Dheira Dharamandana// ଧୀରା ଧରାମଣ୍ଡନା//Gouranga Khuntia//Odissi Music

Поділитися
Вставка
  • Опубліковано 18 вер 2024
  • ସ୍ୱର ଗୌରାଙ୍ଗ ପ୍ରସ୍ତୁତ ଓଡ଼ିଶୀ ସଙ୍ଗୀତ
    ପ୍ରବନ୍ଧ - ଧୀରା ଧରାମଣ୍ଡନା
    ରଚନା - ପୁରାତନ
    ରାଗ - ବଜ୍ରକାନ୍ତି ତାଳ - ଯତି
    କଣ୍ଠ - ଗୁରୁ ଗୌରାଙ୍ଗ ଚରଣ ଖୁଣ୍ଟିଆ
    ହାର୍ମୋନୀୟମ୍ - ଗୁରୁ ଭାଗିରଥି ପ୍ରତିହାରୀ
    ମର୍ଦ୍ଦଳ - ମାଧବ ଶ୍ରୀନନ୍ଦନ
    କିବୋର୍ଡ଼ - ଚିନ୍ମୟ କୁମାର ମାଳ
    ରେକର୍ଡିଂ - ପ୍ରୀତିଶ୍ ସାହୁ
    Swar Gouranga presents Odissi Music
    Song - Dheera Dharamandana
    Lyrics - Old
    Raag - Bajrakanti Taala - Jati
    Vocal - Guru Gouranga Charan Khuntia
    Harmonium - Guru Bhagirathi Pratihari
    Mardala - Madhab Srinandan
    Kyes - Chinmay Kumar mala
    Recording - Preetish Studio, Puri

КОМЕНТАРІ • 7

  • @pankajmusic7654
    @pankajmusic7654 2 місяці тому +1

    Bahut badhiya Jai jagannath

  • @nadabrahmaproduction
    @nadabrahmaproduction 2 місяці тому

    Jay Gurudev🎉 Jay Jagannath

  • @manoranjanbehera8665
    @manoranjanbehera8665 28 днів тому

    Jay shree krishna ji ki jai

  • @SantanuMusic
    @SantanuMusic 2 місяці тому

    Khoob sundar. Jay Jagannath 🙏.

  • @RanveerPattnaik
    @RanveerPattnaik 2 місяці тому

    Ati sunder

  • @kalashreea6031
    @kalashreea6031 2 місяці тому

    ବହୁତ ସୁନ୍ଦର
    ନମସ୍କାର

  • @DhiraDharaMandana
    @DhiraDharaMandana 13 днів тому

    ଧୀର ଧରାମଣ୍ଡନା ବୁଡିଲୁରେ
    ହୀରାକୁ ଶିଳା ବୋଲି ମଣିଲୁରେ
    ଧୀରା ଧରାମଣ୍ଡନା ବୁଡିଲୁରେ
    ନିର୍ମଳ ମନ୍ଦାକିନି ସଲିଳ ମନ୍ଦ ମଣି
    ନର୍ଦ୍ଦମା ଜଳ ପୁଣି ଲୋଡିଲୁରେ
    ଦଣ୍ଡେ ନ ଚାହିଁଲୁ ଚନ୍ଦ୍ରମଣ୍ଡଳ
    ଚଣ୍ଡ ମିହିର କଳପ କରି ଠୁଳ
    ଭାଗ୍ଯେ ନାହିଁ ଭୋଗ ଦିବ୍ଯ ନିର୍ମଳ
    ଚାରୁ ଚନ୍ଦ୍ରିକା କିରଣ ସୁଶିତଳ
    ଧୀରା ଧରାମଣ୍ଡନା ବୁଡିଲୁରେ
    ଶୁଦ୍ଧ ଛାଡି କେଦାର ଛାଡି ଲୋଡିବୁ ଶର
    କଉଷଣେ ଆଦର ମାଡିଲୁରେ
    ଚାରୁ ମଧୁଋତୁ କାନ୍ତ କୋକିଳ
    ମନ୍ଦ କାକଳି ଶବଦ ପ୍ରତିକୁଳ
    ଧନ୍ୟ ମଣି କଲୁ ଦିବ୍ଯ ନିର୍ମଳ
    କାକ ଡାକକୁ ଆଦରି ହେଲୁ ଭୋଳ
    ଧୀରା ଧରାମଣ୍ଡନା ବୁଡିଲୁରେ