ରେଭେନ୍ସାଙ୍କ ଇତିହାସ ଖୋଲିଦେଲେ ନଟବର | Ravenshaw Name Change Issue | Pro. Natabar Satapathy | OR

Поділитися
Вставка
  • Опубліковано 15 вер 2024
  • ରେଭେନ୍ସା ବିଶ୍ଵବିଦ୍ୟାଳୟର ନାଁ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏଥିରେ ଅନେକ ଅସହମତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସେହିପରି ଅନେକ ବ୍ୟକ୍ତି ନାଁ ପରିବର୍ତ୍ତନ ସପକ୍ଷରେ ମଧ୍ୟ ଯୁକ୍ତି ବାଢ଼ିଛନ୍ତି । ଏହାରି ଭିତରେ ରେଭେନ୍ସାଙ୍କ ସମ୍ପୂର୍ଣ୍ଣ ଇତିହାସ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଧ୍ୟାପକ ନଟବର ଶତପଥୀ । ଶୁଣନ୍ତୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାଁ କାହିଁକି ରେଭେନ୍ସାଙ୍କ ନାଁରେ ହୋଇଥିଲା ।
    ରେଭେନ୍ସାଙ୍କ ଇତିହାସ ଖୋଲିଦେଲେ ନଟବର | Ravenshaw Name Change Issue | Pro. Natabar Satapathy | Odisha Reporter
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #Natabarsatapathy #Cuttack #Ravenshawissue

КОМЕНТАРІ • 869

  • @madankirshani7251
    @madankirshani7251 11 днів тому +24

    ନଟବର ସାର ନମସ୍କାର,ଆପଣ ପରି ଜଣେ ଜ୍ଞାନୀ ବ୍ୟକ୍ତି ତଥା ଓଡ଼ିଶାର ଐତିହାସିକ ତଥ୍ଯ ଆଧାରିତ ଉପସ୍ଥାପନା ପାଇଁ ଅଶେଷ ଧନ୍ୟବାଦ।

    • @user-db5to6xm1i
      @user-db5to6xm1i 10 днів тому

      @@madankirshani7251 नटवर इतिहास को झूठला रहे हैं, सही इतिहास बताने की शक्ति नहीं है नटवर जी मैं

    • @rjsoy4432
      @rjsoy4432 4 дні тому

      ​@@user-db5to6xm1iତେର୍କୋ ଓଡ଼ିଆ ଅସ୍ମିତା ଧୋ ଡାଲେଗା 😅😅

  • @JJPA2019
    @JJPA2019 12 днів тому +14

    ସାର୍ ଆପଣଙ୍କ କହିବ ଶୈଳୀ ଓ ଇତିହାସର ସତ୍ୟତା ଉପରେ ଆଲୋକପାତ କରିବା ବିରଳ ଅଟେ। ଅଶେଷ ଅଶେଷ ସାଧୁବାଦ୍।

  • @sabitarani6363
    @sabitarani6363 12 днів тому +8

    ଧନ୍ୟବାଦ ସାର ଆପଣଙ୍କୁ, ବହୁତ ପ୍ରାଜଳ ଭାବରେ ଆମ ଓଡ଼ିଶାର ଇତିହାସକୁ ବୁଝାଇ ଥିବାରୁ

  • @surendranathrath504
    @surendranathrath504 13 днів тому +8

    ସୁନ୍ଦର ନିରପେକ୍ଷ ବିଶ୍ଳେଷଣ ‌, ଆପଣଙ୍କୁ ଶତକୋଟି ପ୍ରଣାମ।

  • @DillipBhoi-mu1dk
    @DillipBhoi-mu1dk 14 днів тому +85

    ଆପଣଙ୍କର ବକ୍ତବ୍ୟ ଯଥାର୍ଥ ଅଜ୍ଞ୍ୟା 🙏🏻🙏🏻🙏🏻

    • @user-db5to6xm1i
      @user-db5to6xm1i 11 днів тому

      रावेन्शॉ के अव्यवस्था के कारण 20 लाख लोग मारे हैं, इसीलिए इनका नाम परिवर्तन कर देनाउचित है

  • @surendrabarad5260
    @surendrabarad5260 14 днів тому +109

    ଆପଣଙ୍କ ସହ ଆମେ ଏକ ମତ,ଆମ ଓଡ଼ିଆଙ୍କୁ ସତ୍ୟ ଇତିହାସ ଦବାକୁ ଅନୁରୋଧ🙏⭕‼️⭕🙏

    • @user-db5to6xm1i
      @user-db5to6xm1i 11 днів тому

      नाम परिवर्तन होना ही चाहिए, रावेनशॉ के अव्यवस्था के कारण 20 लाख लोग मरे हैं

  • @birakishorenayak1690
    @birakishorenayak1690 13 днів тому +64

    ଅତି ସୁନ୍ଦର କଥାଗୁଡିଏ କହିଲେ,ଅଶେଷ ଧନ୍ୟବାଦ ଆପଣଙ୍କୁ 🙏
    ରେଭେନ୍ସାର ନାମ ପରିବର୍ତ୍ତନ ହେଲେ ଆମେ ରେଭେନ୍ସାଙ୍କ ପ୍ରତି ଅନ୍ୟାୟ କଲେବୋଲି ଜାଣିବା ।

    • @user-db5to6xm1i
      @user-db5to6xm1i 11 днів тому

      नटवर जी आप से ही इतिहास बताओगे नहीं, 20 लाख लोगों के मृत्यु में रभेंसा जी की व्यवस्था में गड़बड़ी थी, तभी तो इतने लोग मर गए, अपने दोष को छिपाने के लिए एक कॉलेज खोल दिया ताकि लोग सहानुभूतिशील हो जाए, और 20 लाख लोग जो मर गए उसको भूल जाएं, नाम तो परिवर्तन होना ही चाहिए, इन्होंने सही से कम न करने के कारण इतने लोग की मृत्यु हुई है, नटवर जी आप कोई निष्पक्ष आदमी नहीं हो, आपको बहुत राजनीति करनी आती है, थोड़े राजनीति छोड़ दो

    • @user-db5to6xm1i
      @user-db5to6xm1i 10 днів тому

      @@birakishorenayak1690 नाम परिवर्तन करती ही उड़ीसा अस्मिता बढ़ जाएगी, उड़ीसा में उड़ीसा के लोगों का नाम रखो तो उड़ीसा का गौरव बढ़ेगा, फकीर मोहन सेनापति, राधानाथ राय, कर्मयोगी गौरीशंकर, बक्सी जगाबंधु, गंगाधर मेहर जो भाषा को आगे बढ़ाएं उन्हीं के नाम होना चाहिए, वास्तविक उड़ीसा के यही कर्ण धार है, रावेनशॉ को एक पंक्ति उड़िया नहीं आती थी वह क्या उड़ीसा की रक्षा करेगा, हम तो फकीर मोहन के संतान है हम तो गंगाधर के संतान है हम तो राधानाथ राय के संतान है संतान है गोपाबंधु के हम संतान हैं, इन्हीं लोगों के कारण हमारा ज्ञान का उदय हुआ इसीलिए यह हमारे बाप हैं ,हमारे लोगों का नाम रखेंगे ,कौन-कौन रावेनशॉ के संतान है बताओ

    • @Bijay452
      @Bijay452 10 днів тому +2

      Revenswa kiye se gote British people

    • @BijayakumarAcharya-ex3yj
      @BijayakumarAcharya-ex3yj 9 днів тому +1

      Revensa name not changge revensha. Is right. Name. Change of name is right name

    • @MrBibhujan
      @MrBibhujan 8 днів тому

      Sun revenshaw to bou ra bou gehithila magia
      ​@@Bijay452

  • @GotiMuktiAndolan_Odisha
    @GotiMuktiAndolan_Odisha 12 днів тому +15

    ଆପଣଙ୍କ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ। ଯାହାହେଲେ ବି ଏଭଳି ଆଲୋଚନା ଦ୍ବାରା ରେଭେନ୍ସା ସାହେବଙ୍କ ଓଡିଶା ପ୍ରତି ଅବଦାନ ଅଧିକ ଜାଣିହେଲା। ନମସ୍କାର ମହାଶୟ ସୁନ୍ଦର ଆଲୋଚନା କରିଥିବାରୁ

  • @RANJANKUMAR-jb1xw
    @RANJANKUMAR-jb1xw 14 днів тому +61

    ସାର୍ ଆପଣ ଠିକ୍ କହୁଛନ୍ତି ଜୟ ଜଗନ୍ନାଥ ❤❤❤❤❤

    • @user-db5to6xm1i
      @user-db5to6xm1i 11 днів тому

      इस रवेन्शॉ व्यक्ति के कारण 20 लाख लोग मर गए, अपने दोष को छिपाने के लिए कॉलेज खोल करके सहानुभूति हासिल कीहै

  • @amulyakumarpanda1158
    @amulyakumarpanda1158 13 днів тому +5

    Excellent speech. Ravenshaw Saheb is adorable in view of his tremendous contributions.

  • @belalsensenapati1300
    @belalsensenapati1300 13 днів тому +32

    ଆପଣ ଯଥାର୍ଥ କଥା କହିଛନ୍ତି ଆଜ୍ଞା। ଧର୍ମେନ୍ଦ୍ର ପ୍ରଧାନ ଏଇ କଥାକୁ ବିତର୍କ କରିବାକୁ ଆହ୍ୱାନ କରିଛନ୍ତି। ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ବିଚାରକୁ ନ ନେଇ ବୁଦ୍ଧିଜୀବୀମାନଙ୍କ ମତାମତ ନେଇ ନିଷ୍କର୍ଷ ନିଆଯିବା କଥା।

    • @bauribandhusahoo2167
      @bauribandhusahoo2167 12 днів тому +1

      Odishare budhijibi achhanti e katha biswasjogyahoiparena. 25barsha hela semane soipadithile ebe nida bhangila.

    • @user-db5to6xm1i
      @user-db5to6xm1i 11 днів тому

      रवेन्शॉ के अव्यवस्था के कारण 20 लाख लोग मरे हैं, अपने दोष को छिपाने के लिए कॉलेज खोल दिया वह भी अपने नाम से, उड़ीसा वाले समझो समझो

    • @gitanjalimohanty6657
      @gitanjalimohanty6657 10 днів тому +2

      ଶିକ୍ଷାମନ୍ତ୍ରୀ ଓଡିଶାରେ ଶିକ୍ଷାର ଉନ୍ନତି ପାଇଁ କାମ କରନ୍ତୁ ।

    • @user-db5to6xm1i
      @user-db5to6xm1i 10 днів тому

      @@gitanjalimohanty6657 उड़ीसा के उन्नति के लिए ही काम कर रहे हैं अच्छे आदमी है , आपको दुख नहीं होना चाहिए, नाम चेंज करना चाहिए, गोपाबंधु दास जैसे फकीर मोहन सेनापति जैसे,उड़ीसा में लोग नहीं है क्या

    • @user-db5to6xm1i
      @user-db5to6xm1i 10 днів тому

      @@gitanjalimohanty6657 कर रहे हैं

  • @danielsirika2772
    @danielsirika2772 13 днів тому +43

    ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ଆପଣ ଙ୍କ ପିଲାମାନଙ୍କୁ ଓଡିଶା ରେ ପାଠ ପଡେଇ ଡାକ୍ତର କରାନ୍ତୁ,ପ୍ରାପଫେସର କରାନ୍ତୁ ବାହାର ରାଜ୍ୟକୁ, ବାହାର ଦେଶକୁ କାହିଁକି ପଠେଉଛନ୍ତି

    • @amarendrasarangi740
      @amarendrasarangi740 13 днів тому +1

      ତେବେ ପାଠ ପଢ଼ି ୟେତେ ବେକାର କାହିଁକି ହଉଛନ୍ତି!!!!

    • @Anak3164
      @Anak3164 11 днів тому

      Right 🎉

    • @healthylifeforever.6813
      @healthylifeforever.6813 8 днів тому +1

      @@amarendrasarangi740 kapi kari patha padhile kichi kamaku nahi bekar hebe, kachada bhali kichi kamare lagibani.

  • @sanjaykumishra5186
    @sanjaykumishra5186 14 днів тому +40

    ଓଡିଶା କହିଲେ ରେଭେନ୍ସା କି ରେଭେନ୍ସା କହିଲେ ଓଡିଶା ସମସ୍ତେ ବିଚାର କରନ୍ତୁ

  • @rkg1962
    @rkg1962 11 днів тому +4

    ବହୁତ ସୁନ୍ଦର ତଥ୍ୟ ଉପସ୍ଥାପନ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି। ଜୟ ଶ୍ରୀ ଜଗନ୍ନାଥ।

  • @user-cw9gp5ty9f
    @user-cw9gp5ty9f 13 днів тому +5

    ସୁନ୍ଦର ତଥ୍ଯ, ସୁନ୍ଦର ବିଶ୍ଳେଷଣ, ସୁନ୍ଦର ଉପସ୍ଥାପନ । ନାମ ପରିବର୍ତ୍ତନ କରିବାକୁ ଚାହୁଁଥିବା ପ୍ରତ୍ୟେକ ବ୍ଯକ୍ତି ଏହାକୁ ଶୁଣି,ଉପଲବ୍ଧିକରିବା ସହିତ ନିରପେକ୍ଷ ଭାବେ ପୁନର୍ବିଚାର କରିବା ଉଚିତ ।କ

  • @bipadabhanjananayak3818
    @bipadabhanjananayak3818 13 днів тому +64

    ରେଭେନ୍ସା ସବୁ ସମୟରେ ରେଭେନ୍ସା ହୋଇ ରହିବା ଉଚିତ। ଖରାପ ଶାସକ ର ଏତେ ବଡ଼ ଶିକ୍ଷାନୁଷ୍ଠାନ ନିର୍ମାଣ କରିବା କଣ ଖରାପ କାର୍ଯ୍ୟ। ନା ବଦଳାଇବା ଏକ ଋଗ୍ନ ମାନସିକତା।

    • @user-hc5rd3pw7t
      @user-hc5rd3pw7t 13 днів тому +8

      Revenshaw ra first name thila Cuttack college pare revenshaw sahab ku khusi Kariba pain kichi ku chakri tanka name revenshaw rakhithile tanka ra gote money sahajya na thila odissa king Kanika mayurvanj krushna Chandra emanka abadan re pratistha hoiche history dekha

    • @shinquanone8714
      @shinquanone8714 13 днів тому

      Fully agreed with you।

    • @bsn8527
      @bsn8527 13 днів тому

      ​@@user-hc5rd3pw7t👍👍 Right...

    • @kailashbehura1455
      @kailashbehura1455 13 днів тому

      Who is this person.

    • @NewLeapEducation
      @NewLeapEducation 13 днів тому

      If required make new university by BJP. Not to change name

  • @abhiramsahoo5642
    @abhiramsahoo5642 13 днів тому +6

    ଯଥାର୍ଥ ଅନୁଭବୀ ଆଲୋଚନା ଆଜ୍ଞା ! ଆମକୁ ରାଜନୈତିକ ଗୋଟିଚାଳନା ଛାଡି ଉଦାର ମାନବିକ ଓ ଐତିହାସିକ ମୂଲ୍ଯବୋଧ ଦୃଷ୍ଟିରୁ ଏହାକୁ ବିଚାର କରିବାକୁ ହେବ ! ନମସ୍କାର ସାର୍ !

  • @prangyaparamitarout.prangy7345
    @prangyaparamitarout.prangy7345 13 днів тому +4

    ସାର୍ ଆପଣଙ୍କ ମତାମତ ଯଥାର୍ଥ । ଆପଣଙ୍କୁ କୋଟି କୋଟି ପ୍ରଣାମ।

  • @mr.sanjayinformationdiscov3282
    @mr.sanjayinformationdiscov3282 13 днів тому +14

    ଡାକ୍ତର ପରୀକ୍ଷା, ନେଟ ପରୀକ୍ଷା ଆଦି ସବୁ ପରୀକ୍ଷା ରେ ସବୁବେଳେ ପ୍ରଶ୍ନପତ୍ର ଲିକ ହେଉଛି ତଥାପି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କର କୌଣସି ପ୍ରତିକ୍ରିୟା ନାହିଁ ,,, ଆଉ ନାମ ବଦଳେଇବାରେ ଏମାନେ ମାହିର,,,,

  • @ceekay9911
    @ceekay9911 13 днів тому +7

    ଆପଣ ୧୦୦% ସତକଥା କହିଛନ୍ତି। ରେଭେନ୍ସା ସବୁଦିନେ ସବୁସମୟରେ ରେଭେନ୍ସା ହୋଇକି ଥିଲା,ରହିଛି ଓ ରହିବ।🎉

  • @riteshgudu9189
    @riteshgudu9189 13 днів тому +3

    ଏଇଟା ହିଁ ଆମ ଜାତିର ଇତିହାସ🙏🙏🙏
    ସଂପୂର୍ଣ୍ଣ ସଠିକ୍ ତଥ୍ୟ, ଧନ୍ୟବାଦ

  • @BinodpandaHouse
    @BinodpandaHouse 11 днів тому +3

    To be educated in the college named as ରେଭେନ୍ସା is a pride.We should not encourage nor praise in the system of changing colours or names.

  • @ashishdalabehera9410
    @ashishdalabehera9410 14 днів тому +33

    Samrat Ashok also killed one lakh odia soldiers, injured lakhs of odia soldiers,then why are we using Ashok Stambha as govt emblem?It is also matter of debate.

    • @drnrusinghaojha55
      @drnrusinghaojha55 13 днів тому +6

      ଆପଣ ଠିକ୍ କହିଛନ୍ତି। ଉଦେଶ୍ୟ ଓଡ଼ିଆ ଅସ୍ମିତା ନୁହେଁ ଅସଲ କଥା ଅସ୍ମିତା ନାଁ ରେ କରି ମଝି ପୋତି ରାଜନୈତିକ ଫାଇଦା ନବା। ଯେଉଁ ମାନେ ଗାନ୍ଧୀଜୀଙ୍କୁ ଗୁଳି କରି ତାହା ଯଥାର୍ଥ ବୋଲି ଯୁକ୍ତି କରନ୍ତି ସେମାନଙ୍କୁ ଠାରୁ ଅଧିକ କଣ ଆଶା କରିବା

    • @biranchinarayanmishra7191
      @biranchinarayanmishra7191 11 днів тому

      Why will not think about KHARBELA the greatest Hero of our Odia.

    • @pradeepmohanty1905
      @pradeepmohanty1905 11 днів тому

      Correct

    • @bhagbatclick
      @bhagbatclick 4 дні тому

      Ashok Stambha Who used when India got Indipendent at that time who was ruling India, the Stupid Congress and congress party made that Ashoka Stambha as Govt of India symbol.

    • @bhagbatclick
      @bhagbatclick 4 дні тому

      ​@@drnrusinghaojha55ଆରେ ମହାପଣ୍ଡିତ ଗାନ୍ଧୀ କୁ ଯେ ଗୁଳି କଳା ସେ ଦେଶ କୁ ମୁସଲିମ ଦେଶ ହେବାରୁ ରକ୍ଷା କଳା । ନଚେତ୍ ସବୁ ଭାରତ ପାକିସ୍ତାନ କୁ ଅଧେ ରୁ ଅଧିକ ଦେଇ ଦେଇ ଥାଆନ୍ତା । ଆଉ ତୁ ଏବେ ମଜିଦ୍ ରେ ଯାଇ ନମାଜ ପଢ଼ୁ ଥାଆନ୍ତୁ , ତୋତେ ଯେ କି ଅସୁବିଧା ହେବ , ତୁ ତ ଗୋଟେ 😂 ନ କହିବା ଭଲ ।

  • @belalsensenapati1300
    @belalsensenapati1300 13 днів тому +32

    ତଥାକଥିତ ଶିକ୍ଷିତ-ମୂର୍ଖ ଟାଉଟରମାନେ ଅଶାଳୀନ ମନ୍ତବ୍ୟ ଦେବା ବଦଳରେ ଶାଳୀନତାର ସହ ଧର୍ମେନ୍ଦ୍ରଙ୍କ ମତକୁ କାଟିପାରିଲେ ଓଡ଼ିଆମାନେ ଉପକୃତ ହୁଅନ୍ତେ। ଓଡ଼ିଆମାନଙ୍କର ଜ୍ଞାନ ବଢନ୍ତା
    ଓ ଦିବଙ୍ଗତ ରେଭେନ୍ସାଙ୍କୁ ପ୍ରକୃତ ନ୍ୟାୟ ମିଳନ୍ତା।

    • @durbashasahani4154
      @durbashasahani4154 13 днів тому

      ✅✅✅✅❤❤❤

    • @BasantakumarRaul
      @BasantakumarRaul 11 днів тому

      ତୁ ସଳା ଭାରି ପଣ୍ଡିତ ବେ? ଆଉ ସବୁ ମୂର୍ଖ।

    • @trueindianman9336
      @trueindianman9336 10 днів тому +1

      Are british ku nyay miliba katha kan kahuchha ? Laaja saram nathile ebhali bolibaani bahare.

  • @sadanandasahoo3707
    @sadanandasahoo3707 13 днів тому +57

    ଲୋକଙ୍କ କଥାରେ ଯିବେ ନାହିଁ, ଧର୍ମେନ୍ଦ୍ର କଣ ଭଗବାନ କି? ଧର୍ମେନ୍ଦ୍ର ଠିକା ନେଇଛନ୍ତି? କଣ ଅବଦାନ ଓଡ଼ିଶାର ଶିକ୍ଷା ପାଇଁ। ଆଲୋଚନା ହେଉ କିନ୍ତୁ ଆଲୋଚନାରେ କେବଳ ଶିକ୍ଷାବିତ୍, ବୁଦ୍ଧିଯିବୀ ରହିବା ଉଚିତ। କୋୖଣସି ରାଜନୈତିକ ବ୍ୟକ୍ତିବିଶେଷ ଙ୍କୁ ଆଲୋଚନାରେ ଭାଗ ନେବାକୁ ନିଷିଦ୍ଧ କରି ଆଲୋଚନା କରାଯାଉ।

    • @swadhikarbetaj3768
      @swadhikarbetaj3768 13 днів тому +6

      ମୁଁ ବ୍ୟକ୍ତିଗତ ଭାବେ ଧର୍ମେନ୍ଦ୍ରଙ୍କୁ ବିରୋଧ କରେ ମାତ୍ର ରାଜ୍ଯ ହେଉ କି ଦେଶ ସବୁ ଅନୁଷ୍ଠାନ ଗୁଡିକ ଆଞ୍ଚଳିକ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ନାମରେ ନାମିତ କାହିଁକି ନ ହେବ?

    • @sadanandasahoo3707
      @sadanandasahoo3707 13 днів тому

      @@swadhikarbetaj3768 ରେଭେନ୍ସା ନିଜ ନାମରେ କଲେଜ କରି ନ ଥିଲେ। ସବୁଠାରୁ ବେଶି ଦାନ କରିଥିବା ବାରିପଦା ମହାରାଜାଙ୍କ ପ୍ରସ୍ତାବ ଆଧାରରେ ,ଶିକ୍ଷା ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ କରାଯାଇଥିଲା। ଜଣେ ଅଣଓଡିଆ ହୋଇ ତାଙ୍କ ର ଅବଦାନକୁ ନ୍ୟୁନ କରିଦେବା କୃତଘ୍ନତା । ଏହା ଏକ ଐତିହ, ଗର୍ବ।

    • @pareshkumarkhatua8950
      @pareshkumarkhatua8950 13 днів тому +3

      ​@@swadhikarbetaj3768becz it's 150 old...it's a brand University...jadi Abe name change heijiba ...history change hei jiba ....u can't understand ravenshaw students emotions

    • @prasantapanda1703
      @prasantapanda1703 13 днів тому +3

      ହଁ ହଁ ହଁ ଯେଉଁ ଇଁରେଜ ମାନେ ଆମକୁ ନିର୍ଯାତନା ଓ ହତ୍ୟାକରି ସବୁ ଲୁଟିନେଲା ଏମିତିକି ଜଗନ୍ନାଥଙ୍କ କୋହେନୂର ହିରା ଲୁଟିନେଲେ ଆମେ ତାଙ୍କରି ଗୁଣ ଗାନ କରିବା

    • @sadanandasahoo3707
      @sadanandasahoo3707 13 днів тому

      @@prasantapanda1703 ଇତିହାସ ପଢ

  • @prakashnayak5902
    @prakashnayak5902 13 днів тому +13

    ସାର A.O .Hum ବିସୟରେ ଟିକିଏ କୁହନ୍ତୁ। କାରଣ ସେ ମଧ୍ୟ ଭାରତୀୟଙ୍କ ହିତ ଚିନ୍ତା କରୁଥିଲେ,ଇତିହାସ ଅନୁସାରେ,

    • @sanvi5540
      @sanvi5540 13 днів тому

      sabu engrej bharatiyanka hita chinta kari bada bada engraji sikhyanustan tiari kari thile bodhe au nija naa dei dauthile

    • @blueworld842
      @blueworld842 10 днів тому

      Change the name

    • @roshann6835
      @roshann6835 10 днів тому +1

      ​@@blueworld842NEVER !!!

  • @arucharanpradhan5502
    @arucharanpradhan5502 14 днів тому +46

    ରେଭେନ୍ସାର ନାମ କାଟିଲେ କି ରଖିଲେ ରେଭେନ୍ସା ସାହେବଙ୍କର କିଛି ଲାଭ ବା କ୍ଷତି ହେବାର ନାହିଁ। ଏହି ନାମ ପାଇଁ ରାଜ ନେତା ନେତ୍ରୀ ମାନେ କାହିଁକି ସେ ଦିଗରେ ବିଭ୍ରାଟ ସୃଷ୍ଟି କରୁଛନ୍ତି। ଭିତ୍ତିଭୂମିର ଉନ୍ନତି କଥା ଚିନ୍ତାକରିବା କଥା।

    • @jnm4871
      @jnm4871 13 днів тому

      Nischita bhabare achhi ....bhiti bhumira unnati katha bi bichar kara jauchi....

    • @user-db5to6xm1i
      @user-db5to6xm1i 11 днів тому +1

      अच्छा नाम आना चाहिए, रावेनशॉ का इतिहास भी सबके सामने आना चाहिए, ताकि रावेनशॉ बहुत अच्छा आदमी नहीं था यह सब को पता चलेगा

  • @saratmishra7100
    @saratmishra7100 12 днів тому +2

    Well said and perfect analysis.

  • @arunakumarpanigrahi4459
    @arunakumarpanigrahi4459 9 днів тому +2

    କେବଳ ଜନ ପ୍ରତିନିଧି ନୁହେଁ, ଦେଶ ଓ ଜାତିର ଉନ୍ନତି ପାଇଁ କିମ୍ବା କୌଣସି ପ୍ରକାର ଉନ୍ନତିମୂଳକ ପଦକ୍ଷେପ ନେବାପାଇଁ ବୁଦ୍ଧିଜୀବି ମାନଙ୍କର ଉପଦେଶ ଓ ମତାମତ ନେବା ନିହାତି ଆବଶ୍ୟକ । ରେଭେନ୍ସାଙ୍କ ଉପରେ ମହାଶୟଙ୍କ ଇତିହାସ ଅବତାରଣା ଓ ସାମ୍ପ୍ରତିକ ସ୍ଥିତିରେ ନାମକରଣ ର ଯଥାର୍ଥତା ଅତ୍ୟନ୍ତ ବୋଧଗମ୍ୟ ଶୈଳୀରେ ଉପସ୍ଥାପନା କରିଛନ୍ତି।

  • @balarambhoi1185
    @balarambhoi1185 14 днів тому +5

    Your analysis is absolutely right sir.

  • @arogyaBira
    @arogyaBira 13 днів тому +4

    Thank you professor Satapathi for the needed information

  • @ajaypanda8248
    @ajaypanda8248 13 днів тому +2

    I am agree with your opinion

  • @lokanathdas5246
    @lokanathdas5246 2 дні тому

    ନଟବର ସାର ବହୁତ ସୁନ୍ଦର ଆଲୋଚନା କରିଥିଲେ ଧନ୍ୟବାଦ ନମସ୍କାର ଓଡ଼ିଶାର ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମରେ ଏହା ହଁ ଠିକ ଅଛି। ଧନ୍ୟବାଦ।

  • @arabindamishra4045
    @arabindamishra4045 13 днів тому +16

    ଆଲୋଚକ ମହାଶୟ ଏଠାରେ ତାଙ୍କର ନିହାତି ଉଦ୍ଭଟ ଆଲୋଚନା ମାଧ୍ୟମରେ ରେଭେନ୍ଶା ସାହେବଙ୍କୁ ଜଣେ ଦୋଷୀ ଓ ଓଡିଶା ର ଶିକ୍ଷା କ୍ଷେତ୍ରରେ ତାଙ୍କର ଯେଉଁ ଅନନ୍ୟ ଅବଦାନ ରହିଛି ତାହାକୁ ତାଙ୍କର ଓଡିଶା ପ୍ରତି ସେ କରିଥିବା ଦୋଷର ପ୍ରାୟଶ୍ଚିତ ରୂପେ କରିଥିବା ମତବ୍ୟକ୍ତ କରି ଏକ ଭ୍ରମ ସୃଷ୍ଟି କରିବାକୁ ଚେଷ୍ଟା କରିବା ସଂଗେସଂଗେ କେନ୍ଦ୍ର ମନ୍ତ୍ରୀ ରେଭେନ୍ଶା ଉପରେ ଯେଉଁ ଅନାବଶ୍ୟକ, ଅବାଂଛିତ ଓ ନିନ୍ଦନୀୟ ବିତର୍କ ର ଚା କପ ରେ ଝଡ ଭଳି ରେଭେନ୍ଶା ପ୍ରତିଷ୍ଠା ହେବାର ସୁଦୀର୍ଘ ୧୫୬ ବର୍ଷ ପରେ ଆଜି ଉଠେଇଛନ୍ତି ତାହାର ସମର୍ଥନ କରିଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁଁ। ଏହା କେନ୍ଦ୍ରମନ୍ତ୍ରୀଙ୍କର ସମ୍ପୂର୍ଣ ରାଜନୀତି ପ୍ରେରିତ ଏକ ପ୍ରୟାସ। ଏହାକୁ ଓଡିଶା ଲୋକେ ଆଦୌ ଗ୍ରହଣ କରିବେ ନାହିଁ।
    ମନେ ରଖିବା ଯେ ରେଭେନ୍ଶା କଲେଜ ର ନାମକରଣ ନିଜେ ରେଭେନ୍ଶା ସାହେବ କରି ନଥିଲେ। କଲେଜ ଟି ପ୍ରଥମେ ରେଭେନ୍ଶା ସାହେବଙ୍କ ଉଦ୍ୟମରେ କଟକ କଲେଜ ରୂପେ ଆରମ୍ଭ ହୋଇଥିଲା। ପରେ ଓଡ଼ିଶାର ଅନ୍ୟତମ ବରପୁତ୍ର ମୟୁରଭଞ୍ଜ ମହାରାଜା କୃଷ୍ଣ ଚନ୍ଦ୍ର ଭଞ୍ଜ ଦେଓ ଙ୍କ ପ୍ରସ୍ତାବ କ୍ରମେ ସେ ସମୟର ଆମର ଓଡ଼ିଆ ପୂର୍ବସୁରି ମାନେ ରେଭେନ୍ଶା କଲେଜ ର ନାମ କରଣ କଲେ। ତେଣୁ ଆଜି ରେଭେନ୍ଶା ନାମ ର ପରିବର୍ତନ କରି ଆମର ସେ ସମୟର ଓଡ଼ିଆ ପୂର୍ବପୁରୁଷ ଓ ବରପୁତ୍ର ଙ୍କୁ ଆମେ ଅସମ୍ମାନ କରିପାରିବା କି ? ରେଭେନ୍ଶା କଲେଜ ର ଜଣେ ପ୍ରାକ୍ତନ ଛାତ୍ର ଭାବରେ ଏତିକି କହିବି ଯେ ରେଭେନ୍ଶା କଲେଜ ବା ବିଶ୍ୱବିଦ୍ୟାଳୟ କେବଳ ଗୋଟାଏ ନାମ ମାତ୍ର ନୁହେଁଁ। ଏହା ଏକ ଐତିହ୍ୟ ସମ୍ପନ୍ନ ବିରାଟ ଅନୁଷ୍ଠାନ ଯାହାକି ଓଡିଶା ମାଟିରେ ସଗର୍ବରେ ମୁଣ୍ଡ ଟେକି ଆଜିକୁ ଦୀର୍ଘ ଦେଢ଼ ଶତାବ୍ଦୀ ରୁ ଉର୍ଦ୍ଧ ସମୟ ହେଲା ଦଣ୍ଡାୟମାନ। ଏହା ଓଡିଶା ର ଗର୍ବ, ଗୌରବ, ସ୍ୱାଭିମାନ, ଅଭିମାନ ର ପ୍ରତିକ । ଆଶ୍ଚର୍ଯ୍ୟ ର ବିଷୟ, ଯେଉଁ ବ୍ୟକ୍ତି ଏହାର କେବେ ବିଦ୍ୟାର୍ଥୀ ରହି ନାହାନ୍ତି ଓ ଏହା ପ୍ରତି ତାଙ୍କର କୈଣସି ଯୋଗଦାନ କିମ୍ବା ଅବଦାନ କୌଣସି ସମୟରେ ନାହିଁ ସେ ହିଁ ଏହାର ନାମ ପରିବର୍ତନ ସକାଶେ ପ୍ରସ୍ତାବ ଦେଇ ଏକ ବିବାଦୀୟ ବିତର୍କର ସୂତ୍ରପାତ କରିଛନ୍ତି। ଓଡ଼ିଶାର ଭାବାବେଗ ସହିତ ଖେଳା ନ ଯାଉ।

    • @drnrusinghaojha55
      @drnrusinghaojha55 11 днів тому +1

      In the name of heritage and culture BJP diverts the public attention from main issues and in the meantime they take their personal advantage.

  • @sadanandajena8216
    @sadanandajena8216 13 днів тому +4

    ଆଗରୁ ଯୋଉ ମନ୍ତ୍ରୀ ଥିଲେ ମୂର୍ଖ କେନ୍ଦ୍ର ମନ୍ତ୍ରୀ ବହୁତ୍ ଜ୍ଞାନୀ

  • @sanjaykumishra5186
    @sanjaykumishra5186 14 днів тому +38

    ରାଜା କୃଷ୍ଣ ଚନ୍ଦ୍ର 20000 ଦେଇଥିଲେ

    • @parshuramnayak7650
      @parshuramnayak7650 14 днів тому +2

      🙏🙏

    • @ashishkumarmaharana143
      @ashishkumarmaharana143 13 днів тому

      Jay Mayurbhanj Raja ❤

    • @rajendradalei8483
      @rajendradalei8483 12 днів тому +1

      Gave Rs. 3,102, Cuttack people gave Rs. 13,546, and Ravenshaw gave 26,471 from his own account and arranged 10,000 from Taxes for five years, as per records.

  • @AbanikantaPradhan-f3g
    @AbanikantaPradhan-f3g 3 дні тому +1

    ଆପଣଙ୍କ ପ୍ରତି କୃତଜ୍ଞତା ଜଣାଉଛି ଆଜ୍ଞା !ନାମ ବଦଳାଇବା ବଡ଼ କଥା ନୁହେଁ ।ହେଲେ ରେଭେନ୍ସା ସାହେବ ଓଡିଶା ପାଇଁ ଯାହା କରିଛନ୍ତି ,ଆମେ ଓଡ଼ିଆମାନେ ସର୍ବଦା କୃତଜ୍ଞ ରହିବୁ !

  • @prabhakarsuna8196
    @prabhakarsuna8196 10 днів тому +2

    ନଟବର ସାର ନମସ୍କାର ବହୁତ ସତ୍ୟତ୍ୟା କହିଛନ୍ତି।🎉🎉

  • @NiharParida-tm9jd
    @NiharParida-tm9jd 14 днів тому +3

    Nice presantation.Thanks

  • @Education-yd1mv
    @Education-yd1mv 13 днів тому +15

    Sir ଆପଣଙ୍କୁ କୋଟି କୋଟି ପ୍ରଣାମ 👏👏ଆପଣ ଆମ ସମୟରେ ଓଡ଼ିଆ prof ଥିଲେ 🙏🙏Revensa saheb nka abadan pain ama pakhare ଚୀର ନମସ୍ୟ ରେଭେନ୍ସା ସାହେବ ଅମର ରହେ ❤❤ଯେଉଁମାନେ ରେଭେନ୍ସା ରେ ପାଠ ପଢିନାହାନ୍ତି କି ଉଚ୍ଚ ଶିକ୍ଷା ପାଇ ନାହାନ୍ତି ସେମାନେ କେବଳ ରାଜନୈତିକ ଦୃଷ୍ଟି କୋଣରୁ ରେଭେନ୍ସା ସାହେବ ଙ୍କ ନାମ କୁ ବଦଳାଇବାକୁ ମତ ଦେଉଛନ୍ତି, ନଚେତ ଲକ୍ଷ ଲକ୍ଷ ଛାତ୍ରୀ ଛାତ୍ର, ସାଧାରଣ ଜନତା ରେଭେନ୍ଶା ସାହେବ ଙ୍କୁ ଓଡ଼ିଶାରେ ଶିକ୍ଷାର ବିସ୍ତାର ଓ ବିକାଶ ପାଇଁ ସମର୍ଥନ କରନ୍ତି

    • @sanvi5540
      @sanvi5540 13 днів тому +2

      tanka desa ku jaiki saheb ku sradhanjali arpana kara dhupa dipa dei ghare puja kara jou mane asiki ete atyachar kale desha re saheb saheb

    • @himanshusekhar7918
      @himanshusekhar7918 12 днів тому

      Ama Odisha ra Mahapurush nko name re hou

  • @ranajitkumarmohanty9740
    @ranajitkumarmohanty9740 13 днів тому +2

    ବାସ୍ତବତା ଏଇଆ କଟକର ରେଭେନ୍ସା କଲେଜକୁ ଅନେକ ମୂର୍ଖ ସହି ପାରନ୍ତିନି ll ରେଭେନ୍ସା ସାହେବ କଅଣ କଲେ ନ କଲେ ତା ଭିତରକୁ ଆମେ ଯାଉନୁ, କିନ୍ତୁ ଆମ କଲେଜ ପାଇଁ ତାଙ୍କର ଅବଦାନ ଯାହା ସେ ଆମ ପାଇଁ ଚିରନମସ୍ୟ ll
    ଆପଣଙ୍କର ବହୁ ମୂଲ୍ୟବାନ ମନ୍ତବ୍ୟ ଅନେକ ଅନ୍ଧଭକ୍ତଙ୍କର ଆଖି ଖୋଲିଦେଉ ll

  • @bidyutpravamishra4222
    @bidyutpravamishra4222 13 днів тому +3

    ସାର୍ ଙ୍କ ଇତିହାସ ସମ୍ବନ୍ଧିତ ତଥ୍ୟ ପ୍ରଣିଧାନ ଯୋଗ୍ୟ। ଅନେକ ଦିନ ର ଇତିହାସ ବଦଳେଇ ବାକୁ ହେଲେ କେବଳ ରାଜନୈତିକ ଦୃଷ୍ଟିକୋଣ ନୁହେଁ ଏହାର ଐତିହାସିକ ଦୃଷ୍ଟିକୋଣକୁ ମଧ୍ୟ ଵିଚାର କରିବାକୁ ପଡ଼ିବ।

  • @sibaprasadkhadanga4375
    @sibaprasadkhadanga4375 10 днів тому +1

    ନାମ ବଦଳାଇ ଦେଲେ କଣ ହେବ ?
    ବରଂ ଏହି ବିଶ୍ବବିଦ୍ୟାଳୟ ର ଭିତ୍ତିଭୂମି ର ବିକାଶ ସହ ଶିକ୍ଷା ବ୍ୟବସ୍ଥା ରେ ଗୁଣାତ୍ମକ ଅଭିବୃଦ୍ଧି ପାଇଁ ମନ୍ତ୍ରୀ ଚେଷ୍ଟା କଲେ ଭଲ ହୁଅନ୍ତା ।ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ସହ ଏହାକୁ କେନ୍ଦ୍ରୀୟ ବିଦ୍ୟାଳୟ ଘୋଷଣା କରାଯିବା ପାଇଁ ଦାବି କରାଯାଉ ।

  • @pradumnamohanty9728
    @pradumnamohanty9728 12 днів тому +3

    ସେତେବେଳେ ଯୋଗାଯୋଗ ପରିବହନ ନ ଥିଲା କହିଲେ ଚଳେ ତେଣୁ ଏହା ମଧ୍ଯ ଗୋଟେ ବଡ କାରଣ ଦୁର୍ଭିକ୍ଷ ମୃତ୍ଯୁ ର

  • @PrasantaKumarblog
    @PrasantaKumarblog 13 днів тому +2

    ଆପଣ ଠୀକ୍ କଥା କହିଛନ୍ତି ସାର ବୋହୁତ ଓଡ଼ିଆ ଇତିହାସ ଜାଣିବାକୁ ଚେଷ୍ଟା କରୁନାହାନ୍ତି

  • @earthdairy4278
    @earthdairy4278 13 днів тому +2

    Its a prominent university in odisha it should be named after the odiapeople

  • @KoelCheneproduction9381
    @KoelCheneproduction9381 10 днів тому +1

    କମ ସମୟ ମଧ୍ୟରେ ଅତି ସୁନ୍ଦର ଭାବରେ ବୁଝେଇଦେଲେ। ଏବେ ବି ଯଦି ଖରାପ କମେଣ୍ଟ ଆସୁଛି, ତା ହେଲେ ଜାଣିବା କଥା ଅନ୍ଧଭକ୍ତ ପୁରା ଭର ପୁର ଅଛନ୍ତି।

  • @user-ib1kf7oo1h
    @user-ib1kf7oo1h 11 днів тому +1

    ଏତିକି କହିବି ପୁଣି ଧନ୍ୟବାଦ ମଧ୍ୟ ଦେବ ମୂର୍ଖ bjp otv/Bhaskar tv ଏତେ ଦିନ ପରେ ସତ୍ୟ ସତ୍ୟତା କୁ ଲୋକଙ୍କ ଆଗରେ ଆଣିଛି କିନ୍ତୁ ବେଳେ ବେଳେ ଲୁଚାଇ ରଖୁଛି

  • @OM_SHAKTI.Subhamkar67666
    @OM_SHAKTI.Subhamkar67666 11 днів тому

    ଆପଣ ଙ୍କ କଥା ରେ କଟକ ର ମାଧୁଯ୍ୟ ଭରି ରହିଛି, ଆପଣ ଙ୍କୁ ବହୁତ ଧନ୍ୟବାଦ, ଏହାର ଗୁରୁତ୍ୱ ବହୁତ ଏହା ଉପରେ ଆଲୋଚନା ର ଆବଶ୍ୟକ ରହିଛି 🙏

  • @bikrammallick2787
    @bikrammallick2787 10 днів тому +1

    ସାର, ଆପଣ ଙ୍କୁ ଶତ ବାର କୃତଜ୍ଞତା ଜଣାଉଛି l ଆପଣଙ୍କ ବିସ୍ଲେସଣ ବାସ୍ତବ ତା ପ୍ରକାଶ କରୁଛି, ସମସ୍ତଙ୍କ ହୃଦୟ କୁ ଛୁଇଛି l ନିଶ୍ଚୟ ରେଭେନ୍ସା ର ବିରୋଧୀ ମାନେ ବୁଝି, ରେଭେନ୍ସା ର ବିକାଶ ଚିନ୍ତା କରିବେ l

  • @user-nu1fy1ew5o
    @user-nu1fy1ew5o 7 днів тому +1

    ଯେଉଁ ଜାତି ର କୌଣସି ନିଜତ୍ବ ନ ଥାଏ, ସେହି ମାନେ ବିଦେଶୀ ଶାସକ ମାନଙ୍କର ପଦ ଲେହନ କରି ଥାଆନ୍ତି । ଏହା ଆମ ଓଡ଼ିଆ/ ଭାରତୀୟ ଜାତି ର ଘୋର ଦୁର୍ଭାଗ୍ୟ । ଆମ ମଧ୍ୟରେ ଶିଖି ମନେଇ, ଜୟ ଚାନ୍ଦ ମାନଙ୍କ ଅଭାବ ନାହିଁ 😮😮😮😮😮😮😮😮😮

  • @debanandsha5336
    @debanandsha5336 6 днів тому +1

    Sir ଯେଉଁ କଥା କହିଲେ ଖୁବ୍ ଭଲ ଲାଗିଲା . ବଙ୍ଗାଳୀ ମାନେ ଆଗରୁ ଯେପରି ଓଡ଼ିଆ ଭାଷା ଓ ଓଡ଼ିଆ ମାନଙ୍କର ଉନ୍ନତି ଚାହୁଁ ନଥିଲେ ଠିକ୍ ସେପରି ଓଡ଼ିଶାର ପଶ୍ଚିମାଞ୍ଚଳ ବାସି ଏହି ଅସୁବିଧା ଅନୁଭବ କରୁଛନ୍ତି

  • @aswinisahu6200
    @aswinisahu6200 13 днів тому +3

    The name is decided by our forefathers not by Ravenshaw sahed. We should respect our forefathers decision. No Dharmendra.

  • @jatindrasamal9719
    @jatindrasamal9719 7 днів тому

    ରେଭେନ୍ସା ନାମ ପରିବର୍ତ୍ତନ ଚିନ୍ତା କରିବା ଭୁଲ,କିନ୍ତୁ ମନ୍ତ୍ରୀ ଦାୟିତ୍ବହୀନ ଭାବେ ନାମ ପରିବର୍ତ୍ତନ କହିବା ଭୁଲ ନୁହେଁ ।କଥାଟି ଅସଙ୍ଗତ ମାନେ ହେଉଛି।ଆଲୋଚନା ଅତ୍ୟନ୍ତ ସୁନ୍ଦର।

  • @bishikeshanbarik4532
    @bishikeshanbarik4532 11 днів тому +1

    କଲେଜର ନାମ କୁ ନେଇ ରାଜନୀତି ନକରି କାଲେଜ ର ଉନ୍ନତି କଥା ଚିନ୍ତା କଲେ ଭଲ ହେବ. କଲେଜ ନାମ ଆମ ପୂର୍ବ ପୁରୁଷ ମାନେ ଦେଇଛନ୍ତି.

  • @krupasindhumishra3135
    @krupasindhumishra3135 8 днів тому

    ଏହି ପ୍ରକାର ସତ୍ୟ ତଥ୍ୟ ଆବଶ୍ୟକ । ଧନ୍ୟବାଦ୍ ଜୟ ଜୟ ଶ୍ରୀ ଜଗନ୍ନାଥ

  • @pinkubiswal8734
    @pinkubiswal8734 13 днів тому +1

    Education Minister ❌ Leak Minister ✅

  • @sahadevnayak287
    @sahadevnayak287 14 днів тому +10

    ମୟୂରଭଞ୍ଜ କୁ ୨୦୦୦୦ଟଙ୍କା ବଦଳରେ କଣ ମିଳିଛି? ସବୁ ଥିରେ ଲାଳିପାପ

  • @DiptimayeeMandal-bl2dt
    @DiptimayeeMandal-bl2dt 11 днів тому +3

    ତାର୍କିକ କଥା, ଭଲ ଲାଗିଲା, ତାର୍କ ଏହି ଭଲି ହବା ଦର କାର

  • @jungleoutlander1662
    @jungleoutlander1662 13 днів тому +1

    Tons of officers, politicians, engineers came out of this University, who honoured Odisha in India as well overseas. Name change proposal unacceptable... I am proud Ravenshawian

  • @mohanty56
    @mohanty56 14 днів тому +3

    ସୁନ୍ଦର ଉପସ୍ଥାପନା

  • @LabaKaruan-o6n
    @LabaKaruan-o6n 9 днів тому +1

    ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ ଅନ୍ୟର ଇତିହାସ କୁ ନଷ୍ଟ ନ କରି ଆଉ ଗୋଟିଏ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ତିଆରି କରନ୍ତୁ ଯାହାକି ଆପଣଙ୍କ ନାମ ଇତିହାସରେ ରହିବ!

  • @dhirendranathrout3005
    @dhirendranathrout3005 8 днів тому

    ଆପଣଙ୍କର ମତ ଠିକ୍,ଆଗ ଅସୁବିଧା କୁ ସୁଧାରିବା ଦରକାର, ଯେତେବେଳେ ଓଡ଼ିଶାରେ ଅନେକ ସମସ୍ୟା, ସେତେବେଳେ ଏ ପ୍ରଶ୍ନ ଉଠିଛି,ଆଉ କାହିଁକି ଆଲୋଚନା ହେଉଛି।

  • @santosh1984nayak
    @santosh1984nayak 13 днів тому +1

    କେନ୍ଦ୍ରମନ୍ତ୍ରୀ ମହାଶୟଙ୍କ ଖାଇବା ଭାତ ଜୀର୍ଣ୍ଣ ହେଉନାହିଁ। ତେଣୁକରି ଏହିସବୁ ପାଗଳାମି କହିଚାଲିଛନ୍ତି।

  • @rabindrakumarsahoo1203
    @rabindrakumarsahoo1203 13 днів тому +1

    ଧନ୍ୟବାଦ ସାର୍

  • @BabruHarpal
    @BabruHarpal 13 днів тому +1

    ପ୍ରକୃତରେ ସାର ଆପଣ ଜଣେ ଜ୍ଞାନୀ ବ୍ୟକ୍ତି,

  • @jagabandhumajhi2687
    @jagabandhumajhi2687 14 днів тому +10

    ଆପଣ ଠିକ ବାକ୍ୟ। କରିଛନ୍ତି

  • @santospradhan5629
    @santospradhan5629 4 дні тому +1

    ଆପଣଙ୍କ ମତ ଓ ଇତିହାସ ସମ୍ପର୍କରେ ଯାହା କହିଲେ, ତାହା ଜାଣି କୋଟି କୋଟି ନମସ୍ତେ.

  • @swarnamohanty3121
    @swarnamohanty3121 14 днів тому +3

    Khub sunder 🎉

  • @sanjayakabi6515
    @sanjayakabi6515 9 днів тому

    ଖୁବ୍ ସୁନ୍ଦର ତଥ୍ୟ ଉପ୍ଥାପନ ବହୁତ୍ କଥା ଜାଣିପାରିଲି।

  • @AK-pp3oh
    @AK-pp3oh 13 днів тому +3

    If an Indian became British Prime Minister of Britain..why a college cannot be named in the name British Commissioner.

    • @user-li6oi6yu1t
      @user-li6oi6yu1t 13 днів тому

      Rishi sunuk was never an Indian

    • @Anak3164
      @Anak3164 11 днів тому

      Why...Explain plz...​@@user-li6oi6yu1t

    • @Anak3164
      @Anak3164 11 днів тому +1

      Your are right 🎉

  • @prabhakartripathy7840
    @prabhakartripathy7840 9 днів тому +1

    Sir namaskar. I am your student in rourkela sc. College in 1971. I am happy to see you sir. Benudhar sir and you sir were staying at sti
    chhak.

  • @ratnakarbarik9281
    @ratnakarbarik9281 13 днів тому +1

    ପ୍ରତୀକ ସମୟରେ ଓଡ଼ିଆ ମାନଂକୁ ଅନୁରୋଧ ସେମାନେ ଓଡ଼ିଆଙ୍କ ପ୍ରତି ଆକୃଷ୍ଟ ହୁଅନ୍ତୁ

  • @balaramjhankar9002
    @balaramjhankar9002 13 днів тому +2

    Thik katha kahichanti sir...🙏🙏🙏🙏🙏

  • @Suresh-kj7ky
    @Suresh-kj7ky 11 днів тому

    ଧନ୍ୟବାଦ sir ସମସ୍ତଙ୍କ ର ଦ୍ୱନ୍ଦ୍ୱକୁ ଦୂର କଲେ। ଦେମେନ୍ଦ୍ର ବାବୁ ଏମିତି ଜ୍ଞାନ ଉଦୟ ହେବା ଦରକର ଥିଲା

  • @GouttamRoutOfficial
    @GouttamRoutOfficial 11 днів тому +1

    ଏମିତି ବି ହେଇପାରେ କି ସେ ଅର୍ଥ ରାଶି ପ୍ରଦାନ କରିଥିବାରୁ ନିଜ ନାମ ରଖିବା ପାଇଁ ବି କହି ଥିବେ । ଯେହେତୁ ସମୟରେ ସେ ଶାସକ ହିସାବରେ କାମ ତୁଲାଇଥିଲେ ଏଇଟା ବି ହେଇଥିବାର ସମ୍ଭାବନା ଅଛି।

  • @RASANANDASAHOO-lh4fo
    @RASANANDASAHOO-lh4fo 13 днів тому +1

    ଆମର ସୌଭାଗ୍ୟ ଅଳ୍ପ ବା ବିଶେଷ କିଛି ଜାଣି ନଥିବା ଜଣେ ଓଡିଆ ଭାରତର ଶିକ୍ଷ୍ୟା ମନ୍ତ୍ରୀ ପଦ ଲାଭ କରିଛନ୍ତି ।

  • @bhagyalatapradhan4061
    @bhagyalatapradhan4061 11 днів тому

    ସୁନ୍ଦର ଉପସ୍ଥାପନା ପାଇଁ ବହୁତ ବହୁତ ଅଭିନନ୍ଦନ। ପ୍ରଣାମ!

  • @gautamakumarsahoo5932
    @gautamakumarsahoo5932 11 днів тому

    ସାର ଆପଣଙ୍କୁ କୋଟି ନମନ। ଏକ ଘଡି ସନ୍ଧି ମୁହୂର୍ତରେ ଆପଣ ଇତିହାସକୁ ଆଣି ସମସ୍ତିଙ୍କ ଆଖି ଖୋଲି ଦେଲେ, ଆପଣଙ୍କ ପରି ଜ୍ଞାନୀ ଗୁଣି ମାନେ ନିଜର ମନ୍ତବ୍ୟ ରଖିଲେ ଗୋଟେ ଭୁଲ ଚିନ୍ତାଧାରାର ପରିସମାପ୍ତି ଘଟନ୍ତା।

  • @ArunKumarDas-lv8lp
    @ArunKumarDas-lv8lp 9 днів тому

    Thank u Veri Mach sar for enlightening Odisha regarding Ravenshaw Saheb and his contribution towards upliftment of the education system in Odisha the justification you have stated Ravenshaw should not be changed we agree with you

  • @devendranathdas9636
    @devendranathdas9636 9 днів тому +1

    ବହୁତ ପ୍ରାଞ୍ଜଳ ଭାବରେ ବୁଝେଇଲେ. ବାଲେଶ୍ୱର, ଓ କଟକରେ ଅବସ୍ଥାପିତ ଜନ ବିମସ ଦ୍ୱାରା ଲିଖିତ ପୁସ୍ତକ " MEMOIRE OF A BENGAL CIVILIAN " ପୁସ୍ତକ ଟି ପଢନ୍ତୁ. ଜାଣି ପାରିବେ. ରେଭେନ୍ସା ସାହେବ ଭିଲିଆନ ନଥିଲେ. କଲେଜ ର ନା ବଦଳେଇବା ପ୍ରୟାସ ଠିକ ନୁହେଁ

  • @sudamcharanprusty
    @sudamcharanprusty 14 днів тому +4

    ବିଜେପି ନେତା ଙ୍କ ନାମରେ କରିଦିଅ
    କାହିଁକି କହିବେ ନା
    ଆଉ କଣ କିଛି କାମ ନାହିଁ।ଖାଲି
    ନାଁ ବଦଳେଇ ଦେଲେ ଓଡ଼ିଶାର ଭାଗ୍ୟ ବଦଳିଯିବ।
    ବନ୍ଦ କର ଏ କୁସ୍ଚିତ ଚିନ୍ତାଧାରା।
    ନଲେ ରାସ୍ତାରେ ଚାଲି ବାକୁ ଦିଆଜିବନାହିଁ
    ବିରୋଧ କରା ଯିବ

  • @ShadowPrinceofficia
    @ShadowPrinceofficia 13 днів тому +2

    Sir namaskar

  • @user-bb4vu7vk3s
    @user-bb4vu7vk3s 14 днів тому +5

    Why they are sending their children to England for higher education. How much Central Assistance provided to Universities in Odisha.

  • @durbashasahani4154
    @durbashasahani4154 13 днів тому +2

    ସାମ୍ବାଦିକ ଭାଇ,, ଶୁଣ ଟିକେ ଭଲ ରେ ଆଗ,,

  • @LaxmidharSamal-gt1pg
    @LaxmidharSamal-gt1pg 13 днів тому +1

    Good suggestion.

  • @surendranathsahoo9304
    @surendranathsahoo9304 9 днів тому +1

    Very logical thinking

  • @ranjitadash5853
    @ranjitadash5853 9 днів тому

    ରେଭେନ୍ସା କଲେଜ ସ୍ଥାପନ ଓ ହାଇସ୍କୁଲରେ ଓଡ଼ିଆ ରେ ଶିକ୍ଷାଦାନ ପରି ନିଷ୍ପତ୍ତି, ପରବର୍ତ୍ତୀ ସମୟରେ ଓଡ଼ିଶାକୁ ଭାଷା ଭିତ୍ତିରେ ଏକ ସ୍ବତନ୍ତ୍ର ପ୍ରଦେଶ କରିବାରେ ସାହାଯ୍ୟ କରିଥିଲା। ଏଥିପାଇଁ ରେଭେନ୍ସା ସାହେବ ଙ୍କ ଅନେକ ଅବଦାନ ଥିଲା।

  • @RabindranathNayak-vd6bh
    @RabindranathNayak-vd6bh 11 днів тому +2

    Right 100%

  • @kushapanigrahi9352
    @kushapanigrahi9352 14 днів тому +14

    Revensaa saheb odia kahiparuthile kintu aama ex.cm. Nabin patnaik 24yrs re odia kahipaarile nahi ehaa bada dukhar katha

    • @debarajmanika
      @debarajmanika 13 днів тому +1

      Odia najani jadi24 Barsha , apananka vasare Jani thile kete Barsha? Khhantina,,,,,

  • @chandankumargouda8919
    @chandankumargouda8919 9 днів тому +1

    ଓଡ଼ିଶାକୁ ଏଇ ଭଳି ଶିକ୍ଷାବିତ ଦରକାର । ଅଧିକ ଅଶିକ୍ଷିତ କୁଜି ନେତାଙ୍କ ପାଇଁ ଓଡ଼ିଶା ଆଜି ପଛରେ।

  • @ajayakumarb957
    @ajayakumarb957 13 днів тому +3

    ସାର୍ ଠିକ୍ କହିଛନ୍ତି 🎉

  • @sradhanjalisatapathy4272
    @sradhanjalisatapathy4272 14 днів тому +3

    Thik katha

  • @purnamaharana7160
    @purnamaharana7160 9 днів тому

    ରେଭେନ୍ସାଙ୍କ ସମୟରେ ନ ଅଙ୍କ ଦୃଭିକ୍ଷ ପଡିଲା, ଧର୍ମେନ୍ଦ୍ର ଙ୍କ ସମୟରେ ugc net question leak, medical question leak, central university ରେ post ଖାଲି education minister ପାଇଁ ଯୋଗ୍ୟତା ନାହିଁ

  • @ashismohapatra9159
    @ashismohapatra9159 7 днів тому

    ଏହା ଉପରେ ତର୍ଜମା ଚାଲୁ,ବିଚାର ବିମର୍ଷ ଚାଲୁ,ପୁରୁଣା ଲୋକଙ୍କର ପରାମର୍ଶ ନିଆଯାଉ।

  • @hemantakumarbehera2245
    @hemantakumarbehera2245 9 днів тому +1

    I proud to be a Ravenshawaviaan.

  • @samarendrajena4996
    @samarendrajena4996 7 днів тому

    ଗୋଲାମିର ଚିହ୍ନକୁ ହଟେଇ କଟକଶ୍ରୀ ବାଇମୁଣ୍ଡି ଙ୍କ ପରି ଉତ୍ସରଗୀକୃତ ବ୍ୟକ୍ତିଙ୍କ ସହ ନାମରେ ନାମିତ ହେଲେ ଅତି ସୁନ୍ଦର ହୁଅନ୍ତା।

  • @prasantchinara9911
    @prasantchinara9911 11 днів тому +2

    Right

  • @janmejayaswain9177
    @janmejayaswain9177 12 днів тому +3

    ଆଜି ରେଭେନ୍ସା କଥା ଉଠିଲା ବୋଲି ଇତିହାସ କଥା ମନେ ପଡ଼ିଲା

  • @AshokPanda-y3x
    @AshokPanda-y3x 9 днів тому +1

    ଅତି ସୁନ୍ଦର ନଟବର ବାବୁ 🙏🌹💞