କେବେ ଖୋଲିବ ରତ୍ନଭଣ୍ଡାର ? | Odisha Reporter

Поділитися
Вставка
  • Опубліковано 20 чер 2024
  • ଦିନକୁ ଦିନ ରତ୍ନଭଣ୍ଡାରକୁ ନେଇ ଅନେକ ଉତ୍କଣ୍ଠା, ଅନେକ କଳ୍ପନା ଜଳ୍ପନା। 2018 ମସିହାରୁ ପ୍ରଶାସନ ଜାଣିଥିଲା ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ସମ୍ପର୍କରେ, ତେବେ ଏହାର ତୁରନ୍ତ ମରାମତି ନ କରାଯିବା, ଏତେ ଦିନ ଧରି ଏ ସମ୍ପର୍କରେ କୌଣସି ପଦକ୍ଷେପ ନ ନିଆଯିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ରତ୍ନଭଣ୍ଡାର ଏବଂ ପରିକ୍ରମା ପ୍ରକଳ୍ପକୁ ନେଇ ଆମ ସହିତ ଅଧିକ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #Ratnabhandar #puri #JagannathDham #puritemple #odisha #news #interview #SudarshanPatnaik #odishareporter

КОМЕНТАРІ • 139

  • @prafullachandrasahoo9688
    @prafullachandrasahoo9688 9 днів тому +37

    ଏ ବାବୁ ଆଗରୁ କିଛିଯାଣିନଥିଲେ, ଏବେ ସବୁ ଜାଣିଲେ. କି ସୁନ୍ଦର ଅଭିନୟ. ଏମାନେ ସମସ୍ତେ ପଣ୍ଡିୟାନ ଙ୍କ ଭୟରେ ସବୁଚୁପ ରହିଥିଲେ.ଆପଣ ପରା କେବଳ ପୁରୀବାସୀଙ୍କ ବାବଦରେ ଖୋଲିବା ପାଇଁ ଧାରଣା ରେ ବସିଥିଲେ.

  • @akashtraditionalhandicraft4161
    @akashtraditionalhandicraft4161 9 днів тому +11

    ବାବୁଙ୍କର ଇଚ୍ଛା ଥିଲା ରାଜ୍ୟସଭା ଯିବାପାଇଁ ବିଜେଡି ରୁ ସେଇଟା ହେଲାନି ବୋଲି ଆଜି କହୁଛନ୍ତି

  • @loveforvillage4208
    @loveforvillage4208 8 днів тому +19

    ଆରେ ବେହିଆ ମାନେ ଯେଉଁମାନେ ସୁଦର୍ଶନ sir ଙ୍କୁ ଗାଳି ଦଉଚ ଥରେ ଚିନ୍ତା କର ତାଙ୍କର ଓଡିଶା ପାଇଁ ଅବଦାନ କଣ ଆଉ ତୁମେ ରାଜନୀତି ଛଡା ଆଉ କଣ ଜାନ ଏଠି କୌଣସି ଦଳ କଥା ନୁହେଁ ଆମ ମହାପ୍ରଭୁ ଙ୍କ କଥା

    • @sritamkumar7488
      @sritamkumar7488 8 днів тому +1

      Right Bhai

    • @loveforvillage4208
      @loveforvillage4208 7 днів тому

      @@sritamkumar7488 🙏🙏

    • @chittaranjansahu8113
      @chittaranjansahu8113 3 дні тому +1

      ଠିକ୍ କହିଲେ

    • @chittaranjansahu8113
      @chittaranjansahu8113 3 дні тому +2

      ସୁଦର୍ଶନ ଭାବୁ ଜଣେ ସଛୋଟ ଏବଂ ଭଲ ମଣିଷ l କୌଣସି ରାଜନୀତି ଅଭିସନ୍ଧି ନାହିଁ l

  • @ghanashyamswain4941
    @ghanashyamswain4941 8 днів тому +6

    ଠିକ ପ୍ରଶ୍ନ, ଆଜି ଯାଏ ବାବୁ ସୋଇଥିଲେ l bjd ସରକାର ଯିବାପରେ ନିଦ ଭାଙ୍ଗିଲା l କମିଟି ମେମ୍ବର ଯଦି ଜାଣିପାରୁନାହାନ୍ତି, ଅଲଗା ଲୋକ କେମିତି ଜାଣିବେ

  • @akashtraditionalhandicraft4161
    @akashtraditionalhandicraft4161 9 днів тому +12

    ଏବେ ନୂତନ ସରକାରଙ୍କୁ ତେଲ ମାରୁଛନ୍ତି

  • @akashtraditionalhandicraft4161
    @akashtraditionalhandicraft4161 9 днів тому +10

    ଏବେ କହୁଛନ୍ତି ଆଗରୁ ସରକାରଙ୍କ ମଲେଇ ଖାଉଥିଲେ

  • @biswanathsahoo6775
    @biswanathsahoo6775 8 днів тому +1

    ଶ୍ରୀ sudershan Pattnaik ଙ୍କ ଦ୍ଵାରା କରାଯାଇ ଥିବା ଶ୍ରୀ ମନ୍ଦିର ବିଷୟର ବର୍ଣ୍ଣନା ଅନୁସାରେ ମୁଁ ସଦା ସର୍ବଦା ଲାଳାୟିତ କିପରି ଭାବରେ ପ୍ରଭୂ ଜଗତର ନାଥ ଜଗନ୍ନାଥ କୃପାରୁ ଶ୍ରୀ ମନ୍ଦିର ରତ୍ନ ଭଣ୍ଡାର ଖୋଲୁ ଓ ସମସ୍ତ ସୋର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅବସ୍ଥାରେ ଥାଉ ଓ ରତ୍ନଭଣ୍ଡାର ରେ କିଛି କ୍ଷତି ହୋଇ ନା ଥାଉ ମୋର ପ୍ରଭୁ ଙ୍କ ନିକଟରେ କାମନା😢

  • @shakaharipruthivi8696
    @shakaharipruthivi8696 7 днів тому +1

    ଦୁଇଟା ମତ କାମ କରେ ଗୋଟେ ମତ ଜଗନ୍ନାଥଙ୍କୁ କାଠ ଭାବେ ଲୁଣ୍ଠନ କୁ ମଜା ଭାବେ। ଆଉଗୋଟେ ମତ ସର୍ବଶକ୍ତିମାନ ପୂର୍ଣ୍ଣ ବ୍ରହ୍ମ ଭାବେ।
    କାହିଁ କେଉଁ କାଳରୁ ରାଜା ଶାସନ ଗଢ଼ିଲା। ମନ୍ତ୍ରୀ ଶାସନ ଲୁଣ୍ଠନ ର ପରାକାଷ୍ଠା ଖାଲି ଦେଖାଇଲା ନାହିଁ ବରଂ ଠାକୁରଙ୍କୁ ଚାଲେଞ୍ଚ କଲା। ଫଳ କଣ ହେଲା ? ଶାସନ ର ଭୟଙ୍କର ପରିବର୍ତ୍ତନ ହେଲା ଓ ପରବର୍ତ୍ତୀ ସମୟରେ ଯାହା ହେଉଛି ତାହା ପାଇଁ ଏ ଆଲୋଚନା। କେହି ଜାଣି ନ ଥିଲେ କି କେବେ ମିଡିଆ ରେ ଆଲୋଚନା ହେବ। ଅସୁର ଶାସକ ହେଲେ ଏ ସବୁ ହୁଏ। ଏବେ ଲୁଣ୍ଠିତ ଜିନିଷ ଆଣିବା ଓ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ଦରକାର୍। ଏ ସରକାର ର ବ୍ୟବସ୍ଥା ରେ ମୃତ୍ୟୁ ଦଣ୍ଡ ନ ଥିଲେ ଦୈବୀ ଦଣ୍ଡ ଦ୍ଵାରା ସବୁ ମରିବେ। କଳ୍କୀ ଅବତାର ରେ ଠାକୁର ଅଛନ୍ତି ଓ ତାର ପ୍ରମାଣ ସମୟ କ୍ରମେ ମିଳି ଯିବ।

  • @user-um7gb1ol1z
    @user-um7gb1ol1z 7 годин тому

    From this discussion,itt is very clear how we respect to Lord Jagannath.
    Ganeswar Rout.

  • @dillipkumarsahoo1133
    @dillipkumarsahoo1133 8 днів тому +2

    ବିରୀ ମାଡ଼ ଦେଖି କୋଳଥ ଚୋପା 😭😭🤪😂🤣 ହେ ପ୍ରଭୁ ପରିଚାଳନ କମିଟିକୁ ସତ୍ ବୁଦ୍ଧି ଦିଅ 🙏🛕

  • @hemantkumarpattnaik2481
    @hemantkumarpattnaik2481 8 днів тому

    ଓଡ଼ିଶା କଳାକୁ ଏମାନେ ବର୍ବାଦ କରିଛନ୍ତି ହେ ପ୍ରଭୁ!

  • @jaishree1391
    @jaishree1391 6 днів тому

    ପୂର୍ବ ଓ ପଶ୍ଚିମ ଦ୍ୱାର ହିଁ କେବଳ ସାଧୁ ସନ୍ଥ, ସାଧାରଣ ଭକ୍ତ ଓ ମାନସିକ ଧାରି ବ୍ୟବହାର ହୁଏ ଆଊ ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର କେବଳ ରଜା ମହାରାଜ ଓ ଦେବତା ମାନଙ୍କ ପାଇଁ ବ୍ୟବହାର ହୁଏ ତେଣୁ ଦ୍ୱାର କେଉଁ ଉଦ୍ଦେଶ୍ୟ ପାଇଁ ବ୍ୟବହାର ହେବ ତାହା ଜାଣି ଦ୍ୱାର ଗୁଡିକ ବ୍ୟବହାର କରିବା ଉଚିତ l

  • @dhirendranathrout3005
    @dhirendranathrout3005 7 днів тому

    Ahiଏହି ପ୍ରସଙ୍ଗ ରେ ସେତେବେଳର ମୁଖ୍ୟ ମାନଙ୍କୁ ଧରି ପର୍ଦାଫାସ୍ କରାଯାଉ।

  • @Jagannath-oc9ht
    @Jagannath-oc9ht 8 днів тому

    ରତ୍ନ ଭଣ୍ଡାରର କ୍ଷତି ହୋଇଥାଆନ୍ତା ଭୁଷୁଡି ପଡିଥାଆନ୍ତା ସେତେବେଳେ ବଳକା ଯାହାଅଛି ସବୁ ନେଇ ଯାଇଥାଆନ୍ତେ ଏବଂ ରୁପା ଇଟା ବିଭିନ୍ନ ମୂର୍ତ୍ତି ଯେମିତି ଗାଏବ୍ ହେଲା ଠିକ୍ ସେହିପରି କରୀ ଥାଆନ୍ତେ । ପ୍ରଭୁ ଜଗନ୍ନାଥ କଲେ ନବିନ ସରକାର ଗଲା। ବର୍ତମାନ୍ ତାକତ୍ ଅଛି ଯଦି ଏହି ସରକାର ସବୁ ଖୋଳତାଡ୍ କରି ବାହାର କରୁ।

  • @avisiontowardsspiritualism4929
    @avisiontowardsspiritualism4929 8 днів тому +2

    ରାଜନେତା ମାନେ ନିଜ ଆସନ ପାଇଁ କେବଳ ଚିନ୍ତା କରୁ ଥିଲେ. ଏମାନେ ତଦ୍ରୁପ l

  • @nisithkumargoswami974
    @nisithkumargoswami974 8 днів тому +2

    It's very sad. BJD has devastated everything. Mahaprabhu will not spare anyone. Jay Jagannath 🙏

  • @subratmeher3658
    @subratmeher3658 6 днів тому

    ଖାଲି ନାଁ ରେ ପରିଚାଳନା କମିଟି ଅଛି କିଛି କାମ କରୁନାହାନ୍ତି

  • @laxmansahoo4681
    @laxmansahoo4681 3 дні тому

    ରତ୍ନ ଭଣ୍ଡାରରେ କିଛି ନ ଥିବ 🎉

  • @jenasrinibash8841
    @jenasrinibash8841 9 днів тому +3

    ଆଛା ଆମ ୟେ ନବୀନ ବାବୁ, ବିଜୁ ପଟନାୟକ ଙ୍କ ପୁଅ ତ! କେମିତି. କିଛି ବୁଝି ପାରୁ ନାହାନ୍ତି? ଆମକୁ ୟେ କଥା ଶୁଣିଲା ବେଳକୁ ଲଜ୍ୟା ଲାଗୁଛି, କେମିତି ଚୁପ ବସିଛି ୟେ ଲୋକ? ଛି ଛି ଛି...........

  • @atmaramdasatmaramdas3879
    @atmaramdasatmaramdas3879 9 днів тому

    ଜୟ ଶ୍ରୀ ଜଗନ୍ନାଥ 🙏🚩

  • @santoshkumarmishra2620
    @santoshkumarmishra2620 7 днів тому

    ମହାପ୍ରଭୁ କିଛି କରନ୍ତି ନାହିଁ. ଏହା ଏକ ଡହରାମି. ଯେତେବେଳେ ବିଜେଡି ସରକାର ଦ୍ବାର ବନ୍ଦ କଲେ ତତ୍କ୍ଷଣାତ୍ ଜଗନ୍ନାଥ ଦ୍ବାର ଫିଟେଇ ଦେଲେନି. ଏଠି ମଣିଷ ଯାହା ଚାହିଁବ ତାହା କରିବ. ନବୀନ୍ ବନ୍ଦ କଲେ ମୋହନ ଖୋଲିଦେଲେ.

  • @OdishaMusicAcademy
    @OdishaMusicAcademy 8 днів тому

    ଜାଣି......

  • @jenasrinibash8841
    @jenasrinibash8841 9 днів тому +2

    ଶୁଣରେ ଗାଲୁଆ ଦଳ -ୟେ କଥା ଶୁଣିଲେ କଣ ଲାଗୁଛି କୁହ. ଆତ୍ମହତ୍ୟା କରିକି ମର

  • @kritibasthati6433
    @kritibasthati6433 7 днів тому

    ଶ୍ରୀମନ୍ଦିର ପ୍ରଶାସନ ତଥା ରାଜ୍ୟ ସରକାର ସର୍ବ ପ୍ରଥମେ ଶ୍ରୀମନ୍ଦିରର ସୁରକ୍ଷା କରିବା ସାଙ୍ଗେ ସାଙ୍ଗେ ରତ୍ନ ଭଣ୍ଡାର ଖୋଲି ସମସ୍ତ ତଥ୍ୟ ସାର୍ଵ ଜନୀନ କରନ୍ତୁ l ଏହା ହେଲେହିଁ ସାଢେ 4 କୋଟି ଓଡ଼ିଆଙ୍କର ଭାବାବେଗ ସହିତ ହୋଇଥିବା ଅନ୍ୟାୟ ର ଅନ୍ତ ଘଟିବ l ଜୟ ଜଗନାଥ

  • @krushnachandradash4327
    @krushnachandradash4327 7 днів тому

    ମୂର୍ତ୍ତି ସଵୁ କୁଆଡେ ଗଲା ବୋଲି ସୁଦର୍ଶନ ବାବୁ କହୁଛନ୍ତି।ପାଣ୍ଡିଆନ‌ ସର୍ବେ ସର୍ବା ଥିଲେ ଏଣୁ ମୂର୍ତ୍ତି କୁଆଡେ ଗଲା ପାଣ୍ଡିଆନ ନିଶ୍ଚୟ ଜାଣିଥିବେ ଏକଥା ଜଣେ ଜଣେ ସାଧାରଣ କୃଷକ, ଶ୍ରମିକ ରିକ୍ସା ଚାଳକ ମଧ୍ୟ କହିଵ।ଆଉ ଆପଣ କିପରି ଜଣେ ବୁଦ୍ଧିମାନ ଲୋକ ହୋଇ ଜାଣି ନଜାଣିଲା ପରି ରହିଛନ୍ତି।

  • @jnanadiptasamantaray1562
    @jnanadiptasamantaray1562 9 днів тому

    ଆଳସ୍ୟତା, ଆତ୍ମ-ମ୍ଭରିତା ଓ ପ୍ରଭୁ ଙ୍କ ପ୍ରତି ଅକୃତଜ୍ଞତା ସଂପୂର୍ଣ୍ଣ ଟିମ୍ ଦାୟୀ । କାରଣ ଆଦର୍ଶ ର ଅଭାବ । ଭଗବାନ ଙ୍କୁ ଭଲ ପାଇବା ର ଅଭିନୟ ସୁନ୍ଦର କରି ପାରୁଛନ୍ତି, କିନ୍ତୁ ବାସ୍ତବତା ରୁ ଅନେକ ଦୂର । ଭକ୍ତି ଓ ପ୍ରେମ ଏତେ ସହଜ ନୁହେଁ । କେବଳ ସାଲବେଗ, ଦାସିଆ, ବଂଧୁ ମହାନ୍ତି ପ୍ରଭୂତି ଙ୍କୁ ଜଣା ....

  • @nutanmohanty5225
    @nutanmohanty5225 6 днів тому

    Good morning

  • @kamallochannayak9660
    @kamallochannayak9660 8 днів тому

    Jey Jagannath Swami

  • @prafullamohanty5557
    @prafullamohanty5557 8 днів тому

    ସତ୍ୟ ମେବ ଜୟ ତେ

  • @dharanidharbehera3204
    @dharanidharbehera3204 4 дні тому +1

    Please discuss about employment

  • @Sahooramakanta-yj4vx
    @Sahooramakanta-yj4vx 8 днів тому

    Immediately court

  • @user-gz6yy2fd6e
    @user-gz6yy2fd6e 7 днів тому

    ଏ ବେହ୍ୟା ଜଣକ ଯାଇଥାନ୍ତେ ରାଜ୍ୟ ସଭା ବିଜେଡି ପଠେଇଲେନିତ ସେଥିପାଇଁ. ଗଲୁ ମାରୁଛନ୍ତି.

  • @Meetsrikanta1
    @Meetsrikanta1 9 днів тому +1

    Gajapati Maharaj must be vocal and take strong and firm stand on issues related to Mahaprabhu and Sri mandir

  • @nrupamajhi9654
    @nrupamajhi9654 9 днів тому

    Great sir

  • @sureshakumarnayak7953
    @sureshakumarnayak7953 9 днів тому

    JAY JAGANNATH

  • @pratapchandrasamal2396
    @pratapchandrasamal2396 7 днів тому

    ଆପଣ ସାକ୍ଷାତକାର ନାଁରେ ଲୋକଙ୍କୁ କାହିଁକି ବିଭ୍ରାନ୍ତ କରୁଛନ୍ତି। ଯଦି ସବୁ କଥାରେ ମହାପ୍ରଭୁଙ୍କ ଇଚ୍ଛା ବୋଲି କହୁଛନ୍ତି ତେବେ ଆଉ କାହାକୁ ଦୋଷ କାହିଁକି ଦେଉଛନ୍ତି। ଏବେ ତ ASI ରତ୍ନ ଭଣ୍ଡାର ଖୋଲିବା ପାଇଁ ତାରିଖ ଘୋଷଣା କଲା। ତାକୁ କାହିଁକି ବନ୍ଦ କରାଗଲା। ପୂର୍ବ ସରକାର ଯଦି ସବୁ ଭୁଲ କାମ କରିଥିଲେ ଏବେ ସୁଧାରିବା ପାଇଁ ଚେଷ୍ଟା କରାଯାଉ। ଅଯଥା ରାଜନୀତି କରା ନଯାଉ।

  • @bijaykumarparida1936
    @bijaykumarparida1936 8 днів тому

    Thank thank thank sudarshan bhai

  • @amiyajena6222
    @amiyajena6222 8 днів тому

    Joy jagannath

  • @srinibaspal6574
    @srinibaspal6574 8 днів тому

    କଣ କରିବା ଦୁଃଖର ବିଷୟ ଯେ ଓଡ଼ିଶା ବାସୀ ଙ୍କୁ କିଛି ମାଗଣା ଖିଆ ଯୋଜନା କରି ଚୁପ୍ କରି ଲୁଟି ନେଲେ ଯିଏ କହିଲା ତା ପାଟି ଚୁପ୍ କରାଗଲା,,,,

  • @arunsatapathy9126
    @arunsatapathy9126 8 днів тому

    Good message by OTV

  • @santoshkumarmishra2620
    @santoshkumarmishra2620 7 днів тому

    ଯଦି ଗଜପତି ଙ୍କ କଥାକୁ ଅମାନ୍ଯ କରାଗଲା ସେ ମନ୍ଦିରକୁ ନଆସି ଛେରାପହଁରା ନକରି ନିଜ ନଅର ରେ ନୀତି କରିଲେନି କାହିଁକି.?

  • @ranajitjena4668
    @ranajitjena4668 8 днів тому

    ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ଯୋଜନା ସରିଥିଲା, ନିର୍ବାଚନ ସମୟରେ ତମର ଏହି ଗୋଲାମ ଗଣମାଧ୍ୟମ ସଂସ୍ଥା ମଧ୍ୟ୍ୟ ଓଡିଶା ଜନସାଧାରଣଙ୍କ ପାଖରେ ବିଭ୍ରାନ୍ତକର ଖବର ରଖୁଥିଲା ଏବେ ତମ ଗୋଲାମ ବିଜେପି ଦଳର କଣ ହେଲା ଖୋଲିବାକୁ ପଛଘୁଞ୍ଚା ଦେଉଛନ୍ତି, ଏହି ଖବର ପ୍ରସାର ପାଇଁ କଣ ତମ ମୁହଁରେ ତୁଣ୍ଡି ବନ୍ଧା ହୋଇଛି ଭଡୁଆ ସାମ୍ବାଦିକ

  • @biswajitdash6022
    @biswajitdash6022 8 днів тому

    ଏ ଭଳି ଏବେ ଜଣେ ବ୍ୟକ୍ତି ପୁରୀରେ ବାହାରିଛନ୍ତି ସେ ହେଲେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ .. 2018 ରୁ 2024 ଯାଏଁ ସେ ଗୋଟେ ରିପୋର୍ଟ ଟେ ତାଙ୍କ ପାଖରେ ରଖିଥିଲେ ହେଲେ ସେ ରିପୋର୍ଟ ଟିକୁ ଫାଇବ ଟି ପର୍ଯ୍ୟନ୍ତ ନେଇ ପାରିଲେ ନାହିଁ ..ଆଉ ଏବେ ସେ କହୁଛନ୍ତି କାଲି ସଂଗେ ସଂଗେ ରତ୍ନ ଭଣ୍ଡାର ଖୋଲା ଯାଉ .. ସେ ରତ୍ନ ର ହିସାବ କର ନାହିଁ ? ପ୍ରଶ୍ନ ହେଲା ଯଦି 2018 ରୁ 2024 ମଧ୍ୟରେ ମନ୍ଦିର ଭୁଶୁଡି ଗଲାନାହିଁ ତେବେ july 8 ତାରିଖରେ ମନ୍ଦିର କେମିତି ଭୁସିଡ଼ି ଯିବ ..ଜଣା ସୁଦର୍ଶନ ପଟ୍ଟନାୟକ ବିଜେଡି ଠୁ କିଛି ପାଉଥିଲେ ସେଥିପାଇଁ ଚୁପ ଥିଲେ ଆଉ ଏବେ ସାହାଯ୍ୟ ମିଳିବା ବନ୍ଦ ହେଲା ନୂଆ ସରକାର ଉପରେ ଚାପ ସୃଷ୍ଟି କରିବାରେ ତତ୍ପର ଦେଖାଉଛନ୍ତି . ତମେ ଯଦି ସବୁ ଜାଣିଥିଲା ପିକୁ ଭାଇଙ୍କ ଜଗନ୍ନାଥ ସେନା ଆବାହକ ପରି ସ୍ୱର୍ ଉତୋଳନ କରିଥାନ୍ତ ହେଲେ ତମେ ମୁହଁରେ କନା ବାନ୍ଧି ରହିଲ।। ତମେ BJD ର ହେଲେ ମହାପ୍ରଭୁଙ୍କ ପାଇଁ ତମ ଅନ୍ତ୍ରରୁ ଥରେ ବି ଡାକ ବାହାରିଲାଣି ।। ଆଉ ଏବେ ପରାମର୍ଶ ଦଉଚ ।। କି ଲଜ୍ଜା କଥା ।। ଧୀକ ତମକୁ ଲାଗିବା କଥା .. ଆଜି ଯାଏଁ ସୁଦର୍ଶନ ବାବୁ କୁମ୍ଭକର୍ଣ୍ଣ ନିଦରେ ଥିଲେ . ବିଜେଡି ହାରିବା ପରେ ମନେ ପଡିଲା ...ଯୋଉ ଜଗନ୍ନାଥଙ୍କ ପାଇଁ ସବୁ କିଛି ପାଇଛ ତାଙ୍କୁ ବି ମାଟିରେ ମିଶେଇ ଦେଲ..ଆଉ ଆଜି ଭଲେଇ ଦେଖେଇ ହଉଛ ...
    ଜୟନ୍ତ ବାବୁ କେବେ ଦେଖାହେଲେ ଏ ପ୍ରଶ୍ନ ଟା ନିଶ୍ଚିତ କରିବ 2018 ରୁ 2024 ସେ ପୁରୀରେ ରହୁଥିଲେ ନା ବିଦେଶ ଗ୍ରସ୍ତ ରେ ଯେ ସ୍ୱର ଉତ୍ତାଳନ କରିପାରିଲେ ନାହିଁ ???

  • @pratapjena1193
    @pratapjena1193 8 днів тому

    ବିଜେଡି ପ୍ରେମ୍ ନୀଶା ଏବେ ଛାଡି ଗଲା ,ଏବେ ସ୍ୱାଭିମାନ ବାହାରିଲା

  • @manojpattanaik592
    @manojpattanaik592 8 днів тому

    ମୂର୍ତ୍ତି ସବୁ ଥିଲା ନିଜାମ ସ୍ଟୋନ୍ perheps so its gayeb

  • @sworldcreations1549
    @sworldcreations1549 8 днів тому

    ବହୁତ ଦୁଃଖ ଲାଗୁଛି ସୁଣିକି ସବୁ l ଅlମର ପୁରୁଣା ଐତିହ ସବୁ ନଷ୍ଟ କରିଦେଲା bjd ସରକାର l ଆମେ ସମସ୍ତେ ଦୋଷୀ l

  • @biswanathbehera7960
    @biswanathbehera7960 8 днів тому

    ସୁଦର୍ଶନ ବାବୁ କୋର୍ଟ ର ଆଶ୍ରୟ ନିଅନ୍ତୁ। ବିଳମ୍ବ କର ନାହିଁ।

  • @bhagabataparida1273
    @bhagabataparida1273 4 дні тому

    Bala interview

  • @prafulasingh2267
    @prafulasingh2267 7 днів тому

    ଏ ସମସ୍ତ ପାଇଁ ଦାୟୀ କିଏ ?

  • @satyabansahoo7932
    @satyabansahoo7932 9 днів тому +3

    BJD ତରଫରୁ ରାଜ୍ୟ ସଭାକୁ ଯିବାର ଥିଲା

  • @arunkumarbehera9271
    @arunkumarbehera9271 8 днів тому

    TKU. S. Sir

  • @SarojKumar-ym4ie
    @SarojKumar-ym4ie 8 днів тому

    A meeting ta bahut agaru karibar thila .

  • @SsPix23
    @SsPix23 8 днів тому

    Jai Mohan ❤

  • @debasisbag7099
    @debasisbag7099 8 днів тому

    Oiling for new goverment

  • @ashishsarangi5966
    @ashishsarangi5966 8 днів тому

    ସୁଦର୍ଶନ ବାବୁ ଆପଣ ଜଣେ ଡରୁଆ ଲୋକ. ଏତେ ଦିନ ଧରି କୋଉଠି ଥିଲେ . ଶଳା ବେଲଜ୍ଜ୍ୟା

  • @abhiabhi2511
    @abhiabhi2511 9 днів тому +1

    ଆଗରୁତ କାହିଁ ତମ ପାଟିଫିଟୁନଥିଲା... ରାଜ୍ୟସଭା ମିଳିଲାନି ବୋଲି ଏବେ ପାଟି ଫିଟୁଛି

  • @srinibaspal6574
    @srinibaspal6574 8 днів тому

    କଣ କରିବା ଦୁଃଖର ବିଷୟ ଯେ ଓଡ଼ିଶା ବାସୀ ଙ୍କୁ ଭକୁଆ ବନେଇ ରଖା ଯାଇଛି ଓ ଯିଏ କହିଅଛି ତା କଥା କୁ ଅଣ ଦେଖା କରା ଯାଇଛି

  • @bhabanemallick1801
    @bhabanemallick1801 8 днів тому

    Wright sir

  • @kishorchsrichandan307
    @kishorchsrichandan307 8 днів тому

    Those who are doing politics on the name of Sri Jagarnath they will be punished by Lord Jagarnath.

  • @user-tb3en8jw3t
    @user-tb3en8jw3t 3 дні тому

    Ratna bhandarare ratna achita....sabu chora pandian bhayare....patikholunathile....abe pandian nahina... seithipain..aeeya kariba katha.karithile.bhala.heithanta....kahuchanti.
    Kan Bagha thila.kahibaku.dadruthila.
    Sabu.patimara.nija.nijara.swartha.hasala.pain.bata.khojuthile....aha.nirat.satya..Jay.Jay.Jagannath.

  • @swarnamohanty3121
    @swarnamohanty3121 9 днів тому +1

    Ratnabhadar kholile sarkar bhangijiba.

  • @DipunSahoo-jl7pj
    @DipunSahoo-jl7pj 8 днів тому

    Sudarshn sirnku samalochana nakari akatha upare chinta karantu

  • @bhabanemallick1801
    @bhabanemallick1801 8 днів тому +1

    Nabin. Pattnayak. O. Pandinku. Dhariki. Badadandare. 4years. Antheidia

  • @Meetsrikanta1
    @Meetsrikanta1 9 днів тому

    Also the developmental activities for Sevayata at Intellectual, social and economical level, nobody is discussing.

  • @sibakalyanmohanty3552
    @sibakalyanmohanty3552 2 дні тому

    ସେଇ ପାଣ୍ଡୁ କୁ ପଚାର ଦ୍ଵାର ବନ୍ଦ idea ଟା ସେ ଭାଟିକାନ pop ର ନଥିଲାତ??

  • @DilipDhala
    @DilipDhala 9 днів тому +2

    Mr S Pattanayak after knowing all these u should have to resign or giving bite against bjd government or sri mandir parichalana committe

    • @niksharma-ol8ii
      @niksharma-ol8ii 8 днів тому

      Agree.. but aji ka date re govt. against re jiba ete easy nuhein. Govt. Jaha hata re police, media and sabu kichi achi .... Tanka against re jiba and semane kichi karibeni ?

  • @sureshchandradas88
    @sureshchandradas88 8 днів тому

    Mr Patnaik ji, some sevayats claim that a terrible roaring sound comes from the Ratna Bhandar. Is it true or false ? Or a preplan not to open ?

  • @annadasankar5165
    @annadasankar5165 8 днів тому

    Ratna Vandara khola hau

  • @tanujamishra2999
    @tanujamishra2999 8 днів тому

    Somanatha nka darshana pari kale heba

  • @skaifoundation8120
    @skaifoundation8120 9 днів тому

    🙏❤ Mahaprabhunka sange khelantu nahin please 🙏. Prabhu Kahuku chadibeni. My 2cents. Prabhu 🙏.

  • @rajeshbiswal819
    @rajeshbiswal819 7 днів тому

    Hey prabhu sanghatik issue

  • @gajindrapradhan1028
    @gajindrapradhan1028 3 дні тому

    Why everybody is saying charidwara ? What the total temple was closed?

  • @Meetsrikanta1
    @Meetsrikanta1 9 днів тому

    Apart from this one more thing we are all ignoring the discipline of Rituals of Mahaprabhu in the temple. That is very important .noboday is discussing about that

  • @animaparida700
    @animaparida700 7 днів тому

    Sir namaskar
    Ate Dina Kaine chup rahithele
    Bjd govt ATI garba karuthela

  • @SarojKumar-ym4ie
    @SarojKumar-ym4ie 8 днів тому

    Mandir bhitare ate kharap achi report re achi late kahije hela

  • @SarojKumar-ym4ie
    @SarojKumar-ym4ie 8 днів тому

    Naveen sir pakhare high label meeting kaleni

  • @dhaneswarpanda9
    @dhaneswarpanda9 9 днів тому

    In three political parties are working in lord jagannath temple.

  • @rakeshkumarjena8824
    @rakeshkumarjena8824 9 днів тому

    Bhala acting karuchhanti,chhadama odisha basi jananti kete chatukara..apana nka kala pain apananka prati sammana achhi

  • @Pinkyswain9862
    @Pinkyswain9862 8 днів тому +1

    BJD government adharmi.
    Friends odisha BJD mukta heijau.
    BJD gote party nuha BJD gote slow poison for society.
    BJD hindu dharma ra virodhi.
    A silent killer of hindu religion.

  • @sthitapragyannanda7486
    @sthitapragyannanda7486 8 днів тому

    Now why he is saying

  • @chareiwetichareiweti9429
    @chareiwetichareiweti9429 8 днів тому

    ଏ ପେଲେଇପୁଅ ମହା ମାଗିଆ

  • @Stutee24
    @Stutee24 9 днів тому

    Sudarshana babuknku Khali doshi kahile chalibani,ethi ta samaste chup basithile kaha muharu kichibi baharu nathila, ethipain X sakar hi dayi,bahara loka upare sabu chadidei chup hei basithile pura achitare,Samaste nija nija swartha re busy.Mora question daitapati manaknku.....tike tike kathare prabhuknka nitikanti bandh karideuthile....ete bada katha pain kahiki chup basithile????Gote pala chaleichanti .Rajaniti bhitare mahaprabhu knku neiki jaha bi heichi kichi bhala heini.Pratyeka odia manankara bhababega sahita khelichanti.Jete jaldi heba Ratna bhandara kholiki ta bhitara maramati karajau.Samasta odisha basi eia hi chaunchanti.JAY JAGANNATH🙏🙏🙏🙏🙏

  • @energyindia5530
    @energyindia5530 9 днів тому

    Jie Anyaya ku dekhi chup rahu thile sabu Aparadhi

  • @rakeshkumarjena8824
    @rakeshkumarjena8824 9 днів тому

    Gote jinisa apana kari parithante seita apana kaleni..apana baluka stupa te tiari kariparithante ratna bhandar khola jau message lekhi ki but apana kaleni

  • @archanachhotray2820
    @archanachhotray2820 3 дні тому

    Due to corona. Bhakua understand

  • @rakeshmuduli6773
    @rakeshmuduli6773 7 днів тому

    Apna soithile kouthi aji prjnta nida bhangila bodhe ebe

  • @aprameya6623
    @aprameya6623 8 днів тому

    Sabu murti bikri hei jaichi 😢 to foreign museum 😢

  • @manojkumarrout4694
    @manojkumarrout4694 4 дні тому

    Sunre Odia

  • @rangaballavrout8226
    @rangaballavrout8226 6 днів тому

    Janatha.bjhibe.manis.kana.karibe

  • @abantirout4768
    @abantirout4768 7 днів тому

    ❤❤❤loyal Thief❤❤❤

  • @user-sg4do6dy9n
    @user-sg4do6dy9n 8 днів тому

    ❤️👌❤️

  • @narendrabarik9855
    @narendrabarik9855 9 днів тому

    Sudarsan Thik Kahuni

  • @susantamishra5862
    @susantamishra5862 9 днів тому

    Sir 6 barsa agaru kahni muhna kholinathile

  • @jaikumarminz2335
    @jaikumarminz2335 8 днів тому

    Nedi guda kahuni ku bohiba pare muha kholuchhanti , ki lava heba.

  • @bhagabataparida1273
    @bhagabataparida1273 4 дні тому

    Tebe kie karan kahunu kanhi

  • @narayanpradhan2325
    @narayanpradhan2325 9 днів тому

    Yanka katha kichi bhala laguni. Mahapravu sabu karibe time kana Mahapravunka upare padi katha kahicha. swartha chalana purna katha

  • @manojkumarrout4694
    @manojkumarrout4694 4 дні тому

    Kan kholkar sun Odisha

  • @trilochanpatnaik6321
    @trilochanpatnaik6321 8 днів тому

    ପଦ୍ମଶ୍ରୀ ସୁଦର୍ଶନ ବାବୁ BJD ସରକାର ଥିବା ବେଳେ ପୁରୀ ରେ ଜନଆନ୍ଦୋଳନ କଲେ ନାହିଁ କାହିଁକି?

    • @niksharma-ol8ii
      @niksharma-ol8ii 8 днів тому

      False rape case jail patheiba b kichi bada katha nuhein.. AC re basiki comment Kariba au ground reality re ladhiba bht different. Govt. Ku gote minute lagibani Jana nka ra ki ta family ku destroy karibaku.. kie kahin sacrifice Kariba ?

  • @SarojKumar-ym4ie
    @SarojKumar-ym4ie 8 днів тому

    A ta barsa kahike late kale

  • @quoteoftheday2357
    @quoteoftheday2357 6 днів тому

    BJD galapare Sabu Satakatha dhire dhire asiba 🎉Pandu BJD bhayare Odia Asmita