Розмір відео: 1280 X 720853 X 480640 X 360
Показувати елементи керування програвачем
Автоматичне відтворення
Автоповтор
ହୃଦୟ ସ୍ପର୍ଶି ସ୍ୱର କେତେ ମଧୁର ସତେ. ଅତୀତ ପିଲାବେଳ ର ମନ ଛୁଆଁ ଅଭୁଲା ଗୀତ ପୁଣି ଫେରେଇ ନେଇଉଛ ଅଜାଣତରେ. ଧନ୍ୟ ରବୀନ୍ଦ୍ର ଭାଇ ଧନ୍ୟ
ଏହି ଭଜନ ରୂପୀ ହୀରା କେବଳ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରି ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ....
ବହୁତ ସୁ୍ଦର ଭବେ ଗଇଛନ୍ତ୍ତି , ସର୍ବଦା ଶୁଣିବାକୁ ଇଛା ହେଉଚି ।ଏମିତି ସୁନ୍ଦର ଭାବେ ଜୀବନ ସାରା ଗଉଥାନ୍ତୁ ।❤
ଆପଣଙ୍କ ସ୍ଵରରେ କି ଯାଦୁ ଅଛିଆପଣଙ୍କ ପ୍ରତ୍ୟକ ଭଜନ ବହୁତ୍ ସୁନ୍ଦର ଲାଗେ ❤❤ସୁର ତାଳ ଲୟ ଓ ବାଦ୍ୟର ମଧୁର ଝଙ୍କାରଆଖି ବନ୍ଦ କରି ବଂଶୀ ର ସ୍ଵର ଶୁଣିଲେ ବହୁତ୍ ଆନନ୍ଦ ଲାଗେ 🙏🙏🙏
ସତେକି କଣ୍ଠରୁ ଅମୃତ ଝରି ପଡୁଛି ।😮😮🙏🏻🙏🏻
ଧନ୍ୟ ସମାନ୍ତସିଂହାର ଆଉ ଗାୟକ ରବୀନ୍ଦ୍ର. ଏ ଛାନ୍ଦ ଓଡ଼ିଆ ଙ୍କ ଅସ୍ତି ମଜାରେ ପରିପୂର୍ଣ 🙏.
ପିଲାଦିନେ ସାହିତ୍ୟ ବହିରୁ ଏହି ଗୀତ ପଢ଼ିଛି ଓ ବାରମ୍ବାର ଗାଇଛି,ଏବେ ମନେ ପଡିଗଲେ ମଧ୍ୟ ଗାଏ,ବହୁତ ସୁନ୍ଦର ଭାବପୂର୍ଣ୍ଣ ଗୀତଟିଏ,ରବୀନ୍ଦ୍ର ବାବୁଙ୍କର ମୁଖମଣ୍ଡଳ ଯେତିକି ସୁନ୍ଦର ତାଙ୍କ କଣ୍ଠରେ ଏ ଗୀତ ମଧ୍ୟ ସେତିକି ସୁନ୍ଦର ସତରେ ଗୀତ ଶୁଣିକି ଆନନ୍ଦ ଆସିଗଲା,ଜୟ ଶ୍ରୀ କୃଷ୍ଣ।🙏🙏
🙏🏻🙏🏻🙏🏻🙏🏻👏🏻👏🏻👏🏻👏🏻
Full lyrics mili pariba?
ଜୟ ଶ୍ରୀ କୃଷ୍ଣ 🙏🏻🙏🏻🙏🏻🙏🏻🙏🏻
Jay Jagannath ❤❤
JayShreeKrushna AhipariPurunaGita Chand CHampu Bhajan AdhikruAdhikgaichal AtisundarKanth
ଅତି ଭାବପୂର୍ଣ୍ଣ ସଙ୍ଗୀତ ସୁମଧୁର କଣ୍ଠରେ । ଜୟ ଶ୍ରୀକୃଷ୍ଣ ।
ବାଃ କି ସୁନ୍ଦର ଅମୃତ ମୟ ସ୍ୱର ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🎉🎉🎉
ମୋ ଜୀବନର ସବୁଠାରୁ ସୁନ୍ଦର ଗୀତ ଆଉ ମୋର ପ୍ରିୟ ଗାୟକ ମୁଁହରୁ ଶୁଣିକି ବୋହୁତ ଖୁସି ଲାଗିଲା ❤❤❤❤❤🥰🥰🥰🥰🥰🥰🌹🌹🌹🌹🌹🌹💐💐💐💐💐💐🌹🌹🌹🌹🌹
ସପ୍ତମ ଶ୍ରେଣୀର କଥା ମନେ ପଡ଼ିଗଲା ଧନ୍ୟବାଦ ରବି ସାର ।
ହୃଦୟ କୁ ଛୁଇଁଲା ....ଅତି ସୁନ୍ଦର .....ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ....ଏତିକି ପ୍ରାର୍ଥନା ମୋର ପ୍ରଭୁ ଙ୍କ ପାଖରେ...
.ଧନ୍ୟବାଦ ଏସବୁ ପୁରୁଣା ଭଜନ ଆମ ମାନଙ୍କୁ ସାମନାରେ ଆଣି ଥିବାରୁ
ଓଡ଼ିଶା ର ମହାନ୍ ସଂସ୍କୃତି କୁ ଅନୁଭବ କରାଇ ଥିବାରୁ ଆନ୍ତରିକ ଧନ୍ଯବାଦ🙏🙏 ରବୀନ୍ଦ୍ର ସାର୍।
ଧନ୍ୟ ଧନ୍ୟ ଶତ ଧନ୍ୟ ପ୍ରଣମ୍ୟ କଵି ଶ୍ରୀ ଅଭିମନ୍ୟୁ ସାମନ୍ତସିଂହାର
ବହୁତ ସୁନ୍ଦର, ଆଗକୁ ବଢନ୍ତୁ, ଆପଣଙ୍କର ସୁମଧୁର କଣ୍ଠ ସ୍ଵର, ବଢ଼ିଆ ହୋଇଛି
ଅତି ସୁନ୍ଦର ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଏହି ଘିତ ଥିଲା ରବୀନ୍ଦ୍ର ଭାଇ ପ୍ରଣାମ ଆପଣ ଅତି ସୁନ୍ଦର ଭାବରେ ଗାଇଛନ୍ତି ❤❤❤
ଏହା ସପ୍ତମ େଶ୍ରଣୀ ନୁେହଁ ଷଷ୍ଠ େଶ୍ରଣୀ ରେ ଅଛି
Excellent voice God bless you Rabindra beta
ମୋ ବୋଉ ର ଅତି ପ୍ରିୟ ଏ ଗୀତ ଟି। ସେ ଶୁଣୁ ଥାଏ ଓ ଆଖି ରୁ ଅନବରତ ଲୁହ ଝରଥାଏ। ଜୟ ଜଗନ୍ନାଥ।
ବହୁତ ସୁନ୍ଦର କଣ୍ଠ ରବୀନ୍ଦ୍ର ଭାଇ ।।। ଆଖି ବନ୍ଦ କରିକି ଆପଣଙ୍କ ଭଜନ ଶୁଣିଲେ ବହୁତ୍ ଶାନ୍ତି ଲାଗେ ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଶା ରେ ଆପଣ ଜଣେ ଭଲ କଳାକାର❤❤❤❤❤❤❤❤❤❤❤❤
କଳାମାଣିକ ଭାବବଣିକ କଳାକମଳମୁଖଭାବେ ନିକଟ ଅଭାବେ ଦୂର ଭାବରେ ବନ୍ଧିରଖ ❤❤❤
ଅତି ସୁନ୍ଦର ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଗୀତ ବହୁତ ସୁନ୍ଦର କଣ୍ଠ ସ୍ବର୍🙏🙏
ଜୟ ଶ୍ରୀକୃଷ୍ଣ ଚରଣେ କୋଟିଏ ପ୍ରଣାମ 🙏🏻 ରବିନ୍ଦ୍ର ବାବୁକୁ ଦିଅନ୍ତୁ ନୀରୋଗ ଜୀବନ ଧନ ସଂପତ୍ତି ସୁନାମଧନ୍ୟ ନାମ🙌🙏🏻
ରବୀନ୍ଦ୍ର ଭାଇ, ଖୁବ ସୁନ୍ଦର ଗୀତ ଯାହାକି ମନ ମୁଗ୍ଧ କରୁଛି l ତୁମେ ଜଣେ ଗାୟକ ଯେକି ଦ୍ୱିତୀୟ ଭିକାରି ବଳ l ମନେହୁଏ, ଭିକାରି ବଳ ପୁଣି ଥରେ ଆବିର୍ଭାବ ହୋଇଛନ୍ତି l
ଅତି ସୁନ୍ଦର କଣ୍ଠ ସ୍ବର ଧନ୍ୟବାଦ୍ ରବୀନ୍ଦ୍ର ବାବୁ ଜୟ ମାଁ ବାଗଦେବୀ 🙏🙏🙏
Jay shree krishna🙏🙏🙏🙏🙏🙏🙏🙏❤😊
ବହୁତ ମଧୁର କଣ୍ଠସ୍ୱର। ମାତୃ ହୃଦୟ ସ୍ପର୍ଶୀ ଝଙ୍କାର ।
ସତରେ ଅତି ମଧୁର କଣ୍ଠ ସ୍ବର ❤❤❤❤❤❤❤
ଧନ୍ୟବାଦ ରବୀନ୍ଦ୍ର ଜୀ. ଶ୍ରୀକୃଷ୍ଣ ଙ୍କ କୃପା ସଦାବେଳେ ଥାଉ 👍
ଏଗୀତଟି ରବୀନ୍ଦ୍ର ବାବୁଙ୍କ କଣ୍ଠରେ ଅତି ମଧୁର ଓ ହୃଦୟସ୍ପର୍ଶୀ ହୋଇଛି ,କବିଚଣ୍ଡୀଦାସ।
ଯେତେ ପୂର୍ବରୁ ପଢିଥିଲେ ବି ଆପଣ ଙ୍କ କଣ୍ଠ ରୁ ଶୁଣିବା ଏକ ନିଆରା ଅନୁଭବ। ଧନ୍ୟବାଦ ଜଣାଉଛି
ବହୁତ ସୁନ୍ଦର ଗୀତ ଆମ ସପ୍ତମ ଶ୍ରେଣୀ ର ସାହିତ୍ୟ ବହିରେ ପଡିଛି ମୋ ନାମ ବିରୁ ❤️❤️❤️❤️
Sweet voice your and God was very beautifull voice of yourYou need to Indian odia bhajana
Mo vala pua kantha re sabuthu vala gita ti bahut sunder ❤
Mo kalaamanima re.. hey naatua natabara ,, jai shree Radhe Krushna 🌑❗🌑🙌
ate Sundar Gaecnhha Sabubele sunibaku echha Heuchhi👌👌❤❤
ଆହା ଆହା🎉❤❤
ଆଃ କି ସୁନ୍ଦର.... ଆଖିରୁ ଆପେ ଆପେ ଲୁହ ଆସିଯାଉଛି..
ରବିନ୍ଦ୍ର ବାବୁ ଖୁବ୍ ସୁନ୍ଦର ଭାବେ କବିତାଟିକୁ ଗାଇଛନ୍ତି। ମନଖୁସି ହୋଇ ଗଲା।ଵହୁ ଧନ୍ୟବାଦ ଜଣାଉଛି।
ଚମତ୍କାର ସାର୍ 🙏
ମୁଁ ଷଷ୍ଠ କ୍ଲାସ ରେ ମୋ କଲାମାଣିକ ପଡିଛି କିନ୍ତୁ ଆଜି ବୁଝିପାରୁଛି ଜୟ ଜଗନ୍ନାଥ 🙏🙏🙏
ବିଦଗ୍ଧ କବିଙ୍କ ସ୍ମୃତିର ସୁରକ୍ଷା ରେ ଏହା ମଧ୍ୟ ମହାନ ପଦକ୍ଷେପ । ଅତ୍ୟନ୍ତ ସୁନ୍ଦର ତଥା ଲାଳିତ୍ୟ କଣ୍ଠ ଭାବ ବିଭୋର କଲା । ବିଦଗ୍ଧ କବିଙ୍କ ଜନ୍ମପୀଠ ତଥା ପରିବାର ରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା
ଅତି ମଧୁର କଣ୍ଠ
All time ever green song, ଆତ୍ମାର ନିକଟବର୍ତ୍ତୀ କରିବାର ଏକ ଅମୃତ ଭାବ...
Bahut sundar d hert touching. Stay blessed 🙌 always. 🌺❤️
ଏ ଗୀତ ଯେତେ ଶୁଣିଲେ ବିଆହୁରି ଶୁଣିବାକୁ ମନାଲଗେ ରବୀନ୍ଦ୍ର ସାର୍ ଙ୍କ କଣ୍ଠ ରେ ତ ଗୀତଟି ଆ ହୁରି ଭାବପୂର୍ଣ୍ଣ ହେଇଛି
A hi Gita ku mo Bapa Maa mote Padhi baku Kahu thike O Bahut mana Dai sunuthileMu bahut thara Ahi Gita Gaye chhe👌👌👏👏🙏🙏🙏🙏🌹🌹🌹
ହ୍ରୁଦୟ ❤ସ୍ପର୍ଶ ❤ସ୍ୱର୍❤
"ସୁନ୍ଦର ଗୀତ କନଠ ସୋର -ଜେତେ ଶୁଣୁଥିଲେ ସେତେ ଆଦର।" ଧନ୍ୟବାଦ --ଶତାୟୁ କାମନା କରୁଛି । "ହରେ କୃଷ୍ଣ "
Bahut vala lagila Jay jagarnath pravu kotii koti pranama
ବାସ୍ତବରେ ହୃଦୟସ୍ପର୍ଶୀ ଛାନ୍ଦଟିଏ ।କବିଙ୍କ ଚରଣରେ କୋଟି କୋଟି ପ୍ରଣାମ । କଣ୍ଠଶିଳ୍ପୀ ଙ୍କ ଯାଦୁକରି କଣ୍ଠରେ ଏହା ଅତିବ ସୁନ୍ଦର । କଣ୍ଠଶିଳ୍ପୀ ଙ୍କୁ ଅନେକ ଅନେକ ଧନ୍ୟବାଦ ।🎉🎉🎉
ହୃଦୟ ସ୍ପର୍ଶୀ
Heart touching. Wonderful, wonderful. B blessed ever.
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ,💐💐💐💐💐💐💐💐💐.🙏🙏🙏🙏🙏🙏🙏🙏🙏
Very nice bhabapurna song.Parampremamaya Shree Shree Thakur Anukul Chandra bless you.Joyguru.
ବହୁତ ସୁନ୍ଦର 🙏🏻🙏🏻
Jai Jagannath 🙏🙏🙏🙏
ଆପଣଙ୍କ ଜୀବନ ସାର୍ଥକ ହେଇଗଲା ସାର୍,,,,,,, ❤
ଜୟ ଜୟ ଶ୍ରୀଜଗନ୍ନାଥ 🌹🙏
ଏବେ କାହିଁକି ଏମିତି ଗୀତ ଆଶୁନୀ
Bahut sundar voice 👌🙏
Ki sundar rachana ki sundar swara🙏🙏
Best voice I ever listen.. whenever I listen u r song I m just fell blessed thank u rabindra sir😊
ଅତି ସୁନ୍ଦର କଣ୍ଠ ସ୍ୱର ଧନ୍ୟ ଆପଣ ରବୀନ୍ଦ୍ର ସାର ❤❤❤❤❤❤
ଅମୃତମୟ ସ୍ଵର.......
Thanks from core of my heart for sweet voice n recalling our ancient writings
ମନଲୋଭା ସଂଗୀତ ଆହାଃ କି ମଧୁର ଲାଗୁଚି କୃଷ୍ଣମୟ ହେଇଯାଉଛି ମନ🌹🌹🌹
Ati sundar ❤❤❤❤❤❤
Bahut Sundar Gita o Swara.
Bahut sundar bhaina, Sonepur Odisha
Joy KalamanikaThank you Rabindra betaGod bless you
ପ୍ରଣାମ Sir 🙏 ଖୁବ୍ ହୃଦୟସ୍ପର୍ଶୀ 💞
Hare Rama Krishna shree radhe Govinda.❤🎉❤
Fine song and God bless your family from satsang Deoghar jharakhand maharana bhai.
ମୁଁ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଏହି ଭକ୍ତି ଭାବ ପୂର୍ଣ୍ଣ ଗୀତ।
ବହୁତ ସୁନ୍ଦର ଲାଗୁଛି ପିଲା ଦିନ କଥା ମନେପଡ଼ିଯାଏ 🙏🏾🙏🏾
Bahut sundar gita.Sound composition amazing.Voice of kala manika song amazing.One and only rabindra sir.We salute sir 🎉
ଅତି ସୁନ୍ଦର ତାଳ ଲୟ। ଏମିତି ବଜାୟ ରହୁ
Jay shree jagannath 👏 super ❤ supura 👍❤️❤️❤️❤️❤
Jay Jagannath🙏Jay Nila Madhab🙏Omm🕉️ Jay Maa Samaleswari🙏 com and give puri it is actual identification in this chariot festival throughout world .SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.
Bahut bahut sundar. God bless u.
ଆପଣ ଙ୍କୁ ପ୍ରାର୍ଥନା ଚାନେଲ୍ ରେ ଦେଖି, ସୁମଧୁର ଭକ୍ତି ସଙ୍ଗୀତ ଶୁଣି ଵହୁତ ଖୁସି ହେଉଥିଲି। ଆପଣ ସତରେ ୨ୟ ଭିକାରି ବଳ ଅଟନ୍ତି ।
ଏହି କବିତା ପାଇଁ ବିଦ୍ୟା ଳ ୟ ରେ ବହୁତ ମାଡ ଖାଇ ଅଛି
ସତରେ କେତେ ମଧୁର ଏ ଗୀତ ❤❤
Thanks a lot rabi bhai o kan no gai chho tome my dear brother God bless you .🤘🌡️🎤🎧🎸
Sir apnonko songs monoku shanti milila❤❤❤jay jagannath❤❤❤
Very nice .
Jaya Sri Krishna 🙏🌹❤️
Radhe krishna Radhe krishna🙏🙏🙏
Geeta pain swara o bhaba excellent hearty thanks Rabindra Babu
Excellent 👍👍
Bahut sundar bhajan
My old memories... Thanks❤❤🙏
Namasteji
କି ସୁନ୍ଦର ସ୍ଵର
ଆଜ୍ଞା ପ୍ରଣାମ 🙏ବହୁତ ସୁନ୍ଦର 🎉
Congratulations👏👏👏
🐛ଅତି ସୁଂଦର
ଭାଜନସମ୍ରଟଙ୍କ କଣ୍ଠରୁ ଶୁଣିଲା ପରି ଲାଗୁଛି।
ନିର୍ମଳ ଚନ୍ଦ୍ରମଣ୍ଡଳ..... ଉପେନ୍ଦ୍ର ଭଞ୍ଜ ଙ୍କ ଗୀତ ଗାନ କରିବା ପାଇଁ ଅନୁରୋଧ
ଆଜ୍ଞା ଟିକେ ଲେଖା ଟି 9123685540 WhatsApp କରନ୍ତୁ । ଜୟ ଜଗନ୍ନାଥ
@@SriPurushottam😅😅😅
Please try it again
ହୃଦୟ ସ୍ପର୍ଶି ସ୍ୱର କେତେ ମଧୁର ସତେ. ଅତୀତ ପିଲାବେଳ ର ମନ ଛୁଆଁ ଅଭୁଲା ଗୀତ ପୁଣି ଫେରେଇ ନେଇଉଛ ଅଜାଣତରେ. ଧନ୍ୟ ରବୀନ୍ଦ୍ର ଭାଇ ଧନ୍ୟ
ଏହି ଭଜନ ରୂପୀ ହୀରା କେବଳ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନ କରି ଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ....
ବହୁତ ସୁ୍ଦର ଭବେ ଗଇଛନ୍ତ୍ତି , ସର୍ବଦା ଶୁଣିବାକୁ ଇଛା ହେଉଚି ।ଏମିତି ସୁନ୍ଦର ଭାବେ ଜୀବନ ସାରା ଗଉଥାନ୍ତୁ ।❤
ଆପଣଙ୍କ ସ୍ଵରରେ କି ଯାଦୁ ଅଛି
ଆପଣଙ୍କ ପ୍ରତ୍ୟକ ଭଜନ ବହୁତ୍ ସୁନ୍ଦର ଲାଗେ ❤❤
ସୁର ତାଳ ଲୟ ଓ ବାଦ୍ୟର ମଧୁର ଝଙ୍କାର
ଆଖି ବନ୍ଦ କରି ବଂଶୀ ର ସ୍ଵର ଶୁଣିଲେ ବହୁତ୍ ଆନନ୍ଦ ଲାଗେ 🙏🙏🙏
ସତେକି କଣ୍ଠରୁ ଅମୃତ ଝରି ପଡୁଛି ।😮😮🙏🏻🙏🏻
ଧନ୍ୟ ସମାନ୍ତସିଂହାର ଆଉ ଗାୟକ ରବୀନ୍ଦ୍ର. ଏ ଛାନ୍ଦ ଓଡ଼ିଆ ଙ୍କ ଅସ୍ତି ମଜାରେ ପରିପୂର୍ଣ 🙏.
ପିଲାଦିନେ ସାହିତ୍ୟ ବହିରୁ ଏହି ଗୀତ ପଢ଼ିଛି ଓ ବାରମ୍ବାର ଗାଇଛି,ଏବେ ମନେ ପଡିଗଲେ ମଧ୍ୟ ଗାଏ,ବହୁତ ସୁନ୍ଦର ଭାବପୂର୍ଣ୍ଣ ଗୀତଟିଏ,ରବୀନ୍ଦ୍ର ବାବୁଙ୍କର ମୁଖମଣ୍ଡଳ ଯେତିକି ସୁନ୍ଦର ତାଙ୍କ କଣ୍ଠରେ ଏ ଗୀତ ମଧ୍ୟ ସେତିକି ସୁନ୍ଦର ସତରେ ଗୀତ ଶୁଣିକି ଆନନ୍ଦ ଆସିଗଲା,ଜୟ ଶ୍ରୀ କୃଷ୍ଣ।🙏🙏
🙏🏻🙏🏻🙏🏻🙏🏻👏🏻👏🏻👏🏻👏🏻
Full lyrics mili pariba?
ଜୟ ଶ୍ରୀ କୃଷ୍ଣ 🙏🏻🙏🏻🙏🏻🙏🏻🙏🏻
Jay Jagannath ❤❤
JayShreeKrushna AhipariPurunaGita Chand CHampu Bhajan AdhikruAdhikgaichal AtisundarKanth
ଅତି ଭାବପୂର୍ଣ୍ଣ ସଙ୍ଗୀତ ସୁମଧୁର କଣ୍ଠରେ । ଜୟ ଶ୍ରୀକୃଷ୍ଣ ।
ବାଃ କି ସୁନ୍ଦର ଅମୃତ ମୟ ସ୍ୱର ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🎉🎉🎉
ମୋ ଜୀବନର ସବୁଠାରୁ ସୁନ୍ଦର ଗୀତ ଆଉ ମୋର ପ୍ରିୟ ଗାୟକ ମୁଁହରୁ ଶୁଣିକି ବୋହୁତ ଖୁସି ଲାଗିଲା ❤❤❤❤❤🥰🥰🥰🥰🥰🥰🌹🌹🌹🌹🌹🌹💐💐💐💐💐💐🌹🌹🌹🌹🌹
ସପ୍ତମ ଶ୍ରେଣୀର କଥା ମନେ ପଡ଼ିଗଲା ଧନ୍ୟବାଦ ରବି ସାର ।
ହୃଦୟ କୁ ଛୁଇଁଲା ....ଅତି ସୁନ୍ଦର .....ଭଗବାନ ଆପଣଙ୍କ
ମଙ୍ଗଳ କରନ୍ତୁ....ଏତିକି ପ୍ରାର୍ଥନା ମୋର ପ୍ରଭୁ ଙ୍କ ପାଖରେ...
.ଧନ୍ୟବାଦ ଏସବୁ ପୁରୁଣା ଭଜନ ଆମ ମାନଙ୍କୁ ସାମନାରେ ଆଣି ଥିବାରୁ
ଓଡ଼ିଶା ର ମହାନ୍ ସଂସ୍କୃତି କୁ ଅନୁଭବ କରାଇ ଥିବାରୁ ଆନ୍ତରିକ ଧନ୍ଯବାଦ🙏🙏 ରବୀନ୍ଦ୍ର ସାର୍।
ଧନ୍ୟ ଧନ୍ୟ ଶତ ଧନ୍ୟ ପ୍ରଣମ୍ୟ କଵି ଶ୍ରୀ ଅଭିମନ୍ୟୁ ସାମନ୍ତସିଂହାର
ବହୁତ ସୁନ୍ଦର, ଆଗକୁ ବଢନ୍ତୁ, ଆପଣଙ୍କର ସୁମଧୁର କଣ୍ଠ ସ୍ଵର, ବଢ଼ିଆ ହୋଇଛି
ଅତି ସୁନ୍ଦର ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଏହି ଘିତ ଥିଲା ରବୀନ୍ଦ୍ର ଭାଇ ପ୍ରଣାମ ଆପଣ ଅତି ସୁନ୍ଦର ଭାବରେ ଗାଇଛନ୍ତି ❤❤❤
ଏହା ସପ୍ତମ େଶ୍ରଣୀ ନୁେହଁ ଷଷ୍ଠ େଶ୍ରଣୀ ରେ ଅଛି
Excellent voice God bless you Rabindra beta
ମୋ ବୋଉ ର ଅତି ପ୍ରିୟ ଏ ଗୀତ ଟି। ସେ ଶୁଣୁ ଥାଏ ଓ ଆଖି ରୁ ଅନବରତ ଲୁହ ଝରଥାଏ। ଜୟ ଜଗନ୍ନାଥ।
ବହୁତ ସୁନ୍ଦର କଣ୍ଠ ରବୀନ୍ଦ୍ର ଭାଇ ।।। ଆଖି ବନ୍ଦ କରିକି ଆପଣଙ୍କ ଭଜନ ଶୁଣିଲେ ବହୁତ୍ ଶାନ୍ତି ଲାଗେ ବହୁତ୍ ବହୁତ୍ ଧନ୍ୟବାଦ୍ ଓଡ଼ିଶା ରେ ଆପଣ ଜଣେ ଭଲ କଳାକାର❤❤❤❤❤❤❤❤❤❤❤❤
କଳାମାଣିକ ଭାବବଣିକ କଳାକମଳମୁଖ
ଭାବେ ନିକଟ ଅଭାବେ ଦୂର ଭାବରେ ବନ୍ଧିରଖ ❤❤❤
ଅତି ସୁନ୍ଦର ସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ ଗୀତ ବହୁତ ସୁନ୍ଦର କଣ୍ଠ ସ୍ବର୍🙏🙏
ଜୟ ଶ୍ରୀକୃଷ୍ଣ ଚରଣେ କୋଟିଏ ପ୍ରଣାମ 🙏🏻 ରବିନ୍ଦ୍ର ବାବୁକୁ ଦିଅନ୍ତୁ ନୀରୋଗ ଜୀବନ ଧନ ସଂପତ୍ତି ସୁନାମଧନ୍ୟ ନାମ🙌🙏🏻
ରବୀନ୍ଦ୍ର ଭାଇ, ଖୁବ ସୁନ୍ଦର ଗୀତ ଯାହାକି ମନ ମୁଗ୍ଧ କରୁଛି l ତୁମେ ଜଣେ ଗାୟକ ଯେକି ଦ୍ୱିତୀୟ ଭିକାରି ବଳ l ମନେହୁଏ, ଭିକାରି ବଳ ପୁଣି ଥରେ ଆବିର୍ଭାବ ହୋଇଛନ୍ତି l
ଅତି ସୁନ୍ଦର କଣ୍ଠ ସ୍ବର ଧନ୍ୟବାଦ୍ ରବୀନ୍ଦ୍ର ବାବୁ ଜୟ ମାଁ ବାଗଦେବୀ 🙏🙏🙏
Jay shree krishna🙏🙏🙏🙏🙏🙏🙏🙏❤😊
ବହୁତ ମଧୁର କଣ୍ଠସ୍ୱର। ମାତୃ ହୃଦୟ ସ୍ପର୍ଶୀ ଝଙ୍କାର ।
ସତରେ ଅତି ମଧୁର କଣ୍ଠ ସ୍ବର ❤❤❤❤❤❤❤
ଧନ୍ୟବାଦ ରବୀନ୍ଦ୍ର ଜୀ. ଶ୍ରୀକୃଷ୍ଣ ଙ୍କ କୃପା ସଦାବେଳେ ଥାଉ 👍
ଏଗୀତଟି ରବୀନ୍ଦ୍ର ବାବୁଙ୍କ କଣ୍ଠରେ ଅତି ମଧୁର ଓ ହୃଦୟସ୍ପର୍ଶୀ ହୋଇଛି ,କବିଚଣ୍ଡୀଦାସ।
ଯେତେ ପୂର୍ବରୁ ପଢିଥିଲେ ବି ଆପଣ ଙ୍କ କଣ୍ଠ ରୁ ଶୁଣିବା ଏକ ନିଆରା ଅନୁଭବ। ଧନ୍ୟବାଦ ଜଣାଉଛି
ବହୁତ ସୁନ୍ଦର ଗୀତ ଆମ ସପ୍ତମ ଶ୍ରେଣୀ ର ସାହିତ୍ୟ ବହିରେ ପଡିଛି ମୋ ନାମ ବିରୁ ❤️❤️❤️❤️
Sweet voice your and God was very beautifull voice of your
You need to Indian odia bhajana
Mo vala pua kantha re sabuthu vala gita ti bahut sunder ❤
Mo kalaamanima re.. hey naatua natabara ,, jai shree Radhe Krushna 🌑❗🌑🙌
ate Sundar Gaecnhha Sabubele sunibaku echha Heuchhi👌👌❤❤
ଆହା ଆହା🎉❤❤
ଆଃ କି ସୁନ୍ଦର.... ଆଖିରୁ ଆପେ ଆପେ ଲୁହ ଆସିଯାଉଛି..
ରବିନ୍ଦ୍ର ବାବୁ ଖୁବ୍ ସୁନ୍ଦର ଭାବେ କବିତାଟିକୁ ଗାଇଛନ୍ତି। ମନଖୁସି ହୋଇ ଗଲା।ଵହୁ ଧନ୍ୟବାଦ ଜଣାଉଛି।
ଚମତ୍କାର ସାର୍ 🙏
ମୁଁ ଷଷ୍ଠ କ୍ଲାସ ରେ ମୋ କଲାମାଣିକ ପଡିଛି କିନ୍ତୁ
ଆଜି ବୁଝିପାରୁଛି ଜୟ ଜଗନ୍ନାଥ 🙏🙏🙏
ବିଦଗ୍ଧ କବିଙ୍କ ସ୍ମୃତିର ସୁରକ୍ଷା ରେ ଏହା ମଧ୍ୟ ମହାନ ପଦକ୍ଷେପ । ଅତ୍ୟନ୍ତ ସୁନ୍ଦର ତଥା ଲାଳିତ୍ୟ କଣ୍ଠ ଭାବ ବିଭୋର କଲା । ବିଦଗ୍ଧ କବିଙ୍କ ଜନ୍ମପୀଠ ତଥା ପରିବାର ରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା
ଅତି ମଧୁର କଣ୍ଠ
All time ever green song, ଆତ୍ମାର ନିକଟବର୍ତ୍ତୀ କରିବାର ଏକ ଅମୃତ ଭାବ...
Bahut sundar d hert touching. Stay blessed 🙌 always. 🌺❤️
ଏ ଗୀତ ଯେତେ ଶୁଣିଲେ ବିଆହୁରି ଶୁଣିବାକୁ ମନାଲଗେ ରବୀନ୍ଦ୍ର ସାର୍ ଙ୍କ କଣ୍ଠ ରେ ତ ଗୀତଟି ଆ ହୁରି ଭାବପୂର୍ଣ୍ଣ ହେଇଛି
A hi Gita ku mo Bapa Maa mote Padhi baku Kahu thike O Bahut mana Dai sunuthile
Mu bahut thara Ahi Gita Gaye chhe👌👌👏👏🙏🙏🙏🙏🌹🌹🌹
ହ୍ରୁଦୟ ❤ସ୍ପର୍ଶ ❤ସ୍ୱର୍❤
"ସୁନ୍ଦର ଗୀତ କନଠ ସୋର -ଜେତେ ଶୁଣୁଥିଲେ ସେତେ ଆଦର।" ଧନ୍ୟବାଦ --ଶତାୟୁ କାମନା କରୁଛି । "ହରେ କୃଷ୍ଣ "
Bahut vala lagila Jay jagarnath pravu kotii koti pranama
ବାସ୍ତବରେ ହୃଦୟସ୍ପର୍ଶୀ ଛାନ୍ଦଟିଏ ।କବିଙ୍କ ଚରଣରେ କୋଟି କୋଟି ପ୍ରଣାମ । କଣ୍ଠଶିଳ୍ପୀ ଙ୍କ ଯାଦୁକରି କଣ୍ଠରେ ଏହା ଅତିବ ସୁନ୍ଦର । କଣ୍ଠଶିଳ୍ପୀ ଙ୍କୁ ଅନେକ ଅନେକ ଧନ୍ୟବାଦ ।🎉🎉🎉
ହୃଦୟ ସ୍ପର୍ଶୀ
Heart touching. Wonderful, wonderful. B blessed ever.
🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ,💐💐💐💐💐💐💐💐💐.🙏🙏🙏🙏🙏🙏🙏🙏🙏
Very nice bhabapurna song.Parampremamaya Shree Shree Thakur Anukul Chandra bless you.Joyguru.
ବହୁତ ସୁନ୍ଦର 🙏🏻🙏🏻
Jai Jagannath 🙏🙏🙏🙏
ଆପଣଙ୍କ ଜୀବନ ସାର୍ଥକ ହେଇଗଲା ସାର୍,,,,,,, ❤
ଜୟ ଜୟ ଶ୍ରୀଜଗନ୍ନାଥ 🌹🙏
ଏବେ କାହିଁକି ଏମିତି ଗୀତ ଆଶୁନୀ
Bahut sundar voice 👌🙏
Ki sundar rachana ki sundar swara🙏🙏
Best voice I ever listen.. whenever I listen u r song I m just fell blessed thank u rabindra sir😊
ଅତି ସୁନ୍ଦର କଣ୍ଠ ସ୍ୱର ଧନ୍ୟ ଆପଣ ରବୀନ୍ଦ୍ର ସାର ❤❤❤❤❤❤
ଅମୃତମୟ ସ୍ଵର.......
Thanks from core of my heart for sweet voice n recalling our ancient writings
ମନଲୋଭା ସଂଗୀତ ଆହାଃ କି ମଧୁର ଲାଗୁଚି କୃଷ୍ଣମୟ ହେଇଯାଉଛି ମନ🌹🌹🌹
Ati sundar ❤❤❤❤❤❤
Bahut Sundar Gita o Swara.
Bahut sundar bhaina, Sonepur Odisha
Joy Kalamanika
Thank you Rabindra beta
God bless you
ପ୍ରଣାମ Sir 🙏 ଖୁବ୍ ହୃଦୟସ୍ପର୍ଶୀ 💞
Hare Rama Krishna shree radhe Govinda.❤🎉❤
Fine song and God bless your family from satsang Deoghar jharakhand maharana bhai
.
ମୁଁ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଏହି ଭକ୍ତି ଭାବ ପୂର୍ଣ୍ଣ ଗୀତ।
ବହୁତ ସୁନ୍ଦର ଲାଗୁଛି ପିଲା ଦିନ କଥା ମନେପଡ଼ିଯାଏ 🙏🏾🙏🏾
Bahut sundar gita.
Sound composition amazing.
Voice of kala manika song amazing.
One and only rabindra sir.
We salute sir 🎉
ଅତି ସୁନ୍ଦର ତାଳ ଲୟ। ଏମିତି ବଜାୟ ରହୁ
Jay shree jagannath 👏 super ❤ supura 👍❤️❤️❤️❤️❤
Jay Jagannath🙏Jay Nila Madhab🙏Omm🕉️ Jay Maa Samaleswari🙏 com and give puri it is actual identification in this chariot festival throughout world .SABKA SAATH SABKA VIKASH SABKA BISWAS SABKA PRAYAS MODI PARIVAAR.
Bahut bahut sundar. God bless u.
ଆପଣ ଙ୍କୁ ପ୍ରାର୍ଥନା ଚାନେଲ୍ ରେ ଦେଖି, ସୁମଧୁର ଭକ୍ତି ସଙ୍ଗୀତ ଶୁଣି ଵହୁତ ଖୁସି ହେଉଥିଲି। ଆପଣ ସତରେ ୨ୟ ଭିକାରି ବଳ ଅଟନ୍ତି ।
ଏହି କବିତା ପାଇଁ ବିଦ୍ୟା ଳ ୟ ରେ ବହୁତ ମାଡ ଖାଇ ଅଛି
ସତରେ କେତେ ମଧୁର ଏ ଗୀତ ❤❤
Thanks a lot rabi bhai o kan no gai chho tome my dear brother God bless you .🤘🌡️🎤🎧🎸
Sir apnonko songs monoku shanti milila❤❤❤jay jagannath❤❤❤
Very nice .
Jaya Sri Krishna 🙏🌹❤️
Radhe krishna Radhe krishna🙏🙏🙏
Geeta pain swara o bhaba excellent hearty thanks Rabindra Babu
Excellent 👍👍
Bahut sundar bhajan
My old memories... Thanks❤❤🙏
Namasteji
କି ସୁନ୍ଦର ସ୍ଵର
ଆଜ୍ଞା ପ୍ରଣାମ 🙏
ବହୁତ ସୁନ୍ଦର 🎉