Who Is The Mafia That Has Taken Over Every Sector In Odisha ? | Nirbhay Gumara Katha

Поділитися
Вставка
  • Опубліковано 23 вер 2024
  • Who Is The Mafia That Has Taken Over Every Sector In Odisha ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: www.youtube.co....
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 480

  • @deeptiranjanrout1492
    @deeptiranjanrout1492 4 місяці тому +50

    ଚାଲୁଣି କହୁଛି ଛୁଞ୍ଚି କୁ ତୋର ଗୋଟିଏ କଣା ଅଛି।
    ନବୀନ ବାବୁଙ୍କ ମନ୍ତବ୍ୟ ତାହାହିଁ। ଧନ୍ୟବାଦ।

  • @surendranarayanpanda8021
    @surendranarayanpanda8021 4 місяці тому +74

    ଭୂଲ ମାନି ପ୍ରାୟଶ୍ଚିତ କରି ନିଜର ମହାନତା ଦେଖାଇଛନ୍ତି..ଧନ୍ୟବାଦ ତାଙ୍କୁ..କିନ୍ତୁ ବିଜୁଜନତାଦଳ ନେତା ଅହଙ୍କାରୀ.

    • @sudhakarsahu3252
      @sudhakarsahu3252 4 місяці тому +1

      ଅତି ଗର୍ବେ ହତ ଲଙ୍କା ଯାହା ବିଜେଡ଼ି କୁତାସବୁ ଏ ସବୁକୁ କୁକୁର ଭଳି ଭୋକିବେ କିନ୍ତୁ ନବୀନର ମଳ ବହୁତ ମିଠା ଲାଗୁଛି କିନ୍ତୁ ନବୀନ ଯାହା ସେମେଲେଇ କହୁଛି ସେଇଟା କ'ଣ ମୂଖିଆ ଉତ୍ତର ଦେବେ କି ନା କ୍ଷମା ମାଗିବେ ?

  • @nrushinghnathsahu1630
    @nrushinghnathsahu1630 4 місяці тому +63

    ନବୀନ୍ ବାବୁ ହେଲେ ଏ ଯୁଗ ର ସବୁଠାରୁ ବଡ ବିରାଡ଼ି ବୈଷ୍ଣବ.

  • @dhamirona8662
    @dhamirona8662 4 місяці тому +130

    ସମ୍ବିତ ପାତ୍ର ଙ୍କ ଜିଭ ଖସିଗଲା ଏହା ଅକ୍ଷମଣୀୟ ନୁହେଁ ,ସେ ମହାପ୍ରଭୁଙ୍କୁ କ୍ଷମା ପ୍ରାର୍ଥନା କରି ତିନିଦିନ ଉପବାସ କରି ପ୍ରାୟଶ୍ଚିତ କରିଛନ୍ତି। ଶ୍ରୀ ଜଗନ୍ନାଥ ସମ୍ବିତ ପାତ୍ର ଙ୍କୁ କ୍ଷମା କରି ଦିଅନ୍ତୁ 🙏

    • @sukantakumarpadhihari7550
      @sukantakumarpadhihari7550 4 місяці тому +8

      ସେ ମହାବାହୁ ନିଶ୍ଚିତ କ୍ଷମା ଦେଇ ଦେବେ। ଜୟ ଜଗନ୍ନାଥ 🙏🙏🙏

    • @jitendragiri2176
      @jitendragiri2176 4 місяці тому +5

      Karidebe nihati.

    • @bijaykhuntia868
      @bijaykhuntia868 4 місяці тому +2

      Maa semeli kahile -CM
      Senta kabi,kenta kabi, Harekrushna Mohanty sabu hela.. kintu khyama nahi..

    • @hardworkneverdies5679
      @hardworkneverdies5679 4 місяці тому

      ସେ ଶଳା ହଉଚି ନାଟୁଆ

    • @hardworkneverdies5679
      @hardworkneverdies5679 4 місяці тому +1

      ଏଇଟା ହଉଚି ବିଜେପି ଅସ୍ମିତା 😅😅

  • @BishnucharanRay-xy5ox
    @BishnucharanRay-xy5ox 4 місяці тому +115

    ସସ୍ମିତ ପାତ୍ର ର ଭୁଲ ଦେଖା ଯାଉଛି, କିନ୍ତୁ ରତ୍ନଭାନ୍ଦର ଚାବି କେଉଁଠି କହୁନାହାନ୍ତି ନବୀନ

    • @SarojMajhi-g6y
      @SarojMajhi-g6y 4 місяці тому +2

      ଚାବି ଦେଖ କେଉଁଠି ସସ୍ମିତା. ପତ୍ର କଥା. ତ କ୍ଷମା ମାଗି ଛନ୍ତି

    • @rabimohanty112
      @rabimohanty112 4 місяці тому +8

      38 ଜଣ ତାରକ ପ୍ରଚାରକ କ୍ରୀତଦାସ ହୋଇ ତାମିଲନାଡୁରେ ଦାଦନ ଖଟୁଛନ୍ତି.

  • @BishnucharanRay-xy5ox
    @BishnucharanRay-xy5ox 4 місяці тому +47

    ସବୁକଥାରେ ଉତ୍ତର ଟେଇଇପାରୁଛ କିନ୍ତୁ ରତ୍ନ ଭଣ୍ଡାର ଚାବି କେଉଁଠି କହୁନାହାନ୍ତି କହୁନାହାନ୍ତି.

    • @thirdeye9492
      @thirdeye9492 4 місяці тому

      ଅଜାଗାରେ ହାତ ମାରିଦେଲ ଭାଇ 😄😄

  • @sudhirkhatei6660
    @sudhirkhatei6660 4 місяці тому +17

    ଜୟ ଜଗନ୍ନାଥ, ଅଜାଣତରେ ହୋଇଥିବା ଭୁଲ ପାଇଁ ଆମ ପ୍ରଭୁ ଦୟାମୟ କ୍ଷମାମୟ କ୍ଷମା କରିବେ,

  • @upendrakumarbiswal4682
    @upendrakumarbiswal4682 4 місяці тому +104

    ବିଜେଡି ଵାଲା ଦୟାକରି ନିର୍ଭୟ ଗୁମର କଥା ଦେଖନ୍ତୁ,ଟିକିଏ ଜ୍ଞାନ ଉଦୟ ହେବ

    • @BasantaKumarSahoo-gg6oz
      @BasantaKumarSahoo-gg6oz 4 місяці тому

      BJD people will not watch Nirbhaya gumara katha as they are demons,ghosts, docaits vampires etc.

    • @ashokkumarnayak499
      @ashokkumarnayak499 4 місяці тому +6

      ବିଜେଡି ର କୁଜିନେତା ମନେ କିଛି ସ୍ବାର୍ଥ ପାଇଁ ବୁଝି ନ ବୁଝିବା ର ସମସ୍ତ ଯୁକ୍ତି ବାଢ଼ି ଥାନ୍ତି।

  • @jchoudhury274
    @jchoudhury274 4 місяці тому +15

    ପ୍ରତାପ ଦେବ ନବୀନ ଙ୍କୁ ମହାପ୍ରଭୁ ଙ୍କ ସହିତ ତୁଳନା କରିଥିଲା ସେତେ ବେଳେ ମାନ୍ୟ ବର୍ କୋଉଠି ଶୋଇ ଥିଲେ ସେ ସମ୍ବିତ କ୍ଷମ l ପ୍ରାର୍ଥନା
    କରୁଛନ୍ତି ଜୟ ଜଗନ୍ନାଥ

  • @bhubanmohanty3853
    @bhubanmohanty3853 4 місяці тому +44

    ପଇସା ଦେଇ ନିର୍ବାଚନ ବୈତରଣୀ ପାର ହେବା ପାଇଁ BJD ର ପ୍ରଚଣ୍ଡ ଚେଷ୍ଟା

  • @GobindaChandraSatapathy-se5yr
    @GobindaChandraSatapathy-se5yr 4 місяці тому +31

    ଭୁଲରେ ସମ୍ବିତ ପାତ୍ର ଙ୍କ ଭୁଲ ପାଇଁ ସେ ଜଗନ୍ନାଥ ଙ୍କ ପାଖରେ ଓ ତାଙ୍କର ଭୁଲ ପାଇଁ କ୍ଷମା ମାଗି ତିନି ଦିନ ଉପବାସ କରି ନିଜକୁ ଦଣ୍ଡ ଗ୍ରହଣ କରିଛନ୍ତି, ପୁରୀ ଯାଇଁ କରିଡର ଉଦଘାଟନ କରି ଜଗନ୍ନାଥ ଙ୍କୁ ଦର୍ଶନ ନକରିବା କେଉଁ ପ୍ରକାର ଭକ୍ତି, ଓଡ଼ିଆ ତାଙ୍କର ଭକ୍ତି ଠିକ ମାପି ଛନ୍ତି, ସେ ଜାଣନ୍ତୁ ଜଗନ୍ନାଥ ବିଦେଶୀ ଭାଷା ରେ ଆଶୀର୍ବାଦ କରନ୍ତିନାହିଁ, ଜୟ ଜଗନ୍ନାଥ

  • @binayakumarsethi6114
    @binayakumarsethi6114 4 місяці тому +39

    ଆଜ୍ଞା, ଚାଲୁଣି କହୁଛି ଛୁଞ୍ଚିକୁ........ ପାଣ୍ଡୁ ବାବୁ ଘୋଷା ବଳଦ ଭଳି ନବୀନ ବାବୁ ଆଉ ବବି ବାବୁଙ୍କ ବିଷୟରେ ଯାହା କହିଛନ୍ତି ତାହା ଏବେ ଚର୍ଚ୍ଚା ର ବିଷୟ

  • @bulusethy9220
    @bulusethy9220 4 місяці тому +23

    ❤❤❤❤❤
    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ

  • @arabindapadhi8367
    @arabindapadhi8367 4 місяці тому +26

    BJD ର ବହୁ ନେତା ନବୀନ ଙ୍କୁ ଜଗନ୍ନାଥ ସହିତ ତୁଳନା କରିଥିଲେ

  • @manjupravamishra8000
    @manjupravamishra8000 4 місяці тому +10

    "ଗୋଦରୀ- ଲୋ ତୋ' ଗୋଡ଼କୁ ଅନା" ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @geetaranisamal6638
    @geetaranisamal6638 4 місяці тому +14

    ଆଜ୍ଞା,ଏମାନେ କଣ ଆଗରୁ ଭୁଲ୍ କରି ନାହାନ୍ତି? ଜଗନ୍ନାଥ ମହାପ୍ରଭୁ ଙ୍କୁ ନେଇ ଯେଉଁ ଗୁଆ,ଉଷୁନା ଚାଉଳ ମାଗିଲେ ସେ କଣ?? ଚାଲୁଣି ଛୁଞ୍ଚି କୁ କହୁଛି?

  • @thirdeye9492
    @thirdeye9492 4 місяці тому +25

    ପଚିଶ ବର୍ଷରେ ଅ ଆ ଯିଏ
    ଶିଖି ପାରିଲେନି ଭାଇ
    ସେ ପୁଣି କୁହନ୍ତି ଅସ୍ମିତାର କଥା
    ଲଜ୍ୟା ନାହିଁ ଲଜ୍ୟା ନାହି
    😄😄
    ଓଡିଶା ରେ ଅଛି କେତୋଟି ଜିଲ୍ଲା?
    ଗୋଟି ଗୋଟି ନାଁ କହିବ ଭଲା
    ମନ୍ତ୍ରୀ ଏମଏଲଏ ଙ୍କ ନାମ ତ କୁହ
    ପୋଷା ପୁଅ ଆଉ ହେ ଗୁଂଜା ରୁଅ
    ପ୍ରଳମ୍ବ ଅଶୁଦ୍ଧ ଅତୀତ ତୁମ
    କିଆଁ ଦେଖାଅ ଏ ଅଲଣା ଢମ
    😂😂
    ସବୁ କଥା ଯଦି ପାରୁଛ ଜାଣି
    କୁହ ତେବେ ଛାମୁ କିଏ ସେ ଲୁଟିଲା
    ଶ୍ରୀରତ୍ନଭଣ୍ଡାର ଖାଦାନ ଖଣି???????
    😭😭

  • @subhakanta1975
    @subhakanta1975 4 місяці тому +6

    ଖୁବ୍ ଭଲ ଲାଗୁଛି ଆପଣଙ୍କ ତର୍ଜମା।

  • @Banamali.parida
    @Banamali.parida 4 місяці тому +5

    ନିର୍ଭୟ ଚାନେଲ କୁ ମୋର ହୃଦୟର ଗଭୀର ତମ ପ୍ରଦେଶ ରୁ ଧନ୍ୟବାଦ୍ ।କାରଣ ଆପଣ ଆମ କୁ ବହୁତ୍ ସତ୍ୟାସତ୍ୟ କଥା କହୁଛନ୍ତି।ଭଗବାନ ଜଗନାଥଙ୍କ କୃପାରୁ ଅପଙ୍କ ଚାନେଲ ର ଉନ୍ନତି ହେଉ

  • @binayakpaikaray8221
    @binayakpaikaray8221 4 місяці тому +37

    ପାଣ୍ଡିଆନ ଗଙ୍ଗାଧର ମେହେରଙ୍କୁ ସ୍ବଭାବ କବି ବଦଳରେ ସନ୍ଥକବି କହିଲାବେଳେ ନବୀନବାବୁଙ୍କ ଓଡ଼ିଆ ଅସ୍ମିତା କୁଆଡ଼େ ଗଲା?ପାଣ୍ଡିଆନ ବାବୁଙ୍କ ଅଜ୍ଞତା ଥିଲା। ସେ ଏଇଥିପାଇଁ କ୍ଷମା ମାଗିଛନ୍ତି କି?

    • @jchoudhury274
      @jchoudhury274 4 місяці тому +3

      ଅଣଓଡ଼ିଆ ପାଣ୍ଡୁ ତାମିଲ କୁ ଆ ଡେ ଜାଣିବ ଓଡ଼ିଶା ର ଅସ୍ମିତା ଖଣ୍ଡି ଓଡ଼ିଆ କହି

    • @PramodDash-i1j
      @PramodDash-i1j 4 місяці тому

      Pandian kintu kahilani bhul hei gala boli doisgusting

  • @krushnachandradash4327
    @krushnachandradash4327 4 місяці тому +8

    ସମ୍ବିତ ପାତ୍ର ମହୋଦୟ ଭୁଲ୍ ମାଗି ଥିଲେ ମଧ୍ୟ, ତାଙ୍କ ଭୁଲକୁ ଫେଣେଇବା ଗାଲୁଆଙ୍କର ବାରବାଟୀ ଚାଷ।

  • @brajakishorepadhi4022
    @brajakishorepadhi4022 4 місяці тому +9

    ନବୀନ ପଟ୍ଟନାୟକ ଭଳି ଷଠ ଠକ ନାଟକ ବାଜ୍ ମଦ୍ଯପ ଲୋଭୀ ବୁଢା ନବୀନ ପାଖରୁ କିଛି ଶିଖିବାର ନାହିଁ ଯାହାକୁ ଧର୍ମ ର ଆକ୍ଷରିକ ଅର୍ଥ ମାଲୁମ ନାହିଁ

  • @mayadharmahanta7126
    @mayadharmahanta7126 4 місяці тому +6

    ନିଜ ଭୂଲ କୁ ନିଜେ ବୁଝି କ୍ଷମା ମାଗିବା ଏହା ହେଉଛି ଜଣେ ଭଲ ମଣିଷର ସଙ୍କେତ । ଗୋଟିଏ ଭୂଲ କୁ ଲୁଚାଇ ବାକୁ ହେଲେ ବହୁତ୍ ଭୂଲ କରିବାକୁ ହୁଏ । .

  • @rajanikantabiswal2669
    @rajanikantabiswal2669 4 місяці тому +7

    ସାର୍ ନମସ୍କାର ଏବେ ବି ଜେ ଡି ଅନୁକରଣୀଯୟ ପ୍ରଚାର କରୁଛି କିଛି ନୂତନ ତ୍ୱ ନାହିଁ

  • @binayakumarsethi6114
    @binayakumarsethi6114 4 місяці тому +14

    ଜୟ ଜଗନ୍ନାଥ

  • @rabimohanty112
    @rabimohanty112 4 місяці тому +19

    ମୁଖ୍ୟ ମନ୍ତୀ ପ୍ରକାଣ୍ଡ ଗଧ ମୂର୍ଖ. ରାଜ୍ୟର ମହା ଶତ୍ରୁ. ଧିକ ଟେ ମଦୁଆ.

  • @chhayakanta7328
    @chhayakanta7328 4 місяці тому +6

    ଏମିତି ଭୁଲ୍ ହୁଏ

  • @surendranarayanpanda8021
    @surendranarayanpanda8021 4 місяці тому +17

    ନବୀନ ବାବୁ. ପାଣ୍ଡିଆ. ପ୍ରତାପ ଦେବ ଏ ମାନେ ଜଗନ୍ନାଥ ଉପରେ .

  • @Aditya.aditya.
    @Aditya.aditya. 4 місяці тому +6

    ❤ନାଇଁ ନାଇଁ ତମେ କଲେ କିଳା ,ଆମେ କଲେ ଗୁରୁଣ୍ଡି ଗୋପାଳ ଲୀଳା ❤

  • @tanmaysahu6996
    @tanmaysahu6996 4 місяці тому +5

    " ନବୀନ ଓଡିଶା ଦାଦନ ଓଡିଶା "
    Vairav Kartikeyan Pandian is a classic example of "absolute power corrupts absolutely "
    Pandian ମୋହରେ ଅନ୍ଧ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ଙ୍କ ପରି ଉଚିତ୍ ଅନୁଚିତ୍ ର ପାର୍ଥକ୍ୟ ବୁଝିବାକୁ ଅକ୍ଷମ..... ଧିକ୍

  • @raghumaninayak9593
    @raghumaninayak9593 4 місяці тому +11

    BJD ନେତା ନବୀନଙ୍କୁ ଜଗନ୍ନାଥ ମହାପ୍ରଭୁ ସହ ତୁଳନା କରୁଥିଲେ ସେତେବେଳେ ନବୀନ କୋଉଠି ଥିଲେ

  • @swadhikarbetaj3768
    @swadhikarbetaj3768 4 місяці тому +9

    ମୂଖ୍ଯମନ୍ତ୍ରୀ ଓ ପାଣ୍ଡିଆନ ମହୋଦୟ,ଓଡିଆ ଭାଷା ଓ ସଂସ୍କୃତି ଉପରେ ଅନେକ ଗରୁଚଣ୍ଡାଳ ଭୁଲ୍ କରି ମଧ୍ଯ କେତେଥର କ୍ଷମାଯାଚନା କରିଛନ୍ତି??ଏଭଳିଆ ଅଭଦ୍ର ନେତାମାନଙ୍କୁ ଏଥର ଓଡ଼ିଶାର ଜନସାଧାରଣ ଠିକ୍ ଜବାବ୍ ଦେବେ। ଜୟ ଜଗନ୍ନାଥ

  • @trilochanpatnaik6321
    @trilochanpatnaik6321 4 місяці тому +9

    BJD ଦଳରେ ଅନେକ ଗଣ ଗଣିଆ ମାଛି ଅଛନ୍ତି। ତେଣୁ କେଉଁଠି ଟିକିଏ ବିଷ୍ଠା ବାସନା ପାଇଲେ ତା ଉପରେ ବସି ପଡନ୍ତି। ପ୍ରତାପ ଦେବ ଙ୍କ ବିଷ୍ଠା ବାସିଲା କିନ୍ତୁ ସମ୍ବିତ ବାବୁଙ୍କ ର କଥା ସାଙ୍ଗେ ସାଙ୍ଗେ ଗନ୍ଧେଇଲା।

  • @pratapchandrasamal2396
    @pratapchandrasamal2396 4 місяці тому +9

    ଏବେ ଏଇ ନିର୍ବାଚନର ହାରିବାର ଭୟ ସମସ୍ତଙ୍କୁ ଏମିତି ଘାରିଛି ଯେ ସଭିଏଁ ବାଉଳା। କିଏ କେତେବେଳେ କଣ କହୁଛି କିଛି ଜାଣି ହେଉନି। ଯଦି ପ୍ରଧାନମନ୍ତ୍ରୀ କହିବେ କଂଗ୍ରେସ ଆସିଲେ ରାମ ମନ୍ଦିରକୁ ବୁଲଡୋଜର ଲଗେଇ ଭାଙ୍ଗି ଦିଆଯିବ ଆଉ ବିଜେଡି ବାଲା କହିବେ ମିଶନ ଶକ୍ତି ବିଜେପି ବନ୍ଦ କରିଦେବ, ତେବେ ହସିବା ନା କାନ୍ଦିବା। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଆଉ ପ୍ରଧାନମନ୍ତ୍ରୀଙ୍କ ମିତ୍ର ନବୀନ ବାବୁଙ୍କୁ କାଳେ ମାଫିଆ ଘେରି ବସିଛନ୍ତି। ଯଦି ମୋଦୀ ମହାଶୟ ତାହା ଜାଣିଥିଲେ ତାହେଲେ ଭାରତ ସରକାର କଣ ଏତେ ଅସହାୟ ଯେ ଜଣେ ପଦସୀନ ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଧାର କରି ପାରିଲେ ନାହିଁ। ଏହା କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଅପାରଗତା ନୁହେଁ କି। ସେହିପରି ରତ୍ନ ଭଣ୍ଡାର ଚାବି ତାମିଲନାଡୁରେ ଅଛି ଜାଣିବା ପରେ ଶାହା ମହୋଦୟ ରୁଦ୍ଧଦ୍ୱାର ବୈଠକରେ ସେହି ତାମିଲ ବାବୁ ସହ କି ବିଚାର ବିମର୍ଶ କରିଥିଲେ। ରାଧେ ରାଧେ, ତୋର ଅଧେ ମୋର ଅଧେ ନୁହେଁ ତ। ବିଜେଡିର ଜଣେ ପୂର୍ବ ଅଧିକାରୀ ବିଜେପି କେନ୍ଦ୍ରୀୟ ନେତାଙ୍କୁ ଅଦିନିଆ ଅତିଥି କହିଲା ବେଳକୁ ଜଣେ କେନ୍ଦ୍ର ମନ୍ତ୍ରୀ ତାଙ୍କୁ ଗୁମାସ୍ତା କହୁଛନ୍ତି ତ ଆଉ ଜଣେ ପୂର୍ବ ଅଧିକାରୀ ତାଙ୍କୁ ଅଶ୍ଳିଳ ଭାଷା କହୁଛନ୍ତି। ସତରେ କେତେ ଅଭଦ୍ର, ଅଶିଷ୍ଟ, ଗାର୍ବୀ, ଅହଙ୍କାରୀ। ଆଉ ତା ସହିତ ଅସହାୟ ଏବଂ ଭୟଭୀତ ଆମ ରାଜନେତା ମାନେ। ଏମାନଙ୍କ ଭିତରେ କିଏ ଭଲ ଯାହାଙ୍କୁ ମୂଲ୍ୟବାନ ଭୋଟ ଖଣ୍ଡେ ଦେଇହେବ।

  • @ghanshyamkampa2620
    @ghanshyamkampa2620 4 місяці тому +4

    Congratulation for analysis and solution with comparism

  • @trilochanpatnaik6321
    @trilochanpatnaik6321 4 місяці тому +8

    ଡକାୟତ ସିନ୍ଧି ଚୋର କୁ ଚୋର କହିବା ହାସ୍ୟାସ୍ପଦ କଥା।

  • @arundhatibehera9197
    @arundhatibehera9197 4 місяці тому +1

    ବିବେକ ଶାନ୍ତି କ୍ଷମା ଧୀର ।
    ଏ ଚାରି ପୁରୁଷଙ୍କ ସାର ॥
    ଏହା ହରଇ ଗୃହଦ୍ବନ୍ଦ୍ବ ।
    ଅଜ୍ଞାନୀଜନଙ୍କ ଆନନ୍ଦ ||....
    (ଭାଗବତ ବାଣୀ)

  • @jayaramasahoo7106
    @jayaramasahoo7106 4 місяці тому

    ଆଜିର ପ୍ରସଙ୍ଗ ଖୁବ ବଢିଆ ଏବଂ କମେଣ୍ଟ ମଧ୍ୟ

  • @PS-sb6rh
    @PS-sb6rh 4 місяці тому +9

    Jai Jagannath Sir🙏

  • @Manoranjansahoo34680
    @Manoranjansahoo34680 4 місяці тому +6

    ସମ୍ବିତ ପାତ୍ର ଭୁଲ କହିଥିଲେ, ସେଥିପାଇଁ ସେ ନିଜର ଭୁଲ ପାଇଁ କ୍ଷମା ମାଗିଲେ ଏବଂ 3 ଦିନ ଉପବାସ ରହିବାକୁ ଘୋଷଣାକଲେ, ହେଲେ ପୂର୍ବରୁ ନବୀନନିବାସରୁ ଆସିଥିବା ଭିଡିଓ ରେ ନବୀନ ନିଜେ ଲୁଙ୍ଗି ଓ ଜୋତା ପିନ୍ଧି ମହାପ୍ରଭୁଙ୍କୁ ନମସ୍କାର କରୁଥିଲେ, ତାହା କଣ ପ୍ରଭୁଙ୍କୁ ଅପମାନ ନଥିଲା?ସେଥିପାଇଁ ନବୀନ କ୍ଷମା ମାଗିବେ କି? ବିଜେଡିଦଳର ହଜାର ଭୁଲ ପାଇଁ ସେମାନେ କେବେ ଭୁଲ ସ୍ୱୀକାର କରିଛନ୍ତି କି?

  • @ashokkumarnayak499
    @ashokkumarnayak499 4 місяці тому +4

    ଜଦି ସତରେ ଭଗବାନ ଜଗନ୍ନାଥ ଥିବେ ତାହେଲେ ନିଶ୍ଚିତ ୨୦୨୪ ରେ ବିଜେଡି ର ପାପି ଗଣଂକର ସର୍ବନାଶ ହେବ।

  • @ChoudhuridalaBehera
    @ChoudhuridalaBehera 4 місяці тому +4

    ଜୟ ଶ୍ରୀ ଜଗନ୍ନାଥ

  • @saratsahoo268
    @saratsahoo268 4 місяці тому +2

    ଅଜ୍ଞା ଯିଏ ଚଣ୍ଡିଖୋଲ କୁ ଚଡ଼ିଖୋଲ ଏବଂ ବାରିପଦା କୁ baadipada କହିଥିଲେ ,ସିଏ ସେଥିପାଇଁ ଭୁଲ ସ୍ୱୀକାର କରିଛନ୍ତି କି ? ଅଲାଜୁକ ନା ହେଲେ ହେଲି ।

  • @kailashchandramohanty4776
    @kailashchandramohanty4776 4 місяці тому +1

    ସମ୍ବିତ ପାତ୍ର ଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଧନ୍ୟବାଦ୍ l ଅଜଣା ତରେ କରିଥିବା ଭୂଲ୍ ପାଇଁ ଅନୁସୋଚନା କରିଥିବାରୁ l କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳର ନେତାମାନେ ଆମ ଅସ୍ମିତା ଜଗନ୍ନାଥଙ୍କୁ ନେଇ ନିକଟ ଅତୀତରେ ଯେଉଁ
    ପ୍ରକାର ବୟାନ ବାଜି କରିଛନ୍ତି ସେମାନେ କେବେ ଅନୁସୋଚାନା କରିବେ ଦେଖିବାକୁ ବାକି ରହିଲା l

  • @rabinarayansahoo7917
    @rabinarayansahoo7917 4 місяці тому

    ମହାପ୍ରଭୁଙ୍କର କରୁଣାହେବ ସେ ନିଶ୍ଚିତ ଜିତିବେ ,ଜୟ ଜଗନ୍ନାଥ।

  • @AnjanaMohanty-q6k
    @AnjanaMohanty-q6k 4 місяці тому +1

    Bahut badhia

  • @ganjamboysrikanta7615
    @ganjamboysrikanta7615 4 місяці тому +3

    ମୋଦି ଜୀ ଙ୍କ ଏତେ କଥା. ନବୀନ ବାବୁ ପାଣ୍ଡିଆନ ଙ୍କ କାନରେ ପଡୁଛି ତାହା ଉପରେ ମଧ୍ୟ ସୋମାଲୋଚନା କରୁଛନ୍ତି
    କିନ୍ତୁ ରତ୍ନଭଣ୍ଡାର ଚାବି କଥା ଉଠିଲେ ବିଜେଡ଼ି ଚୁପ୍ ପାଣ୍ଡିଆନ ବି ଚୁପ ତା ମାନେ ପାଣ୍ଡିଆନ ରତ୍ନଭଣ୍ଡାର ଲୁଟି ସାରିଲାଣି ଏ କଥା ସତ ଯାହା ଲାଗୁଚି

  • @manojbabu6690
    @manojbabu6690 4 місяці тому +2

    ଖୁବ ସୁନ୍ଦର🙏

  • @SricharanBehera-pn3su
    @SricharanBehera-pn3su 4 місяці тому

    ସବୁଠୁ ବଡ ମାଫିଆ ହେଉଛି ନରେନ୍ଦ୍ର ମୋଦି ନିଜେ.

  • @tsggurukul2197
    @tsggurukul2197 4 місяці тому +1

    You are absolutely right

  • @dhaneswardas7823
    @dhaneswardas7823 4 місяці тому +4

    ମଣିଷ ପାଇଁ ହୁଏତ ଏହା ଶୋଭନୀୟ , ମାତ୍ର ଭଗବାନ ଭକ୍ତର ଭକ୍ତିକୁ ନେଇ ସ୍ବୟଂ ଭକ୍ତ ହୁଅନ୍ତି ଏହାର ଅନେକ ଉଦାହରଣ ରହିଛି। ଦାସିଆ ବାଉରୀ ଏବଂ ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଭକ୍ତ ଓ ସଖା ଅର୍ଜୁନଙ୍କ ରଥରେ ସାରଥି ହୋଇଥିଲେ।
    ଭକ୍ତ ଭଗବାନଙ୍କ ନିମନ୍ତେ ଓ ଭଗବାନ ଭକ୍ତଙ୍କ ନିମନ୍ତେ ଯୁଗ ଯୁଗରୁ ରହିଛି।
    ଜୟ ଶ୍ରୀ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ।

  • @gyanabratamohanty4219
    @gyanabratamohanty4219 4 місяці тому +1

    ବିଜେଡି ଦଳ କାହିଁ ? ନେତା ମନ୍ତ୍ରୀ mla ସବୁ ଲୋକ ପ୍ରତିନିଧି, ଓଡ଼ିଆ ଅଫିସର ସବୁ ଅଯୋଗ୍ୟ, କେବଳ ଏ ଧର୍ମ ବାପା ଧର୍ମ ପୁଅ ହିଁ ଯୋଗ୍ୟ | ଏଥର ହାରିବେ, ଫଳ ପାଇବେ, ଅଧିକାଂଶ ଜେଲ ଯିବେ | ଏହା ଜାଣି ପାଗଳ ହୋଇଗଲେଣି 🙏🙏🙏

  • @Shayam570
    @Shayam570 4 місяці тому +5

    jay jagannath

  • @abhayamishra3806
    @abhayamishra3806 4 місяці тому

    ଭୁବନେଶ୍ୱର ଉତ୍ତର ଭୋଟରଙ୍କୁ ଅନୁରୋଧ... ବ୍ୟୋମକେଶ ଭାଇଙ୍କୁ ସମର୍ଥନ କରନ୍ତୁ...ପୁରୁଷ ନିର୍ଯାତନା କୁ ସାମ୍ନାକୁ ଆଣନ୍ତୁ....ବ୍ୟୋମକେଶ ଭାଇ ଜିନ୍ଦାବାଦ.....ପୁରୁଷ କମିଶନ ଜିନ୍ଦାବାଦ....ହୁଇସିଲ ଚିହ୍ନ ଜିନ୍ଦାବାଦ

  • @kastucharansahu6656
    @kastucharansahu6656 4 місяці тому +1

    ନମ୍ରନ୍ତି ଗୁଣିଜନାଃ ଗତ 25 ବର୍ଷ ଧରି ମଦୁଆ ଗୋଷ୍ଠୀର ପ୍ରାଦୁର୍ଭାବ ବଢିଛି,ଶିକ୍ଷା ବ୍ୟବସ୍ଥା ଚୁରମାର,ତେଣୁ ଭଲକୁ ଭେଲ କହିବେନି ତ ଆଉ କଣ କହିବ ଏ ଅସ୍ତିତ୍ବ ଛଡା ନବୀନ।

  • @techgopalcreative3760
    @techgopalcreative3760 4 місяці тому +5

    Right sir

  • @aswinikumarmohanty6005
    @aswinikumarmohanty6005 4 місяці тому +1

    Chamatkar presentation

  • @manmathsatapathy447
    @manmathsatapathy447 3 місяці тому

    Really Sambit Babu
    I always feel you are
    Great.You are a great devotee of Lord Jagannath.

  • @NimainCharanRay
    @NimainCharanRay 4 місяці тому

    Oh! What an analysis! Amazing. For a slip of tongue, such a vivid analysis is unique. Many many thanks.

  • @kishorchsrichandan307
    @kishorchsrichandan307 4 місяці тому +10

    Mafia will be punished. It is final, whose govt it may be.

    • @bishnucharantripathy8938
      @bishnucharantripathy8938 4 місяці тому

      Why Mafias have not yet been punished? When BJP party has collected funds from all with the help of ED,CBI,IT, Why Modi had been silent till date? What was the reason for such delay?

  • @ramapanda4747
    @ramapanda4747 4 місяці тому

    Wonderful n vivid presentation

  • @baijayantimala376
    @baijayantimala376 4 місяці тому +1

    Sir aapononko knowledge ku koti pranam

  • @pragatipatnaik3085
    @pragatipatnaik3085 3 місяці тому

    Mind blowing, sir 🙏

  • @chandan802
    @chandan802 4 місяці тому

    ଆଜ୍ଞା ମୁଁ ଜଣେ ନିୟମିତ ଦର୍ଶକ। ଚାବି ତାମିଲନାଡୁ ରେ କାହିଁକି ଅଛି ଆଉ ସେଠି ଚାବି ରହିଲେ କଣ ପରିଣାମ ହେବ ସେ ବିଷୟରେ ଆଉ ଟିକେ କହିଲେ ଭଲ ହୋଇଥାନ୍ତା।

  • @jharanapradhan7836
    @jharanapradhan7836 4 місяці тому +3

    ଚାଲୁଣୀ କହୁଛି ଛୁଞ୍ଚିକୁ। ଯେତେବେଳେ ନିଜ ଦଳର ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵୟଂ ଜଗନ୍ନାଥ ବୋଲି କହୁଥିଲେ , ସେତେବେଳେ ଏ ମୁଖ୍ୟମନ୍ତ୍ରୀ କୁଆଡେ ଥିଲେ ? ଯେତେବେଳେ ଓଡ଼ିଶାର ବରପୁତ୍ର ମାନଙ୍କୁ ଅପମାନ କରାଯାଉଥିଲା , ସେତେବେଳେ ବିଜେଡ଼ି ଦଳ କୁଆଡେ ଥିଲା। ବିଜେଡ଼ି ଦଳର ସଭା ସମାପନ ପରେ ଯେତେବେଳେ ଜଗନ୍ନାଥଙ୍କ ମୂର୍ତ୍ତିଙ୍କୁ ବାହାରେ ଖରାରେ , ବର୍ଷାରେ ଖୋଲା ପଡ଼ିଆରେ ପକେଇକି ଯାଇଥିଲେ , ସେତେବେଳେ ବିଜେଡ଼ି ଦଳର ଅସ୍ମିତା କୁଆଡେ ଥିଲା। ଓଡ଼ିଆ ମାନଙ୍କର ପ୍ରାଣ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବିକୁ ହଜି ଗଲା ବୋଲି କହି ଓଡ଼ିଆ ମାନଙ୍କୁ ଭୁଆଁ ବୁଲାଉଛନ୍ତି ସେତେବେଳେ ଓଡ଼ିଆ ଅସ୍ମିତା କୁଆଡେ ଗଲା। ଓଡ଼ିଶାର ଶାସନ ଅଣଓଡ଼ିଆ ହାତରେ ଟେକି ଦେଇ ଅଣଓଡ଼ିଆଙ୍କର କ୍ରୀତଦାସ ହେବା ସମୟରେ କୁଆଡେ ଗଲା ତୁମ ଓଡ଼ିଆ ଅସ୍ମିତା ??? ଜଗନ୍ନାଥ ଭକ୍ତବତ୍ସଳ ଓ କୃପାମୟ। ସେ ନିଶ୍ଚିତ ଭାବରେ ଡକ୍ଟର ସମ୍ବିତ୍ ପାତ୍ରଙ୍କର ଅଜାଣତରେ ହୋଇଥିବା ଭୁଲକୁ କ୍ଷମା କରିଦେବେ। କାଳିଆର କୃପାଦୃଷ୍ଟି ସଦାସର୍ବଦା ରହିଥାଉ।

  • @jayajagabandhupatra1488
    @jayajagabandhupatra1488 4 місяці тому +7

    ନବୀନ ବାବୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ କୋଟି ପରମାୟ ଦିଅନ୍ତୁ। ଆପଣଙ୍କ ତଥ୍ଯ ଭିତ୍ତିକ ବିଶ୍ଲେଷଣ ଅତ୍ୟନ୍ତ ଚମତ୍କାର। ମନ ଓ ହୃଦୟକୁ ଛୁଉଁଛି । ଆଉଥରେ ହୃଦୟରୁ ଧନ୍ୟବାଦ ଜଣାଉଛି। ଜୟ ଜଗନ୍ନାଥ ❤

  • @panigrahi_abhishek
    @panigrahi_abhishek 4 місяці тому

    Excellent Sir🙏🙏 your way and style of presentation is unique in entite Odia media industry.. you always present the bitter truth with very minute and perfect way.. I would love to listen you for hrs.. praying to Lord Jagannath for you healthy and prosperous life.. pls accept my namaskar 🙏

  • @upendranathswain2022
    @upendranathswain2022 4 місяці тому

    ଶ୍ରୀକୃଷ୍ଣ ସଖା ସୁଦାମାଙ୍କ ପାଦ ଧୋଇଦେବା ନଜିର ମଧ୍ୟ ଅଛି l

  • @pabitrachampati5239
    @pabitrachampati5239 4 місяці тому

    ମଣିଷ ବେଳେ ବେଳେ ଅଜାଣତରେ ଭୁଲ୍ କରେ । ନିଜ ଭୁଲ୍ ବୁଝିପାରି କ୍ଷମାପ୍ରାର୍ଥନା କରିବା ହିଁ ମଣିଷ ପଣିଆ । ତେଣୁ ଅନୁତାପ ହିଁ ଶେଷ କ୍ଷମା । ଜୟ ଜଗନ୍ନାଥ।

  • @basantapattnaik7812
    @basantapattnaik7812 4 місяці тому +4

    ସାର ପ୍ରଣାମ 🙏🌹

  • @GaneshchandraNayak-eu5lx
    @GaneshchandraNayak-eu5lx 4 місяці тому

    Very good topic

  • @LalitenduBadu
    @LalitenduBadu 4 місяці тому

    Best

  • @DipakPanda-e3k
    @DipakPanda-e3k 4 місяці тому

    Very good sir

  • @jyotirmayjena1869
    @jyotirmayjena1869 4 місяці тому +2

    ସବୁ ଚଣ୍ଡାଳ ବିଜେଡି ଦଳରେ
    ବିଜେଡି ହଟାଓ ଓଡିଶା ବଞ୍ଚାଅ

  • @FAKIRJENA-du2zs
    @FAKIRJENA-du2zs 4 місяці тому

    Very good analysis

  • @rkbehera1241
    @rkbehera1241 4 місяці тому

    Good news

  • @indiradutta5837
    @indiradutta5837 4 місяці тому

    ଦୁର୍ବାସାଙ୍କ ପଦାଘାତ ସହି ନ ଥିଲେ ବିଷ୍ଣୁ । ସେ ଭୃଗୁମୁନିଙ୍କ ପଦାଘାତ ସହିଥିଲେ ।

  • @LingarajPradhan-j7m
    @LingarajPradhan-j7m 4 місяці тому

    Thank you

  • @kushadhwajanahak186
    @kushadhwajanahak186 4 місяці тому +1

    ପ୍ରତାପ ଦେବ ଆଉ ଦୈତାରୀ ପଣ୍ଡା ତ ଜାଣି ଶୁଣି କହିଥିଲେ ଜଗନ୍ନାଥ କହିଲେ ନବୀନ ଙ୍କୁ ବୁଝାଏ,

  • @pkp4793
    @pkp4793 4 місяці тому +4

    Lord Jagannath sabu dekhuchhanti aau taa result june 4 tarikhore debe aau Odisha ku save karibe.Jay Jagannath Jay shreeram Jay Odisha

  • @jajpuritc5645
    @jajpuritc5645 4 місяці тому

    ମଣିଷ ମାତ୍ରେହି ଭୁଲ।ମୁଖ୍ୟମନ୍ତ୍ରୀ ନିଜେ ବାସୁଦେବ କୁଟ କୁଟ ହେଉଛନ୍ତି

  • @PramodPattnaik-e9n
    @PramodPattnaik-e9n 4 місяці тому

    Ryt

  • @sanjaysahu-xo5cu
    @sanjaysahu-xo5cu 3 місяці тому

    ପୁରା ସତ୍ୟ କଥା କହୁଛନ୍ତି sir 🙏🙏🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳❤

  • @maheswardas1034
    @maheswardas1034 4 місяці тому

    exactly

  • @rakeshhota493
    @rakeshhota493 4 місяці тому

    Verynice

  • @NirmalSahu-p3r
    @NirmalSahu-p3r 4 місяці тому

    ଭଗବାନଙ୍କୁ ଶ୍ରୀବତ୍ସ ବ୍ରାହ୍ମଣ ଗୋଇଁ ମାରିଥିଲେ,, କିନ୍ତୁ ଦୁର୍ବାସ ଚୂଷି ନୁହେଁ ।

  • @rabindranayak1205
    @rabindranayak1205 4 місяці тому

    ସେଇମିତି ଲୋକ ଓଡିଶା ରେ ଅଛନ୍ତି ସବୁ ଜାଣିଲା ପରେ ମଧ୍ୟ ଗୋଟିଏ ଅପାରଗ ସରକାର କୁ ପୁଣି ଥରେ ଭୋଟ ଦେବାକୁ ପ୍ରସ୍ତୁତ ହେଉଛନ୍ତି

  • @rabindrapradhan7646
    @rabindrapradhan7646 4 місяці тому +1

    ସାର୍, ବିଜେଡି ବାଲା ଏମିତି କେତେଥର ଭୁଲ୍ କରିଛନ୍ତି। ନବୀନ ଙ୍କୁ ସ୍ୱୟଂ ଜଗନ୍ନାଥ ବୋଲି କହିଛନ୍ତି। ସେତିକି ବେଳେ କଣ ଭୁଲ୍ ହେଇ ନଥିଲା କି?। ସମ୍ବୀତ୍ ପାତ୍ର ଭୁଲ୍ ମାଗିଲେଣି , ଆଉ କଣ ବିଜେଡି ବାଲାଙ୍କ କିଛି ଇସୁ ନାହିଁ ।

  • @jagabandhusahoo7491
    @jagabandhusahoo7491 4 місяці тому

    ଭକ୍ତ ତୁମର କି କରିବ ଭକ୍ତ ବୋଲରେ ଥାଅ ଭକ୍ତ ପେସିଲା ହସ୍ତିନାକୁ ଦୁତ ପଣରେ ଯାଅ ।।।।
    ଭକ୍ତ ର ଭଗବାନ

  • @NARAYANNAYAK-sm1ym
    @NARAYANNAYAK-sm1ym 4 місяці тому

    ଓଡ଼ିଶା ବାସି ମାଆ ଭାଇ ମାନଙ୍କୁ ବିନମ୍ର ଅନୁରୋଧ ଓଡ଼ିଶା କୁ ତାମିଲ ହାତରୁ ଵଞଚାନତୁ

  • @satyabhamapatrisatyabhamap5918
    @satyabhamapatrisatyabhamap5918 3 місяці тому

    Paramatma nku prathana karuchi pradhan mantrinka Katha sabu sata hoijau ❤❤

  • @gayadharpatra3233
    @gayadharpatra3233 4 місяці тому

    Sir, analysis is good.

  • @satyanaryanpraharaj5840
    @satyanaryanpraharaj5840 4 місяці тому

    ଜଗନ୍ନାଥ ହେଲେ ଦୟା ରସାଗର ତେଣୁ ସମବିତ ଜଣେ ଭକ୍ତ ଜଦି ଭୁଲ ବସତଃ ଜିଭରୁ ଖସିଥିବା ସବଦ କ୍ଷମା ମାଗି ଫେରାଇନେଲେ ଏଣୁ ଜଗନ୍ନାଥ କ୍ଷମା କରିଦେଲେ ।

  • @dagreswargoud
    @dagreswargoud 4 місяці тому +1

    ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ..ଜଣେ ଭୁଲ କରି କ୍ଷମା ଭିକ୍ଷା କଲେ କିନ୍ତୁ ବାରମ୍ଵାର ଓଡ଼ିଆ ସ୍ଵାଭିମାନ ତଥା ଜଗନ୍ନାଥଙ୍କୁ ଉପହାସ କରି ବିଜେଡ଼ି ଦଳ..କହୁଛନ୍ତି କ'ଣ ଆସୁଛି ବେଳ ହେ ବୁଡ଼ିବ ତୁମର ଭେଳା...ହେଲା ।

  • @FAKIRJENA-du2zs
    @FAKIRJENA-du2zs 4 місяці тому

    କେବଳ ମିଥ୍ୟା ବିଜ୍ଞାପନ ଛାଡି ପାଣ୍ଡୁ ନବିନ ଆଉ ରକ୍ଷା ପାଇବେନି l

  • @rajanikantachoudhury2343
    @rajanikantachoudhury2343 4 місяці тому

    ଯେଉଁ ବ୍ୟକ୍ତି ଓଡ଼ିଆ ଅସ୍ମିତ କୁ ଇଂରାଜରେ କହୁଛନ୍ତି ସେ କି ପ୍ରକାର ଓଡ଼ିଆ.?

  • @nabinbeura3225
    @nabinbeura3225 4 місяці тому

    ନବୀନ ସାରେ ବୁଝି ସାରିଥିବେ. ଯିବା ବେଳକୁ ଆଉ ଅଧିକ କିଛି କୁହନ୍ତୁ ନାହିଁ .

  • @purnachandrasahoo3361
    @purnachandrasahoo3361 4 місяці тому

    ❤❤❤

  • @bbiswal9812
    @bbiswal9812 4 місяці тому

    ସମ୍ବିତ ପାତ୍ରଙ୍କ କଥାଟି ଓଲଟି ଯାଇଛି, ମୋଦି ଜଗନ୍ନାଥଙ୍କର ଭକ୍ତ କହିବା ବଦଳରେ ଯେହେତୁ ଅତ୍ୟଧିକ ଚାପରେ କଥାଟି ଓଲଟେଇ ଦେଇଛନ୍ତି ଏବଂ କ୍ଷମାପ୍ରାର୍ଥନା ମଧ୍ୟ କରି ସାରିଲେଣି। ଏଗୁଡ଼ାଙ୍କ କଥା କିଏ ଶୁଣୁଛି?

  • @bigyanrout-fw2yi
    @bigyanrout-fw2yi 3 місяці тому

    Bahut vhalakatha.