@@Bharatbarshamtahale name kn pain change kariba jadi haba totally college ku bhangiki newly gote kardio then ahuri bhala haba tame kn pain English re katha haucha kn pain English letter band kardio 😂😂😂😂
@@NayakRakesh-i5g brother I don't say that money was bjd money I know that was public fund.u also know this money isn't bjp money okk 😁😁😁😁😀😀1st read what can I say then reply okkk don't compare any politics party if u r a real odia people then u will stand for everytime odisha development not to be bjp development okkk 😁😁😁
Dinaasiba sabu bajilijiba abedekha aesarkara maa tho chuaku chadeidela Dina rati maa ku Raja rastare olahi dela ki jojona anila 😢😢 Abe Dina asichi luha gadeba 😢😢
Kichhi asubidha nahi bhai . Kintu sardar balab bhai patel nka name change kan payin hele. .. se kn landan ru asithile na tanka des payin kichhi abadan kichhi nathila.. e sabu bjp ra plan mind daivet Kariba payin
Ravenshaw Is a brand ❤❤❤... Faltu discussion... needn't required name change if possible make a new central university in Angul....Mr Dharmendra don't try to divert the people from mainstream...
neta manankara pilla uk re padhibe, neta manankara pilla cricket re chairman hebe aau janta kitti kitti kheli be. England aama upare atyachar karu thila taha hele London sahita sabu sampark kati deba katha india govt tarafaru
@@roshann6835 Britishers ama India ku lutichhanti. Britishers 1880 ru 1920 bhitare 165 million Indians nku marichhanti, more then lakhs women's nku r@pe kariki marideichhanti. Au Thomas Edward Ravenshaw jane britisher. Jaun mane ama dasaku lutichhanti au ama purba purusankara nrusangsa bhabe hatya karichhanti, tanka name anusare ama college ki university ra name rahipariba nain. Kahinki change haba ra answer eita. Ebe kuhantu kahinki change nahaba.
Nama change karibaku ame kan vote dei pathai thilu ki.rajya unati pain chinta nahi e mantri & mla nkara unatikaribara nahi Khali name chenge karibaku lagichhanti
Founded in 1868, began as a small school and was elevated to a full-fledged first-grade college in 1876. It was originally known as Cuttack College, but later renamed in honor of T.E. Ravenshaw, a British official. While we acknowledge the contributions made during that era, we cannot ignore the painful history associated with British rule. Our country, especially Odisha, has faced immense suffering at the hands of the British. Countless Indians were killed, our resources looted, and our dignity compromised. One such hero of Odisha is Baji Rout, the youngest martyr who sacrificed his life at the hands of British forces. His courage, along with that of many other freedom fighters and kings from Odisha, is etched in our history. Despite this rich legacy, there are still voices opposing the renaming of the institution, which bears the name of a British officer. This raises an important question: why should a college in Odisha, a land full of brave warriors and freedom fighters, carry the name of someone linked to a period of oppression? Isn’t it time we honor our own heroes, those who fought for our freedom, by renaming such significant institutions after them? Let’s reflect on this and ensure that our institutions bear names that inspire pride and respect for our own heritage...
Tume thik kahichha.... Revenshaw kahile college ku bujhae but T. E. REVENSHAW kahile se ananda au garba manare ase nahi.... Na badalile anustaana badalibani hele se garba au gauba badhijiba odia au matira naa pai...
@@ramaniroutray2262 All the juktakhyars are not available to write in odia that's why I'm waiting in English and which is wrong, but it's better than to mix Odia and English. Before the British arrived, some kings of Odisha were responsible for the downfall of the people, though not all kings were the same. I'm not suggesting that we should rename Ravenshaw College after these kings. Secondly, there’s this misconception that Bengalis have always ruled us, which is absolutely false. It's also wrong to think that without modern education, we wouldn't be proud as Odisha. This modern education system has failed to teach us about character building and the values of our heritage. Your comment seems to suggest that what the British did to us was somehow beneficial just because it gave us educational institutions like colleges. But let’s not forget the immense sacrifice made by our freedom fighters. Brave souls like Baji Rout, Utkalmani Gopabandhu Das, Chakhi Khuntia, and countless others, alongside great national leaders like Bhagat Singh, Mangal Pandey, Chandra shekhar Azad, Ashfaqulla Khan, Bipin Chandra Pal, Vinayak Damodar Savarkar, Subhas Chandra Bose and countless others fought for our freedom. Their sacrifices should never be overlooked or trivialized in the name of British 'contributions.' Shame on you for undermining their struggles and implying that the British oppression had a silver lining. Lastly, it’s time to change the name of Ravenshaw College and honor our brave souls by renaming it after one of them. This would be a fitting tribute to the heroes who gave everything for our freedom.
Rail line kana British ru tanka aau labar asi Bharat re basai thile . Bhart ru lut karuthiba Dhana ru aau bharatiya labar manaku nai basaithila Tara subidha Pai ,Bharatiya manaka Subhidha Pai rail line Ani na nathile. Bharat ru dhana Sampada luti ba Pai Bharat re basaithile.
We are not shameful when we are using Foreign(Language,Investment,Technology,Research, Science and Technology,Medical Tourism,Tourism,Movies,Aboroad study, Job,Sports n Games, Lifestyles), English medium School and college etc etc..... But today we are shameful for using only one name which is given by our great ancestors... Its shows our treacherous to our proud n pride builder of Odia n Odisha....
Question here is not if he was a foreigner, but that he was responsible for the starvation death of 1million in the very area where the institution is there in his name.
Name changing drama should be stopped to bring decency in politics.The main purpose is to get some enjoyment and divide the people on a silly topic. Asmita concept came to forefront in last general election. Asmita discussion should be stopped when election is over. A K P C Swain Bhubaneswar.
ଏଇଟା debate ନ ଆଉ କଣ? ସବୁ ତ ବିଜେପି ଲୋକ ବସିଛନ୍ତି l
Bjp bala tanka bapa na change Kari Narendra Modi karidele bhala huanta
BJD wala bapa naa b jani nahanti... change Kariba bahut dur kotha@@lambodardas4439
Mu b seita kohu6i norendra modi university hebo
କଂଗ୍ରେସ ନେତା ବି ଆଚନ୍ତି,
Aau BJD wala nka name Pandu chata o congressia nka name badalei ki Charidaudikata karidia
ଆଗରୁ ଯାହା ଅଛି ଛାଡ଼ି ଦିଅ। ଦମ୍ ଅଛି ତ କିଛି ନୂଆ କର। ପ୍ରସଙ୍ଗ ଉଠାଇ ଆମ ନିଜ ଭିତରେ ଝଗଡ଼ା କରିବାର ଆବଶ୍ୟକତା ନାହିଁ।
ନାମ ବଦଳାଇ ରଙ୍ଗ ବଦାଳାଇ ଦିନ ସରିଯିବ କିଛି ଉନ୍ନତି ହେବ ନାହିଁ
ସବୁ ଉନ୍ନତି ହେବ ଭାରତରେ ଭାରତୀୟଙ୍କ ନାମ ରହିବା ଦରକାର କୌଣସି ବିଦେଶୀଙ୍କ ନା ନୁହେଁ
@@Bharatbarshamtahale name kn pain change kariba jadi haba totally college ku bhangiki newly gote kardio then ahuri bhala haba tame kn pain English re katha haucha kn pain English letter band kardio 😂😂😂😂
@@rowdy3285 odisha money not bjd money😂😂😂😂
Already start metro train under construction🎉🎉🎉🎉
@@NayakRakesh-i5g brother I don't say that money was bjd money I know that was public fund.u also know this money isn't bjp money okk 😁😁😁😁😀😀1st read what can I say then reply okkk don't compare any politics party if u r a real odia people then u will stand for everytime odisha development not to be bjp development okkk 😁😁😁
ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ହୋଇପାରିବ ନାହିଁ ।ସେ ସମୟରେ ବ୍ୟାସକବି ଫକିରମୋହନ ସେନାପତି, ମଧୁସୁଦନ ଦାସ ଙ୍କ ପରି ବିଜ୍ଞ ବ୍ୟକ୍ତିଙ୍କ ସହମତି କ୍ରମେ ମୟୁରଭଞ୍ଜର ମହାରାଜାଙ୍କ ପ୍ରସ୍ତାଵ ଅନୁଯାୟୀ ତାର ନାମକରଣ ହୋଇଛି ।ଆଜିର ନେତା କଣ ସେହି ମହାପୁରୁଷଙ୍କ ଠାରୁ ଅଧିକ ଜ୍ଞାନୀ?
ସେଇଟା ମହାରାଜାଙ୍କର ବଡ ଭୁଲ୍ ଥିଲା ସାର୍
@@ratnakardehuri3409 ଇତିହାସ କୁ ପରିବର୍ତ୍ତନ କରାଯାଇ ପାରିବ ନାହିଁ ।
@@roshann6835 ସେଇଟା ତ ଭୁଲ ଥିଲା ବୋଲି ଇଂରେଜ ମାନେ ଆମକୁ ଗୁଲାମ୍ ବନେଇଲ ଆଜି ପୁଣିଥରେ ସମୟ ଆସିଛି । ଯଦି ପାକିସ୍ତାନ ରେ ଜାଗାର ନାମ, ସହର, ଐତିହାସିକ ସ୍ଥଳୀ ର ନାମ ହିନ୍ଦୁ ନାମ ରୁ ମୁସଲମାନ ନାମରେ change ହୋଇପାରିଛି ତାହେଲେ ଓଡ଼ିଶାରେ କାହିଁକି ନୁହେଁ।
ମହାଶୟ ନେହେରୁ ଙ୍କୁ କରିଦେଲେ। ଜାତି ହିସାବରେ ମୁସଲିମ ଦେଶ କରାଗଲା କିନ୍ତୁ ମହା ଜ୍ଞାନୀ ଦେଶ ଭାଗ କରିଦେଇ ମୁସଲିମ ଙ୍କୁ ଇଣ୍ଡିଆ ରେ ରଖିଦେଲେ,ସେଇଭଳି ଆମ ଓଡ଼ିଆ ର ମହାପୁରୁଷ ମାନେ କୌଣଶୀ ଚାପର ଚାପର ବର୍ଷବତ୍ତି ହୋଇ ରାଜି ନମା ଦେଇ ଦେଇଥିବେ।
ସମୟ ଆସି ଯାଇଛି ଫକିର ମୋହନ ସେନାପତି,n hele ଗୋପବନ୍ଧୁ ଙ୍କ ନାମରେ ନାମିତ କରାଯାଉ
@@sarojkumarmohanty9405 ସେହି ମହାପୁରୁଷ ମାନେ ଚାପରେ ନୁହେଁ ବରଂ ତାଙ୍କର ଓଡି଼ଆ ଭାଷା ପ୍ରତି ଥିବା ଅବଦାନକୁ ପ୍ରଶଂସା କରି ତାଙ୍କର ମହିମା ଗାନ କରିଛନ୍ତି ।
BJP ଏକଛତ୍ରବାଦ ଶାସନ କରିବା କୁ ଭଲ ପାଏ ନରେନ୍ଦ୍ର ମୋଦୀ କ'ଣ ସ୍ବାଧୀନତା ସଂଗ୍ରାମୀ କି ?ଆମ ଗରିବ ଖଟିଖିଆ ଙ୍କ ଟଙ୍କା ରେ ତା ନାଁ ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରିଛି
😊😊😊😊
ନବୀନ କଣ ସ୍ୱାଧୀନତା ସଂଗ୍ରାମୀ ଖଣିରୁ ମିଳିଥିବା ପାର୍ଶ୍ଵ ଅଞ୍ଚଳ ଉନ୍ନତି ପାଇଁ ଅର୍ଥରେ ପାଣ୍ଡୁକୁ ନେଇ ଲୁଟ କରିଛ ଷ୍ଟାଡିଅମ ନାମରେ ଥରେ ଦେଖ ଷ୍ଟାଡିଅମ ନରେନ୍ଦ୍ର ମୋଦି ନାମ ଥାଇପରେ କିନ୍ତୁ ତାକୁ ମୋଦି ବ୍ୟତୀତ ଅନ୍ୟ ମାନେ ଅର୍ଥର ସଦୁପଯୋଗ କରିଛନ୍ତି ପୁଣି ବି ସି ସି ଆଇ ପଇସାରେ
@@rajkumariranajit2054 ତାହେଲେ ତମେ ଇଂରେଜମାନଙ୍କ ପାଦଧୂଳି ନଉନ ଏଠି କାହିଁକି ଓଡ଼ିଶା ରେ ନିଜ ମାଟିର ବଦନାମ କରୁଛ
@@pramodapradhan9257Stadium na Modi Sarkar Rakhini, Gujarat Cricket Association Rakhichi.
Cricket Association Rakhichi.
😂😂😂 what a joke bro
ପ୍ରଥମେ OTV ର ନାମକରଣ କରାଯାଉ bjp t vକରାଯାଉ କାରଣ ବହୁତ ଦିନ ହେଲା
😒
Perfect
Right
😂
You are absolutely right
ଏ ସବୁ ଛୋଡ଼ି ପକେଇବେ ଯଦି ଦମ୍ ଅଛି English language କୁ ବାନ୍ କରି ଦେଖ 😂😂 ଦମ୍ ଅଛି ତ l BJP କେବଳ ନାମ ବଦଳାଇବା ରେ ହି ୫ ବର୍ଷ ବିତିଯିବ l
Perfect
Right
Are pagal na change haba bhanga habani
@@mobilephonesrepairbhubanes6447 ଆରେ ଅନ୍ଧଭକ୍ତ ନାମ ବଦଳେଇକି ଧର୍ମେନ୍ଦ୍ର ପ୍ରଧାନ University କରି ଦିଅ ଭଲ ହେବ 😆🤣 ଦମ୍ ଅଛି ଯଦି ଆଉ ଗୋଟେ ରେଭେନ୍ସା ଭଳିଆ University କର l କୁଆଡୁ କୁଆଡୁ ଚାଲି ଆସିଲେ ଛୋଡ଼ି ହେବାକୁ l କେମିତି Education ର ମାନ ବୃଦ୍ଧି ହେବ କଲେଜ school ରେ Guest Facultyରେ ଯୋଉ ପାଠ ପଢା ହେଉଛି ସେ ଦିଗରେ ଜଣେ କେହି ବି ତ ଢାମୁଆ ପ୍ରଧାନ କୁ Question କରୁନ 😆 ଶଳା ଅନ୍ଧଭକ୍ତ
@@mobilephonesrepairbhubanes6447 ତୁ ଶଳା ଅନ୍ଧଭକ୍ତ ପାଗଳ 😆🤣
ଧମେନ୍ଦ୍ରଙ୍କୁ ମୋର ଅନୁରୋଧ ସମୟ ଚାଲିଯାଉଛି ନାମ ଓ ରଂଗବଦଳାଇବାରେ ଥରଟେ ତୁମକୁ ଜିତାଇଥିବା ଭୋଟରଙ୍କକଥା ଚିନ୍ତାକଲେ ବହୂତଭଲ ହୁଅନ୍ତା।
ନାମ ପରିବର୍ତ୍ତନ କଲେ କି ପ୍ରକାର ଉନ୍ନତି ହେବ
@@AnilTravelTales You will get your self-esteem. Improvement is another issue.
ଦୟା କରି ନାମ ଓ ରଙ୍ଗ ପରିବର୍ତନ କରା ନଯାଉ.
Dinaasiba sabu bajilijiba abedekha aesarkara maa tho chuaku chadeidela Dina rati maa ku Raja rastare olahi dela ki jojona anila 😢😢 Abe Dina asichi luha gadeba 😢😢
Odisha chadi palare mari jibo j@@ramakhilar8020
ଅଲାଜୁକ ଧର୍ମେନ୍ଦ୍ର ପ୍ରଧାନ ଏବେ କେନ୍ଦ୍ର ରେ ଶିକ୍ଷା ମନ୍ତ୍ରୀ ଅଛନ୍ତି, ଆମ ରାଜ୍ୟର ଶିକ୍ଷା ଭିତ୍ତିଭୂମି ସୁଦୃଢ କରିବା ପାଇଁ କେତେଟା କେନ୍ଦ୍ରୀୟ ବିଦ୍ୟାଳୟ ଓ କେତେଟା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି ବିଜେପି ସରକାର ଖାଲି, ନାଁ ଓ ରଙ୍ଗ ପରିବର୍ତ୍ତନ କରିବା ରେ ବିଶ୍ବାସ କରେ କିନ୍ତୁ ବିକାଶ ରେ ନୂହେଁ
ମଧୁବାବୁ କିମ୍ବା ସୁବାଷ ବୋଷ ଙ୍କ ନା ରେ କରାଗଲେ ଭଲ ହେବ ।ଆମେ ଭାରତୀୟ ଆମର ବରପୁତ୍ର ହିଁ ଆମର ପରିଚୟ।
@@Bharatbarsham ନୂଆ କିଛି ନିର୍ମାଣ କରନ୍ତୁ ଆମ ମହାପୁଋଷ ମାନଙ୍କ ନାମ ରେ ନାମିତ କରନ୍ତୁ
ରେଳ ଦୁର୍ଘଟଣା ତ ବାରମ୍ବାର ହେଉଛି ରେଳ ମନ୍ତ୍ରୀ କୁ ବଦଳଉନା
ଯାହା ହେଉ ଗୋଟିଏ ବଢିଆ କହିଲେ ସେ ବଦଳି ଗଲେ ଟଙ୍କାର କଣ ହେବ
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଦେଓ ଙ୍କ ନାମରେ ନାମିତ କରାଯାଉ।
ଜାହା ନାମ ଅଛି ସେହି ନାମ ଥାଉ,🙏🙏🙏
ଓ ଟିଭି ଦଳୀୟ ରାଜନୀତି ନକରୁ, ରେଭେନ୍ସା ନାମ ପରିବର୍ତ୍ତନ ରୁ ବିରତ ରହୁ ।
ବ୍ରିଟିଶ ମାନଙ୍କୁ ଆକ୍ଷେପ କରି ସବୁ ପରିବର୍ତନ କରି ପାରିବା ନାହିଁ। ଯଦି ସେପରି ଚାହୁଁଛ ତାହା ହେଲେ ଆପଣ ପିନ୍ଧିଥିବା ପେଣ୍ଟ ସାର୍ଟ ବି ବଦଳାଇ ଧୋତି ପିନ୍ଧ। କାରଣ ପେଣ୍ଟ ସାର୍ଟ ପିନ୍ଧିବା ବି ବ୍ରିଟିଶ ମାନେ ଶିଖାଇଥିଲେ।
ବାଃ କି କଥାଟେ କହିଲମ,
@@d.s.3300 ତାହେଲେ ତାଙ୍କର ପାଦଧୂଳି ନଉନ କିଏ ମନା କରୁଛି
@@Bharatbarshampada dhuli neba payin neta manankara pilla uk padhiba payin palei jau chanti 😂 yethi gyana bantu cha
ଏ ବିତର୍କ ହେଉଛି ବିଜେପି ଦଳ ର ପ୍ରାୟୋଜିତ 👍🏾 ଏ ଜନ୍ମ ରେ କେହି ବି ନାମ ବଦଳାଇ ପାରିବେ ନାହିଁ
ମୁଣ୍ଡବିକା 😂😂😂
ହଁ ତାହେଲେ ଇଂରେଜ ମାନଙ୍କ ଦାସ ବୋଲି ସ୍ବୀକାର କରିନିଅ
Tu sala mg Kia be
Netaji university hele problem kichi nai
Kichhi asubidha nahi bhai . Kintu sardar balab bhai patel nka name change kan payin hele. .. se kn landan ru asithile na tanka des payin kichhi abadan kichhi nathila.. e sabu bjp ra plan mind daivet Kariba payin
Ravenshaw Is a brand ❤❤❤... Faltu discussion... needn't required name change if possible make a new central university in Angul....Mr Dharmendra don't try to divert the people from mainstream...
Good ନିହାତି ହେବା ଦରକାର ନାମ ପରିବର୍ତ୍ତନ
ପ୍ରଥମେ ଓଟିଭି ନାମ ବଦଳାଇ BJP TV karjau ତା ପରେ ରେଭେନ୍ସା ନା ବଦଳାଇବା
ଆଜିକାଲି ପିଲା ଜନ୍ମ ହେଉ ହେଉ ବାପା ମା ତାଙ୍କ ସହ ଇଂରାଜୀ ରେ କଥା ହୁଅନ୍ତି ଯାହା ଦ୍ଵାରା ପିଲା ଓଡ଼ିଆ ଭାଷା ଭୁଲି ଯାଉ ଛନ୍ତି। ଆଗ ନିଜ ଭାଷା କୁ ସମ୍ମାନ ଦିଅନ୍ତୁ, ପ୍ରଥମେ ଭାଷା ବଦଳାନ୍ତୁ ତା ପରେ ନାଁ ବଦଳେଇ ବା ଆବଶ୍ୟକ ହେବନି
neta manankara pilla uk re padhibe, neta manankara pilla cricket re chairman hebe aau janta kitti kitti kheli be. England aama upare atyachar karu thila taha hele London sahita sabu sampark kati deba katha india govt tarafaru
Osssc corruption heuchi seta ta debate karuna ei name change re vl time pass karucha😂😂
Sei bisayare kehi discuss koribeni
Na change heba darkar nahi
Na change hele kana asubidha heba
@@nandansahu3832kahinki change heba,,nahele kn asubidha heuchhi ?
@@roshann6835 Britishers ama India ku lutichhanti. Britishers 1880 ru 1920 bhitare 165 million Indians nku marichhanti, more then lakhs women's nku r@pe kariki marideichhanti. Au Thomas Edward Ravenshaw jane britisher. Jaun mane ama dasaku lutichhanti au ama purba purusankara nrusangsa bhabe hatya karichhanti, tanka name anusare ama college ki university ra name rahipariba nain. Kahinki change haba ra answer eita. Ebe kuhantu kahinki change nahaba.
@@ajdeepak0 ତୁମେ କିଛି ଇତିହାସ ନ ଜାଣି ମନ ଇଛା କୁହ ନାହିଁ ।ଓଡ଼ିଶା ରେ ନାରୀ ଶିକ୍ଷାର ବିକାଶ ତଥା ଓଡି଼ଆ ଭାଷାର ସୁରକ୍ଷା ଓ ଉନ୍ନତି ଦିଗରେ ରେଭେନ୍ସାଙ୍କର ଅବଦାନ ଅତୁଳନୀୟ ।ଯେଉଁଥିପାଇଁ ସେ ବ୍ୟାସକବିଙ୍କ ଦ୍ଵାରା ପ୍ରଶଂସନୀୟ ।
Thanks to madam
Really excellent presentation madam ji
ରେଭେନ୍ସା କିଏ ? ତାଙ୍କ ଘର କେଉଁଠି ? ତାଙ୍କ ଜନ୍ମ କେବେ ? ଓଡ଼ିଶା ପ୍ରତି ତାଙ୍କର ଅବଦାନ କ'ଣ ? ରେଭେନ୍ସା ନାମ ପାଇଁ ଏତେ ପାଗଳ କାହିଁକି ?
👍
ଯଦି ଜାଣି ନାହାନ୍ତି ତେବେ ଜାଣିବାକୁ ଚେଷ୍ଟା କରନ୍ତୁ l ତା ପରେ କମେଣ୍ଟ କଲେ ଭଲ ଲାଗିବ l
କେବଳ ରାଜନୀତି ଭାଇ କେଇ ନାଁ ବଦଳେଇକି ବା ବା ନେଇଯିବ ଏଠି ଗୋଡ଼ ଭିଡା ଭିଡି ,ନବୀନ ପଟ୍ଟନାୟକ କରିଥିଲେ ଲେଲିନି ମହାନ୍ତି କଣ ବିରୋଧ କରିଥାନ୍ତା ,କଂଗ୍ରେସ କରିଥିଲେ ସୁଦ୍ରସନ୍ ଦାସ କଣ ଏତେ ଭୋ ଭୋ ହୋଇ ଥାନ୍ତେ ।
@@ajitkumarpanigrahi6516ସାତ କାଣ୍ଡ ରାମାୟଣ ଶେଷ l ସୀତା ମାଇ କି ଅଣ୍ଡିରା ଜାଣି ହେଲାନି l
ତୁମେ ଜାଣିବାକୁ ଚେଷ୍ଟା କର@@ramaniroutray2262
Name change haba darkar nhi, quality education darkar au corruption ku rokiba darkar
It is historical. Let it remain. No politics pl.
Revenshawa university name should not be changed
ଅନିଲଭାଇ ଜିନ୍ଦାବାଦ 👍
OTV କି bjp କିଣି ଦେଇଛି ।
Sudarshan sir thank you so much bhala kahile joy
O TV କଣ?
ଓଡ଼ିଆ channel ନାଁ ଇଂରାଜୀ ରେ କାହିଁକି ହବ?
ଏହା ଓଡ଼ିଆ ଅସ୍ମିତା ପ୍ରତି ଅପମାନ
ତେଣୁ O TV ନାଁ ପରିବର୍ତନ କରା ଯାଉ ଆଗ
Very good sir you are right
Nama change karibaku ame kan vote dei pathai thilu ki.rajya unati pain chinta nahi e mantri & mla nkara unatikaribara nahi Khali name chenge karibaku lagichhanti
Revanshaw name change hoipariba nahin
@@roshann6835 ଇଂରେଜ ମାନଙ୍କ ଚାଟୁକାରିତା କରିବା ଭଲ ଲାଗୁଛି ତାହେଲେ ତମକୁ
Hebo ... norendra modi university hebo
bhaut badhia
ଧରଣୀଧର କଲେଜ କୁ DD କଲେଜ,କୃଷ୍ଣ ଚନ୍ଦ୍ର କଲେଜ କୁ mkcg କହିବା,ପୂର୍ଣ୍ଣଚନ୍ଦ୍ର କଲେଜକୁ mpc,ପ୍ରାଣନାଥ କଲେଜ କୁ PN, ବ୍ୟାସ ନଗର କୁ VN କହିଲା ବେଳକୁ ଅସ୍ମିତା ମନେ ପଡୁନି?
@@tarun-zl2vh ସେଇଟା ଦେଶୀ ନା ଲୋକଙ୍କ କହିବା ଉପରେ depend କରୁଛି କିନ୍ତୁ ରେଭେନ୍ସା କଣ ଦେଶୀ ଶବ୍ଦ କି ?
@@Bharatbarsham ଦେଶୀ ନାଁ ତ ଠିକ୍ କରି କହି ପାରୁନେ,ଯୋଉ ବିଦେଶୀ ଙ୍କ ନାଁ ବଦଳେଇବାକୁ ଇଚ୍ଛା,ଦେଶୀ ନାଁ କୁ ଇଂରାଜୀ କରିବା ଅଭ୍ୟାସ ଟା ବଦଳେଇବା ଆବଶ୍ୟକ ନୁହେଁ କି?
@@tarun-zl2vh ହଁ ସବୁ ଇଂରାଜୀ ଶବ୍ଦ ଓଡ଼ିଆ ରେ ବ୍ୟବହାର ହେବା ଦରକାର
ଅନୀଲ ଭାଇ ଜିନ୍ଦାବାଦ ।
BJP ତୁମେ ମାନେ ଗୋଟିଏ ଗୋଟିଏ ନୂଆ ନୂଆ college ଖୋଲି ତୁମ ନାମ ରଖିଦିଅ
I support Anil Bhai..❤❤❤
Ravenshaw ଯିଏ ଭି ଗଢି ଥିଲେ, ସେ ଯଣେ ମହତ ମହାପୁରୁସ ତାଙ୍କର ସ୍ମୃତି କୁ କଟା ନଯାଉ .
Emotion ସମସ୍ତଙ୍କର ଅଛି, ଯେଉଁ ମାନେ ରେଭେନ୍ସା ରେ ନ ପାଉଛନ୍ତି ସେମାନଙ୍କରବି ଶିକ୍ଷାସଂସ୍ଥା ପ୍ରତି ଆବେଗ ଅଛି, ନାଁ ବଦଳିଲେ ଆବେଗ କମିବ ନାହିଁ. ଆମ ଓଡିଶାରେ ବହୁତ ମହାନପୁରୁଷ ଥିଲେ ସେମାନଙ୍କ ନାମରେ ନାମ ରଖାଗଲେ କ୍ଷତି ନାହିଁ. ଇଂରେଜ କୋଳି କେତେ ଦିନ ଖାଇବା, ଆମେ ଉତ୍କଳୀୟ, ରେଭେନ୍ସା ଓଡିଶାର ଐତିହାସିକ କଟକ ସହରରେ ବୀର ଭୂମିର ମାଟି ବରପୁତ୍ରଙ୍କ ନାମରେ ହେଉ.
ଏକ ଘୁନ୍ୟ ବ୍ୟକ୍ତିର ନାମ ନୁସାରେ ନାମିତ ଅନୁଷ୍ଠାନର ନାମ ରହିବା ଅନୁଚିତ ! ଜୟ ଜଗନ୍ନାଥ🙏
Jaha achhi seya rahiba darkar
ଜମା ବିତର୍କ ର ପ୍ରାସଙ୍ଗିକତା ନାହିଁ
ସୁଦରସନ ବାବୁ ଯାହା କହୁଛତି ପୁରା ଅବତାର katha
ସବୁ ବିଦେଶୀ ନା ବଦଳିବl ଦରକାର... ଓଡିଶା ରେ ବୀର ଆଉ ତ୍ୟାଗ ରା ଅଭାବ ନାହିଁ କି ମାଟିର ମଣିଷ ଅଭାବ ନାହିଁ.... ସବୁ ଅନୁଷ୍ଠାନ ମାଟିର ସନ୍ତାନ ନାମ ରେ ହବ ଉଚିତ.... ମୋ ମାଟି ମୋ ଭାଷା ମୋ ବୀର ମନୀଷୀ ମହାନ ଆଉ ଅଗ୍ରପୂଜିତ
ଧର୍ମେନ୍ଦ୍ର ପ୍ରଧାନ ନାମ ରେ କରିଦିଅ...ଗୋଟେ ଧନ୍ଦା ଲଗେଇଛ..ଗୋଡେଇ ଗୋଡେଇ ବାଡେଇବା ଦରକାର..hostel ରେ ପାଣି ନାହିଁ..lecturer ନାହିଁ ସେକଥା ନାହିଁ..ଖାଲି ନା ବଦଳ ରଙ୍ଗ ବଦଳେଇବା...
ସେ ଶଳା ସେଇ ଆଶାରେ ହି ଏ କଥା କହିଛି l ତା ନାଁରେ କାଳେ କଲେଜ ଟା ହେଇ ଯିବକି l
@@sujitrout4560 ଆଉ କଣ ରେଭେନ୍ସା କଣ ତମର ଜଣେ ସମ୍ପର୍କୀୟ ଥିଲେ କି ତାଙ୍କୁ ଏତେ ପ୍ରେମ କାହିଁକି
ଏଇ ସୁଦର୍ଶନ ଦାସ ପରି ଇଂରେଜ ସାହେବର ପଦ ଲେହନ କାରୀଙ୍କ ଓଡ଼ିଆତ୍ୱରେ ପ୍ରଶ୍ନବାଚୀ ଲାଗିଯାଉଛି।
Ethi prabala gandogola haba... Ravenshaw my emotions....i love Ravenshaw
ସୁଦର୍ଶନ ବାବୁ ଯେଉଁ ନବୀନ ପୁରୀ ମନ୍ଦିର ନାଁରେ ମଠ ଧର୍ମଶାଳା ଭାଙ୍ଗି ପରିବର୍ତନ କଲା ଓଡ଼ିଆର ଜଣେ ମହାନ କବି ଙ୍କ ନାମରେ ଥିବା ମାର୍ଗର ନାମ ପରିବର୍ତନ କଲା ସେତେବେଳେ ଇମୋସନ ନଥିଲା କାହଁକି ମୁହଁ ଖୋଲୁ ନଥିଲା ଏବେ ଭାରି ତତ୍ପର ଜଣେ ଇଂରେଜ ପାଇଁ ଖାଲି ଇମୋସନ ଉଛୁଳି ପଡୁଛି
ନାମ ପରିବର୍ତ୍ତନ କଲେ ଆନ୍ଦୋଳନ ଜୋରଦାର ହେବ
Founded in 1868, began as a small school and was elevated to a full-fledged first-grade college in 1876. It was originally known as Cuttack College, but later renamed in honor of T.E. Ravenshaw, a British official. While we acknowledge the contributions made during that era, we cannot ignore the painful history associated with British rule. Our country, especially Odisha, has faced immense suffering at the hands of the British. Countless Indians were killed, our resources looted, and our dignity compromised.
One such hero of Odisha is Baji Rout, the youngest martyr who sacrificed his life at the hands of British forces. His courage, along with that of many other freedom fighters and kings from Odisha, is etched in our history. Despite this rich legacy, there are still voices opposing the renaming of the institution, which bears the name of a British officer.
This raises an important question: why should a college in Odisha, a land full of brave warriors and freedom fighters, carry the name of someone linked to a period of oppression? Isn’t it time we honor our own heroes, those who fought for our freedom, by renaming such significant institutions after them? Let’s reflect on this and ensure that our institutions bear names that inspire pride and respect for our own heritage...
@@ajdeepak0Thanks for your valuable suggestion...
ପ୍ରଥମ ତ ତୁମେ ସେଇ ଅତ୍ୟାଚାରୀ ବ୍ରିଟିଶ ମାନଙ୍କ ଭାଷାରେ ହି ଲେଖୁଛ l ବ୍ରିଟିଶ ମାନେ ଆସିବା ପୂର୍ବରୁ ସାଧାରଣ ଲୋକମାନେ ରାଜା ଜମିଦାର ମାନଙ୍କ ଦ୍ୱାରା ଶୋଷିତ ହେଉ ନଥିଲେ କି? ସବୁ ଧନ ସମ୍ପତ୍ତି ତ ରାଜା ଜମିଦାର ଆଉ ମନ୍ଦିର ମାନଙ୍କରେ ହି ରହୁଥିଲା l ସେତେବେଳେ ଓଡିଶା ବୋଲି ରାଜ୍ୟ କିଛି ନ ଥିଲା l ଏହି ଅଂଚଳଟି ଅତି ଅବହେଳିତ ଥିଲା l ନ ରାସ୍ତା ଥିଲା ନl ଘାଟ ଥିଲା l ଶିକ୍ଷା ସ୍ୱାସ୍ଥ୍ୟ ତ ଦୂରର କଥା l କଲିକତାରେ ବଙ୍ଗାଳି ମାନେ ହି ଏଠି ସବୁ local କର୍ମଚାରୀ ଥିଲେ l ସେମାନେ ଓଡ଼ିଆଙ୍କୁ ମଣିଷ ଭାବୁନଥିଲେ l ତେଣୁ ସବୁ ଭୂଲ ମିଛ ରିପୋର୍ଟ ବ୍ରିଟିଶ ଅଧିକାରୀ ମାନଙ୍କୁ ଦଉଥିଲେ l ତେଣୁ ନଙ୍କ ଦୁର୍ଭିକ୍ଷ ପାଇଁ ସେ ହି କେବଳ ଦାୟୀ ନୁହନ୍ତି l ଅନ୍ୟ ଖଳ ସ୍ୱଭାବ britush ଅଫିସର ମାନଙ୍କର ବି ବହୁତ ହାତ ଥିଲା revenshaw ଙ୍କୁ ବଦନାମ କରିବାରେ l ତ ଛଡା ରେଭେନ୍ଶା ଓଡିଶାକୁ ଆସିଲା ବେଳକୁ already ମରୁଡି ଷ୍ଟାର୍ଟ ହେଇ ଯାଇ ଥିଲା l ବର୍ଷା ବନ୍ୟା ଯୋଗୁ ଓଡିଶା mainland ରୁ ବିଛିନ୍ନ ପ୍ରାୟ l ଯେତିକି ଚାଉଳ ଆସୁଥିଲା ରାସ୍ତାରେ ହି ଭୋକିଲା ଲୋକମାନେ ମାଡି ବସୁଥିଲେ l ଆମେ କହିଦେବା ସହଜ l ଯୋଉଠି ଆଜିବି modern days ରେ ଗରିବଟେ ତ ହକ ପାଇପାରୁନି, ସେତେବେଳେ ରାସ୍ତାଘାଟ, machinaries ଆଉ ଟେକ୍ନୋଲୋଜି ବିନା ଏତେ ବଡ challenge failure ହେବାର ସମ୍ଭାବନା ବେଶୀ ଥିଲା l
ଆମେ ଯୋଉ ଓଡ଼ିଆ ବୋଲି ଏବେ ଗର୍ବ କରୁଛେ ସେଟା କଣ ଆଧୁନିକ ଶିକ୍ଷା ବିନା ସମ୍ଭବ ହେଇ ଥାନ୍ତା କି? ସେଇ ଶିକ୍ଷାର ମୂଳଦୁଆ ତ ସେଇ ଲୋକଟି ହି ପକେଇଲେ ନl l 1867 ରେ ଓଡିଶା କିଏ ନା school college କିଏ l ସେ ସମୟରେ ସେ school college ଆରମ୍ଭ ନା କରି ଥିଲେ ନା ଓଡ଼ିଆ ମାନେ ଶିକ୍ଷିତ ହେଇ ଥାନ୍ତେ, ନା ନିଜ ଅଧିକାର ମାଗି ପାରିଥାନ୍ତେ, ନା ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ହେଇ ପାରି ଥାନ୍ତା l ଏବେ ବି ଆମେ ସେଇ ବଙ୍ଗାଳୀଙ୍କ ଦାସ ହେଇ ଥାନ୍ତେ l ଓଡ଼ିଶାର ନିଜସ୍ୱ ଲିପି ଭି ସ୍ୱୀକୃତି ପାଇ ନ ଥାନ୍ତା l ଅସ୍ମିତା କଥା ପଚାରେ କିଏ l ତେଣୁ Revenshaw ଙ୍କ contribution କୁ ସମ୍ମାନ ଜଣେଇ ଯଦି ଗୋଟେ college ଏତେ ବର୍ଷ ରହିଲାଣି ତେବେ ଏବେ ତାର ନାଁ change କଣ darkar?
Tume thik kahichha.... Revenshaw kahile college ku bujhae but T. E. REVENSHAW kahile se ananda au garba manare ase nahi.... Na badalile anustaana badalibani hele se garba au gauba badhijiba odia au matira naa pai...
@@ramaniroutray2262 All the juktakhyars are not available to write in odia that's why I'm waiting in English and which is wrong, but it's better than to mix Odia and English.
Before the British arrived, some kings of Odisha were responsible for the downfall of the people, though not all kings were the same. I'm not suggesting that we should rename Ravenshaw College after these kings.
Secondly, there’s this misconception that Bengalis have always ruled us, which is absolutely false. It's also wrong to think that without modern education, we wouldn't be proud as Odisha. This modern education system has failed to teach us about character building and the values of our heritage. Your comment seems to suggest that what the British did to us was somehow beneficial just because it gave us educational institutions like colleges. But let’s not forget the immense sacrifice made by our freedom fighters. Brave souls like Baji Rout, Utkalmani Gopabandhu Das, Chakhi Khuntia, and countless others, alongside great national leaders like Bhagat Singh, Mangal Pandey, Chandra shekhar Azad, Ashfaqulla Khan, Bipin Chandra Pal, Vinayak Damodar Savarkar, Subhas Chandra Bose and countless others fought for our freedom. Their sacrifices should never be overlooked or trivialized in the name of British 'contributions.'
Shame on you for undermining their struggles and implying that the British oppression had a silver lining.
Lastly, it’s time to change the name of Ravenshaw College and honor our brave souls by renaming it after one of them. This would be a fitting tribute to the heroes who gave everything for our freedom.
Absolutely right brother ❤
ସୂର୍ଯ୍ୟ ଘୁରୁଛି ପୃଥିବୀ ସ୍ତିର କିଏ ପରିବର୍ତ୍ତନ କଳା?ମହାନଦୀ ମଧ୍ୟ ପ୍ରଦେଶ ର ଅମର କଣ୍ଟକ ପର୍ବରୁ ବାହାରିଛି ବାପା ଜେଜେବାପା ଆମେ ପଢୁଥିଲେ ଏବେ କିଏ ବଦଳିଲା ଆରେ ମୁଢ଼ ମତୀ ଏବେବି ସମୟ ଅଛି ଧର୍ମେନ୍ଦ୍ର କୁ ବିରୋଧ କର କିନ୍ତୁ ତର ଅସ୍ମିତକୁ ସ୍ଵୀକାର କର !!!!
Correct sir
1st quality change, then name change.
We should go ahead to taking present time
ଆଗକୁ ଵିବାହିତ ମହିଳା ମାନେ ଏକ୍ସଚଞ ହେଲେ ଭଲ ହେବ । ସରକାର ନିଷ୍ପତ୍ତି ନେଉଛନ୍ତି
😂😂😂
Rail line kana British ru tanka aau labar asi Bharat re basai thile . Bhart ru lut karuthiba Dhana ru
aau bharatiya labar manaku nai basaithila Tara subidha Pai ,Bharatiya manaka Subhidha Pai rail line Ani na nathile. Bharat ru dhana Sampada luti ba Pai Bharat re basaithile.
ଆଗରୁ ଅହମଦାବାଦ କ୍ରିକେଟ stadiom ଥିଲା , ମୋଦି ଆସିବାପରେ ହେଇଗଲା ନରେନ୍ଦ୍ର ମୋଦି stadiom, ଏ ସରକାର କେବଳ ନାମ ବଦଳ ଓ ରଙ୍ଗ ବଦଳ ପାଇଁ ଆସିଛି ।
ପୁରା ଠିକ୍ କହିଲେ
Bodhiya
ନୂତନ କରିବାର ଯାହାର ଜ୍ଞାନ ନାହିଁ ସେହି ଲୋକ ଏଭୋଳି କଳା ରଙ୍ଗ ଉପରେ ଧଳା ରଙ୍ଗ ମାରିବା କାମ କରନ୍ତି ଭାରତ ର ସମ୍ପତ୍ତି କୁ ସୁରଖ୍ୟା ଦେବାରେ ଏହିସରକରଙ୍କ ଦମ୍ ନାହିଁ ଏଣୁ ପ୍ରାଇଭେଟ୍ ଲୋକଙ୍କୁ ଏହି ସମ୍ପତ୍ତି ଟେକି ଦେଉଛନ୍ତି
ରେଭେନ୍ସା ନାଁ ରେ ନିଜର ଆତ୍ମବଡିମା ପ୍ରଦର୍ଶନ, ତାହେଲେ ଓଡ଼ିଆ ବୋଲି କାହିଁକି କହୁଛ , ରେଭେନ୍ସିଏଟ ବୋଲି ପରିଚୟ ଦିଅ, ରେଭେନ୍ସା ନାଁ ବଦଲେଇଲେ ଏମାନେ ହଜି ଯିବେ ବୋଲି ଭୟ କରୁଛନ୍ତି, ଷ୍ଟୁଆର୍ଟ କଲେଜ ର ନାମ ନେତାଜୀ ସୁବାଷ ମହାବିଦ୍ୟାଳୟ ରଖାଯାଇ ପାରିଲେ, ରେଭେନ୍ସା ନାଁ ବଦଲେଇ ବାଇମୁଣ୍ଡି ମହାବିଦ୍ୟାଳୟ କାହିଁକି ହେଇ ପାରିବ ନାହିଁ କାରଣ ଏମାନେ ବାଇମୁଣ୍ଡି କୁ ନିଜ ନାଁରେ ଯୋଡିବାକୁ ଘୃଣା କରନ୍ତି 🧐🧐😎😎
ନାମ ପରିବର୍ତ୍ତନ କରିବା ଉଚିତ୍।
Yes❤
ନାମ ପରିବର୍ତ୍ତନ ଉଚିତ ନୁହେଁ; ତୁମ ଚିନ୍ତାଧାରା ର ପରିବର୍ତ୍ତନ ହେବା ଉଚିତ୍ ।
@@roshann6835r8
ଲଣ୍ଡନ ପଳା😂😂😂 @@roshann6835
@@roshann6835perfect reply
Etr barsa ra college sethi jie padhichhi tata swapna puran heichhi
Noo
ବାଳ ଏ ବିଷୟରେ ବିତର୍କ ଅର୍ଥ ଏୟାରପୋର୍ଟ ରୁ ଧରା ହୋଇଥିବା ସୁନା କୁ ବୁଲାଇବା ପାଈ ଏ ଯାତ୍ରା ହଉଛି 😢😢😢😢
ଭଲ ହେବ
New college open kariki Dharmendra University kara .but sehi college name kn pai change heba ?
ରେଭେନ୍ସା ର ନାମ ପରିବର୍ତ୍ତନ ଯୁକ୍ତିଯୁକ୍ତ କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ ର ନାମ ପରିବର୍ତ୍ତନ କରି ନରେନ୍ଦ୍ର ମୋଦୀ ଷ୍ଟାଡିୟମ କରିବା ପଛରେ କାରଣ କଣ ?
@@deardevesh0416 ଆଉ ନବୀନ pregnent ମାଇକିନା କଣ ତାର ଛାପ ଛାଡ଼ିନଥିଲା କି
The persons participating in the debate must give their qualification to ascertain as to whether they deserve to take part in debate or not.
We are not shameful when we are using
Foreign(Language,Investment,Technology,Research, Science and Technology,Medical Tourism,Tourism,Movies,Aboroad study, Job,Sports n Games, Lifestyles), English medium School and college etc etc.....
But today we are shameful for using only one name which is given by our great ancestors... Its shows our treacherous to our proud n pride builder of Odia n Odisha....
Question here is not if he was a foreigner, but that he was responsible for the starvation death of 1million in the very area where the institution is there in his name.
Name change nahi hoga,
ଏ ମାଗିହା ଵିଯେପି ବାଲା ପେଳ କୁ ପିଆଜ କହିଲେ ଓଡିଶା ଵାସୀ ମାନିବେ ନାହିଁ
I request to government of odissa.fastly change the nameof utkala university.and keep the name of odisha University 😊Atleast
Not nessary tochange thename of collage
Tku. Anil. Vai
To bopa na change Kari modi rakhile bhala huanta
ଠିକ୍ କଥା କହିଛନ୍ତି କଣ ପାଇଁ ରେଭେନ୍ସା ନାମକୁ ଵଦଳାଇଵେ ତାହା ଠିକ ନୁହେଁ,, ଇଂରେଜ ଅକ୍ଷର କୁ ସମସ୍ତେ ପଢୁଛ ଓ ରେଳ ବିଭାଗ ଇଂରେଜ ରୁ ଆସିଅଛି,, ତେଣୁ ରେଭେନ୍ସା ଓଡ଼ିଆ ଜାତିର ଟେକ
ଆରେ ଇଂରେଜ ମାନଙ୍କ ନା ରଖିବା ଦରକାର ନୁହ
ରାଜନୀତି କରନାହିଁ ଇଂରେଜ ମାନଙ୍କ ର ପଛ ଚାଟୁଥିବା ବ୍ୟକ୍ତି ହିଁ ନା ବଦଳାଇବାକୁ ମନା କରିବା
ଇଂରେଜ ମାନେ ଦେଶ କୁ ଲୁଟିଥିଲେ. ଏବେ କୋଉ ପୋଲିଟିକାଲ ଦଳ ଦେଶକୁ ସବୁ ଢାଳି ଦେଉଛନ୍ତି.
ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ଼ ନିଶ୍ଚିତଭାବେ ହେବା ଉଚିତ୍। କାରଣ ଓଡିଶାରେ ମରୁଡି ହୋଇଥିଲା ତା ଦ୍ଵାର ଦୁର୍ଭିକ୍ଷ ହୋଇଥୁଲା 😢😮 ଓଡ଼ିଶାରେ ମରୁଡି ହୋଇଥୁଲା
Arebhai.namarekan.asubidhaheuchhi.joumane.engrege.sahita.lodhaikari.mrutyubarankaichhanti.Tankanamare.Nua.Anusthankhulantu.sesina.bahaduri❤❤❤🎉🎉🎉
English language ku uthai deiparibe ki
ଯେଉଁ ମାନେ ଓଡ଼ିଆକହୁକହୁ ଇଂଲିଶ ଶବ୍ଦ . ପ୍ରୟୋଗ କରିଥାନ୍ତି ସେମାନେ ରେଭେନ୍ସା ଙ୍କ ବିଷୟରେ କିଛି ଜାଣିବା ଆବଶ୍ୟକ
Asmita ku bjp vote ର ଧନୁ ସର କରି ବର୍ତ୍ତମାନ ପନଜାବୀ ଶାସନ
କଲେଜ ସ୍ଥାନାନ୍ତରିତ ହୋଇଯାଉ ନାହିଁ ନାମ ବଦଳିଲେ କଣ ଅଛି। ରେଭେନ୍ସା ରେ ପଢିବା ଲୋକ କେବଳ ବଡଲୋକ ହୋଇଛନ୍ତି ଅନ୍ୟ କଲେଜ ରେ ପଢିବା ଲୋକ ବଡଲୋକ ହୋଇନାହାନ୍ତି ଦେଶବିଦେସରେ ନାହାନ୍ତି ଗାଁରେ ବସି ଘାସ କାଟୁଛନ୍ତି ? ନାମ ପରିବର୍ତ୍ତନ ହେଉ କଳଙ୍କ ହିନ ନିମ ସୁନାମ ଥିବା ନାମ ସୁଭାଶଚନ୍ଦ୍ର ବୋଷଙ୍କ ନାମରେ ନାମିତ କରାଯାଉ କରାଯାଉ । 2. ଟ୍ରେନ ଲାଇନ ଉଠାଇବା କହିଲେ ଭାଇ କଲେଜ ଉଠାଇବା କଥା ପଡିନାହିଁ । ଷ୍ଟେସନର ନାମ ପରିର୍ବତ୍ତନ କରାଯାଇଛି । ବ୍ରିଟିଶ ଯାହା ସବୁ ଲୁଟି ନେଇଛି ଭୁଲି ଯାଉଛକି? ଏତେ ଲୁଟି ନେଲେ ମଧ୍ୟ ଆମ ଓଡିଶା ର ନା ଭାରତର କେଉଁ ଲୋକ ନାଁ ରେ ସେଠାରେ ନା ଅନୁଷ୍ଠାନ ନା ରାସ୍ତା ଟିଏ ଅଛି? ରାଜନେତା ଙ୍କ ଭଳି ପାଟି କରୁଛ ଭାଇ ।
Sudarshan Das zindabad. ଇତିହାସ ସାଙ୍ଗରେ ଛେଡଖାନି କରିବା ପାଇଁ କିଏ ଅଧିକାର ଦେଲା।
History re Britisher ama India ru bahut kichhi lutineichhanti taku fereianiba katha or nuhan ?
ଯଦି ମୁଗଲ୍ ଗାର୍ଡେନ କୁ ଅମୃତ ଉଦ୍ୟାନ କରାଗଲା, ଯଦି ଆହ୍ଲାବାଦ କୁ ପ୍ରୟାଗରାଜ କରାଗଲା, ଯଦି ଭିକ୍ଟୋରିଆ ଟର୍ମିନସ କୁ ଛତ୍ରପତି ଶିବାଜୀ ମହାରାଜ ଟର୍ମୀନସ କରାଗଲା ତାହେଲେ ଗୋଟିଏ university କୁ କାହିଁକି ନୁହଁ ।
@@ajdeepak0ନାମ ପରିବର୍ତନ ନ କରି ଜିନିଷ ଫେରାଇ ଆଣିବାକୁ ଚେଷ୍ଟା କଲେ ଆମର ଅସ୍ମିତା ବେଶୀ ବଢିବ ବୋଲି ମୋର ଆଶା l
@@BharatbarshamUNIVERSITY kn gote khela ghara , tama mana ichha name change kariba !
@@roshann6835 Hau kana Kariba jaha janata chahibe seia heba
Not necessary to change name. Rather quality of education should be changed. Can it be a central university?
Name changing drama should be stopped to bring decency in politics.The main purpose is to get some enjoyment and divide the people on a silly topic. Asmita concept came to forefront in last general election. Asmita discussion should be stopped when election is over. A K P C Swain Bhubaneswar.
ଏ ରେଭେନ୍ସା କୁ ଚେଞ୍ଜ କରି ବା ଠିକ୍ ନୁହେଁ ଯେଉଁ ମାନେ ଚ୍ଞ୍ଜ୍ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଆଗରୁ କୁଆଡେ ଯାଇଥିଲେ ଏବେ ମନେ ପଡ଼ିଲା ସବୁ ରାଜନୀତି
ଜନମଞ୍ଚ ସ୍ଵାଗତ ଯୋଗ୍ୟ ।ଆଉ କଥା ହେଲା ଯେଉଁ ମାନେ ଗତକାଲି ଅଭାବ ର କଥା ଜାଣିଛନ୍ତି ସେମାନେ ସମ୍ମାନ ର କଥା ଜାଣି ଛନ୍ତି।ଆଉ ଆଜିକାଲି ମୋବାଇଲ ଟିଏ ଧରି ଦେଲେ ମୋ ଠାରୁ କିଏ ବଡ଼ ନାହିଁ । ଦେଖୁଥିବେ ଅନେକ ଶିକ୍ଷିତ ଲୋକମାନେ ବିଭିନ୍ନ ଖବର ପ୍ରସାରଣ କଲାପରେ କେତେ ଖରାପ, ଅଶ୍ଳୀଳ କମେଣ୍ଟ ଗୁଡ଼ାକ ସବୁବେଳେ ଦିଅନ୍ତି। ସେମାନଙ୍କ ପାଇଁ ସମାଜକୁ ଖରାପ ବାର୍ତ୍ତା ପହଞ୍ଚେ ।କାହିଁ ସେମିତି ହେଉଛରେ ଭାଇ ମାନେ ଟିକେ ସୁଧୁରି ଯାଆ।
ଯଦି ଅନୁଷ୍ଠାନ ଦେଖାଯାଏ ତେବେ ନାମ ପରିବର୍ତ୍ତନ ରେ ଅନୁଷ୍ଠାନ ବଦଳୁ ନାହଁ। ନାମକୁ ନେଇ ଗର୍ବ କରିବା ଉଚିତ ନୁହେଁ
Gopabandhu nka namare namita heu🙏🏻
Ravenshaw name change hoipariba nahin
@@roshann6835I think Ravenshaw is your grand parents
@@ajdeepak0 I think murkha andhabhakta is your parents
@@ajdeepak0 tumara jadi sikhyita emiti faltu katha kahi nathanta,,,Im a Ravenshawvian...mind it
Se kiye Ta thu bhalo mayurbhanj raja namore heu😅
ଇଂଗ୍ରେଜ୍ ମାନଙ୍କପାଇଁ ପଠାଣଠାରୁ ମୁକ୍ତ ହେଲୁ ଇଂଗ୍ରେଜ ପାଇଁ କେଛତ୍ର ବାପି ରାଜାମାନଙ୍କର ଶାସନରୁ ମୁକ୍ତି ପାଇଲୁ ଯିଏ ଚ଼ାରୁଁଛି ନାଁ ପରିବର୍ତ୍ତନ ପାଇଁ ସିଏ ମା ଓମାଇପା ଭଉଣିମାନଙ୍କୁ ରାଜା ସାମନ୍ତ ଜମିଦାର ମାନଙ୍କୁ ଦେବେ କି ଯଦି ଦେବେ ତାହେଲେ ନାଁ ପରିବର୍ତ୍ତନ କର
ହିଂସା ଯୋଗୁଁ ଏ ନାଟକ
Ete kahuchhanti kintu rajyapalanku ama rajya ru tdideleni
Correction ଏଇଟା ଇଂରାଜୀ ଭାଷା ତୋ ଇଂରେଜମାନଙ୍କୁ ଠୁ ଆମ ପୂର୍ବ ପୁରୁଷ ବହୁତ ଅତ୍ୟାଚାରୀତ ହୋଇ ଥିଲେ। ତାହେଲେ ସଂପୂର୍ଣ୍ଣ ଭାବେ ଇଂରାଜୀ ଭାଷା ଉଠାଯାଉ ଏବଂ ଯିଏ ଇଂରାଜୀ ଭାଷା କହିବ ତାଙ୍କ ଠୁ ଜରିମାନା ଆଦାୟ କରାଯାଉ । ନାଁ ପରିବର୍ତ୍ତନ ନାଁ ଗୋଟିଏ ଫାର୍ସ ଚଲେଇଛ ।
ରେଭେନ୍ସା ବିଶ୍ବବିଦ୍ୟାଳୟ ଓଡ଼ିଶା ଶି କ୍ଷା କ୍ଷେତ୍ରରେ ଏକ ମାଇଲ୍ ଖୁଣ୍ଟ,ଏହାକୁ କିଏ ଅସ୍ବୀକାର କରୁଛି? ଏହି କଲେଜ ମୂଳ କଟକ କଲେଜ ନାମରେ ଥିଲେ ବୋଧେ ଏଥିରୁ ଓଡିଶାର ପ୍ରତିଭା ସୃଷ୍ଠି ହୋଇ ନଥାନ୍ତେ,କେବଳ ରେଭେନ୍ସାଙ୍କ ନାମ ଯୋଗୁଁ ଏହା ସମ୍ଭବ ହେଲା।
Change must
ରେଭେନ୍ସାର ନାମକୁ ନେଇ ସଂକୀର୍ଣ ରଜ ନୀତି ବନ୍ଦ ହେଉ। କାରଣ ଜଣେ ଲୋକ ସବୁ ଭଲକାମ ବା ସବୁ ଖରାପ କାମ କରି ନ ଥାନ୍ତି । ଯଦି ଆମେ କହିବା ମହାତ୍ମାଗାନ୍ଧୀ ସୁବାସବୋଷଙ୍କ ଚିନ୍ତାଧାରାକୁ ନ ବୁଝି ଲକ୍ଷ ଲକ୍ଷ ଭାରତୀୟଙ୍କୁ ଦିତୀୟ ବିଶ୍ୱ ଯୁଦ୍ଧକୁ ମରିବାକୁ ପଠାଇଥିଲେ । ତେଣୁ ଆମେ ତାଙ୍କୁ ଜାତିର ପିତା କହିବା ନାହିଁ । ଏମିତି ଅସ୍ମିତା କୁ ମୁଣ୍ଡରେ ପୁରାଇ ସଂସ୍କୃତିକୁ ନାମମୟ କରିବା ସାର ହେବ। ବା ଏମିତି ହେବ -ମୋହନବାବୁ ମୋହନପୁର କରିବେ ପୁଣି ନବୀନବାବୁ ନବୀନ ପୁର ମୋକିମବାବୁ ମୋକିମପୁର କରିବେ।