@@roshann6835 aare baba education institution always branded both good students and good teachers are creating brand name. But name change don't matter imotion
Pk panda name na lagei name Ahmad Kariba laguchhi bjp hatile wait kara 2047 belaku ....agaku bujhiba bjp Hindu pain kete jaruri.....lajya lagiba katha ete sabu janiba pare bi jie modi ku birodh kare tume kebe hindu hoi nathiba muslim ra banshdhar asa asam dekhiba bjp rahiba thik ki nahi then comment section re comment deba...jau dina bjp hatiba sei dinathu tumar bipada ra dina start heba wait kara
No change of Ravanshaw University name only one person said rank position college, not good all of you think about rank, development, not only happy ସୁଦର୍ଶନ ବାବୁ most people want no change of Ravanshaw University name thanks 👍
ରେଭେନ୍ସା ଅନୁଷ୍ଠାନ ର ନାଁ କେବେ ବି ବଦଳାଅ ନାହିଁ ମଧୁ ବାବୁ, ଫକୀର ମୋହନ ସେନାପତି, କୃଷ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କ ଠୁ ଏ ଶିକ୍ଷା ମନ୍ତ୍ରୀ କଣ ଏତେ ବଡ଼ ହେଇଗଲଣି? ଏ ଶିକ୍ଷା ମନ୍ତ୍ରୀ ପ୍ରସ୍ତାବ ଅଗ୍ରାହ୍ୟ । ଆଗ ତମ ଦଳ ନାଁ ଦେଖ Party? Kan? Party କୁ ଦଳ କର ଓଡ଼ିଶା ରୁ English subject ଆଗ ହଟାଇ ଦେଇ ସାର ତା ପରେ ରେଭେନ୍ସା ନାଆଁ କଥା ଭାବିବେ Aaau foreign Ra Sabu equipment aaga band Kara Odisha re.... Bhuli jaao Ni Sara Pruthibi gote paribara.... Before changing the name of Ravenshaw the Education Minister must have to erase the name and all symbols of the Wild king Ashok as he had killed lakhs of people of Odisha.... And you the ministry must have to change the names of stewart college, Xavier groups, St Josef etc, no names other than Indian names can be found in India, then only you can change the name of Ravenshaw.... Why you are targeting Ravenshaw University? Ravenshaw name must remain intact to give respect to the legends Madhusudan Das, Fakirmohan Senapati, Krushna Chandra Bhanja Deo and the founder the great Thomas Edward Ravenshaw who was never responsible for the famine because he had tried a lot, telegramed to his higher authority from Cuttack to Calcutta... If he is responsible for the famine then the PM is responsible for the crores of corona death? If During the period of corona the PM is never responsible, similarly during the period famine the commissioner is never responsible for the famine, our land Lords didn't give rice to the poor people, the Bengal officers didn't helped to bring rice from Bengal to Odisha...
Dharmendra Pradhan 's father has built the structure and the Ravenswa University🎓 Share on you Dharmendra Pradhan. You should change the Education system and think the development of your Odisha.
News 18 re ebe live chaluchhi 3 masa biti galani ajaye nua bahi ki dress govt school re milini aha sikshya mantri ki andha bhakta kahaku b dekha jauni asile na badalei baku
Debate show ରେ educated ଲୋକଙ୍କୁ ବସା ଯାଉ. l ମୂର୍ଖ କୁଜି ନେତା ମାନଙ୍କୁ କାହିଁକି ବସା ଯାଉଛି l
Exactly
ଏହାକୁ ବିତର୍କ କୁହାଯିବ ନାହିଁ,,,ବିତର୍କ ନାମରେ କେବଳ ଗୋଟିଏ ପକ୍ଷର ସମର୍ଥନ...ଏପରି ବିତର୍କ ନ କରିବା ଭଲ ।
Apane patha padhichhnti mate laaguni name change hele kana asubidha kahila
@@tapankumarbehura740 ଜଣେ ଶିକ୍ଷିତ କେବେହେଲେ ନାମ ପରିବର୍ତ୍ତନ ସପକ୍ଷରେ କହିବ ନାହିଁ ।କାରଣ ନାମ ପରିବର୍ତ୍ତନ ରେ ଶିକ୍ଷାର ବିକାଶ ହୁଏନି ।
@@roshann6835 aare baba education institution always branded both good students and good teachers are creating brand name. But name change don't matter imotion
ଧର୍ମେନ୍ଦ୍ର ପ୍ରଧାନ ତାର ନାମ ବଦଳାଇ ଦିଅନ୍ତୁ। OTV ଏହି ଆଲୋଚନା ପାଈଁ ଓଡ଼ିଶା ର ଗୁଣି ଜ୍ଞାନୀ ବ୍ୟକ୍ତି ଙ୍କୁ ଡାକିବା କଥା। ମାତ୍ର ମୂର୍ଖ ବ୍ୟକ୍ତି ଙ୍କୁ ଡାକି ଆଲୋଚନା ନ ହେଉ। ବିଜେପି ଦଳ ସରକାର ବଦଳି ଯାଉ।
Adharma padhana heba katha
ଯିଏ ଓଡିଶା ଜନତା ହତ୍ୟା କରିଥିଲା ତା ନାମ କାହିଁକି
ପର୍ମେନ୍ଦ୍ର ପ୍ରଧାନ କରାଯାଉ
ରେଭେନ୍ସା କୁ ନେଇ ବେଶି ଇମୋସନାଲ ହେବା ଉଚିତ ନୁହେଁ ସମୟ ଅନୁଯାଇ ବଦଳିବା ଦରକାର
ରେଭେନ୍ସା ର ଶିକ୍ଷା ନୀତି ବଦଳିବା ଦରକାର
କୋଠା ବଦଳିବା ଦରକାର
ଖାଦ୍ୟ, ବସ୍ତ୍ର ବଦଳୁଛି
ମଣିଷ ବଦଳୁଛି
ଭାଷା ସଂସୁଧସନ ହେଉଛି
ନାମ ବି ବଦଳିଲେ କଣ ଅସୁବିଧା
ସେଠି ପଢ଼ୁଥିବା ଛାତ୍ର ବଦଳୁ ନାହାନ୍ତି
ଯେଉଁ ମାନେ ନାମ ବଦଳେଇ ବାକୁ ଚାଉଁ ନାହାନ୍ତି ସେମାନେ ଜୀବନରେ ବଦଳିବେ ନାହିଁ ବୋଧେ . ଭାଇ ମାନେ ଧନ୍ୟବାଦ
ସେମିତି ରହିଥାଅ କିଛି ପରିବର୍ତନ ହୁଅନି
ବିଜେପି ଦଳର କାମ 5ବର୍ଷ ପର୍ଯ୍ୟନ୍ତ ନାମ ପରିବର୍ତନ କାମରେ ହିଁ ସମୟ ବିତିଯିବ ଓଡିଶା ର ଉନ୍ନତି ପାଇଁ ଚିନ୍ତା କଲେ ଭଲ ହେବ
Absolutely right 👍
Tu to Kam kare by the way famine time re revensaw Kn karuthile 😂😂
@@bhaktarampanda304 right 👍👍
କଟକ ରୋ ନା ବି ବଦଳା ଯାଉ, ଭୁବନେଶ୍ୱର ରୋ ବି ନା ବଦଳା ଯାଉ,
ରେଭେନ୍ସା ବଦଳରେ ମୋଦି ଲେଖାଯିବା କଥା 😂
ନାଁ ବଦଳିବା ଦରକାର ନାହିଁ ବିକାଶ ପାଇଁ ସରକାର ବଦଳିବା ଦରକାର୍
👍👍
Haba
Sarkar bodolichi angyan
Sethi pain 24 years dele kana paila kana bala
ସତ କଥା ଭାଈ
ଏହାକୁ ବିତର୍କ କୁହାଯିବ ନାହିଁ,।ଏଠି କେବଳ ଗୋଟିଏ ପକ୍ଷର ଲୋକଙ୍କୁ ଆଣି ସେମାନଙ୍କୁ ସମର୍ଥନ କରାଯାଉଛି,,,ଏମିତି ବିତର୍କ ନ କରିବା ଭଲ ।
ଓଟିଭି କୁ ଅନୁରୋଧ, ଏମିତି ଶସ୍ତା ବିତର୍କ କରନ୍ତୁ ନାହିଁ ।ଏହାକୁ ବିତର୍କ କୁହାଯିବ ନାହିଁ ।
ରେଭେନ୍ସା ବିଶ୍ଵବିଦ୍ୟାଳୟ ର ନାମ ପରିବର୍ତ୍ତନ ହୋଇପାରିବ ନାହିଁ ।
ମୋଦିଭକ୍ତ ଙ୍କୁ ପ୍ରସାଦ ର ଆବଶ୍ୟକତା ରହିଛି 😂
Hei na thanta, hele tame kahila maney change heba.
@@sanjubaba5944ସୁର୍ଯ୍ୟ କେବେ ପଶ୍ଚିମ ଦିଗରେ ଉଦୟ ହେବା ଦେଖିଛ? ..ଠିକ ସେହିପରି ରେଭେନ୍ସାର ନାମ ପରିବର୍ତ୍ତନ ଅସମ୍ଭବ ।
@@sanjubaba5944ସୁର୍ଯ୍ୟ କେବେ ପଶ୍ଚିମ ଦିଗରେ ଉଦୟ ହେବା ଦେଖିଛ? ଠିକ ସେହିପରି ରେଭେନ୍ସାର ନାମ ପରିବର୍ତ୍ତନ ଅସମ୍ଭବ ।
It's ok 🙏😅
ବଙ୍ଗୋପସାଗର କୁ କଳିଙ୍ଗ ସାଗର କରୁନ
Jadi BJP ra dum achi tahele Kalinga Sagar karajau.
ମୁଁ ଏକଥା ସବୁବେଳେ କହିଆସୁଛି
It's Right
ଯେଉଁ କଥା ଜାଣିନ ସେକଥା କହିବନି ....ନହେଲେ ସମ୍ମାନ ହାନି ହେବାକୁ ସମୟ ଲାଗିବ ନାହିଁ....ଆଶାକରେ ବୁଝିଯିବେ....ଜୟ ଜଗନ୍ନାଥ 🙏
@@skmplanet9591nice short😂😂
ବହୁତ ସୁନ୍ଦର ବିତର୍କ। ମୁଁ ଆଶ୍ଚର୍ଯ୍ଯ ଯେ ଏତେ ଦଶନ୍ଧି ପରେ,ଦେଶରେ ଣିଖିମନାଇ ମାନେ ବଞ୍ଚି ଛନ୍ତି।
ଯଦି ଇଂରାଜୀ ନାମକୁ ଏତେ ଘୃଣା ଭାବ ଆସୁଛି ତା ହେଲେ, ଆମକୁ କାହିଁକି ଇଂରାଜୀ ରେ ପାଠ ପଢ଼ାଯାଉଛି? 🤔
Right 👍🏻
English padhu6u bcz English International language ... English padhu6u boli kan bapanku Dad dakiba ?
English padu6u bcz English ta International language .... ta mane nuhabje English padu6u boli bapa nku father Dad dakiba ....
Jadi odisha ra mahapurushnku ete ghruna karucha tahele odisha re rahucha kai
To gandi fatuchhi 😂😂😂
ଜୟ ଓଡିଶା
ଜୟ କଟକ ବିଶ୍ୱବିଦ୍ୟାଳୟ
Bjp ର କାମ କେବଳ ରଙ୍ଗବଦଳାଇବା ଓ ନାମ ବଦଳେଇବା ରେ ହିଁ ୫ ବର୍ଷ ବିତିଯିବା ।
ଯଦି ରେଭେନ୍ସା ନାମକୁ ଉଠାଇ ଦେବେ ତାହେଲେ ଇଂରାଜୀ
ଭାଷାକୁ ଓଡ଼ିଶାରୁ ଉଠାଇ ଦିଆଯାଉ
OTV ବାଛି ବାଛି ଏବିଭିପି ପିଲାଙ୍କୁ ଡାକି ବିତର୍କ କରୁଛି
ଯୋଉ ମାନେ ରେଭେନ୍ସା ନାଁ ରେ କହୁଛନିଁ ସବୁବିଜେପି ଲୋକ ତାଙ୍କୁ ଡାକିକି ଆଣିଛନିଁ କହିବା ପାଇଁ
Hmm
ସେଇମାନଙ୍କୁ ପଚରାଯାଉ ଗ୍ରାମଫୋନ ରେକର୍ଡ, ସelasticity ର ଓଡ଼ିଆ ପଚାରନ୍ତୁ 😂 କେତେଜଣ କହିବେ ଆପଣ ଜାଣିପାରିବେ କେଡେ ସ୍ଵାଭିମାନୀ ସେଇମାନେ
@@subhransudalai8360 ହିଁ ମୂର୍ଖ ମାନେ କେବଳ ଯିଦି ଆଉ ଡୋମିନେଟ କରିବା ତାଙ୍କ କାମ
Semane sabu BJP and ABVP ra loka Bhai 😂
Right
ରେଭେନ୍ସା ନାମ ପରିବର୍ତ୍ତନ ହେଲେ ପରିସ୍ଥିତି ଅଣାୟତ୍ତ ହୋଇପାରେ ।।
ସବୁ ଅନ୍ଧଭକ୍ତ ଙ୍କୁ ଲଙ୍କା ଧୁଆଁ ଦେବା ଉଚିତ୍
ନା ବଦଳିବା ଦରକାର
Ravenshaw is best popular name❤
ଓଟିଭି anchor ଙ୍କ ମନ ବହୁତ ଖୁସି 🤓🤓🤓🤓🤓
ଆଜ୍ଞା ୟାକୁ ବିତର୍କ କୁହାଯିବନି... ବିତର୍କରେ ଦୁଇ ଗୋଷ୍ଠୀ ରହିବା ଦରକାର... 🙏🙏🙏
ଏହା ବିତର୍କ ନୁହେଁ,, ଏଠି କେବଳ ଗୋଟିଏ ପକ୍ଷର ଲୋକଙ୍କୁ ଆଣି ସେମାନଙ୍କୁ ସମର୍ଥନ କରାଯାଉଛି ।
ଇଂରାଜୀ ପାଠ ପଢ଼ା ବି ବନ୍ଦ ହେଇଯାଉ। ଓଡିଶା ରେ । କାରଣ ଇଂରାଜୀ ବି ବ୍ରିଟିଶ୍ ମାନଙ୍କର।
ନାମ ଚେଞ୍ଚେ ହେଲେ ଓଡ଼ିଶା ବାସି ଦୁଃଖ ପ୍ରକାଶ କାରିବେ
ଏମିତି ପ୍ରୟାସ ଭଲ ନୁହଁ
ଏଇ ବିତର୍କ ରେ କିଛି ଧର୍ମ ଭୀରୁ ବସିଛନ୍ତି।
ଏ ବିତର୍କ ର କୈାଣସି ମାନେ ନାହିଁ।
ଏହାକୁ ବିତର୍କ କୁହାଯିବ ନାହିଁ,,,ବିତର୍କ ନାମରେ କେବଳ ଗୋଟିଏ ପକ୍ଷର ସମର୍ଥନ,,,👎
ଏ କେବଳ କିଛି କାମ ନଥିବା ଲୋକଙ୍କର ଭାଣ୍ଡାମି ମାତ୍ର, କିଛି ନୂଆ କରିବାର ଅଛି, କର
ନାମ ପରିବର୍ତନ ନ କରି ଆଉ ଗୋଟିଏ ବିଶ୍ୱବିଦ୍ୟାଳୟ ତିଆରି କଲେ ଅସୁବିଧା କଣ?
ଏବଂ ଏ ଶଳା ବିଜେପି ନେତା ମନ୍ତ୍ରୀ ମାନେ ନାମ ଏବଂ ରଙ୍ଗ ପରିବର୍ତନ ପାଇଁ ହିଁ ଶାସନ କୁ ଆସିଜି ଛି
ଓଟିଭି ସାମ୍ବାଦିକ ଚାହୁଁ ନାହାନ୍ତି ତାଙ୍କ ଯୁକ୍ତି ଏବଂ ପ୍ରଶ୍ନ ରୁ ଲାଗୁଛି
ରେଭେନ୍ସା ସାହେବ ସେ ସମୟରେ ବଙ୍ଗାଳୀ ମାନଙ୍କ କବଳରୁ ଓଡି଼ଆ ଭାଷାକୁ ସୁରକ୍ଷା ଦେଇନଥିଲେ ଆଜି ଓଡି଼ଆ ଭାଷାର ଅସ୍ତିତ୍ଵ ସଙ୍କଟରେ ଥାଆନ୍ତା । ଓଡି଼ଆ ଭାଷା ପ୍ରତି ରେଭେନ୍ସାଙ୍କର ଅବଦାନ ଅନେକ...ବ୍ୟାସକବି ଫକିରମୋହନ ସେନାପତି ସ୍ଵରଚିତ ଉତ୍କଳ ଭ୍ରମଣ ପୁସ୍ତକରେ ରେଭେନ୍ସାଙ୍କର ଅବଦାନ କୁ ପ୍ରଶଂସା କରି ତାଙ୍କର ଗୁଣଗାନ କରିଛନ୍ତି ।
Achha ko page re kahilu re 😂😂
@@bhaktarampanda304 tu jai utkala bhramana book padh,,tu murkha te kn j tote page kahibi..tu nije padh
ସରକାର ଯଦି ବିଶ୍ୱବିଦ୍ୟାଳୟ ର ଆସନ ,ଆଉ ସୁରକ୍ଷିତ ଆଇନ ଆଉ ନୂତନ ଉଚ୍ଚବିଦ୍ୟାଳୟ ର ଅଧ୍ୟାପକ ପଦବୀ କୁ ବୃଦ୍ଧି କରାଯାଉ ଅନ୍ୟନ୍ ସମସ୍ୟା ସହିଛି ତାକୁ ପ୍ରଥମେ ଦେଖାଯାଉ ଖାଲି ପରିବର୍ତନ ନା କୁ ନେଇ କି ରାଜନୀତି କଲେ କିଛି ହେବନି ଆମ goverment ଖାଲି ନା କୁ ରେ ରାଜନୀତି କରୁଛନ୍ତି କିଛି ନୂଆ କର govt ଖାଲି 😂😂😂😂
ଯେଉଁ ଦେଶକୁ ଚା ବାଲା ଓ ଗୁଜରାଟୀ ଦଲାଲ ଶାସନ କରୁଛନ୍ତି ସେଠୀ ଇଂରାଜୀ ର ମୂଲ୍ୟ କିଏ ବୁଝିବ.....
ରେଭେନ୍ସା ରେଭେନ୍ସା କହି ସବୁ ସୁନା ଲୁଟି ନେବେରେ ।
ଭାଇ ତା ହେଲେ ମୋ ମତ ରେ ରେଭେନ୍ସା କଲେଜ ଏବଂ ଇଂରେଜ ମାନଙ୍କ ଦ୍ବାରା ନିର୍ମାଣ କରାଯାଇଥିବା ସମସ୍ତ କାର୍ଯ୍ୟାଳୟ କୁ ଧୁଲିସାତ କରି ଦିଆଯାଉ ଓ ଓଡ଼ିଶା ସରକାର ନୁତନ ନିର୍ମାଣ କରନ୍ତୁ ଯଦି ସମ୍ଭବ ନୁହେଁ ତା ହେଲେ ନାମ ପରିବର୍ତ୍ତନ କରି କିଛି ଲାଭ ନାହିଁ ବରଂ ତା Development ଉପରେ ଚିନ୍ତା କରିବା ଉଚିତ୍
Thik katha .
Dharmendra Pradhan...... Leave Odisha
ଆମ ଦେଶ ଭାରତ ବର୍ଷ ରେ ଅନେକ ପରିବର୍ତ୍ତନ ର ଆବଶ୍ୟକତା ଅଛି ଯାହା ସମସ୍ତ ଭାରତୀୟ ଅନୁଭବ କଲେଣି । କେବଳ ରେଭେନ୍ସା କଲେଜର କଥା ନୁ ହେଁ। ଆମ ଜାତୀୟ ସଂଗୀତ କାହା ଉଦେଶ୍ୟ ରେ ବୋଲାଯାଇଛି ଟିକିଏ ତଥ୍ୟ ସଂଗ୍ରହ କଲେ ଭଲ ହୁଅନ୍ତା।
ଲୋକମାନେ କେବେ ଚାହିଁବେ ନାହିଁ ରେଭେନ୍ସା ନାମ ପରିବର୍ତ୍ତନ ହେଉ କିନ୍ତୁ ଦୁଃଖର ବିଷୟ କେତେଜଣ ନେତା ଅଛନ୍ତି ଦେଶର ପ୍ରକୃତ ସମଶିଆ ଉପରେ କେବେ ଚର୍ଚ୍ଚା କରୁନାହାନ୍ତି ଖାଲି କଲେଜ ଓ ରାସ୍ତା ର ନାମ ପରିବର୍ତନ କରିଦେଲେ ବେରୋଜଗାର ଓ ଦରଦାମ କମିଯିବ
Otv ର ଏ ବିତର୍କ ଅନେକ ଶସ୍ତା,ଏତେ ଶସ୍ତା programme ନକରିବାକୁ ଓଟିଭି ର chief ଙ୍କୁ ଅନୁରୋଧ
@@rajamishra2312 ମୂର୍ଖ ଲୋକଙ୍କୁ ଡାକିଲେ ବିତର୍କ ଶସ୍ତା ହିଁ ହବ
ଯେଉଁ ମାନେ ନା ଦେଇଥିଲେ ସେମାନେ କଣ ମୂର୍ଖ ଥିଲେ କି ?
ପିଲା କେମିତି ଭଲ ପଢ଼ିବେ ଶିକ୍ଷକ ନିଯୁକ୍ତି କରୁ ନାହାନ୍ତି , ନୂଆ କିଛି devloped କର କାହିଁକି ସେ ନା ପଛରେ ପଡିଚ
ନାମ ନୁହେଁ କାମ କର
ବିଜେପି ସରକାର ନାମ ବଦଳେଇବାରେ ବ୍ୟସ୍ତ। ସାଧାରଣ ଜନତା ଜାଗ୍ରତ ହୁଅ। ଏ ପ୍ରହସନ କଣ ପାଇଁ। କିଛି କାମ ନାହିଁ। ଉନ୍ନତି କର । ଉତ୍ତରପ୍ରଦେଶରେ ଏହା ହିଁ ହେଲା ବିଜେପି ହାରିଲା। ବାପାର ନାମକୁ ବି ବଦଳେଇ ଦିଅ। ବହୁତ୍ ଶିକ୍ଷିତ ହେଇଗଲଣି। ଇତିହାସକୁ କାଟି ପକାଅ।
ନିଜର ମାନସିକତା ଆଗ ବଦଳାଅ
ଓଡ଼ିଆ ରେ ନିଦାନ କେନ୍ଦ୍ର କହୁନଥିବା ଏବଂ ବାର୍ଥଡେ କେକ୍ କାଟୁଥିବା, ରକ୍ତ ନମୁନା ନକହି ବ୍ଲଡ଼ ସାମ୍ପଲ କହୁଥିବା ପଣ୍ଡିତମଣ୍ଡଳୀ କୁ କିଏ ପଚାରେ ଭାଇ
କିଏ କିଏ ଜାଣିଛନ୍ତି ରେଭେନ୍ସା ଓ SCB ମୟୂରଭଞ୍ଜ ରାଜା ଦାନ ଦେଇଛନ୍ତି👍👍👍
ସପକ୍ଷ ବିପକ୍ଷ ସୃଷ୍ଟି କରି ବିବାଦ ସୃଷ୍ଟି କଲେ କିଛି ଲାଭ ନାହିଁ, କାରଣ ରେଭେନ୍ସା ରେ ବଡ଼ ବଡ଼ ସ୍ଵାଧୀନତା ସଂଗ୍ରାମୀ ଆଉ ଦେଶପ୍ରେମୀ ପଢିଛନ୍ତି, ଏଠି ଖାଲି ରାଜନୈତିକ ନାଟକ ଚାଲିଛି, ସେଇ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଠାରୁ ବଡ଼ ସ୍ଵାଭିମାନୀ ଆଉ ନିର୍ଭୀକ କେହି ଅଛନ୍ତି କାଇଁ ଅନୁଭବ ହଉନି , ଉପସ୍ଥିତ ବିଦ୍ୱାନଗଣ କୌଣସି ନା କୌଣସି ରାଜନୈତିକ ଦଳର ସମର୍ଥକ
ମୁଁ ଭାବୁଛି ଏମାନଙ୍କ ଭିତରୁ ଯେଉଁମାନେ ବି ନାମ ପରିବର୍ତ୍ତନ ହେବା ସପକ୍ଷରେ ମତ ରଖୁଛନ୍ତି ସେମାନେ ସମସ୍ତେ କେବଳ BJP ଦଳର ଅଟନ୍ତି ଏବଂ ଏପରି ମତ ରଖିବା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଠୁ ଟଙ୍କା ନେଇଛନ୍ତି ।।
ଗେରୁପଲ ନାମ ପରିବର୍ତ୍ତନ ଛାଡ଼ି ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ବିକାଶ କର।😂😂
ପଇସା ଦେଲେ ବହୁତ ଶିକ୍ଷିତ ବେକାରୀ ଯୁବଗୋଷ୍ଠୀ ସାମାନ୍ୟ ଅର୍ଥ ଲୋଭର ବଶବର୍ତ୍ତୀ ହୋଇ ଇତିହାସ ବ୍ୟତିରକେ(ନ ଜାଣି )ଆଲୋଚନା ପାଇଁ ବହୁତ ବତୀପେଲା ମିଳିବେ !🎉
ଓ ଟିଭି ର ଏ ହେଲା ଦଙ୍ଗା ହଙ୍ଗାମା ସୃଷ୍ଟି କରିବା ଡିବେଟ୍ -- ଦୀର୍ଘ 10ଵର୍ଷ ହେଲା କେବଳ ଏଇ ନାଆଁ ପରିବର୍ତ୍ତନ ରାଜନୀତି ଚାଲିଛି -- ଏତେ ଶସ୍ତା ଡିବେଟ୍ କରିବା କେବଳ ଓ ଟିଭି ଦ୍ବାରା ସମ୍ଭବ ।ଜୟ ଜଗନ୍ନାଥ ।
ରେଭେନ୍ସା ର ନାମ ଓଡ଼ିଶାର ଏବଂ ଓଡ଼ିଆ ଜାତିର ମାର୍ଗ ଦର୍ଶକ ପଣ୍ଡିତ ଗୋପବନ୍ଧୁ କିମ୍ବା ବାରିଷ୍ଟର ମଧୁସୂଦନ ଦାସ ଙ୍କ ନାମରେ ନାମିତ ହେବା ଉଚିତ୍
କିଛି ନାମ ପରିବର୍ତ୍ତନ ହବା ଦରକାର ନାହିଁ 😡😡
Se itihas re lekha achhi famine time re Revensaw Kn kn karuthile 😂😂
@@bhaktarampanda304ତୁମକୁ ଯଦି ଇତିହାସ ଜଣା ନାହିଁ ଚୁପ ରୁହ,,ଓଡି଼ଆ ଭାଷା ର ସୁରକ୍ଷା ଓ ଉନ୍ନତି ଦିଗରେ ରେଭେନ୍ସାଙ୍କର ଅତୁଳନୀୟ ଅବଦାନ ରହିଅଛି,,ଯାହାକୁ ଇତିହାସ ସ୍ଵୀକାର କରେ ।
ସବୁ ଶିକ୍ଷାନୁଷ୍ଠାନ English language ପାଠପଢ଼ା ବନ୍ଦ କରାଯାଉ
ଆଜି ଯେଉଁ ଆପଣ ମାନେ କଥା କଥା କେ ଏତେ english ଚୋବେଇ ହେଉଛନ୍ତି ତାହା କଣ ଓଡ଼ିଶା ରୁ ଜନ୍ମ ସେଇଟା ନହେଲେ ତ ଏବେ ସମସ୍ତଙ୍କର ପ୍ରାଣ ଛାଡ଼ିଯିବ ସେଇଟା ତ ପୁଣି England ରୁ English ମାନଙ୍କ ଦ୍ଵାରା ଆସିଛି କାହିଁ ସେଇଟା ତ କହିବା ବନ୍ଦ କରୁନ ଆଉ ଏବେ University ର ନା ବଦଳେଇବା ପାଇଁ ଚାଲି ଆସିଛ ଲାଜ ନାହିଁ ତମକୁ
ବିତର୍କ ସମ୍ପୁର୍ଣ୍ଣରୂପେ ଏକପାଖିଆ,,,ଏଭଳି କଣ ବିତର୍କ କରାଯାଏ..
Otv ବିତର୍କ କରିବ !! ସେ କେବଳ କିଛି ଭଡାଟିଆଙ୍କୁ ଆଣି ଯାହା ଶିଖେଇ ଛନ୍ତି, ତାହା କେବଳ ଆମକୁ ଶୁଣାଉଛନ୍ତି
ଅଲଗା ଦେଶ- ବିକାଶ,ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା, ନୂଆ ନୂଆ ଜିନିଷ ଉଦ୍ଭାବନ ଆବିଷ୍କାର ,ମେଡିକାଲ ସୁବିଧା, ଲାଇବ୍ରେରୀ ସୁବିଧା,କ୍ରୀଡା ପ୍ରତିଯୋଗିତା ପାଇଁ ସୁବିଧା ଆଦି ବହୁତ ସୁବିଧା
ଆମ ଦେଶ- ନାମ ବଦଳାଇ ଦିଅ, ରଙ୍ଗ ବଦଲାଇ ଦିଅ, ହିନ୍ଦୁ ମୁସ୍ଲିମ୍ କରି ଦିଅ , ଛୋଟ ପିଲାଙ୍କୁ ଧର୍ମଭୀରୁ କରି ଦିଅ, ସ୍କୁଲ କଲେଜ ପାଠ ପଢା ଉପରେ ମହାଙ୍ଗା କରି ଦିଅ,
ଲୋକ ମାନଙ୍କ ମଧ୍ୟମରେ ବିଦ୍ଵେଷ ଭାବ ଭରି ଦିଅ ପିଲା ମାନଙ୍କୁ ନେତାଙ୍କର ଚାଟୁକାର ବନେଇ ଦିଅ,
ପେପର ଲିକ କରି ଦିଅ 😂
OTV OR TV channel ବିଜେପି ଦଳ ର। ଭବାନୀ ବାବୁ ବିଜେପି ଦଳ ର journalist. Janakish ବଡ଼ ପଣ୍ଡା କଣ ଓଡ଼ିଶା ର ଭଗଵାନ?? ରେଭେନ୍ସା ମହାବିଦ୍ୟାଳୟ ର ନାମ ବଦଳିବ ନାହିଁ। ସବୁ ମୂର୍ଖ ବ୍ୟକ୍ତି କୁ ଡାକି ଭବାନୀ ବାବୁ ଜନ ମଞ୍ଚ ପ୍ରୋଗ୍ରାମ କରି ଛନ୍ତି।
Dharmendra ପ୍ରଧାନ ର ଚେଲା ମାନେ ସବୁ ଏଇ ଆଲାଚନରେ କଣ ପାଇଁ
Sarkar badali badarakar
ଦେଶ ରୁ ମୋଦୀ ଙ୍କୁ get out କର। ବିଜେପି ଦଳ ସରକାର ହଟି ଯାଉ। ଭୋଟ ଜାଲିଆତି କରି ବିଜେପି ଦଳ ସରକାର କରିଛି। ରେଭେନ୍ସା କଲେଜ ନାମ ପରିବର୍ତ୍ତନ ହେବ ନାହିଁ। OTV ଆଉ ଲୋକ ପାଇଲା ନାହିଁ??
Pk panda name na lagei name Ahmad Kariba laguchhi bjp hatile wait kara 2047 belaku ....agaku bujhiba bjp Hindu pain kete jaruri.....lajya lagiba katha ete sabu janiba pare bi jie modi ku birodh kare tume kebe hindu hoi nathiba muslim ra banshdhar asa asam dekhiba bjp rahiba thik ki nahi then comment section re comment deba...jau dina bjp hatiba sei dinathu tumar bipada ra dina start heba wait kara
No change
Think for development of the universities in the state instead of entering into name changing politics. Prof A K P C Swain
ଇଂରାଜୀ ଭାଷା କହିବା ଓ ପାଠ ପଢିବା ଓଡ଼ିଶାରେ ବନ୍ଦ୍ ହେବା ଦରକାର କି?
No change of Ravanshaw University name only one person said rank position college, not good all of you think about rank, development, not only happy ସୁଦର୍ଶନ ବାବୁ most people want no change of Ravanshaw University name thanks 👍
ଇଂଲିଶ ମିଡ଼ିଅମ ଓଡିଶା ରେ କେତେ ଅଛି ଗଣନା କରାଯାଉ. ଓଡ଼ିଆ ସ୍କୁଲ ଅଧିକା ଅଛି ନାଁ କମ୍. ମନ୍ତ୍ରୀ ନେତା ମାନଙ୍କ ପିଲାମାନେ କୋଉଠି ଶିକ୍ଷ୍ୟା ଲାଭ କରିଛନ୍ତି ଆଉ କରୁଛନ୍ତି. ପ୍ରତ୍ୟକ ସ୍କୁଲ ସାର୍ଟିଫିକେଟ ରେ ହେଡିଙ୍ଗ ରେ ଓଡିଆ ରେ ଲେଖା ଯାଉ ତା ପରେ ରେଭେନ୍ଶା ନାଁ ବଦଳାଇବା ଠିକ୍ ହେବ କି ନାହିଁ ଚିନ୍ତା କରାଯାଉ.
ବିଜେପି କୁ ଖାଲି ମାଡ ଦରକାର।
ଯଦି ରେଭେନ୍ସା ନାମ ହିଁ ରହିବନି ତାହେଲେ ସେ ବନେଇଥିବା କଲେଜ କାହିଁକି ରହିବ..
କଲେଜକୁ ଭାଙ୍ଗି ଆଉଥରେ ବନାଯାଉ
ଆଉ ଆମ ଓଡ଼ିଆ ହିସାବରେ ନାମ କରଣ କରାଯାଉ..
ତୁମେ ମାନେ ଏ ଜନ୍ମ, ରେଭେନ୍ସା ଙ୍କ ନାମ କୁ ବଦଳାଇ ପାରିବ ନାହିଁ 👍🏾💃🏼 ଏମିତି କେବଳ ବିଜେପି କୁ ସପଟ୍ କରି ଚାଲି ଥିବ, ଫଳ ଶୂନ ହେବ
OTV=RSS+BJP
ସେଥିପାଇଁ BJP RSS ୱାଲାଙ୍କୁ ଆଣି ଡିବେଟ୍ ରେ ବସେଇଦେଇଛି
should be change. ବଦଳିବା ନିହାତି ଦରକାର ! ଓଡ଼ିଶା ବିଶ୍ୱବିଦ୍ୟାଳୟ ହେଲେ ଭଲ ହୁଅନ୍ତା। ଦଳୀୟ ରାଜନୀତିରୁ ଉର୍ଦ୍ଧ୍ବରେ ରହି ଆଲୋଚନା ମାଧ୍ୟମରେ ବିଚାର କରାଯିବା ଉଚିତ୍।
Revensa University of name should not change
ପିଲାଦିନରୁ ବହୁକଷ୍ଟରେ ଗୁଡ଼ାଏ ଗାଳି ଶିଖିଥିଲି...ଶିକ୍ଷକଟିଏ ହେଲାପରେ ସେଇସବୁ ମୋ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଇବ ବୋଲି ଆଉ ବ୍ୟବହାର କରୁନାହିଁ...ହେଲେ ଓଟିଭିର ଏ ବାଳ ବିତର୍କ ଦେଖି ସେ ଗାଳି ଗୁଡା ବାହାରିବାକୁ ଛାଟିପିଟି ହେଉଛନ୍ତି ...
ଆପଣ ଯଥାର୍ଥ କହିଲେ । 👍👍👍
ଓଟିଭି ଚ୍ୟାନେଲ ବାହାରି ଗୋ ଟିଭି ଲଗେଇ ଦେଇ ଭଲ 😂😂😂😂
ସାଧାରଣ ଜନମତ ନିଆଯାଉ ବିଶେଷ କରି ଯେଉଁ ମାନେ ଏହି ବିଶ୍ବବିଦ୍ୟାଳୟର ଦାୟାଦ ତାଙ୍କୁ ପଚରା ଯାଉ....ଖାଲି କିଛି ମୁଷ୍ଟିମେୟଙ୍କୁ ନେଇକି ଏମିତି ତର୍କ କରା ନ ଯାଉ
Na badili ba darkar nahi devolepment darkar
O tv ଶିଖେଇ ଦେଇଛି
କେବଳ ସପକ୍ଷ ବାଦୀ ଙ୍କୁ ନେଇ ଓଟିଭି ବିତର୍କ କରେ।
Debate is going on between All BJP supporter 🎉
ଇଂରେଜ ତ ପଳେଇଲେ କିନ୍ତୁ ଭାରତୀୟ ଙ୍କୁ ଗୋଲାମୀ କରିବା ମନବୃତି ଶିଖେଇ ଦେଇଗଲେ 🙏
Bala bitarka
Bitrka sunibaku bhala laguni
Bhabani babu,how many education/wise persons on the, debate?
ଇଁରେଜ ବିଜା ବଧେ ଏଇଟା
ନାମ ନାହିଁ କାମ ବଦଳାଅ ! ଶିକ୍ଷା କେମିତି ସୁବିଧାରେ ଏବଂ ସମସ୍ତେ ପାଇପାରିବେ ଏବଂ ଭଲ ଶିକ୍ଷା ମିଳିବ ତାହା ବଦଳାଅ ଯଦି ତୋମ ପଛପଟେ ଦମ ଅଛି
କଲେଜ୍ ପ୍ରତିଷ୍ଠା ହେଲାବେଳକୁ ଯେଉଁମାନେ ରେଭେନ୍ସାର ନାମଦେଲେ, ସେମାନେ କାରଣ ଥାଇ ଦେଇଥିବେ।ସେହି ନାମକୁ ଆମେ ବଦଳାଇ ବାକୁ କିଏ।
ସେମାନେ ସେତେବେଳେ ତ ସେମାନ ପରିସ୍ଥିତି ବିଷୟରେ ଜାଣିଥିବେ।
ରେଭେନ୍ସା ଅନୁଷ୍ଠାନ ର ନାଁ କେବେ ବି ବଦଳାଅ ନାହିଁ
ମଧୁ ବାବୁ, ଫକୀର ମୋହନ ସେନାପତି, କୃଷ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କ ଠୁ ଏ ଶିକ୍ଷା ମନ୍ତ୍ରୀ କଣ ଏତେ ବଡ଼ ହେଇଗଲଣି?
ଏ ଶିକ୍ଷା ମନ୍ତ୍ରୀ ପ୍ରସ୍ତାବ ଅଗ୍ରାହ୍ୟ ।
ଆଗ ତମ ଦଳ ନାଁ ଦେଖ
Party? Kan? Party କୁ ଦଳ କର
ଓଡ଼ିଶା ରୁ English subject ଆଗ ହଟାଇ ଦେଇ ସାର ତା ପରେ ରେଭେନ୍ସା ନାଆଁ କଥା ଭାବିବେ
Aaau foreign Ra Sabu equipment aaga band Kara Odisha re....
Bhuli jaao Ni Sara Pruthibi gote paribara....
Before changing the name of Ravenshaw the Education Minister must have to erase the name and all symbols of the Wild king Ashok as he had killed lakhs of people of Odisha....
And you the ministry must have to change the names of stewart college, Xavier groups, St Josef etc, no names other than Indian names can be found in India, then only you can change the name of Ravenshaw....
Why you are targeting Ravenshaw University?
Ravenshaw name must remain intact to give respect to the legends Madhusudan Das, Fakirmohan Senapati, Krushna Chandra Bhanja Deo and the founder the great Thomas Edward Ravenshaw who was never responsible for the famine because he had tried a lot, telegramed to his higher authority from Cuttack to Calcutta...
If he is responsible for the famine then the PM is responsible for the crores of corona death?
If During the period of corona the PM is never responsible, similarly during the period famine the commissioner is never responsible for the famine, our land Lords didn't give rice to the poor people, the Bengal officers didn't helped to bring rice from Bengal to Odisha...
1st odisha and India government change hela desho new collage OK others Bikash hebo
Central education minister India re English language re kahanki podhauchha school college re tanku Bane karauno ,
ମହାରାଜା ଶ୍ରୀରାମଚନ୍ଦ୍ର ଙ୍କ ନାାନୁସାରେ ହେଉ।କାରଣ ସେତବେଳେ ସେ ୨୦୦୦୦ଟଙ୍କା ଦାନ ଦେଇଥିଲେ ।
OTV ku change keri bjp tv kari dia
Ta hele Kolkata Rani Victoria Hall name cahnge karajau Au odishare sabu English name change kara jau
Ei Jana mancha ru Bala insights milila...
ଯେଉଁମାନେ ରେଭେନ୍ସା ନାମ ପରିବର୍ତନ ପାଇଁ ବ୍ୟାକୁଳ, ଅଥବା ଏ ମଞ୍ଚରେ ଯେଉଁମାନେ ବିତର୍କରେ ଭାଗ ନେଇଛନ୍ତି ( ଜନମଞ୍ଚ ପରିଚାଳକଙ୍କ ସହିତ ) ସେମାନଙ୍କର ରେଭେନ୍ସା ପାଇଁ ଅବଦାନ କଣ ??? ପ୍ରଥମେ ସିଏ ନିଜ ନାମ ପରିବର୍ତନ କରନ୍ତୁ, ତା'ପରେ କୁହନ୍ତୁ l
Dharmendra Pradhan 's father has built the structure and the Ravenswa University🎓
Share on you Dharmendra Pradhan. You should change the Education system and think the development of your Odisha.
Sabubele khali bjp ku tekidhara.
ଯଦି ଟି. ଇ ରେଭେନ୍ସା ଙ୍କ ନାମ ବିରୋଧ କରାଯଉଛି ଜଣେ ଇଂରେଜ ବୋଲି ତାହେଲେ ଓଡିଶା ରୁ ଇଂରାଜୀ ଭାଷା କୁ ମଧ୍ୟ ଉଠେଇ ଦିଆଯାଉ
ବୋକବାଶ ଆଲୋଚନା ଧେତ ତେରୀକି 😂😂😂😂
ଓଟିଭି କୁ ଆଉ କିଛି ମିଳିଲାନି??? ନାମରେ କଣ ଅଛି, ଓଡ଼ିଶା ର ଉନ୍ନତି ଓ ଓଡିଆ ଭାଷା, ଓଡ଼ିଶାର ଆର୍ଥିକ ସ୍ଥିତି ବିଷୟରେ ତର୍କ ବିତର୍କ କଲେ ଭଲ ହୁଅନ୍ତା,
News 18 re ebe live chaluchhi 3 masa biti galani ajaye nua bahi ki dress govt school re milini aha sikshya mantri ki andha bhakta kahaku b dekha jauni asile na badalei baku
ଦୁଇଶହ ବର୍ଷ ଶାସନ କରିଥିବା ଶାସକ
ମହାରାଜ ମୟୂରଭଞ୍ଜ ନିଜର ସୁରକ୍ଷା ପାଇଁ
ରେଭେନ୍ସା ନାମ ପଇସା ଦେଇ କଲେ,
ଆମ ଟକାଂରେ ତିଆରି ଏଣୁ ନାମ ବଦଳିବା
ଦରକାର
Bjp ବିକାଶ ନାହିଁ ,ନା ବଦଳାଇବା ରେ ମାହିର
ମୋଟାମୋଟି ଉତ୍କଳ ମଣି ଗୋପବନ୍ଧୁ ବିଶ୍ଵବିଦ୍ୟାଳୟ ନାମିତ ହେଉ। ତ୍ୟାଗୀ ଏବଂ ଶିକ୍ଷାପ୍ରେମୀ ମଣିଷ ସିଏ।
ନାଲିଆ ବାବୁ ପୁରା ଚୁପ୍ ହେଇଗଲା।
ଆରେ ବାବୁ ଯଦି ଏବେ ସବୁକିଛି ପରିବର୍ତ୍ତନ କରିବାକୁ ଚାହୁଁଛ ତେବେ ଆମର ଅତି ପ୍ରିୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ମହାପୁରୁଷ ନୁହନ୍ତି।ସେ ପ୍ରଥମ ବ୍ୟକ୍ତି ଯିଏ କି ଜୀବିତ ଏବଂ ଏକ ପଦରେ ଅଛନ୍ତିସେ ନିଜ ନାଁ ରେ ଷ୍ଟାଡିୟମ୍ କରିଛନ୍ତି ତାକୁ ପ୍ରଥମେ ବଦଳେଇ କୌଣସି ମହାପୁରୁଷ ଙ୍କ ନାଆଁ ରେ କଲେ ଭଲ ହେବ।
ବ୍ରିଟିଶ ମାନଙ୍କୁ ଆକ୍ଷେପ କରି ସବୁ ପରିବର୍ତନ କରି ପାରିବା ନାହିଁ। ଯଦି ସେପରି ଚାହୁଁଛ ତାହା ହେଲେ ଆପଣ ପିନ୍ଧିଥିବା ପେଣ୍ଟ ସାର୍ଟ ବି ବଦଳାଇ ଧୋତି ପିନ୍ଧ। କାରଣ ପେଣ୍ଟ ସାର୍ଟ ପିନ୍ଧିବା ବି ବ୍ରିଟିଶ ମାନେ ଶିଖାଇଥିଲେ।