BJD to pay a price for the Vibhishan | Nirbhay Gumara Katha

Поділитися
Вставка
  • Опубліковано 15 жов 2023
  • Vibhishan with a face of an officer will cost BJD | Nirbhay Gumara Katha
    #NirbhayGumaraKatha #OdishaPolitics #NavinDas
    Odisha's Best Political UA-cam Channel.
    Odisha's Fastest Growing Political UA-cam Channel.
    Odisha's Fast Ever Only Political UA-cam Channel.
    Odisha's Most Popular Political UA-cam Channel.
    For Latest Odisha Political News Follow us:
    UA-cam: ua-cam.com/channels/_Sk.html...
    Facebook: / nirbhayodia
    Twitter: / nirbhaytube
    Instagram: / nir
    PH NO -923739515

КОМЕНТАРІ • 146

  • @ashokkumarchhotaray1885
    @ashokkumarchhotaray1885 8 місяців тому +21

    ବିଜେଡ଼ି ଡଙ୍ଗାରେ ଯାତ୍ରୀ ଅଧିକ ଅଛନ୍ତି ,ଡଙ୍ଗା ଏବେ ମଝି ଦରିଆରେ ଅଛି । ଝଡ଼ ବାତ୍ୟା ବି ବହୁତ୍ ଜୋର୍ ରେ ଆସୁଛି । ନାଉରିଆ ଏବେ ବୟସାଧିକ ଯୋଗୁଁ କ୍ଲାନ୍ତ । ତେଣୁ ଡଙ୍ଗା ବୁଡିବା ଏକ ପ୍ରକାର ଥୟ ।

  • @smrutiranjan2935
    @smrutiranjan2935 8 місяців тому +20

    ଆଜି ଆଉ ଏକ ନୁଆ ମିଛ ଘୋଷଣା ହବ । କାରଣ ମିଛୁଆ ର ଜନ୍ମଦିନ ଆଜି ।😂😂

  • @chittaranjansahoo181
    @chittaranjansahoo181 8 місяців тому +22

    Sir ଆପଣଙ୍କୁ ମଧ୍ୟ ମା ଦୁର୍ଗା ଘଣ୍ଟ ଘୋଡେଇ ରଖିଥାନ୍ତୁ. କାରଣ ଏଠି ସରକାର ଙ୍କ ସମାଲୋଚକ ଆଉ ସୁରକ୍ଷିତ ଅବସ୍ଥା ରେ ନାଁହାନ୍ତି.

    • @bijaykumarmishra7689
      @bijaykumarmishra7689 8 місяців тому +1

      Maa Durga nk Krupa ruSir nk hashas upastapana sabu dine dekhibaku miluthau

  • @dr.purnendutripathy5263
    @dr.purnendutripathy5263 8 місяців тому +13

    ନବୀନ ବାବୁ ମାନସିକ ଓ ଶାରିରୀକ ରୁଗ୍ଣ ଏହା ସ୍ପଷ୍ଟ। ତଥାପି କ୍ଷମତା ଲୋଭ ଏତେ ଅଧିକ ଯେ ଯେନତେନ ପ୍ରକାରେ ଆସନ ଦଖଲ ପାଇଁ ବିକଳ।

    • @SwarnaMohanty-hj5rs
      @SwarnaMohanty-hj5rs 8 місяців тому

      Brudha Mane kana atma hatya karibe ? Tame brudha hele atmahatya Kariba, pm report suicidal hanging .

  • @prakashswain7856
    @prakashswain7856 8 місяців тому +2

    2024 ରେ ପରିବର୍ତ୍ତନ ନିଶ୍ଚିତ ହେବ. Thanks sir 🙏

  • @prafulasingh2267
    @prafulasingh2267 8 місяців тому +5

    ଧାମନଗର ନିର୍ବାଚନ ପରେ ପରେ ମୁଁ କହିଥିଲି , ଓଡ଼ିଶାରେ ୨୦୨୪ ରେ ଅନେକ ରବି ଦାସ ବାହାରିବେ । ଯାହା ଆପଣଙ୍କର ବିଶ୍ଳେଷଣ ରୁ ଜଣାପଡ଼ୁଛି । ଏଣୁ ଆପଣଙ୍କର ନିର୍ଣ୍ଣୟାକ ବିଶ୍ଳେଷଣ ପ୍ରାୟତଃ ୮୦ ରୁ ୯୦ % ଠିକ୍ । ଧନ୍ୟବାଦ

  • @user-dz5kc3hs4w
    @user-dz5kc3hs4w 8 місяців тому +6

    ନମସ୍କାର ଆଜ୍ଞା, ଆପଣଙ୍କ ଆଲୋଚନାଟି ବହୁତ ଭଲ ଲାଗିଲା, ବିଜେଡି ଦଳ ଭୋଟ ପାଇବା, ନପାଇବା କର୍ମୀଙ୍କ ଉପରେ ନିର୍ଭର କରେନି, କରେ ଭୋଟର ମାନଙ୍କ ଉପରେ . ଠିକଣା ସମୟରେ ଭୋଟରମାନେ ଟଙ୍କା, ମଦ ଟୋପେ ପାଇଲେ ରାତାରାତି ମତ ବଦଳେଇଦେବେ ଯାହା ମୋର ନିଜସ୍ୱ ଅନୁଭୂତି... ଭୋଟର ନେତାଙ୍କୁ ଦେଖନ୍ତି ନାହିଁ, ଭୋଟର ଶଙ୍ଖ ଚି଼ହ୍ନକୁ ଦେଖନ୍ତି ଜୟ ଜଗନ୍ନାଥ 🙏🙏🙏

    • @ramakrishnamallik5251
      @ramakrishnamallik5251 8 місяців тому +1

      ମନ ର କଥା ଟି କହିଲେ ଆପଣ . 🙏🙏🙏🙏🙏🙏

  • @durgaprasadsamantaray7084
    @durgaprasadsamantaray7084 8 місяців тому +3

    ଅତି ସୁନ୍ଦର ସବିସ୍ତାର ବର୍ଣ୍ଣନା।

  • @bikramkesharijena48
    @bikramkesharijena48 8 місяців тому +6

    ନବୀନ ଗୋଟିଏ ପଛରେ ଛୁରି ମାରିବା ଲୋକ

  • @pratapchandramohapatra2118
    @pratapchandramohapatra2118 8 місяців тому +3

    ଓଡ଼ିଶା ରେ କିଛି ହେବନି, ଓଡ଼ିଆ ମାନେ ହେଲେ 500ଟଙ୍କା, ଏବଂ ମଦ ମାଂସ ପ୍ରିୟ

  • @pramodbisoyi3332
    @pramodbisoyi3332 8 місяців тому +7

    ନବୀନ ବାବୁ ଆସନ୍ତା ନିର୍ବାଚନ ରେ ଭାଗ ନେବେନି ବୋଲି ମୋର ବିଶ୍ୱାସ......

  • @pabitrakumarchinhara4101
    @pabitrakumarchinhara4101 8 місяців тому +6

    Sir pranam. ଆପଣ ଙ୍କୁ ମା ଦୂର୍ଗା ଘଣ୍ଟ ଘୋଡ଼ାଇ ରଖିଥାନ୍ତୁ ଏହିପରି ଆମେ ଶୁଣୁ ଥାଉ

  • @jyotiranjansamal2634
    @jyotiranjansamal2634 8 місяців тому +5

    ଯଦୁ ବଂଶ ଭଳିଆ ହେବ ଯାହା ଲାଗୁଛି

  • @sibaprasadkhadanga4375
    @sibaprasadkhadanga4375 8 місяців тому +2

    ସମୟ ସବୁଠାରୁ ଓ ସବୁବେଳେ ବଳବାନ । କେହି ଅମର ନୁହନ୍ତି । ସଂସାର ପରିବର୍ତନଶଶୀଳ ।ଆମକୁ କେବଳ ଧୈର୍ଯ୍ୟର ସହ ଅପେକ୍ଷା କରିବାର ଅଛି ।

  • @jagannathpanigrahi5286
    @jagannathpanigrahi5286 8 місяців тому +1

    JAI SHREE JAGANNATH.
    Welcome Nirbhaya.

  • @jagannathpanigrahi5286
    @jagannathpanigrahi5286 8 місяців тому +3

    ହିଞ୍ଜିଳିକାଟୁ ରେ ନଵିନଙ୍କ ଆଶା କ୍ଷୀଣ। ତେଣୁ ରାହୁଲଙ୍କୁ ଦକ୍ଷିଣ ରୁ ଡାକିଲା ଭଳି ନବୀନଙ୍କୁ ବିଭିନ୍ନ ସ୍ଥାନରୁ ଡକାଯାଇଛି।

  • @nrushinghnathsahu1630
    @nrushinghnathsahu1630 8 місяців тому +3

    ଯଦୁ ବଂଶ ଧ୍ଵଂସ ହେଲା ଭଳି ବିଜେଡି ଧ୍ଵଂସ ହେବ

  • @nareshdash3796
    @nareshdash3796 7 місяців тому +1

    ନବୀନ ବାବୁ ବର୍ତ୍ତମାନ ସସମ୍ମାନେ ରାଜନୀତି ରୂ ସନ୍ୟାସ ନେଲେ ଭଲ ହେବ ।

  • @girirajkishore845
    @girirajkishore845 8 місяців тому +3

    ଜୟ ଶ୍ରୀ ଜଗନ୍ନାଥ।

  • @dwarikanathmishra3818
    @dwarikanathmishra3818 3 місяці тому +1

    Sir u are correct

  • @smitasuravitapanda5864
    @smitasuravitapanda5864 8 місяців тому +3

    Sir pranaam. Go ahead sir. God is always with all. Your way of expression is excellent. Jai jagannath

  • @prameshdutta7429
    @prameshdutta7429 8 місяців тому +1

    Sir you are absolutely right
    Eita hin prakrutare Brahma shara

  • @bhupaticharanojha.6870
    @bhupaticharanojha.6870 8 місяців тому +1

    ନନ୍ଦ ବଂଶ ଧ୍ବଂସ ହେବାର ପୂର୍ବ ସୂଚନା.

  • @sudarsandalai7001
    @sudarsandalai7001 8 місяців тому +2

    ଦୀପରୁ ତେଲ ସରିଲା ପରେ ଜେମିତି ଜୋରେ ଜଳେ B,J D ଦଳର ଅବସ୍ତା ସେମିତି

  • @binayamishra3723
    @binayamishra3723 8 місяців тому +1

    Jai jagannath Jai maa durge

  • @subodhakumardash6750
    @subodhakumardash6750 8 місяців тому +2

    ସବୁ ସତ,ଆମେ ମନା କରୁ ନାହୁଁ। ଗତ ନିର୍ବାଚନରେ ବିଜେପିରୁ ଆସି ବିଜେଡ଼ିର ବିଧାୟକ ହେଲେ ।ଲୋକଙ୍କ ନିଷ୍ପତ୍ତି ସର୍ବୋପରି, କିନ୍ତୁ ବିରୋଧୀଦଳର ଆଗଧାଡିର ନେତା ଯେ ଲୋଭରେ ଦଳବଦଳ ନକରିବେ, କହିହେବ ନାହି ।
    ନିର୍ବାଚନରେ ଦ୍ବୟୋଃ ବିବାଦେ ତୃତୀୟସ୍ୟ ଲାଭ ରୁ ଲାଭ କରିବାର ଅଭ୍ଯାସ ଯିଏ କରୁଥିବ,ସିଏ ହି ଆଗକୁ ଯାଇ ପାରିବ। ।ସେ ଯାହାହେଉ, ଧର୍ମେନ୍ଦ୍ର ପ୍ରଧାନଙ୍କର ମାନସିକତାର ପରିବର୍ତ୍ତନ ଆସିବାର ଆବଶ୍ୟକତା ରହିଛି। ।

  • @nilakanthamali4251
    @nilakanthamali4251 8 місяців тому +2

    ନମସ୍କାର ସାର୍ ଆପଣ କଥା ଠିକ୍

  • @manojkumarsaint7803
    @manojkumarsaint7803 8 місяців тому +1

    Jay Shree Jagannath

  • @basantapattnaik7812
    @basantapattnaik7812 8 місяців тому +2

    ସାର ପ୍ରଣାମ 🙏🌹

  • @laxmibeborta812
    @laxmibeborta812 8 місяців тому +2

    ନିର୍ବାଚନ ଆସିଲେ ବିଭିନ୍ନ ବିଧାନସଭା ର ବିଧାୟକ ମାନେ ନବୀନ ବାବୁ ତାଙ୍କ ନିର୍ବାଚନ ମଣ୍ଡଳୀ ରେ ଛିଡା ହେବା ପାଇଁ ଡାକିବା କିଛି ନୂଆ ନୁହେଁ. କାରଣ ଏଥିପୂର୍ବରୁ ମଧ୍ୟ ଗତ ନିର୍ବାଚନ ରେ ବିଜୁ ଜନତା ଦଳ ର କଣ୍ଟାବାଞ୍ଜି ର ପୂର୍ବତନ ବିଧାୟକ ମଧ୍ୟ ନବୀନ ବାବୁ ଙ୍କୁ କଣ୍ଟାବାଞ୍ଜି ରୁ ଛିଡା ହେବା ପାଇଁ କହିଥିଲେ. ଯେତେବେଳେ ପଶ୍ଚିମ ଓଡିଶା ବିଜୁ ଜନତା ଦଳ ର ବୈଠକ ହୋଇଥିଲା

  • @ashwinisahu6584
    @ashwinisahu6584 8 місяців тому +2

    Jay sri Jagannath

  • @benudharpradhan2452
    @benudharpradhan2452 7 місяців тому

    I really enjoy your analysis.

  • @Sriram-468
    @Sriram-468 8 місяців тому

    ଅତି ଗୋଟେ ଘରଭଙ୍ଗା ଲୋକ ,ନିଜ ଘରତ ଓଡ଼ିଶାରେ ନାହି ଆ ଟା ଘର ଭାଙ୍ଗିଲା

  • @adityanarayansahu8765
    @adityanarayansahu8765 8 місяців тому

    Many many thanks for your good opinion

  • @brajakishorepadhi4022
    @brajakishorepadhi4022 8 місяців тому +4

    Bala record ... Se record ku kunduli pidita, pari, bebina.. Mamita meher, cheat fund jama kari dhuiki pie be... Modi nka abahela paine murddar naveen pattanayak yemiti heuchi..

  • @sunilpaRIDA849
    @sunilpaRIDA849 8 місяців тому

    ଆପଣ ନବୀନ ବାବୁଙ୍କୁ ଭାରି ଭଲ ପାଅନ୍ତି । ନବୀନ ହାଅଉଛି ବାଘ କିଛି କରିପାରିବାନି

  • @amiyasahoo5071
    @amiyasahoo5071 8 місяців тому +3

    ବର୍ତମାନ ର ରାଜନୀତିକ ପାଣିପାଗ ଯାହା କହୁଛି ସରକାର ଙ୍କ ଉପରେ ବହୁତ ଲୋକ ଖୁସି ନାହାନ୍ତି ବିରୋଧୀ ମାନେ ଚୁପ ହୋଇ ବସିଛନ୍ତି, ବିରୋଧୀ ଙ୍କ ଉପରେ ଲୋକ ମାନଙ୍କର ବିଶ୍ୱାସ ଆସୁନି ତେଣୁ ଲୋକ ମାନେ ବିଜେଡି ଙ୍କୁ ହିଁ ଭୋଟ ଦେଉଛନ୍ତି, ଯଦି ଗୋଟିଏ ମଞ୍ଚରେ ବିଜେପି ର ତୁଙ୍ଗ ନେତା ଯଥା ଜୟନାରାୟଣ ମିଶ୍ର, ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡ଼ଙ୍ଗୀ, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ,, ସମିର ମହାନ୍ତି, ମନମୋହନ ସାମଲ, ଲେଖାଶ୍ରୀ ମାମ, ଭୃଗୁ ବକ୍ସଇପାତ୍ର, ପ୍ରତାପ ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ପ୍ରଦୀପ ପୁରୋହିତ, ସମ୍ବିତ ପାତ୍ର, ପ୍ରଭାତି ପରିଡା, ଜୁଏଲ ଓରାମ, ସୁରେଶ ପୁଜାରୀ, ସୁରଜ ସୂଯ୍ୟବଂଶୀ ଆହୁରି ଅନେକ ଆଗ ଧାଡ଼ିର ବଜେପି ନେତା ବସି ତଥା ସମସ୍ତେ ଏକ ହୋଇ ହାତ ମିଲେଇ ବସି 30 ଟା ଜିଲ୍ଲା ରେ 30 ଟା ସଭା କରିଦେଲେ ମୁ ସତ କହୁଛି ବିଜେଡି ର 15% ଭୋଟ ଗୋଟେ ମାସ ଭିତରେ ହ୍ରାସ ପାଇଯିବ, ନାଁ ଆପଣ ମାନେ କଣ କହୁଛନ୍ତି.......

  • @pradeepkumargiri7701
    @pradeepkumargiri7701 8 місяців тому

    Very good speech

  • @nababkumarpanda2643
    @nababkumarpanda2643 8 місяців тому

    Powerful cut ,

  • @dwarikanathmishra3818
    @dwarikanathmishra3818 3 місяці тому

    Action minded is Naviin

  • @savanabhabani1885
    @savanabhabani1885 8 місяців тому +1

    Gentle person our CM Happy Birth Day to you SIR. 🙏💐

  • @manasdas5715
    @manasdas5715 8 місяців тому

    👌🙏👍

  • @chaitanyapradhan3263
    @chaitanyapradhan3263 8 місяців тому

    Sir atthamallik halchal

  • @santoshdakua6698
    @santoshdakua6698 8 місяців тому

    2024ରେ ବିଜେଡି ନିର୍ବାଚନ ଶେଷ ହେବ

  • @benudharsahu5693
    @benudharsahu5693 8 місяців тому

    ଭାରତରେ ସବୁଠୁ ଦୁର୍ବଳ ଓଡିଶା

  • @kartikkenyuryukarateodisha1804
    @kartikkenyuryukarateodisha1804 8 місяців тому

    🙏🙏

  • @pdmalochanmajhi-vt9sj
    @pdmalochanmajhi-vt9sj 8 місяців тому +1

    ସରକାର ପରିବର୍ତ୍ତନ ଦରକାର।

  • @SusilSahooo
    @SusilSahooo 8 місяців тому

    ଯାହାକୁ ବିଭୀଷଣ ଭାବୁଛସିଏ ଲକ୍ଷ୍ମଣ 🤣🤣

  • @nabinbeura3225
    @nabinbeura3225 8 місяців тому

    ଠାକୁର ଠାକୁରାଣୀସବୁ ଅନୁଦାନପାଇ ବଳିଆନ ହୋଇଛନ୍ତି। ସପଥ କାମଦେବ।

  • @banditabarik2872
    @banditabarik2872 8 місяців тому

    Mind-blowing & heart touching representation Nabin Das sir .India tatha Odisha ra MP,MLA mana nka maximum age (Retirement age)75 yrs rakhiba uchhit.Bcs tapare semane au India kimba state shasan karibaku sakhyam hoi paru nahanti.Semane anyar help neuchhanti.Jaha Ganatantra prati kutharghat karuchhi .Central & State govt.employees 60yrs hele retirement neuchhanti.Govt shighra 75 yrs retirement age lagu karantu.Ehaku lagu kale ama state Odisha BHIVHISAN mana nka dauru rakhya paib..Au Basudevpur Sir nka pakhare jadi manabikata boli kichhi thanta, tahele se kebe India bahar ku bulibaku Jai na thante.Nirlaz kahile bi semanku katib nahin.Prabhu epari Neta nku sadbudhi diantu.Jay Jagannath.

  • @Sumankumar-kc5cm
    @Sumankumar-kc5cm 8 місяців тому

    Important election 2024

  • @nabakishoresamal7085
    @nabakishoresamal7085 8 місяців тому

    excellent presentation

  • @brundabansingh9319
    @brundabansingh9319 8 місяців тому

    ଜୟ ମା ଦୁର୍ଗା....ନଵିନା ଦେହ ବହୁତ ଦୁର୍ବଳ ହେଲା ତେଣୁ ରାଜନୀତି...ଦେସ ଶାସନ ଛାଡ଼ି... ଦେହକୁ ଆରାମ ନେବା ଦରକାର ....ଚେଲା ଚାମୁଣ୍ଡା ଲୁଟିବା ରେ Bussy ମାଁ ଦୂର୍ଗା ଏ ମାନଙ୍କୁ ଭୂସିଦେ।2024 ରେ

  • @Sangram278
    @Sangram278 8 місяців тому

    ❤❤❤❤

  • @birakishoresahoo3080
    @birakishoresahoo3080 8 місяців тому

    Jay Jagannath.Jay Maa Durga.

  • @himansusekharrout2433
    @himansusekharrout2433 8 місяців тому +1

    🙏Jai Jagannath
    Jagannath sri nabin patnayk ka sahita apnku be dirghau rakhntu 🙏

  • @rabinarayanpradahan9380
    @rabinarayanpradahan9380 8 місяців тому +1

    ଗୋଟେ କଥା କହିବି, "जैसी करनी वैसी भरनी" ... 🤪 ଦେହକୁ ନେବେନି

  • @purnachandrasahoo3361
    @purnachandrasahoo3361 8 місяців тому

    💚💚💚💚

  • @ghumusaramahaka5327
    @ghumusaramahaka5327 8 місяців тому

    🎉

  • @TusharKumar-xe1wj
    @TusharKumar-xe1wj 8 місяців тому

    Jai shree jagarnath

  • @chandipadapanda4707
    @chandipadapanda4707 8 місяців тому

    ମାତା ବ୍ରହ୍ମଚାରିଣୀ କୃପା କରନ୍ତୁ ।ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କୁ 78 ତମ ଜନ୍ମ ଦିବସର ଅଶେଷ ଶୁଭ କାମନା ।ଏଥି ସହିତ ନବୀନ ଦାସ ମହାଶୟଙ୍କୁ ମାଁ ଦୁର୍ଗା ଘଣ୍ଟ ଘୋଡେଇ ରଖନ୍ତୁ ।ଅତିଶୟ ଗର୍ବୀ ଓ ଅହଙ୍କାରୀ ହୋଇଗଲାପରେ ପତନ ସୁନିଶ୍ଚିତ ।

  • @dxla387
    @dxla387 8 місяців тому +1

    Sir ନମସ୍କାର

  • @bijaymohanty2248
    @bijaymohanty2248 8 місяців тому

    କ୍ଷମତା ଲାଳସାରେ ଦୁର୍ନୀତିଗ୍ରସ୍ତ ମାନେ ଦଳ ବଦଳ କରିବା ପାଇଁ ଆଗରୁ ପ୍ରସ୍ତୁତ !!
    ଯେଉଁ ଦଳ ଜିତି ଶାସନ କୁ ଆସିଲେବି ସେହି ପରିସ୍ଥିତି ପୁଣି ସୃଷ୍ଟିହେବ । କାରଣ ସମସ୍ତ ନେତା ମାନଙ୍କର ମାନସିକତା ଏକାପରି ।
    ବୋତଲ ବଦଳିଲେବି ମଦ ବଦଳିବାର ଆଶା ନାହିଁ ।

  • @ramchandrahota2430
    @ramchandrahota2430 8 місяців тому

    May MAA Durga bless U and keep U in tact from every point of view to keep Ur's logical, intelectual,social ,political reformative services up for 40000000 staunch Odias .
    J A Y S R E E R A M

  • @ramuadi420
    @ramuadi420 8 місяців тому

    Sir tika niali assembly upara tika aloka path kala bhala heba🙏🏻🙏🏻🙏🏻

  • @basantibalapanigrahi5289
    @basantibalapanigrahi5289 8 місяців тому

    Saha and Pradhan ji

  • @savanabhabani1885
    @savanabhabani1885 8 місяців тому

    Yes Many many happy return of a Great and Lucky leader's Birth day Naveen Pattnaik.🙏 💐 🙏.

  • @alekhakumarsahu7529
    @alekhakumarsahu7529 8 місяців тому +15

    Lord Rama had the quality of recognizing BHIVISAN in Ramayan. Sir, you have the qualities of recognizing BHIVISAN of BJD.

  • @nababarika4028
    @nababarika4028 8 місяців тому +1

    I pray Nabinbabu should out as soon as possible, then a original Odiya will CM of odisha

  • @pratapchandramohapatra2118
    @pratapchandramohapatra2118 8 місяців тому

    Jay shree ram 🙏

  • @bhimasenrana7208
    @bhimasenrana7208 8 місяців тому

    Happy Navaratri💐🎉🍱🙏🏻

  • @prasantakumardas2115
    @prasantakumardas2115 8 місяців тому

    Nabin babu also fits now than 2019

  • @satyanaryanpraharaj5840
    @satyanaryanpraharaj5840 8 місяців тому

    ମୁଁ ପୁରା ଲୋକ ଖାଲି ତାଳିଣି କଥା ଆପଣ କହିଲେ ପୁରିରେ ବହୁ ଆସାୟି ଅଭଡା ଖାଇବାକୁ ଦେଇ ସପଥ କରିଅଛନ୍ତି ସୁକିନଦା ପାଇଁ ଟୁଟୁ ବଳ ସପଥ କରୁଛି ।ଜୟ ଜଗନ୍ନାଥ ।

  • @bulusethy9220
    @bulusethy9220 8 місяців тому +2

    ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବତୁ ମେ
    ❤❤❤❤

  • @prasantakumarswain3419
    @prasantakumarswain3419 8 місяців тому

    ବିଜୟ ମହାପାତ୍ର ଙ୍କ ଲାଭ କଣ ହେବ ? ବିଜୟ ମହାପାତ୍ର ନିଜ ସିଂଘ ରେ ନିଜେ କିଛି ତାଡନ୍ତୁ ନ ହେଲେ ତାଙ୍କ ଗୁରୁଙ୍କ ଅପମାନ ହେବ ।

  • @krushnachandradash4327
    @krushnachandradash4327 8 місяців тому

    ଯେତେ ବିଭିଷଣ ଥିଲେ କ'ଣ ହେବ । କାରଣ ମାଗଣା ରାବିଡି ଖିଆ ଓଡ଼ିଆ ଙ୍କର ସ୦ଖ୍ୟା ବେଶୀ ହୋଇ ଗଲାଣି।ଏଣୁ ମାଗଣା ରାବିଡି ଯୁଆଡେ,ଅଧିକା୦ଶ ଓଡ଼ିଆ ଭୋଟର ସିଆଡେ।

  • @ManojKumarSabata-tj5hz
    @ManojKumarSabata-tj5hz 8 місяців тому

    Naveen Das Babu anliyce vare nice turt fact that sate Odisha sarkar Naveen Patnaik thial keich haba nahi world uslas c m

  • @sanjibkar7495
    @sanjibkar7495 8 місяців тому +2

    Still Nabin(MANYABAR) is not interested as well as involved in Odisha culture, language, imotion & society but opposition gives chances to his frequent establishment in Odisha government & politics.

  • @gudu_bjd
    @gudu_bjd 8 місяців тому

    ଓଡ଼ିଶାରେ ବିଜେଡ଼ିକୁ ହଟେଇହବନୀ ବାବୁ ହିନ୍ଦୀରେ ଭାଷଣ ଦେଇଯଦି ଆସୁଛି କଲିକତା ପଲା

  • @himanshukumarmohanty8900
    @himanshukumarmohanty8900 8 місяців тому

    The desires of Mahaprabhu Jagannathjee always accepted by the creation and part thereof

  • @minaketansrichandan3773
    @minaketansrichandan3773 8 місяців тому

    The word Decisive is a multi dimension word. It may decisive for Bjd. And for BJP and for congress also . Or decisive for all party may be. But specifically and surprisingly what will be decisive we will have to see and wait. Thank you.

  • @prakashswain8674
    @prakashswain8674 8 місяців тому

    ଏପରି ବିଭୀଷଣ ମାନେ ମୁଖ୍ଯମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ହିଞ୍ଜିଳିର ଉଦାହରଣ ସାରା ଓଡିଶା ପାଇଁ ସୃଷ୍ଟି କରୁଛି କହିଲେ ଭୂଲ ହେବ ନାହିଁ ।କାରଣ ନବୀନ ବାବୁଙ୍କ ସହ ବିଜେଡି ଦଳରେ ଥାଇ ଖାଇପିଇ ପୁଷ୍ଟ ହେଇଥିଲେ ମଧ୍ୟ, ନବୀନ ବାବୁଙ୍କ ସହ ଦଳକୁ ଯେଉଁ ବିଭୀଷଣ ମାନେ ମାନ ସମ୍ମାନ ହାନୀ କରୁଛନ୍ତି, ସେମାନଙ୍କୁ ଦଳରୁ ପୁରସ୍କାର ପାଇ ଆସୁଛନ୍ତି ।ସେଥିପାଇଁ ନବୀନ ବାବୁଙ୍କର ହିଞ୍ଜିଳି ବିଧାୟକ ପ୍ରତିନିଧି ଭାବରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଶରତ ମହାପାତ୍ର ବାବୁ ଦାୟିତ୍ଵ ନେଇଛନ୍ତି ।ସେହି ପ୍ରତିନିଧି ଜଣଙ୍କ ନିଜର ଏକ ଦୋକାନ ଖୋଲି ଏହିପରି ବିଭୀଷଣ ମାନଙ୍କୁ ନିଜର ଗ୍ରାହକ କରି ସବୁ ପୁରସ୍କାର ଅନାୟସରେ ଦେଉଛନ୍ତି ।ଏଥିପାଇଁ ଏକାଧିକ ଘଟଣା ମଧ୍ୟରୁ ଗୋଟିଏ ଉଦାହରଣ ରଖିଲେ ଯଥେଷ୍ଟ ହେବ ।ଗତ 2001ରେ ଯେଉଁ ଜଣଙ୍କ ମୁଖ୍ଯମନ୍ତ୍ରୀଙ୍କ GRIEVANCE HALL ରେ ଅତି ନିଷ୍ଠୁର ଭାଷାରେ "" ତମେ କିଏ"" ତଥା ""Who R U""ବୋଲି ଅଭଦ୍ର ଆଶୀଳନ ବ୍ଯବହାର ଦେଖେଇ ଥିଲେ,ତାଙ୍କୁ ପ୍ରତିନିଧି ମହାପାତ୍ର ଆଜ୍ଞା 2 ଥର HINJILI NAC /MUNICIPALITY ELECTION ରେ ପ୍ରତିଦ୍ବନ୍ଦିତା କରିବା ସକାଶେ ଗ୍ରାହକ କଥାରେ BJD PARTY TICKET ଦେଇଛନ୍ତି ।ତେଣୁ ନବୀନ ଫେନ୍ ତଥା ବିଜେଡି ଦଳୀୟ ପ୍ରେମୀ କର୍ମୀ ସଙ୍ଗଠକ ମାନଙ୍କୁ ଏପରି ଘଟଣା ମାନ ମର୍ମାହତ କରୁଛି।ଏମିତିକା ଘଟଣା ଗତ 1995 ରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କର ଜନତା ଦଳରେ ଦେଖା ଦେଇ ଥିବାରୁ ,ଜନତା ଦଳର ପ୍ରାର୍ଥି ହରିହର ସାହୁ ହାରି ଯାଇଥିଲେ ।ତାହାର ପୁର୍ନାବୃତି ଏବକୁ ହିଞ୍ଜିଳିରେ ଦେଖା ଯାଇଛି ।ସେଥିପାଇଁ ବିଜେଡିର ସଙ୍ଗଠନ ପାଇଁ ଅବଦାନ ଥିବା ଦଳୀୟ କର୍ମୀ ସଙ୍ଗଠକ ମାନଙ୍କୁ ହିଞ୍ଜିଳିର ନବୀନ ବାବୁଙ୍କର ପ୍ରତିନିଧି ମହୋଦୟ ଗୋବର ଗୋଟେଇ ଯା ବୋଲି ନକହି,ଗୋବର ଟୋକେଇ ଫୋପାଡି ଦଳରୁ ବାହାରି ଯାଅ ବୋଲି କହୁଛନ୍ତି ।କିନ୍ତୁ କୁମ୍ଭକର୍ଣ୍ଣ ଭଳି ବ୍ରହ୍ମାଙ୍କ ଠାରୁ ଇନ୍ଦ୍ରାସନ ବର ପାଇବାର ଆଶା ରଖି ସେ ପରୁୱା ନାହିଁ ବୋଲି କାହାକୁ ଖାତିରି କରୁ ନାହାଁନ୍ତି ।ତେଣୁ ଘଇତା ମଲେ ମରୁ ସଉତୁଣୀ ରାଣ୍ଡ ହେବାର ପରିସ୍ଥିତିକୁ ଅଣଦେଖା କରାଯାଇ ପାରିବନି ।ବିଜୁ ବାବୁ ଅମର ରହେ 🙏 ।ନ

  • @minaketansrichandan3773
    @minaketansrichandan3773 8 місяців тому

    Who will given BJD ticket, people will decides as the same . Not othetwise. . But willingness and hopeful for patty ticket are more. Wait for time.

  • @SwarnaMohanty-hj5rs
    @SwarnaMohanty-hj5rs 8 місяців тому

    2024 re Naveen ji CM .

  • @dwarikanathmishra3818
    @dwarikanathmishra3818 3 місяці тому

    Asman se tapke,khajur me aatke

  • @upendranathswain2022
    @upendranathswain2022 8 місяців тому

    ସମସ୍ତଙ୍କ ଇଚ୍ଛା ନବୀନବାବୁ ଲଢନ୍ତୁ ଓ ନବୀନବାବୁ ଙ୍କର ଇଚ୍ଛା VKP ଲଢନ୍ତୁ କାରଣ ନିଜ ଉପରେ ତାଙ୍କର କିଛିଟା ଭରସା କମିଛିସ୍ୱାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି କାରଣରୁ l ତେବେ କିଏ ସେତେ ଦୃଢମନା ଯିଏ କହି ପାରିବ ଯେ 'ମୁଁ ' ଏଥର ନିଶ୍ଚିତ ଯିତିବି ସାଧାରଣ ଜନତାଙ୍କ ଭଲ ପାଇବାକୁ ପାଥେୟକରି ?

  • @kalpatarudash2770
    @kalpatarudash2770 8 місяців тому

    Apanka tarjama 100% thik. Jetebela mukhya mantri ku sadharan loka anguthhi dekhele jaha heba katha heba.

  • @MadanKumar-ju1hw
    @MadanKumar-ju1hw 8 місяців тому

    But who are bureaucrats

  • @rasmirekhanaik
    @rasmirekhanaik 8 місяців тому

    Really sir, 2024 bjd will b defeated

  • @prasantakumardas2115
    @prasantakumardas2115 8 місяців тому +1

    BJD will face opposition by his parties but opposition parties never take benefit from it.

  • @pravatkumarpadhi8542
    @pravatkumarpadhi8542 8 місяців тому

    Sir,
    What do you say about reservation politics ?

  • @voonaharinath9394
    @voonaharinath9394 8 місяців тому

    Seita Panjab, Ama Odishare se problem nanhi

  • @kalyanpanda5885
    @kalyanpanda5885 8 місяців тому

    ଧଡ଼ା ଏବେ ହଡ଼ା ବଳଦ

  • @prafullakumar2710
    @prafullakumar2710 8 місяців тому

    0ne of 5 T secretary

  • @basantibalapanigrahi5289
    @basantibalapanigrahi5289 8 місяців тому

    Kalia gala Laxmi asila

  • @goutamasahu4041
    @goutamasahu4041 8 місяців тому

    Sir, all the 3 reasons must be responsible for debacle of the BJD in Odisha.

  • @subashchandrabiswal8117
    @subashchandrabiswal8117 8 місяців тому +3

    Odisha has become a state of champion of illetarricy among all states .Thank to Mr. Naveen for his kindness to finish the Odia tradition. Odia culture and Odia sentiment. These are the achievements of a brutal dictator who is responsible for the ùnseen calamity likely to be occur in a shortwhile. It is the real test of performance

  • @dwarikanathmishra3818
    @dwarikanathmishra3818 3 місяці тому

    5t scheme officer mane 610 school ku mati gada karidele kahinki.

  • @gopalsamall8365
    @gopalsamall8365 8 місяців тому

    92 ରୁ 95 ମଧ୍ୟରେ ବିଜୁବାବୁ ଙ୍କ ଉପରେ ସେକ୍ରେଟାରୀ ଏଟ ରେ ଆକ୍ରମଣ ହୋଇଥିଲା ଫୁଲ କୁଣ୍ଡ ଭାଙ୍ଗିଲା 95 ରେ ଅ ମଲା ମାନେ ହରାଇଲେ l

  • @sikanartstudio
    @sikanartstudio 8 місяців тому

    Loko sachetana nahati ....