Pua mane jogye thile bapa maa nk seba aape kriparibe...loka lagaie nije na kriparile...aji ka date re paisa nathile bapa maa nk treatment koutoo hb ....tenu paisa b important...paisa nathile kehi pacharibe nahi...
Sir mate 26 age haba mu pura agree karuchi apana nka katha re. Anthropology re gote theory achi , human jete educated hei jaye setiki individualism aage gati kare (mane se ekla rahi baku chahe taki kehi ta upare bojho na huantu)
ପିଲାଙ୍କ ଠାରୁ ବେଶି ଆଶା ରଖୁଛନ୍ତି ବାପାମାଆ ଆଜିକାଲି । ସେଥିପାଇଁ ସଂସ୍କାର ନଦେଇ ଧନ ଅର୍ଜନ ପଛରେ ପଡୁଛନ୍ତି
right bhai
sanskara nahin
same bapa maa thhuu hi sikhichanti
Sampurna satya katha@@neeturajjena6936
ସଂସ୍କାର ଆବଶ୍ୟକ 100% ଠିକ 👍
ସ୍ନେହ, ପ୍ରୀତି, ମମତାର ଘୋର ଅଭାବ। ପାଠ ସହିତ ସଂସ୍କାର ଆବଶ୍ୟକ। ବହୁତ୍ ଧନ୍ୟବାଦ୍ ବୈଷ୍ଣବ ବାବୁ
I am proud to be a IIT Kanpur student uncle
Real Suggestion . All should think .
@@RubySethi-dp2kean not a
ସତରେ ସାର୍... ଉତ୍ତମ ସଂସ୍କାର ହିଁ ଉଚ୍ଚ ଶିକ୍ଷାର ମାନଦଣ୍ଡକୁ ନିରୂପଣ କରିଥାଏ... ତେଣୁ ଯେଉଁ ଶିକ୍ଷାରେ ଚରିତ୍ର ଗଠନର ବାର୍ତ୍ତା ନାହିଁ ତାକୁ ଉତ୍ତମ ଶିକ୍ଷା କୁହାଯାଇ ପାରିବନାହିଁ... ପ୍ରଣାମ ସାର୍... 👃👃
ମୋ ମାଆ ଙ୍କ ଗତ ମାସ ଦେହାନ୍ତ ହେଇଗଲା
ମାଆ ଙ୍କୁ କେବଳ ଶେଷ ଦର୍ଶନ କଲି
ଜୀବନ୍ତ ର ଶେଷ ସମୟ ରେ ଉପସ୍ଥିତ ହେଇ ପାରିଲି ନାହିଁ। ଯେଉଁ ମାନଙ୍କର ବାପା ମା ବଞ୍ଚି ଛନ୍ତି
ସେମାନେ ଆଦର କରନ୍ତୁ। ଭଗବାନ ଆପଣଙ୍କୁ
ଆଶୀର୍ବାଦ କରିବେ
Fantastic
କେବଳ ସଂସ୍କାର ସଂସ୍କୃତି ର ଅଭାବ ମୁଖ୍ୟତଃ ପିତା ମାତା ଦାୟୀ🙏
ପରିବେଶ ମଧ୍ଯ ସମପରିମାଣରେ ଦା ଈ
ବୁଢା ବୟସ ରେ ଚାକିରି ଆ ବାପା ମା ଏବେବି ପଇସା ପଛରେ ଘୋଡାଉଛନ୍ତି, ବହୁତ ଉଦାହରଣ ଅଛି
🙏🏻
କଥା ଟି ପୁରା ହୃଦୟ କୁ ଛୁଇଁ ଗଲା ସାରେ ସମାଜ ରେ ସଂସ୍କାର ଆଣିବା ପାଇଁ ବହୁତ ଭଲ ପ୍ରୟାସ 😊
ମୁଁ ମଧ୍ୟ ଦୁଇଟି ପିଲାର ବାପା । ମୁଁ କହିବି ଏ ସବୁ ଦୋଷ ବାପା ଓ ମାଆଙ୍କର। ପିଲାଟି ଯେତେବେଳେ ଭଲ ପାଠ ପଢେ, ସେତେବେଳେ ବାପା ଓ ମାଆମାନେ କାହା ସହିତ ସମ୍ପର୍କ ରଖନ୍ତି ନାହିଁ ଏପରିକି ଘର କବାଟ ବାହାରୁ ତାଲା ଦେଇ ଘରେ ରୁହନ୍ତି, ଯେପରିକି ପିଲାର ପଢ଼ାରେ disturb ନ ହେଉ। ପିଲାଙ୍କୁ ସବୁବେଳେ ମିଛ ଶିଖାଇଲେ କାହାକୁ Note ଦେବୁନାହିଁ। ବାପ ତ ଦିନେ ଗୀତା ଭାଗବତ ପଢି ନ ଥିବ, ପିଲା କେଉଁଠି ସଂସ୍କାର ଶିଖିବ ? ପିଲା ଯଦି ଆମେରିକାରେ ଚାକିରୀ ପାଇଲା, ବାପ ଓ ମାଁ ଖୁସି ହୋଇ ଲୋକମାନଙ୍କୁ ଜଣାଇବା ପାଇଁ ଅତି ଆନନ୍ଦରେ ମିଠା ବାଣ୍ଟନ୍ତି ଯେଉଁ ଲୋକ ଦିନେ ହେଲେ କୌଣସି ସତ୍ ସଙ୍ଗ ପାଇଁ ୧୦ ଟଙ୍କା ଦେଇ ନ ଥିବେ, ମିଠାରେ ୧୦ ହଜାର ଉଡାଇ ଦେବେ। ପୁଅ କି ପାଠ ପଢିଲା ଯେ ଆମ ଭାରତରେ ତା ପାଇଁ ଚାକିରୀ ନାହିଁ ? ନିଜ ଗୋଡ଼ରେ କୁରାଢି ମାରି ଏବେ ଦୁଃଖ କଲେ କ'ଣ ହେବ ?
India re job Kariba pai kichhi nai .sethi pai America gala
True
Correct
Jhio o puo due janaka parents sasnkar deba uchita.
Really
ସାର୍ ଲେଖାଟି ହୁଏତ କେତେକ ଲୋକଙ୍କୁ ଉଚିତ ଶିକ୍ଷା ଦେବ।🙏
ଯେଉଁ ମାନେ ଉଚ୍ଚଶିକ୍ଷିତ ହୋଇ ବାହାରେ ରହୁଛନ୍ତି , ସେମାନେ ଥରେ ସେଇ ବାପା ମା ଙ୍କ ମନରେ ଥିବା ଦୁଃଖକୁ ବୁଝିବାକୁ ଚେଷ୍ଠା କରନ୍ତୁ 🙏🙏🙏
ଆପଣ ଯାହା ବି କହିଲେ ନିରାଟ ସତ୍ୟ କଥା ଆଜ୍ଞା, ଆଗାମୀ ଦିନରେ ପରିସ୍ଥିତି ଜଟିଳ ହେବାକୁ ଯାଉଛି 🙏🙏🙏🙏🙏
ଏଇଟା ସହର କଥା ,ଗାଁ ରେ ଆମେ , ବାପ, ମା ବହୁତ ଶାନ୍ତିରେ ଅଛୁ
ଯେଉଁ ମାନେ ଉଚ୍ଚ ଶିକ୍ଷିତ ହୋଇ ପ୍ରାପ୍ତ ବୟସ ରେ ପିତା ମାତା ଙ୍କ ସେବାରେ ନ ଆସିଲେ ସେମାନେ ଉଚ ଶିକ୍ଷତ ନୁହନ୍ତି,ସେମାନେ ଅଶିକ୍ଷିତ।
Right
It's a fact today. Don't you think the cause of this in our society is the Laws framed in our country?????
ଖାଲି ଅଶିକ୍ଷିତ ନୁହେଁ ପାପି ବି କୁହାଯିବ । ଆଜି ବାପା ମା ଙ୍କୁ ଛାଡି ଦିଲ୍ଲୀ , ବମ୍ବେ ରେ ରହୁଛ କାଲି ତାଙ୍କ ପିଲା ଆମେରିକା, ଅଷ୍ଟ୍ରେଲିଆ ରେ ରହିବ । ସେତେବେଳେ ବୁଝିଲା ବେଳକୁ ନେଳୀ ଗୁଡ଼ କହୁଣି ରେ ଥିବ
Thik
@@shubhasishbihari1093billkul thik kahila
Beautiful presentation...
Sir 🙏
ବର୍ତ୍ତମାନ ଏଇଟା ଘର ଘର କାହାଣୀ ହୋଇଗଲାଣି..
ଅତି ଉତ୍ତମ ବାର୍ତ୍ତା ସମାଜ ପାଇଁ 👍👍👍👍
ପିଲାମାନଙ୍କୁ ।ପାଠ ପଢାନ୍ତୁ ମନା।ନାହିଁ କିନ୍ତୁ ସସ୍କାର ଦିଅନ୍ତୁ। ଆଜିର ସମାଜ ବହୁତ କଳୁଷିତ
ଆଜ୍ଞା🙏, ଆପଣକଂ ମତ ପାଇଁ ଧନ୍ୟବାଦ୍
ବହୁତ ସୁନ୍ଦର କଥା କହିଛନ୍ତି।ସମାଜରେ ଘଟୁଥିବା ଘଟଣା ଉପରେ କହିଛନ୍ତି।ଆପଣଙ୍କୁ ସାଧୁବାଦ ଜଣାଉଛି।
ଏଇଟା ଭୁଲ୍ ଚିନ୍ତାଧାରା ଆଜ୍ଞା । ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା ଏବଂ ତାହା ସହ ଉଚ୍ଚ ସଂସ୍କାର ଦେବା ଆବଶ୍ୟକ । ପରିବାର ଠୁ ଏବଂ ସାଧୁ ଲୋକଙ୍କ ସହ ମିଳାମିଶା କଲେ ସଂସ୍କାର ମିଳିଥାଏ ।
ଆପଣଙ୍କର ବଚନ ଆଜିର ନୂଆ ସମାଜ ପାଇଁ ଏକ ଆଶ୍ରିବlଦ ସ୍ୱରୂପ
Apanankara phone number debe ki
ଶ୍ରୀକୃଷ୍ଣ ମଧ୍ଯ ବାପାମାଅଙ୍କୁ ପରିତ୍ଯଗ କରି ଦ୍ବାରିକା ରେ ରାଜା ହୋଇ ରହିଗଲେ. ମାତୃଭୂମି କୁ ଭୁଲିଗଲେ. ତେଣୁ ଫଳ କଣ ହେଲା ? ଏ କଥା ରୁ ଆମେ ଉଚିତ୍ କଥା ଟି କୁ ଗ୍ରହଣ କରିବା.
ଆମେ କିଏ ଶ୍ରୀକୃଷ୍ଣ ଙ୍କ ତୁଳନା। ଯିଏ ଭାଗବତ ପଢୁନି।
ବାପା ମା ଙ୍କ ଭୂମିକା ବି ଏଥିରେ ବହୁତ। ବାପ ମା ଉଚ୍ଚ ଶିକ୍ଷିତ କରି ସମାଜରେ କ୍ରେଡିଟ ବି ନବାର ଅଛି, ଦେଖେଇ ହୋଇ ପ୍ରଚାର ବି କରିବାର ଅଛି।
ସତରେ ସାର୍ ଆପଣଙ୍କ ଚିନ୍ତାଧାରା ଅତି ଉତ୍ତମ🙏🙏🙏 ଆଜିକା ସମାଜରେ ଏ ଭଳି ଉପଦେଶମୂଳକ ବାର୍ତ୍ତା ନିହାତି ଆବଶ୍ୟକ👍👍
କେବଳ ପରିବାରର ମୂରବୀ ପିଲାମାନଙ୍କର
ଉଜ୍ଜଳ ଭବିଷ୍ୟତ, ଶୃଙ୍ଖଳିତ ସଂସ୍କୃତି ସମ୍ପର୍ଣ୍ଣ
ଜୀବନ ଗଠନ ପାଇଁ ଯେତିକି ଯତ୍ନବାନ ହେବା ଉଚିତ, ତତୋଧିକ ଶିକ୍ଷାବ୍ୟବସ୍ଥାରେ
ବଳିଷ୍ଠ ସଂସ୍କାର ଆଣିବା ଉଚିତ।
କୃଷକ ହେବା ସବୁଠାରୁ ଭଲ
ପିଲାଙ୍କୁ ଉଚ୍ଚ ଶିକ୍ଷିତ କଲେ ସିଏ ଖରାପ ହେବା ଭୁଲ ପ୍ରଥମେ ନିଜେ ନିଜକୁ ପଚାରନ୍ତୁ ସିଏ ନିଜ ବାପା ମା ଙ୍କୁ କେତେ ପଚାରୁ ଥିଲେ ? ନିଜ ପୁଅକୁ
ଭଲ ସଂସ୍କାର ଦେଇ ନଥିବେ ଆଉ ଝିଅକୁ ବହୁ କରି ଅନିଛନ୍ତ ସେ ଝିଅ ବାପା ମା ମଧ୍ୟ ଝିଅ କୁ କୁସଂସ୍କାର କରିଥିବେ
ଆପଣଙ୍କର ସମାଜ ଓ ସଂସ୍କୃତି ର topic ଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। ପିତା ମାତାଙ୍କ ଚେଷ୍ଟା ସତ୍ତ୍ଵେ ମଧ୍ଯ ଆଧୁନିକ ସଭ୍ୟତା ବିପଥଗାମୀ କରୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।
ଆପଣଙ୍କୁ ଅଶେଷ ଧନ୍ୟବାଦ , ଏଭଳି ସ୍ପର୍ଶକାତର ବିଷୟ କୁ ଉପସ୍ଥାପନ କରି ଥିବାରୁ କିନ୍ତୁ ଏହାର ସମାଧାନ ଅତି ସହଜ , କଥାରେ ଅଛି ପରା ଦୁହିତା ଦୁଇ କୁଳକୁ ହୀତା । ସେ ସବୁ ଠିକ୍ କରି ପାରିବେ ।
ଯେଉଁ ବାପା ମାଁ ଙ୍କ ପୁଅ ବୋହୁ ଝିଅ ବେଶି ପାଠ ପଢି ଦୂର ଦୁରନ୍ତ ରେ ଚାକିରି କରନ୍ତି ସେମାନଙ୍କ ବାପା ମାଁ ଜୀବନ ଅଭିଶପ୍ତ। ବୟସର ଅପରାହ୍ନ ରେ ତାଙ୍କ ପାଖରେ କେହି ନ ଥାଆନ୍ତି ।ଯେତେ ସେମାନେ ସେବା ପାଇବା କଥା ।ବାପା ମାଁ ଗର୍ବରେ କହନ୍ତି ଆମ ପୁଅ ଆମେରିକା ରେ ଚାକିରି କରିଛନ୍ତି
Pua mane jogye thile bapa maa nk seba aape kriparibe...loka lagaie nije na kriparile...aji ka date re paisa nathile bapa maa nk treatment koutoo hb ....tenu paisa b important...paisa nathile kehi pacharibe nahi...
ପ୍ରଥମେ ତ ଆମେ ନିଜେ ନିଜ କୁ ପଚାରିବା ଆମେ କେତେ ବାପା ,ମା ଙ୍କର ସେବା କରିଚେ । ତା ପରେ ଆମେ ପୁଅ ,ବୋହୁ ଙ୍କ ଠୁ ସେବା ଆଶା କରିବା । ସେଥିପାଇଁ ଆମେ କାହିଁକି ନିଜ ପାଇଁ କିଛି କିରିକି ନ ରଖିବା ।ଆଜି କାଲି ସମାଜ ସଂସ୍କାର କିଛି କାମକୁ ନୁହେଁ ଆଜ୍ଞା। ନିଜ ଝିଅ ନିଜ କାମକୁ,ଆଉ ନିଜ ପୁଅ ନିଜ କାମକୁ ।ବାପା ,ମା ଙ୍କ କଥା ପରେ । ଆଜି କାଲି ସ୍ବାମୀ ସ୍ତ୍ରୀ ପରସ୍ପର ବି ଆଉ ରହିବାକୁ ଚାହୁନାହାନ୍ତି । ନିଜ ସ୍ବାର୍ଥ ରେ ସମସ୍ତେ ବଞ୍ଚିବାକୁ ଚାହୁଁଛନ୍ତି। ତୋ ଇନକମ ତୋର ମୋ income ମୋର ଏଇ ଭଳି ସବୁ ରହିବାକୁ ଚାହୁଁଛନ୍ତି। ତାହେଲେ ଆମେ ଦୋଷ କାହାକୁ ଦେବା । ନିଜେ ନିଜ କୁ ନା ସମାଜ କୁ ପ୍ରଶ୍ନ ନିଜେ ନିଜକୁ କରିବା ଦରକାର।
ଅତି ସଂସ୍କରି ହିନ୍ଦୁ ମାନଙ୍କ ରେ ଥାଏ 🎉
ଉଚ୍ଚ ଶିକ୍ଷା ସହିତ ଉଚ୍ଚ ସଂସ୍କାର ନରହିଲେ ଶେଷ ଜୀବନ ରେ ପିତା ମାତାଙ୍କୁ ଦୁଖ ପାଇବାକୁ ପଡ଼ିଥାଏ।ଏହା ନିରାଟ ସତ୍ୟ ।
ଉପସ୍ଥାପନାଟି ପାଇଁ ଅଶେଷ
ଧନ୍ୟବାଦ।
❤️❤️ପ୍ରଣାମ ସାର 🌹🙏ଆପଣଙ୍କ ଉପସ୍ଥାପନା ଟି ଅତି ଉଚ୍ଚ କୋଟିର 🌹🌹ଓ ବାସ୍ତବ 🌹🌹
ଶିକ୍ଷା ସହିତ ସଂସ୍କାର ଆବଶ୍ୟକ ।
ଆମ ପୋଥି, ପୁରାଣ ରେ କେତେ ସଂସ୍କାର ଜ୍ଞାନ ଅଛି । ପିଲାଟେ ମା ପେଟ ରେ ଥିଲା ବେଳେ ମା ନିଜେ ରାମାୟଣ, ଦେଶଭକ୍ତ, ପି ତା, ମାତା ଭକ୍ତ ଙ୍କ ଗଳ୍ପ ପାଠ କରିବା କଥା, ତାହେଲେ ସିନା ପିଲାଟେ ମୂଳରୁ ସଂସ୍କାର ପାଇ ଜନ୍ମ ନେବ । ବର୍ତ୍ତମାନ
ଆମ ମାଆ ମାନେ କଣ କରୁଛନ୍ତି? କେବଳ ମା କାହିଁକି, ଘରେ ସବୁ ସଦସ୍ୟ ମାନେ ବି ସେଇ ଚଳଚ୍ଚିତ୍ର, ଅଦ୍ଭୁତ ଧାରାବାହିକ ର କାହାଣୀ ସବୁ ଦେଖୁଛନ୍ତି । ପିଲାମାନେ ବି ସେମିତି ଆସୁରିକ ପ୍ରକୃତି ନେଇ ଗଢି ହେଉଛନ୍ତି । ପିଲା ମାନଙ୍କ ପାଇଁ ଘରୋଇ ପରିବେଶ, ବିଦ୍ୟାଳୟ ପରିବେଶ ଆଦି ସୁନ୍ଦର ହେବା ଦରକାର । ଓଡ଼ିଆ କବି, ସଂସ୍କୃତି, ସାହିତ୍ୟ ପ୍ରତି ପିଲାର ରୁଚି ବଢ଼ିବା ଦରକାର; ଆମେ ତ ପଡୋଶୀ ଙ୍କ ସହିତ ପ୍ରତିଯୋଗିତା କରି ଆମ ପିଲାଙ୍କୁ ଇଂରାଜୀ ମାଧ୍ୟମ ରେ ପାଠ ପଢେଇଲେ । ଆମ ଓଡ଼ିଆ ପିଲା କଣ ସରକାରୀ ଓଡ଼ିଆ ମାଧ୍ୟମ ରେ ପାଠ ପଢ଼ିପାରିବନି? ଯଦ୍ୱାରା ନିଜର ମା ଓ ମାତୃଭୂମି ପ୍ରତି ତାର ମନ ଆକର୍ଷିତ ହୋଇପାରନ୍ତା।
ବହୁତ ସୁନ୍ଦର। ଶିକ୍ଷା ସହିତ ମଣିଷ ପଣିଆ ରହିବା ନିହାତି ଆବଶ୍ଯକ। ସାର୍ ଧନ୍ୟବାଦ।
ଆଜିକାଲି ଚାକିରି କ୍ଷେତ୍ରରେ ଚାପ ବହୁତ୍। ମଣିଷ ପାଗଳ ହେଇଯିବ । ସାମାଜିକ ସନ୍ତୁଳନ ହାରୁଛି
Sir ବଡ଼ଲୋକ ଘରେ ବେଶୀ ବାପା ମା ଯାଉଛନ୍ତି ବ୍ରଦ୍ଧାଶ୍ରମ ଆମ ମଧ୍ୟ ବିତ୍ତ ଘରେ ହଉନାହିଁ ବାପା ମା ଆମର ଠାକୁର 🙏jay ଜଗନ୍ନାଥ ବଡ ଲୋକ ଙ୍କର ଖାଲି ଟଙ୍କା ଦରକାର ଗରିବ ଲୋକ ମଧ୍ୟ୍ୟ ବିତ୍ତ ଲୋକ ମଣିଷ ନୁହେଁ ବଡ ଲୋକ ଭାଭୁଛନ୍ତି
Bhul kahile bada Loka nuhanti Majhi Majhi Loka. Alpa bidya bhayankari. Mukesh Ambani tanka maa nku dekha kemiti rakhichhanti
@laxmirameshodiavlog951ସାର୍ ଙ୍କ କଥା ଠିକ୍ ଆପଣଙ୍କ କଥା ମଧ୍ଯ ଠିକ୍, କିଛି ଧନୀକ ବ୍ୟକ୍ତି ପୁଅ ଆମେରିକାରେ ପଢୁଛି ବୋଲି ଇନ୍ଦ୍ର ଚନ୍ଦ୍ର ମନାନ୍ତିନି। ପୁଅକୁ ନେଇ ଗର୍ବ ଆଉ ମୁହଁ ବଢ଼େଇଲା ପରି କଥାପୁଅ ସାମ୍ନାରେ ଅନ୍ୟକୁ କହିଥାନ୍ତି । ଆଉ କିଛି ମଧ୍ୟବିତ୍ତ ବି ଅଛନ୍ତି ପିଲାଙ୍କୁ ଅଶିକ୍ଷିତ କରିଥାନ୍ତି ।ନିଜର ଚିକିତ୍ସା କି ପିଲାଟିର ସଂସାର ଚଳିବା ବି କଷ୍ଟ ହୋଇଥାଏ। ପୁଅଟି ଅଶିକ୍ଷିତ ହୋଇ ନିଜ ଆଖି ସାମ୍ନାରେ ବାପା, ମା ଙ୍କ ଜୀବନ ଚାଲିଗଲେ ମଧ୍ଯ କିଛି କରିପାରି ନଥାଏ । ତେଣୁ ଶିଶୁଙ୍କୁ ସଂସ୍କାର ଦେବା ଉଚିତ୍🙏।
ଅପ୍ରିୟ ସତ୍ୟ କଥା କହିଲେ ଆଜ୍ଞା. ବର୍ତ୍ତମାନ ସମାଜରେ ଉଚ୍ଚ ଶିକ୍ଷିତ ବୋଲାଉଥିବା ଓ ବିଦେଶ ରେ ରହି ଅଧିକ ଟଙ୍କା ଆୟ କରୁଥିବା ପିଲାମାନେ ବାପା ମା ଙ୍କ ସେବା କରିବା ଭୁଲିଗଲେଣି. କଥା ହେବା ବି ଭୁଲି ଗଲେଣି. ଶେଷ ଅବସ୍ଥାରେ ତାଙ୍କୁ ଆହା ପଡେ କହିବାକୁ ପିଲାମାନେ ବିମୁଖ ହେଲେଣି. ନମସ୍କାର ମହାନ୍ତି ବାବୁ 🙏🏾🙏🏾🙏🏾
ଭାଇ ପ୍ରଣାମ ବର୍ତ୍ତମାନ ସମାଜ ର ବଡ ବ୍ୟାଧି ଅନ୍ୟକୁ ଅନୁକରଣ କରିବା, ତାଙ୍କ ଗାଡ଼ି , ତାଙ୍କ କୋଠା ତାଙ୍କ ରୋଜଗାର ଦେଖି ନିଜେ ଇର୍ଷା ଭାବ କରିବା
ଟଙ୍କା ଧର୍ମ ଟଙ୍କା ସ୍ବର୍ଗ ଟଙ୍କା ହିଁ ପରମ ତପ. ଟଙ୍କାୟାଂ ପ୍ରୀତିମାପ୍ନୋତି ପ୍ରିୟନ୍ତେ ସର୍ବ ମାନବାଃ.
ସତରେ ନୌତିକତା ମଣିଷ କୁ ବହୁତ ଆଗକୁ ନିଏ, ମାତ୍ର ଏହାର ଅଭାବ ରେ ମଣିଷର ଅଧୋଗତି ହୋଇଥାଏ 🙏
ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ
ସବୁଠି ଶିକ୍ଷା ଦିଆ ଯାଉଛି ଏବଂ କୁହା ଯାଉଛି ଭଲ ନମ୍ବର ଆଣ ଓ ଭଲ ଚାକିରୀ ଟିଏ କର l "ବଡ଼ ମଣିଷ ହୁଅ" - ବଡ଼ ମଣିଷ ର ତିନିଟା ଆଖି କି ? ନା ଦଶଟା ହାତ ? ତେଣୁ ବଡ଼ ମଣିଷ ନୁହଁ ଆଜ୍ଞା l ପିଲାଙ୍କୁ ଶିକ୍ଷା ଦିଆ ଯାଉ କି " ଭଲ ମଣିଷ ଟିଏ ହୁଅ" (ବିଦ୍ୟାଳୟ ର ପାଠ୍ୟକ୍ରମ ବି ବଦଳା ଯାଉ, ନୈତିକ ଶିକ୍ଷା ବି ରହୁ) l ଜଣେ ଲୋକ ଯେତେ ବଳଶାଳୀ ବା ବିତ୍ତଶାଳୀ ହେଇ ଥାଉ ନା କାହିଁକି, ମଶାଣି କୁ ନିଜେ ଯାଇ ପାରିବ ନାହିଁ l ଲୋକେ ବୋହି କି ନେବେ l ତେଣୁ ଲୋକ ସମ୍ପର୍କ ସବୁଠୁ ବଡ଼ ଜିନିଷ l ତମେ ଯିଏ ବି ହେଇ ଥାଅ , Hospital ରେ ନିଜ ପାଇଁ bed ରେ ଶୋଇବାକୁ ଆଉ ଜଣଙ୍କୁ ଭଡ଼ା ରେ ରଖି ପାରିବ ନାହିଁ l ସମାଜ ମନକୁ ବଦଳିବ ନାହିଁ l ଆମ ସମସ୍ତ୍ତଙ୍କୁ ମିଶି ବଦଳାଇ ବାକୁ ହେବ l
ଆଜି ମଣିଷ ଭିତରେ ମଣିଷ ପଣିଆର ମାନବିକତା ହଜିଗଲାଣି
କାରଣ ଆମ ଭାରତ ରେ ଥିବା ନିତୀ ନିୟମ ଆଦର୍ଶ ବାଣୀ ସମ୍ପିଧାନ କୁ ଆମ ଭାରତୀୟ ହିନ୍ଦୁସ୍ତାନୀ କେହି ଗ୍ରହଣ କରୁ ନାହାନ୍ତି
କାରଣ ଆମ ଭାରତ ରେ ଥିବା 70 ବର୍ଷ ର ରାବଣ ବଂଶ ବାଦ୍ ବଂଶ ବାଦ୍ ରାଜନୀତି ସମୟରେ ଆମ ଭାରତ ମାତା ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ସଵୁ ପାଚାତ୍ୟ ସବ୍ୟତା ରେ ପସେଇ ଦିଆଗଲା ପାଚାତ୍ୟ ସବ୍ୟତାରେ ଇଙ୍ଗିଲିସ୍ ମିଡିଅମରେ ପାଠ ପଡାଗଲା ଵାବା ମାଆଙ୍କୁ
ମମି ମମ୍ ଡାଡି ଡାଏଡ୍ ସିଖାଗଲା ଆମ ଭାରତୀୟ ହିନ୍ଦୁସ୍ତାନୀ ଆଧ୍ୟାତ୍ମିକ ଶିକ୍ଷା ବଦଳରେ ଆମକୁ ଚୁରି ଅଧୀକ କଳା ଟଙ୍କା ରୋଜଗାର କରିଵାର ସିଖ୍ୟା ଦିଆଗଲା
ଭାରତ ମାତା ର ରାମ ରାଜ୍ୟ ର ସେବା ସାସନ ପରପକାର ଵିଶ୍ବ ମଙ୍ଗଳମୟ ସକଳ ଜୀଵ ଜଗତ ପ୍ରତି ଦୟା ଅହିଂସା ସକଳ ମାନବ ଜାତୀ କୁ ଶାନ୍ତି ରେ ସୁରକ୍ଷା ରେ ରଖୀଵା ବଦଳରେ
ପାଚାତ୍ୟ ଅମାନଵିକତା ଲଙ୍ଗଳା ମୁକୁଳା ଚିରା ଟାଇଟ୍ ସଟ୍ ପୁସାକ ପିନ୍ଦିବା ଚାଇନା ଇଙ୍ଗଲଣ୍ଡ ସଂସ୍କୃତିରେ ଆମ ଭାରତ ମାତା କୁ ସାରା ଭାରତୀୟ ହିନ୍ଦୁସ୍ତାନୀ ଙ୍କୁ ବରଵାଦ୍ କରୁଛନ୍ତି
ସେଥିପାଇଁ ସାରା ଭାରତୀୟ ହିନ୍ଦୁସ୍ତାନୀ 2024 ରେ ଭାରତ ମାତା ରୁ 70 ବର୍ଷ ର ରାବଣ ବଂଶ ବାଦ୍ ରାଜନୀତି ଓ ତାହାର କୈରଵ 12 ଆଖଡା ମହାମେଣ୍ଟ ମହାଗଠ ବନ୍ଧନ ଅସୁର କୈରବ ରାଜନୈତିକ ଦଳ ମାନଙ୍କୁ ଭାରତ ମାତା ରୁ ବିନାଶ କର ହଟାଅ, ନହେଲେ ଏମାନେ ଖେମତାକୁ ଗଲେ ନିଜ ସ୍ଵର୍ଥ ପାଇଁ ଭାରତ ମାତା କୁ ଵରଵାଦ୍ କରି ଦେଵେ ଭାରତ ରେ ଅନ୍ୟୟ ଅତ୍ୟାଚାର ଅସବ୍ୟ ଅପ ଲଙ୍ଗଳା ମୁକୁଳା ବିଦେଶୀ ସଂସ୍କୃତି ପୁରେଇ
ଭାରତ ମାତା କୁ ଵରଵାଦ୍ କରି ଥୀଲେ ମୁଳରୁ ପୁରା ବରଵାଦ୍ କରି ଦେବେ
ନିଚ୍ଛକ ସତ କଥା ଏହି ସବୁ ଘଟଣା ଅତ୍ର ତତ୍ର ସର୍ବତ୍ର ଘଟୁଛି ଆମ ପାଖରେ କିଛି ଚାରା ନାହିଁ ଭଲ ମଣିଷ ଟିଏ ପାଇଁ ଭଲ ସମାଜ ର ଆବଶ୍ୟକ ଅଛି ଏହା ପାଇଁ ଆମେ ସମସ୍ତେ ଦାୟୀ
ଆପଣ ଠିକ୍ କହୁଛନ୍ତି
ବଢିଆ ସନ୍ଦେଶ ଟିଏ
ଆରେ ବାବୁ ଶିକ୍ଷା ଦୁଇ ପ୍ରକାର,
1.ଭୌତିକ ଶିକ୍ଷା l
2. ନୈତିକ ଶିକ୍ଷା l
ଆମ୍ଭେମାନେ ସମସ୍ତେ ଆମ ପିଲା ମାନଙ୍କୁ ଭୌତିକ ଶିକ୍ଷା ଦେଇ ଉଚ୍ଚ
ଶିକ୍ଷିତ କରାଉଛେ, ବାପା କୁ ବାପା
ବଦଳରେ ଡାଡି, ମା କୁ ମା ବଦଳରେ
ମମି ଡକାଉଛେ ତା ବଦଳରେ ବାପା ର ଛାତି 36", ମା ର ଛାତି 46" l
ବାପା ଓ ମା ସମାଜରେ ଛାତି ଫୁଲେଇ
ବାଟ ଚାଲୁଛନ୍ତି, କିନ୍ତୁ ମୃତ୍ୟୁ ସମୟ ରେ
ପାଖରେ କେହି ନାହାନ୍ତି l kin
ଅତି ସୁନ୍ଦର ମତାମତ ଆପଣଙ୍କ ର ସାରେ 🙏🙏🙏 ଶିଖୀତ ଜେତେ ମୁଖାମୀ କାମ ସେତିକି
ଆଜ୍ଞା ମହାଶୟ ବାସ୍ତବରେ ଏହାହିଁ ସମାଜରେ ହେଉଛି।
ଆଜି ଆପଣ ନିରାଟ ସତ କଥା କହୁଛନ୍ତି । ଧନ୍ୟବାଦ ଭାଇ
100% right. ସାର କିନ୍ତୁ ବାପା ମା ମାନଙ୍କ ର ନିଜର ସଂସ୍କାର ନାହିଁ ବୋଲି ପିଲା ମାନେ ଆଜି ସଂସ୍କାର ପାଇ ପାରିଲେ ନାହିଁ। ପରେ ଭାବିଲେ କଣ ହବ। ଯୟ ଜଗନ୍ନାଥ 🙏
You are right
ଆପଣଙ୍କ କଥା ବିଲକୁଲ ସତ ଆଜ୍ଞା ଧନ୍ୟବାଦ ❤
ଗାଆଁରେ ବାପା ମାଆଙ୍କ ପାଖରେ ରହି ଚାଷବାସ ଓ ମୂଲିଆ କାମ କରୁଥିବା ପୁଅ ଝିଅ ତାଙ୍କୁ ଆଡଆଖିରେ ଚାହୁଁନାହାଁନ୍ତି ।
ସିଏ ଶିକ୍ଷିତ ହେଉ କି ନ ହେଉ ମତଳବ ନାହିଁ । ପିତାମାତା ଦେବତା ସମାନ ତାଙ୍କୁ ସେବା ଦେବା ସମସ୍ତଙ୍କର କର୍ତବ୍ୟ । ଏଥିପାଇଁ ସଂସ୍କାର ଦରକାର । ଏଭଳି କଥା ଆପଣଙ୍କର ସମାଜ ପାଇଁ ସଠିକ ନିର୍ଦ୍ଦେଶ ଦେଉଛି । ଧନ୍ୟବାଦ 🙏
ମଉସା ନମସ୍କାର
ବହୁତ୍ ବଢିଆ , ଆଶୀର୍ବାଦ ଭିକ୍ଷା କରୁଛି (ଅଜଣା)
ଆଜିର ଆଧୁନିକ ଯୁଗରେ ଆମ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ସାମାଜିକ ଶିକ୍ଷାର ଅଭାବ ରହିଛି। ଆମ ସମାଜରେ ମଧ୍ୟ ଏକ ସୁସ୍ଥ ସାମାଜିକ ବ୍ୟବସ୍ଥା ପ୍ରଚଳନ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ସମସ୍ତେ ସଚେତନ ହେବା ଦରକାର୍।
ଜୟ ଜଗନ୍ନାଥ ପିଲା ଶିକ୍ଷିତ କରୁଛନ୍ତି ପିଲା ଭବିଷ୍ୟତ ପାଈଁ ମା ବାପା ଙ୍କର ଭୁଲ ଏସବୁ ର କାରଣ ହେଗୁରୁଦେବ ମହାମ୍ମ ଦେଶ ଦୁନୀଆଜଗତ ବାପା ମାଁ କଥା ମାନୁନାହାନ୍ତି ଶିକ୍ଷିତ କରୁଛନ୍ତୀ ପିଲାମାନଙ୍କ ପାଈଁ କିଏ ଦାୟୀ ବାପାମା ତାର କଣ କାରଣ ସବୁ ପୃଥିଵି ବାସୀ ଜଗତଦୁନୀଆ ରେ ପ୍ରକାଶ ପାଉ,🙏🏻🙏🏻🙏🏻🙏🏻🙏🏻🌅🌅🌅🌅♥️🕉️
ସମୟ ଆସିଲେ ସମସ୍ତେ ସେହି ସ୍ତର କୁ ଯିବେ, ଶିକ୍ଷିତ ଓ ଅଶିକ୍ଷିତ ମାନେ. 🙏🙏
ପ୍ରଥମେ ପିତା ମାତା ନିଜର କର୍ତ୍ତବ୍ୟ ସଚେତନ ହୁଅନ୍ତୁ,
ବହୁତ ସୁନ୍ଦର କଥା ଟିଏ କହିଲେ🙏🙏🙏
ଆଜ୍ଞା ସେହି ବାପା ମା ମାନେ ତାଙ୍କ ପୁଅ ଝିଅ ର ଭବିଷ୍ୟତ ଦେଖିଛନ୍ତି ଅନ୍ୟ ପରିବାର ସଦସ୍ୟ ଙ୍କୁ ଅଣଦେଖା କରି
ଏବେ ସେମାନେ ଦୁଃଖ କଷ୍ଟ ଯନ୍ତ୍ରଣା ପାଇଲା ବେଳେ କହୁଛନ୍ତି ଭୁଲ ହେଲା ଉଚ୍ଚ ଶିକ୍ଷିତ କରି
ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧି ନାହାନ୍ତି
ବିକାଶ ନା ବିନାଶ
ଜୟ ଜଗନ୍ନାଥ
Apana thik kahichanti
ପୁଅ ଓ ବୋହୂ ଚାକିରି କଲେ ବାପା ମା ର ଗର୍ବ ଅହଙ୍କାର ହେଉଛି। ଲୋକଙ୍କୁ ଦେଖେଇ ହେଉଛନ୍ତି ଆମେ ଧନୀ ଲୋକ ବୋଲି।
ଆପଣଙ୍କୁ ବହୁତ ବହୁତ୍ ଧନ୍ୟବାଦ୍ ।
ବରଂ ଚାଷୀ ମୂଲିଆ ପୁତ୍ର ଭଲ , ଶିକ୍ଷିତ ସନ୍ତାନ ଭୟଙ୍କର
Thank God,ମୁ ଉଚ୍ଚ ଶିକ୍ଷିତ ହେଲି ନାହିଁ l, ମୋ ବାପା ମା ବହୁତ ଜିଦ ରେ ମୋତେ ଉଚ୍ଚ ଶିକ୍ଷିତ କରିବାକୁ ଚାହୁଁ ଥିଲେ l କିନ୍ତୁ ମୁ କାହା କଥା ମାନିଲି ନାହିଁ, ବିନ୍ଦାସ ହୋଇ ବୁଲିଲି l ଆଉ ଆଜି ମୋ decision ଠିକ ବୋଲି ପ୍ରମାଣିତ ହେଲା l
ଜୀବନର ଚିରନ୍ତନ ବାସ୍ତବିକ୍ ସତ୍ୟକଥା ଆଗ୍ଞ୍ୟା🙏🙏
ଯେଉଁ ମାନେ ଆଜି ସଂସ୍କାର ଖୋଜୁଛନ୍ତି ସେମାନେ ଅତୀତରେ ସେମାନଙ୍କ parent ଙ୍କୁ ମାନୁଥିଲେ ତ ଆଜି ସେମାନଙ୍କ time ଆସିଛି ସୋ ଧର୍ମ ବାଟ ଦେଖାଯାଉଛି
ଆପଣଙ୍କ କଥା ବହୁତ୍ ସୁନ୍ଦର୍, ସମାଜ ପାଇ ବହୁତ୍ ବଢିଆ,
ନମସ୍କାର sir ସତରେ ଆପଣକଂ ବାର୍ତ୍ତା ବହୁତ୍ ମନଛୁଆଁ। ଅକ୍ଷରେ ଅକ୍ଷରେ ସତ ମଧ୍ୟ
ପ୍ରକୃତ କଥା । ବେଶ୍ ପ୍ରାସଙ୍ଗିକ ଏବଂ ହୃଦୟସ୍ପର୍ଶୀ। ନମସ୍କାର ସାର୍।
ଅତି ସୁନ୍ଦର ଅତି ଚମତ୍କାର। ହୃଦୟ ସ୍ପର୍ଶ କାହାଣୀ ଧନ୍ୟବାଦ ଆପଣଙ୍କୁ।
ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି 🙏
ବହୁତ ଭଲ ଓ ବାସ୍ତବ କଥା l ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କ ପାଇଁ ଆବଶ୍ୟକ l ହେଲେ ଦେଶତ ବଦଳି ଗଲାଣି l ଆଧୁନିକବାଦ ହଲାଣି l ଏଣେ ଗୋ ମାତାର ମୁତ ପିଇବା ଗୋବର ଖାଇବା ନାଟକବାଜି ଚାଲିଛି l ଆପଣ କହିବା ଜାରି ରଖନ୍ତୁ l ଧନ୍ୟବାଦ l
ନିଛକ ଅନ୍ତର୍ ବେଦନା ବା ଖୋଲା କଥା ଆଜି କାଲି କହିବାକୁ ସାହାସ ଦରକାର । ଯେଉଁ ବାପା ମା ମାନେ ପିଲାମାନଙ୍କୁ ଡାକ୍ତର, ଇଞ୍ଜିନିୟର ପଢେଇ ବିଦେଶରେ ଚାକିରୀକୁ ନେଇ ସମାଜରେ ବେଶ୍ ପାରଙ୍ଗମ ବୋଲି ଆତ୍ମ ବଡିମା ଦେଖେଇ ହୁଅନ୍ତି ସେମାନଙ୍କର ପରିଶେଷରେ ଏହି ଅବସ୍ଥା ହେବାର ସମ୍ଭାବନା ଅଧିକ !🎉
🙏 ବିବାହ ପରେ ସମସ୍ତ ବାପାମାନେ ପୁଅମାନଙ୍କୁ ବାହାବେଦୀରେ ଛାଡି ଆସିଲେ ଅନେକ ସମସ୍ୟା ସମାଧାନ ହୋଇଯିବ।
ଆଜ୍ଞା,ଆପଣଙ୍କ ମତାମତ ବର୍ତ୍ତମାନ ସମାଜ ର ପ୍ରତିଫଳିତ ହୋଇଛି,କିନ୍ତୁ ଏହାର ଦୋଷ ମଧ୍ୟ ନିଜ ମୁଣ୍ଡକୁ ନେବା ଦରକାର,କାରଣ ଆମେ ମାନେ ଆମ ପିଲାଙ୍କୁ ଠିକ୍ ଦୀକ୍ଷା ଓ ସଂସ୍କାର ଦେଇ ପାରି ନାହେଁ।
ଧନ୍ୟବାଦ ସାରେ
ଶିକ୍ଷା ପଛରେ ସମସ୍ତେ କିନ୍ତୁ ସଂସ୍କାର ଜ୍ଞାନ ଅଭାବରୁ ଏହିପରି ଅସୁବିଧା ହିଁ ଭୋଗିବାକୁ ପଡିଥାଏ,
ବହୁତ ସୁନ୍ଦର 🙏
ପ୍ରତ୍ୟେକ ବାପା ମା ନିଜ ସନ୍ତାନ ର ଭବିଷ୍ୟତ ର ସ୍ଵପ୍ନ ଦେଖନ୍ତି --- ସ୍ବପ୍ନ ଲକ୍ଷ୍ୟବିହିନ --------ପଥ ବହୁଦୂର ----ଠିକଣା ବାଟବଣା --- ଶିକ୍ଷିତ ଅପେକ୍ଷା ସଂସ୍କାର ନିହାତି ଆବଶ୍ୟକ
Om shanti bhaiji satakatha kahuchhanti
ଆଜ୍ଞା ବହୁତ ଭଲ ପୋଗ୍ରାମ ଆପଣ ଙ୍କ ର କିନ୍ତୁ ଆଜ୍ଞା ମୋ କଥା ଟା କିଛି ଲୋକଙ୍କୁ ଖରାପ ଲାଗିପାରେ କିନ୍ତୁ ସତ୍ୟ ଯୋଉ ବାପା ମା ମାନେ ବୃଦ୍ଧା ଶ୍ରମ ରେ ରହୁଛନ୍ତି ସେମାନ ଙ୍କ ମଧ୍ୟ୍ୟ ରୁ 70ପରସେଣ୍ଟ ବାପା ମା ମାନେ ତାଙ୍କ ପିଲା ଭଲ ପାଠ ପଢିବା ପାଁଇ ହଷ୍ଟେଲ ରେ ଛାଡି ଦିଅନ୍ତି ସେ ପିଲା ବାପା ମା ଙ୍କ ର ସେନ୍ହ ଆଦର ପାଇଲେ ନି ତେଣୁ ସେମାନଙ୍କୁ ତାଙ୍କ ବାପା ମା ଙ୍କ ର କଷ୍ଟ ଟା ଅନୁଭବ କରି ପାରିଲେ ନି ତେଣୁ ଏପରି ସ୍ଥିତି ହେଉଛି
Apana thik kahile sir jete High level ku duniya agauchhi sete talaku khasi jaichhu samaja paribartan are sanskar hiin mulamantra❤❤❤
ବାବୁ ବଢିଆ କଥା କିନ୍ତୁ ଗରିବ ଅଧା ଶିକ୍ଷିତ ଠିକୀରେ ଅଛନ୍ତି କିଛି ଏ ବଡ଼ ବଡ଼ୁ ଆ ଙ୍କ ଠାରୁ ଶିଖି ବାପ ମା ଆ କୁ ହଇରାଣ କରନ୍ତି
Salute sir,🙏🙏🙏🙏🙏gurutwapurna kathatie kahichhanti jaha aajira samajare bahut abhaba rahichhi.
ସବୁ ମୂଳରେ ଆଜ୍ଞା ଟଙ୍କା.. ଟଙ୍କା.. ଟଙ୍କା..। ଟଙ୍କା ର ଏତେ ପାୱାର ଯେ, ସମଗ୍ର ପୃଥିବୀ କୁ ବାଦେଲେଇ ଦେଉଛି. .....
You are absolutely right sir.
This is the real situation of through out lndia.thanks for your valuable discussion.
ପାଠ ପଢିଲେ ଶିକ୍ଷିତ ହୁଅନ୍ତି ନାହିଁ
ପାଠ ହେଲା କର୍ମ ନିଯୁକ୍ତି କେବଳ
ଭାଗବତ ଗୀତା ପଢିଲେ ଶିକ୍ଷିତ ହୁଅନ୍ତି
ଖାଲି ପଢ଼ିଲେ ହବନି ତାକୁ କାର୍ଯ୍ୟରେ ଲଗାଇ ବା ଦରକାର
ଆଜିର ସମୟରେ ସବୁଠାରୁ କଷ୍ଟକର କାମ ହେଉଛି ନିଜ ପିଲାଙ୍କୁ ମଣିଷ କରିବା। ଧନ ଥିଲେ ଶିକ୍ଷିତ ହେଇପାରନ୍ତି, କିନ୍ତୁ ମଣିଷ ହେବ ବଡ କଥା। ଧନ୍ୟବାଦ୍।
ଯେଉଁ ବାପା ମା ଅର୍ଥ ଲୁଟ୍ କରି ବଡ଼ ବଡ଼ କୋଠା କରି ନିଜ ପିଲାଙ୍କୁ ଟଙ୍କା ରୋଜଗାର କରିବାପାଇଁ ପାଠ ପଢ଼େଇ ରାଜ୍ୟ ,ଦେଶ ବାହାରକୁ ପଠେଇ ଛନ୍ତି, ସେମାନେ କଷ୍ଟ ଭୋଗିବାକୁ ପଡ଼ିବ! ଆପଣ ବୃଦ୍ଧାଶ୍ରମକୁ ଯାଈ ପଚାରନ୍ତୁ ସେମାନେ ତାଙ୍କ ଯୁବ ସମୟରେ କେମିତି ଟଙ୍କା ରୋଜଗାର କରିଛନ୍ତି!ଗରୀବ କୁ ଲୁଟି ତଥା ସରକାର ଅର୍ଥ ଲୁଟି ନିଜର ସ୍ବାର୍ଥ ସାଧନ କରିନାହାଁନ୍ତି ତ?
ଆଜିକାଲି ସମାଜରେ ହେଉଛି। ଆପଣ ଠିକ୍ କହିଛନ୍ତି।
ଗୋଟିଏ କଥା କହିବି।
ଆଜି କା ଦୁନିଆ ରେ ଦୁଇ ଜଣ ଲୋକ ହିଁ ହଇରାଣ ହଉଛନ୍ତି।
ପ୍ରଥମ ହେଲା ଯୋଉ ପୁଅ ହଉ କି ଝିଅ ହଉ ଭାବପ୍ରବଣ(emotion)
ଅଧିକ ଅଛି ଦୁନିଆ ତାର ଫାଇଦା ଉଠାଏ ସେ ହଇରାଣ ହୁଏ।
ଦିତୀୟ ଯାହା ପକହରେ ଭାବ ସ୍ନେହ ପ୍ରେମ (ଏମୋଶନ)
ନାହି ସେ ଆର ଜଣକୁ କଷ୍ଟ ଦିଏ
ଶେଷରେ ତା ବୟସ ସମୟରେ ସେ ସେଟା ଖୋଜେ ଆଉ କଷ୍ଟ ପାଏ
ସମ୍ପୂର୍ଣ୍ଣ ସତ୍ଯ ବାର୍ତ୍ତା...
ପିଲା ପଛେ ମୂର୍ଖ ହେଉ କିନ୍ତୁ ସଂସ୍କାରୀ ହେବା ନିହାତି ଦରକାର ସେଥିପାଇଁ ବାପା ମା ଦାୟିତ୍ଵ
Paisa maal darker banchiba pain to pakhare ta paisa nathiba tu jana gini bajeibu..
ସମାଜ ଦର୍ପଣ 🙏
ସାର୍ ନମସ୍କାର ।
ଏକଦମ ଠିକ୍ କଥା କହିଛନ୍ତି ।
ସଂସ୍କାର ଅଭାବ
ଆମର ବାପା ମାଆ ଅନେକ ଦିନ ହେଲା ଆମଠୁ ଚାଲିଗଲେଣି। ଆମେ ଝୁରି ହେଉଛୁ ବାପା ମାଆ ପାଇଁ। ଯାହାର ବାପ ମାଆ ଅଛନ୍ତି ସେମାନେ ବହୁତ ଧନ୍ୟ। ଆମକୁ ଏହି ଭଳିଆ ଏକା ରହୁଥିବା ବାପା ମାଆ ଦରକାର ହେଉଛି।
ଏହାର କାରଣ ବାପା, ମା ମାନେ ନିଜ ପିଲାଙ୍କୁ ଟଙ୍କା ମେସିନ କରିବା କୁ ଚାହାନ୍ତି। ଆଧ୍ୟାତ୍ମିକ ଜ୍ଞାନ ଦେବା କୁ ବାପା ,ମା ଅନୁଚିତ ମନେ କରନ୍ତି । ମେସିନ୍ ସଂସ୍କାର ର ମାନେ ବୁଝେନା । ବିନା ଆଧ୍ୟାତ୍ମିକତା ରେ ସବୁ ପଥ ଭ୍ରଷ୍ଟ ।
ଯେଉଁ ମାନେ ପିଲାମାନଙ୍କୁ ଶାସ୍ତ୍ର ଜ୍ଞାନ ଓ ମାନବିକତା ସହ ଜୀଵ ପ୍ରତି ଦୟା ଭାଵନା ଯାଗ୍ରତ କରାଇଥିଲେ , ସେମାନେ ନିଶ୍ଚିତ ରୂପେ ନିଜର ସନ୍ତାନ ଠାରୁ ସେବା ଓ ସମ୍ମାନ ପାଇଛନ୍ତି। ଏହା ସତ୍ୟ ଓ ପ୍ରମାଣ ଭିତ୍ତିକ।ଜୟ ଜଗନ୍ନାଥ।
Sir mate 26 age haba mu pura agree karuchi apana nka katha re.
Anthropology re gote theory achi , human jete educated hei jaye setiki individualism aage gati kare (mane se ekla rahi baku chahe taki kehi ta upare bojho na huantu)