News Fuse 11 SEPT 2024

Поділитися
Вставка
  • Опубліковано 16 вер 2024
  • OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndr...
    iOS App: bit.ly/OTViOSApp
    Watch Live: odishatv.in/li...
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 148

  • @prasantapattanaik862
    @prasantapattanaik862 6 днів тому +64

    ମୂଖ୍ୟମନ୍ତ୍ରୀ ବସି ଥାଉ ଥାଉ ବିଜୁଳି ଏତେ ସମୟ ଗଲା,ଆଉ ଆମେମାନେ କିଏ?

  • @bijaydas612
    @bijaydas612 5 днів тому +39

    ସରକାରୀ ଚାକିରିଆଙ୍କ ଦରମା କମ କରିଦେବା ଦରକାର

  • @-manas-ranjan-143
    @-manas-ranjan-143 5 днів тому +27

    ମହିଳା କମିଶନର ବଳରେ ନାରୀ ସଶକ୍ତିକରଣ ହେଲା ଯେ କିନ୍ତୁ ଏବେ ବିନା କାରଣ ରେ କିଛି ସ୍ଥାନରେ ପୁରୁଷ ନିର୍ଯ୍ୟାତିତ ହେଉଛି ପୁରୁଷ କମିଶନ ଗୋଟେ କରାଯାଉ !!😁😁

  • @anmayakumar1551
    @anmayakumar1551 5 днів тому +11

    ନିର୍ବାଚନ ଜିତିବା ପରେ କେଉଁ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଗରିବଲୋକ ଘରକୁ କୁଣିଆ ହେଇ ଯାଉଛନ୍ତି?ଆମ ଓଡିଶା ର କେଜ୍ରିୱାଲ ତ ଠିକ ନିର୍ବାଚନ ପୂର୍ବରୁ ଟେମ୍ପୋ ରେ ବସି ଭୋଟ ଦେଇ ଯାଉଥିଲେ ଏବେ ମାସ ଛ'ଟା ରେ କୁଆଡେ ହଜିଗଲେ!

  • @rebinagaming567
    @rebinagaming567 5 днів тому +23

    ମୋହନ ମାଝୀ ମୁଖ୍ୟମନ୍ତ୍ରୀ ହେଇଛନ୍ତି ସବୁ ଜାଗା ଯାଇକି ଦେକିକି ଆସୁଛନ୍ତି, କିନ୍ତୁ ନବୀନ ଥିଲା ବେଳେ ଏମିତି ହଉ ନ ଥିଲା,

    • @SumantaDas-en9wx
      @SumantaDas-en9wx 2 дні тому

      G mara mohan majhi

    • @OnlyVideo0363
      @OnlyVideo0363 12 годин тому

      Kichhi kama nahi 😂

    • @bhanumatibhoi1358
      @bhanumatibhoi1358 8 годин тому

      𝗛𝗲𝗹𝗲 𝗯 𝗸𝗮𝘂 𝗸𝗮𝗺𝗮 𝗹𝘂 𝗻𝗮𝗶 😁😁😁😁😁

  • @-manas-ranjan-143
    @-manas-ranjan-143 5 днів тому +45

    ଯାହା ବି ହେଉ ନା କାହିଁକି ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଓଡିଆ କହି ପାରୁଥିବା ମୁଖ୍ୟମନ୍ତ୍ରୀ ଦେଖିଲି। ଆଉ ମାଇକ ଧରିବା ପାଇଁ ଲୋକ ବି ଦରକାର ହେଉ ନାହାଁନ୍ତି ।

    • @KarnaAswin
      @KarnaAswin 5 днів тому +6

      😂😂😂Mohan Majhi England ru asichi....jaha hau Odia ta kahuchi

    • @SmitamanjariNayak
      @SmitamanjariNayak 5 днів тому +2

      Jaha kahile bhai 😂😂😂​@@KarnaAswin

    • @-manas-ranjan-143
      @-manas-ranjan-143 5 днів тому +1

      ​@@KarnaAswin ଯାହା ହେଉ ତୁମେ ମୋ ସନ୍ଦେହ ଦୂର କରିଦେଲ😅😅 ମୁଁ ଜାଣି ନଥିଲି ଏ କଥା...

    • @sanjitmangaraj5720
      @sanjitmangaraj5720 3 дні тому

      Bhai Naveen Babu England ru asithile bodhe

    • @-manas-ranjan-143
      @-manas-ranjan-143 3 дні тому

      ​@@sanjitmangaraj5720 ଭାଇ ମୁଁ ନବୀନ ବାବୁଙ୍କୁ ବିରୋଧ କରେନି ଗୋଟେ ମଣିଷ ହିସାବରେ ସମସ୍ତଙ୍କୁ ସମ୍ମାନ କରେ ଆଉ ମଣିଷର ବ୍ୟବହାର ରୁ ଜଣା ପଡେ ତା ସଂସ୍କାର କେମିତିକା। କିନ୍ତୁ Bjd, Bjp, Congress କାହାକୁ ବି ପସନ୍ଦ କରେନି । ନବୀନ ବାବୁ ଓଡ଼ିଆ ପୁଅ ହୋଇ ଜାଣି ଶୁଣି ଓଡ଼ିଆ ଭାଷାକୁ କଦର୍ଯ୍ୟ କରି କୁହନ୍ତି ସେ ବିଦେଶରେ ରହି ନିଜ ମାତୃ ଭାଷାକୁ ଭୁଲିବା କେତେ ଦୂର ଠିକ୍ ? ତଥାପି ସେ ଚାହିଁଥିଲେ ଓଡ଼ିଆ ଶିଖି ପାରିଥାନ୍ତେ କିନ୍ତୁ ଏମିତି କଲେ କି ? ଆଜି ବି ଓଡ଼ିଶାରେ ଏମିତି କିଛି ଲୋକ ଅଛନ୍ତି ଯିଏ ଇଂରାଜୀ ବୁଝନ୍ତି ନାହିଁ ତାଙ୍କୁ କେଉଁ ଭାଷା କହିବା ନିହାତି ଜରୁରୀ ? ନବୀନ ବାବୁଙ୍କ କାର୍ଯ୍ୟ କାଳରେ ବହୁତ ଉନ୍ନତି ହୋଇଛି କିନ୍ତୁ ଯେଉଁ ମାନେ ଓଡିଶାରୁ ବାହାରେ ଚାକିରୀ କରୁଛନ୍ତି ତାଙ୍କ ବିଷୟରେ କିଛି ଚିନ୍ତା କଲେ କି ? ଦୀର୍ଘ 23 ବର୍ଷ ଧରି ଆଉ ଲଗାତାର ଶାସନ କାଳରେ ? ପାଣ୍ଡିଆନ କୁ ପାଖରେ ରଖି ଓଡିଶା ଶାସନ କଲେ କାହିଁ ଓଡ଼ିଆ ପିଲା ଏମିତି କେହି ଜଣେ ବି ତାଙ୍କ ନଜରକୁ ଆସିଲେନି। ଏ ସବୁର ଉତ୍ତର ଅଛି କି ?

  • @pabitramohanjena1531
    @pabitramohanjena1531 День тому +3

    Mohan Majhi is the real and best CM of odisha

  • @jagannathmaharana1414
    @jagannathmaharana1414 5 днів тому +9

    ବସ ରେ କଣ୍ଡକ୍ଟର ଙ୍କୁ ମାରିବା "ନାରୀ ସଶକ୍ତିକରଣ ର ଜ୍ଵଳନ୍ତ ନିଦର୍ଶନ"'', ଶରୀରକୁ ହୃଷ୍ଟପୁଷ୍ଟ କରିବା ଭାବି ଅଣ୍ଡକୋଷ କୁ ହୃଷ୍ଟପୁଷ୍ଟ କରିଦେଲେ ଏମିତି ଫଳ ମିଳେ।ଧନ୍ୟ ହୋ ନାରୀ ସଶକ୍ତିକରଣ!!!

  • @amitpanda943
    @amitpanda943 5 днів тому +12

    ଏ କଳି ଯୁଗର ସାଧାରଣ ଜ୍ଞାନ;
    ଜାତୀୟ ଦ୍ରବ୍ୟ=ମୋବାଇଲ୍ ଫୋନ୍
    ଜାତୀୟ ପାନୀୟ=ମଦ
    ଜାତୀୟ କର୍ମ=ଝଗଡ଼ା

    • @anujabehera4994
      @anujabehera4994 5 днів тому +1

      Tahele sylabous re add karajau

    • @amitpanda943
      @amitpanda943 5 днів тому

      @@anujabehera4994 ମୋର ଏତେ କ୍ଷମତା କାହିଁ, ହଁ ଆମ ନିତ୍ୟାନନ୍ଦ ବାବୁ ଙ୍କୁ ଚିଠି ଲେଖିଲେ ଯୋଜନା ଟା ସଫଳ ହୋଇପାରନ୍ତା 🤓😁

    • @srabankanhar4956
      @srabankanhar4956 3 дні тому

      ​@@anujabehera4994jatiya dala bjp

  • @soumyaranjanbarik4734
    @soumyaranjanbarik4734 3 дні тому +3

    ପୁରୁଷ ସମାଜ ପକ୍ଷରୁ ସରକାରଙ୍କୁ ଏତିକି ଅନୁରୋଧ ପୁରୁଷ କମିସନ୍ ଗୋଟିଏ ଗଢିହାପାଇଁ କ୍ୟବିନେଟ୍ ବୈଠକରେ ପାସ୍ କରନ୍ତୁ ଦୁର୍ବଳ ଉପରେ ସବଳର ଅତ୍ୟାଚାର ଆଉ ସହିହେଉନି

  • @bijaydas612
    @bijaydas612 5 днів тому +17

    ନିରୀହ କୋଣ୍ଡୋକଟର ଭାଇ ର କି ଭୁଲ ଥିଲା ସେ lady କୁ ଦଣ୍ଡ ଦେବା ଉଚିତ

  • @basantakumarnayak7432
    @basantakumarnayak7432 5 днів тому +4

    ଧିରେ ଧିରେ ଏହି ସରକାର ଙ୍କ ଉପରୁ ଆସ୍ଥା ତୁଟି ବାକୁ ଆରମ୍ଭ ହେଲାଣି ଯେଉଁ ଉତ୍ସାହ ସହକାର ଆରମ୍ଭ ସମୟ ରେ ଥିଲା କେଉଁଠି ନା କେଉଁଠି ନିଶ୍ଚିତ ହ୍ରାସ ଘଟି ବାରେ ଲାଗିଛି।୧୦୦ଦିନ ଚାହୁଁ ଚାହୁଁ ପୁରି ଯିବ ଓ ଭ୍ରଷ୍ଟା ଚାରୀ ଙ୍କ ଉପହାସ କଷ୍ଟ ଦାୟକ ହେବ। ଏପରି ଲାଗୁଛି ମୋହନ ସରକାର ବହୁତ କିଛି ଇଛା କରୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଯେହେତୁ ମନେହେଉଛି ଶାସନ ଡୋର ଅନ୍ୟ କାହା ହାତରେ ରହିଛି।

  • @naikvlogsnaik9688
    @naikvlogsnaik9688 5 днів тому +6

    Best cm

  • @SDsikhyastory
    @SDsikhyastory День тому +1

    ପୁରୁଷ ଲୋକଙ୍କୁ ଅନ୍ୟାୟ ରେ ପିଟୁଥିବା ଯୋଗୁଁ ଥାନାରେ ଏତଲା ଦେବା ଉଚିତ ଏହା ଦେଖା ଯାଉନାହିଁ ପୁରୁଷ ପ୍ରତି ଅତ୍ୟାଚାର ଆମ ଆଇନ ରେ କିଛି ସୁବିଧା ହବନି କି ପୁରୁଷ କୁ ସୁରକ୍ଷା ? ପୁରୁଷ କମିଶନ କରାଯାଉ ପ୍ରତି ପଞ୍ଚାୟତରେ 13:12

  • @BipinPattanaik
    @BipinPattanaik 5 днів тому +6

    Jay Jagannath🙏Jay Nila Madhab🙏Omm🕉️Jay Maa Samaleswari🙏Jay Maa Tarini🙏Jay BJP🙏Jay Modi ji🙏Jay Yogi ji🙏Jay ABVP🙏Respected PM Modi ji is the Biswaguru and Children's are the future of world . World must see Lord Jagannath culture tells us that Maa Subhadra tie rakhi to her brother lord Jagannath.SABKA SAATH SABKA VIKASH SABKA BISWAS MODI PARIVAAR.GPHKBG DOUBLE ENGINE GOVERMENT

  • @user-bs3sd9yh6c
    @user-bs3sd9yh6c 5 днів тому +4

    ଏ ନବୀନ ବାବୁଙ୍କ ସ୍ତ୍ରୀ ହେଇଥିବାରୁ କଣ୍ଡକ୍ଟର କୁ ଜନାଉଥିଲେ

  • @143Susanta
    @143Susanta 5 днів тому +2

    ଯୋଉଠି ନାରୀମାନେ ରାସ୍ତକୁ ଓଲ୍ହାଇଛନ୍ତି ସେଇଠାକାର ସରକାରଙ୍କୁ ମୋର ସାଲୁଟ କେବେ ସୁଧୁରିବେ ସବୁ 🙏🏿🙏🏿🙏🏿

  • @SumantaDas-en9wx
    @SumantaDas-en9wx 2 дні тому +2

    A hau chhanti G,mara mohan majhi

  • @tukunabehera3702
    @tukunabehera3702 День тому +1

    ଆମ cm ଯେତେ ହେଲେ ଆମର ଜଗ୍ନାଥ ପରା ଭୋକୋ ହେବ ପରା

  • @SDsikhyastory
    @SDsikhyastory День тому +2

    11:39 ଏ ସ୍ତ୍ରୀ ଲୋକ ମାଡ ଛଡ଼ା ଆଉ ଦରକାର ନାହିଁ

  • @pratappatra8489
    @pratappatra8489 5 годин тому

    Jay jagannatha 🙏🙏🙏🙏

  • @soumyaranjanbarik4734
    @soumyaranjanbarik4734 3 дні тому +1

    ସାର୍ ଆମର ସ୍ୱପ୍ନ ରାଇଜକୁ ଚାଲିଗଲାବେଳେ ନାରଣ ସାର୍ ଙ୍କ ନିଦଭାଙ୍ଗି କିଛି ଭଲ କାମ କଲାନି

  • @kamalakantapanda8822
    @kamalakantapanda8822 5 днів тому +6

    କଣ୍ଡାକଟର ଭାଇ ଲୁହା ରଡ଼ ଅଛି ନା ନାଇଁ ତା ଡ୍ୟାସ ରେ ପୁରେଇ ଘାଣ୍ଟି ଦିଅ. ତା ପରେ ବେଧ ଜାଣିବ.

  • @SipraGiri
    @SipraGiri 5 днів тому +1

    Dhanya aama mukhya mantry

  • @chandanmohapatra3053
    @chandanmohapatra3053 5 днів тому +1

    Ama cm sir prakrutare pakhala kuu vala panti I love pakhala🙂🙂🙂🙂🙂👌👌👌👌

  • @soumyaranjanbarik4734
    @soumyaranjanbarik4734 3 дні тому +1

    ଆଗକୁ ପରିବହନ ବିଭାଗ ଦ୍ୱାରା ଆଉଏକ ନୂଆ ନିୟମ ଲାଗୁକରାଯାଉ ସେଗୁଡିକ ହେଲା ମହିଳାଯାତ୍ରୀ ଙ୍କ ଘରପାଖ ପର୍ଯ୍ୟନ୍ତ ବସ୍ ଯିବ,ମହିଳାଯାତ୍ରୀ ମୋବାଇଲ୍ ବ୍ୟବହାର କରିବା ସମୟରେ ଯଦି କୌଣସି ଜିନିଷ ହଜିଯାଏ ତେବେ ବସର କର୍ମଚାରୀ ଦାୟୀ ରହିବେ ଗୋଟିଏ ହାତରେ ତାଳି ବାଜେ ନାହିଁ

  • @RohitKumarbeheraRohit-gw5jz
    @RohitKumarbeheraRohit-gw5jz 5 днів тому +3

    Jay jagannath❤❤ I love CM of odisha❤❤❤

  • @143Susanta
    @143Susanta 5 днів тому

    ସାର ଆମର ଚିନ୍ତା କରୁଛନ୍ତି ସ୍କୁଲୁକୁ କେମିତିକା ଟପର କରିବେ ସେଥିପାଇଁ ଅଧିକା ପରିଶ୍ରମ କରୁଛନ୍ତି ନିଦ୍ରାରେ ଧନ୍ୟ ହେ ହେ 🙏🏿🙏🏿🙏🏿🙏🏿🙏🏿

  • @rameshsabat2367
    @rameshsabat2367 5 днів тому +1

    Very nice my sisters👌

  • @ranjayarout4523
    @ranjayarout4523 5 днів тому +1

    Jay Jagannath

  • @SripatiRout-qh9so
    @SripatiRout-qh9so 5 днів тому +1

    Jay Jagannath🙏🚩

  • @SubashMirdha-x3x
    @SubashMirdha-x3x 5 днів тому +1

    Sar aemahila manaku 100 namaskar

  • @priyambadabiswal860
    @priyambadabiswal860 5 днів тому +1

    Bahut badhia 😊

  • @soumyaranjanbarik4734
    @soumyaranjanbarik4734 3 дні тому

    ସ୍ମାର୍ଟ ଯୁଗରେ ଆମେ ସ୍ମାର୍ଟଫୋନ୍ ଧରିଲେ ତେଣୁ ମହାଦେବ କଣପାଇଁ ବାଦ୍ ପଡିବେ ସିଏ ବି ସ୍ମାର୍ଟଫୋନ୍ ଧରିଲେ ତାଙ୍କୁ ଏତିକି ଅନୁରୋଧ ଫୋନ୍ର ମଡେଲ୍ ଟା କୁହନ୍ତୁ

  • @prakashmishra9461
    @prakashmishra9461 5 днів тому +1

    Kali jugara nari koti pranam

  • @RAJKUMAR-bc6tw
    @RAJKUMAR-bc6tw 5 днів тому +1

    ଆମ ଓଡ଼ିଶାର ସ୍କୁଲ ସବୁଠାରୁ ବେକାର ପଢା ହେଉଚି।।।

  • @FAGUTUDU-i8t
    @FAGUTUDU-i8t 5 днів тому

    Hon sir apono pokhalo khantu amey onei thiba jai jagannath

  • @PradeepkumarBehera-ww8su
    @PradeepkumarBehera-ww8su День тому

    Sir eka eka sabu khaibe amaku tike dakantu

  • @user-ii1po2ng2e
    @user-ii1po2ng2e 5 днів тому +1

    I'm from berhampur

  • @soumyaranjanbarik4734
    @soumyaranjanbarik4734 3 дні тому

    ରାଇଜ ମୁଖିଆ ଖାଈ ବସିବାବେଳେ ଯଦି ବିଜୁଳି ନାହିଁ ତେବେ ଆମ ସାଧାରଣ ଲୋକଙ୍କ ସହିତ କଣ ନହଉଥିବ ବିଜୁଳି ବିଭାଗର ସେ କର୍ମଚାରୀ ମାନଙ୍କୁ ନମସ୍କାର ଯିଏ କି ପାତରଅନ୍ତର କରନ୍ତିନାହିଁ

  • @ShyamasundarGagarai
    @ShyamasundarGagarai 5 днів тому

    ମହିଳା ର ମୁହଁ ଟିକେ ଦେଖାୟ

  • @prabhasparida6565
    @prabhasparida6565 2 дні тому

    ଏବେ ଖାଉଛି ଫଳ & ପେଳ ଆଗକୁ ସବୁ କଇଯିବ

  • @kumarimeher7178
    @kumarimeher7178 5 днів тому +1

    ଇଯତ୍ ଯିବାରେ ମଙ୍ଗଲୁ ,ମଙ୍ଗଳୁ ରେ 😂😂😂
    😂😂😂😂😂

  • @SaudaminiDas-t8i
    @SaudaminiDas-t8i 5 днів тому +3

    Alo bedha ate garam hauchhu

  • @mirapatra8545
    @mirapatra8545 5 днів тому +2

    ହାଏରେମୁଖ୍ୟମନ୍ତ୍ରି😅😅😅😅

  • @bijaydas612
    @bijaydas612 5 днів тому +1

    ସବୁ ସରକାରୀ ଚାକିରିଆ ମାନେ ନିଜ ଅକାତ କୁ ପାଳିଆସିବେ autometic

  • @rajeshpatra1987
    @rajeshpatra1987 5 днів тому +1

    Keonjhar eria loka Khali Pakhala khaanti

  • @pabitraallmostvideo795
    @pabitraallmostvideo795 6 днів тому +2

    Best mukhyamantri

  • @143Susanta
    @143Susanta 5 днів тому

    ଯାହା ହଉ ବିଜେପି ହେଡ଼ଙ୍କୁ ଭୋକ ଲାଗୁଛି ଏମିତିକା ଦେଖି ବହୁତ ଦୟା ଆସୁଛି ଜନତାଙ୍କ ପାଇଁ ସେଥିପାଇଁ ମୋହାନ ସାର ଆଗରୁ କହିଦେଲେ ତାଙ୍କୁ ବି ଭୋକ ଲାଗୁଛି 🤣😂🤣

  • @BaikunthaPrusty-jp2bp
    @BaikunthaPrusty-jp2bp 5 днів тому

    ସାରେ ଲାଇନ୍ ଅବସ୍ଥା ଦେଖୁଛନ୍ତି ଏଣିକି ଗ୍ରସ୍ତ ସମୟରେ ହାଣ୍ଡଫ୍ୟାନ ନେବାକୁ ଭୁଲିବେ ନାହିଁ

  • @nksahoo4123
    @nksahoo4123 5 днів тому

    ୧୦୦ ମିଟର ପାଇଁ ଯଦି ଏତେ, ଗୋଟେ କିଲୋମିଟର ପାଇଁ କେତେ ହୋଇଥାନ୍ତା ?

  • @rashmibijaykumarmishra5543
    @rashmibijaykumarmishra5543 5 днів тому +1

    Mr Hrishikesh/ Naran . Yes we all liked your episode and presentation. But one thing is disliked that CM saab and others are served Rice and some dry Bhajaa kind of stuff( by a girl , the host ) with hands. A spatula or spoon should have been used. Felt a little bad actually

  • @BaikunthaPrusty-jp2bp
    @BaikunthaPrusty-jp2bp 5 днів тому

    ଚେୟାର ମୁଣ୍ଡେଇବା ଅପେକ୍ଷା ଚେୟାର ତଳେ ଆଶ୍ରୟ ନେଇଯାଅ

  • @kpsinghadv9798
    @kpsinghadv9798 5 днів тому

    Debi sakti adhika powerful. Sethipain bus back kala. Eia maahele chhuanku bhala training debe.

  • @sudhansukumarbal3419
    @sudhansukumarbal3419 5 днів тому

    Good morning

  • @ManasMurmu-rd1nm
    @ManasMurmu-rd1nm 4 дні тому

    ସବୁ ସରକାରୀ ଅଫିସ ର କର୍ମଚାରୀ duty ସମୟ ରେ ସାଇପୋଡୁଛନ୍ତି......ଓକାତ ଅଛି ଯୋଡ଼ି ବୋଡ ବଡ଼ ଅଫିସର ମାନଙ୍କ ଭିଡିଓ କରି ଦେଖାଅ.... ଖାଲି ସ୍କୁଲ୍ ମାଷ୍ଟର ଗାଣ୍ଡିରେ ଲାଗି ଥାଓ ମା ଘିଆ

  • @KadambiniBehera-zv3yz
    @KadambiniBehera-zv3yz 5 днів тому +1

    Jay mohan sir 🙏❤

  • @BandiesEleven
    @BandiesEleven 2 дні тому +1

    Pila chora mohan majhi😂

  • @subhammajhi8902
    @subhammajhi8902 2 дні тому

    Mu jani paruni coductor ra photo dekha hauchi kintu au jana ka photo blur kara heichi kn pin jadi karibara rhila 2 jana ka ra karithante

  • @satyaranjan784
    @satyaranjan784 4 дні тому

    କିରେ ନାରଣ, ମୋତେ ଲାଗୁଛି ମୋହନ ବାବୁ ଙ୍କୁ ୨ଟା ଆସନ ଦେବା ପରେ ମଧ୍ୟ ଆଉ ଗୋଟେ ଆସନ ଦେବାର ଥିଲା।😁😁😁

  • @ShyamasundarGagarai
    @ShyamasundarGagarai 5 днів тому

    Sabash barsa sabash BJP

  • @143Susanta
    @143Susanta 5 днів тому

    ଯାହା ହଉ ମଣିଷ ମାନେ ବି ଭଗବାନଙ୍କୁ ନଷ୍ଟ କରିଦେଲେଣି ନିଜେ ମୋବାଇଲ ଧରିକି ବର୍ବାଦ ହେଲେଣି ତ ଭଗବାନ ଙ୍କୁ ମୋବଇଲ ଧରେଇ ବର୍ବାଦ କରିଦେଲେ 🤣😂🤣

  • @143Susanta
    @143Susanta 5 днів тому

    ଯାହା ହଉ ସବୁ ଦୋଷ ଏଇ କଣ୍ଡେଟରର କାରଣ ତମେ ତାଙ୍କୁ ହାତ ଯୋଡି ଡାକିଥାନ୍ତ ଅନୁରୋଧ କରୁଛି 🙏🏿🙏🏿🙏🏿 ମହିଳା ମାନେ ନିଜର power ଅପ ବେବହାର କରନି ଦୟାକରି କଣ୍ଡେଟର ଭାଇ ଏଵେ ସୁଧୁରି ଯିବେ 🤣😂🤣

  • @PabitraBarik-kp4ni
    @PabitraBarik-kp4ni День тому

    Mu thile se jiha ku ambulance 👿😡😡

  • @bijayalaxmisahoo7609
    @bijayalaxmisahoo7609 5 днів тому

    ବହେ ସେଖ ସେ ମାଇକିନା ଟୋକି କି ବେଧ ଟୋକି ମୁ ଥିଲେ ଦେଇଥାନ୍ତି ତାକୁ ବଜାତୀ ମାଇକିନା 🥴🥴

  • @LaxmidharSamal-gt1pg
    @LaxmidharSamal-gt1pg 5 днів тому

    Sir Stop wine in our life.

  • @RanjanBehera-pq5qu
    @RanjanBehera-pq5qu 4 дні тому

    Good morning Sare 😂😂🎉😢❤

  • @KhirodaPradhan
    @KhirodaPradhan 5 днів тому

    ❤❤❤❤

  • @MohanPurty-n3t
    @MohanPurty-n3t 2 дні тому +1

    Taku dhoka dei baharkora

  • @PapuPradhan-ji5xx
    @PapuPradhan-ji5xx 2 дні тому

    Odisha budijiba re bhai 😅😅

  • @hemantbehera1525
    @hemantbehera1525 22 години тому

    Khaiba sarili bi jani ni .. hat vara deiki kia meal khai ki...

  • @ChandanPjr
    @ChandanPjr 5 днів тому

    କଳାହାଣ୍ଡି ଜିଲ୍ଲାର ଦ୍ରୁସ୍ୟ ଟିକେ ଦେକାଅ

  • @user-mx9xe6gt6n
    @user-mx9xe6gt6n 5 днів тому

    Mobile pain sethi KANTRAKTA madad khaile athi mahadev mobile re bae. Kana kalu re mobile.

  • @sipupradhan5281
    @sipupradhan5281 5 днів тому +2

    Bedha gehi maikina ku bus re gehi dia

  • @munadalbehera
    @munadalbehera 5 днів тому

    Re bhai jhio amoku dareile ame kn Kariba athi pai rules regulations heba darkar

  • @bapinasenapati677
    @bapinasenapati677 2 дні тому

    Mohan majhi ku joudina mo agare dekhibi ta gua bahara karidebi

  • @user-mx9xe6gt6n
    @user-mx9xe6gt6n 5 днів тому

    A baras nabaana khaeli c m sir sabu dina khae ba amiti 6tun 9bhajaa odisha ku milu.

  • @budhamishra6099
    @budhamishra6099 5 днів тому

    Sarkar nk matru Mangal kargyakram ra nàmuna

  • @skaifoundation8120
    @skaifoundation8120 5 днів тому

    Peten medicine 🤣❤🙏👍

  • @lipunbarik5530
    @lipunbarik5530 5 днів тому +1

    ଇଏ ଗୋଟେ ବାଜେ ledis

  • @NirakarSahu-wc1dg
    @NirakarSahu-wc1dg 5 днів тому

    Bhai eita para sanakhemundi ama gna pa jete hehe ama gna jhiati😂😂😂😂😂😂😂😂

  • @143Susanta
    @143Susanta 5 днів тому

    ଏଇ ଖାଇବା ଦେଖି ମତେ ଭାରି ଭୋକ ଲାଗିଲାଣି ବଡ ବଡ ନେତା ଆସିଛନ୍ତି ହେଲେ କରେଣ୍ଟ ନାହିଁ ସାରଙ୍କର ନିଶାନ ପୁରା ବିଜେଡି ବାଲାଙ୍କୁ 🤣😂🤣

  • @umakantamahapatra7
    @umakantamahapatra7 5 днів тому

    ବିନା ସଭ୍ୟ ରେ ସରକାର ସମ୍ଭବ ହେଲା କିପରି 😅😂😂😂😅

  • @BiswanathsahuBiswanathsahu
    @BiswanathsahuBiswanathsahu 5 днів тому

    👍👍💯💯😊😊

  • @pabandas2270
    @pabandas2270 5 днів тому

    Majhi ku rasi dia...re

  • @jagasahoo6334
    @jagasahoo6334 5 днів тому

    Narana bhae bgm song bajuni

  • @MrutunjaySethy
    @MrutunjaySethy 5 днів тому

    I like mohan.sir.
    But .i hate narender modi

  • @ranjitnayak1415
    @ranjitnayak1415 5 днів тому

    Aita baula hauchi

  • @prabhasparida6565
    @prabhasparida6565 2 дні тому

    ଇଏ ବେଧ ମାଇକିନିଆକୁ ଟେକିକି କରିଆ କଥା

  • @suman_vlogs1494
    @suman_vlogs1494 23 години тому

    Otv puni bjp cm ku comdey kuch to jhol hai🤣

  • @subhashismallick
    @subhashismallick 2 дні тому

    Ye ama ra CM mohasaya... Dekhile laguchi cartoon ta....

  • @chikunpanigrahi143
    @chikunpanigrahi143 5 днів тому +1

    Jay shree Ram ye kya hua
    Ghor Anya

  • @prafullakumarmandal2507
    @prafullakumarmandal2507 5 днів тому

    ଆରେ ନାରାୟଣ କି news phius tora a sabu mg ତ ମୁଣ୍ଡ କୁ ମାନିବାକୁ ପଢିବ 👍

  • @jayasmitamohapatra6537
    @jayasmitamohapatra6537 5 днів тому

    Kalijugara ugra nari

  • @HemantaPradhan-ek5cd
    @HemantaPradhan-ek5cd 5 днів тому +2

    ରାଣ୍ଡି ମାଇକିନା

  • @biswajitjena718
    @biswajitjena718 4 дні тому

    THIS GIRL IS VERY BAD IN BUS .

  • @Ajitmuni.
    @Ajitmuni. 5 днів тому

    My fvri8shwo

  • @AabidKhan-hj7xj
    @AabidKhan-hj7xj 5 днів тому

    Pchaku anao kemti bhya ku

  • @Ajay1997_
    @Ajay1997_ 5 днів тому

    Only for attitude problem, ego tells all about,,, bad character ladies

  • @chikukhusicreations9488
    @chikukhusicreations9488 5 днів тому

    Puruna cm nku nei amiti troll karichanti na abe kebala asabu chalichhi?