ଧାନ ଫସଲରେ କଣ୍ଡବିନ୍ଧାପୋକ ନିୟନ୍ତ୍ରଣ ପାଇଁ ବାଉଁଶକଣି Stem borer
Вставка
- Опубліковано 19 вер 2024
- ଧାନର କାଣ୍ଡ ବିନ୍ଧା ପୋକ ନିୟନ୍ତ୍ରଣ ପାଇଁ ବାଉଁଶ କଣି
ଦରକାର ପଡ଼ିବନି କୀଟନାଶକ
ବିନା ଖର୍ଚରେ କୀଟ ନିୟନ୍ତ୍ରଣ
Paddy stem borer
Bird pearch
Yellow stem borer in paddy damages paddy crop upto 30-60%
It has has 4 stages
Eggs: are creamy white, flattened, oval and scale like and laid in mass and covered with buff coloured hairs
Larva: pale yellow with dark brown head
Pupa: White silken cocoon are found inside the stem
Adult:
We can manage it organically or mechanically
Clip the seedling tips before transplanting to eliminate egg masses.
Install light trap @ 1 / ha and pheromone trap @ 5 / ac.
Release egg parasitoid
Trichogramma japonicum @ 2cc /ac 3 times at weely interval.
Spray Neem seed kernel extract 5% or Azadirachtin 0.03% 400 ml/ac.
can use bird pearch to control egg mass and Larva
Welcome To Our UA-cam Channel
KRUSHI SAMPADA
Krushi Sampada UA-cam Channel Is Providing Information & technology To The Poorest of The poor Farmer
Regarding Agriculture Horticulture Animal Husbandry & Fishery Sector .
* Also Providing Low Cost Technology To The farmers On Integrated Pest & Disease management
* Cultivation Practises Of Different Crops
* High Yielding Varities Of Different Crops
* Use Of organic Pesticide Fungicide & Fertilizer Ecofriendly
* Increasing Production & Productivity Of Soil By Maintaining Soil Fertility
Thank You
Krushi Sampada
#krushisampada #paddy #stem_borer
WATCH NEXT:
5G FARMING
• 5G Farming ଚିରସ୍ଥାୟ ର...
ଛତୁ ଚାଷ ପାଇଁ Fogger ଓ Sprinkler
• ଛତୁ ଚାଷ ପାଇଁ Fogger ଓ ...
ଅଧିକ ପିଲ ପାଇଁ ଜୈବିକ ସାର
• ଅଧିକ ପିଲ ପାଇଁ Best ଜୈବ...
ଛେଳି ପାଇଁ ଛାତ ଘର
• ଛେଳି ପାଇଁ ଛାତଘର ବର୍ଷକୁ...
ସୁନ୍ଦର ବିଷୟବସ୍ତୁ
Thank you
Tik hochi sir chasta koriba tank you
ରାଧେ କୃଷ୍ଣ, 🙏🙏ବହୁତ ବହୁତ ଧନ୍ୟବାଦ sir
ସାର୍ ନମସ୍କାର,ଆମେ ରାସାୟନିକ କୀଟନାଶକ ଔଷଧ ହିସାବରେ କିଆନନ ଓ ରକେଟ ବ୍ୟବହାର କରିଥାଉ
ଠିକ୍ ଅଛି
Thanks
Bahut bhala upachar batai le
Thank you
ଧନ୍ୟବାଦ୍ ଜଣାଉଛୁ sir
Welcome
Bhari badhia
Thank you
Video bohut bodhiya lagila sir kichi sikhiba pain milila emiti hi video sobu bonantu sir thank you sir ! AAU gote sir dhano bahariba somoyo re machhi Mane dhano ro khiro sobu sosi thanti ta pain gote video bonantu sir
Thank you
Thank you so much sir 👌👌👌👌👌👌👌👌👌👌👌👌
Welcome
Bahuta bhala katha .thanks lot
Thanks 🙏
Bahut bhal sir jamuna dhan kemiti kale bhal heba tk kuhantu
Bahut bhala
Thank you
Very effective nice explanation
Thank you
Bahut bhal
Thank you
Sir aponko voice very sweet and I watch ur video last 2years
Thank you
very sir
Sar pranam mu apananku dhan bisayre kichhi prasan karib apan mote ansar debe
Akorku keteta baunso jado dorkar hobo sir
Kanan spray hoithila kintu 15 dinare punrbar kandabindha poka sir
Thanks sir🎉
Thank you sir
Nice process sir
Thank you
Sar apnankar podhati karibu
Appreciative
Thank you sir
808sar
Little super
Sir Sagarika liquid sahita zink ଓ npk 191919 ଓ ନିମ ତେଲକୁ ପକାଇ ପାରିବା କି ଧାନରେ
ହଁ ସ୍ପ୍ରେ କରନ୍ତୁ
Sir ମୋର ଦେଶୀକାଙ୍କଡ଼ କଷି ସୁଖିଯାଉଛି ଓ ବଡ଼ ହେଉନି କଣ spry କରିବି plz କୁହନ୍ତୁ ...
Sir aau kichhi market miluthiba chemical jaha ki seed germination ku quick kore aha upare eka video prastuta karantu.
ଏହା ଉପରେ video ପ୍ରସ୍ତୁତ ହୋଇଛି ଦେଖି ପାରିବେ
ua-cam.com/video/k410mx7zaqo/v-deo.html
Biozyme seed + market re milu nahi ki online madhya miluni sethi pain mu comment karithili aau kichhi chemical pain
Thank you for responding to my comments
Sir panjamuna dhana roiba pare hala dia dekha Jauchi , ehara pratikar kan kuhantu.
Potash ସାର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ।Copper oxychloride 50%WP lit ପ୍ରତି 3gm ସହିତ Plantomycine lit ପ୍ରତି 1gm ମିଶାଇ ସ୍ପ୍ରେ କରନ୍ତୁ।
Zailo
Thanks sir
Welcome
Nice
Thank you
Neem oil 1ekar prati kete debaki heb
200-400ml ହିସାବରେ ସ୍ପ୍ରେ କରନ୍ତୁ
Ama pakhare chrolopyriphous+cypermethrin dia ja ae,
Japa nag
(Chloropyriphos 50 +cypermethin 5 ) and neem oil misiki padipariba ki
ହଁ ମିଶାଇ ସ୍ପ୍ରେ କରି ପାରିବେ।
👌👌👌👌
ସାର୍ ଡ୍ରମ ସିଡର ରେ ବିରି ଚାଷ କଲେ ହେବ
ବିରି କେତେ ପଡ଼ିବ ତାହା କୁ adjust କରିବାକୁ ପଡ଼ିବ
ସାର୍ ବିଲରେ ସିଉଳି ଲାଗି ଗଛ କଟି ଯାଉଛି କଣ କଲେ ସିଉଳି ଯିବ
Copper oxychloride 50%WP lit ପ୍ରତି 3gm ହିସାବରେ ସ୍ପ୍ରେ କରନ୍ତୁ।
Tricel
ଆଜ୍ଞା ଉଇ ଲାଗିଲେ କଣ କରିବୁ କେମିତି ନିୟନ୍ତ୍ରଣ କରିବାସେ ବିସ ୟରେ ଏକ ଭିଡିଓ ବନାନ୍ତୁ
ଉଇ ନିୟନ୍ତ୍ରଣ ପାଇଁ Carbofuran 3G ଦାନାଦର ଏକର ପ୍ରତି 12kg ପ୍ରୟୋଗ କରନ୍ତୁ ।ବା Chloropyriphos 20% lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
thank q sir
ନିମ ତେଲ କୋଉଠି ମିଳିଥାଏ
କୀଟନାଶକ ଦୋକାନ ରେ ମିଳି ପାରିବ
🎉🎉🎉🎉
ସାର ଗୋଟେ ଭଲ କାମ କରୁ ଥିବା medicine ର ନାମ କୁହନ୍ତୁ
Flubendiamide 20.%WG drum ପ୍ରତି 6gm ହିସାବରେ ସ୍ପ୍ରେ କରନ୍ତୁ।
virtaco deichu
Polytrin, c 44ec
We use fipronil 5%sc
ସାରେ ପାଣି ଯିବା ବାଟରେ କିରୋସିନି ଦେଇଛି କିଛି କ୍ଷତି କରିବ ।
Kerosin ଦିଅନ୍ତୁ ନାହିଁ
Sir 505use karu
Thank you
Nimo oil pani re misei spray koriba ki sir?au kola kola tika rohi chhi kn dele hebo sir please give me solutions
ନିମ୍ବ ତେଲ ପାଣି ରେ ମିଶି ନଥାଏ।ସେଥିପାଇଁ drum ପ୍ରତି ଅଧା ଚାମଚ sampoo ବା Detergent ମିଶାନ୍ତୁ ବା Agri 82 drum ପ୍ରତି 5ml ମିଶାନ୍ତୁ।
Thanks sir for your suggestion
Kanda. Binda ra medisin neam
Cartap hydrochloride 50% lit ପ୍ରତି 1.25 gm ବା Chlorontraniliprole 18.5%SC drum ପ୍ରତି 6ml ବା Chloropyriphos 50%+Cypermethrin 5%EC lit ପ୍ରତି 2ml ହିସାବରେ ସ୍ପ୍ରେ କରନ୍ତୁ।
CALDAN SP 50%
ମୁଗ କୋଳଥ ଫସଲ କୁ ମାଙ୍କଡ ଖାଇଯାଉଛନ୍ତି କନକଲେ ଖାଇପାରିବେ ନାହିଁ
Jugi Kari mankada mananku kheda
Plz no🙏
Annaconda&anth...
Thank you
ଆଜ୍ଞା ବିଲ ରେ ଦଳ ବହୁତ୍ ହେଇଛନ୍ତି କଣ ପ୍ରତିକାର କରିବା ଦୟାକରି କହିବେ ।
Copper oxychloride 50%WP lit ପ୍ରତି 3gm ବା ତୁତିଆ lit ପ୍ରତି 0.5gm ହିସାବରେ ସ୍ପ୍ରେ କରନ୍ତୁ।
@@krushisampada ବହୁତ୍ ବହୁତ୍ ଧନ୍ୟବାଦ୍ ଆଜ୍ଞା ଆପଣଙ୍କ ସାହାଯ୍ୟ କେବେ ବି ଭୁଲି ହେବନି । ଭଗବାନ ଆପଣଙ୍କୁ ସଦାସର୍ବଦା ସୁସ୍ଥ ରଖିଥାନ୍ତୁ।
CONONA
Thank you
Sir phatra fertilizer ku kemti use kariba kebe kariba eka vedio plz
ନିଶ୍ଚିନ୍ତ video ପ୍ରସ୍ତୁତ କରାଯିବ