🔵 Unveiling The Truth With Advocate Piku Patnaik || Kanak News
Вставка
- Опубліковано 23 лис 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #Odisha
ଧନ୍ୟବାଦ 👍, ପିଙ୍କୁ ଭାଇ ମାଡିଚାଲ, ଜୟ ଜଗନ୍ନାଥ
ପିକୁ ଭାଇନଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏🙏🙏🙏🙏🙏🙏🙏
ଧନ୍ୟବାଦ ମାନସ ସାର୍।
ଆପଣ ଙ୍କ ଉପସ୍ଥାପନା ବହୁତ ଭଲ ଲାଗୁଚି 🙏🙏🙏
ବହୁତ ଖୁସି ଲାଗିଲା ଆପଣଙ୍କୁ ଧନ୍ୟବାଦ
ସାର ଜୟ ଜଗନ୍ନାଥ 🙏🏾🙏🏾
SRI ABE LICH8GALANHI
@@baikunthabehera3971 aa
@@baikunthabehera3971⅘⁵⁵⁵²2r22r2rr16❤08hh😊😊😮❤❤
Comedy
ଅଜ୍ଞ୍1ଅ1❤❤❤❤❤❤❤❤❤@£@@@@baikunthabehera3971
ଜୟ ଜଗନ୍ନାଥ ସ୍ଵାମୀ। ଆପଣଙ୍କ ଏଭଳି ପ୍ରୟାସ ଜାରି ରହୁ। ହେ ମଣିମା ଏଭଳି ମହାନୁଭବ ଙ୍କୁ ନିଜର ସେନା ବନେଇ ଥିବାରୁ ଆପଣଙ୍କୁ ଅଭିନନ୍ଦନ।
ଆପଣ ଶୁଣିବେ ନା ଆଉ ଆପଣ ଶୁଣିବେ ନା ଆଉ😂😂😂😂😂ପୁରୀ ଲୋକ ଼଼଼଼ କଥା ଗୁଡିକ ସୁନ୍ଦର ଓ ନିଆରା, ମାଲିକେ ଼଼଼଼଼଼
ବହୁତ ସୁନ୍ଦର🙏
ଜୟଜଗନ୍ନାଥ ❤❤❤
ବହୁତ ସୁନ୍ଦର ଓ ସତ୍ୟକଥା କହୁଛନ୍ତି ପିଙ୍କୁ ଭାଇ । ଆପଣ ଦୀର୍ଘାୟୁ ଜୀବନ କାମନା କରୁଅଛୁ ।
ବହୁତ ଖୁସି ଲାଗିଲା ଆପଣଙ୍କ ଆଲୋଚନା ଶୁଣି | ହେ କାଳିଆ ଭକ୍ତ, ଓଡିଶା ପାଇଁ ଓଡ଼ିଆଙ୍କ ପାଇଁ, ପ୍ରତି ଓଡ଼ିଆର ମୁରବୀ,- ପ୍ରଭୁ କାଳିଆଙ୍କ ପାଇଁ ଆପଣଙ୍କ ସଂଗ୍ରାମ ଜାରି ରହୁ 🙏🙏🙏
Q
ଏପରି ଲଢ଼ୁଆ ମଣିଷ ହିଁ ରାଜ୍ୟ ଓ ଦେଶ ପାଇଁ ଆବଶ୍ୟକତା ରହିଛି
Absolutely right👌👌👌
ପ୍ରିୟ ପଟ୍ଟନାୟକ ସତ କଥା କହନ୍ତି. ନିର୍ଭୀକ ବ୍ଯକ୍ତି.
ଆପଣତ କାଳିଆରାଜାର ପାଖ ଲୋକ. ଆପଣ ଭାଗ୍ୟବାନ. ଆମେ ହତଭାଗ୍ୟ. 🙏ଜୟ ଜଗନ୍ନାଥ ସ୍ୱାମୀ🙏
Sir 🙏 really really really perfect analysis 👌👌👍
ବହୁତ ଭଲ ଲାଗିଲା ❤ଜୟ ଜଗନ୍ନାଥ ମହାପ୍ରଭୁ ❤
Piku bhai camera ଆଗରେ ଯେତିକି ପାଟି ଓ ରାଗନ୍ତି, camera ପଛରେ ସେ ସେତେ ନମ୍ର ଓ ଶାନ୍ତ, ଆପଣ ଜାଣି ପାରିବେ ନାହିଁ ଏ ବ୍ୟକ୍ତି ଏମିତି ପାଟି କରିପାରେ,
First time pain reporter bhai kna pati chup....😂 Kahiaku hnii deleni...he is actually a legend...😅🤫😎
God gifted person for lord jagannath
Very interesting & actually a Loard Jagannath soldier.
ସାର୍
ଆପଣଙ୍କ ସାକ୍ଷାତକାର ମୋତେ ବହୁତ ଭଲ ଲାଗେ। ଦୟାକରି ଆପଣ ଆମ ମୂଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏବଂ ୫T ସଚିବ ଙ୍କ ସାକ୍ଷାତକାର କରନ୍ତେନି।
ବହୁତ ଭଲ ଲାଗନ୍ତା... ଧନ୍ୟବାଦ
Na..babunku nele ticket milibani
An attractive episode ever
Jay Shree Jagannath 🙏
ଧନ୍ୟବାଦ ଆଜ୍ଞା. ବହୁତୁ ବଢିଆ କଥା କହିଲେ. ଯାହାହେଲେ ପ୍ରଭୂଙ୍କ ଭକ୍ତ. ଜୟ ପ୍ରଭୂ 🙏
Piku babunku dakila mane 2 hr show minimum darkar... Such a fantastic person..
Jay jagannath piku bhai yr voce is like a tiger roar👌🏻
A brave man does not lose heart. , bravery as a quality which knows no fear, I have never seen a brave man like you
ଜୟ ସତ୍ୟ ସନାତନ ଧର୍ମ ଜୟ ଶ୍ରୀ ରାମ
Ur a great anchor in odisha I like ur style
Real hero Piku pattanaik JAY JAGANNATH 🙏🙏🙏
Salam and naman to Pinku babu for his truth voice against corruption
Bhaina kn kahile maa
jay jagannath god bless you 😘😚
ପିକୁ ଭାଇ !!!କେଉଁ ଭାଷାରେ ଆପଣଙ୍କୁ ଧନ୍ୟବାଦ ଦେବି, ଆପଣତ ମହାତ୍ମା, ଦିବ୍ୟାତ୍ମା ଜୀବନରେ ଥରେ ଯଦି କାଳିଆ ସାଆନ୍ତେ ଆପଣଙ୍କୁ ସାକ୍ଷାତ କରିଦିଅନ୍ତେ, ପାଦ ଧୂଳି ମୁଣ୍ଡରେ ମାରି ଧନ୍ୟ ହୋଇ ଯାଆନ୍ତି l ଜୟଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଆପଣ ଙ୍କୁ ଯେତେ ପ୍ରଶଂସା କଲେ ବି ବହୁତ କମ ହେବ... ତମେ ପୁରୀ ଜିଲ୍ଲା ର, ଏବଂ ଓଡିଶା ବାସୀ ଙ୍କ, ଜଗନ୍ନାଥ ପ୍ରେମୀ ଙ୍କ ଲଢୁଆ ମଣିଷ.. 🙏🏻🙏🏻🙏🏻
ଆପଣ ହେଉଛନ୍ତି ରିୟଲ ଓକିଲ ସାର 🇮🇳
He is the best news anchor..the way he is anchoring the best...
Piku Pattanaik also dynamite, who can destroy in the sec bro.. I thought, the anchor is not fit. 😂
I am very happy to listen the debate between piku Babu and Kanak news. ❤❤❤
ଜଗତର ନାଥ ଜଗନ୍ନାଥଙ୍କ ପାଖରେ ଏତିକି ମାଗୁଣୀ ଠାକୁରେ ତୁମକୁ ଖୁସିରେ ରଖିଥାଆନ୍ତୁ ପିକୁbabu
ଓଡ଼ିଶାରେ ଏହିଭଳି ନେତୃତ୍ୱ ର ଆବଶ୍ୟକ ଅଛି
🙏ପିକୁ ଭାଇନା
ପିଲା ଦିନର ଚୋରି କଥା ପଚାରିବା ଭୁଲ, ଆଉ ସବୁ ସାକ୍ଷାତ କାର ଠିକ, 👍
Piku ଭାଇନା ବହୁତ ଧନ୍ୟବାଦ ଆପଣ ଙ୍କୁ ଜୟ ଜଗନ୍ନାଥ
Sir aapanaka Katha bhala Lage...
Jay jagannath....
Jay jagannath ❤
Bhai dhanyabad .
କାଳିଆର ସେନାପତିଙ୍କୁ ହୃଦୟରୁ କୋଟି ପ୍ରଣାମ❤️🙏🙏🙏
ପିକୁ ପଟ୍ଟନାୟକ ଜଣେ ସାହାସୀ ଖାଣ୍ଟି ଓଡ଼ିଆ ଲୋକ ଆଉ ମାନସ ବାବୁ ବି ଜଣେ ଭଲ ଉପସ୍ଥାପକ
I Like him very much, Jay Jagannath🙏
ଅତି ସୁନ୍ଦର ସାକ୍ଷାତକାର ଧନ୍ୟବାଦ କନକ ଖବର, ଧନ୍ୟବାଦ ପଟନାୟକ ସାର, ଫ୍ୟାନ ଚୋରି କେଶ ଥିଲା ବରିଷ୍ଟ ରାଜନେତା ଦାମୋଦର ରାଉତ ଙ୍କ ର ଏଵେ ପିଙ୍କୁ ପଟନାୟକ ଙ୍କ ନାମରେ,ଭବିଷ୍ୟତ ରେ ରାଜନେତା ହେବେ ନିଶ୍ଚୟ 👍
Jay jaganatha ⭕‼️⭕🙏🙏 piku bhai God bless you 👌👌
Thank you
ଜୟ ଶ୍ରୀଜଗନ୍ନାଥ.. ଲଢେଇ ଜାରି ଅଛି ଜାରି ରହିବ।
ସାବାସ୍ ପିକୁ ସାର୍
ସଚ୍ଚାକଥା ଏବ୍ଯକ୍ତି ଜଗନ୍ନାଥଙ୍କର କରୁଣାରୁହିଁ ଏମିତି କର୍ମକରନ୍ତୁ.
ସୁନ୍ଦର ତର୍କ, ଏକଦମ ସତକଥା
ହୃଦୟ ସ୍ପର୍ଶୀ ମଧ୍ୟ, ସତ୍ୟମେବ ଜୟତେ 🙏
Very Good Person Piku Bhaina ❤️🙏
Thank uui sir......mun apanaka bisaya re bapa thu mor bahut bhala katha sunichi....thank uu sir ..
ଓଡ଼ିଆ ଙ୍କ ସ୍ୱର ପିକୁଭାଇ ଙ୍କ ସ୍ୱର
ବାସ୍ତବରେ ଆପଣ ଜଣେ ପ୍ରକୃତ ସ୍ୱାଭିମାନୀ ଓଡିଆ
ଯେପରିକି ଥିଲେ ସ୍ୱାଭିମାନୀ ମରାଠି
ଵାଲା ସାହେବ ଥାକରେ
❤🙏❤
Best episode ever seen in kanak news.
Manash bhai au thare bahut jaldi piku bhai nku news room ku anantu bahut kichi jagannath nka kama bisayare janibara pai achi
Last katha ta bahut bhala lagila ...piku bhai ....jay jagannath ..you r right 👍
Ja shree ram ବଢ଼ଭାଇ ଏମିତି ଖବର ଆଗକୁ ଆଣନ୍ତୁ ja shree ram
ଖୁବ ସୁନ୍ଦର👌😂
EXCELLENT NEWS #ODISHA❤
❤
DHARMAR JAY. Great post GREAT INSPIRATION FOR ALL. GOD BLESS YOU AND YOUR FAMILY MEMBERS JAY JAGANNATH
Hearty Congratulations Piku Patnaik ji for your clear presentation with open heart 💐Odisha is proud of you for your fight for our own Lord Jagannath culture 💐💐🙏
Excellent statement and very good conversation given by piku Pattnaik ...jai jagannath
କନକ ଟିଭି ଙ୍କ ପାଖରେ ଆଉ କୋଉ ଅଭିଯୋଗ ମିଳିଲାନି ସେ ପଙ୍ଖା ଚୋରି କରିଛନ୍ତି ସେ ମା ରାମଚଣ୍ଡୀ ମନ୍ଦିର ରେ ଗହଳି କରିଛନ୍ତି ଏ ପ୍ରଶ୍ନ ପଚାରିବା ଟା ଠିକ୍ ହେଲାନି
U R right Sri
This is the best of the best programs done by kanak TV . Manas sir presentation is apriciatable, very very attractive
This episode is the best one
Jay Jagannath ❤️🙏
जब तक पांडियन उड़ीसा में है ab tak Odisha अब तक उड़ीसा बर्बाद है
🎉🎉🎉🎉🎉❤❤❤❤ good programme...🎉🎉
ଜଗନ୍ନାଥ ମହାପ୍ରଭୁଙ୍କ ପାଇଁ ଯିଏ ସଦା ତତ୍ପର ସେ ସିଂହ.........
I am very happy to listen the debate between piku babu
ପିଙ୍କୁଭାଇ ଅଶେଷ ଅଶେଷ ଧନ୍ୟବାଦ୍ ଜୟ ଶ୍ରୀ ଜଗନ୍ନାଥ 🙏🙏🚩
ଜଗନ୍ନାଥ ସଂସ୍କୃତି ର ରକ୍ଷକ ଶ୍ରୀ ପିକୁ ସାର ଙ୍କୁ ହୃଦୟ ରୁ ନମସ୍କାର 🙏🏻🙏🏻🙏🏻ଜଜୟ ଜଗନ୍ନାଥ
Interesting video.....
Piku Patnaik Sir Is 💯 Percent Correct 🙏
Pinku bhaina jagannath apananka paribar ku bhala re rakhantu god bless you
Puri will be proud to find such a diamond like you ❤️#pikupattanik
ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଏମିତି ଲଢ଼ୁ ଥାନ୍ତୁ 🙏🙏❤️❤️
ଶ୍ରୀଜଗନ୍ନାଥଙ୍କ କୃପାରୁ ଆପଣ ଭଲରେ ରୁହନ୍ତୁ ❤ ଜୟ ଜଗନ୍ନାଥ 🙏
ସମୟ ବଢ଼ାଅ 😄 ଠିକ କଥା, ଡାକୁଚ ଜଦି ସବୁ କଥା ଜାଣ, ସମୟ ନାହିଁ କଣ, good answer ପିକୁ ଭାଇନା 👍👍👍👍
ଜୟ ଶ୍ରୀ ଜଗନ୍ନାଥ ପିକୁ ଭାଇ ଆପଣଙ୍କୁ ଆଶିର୍ବାଦ କରନ୍ତୁ।
ଜୟ ଜଗନ୍ନାଥ 🙏🚩
Pikubhai kholahrudaya loka aau shingha Jay jagannath
ଅତିସୁନ୍ଦର କଥା ପିଙ୍କୁ ଭାଇ 🙏🙏🙏
Jay jaganatha 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏......
Excellent interview at the Services of Mankind
Jay shree jagannath Prabhu jagannath apannkar magal karantu okil sir ❤❤❤❤❤❤❤❤❤❤❤❤❤
ସାକ୍ଷାତକାର ବହୁତ ସୁନ୍ଦର
ପିକୁ ଭାଇ ବହୁତ ସୁନ୍ଦର ପଦକ୍ଷେପ ନିଅନ୍ତି
Perfect man
very nice conversation Sir really grateful to u
Pranam bhai
I respect Pinku babu
ଅତି ସୁନ୍ଦର ମଣିଷ କନକ ନିୟୁଜ ସାମ୍ବାଦିକ ।
ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଥରେ newsroom ରେ questions କରନ୍ତୁ ମାନସ ଭାଇ। କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର।🙏🙏
Most powerful ❤
Right Answer Jay Hind Jay shree Jagannath Swami Nayana patha gami vaba tume Jay Jagannath Swami ji ki Jay ho
Dhanyawad sir
ପିକୁ sir ଙ୍କର ଆଜି ଠୁ ମୁଁ fan ହେଇ ଗଲି 👏👏👏