ନ' ଅଙ୍କ ଦୃର୍ଭିକ୍ଷର ରିଏଲ ଷ୍ଟୋରୀ ଆସିଲେ ରେଭେନ୍ସା ବି ଛୋଟ ହୋଇଯିବେ। Ravenshaw debate। Anil dhir

Поділитися
Вставка
  • Опубліковано 16 вер 2024

КОМЕНТАРІ • 132

  • @krushnamohanprusty2728
    @krushnamohanprusty2728 8 днів тому +29

    ସାର୍, ଆପଣଙ୍କ ନିଷ୍ଠାପର ଓ ନିର୍ଭୀକ ଉପସ୍ଥାପନା ନ'ଅଙ୍କ ଦୁର୍ଭିକ୍ଷ ସମୟର ତତ୍କାଳୀନ ଅବସ୍ଥା ସମ୍ବନ୍ଧରେ ସମ୍ୟକ୍ ବିବରଣୀ ଜାଣିବାକୁ ମିଳିଲା ! ଆପଣଙ୍କ ଭଳି ପ୍ରଗତିଶୀଳ ମନୋଭାବର ସାମ୍ବାଦିକତାକୁ ଅନ୍ତରର ସହିତ ଧନ୍ୟବାଦ ଜଣାଉଛି !❤

    • @manojmohapatra798
      @manojmohapatra798 7 днів тому +2

      ସାଲେପୁର ପାଖରେ କେଂଦୁପାଟଣାର ପୁରୁଣା ନାମ ଥିଲା ଛତରକଂଟା ଭାତପଡା ଗାଁ ରେ ଭାତ ଦିଆ ଯାଉଥିବା ରୁ ସେ ଗାଁ ର ନାମ ହେଇଛି ଭାତପଡା ଏହିପରି ଅନେକ କଥା ଅଛି
      କିନ୍ତୁ ରେଭେନସା ଠିକ୍ ଭାବରେ ଦାୟିତ୍ୱ ନିବାॆହ କରିନାହାନ୍ତି ଏ ବିଷୟ ହୁଷିକେଶ ପଡି କଂ ଗବॆ କରିବାର କଥାରୁ ଆପଣ ଜାଣି ପାରିବେ ତେବେ ମୟୂରଭଞ୍ଜ ରାଜା ହେଉଛନ୍ତି କଲେଜ ର ମୂଖ୍ଯ ଉଦୋକତା ଆମେ ରେଭେନ୍ସା ନାମ କାହିଁକି ରଖିବା ସେ କେଲେଜର ନାମ ରାଜାଙ୍କ ନାମରେ ହେଉ ନାଇତ କଟକ କଲେଜ କିଂବା ଓଡ଼ିଶା କଲେଜ ରହିବା ଉଚିତ୍

    • @BirGazal_Kola
      @BirGazal_Kola 6 днів тому +1

      ​@@manojmohapatra798thik j nama kebal chage kahinki kariba totally college auu thare bana jao, ta guha re basiki kahibana aama guha boli.. Se sala pain pa na anka durbhikhya heithila.

    • @anantaprasad1195
      @anantaprasad1195 4 дні тому

      Kama karun tela marani

  • @PramodkuBasantara
    @PramodkuBasantara 9 днів тому +19

    ଚମତ୍କାର ଉପସ୍ଥାପନା। ଧିର୍ ସାର୍ ଙ୍କୁ ଧନ୍ୟବାଦ୍।

  • @SatyamebaJayate-ml8qx
    @SatyamebaJayate-ml8qx 8 днів тому +14

    ମହାଶୟ ରେଭେନ୍ସା, ତତ୍କାଳୀନ ଓଡିଶା,ତଥା ନ'ଅଙ୍କ ଦୁର୍ଭିକ୍ଷ ବିଷୟରେ ଅନେକ ଅନାଲୋଚିତ ଦିଗ ଓ ଦିଶା ଉପରେ ଆଲୋକପାତ କରି ତଥ୍ୟ ଓ ସତ୍ୟ କୁ ଉନ୍ମୋଚନ କରିବାରେ ଯେଉଁ ପ୍ରୟାସ କରିଛନ୍ତି ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଉଛି 🙏

  • @sidharthjena8397
    @sidharthjena8397 7 днів тому +8

    ଅନିଲ ଧୀର sir ଙ୍କୁ ପ୍ରଣାମ. Statemanship ଅଛି

  • @samhitawrites2879
    @samhitawrites2879 День тому

    ନଅଙ୍କ ଦୁର୍ଭିକ୍ଷ ଉପରେ ବହୁତ ତଥ୍ୟ ଜାଣିବାକୁ ମିଳିଲା 🙏ଧନ୍ୟବାଦ 🌹

  • @ceekay9911
    @ceekay9911 8 днів тому +8

    ଅନିଲ ଧିର ଙ୍କୁ ଶତ ପ୍ରଣାମ 🎉

  • @roshann6835
    @roshann6835 9 днів тому +20

    ଓଡି଼ଆ ଭାଷାର ସୁରକ୍ଷା ଓ ଉନ୍ନତି ତଥା ଶିକ୍ଷା କ୍ଷେତ୍ରକୁ ରେଭେନ୍ସାଙ୍କର ଅବଦାନ ପାଇଁ ତାଙ୍କୁ ବ୍ୟାସକବି ଫକିରମୋହନ ସେନାପତି, ମଧୁସୁଦନ ଦାସ ଙ୍କ ପରି ବରପୁତ୍ର ମଧ୍ୟ ପ୍ରଶଂସା କରିଛନ୍ତି ।

    • @pradeepkumarpanda7626
      @pradeepkumarpanda7626 8 днів тому +4

      Tume Fakir Mohan ka atama jeevani authare padha. Se Ravenshaw nku dayee karichhanti British sarakar ku bhul report deithiba jogu. Parabarti kalare se sikhya pain kama karichhanti nija papaku dhoiba pain. Kintu se je narahata nathile eha kahiba bhul heba.

    • @roshann6835
      @roshann6835 8 днів тому

      @@pradeepkumarpanda7626ନ ଅଙ୍କ ଦୁର୍ଭିକ୍ଷ ଏକ ପ୍ରାକୃତିକ ଦୁର୍ବିପାକ, ସେଥିପାଇଁ ରେଭେନ୍ସାଙ୍କୁ ନରହନ୍ତା କହିବା ଅନୁଚିତ,,ଫକିରମୋହନ ସେନାପତି ଆତ୍ମଜୀବନୀରେ କୌଣସି ସ୍ଥାନରେ ରେଭେନ୍ସାଙ୍କୁ ନରହନ୍ତା ଆଖ୍ୟା ଦେଇନାହାନ୍ତି,ବରଂ ତାଙ୍କର ମହାନ ଅବଦାନ ପାଇଁ ଉତ୍କଳ ଭ୍ରମଣ ପୁସ୍ତକରେ ତାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ।

    • @Ranjan.628
      @Ranjan.628 7 днів тому

      Golami ra sabu chinha ku desh ru hatai deba katha

  • @bibhuprasaddash2933
    @bibhuprasaddash2933 23 години тому

    ଉପସ୍ଥାପନା ବାସ୍ତବିକ୍ ହୋଇ ପାରିଛି
    ଅନିଲ Sir ସଠିକ୍ ତଥ୍ୟ ରଖଛନ୍ତି
    ଅନିଲ Sir ଙ୍କୁ ଅନେକ ଅନେକ ଶୁଭେଚ୍ଛା 🙏

  • @RubindraMallick-mr4nr
    @RubindraMallick-mr4nr 6 днів тому +4

    ବିଜେପି ସରକାର ନା ଚେଞ୍ଜ କରୁଛି, କିନ୍ତୁ କାର୍ଯ୍ୟ କଳାପ ଚେଞ୍ଜ କରୁ

  • @swarnamohanty3121
    @swarnamohanty3121 5 днів тому +2

    Excellent talk.

  • @ramachandrapanipani7424
    @ramachandrapanipani7424 День тому

    ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ରେଭେନ୍ସା କଲେଜ୍ ନାମ ବଦଳିବ କି ନାହିଁ ସେ ବିଷୟ ଆଲୋଚିତ ହେଉଥିବା ବେଳେ ନଅଙ୍କ ଦୁର୍ଭିକ୍ଷର ବିସ୍ତୃତ ବିବରଣୀ ଦେଲେ ସ୍ତମ୍ଭକାର ଲେଖକ ଗବେଷକ ଅନୀଲ ଧୀର । ତାଙ୍କର ଏ ଗବେଷଣା ପାଇଁ ଆମର କୃତଜ୍ଞତା ।

  • @user-sj4nw7wr8q
    @user-sj4nw7wr8q 7 днів тому +6

    ସାର୍ ଅଲଗା ଦିଗକୁ ଆଲୋଚନାକୁ ଟାଣି ନେଲେ। ଦୁର୍ଭିକ୍ଷ ଉପରେ study ହେବା ଦରକାର। କିନ୍ତୁ ରେଭେନ୍ସା କୁ defend କରିବାକୁ, even ଇଂରେଜ ସରକାର କୁ defend କରିବାକୁ ବି ପଛେଇଲେନି।😢

    • @pradeepkumarpanda7626
      @pradeepkumarpanda7626 7 днів тому +1

      Exactly. What were the British govt officials doing including Ravenshaw when not one hundred or two hundred but 1 million people were dying in starvation? He says there was mismanagement by Ravenshaw and others. But was it not a crime?
      He says it was a lesson for the world. But he shys away from criticizing British. Drought was the natural calamity but not starvation death. It was man-made. They could have supplied rice from other parts.And when did they did? After the death of 10 lakh.

    • @user-sj4nw7wr8q
      @user-sj4nw7wr8q 7 днів тому

      @@pradeepkumarpanda7626 1803 ରେ ଓଡ଼ିଶା ବ୍ରିଟିଶ ଶାସନାଧିନ ହେଲା। 1866 ପର୍ଯ୍ୟନ୍ତ କଲିକତା ରୁ ଓଡ଼ିଶାକୁ ରାସ୍ତା ହେଇପାରିଲାନି। ଚାଷୀ ମାନଙ୍କ ଉପରେ ଜମିଦାରୀ ପ୍ରଥା ଲଦି ଅହେତୁକ tax ଲୁଟହେଲା। ସେତେବେଳେ ୩୦ ବର୍ଷୀୟା ଜମିଦାରୀ ନିଲାମି ହେଉଥିଲା। ଯାହା 1864 ରେ ପୁରୁଥିଲା। ସେଥିପାଇଁ ଜମିଦାର ମାନେ କମ୍ tax ଦେବାପାଇଁ ଅଳ୍ପ ଜମିରେ ଚାଷ କରାଉଥିଲେ। ଇଂରେଜ ସରକାର ଜାଣିପାରି land ସର୍ଭେ ଗଡେଇଚାଲିଥିଲା। ଏହା ସତ୍ତ୍ୱେ ପ୍ରବଳ ଧାନ, ଚାଉଳ ରପ୍ତାନୀ ହେଉଥିଲା - stock ଉପରେ ଧ୍ୟାନ ନ ଦେଇ। ନୂଆ କେନାଲ ଖୋଳା ଯିବାକୁ ଜମିଦାର କି ଇଂରେଜ ଲାଭଯନକ ଭାବୁନଥିଲେ। ଏତେ ସବୁ fault ପରେ ଅନୁକମ୍ପା ଦେଖେଇ କଟକ ସ୍କୁଲ କୁ ରେଭେନ୍ସା କଲେଜ ରେ ପରିଣତ କରି ଭାରି ବଡ଼ କାମଟେ କରିଦେଇଛନ୍ତି।

    • @jnanaranjannayak1005
      @jnanaranjannayak1005 7 днів тому +1

      There were so many faults . But they didn't do rescue for people.

  • @ramachandrapanipani7424
    @ramachandrapanipani7424 День тому

    ଏତେ ତଥ୍ୟ ସଂଗ୍ରହ କରି ରଖିଛନ୍ତି ଅନୀଲ ଧୀର ମହାଶୟ । ତାଙ୍କ କହିବା ମତେ ଏବେକାର ସରକାର ନଅଙ୍କ ଦୁର୍ଭିକ୍ଷର ସ୍ମୃତି ରଖିବା ଉଚିତ ।

  • @mafiasai123g3
    @mafiasai123g3 5 днів тому +2

    ଯଦି ତାଙ୍କ ସମୟରେ ଦୁର୍ଭିକ ହୋଇ ଥିଲା ବୋଲି ଆମେ ଏତେ ଆଲେଚନା କରୁଛେ ମୋର କହିବା କଥା ଆମେ ଯେତେବେଳେ ଆମର ପରିବାର ର ବାପାକୁ ଆମେ ମୁରବି ଭାବୁଛେ ତାଙ୍କ ସମୟ ରେ ଆମେ ବି ତ ଦୁଃଖ ଅନୁଭବ କରିଛେ ତା ବୋଲି କଣ ଆମେ ଆମର ବାପା ନାଁ ବଦଳାଇ ବା ଠିକ ହବ କି କାହିଁକି ବିଜେପି ସରକାର ନାଁ ଛେଞ୍ଚ କରୁଛି କିଛି ନୂଆକରି ନାଁ ଦଉନି

  • @prashantmajhi4928
    @prashantmajhi4928 8 днів тому +2

    ବହୁତ୍ ସୁନ୍ଦର୍ ସାର୍

  • @sidheswarsahoo4465
    @sidheswarsahoo4465 2 дні тому

    You are right sir.

  • @jnanaranjannayak1005
    @jnanaranjannayak1005 7 днів тому +3

    ସେମାନେ ଶହ ଶହ ବର୍ଷ ଶାସନ କରିଥିଲେ। କିନ୍ତୁ ସେମିତି କିଛି କରି ନ ଥିଲେ।

  • @Alekhachandramohanty
    @Alekhachandramohanty 8 днів тому +2

    Thanks my dear Anil Sir for your research and analysis

  • @suryanarayanmishra8772
    @suryanarayanmishra8772 9 днів тому +3

    Thanks for very nice information

  • @saileesamantray2047
    @saileesamantray2047 8 днів тому +2

    Real eye opener Sir.

  • @bhagabanpradhan7500
    @bhagabanpradhan7500 6 днів тому +1

    Good Reporting
    Thanks 💯 Sir sir
    Good answer and information

  • @pintugouda3833
    @pintugouda3833 2 дні тому +1

    ସେମାନେ ଯଦି ବେପାର କରୁଥିଲେ। ତାହେଲେ ଲୋକଙ୍କ ଉପରେ ଶାସନ କିଏ କରୁଥିଲା। କିଏ ପାସ୍ ହେଲା ତାହା କିଛି ଜରୁରୀ ନୁହେଁ । ସେମାନେ ଓଡ଼ିଶାରେ ଯେଉ ପରିସ୍ଥିତି କରିଥିଲେ ସେଇ କଥା କୁହନ୍ତୁ । ନେତାଜୀ ସେଇ କଲେଜ୍ ରେ ପାଠ ପଢିଥିଲେ ତାମାନେ ନେତାଜୀ ବି ତାଙ୍କର ଦାସ ହୋଇ ରହିବା କଥା ତାଙ୍କରି ବିରୁଧରେ କାହିଁକି ଲଢ଼ିଲେ। ଓଡିଶାର ଦୁର୍ଦ୍ଦଶା ପାଇଁ ଦାୟୀ କିଏ ? ସେଇ ମନେ ହିଁ ଓଡ଼ିଆ ଲୋକ ଙ୍କୁ ଶିଖାଇ ଦେଲେ କି ନିଜ ଭାଷା ଓ ସଂସ୍କୃତିକୁ ବାର୍ବଦ ଦିଗରେ କେମିତି ନିଆ ଜାଏ। ଲୋଭ ଦେଖାଇ କେମିତି ନିଜ ଲୋକଙ୍କୁ କେମିତି ମରଣ ମୁହଁକୁ ନିଆଁ ଯାଏ। ଲାଞ୍ଚର ଚାଳନା କେମିତି ହୁଏ ସେମାନେ ହିଁ ଶିଖାଇଥିଲେ। ସେଇ ମନେ ନିଜ ଫାଇଦା ପାଇଁ ନିଜସୁବିଧା ପାଇଁ କରି ଥିଲେ ସବୁ ଜିନିଷ । ରେଭେନ୍ସା ମହାବିଦ୍ୟାଳୟ ନାମ କିଛି ଜରୁରୀ ନୁହେଁ । ଓଡ଼ିଆ ଲୋକ ଙ୍କୁ ମାନସିକତା ର ଆବଶ୍ୟକତା ରହିଛି ।

  • @user-pm7wm4zg2x
    @user-pm7wm4zg2x 3 дні тому

    Thanks sir

  • @satyaban9609
    @satyaban9609 4 дні тому

    ନିରପେକ୍ଷ ଭାବରେ ବ୍ୟକ୍ତ କରିଥିବାରୁ ବହୁତ ବହୁତ ଧନ୍ୟ ବାଦ।

  • @gopalsamall8365
    @gopalsamall8365 8 днів тому +3

    ଅନିଲ ଧୀର ସାପ ମାରିଲେ ନି ବାଡ଼ି ଭାଙ୍ଗି ଦେଲେ l

  • @ashokchandrapatra5062
    @ashokchandrapatra5062 8 днів тому +8

    ଇଂରେଜ ଶାସକ ଙ୍କୁ ପ୍ରଶଂସା କରିବା ମାନେ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଘୃଣା କରିବା ଅବମାନନା କରିବା

  • @bansidharrout1766
    @bansidharrout1766 9 днів тому +2

    Thank you Dhir sir for the collection of such wonderful information. Thank you 🎉

  • @RankandhiJena-iq2sg
    @RankandhiJena-iq2sg 9 днів тому +3

    Right Sir.

  • @dibyaranjanbehera2303
    @dibyaranjanbehera2303 8 днів тому +2

    Right 👍👍 sir

  • @bshomedia8204
    @bshomedia8204 3 дні тому

    BJD ସରକାର୍ 24ବର୍ଷ ଶାସନ କାଳରେ ରେଭେନ୍ସା ମହାବିଦ୍ୟାଳୟ ଅସୁବିଧା ବିଷୟରେ ଆଲୋଚନା ହେଲାନାହିଁ, ସରକାର ବଦଳିଲା ପରେ ଯାଇକି, ଅସୁବିଧା ବାହାରିଲା ପୂର୍ବ ସରକାର୍ ରେ ନେତା ମନ୍ତ୍ରୀ ଙ୍କୁ ଦେଖା ଯାଉ ନ ଥିଲା, କାରଣ ବିଜେଡ଼ି ସରକାର ଟଙ୍କା ଲୋଟିବା ଏକ ମାତ୍ର କାରଣ ଥିଲା, ଶିକ୍ଷା ମନ୍ତ୍ରୀ ଏମିତି କହିଥିବାରୁ ଧନ୍ୟବାଦ୍ କାରଣ ଏବେ କଲେଜ ର ଅସୁବିଧା ନିହାତି ସମାଧାନ ହେବ

  • @SwamiRameswarananda-lg1kp
    @SwamiRameswarananda-lg1kp 4 дні тому

    Thanks

  • @pandavbarik2625
    @pandavbarik2625 6 днів тому

    Good

  • @heritagekalinga2503
    @heritagekalinga2503 6 днів тому

    ବର୍ତମାନ ସମସ୍ତେ ବିଦ୍ୱାନ

  • @baishnabcharansahoo9119
    @baishnabcharansahoo9119 5 днів тому

    ଏହା ଏକ ପ୍ରଶ୍ନ ଯେ,ଭାରତରେ ୩୩ କୋଟି ଦେବୀ,ଦେବତା ଓ ଓଡ଼ିଶାରେ ଜଗତର ନାଥ ଜଗନ୍ନାଥ ଥିବା ବେଳେ ଭାରତକୁ ଦୀର୍ଘ ଦିନ ଧରି ଲୁଟିଲେ କିପରି?

  • @prakashkumarjena
    @prakashkumarjena 7 днів тому

    ବହୁତ୍ ଭଲ ଲାଗିଲା

  • @manmohanmahapatra3789
    @manmohanmahapatra3789 8 днів тому +1

    ଠିକ୍ ଅଛି...
    ତେବେ ଏସବୁ ଆଜି ଯାଏଁ କାହିଁକି ଆଲୋଚନା ହେଉ ନଥିଲା ??
    କେନ୍ଦ୍ରମନ୍ତ୍ରୀ କହିଲା ପରେ କାହିଁକି ??
    ରେଭେନ୍ସା ଙ୍କ ଅନୈତିକ ତଥା ଅମାନବୀୟ କାର୍ଯ୍ୟ ସତ୍ତ୍ୱେ ଓଡ଼ିଶା ର ତତ୍କାଳୀନ ମହାମନୀଷୀ ମାନେ କାହିଁକି ମୌନ ଥିଲେ ??
    ଏହାକୁ ଓଡ଼ିଶା ଅସ୍ମିତା ନାମରେ କାହିଁକି ରାଜନୀତି କରଣ କଲା ପରି ମନେ ହେଉଛି ??

  • @debmohapatra4189
    @debmohapatra4189 8 днів тому +2

    Both Madhusudan and Fakir mohan are great but they were loyal to the British govt.Ravenshaw is guilt of the starvation death of millions of Odisha.And Odisha has gone back to 100 yrs back.Thank you for exposing Nayank Famine and Ravenshaw.

  • @user-uf3so2jf7r
    @user-uf3so2jf7r 7 днів тому +1

    ଧୀର ସାର ଙ୍କ ତଥ୍ୟ ଅନୁଯାୟୀ ନଅଙ୍କ ଦୁର୍ଭିକ୍ଷ 1866 ହୋଇଥିଲା. ବର୍ଷା ଅଭାବରୁ ଏହାର 2 ବର୍ଷ ଆଗରୁ ମରୁଡି ପଡିଥିଲା. ଏହାର ପ୍ରତିକାର ନକରିବାରୁ 3ୟ ବର୍ଷ ନଅଙ୍କ ଦୁର୍ଭିକ ଆରମ୍ଭ ହୋଇଗଲା. ଇଂରେଜ ସରକାର ଠିକ ସମୟରେ ଉଚିତ ପଦକ୍ଷେପ ନେଇ ନାହାନ୍ତି. ତେଣୁ ଲକ୍ଷାଧିକ ଲୋକଙ୍କର ମୃତ୍ୟୁ ହେଲା. ତେବେ ଦାୟୀ କିଏ???
    ତେବେ ସେତେବେଳର ରାଜା ଓ ବୁଦ୍ଧିଜୀବୀ ମାନେ ଇଂରେଜ ସରକାର ଙ୍କୁ ଭୟ କରି ନିରବ ରହିଲେ.
    ଦୁଃଖ ର କଥା, ଏତେ ବଡ଼ ଦୁର୍ବିପାକ କୁ ଓଡ଼ିଶାର ଯୁବ ସମାଜ ଜାଣି ନାହାନ୍ତି. ଆହୁରି ଆଲୋଚନା ହେବା ଦରକାର......

  • @mafiasai123g3
    @mafiasai123g3 5 днів тому

    ମୋଦି କଣ ଏତେ ବଡ ହୋଇଗଲା ତା ନାଁରେ ଷ୍ଟାଡିଅମ ହେଲା କଣ ସେତେବେଳେ ଆମର ମହାପୁରୁଷ ନଥିଲେ ତାଙ୍କ ନାଁରେ ହେଲାନି

  • @mpanda80
    @mpanda80 6 днів тому

    Thank you sir for your endeavours.You bring everything to limelite.

  • @hansdahbabubabu
    @hansdahbabubabu 5 днів тому

    Thank you sir its a political resen

  • @PurushottamKandiki
    @PurushottamKandiki 6 днів тому

    You are right sir 🙏🙏🙏

  • @BhaktahariKumar-w9q
    @BhaktahariKumar-w9q 6 днів тому

    Great.sir

  • @shantiswarupapati8366
    @shantiswarupapati8366 5 днів тому

    Right sir 🙏

  • @unlimitedindiapati9310
    @unlimitedindiapati9310 7 днів тому

    ମହାସୟ ଆପଣ ଆଜି ରେଭେନ୍ସା ର ମାନ୍ୟତା ଓ ତାର ବର୍ତ୍ତମାନ ର ଅବସ୍ଥା ବିଷୟରେ କହୁଛନ୍ତି ଠିକ କଥା କିନ୍ତୁ ଏହା ଆଗରୁ କହିଥିଲେ ଆପଣଙ୍କ ବୁଦ୍ଧିମତା ର ପରିଚୟ ମିଳିଥାନ୍ତା

  • @RubindraMallick-mr4nr
    @RubindraMallick-mr4nr 6 днів тому

    ସାର ଆପଣ ସତ୍ୟ ର ବିଷୟଜାଣିଛନ୍ତି ତାହା ହେଲେପ୍ରକାଶ କରନ୍ତୁ 👌🏿👌🏿👌🏿

  • @pratapchpradhan7158
    @pratapchpradhan7158 9 днів тому +2

    Sir, ନମସ୍କାର।ଆପଣଙ୍କ ମତ କୁ ସମ୍ମାନ କରୁଛି ।

  • @manoranjanbeshra7075
    @manoranjanbeshra7075 6 днів тому

    Great, I salute you sir. You are a genius and educated man.

  • @kalucharanpaikray7238
    @kalucharanpaikray7238 9 днів тому +2

    ଠିକ କଥା.........

  • @debmohapatra4189
    @debmohapatra4189 8 днів тому

    Let truth come out.Thank you.

  • @laxmanprasadbarik9319
    @laxmanprasadbarik9319 7 днів тому

    Good information

  • @samarkumarnayak2777
    @samarkumarnayak2777 9 днів тому

    R/Sir Namaskar. Your presentations is excellent. Many many thanks to you

  • @priyadarsansatpathy910
    @priyadarsansatpathy910 5 днів тому

    ଭାଜପାର ଜଣେ ବଡ ଚାମଚା , ଏଇ ବ୍ୟକ୍ତି।

    • @nirmalKumar-zd7qi
      @nirmalKumar-zd7qi 5 днів тому

      ପୁରୁଣା ମୁଳି ମନେହୁଏ

  • @janardanmohanty831
    @janardanmohanty831 7 днів тому

    Many thanks to this channel for bringing this interview with the real expert who passionately strived to uncover our history. Kudos to Anil for his sheer depth on the subject.

  • @pradeeppahi8861
    @pradeeppahi8861 7 днів тому

    Right

  • @mohitkumarmallick347
    @mohitkumarmallick347 7 днів тому

    Anil Babu you are right.

  • @sukrutapradhan6893
    @sukrutapradhan6893 8 днів тому +1

    ବର୍ତ୍ତମାନ ତ ଅନେକ ସମସ୍ୟା ମଧ୍ୟ ଦେଇ ଦେଶ ଗତି କରୁଛି ,ସେ ବିଷୟର ସମାଧାନ ଲାଗି କଣ ପଦକ୍ଷେପ ନେବା ଆବଶ୍ୟକ ସେହିଭଳି ଓବିତର୍କର ଆବଶ୍ୟକ ବୋଲି ମନ୍ତ୍ରୀ କାହିଁକି ଆହ୍ବାନ କରୁନାହାନ୍ତି? ଆମରି ନା ରେ ଆମେ ନାଉରୀ ତଥାପି ନା ଟା ଏତେ ଟଳମଳ। ଅନ୍ୟକୁ ଦୋଷ ଦେଇ କଣ ଲାଭ? କୌଣସି ଦୁର୍ନୀତିକୁ ଲୁଚାଇବା ଯୋଜନା ହୋଇପାରୁଛି କିନ୍ତୁ ଆଲୋଚନା କରିବା ପାଇଁ ଯେଉମାନେ ଆଗେଇ ଆସିଲେ ସେମାନଙ୍କୁ ଦେଶଦ୍ରୋହୀ ନାମରେ ଆକ୍ଷେପ କରାଯାଏ, ଏଠି ତ ବିର୍ଟିଶ୍ ଶାସନକୁ ବି ଟପି ଗଲେଣି।

    • @pradeepkumarpanda7626
      @pradeepkumarpanda7626 7 днів тому

      Apna kahiba katha je atyachari mananku ame mahima mandita karibu. Ei golami manasikata jogu Odia mane aji tale rahichanti.

  • @chandrakantabehera6550
    @chandrakantabehera6550 7 днів тому +1

    ମାଆ ଗିହା ଧର୍ମେନ୍ଦ୍ର ର ଗାଣ୍ଡୀ ରେ ଗରମ ଲୁହା ଛଡ଼ ପୁରାଇ ଦିଅ ଯେମିତି ପାଟି ବାଟେ ବାହାରିବ , ତା ପରେ ମାଆ ଗିହା ହାରାମି ଅନ୍ଧ ଭକ୍ତ ସବୁ ଜାଣି ପାରିବେ

  • @banditabarik2872
    @banditabarik2872 7 днів тому

    Anil Dhir sir nku koti koti pranam.Apan nka pakharu bahut kichhi jani baku paili.Emiti history bisayre alochona karantu.Ravenshaw university nam change heba kichhi darkar nahin.Education minister Ravenshwa University ra development kam karantu jepari India tatha world re swatantra sthan adikar karib.Jahapain Odia hisabare ame garba anubhav kariba.Name change kariba issue ku banda karajau.

  • @ramachandrapanipani7424
    @ramachandrapanipani7424 День тому

    ନାମ ବଦଳା ଯାଇପାରେ, ଯେହେତୁ ପୂର୍ବରୁ ତାହା ବଦଳା ଯାଇଛି । କିନ୍ତୁ ନାମ ବଦଳାଇବା ସହିତ ଅନୁଷ୍ଠାନର ଆବଶ୍ୟକତା ଓ ବିକାଶ ପ୍ରତି

    • @ramachandrapanipani7424
      @ramachandrapanipani7424 День тому

      ସରକାର ଦୃଷ୍ଟି ଦେବାକୁ ଅନୁରୋଧ ।

    • @ramachandrapanipani7424
      @ramachandrapanipani7424 День тому

      ଧୀର ମହାଶୟଙ୍କର ରେଭେନ୍ସା ପ୍ରତି ସହାନୁଭୂତି ରହିଛି । ତାଙ୍କ ଗବେଷଣାରୁ ଅନେକ ତଥ୍ୟ ଜଣା ପଡ଼ୁଛି । ସରକାରୀ ସ୍ତରରେ ଏହାର ଚର୍ଚ୍ଚା ହେଉ ଓ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

  • @Ramakant-vb2tw
    @Ramakant-vb2tw 7 днів тому +1

    Kahnucharan nka HaaAnna ru aame Na anka prasanga re eka bikala chitrapaithaau Fakir mohan nka atmajibaniru madhdha kichhi suchanaa mile . Ete tathya hasal karithiba Anil sir e prasangare dayakari khabar kaagajare kichhi lekhibeki?

  • @BipinPattanaik
    @BipinPattanaik 2 дні тому

    Jay Jagannath🙏Jay Nila Madhab🙏Omm🕉️Jay Surya deba☀️Jay BJP🙏Jay Modi ji🙏Jay Yogi ji🙏Jay ABVP🙏Jay Akhand Bharat 🙏Change is the unchangeable law of nature BJP goverment is fully dedicated to 1,417million common and poor people of Bharat .GURRANTEE PURA HONE KA BHI GURRANTEE. SABKA SAATH SABKA VIKASH SABKA BISWAS SABKA PRAYAS MODI PARIVARR.DOUBLE ENGINE GOVERMENT.

  • @rabindrakumarmohanty9415
    @rabindrakumarmohanty9415 7 днів тому +1

    ମାଡ୍ରାସ କୁ କାହିଁକି ଚେନ୍ନାଇ ଓ କଲିକତା କୁ କୋଲକାତା କରିବା ର କାରଣ କଣ,ଓ ଆହ୍ଲାବାଦ କୁ ପ୍ରୟାଗରାଜ କାହିଁକି କରାଗଲା ଅନୀଲ ବାବୁ କହିବେ କି।

  • @sanjibkar7495
    @sanjibkar7495 8 днів тому

    Best discussion against Naanka famine in Odisha . Really a commemoration gallery is essential for our odia people & research should be made for what was the turning point of this great horrible famine, occurred in Odisha .Na anka famine must be a part of modern Odisha reconstruction . Government should keep it's attention & take appropriate steps !❤

  • @chittaranjanjena4065
    @chittaranjanjena4065 7 днів тому

    ଯାହାକୁ ନିନ୍ଦା କରାଯାଇନି ସେ କଣ ନିଶ୍ଚିତ ସାଧୁ ପୁରୁଷ ? ଜେନେରାଲ ଡାୟାର କଣ ? ଯେ ଚିତ୍କାର କରି କହୁଥିଲା " ହିନ୍ଦୁସ୍ତାନ ତେରେ ଟୁକଡେ଼ ହୋଙ୍ଗେ" ତାକୁ ବି ନିନ୍ଦା କରାଯାଇନି। ତେବେ ସେ କଣ ନିଶ୍ଚିତ ସାଧୁ ପୁରୁଷ ? ପଶ୍ଚିମ ବଙ୍ଗରେ କେତେ କଣ ହେଉଛି। ମମତାଙ୍କ ନିନ୍ଦା କେହି କରୁନାହାନ୍ତି। ତେବେ ମମତା କଣ ଜଣେ ମହିୟସୀ ମହିଳା ? କଥା ହେଲା ବିବାଦ। ବିବାଦ ସୃଷ୍ଟି ହୋଇନି ବରଂ ସ୍ରୁଷ୍ଟି କରାଯାଇଚି। ବିଜେପିକୁ ଛାଡ଼ି ଆଉ କୋଉ ଦଳର ନେତା କହିଥିଲେ ବିବାଦ କଦାପି ହୋଇ ନ ଥାଆନ୍ତା।

  • @MalayaMishra-ne8kn
    @MalayaMishra-ne8kn 9 днів тому +1

    ଗତସ୍ୟ ଶୋଚନା ନାସ୍ତି

  • @chittaranjanpatra2885
    @chittaranjanpatra2885 7 днів тому

    ସାର କହିବେ କି ଇଙ୍ଗରେଜ କାହିଁକି ଭାରତ ଆସିଥିଲେ।

  • @drbiswaranjanmishra9076
    @drbiswaranjanmishra9076 6 днів тому

    Get a grt insight...

  • @chittaranjanpatra2885
    @chittaranjanpatra2885 7 днів тому

    ଇଙ୍ଗରେଜ ମାନେ ଆମକୁ ଟେକିବାକୁ ଆସିନଥିଲେ। ଭାରତରୁ ତିରିଶ ହଜାର ଟ୍ରିଲିଅନ ଡଲାର ଲୁଟ୍ କରିଥିଲେ।ସେ ବିଷୟରେ ଆଲୋଚନା କରବେ କି ।

  • @ashokchandrapatra5062
    @ashokchandrapatra5062 8 днів тому

    ପ୍ଲିଜ଼ remembr ନ ଅଙ୍କ ଦୁର୍ଭିକ୍ଷ ଆଉ give remark

  • @simplescienceoftemplesjdrc4928
    @simplescienceoftemplesjdrc4928 6 днів тому

    ଭାରତରେ ଘରେ ଘରେ ମହାମା ଓ Mother Teresa, West ରେ ଗୋଟେ ଅଧେ କେମିତି କେଉଁଠି ଦେଖାଯାଆନ୍ତି।

  • @khristianmahanandia2792
    @khristianmahanandia2792 8 днів тому

    ଏମାନେ ଅନେକ ୟୁନିଭରସିଟିର ନାମ ବଦଳାଇ ସାରିଲେଣି ଯେତେବେଳେ ବ୍ୟକ୍ତିଗତ ମନ୍ତବ୍ୟ କେଉଁ ଉଦ୍ଦେଶ୍ୟରେ ତା କଣ ଜଣା ପଡୁନି?

  • @lokanathdas5246
    @lokanathdas5246 8 днів тому

    At last I feel good about drought 1966 thanks 🙏 you can not fight against nature, only registanc at that time agriculture and education ,health now we feel, In modern Odisha simple things no sufficient cold storage ,no good teacher only private it is helpful for common people, answer no, after that no need of Ravanshaw University name change, work for development of Society , thanks to Dhir Sir and namaskar,

  • @purnachandragouda5282
    @purnachandragouda5282 9 днів тому +1

    ବ୍ରିଟିସ୍ ମାନେ କଣ ଖାଉଥିଲେ

  • @achyutailikekanaknewsdas2299
    @achyutailikekanaknewsdas2299 6 днів тому

    bilkul thik katha kahile sir jadi bjp bala naanka.durbikshya ra musium sabu karante tahele ame sabu janante khali ranga badaliba naa badaliba aau kichhi nahin

  • @uttambaba6800
    @uttambaba6800 4 дні тому

    Total collage taku bhanga jau 😅😢😂

  • @sanjibkumardash8966
    @sanjibkumardash8966 7 днів тому

    E sabura Kichi darkar achi? Jete samasya odisha ra ta upre kama hau.

  • @abhirammallik8940
    @abhirammallik8940 9 днів тому +1

    Respected Sir, my harty namaskar. I am happy for your high -level discussion . Being a ex-student of Ravenshaw I am not in faver rename of sucha educational institution.

  • @gurucharanmohapatra4508
    @gurucharanmohapatra4508 5 днів тому

    All these are prepared by IT Cell of BJP.Tautors BJP and Dharmendra Pradhan is one of them.A Big opportunists.

  • @manojmohapatra798
    @manojmohapatra798 7 днів тому +1

    First I request all educated person to read a novel Garba karibara katha of IA S Hursikesapanda then you know the real fact about T A Revenshaw who was a commissioner of Odisha then you return to discussion
    I can't stress the change of University name but I know well It is a foolishness to keep Revenshaw name on our University which stands by many contributions of our people s Raja mahraja s and eminent freedom thinkers and works It name should be change why we keep a, cap on our head at the place of very highly renowned colourful pagadi

  • @pradeepkumarpanda7626
    @pradeepkumarpanda7626 2 дні тому

    The name of this book should be the Dreaded Famine of 1866-67, not 'great..'

  • @biswaranjanmohapatra32
    @biswaranjanmohapatra32 7 днів тому

    Ignorance is a curse. We should endeavour to improve upon our schools, colleges and universities to reduce massive drop-outs in them. Our country is stealthily slipping into recession which has already impacted employment opportunities. Kindly look into seriously about those malaise which shall destroy our country's economic parameters.

  • @jtl1872
    @jtl1872 8 днів тому +3

    ଆଜ୍ଞା ରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓ ଙ୍କ ପ୍ରସ୍ତାବ ରେ ରାଜି ହୋଇ କଟକର ବିଦ୍ୱାନ ଓଡ଼ିଆ ମାନେ ଏହି କଲେଜ ନାମ Revenshow College କରି ଥିଲେ ।
    ଯଦି ଆପଣଙ୍କର ମତରେ ଓଡିଶାର ରାଜା ଏବଂ ବିଦ୍ୱାନ ପୁରୁଷ ମାନେ ବ୍ରିଟିଶଙ୍କ (ନରହନ୍ତା କୁ)ତେଲ ମାଲିଶ୍ କରି ଏପରି ନାମକରଣ କରିଥାନ୍ତି ,
    ତେବେ କ'ଣ ଏହି ତେଲ ମାଲିଶ୍ କାରୀ ରାଜା ଏବଂ ଏବଂ ବଡ଼ ବଡ଼ ନେତା ମାନେ କ'ଣ ଆମ ଦେଶର ଗର୍ବ ଏବଂ ଗୈାରବ ?
    ଏହି ତେଲ ମାଲିଶ୍ କାରୀ ରାଜା କୃଷ୍ଣ ଚନ୍ଦ୍ର ଭଞ୍ଜଦେଓ ନାମରେ ବହୁତ ଗୁରୁତ୍ବପୁର୍ଣ ଅନୁଷ୍ଠାନ ନାମିତ କରାଯାଇଛି । ସେଗୁଡିକ ମଧ୍ୟ change କରାଯାଉ । ଯେମିତି କି Berhampur University, MKCG medical, ଗଞ୍ଜାମ, ଗଜପତି, ପୂରୀ, ନୟାଗଡ଼, କଟକ ର ବହୁତ ଗୁଡ଼ିଏ College, ଛକ, ଅନୁଷ୍ଠାନ ଏହି ରଜା ନାମରେ ନାମିତ ହେବା ଆମ ପାଇଁ ଲଜ୍ଜାବୋଧ ନୁହେଁ କି ?

    • @arpanabhilashdas9524
      @arpanabhilashdas9524 7 днів тому +1

      Sorry to say but none of the instructions is named after Raja Kishan Chandra Bhanjdeo. All the institutes you mentioned are named after Maharaj Krushna Chandra Gajapati of Paralakhemundi. First learn than drop your comment. Thank you.

  • @premanandabehera-e9o
    @premanandabehera-e9o 6 днів тому

    Cuttack re choudwar re aaga airport ତିଆରି କର
    Foreign student direct Cuttack re landing karantu....
    Tahele Ravenshaw aau Cuttack ra sabu anusthana ku biswa chihniba....
    Kou bi sahara bhitare jaga nathaae
    Sahara bahare sabu nua anusthana / airport tiari kari sahara ku lambei diaa jaae....
    Cuttack ku lambei dia....
    Foreign loka janantu je Cuttack re airport achhi....
    Sabu thaai airport nathile kan heba?
    Jeypore Jharsugdaa town bhitare airport tiari karaaagalaa naaa town bahare airport tiari karaagalaa???
    Rajya sarakar kendra sarakar dhyana dei nahanti aaji jaaae bi....
    Ete taaa sete taaa airport kali, ete kaama kali sete kaama kali kahi sabu bhasana re sehi gotie saransa kahuthiba pradhamantri bi ichhaa kari nahanti Cuttack re airport karibaku

  • @prof.dr.j.p.behera4860
    @prof.dr.j.p.behera4860 9 днів тому +1

    ସାର ଙ୍କ ଉପସ୍ଥାପନ ଅନୁସାରେ ଏହାର ବିସ୍ତୃତ ଗବେଷଣା ର ଆବଶ୍ୟକତା ରହିଛି।
    ନାମ ବଦଳିବା ବିଷୟ ରେ ମୋର ଅତୀତ କଥା ମନେ ପଡୁଛି।
    ମୁଁ ଯେତେବଳେ ୧୯୬୯ ରେ ରେଭେନ୍ସା ରେ ନାମ ଲେଖିଲି ମୋ ମନ ରେ ଆସି ଥିଲା ଯେ ନାମ ଜଣେ ଇଙ୍ଗ୍ରେଜ ବ୍ୟକ୍ତି ଙ୍କ ନାମ ଅନୁସାରେ ହେବା ଠିକ ହୋଇନି
    ଯଦି ମାନ୍ୟବର ଶିକ୍ଷା ମନ୍ତ୍ରୀ debate ଚାହିଁ ଅଛନ୍ତି ତେବେ:
    Debate ରେ ଭାଗ ନେଇ ମୋ ମତ ଯେ ଏହାକୁ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନାମ ଅନୁସାରେ ଶ୍ରୀଜଗନ୍ନାଥ ବିଶ୍ଵ ବିଦ୍ୟାଳୟ କଲେ ପ୍ରାୟ ସମସ୍ତେ ଗ୍ରହଣ କରିବେ।

  • @user-tu7hs2oj9o
    @user-tu7hs2oj9o 6 днів тому

    Purna katha , jati , Dharam , Re 5 years Chalijiba ,

  • @Sidheswar80
    @Sidheswar80 2 дні тому

    Sarkar thau thau port gote gujurati bepari ku diya gala taha adani port hela dekha jauni hele 150 barsa ra gote anusthana ra na dekha jauchhi

  • @RankandhiJena-iq2sg
    @RankandhiJena-iq2sg 9 днів тому

    Sir, ଆପଣଙ୍କ ଲେଖା ବହି "ନ ଅଙ୍କ ଦୂର୍ଭିକ୍ଷ " ପାଇ ପାରିବିକି?

  • @Rahulnews-t8n
    @Rahulnews-t8n 8 днів тому

    Till now missionaries working towards conversion in Bharat.You can't avoid this matter Even at that time they may be tried conversion work.After all why we should not renamed on great Odia people?Jay Hind

  • @lokanathdas5246
    @lokanathdas5246 8 днів тому

    Any natural calamities no one responsible, 1999cyclone why c,m responsible at times ,so the no need of Ravanshaw name change

  • @laxmidhardas3981
    @laxmidhardas3981 21 годину тому

    Dhir Mahasay nka sabisea bistrut blisesanatmak pramanik bibarani nischay prasansaniya.Tebe eha kan Nia lagaila bhali katha n thila ki Dharmendra Pradhan nkar ? Durbhiksh ku sammukhin hebare aparagata paim Ravenshaw nku dayee karibare kichhi asubidha nahi.Kintu aaji ra Ravenshawa kounsi byakti nuhe eha ek mahan Anusthan hoi saarichhi jaha paim anek byakti epari ki samagra Odisha madhya garbit. Kie mana karuchhi Ravenshaw University ra glory ku puni thare pherai aanibaku. Ehat Sarkarnkar kam. Kintu ebe Cuttack Odisha ra sanskrutik prankendra hoi rahi nahi. Kie drusti deba o sahayak heba Cuttack ra heritage ku sarmkshan karibare. Samaste lagipadichhanti Capital ku samridh sampann kariba paim karan eha bartman ra badbadia nka charabhuim palati jaichhi. Cuttak ujadibare samaste byast.

  • @bhaktinathsabhanayak4205
    @bhaktinathsabhanayak4205 6 днів тому

    Covid 19 you ask Modi

  • @TheSonOfSoil.
    @TheSonOfSoil. 6 днів тому

    Khali gapa real history kahile habani kagaja dekha

  • @user-ee8ur3uq6e
    @user-ee8ur3uq6e 8 днів тому

    Ago tome nije university koro,au ta namo ta nijor posond onusare dio, Reneswa university tome kori no ,tenu naamo kahinki charge koribo?? Au 30 ta university koro odisha re central education minister ,au taar namo tomo posond ro neta naa re namo dei dio..

  • @karanjena1766
    @karanjena1766 8 днів тому +1

    Faltu katha jie padhini ravenshaw re sie kan kahiba 9 anka durivkgya laga topic ravenshaw college alga topic ete sikhita heiki bhi loke e chota jinsiha jani parunahanti
    Ravenshw name change heele bahut kaharap hebo 1st of all jou mane pass out heichanti job seeker semane puni thare certificate apply karibe bcs name change hele certificate bekar
    Name change hele brand value kamijba ravnwshaw ra jou craze au fame achi all over wolrd re seta bhi chalijba
    And lastly name change na kari jadi au gote ubonversity karai setaku freedom fighter name dele asuvidha kouthi
    Na nije padhinahi na bjp minister serthi pajn raga rahuchi mana re
    Edcuation au educated pilanka pain modi sarakr ra kete darad ame bhala ki jani sarichu
    Au jie besi histry histry karuchi freedom fighter heuchi tanku pachara rss ra freedom fight re kan jogadan thila?
    Suna chori lucheibaku faltu natak kruchi

  • @shashikantabehera7172
    @shashikantabehera7172 7 днів тому

    sambadika bhai pana gutkha khaiba chadi diantu please

  • @aryabhuminewspaper1851
    @aryabhuminewspaper1851 8 днів тому +1

    ଧର୍ମେନ୍ଦ୍ର ବାବୁ, ଆଗ ଢେଙ୍କାନାଳ ନାଁ ଚେଞ୍ଜ କର, ତା ପରେ ରେଭେନ୍ସା ନାଁ ବଦଳିବା କଥା ଭାବିବ,.

  • @sukanahati5628
    @sukanahati5628 5 днів тому

    Tama mananka bhali desa drohi desa re rahiba uchit nuhe.bhala bhabe history padhe.

  • @Rahulnews-t8n
    @Rahulnews-t8n 8 днів тому

    Jani suni Hindu manku mari diagala during India Pakistan partition Then Why Bharat will forget this tragedy?We have to remember the culprits or politicians, their families who were involved Even every year we will commemorate and give message to avoid such incidents in future to the future generations. It's not joke okay 👍

  • @asisakumarsingh5825
    @asisakumarsingh5825 5 днів тому

    John beams michha lekhithila ki sata lekhithila tu kipari janilu? 10 lakh loka marigale seita tumamananku gurutwahina laguchhi. Au gote katha manerakha, bhumikampa, batya sahita durbhikhya tulaniya nuhen. Karana egudika sudden hue, durbhikhya longterm process, etiki katha janinu gabeshka heichhu?