Will Modi's Magic Impact Third - Fourth Phase Elections ? | Nirbhay Gumara Katha

Поділитися
Вставка
  • Опубліковано 21 тра 2024
  • Will Modi's Magic Impact Third - Fourth Phase Elections ? | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / in
    PH NO -9124469621

КОМЕНТАРІ • 551

  • @malaykumarpraharaj1864
    @malaykumarpraharaj1864 24 дні тому +126

    ମୋଦୀ ଯାଦୁ ଓଡିଶା ରେ ପ୍ରବଳ ଅଛି ସାର 🌹

    • @santoshprasadmishra4977
      @santoshprasadmishra4977 24 дні тому

      Modi Jadu kebala gentleman pakhare achhi. Lazy & greedy peoples pakhare nahin. Semananka ra paisa Jadu darkar.

  • @prakashparida3663
    @prakashparida3663 24 дні тому +47

    ବିଜେଡି ପାଖରୁ ଟଙ୍କାନିଅ , ଆଉ ବିଜେପିକୁ ଭୋଟ୍ ଦିଅ,ଏହାହିଁ ମୁଁ ଠିକ୍ ଭାବୁଛି

  • @subhabratamishra4465
    @subhabratamishra4465 24 дні тому +104

    ୩ୟ‌ ଓ ୪ର୍ଥ‌ ପର୍ଯ୍ୟାୟରେ ମଧ୍ୟ‌ ମୋଦୀଙ୍କ ପ୍ରଭାବ୍‌ ରହିବ । ବୂଥ୍‌ରେ ସ୍ବଚ୍ଛତା ରହିଲେ BJP ସର୍‌କାର୍‌ ସୁନିଶ୍ଚିତ୍‌ ।

    • @santoshprasadmishra4977
      @santoshprasadmishra4977 24 дні тому

      Booth re swachhata rahiba nahin. Officers & Police BJD ku support karuchhi.

  • @jyotirmayjena1869
    @jyotirmayjena1869 24 дні тому +66

    ମୟୂରଭଞ୍ଜ ଏବଂ ବାଲେଶ୍ୱର ରେ ୧୦୦ ୧୦୦ ରେ ବିଜେପି ଆସିବ ।

  • @jaydevcreation1
    @jaydevcreation1 24 дні тому +58

    Sir ମୁଁ କୌଣସି ରାଜନୈତିକ ଦଳର ନୁହଁ,ହେଲେ ସତ କଥା ପଦେ କହିବି ମୟୂରଭଞ୍ଜରେ ଘରେ ଘରେ ପଦ୍ମ,

  • @geetaranisamal6638
    @geetaranisamal6638 24 дні тому +145

    ଯାହା ବି କରନ୍ତୁ BJP ଆସିବ ହିଁ ଆସିବ,ଯଦି ଏମାନେ booth ରେ କିଛି ହେର୍ ଫେର ନ କରନ୍ତି।

    • @maheshpattanayak1798
      @maheshpattanayak1798 24 дні тому +10

      Vidhan sabha pain kasta achi bjp Vidhan sabha re tike pachare rahijauchi

    • @kalandicharanbehera6721
      @kalandicharanbehera6721 24 дні тому +7

      ବସ୍ତି ରେ ଟଙ୍କା ବଣ୍ଟା ଆରମ୍ଭ କେରିଦେଲି BJD ଵାଲା

    • @user-vh6ib4qe1d
      @user-vh6ib4qe1d 24 дні тому

      କେନ୍ଦ୍ରୀୟ ଫୋର୍ସ ଏବଂ ନିର୍ବାଚନ କମିଶନ୍ ପୁରା ସଜାଗ ଅଛନ୍ତି ।ପୁରା ଚମଡା ଉତାରିଦେବେ

    • @sampadsatapathy1220
      @sampadsatapathy1220 24 дні тому +5

      BJP center haruchi

    • @user-vh6ib4qe1d
      @user-vh6ib4qe1d 24 дні тому +8

      @@sampadsatapathy1220 ଭାଇ ତମେ ଗଣିଛ ବୋଲି କାହାକୁ କୁହନି ,ନହେଲେ ଲୋକ ଜାଣିଗଲେ ତମ ଚମଡା ଉତାରିଦେବେ ।

  • @Sanjay18_
    @Sanjay18_ 24 дні тому +28

    ମୁଁ ବିଜେପି କୁ ଭୋଟ ଦେବୀ ।।
    ଆପଣମାନେ କାହାକୁ ଭୋଟ ଦେବେ ।।
    ଦୟାକରି ମତାମତ ଦେବେ ।।
    🪷🪷🪷🪷🪷🪷🪷❤️🪷🪷🪷🪷🪷

  • @SwayamSantosh4u
    @SwayamSantosh4u 24 дні тому +54

    ବିଜେଡ଼ିକୁ ଭୋଟ ଦେଲେ ତାମିଲ ଲୋକ ଶାସନ କରିବ, ବିଜେପିକୁ ଭୋଟ ଦେଲେ ଓଡ଼ିଆ ଲୋକ ଗୋଟେ ଶାସନ କରିବ।

    • @gudlutripathy3283
      @gudlutripathy3283 24 дні тому

      Bihari maikina ro sason

    • @SwayamSantosh4u
      @SwayamSantosh4u 24 дні тому

      @@gudlutripathy3283 ବିହାରୀ ମାଇକିନାଙ୍କୁ ବାପାର ବାଣ୍ଡ କିଛି ମିଳିବନିରେ ଭାକୁଡ଼ା ମାଗିହା। ତୋର ଭଳିଆ କେତେ ଗବଗାଣ୍ଡୁ ହିଁ ତାମିଲ ଆଉ ବିହାରୀର ତଳଟାକୁ ଟେକିକି ଟେକିକି ଧରି ବସିଛନ୍ତି।

    • @WellnessHub.Official
      @WellnessHub.Official 24 дні тому

      Exactly

    • @Odiaranjan848
      @Odiaranjan848 23 дні тому

      ​@@gudlutripathy3283ta maa ku bihari gehi thila mg

  • @runanayak4173
    @runanayak4173 24 дні тому +34

    ପରିବର୍ତନ ନିଶ୍ଚିତ .....ମୋଦି ହାୱା ଜୋର ରେ ଚାଲିଛି ସାର

  • @FAKIRJENA-du2zs
    @FAKIRJENA-du2zs 24 дні тому +65

    BJP ପାଇବ ଆମ ରାଜ୍ୟରେ ୯୯ ଓ କେନ୍ଦ୍ରରେ ପାଇବ ୩୯୯ ସିଟ୍ l

    • @Sanjay18_
      @Sanjay18_ 24 дні тому +10

      ତମ ତୁଣ୍ଡ ସୁତୁଣ୍ଡ ହେଉ ❤

    • @smohanty3507
      @smohanty3507 24 дні тому

      😂😂😂😂😂

    • @gudlutripathy3283
      @gudlutripathy3283 24 дні тому +1

      Diba swopno dakhuchho

    • @pk-xt8km
      @pk-xt8km 24 дні тому

      Ete Sapan ku rati kahi...
      Modi hato..jumla se bacho..
      This Ytuber..has selled his head to njp

  • @raghumaninayak9593
    @raghumaninayak9593 24 дні тому +26

    ମୋଦୀ ହାୱା କାଏମ ରହିବ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ

  • @user-fo9ko2lq6x
    @user-fo9ko2lq6x 24 дні тому +47

    ଭାରତୀୟ ଜନତା ଦଳ ର କେନ୍ଦ୍ରୀୟ ନେତୃତ୍ଵଙ୍କର ଓଡ଼ିଶା ଦଖଲ ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ନିଶ୍ଚୟ ସଫଳତା ଆଣିବ ବୋଲି ଆଶା ଓ ବିଶ୍ବାସ।

  • @Vinood900
    @Vinood900 24 дні тому +24

    ହଁ ପରିବର୍ତ୍ତନ ର ଲହର କାମ କରିବ ❤🎉। ଏଥର ଓଡିଶା ରେ ସରକାର ପରିବର୍ତ୍ତନ ହେବ। 25 ବର୍ଷ ବହୁତ ହେଲାଣି, ଆଉ ନୁହେଁ । ଏଥର ଓଡିଶା ରେ ସରକାର ପରିବର୍ତ୍ତନ ❤🎉

  • @rameswar3765
    @rameswar3765 24 дні тому +30

    ତେରା ଜାଦୁ ଚଲ୍ ଗୟା ,ମୋଦି ମୋଦି ମୋଦି ମୋଦି ମୋଦି .....ତୃତୀୟ ଏବଂ ଚତୁର୍ଥ... ଫିର୍ ଆ ରହାହେ ଲହର୍ ...ମୋଦି ମୋଦି ମୋଦି ମୋଦି ମୋଦି.....
    ଜୟ ଶ୍ରୀରାମ

  • @pradiptakumarmahakhuda2377
    @pradiptakumarmahakhuda2377 24 дні тому +24

    ଓଡ଼ିଶାର ସାଧାରଣ ଜନତା ମନ ବଦଳେଇ ଦେଲେଣି. କେବଳ ପରିବର୍ତନ

  • @Subhas12552
    @Subhas12552 24 дні тому +42

    Bjd ର ଗଡ ଭାଙ୍ଗିବ.... ଏ ଗର୍ବ ନିଜ ବାପା ଧନ ଭାବି ଖାଇଥିବା ପ୍ରତି ଟି ଟଙ୍କା ଫେରେଇବେ ଓଡ଼ିଶା ବାସୀଙ୍କୁ

    • @gudlutripathy3283
      @gudlutripathy3283 24 дні тому

      Deleni...Sobu choro...bjp v...

    • @Odiaranjan848
      @Odiaranjan848 23 дні тому

      ​@@gudlutripathy3283bjd ta maa ra ghaita ta taku dabu mg

  • @BishnucharanRay-xy5ox
    @BishnucharanRay-xy5ox 24 дні тому +60

    ମୋଦି ଯାଦୁ ଚଳିବ ଆହୁରି 3,4 ପର୍ଯୟ ପର୍ଯ୍ୟନ୍ତ.

  • @durgaprasadsamantaray7084
    @durgaprasadsamantaray7084 24 дні тому +58

    ବର୍ତମାନ ଟଙ୍କା ଖେଳ ରେ ବିଜେଡି ପକ୍ଷରୁ ଯେ ଯୋରସୋର୍ ଉଦ୍ୟମ ଚାଲିଛି।

    • @akashkumarrout674
      @akashkumarrout674 24 дні тому +2

      Hn bhai chora pandu muka Naveen 😂😂😂😂

    • @jatindrasamantaray4119
      @jatindrasamantaray4119 24 дні тому +1

      100 % to 100 % sure angya all odisha re emitika kaama chalichhi

    • @thinkgenuine6428
      @thinkgenuine6428 24 дні тому +7

      BJD ଠୁ ଟଙ୍କା ନେଇ BJP କୁ ଭୋଟ ଦିଅ.... ଦୁର୍ନୀତି ଖୋର ସରକାର ପାଇଁ ଉଚିତ୍ ଜବାବ୍

    • @NomadicJRS
      @NomadicJRS 24 дні тому +5

      କିନ୍ତୁ ଓଡିଶା ଲୋକ ଏଇଥର କିଛି ମାତ୍ରା ରେ ସଚେତନ ଅଛନ୍ତି l ପଇସା ନେବେ କିନ୍ତୁ ଭୋଟ ଠିକ ଜାଗାରେ ଦେବେ

    • @ashwinisahu6584
      @ashwinisahu6584 24 дні тому +2

      TANKA BAHUT BANTUCHHI BJD

  • @AlineOp
    @AlineOp 24 дні тому +15

    ଆମର ଦରକାର୍ ମୋଦି ସରକାର

  • @user-se8du5kj1o
    @user-se8du5kj1o 24 дні тому +27

    Only Aparajita mam

  • @tanujamishra2999
    @tanujamishra2999 24 дні тому +31

    Aparajita no1

  • @radheshyammeher4318
    @radheshyammeher4318 24 дні тому +24

    କଂଗ୍ରେସ ଓ ବିଜେଡି ସମଦଶା ଭୋଗିବେ 🌹

    • @baradaprasannabhuyan4723
      @baradaprasannabhuyan4723 24 дні тому

      ଭାଈ କଂଗ୍ରେସ କଥା କୁହନ୍ତୁ ନାହିଁ କାନ୍ଦ ଲାଗୁଚି 🤣🤣🤣

  • @lipsa5949
    @lipsa5949 24 дні тому +6

    ବିଜେଡି ଓ କଂଗ୍ରେସ ଦୁଇ ଦଳ ଓଡିଶା ରୁ ଯିବେ ବିଜେପି ସରକାର ଆମର ଦରକାର ଜୟ ମୋଦୀ ଜି 🙏🏻🙏🏻

  • @FAKIRJENA-du2zs
    @FAKIRJENA-du2zs 24 дні тому +30

    ରାହୁଲ ଯୋଗୁ କଂଗ୍ରେସ ପୁରା ଡାଉନ l ସୁର ପୁଅ ଓ ନବିନ ଦଶା ଏକ l ତେଣୁ ମନ୍ମଥ ଖୁବ୍ କମ୍ ଭୋଟ ପାଇବ l

  • @bijayanandasatpathy9488
    @bijayanandasatpathy9488 24 дні тому +18

    ଚାଲିବ ବୋଲି ମୋର ଦୃଢ ଆଶା

  • @rajanikantachoudhury2343
    @rajanikantachoudhury2343 24 дні тому +14

    କେବଳ ବିଜେପି. 👍

  • @sudarsandalai7001
    @sudarsandalai7001 24 дні тому +4

    🙏 ସାରେ ଭିତରେ ଭିତରେ ସବୁ ପଦ୍ମ ପଦ୍ମ

  • @bidyadharbargejoykrishna4902
    @bidyadharbargejoykrishna4902 24 дні тому +23

    ମୁଦି ହାବା ଚଳିବ

  • @brajakishorepadhi4022
    @brajakishorepadhi4022 24 дні тому +6

    ସଂପୂର୍ଣ୍ଣ ବିଜେଡି ମୁକ୍ତ ଓଡିଶା। ମୁର୍ଦାର ନବୀନ ହଟାଓ।

  • @manaswitagouda2424
    @manaswitagouda2424 24 дні тому +10

    ନବୀନ ବାବୁ ଙ୍କ ମୁଣ୍ଡ କିଛି କାମ କରୁନି ସେ ବିନାଶ କାଳେ ବିପରୀତ ବୁଦ୍ଧି କରୁଛନ୍ତି।

  • @user-od2fs9gq4v
    @user-od2fs9gq4v 24 дні тому +7

    ଜୟ ଶ୍ରୀ ଜଗନ୍ନାଥ

  • @dagreswargoud
    @dagreswargoud 24 дні тому +3

    ହେ ପ୍ରଭୁ ଜଗନ୍ନାଥ..ପ୍ରଭୁ ଶ୍ରୀରାମ ଆପଣଙ୍କ ହସ୍ତରେ ଓଡ଼ିଶାର ଭବିଷ୍ୟତ ଜନମାନସରେ ଧରାବତରଣ କରନ୍ତୁ ଏବଂ ବିକଶିତ ଭାରତର‌ ସୁନାଗରିକ ରୂପେ ପଥ ପ୍ରଦର୍ଶନ କରନ୍ତୁ 🙏🏻🙏🏻🙏🏻

  • @basantapattnaik7812
    @basantapattnaik7812 24 дні тому +14

    ସାର ବର୍ତମାନ ବି ଲୋକଙ୍କୁ ବୁଝାଇବା ଭାରି କଷ୍ଟ ଟଙ୍କା ବଣ୍ଟା ଚାଲିଛି ଲୋକ ମାନେ ଟଙ୍କା ମୁହାଁ ଏବଂ ଖାସ କରୀ ନାରୀମାନେ l ଜଦି ବି ବିଜେଡି ଜିତେ ଟଙ୍କା ବଳରେ ଜିତିବ ଏବଂ ସେ ନାରୀ ମାନଙ୍କ ସବୁ ଗ୍ରୁପ ଲାଗି ଆଉ ସେ ଗ୍ରୁପ କାଳେ ବନ୍ଦ ହେଇଜିବ ଜେତେ ବୁଝାଇଲେ ମଧ୍ୟ ସେମାନେ ଅବୁଝା ଦେଖାଯାଉ ଜୁନ 4ତାରିଖ ରେ ଫଳା ଫଳ କଣ ହେଉଛି ମୋଦି ଆସିଲେବି କିଛି ବୁଝିବେ ନାହିଁ ଅବୁଝା ମହିଳା ଗ୍ରୁପ l ସ୍ୱାଭିମାନ ଓଡ଼ିଆ ଅସ୍ମିତା କହିଲେବି କେହି ବୁଝିବେ ନାହିଁ l ବଡ଼ ଦୁଃଖ ର ସହ କହିବାକୁ ପଡୁଛି ମୋତେ ମୋର ଚତୁଃର୍ପାଶ୍ଵରେ ଜାହା ସବୁ ଘଟିଛି ସେଇଟା ମୁ ଲେଖା ମାଧ୍ୟମରେ କହୁଛି କିନ୍ତୁ ମୋପାଖରେ କିଛି ପ୍ରଣାମ ନାହିଁ l ଆପଣ ମାନେ ନିଶ୍ଚିତ ବୁଝି ପାରୁ ଥିବେ
    ଆମ ରାଉରକେଲା ର ହାଲ ଚାଲ ଆଉ ମନ୍ତୀ କଣ କରୁଥିଲେ ବୁଥ ମଧ୍ୟରେ ତ ବାହାରେ ସବୁ କଣ ହେଇଥିବ

  • @BirendraNayeak
    @BirendraNayeak 24 дні тому +2

    Odisha ପରିବର୍ତ୍ତନ ରାସ୍ତା ରେ ଚାଲିଛି ,,,100%

  • @SATA421
    @SATA421 24 дні тому +6

    You are absolutely right

  • @user-yw8vq3fb5v
    @user-yw8vq3fb5v 24 дні тому +14

    ରତ୍ନ ଭଣ୍ଡାର ହରଣଚାଲ କରିଦେଲେଯେ' ମଲା ମଣିଷର ତୁଣ୍ଡ ଫିଟୁନି । ତୁଣ୍ଡ ଖସିଗଲେ ମଲା ମଣିଷଟା ଚେଇଁ ଉଠୁଚି ।

  • @rajendragahir3205
    @rajendragahir3205 24 дні тому +4

    ଜୟ ଶ୍ରୀ ରାମ 🙏🙏🙏🚩🚩🚩

  • @Bigsauction2234
    @Bigsauction2234 24 дні тому +6

    ସାର୍ ନମସ୍କାର , ସାରା ବିଶ୍ବ ରେ ଜସଶ୍ରୀ ଦା ମଦର ନରେନ୍ଦ୍ର ମୋଦୀ ମ୍ୟାଜିକ ଗ୍ୟାରେଣ୍ଟି ଯୋଉଠି ଅଛି। ଏଠି ଓଡ଼ିଶା ରେ ମଧ୍ୟ କାମ କରିସାରଛନ୍ତି,କାରଣ ଲୋକ ହୃଦୟ ରେ ଭୋଟ ଦେଇଛନ୍ତି

  • @bidyadharpadhan9532
    @bidyadharpadhan9532 24 дні тому +5

    ଯିଏ ଜିତୁଛି ଜିତୁ ବିଜେଡି ହାରୁ

  • @ramachandrasahoo1921
    @ramachandrasahoo1921 24 дні тому +1

    ବହୁତ ସୁନ୍ଦର କଥା ଜୟ ଶ୍ରୀରାମ 🙏🚩🚩🚩

  • @adityaprasad1673
    @adityaprasad1673 24 дні тому +7

    ଅପର୍ଯ୍ୟ।ପ୍ତ ପଇସା ଖର୍ଚ୍ଚ ହେଉଛି, କଅଣ ହେଉଛି ଦେଖିବା। ଆମ ଲୋକ ମାନେ କେତେ ସଚେତନ କିଏ ଜାଣେ।

  • @bibekanandamahakul8139
    @bibekanandamahakul8139 24 дні тому +7

    କିଛି ନାହିଁ ସାର ଓଡିଶା ର ଲୋକ ବହୁତ ମୂର୍ଖ... ସାର ଆମ ଆଡେ ସବୁ 500 ରେ ବିକ୍ରି ହୋଇଗଲେ..... ବିଜେଡି ଏତେ ପଇସା ଦେଇଛି...

  • @successfullife6722
    @successfullife6722 24 дні тому +3

    ଜୟ ଶ୍ରୀରାମ l🙏

  • @Narendramodifn
    @Narendramodifn 24 дні тому +2

    ଲେଖା ଛିଡି଼ବ ନିଚୟ ଏଥର 🌹🌹

  • @villagemasti7366
    @villagemasti7366 24 дні тому +7

    Yes modi winning for odisha mp and set 15mp 75mal

  • @Sravan8042m
    @Sravan8042m 24 дні тому +1

    ଜୟ ଶ୍ରୀ ଜଗନ୍ନାଥ 🙏କେବଳ ନବୀନ ବାବୁ❤️ଏବଂ BJD❤ ଓଡିଶାରେ |

  • @sabitamishra3732
    @sabitamishra3732 24 дні тому +4

    Change must

  • @saratmishra7100
    @saratmishra7100 24 дні тому +3

    Coastal Odisha will be the deciding factor for formation of government.
    ତଥାପି ଏଥର ଓଡ଼ିଶାରେ ଭାଜପା ସରକାର ଗଠନ ହେବା ସୁନଶ୍ଚିତ ଲାଗୁଛି।

  • @pabitrachampati5239
    @pabitrachampati5239 23 дні тому

    ଧର୍ମ ର ଜୟ ହେବ। ଜୟ ଜଗନ୍ନାଥ।

  • @DibyaPradhan-tq6om
    @DibyaPradhan-tq6om 24 дні тому +1

    ଜୟ ହୋ ବିଜେପି

  • @binodbiharirout389
    @binodbiharirout389 24 дні тому +5

    BJD ଯେତେ ବାଣ୍ଟିଲେବି ଏଥର ମୋଦି ହାୱାକୁ ରୋକି ପାରିବେନି l
    ଏଥର Modi ଙ୍କ ହାୱା ଏତେ ପ୍ରବଳ ଯେ ବଡ଼ ବଡ଼ ପଥର ବି ଉଡି ଯାଉଛନ୍ତି l

  • @rabimohanty112
    @rabimohanty112 24 дні тому +3

    କ୍ରୀତଦାସ ଦଳର ଅମାନତ ଉଡିଯିବା ଆବଶ୍ୟକ. ସ୍ଵ ଶାସନେ ନିଧନ ଶ୍ରେୟ, ପର ଶାସନ ଭୟା ବହ.

  • @mituprdhan2020
    @mituprdhan2020 24 дні тому +1

    ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🏻🌹🙏🏻🌹🙏🏻🌹🙏🏻🌹

  • @dr.bidhubhusannayak6658
    @dr.bidhubhusannayak6658 24 дні тому +1

    🙏ଅଜ୍ଞା l ଓଡ଼ିଶାବାସୀ ଏ ନିର୍ବାଚନ ଫଳାଫଳକୁ ଚାହିଁ ବସିଛନ୍ତି, ପୁନଃ ଓଡିଶା ଅସ୍ମିତାକୁ ଉପଭୋଗ କରିବାପାଇଁ l ଜୟ ମହାବାହୁ 🙏l

  • @munamishra9760
    @munamishra9760 24 дні тому +4

    Always wait for your show

  • @ashwinisahu6584
    @ashwinisahu6584 24 дні тому +2

    APARAJITA JAGATAJITA NAMASTE

  • @rabindrapatel1016
    @rabindrapatel1016 24 дні тому +1

    🎉ପଶ୍ଚିମ ଓଡିଶା ରେ ବିଜେପି ଜିତୁଛେ 🌹🌹🌹

  • @janardanpanda5378
    @janardanpanda5378 24 дні тому +11

    ଏଥର ମୋଦି ଯାଦୁ ଚାଲିଛି ଏବଂ ନବୀନ ବାବୁ ଙ୍କ ଭୋଟ ହାର ହ୍ରାସ ପାଇବ

  • @artatranbehera5244
    @artatranbehera5244 24 дні тому +1

    ଜୟ ଜଗନ୍ନାଥ
    ଜୟ ମୋଦି

  • @sushamadash8383
    @sushamadash8383 24 дні тому +2

    Our the best leader Aparajita ❤❤

  • @laxmidharnayak4191
    @laxmidharnayak4191 23 дні тому

    Many many thanks for your episode. The people of odisha waiting for the 3rd and 4th phase election. Jai jagannath.

  • @prakashparida3663
    @prakashparida3663 24 дні тому +10

    ଜଗନ୍ନାଥଙ୍କ ଦୟାରୁ ବିଜେପି 400 ପାର୍ ନିଶ୍ଚିତ , ବିଜେଡିର ପରାଜୟ ସୁନିଶ୍ଚିତ

  • @jharanapradhan7836
    @jharanapradhan7836 24 дні тому +2

    ଦୀର୍ଘ ୨୪ ବର୍ଷର ଦୁର୍ନୀତି ଶାସନ କରି କେବଳ ଟଙ୍କା ମାଧ୍ୟମରେ ଭୋଟ କିଣୁଛି। ଲୋକମାନେ ସଚେତନ ହୋଇ ଏହାର ସଠିକ୍ ଜବାବ ଭୋଟ ମାଧ୍ୟମରେ ଦିଅନ୍ତୁ। ନଚେତ୍ ଅନେକ ସ୍ଵାଭିମାନୀ ଓଡ଼ିଆ ଥାଉ ଥାଉ ଆମକୁ ଜଣେ ଅଣଓଡ଼ିଆ ହାତରେ ଶାସିତ ହେବାକୁ ପଡ଼ିବ।

  • @NabikushMahakul-es2lk
    @NabikushMahakul-es2lk 24 дні тому

    Nirvorokothalagi.aponoku.bohutdhonyobat.jaishriram

  • @ajayakumarsahoo4663
    @ajayakumarsahoo4663 24 дні тому +2

    Jay.jagannth🎉🎉🎉🎉🎉🎉

  • @digambardhal9216
    @digambardhal9216 24 дні тому +1

    Full phase ରେ ମୋଦି ହାୱ। ୩ୟ ଓ ୪ର୍ଥ ପର୍ଯ୍ୟାୟରେ ଚାଲିବ ।

  • @manojbabu6690
    @manojbabu6690 24 дні тому +1

    👌

  • @JohnnSony
    @JohnnSony 24 дні тому

    Just wao

  • @bamadevpattanayak7284
    @bamadevpattanayak7284 24 дні тому

    Thanks Nirvaya

  • @PS-sb6rh
    @PS-sb6rh 24 дні тому +2

    Jai Jagannath🙏

  • @prasantaroutraya4952
    @prasantaroutraya4952 24 дні тому

    Nice political Analysis.Respected Sir.

  • @biranchipadhi423
    @biranchipadhi423 24 дні тому +2

    Jay shree ram 🙏🌹

  • @binodsahoo3374
    @binodsahoo3374 24 дні тому

    Jai sriram 👏

  • @chittaranjansamantaray3020
    @chittaranjansamantaray3020 23 дні тому

    Verygood

  • @SantanuKumarDehurywoha
    @SantanuKumarDehurywoha 24 дні тому

    Best predicted

  • @user-dp8ou6kq6g
    @user-dp8ou6kq6g 24 дні тому +2

    ମଲା ଶଂଖ ହାରିବା ଥୟ😂

  • @Jagannath-oc9ht
    @Jagannath-oc9ht 24 дні тому

    Jai Jai Shree Jagannath.

  • @basantapattnaik7812
    @basantapattnaik7812 24 дні тому +1

    ସାର ପ୍ରଣାମ 🙏🌹

  • @pramodkumardalabehera822
    @pramodkumardalabehera822 24 дні тому +17

    Sirf modi Sarkar confirm

  • @nabakishoresamal7085
    @nabakishoresamal7085 24 дні тому

    excellent

  • @danabindhani8804
    @danabindhani8804 24 дні тому +1

    ଜୟଜଗନ୍ନାଥ ଜୟ ଶ୍ରୀରାମ ହରହର ମୋଦୀ ଘର ଘର ମୋଦୀ

  • @santoshdakua6698
    @santoshdakua6698 24 дні тому +1

    ଵଜ୍ଜୁଜନତା ଦଳ ହଟାଓ ଓଡିଶା ବଞ୍ଚାଓ 🙏🏾🙏🏾🙏🏾🙏🏾

  • @chandipadapanda4707
    @chandipadapanda4707 24 дні тому +2

    ପଚିଶି ବର୍ଷ ଧରି ନିରଙ୍କୁଶ ଭାବେ ଶାସନ ଗାଦି ରେ ଥିବା ଦଳ ପ୍ରବଳ ଟଂକା ବାଣ୍ଟିବା କାର୍ଯ୍ଯ କରିବା ରୁ ଜଣାଯାଏ ଯେ ଅସଲ ଲୋକପ୍ରିୟତା ଦଳପ୍ରତି ନାହିଁ କିନ୍ତୁ ମୋଦୀ ହାୱା ତୃତୀୟ ଓ ଚତୁର୍ଥ ପର୍ଯ୍ଯାୟ ନିର୍ବାଚନ ପାଇଁ ସଂପୂର୍ଣ ତାଜା ରହିଛି ।

  • @shubhrakantasahoo2425
    @shubhrakantasahoo2425 24 дні тому

    ek dum thik👍

  • @P-yg6sc
    @P-yg6sc 24 дні тому

    Jay sriram

  • @user-vh6ib4qe1d
    @user-vh6ib4qe1d 24 дні тому +2

    ଆଜି ବହୁତ୍ କମ ସମୟ ହେଲା ।

  • @susantasahoo9544
    @susantasahoo9544 24 дні тому +1

    ମୋଦୀ ଲହରୀ ତୃତୀୟ ଦଫାରେ କାମ ଦେବ , ଏବେ ଯେଉଁ ଦୁଇ ଦଫାର ନିର୍ବାଚନ ସରିଛି ,ସେଠାର ବିଜେପି ନେତା ମାନେ ତୃତୀୟ ତଥା ଚତୁର୍ଥ ଦଫାରେ ନିର୍ବାଚନରେ ଆସି ପ୍ରଚାର କରନ୍ତୁ ।ଏହା ବିଜେପି ଦଳପାଇଁ ଭଲ ହେବ ।

  • @rupalisamantray4552
    @rupalisamantray4552 24 дні тому

    💯 re chaliba

  • @titubhuyan6398
    @titubhuyan6398 23 дні тому

    Very .nice

  • @chittaranjannayak3265
    @chittaranjannayak3265 24 дні тому

    Yes

  • @akashkumarrout674
    @akashkumarrout674 24 дні тому +1

    Ethara parivartan modi ji welcome to Odisha 🌷🌷🌷🌷🌷🌷🌷🌷🌷🌷🌷🌷🌷

  • @janakimohanty7834
    @janakimohanty7834 24 дні тому

    Jaysriram

  • @ashwinisahu6584
    @ashwinisahu6584 24 дні тому +2

    21 RU 21 MP BJP ZINDABAD

  • @manjupravamishra8000
    @manjupravamishra8000 24 дні тому

    ଜୟ ଶ୍ରୀ ଜଗନ୍ନାଥ 🌹🙏।

  • @ajayakumarsahoo4663
    @ajayakumarsahoo4663 24 дні тому

    Jay.jagannath🎉🎉🎉🎉🎉🎉

  • @gayadharpatra3233
    @gayadharpatra3233 24 дні тому

    Right analysis.

  • @Official_B.kanhar7289
    @Official_B.kanhar7289 24 дні тому

    ନିଶ୍ଚୟ।

  • @bibekanandarout4931
    @bibekanandarout4931 24 дні тому +2

    ❤🎉

  • @Skgbul470
    @Skgbul470 24 дні тому +2

    Bjp ଯାଦୁ ନିଶ୍ଚୟ ଓଡ଼ିଶାରେ କାମ କରିବ କାହିଁକି ନା ସମସ୍ତ ଙ୍କ ଖାତାରେ 15,ଲକ୍ଷ
    ଟଙ୍କା ପଡ଼ି ଯାଇଛି, ମହିଳା ମାନଙ୍କୁ 50ହଜାର ଟଙ୍କା ଦେବେ ,

  • @susamaradhashyam4162
    @susamaradhashyam4162 24 дні тому

    Fantastic analysis.