SHYAMA SANDHYA 2024 (Full Length) II Debadasi Dance Academy II Debidutta Mohanty II Shyamamani Devi
Вставка
- Опубліковано 18 вер 2024
- SHYAMA SANDHYA 2024 (Full length)
"Padmashree Shyamamani Devi, a legendary Odia singer, is a rare gem with a unique voice and style. Her talent will inspire the next generation, unlike many young singers who prioritize fame over learning and craftsmanship. An evening with her will be a wonderful opportunity for them to learn from the best."
Organized by- DEBADASI DANCE ACADEMY
Venue-Jaydev Bhaban, Bhubaneswar
Date-10th Feb 2024 Sat Day
Research Head- Bijay Malla
Creative Head-Debidutta Mohanty
Prog. Director-Tribhuban Panda
Stage Craft- Utkal Singh
Stage Management-Jitendra Baral, Sanjay Mahakul
Print & Publicity- Gurudutta Mohanty
Event Head - Sarmila Mishra@ Soma Hota
Organised By-Debadasi Dance Academy
Mail ID- debadasidanceacademy@gmail.com
#debadasidanceacademy,#pratyavartan,#debiduttamohanty,#somahota,#bijaymalla,#shyamamanidevi,#odissi,#dyingart,#artandculture,#artofodisha,#classicalsong,#classicaldance,#dyingartofodisha,#templedance,#folkdance,#traditionaldance,#traditionaldanceofodisha,#odissi, #odissidance #odissisong,
ଶ୍ୟାମା ଦେବୀ ଆପଣଙ୍କ ସ୍ୱର ଶବଦ୍ ସଂଯୋଜନା ବାସ୍ତବରେ ହୃଦୟ ସ୍ୱର୍ଶି। ପ୍ରଭୁ ଜଗତର ନାଥ ଆପଣକୁ ଦୀର୍ଘାୟୁ କରନ୍ତୁ।
ଆପଣ ଉତ୍କଳ ସଂଗୀତ ଜଗତର ଜଣେ ମହାନ ସମ୍ପତ୍ତି..କୀମ୍ବଦନ୍ତୀ..ମହିୟସୀ ଏବଂ କାଳଜୟୀ ବ୍ୟକ୍ତିତ୍ବ।କୋଟି କୋଟି ପ୍ରଣାମ ମୋର। ସୁନ୍ଦର ପ୍ରୟାସ ପାଇଁ ଅଶେଷ ଅଶେଷ ଧନ୍ୟବାଦ।
Great program. Shyamamani madam nka voice is great. No change over the years. Pray Lord Jagannath for her long healthy life full of music.🙏🙏🙏
Dhany Apana Shyamamani Mahodyaa 🎉Apananka pain ame garbita
Debadasi Anustana ra prayash sudura prasari heu,Odisha ra barenya kalakara manku nei emiti amulya sakhyatkaar bhabisyata peedhi pain saiti rakhiba abyahata rahu 🎉
Tapas,EZCC
ଦେବଦାସୀ ଡାନ୍ସ ଏକାଡେମୀ ର ଦେବୀ, ବିଜୟ ସୋମାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ଧନ୍ୟବାଦ .. ବରିଷ୍ଠ ବିଦୂଷି କଣ୍ଠ ଶିଳ୍ପୀ ମୋର ନମସ୍ୟା ଶ୍ୟାମମଣୀ ଦେବୀଙ୍କୁ ନେଇ "ଶ୍ୟାମା ସନ୍ଧ୍ୟା "ର ଏତେ ସୁନ୍ଦର ନିଆରା ପରିକଳ୍ପନା କରିଛନ୍ତି..ଭିଡ଼ିଓ ଟି ସମସ୍ତ ଶ୍ୟାମା ପ୍ରେମୀଙ୍କୁ ମନ୍ତ୍ର ମୁଗ୍ଧ କରିବ ନିଶ୍ଚୟ 🎉🎉❤❤❤❤
❤❤❤
❤❤❤❤❤❤
" We are proud of our taala of Odisha.We should feel it . " Revered Shyama Devi.🎉🎉🎉🎉🎉🎉🎉
@@sanghamitrarath1619ko Classical songs beautify our tune to learn more to feel Naada-Brahma.🎉🎉🎉🎉🎉🎉🎉
Ol
Ol
The legend, syamamani pattanayak is our fevorite singer.
Syama Mani Devi Odishara Bhasa Geeta Sanskrutiku Bhalapai Odisha Basinku Bahuta Geeta Bheti Deithibaru Odisha Basi Appananka Pakhare Krutagya
Every musician should see it to learn and carry forward the tradition
Shyamamani Devi,
kept it in the purest form
content of this session is having archival value
Mitu bhai, you are right 🙏
ଅଦ୍ଭୁତ ଅଦ୍ଭୁତ ଏବଂ କେବଳ ଅଦ୍ଭୁତ । ଅତି ସୁନ୍ଦର । I am highly Obliged to Devadasi Dance group for presenting such a wonderful program
True Bhai 🙏
Pranam shyamamani maa
I become emotional listening your devotional surrender to श्रीकृष्ण /Jagannatha and rendering to your service towards classical song based on our chhandas.May it be a way for achieving all rest successes.😂🎉🎉🎉🎉🎉🎉🎉
Ajira Syama Sandhyare Syama Mani Debinka Kantharu Bhasa Sahityare Bhajana Suni Manamugdhakara Thila
Shyamamani ji apanku shata shata namaskar. Odisha ra garba o gourav.
Dina thila Shyama Devee nka Geeta DD Odia re suniki urhuthili ..Aji 32 yr heyigala mate..Hele maa jebe b pila dina mane pakeyibaaku Ichha huye aji b apananka video dekhi diye..Mora bhumistha Pranam apananku ❤❤❤
Mannaathah SriJagannatho
MadGuruh SriJagadguruh,
Madaatmaa Sarvabhootaatmaa
Tasmyai SriGurave Namah.
-- Sung by Padmashri Shyamamani Devi so sweetly!
Jaya Sree Jagannatha Jaya Odishara Bisistha Geetikara, Syama Mani Debinkapai Odishara Garba Gauraba , Amara Namasya Hoi Rahibe
God Debi nku ..120 Ayusa diantu.....kala banchi rahu...my favorite voice,,syama&yasu dash
Padma Shree Shyamamani Debi is a great inspiration for singers of my day s , particularly this programme will be an research materials for many upcoming singers
Congratulations to the entire team
A wild stream rippling over stones, pebbles, mosses, n blades of grass; elevating body, mind to the realm of soul n atman: bow to thee, blithe spirit!
Syama didi odisi sangita aban odisi bhajan gayan saili o lalitya ete sundar taha ajikalir kalakaronk thare kochita sunibaku miluchi se sangita jane mailakhunta bhagaban tanku dirghayu rakhitantu ❤❤❤
The program is so good that there's no words to express. Thanks
❤❤❤ଜୟ ମାଁ ଶ୍ୟାମାମଣି ପଟ୍ଟନାଏକ❤❤❤❤ଜୟ ଜଗନ୍ନାଥ॥❤❤❤
କୋକିଳ କଣ୍ଠ❤❤❤❤🎉🎉🎉🎉
ଶୟାମା ମଣି ଦେବୀ ବହୁତ ବଡ କଥା କହିଲେ। ପରସାର ପରଚାର ହେବା ଦରକାର। 👍🏻👌🏻🙏🏻
ଓଃ କି ସୁନ୍ଦର ଶାଶ୍ବତ ପରିବେଷଣ । ଈଶ୍ୱର ମଙ୍ଗଳ କରନ୍ତୁ ।
The Great Shyamamani Patanaik,Padmshri,Legendary Singer is uncomparable just like Padmashri Raghunath Panigrahi.🙏🙏🙏❤️💐
Apa You are Great.Your voice is very sweet. Many Many Thanks.Namaskar Namaskr🙏🙏🙏🙏🙏Keonjhar.
ବହୁତ ବହୁତ ସୁନ୍ଦର 🙏🙏
ଆହାଃ ସେହି ପୁରାତନି!! ଅମୃତ!! ସୁନ୍ଦର ।
ତୁମର ତୁଳନା ନାହି l ତୁମେ ଅଦ୍ଵିତୀୟା, ଧନ୍ୟବାଦ
ସ୍ମରଣଯୋଗ୍ୟ କାର୍ଯ୍ୟକ୍ରମ,,, ଇତିହାସ,,
Koti koti pranam maa..aamo gharaku aasithile pada saprsa Kariba mo bhagyare thila...kaliaa aapononku dirghajibi karantu
ଆପଣ ଉତ୍କଳ ର ସଂଗୀତ ସମ୍ରାଙ୍ଗୀ... ଆପଣ ଉତ୍କଳ ପାଁଇ ବାଗଦେବୀ... ଏ ମାଟି ଆପଣକୁ ପାଇ ଗର୍ବିତ.. ଜଗନ୍ନାଥ ଆପଣଙ୍କ ଚଲା ପଥ କୁସୁମିତ କରନ୍ତୁ.. ଜୟ ଜଗନ୍ନାଥ 🙏🙏🙏
Long live Shyamamani Devi’
Great .... This program is a lesson to all artists ........
ଅତି ମୂଲ୍ୟବାନ ସଙ୍କଳନ।realy proud for such nice job
ସତରେ ମୁଁ ବିଶ୍ବାସ କରିପାରୁନାହିଁ ❤
Pranam, Pranam.
ଖୁବ୍ ଚମତ୍କାର କାର୍ଯ୍ୟକ୍ରମ!ଉପସ୍ଥିତ ସଙ୍ଗୀତର ମୂର୍ତ୍ତିମନ୍ତମାନଙ୍କୁ ପ୍ରଣାମ!
ଅବଶୋଷ ରହିଗଲା,ପୁରୀ ଜିଲାର ପାଲା ଗାୟକମାନଙ୍କର କ'ଣ ସଙ୍ଗୀତରେ ଦକ୍ଷତା ନାହିଁ?
Odishira sangita samragyn, Shyamamani Devi ama rajyara eka amlana pratibha. Jagannath tanku koti paramayu diantu. Jay jagannath.
ଭୂମିଷ୍ଠ ପ୍ରଣାମ ମହୀୟଶୀ ମା ଙ୍କୁ
She,Who recites Jaga’s bhajan her tone will never crumble in ages
Jay Jagannath Swami 💐🙏
Vande Purushottamam 🙏🙏🙏
At this point in age, your voice is so sweet. Jai Jagannatha Maa Shyamamani Debi.
ବରିଷ୍ଠ କଣ୍ଠଶିଳ୍ପୀ ଶ୍ୟାମମଣି ପଟ୍ଟନାୟକ ମୋର ସୁଦୂରୁ ନମସ୍କାର
Bhumista pranam maanku. Joy jagannath
Very, very fine. I can't but praise your suru........
ଆପଣ ଅଦ୍ଵିତୀୟ ମାମ୍ । ଗିରିଶିଖେ ଅନାଆରେ ଗୀତ ମୁଁ ବାର ବାର ଶୁଣେ ହୁଏ ତ ଏ ଭଳି ଆଉ କେହିବି ଗlଇ ପାରିବେ ନାହି | ବହୁତ ଧନ୍ୟବାଦ। ଆପଣ ଏହି ଭଳି ଗାଉ ଥାନ୍ତୁ । ଜୟ ଜଗନ୍ନାଥ|
Shyaamamani Devi is the pride of Odisha.
Sadar Pranam vidushi shyamamani maa👏
Excellent presentation, Jay Jagannath
Wonderful...Wonderful... Wonderful!!!
ସୁନ୍ଦର କାର୍ଯ୍ୟକ୍ରମ....
Apana sangita jagatara Jane uchatam pratibha kebala odisha ra nuh am desh bharat barsh re madhya achhi apana nku more pranam
ଜଣେ ସାନ ଭଉଣୀ ର ପ୍ରଣାମ ସ୍ନେହ ଶ୍ରଦ୍ଧା ସମ୍ମାନ ଗ୍ରହଣ କରନ୍ତୁ..
E interview sunilapare ete khusilaguchhi jahaku sabda re prakash karihebani...
🌹🙏🏿, ସ୍ୱରର ମୂର୍ଚ୍ଛନା ହାର୍ଟ TOUCHING. ଧନ୍ୟବାଦ ଯଥେଷ୍ଟ ନୁହେଁ
ଉତ୍କଳର ସୁଯଗ୍ୟା ଦାୟାଦ, ପଦ୍ମଶ୍ରୀ
ଯଥେଷ୍ଟ ନୁହେଁ . ଦୀର୍ଘାୟୁ ଇଶ୍ୱର ପ୍ରଦାନ କରନ୍ତୁ 😂🌹🌹🌹🌹🌹🌹
ହେଲେ ପୁଣି ଏଇ ଝିଅ
ଯାଇ ପୁରୀ ଶ୍ରୀମନ୍ଦିର
ଗାଇଲେ ପ୍ରଭୁଙ୍କ ଗୀତ
ଛାମୁଙ୍କ ଅଗ୍ରେ ରହି ତ
ଏବେ ଗାଆନ୍ତି ସେ ଗୀତ
ଶୁଣି ଦେହ ରୋମାଞ୍ଚିତ
ମନ୍ନାଥ ଶ୍ରୀ ଜଗନ୍ନାଥ
ଆହା ! ଏ ସ୍ବର୍ଗ ଅମୃତ ।
Long Live Syama ma ni Debi
Excellent....dalkhaee....nisultana....jahanahin utkal..le ,tahanahi.. kalekale
Agaru adhama pala mancha gudika gaon gahalore kipari banchibar sarakar chinta karantu.
Great legend of Odisha
ସଂଗୀତ ଆପଣଙ୍କ ପାଖରେ ଋଣୀ..... ପ୍ରଣାମ
Kete punya kari thili madam nku e janma re dekhuchhi o sunuchhi 👏
how beautiful 😍😍😍😍
ଉପସ୍ଥାପକ, ଲେଖକ
ବିଜୟ ମଲ୍ଲ ପ୍ରଖ୍ୟାତ
ଉପସ୍ଥାପନାରେ ଦକ୍ଷ
ପୁଛନ୍ତି ପ୍ରଶ୍ନ ଯଥାର୍ଥ ।
ମାଆ ତୋର ଚରଣ ପଙ୍କଜେ ଏ ଅଭାଗ ପୁଅର କୋଟି କୋଟି ପ୍ରଣାମ।ମାଆରେ , ଶ୍ରୀ ରାଧା କୃଷ୍ଣ ହେଉଛନ୍ତି ଏ ପୁଅର ପ୍ରାଣ। ରାଧାକୃଷ୍ଣ ଙ୍କର ଭାବ ପ୍ରେମ ସଂବଳିତ ଓଡ଼ିଶୀ ସଙ୍ଗୀତ ଶୁଣିଲେ ମୋ ପ୍ରାଣ କଣ ହୋଇଯାଏ ,ତୋତେ କହିପାରିବିନି ମାଆ ।ପିଲାଦିନୁ ପ୍ରଭୁ ରାଧାକୃଷ୍ଣଙ୍କର ଓଡିଶୀ ସଙ୍ଗୀତ ତଥା ଭାବଗର୍ଭକ ଭଜନ ଶିକ୍ଷା କରିଥାନ୍ତି ଓ ତାଙ୍କରି ନାମ ରସରେ ପ୍ରାଣତ୍ୟାଗ କରନ୍ତି ,ଏହା ଇଛା ଥିଲା କିନ୍ତୁ ସେ ସୁବିଧା ସୁଯୋଗ ମିଳିଲା ନାହିଁ।ମାଆରେ,
ଏ ପୁଅକୁ ଏବେ 67ବର୍ଷ ହେଲାଣି ।ଏପୁଅଟାକୁ ଏତିକି ଆଶୀର୍ବାଦ କରେ ମାଲାବେଳେ ମାଆ କୋଳରେ ଥାଇ ପ୍ରଭୁଙ୍କ ନାମ ଗାଇ ଏ ପ୍ରାଣ ପକ୍ଷୀ ଉଡିଯାଉ ।ମାଆ କଣ ଭୁଲ କଣ ଠିକ୍ ସେ କଥା ମୋତେ ଜଣା ନାହିଁ।ଏ ଅଧମର ଜୀବନ କାଳରେ ପ୍ରଭୁ ପ୍ରୀତିରେ କେତେ ଓଡ଼ିଶୀ,ଭଜନ ଜଣାଣ ଇତ୍ୟାଦି ମାଆ ଦେଇଛନ୍ତି।ମୋର ଅନ୍ତରର ଇଚ୍ଛା ଥିଲା ତୋ ପାଦତଳେ ଥାଆନ୍ତି କି,ତୋ କାନ ମୋଡାଖାଇ ପ୍ରଭୁ ପ୍ରୀତିରେ ମୋ ପ୍ରାଣ ଯାଆନ୍ତା କି ।ଇତି ତୋର ଅଭାଗା ଅଧମ ପୁଅ -ଶ୍ରୀ ମାୟାଧର ଆଚାର୍ଯ୍ୟ ଶର୍ମା ବୟସ-67 ଫୋନ-9438507252
ମାୟାଧର ମୁଁ ଅନୁଭବ କରୁଛି ଆପଣ ବ୍ରାହ୍ମଣ ହୋଇଥିବେ କିମ୍ବା କେହି ଆପଣଙ୍କ ବଂଶ ରେ ଦେବ ଆରାଧନା ମୁଖ୍ୟ କର୍ତ୍ତବ୍ୟ ।ଏହି ଲେଖା ଆଖିରୁ ଲୁହ ଝରାଇ ଆଣିଲା।
ଏହି ଦିବ୍ୟ ଜୀବନ ଅନନ୍ୟ ।
@@adityaprasadtripathy8812 ବାବାରେ ସେ ଦିନ ମୋ ହୃଦୟର ନିଛକ ସତ୍ୟକଥା ଲେଖା ଆକାରରେ ପ୍ରକାଶିତ ହୋଇଯାଇଥିଲା,।ଏ ଅଧମ ପ୍ରତି ତୁମର ହୃଦୟ ବିଗଳିତ ଭାଷା ପାଇଁ ଏ ଅଧମ ଧନ୍ୟ ହୋଇଗଲା।ବାବା ଅନ୍ତରର ଏକ ନିଭୃତ କୋଣର ଅକୁହା କଥା ହେଲା=ପ୍ରକୃତରେ ଜୀବନରେ ପ୍ରଭୁଙ୍କୁ ଧନ ,ସମ୍ପଦ ,ଇନ୍ଦ୍ରାସନ , ଇତ୍ୟାଦି କିଛି ମାଗି ନାହିଁ। ପ୍ରଭୁଙ୍କ ଚରଣ ପଙ୍କଜରେ ଓ ମାଆ ଭବାନୀଙ୍କ ଚରଣ କମଳରେ ଏତିକି ପ୍ରତ୍ୟେହ ନିବେଦନ କରେକି ,ସମସ୍ତ ଆଶ୍ରିତ ଜନ ଭଲରେ ଥାଆନ୍ତୁ ଓ ଯେଉଁ ଧନକୁ ସେ ଦେଇଛନ୍ତି ,ସେ ମଧ୍ୟ ଭଲରେ ଥାଉ ଏବଂ ଏ ଅଧମ ଜନ୍ମଜନ୍ମାନ୍ତରେ ତାଙ୍କର ସେବା କରୁଥାଉ ତଥା ମୋ ବଂଶର ପ୍ରତ୍ୟେକ ତାଙ୍କ ଚରଣରେ ସମ୍ପୁର୍ଣ୍ଣ ସମର୍ପିତରେ ଥାଆନ୍ତୁ,ଏହି ଇଚ୍ଛା ମାତ୍ର।ଅନ୍ଯ ଇଛା ନାହିଁ।ଜୟ ଜଗନ୍ନାଥ ମାତା ଚରଣ ପଙ୍କଜେ ଶରଣଂ
Maa tumaku prannm
Jai jagannath,
ନ ଛୁଇଁ ପାରି ବିମାନ
ଯେ ଝିଅ ଦୁଃଖିତ ମନ
ଆଜି ତାଙ୍କ କଣ୍ଠେ ଶ୍ୟାମ
ବିହରନ୍ତି ନିଶିଦିନ ।
🙏🏻🪔🙏🏻ଜୟ ଜଗନ୍ନାଥ🙏
Thanks. Aji Karna pabitra hoi gala. Atama shanti hoigala.pilabele sunithiba gitaku puni sunibaku milila. Asesa dhanyabada sanmaniya Shyamamani Devi.
JayShayamaDavi
Pranam maa
We are proud of Shyama mani Devi and like others,many many thanks to organisers to bring this
ଦେବଦାସୀ ନୃତ୍ୟ ଶିକ୍ଷାକେନ୍ଦ୍ର
(ଡାନ୍ସ ଏକାଡେମୀ)
ଆୟୋଜକ ଏ ଶ୍ୟାମା ସନ୍ଧ୍ୟାର
ନୃତ୍ୟଶିଳ୍ପୀ ସୋମ ହୋତା
ଲେଖକ ଏ ଦେବୀଦତ୍ତ
କଲେ ଅତିଥି ସତ୍କାର ।
🙏🙏🌹ପ୍ରଣାମ. ମା. ଜୟଜଗନ୍ନାଥ
ଆପଣ ଦୀର୍ଘାୟୁ ହୁଅନ୍ତୁ ଏମିତି ସୁଲଳିତ କଣ୍ଠରେ ଗାଉଥାନ୍ତୁ।❤❤
Jay shree krishna
Your tender heart is the cause of the citadel of learning and is a guide for all. Long live madam by sharing in normal heath.🎉🎉🎉🎉🎉🎉🎉
Old is Gold,bahuta sundar
Very beautifully done program. Lots of information on our tradition of music and musical legends
Great...ati sundar anubhuti maa bahut kichhi sikhibar achhi jay jagannath prabhu mangala karantu🙏🙏🙏💐💐🥰🥰🥰👏👏👏👏👏
Sita agrabal nku kahi odisi antakhyari karanti. Bahut vala heba.
Very nice 👍👍👍
🙏🙏🙏❤️❤️❤️❤️
Dutieeee kahibu go oo😢 excellent 30years se pehele pravabit mu...
🌺🙏🌺🙏🌺
Very good singer singing so nice ly,proud ofyou
Debi, mam praud of You,pPrey,the long live
Pranam
ଅମର ହୋଇ ରହିଥାନ୍ତୁ ଜୟ ମା
Very nice and hearttouching songs.🙏 🙏 Thank you very much.🙏🙏
Pranam Mam
Tume mo hrudaya mani maa tume aama gaan ra jhia heithibaru mu garbita. Tumara tulana hoinapare
ଆପଣଙ୍କ ଚରଣ ଯୁଗଳରେ ମୋର କୋଟି କୋଟି ପ୍ରଣାମ,ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଦୀର୍ଘ ଜୀବି କରନ୍ତୁ ଏତିକି ମୋର କାମନା l
Aapananku mor pranam maa aapana mor aadarsha Jay jagannath
ଗାଆନ୍ତି :-- ମନ ତୋଷିବି
ମଲ୍ଲି ମାଳ ଶ୍ୟାମଙ୍କୁ ଦେବି;
ଗ୍ରୀଷମ ହୋଇଲେ ବାଧା
ଚନ୍ଦନ ମୁଁ ଲେପିବି
ମଲ୍ଲି ମାଳ ଶ୍ୟାମଙ୍କୁ ଦେବି ।
Odisara asmta ama ra lakhya
ଶ୍ୟାମା ମଣି ଦେବୀ ଜନ୍ମ ରୁ ଶ୍ୟାମ ସମର୍ପିତ l
Odishi sangeetara Shasta satakoti pranam Kom heba