ଧାନର କାଣ୍ଡବିନ୍ଧା ପୋକ ପରିଚାଳନା How to Manage Stem Borer in Paddy

Поділитися
Вставка
  • Опубліковано 19 вер 2024
  • Arabonda Sahoo
    KRUSHI SAMPADA
    HOW TO MANAGE STEM BORER IN PADDY
    ଧାନ ଫସଲର କାଣ୍ଡବିନ୍ଧା ପୋକ ପରିଚାଳନା
    ଧାନ ଫସଲରେ କାଣ୍ଡବିନ୍ଧା ପୋକ ଏକ ପ୍ରମୁଖ ଅନିଷ୍ଟକାରୀ ପୋକ।କାଣ୍ଡବିନ୍ଧା ପୋକ ଆକ୍ରମଣ ଫଳରେ 20-80% ପର୍ଯ୍ୟନ୍ତ କ୍ଷତି ହୋଇଥାଏ।ଏହା କାଣ୍ଡ ମଧ୍ୟରେ ପ୍ରବେଶ କରି କଅଁଳିଆ ତନ୍ତୁ ଖାଇଥାଏ।ଫଳରେ ଗଛ ଶୁଖି ମରିଯାଏ।
    ଏହାକୁ ପରିଚାଳନା ପାଇଁ ରାସାୟନିକ କୀଟନାଶକ
    Bifenthrin 10%EC lit ପ୍ରତି 1ml
    ବା
    Catrap hydrocloride 50%SP lit ପ୍ରତି 1.5gm
    ବା
    Flubendiamide 20%WG ଏକର ପ୍ରତି 60gm ବା
    Chlorontraniliprol 18.8%SC ଏକର ପ୍ରତି 60ml
    ବା
    Thiomethoxam 12.6%+ Lambda cyhilothrin 9.5% ZC ଏକର ପ୍ରତି 80ml ହିସାବରେ ସ୍ପ୍ରେ କରନ୍ତୁ
    7ଦିନ ଅନ୍ତରରେ 2ଥର ସ୍ପ୍ରେ କରନ୍ତୁ
    ଧନ୍ୟବାଦ
    KRUSHI SAMPADA
    #paddystemborer #stemborer #paddy #krushisampada #managementofpaddystemborer #paddystemborerodia #odia #krushak

КОМЕНТАРІ • 34

  • @19bijayalaxmibarik95
    @19bijayalaxmibarik95 3 роки тому +2

    Very nice 👌 🙏 keep it up 👍

  • @soumyaranjanjena3059
    @soumyaranjanjena3059 3 роки тому +3

    Helpful video🎥

  • @bulunayak8551
    @bulunayak8551 3 роки тому +1

    Thank u....
    Sir......

  • @balarampanda1444
    @balarampanda1444 4 місяці тому +1

    While speaking about medicine it should be clear and show medicine name atleast for time to note

  • @ashantabiswal4042
    @ashantabiswal4042 11 місяців тому +1

    Jailo

  • @shreeyashradha3431
    @shreeyashradha3431 3 роки тому

    Good

  • @ugresenabastia923
    @ugresenabastia923 2 роки тому

    Hi seeds kandabindha. 👍👍👍.

  • @manojrout4463
    @manojrout4463 2 роки тому

    Thank you sir

  • @SONUFF-g8x
    @SONUFF-g8x 4 місяці тому

    Basa keudhare milib

  • @SONUFF-g8x
    @SONUFF-g8x 4 місяці тому

    Bata keuti milib

  • @hemantapatel1724
    @hemantapatel1724 6 місяців тому

    Ganti poka lagche kana marile heba

    • @krushisampada
      @krushisampada  6 місяців тому

      ua-cam.com/video/UVD8xdpJUUA/v-deo.html

  • @pradyumnamund9478
    @pradyumnamund9478 2 роки тому

    Sir magha bahut hauchi kana demu

  • @sankarmaity7268
    @sankarmaity7268 3 роки тому

    Thanks. Sir nomoskar nebe Jay Jagannath

  • @trailokyanathbehera2510
    @trailokyanathbehera2510 2 роки тому +1

    ଆପଣ ଏତକ ଗୁଡିଏ କଥା କହି ଥିବା ହେତୁଧନ୍ୟବାଦ ଶାର ଆପଣ ବିଚାର କରନ୍ତୁ ଧାନରେ ଅତେ କିଛି ଦେଲା ପରେ ଧାନ ଚାଶରେ ଆଉ କିଛି ଲାଭ ହେବତ

  • @sudhansusekharsahoo857
    @sudhansusekharsahoo857 Рік тому

    Khali nimba tela pakeile heba na sahita kn pakai pariba

    • @krushisampada
      @krushisampada  Рік тому

      ନିମ୍ବତେଲ ସହିତ Cartap hydrochloride 50%WP lit ପ୍ରତି 1.5gm ବା Flubendiamide 20%WG drum ପ୍ରତି 6gm ବା Fipronil 5%SC lit ପ୍ରତି 2ml ମିଶାଇ ସ୍ପ୍ରେ କରନ୍ତୁ।

  • @jagannath2403
    @jagannath2403 3 роки тому

    Fipronil dele kemiti huanta pls reply

    • @krushisampada
      @krushisampada  3 роки тому

      Fipronil lit ପ୍ରତି 2ml ହିସାବରେ ସ୍ପ୍ରେ କରି ପାରିବେ।

  • @anantapadhiary4291
    @anantapadhiary4291 2 роки тому

    Vestige product Kn use heba

  • @ishwarherna2359
    @ishwarherna2359 2 роки тому +1

    ମୋର୍ ଟା ଖରା ଦିନରେ ଧାନ ରେ କାଣ୍ଡ ବିନ୍ଧା ହେଉଚି ଧାନ ଗର୍ଭ ହେଲା ନ କେନ୍ ଔଷଧ demi

    • @krushisampada
      @krushisampada  2 роки тому +1

      ଧାନ ଗର୍ଭ ଅବସ୍ଥା ଆସିଲା ପରେ କାଣ୍ଡ ବିନ୍ଧା ପୋକ ଲାଗିଲେ ଆଉ କୀଟନାଶକ ପ୍ରାୟୋଗ କରିବା ଆବଶ୍ୟକ ନାହିଁ।ତଥାପି Catrap hydrochloride 50%SP lit ପ୍ରତି 1.5gm ବା Flubendiamide 20%WG drum ପ୍ରତି 6gm ହିସାବରେ ସ୍ପ୍ରେ କରି ପାରିବେ।

  • @rinkupradhan5211
    @rinkupradhan5211 Рік тому

    Dhana Tali rua sarila pare gacha Mari jauchi

    • @krushisampada
      @krushisampada  Рік тому

      ଫସଲରେ Potash ସାର ଏକର ପ୍ରତି 15kg ପ୍ରୟୋଗ କରନ୍ତୁ।Blitox 50 drum ପ୍ରତି 45 gm ସହିତ Plantomycine lit ପ୍ରତି 1gm ହିସାବରେ ସ୍ପ୍ରେ କରନ୍ତୁ।7 ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

  • @Mr.Chiranjibi22
    @Mr.Chiranjibi22 Рік тому

    ବିଷ କମ୍ପାନୀ ନାଁ କଣ

  • @rinkupradhan5211
    @rinkupradhan5211 Рік тому

    Kan kribaku pdiba

    • @krushisampada
      @krushisampada  Рік тому

      ଧାନ ଫସଲ ରେ ଗଣ୍ଠି ପୋକ ବା କାଣ୍ଡବିନ୍ଧା ପୋକ କୁ ନିୟନ୍ତ୍ରଣ କରିବା ପାଇଁ ଫସଲରେ ଆଲୋକ ଯନ୍ତା ଏକର ପ୍ରତି 2ଟି ଓ ସଙ୍ଗ ଆକର୍ଷକ ଯନ୍ତା ଏକର ପ୍ରତି 8ଟି ବ୍ୟବହାର କରନ୍ତୁ।
      Cartap hydrochloride 50%SP lit ପ୍ରତି 1.5gm ବା Flubendiamide 20% WP drum ପ୍ରତି Fipronil 5%SC lit ପ୍ରତି 2ml ବା Carbosulfan 25%EC lit ପ୍ରତି 2ml ବା Chlorontraniliprole 18.5%SC drum ପ୍ରତି 6ml ହିସାବରେ ସ୍ପ୍ରେ କରନ୍ତୁ।7ଦିନ ପରେ ଆଉଥରେ ସ୍ପ୍ରେ କରନ୍ତୁ।

    • @surajbhoi5536
      @surajbhoi5536 6 місяців тому

      ,ବାଡ଼୍ କେତେପ୍କାର

  • @gopabandhusahu2370
    @gopabandhusahu2370 2 роки тому

    What is ppm,?

  • @surendrarana3505
    @surendrarana3505 2 роки тому

    ଖରିଫ୍ ଋତୁରେ ଧାନ ରେ ଡବଲ ଦୋଷ ସାର ଦେଇଦେଲାପରେ ଧୂପକାଥି ଭଲିଆ ଫୁଟୁଛେ ବଙ୍ଗି ବହାରୁଛେ ଧାନରେ

    • @krushisampada
      @krushisampada  2 роки тому

      ବଙ୍ଗୀ କୁ ନିୟନ୍ତ୍ରଣ କରିବା ପାଇଁ Carbofuran 3G ଏକର ପ୍ରତି 12kg ପ୍ରାୟୋଗ କରନ୍ତୁ।

  • @sidharthapattanayak8843
    @sidharthapattanayak8843 3 роки тому

    Good