ନ'ଅଙ୍କ ଦୁର୍ଭିକ୍ଷର ଖଳନାୟକ ରେଭେନସା ସାହେବ || Ravenshaw University || Dharmendra Pradhan

Поділитися
Вставка
  • Опубліковано 18 вер 2024
  • #ନ_ଅଙ୍କ_ଦୁର୍ଭିକ୍ଷର_ଖଳନାୟକ_ରେଭେନସା_ସାହେବ
    ରେଭେନସା ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ବିତର୍କ ଆହ୍ବାନ ପରେ ତେଜିଲା ବିବାଦ। ଧର୍ମେନ୍ଦ୍ରଙ୍କ ସମର୍ଥନରେ ବହୁ ବୁଦ୍ଧିଜୀବୀ ତେବେ ରେଭେନସା ପୂରାତନ ଛାତ୍ରଙ୍କ ବିରୋଧ। ନ'ଅଙ୍କ ଦୁର୍ଭିକ୍ଷର ଖଳନାୟକ ରେଭେନସାଙ୍କ ନାଁରେ କାହିଁକି ରହିବ ଶିକ୍ଷାନୁଷ୍ଠାନ ଉଠିଲା ପ୍ରଶ୍ନ । ନାଁ ପରିବର୍ତ୍ତନ ବିରୋଧରେ ବାହାରିଲା ବିଜେଡି, ପ୍ରମାଣ ଦେଖାଇ ବିଜେପି କଲା ସମର୍ଥନ ।
    #ArgusNews #NameChange #DharmendraPradhan #ravenshawuniversity #BJD #BJP #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 546

  • @subhalaxmisingh6650
    @subhalaxmisingh6650 16 днів тому +34

    ଯଦି ରେଭେନ୍ସା ନାମ ଇଂରାଜୀ ଲୋକର ନାମ ଅନୁସାରେ ହୋଇଛି। ତାକୁ ଯଦି ବିରୋଧ କରାଯାଉଛି। ଇଂରାଜୀ ପାଠ ପଢ଼ା ବି ବନ୍ଦ କରାଯାଉ

    • @sumantakumar3165
      @sumantakumar3165 13 днів тому

      ବିଲକୁଲ ଠିକ୍ ଇତିହାସ ରେ ମୋଗଲ ମାନଙ୍କୁ ବି ହଟାଯାଉ

  • @saratranjanbehera6661
    @saratranjanbehera6661 16 днів тому +67

    ବୈଜୟନ୍ତ ଆଉ otv ଏ ସମସ୍ତେ ବିଜେପି ଆଉ ଧର୍ମେନ୍ଦ୍ର ର ପ୍ରଚାରକ....

  • @likubehera2872
    @likubehera2872 16 днів тому +62

    GST ରୂପକ ଦୁର୍ଭିକ୍ଷ ଲୋକଙ୍କୁ ମାରିଲାଣି ଆଙ୍କର ନ' ଅଙ୍କ ଦୁର୍ଭକ୍ଷ କଥା ପଡ଼ିଛି।

  • @rashmiranjanpratihari4670
    @rashmiranjanpratihari4670 16 днів тому +44

    ନରେନ୍ଦ୍ର ମୋଦି ସମୟରେ ଆମେ GST କଣ ଜାଣିଲୁ , GST ଦେବା ଓ ଖାଦ୍ୟ ଦରବୃଦ୍ଧିର ନ'ଅଙ୍କ ଦୁର୍ଭିକ୍ଷ ଠାରୁ କିଛି କମ୍ ନୁହେଁ । ରେଭେନ୍ସା ସାହେବ ତ ଶିକ୍ଷାରମାନ ବୃଦ୍ଧି କରିଥିଲେ ହେଲେ ମୋଦି ସରକାର ଆମକୁ ମେଣ୍ଢା କରୁଛନ୍ତି , ଯାହା ଆମେ ଜାଣି ମଧ୍ଯ ଅଜଣା

    • @Montu74
      @Montu74 12 днів тому

      Ri8👍

    • @buddheswarmunda
      @buddheswarmunda 12 днів тому +2

      300 ବର୍ଷରେ ଇଂରେଜ ମାନେ ଯେତିକି ଭାରତୀୟଙ୍କୁ ଲୁଟ୍ କରିଥିଲେ, ତା ଠାରୁ ଅଧିକ ଏ ୭୫ ବର୍ଷରେ ସ୍ଵାଧୀନ ଭାରତର ନେତା ମନ୍ତ୍ରୀ ମାନେ ଭାରତୀୟଙ୍କୁ ବହୁ ଗୁଣରେ ଲୁଟି ସାରିଲେଣି।

    • @bhubanbhatraofficial9778
      @bhubanbhatraofficial9778 12 днів тому +1

      BJP ସମୟରେ ଦଶ ଅଙ୍କ ଦୁର୍ଭିକ୍ଷ ହେଉଛି ପ୍ରଥମେ ତମର ନାମ ବଦଳାଅ

    • @BiswajitPradhan-z4b
      @BiswajitPradhan-z4b 11 днів тому

      Faltu katha

    • @ramaniroutray2262
      @ramaniroutray2262 4 дні тому

      @@bhubanbhatraofficial9778 🤣

  • @manasranjanpradhan7959
    @manasranjanpradhan7959 16 днів тому +44

    ଠିକ୍ ସେହିପରି ବଢିଚାଲିଥିବା ରେଳ ଦୂର୍ଘଟଣା ପାଇଁ ରେଳମନ୍ତ୍ରୀ ଦାୟୀ ।

    • @user-xu1dr9ou5o
      @user-xu1dr9ou5o 16 днів тому +1

      Hmm railway minister nije jemiti karuthila .thikse news collect kara au jane kemiti hauchhi rail durghatana .

    • @user-xu1dr9ou5o
      @user-xu1dr9ou5o 16 днів тому +1

      Loka mane railway track re pathara au jaha paile taha ani rakhile jahadwara kii train accident haunathile bi heba

    • @Dknmusicevents
      @Dknmusicevents 15 днів тому +3

      ମୋଦି ସମୟ ରେ COVID ହୋଇଛି ମୋଦି ଗୋଟେ ପାପି ଥିଲା ଏ ଭାରତ ପାଇଁ 😂 ,

    • @user-tx6oj1pg9g
      @user-tx6oj1pg9g 13 днів тому

      😂​@@Dknmusicevents

    • @rajendrakujur7401
      @rajendrakujur7401 12 днів тому

      COVID re toh sareakar kana vhul Kari nahanti

  • @soumyabvu2377
    @soumyabvu2377 16 днів тому +41

    Argus news ରେ କେହି ବି ଦୟା କରି ବିଶ୍ୱାସ ରଖନ୍ତୁନି ଏ ବିଜେପି ପାର୍ଟି ର ଚାନେଲ।

    • @ranjanswain5946
      @ranjanswain5946 14 днів тому +2

      Kauta bjd au congress re kuha na 😊

    • @soumyabvu2377
      @soumyabvu2377 14 днів тому

      @@ranjanswain5946 କହିବାକୁ ଗଲେ Otv, Argus ଦୁଇଟା ଯାକ ହିଁ ଭାଜପା ର ପ୍ରଚାରକ

    • @babymahala582
      @babymahala582 13 днів тому +1

      Right

    • @kiranpradhan3257
      @kiranpradhan3257 13 днів тому

      😂😂😂

    • @gitaranipatra9869
      @gitaranipatra9869 4 дні тому

      Sata ki michha etihas padha bhai

  • @chaitali5701
    @chaitali5701 16 днів тому +46

    କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ମନ୍ତ୍ରୀତ୍ବ ସମୟରେ ନିଟ୍ ପରୀକ୍ଷା ରେ ଘୋଟାଲା ହେଲା । ଏଥିପାଇଁ ଦିୟିତ୍ତ୍ୱ କାହିଁକି ନେଉ ନାହାନ୍ତି?

    • @debakirudradash
      @debakirudradash 16 днів тому +1

      Right 👍

    • @nikitakumbhar1097
      @nikitakumbhar1097 16 днів тому +1

      Ugc net paper leak... What about it ...?

    • @nikitakumbhar1097
      @nikitakumbhar1097 16 днів тому +1

      Ugc net paper leak... What about it ...?

    • @Manas_Bhoi
      @Manas_Bhoi 15 днів тому

      Odisha re sabu exam re ghotala hela tate dekha gala nai re sala magiha 😡😡😡

  • @dibyaranjanbehera2303
    @dibyaranjanbehera2303 17 днів тому +53

    ୨୦୦ ବର୍ଷ ଯୋଉ ବ୍ରିଟିଶ ସରକାର ଭାରତ କୁ ଶୋଷଣ କରିଥିଲେ ବୋଲି ଆମେ କହୁଚେ, ତେବେ ତାଙ୍କ ଦ୍ୱାରା ପ୍ରଚଳିତ ରେଳ କୁ ବନ୍ଦ କରାଯାଉ। ଇଁରାଜୀ ଶିକ୍ଷା ସମ୍ପୂର୍ଣ୍ଣ ବନ୍ଦ କରିକି ପିଲାଙ୍କୁ ଖାଲି ପୁରାଣ ପୋଥି ପଢ଼ାଯାଉ। ୟୋଲୋପାତି ମେଡ଼ିସିନ କୁ ବନ୍ଦ କରି ଆୟୁର୍ବେଦୀ ମେଡ଼ିସିନ କୁ ପ୍ରଚଳନ କରାଯାଉ, ତୋଟାଲୀ ଚାଟଶାଳୀ ଓ ବନବିଦ୍ୟାଳୟ ଶିକ୍ଷା ପ୍ରଚଳନ କରାଯାଉ, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ମଡନ ସ୍କୁଲ କୁ ପୁରା ବନ୍ଦ କରାଯାଉ। ଯଦି କରିବ ସବୁ ପରିବର୍ତ୍ତନ କର। ଜଣେ ଶିକ୍ଷାମନ୍ତ୍ରୀ ଙ୍କ ଠାରୁ ଏପରି ମନ୍ତବ୍ୟ ଆଶା କରାଯାଏନି।

  • @mahaprasad7151
    @mahaprasad7151 17 днів тому +44

    Argus gote ମାଗିହା ଚାଁନେଲ 😡😡

    • @nikuu1995
      @nikuu1995 17 днів тому

      To maa ku kete bele kala

  • @ODISHABHAI-eq8jq
    @ODISHABHAI-eq8jq 16 днів тому +10

    9 ଅଙ୍କ ଦୁର୍ଭିକ୍ଷ ବେଳେ ଅର୍ଗସ ସେତେ ବେଳେ, କୋଉ ଦଳ ପାଇଁ କାମ କରୁଥିଲା ଜଣା ନାହିଁ, ଅର୍ଗସ ର ଅବଦାନ କଣ ଥିଲା କେହି ଜାଣି ନାହାଁନ୍ତି

  • @ranjankumarmalik9147
    @ranjankumarmalik9147 17 днів тому +72

    କିନ୍ତୁ ଦୁର୍ଭିକ୍ଷ ପରେ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ତାଙ୍କ ଯୋଗଦାନ ଅତୁଳନୀୟ

    • @venmsquad9522
      @venmsquad9522 16 днів тому +3

      Britishers କଣ ପାଇଁ ଶିକ୍ଷା ଅନ୍ସୁଷ୍ଟନ ଖୋଲି ଥିଲେ ତା ପଛ କାରଣ ଜାଣ ତା ପରେ କହିବ । British ରାଜ ରେ ravenshaw ରେ କଉ ଓଡ଼ିଆ ଭାଷା ଓ ସାହିତ୍ୟ ପଢ଼ା ଯୌନ ଥିଲା କେବଳ English education ଦିଆଯାଉ ଥିଲା to vanish the ଓଡ଼ିଆ ଅସ୍ମିତା।

    • @Manas_Bhoi
      @Manas_Bhoi 15 днів тому

      Are magiha tate janma kariba pain gale revensha ra bahut abadan😂😂😂

    • @ramaniroutray2262
      @ramaniroutray2262 13 днів тому

      ​@@venmsquad9522ବ୍ରିଟିଶ ସରକାର ଚାହିଁଥିଲେ ଓଡିଶା ମାଟିରୁ ଓଡ଼ିଆ ଭାଷା ସମ୍ପୂର୍ଣ ଲୋପ କରି ପାରି ଥାନ୍ତେ l କିନ୍ତୁ ସେମାନେ ଓଡ଼ିଆ ଭାଷା କୁ କେବେ ଅବହେଳା କରି ନାହାନ୍ତି l

    • @drkrishnachandramallik8742
      @drkrishnachandramallik8742 13 днів тому

      ​@@venmsquad9522ବଡ ପଂଡ଼ିତ ଟା ତ
      ତୁମର ବିଷ ଦାଂତ ବଡ ବଡ ଅଛି

  • @rashmiranjanpanda333
    @rashmiranjanpanda333 16 днів тому +25

    ନରେନ୍ଦ୍ର ମୋଦୀ ଷ୍ଟାଡିୟମ ରେ ନାମ ବଦଳା ଯାଉ ଏ ଷ୍ଟାଡିୟମ କୁ ଟଙ୍କା କଣ ତାଙ୍କ ବୋପା ଦେଇଥିଲେକି ।

  • @ganeswarpanda2367
    @ganeswarpanda2367 17 днів тому +25

    Argus channel is the villian telling the truth half and not telling the real news

  • @adikandasahoo5169
    @adikandasahoo5169 16 днів тому +61

    ଓଡିଶା ର ଗର୍ବ, ରେଭେନ୍ସା university

    • @Manas_Bhoi
      @Manas_Bhoi 15 днів тому

      Cuttack university, reveshha nuhe re pagal kukura 😂😂😂

    • @dhadanarendra
      @dhadanarendra 13 днів тому

      Para ghara magi khaiba loka ?

  • @nidhiramjena2398
    @nidhiramjena2398 17 днів тому +25

    Jaha heu Dharmendra pradhan edn minister pain 100% fit.... Se taa bopa naanre karideu.

  • @Basen12345
    @Basen12345 16 днів тому +8

    ଏମାନେ ଓଡ଼ିଶା ପାଇଁ କ'ଣ କରିବେ।
    ଏମାନଙ୍କ ଦ୍ଵାରା ଓଡ଼ିଶାରେ ପୁଣି ଦୁର୍ଭିକ୍ଷ ପଡ଼ି ପାରେ।

  • @bubununayak6234
    @bubununayak6234 17 днів тому +14

    Argus news owner Dharmendra pradhan sethipain Argus news sabubele Tari guna gauchii
    Argus news ❎️ BJP golam ✅️

  • @mahaprasad7151
    @mahaprasad7151 17 днів тому +31

    ପାଣି ପଶୁଛି ଶିକ୍ଷକ ନାହାନ୍ତି ତାକୁ ପୂରଣ କର ନାମ ବଦଳାଇଲେ କଣ ହବ 😡😡

    • @Manas_Bhoi
      @Manas_Bhoi 15 днів тому

      To Bapa Nabin ku kaha 25 barsha kana karithilu boli,😡😡😡

    • @mahaprasad7151
      @mahaprasad7151 15 днів тому +2

      @@Manas_Bhoi ବାପା କରିପାରିଲେନି କିନ୍ତୁ ବାପା କରିଥିବା ଯୋଜନା ରେ ରଙ୍ଗ full ମରାହଉଛି __ବାପା କରିପାରିଲେନି ତମେ କରିକି ଦେଖାଓ ନାମ ପରିବର୍ତ୍ତନ ରଙ୍ଗ କାହିଁକି ମାରୁଛ 😂😂😂

    • @bsn8527
      @bsn8527 13 днів тому

      ​@@Manas_Bhoi😂😂Puni sei Puruna Katha😂😂 Kichi Nua Kara University ra Development pain😂😂Name Change Karidele History Livi jiba ki??😂😂Nua Kama kale Nua Parichaya Miliba 👍 👍 Emiti Gopo kahi Sabubele Kete Bhuan Bulei ba😂😂Loko mananku kahiki Boka Bhabucho😂😂😂

  • @Vijaya070
    @Vijaya070 16 днів тому +7

    ପେପର ଲିକ୍ ରୋକିପାରୁନାହାନ୍ତି। କିନ୍ତୁ ନାମ, ଆଉ ରଙ୍ଗ ବଦଳେଇବା ପାଈଁ ଏକ ନମ୍ବର ସରକାର

  • @DharamabirSingh
    @DharamabirSingh 16 днів тому +7

    ନାମ...
    ରଙ୍ଗ... ବ୍ୟତୀତ ଅନ୍ୟ କିଛି ପରିବର୍ତ୍ତନ କରି ଦେଶ କୁ ଉନ୍ନତି ଦିଗରେ ଆଗେଇ ନେବାର ଜ୍ଞାନ ଏମାନଙ୍କୁ ମିଳୁ। ଦଳ ପାଇଁ ଏଇ ଚେନାଲ ଭଳି ନେତା ବି ଗୋଲାମୀ ଆଉ ଚାଟୁ କାରିତା ଛାଡ଼ନ୍ତୁ । ଓଡ଼ିଆ ଜନଜୀବନକୁ ସମୃଦ୍ଧି କରନ୍ତୁ, ଅସ୍ମିତା/ଅସ୍ମିତା ଓ ଅସ୍ମିତା ର ପରିଚୟ ଦିଅନ୍ତୁ।

  • @narendrakarali3469
    @narendrakarali3469 16 днів тому +21

    ଇଂଲିଶ ଭାଷା ବନ୍ଦ ହେବା ଦରକାର। କାରଣ,uncle ର ଅର୍ଥ କଣ,ମାମୁ, କକା aunty ମାନେ, ମାଇଁ , କାକି, ଆଉ କିଛି ନାହି। କଣ ମାମୁ ଆଉ କକା ଏକା ଭଳି? Son ମାନେ ପୁଅ sun ମାନେ ସୂର୍ଜ ଏହାର ଉଚ୍ଚାରଣ କିଛି ପାର୍ଥକ୍ୟ ଅଛି। ଆମ ଓଡ଼ିଆ ରେ son ମାନେ, ପୁଅ, ପୁତ୍ର, ସନ୍ତାନ ଆଉ ଅନେକ ଏହା ଆମ ଓଡ଼ିଆ ଅସ୍ମିତା।

    • @Amgeinjijchatadare
      @Amgeinjijchatadare 16 днів тому

      😂

    • @parthasarathipatra1241
      @parthasarathipatra1241 15 днів тому +1

      Kouthu sabu asicha reee😂😂😂

    • @devbehera9506
      @devbehera9506 14 днів тому

      Tume chadi dia English language

    • @lalita_soren
      @lalita_soren 14 днів тому

      Nija jhia bohu bhauni nku je jeans shorts pindhi ba baran kari parunahanti semane Angreji birudhare kuhantu nahin.
      Mobile, social media, gadi vehicle sabu sei Angrejon nkara.

  • @bmsclass8366
    @bmsclass8366 17 днів тому +42

    ମନ୍ତ୍ରୀଙ୍କ ମୁଣ୍ଡରେ ସେତେବେଳ ଦୁର୍ଭିକ୍ଷ କୁ ନେଇ ଚିନ୍ତା ଏତେ,ହେଲେ ଏବେ ଆଳୁ ,ଚାଉଳ ପାଇ ସାଧାରଣ ଲୋକ ର ଜୀବନ ପ୍ରଭାବିତ କିଛି ଚିନ୍ତା ନାହିଁ 😮

    • @Kapilmohanty235
      @Kapilmohanty235 17 днів тому

      @@bmsclass8366 alu kg 30-35, au kn 5rs heijaanta, rasan card dhari nku tah government free dauchi chaula, tmra jadi nhi tahale car thiba ghare

    • @satyabratajena6935
      @satyabratajena6935 16 днів тому

      Aalu Katha chhadantu onion rate kete ??

    • @krupasindhubehera267
      @krupasindhubehera267 15 днів тому

      60

  • @krushnamohanprusty2728
    @krushnamohanprusty2728 17 днів тому +8

    ଧର୍ମେନ୍ଦ୍ର ପ୍ରଧାନ ବାବୁଙ୍କୁ କ'ଣ କିଛି ସକାରାତ୍ମକ କାମ କରି ଦେଖେଇବାକୁ ସାମର୍ଥ୍ୟ ର ଅଭାବ ?🎉

    • @Manas_Bhoi
      @Manas_Bhoi 15 днів тому

      To Bapa Nabin kukura kana karithila re bedha chhuuaaa😂😂😂

  • @ଗୀତିକବିତାକାର୍ତ୍ତିକଚନ୍ଦ୍ରରାଉଳ

    ଆପଣ ଯଦି ଇଂରାଜୀପଢିଵା ଓ କହିବାର ପ୍ରୀତିଆଜି ମଧ୍ୟ ଛାଢି ପାରୁନାହାନ୍ତି, ତେବେ ରେଭେନ୍ସା
    ନାଁ ରହିଲେ କ୍ଷତି କ'ଣ ।

  • @SombuHazra
    @SombuHazra 15 днів тому +2

    ଇଂରେଜ ମାନ ଆମ ଦେଶକୁ ଲୁଟିଲେ ଆମର ପୂର୍ବଜ ମାନଙ୍କ ଉପରେ ବହୁତ୍ ଅତ୍ୟାଚାର ମଧ୍ୟ କଲେ ଆମେ କାହିଁକି ତାଙ୍କ ନାରେ କଲେଜ୍ ରଖିବା😮

  • @babulpalai2598
    @babulpalai2598 16 днів тому +3

    ମୋର ଦାବି ଧରମା କିମ୍ବା Narendra Modi ନାମରେ ନାମିତ କରାଯାଉ ରେଭେନ୍ସା କୁ

  • @sambitsambit809
    @sambitsambit809 17 днів тому +7

    BJP promotion band kar Argus

  • @Dnationalist
    @Dnationalist 14 днів тому +1

    Modi ଙ୍କ ସମୟ ରେ କୋଭିଡ ର mis management re bahuta ଲୋକ ନିଜ ଆତ୍ମୀୟ ମାନଙ୍କୁ ହରାଇ ଥିଲେ,ତେବେ ମୋଦି ର ନାଆଁ ପରିବର୍ତ୍ତନ କାହିଁକି କରା ନ ଯିବ?

  • @iknow7753
    @iknow7753 11 днів тому +1

    "Thomas Edward ରେଭେନ୍ସା " ଜଣେ ବିଦେଶୀ ନାଗରିକ
    କଲେଜ ର ନାମ ନିହାତି ଆବଶ୍ୟକ 🙏🙏

  • @Vijaya070
    @Vijaya070 16 днів тому +2

    ପ୍ରକୃତ ବିଷୟରେ ଆଲଚନା ନକରି କେବଳ ନାମ, ଆଉ, ରଙ୍ଗ ପରିବର୍ତନ କଲେ କଣ ହେବ।

  • @Vijaya070
    @Vijaya070 16 днів тому +2

    GST ହଟାଅ, ଆମକୁ ବଞ୍ଚାଅ, ଦେଶ ବଞ୍ଚାଅ

  • @JainoNaika
    @JainoNaika 14 днів тому +2

    NEET exam ପାଇଁ ଶିକ୍ଷା ମନ୍ତ୍ରୀ ଦାୟୀ, ଶିକ୍ଷା ମନ୍ତ୍ରି ଇସ୍ତପା ନେବା ଉଚିତ

  • @swarnamohanty3121
    @swarnamohanty3121 16 днів тому +5

    Odisha re sikha ra muludua pakei thile Ravenshaw sahab ,

  • @Vijaya070
    @Vijaya070 16 днів тому +2

    ଆବେ ଧର୍ମେନ୍ଦ୍ର ତୁ କି କହିବୁ ଓଡ଼ିଆ ଗୌରବ। ତତେ ତ ପେପର ଲିକ୍ ରୋକି ଆସିଲାଣି

  • @prasantadanta2871
    @prasantadanta2871 14 днів тому

    Dharmendra Pradhan is a great touter

  • @bikashnath2192
    @bikashnath2192 16 днів тому +1

    ଏ ପଲ୍ଟିକାଲ ଲୋକ ମାନେ ଉତ୍କଳ ନାଆଁ change କରି ଓଡ଼ିଶା କରିଦେଲେ ,but ନେସନାଲ song ରେ ,ବନ୍ଦେ ଉତ୍କଳ ଜନନୀ ପରିବର୍ତ୍ତେ ବନ୍ଦେ ଓଡ଼ିଶା ଜନନୀ କଲେଣି,

  • @prasankumarofficial
    @prasankumarofficial 16 днів тому +5

    ତମେ argus ସବୁ ପକ୍କା ଗୋଲାମ bjp ର , ସେଥିପାଇଁ ତମେ ଇତିହାସ କୁ ବି kadarth କରିଦେବ। ରେଭେନସା ନାଁ ନିଜେ ଦେଇନଥିଲେ , ମହାରାଜା କୃଷ୍ଣଚନ୍ଦ୍ର ଦେଇଥିଲେ , ଯଦି ରେଭେନସା କିଛି ଭଲ କାମ କରିନଥିଲେ , ତାହେଲେ ନିଜେ ଓଡ଼ିଆ ମହାପୁରୁଷ କଣ ପାଇଁ ତାଙ୍କ ନାଁରେ ଦେଲେ ... ଓଡ଼ିଆ ଲୋକ ରେଭେନସା କହିଲେ collage କୁ ବୁଝନ୍ତି, କୋଉ ଲୋକ କୁ ନୁହେଁ ।

  • @subhalaxmisingh6650
    @subhalaxmisingh6650 16 днів тому +2

    ଏହା ପରେ ବିଜେପି ବାଲା କହିବେ। ଓଡ଼ିଶାରେ ଓଡ଼ିଆ ହିଁ ରହିବେ

  • @sandhyaranisinghrima3785
    @sandhyaranisinghrima3785 10 днів тому

    ଗୋଟିଏ ଘଟଣାରେ ଇତିହାସ ଆରମ୍ଭ କିମ୍ବା ଶେଷ ହୁଏ ନାହିଁ। ଇତିହାସ ହେଉଛି ଦୀର୍ଘ ସମୟର ଘଟଣା। ସେତେବେଳେ ଓଡ଼ିଆ ମାନଙ୍କର ସି୍ଥତି କ'ଣ ଥିଲା।

  • @sanjaykumishra5186
    @sanjaykumishra5186 17 днів тому +15

    ଇଂରାଜୀ ମାନେ ଶାସନ କରିବାକୁ ଆସିଥିଲା
    ସେତେବେଳେ କାହାର ଜିଭରେ ହାଡ ଥିଲା କି ଓଡିଶାର କାହାର ନାମ ରଖିବା

  • @geetanjalidas3844
    @geetanjalidas3844 17 днів тому +12

    ଏଇଟା ମାଗିହା tv ଚେନ୍ନାଲ

  • @soumyaacharya8933
    @soumyaacharya8933 13 днів тому

    ଶଳା ମୁର୍ଖଙ୍କ କଥା.....100 ବର୍ଷ ତଳ କଥା କୁ ନେଇ ଏବେ କଣ ଅଗ୍ରଗତି କଣ ହେବ....କିଛି କାମ ନାହିଁ ଖାଲି ଦେଖାଣିଆ ନୈତିକତା.....ଆଉ କିଛି ନାହିଁ...

  • @idontknow7375
    @idontknow7375 11 днів тому

    ନଙ୍କ ଦୁର୍ଭିକ୍ଷ ଏକ ମନୁଷ୍ୟ କୃତ ଘଟଣା ନୁହେଁ...ଏହା ପ୍ରାକୃତିକ...ବାକି ରହିଲା ପରିଚାଳନା...
    ତେବେ ସେ ସମୟ ର ଯେଉଁ ରାଜା ଓ ଜମିଦାର ମାନେ ନିଜ ଖମା ର ରେ ଥିବା ଖାଦ୍ୟ ଶସ୍ୟ ଲୁଚାଇ ରଖି ,ଅନ୍ୟ ରାଜ୍ୟ ରେ ବିକି ଦେଇଥିଲେ, ସେମାନଙ୍କ ର ବର୍ତ୍ତମାନ ଦାୟଦ ମାନଙ୍କୁ ପଚରା ଯାଉ...କାହିଁକି ସେମାନେ ସେମାନଙ୍କ ପ୍ରଜାଙ୍କ ପ୍ରତି ବିଶ୍ଵାସ ଘାଟ କରିଥିଲେ...ଏହାର ଜବାବ ଏଇ ଦାୟଦ ମାନଙ୍କୁ ପଚରା ଯାଉ...ଅଯଥା ରେଭେନ୍ସା ଙ୍କ ପ୍ରତି ଆକ୍ଷେପ କରି ଅସଲ ଦୋଷୀଙ୍କୁ କାହିଁକି ଲୁଚାଇ ଦିଆ ଯାଉଚି?...ରେଭେନ୍ସା ଓଡ଼ିଶା ପାଇଁ ବହୁତ୍ କିଛି କରିଛନ୍ତି

  • @ranjankumarmallick1157
    @ranjankumarmallick1157 16 днів тому +2

    ଇଂରାଜୀ ଭାଷା ପ୍ରଚଳନ କୁ ଜଦୀ ବନ୍ଦ kariba tahele ame raji .... ଏବଂ odisha ra ସମସ୍ତ exam ଓଡ଼ିଆ ରେ hau

  • @hindustanizindabad1969
    @hindustanizindabad1969 12 днів тому

    Argus News 📰🗞️ Always reveals the Truth ❤ Respect Argus 😊

  • @diptiranjanbiswal6277
    @diptiranjanbiswal6277 14 днів тому

    କାହା ପଇସାରେ ସେ କଲେଜ ବାନେଇଥିଲେ , ଇଂଲଣ୍ଡ ରୁ ଆନିକି ବନେଇ ଥିଲେ କି ?
    ବାକି ରହିଲା ଇଂରାଜୀ ଶିକ୍ଷା ର କଥା, ସେଇଟା ଆମେ ସିଖୁଛେ କେବଳ knowledge ra communication and understanding ପାଇଁ ।।
    ଆମ ଭାରତ ରୁ ବହୁତ୍, ଜ୍ଞାନ , formula ସେମାନେ ବି ଚୋରି କରି ନେଇଛନ୍ତି ।।
    😊

  • @ajitkumarpadhi-h6w
    @ajitkumarpadhi-h6w 14 днів тому

    ମୋର ମତ ରେଭେନ୍ସା କ'ଣ ନ ଅଙ୍କ ଦୁର୍ଭିକ୍ଷ କରି ଥିଲେ। ଯଦି ଏପରି କଥା ବର୍ତମାନ ବନ୍ୟା ଓ ଭୂମିକମ୍ପ ହେଲେ ରାଜନେତା ମାନେ ଦାୟୀ ହେବେ

  • @NewVersionN
    @NewVersionN 14 днів тому +1

    Modi.. ଙ୍କ ସମୟ ରେ... Corona virus asithila.. To.. Seithi pain.. B.. Modi.. Dayi

  • @Manas_Bhoi
    @Manas_Bhoi 15 днів тому +1

    Nama Paribartan jaruri 👌👌👌

    • @Rajeshrautaray8018
      @Rajeshrautaray8018 15 днів тому

      @@Manas_Bhoi tm kota uthei dele sabu bala upudi jiba

    • @bsn8527
      @bsn8527 13 днів тому

      Are Jadi Satare Antarikata achi Govt. Power re Achi Change Kari dei thante👍👍 Sabu jajana ra Name Change Houchi....Colour Change Houchi Kahaku Paochari thile ki???😂😂Emane Tautor Sympathy Paiba Rajaniti Chadi Paru Nahanti😂😂😂

  • @samanamajhi573
    @samanamajhi573 15 днів тому

    କି ନିଶା ଖାଇଛ କିଏ
    ନିଟ ବିଷୟ କୁଆଡେ ଗଲା।
    ସର୍ଦ୍ଦାର ପଟେଲ ନା ବଦଳାଇ ନରେନ୍ଦ୍ର ମୋଦି stadium କଲେ।
    ସେହିପରି ravenshaw କୁ ବଦଳାଇ Dharmendra University Rakha ଯାଉ

  • @my_thouht
    @my_thouht 14 днів тому +1

    BJP Government.. Bekar kama sabu kari time waste kahi ki karucha? Tama pakhare samaya kaam achi. Only 5 years. Jadi o public ra heart re Naveen Pattnaik achanti, Public BJP ku thare chance deichi. (Credit goes to Pandiyan) . But! Aau thare chance na bi dei pare. Public ra demand aau public ra icha ku jani baku chesta kara. Kuji neta nka katha suni bhabi dia ni je seita public opinion. Ground reality ku jani kama kara.

  • @kaibalyasaho1401
    @kaibalyasaho1401 14 днів тому

    Good decission

  • @dillipkumardash433
    @dillipkumardash433 13 днів тому +1

    College au University re Teacher nahanti, auhiri Institute ra Name Change kariki Politics ra Drama Karuchanti. 😏😏😏

  • @ramchandramarndi9325
    @ramchandramarndi9325 17 днів тому +4

    Bjp channel

  • @Rj-gr7ms
    @Rj-gr7ms 13 днів тому

    Argus ର ମାଲିକ ଜୀବନ ରେ ରେଭେନ୍ସା କଲେଜ ର ଦ୍ଵାର ମଦିବା ର ଯୋଗ୍ୟତନାଇ । ଆଉ ସେ ରେଭେନ୍ସା କୁ ବନ୍ଦ କରିବ କହୁଚି।

  • @kailashchandrapadhiary5512
    @kailashchandrapadhiary5512 11 днів тому +1

    Bharatare kichhi Chigulia British mananku help kale boli ,200 yrs we suffered.This style should be changed today!!!!

  • @parthasarathipatra1241
    @parthasarathipatra1241 15 днів тому +3

    Boycott Argus Godi Media

  • @KCvlog1
    @KCvlog1 16 днів тому

    ସବୁ ର ନାମ ପରିବର୍ତ୍ତନ ହେବା ଆବଶ୍ୟକ..ବରମୁଣ୍ଡା ବଷ୍ଟାଣ୍ଡର ନାମ ବି ଉତ୍କଳମଣି ଗୋପବନ୍ଧୁ ଟର୍ମିନାଲ ନାମ ରେ ନାମିତ କରିବା ବିଷୟ ସ୍ବାଗତଯୋଗ୍ୟ...ଆମେ ଚାହୁଁ bitish ଅମଳର ସମସ୍ତ ଅନୁଷ୍ଠାନ ଏବଂ ମୋଗଲ ମାନଙ୍କ ନାମରେ ନାମିତ ସମସ୍ତ ଅନୁଷ୍ଠାନ ନାମ ଆମ ର ଯୋଗ୍ୟ ଓଡ଼ିଆ ଙ୍କ ନାମରେ ନାମିତ ହେବା ଆବଶ୍ୟକ

  • @sibaniprasadmohanty2730
    @sibaniprasadmohanty2730 11 днів тому

    Educated leader

  • @UdayHansdah-g5w
    @UdayHansdah-g5w 11 днів тому

    ଯଦି ନଅ ଅଙ୍କ ଦୁର୍ବିଖ୍ୟ ରେ ରେଭେନସାଙ୍କ ଯୋଗୁଁ ଓଡିଶା ବାସୀ ମରିଛନ୍ତି ତାହେଲେ କରନା, lockdawn ଭଳିଆ ଦୁର୍ଭିକ୍ଷ ରେ ମରିଥିବା ଲୋକଙ୍କର ଦାୟିତ୍ୱ କାହାର ଓ gst ଭଳିଆ ମହାମାରୀ ରେ ପ୍ରତାରଣା ହେଉ ଥିବା ଭରାତବାସୀଙ୍କ ଦୋଷ କାହାର l ଏହା ବି ବୁଦ୍ଧି ଯିବିମlନେ ତର୍ଜମା କରିବା ଦରକାର l ବିଶ୍ୱ ବିଦ୍ୟାଳୟର ଉନ୍ନତି କିପରି ହେବ ତାହା ଚିନ୍ତା କରିବା ପରିବର୍ତ୍ତେ ଶିକ୍ଷା ଉପରେ ରାଜନୀତି କରିବା ବହୁତ ବଡ଼ ଭୁଲ l

  • @ramakantaanimation
    @ramakantaanimation 15 днів тому

    ମୁର୍ଖ ମନ୍ତ୍ରୀ ଆଉ ଓଡ଼ିଆ ଅସ୍ମିତା କଥା କହୁଥିବା ନିର୍ଲଜ ମାନେ ଆଗ ଇଂରାଜୀ ଭାଷା ଓ ଶିକ୍ଷା, Google, Facebook, Twitter, UA-cam, Instagram, Android ରୁପକ ବିଦେଶୀ ଗୋଲାମୀରୁ ଦୁରେଇପରିବ କି? ମୋତେ ଲାଗୁଛି ଓଡ଼ିଶାରେ ଏମିତି କେହି ବୋପାର ଛୁଆ ନାହିଁ!

  • @bijaykumarmunda9589
    @bijaykumarmunda9589 11 днів тому

    , ଧର୍ମେନ୍ଦ୍ର କୁ ଖାଲି ଦୁଇ ଅକ୍ଷରି ଭାଷାରେ ସୁଧିବାକୁ ଇଛା ହେଉଛି l

  • @Vijaya070
    @Vijaya070 16 днів тому

    Revenshaw ର ନାମ ପରିବର୍ତ୍ତନ କରି ଛାତ୍ର ମାନଙ୍କର ଭୋଟ bank କରାଇବା ପାଇଁ ଶୀତଳ ଯୋଜନା ଚାଲିଛି

  • @soumyaacharya8933
    @soumyaacharya8933 13 днів тому +1

    Jadi dum acchi ta school college re recruitment aanikidekha....bjp odia prema setiki thau to manare....murkha mantri...

  • @bikashnath2192
    @bikashnath2192 16 днів тому

    ନାଆ change କରି ନୂଆ ନା ଦେଲେ ,ଆମ ମାନକର ଆଗାମୀ ପିଢ଼ି ଧୀରେ ଧୀରେ ଭୁଲିଯିବେ,

  • @suryakantamohanty8276
    @suryakantamohanty8276 16 днів тому +5

    ଆମେ ଜାଣୁ ଅର୍ଗୁସ ଚାନେଲ ଧରାମା ପ୍ରଧାନ ଚାନେଲ୍, ଅର୍ଗୁସ୍ ବାଲା ଟିକେ ଇତିହାସ ପଢ଼ ରେଭେନସା ର ଅବଦାନ କଣ ଜାଣିବ, ଦୁର୍ଭିକ୍ଷ ହେଲା ପରେ ରେଭେନ୍ସା ସାହେବ୍ 1865ମସିହା ଜୁଲାଇ ମାସରେ ଓଡ଼ିଶା ରେ ପୋଷ୍ଟିଂ ହେଇଥିଲେ, ଆଉ ଧରମାର 2029 ମୁଖ୍ୟମନ୍ତ୍ରୀ ଚୌକି କୁ ଲକ୍ଷ୍ୟ ରଖି ଟିକେ oversmart ହେଉଛନ୍ତି

    • @bsn8527
      @bsn8527 13 днів тому

      Emane Sabu Jani suni Emiti karuchanti😂😂Odia Loko mananka Sympathy Paiba pain😂😂Sethi pain Change Kariba Agaru Kebala Boyan dei Test Karuthile😂😂Loko Ebe Birodh karuchanti😂😂Au change Karibeni😂😂Jadi Satare Antarikata thiba Tahele Loko Birodh pore bi Change Karibe👍👍Agaku Dekhiba Kan houchi??👍👍

  • @kailashchandrapadhiary5512
    @kailashchandrapadhiary5512 11 днів тому +1

    Hatao , English name as Britishers were not good for Indian human !!!!

  • @papundandasena7901
    @papundandasena7901 16 днів тому

    ମନେ ରଖନ୍ତୁ, ଇଏ ହେଉଛନ୍ତି ସେଇ "ରେଭେନ୍‌ସା", ଯେତେବେଳେ ବଙ୍ଗାଳୀ ମାନେ ଓଡ଼ିଆ ଭାଷାକୁ ଏକ ଉପଭାଷା ବୋଲି ଓଡ଼ିଆ ଭାଷାର ଅସ୍ତିତ୍ବ ମେଣ୍ଟାଇ ଦେବାକୁ ଉଦ୍ୟମ କରୁଥିଲେ, ସେତେବେଳେ ନିଜର ନିର୍ଭୀକ ସମର୍ଥନ ଏବଂ କଟକରେ କଲେଜ୍ ସ୍ଥାପନା ଫଳରେ ଓଡ଼ିଆ ଭାଷାଭାଷୀଙ୍କ ପ୍ରଶିକ୍ଷଣର ଅଗ୍ରଗତି ହୋଇଥିଲା ଏବଂ ଘୋର ଦୁର୍ଦ୍ଦିନର କରାଳ ଗ୍ରାସରୁ ମୁକୁଳି ପାରିଥିଲା। ରେଭେନ୍ସା ସାହେବ, ହଣ୍ଟର ସାହେବ ଏବଂ ଜନ୍ ବିମ୍‌ସ୍ ଙ୍କ ଉଦାରଶୀଳ ମିଳିତ ସମର୍ଥନ ଯୋଗୁଁ ହିଁ ଆଜି ଓଡ଼ିଆ ଭାଷାର କ୍ରମୋନ୍ନତି ଘଟି ପାରିଛି, ନହେଲେ ତ' କେବେଠୁ ଓଡ଼ିଆ ଅସ୍ମିତା ମରିଯାଇ ଥାନ୍ତା ।

  • @sweetysaishree
    @sweetysaishree 14 днів тому

    ଏ ଶଳା ବିଜେପି ଵାଲା ଖାଲି ନା ବଦଳାଇବାରେ ୫ବର୍ଷ ହେଇ ଯିବ.....

  • @parthasarathipatra1241
    @parthasarathipatra1241 15 днів тому +1

    Direct lekhuna Dharmendra Pradhan jou name change katha kahichi thik.... Name change kariiba purbaru aga godi media ban haba darkar... Because godi media is more dangerous than British...

  • @biswaranjandora9211
    @biswaranjandora9211 15 днів тому

    ବିଦେଶୀ ପାଠ ପଢିଲେ ଗୋଲାମୀର ପରିଚୟ ନିଶ୍ଚିତ ସୃଷ୍ଟି ହୁଏ😂😂

  • @truptimayeedas8436
    @truptimayeedas8436 14 днів тому

    ଚୋର ମୂର୍ଖ ଟିକେ ରେଭେନ୍ସା ର ଇତିହାସ କୁ ପଢ଼ୁ ଧର୍ମେନ୍ଦ୍ର,T ravenshaw ଙ୍କ ଅବଦାନ ଟିକେ ପଢ଼ୁ ଭଲକି,

  • @premanandaparida-ln5tx
    @premanandaparida-ln5tx 16 днів тому

    ଯେଉଁ ଲୋକ ତମ ପରିବାର ର ପାଞ୍ଚ ଜଣ କୁ ମାରିଲା ଜଣକୁ ଚାକିରୀ ଦେଲା ତମ ଚିନ୍ତା ରେ ସେ ଲୋକ ମହାନ ନଅଙ୍କ ଦୂର୍ଭିକ ରେ ଓଡିଶା ର ଚାଉଳ ନେଇ ବଙ୍ଗ କୁ ପଠେଇଲା ଏଣେ ଓଡିଶା ର ଖାଇବାକୁ ନପାଇ ମଲେ ଏଇଥିରେ କିଛି ଗୋଲାମ ଓଡିଶା ଲୋକ କହୁଛନ୍ତି ରେଭେନ୍ସା ଜଣେ ମହାନ ଲୋକ ଥିଲେ ତାଙ୍କ ନାଁ ବଦଳାଅ ନା ଯିଏ ଆମକୁ ଲୁଟିଲେ ପରାଧୀନ ରଖିଲେ ତାଙ୍କ ନାମ କିଛି ଗୋଲାମ ଓଡ଼ିଆ ଙ୍କୁ ଭଲ ଲାଗୁଚି

  • @Studyupsc1149
    @Studyupsc1149 16 днів тому

    Right

  • @subratkumarbehera9461
    @subratkumarbehera9461 16 днів тому

    ହଇରେ ମାଗିହା ନିୟୁଜ ଚ୍ୟାନେଲ ସେ କରିଥିଲା କି ତୁ କରିଥିଲୁ ତୋତେ ଲାଜ ନାହିଁ ତୋ ମାଇକିନା କୁ ଧରମା ପାଖକୁ ପଠେଇ ଦେ ବେ ଫାଲତୁ ନିୟୁଜ ଦେଖାଉଛୁ ଭଉଣୀ ଗିହା

  • @BanshidharPanda-oz9ws
    @BanshidharPanda-oz9ws 10 днів тому

    ରେଭେନ୍ସା ବଦଳରେ ଅରଗୁସ କଲେଜ ହେଉ।

  • @sarthakbrahma1
    @sarthakbrahma1 15 днів тому

    Yes due to mismanagement of british govt Odisha suffered a lot .

  • @abhinandansutar197
    @abhinandansutar197 13 днів тому

    ରେଭେନ୍ଶା university ନାଁ ବଦଳେଇ argus university ହେବା ଉଚିତ

  • @gcmohanty7484
    @gcmohanty7484 7 днів тому

    Those opposing, they yet to come out of colonial mindset and join the main stream as Nationalist Bharatiyas.

  • @homundaaarsi9489
    @homundaaarsi9489 15 днів тому +1

    SCB University........ Shri Rama Chandra Bhanjdeo University heo.

  • @kirttanmahanta9806
    @kirttanmahanta9806 16 днів тому +2

    Good man dharmendra babu.

  • @sanjayakumarhembram5063
    @sanjayakumarhembram5063 13 днів тому

    ଉତ୍କଳର ଗୌରବ ରେଭେନ୍ସା ବିଶ୍ବବିଦ୍ୟାଳୟର କିନ୍ତୁ ରେଭେନ୍ସା ନୁହ ।

  • @thebeautyofnature8820
    @thebeautyofnature8820 16 днів тому +1

    Bastard old students, we are with DHRAMENDRA PRADHAN. YOU GREAT......... YOUR GREAT TOUGHTS WILL INSPIRE FUTURE GENERATION.....

  • @Tandikana
    @Tandikana 14 днів тому +1

    ନିହାତି ପରିବର୍ତନ ଦରକାର

  • @BiswajitPradhan-z4b
    @BiswajitPradhan-z4b 11 днів тому

    Change ହେବା ଦରକାର...ଯୋଉ ଗୋରା ସାହେବ୍ ଓଡିଶା କୁ ଲୁଟିବାକୁ ଆସିଥିଲେ ସେଇ ଲୁଟେରା ନାମରେ ଆମ ଇଉନିଭର୍ସିଟି ର ନାଁ କଣ ପାଇଁ ରହିବ....ସେ ନିଜେ ଦିନେ କହିଥିଲେ ଆମ ଓଡିଶା ଲୋକମାନେ ସବୁ ଅଳସୁଆ.....ତାଙ୍କରି ଯୋଗୁଁ ହିଁ ନ ଅଙ୍କ ଦୁର୍ଭିକ୍ଷ ହେଇଥିଲା ଏବଂ 30 ଲକ୍ଷ୍ୟ ଲୋକ ପ୍ରାଣ ହରେଇଥିଲେ । କେବଳ bjd ଚେଲା ଗୁଡାକ ହିଁ ପ୍ରତିବାଦ କରୁଛନ୍ତି କାହିଁକି ନା ତାଙ୍କ government ଆସିଲେ ଆହୁରି ଓଡ଼ିଶାକୁ ଲୁଟି ପାରନ୍ତେ କାଳେ ବୋଲି....

  • @bikhyatbiharimishra5941
    @bikhyatbiharimishra5941 13 днів тому

    ବେକାର କଥା। ରେଭେନ୍ସା ହିଁ ଓଡ଼ିଶା ରେ ଉଚ୍ଚ ଶିକ୍ଷା ର ପ୍ରସାର କରେଇ ଥିଲେ। ରେଭେନ୍ସା ହିଁ ଗର୍ବ। ଓଡ଼ିଶା କୁ ବାହାରେ ସୁପରିଚିତ କରେଇଛି। ତା ଛଡା ରେଭେନ୍ସା ନିଜେ ନିଜ ନାଁ ରେ କରି ନାହାନ୍ତି, ବରଂ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ତାଙ୍କ ନାଁ ରେ କଲେଜ୍ ନାମିତ କରିଥିଲେ।

  • @jagankumar4899
    @jagankumar4899 16 днів тому +1

    ବିଜେପି ପାର୍ଟି ର ଦମ ଅଛି ଯଦି ରେଭେନ୍ସା ଠାରୁ ଉନ୍ନତ ଏକ ବିଶ୍ଵବିଦ୍ୟାଳୟ ବନାଇକି ଦେଖାଉ, ଆମେ ଜାଣିବୁ ଧର୍ମେନ୍ଦ୍ର ପ୍ରଧାନ ଆମ ଓଡ଼ିଶାର ଓ ଉଡିଆ ଙ୍କର ସନମ୍ନାନ ପ୍ରତି ଆଗ୍ରହ ବଢାଇଛନ୍ତି,ସବୁଠି ଖାଲି ନା ବଦଳାଅ, ସର୍ବପ୍ରଥମେ ଜାହା ପ୍ରତିଶୃତି ଦେଇଥିଲେ ପୁରଣ କର, ମିଛୁଆ ପାର୍ଟି ମିଛୁଆ ମନ୍ତ୍ରୀ,ଗୁ ମୁତ୍ର ଓ ଗୁବର ଖାଇବା ଲୋକ ର ବୁଧୀ ସୁଧୀ ଥିଲେ ସିନା ହେବ

    • @dhadanarendra
      @dhadanarendra 13 днів тому

      Nizer heichi ba tame kn dina kana ki

  • @ramaniroutray2262
    @ramaniroutray2262 13 днів тому

    ଶଳା ଲକ୍ଷ ଲକ୍ଷ ଛାତ୍ରଙ୍କ ଭବିଷ୍ୟତ ସହ ଖେଳ ଖେଳିଲା ବେଳକୁ ଓଡ଼ିଆ ଅସ୍ମିତା କୁଆଡେ ଯାଇଥିଲା କି ମା*** ମାନେ l ଇତିହାସ ଚିନ୍ତା ବହୁତ ୟାଙ୍କର l ଗାଣ୍ଡିରେ ପାଣି ନାହିଁ ଏବେର ଲୋକଙ୍କୁ ନ୍ୟାୟ ଦେବାକୁ l ଏଣୁ ତେଣୁ ଫାଲତୁ କଥା କହି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା ଏ party ଲୋକଙ୍କ ଲକ୍ଷ୍ୟ l

  • @BHANJRUSIKA
    @BHANJRUSIKA 13 днів тому

    ରେଭେନ୍ସା ନା ହଟାଯାଉ ଖୁବଶୀଘ୍ର

  • @DularamSingh-vc4zk
    @DularamSingh-vc4zk 9 днів тому

    ସମ୍ବିଧାନ ପରିବର୍ତ୍ତନ କରୁଛ ।କୋଟା
    ପରିବର୍ତ୍ତନ କରୁଛ।ଧର୍ମ ନିରପେକ୍ଷ
    ରାଷ୍ଟ୍ର ପରିବର୍ତ୍ତନ କରୁଛ। ରେଭେନ୍ସାର
    ନାମ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି।
    ଇଂରାଜୀ ଭାଷା ଓ ଲିପି କୁ ଓ ଶିକ୍ଷା କୁ
    ପରିବର୍ତ୍ତନ କରି ଓଡ଼ିଆରେ ଦିଅ।ଶଳା
    ମେନ୍ଢାମୂର୍ଖ ଧର୍ମେନ୍ଦ୍ର ପ୍ରଧାନ।ଭାରତରୁ
    ଇଂରାଜୀ ଶିକ୍ଷା କୁ ହଟାଇ ଦିଅ।
    କାରଣ ତାହା ବିଦେଶୀ ଭାଷା ଅଟେ।
    ତା ପରେ ରେଭେନ୍ସା କଲେଜ୍ ର
    ନାମ ପରିବର୍ତ୍ତନ କର।

  • @subasnayak1510
    @subasnayak1510 14 днів тому

    ନ ଅଙ୍କ ଦୁର୍ବିକ୍ଷ ସହିତ
    ଶିକ୍ଷାନୁଷ୍ଠାନ ରେଭେନ୍ସା ର କଣ ସମ୍ପର୍କ ଅଛି

  • @subhrajyoti7809
    @subhrajyoti7809 17 днів тому +3

    ଆଜି ବି କଟକ କୁ କୁଟକ ଲେଖୁଛି ଓଡ଼ିଆ

  • @sushantakumar3045
    @sushantakumar3045 16 днів тому

    First Develop the Imfastructute of Revensha University, No need to change the University Name.

  • @Laxmipirya-fy3dz
    @Laxmipirya-fy3dz 15 днів тому

    ଆରେ ମାଘୀୟା ଗେଣ୍ଡା ମୂର୍କପତ୍ର ଆମେ ଗର୍ବିତ କଲେଜ କୁ ନେଇକି ନାଁ କୁ ନେଇକି ଆମେ ଗର୍ବିତ ନୁହଁ

  • @rashmiranjanpratihari4670
    @rashmiranjanpratihari4670 16 днів тому

    ବିଜେପି ବାଳା ନାମ ପରିବର୍ତ୍ତନ ଛଡା ଆଉ କିଛି ଜାଣିନାହାନ୍ତି

  • @ReyalityODISHA
    @ReyalityODISHA 14 днів тому

    ମିଡିଆ ବାଲା ସେତେବେଳେ ଜନ୍ମ ହେଇ ଥିଲ ମିଛୁଆ ମିଡିଆ ବାଲା ସବୁ ଖରାପ ଆଉ ତୁମେ ଗୋଡ଼ି ମିଡିଆ ଭାରି ଭଲ

  • @JikhariyaBadaraita
    @JikhariyaBadaraita 13 днів тому

    ରଙ୍ଗ ନାମ ବଦଳାଇବାର କାମ ଆହୁ କିଛି ନାହିଁ

  • @narendranathpati6706
    @narendranathpati6706 16 днів тому

    ଓଡିଶା ରେ ଆଳୁ ଦୁର୍ଭିକ୍ଷ୍ୟ ର ଖଳ ନାୟକ କିଏ??

  • @manoranjandas9902
    @manoranjandas9902 13 днів тому

    The correct history of Naanka Durbhikshya should be known,partial history should not be placed for supporting ones argument,

  • @artatranasahoo
    @artatranasahoo 13 днів тому

    Name changer Present government 😂... No devloped only Sound 😂
    #Godi media #Godi Media 😂