ସୁଜାତା ମହାପାତ୍ର - ନୃତ୍ୟ ଜୀବନ କଥା | Life Journey of Odissi Dancer Sujata Mohapatra | Interview
Вставка
- Опубліковано 9 вер 2024
- #Odissi #SujataMohapatra #Classical #OdissiDance #IndianClassicalDance #Interview
ଓଡ଼ିଶୀ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇବାରେ ଯେଉଁ କିଛି ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରମୁଖ ଭୂମିକା ନେଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଗୁରୁ ସୁଜାତା ମହାପାତ୍ର। ଆଖି ଝଲସେଇ ଦେଲା ଭଳି ଭାବ ଭଙ୍ଗୀ ପାଇଁ ସେ ଦର୍ଶକଙ୍କ ମନ ଜିଣି ଥାଆନ୍ତି। ମଞ୍ଚରେ ତାଙ୍କ ଉପସ୍ଥିତି ଦେଖଣାହାରୀଙ୍କୁ ମୁଗ୍ଧ କରିଥାଏ। ନୃତ୍ୟ ପାଇଁ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସୁନାମ ଅର୍ଜନ କରିଥିବା ସୁଜାତା ମହାପାତ୍ରଙ୍କ ସହ ଓଡ଼ିଶାଲାଇଭ୍ର ସ୍ୱତନ୍ତ୍ର ସାକ୍ଷାତକାର। ଦେଖନ୍ତୁ ତାଙ୍କ ନୃତ୍ୟ ଜୀବନର କାହାଣୀ।…
ସାକ୍ଷାତକାର: ଶୁଭଶ୍ରୀ ନାୟକ
Guru Sujata Mohapatra is a renowned Odissi Dancer and a disciple of late Guru Kelu Charan Mohapatra. One of the finest artists of this Indian Classical art form of the time Sujata speaks vividly on her life and observations during this freewheeling chat with OdishaLIVE.
Watch Odissi performances by Guru Sujata Mohapatra:
• କେତେ ଛନ୍ଦ ଜାଣେ ଲୋ ସହି ...
• Sujata Mohapatra - Odi...
L I K E || S H A R E || S U B S C R I B E
News Website: www.odisha.live
Facebook: / odishalive
UA-cam: / odishalive
Twitter: / odishalive
Instagram: / odishalive
Click the 'bell' icon and Subscribe!
The Event/production is a creation of OdishaLIVE.
---
An OdishaLIVE Web Production.
www.odisha.live
(A Web Initiative of Academy for Media Learning Private Limited)
M-6, Samanta Vihar, Near Kalinga Hospital,
Bhubaneswar-751017 (Odisha).
Produced and broadcast in public interest.
Copyright Statement: All rights reserved 'Academy for Media Learning Private Limited'. This content is available for mass viewing only through this platform or through any other platform as presented by Academy for Media Learning Private Limited from time to time. Any unauthorised download of this content for any personal or commercial use is restricted. Unauthorised use of the content or any part of the same for mass viewing or broadcast or use in other productions without written permission of the producer is illegal and may violate copyright laws.
Sujata Mohapatra is a finest Odissi Dancer of our time. Her life story will certainly inform and inspire many.
Odiisi or our pride
Sujata Mohapatra has mesmerized many of us by her graceful moves. I love her dance form and genuine expressions. She has rightly taken forward the legacy of the great guru Padma Bibhusan Kelucharan Mohapatra. I enjoyed this conversation.
Inspiring story to be viewed and realised by every Odia. Thanks a lot for bringing the story of her life LIVE.
Thank You
Odissi dancer sujata mohapatra aji anek nka pai prerana.
#odissi #odisha #classicaldance
👌👌❤️👌👌
Great Dancer
ସୁଜାତା !ତୁମ ପାଇଁ ଆମେ ଭୀମ ଟାଙ୍ଗୀ ବାସି ଗର୍ବିତ ।
Sujata Mohapatra Beautiful Odissi Dancer
ଓଡ଼ିଶୀ ନୃତ୍ୟ ଜଗତର ଜଣେ ଜଣାଶୁଣା ନାଁ ସୁଜାତା ମହାପାତ୍ର। ତାଙ୍କ ଜୀବନରେ ଅଛି କେତେ କଥା ଆଉ କେତେ କାହାଣୀ। ଏହା ହୁଏତ ଆଉ କାହା ପାଇଁ ପ୍ରେରଣା ହୋଇପାରେ।
She is such a finesse dancer and such a down to earth person. She is very inspiring and spoke her heart out. Namaskar from the bottom of my heart.
ମୋର ପ୍ରଣାମ ଗ୍ରହଣ କରିବେ🙏🏾
ସାକ୍ଷାତକାର ଦେଖିବାକୁ ବହୁତ୍ ଭଲ ଲାଗିଲା। ଆତ୍ମବିଶ୍ବାସ ବିଷୟରେ ଯାହା କହିଲେ ନିହାତି ସତ କଥା। ମଣିଷର ଆତ୍ମବିଶ୍ଵାସ ବହୁତ୍ ବାଟ ଖୋଲିଦିଏ। ଆଉ ମଣିଷର ଆନ୍ତରିକ ସୌନ୍ଦର୍ଯ୍ୟର ମହତ୍ତ୍ଵ ବେଶୀ ଏବଂ ପ୍ରତ୍ୟେକ ରଙ୍ଗ ସୁନ୍ଦର ଅଟେ। ପ୍ରତିଭା ଏବଂ ଆତ୍ମବିଶ୍ଵାସ ଥିଲେ ମଣିଷକୁ ଯେମିତି ବି ହଉ ସଫଳତା ମିଳିବ।
ପୋଲିସ ଅଫିସର୍ ହେଇକି ମତେ ସମସ୍ତଙ୍କୁ ସାବାଡ୍ କରିବାକୁ ଇଚ୍ଛା ଥିଲା। ଏ ଲାଇନ ଟା ସୁନିକି ମୁଁ ହସ ରୋକିପାରିଲି ନାହିଁ 😁
Very good ❤️👍🙏🙏🙏 JaiHind.
🙏💝👌🥰
I wish She keeps on speaking.......... And this conversation never ends..
Very nice,frank and bold interview.
Bahut sundar alochona. Language & style is so simple & appropriate, I loved this interview
Thank You
Ma'm,u have commanded respect.Be always humble as u are today.
Apank katha bahut badhia lagila🙏🙏🙏🙏🙏❤️❤️❤️🙏🙏
Odissi is our Pride #SujataMohapatra
Namaskar 🙏🏻
You are great Sujata mam 🙏🙏🙏❤
Madam you are the proud of odisa
God bless you all the time.
Ki sundar Katha...💓💓🙏
Apanaka ehi vali margadarsana samasta odissi nurtyakara nku safalata ra sirsa re pahanchaiba🥰🙏🙏🙏🙏........ Vahut sundara ☺☺
Oh! Proud to know that you r Ratikanta Sir's family !!
U r such a amazing person ma'am
Inspirational.
Lots of love
Odissi o odissi dance bisayare kehi bisesha charcha kariba dekha jaeni, OdishaLIVE ku dhanyabaad ebhali karya karama karuthibaru....
A lot of artists add to each other's value!! And appreciate ❤
Mind blowing speechless speech.
My respect to you 🙏🙏
ପ୍ରଣାମ, ଗୁରୁଦେବ । ପ୍ରଣାମ, ସମ୍ମାନୀ ମାତରମ ।
❤❤❤
Love you ma'am....love you Odisha ❤️❤️
❤️🙏
Mam Always Ur All Things Inspire Me❤️🙏
❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤I love Guru Sujata Mohapatra 🙏🏻🙏🏻🙏🏻🙏🏻🙏🏻✨✨✨✨✨✨✨
Enjoyed the show.
Jay jagannath mam Jay jagannath Jay jagannath Jay jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏👍👍👍👍👍👍👍👍👍👌👌👌👌👌👌👌👌👌👌👌👌👌👌♥️♥️♥️♥️♥️♥️♥️♥️♥️♥️🌹🌹🌹🌹🌹🌹🌹🌹🌹🌹🌹🌹
Bass icha hauchi emiti kuante mu bass suanti
Exactly
Love you mam
Can you please have this interview translated in English please.
😊😊😊😊😊😊😊😊😊😊😊😊😊😊😊😊😊a
bookmark 38:46
What you speak about young generation to learn music or dance they think to learn less but famed soon
I want to learn odishi but I don't have much money please help me .
ଥିଲି ଝିଅ, ହେଲି ପୁଅ: ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼ | Life Story of Transman Suman Mahakud
ua-cam.com/video/0wYFJnA5Ark/v-deo.html
ଟ୍ରାନ୍ସମ୍ୟାନ ସୁମନ ମହାକୁଡ଼। ସେ ଝିଅ ହୋଇ ଜନ୍ମ ହୋଇଥିଲେ, କିନ୍ତୁ ଆଜି ସେ ଜଣେ ପୁରୁଷ। ଶରୀରର ଏହି ଟ୍ରାନ୍ସଫର୍ମେସନ ପାଇଁ ତାଙ୍କୁ ସମାଜରୁ ଶୁଣିବାକୁ ମିଳିଛି ଅନେକ ଲାଞ୍ଛନା। ଆଉ ଏଭଳି ସମୟରେ ପରିବାର ବି ତାଙ୍କର ହାତ ଛାଡ଼ି ଦେଇଛି। ନିଜେ ନିଜ ପରିଚୟ ପାଇଁ ଲଢ଼ି ସୁମନ ଆଜି ଝିଅରୁ ପୁଅ ହୋଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଓଡ଼ିଶାଲାଇଭ୍ ସହ ସାକ୍ଷାତକାର ବେଳେ ଟ୍ରାନ୍ସମ୍ୟାନ ଜୀବନର ସଂଘର୍ଷ ବିଷୟରେ ବର୍ଣ୍ଣନା କରି କହିଛନ୍ତି ସୁମନ। ଦେଖନ୍ତୁ ଭିଡିଓ
ଜ୍ୟୋତି ମିଶ୍ରଙ୍କ ଅଭିନୟ ଜୀବନ | Ollywood Actress Jyoti Mishra - Life Story | OdishaLIVE Exclusive. Watch Now. ua-cam.com/video/4DTV8LtNWKI/v-deo.html
ନବେ ଦଶକରେ ଯେଉଁ କେତେଜଣ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେମାନଙ୍କ ଭିତରେ ଜ୍ୟୋତି ମିଶ୍ର ହେଉଛନ୍ତି ଅନ୍ୟତମ। 'ମାତୃଶକ୍ତି', 'ତୋ ଆଖି ମୋ ଆଇନା', 'ମନ ରହିଗଲା ତୁମରିଠାରେ' ଆଦି ସୁପରହିଟ୍ ଫିଲ୍ମ ମାଧ୍ୟମରେ ଜ୍ୟୋତି ଓଡ଼ିଶାର ଘରେ ଘରେ ପରିଚିତ ହୋଇପାରିଥିଲେ। ଓଲିଉଡର ଏହି ଆଗଧାଡ଼ିର ଅଭିନେତ୍ରୀ ଜ୍ୟୋତି ମିଶ୍ରଙ୍କ ସହ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।
I want to contact with sujata mihapatra, how can it possible, plz tell me