ଅଖିଳଙ୍କ ପ୍ରଶ୍ନ ଅପରାଜିତାଙ୍କ ହାତରୁ କାହିଁକି ପଦ୍ମ ନେଲେନି ମୋଦି ? Bhubaneswar LS Constituency.

Поділитися
Вставка
  • Опубліковано 10 тра 2024
  • ଅଖିଳଙ୍କ ପ୍ରଶ୍ନ ଅପରାଜିତାଙ୍କ ହାତରୁ କାହିଁକି ପଦ୍ମ ନେଲେନି ମୋଦି ? Bhubaneswar LS Constituency. #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha
    Like our Website page:
    www.pratidintv.com/
    Like Our Facebook Page
    : / pratidinodisha
    Subscribe To Our UA-cam Channel:
    / @pratidintvodisha
    Subscribe To Our Hashtag Channel: / @hashtag6187
    Like our Website page:
    www.pratidintv.com/

КОМЕНТАРІ • 1,7 тис.

  • @hrudayaranjan8217
    @hrudayaranjan8217 24 дні тому +276

    ଏଇଟାକୁ BJP ଟିକଟ ନ ଦେବାରୁ ଏମିତି ହେଉଛି ନା କଣ ଭାଇମାନେ .ଏଇଟା ନେତା ହେବାକୁ ଅନ୍‌ଫିଟ୍😂😂😂😂

    • @himan7996
      @himan7996 24 дні тому +11

      Aeta ardha pagala taaaa

    • @Ranjan-7111
      @Ranjan-7111 24 дні тому +6

      To jibanare neta heiparibu

    • @avayakumarbarik2882
      @avayakumarbarik2882 24 дні тому +12

      ଆର ଅଖା ନାହିଁ କି ବିରି ନାହିଁ ଭାଇ।

    • @NIHARNAYAK-cx3cl
      @NIHARNAYAK-cx3cl 24 дні тому +3

      To bou bia

    • @mks5547
      @mks5547 24 дні тому +1

      ଆମେ ଓଡ଼ିଆ ଭାଇ ପାଇକ ପୁଅ ମନ୍ମଥ ଭାଇ BJD jindabad

  • @srikantakumardas2345
    @srikantakumardas2345 24 дні тому +244

    କାହିଁ ପାଗଳ ପରି ହେଉଛୁ କିରେ ତୋର କଥାରେ ଜଣା ପଡ଼ୁଛୁ ତୁ ପଣ୍ଡୁର ପାଦ ଚାଟି କି ରହିବୁ

  • @santoshmalik4114
    @santoshmalik4114 24 дні тому +35

    ଯେଉଁ ଲୋକ ତାମିଲ ଚୋର ପାଦ ଚାଟିଲା ତାଠୁ ମୂର୍ଖ କେହି ନୁଁହ, ତୋର ମୂର୍ଖାମୀ ଯୋଙ୍ଗୁ ବିଜେପି ନାତ ମାରି କାଢିଲା

  • @dharmanandapradhan3385
    @dharmanandapradhan3385 23 дні тому +9

    ପ୍ରତିଦିନଟିଭିଭାଇ ଏହି କମେଣ୍ଟସବୁ ଏହି ଅଭିନେତାଙ୍କୁ ଦେଖେଇବେ

  • @bhagabanpanigrahi6598
    @bhagabanpanigrahi6598 24 дні тому +139

    ଏହାର ଅଖାନାହିଁ କି ବିରି ନାହିଁ। ତୁଛାରେ ଭଡ଼ଭଡ଼ ହେଉଛି

  • @user-tw9le4mi8w
    @user-tw9le4mi8w 24 дні тому +113

    ଏଇଟା ଗାଁ ସ୍କୁଲରେ ମନିଟର୍ ହେଇନି ନେତା ହବ

  • @dravaranibal590
    @dravaranibal590 24 дні тому +12

    ସାରଥି ବାବା ଲକେଟ୍ ଟା ବେକରୁ କୁଆଡେ ଗଲା କିରେ 😅😅😅😅😅😅😅😅

    • @TheTraveller21144
      @TheTraveller21144 16 днів тому

      Sarathi baba ku lunch karithila odisha re Baijyant panda jiye BJP ra😂😂😂😂😂

  • @himansupadhan3173
    @himansupadhan3173 24 дні тому +16

    ଏମାନଙ୍କୁ କହନ୍ତି ନିର୍ବୋଧ, ଏମାନେ ମରିଗଲେ ମଧ୍ୟ ଏମାନ ଙ୍କ ବୁଦ୍ଧି ଆସିବନି

  • @soumyaranjanswain6277
    @soumyaranjanswain6277 24 дні тому +120

    ଏଇଟା ପଇସା ଲୋଭି ପଦ ପଦବୀ ଆଶା ପୂରଣ ହେଲାନି ବୋଲି ପାଣ୍ଡୁ ପାଦ ଚାଟିଲା

    • @bikashbarik5851
      @bikashbarik5851 21 день тому

      Bhai bjd ru BJP ku jauchanete semanka lova nain ki

  • @manasmangual7099
    @manasmangual7099 24 дні тому +38

    ପ୍ରତିନିଧି tv ଙ୍କୁ ଅନୁରୋଧ ଏ କମେଣ୍ଟ ଗୁଡାକୁ ଅଖିଳକୁ ଟିକେ ଦେଖାଇବେ |

  • @dasknowledgecenter8261
    @dasknowledgecenter8261 24 дні тому +3

    ତୋ କଥା ଶୁଣି ଲୋକେ ପାଗଳ ଭାବୁଥିଲେ ହସୁଥିଲେ କିନ୍ତୁ ଯେବେ ଠାରୁ ତୁ ପାଣ୍ଡୁ ପାଣ୍ଡୁ ବୋଲି ଚାଟିବାକୁ ଲାଗିଲୁ ଲୋକ ତୋତେ ଶୋଧୁଛନ୍ତି.😅😅😅😅

  • @bijaysahoo6021
    @bijaysahoo6021 21 день тому +1

    ଭାଇ ମାନେ ତାଙ୍କୁ ଖରାପ ଭାବିବ ନାହିଁ । କାରଣ ସେ ଠିକ୍ କହୁଛନ୍ତି।

  • @samirpadhan9328
    @samirpadhan9328 24 дні тому +17

    ବିଜେପି ଟିକେଟ ନ ପାଇଲା ବୋଲି ପାଗଳ ହେଇ ଗଲାଣି....

  • @pradeepkumarjena4162
    @pradeepkumarjena4162 24 дні тому +46

    ପାଗଳା ହୋଇଗଲାଣି ତୋର ଜୀବନରେ
    ଓୈଡମେବର ଟେ ହୋଇପାରି ନାହିଁ

  • @bijaysahoo6021
    @bijaysahoo6021 21 день тому +1

    ଓଡ଼ିଶାରେ ନବୀନ ଭାରତରେ ମୋଦି ଏଥିରୁ ବ୍ୟତିକ୍ରମ ହେବନି
    କାରଣ , ତମର ମୁଣ୍ଡି କିଏ ଟିକେ ଚିହ୍ନାଇ ପାରିବ ? ତମର cm କିଏ ହେବ, ତାଙ୍କ ନାମ ଟିକେ ଦର୍ଶାଇ ବେ କି ପାରିବନି , କାରଣ ଆପଣଙ୍କ ଓପର ପଦବୀ ବାଲା ବି ଜାଣିନି କିଏ cm ହେବ,

  • @supriyasahoo4400
    @supriyasahoo4400 23 дні тому +1

    ଆରେ ଭାଇ ସେ ଜଣେ ପ୍ରଧାନ ମନ୍ତ୍ରୀ ତାଙ୍କୁ କହି ବି ଭାରତ ବର୍ଷ ରେ କାଉଥେବି ଅଟକାଇପରିବେନି , ଆଉ ଅପରାଜିତ ଙ୍କ ହାତରୁ ଫୁଲ ନ ନବା କଥା କହୁଛ PM ଙ୍କ ର ଯାଉ ପ୍ରୋଟୋକଲ ଅଛି ତାହାର ପାଳନ କଲେ

  • @user-is3wg6mr8f
    @user-is3wg6mr8f 24 дні тому +102

    ହଇରେ ନାଳୁଆ ପଇସା ଲୋଭି

  • @p.k.mansing3447
    @p.k.mansing3447 24 дні тому +100

    ତମେ ହେଉଛ ଗଜମୂର୍ଖ....ତମ କଥାର ମୂଲ୍ୟ ନାହିଁ

  • @abinashnayak8840
    @abinashnayak8840 24 дні тому +3

    ଏଇଟା ସଳା ଅଯୋଗ୍ୟ ଟା

  • @kabirajjena334
    @kabirajjena334 24 дні тому +72

    ଦୋ ମୁହାଁ ସାପ ସେ ମୁହଁ ରେ ଅରୁଆ ସେ ମୁହଁ ରେ ଉଷୁନା

    • @renubalamohapatra7437
      @renubalamohapatra7437 24 дні тому +1

      ଯେଉଁମାନେ ବିଜେଡି ରୁ ବିଜେପି କୁ ଯାଇଛନ୍ତି ସେମାନେ ବି ଦୋ ମୁହାଁ ଅନିୟକୁ କହୁଛ ଲାଜ ସରମ ନାହିଁ ତୁମ ପାଖରେ।

  • @prakassahu8381
    @prakassahu8381 24 дні тому +20

    ତମେ କିଏ ମୁଁ ତମକୁ ଆଜି ଜାଣିଲି। କୁଆଡେ ଗୋଟେ ଛୋଟ ମୋଟ ଫିଲ୍ମ ରେ actinig କରୁଥିଲ। ବାଉଳେଇ ହ କାହିଁକି ଉଛ

  • @sudammbj5923
    @sudammbj5923 24 дні тому +10

    ତ ଜୀବନରେ କୌଣସି ପାଟି ରୁ ବି ଟିକେଟ ମିଳିବ ନାହିଁ ତୁ ଶଳା କୁକୁର ପରି ଭୁକୁଥା...

  • @iknow7753
    @iknow7753 23 дні тому +1

    ଓଡ଼ିଆ ସିନେମା ଆକ୍ଟର ଭାଇ କେତେ ଟଙ୍କାରେ ଏତେ କଥା କହୁଛ
    MLA ticket ପାଇଁ ଆଗାମୀ ନିର୍ବାଚନ ରେ ଖଣ୍ଡେ ଟିକଟ ମିଳିବ
    ଓଡ଼ିଆ ବେକାର ଯୁବକ ଦାଦନ ଖଟିବାକୁ ବାହାର କୁ ଯାଉଛନ୍ତି
    ଓଡ଼ିଆ actor ନିଜ ରାଜ୍ୟରେ ଦାଦନ ଶ୍ରମିକ

  • @binayakumarsethi6114
    @binayakumarsethi6114 24 дні тому +53

    ହୋ ଭାଇ ତୁମେ କିଏ ମୁଁ ତ ତୁମକୁ କୋଉଠି ଦେଖିନି

  • @paridashiva
    @paridashiva 24 дні тому +66

    ଆରେ ଚୂତିଆ ଟିକେ ତୋ ମୁହଁକୁ ଲାଜ ନାହିଁ।।। 4 ତାରିଖ ପରେ ମିଡ଼ିଆ ରେ ଆସେ //

  • @abinashnayak8840
    @abinashnayak8840 24 дні тому +2

    ଆଉ କିଛି ଦିନ ଅପେକ୍ଷା କର ସଳା ପାଣ୍ଡି ତତେ ପେଲିବ

  • @ghanashyam9717
    @ghanashyam9717 23 дні тому

    ଅଖିଳା ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଯାହା ଉପାଡିଲୁ ଏବେ ରାଜନୀତିରେ କଣ ଉପାଡିବୁ

  • @hemantakumarsahu5249
    @hemantakumarsahu5249 24 дні тому +9

    ଲଜ୍ଜ୍ୟା ନାହିଁ ତୁ ପୁଅ ଅପରାଜିତା ଙ୍କର ଜୋତା କୁ ସରି ହେବୁ କିରେ ପୁଅ

  • @pcbalabantaray2545
    @pcbalabantaray2545 24 дні тому +28

    ତୋପରି ସ୍ଵାର୍ଥ ପର ମାଗିହା ତୁ ବୋଲି ନୁହଁ ସବୁ ମାଗିହା ଅଭିନେତା ସ୍ଵାର୍ଥ ହାସଲ ନ ହେଲେ ସବୁ ଏ ପରି କୁହନ୍ତି

  • @s.khurdha9371
    @s.khurdha9371 23 дні тому

    କେନ୍ଦ୍ର ସରକାରଙ୍କ ତରଫରୁ ସାଂସଦ ହୋଇ କିଛି କାମ ହୋଇ ନାହିଁ କେନ୍ଦ୍ର ତରଫରୁ ଖୋର୍ଦ୍ଧା ଜିଲ୍ଲାରେ ବିଗତ ପାଞ୍ଚ ବର୍ଷରେ କେବଳ ରାଜ୍ୟ ଭ୍ରମଣ ଆଉ ବିଦେଶ ଭ୍ରମଣ ଚାଲି ଥିଲା

  • @sonukhansonukhan8387
    @sonukhansonukhan8387 24 дні тому +1

    Pratidin tv ra khub sunder information. Dalay. Hartly salut

  • @gyanaranjanbrahma4884
    @gyanaranjanbrahma4884 24 дні тому +73

    ତମେ ଦଳ ର ଏତେ ବଡ଼ ନେତା ଯଦି ଜଣ ଙ୍କ ପାଇଁ କାଇଁ ଦଳ ଛାଡିଲ

  • @rameshpradhan8772
    @rameshpradhan8772 24 дні тому +33

    ତୁ ଶଳା ପାଗଳ ହେଇଯିବୁ ରେ ଅଖିଳ ପଟ୍ଟନାୟକ ।

  • @guddumohanty1556
    @guddumohanty1556 24 дні тому

    ଏଇଟା Jocker ଟା
    Serious ହେବନି ଦର୍ଶକମାନେ ।

  • @maheshwardas310
    @maheshwardas310 24 дні тому +1

    ମିଛେଇ ରାଣୀ ର ଚୋରା କାହାଣୀ. ନୁହେ ସେ ଅପରାଜିତା. ନାମ ତାର ହେଲେ ପରାଜିତା .ଯିବସେ ବିହାର ଲୁଚି ଲୁଚି କା

  • @samratashok7064
    @samratashok7064 24 дні тому +27

    ଏ ସଳାଟି ସାରଥି ଭକ୍ତ ବାଳ କହିବୁ

  • @mamamanasodiavlogs6311
    @mamamanasodiavlogs6311 24 дні тому +27

    କିଏ ଏ ପାଗଳ ଭଳିଆ କଣ ହଉଚି
    ଭାଇ ତମେ କୋଉ ଯାତ୍ରା ପାର୍ଟିର 😂😂😂

    • @anjananayak3971
      @anjananayak3971 24 дні тому

      E heuchhi pandu jatra party ra 3rd great comedian

  • @golluravineskumarnayak8420
    @golluravineskumarnayak8420 23 дні тому

    ଏ ବାବୁ ବିଜେପି ରେ ନିର୍ବାଚନରେ ଟିକଟ ପାଇବାକୁ ହେଲେ ଆଉ ଦଶ ବର୍ଷ ଲାଗିଥାନ୍ତା

  • @trilochanbehera4480
    @trilochanbehera4480 10 днів тому +1

    ଭାଇ ପୁରା film story dekhantu mu kou ଦଳକୁ samarthnakaruni ପୁଣି ଅପରାଜିତା ଷଡ଼ଙ୍ଗୀ uddiki ଆସିବ ଅପରାଜିତା

  • @findyourway8105
    @findyourway8105 24 дні тому

    ନେତା ମାନଙ୍କ କଥା ବିଶ୍ୱାସ ଯୋଗ୍ୟ ନୁହେଁ । ଏହି ପରି ନେତା ମାନେ ଯେଉଁ ପଟୁ ଟଙ୍କା ମିଳିବ ସେମାନଙ୍କର ପାଦ ଚାଟିବେ ।

  • @biprapriya
    @biprapriya 24 дні тому +16

    ରାଜନୀତି ଛାଡ, ଯାଅ ଯାତ୍ରା କର । ସେଇଟା ହିଁ ତୁମ ପାଇଁ ପ୍ରଯୁଜ୍ୟ।

  • @subhransuranjandash3741
    @subhransuranjandash3741 24 дні тому +21

    ପୂରା ଫିଲ୍ମ ଡାଇଲଗ ମାରୁଛୁ ରେ , ଯା ଫିଲ୍ମ କରିବୁ ତୋ କାମ କେବଳ ଆକ୍ଟିଂ କରିବା 😂😂

  • @santoshkumardora1868
    @santoshkumardora1868 24 дні тому

    Mr Akhil babu you are right speaking.Go ahead.

  • @dhirenmovies6771
    @dhirenmovies6771 23 дні тому

    ଏମିତି ପାଗଳ ଆମ ଓଡ଼ିଶା ରେ ଅଛନ୍ତି 😢

  • @SMShivaji42
    @SMShivaji42 24 дні тому +7

    ଓଡ଼ିଆ ଙ୍କୁ ବେକାର ହେବାକୁ ଦେବିନୀ ଓଡଶାରୁ ବାହାରକୁ ଦାଦନ ଯିବାକୁ ଦେବିନି ମୁଁ ସନ୍ୟାସୀ ହେବି କହିଲେ ଲୁକେ ମାନିବେ। ବକା କି କଥା କହୁଛୁ ତୋ ମୁହଁ ରେ ଲାଜ ନାହିଁ

  • @subratbhoi6429
    @subratbhoi6429 24 дні тому +7

    ମୁଁ ଭାବୁ ଥିଲି ତୁମେ ଗୋଟିଏ ଭଲ ନେତା ହେଇ ପାରିବ ହେଲେ ତୁମେ ନେତା ହେବାର ଯୋଗ୍ୟ ନାହିଁ ତୁମେ ପ୍ରକୃତ ରେ ନେତା ତାହେଲେ ଟିକେ ପାଇବା ଭୋକ ଲାଳସା ପାଇଁ ଆଜି ବିଜେପି ଛାଡି ନ ଥାନ୍ତ ତୁମର ପାଣ୍ଡୁ ଯେତେ ଲୋକ ବୋହି ଆଣି କି ପ୍ରଚାର କରୁଛ ସମସ୍ତଙ୍କୁ ଜଣା ଆଉ ତୁମେ ଜିବନରେ ନେତା ହେଇପାରିବ ନାହିଁ ବିଜେଡି ଏକ୍ସପାରୀ ଆସିଗଲା

  • @user-ri7er3ve4o
    @user-ri7er3ve4o 24 дні тому

    ପିଟୁ ବୁଳୁ ଯେତେ ବଳଶାଳୀ ହେଉ
    ଆଲସିସିଆନ ଯେତେ ସୁନ୍ଦର ହେଉ
    ଡୋବାର ମ୍ୟାନ ଯେତେ ଆକ୍ରମଣ ତକ୍ ହେଉ
    ଭୁକିବା ତାର କାମ
    ତୁ ସେମିତି ଭୁକିବୁ

  • @rajeshkumarnath5133
    @rajeshkumarnath5133 23 дні тому

    ଅଖିଳ ପଟନାୟକ ଯେଉଁ ବ୍ଯକ୍ତବ ଦେଉଛନ୍ତି ପିଲାଳିଆ ସେ ନେତାହେବା ପାଇଁ ସୂପ୍ନ ଦେଖୁଛନ୍ତି କାହିଁକି

  • @nilamanikar954
    @nilamanikar954 24 дні тому +21

    ଏଇ ନାଟୁଆ ବାବୁ ବଡ ବ୍ୟସ୍ତ ଦୋଷଗୁଣ ବାହାର କରିବାକୁ।ନିଜର ଓଜନ ଟିକେ ମାପ ?

  • @rashmiranjannayak2728
    @rashmiranjannayak2728 24 дні тому +5

    ଏବେ କଣ ଏ କୁହାଳିଆ ଜାତକ ଦେଖିଲେଣିକୀ କିଏ ହାରିବ କିଏ ଜିତିବ,,,, ଅଲଜ୍ୟା ଲୋକଙ୍କୁ ଲାଜଲାଗୁନି,,,,

  • @CrazzzyContents
    @CrazzzyContents 24 дні тому

    ଇଏ ନିଜକୁ ଭାବୁଚି superstar ଗୋଟେ. ଭଲ ହେଇଚି bjp ରୁ ପଳେଇଛି.

  • @laxmidharanayak3931
    @laxmidharanayak3931 23 дні тому

    Narendra Modi is class 7. Rahul Gandhi is MA (Economics) in Havard University, MPhil in Cambridge University. Mallikarjuna Kharge is BA, LLB. Mamata Banerji is MA (Political Science). Arvind Kejriwal is IIT, UPSC.

  • @dibyaranjan942
    @dibyaranjan942 24 дні тому +5

    Only Aparajita mam 💕 ଜୟ ଶ୍ରୀ ଜଗନ୍ନାଥ 🙏🙏

  • @ratnakarjena8451
    @ratnakarjena8451 24 дні тому +4

    କାହାକୁ ଗାଳି ଦେବା କି ନିନ୍ଦା କରିବା ଅହଂକାର ଅଟେ. ଗର୍ବ ନିଶ୍ଚୟ ଖର୍ବ ହେବ. ଏହା ସୃଷ୍ଟିର ନିୟମ

  • @Shekharcreative
    @Shekharcreative 11 днів тому

    ଭାରତ ଇଂରେଜ ଶାସନାଧୀନ ଥିଲାବେଳେ କିଛି ଭାରତୀୟ ଲୋକ ଇଂରେଜ ମାନଙ୍କୁ ସହଯୋଗ କରୁଥିଲେ ତାଙ୍କ ପାଦ ଚାଟୁଥିଲେ ତାଙ୍କ ପାଖରୁ ଭିକ ପଇବା ପାଇଁ
    ଆଜି ଲାଗୁଛି ସେ ଦିନ ପୁଣୀ ଥରେ ଦେଖିବାକୁ ମିଳୁଛି କେବଳ ତୋ ଭଳି ପଦଚଟା ମାନଙ୍କ ପାଇଁ
    ତୋ ଭଳି ଲୋକମାନେ ହିଁ ନିଜ ସ୍ବାର୍ଥ ପାଇଁ ରାଜ୍ୟ ଆଉ ଦେଶ କୁ ଅନ୍ୟ ହତାରେ ବିକି ଦିଅନ୍ତି
    ତୋତେ ଲାଜ ଲାଗିବା କଥା କିନ୍ତୁ ତୋ ମୁହଁ କୁ ଟିକେ ବି ଲଜ୍ଜା ନାହିଁ
    ଛି.. ଛି...ଛି..

  • @jitendrarout207
    @jitendrarout207 24 дні тому

    ଅଖିଳ ମୋହନ ପଟ୍ଟନାୟକ ଭଲି ବେହିଆ ବହାପୀୟା କୁ ଲାଜ ଲାଗୁନି। 4ତାରିଖ ପରେ ତମେ ବିଷ ଖାଇ ଆତ୍ମହତ୍ୟା କରିବ

  • @somuskofficial2084
    @somuskofficial2084 24 дні тому +39

    ତୁ କିଏ ବେ
    ତୋର ଯୋଗ୍ୟତା କଣ ଅଛି
    ଗପୁଚୁ ଆସୁଛି
    ଶଳା ମଦୁଆ
    ତୁ ଗୋଟେ ପାଣ୍ଡୁ ଚଟା ଯା ଚାଟିପକ୍କା
    ତୁ ତ ଟା ଗୋଟେ ମୂର୍ଖ
    ଆଇନ କାନୁନ କିଛି ବି ଜାଣିନୁ
    ଜୋତା ଖିଆ ଟା

    • @jullysamal6626
      @jullysamal6626 24 дні тому

      ଅଖିଳ ଠିକ୍ କହିଛନ୍ତି
      ବାସ୍ତବ କଥା

    • @somuskofficial2084
      @somuskofficial2084 24 дні тому

      Mam ଆପଣ ଜଣେ ପାଣ୍ଡୁ ସେବକ ବୋଧେ

    • @bishnupriyadash2437
      @bishnupriyadash2437 24 дні тому

      ​@@jullysamal6626 tu pura mundi ta se thik kahila se bala kahila ticket lobhi ku support karuchu tate laja nahi

    • @bishnupriyadash2437
      @bishnupriyadash2437 24 дні тому

      ​@@jullysamal6626 mu kahuchi lekhiki tame rakha a sala ta jibanare kichi karipariba nahi ameti sabubele khali tela maru thiba jodi se ameti sabubele hauthiba

    • @dhaneswaramajhi9381
      @dhaneswaramajhi9381 24 дні тому

      Apana captain dibyasankar babunku dekha karantu​@@jullysamal6626

  • @gangaganga6976
    @gangaganga6976 24 дні тому +13

    ଏ ଅଭିନୟ ନୁହଁ ରେ ଚୋର ଏଠି କାହାଣୀ କହନୀ ରାଜନୀତି ଟିକେ ସିଖେ

  • @mahendrakumarsahu4395
    @mahendrakumarsahu4395 14 днів тому

    Perfect Akhila Bhai 👑
    You are absolutely right 💯

  • @pratapsindhupatra8120
    @pratapsindhupatra8120 24 дні тому

    ଆରେ ପାଗଳ ଶୁଭଟା ତାଙ୍କ ଠୁ ନେଲେ ନାହିଁ

  • @rameshpradhan8772
    @rameshpradhan8772 24 дні тому +12

    ତୋ କଥା ଶୁଣିଲେ ହସ ଲାଗୁଛି, ଛି....ଛି.....ଛି। ଏତେ ଖୋଷାମତ ।
    "ଖୋଷାମଦ କାରୀ କ୍ଷୁବ୍ଧ ଶ୍ୱାନ ପରି
    ସହଜେ ଚିହ୍ନା ନଯାଏ, ଭୃତ୍ୟ ଭାବ ଧରି ପାଦ ଚାଟୁ ଚାଟୁ ବିଷ ଲେପି ଦେଇ ଥାଏ "।

  • @kcbarik3899
    @kcbarik3899 24 дні тому +25

    ଟିକେଟ ମିଳିଲାନୀ ତ ଆଉ କଣ କରିବେ

  • @bimalbhaigaming4849
    @bimalbhaigaming4849 23 дні тому

    ବିଜେଡି ଚରଟା
    ଏମିତି ଲକଙ୍କ ପାଇଁ ଏଇ ଓଡ଼ିଶା
    ଦାଦନ ଓଡ଼ିଶା ହେଇଛି ସଲ ଚରଗୁଡାକ

  • @Techbapum
    @Techbapum 23 дні тому

    ତୋ ପ୍ରଭୁ ସାରଥୀ କୁଆଡେ ଗଲେ କି.... ଏଠି ବେଶୀ ଭାଷଣ ମାରୁଛୁ... ଯା ଯା ତୋ ପ୍ରଭୁ ସାଙ୍ଗରେ ଗୋଲକୁଣ୍ଡା ହୋଟେଲରେ ପୀରତି କରିବୁ... ତୋ ଦ୍ଵାରା ରାଜନୀତି ହେବନି.... କାହିଁ ଅପରାଜିତା କାହିଁ ଇଏ.....

  • @qutysuhani8035
    @qutysuhani8035 24 дні тому +24

    ବାୟା mg

  • @manasmangual7099
    @manasmangual7099 24 дні тому +9

    ପୁଅ ଅଖିଳ ତୋ ଡ୍ରାମା ପରଦାରେ ଭଲ ଲାଗିବ |ତୁ ଏଥର deputy CM ହବୁ |ଏ ଡ୍ରାମା କରିବାକୁ କେତେ ପାଉଣା ପାଇଛୁ? ଅପରାଜିତାଙ୍କ ର କେଉଁ ଠିକୁ ସରି ହେବୁ |ପାଣ୍ଡୁର ଟେକିକି ଧରିଥା |

  • @gauraprasad4074
    @gauraprasad4074 24 дні тому +1

    ବେସିଗୁଡ଼େ ଗପନା ତୋମୁହଁରେ ପବ୍ଲିକ ଛେପ ପକେଇବେ, ମୂଲ୍ୟହୀନ ମଣିଷ......

  • @subratnayak2129
    @subratnayak2129 24 дні тому +5

    ଭାଇ ଆପଣ ବିଜେଡ଼ି କୁ ଗଲେ କିନ୍ତୁ ଟିକେଟ ତୁ ପାଇଲ ନାହିଁ

    • @sunilbarik4080
      @sunilbarik4080 24 дні тому

      Tihik bhai katha kahila👍
      eta sala pagala

  • @ODISHABHAI-eq8jq
    @ODISHABHAI-eq8jq 24 дні тому +3

    ଭଲ ବ୍ୟକ୍ତି ଙ୍କୁ ସମୟ ଦେଇ ଡାଟା ସାରି ଭିଡିଓ ଫୁଲ ଦେଖି 😍ଖରାପ କମେଟ,ଦେଉଛ , ସେଥି ପାଇଁ ଧନ୍ୟବାଦ 🙏🏻 ଏମିତି ଭିଡିଓ ଦେଖୁ ଥାଆନ୍ତୁ 🙏🏻🙏🏻

  • @supriyasahoo4400
    @supriyasahoo4400 23 дні тому +1

    ଭାଇ ଆମେ ସାଧାରଣ ଜନତା ଆମେ ଯାହା କହିବୁ ଆପଣକୁ ମାନିବାକୁ ପଡିବ,ଆପଣ ନେତା ଗିରି କରୁଛନ୍ତି ଆଉ pandian କଥା କହୁଛ ପୁରା ଷ୍ଟେଜ ରେ ଏକା ବୁଲୁଛନ୍ତି ପାଣ୍ଡୁ , ଆପଣଙ୍କ ଭଳି ନେତା ଙ୍କ ସ୍ଥାନ ନାହିଁ,ପୁରା ଷ୍ଟେଜ ରେ ତାଙ୍କର ଅଧିକାର ଆପଣ ଙ୍କୁ ଖରାପ ଲାଗୁନି ସେ କଥା କିନ୍ତୁ ପଦ୍ମ ତାଙ୍କ ହାତରୁ ଧରିଲାନି ତାକୁ ଆଧାର କରୁଛ ଅଲାଜୁକ

  • @mithunpatra177
    @mithunpatra177 24 дні тому

    ଭାଇ ନିଜର ସମ୍ମାନ ନିଜେ କାହିଁକି ହରାଉଛ। ଅଙ୍ଗୁର ଖାଇ ନ ପାରିଲେ ଖଟାକି?

  • @nababkhan7590
    @nababkhan7590 24 дні тому +4

    Bhai pura super 👍😂😂😂😂 hathhhh

  • @prasantanayak9263
    @prasantanayak9263 24 дні тому +20

    ନାଟକ ପାଟିରେ ରହିବା ଲୋକ ତତେ କିଏ ରାଜନୀତି ଜଣା

  • @user-jb6ev6fm3j
    @user-jb6ev6fm3j 24 дні тому

    ଜୟ ମୋଦି ଜୀ 🙏🪷💯💯💯

  • @ritandhal2238
    @ritandhal2238 23 дні тому

    ଆରେ ଅଖିଳ ତୋର paisa ନାହିଁ ତୁ କଣ ନିର୍ବାଞ୍ଚନ ଲଢ଼ିବୁ

  • @ganeshmaity32
    @ganeshmaity32 24 дні тому +3

    ତୁମେ ହାରିବ କିନ୍ତୁ ଓଡ଼ିଶାରେ ବିଜେଡି ସରକାର କରିବେ

  • @Motravelvlogs
    @Motravelvlogs 24 дні тому +10

    ଏଇଟା ନେତା ହବନି ଦିନେ ନା ଦିନେ ବଡ ଚୋର ହବ ଭଲ ଅଭିନେତା ତ ହେଲାନି ଇଏ କଣ ନେତା ହବ

  • @pratapsindhupatra8120
    @pratapsindhupatra8120 24 дні тому

    କେତେ ଭଲପାଉଛୁରେ ରାତି ସାରା ଦେଖିଲୁ

  • @bhubananandapradhan1713
    @bhubananandapradhan1713 23 дні тому

    ଆରେ ଶଳା ସେଇଟା ତୁମ ନବୀନ ଦାୟିତ୍ଵ ନୁହେଁ ସେଇଟା ପ୍ରଶାସନ ଦାୟିତ୍ଵ।

  • @prakashrout5771
    @prakashrout5771 24 дні тому +10

    ପର ଚିନ୍ତା ଛାଡ଼ି ନିଜ କଥା ଚିନ୍ତା କର

  • @bijoyapriyadarsinidash922
    @bijoyapriyadarsinidash922 24 дні тому +4

    ପାଗଳ ହେଇ ଗଲାଣି ଏଇଟା

  • @ashiskumar.dash7737
    @ashiskumar.dash7737 24 дні тому +1

    ଅଧିକା ଗପିଲେ ନିଜସ୍ୱ ରହିବନି କିଛି

  • @lnpattnaik
    @lnpattnaik 24 дні тому +2

    Value less byte

  • @biswaranjanjena403
    @biswaranjanjena403 24 дні тому +12

    ଗଲୁଆ ଙ୍କ ଭଳି ପ୍ରଳାପ କରନି, ତୁମ ହାତ ରେ 500 ଟା vote ନାହିଁ, ସ୍ବାର୍ଥ ରେ ବାଧା ପଡ଼ିଲା ବୋଲି ଏମିତି ରାଗରେ ତାଟିଆ କାମୁଡୁଛ

  • @chinmayadas8130
    @chinmayadas8130 24 дні тому +7

    Pandian sir Tu sala word member heiparibuni

    • @jullysamal6626
      @jullysamal6626 24 дні тому +1

      ଆଇଏଏସ word member kai ହେବ

    • @user-rn1hn3bj7y
      @user-rn1hn3bj7y 24 дні тому

      Akshya is right👌👌👌👌👌👌👌

    • @bishnupriyadash2437
      @bishnupriyadash2437 24 дні тому

      ​@@jullysamal6626 aparajita madam katha kahiluni se kn thile senior IAS odisha pai bahut bhala kama karichanti sabu thu bhala kahiluni

    • @user-bo8ui2nh4t
      @user-bo8ui2nh4t 23 дні тому

      ନବୀନ ତୋର ମାଆର ଘଇତା।

  • @amiyakumar2728
    @amiyakumar2728 23 дні тому

    ଇଏ ପୁରା ପାଗଳ ହେଇ ଗଲାଣି। ୟାର କଥା ବାର୍ତା ରୁ ଲାଗୁନି ଯେ ଇଏ ଜଣେ ବିଧାୟକ ହେବ ପାଇଁ ଯୋଗ୍ୟ।
    ଭଲ ହେଇଚି ବିଜେପି ଟିକେଟ ଦେଇନି। ସବୁବେଳେ ଖାଲି ଅପରାଜିତା ବିରୁଦ୍ଧ ରେ କହୁଛି।
    ବିନା ଟିକେଟ ରେ ଲୋକ ଙ୍କ ସେବା କର..
    ଖାଲି ପଇସା କମେଇବା ପାଇଁ ଇଏ ରାଜନୀତି କରୁଛି।

  • @surendramallik8749
    @surendramallik8749 24 дні тому

    ଏଟା ଶଳା ପାଗଳ ହେଇ ଗଲା ନୀ,ତୁ ଶଳା ଅଯୋଗ୍ୟ ନାଗରିକ, ସାଧାରଣ ଜ୍ଞାନ ନହିଁ ଅସଭ୍ୟ ଲୋକେ ଯୋଗା ଅଭିଯୋଗ କର, ତୁମ ମତ ପାଗ ଲାମି

  • @maasaralacomputer
    @maasaralacomputer 24 дні тому +5

    ଜୟ ନବୀନ 🙏

  • @sudamcharanprusty
    @sudamcharanprusty 24 дні тому +5

    ମା ଗଣା ଖାଇବା ଲୋକ କେତେ କଥା
    କହିବେ। ତୁମର ଦମ ଅଛି ଯଦି କାର୍ତ୍ତିକ
    ପାଣ୍ଡିଆନ ,ଅପରା ଜିତା ପରି ଗୋଟେ ଗୋଟେ IAS ଅଫିସର ହୋଇ ପରେ ନେତା ହୁଅ। ଯୋଉମାନେ ବ୍ୟକ୍ତିଗତ ହୀନ କଥା କହୁଛନ୍ତି ସାତ ଜନ୍ମ ଗଲେ ବି IAS ହୋଇ ପାରିବ ନାହିଁ।

  • @jaymuduli4583
    @jaymuduli4583 24 дні тому

    କାମ କିଛି ନାହିଁ ଯଦି ସୁରତ ସବୁ ଆଶ କାମ କରିବ

  • @bijaysahoo6021
    @bijaysahoo6021 21 день тому

    ପାଣ୍ଡିଆନ ଙ୍କ ପାଦ ଚାଟିବା କଥା ଛାଡ । ଆପଣ ମାନେ ପାଣ୍ଡିଆନ ଙ୍କ ବାନ ଚାଟିଲେ ଆପଣ ଙ୍କୁ ସବୁ ସୁବିଧା ମିଳିବ ଏବେ ଓଲେକ୍ଟ୍ରି ବିଲ 100 ଇଉନିଟ ଛାଡ ହେବ ଏଥିରେ କଣ ତମର ଛାଡ ହେବନି । ଅଖିଳ ପଟ୍ଟନାୟକ ଜିନ୍ଦାବାଦ । ଭାଇ ମାଡ଼ି ଚାଲ ଏମାନଙ୍କ କଥା ଶୁଣ ନାହିଁ । ହା ଥୁ ଉ

  • @umakantarout1938
    @umakantarout1938 24 дні тому +6

    ପରମ ପାଗଳ ଚୋଦ୍ ।
    ଏଇଟା କେଉଁ ଗାଈର ଗୋବର ?
    ୟା ନାଁ କ'ଣ ?
    ଏଟା କେଉଁଠୁ ଆମଦାନୀ ହେଲା ?
    ଶଳାଟା ଫୁଲ୍ ପାଗଳ ହେଇଗଲାଣି ।

  • @dipaksahoo6078
    @dipaksahoo6078 24 дні тому +13

    Gaja murkha Te vali laguchhi

  • @arunheritage
    @arunheritage 23 дні тому

    ତମ ନବୀନ ବାବୁ ର ଚାକର କଣ ପୁଲିସ? PM ଯୁଆଡେ ଯିବେ ସେ security ପାଇବେ l ତୁମ ନବୀନ ଆଉ ଜିଅନ୍ତା ମଣିଷ ଅଛି କି? ନିଜ ଶେଷ ଜୀବନରେ ଓଡିଶାକୁ କଳଙ୍କିତ କରି କିଛିଓଦିଆଙ୍କୁ ନପାଇ ଗୋଟେ ତାମିଲି ଦଲାଲ କୁ କୋଳରେ ବସାଇଛନ୍ତି

  • @user-is3wg6mr8f
    @user-is3wg6mr8f 24 дні тому +5

    ଲାଜ ଲାଗିବା କଥା ଏଭଳି ଲୋକ ର ବାଇ
    ଟି ନେବାକୁ

    • @bishnupriyadash2437
      @bishnupriyadash2437 24 дні тому +1

      A bala news balara au kn kariba kichi kama nahi a pakhaku jaichanti

  • @pravanjandash2468
    @pravanjandash2468 24 дні тому +15

    Ata tike bi value nahi

    • @jullysamal6626
      @jullysamal6626 24 дні тому

      ଅଖିଳ କଥାରେ ବହୁତ୍ ଓଜନ ରହିଛି
      ଖାଲି sunichal

    • @cpuja9674
      @cpuja9674 24 дні тому +1

      Akhila 4 the grade actor

    • @kunjalatadas8511
      @kunjalatadas8511 24 дні тому

      Maa boli thare dakila pare ,se word ku kehi apaman dianti nanhi.jie die,se maa word kan Jane na.khyamata lobhi Mane kuhanti emiti

    • @user-nq4bf9uu3m
      @user-nq4bf9uu3m 24 дні тому

      ​@@jullysamal6626ojan Mane tu jemiti basiki ojan kari thilu. Rati tike ja ojan mapi ki asibu.

    • @bishnupriyadash2437
      @bishnupriyadash2437 24 дні тому

      ​@@jullysamal6626 gote kama kare taku tu MLA thik deide jadi se thik kahichi tu kn loka comment padhunu ki na dekha jauni

  • @AmulyaBehera-cr1we
    @AmulyaBehera-cr1we 24 дні тому

    ଅଖୀଳ ତୁ ଠିକ୍ କଥା କହିଛୁ ନବିନ ଜୁଆଡ଼େ ଜିବ ପଦ୍ମ ଫୁଟିବ

  • @swarnalatabehera8905
    @swarnalatabehera8905 22 дні тому

    ପାଗଳ ହେଲାଣି ମେଡ଼ିସିନ ଖା ଭଲ ହେବୁ

  • @surendraprusty6694
    @surendraprusty6694 24 дні тому +7

    ଦେଖି କହୁଛି ଚୋର ଅଖିଳ ସୁର ଅସୁର ସରିଗଲା

  • @yogasudha6307
    @yogasudha6307 24 дні тому +4

    ଏ ଶଳା କୁ ଚିକେନ ସେଣ୍ଟର୍ ପଠାଯାଇ ସେ ଚିକେନ ବିକିବ