP ସହିତ ନିଜର ସମସ୍ତ ନିର୍ବାଚନୀ ପାଣ୍ଠି ତଥା ସମର୍ଥକଙ୍କ ସହିତ ମିଶି ଯିବ ll ଏଥିରେ BJP ର ଫାଇଦା କିନ୍ତୁ BJD ର କିଛି କ୍ଷତି ବି ନାହିଁ ll

  • @narendrahembram4495
    @narendrahembram4495 2 місяці тому +4

    Biju babanka muharu katha suni
    bahut khushi lagila .

  • @sashikantanayak1838
    @sashikantanayak1838 2 місяці тому +6

    You are right

  • @lalmohansatapathy1775
    @lalmohansatapathy1775 2 місяці тому +2

    Absolutely true fact ।

  • @lilamayasahu6669
    @lilamayasahu6669 2 місяці тому +3

    Salute sir kete Sundar presentation

  • @pratapchandrasamal2396
    @pratapchandrasamal2396 2 місяці тому +4

    ଅନେକ ଅଜଣା ଅନାଲୋଚିତ ଘଟଣା ବିଷୟରେ ଜାଣିଲୁ। ତଥାପି ମନରେ ସନ୍ଦେହ ଆସୁଛି ଯେ ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଅଶୋକ ଦାସ ବିଜୁ ବାବୁଙ୍କ ହାତ ଲେଖା ଭିଜିଲାନ୍ସ ବା ଜାନକୀ ବାବୁଙ୍କୁ ଦେଇଥିବେ। ସେଥିରେ ତାଙ୍କୁ କି ପୁରସ୍କାର ମିଳିଲା। ଦ୍ଵିତୀୟରେ ରାଜନୀତିରେ ରୁଚି ରଖୁ ନଥିବା ନବୀନ କଣ ଏତେ ଶୀଘ୍ର ଏତେ ପରିପକ୍ୱ ହେଇଗଲେ ଯେ ବିଜୟ ମହାପାତ୍ରଙ୍କ ପରି ଚତୁର ବିଚକ୍ଷଣ ଏବଂ ସୁପର chief minister ନବୀନଙ୍କ ଚାଲ ବୁଝି ପାରିଲେ ନାହିଁ। ଶୁଣା ଯାଏ ଦିଲୀପ ରାୟଙ୍କ ପତ୍ନୀ କାଳେ ବିଜୁ ବାବୁଙ୍କ ପାଳିତା କନ୍ୟା। ଦିଲୀପ ରାୟଙ୍କୁ ନେଇ ବିଜୁଙ୍କ ପରିବାରରେ କିଛି ଅସନ୍ତୋଷ ଥିଲା। ତଥାପି କେଉଁ ଆଶଙ୍କା କାରଣରୁ ଦିଲୀପ ରାୟ ଙ୍କୁ ନବୀନ ବିଦା କଲେ ସେ ବିଷୟରେ କିଛି ତଥ୍ୟ ରଖନ୍ତୁ।

  • @bapinaa007
    @bapinaa007 2 місяці тому +5

    Jay Jay JAGANNATH

  • @purunachandrabehera2373
    @purunachandrabehera2373 2 місяці тому +5

    ମେଣ୍ଟ ହେଲେ ଓଡିଶା ଭୋଟର ଅନେକ ଦୁଃଖ ପାଇବେ।ଧନ୍ୟ ବାଦ। ବହୁତ ବହୁତ ଧନ୍ୟବାଦ।

  • @pravashsahoo3786
    @pravashsahoo3786 2 місяці тому +7

    Biju Babu is a legendary man....

  • @jagabandhubehera1984
    @jagabandhubehera1984 2 місяці тому +6

    ଜୟ ଜଗନ୍ନାଥ

  • @rabindramishra3319
    @rabindramishra3319 2 місяці тому +2

    Excellent analysis

  • @nigamdhal2280
    @nigamdhal2280 2 місяці тому +3

    Sir Aapono nku Sata Sata Naman. God bless you

  • @shankardmishra121
    @shankardmishra121 2 місяці тому +12

    Sir, You are so far one of the best journalists of the current Odisha 🌹

  • @adwaitchandrabeura6847
    @adwaitchandrabeura6847 2 місяці тому +4

    ଜୟ ଶ୍ରୀରାମ

  • @manasdas5715
    @manasdas5715 2 місяці тому +2

    👌🙏👍 ସୁନ୍ଦର

  • @dwarikanathmishra3818
    @dwarikanathmishra3818 2 місяці тому +2

    Nirbhay gumar Katha is a good political analysis

  • @gadajatkhabar7647
    @gadajatkhabar7647 2 місяці тому +1

    ବହୁତ୍ ସୁନ୍ଦର ତଥ୍ୟ ଭିତ୍ତିକ ଉପସ୍ଥାପନା ସାର୍ 🎉

  • @chiranjibdash4753
    @chiranjibdash4753 2 місяці тому +2

    ଆପଣ କହିଥିଲେ ମେଣ୍ଟ ଗୋଟେ ଡ୍ରାମା। ପୁଣି ଏବେ କହୁଛନ୍ତି ମେଣ୍ଟ ହବ। ପ୍ରକୃତରେ ମେଣ୍ଟ ହବା ଉଚିତ୍ ହବନି। ଓଡ଼ିଶା BJP leader ମାନେ blame ହେବେ

  • @drbibudharanjan2960
    @drbibudharanjan2960 2 місяці тому +2

    nabin bhai you are the best

  • @bijayanandadash5344
    @bijayanandadash5344 2 місяці тому +6

    Mr.Nabin Das actually you are great.

  • @prakashswain8674
    @prakashswain8674 2 місяці тому +1

    Absolutely 💯 % Percent Correct sir.

  • @rajanikantabiswal2669
    @rajanikantabiswal2669 2 місяці тому +3

    Salute Sir

  • @pkp4793
    @pkp4793 2 місяці тому +7

    Most waited episode😮

  • @user-zt6ib8gn5n
    @user-zt6ib8gn5n 2 місяці тому +6

    Beautiful analysis and informative. Sir, Pranam.

  • @trilochanpatnaik6321
    @trilochanpatnaik6321 2 місяці тому +14

    ବହୁତ ଉଦାହରଣ ଅଛି ବାପ ମୃତ୍ୟୁ ପରେ ପୁଅ ବହୁତ୍ ସୁଖ କରେ। ସେ ପୁଅ ବାପର ସେବା କରିଥାନ୍ତି ବା ନ କରିଥାନ୍ତି।

  • @basudevmohanty3504
    @basudevmohanty3504 2 місяці тому +9

    The best episode ever ever presented. Thanks Thanks

  • @dhananjayapradhan1538
    @dhananjayapradhan1538 2 місяці тому +5

    Jay Jagannath

  • @user-fh5jm3by3h
    @user-fh5jm3by3h 2 місяці тому +4

    ଅତି ସୁନ୍ଦର ଏବଂ ସତ୍ୟ ଉପରେ ବଜ୍ୟବେଶିତ ବିଶ୍ଳେଷଣ
    ଶୁଭ ସନ୍ଧ୍ୟା

  • @user-uk2nl7ut2g
    @user-uk2nl7ut2g 2 місяці тому +1

    Very very logical expression delivered by Nirbhaya.

  • @ganeshprasadpanda5549
    @ganeshprasadpanda5549 2 місяці тому +1

    Really. It is. Truth

  • @srhota
    @srhota 2 місяці тому +1

    Definitely interesting & informative..
    Best analysis...
    👌👌🙏🙏

  • @mitrabhanudash2797
    @mitrabhanudash2797 2 місяці тому +6

    The best information.

  • @shankardmishra121
    @shankardmishra121 2 місяці тому +4

    Both N. P & VKP should watch this video together.

  • @bibhumusictv691
    @bibhumusictv691 2 місяці тому +6

    Jay jagannath

  • @ajayasahu3942
    @ajayasahu3942 2 місяці тому +2

    Excellent Presentation.

  • @nityanandaswain3631
    @nityanandaswain3631 2 місяці тому +3

    Aapanku Sat Salam🎉🙏

  • @MINIMOTIVATION6242
    @MINIMOTIVATION6242 2 місяці тому +1

    ଅଶେଷ ଅଶେଷ ଧନ୍ୟବାଦ ମହାଶୟ ଆପଣଙ୍କୁ। ଆପଣ ହେଉଛନ୍ତି ଓଡ଼ିଶା ରାଜନୀତି ର ମୂକସାକ୍ଷୀ ଯିଏ ବି ଜେ ଡି ର ଉତ୍ପତ୍ତି ଆଉ ଅବନତୀ ଦେଖିବେ। ଆପଣଙ୍କ ଉପସ୍ଥାପନା ଦେଖି ଲାଗୁଥିଲା ଯେମିତି ଗୋଟେ (live telecast) ଚାଲୁଛି।
    ଗୋଟିଏ ପୁସ୍ତକ ରଚନା କରନ୍ତୁ ।🙏

  • @SatyaNarayanPati-lu7ni
    @SatyaNarayanPati-lu7ni 19 днів тому

    ଅତି ସୁନ୍ଦର ବ୍ରା ତା ଟିଏ ଦେଲେ

  • @bankanidhinayak7662
    @bankanidhinayak7662 2 місяці тому +3

    Sir namaskar, excellent collection regarding BJD

  • @hpadhi7
    @hpadhi7 2 місяці тому +1

    କେତେ କଥା ଆପଣ ମନେ ରଖିଛନ୍ତି

  • @sankarsanharichandan3986
    @sankarsanharichandan3986 2 місяці тому +2

    Time is powerful. All are servants of situation. Jay Jagannath

  • @purusottamparida1485
    @purusottamparida1485 2 місяці тому

    ବହୁତ ବଢିଆ

  • @alekhachandra6982
    @alekhachandra6982 2 місяці тому +2

    ବିଜୁ ବାବୁ,1ଲକ୍ଷ pràନାମ.

  • @basantibalapanigrahi5289
    @basantibalapanigrahi5289 2 місяці тому +2

    You are correct

  • @sanjibghose8284
    @sanjibghose8284 2 місяці тому +2

    Very good analysis

  • @user-jn7mg4tq5l
    @user-jn7mg4tq5l 2 місяці тому +2

    I am prauod of you sir

  • @kshitishpatra8661
    @kshitishpatra8661 2 місяці тому +3

    He prabhu e sabu sunile laguchi Biju Babu nka tharu evali pua kemiti janma hele

  • @shibajeesingh5140
    @shibajeesingh5140 2 місяці тому +2

    Great information sir

  • @arjuncharansamal7344
    @arjuncharansamal7344 2 місяці тому +1

    ପିଆରୀମୋହନ, କଳ୍ପତରୁ ପରି ପାଣ୍ଡୁ ଅବସ୍ତା ହେବାକୁ ଯାଉଛି ।

  • @gyanabratamohanty4219
    @gyanabratamohanty4219 2 місяці тому

    ସମ୍ପୂର୍ଣ ସଠିକ ବିଶ୍ଳେଷଣ | ଆପଣଙ୍କ ତୁଣ୍ଡ ସତୁଣ୍ଡ ହେଉ 🙏🙏🙏

  • @bhushanlalsharma2268
    @bhushanlalsharma2268 2 місяці тому +1

    Actually it is a top open secrate of. Present time om. I agree with your openion. Om.

  • @BIBHUTIBHUSAN4224
    @BIBHUTIBHUSAN4224 Місяць тому

    ଧନ୍ୟବାଦ ସାର

  • @user-nz4no7hu4l
    @user-nz4no7hu4l 2 місяці тому +1

    So many thanks Sir. Really true.

  • @bimaldash2987
    @bimaldash2987 2 місяці тому +5

    Sir, apanaka e past history presentation re bahut ananda dela

  • @pareshrout2412
    @pareshrout2412 2 місяці тому +1

    Good 👍 message