‘ବବିଙ୍କ ଘରେ ମିଳୁଥିଲା ଖଟିଆ ସେବା’ | Odisha Reporter

Поділитися
Вставка
  • Опубліковано 24 чер 2024
  • ରାଜଧାନୀର ହାର୍ଟରେ ଥିଲା ଏହି ଚକାଚକ୍ ବିଲଡିଂ। ଆଲିଶାନ କୋଠାର ବାହାରେ ଲାଗୁଥିଲା ଦାମୀ ଲକଜୁରିୟସ କାର। କିଛି ଗାଡିକୁ ଭିତରକୁ ଆସିବା ପାଇଁ ଅନୁମତି ମିଳୁଥିଲା ଆଉ କିଛି ଗାଡି ବାହାରେ ଛିଡା ହୋଇ ରହୁଥିଲା। ନିର୍ଦ୍ଦିଷ୍ଟ ନମ୍ବରର ଗାଡିକୁ ତ ସିଧା ଏଣ୍ଟ୍ରି ପାଇଁ କୁହାଯାଉଥିଲା। କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି କାହିଁକି ଆସୁଥିଲେ ? ଏ ଭଙ୍ଗା ବିଲଡିଂ ହିଁ ତାର ମୁକସାକ୍ଷୀ। ଅନେକ କଥା ଏହି ଘରେ ଲୁଚିଛି।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #pranabprakashdas #BJDLeader #QuarterIssue #BobbyDas #OdishaPolitics #BJP #OdishaReporter

КОМЕНТАРІ • 890

  • @user-ly7nq6yc1z
    @user-ly7nq6yc1z 3 дні тому +188

    ବିଜେପି ଅଭିଯୋଗ କଣ ପାଇଁ କରୁଛି ନିଜ ସରକାର ଅଛି direct action ନିଆଯାଉ

    • @swadhinamuduli7133
      @swadhinamuduli7133 3 дні тому +14

      Kichi Kari pariba nahi
      BJP

    • @prakash35b
      @prakash35b 3 дні тому +3

      ଟଳମଳ ସରକାର ସାହସ ହଉନି ।

    • @kabirajsahu7923
      @kabirajsahu7923 2 дні тому

      144333222222222222222222222222222222222222222222222222222222222

    • @PinkuPatra-dt8xx
      @PinkuPatra-dt8xx 2 дні тому +2

      ଓଡ଼ିଆ ବାସି ସତ ଜଣାନ୍ତୁ

    • @upasanamahapatra
      @upasanamahapatra 2 дні тому

      Bhi aji jae media soi thila kouthi sae media mane sae ghare ku jau thile aji jae kouthi thile sabu kharp mu kahare nuha

  • @sabiradhikari6962
    @sabiradhikari6962 3 дні тому +163

    ଇଏ ଓଡ଼ିଶା ବାସୀଙ୍କ ସେବା ନୁହେଁ ଏଇ ଓଡ଼ିଶା ବାସୀଙ୍କୁ ଲୂଟିବା କୁହାଯାଏ

  • @Shree_910
    @Shree_910 3 дні тому +183

    ପ୍ରମାଣ ନଷ୍ଟ କରିବାକୁ ଯାଇକି ଘର ଭାଙ୍ଗିଲୁ ପ୍ରଭୁ ଜଗନ୍ନାଥ ତୋ କଥା ବୁଝିବେ😅👍🏻

  • @CHHABIPRADHAN-cf8ce
    @CHHABIPRADHAN-cf8ce 3 дні тому +67

    ଏ ମାଗିହା ପ୍ରଥମେ ଆରେଷ୍ଟ କରନ୍ତୁ

  • @pradyumnakanhar1380
    @pradyumnakanhar1380 3 дні тому +38

    ସେକ୍ସ ରାକେଟର ସାମ୍ରାଜ୍ୟ ପ୍ରତିଷ୍ଠା କରି ଥିଲା ବବି ଚୋର ।

  • @kuanrtudu9960
    @kuanrtudu9960 3 дні тому +102

    ତଦନ୍ତ କରାଯାଇ ବବି ଦାସ ଉପରେ କାର୍ଯାନୁଷ୍ଠାନ ନିଆଯାଉ ।

    • @KeertyGagarai
      @KeertyGagarai 2 дні тому +4

      ତଦନ୍ତ ଚଳିବ ନାଇ ଭାଇ ଡାଇରେକ୍ଟ ଆକ୍ସନ and ଜେଲ୍ ହଉ

    • @KeertyGagarai
      @KeertyGagarai 2 дні тому +3

      ଏମାନେ ସଲା ଓଡ଼ିଶାକୁ ଖାଇ ଦେଇଛନ୍ତି

  • @abhimanyurout4574
    @abhimanyurout4574 3 дні тому +141

    ମାଗିହା, ବବିକୁ,ଜେଲଦଣ୍ଡ ମିଳିବାଦରକାର

    • @user-xr9gp1px9g
      @user-xr9gp1px9g 3 дні тому

      Tu.grate.pagal

    • @pradipbehera4181
      @pradipbehera4181 2 дні тому

      ବିଜେପି ଚୋର ନୁହଁକି

    • @dpatro7245
      @dpatro7245 2 дні тому

      ​@@pradipbehera4181tu parama maghia ki re

    • @trilochansi7852
      @trilochansi7852 2 дні тому

      କୁକୁର ର ପ୍ରକୃତି କେବେ ଯିବନି,ଆଉ ତା ଚାରି ପାଖରେ ଅଇଁଠା ଖିଆ ମାନେ ତ ଭୁକିବେ !!!

    • @bhaktasahoo3854
      @bhaktasahoo3854 2 дні тому +1

      Au gehila belaku gehiba jadi chhuaa heigala seita condom ra dosa nare bhai

  • @saratsahu4895
    @saratsahu4895 3 дні тому +64

    ଇଏ କେବଳ ରାଜନିତି କରୁଥିଲେ ଯେ ୟାଙ୍କୁ ଏତେ ସୁଖ ସୁବିଧା ଉଆସ ଦରକାର ଥିଲା, ଆଉ 77 ବର୍ଷ ହେଲା ଆଉ କିଏ ରାଜନିତିି କରୁନ ଥିଲା | ଅଗାଣ୍ଡିଆ ମଦୁଆ ରାଜାଙ୍କୁ ପାଳ ଚୁଣ୍ଟା ମନ୍ତ୍ରୀ । ଜାତି ନନ୍ଧି ଘୋଷ ଚାଲିବ କିରେ ଭାଇ ସ୍ଵାର୍ଥକୁ ସାରଥୀ କଲେ , ପୋଷାମଦିଆର କୁକୁର ପ୍ରକୃତି ଅଇଣ୍ଟା ପତର ରେ ଧ୍ୟାନ(ମଧୁବାବୁ)

  • @digantabarik1801
    @digantabarik1801 3 дні тому +43

    ଏଠାକୁ ଅର୍ଚ୍ଚନା ନାଗ୍ ଆସୁଥିଲା

    • @jitindramapatrra4068
      @jitindramapatrra4068 3 дні тому +2

      ଠିକ କଥା,ଆଉରି ଅନେକ କଲିକତାରୁ ଆସୁଥିବେ

  • @AmilyaPradhan
    @AmilyaPradhan 3 дні тому +44

    ନା ତୁ ଆଉ ଓଡିଶା ବାସୀଙ୍କ କାମ କରେନା... କାମକରିବା ପାଇଁ ଅନେକ ଲୋକ ଅଛନ୍ତି...... ତୁ ଯାଜପୁର ଯା...

  • @dpindian6750
    @dpindian6750 3 дні тому +32

    ବବି ଭଳିଆ criminal ମିଳିବା 4ଭାରି କଷ୍ଟ

  • @pn5100
    @pn5100 2 дні тому +11

    ନବୀନ ସରକାରଙ୍କ ଯେତେକ ନେତା କୁ ସଦ୍ ବୁଦ୍ଧି ଦିଅନ୍ତୁ ହେ ଭଗବାନ

  • @NiranjanKarjee-qo1bz
    @NiranjanKarjee-qo1bz 3 дні тому +24

    ସେ ଶଳା ବବି ଲୋକ ସେବା ପାଇଁ ନିର୍ବାଚନ ହେହି ପାଇଁ ନିର୍ବାଚନ ଶଳା ଆମ ନେତା କେହି କେହି କହନ୍ତି ଏହା ସେକ୍ସ ରାକେଟରେ ସଂପୃକ୍ତ ଅଛନ୍ତି।

  • @manoranjanswain-cg4pp
    @manoranjanswain-cg4pp 3 дні тому +13

    କ୍ରିତ ଦାସ୍ ଙ୍କ ମୁଁହ ଶୁଖିଲା ଶୁଖିଲା ଦିଶିଲାଣି

  • @chiranjibijena8216
    @chiranjibijena8216 3 дні тому +60

    ଇଏ ପୁରା ସାରଥି କୁ ଫଲୋ କରୁଥିଲା
    ତୁମକୁ ଭଗବାନ ସଦବୁଦ୍ଧି ଦିଅନ୍ତୁ

  • @jyotiranjan6269
    @jyotiranjan6269 3 дні тому +72

    ବେଶ୍ୟାକୋଠି ବିଜେଡ଼ି ନେତା ମନ୍ତ୍ରୀ ଙ୍କର

  • @MantuMohanta-wf8eu
    @MantuMohanta-wf8eu 3 дні тому +51

    ଗାଣ୍ଡୀ ମୋରା ଧନ ରେ ରେଣ୍ଡୀ ଚାଷୋ କରୁଥିଲା। ଏ ବେ ସବୁ ଧରା ପଡ଼ିଗଲା। ପାଇଖାନା check କର କଣ୍ଡୋମ୍ ମିଳିପାରେ।

    • @jitindramapatrra4068
      @jitindramapatrra4068 3 дні тому

      ବିନା କଣ୍ଡମ୍ ରେ ବି କାମ
      ହଉଛି

  • @user-ij9jp6ex8s
    @user-ij9jp6ex8s 3 дні тому +44

    ଚୁପ୍ ଥା ବେ ମାଦର୍ ଚୋଦ୍ ବବି ଦାସ।ମଘିହା ଜେଲ ଯିବୁ।

  • @tripatisahu2799
    @tripatisahu2799 3 дні тому +44

    ମୁଖିଆ ନବୀନ ବାବୁ ପାଖେ ଶ୍ରଦ୍ଧା physiotherapy ଥିଲାନା ରାତିର private girl, ନବୀନ ନିବାସରେ। ବବି ଦାସ ଓ ଅନ୍ୟ BJD ନେତା କିଭଳି ସମ୍ଭାଳି ଥାନ୍ତେ, ପାତାଳରେ ସ୍ବର୍ଗ ଲୋକ ବନାଇ ଥିଲେ। ରମ୍ଭା, ମେନେକା, ଅପ୍ସରି ସହ............Ashram-3
    Ring leader Baba nirala Naveen pattanaik

    • @amagiha1046
      @amagiha1046 3 дні тому

      To vauniku gehithila

    • @bapisadangi3373
      @bapisadangi3373 3 дні тому

      ​@@amagiha1046ପାଣ୍ଡୁପେଳଚଟା କିରେ 🐌 ଫାଟିଗଲା କାଟୁଚି ଯୋଜନା ରହିଛି ହାରାମି ନବୀନ ପଟ୍ଟନାୟକ ଧୁଆଁ କଲାବାୟା

    • @arunkumarbehera2203
      @arunkumarbehera2203 2 дні тому

      Naibe ta maaku​@@amagiha1046

    • @Srbhgfg
      @Srbhgfg 2 дні тому

      Mg Naveen khatia seba neuthila 😂​@@amagiha1046

  • @bisoibapuni736
    @bisoibapuni736 3 дні тому +8

    ନନ୍ଦିଆ ଚାନେଲ କୁଆଡେ ଗଲା । ଆଜି କଣ ନନ୍ଦିଆ ର ଦେଖା ନାହିଁ😂

  • @paramanandajena9280
    @paramanandajena9280 2 дні тому +5

    ଆରେ ଭାଇ ଖାଲି ତୁଚ୍ଛା ଟାରେ ଗପିଲେ କଣ ହେବ ଖୁବ୍ ଶୀଘ୍ର ଦୋଷୀ କୁ ଆରେଷ୍ଟ୍ କରାଯାଇ ଜନତାଙ୍କ ସାମ୍ନା ରେ ଜେଲ୍ ପଠାଇ ଦିଆ ଯାଉ

  • @The_Avengers_Assemble
    @The_Avengers_Assemble 3 дні тому +16

    ନବୀନ Patnaik sabu corruption ku prasaya heichi...

  • @AGcreatechannel
    @AGcreatechannel 3 дні тому +106

    ବବି ସେ ଘରେ ବିପି ସେଣ୍ଟର କରିଥିଲା
    ସେ ବବି ବାଲି ଚୋରକୁ ଫାସୀ ଦିଆଯାଉ.

  • @Biru135
    @Biru135 3 дні тому +70

    ଖାଲି ବଙ୍ଗାଳୀ ଆଉ ଋଷିଆନ ମାଡ଼
    ନବୀନ ଆଉ ପାଣ୍ଡୁ ଯାଇଥିଲେ ଜାପାନ ତେଲ ଆଣିବା ପାଇଁ
    ଶଳା ଏଡେ କେଳେଙ୍କାରି ବିଜେଡ଼ି
    ସେଥିରେ ପୁଣି କିଛି ଭକୁଆ ଅଛନ୍ତି ବିଜେଡ଼ି ପାଇଁ ଦିନ ରାତି କାନ୍ଦୁଛନ୍ତି ।
    ଭଲ ହେଇଚି ବିଜେଡି ହାରିଲା ଯେ 🎉🎉🕺🕺

    • @BhagirathaPrusty-yd4tj
      @BhagirathaPrusty-yd4tj 3 дні тому +3

      ଯା ହେଉ ଭାଈ ଠିକ୍ କହିଲ, ଆଜି ପର୍ଯ୍ୟନ୍ତ ବି ପାଣ୍ଡିଆ ପାଈଁ କାନ୍ଦୁଛନ୍ତି 😅😅😅😅😅

    • @rabindramajhi9566
      @rabindramajhi9566 3 дні тому +1

      Khali bhokua nuhe....bia dekhei thibe

    • @Biru135
      @Biru135 2 дні тому

      @@rabindramajhi9566 ହିଁ

    • @yourwaytosuccess558
      @yourwaytosuccess558 2 дні тому

      Bjd pain nuho ame Naveen pain kanduchu

    • @yourwaytosuccess558
      @yourwaytosuccess558 2 дні тому

      Bjd pain nuho ame Naveen pain kanduchu

  • @user-jz8qd8ee7j
    @user-jz8qd8ee7j 3 дні тому +14

    Why all ଚାନେଲ silent। ସାମ୍ବାଦିକ ସବୁ ମଇଚିଆ ନ କଣ

  • @dhaeswarbehera8524
    @dhaeswarbehera8524 2 дні тому +4

    ଏହି ରଙ୍ଗମହଲରେ ଅର୍ଚନାନାଗ ରହୁଥୀଲା

  • @Hansraaj5311
    @Hansraaj5311 3 дні тому +6

    Good MOHAN MINISTER GOOD JOB, WELL DONE... KEEP IT UP (INDIAN ARMY)

  • @sanjauakumar8999
    @sanjauakumar8999 3 дні тому +9

    ଲଲଙ୍କ ସେବା ବି ମିକୁଥିବ କାମିଆ ଜାନି ଯାଇଥିବେ ତ

  • @BijayaNayak-gf2kj
    @BijayaNayak-gf2kj 3 дні тому +7

    ସଳା ଅଲାଜୁକ ତୋ ମୁହଁ କୁ ଲାଜ ନାହିଁ
    ରେ ବବି

  • @ajnnathnath4070
    @ajnnathnath4070 3 дні тому +5

    ଆରେ ବିଜେଡି ର ପୋଲଙ୍କ ସେବା ସେଇଠି ଚାଲୁଥିଲା

  • @umakantbag4800
    @umakantbag4800 3 дні тому +14

    ଏମିତି ବିରୋଧୀ ବିରୋଧୀ ଭିତରେ ଟଣl ଓଟରl ଚାଲି ଥିବ ଆମେ ଭକୁଆ ପରିକା ସବୁ ଦିନ ଖବର ଦେଖିବା ,,ଆଉ କିଛି କାମ ନାହିଁ ଆମର,,ଚାଲୁ ଆଉ କଣ କରିବା,,

    • @gulfjobvacancy4599
      @gulfjobvacancy4599 3 дні тому +2

      Right aji aku vote dele emane ta ghara bhangibe Kali taku dele Sia emanka ghara bhangiba au kichi nahi

  • @koresakhatun3967
    @koresakhatun3967 3 дні тому +55

    ଆରେ କୁକୁର ବଵି ମତେ ୧୫ ଘଣ୍ଟା ଟାଇମ୍ ଦେଇ ନ ଥିଲୁ, ମୋ ନିଜ ଘର ନିଜ ସମ୍ପତି, ଭାଙ୍ଗି ଦେଲୁ,୧୫ ଦିନ ମାଗୁଛୁ,ଦେଖ ଭଗବାନ ର ନ୍ୟାୟ

  • @prasantakumarswain8680
    @prasantakumarswain8680 3 дні тому +5

    ଜୟ ଜଗନ୍ନାଥ

  • @ghanashyambehera4763
    @ghanashyambehera4763 2 дні тому +1

    ଯୋଉମାନେ ପ୍ରକୃତରେ ଚୋର ସେମାଙ୍କ ନାଁରେ କଠୋର କାର୍ଯାନୁଷ୍ଠାନ ନିଆଯାଉ ସିଏ ଯୋଉ ଦଳର ହେଇଥାଉ ନା କାହିଁକି l

  • @pradeepbehera7990
    @pradeepbehera7990 3 дні тому +4

    ଖଟିଆ ସେବା ଯୋଗେଇ ଦଉଥିଲେ ଜାଗି ଅପା ଅରିଂକୁ ଧରି। ଠିକ ବୁଝୁଥିବ ଅରି କିଏ

  • @binayapradhan4671
    @binayapradhan4671 3 дні тому +16

    V. K. Pandian au Babi ଶଳାମାନେ ରଙ୍ଗ ଶଳା କରୁଥିବେ

  • @kashinathsamantaray6941
    @kashinathsamantaray6941 2 дні тому +2

    ତତ୍କାଳୀନ ରାଜ୍ୟ ସରକାର ଆଙ୍କ ଉପରେ ଆକ୍ସନ ନେବା ଦରକାର ମୋହନ ସରକାର ପଛଘୁଞ୍ଚା କଣ ପାଇଁ ଓଡିଶାର ଜନତା ଆପଣଙ୍କ ସାଥୀରେ ଅଛନ୍ତି

  • @rocksoumyaranjan2610
    @rocksoumyaranjan2610 День тому +2

    ବବି ସେଠି ଟୋକି ଙ୍କୁ ଗେଁହୁଥିଲା ମୁ ନିଜେ ଦେଖିଚି (ଫ୍ରମ ଯାଜପୁରିଆ)

  • @gopinathroutgopi4902
    @gopinathroutgopi4902 2 дні тому +1

    ସରକାରୀ କୋଠାରେ ଜଣେ ବିଧାୟକ କାହା ଅନୁମତିରେ ଏଭଳିକି ଆଲିଶାନ ଘରକରିପାରିଲା ଏଥିପାଇଁ ଦାୟୀ କିଏ

  • @Odishahabibi
    @Odishahabibi 3 дні тому +2

    All Odisha Contractors Association ର contractor ମାନଙ୍କୁ ଯେମିତି ଠକି କି ପଇସା ମାରୁଥିଲୁ। ଆଜି ତୋତେ ଶାସ୍ତି ମିଳି ଯାଇଛି । Karma hits back 🔙 🙏

  • @SwarnalataBehera-nq6zt
    @SwarnalataBehera-nq6zt День тому

    ଗରିବ ଲୋକଙ୍କ ପାଖରେ ରହିବା ପାଇଁ ଚାଳ ନାହିଁ ଏମାନଙ୍କୁ ଭଗବାନ କେଭେ ସହି ବେ ନାହିଁ

  • @user-gv3pl6bm9t
    @user-gv3pl6bm9t 3 дні тому +16

    Yeh Kan second sarathi ki

  • @ashishdas4843
    @ashishdas4843 3 дні тому +7

    Kaha paisa re karithilu

  • @budhiramnahak3209
    @budhiramnahak3209 2 дні тому +1

    ଏଇଟା ଅର୍ଚନା ନାଗ ର ଦ୍ୱିତୀୟ ରଙ୍ଗ ସାଲ . ଅର୍ଚନା ନାଗ ସହିତ ଏମାନେ ସମ୍ପର୍କ ରେ ଥିଲେ .ତେଣୁ ଅର୍ଚନା ନାଗ କହୁଥିଲା ସବୁ ପୋଲ ଖୋଲି ଦେବି .

  • @user-vh2hu2cv7v
    @user-vh2hu2cv7v 2 дні тому

    ବହୁତ ବଡ ସାଧୁ ମହା ଗାଲୁଆ

  • @debashissenapati7049
    @debashissenapati7049 2 дні тому +1

    ଅର୍ଚ୍ଚନା ନାଗ ଆସୁଥିଲା

  • @Godeepak
    @Godeepak 2 дні тому +2

    😂😂😂 ସାରଥି ବାବା ବନିଗଲେ କି

  • @pallimadhuriodiafolksong2771
    @pallimadhuriodiafolksong2771 3 дні тому +1

    ଶାସନ ଆମର ଆମେ ଯାହା କରିପରିବୁ ରଙ୍ଗଶାଳା ହେଉ ବା ଖଟିଆ ସେବା ହେଉ । ସରକାରୀ ଟଙ୍କା ଖର୍ଚ୍ଚ କରୁଥିଲୁ ତୁମ ଟଙ୍କା ନୁହେଁ । ଆରମ୍ଭ ମାତ୍ର କେତେକଣ ଅଛି ଆହୁରି ବାହାରିବ।

  • @brajakishorepadhi4022
    @brajakishorepadhi4022 3 дні тому +2

    ବିଜେପି ସରକାର ଆକସନ। ବବି ପାଂଡିୟାନ ବଳରେ ପାଂଡିୟାନ ନବୀନ ସୈତାନ ବଳରେ କହୁନ। ନବୀନ ପଟ୍ଟନାୟକ କୁ କଣ ପାଇଁ ଟଣା ଯାଉନି।

  • @prakashswain8674
    @prakashswain8674 2 дні тому

    ସରକାରୀ କ୍ବାର୍ଟର ଜାଗାରେ ବବି ବାବୁ ଆଇନକୁ ମେଡି ଜବରଦସ୍ତୀ ଆକ୍ରମଣରେ ଏହି ଆଲସିନ୍ ବଙ୍ଗଳା ଭିତରେ ଅତ୍ଯାଧୁନିକ ଉଡେନ୍ କଟେଜ ସହ ସ୍ବିମିଙ୍ଗ୍ ପୋଲ୍ ଓ ଭୂତଳ ପ୍ରାସାଦ ନିର୍ମାଣ କରିବା ପଛରେ ,ଓଡିଶା ରାଜ୍ଯ ବିଜେଡ ଦଳର ଆଗଧାଡିର ନେତା ମାନଙ୍କୁ ବ୍ଲାକମେଲିଂ କରାଇବା ସକାଶେ ଯୋଜନା ହେଇ ନାହିଁ ତ ❓ ଯଦି ଏହା ସତ ହେଇଥିବ,ତାହେଲେ ଉଡେନ୍ କଟେଜ କାଠର କାନ୍ଥ ବାଡ ଭିତରେ ଓ ଭୂତଳ ପ୍ରାସାଦ ଭିତରେ ଗୁପ୍ତ କ୍ଯାମେରା ଖଞ୍ଜା ଯାଇ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉତ୍ତୋଳନ କରା ଯିବାର ସୁବନ୍ଦୋବସ୍ତ କରାଯାଇ ନେତା ମାନଙ୍କୁ କାଠ କଣ୍ଢେଇ କରାଯାଉନି ତ ❓ଏମିତିକା ହେଇ ନାହିଁ ବୋଲି କହି ହେବନି ।କାରଣ ବିଭିନ୍ନ ନିର୍ବାଚନୀ ସଭାରେ ଲଗା ଯାଉଥିବା ଫ୍ଳାସ ବେନର ସହ ଭିସି ପରଦାରେ ବବି ବାବୁଙ୍କର ଫଟୋ ସହ 5T ଅଧ୍ଯକ୍ଷ ପାଣ୍ଡିଆନ ବାବୁଙ୍କର ଫଟୋ ବ୍ଯତିତ ଅନ୍ଯାନ୍ଯ ବରିଷ୍ଠ ନେତା ନେତ୍ରୀ ମାନଙ୍କର ଫଟୋ ଦେଖିବାକୁ ମିଳୁ ନଥିଲା । ଏହାର ପଛର କାରଣକୁ ଖୋଜିଲେ,ସେହି ଅତ୍ଯାଧୁନିକ ଆଲିସନ ବଙ୍ଗଳା ଉଡେନ୍ କଟେଜ ସ୍ବିମିଙ୍ଗ୍ ପୋଲ୍ ଓ ଭୂତଳ ପ୍ରାସାଦ ଭିତର "ରଙ୍ଗ ମହଲ" ର କଠୋରୀ ମାନଙ୍କରେ "ଖଟିଆ ସେବା,ଅଙ୍ଗ ସେବା" ଚାଲୁ ଥିଲା ନା ନାହିଁ ଜଣା ପଡିଯିବ । ସେଥିପାଇଁ ବୋଧହୁଏ ବବି ବାବୁ ଏହି ଖଟିଆ ସେବା ଦ୍ବାରା ସଂଗ୍ରହ କରୁଥିବା ସରଞ୍ଜାମର ପ୍ରମାଣ ଲିଭେଇ ଦେବା ସକାଶେ ଆଲିସାନ୍ ବଙ୍ଗଳାକୁ ଲୁଚେଇ ଭାଙ୍ଗୁଥିବେ ।

  • @hariharmahapatra4946
    @hariharmahapatra4946 День тому

    ଏତେ ବର୍ଷ ହେଲା media and public କେମିତି ଜାଣି ପାରି ଲେନି

  • @manojnayak5933
    @manojnayak5933 2 дні тому +1

    ଜେଲ୍ ପଠାଇ ଦିଅ, ମାଦୂରଚୋଦ୍ କୁ

  • @indramanidas5660
    @indramanidas5660 3 дні тому +1

    ହଁ ଏଇକ୍ଷିଣା ବିଜେଡି ସରକାର ନାହିଁ ତମେ ମିଡ଼ିଆ ଯା କହିବ ଆଳୁ କୁ ବାଇଗଣ କହିବ ଜନତା ତ ସଦାବେଳେ ଭକୁଆ ସେ ଶୁଣିବେ ତା ପରେ ଯେତେବେଳେ କଂଗ୍ରେସ ଆସିବ ବିଜେପି ପାଳି ସମୟ ଚକ ଗୋଲ ସମସ୍ତଙ୍କ ପାଳି ପଡିବ ବ୍ୟସ୍ତ କାହିଁକି

  • @user-xy8ys2uc7j
    @user-xy8ys2uc7j День тому

    ଏତେ ବିଳାସପୂର୍ଣ୍ଣ ଘର ସେଠିତ ନିଶ୍ଚୟ entry note book ଥିବ । CC Camera ଲାଗିଥିବ ତାର data Check କରାଯାଉ । ଯଦି ନଥିଲା camera ଆସୁଥିବା ସମସ୍ତ ଅଭଦ୍ର ମନ୍ତ୍ରୀ ମାନଙ୍କ ସେଇ ଟାଇମର mobile check କରାଯାଉ ।

  • @Rkd6122
    @Rkd6122 3 дні тому +1

    ଭଗବାନ ଏ ସବୁ ଅନ୍ୟାୟ ସହି ପାରିଲେନି 😮

  • @harekrushnapagal1405
    @harekrushnapagal1405 3 дні тому +1

    ଵେହିଆ ଓଡ଼ିଶା ଵାଶି 25 ବର୍ଷ ହେଲା ସେହି ଗେଣ୍ଡା 🐌 ଦଳୀଆ ବିଜେଡି BJD କୁ ଭୁଟ୍ VOTE ଦେଉଥୀଲ
    ଦେଖ ସାରା ଓଡ଼ିଶା ରେ ସବୁ ଗେଣ୍ଡା 🐌 ଦଳୀଆ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଏହିପରି ଆମ ସୁନା ର ଓଡ଼ିଶାକୁ 25 ବର୍ଷ ହେଲା ଲୁଟି ଛନ୍ତି,
    2024 ରେ ହଟେଈଲ ନହେଲେ ଓଡ଼ିଶା ତଳି ତଳାନ୍ତ ହେ।ଈ ଯାଈଥାନ୍ତା,
    25 ବର୍ଷ ହେଲା ଓଡ଼ିଶା ରେ ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ଚିଟ୍ ଫଣ୍ଡ ଠକେଇ ଦୃନିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୃନିତ ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା
    25 ବର୍ଷ ହେଲା ଓଡ଼ିଶା ରେ ଗେଣ୍ଡା 🐌 ଦଳୀଆ ସବୁ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ ଲାଞ୍ଚ ପିସ୍ କାରବାର ଦୃନିତି ରେ ଲୁଟୁଛନ୍ତି ଓଡ଼ିଶା ଵାଶି ଙ୍କୁ ସବୁ ଖେତ୍ରରେ
    25 ବର୍ଷ ହେଲା ଆମ ଓଡ଼ିଶା କୁ ମଦୁଆ ରାଆଣ୍ଡୁଆ କାଙ୍ଗାଳି ଲାଞ୍ଚୁଆ ପିସ୍ କାରବାର ଦୃନିତି ରେପ୍ ମରଡ ଗୁଣ୍ଡ ର୍ଗଦି ଖଣି ପାଣି ପ୍ରଧାନମନ୍ତ୍ରୀ ଚାଉଳ ଦୃନିତି ଆହୁରି ଅନେକ ଦୃନିତ କହିଲେ ରାତିପାହିଜିବ ଲୁଟୁଛନ୍ତି ଓଡ଼ିକୁ25 ବର୍ଷ ହେଲା ଗେଣ୍ଡା 🐌 ଦଳୀଆ ସଵୁ ଅସୁର ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନେ
    25 ବର୍ଷ ହେଲା ଗେଣ୍ଡା 🐌 ଦଳୀଆ ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ନେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ଖଣି ମାଫିଆ ଆମ ସୁନାର ଓଡ଼ିଶା ର ସଵୁ ଖଣି ଖାଦାନ କୁ ଵିକ୍ରୀ କରି ଆରଵ ପତୀ ହେଈଛନ୍ତି
    ସଵୁ ହଗିହେ ଯିଵ କୁଆଡେ
    25 ବର୍ଷ ହେଲା ଆମ ଓଡ଼ିଶା କୁ ମଦୁଆ କରି ଵରଵାଦ୍ କରି ଛନ୍ତି
    ଆଜି ଓଡ଼ିଶା ରେ 10 ବର୍ଷ ର ପିଲା ମଦ ପିଇ ନିଜର ପରିବାର କୁ ଵରଵାଦ୍ କରି ଦେଲାଣି

  • @susantakumarbarik7566
    @susantakumarbarik7566 2 дні тому

    Right very good job

  • @PradeeptaPattnaik-hz1wj
    @PradeeptaPattnaik-hz1wj 3 дні тому

    Perfect

  • @Manoranjan575
    @Manoranjan575 2 дні тому

    ଏ କ୍ରୀତଦାସ ପଲଙ୍କ ସେବା କରୁଥିଲା ବୋଧେ , ଚୋର ତସ୍କର ଏ କ୍ରୀତଦାସ ବବି। ବୋପା ପଇସା ଭାବି ଲୋକଙ୍କ ଟଙ୍କା ଓ ପଇସା ଅୟସ କରୁଥିଲା। ୟାକୁ ଅତି ଶୀଘ୍ର ଜେଲ୍ ଯୋଜନା ରେ ଅନ୍ତର୍ଭୁକ୍ତ କରାଯିବା ଦରକାର । ସଦବୁଦ୍ଧି ତୋତେ ଭଗବାନ ଦିଅନ୍ତୁ , ସାମ୍ବାଦିକ ମାନଙ୍କୁ ନୁହଁ ।

  • @rameshsahoo6442
    @rameshsahoo6442 2 дні тому

    ବବି ବାବୁ ବହୁତ ଓଡିଶା ଲୋକଙ୍କର ପଇସାରେ ବହୁତ ଉପଭୋଗ କଲୁ ଯଦି ପ୍ରକୁତ ବିଜେପି ସରକାର ହେଇଥିବ ତତେ ଭିତରକୁ ନିଁଶିୟ ପୁରେଇବ

  • @abhijitmohanty8284
    @abhijitmohanty8284 3 дні тому +3

    Kete gariba loka mane rahibaku khaibaku paunahanti but ae mg mane 5star life banchu chanti,bahut dukha laguchi😢

  • @dilipbehera5815
    @dilipbehera5815 3 дні тому +1

    Jay jagarnatha

  • @sibashankarparida4548
    @sibashankarparida4548 2 дні тому

    ନିଜ ର ତ ସରକାର ଅଛି କାର୍ଯ୍ୟାନୁଷ୍ଠାନ ନିଅ... ଏତେ ଇଆଡୁ ସିଆଡୁ ନ୍ୟୁଜ କଲେ ଖାଲି କଣ ହେବ

  • @harekrushnapagal1405
    @harekrushnapagal1405 3 дні тому +1

    ଏହି ପରି ସାରା ଓଡ଼ିଶା ରେ ସଵୁ 25 ବର୍ଷ ର ରାବଣ ଦୂତ ରାଷ୍ଟ୍ର ଗେଣ୍ଡା 🐌 ଦଳୀଆ ଅସୁର ଅଣ ଓଡ଼ିଆ ପାଣ୍ଡିଆ ଅଣ ଓଡ଼ିଆ ନଵୀନ ର ସବୁ ଅସୁର
    ତେତା ମନ୍ତ୍ରୀ ଅଫିସର ବାବୁ ପ୍ରସାସନ୍ କ୍ରର୍ମଚାରିମାନେ କିରାଣି ମାନଙ୍କୁ ଜେରା କରାଯାଉ
    ସଵୁ ହଗିଵେ 25 ବର୍ଷ ଓଡ଼ିଶା କୁ ଓଡ଼ିଶା ଵାଶି ଙ୍କୁ ଗାଣ୍ଡି ମାରିଛନ୍ତି ମରିଵେ

  • @satrughnamallicj8703
    @satrughnamallicj8703 2 дні тому

    ଓଡ଼ିଶା ବାସୀଙ୍କ ସେବା ବଦଳ ରେ ଓଡ଼ିଶା ର ଧାନ ରତ୍ନ ଲୁଟିବା କାମ ହେଲା bjd ନେତାଙ୍କ କାମ

  • @rashmidmohanty2456
    @rashmidmohanty2456 День тому

    ଏ ଖଟିଆ ସେବା ଆଗରୁ ଓଟିଭିର ସାରଥୀ ବାବା କରୁଥିଲେ ....ତେଣୁ ଯୋଉଠୁ ଯାହା ଲୋକଲୋଚନ କୁ ଆସୁଛି ...ଓଟିଭି କୁ ଲାଗୁଛି ସବୁ ଖଟିଆ ସେବା ....ଆଗକୁ ଓଟିଭି ସ୍ଟୁଡ଼ିଓ ବି ଦିନେ ଚର୍ଚାକୁ ଆସିବ.....ସେଠି ତା ସବୁ ରାଣୀ ମହୁମାଛି ଅଛନ୍ତି ..ସେଠି କାହିଁକି ଖଟିଆ ସେବା ହେଉ ନଥିବ ଏ କଥା କିଏ କହିଁଵ

  • @user-nq5nr1ty3r
    @user-nq5nr1ty3r 2 дні тому

    Sir great ama jab pur pai bhouth kichi karichanti kintu as kiye kariparbee nhi

  • @sbcreations4427
    @sbcreations4427 3 дні тому +2

    ଲୋକଙ୍କ ପୋଇସା ତ ଯାହା ଇଚ୍ଛା ସେଟା କର 😊

  • @rameshchandranayak575
    @rameshchandranayak575 День тому

    ବିଜେଡିର ଦୁନିଆଁ କେଳେଙ୍କାରୀ। ଆଗକୁ ଆହୁରି ବାହାରିବ।

  • @basantipanda7986
    @basantipanda7986 2 дні тому

    ସରକାରୀ ଧନର ସଂପୁର୍ଣ ଆପଣ ବ୍ୟବହାର କର jaic

  • @foundationservices2890
    @foundationservices2890 День тому

    I hope it's not the bad governance of the privious govt.or miss use of govt's properties...

  • @biswajitpatra6699
    @biswajitpatra6699 3 дні тому +2

    Dear Babi babu, why is this type of luxurious arrangements in a poor state like odisha? Very shameful.

  • @pravakarmishra8813
    @pravakarmishra8813 3 дні тому +2

    Without support of Naveen Pattanaik he could not be able to construct such house in govt quarter

  • @ramachandrapanda7858
    @ramachandrapanda7858 3 дні тому

    ଆମେ ନିଶ୍ଚିତ ଏବଂ ଭଲଭାବେ ଜାଣିଛୁ କିଛି ଆକସନ୍ କେହିମଧ୍ୟ ନେଇପାରିବେନାହିଁ। କାରଣ
    Barking dog only sounds much.
    Bande MATARAM.

  • @worldofhappyness7930
    @worldofhappyness7930 2 дні тому

    ସରକାରୀ କ୍ୱାଟର ରେ ତୁମେ ବିନା ପରମିସନ୍ ରେ ଏ ସବୁ କରିବା ଏତେ ବି ଜରୁରୀ ନୁହେଁ। ହାତରୁ କରୁଥିଲା ନା ଜନତାଙ୍କ ପେଟ କୁ ମାରି🤔 କରୁଥିଲ?

  • @user-rl6wu8lt5l
    @user-rl6wu8lt5l 2 дні тому

    Upajukta Inquiry karajau And Strictly Action Punishment Diyajiba Darkar

  • @sarojmohapatra5563
    @sarojmohapatra5563 3 дні тому

    Yes

  • @SRIRAMMARNDI-jt9ii
    @SRIRAMMARNDI-jt9ii 2 дні тому

    Very good news

  • @basantasenapati5631
    @basantasenapati5631 День тому

    କିଏ କହିଥିଲା ସରକାର ଘରେ ଏତେ ସବୁ କାମ କରିବାକୁ । ଯାହା ସବୁ ଲସ କିଏ ଦେବ ରେ ବବି .....

  • @RajaDas-pp1ez
    @RajaDas-pp1ez 2 дні тому

    Bhai ଏଇଟା ବୁଝି ପାରୁନ bade bade Ghar me ese chhote chhote batein hota he 😊😊😊😊

  • @bibhutimishra8259
    @bibhutimishra8259 2 дні тому

    ବବି କୁ CBI ରେଡ କରାଯାଉ

  • @himansudash9149
    @himansudash9149 2 дні тому

    ତମ ମାଇକିନା ଯାଇଥିଲେ। ମାଗିଆ ଖାଲି ଗପ ସୁଣେଇ ଗାନ୍ଡି ମାରିଲ। ପୁଣି ଆଈ ମା କାହାଣୀ ସୁଣଉଛ, ତମ ସରକାର କଣ ହିନ୍ଜଡା? ଧରୁନ ନା ତମ ଗାନ୍ଡି ରେ ଦମ୍ ନାହିଁ? ସଳେ ଦର୍ ଦାମ ବଢି ଲୋକ ମଲେଣି ସେଠିକି କନ୍ଟ୍ରୋଲ ନାହିଁ, କିଏ ଘର କଲା କା ମାଇକିନା ବେଇଲା ସେ ଖବର ଦେଖଉଛ।

  • @sanatsenapati4236
    @sanatsenapati4236 2 дні тому

    ଏଠାକୁ ରସିକିଆ ମନେ ଆସନ୍ତି ଆଉ ତାଙ୍କୁ ଖୁସି କରିବାପାଇଁ ଅର୍ଚ୍ଚନା ନାଗ ର ସାହାରା ନେଉଥିଲେ

  • @chittaranjankanhar7991
    @chittaranjankanhar7991 3 дні тому

    କଥା କହିଲେ ହବ ନି ଓଡିଶା ର ଜନତା ଆପଣକୁ ଖାଲି କଥା କହିବା କୁ ନିର୍ବାଚିତ କରି ନାହାନ୍ତି, କାମ କରି ଦେଖାନ୍ତୁ ସିଧା ଗିରଫ କାରାଯାଉ ଦୋଷୀ ଦଣ୍ଡ ପାଇଲେ ହିଁ ଓଡିଶା ର ଜନତା ଖୁସି ହେବେ 🙏🙏

  • @dhaneswarburudi7530
    @dhaneswarburudi7530 День тому

    ସରକାରୀ କ୍ୱେଟର ଜେମେତି ନେଇ ଥିଲେ ସେମିତି ଫେରିବାର ଥିଲା ତା ହେଲେ ସରକାରୀ ଜାଗାରେ ଘରୋ ବନାଇବାକୁ କିଏ କୋହିଥିଲା କାଠାରୁ ପର୍ମିସନ ଆଣିଥିଲେ ତମମାନଙ୍କ ପାଇଁ ଆଜି ନବୀନ ବାବୁ ଙ୍କ ଦୁଃଖ ଦେଖିବାକୁ ପଡ଼ିଲା

  • @KarunakarDhani-eo2sl
    @KarunakarDhani-eo2sl 2 дні тому

    ଖଟିଆ ସେବା କାହାକୁ ଦିଆଯାଉ ଥିଲା ତଦନ୍ତ ହେଉ।

  • @amitkumardungdung5684
    @amitkumardungdung5684 2 дні тому

    Right

  • @iknow7753
    @iknow7753 3 дні тому +3

    ପଲଙ୍କ ସେବା ତାମିଲ୍, ଲୋକ ସହିତ ଓଡ଼ିଆ କ୍ରୀତଦାସ ହଉଥିଲା

  • @DhanapatiNayak-gv3xl
    @DhanapatiNayak-gv3xl 2 дні тому

    Yes sir 100%Right sir

  • @sukantabehera1284
    @sukantabehera1284 3 дні тому

    ଯୋଗୀ ସରକାରଙ୍କ ଶାସନ ଭଳି ଅମଲା ଗୋଲାମି ମାନଙ୍କ ପ୍ଐତୢକ ସମସ୍ତ ସମ୍ପତ୍ତିର ସିଜ ହେଉ।ଏବଂ ତାହା ପରେ ଗୋଲଡୋଜର ଚଳାଇ ଘରଭାଙ୍ଗି ଦିଅନ୍ତୁ। ଏକଂ ଜାମିନ ବିହିନପରୱାନା ଦଫାଲଗାଇ ସଫା କର।ପୁଅ କେତେ ସରକାରୀ ଆଇନ୍ ଦେଖାଉଛି ।ଦେଖୁଥିବ ଏକଂ ସରକାର ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଉଧ୍ଦାର ହେଉଥିବ। ଚୋର ମୁଁ ହ ଭାରିଟାଣ ।

  • @harashnayak8138
    @harashnayak8138 3 дні тому

    Bhai lam very sorr6

  • @surjyabhanurouta9600
    @surjyabhanurouta9600 2 дні тому +1

    ଭ୍ରଷ୍ଟ ଚୋର ମାନଙ୍କୁ, ଷ୍ଟ୍ରାଇଟ ଆକ୍ସନ ନିଆ

  • @itsumesh663
    @itsumesh663 9 годин тому

    ବବି ଦାସ ସେଠି premium ବେଶ୍ୟାଳୟ ଚଲଉଥିଲା। ମୁଁ office ରୁ ଫେରିବା ବେଳେ ରାତି ୧୧-୧୨ ବେଳେ ଅନେକ ଥର ବର୍ଷା, ସେ ମିଶ୍ର ଆଉ ଅନେକ ଟୋକି ଗୋଟେ black Fortuner ରେ ଯିବାର ଦେଖିଛି

  • @sibashankarparida4548
    @sibashankarparida4548 2 дні тому

    ଖଟିଆ ସେବା ମାନେ କଣ କୁହ ଟିକେ ସାଧାରଣ ଲୋକ ଜାଣିପାରୁନି

  • @user-xy8ys2uc7j
    @user-xy8ys2uc7j День тому

    ଏ ଭିଡିଅରୁ ତେ ପରିବାରର ଲୋକ କେତେ ଭଲ ସବୁ ଯଣା ପଡ଼ୁଚ଼ି । ମିଡିଆ ଖରାପ ତୁ ବାଳ ଭଲ । ତୁ ହାରାମି Jail ଯିବୁ।

  • @diptiranjan00
    @diptiranjan00 2 дні тому

    ରାଣ୍ଡି ବାଜି ଚାଲିଥିଲା ଲୋକ ଙ୍କ ପଇସାରେ ସବୁ ଚଲାଇଥିଲା ବିଜେପି କଣ କରୁଛି ଆରେଷ୍ଟ କରୁନି କଣ ପାଇଁ

  • @diptiranjan00
    @diptiranjan00 2 дні тому

    ଏବେ ନବୀନ sir ଜାଣିବେ ଯେ ସେ ହାରିଲେ କଣ ପାଇଁ

  • @tapaswiniarukh1132
    @tapaswiniarukh1132 3 дні тому

    ଜନ ପ୍ରତିନିଧି ହିସାବରେ ଜନ କଲ୍ୟାଣ କାର୍ଯ୍ୟରେ ନିଜକୁ ନିୟୋଜିତ ନ କରି,ନିଜର କଲ୍ୟାଣ କରିବା ଲଜ୍ୟାର ବିଷୟ । That is not the paternal property to remodel according to your sweet will in our money.

  • @saratkumar4951
    @saratkumar4951 2 дні тому

    Argus tv same on you

  • @Rkd6122
    @Rkd6122 3 дні тому +1

    କାହା ପଇସାରେ ଏ ସବୁ ହେଇଥିଲା ?