ମୁହଁ ଖୋଲି ବବି ଆଉ ପାଣ୍ଡିଆନଙ୍କୁ ଗାଳି କଲେ ସିଦ୍ଧାନ୍ତ ମହାପାତ୍ର..

Поділитися
Вставка
  • Опубліковано 1 кві 2024
  • ATV ODISHA LIVE | ODISHA NEWS | POLITICS NEWS
    ଏମିତି କାହିଁକି କଲେ ସିଦ୍ଧାନ୍ତ...#Naveen #Vkpandian #atvodishalivenews #Odisha #Atvodishalive #Bjd #Bjp #Bjpnews #Politics #Political #Politicsnews #Politicalnews #Politica #Politicnews #Election #Dharmendra #Aparajita #Narendramodi #Modi #Pmmodi #Amitshah #Amit #Pm #Mp #Ml #Cm #Govt #Surah #Congress #Congressnews #Rahulgandhi #Latest #breakingnews #India #Indian #Indianews #Ias #Iasofficer #Ganjam #yogiadityanath #nda
    #Atvodishalive is one of the Odisha's Leading 24/7 Information Channel Covering the latest news , affairs, Entertainment and Spiritual matters.
    Please Subscribe our Channel and press the bell icon to get notification about our new updates.
    Copyright Disclaimer Under Section 107 of the Copyright Act 1976, allowance is made for "fair use" for purposes such as criticism, comment, news reporting, teaching, scholarship, and research. Fair use is a use permitted by copyright statute that might otherwise be infringing. Non-profit, educational or personal use tips the balance in favor of fair
    #Odianews #OdishaNewsChannel #SpecialReport

КОМЕНТАРІ • 3 тис.

  • @sidhuraika2946
    @sidhuraika2946 Місяць тому +485

    ବହୁତ ବଢିଆ କଥା କହିଲେ, ଆପଣ ସିଦ୍ଧାନ୍ତ ସାର୍ ମୁଁ ସମ୍ମାନ ର ସହିତ ଆପଣ ଙ୍କ କୁ କଥା ସ୍ବୀକାର କରୁଛି।
    କିନ୍ତୁ ମୋ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରୁଛି ଯେ,ଲୋକଙ୍କ ସେବା କରିବା ପାଇଁ କୌଣସି ଦଳର ଆବଶ୍ୟକ ପଡ଼ିନଥାଏ, ଆପଣ ସିଧାସଳଖ ଲୋକ ଙ୍କ ପାଖକୁ ଯାଇ ବି ସେମାନଙ୍କ ସୁଖ ଦୁଃଖ ବୁଝିପାରିବେ ଯାହାକୁ ସମାଜ ସେବା କୁହାଯାଏ। କିନ୍ତୁ ଆପଣ ଗୋଟିଏ ଦଳରୁ ଆଉ ଗୋଟିଏ ଦଳକୁ ଗଲେ, ସେହି ଦଳ ଯାହା କହିବ ଆପଣ ବି ସେଇଆ କହିବେ ଓ କରିବେ ବି। ଏହାକୁ ଲୋକ ସେବା କୁହାଯାଏ ନାହିଁ,ଏହା କୁ ରାଜନୈତିକ ସେବା କୁହାଯାଏ।
    ଛାଡ଼ନ୍ତୁ ଏସବୁ କଥା ଏଭଳିଆ କଥା ଗୁଡିକ ଆମ ମାନଙ୍କ ମୁହଁ ରେ ଶୋଭା ପାଏନି କାହିଁକି ନା ଆମେ ସବୁ ସାଧାରଣ ମଣିଷ। ଆପଣ କ'ଣ କରିଛନ୍ତି କ'ଣ କରିନାହାନ୍ତି ତାହା ଆପଣଙ୍କ ନିର୍ବାଚନ ମଣ୍ଡଳୀ(ଯୋଉ ନିର୍ବାଚନ ମଣ୍ଡଳୀରୁ ଆପଣ ଛିଡ଼ା ହଉଛନ୍ତି)ର ଲୋକମାନେ କହିବେ।
    ହଁ, ଶେଷରେ ଗୋଟିଏ କଥା କହିବି ଆପଣ ଜଣେ ବହୁତ ଭଲ ଅଭିନେତା(ଯାହାଙ୍କୁ legendary actor କୁହାଯାଏ) ଆପଣଙ୍କ ଭଳି ଅଭିନେତା ollywood industry ରେ ଆଜି ଯାଏଁ ତିଆରି ହୋଇନାହାନ୍ତି। ଆପଣ ଯଦି ଚାହିଁ ଥାନ୍ତେ ollywood industry କୁ ବହୁତ ଆଗକୁ ନେଇପାରିଥାନ୍ତେ। କିନ୍ତୁ ଦୁଃଖ ର କଥା ତାହା ହୋଇପାରିଲା ନାହିଁ। ଆଉ ରାଜନୀତି ର କଥା ! ମୁଁ ଆଉ କ'ଣ କହିପାରିବି।🙏🙏🙏

    • @gp-creations
      @gp-creations Місяць тому +24

      Bahut badhiya katha au perfect katha kahichhanti

    • @susantadash-db4qw
      @susantadash-db4qw Місяць тому +13

      Bahut badhia Katha kahile.jiye Loko nka seba karibe se kebe dala change karibeni dala jaha hou Loko nka seba Kariba derkar a sabu actor acting Kariba sikhi chanti bhala re

    • @rajahindustani2055
      @rajahindustani2055 Місяць тому +6

      Right bhai

    • @rakeshbarik4660
      @rakeshbarik4660 Місяць тому +6

      Thik thik

    • @jagadambanxlifestyle8582
      @jagadambanxlifestyle8582 Місяць тому +5

      very good

  • @SoumyaranjanSanu
    @SoumyaranjanSanu Місяць тому +112

    ସିଦ୍ଧାନ୍ତ ସାର୍ ଙ୍କୁ ନିର୍ବାଚନ ଲଢ଼ିବାର ଦେଖିଲେ ଆଜି ମନେପଡ଼ି ଯାଉଛି ତାଙ୍କର ସେ ମୁଖ୍ୟମନ୍ତ୍ରୀ ଫିଲ୍ମ୍ କଥା
    ❤love you sir ❤
    🙏God bless you always 🙏

    • @asteen69
      @asteen69 Місяць тому +6

      ଅଭିନୟ ରେ ହିରୋ କିନ୍ତୁ ପ୍ରକୃତ ରେ ସତ ରେ ସେ ହିରୋ ନୁହଁ ବଡ଼ ଜିର 😁😁😁😁😁

    • @SoumyaranjanSanu
      @SoumyaranjanSanu Місяць тому +4

      ହୋଇଥାଇପାରନ୍ତି ସିଦ୍ଧାନ୍ତ ସାର୍ ଆପଣଙ୍କ ପାଇଁ ଜିରୋ but ଆମପାଇଁ super hero 😎
      ❤️Sidhant sir your always in my heart ❤️

    • @rkb26official
      @rkb26official Місяць тому +1

      ଯଦି ସେଇ ମୁଖ୍ୟ ମନ୍ତ୍ରୀ ଫିଲ୍ମ ଭଳି ଲୋକଙ୍କ ଅସୁବିଧା ବୁଝିପାରିବେ ତେବେ ଭଲ ହବ

    • @SoumyaranjanSanu
      @SoumyaranjanSanu Місяць тому

      @@rkb26official ବିଶ୍ୱାସ ରଖନ୍ତୁ ନିଶ୍ଚିନ୍ତ ବୁଝିବେ 🙏

    • @JagaSingh-bj5zs
      @JagaSingh-bj5zs 28 днів тому

      Bhai eita film nuhe

  • @bijaypadhan5967
    @bijaypadhan5967 Місяць тому +29

    ଭଗବାନଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ଅଛି ।

  • @user-vd7vz5if1p
    @user-vd7vz5if1p 29 днів тому +18

    ବହୁତ୍ ସୁନ୍ଦର କହିଲେ ସିଦ୍ଧାନ୍ତ ସାର୍ ଆପଣ 👍👍

  • @amarkumarmishra8155
    @amarkumarmishra8155 Місяць тому +85

    ଧରିନିଆଯାଉ ଆପଣ ସବୁ ସତ କଥା କହୁଛନ୍ତି। ହେଲେ ଏତେ ଦିନ ଧରି କ'ଣ କରୁଥିଲେ? ଏବେ ନିର୍ବାଚନରେ ଟିକେଟ ମିଳିଲା ନାହିଁ ବୋଲି ଗାଳି ଦେଉଛନ୍ତି। ଯଦି ଦୁଇ ତିନି ବର୍ଷ ପୂର୍ବରୁ ଦଳ ଛାଡି ଏ କଥା କହାଥାଆନ୍ତେ ତା' ହେଲେ ଠିକ୍ ହୋଇଥାଆନ୍ତା।

    • @biswajitsahu412
      @biswajitsahu412 Місяць тому +1

      Right bhai

    • @satakahiba
      @satakahiba Місяць тому

      @amarkumarmishra8155 Ebe Pandian BJD KU KABJA KARI SARI LANI....!

    • @basistakanhar6667
      @basistakanhar6667 Місяць тому +1

      ମଞ୍ଜ କଥା କହିଲ ଭାଇ

    • @abhishek-rx8sh
      @abhishek-rx8sh Місяць тому

      Pura nirat Satya katha kahile bhai

    • @diptikanta1510
      @diptikanta1510 Місяць тому

      Bahut agaru se dala chadi sarichanti tk update hua mr.

  • @nilayabeheravlogs535
    @nilayabeheravlogs535 Місяць тому +264

    ଏମାନଂକୁ ticket ଦେବା ଅପେକ୍ଷା ରାଣୀପଣ୍ଡା କୁ tickect ଦେଲେ 100 ଗୁଣରେ ଭଲ.. ସେ ଗରିବ ମାନଙ୍କର ଦୁଃଖ ବୁଝିବେ

  • @pinkysamal4947
    @pinkysamal4947 7 днів тому +3

    ସିଦ୍ଧାନ୍ତ ମହାପାତ୍ର ବହୁତ ଭଲ

  • @gyanabratamohanty4219
    @gyanabratamohanty4219 9 годин тому +1

    Pls work to strengthen BJP
    ସାରା ଦେଶ ସାରା ଓଡିଶାରେ ଏବେ ଗୋଟିଏ ସ୍ୱର, ଭାରତ ଓଡିଶା ଚାହେଁ ମୋଦୀ ସରକାର 🙏🙏👍👍

  • @jiopoint7462
    @jiopoint7462 Місяць тому +218

    ଏମାନେ ବହୁରୂପି ଏଣ୍ଡୁଅ ଆଗରୁ BJD ସପକ୍ଷ ରେ କହୁଥିଲେ ଏବେ BJD ବିରୁଦ୍ଧରେ କହୁଛନ୍ତି ମୋଦି ଭଲ ବୋଲି କହୁଛନ୍ତି ପୁଣି ଯଦି ଅନ୍ୟ ଦଳକୁ ଯିବେ ସେତେ ବେଳେ ମୋଦି ଖରାପ ବୋଲି କହିବେ

    • @Ranjan.628
      @Ranjan.628 Місяць тому

      Right ✅

    • @susantadey396
      @susantadey396 Місяць тому +2

      Pagal to

    • @jiopoint7462
      @jiopoint7462 Місяць тому +2

      @@susantadey396 ତୁ mental doctor ଟା ତ ମୁଁ ପାଗଳ ବୋଲି ତୁ ଜାଣି ଦେଲୁ ପ୍ରକୃତ କଥା ହେଉଛି ( ଯେଉଁ ମାନେ ନିଜେ ପାଗଳ ସେମାନେ ଅନ୍ୟକୁ ପାଗଳ ବୋଳି ଭାବନ୍ତି )

    • @anirudh4727
      @anirudh4727 Місяць тому

      24 barsa helani aama kendujhar aama. Epate nala Pani piuchanti. Sala tame mane kukura guda

    • @brajeswarsahoo1202
      @brajeswarsahoo1202 Місяць тому

      Aamey samastey chutiya tenu emaney baar baar chutiya banauchanti .nakli hero

  • @SAIDARSHAN134
    @SAIDARSHAN134 Місяць тому +302

    ଖାଲି ଗପ... ତମେ ସବୁ କଣ ଆମେ ଜାଣିଚୁ.. ଶଳା ନିଜ ସ୍ବାର୍ଥ ପାଇଁ ରାଜନୀତି କୁ ଆସୁଛ.. ଟିକେଟ ନା ମିଳିଲେ ଗାଣ୍ଡୀ ଫାଟୁଚି..😂

    • @kalingavlogs6718
      @kalingavlogs6718 Місяць тому +11

      Good answer

    • @svycganesha
      @svycganesha Місяць тому

      Tamara Kain tension heuchi Pandu chamcha

    • @prashantpatra9883
      @prashantpatra9883 Місяць тому +6

      Very good

    • @RaghuNandanSahoo-et2bk
      @RaghuNandanSahoo-et2bk Місяць тому

      Bhala Karichi Siddhant Mohapatra
      Jou Bedhaa Banda BJD dala Chodichi Maghiaa Sabu Janisarichanti Kete Barsha Kie Chodichii Odisha Re Maghiaa Sethipaain Taah Dadana Chakara Bhaliaa Jaycha Maghia Odisha Babahru Dadana Khata Maghia BjD Ra Genda Daliaa Chakaa Napunsaka Supporter😂😂😂😂😂😂Gudaa Murkhaa odiiaaa Hattt Mendhaa Murkhaa Odiaa 😂😂😂

    • @kedar756
      @kedar756 Місяць тому +3

      😂😂😂😂

  • @arendrakabi1191
    @arendrakabi1191 Місяць тому +4

    Nice 👍🇮🇳 thanks bro 👍 very much for your nice information 👍

  • @sadboyashok9002
    @sadboyashok9002 Місяць тому +42

    ସିଦ୍ଧାନ୍ତ ମହାପାତ୍ର ଓଡ଼ିଶାର ଯୋଉଠି କି ବି ଯିବେ ସବୁ ଯାଗାରେ ଲୋକ ପ୍ରିୟତା ❤❤❤❤❤❤❤❤❤❤

  • @pkmd3944
    @pkmd3944 Місяць тому +90

    ଗୋଟେ ବି ଫିଲ୍ମ ଷ୍ଟାର ଙ୍କୁ MP, MLA ପାଇଁ ଟିକେଟ ଦେବା ଭୁଲ
    ଏମାନେ କିଛି କରନ୍ତିନି
    କିଛି ହେବନାହିଁ ଏଥର ବି bjd

  • @babunudas3996
    @babunudas3996 Місяць тому +41

    ଯାତ୍ରା ପାର୍ଟି ଓ ଫିଲ୍ମ ପାର୍ଟି ସବୁ ସମାନ ଆଜି ଯେଉଁ ଝିଅ ସହିତ ଭାଇ ଓ ଭଉଣୀ ରୋଲ କରୁଥିବେ କାଲି ସେହି ଝିଅ ସହିତ ସ୍ୱାମି ସ୍ତ୍ରୀ ରୋଲ କରିବେ ତାଙ୍କର କିଛି ନାହିଁ ସାମାଜିକ ଚଳଣି

  • @user-pe4xh9wb3j
    @user-pe4xh9wb3j 26 днів тому +9

    ଆପଣ ସବୁଥିରେ ଆଗରେ ❤❤❤❤❤❤

  • @Bijayhan
    @Bijayhan 8 днів тому +2

    ଭାରି ବଢୀୟା ଫୁଲ୍ ଟକ୍କର

  • @srikantpatnaik2849
    @srikantpatnaik2849 Місяць тому +158

    ବ୍ରହ୍ମପୁର ଏମପି ଥାଇ ଅଂଚଳ ଉପରେ ପାର୍ଲିମେଣ୍ଟ ରେ ପ୍ରଶ୍ନ କିମ୍ବା ଆଲୋଚନା କରି ନାହିଁ ବରଂ ଏମପି ପେନସନ ଖାଉଛି l

  • @basistakanhar6667
    @basistakanhar6667 Місяць тому +5

    ସମାଜ ସେବା ପାଇଁ କୌଣସି ରାଜନୈତିକ ଦଳ ର ଆବଶ୍ୟକତା ନାହିଁ ନିଜ ଉପରେ ସବୁ ଅଛି । ମନ ଭାବ ଥିବା ଦରକାର ଉଦାହରଣ - ମଦର ଟେରେସା।

  • @nisikantamohanty8660
    @nisikantamohanty8660 21 день тому

    Your every words indicates a positive sign towards development of odisha .. all the best brother 👍👍

  • @Satyajeet339
    @Satyajeet339 29 днів тому +4

    ଧନ୍ୟ ବାଦ ଆପଣଙ୍କୁ ମାଡ଼ି ଚାଲ

  • @stylestar486
    @stylestar486 Місяць тому +50

    ଅଭିନେତା ହିସାବରେ ମୁଁ ଆପଣଙ୍କ ବହୁତ ବଡ଼ FAN
    କିନ୍ତୁ ରାଜନେତା ହିସାବରେ ମୁଁ ଆପଣ ଙ୍କୁ ପସନ୍ଦ କରନା
    କଣ ଦରକାର ଅଛି ରାଜନୀତି ରେ ପଶିବା ଭାଇ

  • @dhanwatariBirua
    @dhanwatariBirua Місяць тому +44

    ଯେତେ ବି ଫିଲ୍ମ ଷ୍ଟାର ମାନେ ନେତା ହେଉଛନ୍ତି ସବୁ ବେକାର ନେତା ମାନେ,ବଡ ବଡ଼ ଭାଷଣ କରି ବେ ଆଉ କିଛି ନାହିଁ ହେଲା,, ଏମାନେ ବହୂ ରୂପି ନେତା,ଏ ଦଳରେ ପାଞ୍ଚ ବର୍ଷ ଆଉ ତାପରେ BJP ରେ ପାଞ୍ଚ, ଏମିତି କରି କରି ଟଙ୍କା ପଇସା ତ ପାଇବେ ନା

  • @ganeshrautaray8794
    @ganeshrautaray8794 19 днів тому

    Right muna Bhai welcome welcome please set up your mind we allso building and our dream chief minister

  • @arunkumarroutray0426
    @arunkumarroutray0426 Місяць тому +165

    ତୁମ ମନଙ୍କର ମୁଖା ଖୋଲିଥିଲା ବିଜେଡି ଏବେ ଟିକେଟ ନ ମିଳିବାରୁ ଏତେ ଗପମାରୁଛୁ, କଣ କରିଛ ପାଞ୍ଚବର୍ଷରେ ତେଣୁ ତୁମକୁ ଉଚିତ ଜବାବ ଓଡିଶାର ଜନସାଧାରଣ ନିଶ୍ଚିତ ଦେବେ

    • @Ranjan.628
      @Ranjan.628 Місяць тому

      Nua mananka ra tickets nahi

    • @deepakpatnaik2702
      @deepakpatnaik2702 Місяць тому

      Super Flop L.E.D Stars have already ruined the Odia Film Industry and now trying to ruin the State of Odisha. This guy is a bloody swine.

    • @krishnapriyamohapatra6817
      @krishnapriyamohapatra6817 Місяць тому +5

      Sidhanta win

    • @deepakpatnaik2702
      @deepakpatnaik2702 Місяць тому +5

      @@krishnapriyamohapatra6817 Tala Adu. He is a bloody flop actor who has totally ruined the Odia Film Industry.

    • @nareshsahoo2670
      @nareshsahoo2670 Місяць тому +3

      To bhali nuhe ghara bapa ku chadi ghara pakha loka ku bapa boli daku

  • @odishavillagearea5838
    @odishavillagearea5838 Місяць тому +144

    ବିଜେପିରେ ପୁରୁଣା ନେତା ଭାଇମାନେ ବହୁତ କଷ୍ଟ କରିଛନ୍ତି ବିଜେପି ଆଗକୁ ଗଲା‌ ବେଲି‌ ଏମାନେ ଦଳ ଡେଇଁ ପଡୁଛନ୍ତି ଜନସାଧାରଣ ବିଚାର କରିବେ

    • @odishabirdlovers3827
      @odishabirdlovers3827 Місяць тому +8

      ଠିକ୍ କହିଲେ

    • @pabitranayak4894
      @pabitranayak4894 Місяць тому +3

      ଠିକ କହିଲ ଭାଇ ଏମାନେ ଆସିକି ପୁରୁଣା ନେତାଙ୍କ ଭେଲୁ ରହୁନି

    • @pabitranayak4894
      @pabitranayak4894 Місяць тому +4

      ଚୋର ସବୁ ଏମାନେ କିଛି ଗୋଟେ ଭଲ କାମ ନାହିଁ l

    • @SKNAIK-kv8ls
      @SKNAIK-kv8ls Місяць тому +2

      Ed cbi voyare 😜😜😜

    • @user-jyotiranjan143
      @user-jyotiranjan143 Місяць тому

      Right bhai

  • @user-er8lj8de6m
    @user-er8lj8de6m 15 днів тому +6

    Super sidhanta Bhai

  • @DurbadaKanhar-wg3sc
    @DurbadaKanhar-wg3sc 13 годин тому

    Jay jagannath... Thank you sir

  • @gopabandhubehera453
    @gopabandhubehera453 Місяць тому +113

    ବହୁତ୍ ବଡବଡ,କଥା,କହୁଛ ବିଜେଡି,ଟିକେଟ ଦେଲାନାହି ବିଜେଡି,ଛାଡିଦେଲୁ,

    • @jullysamal6626
      @jullysamal6626 Місяць тому +5

      ସିଦ୍ଧାନ୍ତ ମୀନ କରାଣ୍ଡି ଓହୋଳ ନିଗିଦା bjd ra bjp Tani neuchi
      Humanity ନାହିଁ

    • @user-vh2xz8vf5u
      @user-vh2xz8vf5u Місяць тому +1

      BJP aasile chori Kariba lootiba bikiba desho ko dhokha deba gandi maariba lootiba balatkar Kariba paise chori Kariba lootiba bikiba desho ko biki khaiba

    • @letsRun10000
      @letsRun10000 Місяць тому

      😊😊😊

    • @mfashnvsdmv
      @mfashnvsdmv Місяць тому

      Eguda ku kie pachare , tume bodhe sabu Dina mp.hoi thanta , eha thi kahara kichhi asa nahin

    • @user-vy4by8ib9w
      @user-vy4by8ib9w Місяць тому

      Absolutely right

  • @ramabariha372
    @ramabariha372 Місяць тому +27

    ଏଥର ପୁଣି ନବୀନ ସିଦ୍ଧାନ୍ତ ବାବୁ. ତୁମେ ସୁନିଶ୍ଚିତ ହାରିବ. ତୁମେ ଗୋଟେ ସ୍ୱାର୍ଥବାଦୀ.ବିଜେଡି ର 5ବର୍ଷ ଖାଇଲ ମନେ ପଡ଼ୁ ନାହିଁ.

  • @biswanathnaikbankipalisank5968

    ବହୁତ ସୁନ୍ଦର କଥା ସିଦ୍ଧାନ୍ତ ମହାପାତ୍ର 👍👍

  • @SamsungGalaxyJ7NXT
    @SamsungGalaxyJ7NXT 23 дні тому

    Siddhant Bhai Bharat mata ki Jay mere taraf se aapko bahut bahut Abhinandan aur main chahta Hun duniya ke liye kuchh achcha karo hi aap karoge

  • @souravsahilcreation8579
    @souravsahilcreation8579 Місяць тому +131

    ଏ ମାନେ ସବୁ ନିଜ ସ୍ବାର୍ଥ ବାଦୀ ଖାଲିଗପ ମାରିଲେ କଣ ହେବ

    • @MasMusicodiya
      @MasMusicodiya Місяць тому

      BJD ki gale bhal
      NA gale kharapa

    • @ashokkumarsahoo8044
      @ashokkumarsahoo8044 Місяць тому +1

      ସାର୍ ଆପଣ ଦଳ ରେ ଥିଲା ବେଳେ ଆପଣ ଏ ସବୁ ବିଷୟରେ କିଛି କହିଥିଲେ କି? ନୂତନ ପିଢ଼ି ଙ୍କୁ ସୁଯୋଗ ଦିଅନ୍ତୁ

    • @JitenNayak-wy4pq
      @JitenNayak-wy4pq Місяць тому +2

      Sidhanta sir thik nispati neichanty.karana se jane hindu.jay Sri ram

    • @tukkuthacomanman8495
      @tukkuthacomanman8495 Місяць тому

      Thik katha bro😭

    • @bijayagageranga7018
      @bijayagageranga7018 Місяць тому

      ସ୍ୱାର୍ଥପର ନେତା

  • @abdulnasimaktar4862
    @abdulnasimaktar4862 Місяць тому +20

    ଥାଉ ସେତିକି ଅସ୍ମିତା କଥା...ସବୁ ନିଜ ସ୍ବାର୍ଥ ପାଇଁ,ଜନତା ପାଇଁ କେହି ନାହାନ୍ତି

  • @jagannathparida356
    @jagannathparida356 7 днів тому +1

    Thank you sir 🙏🙏🙏🙏🙏🙏❤❤❤❤❤❤❤❤❤

    • @jagannathparida356
      @jagannathparida356 7 днів тому

      Apana amapae. Ruhantu❤❤❤❤❤❤❤❤❤ please sir gariba ku Daya karantu❤❤❤❤❤

  • @user-ei1vt2gw8x
    @user-ei1vt2gw8x 4 дні тому

    Munna bhai authentic, go ahead, be victorious and serve the people

  • @murmubabulifestyle2508
    @murmubabulifestyle2508 Місяць тому +21

    ବହୁତ ଭଲ କଥା କହିଲେ ସିଦ୍ଧାନ୍ତ ସାର ଲକ ମାନେ ଜାଣି ସାରି ଲେଣି ଓଡିଶା ବାସି ନବୀନ ଆଉ ରହି ବନି ଜୟ ଜଗନ୍ନାଥ

    • @issaclima8734
      @issaclima8734 Місяць тому +2

      ଯେତେବେଳେ ଗଜପତି ଗଞ୍ଜାମ ର mpଥିଲେ ଏ ମହାଶୟ ଦୁଇଟି ଜିଲ୍ଲା ପାଇଁ କଣ୍ କରିଛନ୍ତି ଟିକେ ପଚାରନ୍ତୁ ଏ ଲୋକ ଖାଲି ଟଙ୍କା ପାଇଁ ଗପ ଶୁଣାନ୍ତି

    • @ddsspblogddsspblog923
      @ddsspblogddsspblog923 29 днів тому +1

      Kichhi koribeni rajanitiro Baya emane.
      Modi g v gandi Mari duniaru biday nebo .

    • @issaclima8734
      @issaclima8734 29 днів тому

      @@ddsspblogddsspblog923 ଠିକ୍ କଥା କହିଲ ଭାଇ

  • @arajunmaharana6147
    @arajunmaharana6147 Місяць тому +50

    ହଉ ହେଲା... ଜୁନ୍ ଚାରିକୁ ଚାହିଁ ରହିବା l

  • @SamsungGalaxyJ7NXT
    @SamsungGalaxyJ7NXT 23 дні тому

    Only for mein Siddhant bhai ka support mein hun aur main Siddhant bhai ka baat Ko manta hun Sahi baat bole sidha dawai achcha Laga sunkar

  • @user-ky6zz3mk8p
    @user-ky6zz3mk8p 4 дні тому

    Bhai ❤bahut katha kahile. Jay Jagannath 🙏🙏🙏🙏

  • @purusottamsukla8315
    @purusottamsukla8315 Місяць тому +28

    "ସତ କହିଲେ ଶତ୍ରୁ ନିଶ୍ଚିତ କିନ୍ତୁ ସତ ଟା ସବୁବେଳେ ଶକ୍ତ "

    • @comradedear8591
      @comradedear8591 Місяць тому

      Sir a ସବୁ ଏବେ ମାଟି ପ୍ରତି ଭଲ ପାଇବା ଆସୁଛି...... ଆଜି ଅସୁବିଧା ହେଲା କାଲି ନଥିଲା...... Respect ଦେବାକୁ ଆଉ ଇଚ୍ଛା ନାହିଁ.....mga ଙ୍କୁ ଖାଲି ଅଣ୍ଡା କାଳୀ 😡😡🔥🔥.... କଣ ପାଇଁ ticket ଦେବା ତମେ mga ଜିତିଲା ପରେ ଘରେ ଶୋଇବ... Ticket ନା ବୋପ ବାଣ୍ଡ ପାଇବ.... ଏମାନଙ୍କ ସତ ଆଘକୁ ନିଜେ ଆଣୁଛନ୍ତି... ବୋକାମୀ 🤣🤣🤣sala pagla admi

  • @suranjanpradhan1971
    @suranjanpradhan1971 Місяць тому +84

    ତୁମେ ସ୍ଵାଭିମାନୀ ନୁହେଁ । ତୁମେ ସ୍ବାର୍ଥ ପର ....ତୁମେ କାହାର ନୁହେଁ .....

  • @sasibhusansharma1987
    @sasibhusansharma1987 Місяць тому

    Very nice answer. Sir really great answer.

  • @shankarpatra9890
    @shankarpatra9890 29 днів тому

    Love from Mayurbhanj 😊

  • @LIPU7205
    @LIPU7205 Місяць тому +5

    Thanks 🙏🙏👍 sithanth bhai

  • @ajitdas5052
    @ajitdas5052 Місяць тому +7

    Bhai kn kahila ma. Hariba all the best 👍👍😀😀😀😀😀😀👍👍👍👍👍👍👍

  • @user-tt9ju7gr7s
    @user-tt9ju7gr7s 29 днів тому +1

    ❤❤❤❤❤❤❤ bahut badiya kahichhanti sidhant sir. God blesses you. Jay jaganath. Mahaprabhu mahadev❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @durgajenna2551
    @durgajenna2551 4 дні тому

    Sir so super and great person and great Actor 🙏🙏🙏

  • @user-pg6ny6ly1h
    @user-pg6ny6ly1h 16 днів тому +1

    Thanks muna bhai

  • @roll09
    @roll09 Місяць тому +9

    ବିଜେଡି ରେ ଥିଲେ ସବୁ ଭଲ ଲୋକ ବିଜେଡି ରୁ ପଳେଇଲେ ସବୁ ଖରାପ ଲୋକ ଅଛନ୍ତି ଓଡ଼ିଶା ରେ। କି ଚାମଚା ଲୋକ
    25ବର୍ଷ ରେ କଣ କରିଛି ବିଜେଡି
    ଦାଦନ ରେ 1
    ନିଯୁକ୍ତି ନାହିଁ
    ଗରିବ ରେ
    ବେକରିରେ ଓଡ଼ିଶା ଜୟ ଜଗନ୍ନାଥ
    ଦୁର୍ନୀତି ଚରମ ସୀମା
    ଜଗନ୍ନାଥ ଚାଉଳ ....ଆମ ଗାଁ ମାଇପି ଯୋଜନା
    # ନିର୍ବାଚନ ଆସିଲେ stsc କାର୍ଡ ଖେଳିବା
    ପିଲା ଯିବେ ଦାଦନ ବିଜେଡି କରିବ ଶାସନ
    ଓଡ଼ିଆ

    • @susantrout9752
      @susantrout9752 Місяць тому

      Murkha bele bele nija ku besi gyani dekhei huye🎉

    • @susantrout9752
      @susantrout9752 Місяць тому

      Kaha Naveen babu jindabad❤❤❤

  • @Common-Man-View
    @Common-Man-View Місяць тому +14

    “ Asmita” . Who is she only coming after change a party 😂

    • @rsbrajakishore7066
      @rsbrajakishore7066 Місяць тому +5

      Asmita is so Beautiful ❤,she is sister of Smita, daughter of Mita,Idol of ITA

    • @thug143
      @thug143 Місяць тому

      Mother of bata
      Anta re bandhi hi fita
      Taku mora tata😂

  • @sudarsanrout6957
    @sudarsanrout6957 Місяць тому

    Sidhant Bhai apanankara ehi ketoti Katha mahan byaktitor parichaya feuachhi ama odisha basinku. Jay siram

  • @user-oz5oj9to7b
    @user-oz5oj9to7b 4 дні тому

    Sir sir bahut bhal thanks collme

  • @panchanangahan9865
    @panchanangahan9865 Місяць тому +7

    Sidhant Mohapatra must win.A nice gentleman and popular artist.A appeal the Digapahandi people to vote for Sidhant Mohapatra.

  • @rajeshbarik9048
    @rajeshbarik9048 Місяць тому +18

    ସିନେମା ଡାଏଲଗ ଏଠି ଚଳିବନି ଏଟା ରାଜନୀତି ଯୋଉଠି ରହିବୁ ଭଲସେ ରହ

    • @nirojbishi8918
      @nirojbishi8918 Місяць тому

      Aaji kali ra rajniti kana bhai????Actually ebe sabu film dialog hoigala na

    • @ssktv4398
      @ssktv4398 Місяць тому +1

      Film dailog real life ku nei karajae....bjd hatao odisha banchaooo

    • @Odiaboy-Dev
      @Odiaboy-Dev 28 днів тому

      ​@@ssktv4398ନବୀନ ମୁର୍ଦାବାଦ

  • @prakashbiswal6673
    @prakashbiswal6673 Місяць тому

    Sidharth Bhai I am proud of your speach .

  • @chhabiladigal9386
    @chhabiladigal9386 Місяць тому +6

    ଏହି ପରି ନେତା ମାନଙ୍କୁ ଭରସା କରିବା ଜନତା ମାନଙ୍କ ପାଇଁ ସବୁଠାରୁ ଭୁଲ୍।

  • @user-fz6qz7cd1f
    @user-fz6qz7cd1f Місяць тому +17

    ଏ ଭାଇ ରାଜନୀତି କୁ ବିଶ୍ୱାସ କରନି ତମ କାମ ସରିଗଲେ ତମ କୁ ଅଳିଆ ଭାବି ପୋପାଡ଼ି ଦେବେ ସେଥିପାଇଁ ପାଇଁ ଭଲ ହେବ ତମ ତମ କାମ ରେ ମନ ଦିଅ

    • @krishnapriyamohapatra6817
      @krishnapriyamohapatra6817 Місяць тому

      Han tame pandu ku biswash kara

    • @RaghuNandanSahoo-et2bk
      @RaghuNandanSahoo-et2bk Місяць тому

      Tu Pandu Ra Pela Ku Chatee Tamilian Maghiaa Nka Dadana khare Murkha Bedhuaa Mendhaa Murkhaa Gihaa Odiaa🤣😆🤣🤣🤣🤣🤣🤣🤣🤣🤣🤣🤣😂😂😂😂😂😂
      Tama Bhalia Bajatiyaa Odia Nka Banda Balla Auakat Seiyaa Bee Pandu Aau BJD Ra Pela Ku Chatibaa.😂😂😂Hatt BJD Ra Cahkara 😂😂😂😂😂😂😂😂 Maghiaaa
      Tohh Paribaara Ku BJD Chodichi 😂😂😂😂TahhhGandii Galu Hauchi

  • @isk046
    @isk046 Місяць тому +12

    Thanks thank yu sar ସିଦ୍ଧାନ୍ତ ମହାପାତ୍ର

  • @galaxym30s74
    @galaxym30s74 9 днів тому

    Lakho Odisha bashi _There are (21 Mp & 147 Mla) champion leader"s vision & dept mission are great unexpecatbl 👏🏼today@#feature_tomorrow

  • @nsvisionnsv5597
    @nsvisionnsv5597 11 днів тому +1

    Change not odisha ! change odisha sarkar & odisha political

  • @aswinikumarrout3963
    @aswinikumarrout3963 Місяць тому +77

    ଫିଲିମ ଭଳିଆ କଥା କହୁଛନ୍ତି

  • @a-135
    @a-135 Місяць тому +3

    Ama Odisha Tamil Odisha Ama Odisha Pandu Odisha hotao Odisha bachao 🙏

  • @saratmohapatra875
    @saratmohapatra875 Місяць тому

    Sir are you great of Odisha asmita

  • @jaybantasahu3421
    @jaybantasahu3421 2 години тому

    Verry good sir

  • @basistakanhar6667
    @basistakanhar6667 Місяць тому +11

    ମୋ ମତ ରେ ଜଣେ ଅଭିନେତା ଅଭିନେତା ହିସାବରେ ରହିଲେ ବହୁତ ଲାଗନ୍ତା ରାଜନୀତିରେ ପଶି ନିଜକୁ ତଳକୁ କାହିଁକି କରୁଛ । ଆମେ ଆପଣଙ୍କୁ ଛୁଆ ବେଳୁ ଦେଖି ଆସୁଛୁ ଆଉ ନିଜକୁ ଗର୍ବ ଅନୁଭବ କରୁଛୁ କି ଏମିତି ଜଣେ ଅଭିନେତା ଅଛନ୍ତି ଯାହାଙ୍କ କଳା ପ୍ରଦର୍ଶନ ହୃଦୟକୁ ଛୁଇଁ ଥାଏ ତ ଶେଷରେ ଏତିକି କହିବି ରାଜନୀତି ବାଇଟ ବେଶି ଦିଅନ୍ତୁ ନାହିଁ ନ ହେଲେ ଆପଣଙ୍କ ପ୍ରତି ଯାହା ଭଲପାଇବା ଦେଇଛନ୍ତି ଓଡ଼ିଶା ବାସି ସମସ୍ତେ ରଷ୍ଟ କରିବେ । ଜୟ ଜଗନ୍ନାଥ🙏🙏🙏

  • @subashchandrasubudhi1399
    @subashchandrasubudhi1399 Місяць тому +16

    ଆପଣ ଓଡ଼ିଶାକୁ ଏବଂ ଓଡ଼ିଶା ଲୋକଙ୍କୁ ଭଲ ପାଉଥିବାରୁ ଓଡ଼ିଶାବାସୀଙ୍କ ତରଫରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।

  • @sudiptrainofrhythm8529
    @sudiptrainofrhythm8529 8 днів тому +1

    ମୂର୍ଖ ଗୋଡ଼ ଚଟା ଓଡ଼ିଆ ଙ୍କ ମୁଣ୍ଡ ର ଦହି ବଦଳିବାକୁ ଟିକେ ସମୟ ଲାଗିବ। ଲାଗୁଛି ସିଦ୍ଧାନ୍ତ ଙ୍କ କଥା ମୂର୍ଖ ଓଡ଼ିଆ ଙ୍କୁ ଗୋଟେ ନୂଆ ଆଲୋକ ର ରାସ୍ତା ଦେଖେଇବ

  • @manojnag6666
    @manojnag6666 Місяць тому

    Very very Nice commitment dear film star of odisha .....❤❤

  • @ashokjena7397
    @ashokjena7397 Місяць тому +52

    ଏ ହିରୋ 10 ବର୍ଷ ରେ କଣ କରି ଛନ୍ତି ଆଗ କୁହ

    • @dipani45
      @dipani45 Місяць тому +6

      2times MP from Berhampur... hasn't done a single work the people of odisha...khali katha bada badaa

    • @rabindramahapatro7812
      @rabindramahapatro7812 Місяць тому

      Na in babu 24 year re kana karichanti Ku ha,tala patu 1 no,😂

    • @roll09
      @roll09 Місяць тому +2

      ​@@dipani45 ହଇରେ ବିଜେଡି 25 ବର୍ଷ ରେ କଣ କରିଛି। ଆମ ଗାଁ ମାଇପି
      ଯୋଜନା।

    • @dipani45
      @dipani45 Місяць тому

      @@roll09 GO AND ASK YOUR ELDERS

    • @roll09
      @roll09 Місяць тому

      @@dipani45 ଚାମଚା ଙ୍କୁ ଦେଖା ଯିବ। Abhijit। ତମ ପରି

  • @rourkelabiker
    @rourkelabiker Місяць тому +13

    ସିଦ୍ଧାନ୍ତ ମହାପାତ୍ର ତୁମେ ଜୟ ଶ୍ରୀ ରାମ୍ କହିଲ ବହୁତ୍ ଭଲ କଲ କିନ୍ତୁ ଆମ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଏତେ ଶୀଘ୍ର ଭୁଲି ଗଲ ! ବାଃ ବାଃ ଆପଣଙ୍କ ବିଚାର କୁ l ଜୟ ଜଗନ୍ନାଥ

    • @user-jq2jn7hm9u
      @user-jq2jn7hm9u 28 днів тому

      Bhai Jagannath au Ram para gotia andha bhakta mane kahuthile mu sunichhi 😂😂😂😂

    • @Anshuman-07
      @Anshuman-07 23 дні тому +1

      ଯିଏ ରାମ ସିଏ ହିଁ ଜଗନ୍ନାଥ ଆଉ ଯିଏ ଜଗନ୍ନାଥ ସିଏ ହିଁ ରାମ । ସମସ୍ତେ ଏକ❤

  • @Mahadev111bhakt
    @Mahadev111bhakt 15 днів тому

    Sidhhant sir,,, ajika duniya re,, bhala loka nku kehi sapoot kariba dura,,, tanka mana katha kehi bujhi paranti nai,, tanka kichhi pai bikri hei jau chhanti🙂🙂

  • @Skillogram
    @Skillogram Місяць тому

    Well said and agreed. However, I am not sure of your achievements as a member of Lok Sabha from 2009 to 2019 for the people of Berhampur. It is true that party may matter when you start the political journey but don't you also think your actions after being elected also carry a great significance later?

  • @Pupunsandhyalifestyle123
    @Pupunsandhyalifestyle123 Місяць тому +31

    କଥା ବହୁତ୍ ଚିକଣ କହୁଛ।
    ବା ବା ମାନିବାକୁ ପଡ଼ିବ ତୁମ କୁ ।
    ଯାହା ହେଲେ ବି ତୁମେ ଅଭିନେତା ଆଉ ଭଲ ଅଭିନୟ କରିକି ।ଲୋକ ଙ୍କ ମନ କିଣି ପାରୁଛ।🙏🙏🙏

  • @Ram_is_here4ever
    @Ram_is_here4ever Місяць тому +4

    For the first time I have a very strong feeling that odisha is going to change soon towards development.

    • @rajupatnaik7776
      @rajupatnaik7776 Місяць тому

      Ram, your comment is nothing but a pathetic JOKE! You neither know anything about current Odisha nor do you know the meaning of "development".

  • @hitamhembramofficial6391
    @hitamhembramofficial6391 28 днів тому

    Vey good answer sidhanta Mahapatra sir ame Full support re achhu ❤❤❤❤❤master and blaster

  • @MadhuMSP-hp5dx
    @MadhuMSP-hp5dx 10 днів тому +1

    ଜୟ ଭାରତ ମାତା କି ।

  • @amarbag5933
    @amarbag5933 Місяць тому +3

    ଜୟ ଶ୍ରୀରାମ

  • @srisaidesignvastu9209
    @srisaidesignvastu9209 Місяць тому +54

    ସିଦ୍ଧାନ୍ତ ମହାପାତ୍ର ଅତି ଭଲ ଅଭିନେତା ଓ ମଣିଷ ,ସେ ଭୂଲ ଦଳରେ ଥିଲେ !

  • @jagadishtudu248
    @jagadishtudu248 29 днів тому +1

    Thank you sidhanta bhai❤️❤️

  • @LaxmiPriya-bi5se
    @LaxmiPriya-bi5se 14 днів тому

    ଅଭିନେତା ହିସାବରେ ଆପଣ ଜଣେ ଦକ୍ଷ ବଳିଷ୍ଠ କଳାକାର. ଲୋକମାନେ ଆପଣଙ୍କୁ ଭଲ ପାଆନ୍ତି.. ଲୋକମାନଙ୍କ ଭଲ ପାଇବାକୁ ଅପବ୍ୟବହାର କରନ୍ତୁ ନାହିଁ. ଆପଣ ସେବା କରିବା ପାଇଁ ହୀନ ରାଜନୀତି ଆବଶ୍ୟକ ନାହିଁ. ବିନା ଦଳରେ ସିଧା ସଳଖ ସେବା କରିପାରିବେ.କ୍ଷମତା ପିପାସୁ ବ୍ୟକ୍ତି ମାନେ ରାଜନୈତିକ ଦଳରେ ସାମିଲ ହେବା ପାଇଁ ବ୍ୟଗ୍ର ହୁଅନ୍ତି. ଟିକଟ ନ ପାଇଲେ ଦଳ ବଦଳାନ୍ତି.

  • @satyabratasamal6414
    @satyabratasamal6414 Місяць тому +9

    ପୂର୍ବତନ ବିଜେଡି ସାଂସଦଙ୍କୁ ବିଜେଡି ଗୋଟିଏ ଭ୍ରଷ୍ଟ ଦଳ ବୋଲି ବୁଝିବାକୁ 25 ବର୍ଷ ଲାଗିଗଲା। ଏଇ ଏକ ସପ୍ତାହ ହେଲା ବୁଝିଲେ ଯେ ବିଜେଡି ଗୋଟିଏ ଭ୍ରଷ୍ଟ ଦଳ ଓ ବିଜେପି ଓଡ଼ିଶାକୁ ଜମିରୁ ନେଇ ଆକାଶ ରେ ଥୋଇ ଦେବ। ତେବେ ଆପଣ କୁହନ୍ତୁ, ଆପଣ ବିଜେଡ଼ିର ଷ୍ଟାର ପ୍ରଚାରକ ଥିଲାବେଳେ କିଛି ବୁଝି ଥିଲେ କି ନାହିଁ? ଏବେ ଯାହା କହୁଛନ୍ତି ତାହା ବୁଝି କରି କହୁଛନ୍ତି ନା ପୁଣି ଆଉ ଗୋଟେ ଦଳକୁ ଡିଆଁ ମାରିଲେ କହିବେ ବିଜେପି ଗୋଟିଏ ଭ୍ରଷ୍ଟ ଦଳ।

    • @anonymous-zr3zp
      @anonymous-zr3zp Місяць тому

      Ticket mili lani ethara bi, bahut asha Kari thile, sethipain Palturam aau....

    • @Nimdatv1879
      @Nimdatv1879 Місяць тому

      right

  • @bsantoshpatra9048
    @bsantoshpatra9048 Місяць тому +4

    💯 %right ❤❤❤

  • @sukantasix-packpolice2977
    @sukantasix-packpolice2977 29 днів тому

    Needed Odisha Next CM God bless 🙌🙌U ,,, all Odisha re prachar kr ntu please 🙏

  • @manoranjanbiswal7585
    @manoranjanbiswal7585 Місяць тому +8

    😂 so funny vote bele asmita Katha Mane padila

  • @dksahuangulvlogs
    @dksahuangulvlogs Місяць тому +22

    ସିଦ୍ଧାନ୍ତ ସାର୍ ଆପଣଙ୍କ କଥା ଶୁଣି ଲାଗୁଛି ଏବେ ଆମ ଓଡ଼ିଶା ଆଗକୁ ନିଶ୍ଚୟ ବଢ଼ି ଚାଲିବ

  • @prashangaming6877
    @prashangaming6877 Місяць тому

    Love you sidharth sir❤️❤️❤️❤️ important katha use karicganti sir. sab dhyan deiki suno ..

  • @niranjanrao210
    @niranjanrao210 Місяць тому

    bahut bhal kotha kahichh bhai,paribartan heba kotha,bjd mada mansare,samstanku kinichhi aau lake mada mansa khai bjd kathare paddu chhanti,but abe semiti habani,,jai sri ram

  • @prasantadashpupu7853
    @prasantadashpupu7853 Місяць тому +58

    Bjd କାହିଁକି ପୂର୍ବରୁ ଏ ଅଭିନେତା ଙ୍କୁ ଟିକେଟ ଦେଇଥିଲା?😂

  • @MasMusicodiya
    @MasMusicodiya Місяць тому +10

    Siddhanta Always Right

  • @ajithjena9027
    @ajithjena9027 13 днів тому

    Thank you Bhai Jai Bharat Mata Jai 👏💐💐💐💐💐🙏💯

  • @CreativeNatureLife
    @CreativeNatureLife 27 днів тому

    ଗୋଟେ ସାଧାରଣ ଜନତାର ଯେତିକି ସ୍ୱାଭିମାନ ଓ ସମ୍ମାନ ଅଛି,ଆମ ନେତା ମାନଙ୍କର ନାହିଁ,ସେମାନେ ପଦ ଓ ପଦବୀ ପାଇଁ କିଛିବି କରି ପାରନ୍ତି,
    ତେଣୁ ଏ ମିଛ ରାଜନୀତିରୁ ଦୂରେଇ ରହି ନିଜ ଭାଈ ସାହି ଓ ଗାଁରେ ଏକତା ରଖି,ଏହି ବହୁରୂପୀ ନେତାମାନଙ୍କୁ ସାବାଡ କର,ଦେଖିବ ଶାସନ କଳ ବ୍ୟବସ୍ଥାରେ ସୁଧାର ଆସିବ,ଉପଯୁକ୍ତ ପାର୍ଥିକୁ ଚୟନ କରନ୍ତୁ ଦଳକୁ ନୁହେଁ।
    🙏 ଜୟ ଜଗନ୍ନାଥ 🙏

  • @gugujuli4158
    @gugujuli4158 Місяць тому +5

    All orissa people salute you sidhanta sir pandian hatao from orissa

  • @jayakrishnapradhan-ms6tm
    @jayakrishnapradhan-ms6tm Місяць тому +10

    ଆପଣଙ୍କୁ ଅଭିନେତା ଭାବରେ ଓଡ଼ିଶାବାସୀ ସମସ୍ତେ ଭଲ ପାଆନ୍ତି।ଠିକ୍ ସେହିପରି ଓଡିଶାବାସୀଙ୍କୁ ଭଲ ପାଆନ୍ତୁ। ଆପଣ ସତରେ ଜିତିବେ।

  • @NilaNiladas-lu4sq
    @NilaNiladas-lu4sq 20 днів тому

    ଭାଇ ରଜ୍ ନୀତି ରାସ୍ତାରେ କହିଁ ପାଦଦେଲେ ରଜେନିତି ନୁହଁ କୂଟନୀତି ମୋ ସୁନ୍ଦର ଭାରତ କୁ ରାଜନୀତି ଛାରଖାର କରିରଦେଲା ଛି ରାଜନୀତି

  • @bhabatoshpatra4689
    @bhabatoshpatra4689 17 днів тому

    ବେଶ୍ଯା ର ପ୍ରଣୟ ରେ ବିଶ୍ବାସ କରାଯାଇ ପାରିବ ହେଲେ ଏଭଳି ରାଜନେତାଙ୍କ ଆଦର୍ଶ ରେ ନୁହଁ

  • @user-hv6md8qx8w
    @user-hv6md8qx8w Місяць тому +5

    Siddhanta Bhai..GOD BLESS YOU.....❤❤❤❤❤

  • @brahmaachary3955
    @brahmaachary3955 Місяць тому +3

    ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀବାସିନ୍ଦା ଠିକ୍ ଜବାବ ଦେବେ

  • @amarendrasahu9843
    @amarendrasahu9843 Місяць тому

    The Future..... All the best . We love ❣️ you.

  • @UmeshGiri-md9ln
    @UmeshGiri-md9ln 29 днів тому

    My favourite hero Sidhant Mohapatra all time all

  • @sushantmohanty1274
    @sushantmohanty1274 Місяць тому +50

    ବିଚରା କୁ ଟିକେଟ ଦେଲେନି, ବାଚଳ ପରି ଗପୁଛି ।

    • @user-bg5sg1cr1b
      @user-bg5sg1cr1b Місяць тому

      News bhol ki dekhontu tk kauthi milichi ticket 😂😂😂

    • @PramodKumar-12345
      @PramodKumar-12345 Місяць тому

      ନବିନ ସରକାର ହଟାଓ

    • @ssktv4398
      @ssktv4398 Місяць тому

      Bjd hatao odisha banchaooo

    • @ssktv4398
      @ssktv4398 Місяць тому +1

      Bjd hatao odisha banchaooo

    • @SidhantKar
      @SidhantKar Місяць тому

      Jay Sreeram, Jay Sidhant