Know Who Is Thomas Edward Ravenshaw Under Whom Cuttack's Ravenshaw University is Founded

Поділитися
Вставка
  • Опубліковано 7 лис 2024

КОМЕНТАРІ • 486

  • @pradeepojha8909
    @pradeepojha8909 2 місяці тому +18

    ଧନ୍ଯବାଦ OTV ଏପରି ଏକ ସୁନ୍ଦର ଓ ମହତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ 👍🙏

  • @jitendrahembram7267
    @jitendrahembram7267 2 місяці тому +57

    Ravenshaw...ek brand. never change its college name...

  • @pratiharpradhan1305
    @pratiharpradhan1305 2 місяці тому +118

    ଧର୍ମେନ୍ଦ୍ର ବାବୁ ତାଙ୍କ ବାପା ଦେବେନ୍ଦ୍ର ଙ୍କ ନାଁ ପ୍ରଥମେ ବଦଳାଇ ଦିଅନ୍ତୁ

    • @frndzfundaza8365
      @frndzfundaza8365 2 місяці тому +16

      Revenshaw kn Tama bapa nama

    • @khatuasambit1832
      @khatuasambit1832 2 місяці тому

      Tu british kukura

    • @subratkumarbehera9461
      @subratkumarbehera9461 2 місяці тому

      ​@@frndzfundaza8365ତୁ ଶଳା ଅନ୍ଧ ଭକ୍ତ ବୋଧେ

    • @AshishKumar-sz7gj
      @AshishKumar-sz7gj 2 місяці тому +7

      Mate laguchi yanka bapa na badhe mountbetten 😂😂😂😂sthipain na change kale yanku badhuchi

    • @bkeventsfeelthethrill7760
      @bkeventsfeelthethrill7760 2 місяці тому +4

      ତୁମ ବାପା ତା ହେଲେ କଣ ଇଂରେଜ ଥିଲା?

  • @chinmayagamingff5656
    @chinmayagamingff5656 2 місяці тому +26

    Ravenshaw is an emotion of odisha ❤

    • @biswajitbehera8416
      @biswajitbehera8416 2 місяці тому

      Colonial mindset 😂😂😂😂

    • @nry1393
      @nry1393 2 місяці тому +4

      ​@@biswajitbehera8416at least there is college n University..... dharmendra Pradhan 2 thar education minister good for nothing ask him to create brand university....he is jealous of Revensaw university...... BJP kichi karibo nahi..... just doing bakwas

    • @chinmayagamingff5656
      @chinmayagamingff5656 2 місяці тому +2

      @@biswajitbehera8416 Andhbhakt 🤡

    • @swastikthakur8399
      @swastikthakur8399 2 місяці тому

      ​@@chinmayagamingff5656bhai andhbhakt ka matlab batana ek baar....kisi ke political ideology ka majak banana hai to ham bhi bol sakte hain....any logical argument why ravenshaw's name was given ??

  • @SandeepKumar-c7m1o
    @SandeepKumar-c7m1o 2 місяці тому +156

    ତମେ ଖାଲି ନାମ ପରିବର୍ତ୍ତନ ଆଉ ରଂଗ ପରିବର୍ତ୍ତନ କର

    • @sayedakanizfatma380
      @sayedakanizfatma380 2 місяці тому +2

      janta ko yethi re byatha kari dele dei thiba katha utha yibe nahi 😂

    • @manojjena2579
      @manojjena2579 2 місяці тому +4

      ଆଉ ବାଳ କଣ ଜାଣିଛନ୍ତି କି

    • @SaileshDehuri
      @SaileshDehuri 2 місяці тому +5

      Bala Revensa. Biju Pattnayk nam Rakha Jau❤❤❤

    • @preetibehera2999
      @preetibehera2999 2 місяці тому

      Kama jana nahi emanku sethi pain

    • @statusworld-ru4cy
      @statusworld-ru4cy 2 місяці тому

      ଆଉ ତମେ ଖାଲି ନିଜ ବାପା କୁ ଛାଡ଼ି ଅନ୍ୟକୁ ବାପା ଡାକ

  • @Spysince95
    @Spysince95 2 місяці тому +40

    ତୁ ମନେ ଭାବିଛୁ ତୋଷାମଦ କରି ବଢାଇବୁ ଜାତି ମାନ,
    ତୋଷାମଦିଆର କୁକୁର ପ୍ରକୃତି ଅଇଁଠା ପତରେ ଧ୍ୟାନ।

  • @mahaveeranchalikakalaniket2940
    @mahaveeranchalikakalaniket2940 2 місяці тому +30

    ରେଭେନ୍ସା ନାମ ପରିବର୍ତ୍ତନ କରିବା କଥା ବଦଳରେ ୩୦୦ ୟୁନିଟ ବିଜୁଳି ଆଉ ରତ୍ନ ଭଣ୍ଡାର ସୁନା ଜବତ ବିଷୟ ଟିକେ କୁହ ଧର୍ମେନ୍ଦ୍ର ସାର୍

  • @mahaprasad7151
    @mahaprasad7151 2 місяці тому +73

    ହବ ଯଦି ଆଉ ଗୋଟେ ravenshaw କରିକି ଦେଖାଓ 😂😂

  • @Rohini-point
    @Rohini-point Місяць тому +1

    Revenshwa university subject re bibhu samantaray channel re se bahut bhala se describe karichhanti.. very informative video se banauchhanti... with no partiality

  • @shashankajana5475
    @shashankajana5475 2 місяці тому +14

    ଧର୍ମେନ୍ଦ୍ର ରଖ ଷ୍ଟାଡିଅମ ନରେନ୍ଦ୍ର ମୋଦି କରିଦେଲାଣି ଆଉ କଣ ଅଛି, ବିଜେପି ସବୁ ଖାଇ ଦବ

    • @mesmerizeart663
      @mesmerizeart663 2 місяці тому +2

      ବିଜୁ ପଟ୍ଟନାୟକ କଣ ବାଣ୍ଡ ଟେକି ଧରିଥିଲା ତା ନାରେ ଓଡିଶା ଯାକ ସବୁ ଯାଗା ନାଁ ହେଇଚି, ସବୁ ଯାଗାରେ ଗୋଟେ ଗୋଟେ ମୁର୍ତ୍ତି ପୁଣି ଆଙ୍ଗୁଳି ଦେଖେଇ କହୁଚି ଏଇଟା ମୋର ଭଳିଆ, ଏମିତିକି ବି ବଙ୍ଗୋପସାଗର କୁ ବି ଆଙ୍ଗୁଳି ଦେଖେଇ ଦେଇଚି ଚନ୍ଦ୍ର ଭାଗାରେ, ବିଜୁ ଓଡିଶା ପାଇଁ ଯେତିକି କରିଛି ମୋଦି ଗୁଜୁରାଟ ପାଇଁ ତାର ୧୦୦ ଗୁଣାରୁ ଅଧିକ କାମ କରିଚି ଗୋଟେ ଝାଟିଆ ବିଜୁର ଯଦି ଏତିକି କରି ଏତେ ମୁର୍ତ୍ତି, ଯୋଜନା ରେ ନାଁ, ଯାଗା ଯାଗାରେ ସବୁ ସଂସ୍ଥା ର ନା ମୋଦିର କାହିଁକି ହବନି

  • @JainoNaika
    @JainoNaika 2 місяці тому +4

    I from gapati distric but I like revenshaw college

  • @debashisdash5186
    @debashisdash5186 2 місяці тому +165

    ଟି ଇ ରେଭେନ୍ସା ଙ୍କ ଯୋଗୁଁ ନ ଙ୍କ ଦୁର୍ଭିକ୍ଷ ହେଇନି ବରଂ winston churchill ଙ୍କ ପାଇଁ ହେଇଛି।ଯଦି କେନ୍ଦ୍ର ମନ୍ତ୍ରୀ ଙ୍କ ହିସାବରେ ଟି ଇ ରେଭେନ୍ସା ଙ୍କ ସମୟରେ ନ ଅଙ୍କ ଦୁର୍ଭକ୍ଷ ହେଲା ବୋଲି ତାଙ୍କ ନାମ ବଦଳେଇ ଦବା,ତାହାଲେ ଆପଣଙ୍କ ସମୟରେ neet ପରୀକ୍ଷା scam hela, ତାହାଲେ ଆପଣଙ୍କୁ କଣ କରିବା ଆପଣ ନିଜେ କୁହନ୍ତୁ।

    • @PrasantaKumarMohanta-x9h
      @PrasantaKumarMohanta-x9h 2 місяці тому +19

      Bhai emanko kichhi kamo nahi ,khali name change koro eita koro , colour change koro , eiguda kari buluchhan ,

    • @subashshrambutika5030
      @subashshrambutika5030 2 місяці тому +11

      NEET, NET Scam bisayare kuhontu au resign diantu.....

    • @narendrasahoo807
      @narendrasahoo807 2 місяці тому +4

      @@debashisdash5186 bhai bhul katha dui jananka bhul.Daitya Ravenshaw nkara adhika thila.auu tk deeply bujhhantu aei bisayare.

    • @debashisdash5186
      @debashisdash5186 2 місяці тому

      Sorry brother ​@@narendrasahoo807

    • @PratikMoharana701
      @PratikMoharana701 2 місяці тому +5

      Harold Wilson was prime minister Britain, not churchil. 😂

  • @monoranjanbadjena1904
    @monoranjanbadjena1904 2 місяці тому +1

    Sir Thomas Edward Revensha is a very good great man of India.

  • @rashmitabibhar9649
    @rashmitabibhar9649 2 місяці тому +34

    ନାମ ବଦଳାଇ ଦେଲେ କଣ ଶିକ୍ଷା ର ମାନଦଣ୍ଡ ଭିତ୍ତିଭୂମୀ ବଦଳି ଯିବ କି। ଏ ଇ ସରକାର କେବଳ ନାମ ବଦଳା ସରକାର

    • @urmilapati2121
      @urmilapati2121 2 місяці тому +2

      Bjd sarkar kn sadhuthilaki naa tume bi sadhu

    • @rashmitabibhar9649
      @rashmitabibhar9649 Місяць тому

      @@urmilapati2121 kichhi Dina bhitare apana mane bi ni je jani jibe kie sadhu kie bhanda bujhile ta

  • @kakulibalarambehera
    @kakulibalarambehera 2 місяці тому +6

    The name RAVENSHAW is an emotion. Don't change the Name.

  • @rakeshtondon6860
    @rakeshtondon6860 2 місяці тому +1

    ଛାଡ ହୋ ନାମ ପରିବର୍ତ୍ତନ ଅପେକ୍ଷା ପାଠ ପଢ଼ା ଉପରେ ଧ୍ୟାନ ଦିଅ ଆଉ ଏତିକି ଯଦି ଅସୁବିଧା ହେଉଛି ତେବେ ପ୍ରଥମେ ଇଁରାଜୀ କହିବା ଓ ଲେଖିବା ବନ୍ଦ କର,

  • @Supdn411
    @Supdn411 2 місяці тому +1

    ଯଦି କିଛି ପରିବର୍ତ୍ତନ କରା ଯିବା ଦରକାର ସେ ହଉଛି ପୁରାତନ ଅଙ୍ଗରିଜ୍ ସମୟ ର ପାଠ୍ୟକର୍ମ ଏବଂ ଶୈଳୀ। ଆଉ ରେ ସ୍କୁଲ କଲେଜ ର ନାମ ପରିବର୍ତ୍ତନ କଲେ society ku kichi ମିଳିବନି। ତେଣୁ କରି ଯଦି ଆପଣ actually କିଛି ଓଡ଼ିଆ ମାନଙ୍କ ପାଇଁ କରିବାକୁ ଚାହୁଁଛନ୍ତି ତାହାଲେ ସେଥିରେ ଧ୍ୟାନ ଦିଅନ୍ତି।

  • @chinmaypanda1132
    @chinmaypanda1132 2 місяці тому +8

    Sikhya mantri badhia kama karuchanti paper leak, upsc re loop hole re candidates, job less samasya sabu chadiki nama pari bartana re lagichanti mahan apana mahaan apanka asmita, its high time guys we should urge for a highly educated minister and there should be some criteria for education minister.

  • @sudhansusekharbhoi259
    @sudhansusekharbhoi259 Місяць тому

    ଆଗରୁ ମୁହାପୁରଷ ମାନେ ଜନ୍ମ ଗ୍ରହଣ କରି ଥିଲେ ସେମାନ କାହିଁକି ନାମ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିନଥିଲେ ସେମାନଙ୍କ ଠାରୁ ଆମେ ଅଧିକ ଜ୍ଞାନୀ ଏହି ପ୍ରଶ୍ନ ମୋ ନିଜ ପାଇଁ ଏବଂ ଅନ୍ୟ ମାନଙ୍କ ପାଇଁ

  • @Unknownguy-I6
    @Unknownguy-I6 2 місяці тому +7

    Neet bele muhanre benga pasichi kintu micha kahibare muhanre batuli bajuni

  • @rinanayakcreation2559
    @rinanayakcreation2559 2 місяці тому +1

    ଅଳ୍ପ ବିଦ୍ଯା
    ଭୟକଂରୀ, ରେଭେନ୍ସା ନିଜେ ନ ବୁଝି ଯେଉଁ ଭୁଲ କରିଥିଲେ, ଆଜି ଦେଶର ଶିକ୍ଷା ମନ୍ତ୍ରୀ ସେହି ଭୁଲ୍ କରିବାକୁ ଯାଉଛନ୍ତି, ଅବଶ୍ଯ ଏହା ତାଂକର ବ୍ଯକ୍ତି ଗତ ମତ, କିନ୍ତୁ ମତ ମତ୍ତ ରେ ପରିଣତ ନ ହେଉ, ନଚେତ୍ ଅଯଥା ଛାତ୍ର ଆନ୍ଦୋଳନ କୁ ଡାକରା ଦେଇପାରେ। otv ku dhanyavaad

  • @justice11992
    @justice11992 2 місяці тому +1

    Dharmendra bopa tiari karitjila Ravenshaw ,
    je se naamo change karibo..
    The name Ravenshaw is a
    brand now...

  • @RabindraNath-s2f
    @RabindraNath-s2f Місяць тому +1

    ଇଂରାଜି ନା ହଟା

  • @ashokpadhan4139
    @ashokpadhan4139 2 місяці тому +24

    We should promote our Indian Heros.Jai Shree Ram.

  • @ashoknag3973
    @ashoknag3973 2 місяці тому +2

    ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଯଦି ଟିକେ ବି ଲାଜ ଥାନ୍ତା ତାହେଲେ ଅଭଳିଆ ବାଜେ କଥା ନ କାହାନ୍ତା କଲେଜ ର କେମିତି ଉନ୍ନତି ହେବ କେମିତି ଓଡ଼ିଶାରେ ଆଉ ଦି ଚାରିଟା ବିଶ୍ୱ ବିଦ୍ୟାଳୟ ବନିବ ତାହା ଭାବିବା କଥା, ଅବଶ୍ୟ ଆଉ କଣ କରିବେ, ସର୍ବାଙ୍ଗୀନ ଉନ୍ନତି ବିଜେଡ଼ି ସରକାର କରିଦେଇଛି ବାକି କିଛି ନାହିଁ ଆଉ କଣ ହେଲେ କରିବେ ଖାଲି ରଙ୍ଗ ଟିକେ ବୋଲିଦେବା ନା ବଦଳେଇବା ଏଆ ତାଙ୍କ କାମ

  • @muralidhar9215
    @muralidhar9215 2 місяці тому +11

    Do not Change Ravenshaw University name...

  • @SEEMAAREEKHAA
    @SEEMAAREEKHAA 2 місяці тому +36

    ନାମ ପରିବର୍ତ୍ତନ ଆଉ ରଙ୍ଗ ପରିବର୍ତ୍ତନ ଛଡ଼ା ତମେ ମାନେ ବିଜେପି ଆଉ ଜାଣ କଣ ?

    • @khatuasambit1832
      @khatuasambit1832 2 місяці тому +3

      Name change hele Kan asubidha

    • @SsV-rh8so
      @SsV-rh8so 2 місяці тому +5

      Name change na hele kn asubidha

    • @khatuasambit1832
      @khatuasambit1832 2 місяці тому +3

      @@SsV-rh8so Odisha ra swadhinata sangrami nka name rakha gale Tamara kan asubidha

    • @SEEMAAREEKHAA
      @SEEMAAREEKHAA 2 місяці тому +2

      @@khatuasambit1832 abe andha vakta..tu Ravenshaw re pdhinu..tate se feel habani be...so chup raha

    • @khatuasambit1832
      @khatuasambit1832 2 місяці тому +2

      @@SEEMAAREEKHAA Oh Kebala Ravenshaw re padhuthiba pila Mane sikhita au sabu andhavakta, sorry madam aame college ku feel karibaku jau nathilu padhibaku jauthilu,, Aaji apananka tharu janilu patha padha pachha college ku feel Kariba aaga.

  • @JagadisMajhi-d4y
    @JagadisMajhi-d4y 2 місяці тому +2

    ଛାଡ଼ ହୋ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା, ସେ ଟିକେ ବୟା ଲୋକଟା

  • @sprakash7121
    @sprakash7121 2 місяці тому +1

    ନା ବଦଳାଇ ଦେଇଥିଲେ ବଦ୍ଧେ neet scam ହୋଇଥାଆନ୍ତା😊

  • @ramaananta2176
    @ramaananta2176 2 місяці тому +2

    ଧରମାସେମାଘିଆକିଏ ନା ବଦଳେଉବ

  • @LukoMajhi
    @LukoMajhi 2 місяці тому

    Otv/bjp tv ଇଂରାଜୀ ପ୍ରଶାସନିକ ବ୍ୟକ୍ତିଙ୍କ ସପକ୍ଷ କହିଛନ୍ତି ମାନେ କେତେବେଳେ ନା କେତେବେଳେ ସୂର୍ଯ୍ୟ ପୂର୍ବ ଦିଗରୁ ଛାଡି ଅନ୍ୟ ତିନି ଦିଗରେ ହୁଏତ ଉଦୟ ହୋଇ ପାରେ।

  • @kamallochansahu6667
    @kamallochansahu6667 Місяць тому +1

    Jau angrez officer pai naanka durbhikshya heithila ta name re kn pai kaunasi anushtan rakha jiba.
    So REVENSHAW College ra name change kara jau

  • @Zenith-Bibek
    @Zenith-Bibek 2 місяці тому +4

    Jau mane kahuchhanti bideshi na hotajau , semananku mu kahibi jadi emiti Katha tahale bideshi karithiba aneka kirti jaha tajmahal, red fort, parliament House, emitiki ama desha re use heuthiba English language bi bideshi manankar, kan apana Mane esabu hotei paribe ki , tahale..., Bhai kan pain esabu jhagada se jahabi heu revensaw University na ta amaku bahut bhala laguchhi ehaku na hotei baran ehara kichhi development karjya karajau request for all of you🙏🙏🥰🥰

  • @debiprasaddas7603
    @debiprasaddas7603 2 місяці тому

    ପରିବର୍ତ୍ତନ ନିହାତି ଆବଶ୍ୟକ।
    ଓଡ଼ିଆ ଅସ୍ମିତା। ଆମେ ଓଡ଼ିଆ

  • @SaiJena-o4m
    @SaiJena-o4m 2 місяці тому +2

    Mahan Majhi na re karidia 😮😊😮😊😮😊

  • @m.bairisalyafiresafetyoidi8081
    @m.bairisalyafiresafetyoidi8081 2 місяці тому

    ଯେଉଁ ମାନଙ୍କର ଗୋଟିଏ ବି ପୋଷ୍ଟ Bangladesh, westbengal, palghar ସାଧୁ ଏମିତି ଖବର ଉପରେ କେବେ ପୋଷ୍ଟ t a ବି asini ସେମାନେ କି ରେଭେନ୍ସା ନାମ ବଦଳା ପ୍ରସଙ୍ଗର ବିରୋଧ କରି ପୋଷ୍ଟ ପରେ ପୋଷ୍ଟ କରୁଛନ୍ତି । ସରକାରଙ୍କ ବିପକ୍ଷରେ କହିବାକୁ ସମାଲୋଚନା କରିବାକୁ ମନା ନାହିଁ,,, କିନ୍ତୁ ବିପକ୍ଷର କୌଣସି କଥାରେ ମୁଣ୍ଡ ନପୁରାଇବା କେମିତିକା ନିରପେକ୍ଷତା। ସେଇମାନେ ରେଭେନ୍ସା ନାମ ବଦଳା ବିପକ୍ଷରେ ପୋଷ୍ଟ ପରେ ପୋଷ୍ଟ ଛାଡୁଛନ୍ତି।

  • @EleenPradhan
    @EleenPradhan 2 місяці тому

    Whatever it is, whether the name is going to change or not, thank you so much to OTV channels for publishing the history of Ravenshaw University.

  • @sauravkumarpuhan
    @sauravkumarpuhan 2 місяці тому

    Good decision ❤❤

  • @subhashreekar1291
    @subhashreekar1291 2 місяці тому +1

    Hnn ebe OTV BJP against re ta kahibani sethipai British nka na re kahiba start karidela😂😂

  • @deshbhatijarurihai7715
    @deshbhatijarurihai7715 2 місяці тому +3

    Mughal ହଉ ki Britisher ହଉ ଯାହା ବି ଭାରତ ରେ କରିଛନ୍ତି ସେଇଟା ସେମାଙ୍କର ସୁବିଧା pani କରିଥିଲେ ଆଉ ସେଇଟା ଭାରତ ର ସମ୍ପତ୍ତି ଆଉ ଶ୍ରମ ଲାଗିଛି.
    Se ଯାହା ବି ହଉ, ପୂର୍ବ ସରକାର ତ କିଛି kalani ଆଉ ବର୍ତମାନ ର ସରକାର jadi ଚାହେଁ ଶିକ୍ଷା ର ମାନ ବଢ଼ାନ୍ତୁ.
    That education has no value which will not apply on day to day life.
    ସ୍ୱାଭିଲମ୍ଭି ହବାର ଶିକ୍ଷା ଦିଆଯାଉ, ଭୁଲ ଇତିହାସ କୁ ଠିକ କରାଯାଉ, ଆମ ଭାରତ ବର୍ଷର ବୀର ପୁରୁଷ ମାନଙ୍କ ବିଷୟରେ ପଢ଼ାଯାଉ. ଆସନ୍ତା generation ଗର୍ବିତ ହେବେ.
    ନା change ର ଯେତିକି ଆବଶ୍ୟକତା ନାହିଁ କିନ୍ତୁ ଶିକ୍ଷା ର ଷ୍ଟାଣ୍ଡାର୍ଡ ବଢାଇବା ବହୁତ ଆବଶ୍ୟକ.
    Jadi name change ହବ ତେବେ
    SCBU - SUBHASH CHANDRA BOSE UNIVERSITY
    OR
    NSU - NETAJI SUBHASH UNIVERSITY
    ଏଇଟା ତ personal ମତ, କିନ୍ତୁ ସରକାର kan yeh english medium school ଗୁଡା ସବୁ ବନ୍ଧ କରିଦେବକି? ସେମାନେ ତ mordentiy ନା ରେ ଆମ ସଂସ୍କୃତି କୁ ନଷ୍ଟ କରିବାରେ ଲାଗିଛନ୍ତି ଆଉ english କହିବା chhada ଶିକ୍ଷା ର କିଛି ବି value ନାହିଁ. English ଶିଖିବାକୁ ହେଲେ kan pila 6 months training ନେଲେ ହବନି.
    Lastly, if current govt wants change, then they should focus on how to improve quality education, develoment of our culture and applicability of education in day to day life etc.
    Personal View...ଧନ୍ୟବାଦ 🙏

  • @rajud3603
    @rajud3603 2 місяці тому +22

    ଶଳା ତମର କିଛି କାମ ନାହିଁ ବୋଧେ ଖାଲି ନାଁ change କର develop kebe କରିବ ଓଡ଼ିଶା କୁ

  • @hadibandhunaik-yb7tx
    @hadibandhunaik-yb7tx 2 місяці тому +41

    ରେଭେନସା ରହିବା ଦରକାର

  • @sarmilagond9096
    @sarmilagond9096 2 місяці тому +2

    Bjp sarkaar kichi new kama karuni Kali name change karuchhi. Kichi new kama karantu Bjp sarkaar odia asmita ku agaku niantu education field re b kichi kichi develope karantu name change kale kichi heba ni . Jaha hele bi Navin pattnayak sir no 1 cm thile 😊

  • @kedarnathpatnaik7168
    @kedarnathpatnaik7168 2 місяці тому +1

    Don’t change the name of this university. BJP instead of changing the names of institutions should take up people’s welfare jobs. Bengalis on those days were responsible for the plight Odiya people. Now also Bengalis are not supplying potatoes to our state. How can we forget the genocide of odiya labourers working in kesoram jute mills in Kolkata during the direct action day 16 August 1946. These Bengalis were silent spectators.

  • @premjitdas579
    @premjitdas579 2 місяці тому +2

    ବିଦେଶୀ ନାମ, ଗୋଲାମି ମାନସିକତା

  • @SkSoleman-yz7nb
    @SkSoleman-yz7nb 2 місяці тому

    Do not change ରେଭେନ୍ସା university name

  • @sbstyle5130
    @sbstyle5130 2 місяці тому +22

    English b British loka Asiki sikheithile . Ama Education System re b English British mane anithile . English language ku Ame Bahar karideba Darkar ?? Kn Aeta Gulami nuha Mr Central Minister ??

    • @Sidhakatha19
      @Sidhakatha19 2 місяці тому

      Dheere dheere hata jiba china japan au aneka desa jouthi English ku gurutva dia jauni

    • @sbstyle5130
      @sbstyle5130 2 місяці тому +1

      @@Sidhakatha19 Tanka Sethi English ku Gurutwa dia hauni Cause Semane se level ra developed au industrialized country Jia nija Loka nku Enough job provide kariparuchhanti. But india se Level ra industrized nuha india ku job pain other country upare depend karibaku b hauchhi . Abroad re indian nku job bas aethipain miliparichhi cause Semane English janichhanti. Se Level ra nijaku develop kariba darkar su soft Power badheiba darkar jauthipain loka attract Hebe tuma culture prati . Emiti name change kale kn haba 😂😂😂

    • @Sidhakatha19
      @Sidhakatha19 2 місяці тому

      @@sbstyle5130 sei katha mu kahuchi name change kale kan haba ete halla kahiki name change hei jau

    • @khatuasambit1832
      @khatuasambit1832 2 місяці тому

      ତାହେଲେ ତମ କହିବା କଥା ବ୍ରିଟିଶ ମାନେ ଭାରତକୁ ଗୁଲାମ ବନେଇ ରଖିଥିଲେ ଠିକ୍ କରିଥିଲେ l

    • @sbstyle5130
      @sbstyle5130 2 місяці тому

      @@khatuasambit1832 Cultural revolution aniba pain First Economically setiki strong heba darkar . Nahi ki Name change .

  • @urmilapati2121
    @urmilapati2121 2 місяці тому +1

    Ravenshaw ra naa badaliba nihati darkara

  • @FIFA_club_fc
    @FIFA_club_fc 2 місяці тому +8

    Jadi revenshaw University as for British ruler nka pain change hauchi then British invented each items ku fired karajau au British terms like: commissioner, governor, president a sabu term ku bi new name dia jau..Khali odia asmita kahidele habani..

  • @sarojpasayat6394
    @sarojpasayat6394 2 місяці тому +19

    ବିଦେଶୀ ନାମ ହଟାଯାଉ

    • @sanjaylima4521
      @sanjaylima4521 2 місяці тому +1

      Don't go foreign and work 😅

    • @madhusmitabarik724
      @madhusmitabarik724 2 місяці тому +2

      English language hataai dauna

    • @Suraj_vlog98
      @Suraj_vlog98 2 місяці тому +1

      Teki rakhichu. Ta

    • @madhusmitabarik724
      @madhusmitabarik724 2 місяці тому +1

      ​@@Suraj_vlog98ki vasa re tora

    • @Mr.K.G.F222Mallick
      @Mr.K.G.F222Mallick 2 місяці тому

      ​@@madhusmitabarik724 ଆମେରିକା ଯାଅ ଓଡ଼ିଆ ଭାଷା ରେ କଥା ହୁଅ ଦୁନିଆ କହିବ ମୂର୍ଖ କହି ଭାଷା ଜାଣି ଶିଖି ବାକୁ ଚାହୁ ଛ ତ ସବୁ ଭାଷା ଶିଖ English ହିନ୍ଦୀ ଓଡ଼ିଆ ସବୁ ଭାଷା ଓଡ଼ିଆ ଜାଣୁ ନ ଥିବ କି ମୋହନ ମାଝି ପରି ହିନ୍ଦୀ ଜାଣି ନ ଥିବ ଆଉ English ଜାଣି ନ ଥିବ ଆଉ କଣ ଦର କାର କୁହ ଲୋକ ଦେଖା ଣିଆ ନା ଟି ବଦଳି ଦେଉଛ ତାକୁ ତ କୁହା ଯାଏ ଗଜ ମୂର୍ଖ ବୋଲି

  • @GirijasankarSarangi-yk2fd
    @GirijasankarSarangi-yk2fd 2 місяці тому +2

    Thanks Dharmendra babu

  • @KhadusuddinAIback-jp4ym
    @KhadusuddinAIback-jp4ym 2 місяці тому

    Revensahw was just a catalysts for university he is not an educators. Name change is very logical decision.

  • @arupbehera555
    @arupbehera555 2 місяці тому

    Yes

  • @Brijeshmallick
    @Brijeshmallick 2 місяці тому

    Bjp ବାଲା ଙ୍କ ର କିଛି କାମ ନାହିଁ ସବୁ ଜାଗା ର ନାମ ବଦଳିବା ଜନିଛନ୍ତି 😂😂

  • @SubratSarangi-lh5iz
    @SubratSarangi-lh5iz 2 місяці тому +2

    ନଙ୍କ ଦୁର୍ବିକ୍ଷ time ରେ କିଏ କିଏ ବଞ୍ଚିଥିଲେ...

  • @jimamallick
    @jimamallick 2 місяці тому

    Dharmendra o ମାଝୀ ସମୟରେ କେଉଁ ପ୍ରକାର durbikya ପଡୁଛି q,, ସେ ସମୟ gala,, ଏବେ ତୁମେ ମନ୍ତ୍ରୀ ପାଦରେ ଥାଇ ଖାଲି ନାମ 0 କଲର change କଲେ ହେବ ନାହିଁ,,quality change ଆଣିବାର ଅଛି,, ତୁମ ନାମରେ koro ଧର୍ମେନ୍ଦ୍ର ପ୍ରଧାନ ୟୁନିଭେର୍ସିଟି,,, ଭଲ ହେବ,,,🎉🎉but କ୍ୱାଲିଟି and quantity ରହିବା ଦରକାର 🥰🥰🥰🥰🥰

  • @litanabehera-ng4is
    @litanabehera-ng4is 2 місяці тому +2

    No no Odisha loka nka name rahiba.

  • @soumyadev4926
    @soumyadev4926 2 місяці тому

    Dharmendra babu knows very well 😅about Odisha people...Let's speak on Neet and Subhadra yojna 🫣

  • @satyanarayanpanda6538
    @satyanarayanpanda6538 2 місяці тому +2

    First Delhi ra Taj Mahal,,kutub minar,,au lalkila sabu name change hau ta pare au jaha

  • @ParameswarMuduliTutu
    @ParameswarMuduliTutu 2 місяці тому +5

    ଭଲ ଗାଲୁ ଗାଇଲ

  • @rashmiranjanpratihari4670
    @rashmiranjanpratihari4670 2 місяці тому

    ନାମ ପରିବର୍ତ୍ତନ ର କୌଣସି ଆବଶ୍ଯକ ନାହିଁ ।

  • @subratkumarbehera9461
    @subratkumarbehera9461 2 місяці тому +1

    ଓଟିଭି କୁ ସବୁ ଜଣା

  • @rajeshbehera5168
    @rajeshbehera5168 2 місяці тому

    tuma byaktigat mata ku ama Bala ra salam

  • @prameyaparida3929
    @prameyaparida3929 2 місяці тому +14

    How many universities are their in foreign countries in the name of Indians.....not at all......we should promote our national Heroes......

    • @madhusmitabarik724
      @madhusmitabarik724 2 місяці тому +2

      Hajaar hajaar lokanka carier barbaad heiuchhi tamaku promotion ra padichhi.....

  • @pabitrasahoo8563
    @pabitrasahoo8563 2 місяці тому

    Pure psychology ka khela hai bhai
    Disturb & divert kiya ja raha hai

  • @maheshchandrasahoo422
    @maheshchandrasahoo422 2 місяці тому

    Dharmendra pradhan pondering to change the name to Nathuram gdsee university

  • @davidpahad3
    @davidpahad3 2 місяці тому

    ଖ୍ରୀଷ୍ଟିଆନ(ଇଂରେଜ)ମାନେ ହିଁ ଭାରତର ଉନ୍ନତି ଓ ବିକାଶ କରିଥିଲେ।
    ହିନ୍ଦୁ(ବ୍ରାହ୍ମଣ) ମାନେ କିଛି କରି ନାହାନ୍ତି ବରଂ ମନୁବାଦ୍ ମାଧ୍ୟମରେ ST,SC,OBC ମାନଙ୍କୁ ଗୋଲାମ ବନାଇ ଥିଲେ।
    କିନ୍ତୁ , ସୃଷ୍ଟିକର୍ତ୍ତା ଈଶ୍ୱର ST SC,OBC ଙ୍କ ଦୁଃଖ ଓ ଗୋଲାମ ଦେଖି ଭାରତକୁ ଇଂରେଜ ବା ଖ୍ରୀଷ୍ଟିଆନ ମାନଙ୍କୁ ପଠାଇଲେ।
    ଏହି ଖ୍ରୀଷ୍ଟିଆନ ମାନେ ଦେଶର ମଙ୍ଗଳ କଲେ। ଏହି ମଙ୍ଗଳ ଜନକ ବିଷୟ ମନୁବାଦୀ ମାନଙ୍କୁ ଅସହ୍ୟ ହେଲା, ଯାହାଫଳରେ ଖ୍ରୀଷ୍ଟିଆନ ବା ଇଂରେଜ ମାନଙ୍କୁ ଦେଶ ଛାଡ଼ିବାକୁ ପଡ଼ିଲା।
    ଏବେ ଏ ଦେଶ ୟୁରେସିଆ ର ଲୋକ ନିଜର ଦଳ RSS ବା BJP କରି ଦେଶ ରେ ଦଙ୍ଗା ସୃଷ୍ଟି କରି ସତ୍ୟାନାଶ କଲେଣି।

  • @Santoshsahoo-w2d
    @Santoshsahoo-w2d 2 місяці тому

    ତମ ଓଟିଭି ମା ଘଇତା ଧର୍ମେନ୍ଦ୍ର ପ୍ରଧାନ କୁ ଟିକିଏ ଏଇକଥା କୋଳରେ ବସାଇ ବାଳରେ ହାତମାରି ବୁଝେଇଦିଅ।

  • @BiswasmrutiPradhan-x4k
    @BiswasmrutiPradhan-x4k 2 місяці тому

    This college was established and promoted by Revenshaw..So it was named accorded him..Why SVP stadium was named as NM stadium??

  • @prasantaparida3456
    @prasantaparida3456 2 місяці тому +1

    Uchit hai

  • @odishahandcraftdesign9829
    @odishahandcraftdesign9829 2 місяці тому

    Prathame odisha pain gote nua university karantu pare chinta karibe keun university ra name paribartana karibara achhi ki nai.

  • @R_NEWS7205
    @R_NEWS7205 Місяць тому

    No change please 😢

  • @sumantachandrakantahembram2654
    @sumantachandrakantahembram2654 2 місяці тому

    Revenshaw ro obodan bohut ochi

  • @litunmallik204
    @litunmallik204 2 місяці тому +11

    Name change heba darkar

  • @amarendramohanty2743
    @amarendramohanty2743 2 місяці тому

    Ravenshaw name itself is a Class and there is no comparison. Dear all Minister's and politician, could you please let me know after changing the name of the College, will you prefer to admit your kids in this college for higher Education, definitely not, you must go for renowned university like Havard or Cambridge. So, It's a request do not take this bold step to change the name and lets Odisha's student get benefit with this name outside Odisha. If you really want to do something for Odisha people, please stop reservation concept provide reservation to needy people who are in below poverty line , so that they can do something for their kids I am not sure Instead of bringing change in Odisha's growth, they are doing this type of change which indicates their capability and efficiency .. This is my opinion and not trying to hurt anyone, Jay Jagannath , Jay Naveen..!.

  • @shristishristi2411
    @shristishristi2411 2 місяці тому

    ଏବେବି ଗୋଲାମ

  • @Rranjam
    @Rranjam 2 місяці тому +1

    Ravenshaw name should not be changed .. it would be wrong

  • @achyutamallik7395
    @achyutamallik7395 2 місяці тому

    ବିଜେପି ନିଜକୁ ବେଶି ଗର୍ବ ମନେ କରୁଛି ପ୍ରାଚୀନ କାଳରୁ ଯାହାକି ସବୁ ଥିଲା ବଦଳାଇ ଦେବା ଭାବୁଛି
    ବଦଳାଇବାରେ ଯେତେ ଟଙ୍କା ଖର୍ଚ୍ଚ ହେବ ସେ tankare କିଛି ଗୋଟେ ଯୋଜନା ବାହାର କରି ଲୋକଙ୍କୁ ଦେଲେ ଆଗାମୀ ଦିନରେ ତୁମ୍ଭର କାମରେ lagiba
    ନାମ ବଦଳାଇଲେ କଣ ମିଳିବ
    College ରେ ଶିକ୍ଷା ko bhali chalichi ସେଇଟା ତଦନ୍ତ କର
    College ନାମ ବଦଳିବା କଣ ଜରୁରୀ
    ବଦଳିବା ଦରକାର ନାହିଁ

  • @ashishpattanaik377
    @ashishpattanaik377 2 місяці тому

    ଜାହା ଜଣା ପଡୁଛି ବିଶ୍ବବିଦ୍ୟାଳୟର ନାଁଟା ଇଂରାଜୀରେ ଦିଆଯାଇଥିବା ଦୃଷ୍ଟିରୁ ଓଡିଶାର ଅସ୍ମିତା ସାଙ୍ଘାତିକ ଭାବରେ କ୍ଷତିଗ୍ରସ୍ତ ହୋଇଛି।ତେଣୁ ଏତେ ବାଦ ବିବାଦ ନକରି ରାଜ୍ୟର ଜଣେ ମହିଅସି ମହିଳା ଅପରାଜିତା ଷଡଙ୍ଗୀ, କିମ୍ବା ମହାନ ଜନନାୟକ ଧର୍ମେନ୍ଦ୍ର ପ୍ରଧାନ, ମନମୋହନ ସାମଲ, ନହେଲେ ଶହେଟି ଓସ୍କାର ଜିତିଥିବା ଅଭିନେତା ଆକାଶ ଦାସନାୟକ ଆଉ ସିଦ୍ଧାନ୍ତ ମହାପାତ୍ର ଆଦିଙ୍କ ନାଁରେ ନାମିତ କରାଯାଉ। ବି ଦ୍ର:ମୋହନ ମାଝି ବି ଦିଆଯାଇପାରେ।ଲାଗୁଛି ନାଁଟା ବଦଳେଇଦେଲେ ରାଜ୍ୟରେ ଶିକ୍ଷାର ଦୃଷ୍ଟାନ୍ତ ମୂଳକ ଉନ୍ନତି ଘଟିବ ଆଉ ଦାଦନ ଜାଗାରେ ଖାଲି ଆଇଏସ ଆଉ ଓଏସ୍ ବାହାରିବେ।

  • @prabhutikumarmallick9137
    @prabhutikumarmallick9137 2 місяці тому

    ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପିତାଙ୍କ ନାମ ପରିବର୍ତ୍ତନ କରୁନାହାନ୍ତି ? ଗଲା ଓଡ଼ିଆ ଅସ୍ମିତା କଥା କହୁଥିଲେ କିନ୍ତୁ ଏବେ.....?

  • @drpanda9462
    @drpanda9462 2 місяці тому

    You must be dismissed from the ministry because of the neet disturbance.

  • @manaskumar1875
    @manaskumar1875 2 місяці тому

    Dharmendra pradhan nama ku change Kari adharma pradhan rakhile bahuta bhala huanta😅😅

  • @lijupradhan3037
    @lijupradhan3037 2 місяці тому +2

    ନିହାତି ବଦଳିବା ଦରକାର ନିଜ ରାଜ୍ୟ ର ମହା ପୁରୁଷ ଙ୍କ ନାମ ରେ ହେବା ଉଚିତ୍

    • @skJani-i4j
      @skJani-i4j 2 місяці тому +1

      Right

    • @litanbehera7951
      @litanbehera7951 2 місяці тому

      Hmm haba narendra modi Sea pa jagannath uparey pa

  • @jx810
    @jx810 2 місяці тому

    Bharat sarkar auu gute Ravenshaw pori university odisha re boneile bhala hebo na ki Khali name change kole . Auu Koraput re thiba Central University re basic course jako v nai taku ago upgrade Kara jau

  • @BapunMunda-u7z
    @BapunMunda-u7z 2 місяці тому +2

    English sabject bi sabu school re band kara jau

  • @gourangaseth8025
    @gourangaseth8025 2 місяці тому +34

    ଟଙ୍କା ଦେବେ ଓଡ଼ିଶାର ଲୋକ ନାମ କାହିଁକି ରଖାଯିବ ବିଦେଶି ମାନକର ରେଭେନ୍ସା ନାମ ପରିବର୍ତ୍ତନ କରାଯାଉ ।

    • @Subhi19
      @Subhi19 2 місяці тому +13

      Tanka tu b dauchi train re jaunu nije rail line baneibu kahiki se British rail re jauchu

    • @susantkumarmahapatra2413
      @susantkumarmahapatra2413 2 місяці тому

      ତୁ ସବୁ ଜାଣିଛୁ ନୁହଁ। ଜ୍ଞାନୀ ଲୋକ ଟିଏ। ଘରେ ଘରେ ବୁଲି ବୁଲି କହ ମୁର୍ଖ ଶଳା​@@Subhi19

    • @Andrew-x6m8w
      @Andrew-x6m8w 2 місяці тому

      Emti gandi mara katha kahiba tame sapa, tk jai hystory padhe, odia asmita naa re ta ebe giha khacha au kn bedha posibq sale

    • @SsV-rh8so
      @SsV-rh8so 2 місяці тому +2

      ​@@Subhi19thik katha

    • @ramanujanstudyclub
      @ramanujanstudyclub 2 місяці тому

      Ate mg raja mane thile j kana bani dei a6an j mate kaha...british mane banai a6an ta mate kaha kahi demi chor nubuda

  • @rout3249
    @rout3249 2 місяці тому

    କିଛି ମୁର୍ଖ ଲୋକ ଅଛନ୍ତି ଓଡିଶା ରେ। BJP କୁ ଗାଳି ଗୁଲଜ କରୁଛନ୍ତି କିରେ ଭାଇ ଆମୋ ଦେଶ ପାଇ ବଳିଦାନ କରିଥିବା ଲୋକ ଙ୍କ ନାମ ରେ ରଖିଲେ ଅସୁବିଧା କଣ ବାହାର engreji ଲୋକ ନାମ ଦେଇଚ ଓଲଟା ଓଡିଶା ଲୋକ କହିବା କଥା ଆମରି କିଛି ମହା ପୁରୁଷ ଙ୍କ ନାମରେ କରିବା ପାଇଁ ମରମ ମୁର୍ଖ ଗଧ ଦେଶ ବିରୋଧୀ ଲୋକ ମାନେ କେବଳ ବିରୋଧ ଆଉ ନୀଳ ପତାକା ଲୋକ

  • @neherubanchhor8631
    @neherubanchhor8631 2 місяці тому +2

    Yes , we should change the name

  • @sanjaylima4521
    @sanjaylima4521 2 місяці тому

    Like revensa education minister should establish a new college or university

  • @gouttampatra1344
    @gouttampatra1344 2 місяці тому +1

    Mohan sarkar is the best

  • @sagarpandit7029
    @sagarpandit7029 2 місяці тому

    କଣ ପାଇଁ ଏମିତିକା ଲୋକଙ୍କର ନାଁରେ ରହିବା ଦରକାର

  • @Bible147
    @Bible147 2 місяці тому +1

    No no no. ... bjp sirf naam badalna janta hai

  • @AmiyarajJati-wo1ge
    @AmiyarajJati-wo1ge 2 місяці тому

    ଭାରତରେ କିମ୍ୱଦନ୍ତୀଙ୍କ ନାଁ ହେବା ଦରକାର

  • @GAJAPATI20
    @GAJAPATI20 2 місяці тому

    When politics interpret Education system ....Dharmendra Pradhan should resign

  • @sherkhanskcreations1996
    @sherkhanskcreations1996 2 місяці тому

    BJP ସରକାର କେବଳ ନାମ ଆଉ ରଙ୍ଗ ବଦଳାଇବାକୁ ଜାଣେ ଆଉ କିଛି ନାହିଁ, ଯଦି ପାରୁଛ ଆଉ ଗୋଟେ ରେଭେନ୍ସା କରିକି ଦେଖାଅ ।

  • @panchananrath9146
    @panchananrath9146 2 місяці тому +1

    Name should b changed to Gopabandhu University

  • @bhagabatjena9479
    @bhagabatjena9479 2 місяці тому

    ଏ ସବୁ ମନଗଢ଼ା କାହାଣି କୁହ ନାହିଁ ଓଟିଭି

  • @SombuHazra
    @SombuHazra 2 місяці тому

    Revensa name change hoba darkar❤

  • @sibaniprasadmohanty2730
    @sibaniprasadmohanty2730 2 місяці тому

    Central university

  • @amiyajena76
    @amiyajena76 2 місяці тому +2

    Narendra Majhi Biswa bidyalaya