Sura Routray sir is the best.❤Lord Jagannath blessed u .I wish ur best of long nd healthy life 🙏 Indeed ,this is the best interview ever.Thankx Manas Sir 😍...
Really he is darling of all marginalised ppl of odisha..nice gentleman with big heart..transparent and benevolent politician..longlive sir..I would also admire the personality of presenter of Kanak TV..
ସାର ଆପଣଙ୍କ ଉପସ୍ଥାପନା ଓ ସାକ୍ଷାତକାର ର କଥୋପକଥନ ବହୁତ ଉଚ୍ଚକୋଟୀର, ଧନ୍ୟବାଦ l
Our favourite politician 🎉
ବହୁତ ସୁନ୍ଦର...
ପ୍ରଭୁ ଜଗନ୍ନାଥ ସୁର ଭାଈ ଙ୍କୁ ସୁସ୍ଥ ନିରାମୟ ଓ ଦୀର୍ଘାୟୁ କରନ୍ତୁ...
❤
Ok bubu hu
@@seedforland
❤
ହୃଦୟ ଖୋଲା ମଣିଷଟିଏ ସୁର ଭାଇ. ଦଳ ମତ ନିର୍ବି ଶେଷରେ ସୁର ଭାଇ ଜଣେ ଭଲ ନେତା ❤
Q
Sura Routray sir is the best.❤Lord Jagannath blessed u .I wish ur best of long nd healthy life 🙏 Indeed ,this is the best interview ever.Thankx Manas Sir 😍...
Ll
ଆଜି ପର୍ଯ୍ୟନ୍ତ ଯେତେ episode ରିଲିଜ୍ ହେଇ ଚାଲିଛି ଏହି episode ସବୁବେଳେ Evergreen ହେଇ ରହିବ ❤🙏🏻
ସୁର ରାଉତରାୟ ଙ୍କୁ କିଏ ବା ଭଲ ନପାଏ, ଓଡିଶାରେ ଏକମାତ୍ର ଜନପ୍ରତିନିଧି, ଯିଏ କି ଲୋକଙ୍କ କଥା ଶୁଣିଥାନ୍ତି, ପ୍ରଭୁ ଜଗନ୍ନାଥ ତାଙ୍କୁ କୋଟି ପରମାୟୁ ଦିଅନ୍ତୁ,
ବାଚଳ
😅😅😅😅😅😅😅😅😅😅😅😅😅
Qqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqqql LLP 5:37 @@kalumalla3109
ସୁରାଭାଇ ଙ୍କୁ ଦୀର୍ଘାୟୁ କରନ୍ତୁ ମହାପ୍ରଭୁ
Okhf😊
120 karantu .loke madha chiken khai nabin ku vota bantantu . 2024 re sarathhi punhi puja paibe .odissabasi sabdhhan
xd cf😢q
Jayajagannatha...
Balangirajila...❤😂😢😮😅🎉
Entire ଓଡିଶା ରେ ସୁର ଭାଇ ଙ୍କ ଛଡା ମତେ ଆଉ କୌଣସି ନେତା ଙ୍କୁ ଭଲ ଲାଗେନି
Many many thanks to KANAK NEWS for this interview video...very nice question present by manas ,thanks all team..
ଉପସ୍ଥାପନା ଓ ସାକ୍ଷାତକାର ବେଶ୍ ଉଚ୍ଚକୋଟୀର ଓ ମଜାଦାର ଲାଗିଲା !ସୁରଭାଇଙ୍କୁ ଆନ୍ତରିକ ପ୍ରଣାମ ଏଵଂ ସଂପୃକ୍ତ ସାମ୍ବାଦିକ ମହାଶୟ ଙ୍କୁ ହାର୍ଦ୍ଦିକ ସାରସ୍ବତ ଅଭିନନ୍ଦନ !!🙏🙏🙏🙏🙏
Golden heart with Brave leadership,
ସୁର ଭାଇ ହେଉଛନ୍ତି ଓଡ଼ିଶା ର ଏକ ମାତ୍ର ବୀର ପୁରୁଷ ❤😊
Aww kn achhanti
❤
ମୁଁ ସୁର ଭାଇ ଙ୍କୁ ପାଗଳ ଙ୍କ ପରି ଭଲ ପାଏ
I am first time 45 minutes watching this episode I am now full happy
He is man of open heart ❤❤.
ଅତ୍ୟନ୍ତ ହୃଦୟ ଖୋଲା ମଣିଷ ଆମ ସୁର ଭାଇ
Manas sir your anchor style is mind blowing amazing❤❤❤❤
ମୁଁ ମାନସ ଭାଇ ଙ୍କ ଠୁ କପି କରେ ମୋ ଘରେ 😃😃
ଅଜାଙ୍କ ହିନ୍ଦୀ ଭାଷା ଟା ସଠିକ୍ ହେଇ ନ ପାରିଲେ ବି ହୃଦୟକୁ ଛୁଇଁଲା 😊😊
ମନ କୁ ଛୁଇଁଗଲା ଅଜା ଙ୍କ ସେ ପଦେ କଥା,,, ଅନ୍ତରରୁ ସେ ତାଙ୍କ ସାଙ୍ଗ ଙ୍କୁ ଭଲ ପାଆନ୍ତି ❤❤❤
ସୁର ଭାଇ ଯେତେ ବେଳେ ବୟସ୍କ ହୋଇ ଯାଇ ଛନ୍ତି 😊ମୁଁ ଆଦର ରେ ଅଜା ଡାକି ପାରିବି 😊❤❤❤❤❤
Are you from unc college
@@passonblogger6359 keseibahal
ସୁର ଭାଇ ଙ୍କୁ ଜଗନ୍ନାଥ ଶହେ ବର୍ଷ , ପରମାୟୁ ଦିଅନ୍ତୁ, ଏବଂ ତାଙ୍କ ଶରୀର ଆରୋଗ୍ୟ ରଖନ୍ତୁ
Very nice and good luck... Jai Jagannath mahapravu ki Jai..Om Namah sibaya 🙏🙏🙏🙏💐💐💐💐💐
My favourite episode ❤with ସୁର 😊ଭାଇନା
Sura Routray Sir Fit Next CM Candidate. One man Army in Odisha
One of the best reporter from Kanak news.... Yes sura sir is the best ❤
A person with zero hater❤
1
Dobandia neta
@@kalpanachakrabarty6356😂6 Rta
Really a great person ସୁର ରାଉତ ରାୟ, we love ❤❤❤a lot, bindass open heart man
ସବୁ ନେତା ଭିତରୁ ମର୍ ବି ବହୁତ୍ ପସନ୍ଦ - ସୁର୍ ରାଉତରାୟ . ହିନ୍ଦୀ ଭାଷା ଟା ଭଲ ଲାଗିଲା .
I LOVE YOU . ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ ହାଃ
🙏🙏🙏🙏🙏🙏🙏🙏🙏🙏🙏🙏🙏
God bless you sura bhai ❤❤
Sura sir is a evergreen politician. Odisha people like him so much. Long live sir.
Tike daily news follow kara
Manima nka kartut jani pariba
@@sweetheart5530by by by Dr hu hu cc by😮❤❤❤😅😊
Yes he is long live and life he is not sir grandfather sura routray best of cng
ସୁର ଭାଇ ଜୟ ଜଗନ୍ନାଥ ଙ୍କ କୃପା ରୁ ମାଡିଚାଲ ❤❤❤❤❤❤
Sura Bhaina, you are the pride of our Odisha
Khola hruday, khola katha, headly strong leader sura vai, God bless him.
ସୁର ଦାଦି ଆପଣ ଙ୍କୁ ୧୦୦ ବର୍ଷ ବଞ୍ଚିବା ପାଇଁ ଭଗବାନଙ୍କ ପାଖରେ ପ୍ରାଥାନା କରୁଛି🙏🙏🙏
Best Political Interview on Kanak News 🎉
In a comic way 😂😂😂
ଭଗବାନ୍ ତାଙ୍କର ମଙ୍ଗଳକରୁନ୍ତୁ ଜୟ ଜଗନ୍ନାଥ🙏🙏🙏
Best open hearted Politician of odisha
ଏ Interview ଟା ବହୁତ୍ intresting ଲାଗିଲା କଣ ପାଇଁ ନା ମୋର ପ୍ରିୟ ଆମୋ ସଭିଙ୍କର ପ୍ରିୟ ଶୁର ଅଜା ଜଉ kanak news କୁ ଆସିଥିଲେ ।
We the people of Jatani constituency are proud of him. We will miss him a lot after election 2024.
ସୁର ରାଉତରାୟ ଜଣେ ଆଦଭୂତ ଧରଣର ନେତା ଅଟନ୍ତି । ତାଙ୍କର କଥା ବାର୍ତ୍ତା ବହୁତ ଉଚ୍ଚ କୋଟିର ଓ ହୃଦସ୍ପର୍ଶୀ ହୋଇଥିବାରୁ ତାଙ୍କୁ ସମସ୍ତେ ଜାଣନ୍ତି। ପ୍ରଭୁ ଜଗନ୍ନାଥ ତାଙ୍କୁ କୋଟି ପରମାଊ ପ୍ରଦାନ କରନ୍ତୁ ।
ଜୟ ଜଗନ୍ନାଥ।🙏🙏🙏🙏🙏🙏🙏
ଓଁ***ବନ୍ଦେ***ମାଆ***ତାରାମ୍***ଓଁ
Sura sir odisha ra best bidhayak❤❤❤
Sura bhai nka hindi ta bahut badhia lagila😂😂😂
Mate bi bhai bhayankara hindi😅
ସୁର ଭାଇ ଜିନ୍ଦାବାଦ ❤❤
ମାଡି ଚାଲ
Thanks sura bhai🎉
Don't know how good he is in politics but from heart this man is really a diamond.
Thank
❤
My favourite politician
And
Great leader
ଏକ ଦମଦାର ନେତା ଙ୍କ ସହ ଜବରଦସ୍ତ interview, ବହୁତ ଭଲ ଲାଗିଲା 🎉
ଓଡ଼ିଶା ରେ ରାଜନୀତିକ ନେତା କହିଲେ ସୁର ଭାଇ ❤❤😊ତାଙ୍କ ଛଡ଼ା ମତେ କଉ ନେତା କୁ ଭଲ ଲାଗେ ନି ,,,
Tara prasad bhainipati
@@guptaprasadsahu5458 hm
ଆମ ଘର ପୁରୀ ଜିଲ୍ଲା ,କିନ୍ତୁ ସୁର ଭାଇ ମୁଁ ତୁମକୁ ବହୁତ୍ ପ ସ ନ୍ଦ କ ରେ ।। ଓଡ଼ିଶାର ଜନ ମାନସରେ ତୁମେ ଚିର କାଳ ରହି ଥିବ ।।ତୁମ କଥା ଶୁଣିଲେ ଲାଗେ ତୁମ ହୃଦୟ ଏକ ଖୋଲା ବହି ଭଳି ,ଏମିତି ଲାଗେ ଯେମିତି ଏଇ ମାଟି କଥା କହୁଛି ,ଏଇ ଓଡ଼ିଶାର ସାଧାରଣ ଲୋକ କହୁଛି ।। ତୁମକୁ ଜଗନ୍ନାଥ ସବୁବେଳେ ଭଲରେ ରଖନ୍ତୁ ,ତୁମେ ଏଇଭଳି ଗରିବଲୋକଙ୍କ ସେବା କରୁଥାଓ।।ଜ ୟ ଜଗନ୍ନାଥ।। ମା ଡୀ ଚା ଲ.......
Very nice...God Bless you sir
Salute to your humanity 🙏🙏
Thanks Msnasbabu,
The joke question to Surababu,really from heart congratulation to both
Many many Thanks toManas.❤❤❤❤❤❤❤.
Such a happy personality
ସାର୍ ବହୁତ୍ ଭଲ ଲୋକ।ମୁ ତାଙ୍କୁ ସମ୍ମାନ ଦିଏ ।ଆମ by-election re ମୁଁ ମୋ 3yrs ର ଝିଅକୁ ନେଇ ବହୁତ୍ ବୁଲିଛି କ୍ୟାମ୍ପିନିଂ ରେ ସେଇଟା ପୁଣି ବିନା ଖର୍ଚ୍ଚରେ। ସାର୍ ମୋ ଝିଅକୁ ବହୁତ୍ ପ୍ରଶଂସା କରିଥିଲେ ।ଆଉ କହିଥିଲେ ବି ତାକୁ ଗୋଟେ ଭଲ ପୁରସ୍କାର ଦେବି।ହେଲେ ପର ମୁହୂର୍ତରେ ସେ ଭୁଲିଗଲେ।ଏତିକି ବହୁତ୍ କଷ୍ଟ ଲାଗିଲା।ମୋର ଆଶା ଥିଲା ମୋ ଝିଅ ତାଙ୍କ ହାତରୁ ଯାହା ବି ପାଇବ ସେଇଟା ତା ସୌଭାଗ୍ୟ। ସବୁ ପରେ ବି ମୁ ତାଙ୍କୁ ବହୁତ୍ ଭଲ ପାଏ।ତାଙ୍କର ରେଡ୍ଡୀ ୱାର୍ଡ ଆଉ ମାଡିଚାଲ ୱାର୍ଡ ଏବେ ବି ମୋ କାନରେ ବାଜିଲେ ତାଙ୍କ ସହ ବିତେଇ ଥିବା ପ୍ରତିଟି ମୁହୂର୍ତ୍ତ ମୋର ମନେ ପଡ଼ିଯାଏ।ରାଜନୀତି ଦୁନିଆଁରେ ସେ ଯେଉଁ ଦଳର ହୁଅନ୍ତୁ ନା କାହିଁକି ମୁ ଜଣେ BJP ର କାର୍ଯ୍ୟକର୍ତ୍ତା ହେଇ ମଧ୍ୟ ତାଙ୍କୁ ପ୍ରଶଂସା କରିବାରେ ଟିକେ ବି ଉଣା କରେନି।🙏
ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ସୁସ୍ଥ,ଦୀର୍ଘାୟୁ ଏବଂ ନିରାମୟ ଜୀବନ କାମନା କରୁଛି🙏
Open hearted person.
ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଥରେ newsroom re questions କରନ୍ତୁ ମାନସ ଭାଇ। କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର 🙏🙏
Really he is darling of all marginalised ppl of odisha..nice gentleman with big heart..transparent and benevolent politician..longlive sir..I would also admire the personality of presenter of Kanak TV..
Manas bhai Ae program ku 1hs karantu please 🙏 😢 😀 bhahut vhala laguchi ❤❤❤
ସୁର ରାଉତରାୟ ଜଣେ ହୃଦୟରୁ ଭଲ ମଣିଷ .....❤
ହୃଦୟରୁ ଅତି ସୁନ୍ଦର ବ୍ୟକ୍ତି ଟିଏ।।। ବିଉଟିଫୁଲ 🙏🏻🙏🏻🙏🏻🙏🏻
Love you sir👏👏👏👏🎉🎉🎉
ବିଜେଡି ସମସ୍ତ କୁ ଗଣ୍ଡି ମାରୁଛନ୍ତି କେଇ ବୁଝି ପାରୁ ନାହାନ୍ତି,, ଆଗକୁ ବୁଝିବେ,,ଯେତେ ବେଳେ ତଖ ଘରେ ଘଟିବ ପରିଭଳିଆ,,
Sura sir🎉🎉🎉🎉🎉🎉
Congresss🎉🎉🎉🎉🎉
ସୁର ରାଉତରାୟ ଖୋଲା ହୃଦୟ ଵ୍ୟକ୍ତି ଅଟନ୍ତି ଭଗବାନଙ୍କ ଆଶ୍ରିବାଦ ସଦା ତାଙ୍କ ଉପରେ ଥାଉ ଏତିକି କାମନା
ଓଁ***ଆମ ମାତୃଭାଷା ମଦ ମୁକ୍ତ ଓଡିଷା***ଓଁ
Bahutu super bhai madichala❤❤
Bahut bhala katha kahile,Hasi hasi jiban kata,sabu bimari durei jiba.
ସୁର ଭାଇ ଜିନ୍ଦାବାଦ. ପ୍ରଣାମ ସୁରଭାଇ 👏👏👏🌳👌👌👌
ଓଁ***ବନ୍ଦେ***ଉତ୍କଳ*** ଜନନୀ***ଓଁ
Legend of Odisha Politics ❤
Just I love your way of taking Sir❤ Truth of Man
ରାଜନୀତି ରେ ସୁରଙ୍କ କଉଟନଇତଇ ଅଭାବ। ତା ଛଡା ସୁର କେତେବେଳେ କୁଆଡେ ମାଡ଼ି ଚାଲନ୍ତି। କଂଗ୍ରେସ କୁ ସେ ଅନ୍ଧଭାବେ ଭଲ ପାଆନ୍ତି। କଂଗ୍ରେସ ହିନ୍ଦୁଙ୍କ ବହୁତ କ୍ଷତି କରିଛି ସୁରଙ୍କ ଭଳି କିମ୍ବା କ୍ଷମତା ଲୋଭି ଆଉ ଭୟଆଳଉ ଲୋକ ଥିବା ଯୋଗୁଁ। ଅନ୍ୟଥା ପଟେଲ ଭଳି ଲୋକ ଥିଲେ ହିନ୍ଦୁଙ୍କ ଏବଂ ଦଶର କ୍ଷତି ହୋଇନଥାନ୍ତା। ଆଜି କଂଗ୍ରେସ ର ଏକ ଅବସ୍ଥା ଅବସ୍ଥା ନୁହେଁ ତ ଦରଵସ୍ଥଆ ହୋଇନଥାନ୍ତା। ଦେଶବାସୀ ଜାଣିଲେ ଜଗିଲେ। ହିନ୍ଦୁ ଜାଣିଲେ ଜଗିଲେ। ସୁରଭି ଵଦଳିଯାଅ।
ଓମ୍ ନଃମ ଶିବାୟ
Great KANAKNEWS Great Anchor Sir
Manas sir your anchoring style superb 👌👌👌👌👌i am your big fan
Love you sura sir❤❤❤
ଓଡ଼ିଶାରେ କଣ ପାଇ ନାହିଁ ,,ବିଜେଡି ସବୁ କିଣି ଦେଇ ଛନ୍ତି,,ଟଙ୍କା ଦେଇକି,,ଓଡ଼ିଶା ଲୋକେ ପାଇସା ପାଇ ମା ଭଉଣୀ କୁ ଦେଇ ଦେବେ,,
Nice interview ❤❤❤❤❤
Manas sir speechless your anchor.. awesome
ଜୟ ସୁର ଭାଇ 🙏🙏
❤❤❤❤ ବହୁତ ସୁନ୍ଦର ମଣିଷ ❤❤❤
Jai jagannath sura bhai❤
Jete bi episode sura bhai 😊is best
Nice bring some more of such🎉🎉🎉
My favourite Politician
Best Slogan
❤"Madi chalo"
ସେ ମିସ ପ୍ରବଳ ପଇସା ଖାଉଛି ଏମାନେ କିଛି ପାଉଛନ୍ତି JD ଠାରୁ
Wonderful personality sura Bhai ❤️❤️❤️ great great great personality ❤️❤️
Once in a generation Politician Sura Routray. May God keep him always healthy.
yyo look
P
P
P
Pp
Pop
P
P
P
Pop
P
P
Po
Pp
Po
Po
P
ppp
P
P
Pp
P
Po
P
Pop
Po
Pop
Popp
P
Pp
P
P
Pat
Ppppp
P
Pop
P
Pp
Pop
Pp
P
Pop
pop
PpPpPPPplppppp
Lplp
Great personality.. Open minded.. Open heart'...Charming happy...Human being
We love Sura routray
Love kariparanti babu but bari asichi rahul ra mind karantu .sepate 10years hoigala modhi chaukidhar nkar ..kalladhhan dhele chithhifound re nele .manhipurure adhibasi langalla .majhire achhanti komare cm nabin .atyachar odia nku bhalaguchi bodhhe ...6th re asile nabin nari bhadare jibe sarathhi punhi puja paibe .
Jay jagannath 🙏🙏🙏
Very good. REPORTER MANAS BROTHER
ଆମ ସମୟର ଏହି ବର୍ଷିୟାନ ନେତାଂକ ନିରୋଗ ଦିର୍ଘ ଜୀବନ କାମନା କରୁଛି
I LOVE You SURA BABU I vish that God bless you live long
Sura Bhai, really the leader of people.