🔵Unveiling The Truth With AISF State President Sanghamitra Jena | Exclusive

Поділитися
Вставка
  • Опубліковано 23 вер 2024
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    Join us on WhatsApp to get latest updates : whatsapp.com/c...
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.co...
    Twitter :- / kanak_news
    Telegram :- t.me/kanaknews...
    WhatsApp: whatsapp.com/c...
    #KanakNews #SanghamitraJena

КОМЕНТАРІ • 1,5 тис.

  • @langulicharanbehera8833
    @langulicharanbehera8833 6 місяців тому +225

    No 1 Daughter of Odisha .l am proud of you .Thankyou

  • @singhajayaprasad6314
    @singhajayaprasad6314 5 місяців тому +18

    ଧନ୍ୟବାଦ୍ ଭଉଣି ସଂଘମିତ୍ରା ପ୍ରଭୁ ଜଗନ୍ନାଥ ତୁମକୁ ସହାୟ ହୁଅନ୍ତୁ ମୁଁ ଆପଣଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ କାମନା କରୁଛି

  • @nirmalprasad4154
    @nirmalprasad4154 6 місяців тому +535

    ଧନ୍ୟବାଦ ଗୋଟେ ସଚେତନ ନାଗରିକ କୁ ଡାକିଥିବାରୁ

  • @bikramtoppo
    @bikramtoppo 6 місяців тому +79

    ବହୁତ ସୁନ୍ଦର। ଏ ଭଳିଆ ବ୍ୟକ୍ତି ହିଁ ଦରକାର ଆମ ରାଜ୍ୟ ତଥା ଦେଶ ପାଇଁ।

    • @Inner.divinity
      @Inner.divinity 6 місяців тому

      Ambani,Bill Gates, Steve Jobs bhalia loka darkar Odisha ku..

    • @witchilich
      @witchilich 4 місяці тому

      @@Inner.divinity capitalists out

  • @santoshpattnayak2589
    @santoshpattnayak2589 6 місяців тому +113

    ସଂଙ୍ଘମିତ୍ରା ଠିକ୍ ଜବାବ ଦେଇଛନ୍ତି। ବହୁତ ବଢିଆ ଲାଗିଲା।

  • @dhaniramgoud3761
    @dhaniramgoud3761 6 місяців тому +147

    ଏମିତି ନଲେଜ୍ ଥିବା ବ୍ୟକ୍ତି ଓଡ଼ିଶା ମୁଖ୍ୟ ମନ୍ତ୍ରୀ ପାଇଁ ଦରକାର

    • @DebakumarSethi
      @DebakumarSethi 3 місяці тому +1

      Absolutely right

    • @RameshDas-o4k
      @RameshDas-o4k 3 місяці тому +1

      ​@@DebakumarSethip

    • @b.dhiren7433
      @b.dhiren7433 2 місяці тому +1

      କଂଗ୍ରେସ ସରକାର ଆସିଲେ, ଏ ମାଡାମ ମୁଖ୍ୟ ମନ୍ତ୍ରୀ ହେବେ,

    • @musicalpravatcreations9016
      @musicalpravatcreations9016 15 днів тому

      Right

    • @starboy1256
      @starboy1256 15 днів тому

      Yes she is deserving to be cm of odisha ❤

  • @MinaketanmohantyMohantyminaket
    @MinaketanmohantyMohantyminaket 6 місяців тому +69

    ସଂଘମିତ୍ରା ଦିଦି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @bibhutibhusannayak6445
    @bibhutibhusannayak6445 6 місяців тому +26

    ମାଡାମ ଙ୍କ କଥା ରେ ହକ୍ ଅଛି ।ବହୁତ ସୁନ୍ଦର ଉପସ୍ଥାପନା ଅଶେଷ ଅଶେଷ ଧନ୍ୟବାଦ୍ ।।

  • @Abhimanyu97762
    @Abhimanyu97762 6 місяців тому +186

    ଏହିପରି ଯଦି କେବଳ ମାତ୍ର 1 % ଲୋକ ସଙ୍ଘ ମିତ୍ରା ମାଡାମ ପରି ହେବେ ପୁରା ଓଡିଶା ବଦଳି ଯିବ ଜୟ ଜଗନ୍ନାଥ 🙏🙏🙏

    • @Inner.divinity
      @Inner.divinity 6 місяців тому +1

      Odisha ra matra 1% loka Ambani bhalia heigale,, pura odisha badali jiba...😂emitika dahara katha kahiba bahut sahaj😂

    • @bijaysarangi5652
      @bijaysarangi5652 6 місяців тому +1

      90% loke already achhanti...those protest social disparities but tragically we Indians are bereft of national character...

    • @AnantacharanSahoo-jk5xg
      @AnantacharanSahoo-jk5xg 6 місяців тому

    • @BishnuMohanJena-m5m
      @BishnuMohanJena-m5m 5 місяців тому +4

      ସାଙ୍ଗମିତ୍ରଭଳି ଛାତ୍ରୀଓଡିଶାକୁ ବଦଳାଇପାରିବେ

    • @Inner.divinity
      @Inner.divinity 5 місяців тому

      @@BishnuMohanJena-m5m ତୁମେ କାହିଁକି ବଦଳେଇ ପାରିବ ନାହିଁ ? ଅନ୍ୟ କାହା ଭରସା ରେ କାହିଁକି ରହୁଛ ?..

  • @yoursagarfriend694
    @yoursagarfriend694 6 місяців тому +17

    Kanak news ର ସବୁ ସିଧାକଥା ମଧ୍ୟରୁ 'ସଂଘମିତ୍ରାଙ୍କ ସିଧାକଥା" ସବୁଠୁ ଆକର୍ଷଣୀୟ, ଶିକ୍ଷଣୀୟ ତଥା ଅନ୍ୟାନ୍ୟ ।
    I ❤ Kanak News
    I ❤ S Jena Sonu
    ❤️ From.... Kalahandi

  • @rohitameher84meher41
    @rohitameher84meher41 6 місяців тому +178

    କନକ new ରେ ପ୍ରତେକ ମାସରେ ଥରେ ମାଡାମ କୁ ଉପସ୍ଥାପନା କରୁନ, ସମାଜ ପାଇଁ ବହୁତ ଭଲ ଭଲ ମେସେଜ ମିଳିବ

  • @pratapkumarjena1829
    @pratapkumarjena1829 6 місяців тому +9

    Supar ସଂଘମିତ୍ରା ଜେନା ଜଣେ ସୁପର ଟିୟା ଲେଣ୍ଟ୍ ବ୍ୟକ୍ତି ମ୍ୟାଡମ ଙ୍କର ବାର୍ତ୍ତା ଭାଷଣ ଓଡ଼ିଶା ବାସୀଙ୍କ ମନ ମୁଗ୍ଧ କରିଲା ଭଳି ବାର୍ତ୍ତା ଏମିତି ଜଣେ ବ୍ୟକ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ପାଇଁ ଯୋଗ୍ୟ ଧନ୍ୟବାଦ୍ ମ୍ୟାଡମ

  • @abhimanyusutar4466
    @abhimanyusutar4466 6 місяців тому +49

    ଧନ୍ୟବାଦ୍ ଜଣାଉଛୁ। ମାନସ ବାବୁ ଙ୍କୁ। ଆପଣ କେବେ ରାଜନୀତି ସହିତ ସଂଶ୍ଳିଷ୍ଟ ହେବା ସହ ଅନୁଷ୍ଠିତ ହେବ ନାହିଁ। କାରଣ। ମାନସ ବାବୁ ଙ୍କୁ ବହୁତ୍ ଭଲ

  • @emanuelbagha2208
    @emanuelbagha2208 5 місяців тому +8

    କନକ news ଅନୁରୋଧ ପ୍ଲିଜ ଆହୁରି viral କରନ୍ତୁ। great sister' sangahamitra ଏମିତି ଅନେକ ବହାରାନ୍ତୁ।

  • @babunapradhan8100
    @babunapradhan8100 6 місяців тому +48

    ବହୁତ ସୁନ୍ଦର ଉପ୍ଥାପନା
    କନକ ନିଉଜ କୁ ଧନ୍ୟବାଦ୍ କମ୍ରେଡ୍ ସଂଘମିତ୍ରା ଙ୍କୁ କହିବାର ସୁଯୋଗ ଦେଇଥିବାରୁ ।

  • @ramamohanmohapatra7959
    @ramamohanmohapatra7959 6 місяців тому +15

    ବହୁତ ସୁନ୍ଦର ସାକ୍ଷାତକାର। ତେବେ ପ୍ରଶ୍ନକର୍ତ୍ତା ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରଶ୍ନ ଛାଡ଼ିଦେଲେ । ବିଶେଷକରି କମ୍ୟୁନିଷ୍ଟ ମଡେଲରେ ଯାଇ ଉତ୍ତର କୋରିଆ ପରି ଶାସନକୁ ସଂଘମିତ୍ରା ଗ୍ରହଣ କରି ପାରିବେ କି ? ୨/- ଚାଇନା କମ୍ୟୁନିଷ୍ଟ ମଡେଲ ଛାଡ଼ି ଏବେ ପୁଞ୍ଜିବାଦକୁ କାହିଁକି ଗ୍ରହଣ କଲା ?୩/- ସର୍ବହରାର ଏକଛତ୍ରବାଦ ଶେଷକୁ ବ୍ୟକ୍ତିଗତ ଏକଛତ୍ରବାଦରେ କାହିଁକି ପରିଣତ ହେଉଛି ? ୪/- ପ:ବ:ରେ ବାମପନ୍ଥୀ ମେଣ୍ଟରେ ପ୍ରଥମେ ଥିଲେ ମଧ୍ୟ ପରେ କାହିଁକି ଓହରିଗଲା ? ୫/- ପ:ବ:ରେ ବାମପନ୍ଥୀ ମାନେ ବିରୋଧି ପକ୍ଷଙ୍କ ଉପରେ ଅତ୍ୟାଚାର କରିଥିଲେ କି ନାହିଁ। ଅବଶ୍ୟ ଦେଶର ଅର୍ଥନୀତି ନିର୍ଦ୍ଧାରଣ କରିବା କେନ୍ଦ୍ର ସରକାର ହାତରେ ରହୁଥିବାରୁ ସମ୍ପୂର୍ଣ ବାମପନ୍ଥୀ ବ୍ୟବସ୍ଥା ଗ୍ରହଣ କରିବା ଏକ ରାଜ୍ୟ ସରକାର ପକ୍ଷରେ ସମ୍ଭବ ନୁହେଁ। ବାକି ଅନେକ ବିଷୟରେ ମୁଁ ସଂଘମିତ୍ରାଙ୍କ ସହ ସହମତ, ଯଦିଓ ସବୁ ବିଷୟରେ ନୁହେଁ।।।

  • @purnachandrasahu6785
    @purnachandrasahu6785 6 місяців тому +62

    Jaganatha ତୁମ୍ଭର ମଙ୍ଗଳ କରନ୍ତୁ

  • @narasingpurty3504
    @narasingpurty3504 6 місяців тому +22

    ବହୁତ୍ ସୁନ୍ଦର୍ ଉପସ୍ଥାପନ କଲେ l Kanak news ସମାଜ ପାଇଁ information ଦେଇଛନ୍ତି l ଓଡ଼ିଶା ପାଇଁ ବହୁତ୍ ଭଲ ବାର୍ତ୍ତା ଦେଉଛନ୍ତି l ଜୟ ଜଗନ୍ନାଥ 🙏🙏🙏

  • @subodhakumarray6136
    @subodhakumarray6136 6 місяців тому +101

    ବହୁତ ସୁନ୍ଦର ଉପସ୍ଥାପନା।

  • @starmohapatra
    @starmohapatra 5 місяців тому +5

    ସଂଘମିତ୍ରାଙ୍କ ସଙ୍ଘର୍ଷକୁ ଆମେ ସମସ୍ତେ ସମର୍ଥନ କରିବା ଦରକାର।

  • @rrranjanofficial9930
    @rrranjanofficial9930 6 місяців тому +153

    Sanghamitra Jena ସବୁ ଠିକ କହୁଛନ୍ତି

  • @technicalpankaj8241
    @technicalpankaj8241 6 місяців тому +16

    I really appreciate kanak news for this amusing interview with Sanghamitra Jena.. She can be a great leader for odisha..more over I am proud of you Sanghamitra for your valuable words.... Love from Bangalore.... Thank you🙏🙏🙏

  • @krushnachandrabehera314
    @krushnachandrabehera314 6 місяців тому +17

    🙏ଜୟ ଜଗନ୍ନାଥ ସଂଘମିତ୍ରା ଭଉଣୀ ଓଡିଶା ସଂସ୍କୃତିକୁ ବଜାୟ ରଖିବାରେ ଉଦାହରଣ ସ୍ୱରୂପ 🇮🇳👌

  • @karunakarmallick5854
    @karunakarmallick5854 2 місяці тому +2

    ମ୍ୟାଡମ ଙ୍କର ବହୁତ ସୁନ୍ଦର ନଲେଜ ଅଛି ମ୍ୟାଡମ ମୁଖ୍ୟମନ୍ତ୍ରୀ ହେଲେ ରାଜ୍ୟର ସମସ୍ୟା ସୁଧୁରିବ ଖୁବ ସିଘ୍ର

  • @kumarmitanofficial9631
    @kumarmitanofficial9631 6 місяців тому +23

    Always my favorite leader. ସଂଘମିତ୍ରା ଅପା ଙ୍କୁ ମୋର ହୃଦୟର ସହିତ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଉଛି 🙏🙏🙏

  • @ranjansabar9107
    @ranjansabar9107 4 місяці тому +2

    ସଂଘମିତ୍ରା ଭଉଣୀଙ୍କ ଚିନ୍ତାଧାରା ବହୁତ ଉଚ୍ଚକୋଟୀର ତାଙ୍କୁ ସତ ସାହାସ ଦିଅନ୍ତୁ, ଜୟ ଜଗନ୍ନାଥ

  • @ramesbiswal1752
    @ramesbiswal1752 6 місяців тому +41

    You are absolutely right....good job 👍

  • @pramilamahapatro485
    @pramilamahapatro485 6 місяців тому +12

    Manas Babu your question pattern is very beautiful. Ways of questions are so attractive

  • @SubasiniBhoi-x8n
    @SubasiniBhoi-x8n 6 місяців тому +49

    She is true leader. Huge respect for Sanghamitra Madam

  • @princesspalei6568
    @princesspalei6568 6 місяців тому +10

    This is the best interview.. 😊 I have ever seen 🎉

  • @prasantadas7051
    @prasantadas7051 6 місяців тому +25

    Face to face.clear cut answer 🎉🎉🎉

    • @Latika147
      @Latika147 5 місяців тому

      ❤ ese hi hona cahiye..

  • @SudakarDalai
    @SudakarDalai 11 днів тому +1

    ସଂଘମିତ୍ରା ଭଉଣୀ ଆପଣ positive ମଣିଷ ସେଥିପାଇଁ ଆପଣଙ୍କର positive ଚିନ୍ତାଧାରା । ଯାହାର କଥା ସୁନ୍ଦର ଯିଏ ଆବାଳବୃଦ୍ଧବନିତାଙ୍କର ମାନସ ପଟରେ ଘର କରି ରହିଲେଣି ତାଙ୍କର ସୁନ୍ଦରତା କିଛି ଆବଶ୍ୟକ ନାହିଁ । ସେହି ମଣିଷରୁ ଆପଣ ଜଣେ । ସେଥିପାଇଁ ଆପଣଙ୍କୁ ମୋର ହୃଦୟଭରା ଅଭିନନ୍ଦନ |

  • @aniruddhabehera432
    @aniruddhabehera432 6 місяців тому +40

    Excellent conversation 👍👍👍

  • @Himansu_1997
    @Himansu_1997 6 місяців тому +8

    Love your work

  • @itzsatya9028
    @itzsatya9028 6 місяців тому +22

    Such a dynamic personality...god bless you sister .

  • @user-Odisha2024Cuttack-4
    @user-Odisha2024Cuttack-4 6 місяців тому +2

    ସଂଘମିତ୍ରା ଭଲ ଭଉଣୀ ଜଣେ 👌🙏🙏🙏🙏🙏ଯାହା କହନ୍ତି ମୁହଁ ରେ କହନ୍ତି ଆଉ ଠିକ କହନ୍ତି 🙏 ଭବିଷତ ରେ ଓଡିଶା ପାଇଁ କିଛି ଭାଲ କରିବେ ଇଏ ମୋର ଆସା 🙏କନକ ଟିଭି କୁ ଧନ୍ୟବାଦ ଟିଭି ସାମ୍ନା କୁ ଆଣି ଥିବାରୁ 🙏

  • @bindashmusic143
    @bindashmusic143 6 місяців тому +85

    Best reporting with best interview 👍👍👍👏👏👏

  • @budhibamanfoundation
    @budhibamanfoundation 6 місяців тому +8

    Great interview it will be a best interview for future

  • @santimohanty1187
    @santimohanty1187 6 місяців тому +16

    ସଙ୍ଗମିତ୍ରା ଭଳି ଯୁବା ନେତୃତ୍ୱ ଙ୍କୁ ଆପଣଙ୍କ ପୋଗ୍ରାମ ମାଧ୍ୟମରେ ଲୋକ ଲୋଚନଙ୍କୁ ଆଣିଲେ ସମାଜ ବହୁତ କିଛି ଶିଖିବାର ସୁଯଗ ପାଇବ,

  • @Learn_with_Rajat917
    @Learn_with_Rajat917 6 місяців тому +5

    Every point is Important of Sanghamitra Madam🙏

  • @satyasecret123
    @satyasecret123 6 місяців тому +24

    For the first time here is an interview which has no negetive comments. This called leadership and humanity.

    • @sarangadharbiswal
      @sarangadharbiswal 6 місяців тому

      😂090😂😂😂😂😂😂😂😂😂😂😂😂😂❤😂❤❤❤❤😂❤❤❤❤❤ nall ll ⁸l po

    • @anjalipradhan2646
      @anjalipradhan2646 6 місяців тому

      Right 🙏

  • @subashpatro9056
    @subashpatro9056 10 днів тому

    ସଙ୍ଗମିତ୍ର ଭଉଣୀ ବହୁତ ବହୁତ ଭଲ ଲାଗିଲା ଆଉ ତୁମ ଭାଷଣ ଶୁଣିବାକୁ ବହୁତ ମତେ ପସନ୍ଦ ଲାଗୁଚି, ଧନ୍ୟବାଦ.

  • @suryadipu4557
    @suryadipu4557 6 місяців тому +32

    Wow what a concept sis 🎉congratulations go ahead mdm

  • @subhapaikeray-g3d
    @subhapaikeray-g3d 6 місяців тому +7

    One of the best Episode 🥰🥰🥰

  • @sagarikaswain4248
    @sagarikaswain4248 6 місяців тому +18

    I like her every word.She is an asset for us.God bless her.

  • @dillipkumarnayak1941
    @dillipkumarnayak1941 6 місяців тому +2

    ବହୁତ ସୁନ୍ଦର ସୁନ୍ଦର ପ୍ରଶ୍ନ ଏବଂ ଉତ୍ତର ରେ ମଧ୍ଯ ଜୋର ଥିଲା...

  • @lenkaandlenka1163
    @lenkaandlenka1163 6 місяців тому +32

    God bleases you sangamitra

  • @madhusmitamallick6307
    @madhusmitamallick6307 6 місяців тому +15

    ପ୍ରଥମ କଥା , ଚୀନ ରେ ଗୃହ ବିଦ୍ରୋହ ହେଇଥିଲା କିଙ୍ଗ ରାଜବଂଶ (qing dynasty)ଆଉ କମ୍ୟୁନିଷ୍ଟ ସମର୍ଥକ ଙ୍କ ମଧ୍ୟରେ। ବ୍ରିଟିଶ ମାନେ ବାହାରୁ ଆସି ଆମ ଧନ ସମ୍ପଦ ଲୁଟି ନିଜ ଦେଶ କୁ ନେଇଥିଲେ ଆମ ଅର୍ଥନୀତି କୁ ତଳିତଳାନ୍ତ କରିଥିଲେ , ଯେଉଁଟା କି ଚୀନ ରେ ହୋଇନାହିଁ। ତାଙ୍କ ସମ୍ପତି ତାଙ୍କ ଦେଶ ରେ ହିଁ ରହିଥିଲା, ଭାରତ ପରି ଦୁର୍ଦ୍ଦଶା ଚୀନ ର ନଥିଲା। ଆଉ ଯେଉଁ କଥା ରହିଲା କି ଚୀନ ଠୁଁ ପଛରେ ଆମେ କାରଣ ଚାଚା ନେହେରୁ ଆଉ ଆମ ନିଜ ଦେଶ ର ଲୋକ। ଆମ ଲୋକ ହିଁ ଆମ ବୈଦିକ ଶିକ୍ଷା, ବେଦାନ୍ତ, ଦର୍ଶନ, ପୁରାତନ ଅର୍ଥନୀତି, ସମାଜ ଶାସ୍ତ୍ର, ,ରୀତି ,ନୀତି ,ପରମ୍ପରା ସବୁ କୁ ପାଶ୍ଚାତ୍ୟ ପ୍ରଭାବ ରେ ମିଛ ଭାବୁଛନ୍ତି। କିନ୍ତୁ ଆଜି ବି ଚୀନ ର ଲୋକ ନିଜ ସଭ୍ୟତା, ନିଜ philosophy କୁ ନେଇ ଗର୍ବ କରନ୍ତି କାରଣ ନା ଆମ ଭାରତ ପରି ସେମାନଙ୍କ ସମାଜ ସହ କିଛି ହେଇଛି । ଆମ ପୁରାତନ ବିଶ୍ୱିଦ୍ୟାଳୟ ( ନାଳନ୍ଦା, ତକ୍ଷଶିଳା), ଗୁରୁକୂଳ ଶିକ୍ଷା ଆଦି ଆକ୍ରମଣକାରୀ ଙ୍କ ବର୍ବରତା ରେ ଧ୍ଵଂସ ହୋଇଛି। କିନ୍ତୁ ସେପରି କିଛି ସେମାନଙ୍କ ଦେଶ କି ସମାଜ ରେ ହୋଇନାହିଁ। ମୋଟ ଉପରେ କହିବାକୁ ଗଲେ , ଚୀନ ରେ ରାଜା ଶାସନ କରୁଥିଲେ ବି ଦେଶ ର ସମ୍ପତି ଦେଶ ରେ ହିଁ ରହୁଥିଲା। ଆଉ ବ୍ରିଟିଶ ମାନେ ଯେମିତି development କରିଛନ୍ତି ବୋଲି କହୁଛନ୍ତି sanghamita madam.. ଏଇଟା ବି ଭୁଲନ୍ତୁନାହିଁ କି ପାଖାପାଖି 45trillion dollar ଲୁଟିଛନ୍ତି ସେମାନେ ଆମଠାରୁ । ଆଉ ଆମ ଲୋକ ଯେମିତି 'ଇଂଲଣ୍ଡ ଆମେରିକା ମହାନ 'ର ବିଚାର ଧାରା ନେଇ ବଞ୍ଚୁଛନ୍ତି ସେଠି କିନ୍ତୁ ଚାଇନିଜ ଲୋକ ଙ୍କୁ ସେ ଚିନ୍ତାଧାରା ଛୁଇଁ ପାରିନି କାରଣ ସେମାନେ ୨୦୦ ବର୍ଷ ଗୁଲାମ ନଥିଲେ କି ୧୦୦୦ ବର୍ଷ ର ମୁସଲିମ ଆକ୍ରମଣ ଆଉ ଧର୍ମ ପରିବର୍ତ୍ତନ ର ଶିକାର ହୋଇନଥିଲେ।
    ଦ୍ଵିତୀୟ ରେ ନେହେରୁ ଙ୍କ 'socialist ଚିନ୍ତାଧାରା' ପାଇଁ ଯେଉଁ soft corner/ ଉଦାରତା ଥିଲା ତା ପରିଣାମ ସ୍ବରୂପ ଆମ ଠୁଁ ଚୀନ ଛଡ଼େଇ ନେଲା Aksai chin area ଯେଉଁଟା କି ଜାତିସଂଘ ସୁରକ୍ଷା ପରିଷଦ ର permanent member ଭାରତ ଥିଲେ ହୁଏତ ଚୀନ ଯୁଦ୍ଧ କରିବା କଥା ଭାବିନଥନ୍ତା according to United Nations Security council rule ।
    କିନ୍ତୁ ନେହେରୁ ଭାରତ ବଦଳ ରେ ଚୀନ କୁ ସ୍ଥାୟୀ ସଦସ୍ୟ କରିବାକୁ କହି, ପ୍ରତ୍ୟାଖାନ କରିଥିଲେ ଋଷ ଓ ଆମେରିକା ର ଭାରତ କୁ ସ୍ଥାୟୀ ସଦସ୍ୟ କରିବା ପ୍ରସ୍ତାବ କୁ।sanghamita madam....Marxist communist ideology emphasises greatly on socialism.
    Socialism ku ete teka nahi...china au Russia re jemiti president ସର୍ବେ-ସର୍ବା, election haba but president sei jane ଲୋକ ହିଁ ରହିବା (mariba jae).
    Kichhi Dina pare socialism ku promote karuthiba CPM ,CPI neta Mane nhi ekachhatrawad au corruption karanti. Sabadhan socialism ra ଭୂତ jemiti life end nkaridie...
    ଆମ ଦେଶର ପୁରତାନସମାଜ ବ୍ୟବସ୍ଥା ରୁ କିଛି ଶିକ୍ଷା କର କାରଣ ଆକ୍ରମଣକାରୀ ଆସିବା ଆଗରୁ ସାରା ପୃଥିବୀ ର ଅର୍ଥନୀତି ର ୨୫% ଭାରତର ଅର୍ଥନୀତି ଥିଲା। ଏଥିରୁ ଅନୁମେୟ କେତେ ଉଚ୍ଚକୋଟୀର ବ୍ୟବସ୍ଥା ଥିଲା ଆମର। ଆଉ ହଁ...socialism ରେ ଯେଉଁ ଗୋଟେ ଦିଟା ଭଲ କଥା ପାଉଛ ତାକୁ ଅନୁସରଣ କର କିନ୍ତୁ ସମ୍ପୂର୍ଣ୍ଣ ଅନୁକରଣ କରିବା ମୂର୍ଖାମି ର ପରିଚୟ । କାରଣ ମାଗି ଆଣିଲା ତରକାରୀ ସୁଡୁକେ।
    For now Democracy is best I think.

  • @namitadasmohanty8988
    @namitadasmohanty8988 6 місяців тому +6

    Sanghamitra Jena is a jewel of Odisha.We are really proud of you dd having such a lady leader ❤

  • @narayannayak9299
    @narayannayak9299 6 місяців тому +3

    ସଙ୍ଘ ମିତ୍ରା ଆପଣଙ୍କ ବକ୍ତବ୍ୟ ମନ କୁ ଛୁଇଁ ଲା।

  • @manjupravamishra8000
    @manjupravamishra8000 6 місяців тому +13

    Very nice, outstanding, excellent, important discussion 👍👌.God bless you beta Sanghamitra with my blessings 🙌 of love ❤ & stay blessed always with lots of happiness, good health as well as best prousperity in future life 👍. Much love ❣️ for you 😘.JAY SHREE JAGANNATH 🌹🙏.

  • @Villager_mind
    @Villager_mind 6 місяців тому +1

    First time watching that manas babu looking down infront of sanghamitra 😂😂😂

  • @ritanjalisamal8492
    @ritanjalisamal8492 6 місяців тому +20

    Lot of thanks Kanaka News.She is a brave leader.keep it up. Excellent thought.

  • @rosalinsahoo8245
    @rosalinsahoo8245 6 місяців тому +1

    A brave girl, who wants to change society.Continue your effort.

  • @siddharthababoo3627
    @siddharthababoo3627 6 місяців тому +25

    Excellent Interview 🎉

  • @monalisapalei70
    @monalisapalei70 6 місяців тому +3

    Ekdum Percfect Explanation by Didi....Just Kepp it up this Optimistic Struggle Didi❤🙏

  • @narottamsamal3729
    @narottamsamal3729 6 місяців тому +20

    Thanks u madam

  • @renupravanayak525
    @renupravanayak525 6 місяців тому +4

    Proud of Sanghamitra ❤

  • @rashmirekhadash5731
    @rashmirekhadash5731 6 місяців тому +22

    Best interview 👍

  • @gopimusic4736
    @gopimusic4736 Місяць тому +1

    ସଂଘମିତ୍ରା ଙ୍କୁ ନେଇ ଓଡ଼ିଶା ଗର୍ବ ଅନୁଭବ କରିବା ଦରକାର।

  • @dbdas9171
    @dbdas9171 6 місяців тому +14

    ବହୁତ ସୁନ୍ଦର

  • @dillipkumarsingh1764
    @dillipkumarsingh1764 6 місяців тому +2

    So very nice

  • @pashupati55
    @pashupati55 6 місяців тому +9

    *Point to Point Slam on Reporters Face. What an extraordinary personality. Respect 🫡*

  • @monalisapalei70
    @monalisapalei70 6 місяців тому +3

    Such an Iconic Figure Whom I Evr Admire @Didi🙏👏And Her Evr encouraging Vibes Praiseworthy Evr....

  • @ommm632
    @ommm632 6 місяців тому +17

    Salute you mam.. 🙏🙏🙏🙏🙏🙏🙏🙏🙏🙏🙏🙏

  • @bighnaraj7868
    @bighnaraj7868 2 місяці тому +1

    ओडिशा को ऐसे ही ज्ञानवान नेता की जरूरत है। तभी ओडिशा खुशहाल, स्वस्थ और समृद्ध होगा

  • @mahendramahanandia2995
    @mahendramahanandia2995 6 місяців тому +14

    Neta hebata amiti neta huo .bahut dhanyabad madam.🎉🎉

  • @basudevbehera1387
    @basudevbehera1387 4 місяці тому +1

    Tq ..kanak News to bring such a intellectual person 😊

  • @Villagelovers442
    @Villagelovers442 6 місяців тому +17

    Thanks ripoter

  • @bimalsethi957
    @bimalsethi957 6 місяців тому +2

    ବହୁତ ସୁନ୍ଦର କଥା କହୁଛନ୍ତି ଭଉଣୀ

  • @motilaldash4645
    @motilaldash4645 6 місяців тому +8

    ବହୁତ ବହୁତ ଭଲ କଥା କହିଲେ- .କିନ୍ତୁ ବାମପନ୍ଥୀ ଚିନ୍ତା ଧାରା ଭାରତ ଭଳି ଦେଶ ପାଇଁ ଠିକ୍ ନୁହଁ. . . .

  • @parbatisahoo9267
    @parbatisahoo9267 6 місяців тому +2

    Omg mun a madam nku train re dekhithili and se mote help bhi karithile ❤❤, aji news re dekhilii very surprising 🎉🎉nice

    • @queenashiq_
      @queenashiq_ 5 місяців тому

      Nice🎉କଣ ଅସୁବିଧା ହେଇଥିଲା କି ଆପଣଙ୍କର

  • @susantadwary6119
    @susantadwary6119 6 місяців тому +8

    Manash sir good interview show... Very good question

  • @mamataranikhanda2034
    @mamataranikhanda2034 26 днів тому

    ସଙ୍ଘମିତ୍ରା ଅପା ସବୁଠାରୁ ବେଷ୍ଟ, ମାନସ ଭାଇ ତୁମ୍ଭର ଉପସ୍ଥାପନ ଭଲ ଲାଗେ

  • @debarajdash351
    @debarajdash351 6 місяців тому +25

    Sanghamitra sister is the strong of society of our odisha.

  • @addiwasilifestyle3114
    @addiwasilifestyle3114 6 місяців тому +1

    Sanghamitra next leader....❤❤❤❤

  • @saswatijena9426
    @saswatijena9426 6 місяців тому +13

    Refreshing Episode❤

  • @laxmipriyaghosh2639
    @laxmipriyaghosh2639 6 місяців тому +1

    No.1 daughter of Odisha.I am proud of you.Many many thanks.

  • @gopabandhukarna6005
    @gopabandhukarna6005 6 місяців тому +8

    We need to establish PROUT.

  • @krushnachandradash7387
    @krushnachandradash7387 6 місяців тому +1

    ଏଭଳି ଲୋକଙ୍କୁ ୧ଘଣ୍ଟା ରୁ ଅଧିକ ସମୟ interview କଲେ ବହୁତ୍ ତଥ୍ୟ ଲୋକ ଲୋଚନ କୁ ଆସିବ।She is Excellent Personality

  • @biswabhusannanda8664
    @biswabhusannanda8664 6 місяців тому +6

    This Madam / person will very soon rise very high in the political horizon of Odisha/India. She will also become very successful in her political career and her parents will certainly bless her. May Mahaprabhu Sri Jagannath bless her. Her comments are very relevant in the present day context.

    • @Inner.divinity
      @Inner.divinity 6 місяців тому +1

      Yes, she is the female version of Kanheya Kumar of Odisha..

  • @Mr.dash_6
    @Mr.dash_6 5 місяців тому +2

    ଏହି ଝିଅ ଭଳି ଓଡ଼ିଶା ରେ ବହୁତ୍ ଅଛନ୍ତି ବାସ୍ ଲୋକ ଲୋଚନ କୁ ଆସୁ ନାହାନ୍ତି। ଦେଖନ୍ତୁ ଯିଏ ବି ସତ୍ତା ରେ ଆସିବ ସେ ସବୁ କାମ ଠିକ୍ ଭାବରେ କରିପାରିବ ନାହିଁ। ତେଣୁ ସରକାରଙ୍କୁ ଆଙ୍ଗୁଠି ଦେଖେଇବା ସହଜ ହୁଏ, ମାତ୍ର ସେଇ ବ୍ୟକ୍ତି ଯଦି ପାୱାର୍ ରେ ଆସିବ ସେ ବି କିଛି କରିପାରିବେନି। ଏଇଟା ନିରାଟ ସତ୍ୟ

  • @tulujena5279
    @tulujena5279 6 місяців тому +7

    Sanghamitra is best icon of odisha ❤❤❤❤

  • @BrajakishorBehera-t1t
    @BrajakishorBehera-t1t День тому +1

    ଅତିି ଉତ୍ତମ ଜବାବ

  • @rolex..lover.9375
    @rolex..lover.9375 6 місяців тому +15

    Nice Interview ❤

  • @siladas8285
    @siladas8285 6 місяців тому +2

    Thanks for interaction with such great frontline fighter.

  • @prasanprusty7160
    @prasanprusty7160 6 місяців тому +45

    Big slap to this anchor 😂

  • @PabitraNaik-j5q
    @PabitraNaik-j5q Місяць тому +1

    Bahut bahut dhanyvad sanghmitra apnon ka Manisha puniya ku bahujan samaj salute karuchhanti

  • @binayakumarswain3161
    @binayakumarswain3161 6 місяців тому +7

    I think this is one of the best interviews.❤

  • @user-DhanurjayDas
    @user-DhanurjayDas 5 місяців тому +2

    ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️❤🙏🏽🚩🚩🚩

  • @debabrata98
    @debabrata98 6 місяців тому +7

    Jay Jagannath from Venezuela 🇻🇪 🙏🏽

  • @entertainment4you...974
    @entertainment4you...974 6 місяців тому +1

    You dicission is 100% right

  • @pramodswain8464
    @pramodswain8464 6 місяців тому +3

    ଧନ୍ୟବାଦ୍ ଭଉଣୀ ସୁନ୍ଦର ଉପସ୍ଥାପନା କରିଥିବାରୁ

  • @sridharpradhan7668
    @sridharpradhan7668 5 місяців тому +1

    Thanks your speed interview and best conversation

  • @sourabhasahoo40
    @sourabhasahoo40 6 місяців тому +7

    Best interview

  • @ଜନ୍ମଭୂମି
    @ଜନ୍ମଭୂମି 6 місяців тому +1

    ଏଭଳି ଚିନ୍ତାଧାରି ଲୋକଙ୍କୁ ଧନ୍ୟବାଦ 🙏🙏🙏

  • @ajitkumardasadhikari5583
    @ajitkumardasadhikari5583 6 місяців тому +4

    Very useful video

  • @BatakrisnaChhotaray
    @BatakrisnaChhotaray 2 місяці тому +2

    Dhanya bad jia mu tuma bapa nku sat pranam janauchi ki se mo odisha ku. Ehi pari gote satsahasi jia dei pari chanti prabhu jagarnath tuma ku asripad karantu jay jagarnath

  • @namitasahu1436
    @namitasahu1436 6 місяців тому +5

    I love and respect you Dear Sanghamitra Mam You are Great 👍

  • @ajayamishra1118
    @ajayamishra1118 6 місяців тому +1

    Odisha's no 1 speaker sanghamitra mam