ଦୂର ଦିଗନ୍ତ || ଅକ୍ଷୟ ମହାନ୍ତିଙ୍କ ସହିତ ଅନ୍ତରଙ୍ଗ ଆଳାପ ||

Поділитися
Вставка
  • Опубліковано 25 січ 2025

КОМЕНТАРІ • 226

  • @sunilnath3572
    @sunilnath3572 Рік тому +31

    ❤️👌❤️ ସ୍ବର୍ଗତ ଅକ୍ଷୟ ମହାନ୍ତି ଙ୍କ ଏହା ଥିଲା ମୋର ପ୍ରଥମ ସାକ୍ଷାତକାର ଶୁଣିବା ଏବଂ ଜାଣି ଖୁସି ଲାଗିଲା ସେ ଜଣେ ସଙ୍ଗୀତଜ୍ଞ ଅପେକ୍ଷା ଅନେକ ଜ୍ଞାନ ଥିବା ମଣିଷ ଜଣେ ❤️👌❤️

  • @9853536788
    @9853536788 2 роки тому +65

    ହେ ଅକ୍ଷୟ... ତୁମେ ସବୁସମୟ ପାଇଁ ଅକ୍ଷୟ ର ସ୍ମୃତିରେ ଜୀବନ୍ତ.... ❤️

  • @manomishra
    @manomishra Рік тому +41

    1990 ରେ Ravenshaw College ରେ ତାଂକର ଅତି ସୁନ୍ଦର ଗୀତ ସବୁ ଶୁଣିଥିଲି । ଏଈଠି ତାଂକର ସ୍ବର ଆଉ ଆଗପରି ନାହିଁ । ୧୯୬୦-୭୦ ଦଶକର ଅକ୍ଷୟ ଗୋଟେ ଅନ୍ୟ ସ୍ତରର ଥିଲେ ।

  • @Goslow3037
    @Goslow3037 Рік тому +8

    ସେ ସମୟ ର ମଣିଷ ସେ । କି ଷଣ୍ଢ ଟୋକା କଟକର !! ତାଙ୍କ ଭଭିବା ଶୈଳୀ ଖୁବ୍ ନିଆରା ଓ ନିର୍ଭିକ ।

  • @rajibapradhan4978
    @rajibapradhan4978 Рік тому +20

    ବହୁତ ଦିନ ଧରି ଖୋଜୁଥିଲି ଅକ୍ଷୟ ମହାନ୍ତି Sir ଙ୍କ ସହ interview ଆଜି ପାଇକି ବହୁତ ଖୁସି

  • @PRADEEPKUMAR-hc9zz
    @PRADEEPKUMAR-hc9zz Рік тому +15

    ମନେ ପଡ଼ନ୍ତି ସେ ଆମର ପ୍ରିୟ ଅକ୍ଷୟ ମହାନ୍ତି,,,🙏🙏🙏

  • @dukhabandhusahu4206
    @dukhabandhusahu4206 2 роки тому +35

    ଅକ୍ଷୟ ମହାନ୍ତି ଅନନ୍ୟ , ଅଦ୍ୱିତୀୟ। ଏଇଭଳି ପ୍ରତିଭା ଖୁବ୍ ବିରଳ । ପରିପୂର୍ଣ୍ଣ କଳା ର ଏକ ଅସରନ୍ତି ଅଭିଭ୍ୟକ୍ତି । ଚିର ନମସ୍ୟ। ସ୍ପଷ୍ଟ ବାଦି,ଖିଆଲି ,ଦରଦୀ, ଜ୍ଞାନୀ , ସମୟ।ତିତ ବ୍ୟକ୍ତିଟିଏ।🙏

    • @CAREER24CHANNEL
      @CAREER24CHANNEL 3 місяці тому

      @@dukhabandhusahu4206 bhai apanaka odia bhahsa gyana achi sir

  • @dr.priyaranjanbahali9031
    @dr.priyaranjanbahali9031 11 місяців тому +4

    ଅକ୍ଷୟ ମହାନ୍ତି ଏକ ବିରଳ ବ୍ୟକ୍ତିତ୍ବ।ଏଭଳି ମହାନ୍ ବ୍ୟକ୍ତିଙ୍କୁ ପାଇ ଆମେ ଗର୍ବିତ।

  • @ranjitbhuyan5160
    @ranjitbhuyan5160 Рік тому +6

    ପ୍ରଯୋଜକଂକୁ ଧନ୍ଯବାଦ୍।❤ଖୋକାଭାଇ।

  • @spandancreations4333
    @spandancreations4333 Рік тому +8

    ଓଡିଶା ଇତିହାସର ଅକ୍ଷୟ ନାୟକ । ଆମ ସଂସ୍କୃତିର ଅମର ସାରଥୀ । କୋଟି ପ୍ରଣାମ 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @sunilnath3572
    @sunilnath3572 Рік тому +3

    🙏❤️🙏 ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ବିଷୟରେ କହିଥିବା ଅନୁଭବ ଅତି ସୁନ୍ଦର ଥିଲା 🙏❤️🙏

  • @nirmalrout7981
    @nirmalrout7981 Рік тому +4

    Nice interview, pranam khoka bhai

  • @arunaacreation3032
    @arunaacreation3032 2 роки тому +7

    ସଂଗୀତ କ୍ଷେତ୍ରରେ ମୋ ପାଇଁ ଅକ୍ଷୟ ମହାନ୍ତି ଭଗବାନ୍ 🙏🏻🙏🏻🙏🏻

  • @gangadharbeura3159
    @gangadharbeura3159 2 роки тому +8

    ଯାହାର କ୍ଷୟ ନାହିଁ ସେ ହେଉଛନ୍ତି ଅକ୍ଷୟ, ଓଡ଼ିଶାର ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ହେଉଛନ୍ତି ଆମର ପ୍ରିୟ ଖୋକା ଭାଇ। ଆମ
    ଓଡ଼ିଶାର କଥିତ ଭାଷାକୁ ନେଇ ବହୁତ ସୁନ୍ଦର ସୁନ୍ଦର ମନଛୁଆଁ ଅମର ସଙ୍ଗୀତ ଆମ ଖୋକା ଭାଇ ସୃଷ୍ଟି କରିଥିଲେ। ଖୋକା ଭାଇ ଅମର ରହେ।

  • @Manasranjana
    @Manasranjana Місяць тому +1

    ସିଏ ଜଣେ ଅଲଗା ପ୍ରକାରର ଲୋକ। ତାଙ୍କୁ ବୁଝିବା ଏତେ ସହଜ ନୁହେଁ ଏବଂ ଅଧିକାଂଶ ଲୋକ ତାଙ୍କୁ ବୁଝିବାରେ ସମୟ ଲାଗିଥିଲା। ଏମିତି କେତେ ଉଦାହରଣ ଅନେକ ଲୋକଙ୍କ ପାଖରେ ଅଛି। ମନେ ପଡିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ।

  • @ommsolarenterprise6977
    @ommsolarenterprise6977 2 роки тому +17

    ଓଡ଼ିଆ ସଙ୍ଗୀତ ଏବଂ ସାହିତ୍ୟ ଜଗତର ପ୍ରବାଦ ପୁରୁଷ ଅକ୍ଷୟ ମହାନ୍ତି ଓଡିଶା ରାଜ୍ୟରୁ ବହୁ ଉର୍ଦ୍ଧ୍ବରେ ଥିଲେ କିନ୍ତୁ ଓଡିଶା ତାଙ୍କ ପାଇଁ ବହୁତ କମ୍ ଥିଲା।
    ଆଜି ତାଙ୍କ ଜନ୍ମ ତିଥିରେ ତାଙ୍କୁ କୋଟି ପ୍ରଣାମ 🙏🙏🙏

  • @rojalinpanda29
    @rojalinpanda29 Рік тому +5

    ଆଜି ଥାନ୍ତେ କି , ଏ ଓଡ଼ିଶାର ଅବସ୍ଥା କୋଉଠି ପହଞ୍ଚି ଯାଇଥନ୍ତା ସତରେ ,,,

  • @prafullabarik7085
    @prafullabarik7085 Рік тому +8

    ଅକ୍ଷୟ ମହାନ୍ତି କେବଳ ଯେ ଜଣେ ବହୁମୁଖି ପ୍ରତିଭା ଥିଲେ ତାହା ନୁହେଁ, ସେ ମଧ୍ୟ ଥିଲେ ଓଡ଼ିଶାର ଗର୍ବ ଆଉ ଗୌରବ ।

  • @GangadharBeura-g3f
    @GangadharBeura-g3f Місяць тому +1

    ଅନେକ ପ୍ରତିଭାର ଅଧିକାରୀ ସେ । ପିଲାଦିନରୁ ଖୋକା ଭାଇଙ୍କ ଗୀତ ପାଗଳ କରୁଥିଲା । ଆଜିବି ପାଗଳ କରୁଛି। ଓଡ଼ିଆ ସଙ୍ଗୀତର ଧାରାକୁ ପରିବର୍ତ୍ତନ କରି ନୁଆ ଦିଗ ପ୍ରଦାନ କରିଥିଲେ ସେ ।

  • @rishikesh4340
    @rishikesh4340 Рік тому +7

    ଅକ୍ଷୟ ମହାନ୍ତି (ଖୋକା ଭାଇ) ହେଉଛନ୍ତି ଓଡିଆ ଆଧୁନିକ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ୍ 🙏

  • @prahalladbehera96
    @prahalladbehera96 2 роки тому +8

    ସାର 🙏
    ଆପଣ କଣ ଜାଣିବା ପୂର୍ବରୁ ଆପଣ ଏ ସଂସାର ରୁ ପଳେଇ ଯାଇଛନ୍ତି..
    ତଥାପି ଆପଣଙ୍କର କିଛି ଝଲକ ରେ ମୁ ଆଜି ଆପଣଙ୍କୁ ଖୋଜୁଛି...
    ଖୋକା ଭାଇ..
    ଆପଣ ବାପାର,ପୁଅର,ଭାଇରଭଉଣୀର ମାର, ମାମୁଁର, ଦାଦାର,.. ସମସ୍ତଙ୍କର ଭାଇ... ଖୋକା ଭାଇ....

  • @Nissan_Jena
    @Nissan_Jena 2 роки тому +47

    I am 17 y/o and i am jealous of the fact that i wasn't able to live the akshay mohanty era. Man was just magical. I remember every morning I used to wake up from my bed listening to his songs every morn

    • @tknayak
      @tknayak Рік тому +2

      You have not missed anything. His creations are alive and will always remain so

  • @shashigrahacharya8310
    @shashigrahacharya8310 Рік тому +23

    Thanks for uploading such a beautiful & memorable interview with Legend Khoka Bhai. All odias across globe will miss him. 🙏🏻

  • @prasantparida8453
    @prasantparida8453 9 місяців тому +2

    ଏକ ଜୀବନ୍ତ କଳାକାର ଓଡିଆ ସଂଗୀତ ଜଗତର ସଦାସର୍ବଦା ସେ ଅକ୍ଷୟ ତାଙ୍କୁ କୋଟି କୋଟି ପ୍ରଣାମ

  • @bapu1464
    @bapu1464 Місяць тому +1

    Good one.... One of the best

  • @AshuVlogs-dv9fi
    @AshuVlogs-dv9fi 4 місяці тому +2

    ସତରେ ବହୁତ୍ ଭଲ ଲାଗିଲା ସାକ୍ଷାତକାର ଟି ❤

  • @Itskkm868
    @Itskkm868 Рік тому +4

    Akshaya mahanty is a legend.. mysterious person .. unpredictable creations ... multi-talented...

  • @jugalakishorebehera2753
    @jugalakishorebehera2753 2 роки тому +11

    ଆପଣ ଦୁଇ ଜଣକୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏😭🙏😭

  • @prasantapattanaik862
    @prasantapattanaik862 4 місяці тому +1

    ଅକ୍ଷୟ ମହାନ୍ତି ଯୁଗ ଏକ ସବୁଜ ଯୂଗ ଓଡ଼ିଆ ସଂଗୀତରେ।ତେବେ ଦୁଃଖର ବିଷୟ ଏଇଥିରେ ଥିବା ଦୁଇ ପ୍ରତିଭା ଆଉ ଇହ ଜଗତ ରେ ନାହାନ୍ତି।

  • @pratapchandraswain873
    @pratapchandraswain873 Рік тому +2

    ଅକ୍ଷୟ ସେ ସଦା ଅପାସୋରା ଅଭୁଲା ସ୍ମୁତି, ହୃଦୟ ରୁ କୃତଜ୍ଞତା ଜଣାଉଛି

  • @utkal009
    @utkal009 4 місяці тому +1

    ଏବେ ବି ମୁଁ କହୁଛି କି ଅକ୍ଷୟ ମହାନ୍ତି କେବେଲ ଜଣେ ହିଁ ...... କେହି ବି ହେଇପରିବେଣି ତାଙ୍କ ଭଳି.....ମହାନତା ର ବି ଉପରେ ସେ 🙏🙏🙏🙏

  • @chittaranjanojha9439
    @chittaranjanojha9439 2 роки тому +9

    ସାର ଦୂରଦର୍ଶନ ରେ ମୋ ଛୋଟ ବେଳେ ଗୋଟେ ସଂଗୀତ ପ୍ରତିଯୋଗିତା ହେଇଥିଲା ବହୁତ ବଡ଼ ବଡ଼ ସଂଗୀତ ନିର୍ଦ୍ଦେଶକ ବିଚାର ପତି ଥିଲେ ସେଇ ଗୁଡ଼ାକ ଆଉ ଥରେ ଦେଖିବାକୁ ସୁଯୋଗ ମିଳିଲେ ଆମେ ବହୁତ ଖୁସି ହେବୁ ❤️❤️🙏🙏

    • @himanshuranjand_HR
      @himanshuranjand_HR 2 роки тому +1

      ମିନି ସୁପରଷ୍ଟାର ?

    • @chittaranjanojha9439
      @chittaranjanojha9439 2 роки тому

      @@himanshuranjand_HR ନା ମ ଆଜ୍ଞା ବୋଧେ ଆମ ଗୀତ ଆମ ସ୍ୱର ସେତେବେଳେ ଅକ୍ଷୟ ମହାନ୍ତି ଶାନ୍ତନୁ ମହାପାତ୍ର ରଘୁନାଥ ପାଣିଗ୍ରାହୀ ଆଉ ବି କିଏ କିଏ ଥିଲେ ବିଚାରପତି ମୋର ମନେ ପଡ଼ୁନି ମ

  • @rashmiranjanpanda3205
    @rashmiranjanpanda3205 Рік тому +4

    ଜୀବନରେ ହରିଥୀବା ବହୁତ୍ ଜିଣିଶରୁ ଶ୍ରୀଯୁକ୍ତ ମହାନ୍ତି ଅନ୍ୟତମ 😢

  • @aloknayak1143
    @aloknayak1143 Рік тому +5

    Sangita ra tale tale Akshya rahibe kale kale🙏🏻🙏🏻

  • @dr.shaswat4008
    @dr.shaswat4008 2 місяці тому +1

    Khoka bhai is always be remembered in our heart... And will make sure my children will listen his songs when they will reach adolescent or introduction of love in their life

  • @Abinash_Mohapatra
    @Abinash_Mohapatra 5 місяців тому +2

    ସେ ବାସ୍ତବରେ ବେପରୁଆ ବାଦଶାହା ।ଭାରତର ରତ୍ନ ।ପ୍ରଣାମ ହେ ମହାନ ମଣିଷ ।🙏🙏🙏🙏🙏🙏🙏🙏🙏🙏🙏💐💐💐💐💐💐💐💐💐💐💐🎵🎶🎶🎶🎶🎶🎼🎼🎼🎼🎼🎤🎤🎤🎤🎤🎧🎧🎧🎧🎧🎧📙📙📙📙📙📙📙📘📘📘📘

  • @BijaylaxmiRath-k9v
    @BijaylaxmiRath-k9v 2 місяці тому +1

    Evergreen singer Akshay Mohanty 🙏🙏

  • @manasdas5715
    @manasdas5715 4 місяці тому +1

    ଅଭୁଲା ସ୍ମୃତି ଏକ ମୁହୁର୍ତ୍ତ ଏବେବି ଚିର ସବୁଜ 💐🙏

  • @tanmayabhisheknayak5729
    @tanmayabhisheknayak5729 Рік тому +6

    Akshay Mohanty the gem of odisha....the greatest singer and musician ever🙏

  • @Gurubachan688
    @Gurubachan688 2 роки тому +20

    Rip The legend of Odia film song literature and lirics . Odisha miss you

  • @rajibapradhan4978
    @rajibapradhan4978 Рік тому +6

    Thanks a lot DD Odia

  • @lnyt-sn2vm
    @lnyt-sn2vm 2 роки тому +3

    Apnku kivali dhynbad debi jani paruni hrudya ru vala paiba dd national 🙏🙏❤️❤️

  • @Trueloveyouth
    @Trueloveyouth Рік тому +2

    ମୋର ପିଲା ବେଳର ସବୁଦିନର ପ୍ରୀୟ ଅକ୍ଷୟ ❤ମହାନ୍ତି କୁଁ ଦେଖିଲି ❤❤❤ miss u sir

  • @abhayakumardash8565
    @abhayakumardash8565 Рік тому +3

    ଜୟ ଜୟ ଜଗନ୍ନାଥ ସାର କୁଁ ମୋର ପ୍ରଣାମ

  • @PradeepKumar-ph1kh
    @PradeepKumar-ph1kh Рік тому +6

    17:18 He was a futuristic, Visionary. He made "Baysara Krushnachuda" which was then opposed but loved after 40-50-60 years of its release by the youths

  • @satyabratasahoo9880
    @satyabratasahoo9880 2 роки тому +22

    He was the most versatile musical genius. Everything unique.

  • @prabhatpanda9161
    @prabhatpanda9161 2 роки тому +7

    କୋଟି ପ୍ରଣାମ ହେ ଖୋକା ଭାଇ।
    I am inspired by your musical thoughts.
    Jay Jagannath.

  • @dibyajyotirout6734
    @dibyajyotirout6734 2 роки тому +27

    One of the greatest singing icon

  • @satishdas1248
    @satishdas1248 Рік тому +7

    Khoka bhai is a genius, allrounder & a thinker to the core.He has taken up a point in a situation & created a song/music out of it which is appealing, heart touching. He is simply great & always will remain.

  • @manaskumarpal807
    @manaskumarpal807 4 місяці тому

    Great sir, ❤.. Speechless about u. Always Memorable.....

  • @SujataChoudhury-u5b
    @SujataChoudhury-u5b Рік тому +4

    I feel honoured to have got an opportunity to meet with him in the year 1990...A true legend of Odisha...May his soul rest in peace for all the times to come...

  • @nilaydas2096
    @nilaydas2096 2 роки тому +10

    A genius in true sense and an intellectual in music industry. To be Khoka bhai ,one has to gain a lot of knowledge,hard work after all a lot many sacrifices for the love of music

  • @KGCC19
    @KGCC19 Рік тому +5

    A creative personality !

  • @somcarvan
    @somcarvan Рік тому +2

    Bahut bahut mana chhuan heichhi ❤️❤️

  • @Jeevan1khoj
    @Jeevan1khoj 4 місяці тому +6

    କେଉଁ ମାନେ 2024 ରେ ଦେଖୁଛନ୍ତି ।

  • @PradeepKumarPandaEconomist
    @PradeepKumarPandaEconomist Рік тому +4

    Take a bow and salute legend Khoka Bhai

  • @brajendraparida5095
    @brajendraparida5095 Рік тому +2

    What a great vdo. Never expected to watch my most favourite singer

  • @rameshdas-pg8ku
    @rameshdas-pg8ku 2 місяці тому +1

    Very Nice

  • @sasankasekharpanigrahi7762
    @sasankasekharpanigrahi7762 2 роки тому +7

    Thanks a lot for preserving and telecasting such a valuable interview of the legendary Akshay Mohanty। Kindly release all such recordings on KhokaBhai।

  • @4PM384
    @4PM384 2 роки тому +131

    ସତରେ DD ଓଡ଼ିଆ ପାଖରେ ବହୁତ୍ କିଛି ଓଲ୍ଡ ମେମୋରିଆଲ ଜିନିଷ ଅଛି ।ଆଜି ଯାହାକୁ ଖୋଜୁଥିଲି ତା ହିଁ ପାଇଲି। ପ୍ଲିଜ ଘାଟ ସେରିଆଲ୍ କୁ ଇପଲୋଡ କରନ୍ତୁ।

    • @bibhuprasadsahoo773
      @bibhuprasadsahoo773 5 місяців тому +2

      ଭାଇ ଏବେ ଜାଣିଲେ

    • @4PM384
      @4PM384 5 місяців тому +4

      ମୁଁ ୨୦ ବର୍ଷ ତଳେ ବହୁତ୍ dd ଓଡ଼ିଆ serial ଦେଖି ଆସିଛି । ଏବେ ତାହା UA-cam re ମିଳୁ ନାହିଁ । ଯାହା dd ଓଡ଼ିଆ ଚାନେଲ ୱାଲା old memorials ରଖିଛନ୍ତି।

    • @bibhuprasadsahoo773
      @bibhuprasadsahoo773 5 місяців тому +2

      ଆମେ ପିଲା ସମୟ ରୁ dd ଦେଖିଆସୁଛୁ

  • @sarojkumarbisoyi7746
    @sarojkumarbisoyi7746 7 місяців тому +2

    ଏହାକୁ କୁହାଯାଏ ଓଡ଼ିଆ ସାକ୍ଷାତକାର❤❤।

  • @Haraprasad07
    @Haraprasad07 3 місяці тому +1

    କେନ୍ଦ୍ରାପଡ଼ା ର ଗୌରବ ଆଉ ଗର୍ବ ଅକ୍ଷୟ ମହାନ୍ତି 🙏🙏

  • @Starscomedy2429
    @Starscomedy2429 Місяць тому

    aajibi jhuruchhi sir aapananku 😭😭😭😭😭😭😭😭😭bahut manepaduchha sir 😭😭😭

  • @thirdeye9492
    @thirdeye9492 2 роки тому +13

    ଖଣ୍ଡେ ପାନ ବନାମ ହରିନାମ
    ଅଥୟ ଅକ୍ଷୟ ସଂଗୀତର ସର୍ବନାମ
    🙏🙏❤️

  • @antaryamipanda2947
    @antaryamipanda2947 10 місяців тому +5

    It's very rare in 2024 we still found DD odia thanks showing Khoka sir great meeting we saw and we dint know Akshay sir 😢even not born to see him alive unlucky but it's 1st saw goat

  • @satyabhamamishra3572
    @satyabhamamishra3572 4 місяці тому

    ଏମିତି ମଣିଷ କେବେ କେବେ ପୃଥିବୀ ରେ ଜନ୍ମ ନିଅନ୍ତି ଆଉ ଅନେକ ଅଭୁଲା ସ୍ମୃତି ଭିତରେ ହଜେଇ ଦିଅନ୍ତି ଦୁନିଆଁ କୁ

  • @manoranjansahoo3759
    @manoranjansahoo3759 2 роки тому +5

    Khokabhai is the great, no one can compare with him, he can compare with himself also👌👌👌

  • @AR.Strings
    @AR.Strings Рік тому

    Sir amapain bahut darkar aji sei ଅକ୍ଷୟ ମହାନ୍ତି..abhali chinta dhara abhali ବ୍ୟକ୍ତିତ୍ୱ abhali sangita kara lekhaka...I salute u sir.....ଧନ୍ୟବାଦ୍.sei DD odia au setebelara anchor nku kn kahibi sabda nahi ..ate sundar interview 🙌 mo life re mu dekhinathili..

  • @JagannathPatra-sr6or
    @JagannathPatra-sr6or Рік тому

    ମହାନ ଚିର ନମସ୍ୟ ଖୋଖା ଭାଇ ମୋର ଗୋଟେ ନିଜସ୍ୱ ଲେଖା ଗୀତ ଗାଇ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଚି 🙏🙏🙏

  • @sameerpatra345
    @sameerpatra345 2 роки тому +4

    Khoka Bhai ...you always stay in our heart and remember in history forever

  • @sunikanungo21
    @sunikanungo21 Рік тому +4

    My favourite Hero Singer Akshay Mohanty. ❤❤

  • @hkmishramishra851
    @hkmishramishra851 Рік тому +5

    Legendary Akhaya Sir is our Kishore Kumar🙏

  • @bisumohanty
    @bisumohanty 7 місяців тому +2

    Wonder personality...❤🎉😊

  • @prahladmahato7025
    @prahladmahato7025 4 місяці тому

    Great interview thanks Doordarshan 👌👌🙏🙏

  • @yoyocreation7535
    @yoyocreation7535 Рік тому

    ଅତି ସୁନ୍ଦର କଥା ଟିଏ କହିଲ ସାର୍

  • @wheretheheartis2315
    @wheretheheartis2315 11 місяців тому +4

    23:48

  • @ajitpramod2080
    @ajitpramod2080 5 місяців тому

    Mu janma hela parathu akshay mohanty nku kebe v dekhi nathili. Aji first time pain tanku dekhili thank you DD odia ❤

  • @sunilnath3572
    @sunilnath3572 Рік тому

    ❤❤❤😭19:15 Really Heart Touching 😭❤️❤️❤️

  • @JyotiranjanBarik-n3p
    @JyotiranjanBarik-n3p 5 місяців тому

    The legend,pride of odisha.jai khoka vai.

  • @biswajitjena718
    @biswajitjena718 4 місяці тому

    THANK YOU DD ODIA 🙏 .

  • @pratapchandra2932
    @pratapchandra2932 5 місяців тому

    What a great genius, Odisha has produced so, far…….what a creative mind ! ….

  • @tanmayakumar3874
    @tanmayakumar3874 Рік тому

    Hrudayara ai sunya Taku, aji pachari mu jebe bujhhe❤❤❤❤❤❤

  • @besurasmr231
    @besurasmr231 7 місяців тому +1

    ❤❤❤ dammm ❤❤❤ this man intectual level is 📈peak , in today's era artist can't even match although it's the era of information, he already aware about the theory of relativity, 😮। I think tume aa loko saha sahitya thu arambha Kari ବିଜ୍ଞାନ, ପ୍ରଯୁକତିବିଦ୍ୟା ଚର୍ଚ୍ଚା ବି କରିପାରିବ ❤❤❤😲😯🗿🗿🗿🗿🗿🗿🗿

  • @bibhuprasadsahoo773
    @bibhuprasadsahoo773 5 місяців тому +1

    ମୋ ସଂଗୀତ ଗୁରୁ ଓଡ଼ିଆ ରେ ଅକ୍ଷୟ ମହାନ୍ତି sir

  • @chhabindramansingh73
    @chhabindramansingh73 5 місяців тому

    ବହୁତ ସୁନ୍ଦର DD tv

  • @ambikamallick8573
    @ambikamallick8573 3 місяці тому

    God bless you ❤❤❤❤❤

  • @wheretheheartis2315
    @wheretheheartis2315 3 місяці тому +1

    15/October Birthday of Akhaya mohanty ❤🎉

  • @bhagabansadangi1996
    @bhagabansadangi1996 2 роки тому +2

    Thank you upload karithibaru. Please emiti ahuri old interview upload karantu.

  • @kailashchandrapadhiary5512
    @kailashchandrapadhiary5512 5 місяців тому +2

    ❤🎉🎉🎉🎉🎉🎉🎉🎉🎉❤
    Congratulations 🎉🎉🎉🎉❤

  • @subhakaminayak9463
    @subhakaminayak9463 2 роки тому

    Bahut bhala lagila ete sundar barralap

  • @bibhuprasadsahoo773
    @bibhuprasadsahoo773 5 місяців тому

    ଆଜି ବି ସେ ଜୀବିତ

  • @lidoratha9920
    @lidoratha9920 Рік тому

    Bahut sundar.

  • @forrrest2495
    @forrrest2495 2 роки тому +2

    Fantastic interview.

  • @nkcreation8280
    @nkcreation8280 2 роки тому +5

    ହୃଦୟସ୍ପର୍ଶୀ ଉପସ୍ଥାପନଶୈଳୀ 🙏🏻🙏🏻🙏🏻🙏🏻

  • @niranjanpatra1945
    @niranjanpatra1945 2 роки тому +2

    Khoka bhai always memorable 🥰

  • @abhayamohanty9300
    @abhayamohanty9300 Рік тому

    Really Fantastic About Secruti.Bastab Opinion.

  • @risetapan
    @risetapan Рік тому

    କିମ୍ବଦନ୍ତୀ ସଙ୍ଗୀତଜ୍ଞ ଔପନ୍ୟାସିକ କଥାକାର କଣ୍ଠଶିଳ୍ପୀ ସ୍ବର୍ଗତ ଅକ୍ଷୟ ମହାନ୍ତି ଭଳି ବ୍ୟକ୍ତିତ୍ବ ଆଉ ଥରେ ଓଡ଼ିଶା ପାଇବ କି ନାହିଁ ତାହା ପ୍ରଭୁ ଜଗନ୍ନାଥଙ୍କୁ ଜଣା...

  • @abhayswain8822
    @abhayswain8822 4 місяці тому

    He Akshaya tume sabudin pai Akshaya hoi rahitha aama manankara hrudayare

  • @nrusinghaprasaddas4783
    @nrusinghaprasaddas4783 5 місяців тому +1

    ଏହିଭଳି ଅନେକ ପୁରୁଣା ସ୍ମୃତି ଦୂରଦର୍ଶନ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରୁ। ଜନାଦୃତି ଲାଭ କରିବ।

  • @sanjaynayak9081
    @sanjaynayak9081 2 роки тому +1

    Thanks a lot for providing this gems