ରୁବେନ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚା || Ruben Banerjee

Поділитися
Вставка
  • Опубліковано 28 вер 2024
  • ରୁବେନ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚା
    #ArgusNews #SeniorJournalist #rubenbanerjee #OdishaPolitics #OdishaNews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    ରୁବେନ ବାନାର୍ଜୀଙ୍କ ସହ ରାଜନୀତି ଚର୍ଚ୍ଚା || Ruben Banerjee
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

КОМЕНТАРІ • 243

  • @saradasahoo2409
    @saradasahoo2409 3 місяці тому +73

    ମାନିବାକୁ ପଡିବ ରୁବେନ ବାନାର୍ଜୀ ସାର ଆପଣ ପଡୋଶୀ ପଶ୍ଚିମବଙ୍ଗ ରାଜ୍ଯର ଆଉ ଜଣେ ବଙ୍ଗାଳୀ ବ୍ରାହ୍ମଣ ହୋଇ ମଧ୍ଯ ବହୁତ ସୁନ୍ଦର ଓଡିଆ କହିବା ସହିତ ଓଡିଶାର ଗଭୀର ରାଜନୀତିର ଜ୍ଞାନ ଧନ୍ୟବାଦ

  • @GaneswarRout-f9e
    @GaneswarRout-f9e 2 місяці тому

    Thank you Ruben Banerjee for your real feelings and foresight as a Senior Journalist for sensitisation to people.Please continue this process it will certainly keep good impact.
    Ganeswar Rout.

  • @Sunsine5098
    @Sunsine5098 3 місяці тому +3

    ପାଣ୍ଡୁକୁ ଯିଏ ମୌକା ଦେଇଛି ସିଏହିଁ ସବୁଠୁ ବଡ଼ ହାରାମି।
    ପ୍ରଥମେ ପ୍ୟାରୀ ପରେ ପାଣ୍ଡୁ , ଆଗକୁ ଏ ଶଳାକୁ ଭୋଟ ଦେଲେ,
    ଆଉ କାହାକୁ ଲଗେଇ ଦେଇ, ପୁଣି ମଦୁଆ ଶଳା ଏକାନ୍ତ ବାସ କରିବ, ଖଟିଆ ସେବା ନେବ।😮😮🥵👺🥵🥵

  • @birenjena3758
    @birenjena3758 3 місяці тому

    ଧନ୍ୟବାଦ ସାର୍ ❤❤❤❤,

  • @jiturockez8572
    @jiturockez8572 3 місяці тому +35

    ଖାଲି ବିଜେଡି ପାଇଁ ହୋଇଛି କି ଏଇ news chenal... ଆଉ କିଛି ଖବର ନାହିଁ

  • @baikunthanathacreationsnay1414
    @baikunthanathacreationsnay1414 3 місяці тому

    🌳🙏🌳

  • @bijayakumarsahu4945
    @bijayakumarsahu4945 3 місяці тому +1

    ଭୋଟ ରାଜନୀତି ହିଁ ଦେଶକୁ ଓ ସମାଜ କୁ ରାସାତଲଗାମୀ କରୁଛି ଏହା ଲୋକେ ବୁଝିବା କଥା

  • @sarojmalik6022
    @sarojmalik6022 3 місяці тому +6

    ଖାଲି ରାଜନୀତି କରୁଛନ୍ତି ଏ news channel ଅଲଗା କିଛି nesws ନାହିଁ ,, ନା କଣ

    • @anvlog1851
      @anvlog1851 3 місяці тому +2

      ଏବେ ଆଉ ଗାଁ କୂ ଜୀବନୀ ସମସ୍ୟା ସମ୍ପର୍କରେ news news କରିବାପାଇଁ ଜିଏ ବଜେପି ସରକାର ଜୟ ଗାନ କରିବ ତା ପାଖକୁ ଜୀବ

  • @puspanjalipaikaray3176
    @puspanjalipaikaray3176 3 місяці тому +1

    West Bengal politics upare kichhi sunaantu.kaan khulasa khulasa heuchhanti VK Pandiyan nku nei.?Jadi Mr.Benerjii being a Bengali Odisha Politics bisayre ete jananti WB & Odisha relationship and WB & Centre relationship upare kichhi kuhantu.khulasa karantu.gumar sabu.investigating officer naa CBI officer se janapadiba

  • @odishamoodisha_india
    @odishamoodisha_india 3 місяці тому +5

    NEET upare kichhi kuhantu

  • @purnanandabarik1562
    @purnanandabarik1562 2 місяці тому

    ନବିନ ବାବୁଙ୍କ ପପୁଲାରିଟି ପାଇଁ ବିଜେଡି ୫୧ ସିଟ ପାଇନାହିଁ ନିଜର ଦକ୍ଷତା ଯୋଗୁଁ ଜିତିଛନ୍ତି ଯଦି ନବିନ ପଟନାୟକଙ୍କୁ ଦେଖି ଲୋକ ଭୋଟ ଦେଇଥାନ୍ତେ କଣ୍ଟାବାଞ୍ଜିରେ ଜଣେ ନବାଗତଙ୍କ ଠାରୁ ଗଧ ଭଳି ହାରିନଥାନ୍ତେ

  • @MadhuSudanBiswal-i4x
    @MadhuSudanBiswal-i4x 2 місяці тому

    Very good analysis by Ruben babu

  • @santali......entertainment999
    @santali......entertainment999 3 місяці тому +8

    300 unit electricity kebe free hobo seita dekhao

  • @sanjibpanda5009
    @sanjibpanda5009 3 місяці тому +1

    Very rational analysis b j d pl follow too late

  • @jogeshsahoo9704
    @jogeshsahoo9704 3 місяці тому

    You are right

  • @ramakrushnadalai2497
    @ramakrushnadalai2497 3 місяці тому +1

    BJD must respect public and Naveen ji must punish those leaders responsible for debacle of party because public want this.

  • @pradipkumardasdas7184
    @pradipkumardasdas7184 3 місяці тому

    Nice discussion

  • @AshokPanda-qt4qn
    @AshokPanda-qt4qn 3 місяці тому

    Dhanyabada Sir Nabin Babu Au Party chalei paribe nahi Apan thik Kahuchhanti Se Rajyapal Anya Rajya re Heiparinenahi .Orissa ra Rajyapala Rahile Bhala huanta .WestBengal re Rajyapala heiparanti Ahamor Anuman

  • @soumyaranjandas408
    @soumyaranjandas408 3 місяці тому +3

    Tike new govt upare kuhantu

  • @prakashdas5554
    @prakashdas5554 3 місяці тому +1

    Ruben banarji tike WB bisayare kana kuhantu

  • @fakirabehera2555
    @fakirabehera2555 2 місяці тому

    Nabin isreally having transmitted the power to BJP. Both the parties in same form.

  • @odishamoodisha_india
    @odishamoodisha_india 3 місяці тому +5

    Bhubaneswar Airport Adani neigala

  • @PRAKASHMOHANTY-x1x
    @PRAKASHMOHANTY-x1x 3 місяці тому +1

    ଗୁଲି ଗପ

  • @manabbpd
    @manabbpd 3 місяці тому

    ରୁବେନ ବାବୁଙ୍କ ର ବହୁତ ଜ୍ଞାନ | ହେଲେ ଟିକେ ଗର୍ବ ନାହିଁ 😂 ଏ ଚେନ୍ନଲ ରେ ଆଉ କିଛି news ନାହିଁ ଖାଲି ବିଜେଡି ଚର୍ଚ୍ଚା

  • @hemantakumardas1949
    @hemantakumardas1949 3 місяці тому

    ବିବି ଦାସ ନୁହେଁ dany ghadei

  • @dipun84in
    @dipun84in 2 місяці тому

    Sabu party fund pandian & bobby kabja re seithi payin ta naveen babu tanka against re kichi kahi parunahanti.

  • @raghubirdas7621
    @raghubirdas7621 2 місяці тому

    Purple of our not accept pandian as leader of BJD may be any one with clean image with wide experience

  • @odishamoodisha_india
    @odishamoodisha_india 3 місяці тому +2

    Argus news Dharmendra Pradhan ra

  • @sanjibpanda5009
    @sanjibpanda5009 3 місяці тому

    At pyari has roots

  • @sanjibpanda5009
    @sanjibpanda5009 3 місяці тому

    Arise awake fight with courage first choose first your leader doesn't be a sycophants then deluge

  • @bigyanmohantybigyanmohanty
    @bigyanmohantybigyanmohanty 3 місяці тому

    Odisha bisayare Aau Naveen Babu nka birudhare kahibaku kete tanka neicha Ruben Babu

  • @manojkumardas1991
    @manojkumardas1991 3 місяці тому

    Naveen*s inefficiency is exposed. He is not that popular now.

  • @manojkumardas1991
    @manojkumardas1991 3 місяці тому

    Naveen usually gets rid of any body who becomes a liability. But, why he is tolorating Pandian?

  • @sanjibpanda5009
    @sanjibpanda5009 3 місяці тому

    Expecting too much from papu of biju

  • @sanjibpanda5009
    @sanjibpanda5009 3 місяці тому

    Another pramod mahajan reqired

  • @pramodpradhan3395
    @pramodpradhan3395 3 місяці тому +1

    Vakuaa chanelle

  • @sudhakarnayak2958
    @sudhakarnayak2958 3 місяці тому +1

    Dada Naveen Babo 2025 Yers Before Dath BJD Dhosh Hogeya Padeyan Go Madarsa And Babe das Qtr Bar Dhack BJP 25 yers Odisha Sashan Karaga Jay BJP Jay Jagannath

    • @dhirendraparida-hv1go
      @dhirendraparida-hv1go 3 місяці тому

      Tu sabu janichu nunhe ,tu age death hebu tapare Naveen Babu death hebe hela.

  • @narayanpradhan2325
    @narayanpradhan2325 3 місяці тому +1

    phaltu chanel loka pasand karibenahi

  • @MardarajBanua-gy3sh
    @MardarajBanua-gy3sh 3 місяці тому

    Argos pain bjp hariba

  • @chiranjeebmohapatra5251
    @chiranjeebmohapatra5251 3 місяці тому

    Bhai who is this ... go to wb and give gyan to didi...

  • @NAVEENBISHNURAJ
    @NAVEENBISHNURAJ 2 місяці тому

    Rubane babu tuma maikinaa ku driver ghinhe se kathaa tike bujha.

  • @PratapChandrabiswal-d1t
    @PratapChandrabiswal-d1t 2 місяці тому

    Argus new only BJD katha kahuchu tum Etna gyana bantuchu kanpai

  • @skjofficial5076
    @skjofficial5076 3 місяці тому +1

    Mr. Arun pattnaik will be successor. of bjd

  • @rupakpattnayak4241
    @rupakpattnayak4241 3 місяці тому

    Argus ku kichi Banda kama ni ki news ni

  • @kaibalyasaho1401
    @kaibalyasaho1401 3 місяці тому

    Bjd supporter kebe bi focus plus channel dekhunahanti bodhe,kanhiki na gote bi comment bjd support re nahi

  • @hariharbehera
    @hariharbehera 2 місяці тому

    Ruben Benarjee is a nesty journalist. Once upon a time he was blindly support to BJD & Naveen Pattanaik. But when BJD & Naveen Pattanaik defeated and out from power, Ruben Benarjee was changed his attitude immediately and supported BJP. Selfish , nasty & dirty journalism.

  • @indianeducation3402
    @indianeducation3402 3 місяці тому

    ବେକାର କଥା ରୁବେନ ର।ଏଟାକୁ ଜମା ଗଭୀର କଥା ଜଣାନାହିଁ। ବିଜୁ ପଟ୍ଟନାୟକଙ୍କ ସହ ଛାର ନବୀନ ପଟ୍ଟନାୟକ ର ତୁଳନା 😂ସେ ରାଜନୀତି କରି ଗରିବ।ଏଟା ପରା ଡକାୟତଙ୍କ ଗୁରୁ।ନିଜ ମାଟିମାଆକୁ ଖୋଳ କଲା। ଏଇଟା ନବୀନ ଚେଲା।ଡରିକି ଆଉ ସେମିତି ସ୍ବାର୍ଥ ପାଇଛି। ସେଥିପାଇଁ କହୁଛି।ଇଏ କିଛି ଜାଣିନି।କେବଳ ଟଙ୍କା,ଗୁଣ୍ଡାମୀ ,ଛଳନା,ଭୟ କରେଇ ୫୧ ପାଇଲେ।କେବଳ ଲୋକ ସେବକ, ପକ୍କା ଓଡ଼ିଆ ଭବିଷ୍ୟତରେ ଶାସନ କୁ ଆସିବେ।ସିଏ ଯିଏ ବି ହେଉ। ଲୋକମାନେ ସଚେତନ ହୁଅନ୍ତୁ।କେବଳ ମହତଲୋକ ଶାସକ ହୁଅନ୍ତୁ।ଆଉ କୋୖଣସି ପରିଚୟ ଦରକାର ନାହିଁ।ଏମାନେ ଅନ୍ଧ ଭଳି ଟେକାଟେକି କରି କଥା ହେଉଛନ୍ତି।

  • @ramchandrasahu559
    @ramchandrasahu559 3 місяці тому

    Banda chenal

  • @santoshpanda4444
    @santoshpanda4444 3 місяці тому +24

    ଭଲ କଥାଟିଏ କହିଲେ ରୁବେନ ମହାଶୟ। ବିଜୁ ବାବୁ ରାଜନୀତି କରିକି ଧନୀ ହେଇ ନାହାନ୍ତି। ବର° ରାଜନୀତି କରୀକି ଗରିବ ହୋଇଛନ୍ତି। ଓଡ଼ିଶା ରାଜନୀିତି ଉପରେ ଗଭୀର ଜ୍ଞାନ ଅଛି ବାନର୍ଜି ବାବୁଙ୍କ

  • @pratapchandrasamal2396
    @pratapchandrasamal2396 2 місяці тому +2

    ଆଜିକାଲି ଏଇ ଭଦ୍ରଲୋକ ଓଡ଼ିଶା ରାଜନୀତି ବିଶେଷ କରି ବିଜେଡି ବିଷୟରେ ବହୁତ କହୁଛନ୍ତି। ଥରେ ନିଜ ରାଜ୍ୟର ରାଜନୀତି ଉପରେ ଆଲୋଚନା କର ନା, କମ୍ୟୁନିଷ୍ଟ କାହିଁକି ବଙ୍ଗଳାରେ ଫେଲ ମାରିଲା ଯେ ଆଉ ଉଧେଇ ପାରୁ ନାହିଁ, TMC ର ଗୁଣ୍ଡାଗିରି, ବିଜେପିର ଘୃଣା ରାଜନୀତି, ଏସବୁ ବିଷୟରେ ବଙ୍ଗଳା ମିଡିଆରେ ଚର୍ଚ୍ଚା କରନ୍ତୁ। କେମିତି ତା ପରଦିନ ଦୁଆର ମୁଁହ ରେ ଟେକା ପଡ଼ିବ।

  • @prasantapanda1703
    @prasantapanda1703 3 місяці тому +4

    ପ୍ରକୃତରେ ପାଣ୍ଡିଆନ କି ବବି ଦାସ କିଛି ବି ନୁହେଁ, ସବୁ ସେଇ ପରମ ମାଗିହା ହାରାମି x ମୂର୍ଖ ମନ୍ତ୍ରୀ ନବୀନ ପଟନାୟକ କରେ କିନ୍ତୁ ଦୋଷ ପାଣ୍ଡିଆନ ଓ ବବି ମୁଣ୍ଡରେ ଯାଏ, ନବୀନ ପଟନାୟକ ବହୁତ ଚାଲାଖ ସେ ନିଜେ ସ୍ୱଚ୍ଛ ରହିବା ପାଇଁ ନିଜେ କିଛି ନକରି ଅଲଗା ନେତା ଓ ଅଫିସର ମାନଙ୍କ ଦ୍ୱାରା କରାଏ, ଓଡିଶାରେ ଯେତେ ହତ୍ୟା ଧର୍ଷଣ ଚୋରି ଦୁର୍ନୀତି ଗୁଣ୍ଡାଗିରି ହୁଏ ସବୁ ନବୀନ ପଟନାୟକ ଇଙ୍ଗିତରେ ହିଁ ହୁଏ କିନ୍ତୁ ଦୋଷ ଆଉ କାହା ମୁଣ୍ଡରେ ଯାଏ, ଅର୍ଥାତ ବଗ ଖାଇବ ପଣସ କାଉ ମୁଣ୍ଡରେ ଅଠା, ଅଲଗା ଲୋକଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାଳିବାରେ ସିଦ୍ଧହସ୍ତ ହେଉଛି ନବୀନ ପଟନାୟକ

    • @bijayakumarsahu4945
      @bijayakumarsahu4945 3 місяці тому +2

      ନବୀନ ପଟ୍ଟନାୟକ କୁ ଓଡିଶା ବାସି ଏବେବି ପସନ୍ଦ କରିବା ଦୁର୍ଭାଗ୍ୟ ଜନକ କାରଣ ନବୀନ ପାଇଁ ହିଁ ଓଡିଶା ଶାସନ ଅବ୍ୟବସ୍ଥା ଭିତରକୁ ଚାଲିଯାଇଛି

    • @RajendraKumar-eu3wk
      @RajendraKumar-eu3wk 2 місяці тому

      Right

  • @manojsahu2039
    @manojsahu2039 3 місяці тому +12

    BJD କର୍ମୀ ସିନା Pandian କୁ accept କରୁ ନ ଥିବେ କିନ୍ତୁ ଦଳର ମୁଖିଆ ତ support କରୁଛନ୍ତି , old CM ଙ୍କୁ ଓଡ଼ିଶା ବାସୀଙ୍କ ପସନ୍ଦ କିନ୍ତୁ ଦଳର କିଛି କର୍ମୀଙ୍କୁ ନା ପସନ୍ଦ କରୁଛନ୍ତି ଓଡ଼ିଶା ବାସୀ,ଦେଖିବାକୁ ହେବ BJD ର life time କେତେ

    • @Sunsine5098
      @Sunsine5098 3 місяці тому +3

      ସବୁଠୁ ବଡ ମା##ଆ ବେହିଆ ଅଳସୁଆ ହେଉଛି ନବୀନ।
      ସିଏ ଏପରି ଲୋକ ଏବଂ ଏପରି ଲୋକଙ୍କୁ ନିଜ ଚାରିପାଖେ ରଖିବାକୁ ଚାହେଁ।
      ଆମ ମାନକୁଁ ମିଶିବା ଦୂରର କଥା, ନା ବି ଜାଣି ନଥିବା ନା ମିଶିବାର ଜିଜ୍ଞାସା, ଶଳା ହାରାମି, ଆମ କାମରେ ଭୋଟ ନେଇ କିଛି ଲୋକଙ୍କୁ ପାଳିଲା।😮😮

    • @Devilking_558
      @Devilking_558 3 місяці тому +2

      Nabin Babu bjd dalaku khaidele.ebebi pandianku like karuchhanti nabinbsbu.

    • @indrajitbose5113
      @indrajitbose5113 3 місяці тому

      Very good analysis bhai

  • @swadhinmaharana5989
    @swadhinmaharana5989 3 місяці тому +1

    BJD କର୍ମୀ ଙ୍କୁ ଜଦି ବାଧୁଛି ଏହି channel ଦେଖିବାକୁ ତାହେଲେ ନନ୍ଦିଘୋଷ channel କୁ କୁହ ସେମାନେ ଏହି ସବୁ ରାଜନୈତିକ ଦଳର ପ୍ରତିନିଧି ଏବଂ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ତା sahita MLA ମନ୍ତ୍ରୀ ମାନଙ୍କୁ ଡାକି ଇଣ୍ଟରଭିୟୁ ନେବେ ବୋଲି

  • @niranjanmohapatra7219
    @niranjanmohapatra7219 3 місяці тому +14

    ଧନ୍ୟବାଦ ବାନାର୍ଜୀ ବାବୁ।

  • @bipinbihariswain3511
    @bipinbihariswain3511 3 місяці тому +17

    Plz continue this programme. It is interesting.

  • @SukmarMishra
    @SukmarMishra 3 місяці тому +1

    Argus news only for blemish of BJD ,Hi hi hi ରେ Sambadik ମାନେ
    Ruben Banarji ଓଡ଼ିଆ ଅସ୍ମିତା ର ପ୍ରତୀକ ଏହାତ Argus news ର କାମ
    ଧିକ dhik dhik
    Chief Secretary Mr Ahuja ଓଡ଼ିଆ ର ଅସ୍ମିତା Argus କୁ ଦିଶୁନି
    ପାଣ୍ଡିଆନ୍ କୁ ତୁମର କେତେ ଭୟରେ hi hi hi

  • @gajendranathjena356
    @gajendranathjena356 3 місяці тому +2

    ଯେ ପର୍ଯ୍ୟନ୍ତ ପାଣ୍ଡିଆ ନବିନ ନିବାସ ଛୁଡି ନାହିଁ ବିଜେଡି କେବେବି ଓଡ଼ିଶାରେ ୱାଡମେମ୍ବରଜିତିବା କଷ୍ଟ ହେବ ବଡ଼ ନେତ| କଥା ଛାଡ ପାଣ୍ଡିଆ ନାମ ଶୁଣି ଗାଳି ନେଇଛନ୍ତି ନିଜ ଦଳରେ କଥା ହେଉଛନ୍ତି ବାଣ୍ଡିଆ ବୋଲି ଡାକିବେ ଲୋକ କହୁଛନ୍ତି

  • @chintamanimoharana2678
    @chintamanimoharana2678 3 місяці тому +1

    ମୋବାଇଲ୍ ରିକର୍ଜମାହାଙ୍ଗା ହେବା କାର 17:42 ଣ ପେପର lick, ବିମାନ ବନ୍ଦରରେ ଆମ୍ବନିକି ବିକିବା, ଦରଦାମ କଥା ଟିକେ କୁହ BJD bjd ତା କର୍ମି ଫଳ ପାଇଲା ତୁମ କିଛି କରିବ ନା BJD BJD ହେଉଥିବ,😂 ନହେଲେ କୁକୁର ଛଡ଼ା news ଦେଖା

  • @jagannathpatnaik8409
    @jagannathpatnaik8409 3 місяці тому +3

    ମିଛ କଥା, ଏହା ବିଜେପି ର ଚାଲ ପାଣ୍ଡିଆନ ର ନୁହେଁ।

  • @rameshchandrabehera9435
    @rameshchandrabehera9435 3 місяці тому +1

    Pandiyan ଆସିଲେ ବିଜେଡି ବୋଲି ଗୋଟେ ଦଳ ତାହା ଇତିହାସ ହେଇ ରହିଯିବ

  • @Rkm12379
    @Rkm12379 3 місяці тому

    ରୁବେନ ସାର ଙ୍କ ପ୍ରତ୍ୟେକ କଥାରେ ସତ୍ୟତା ଅଛି.... ଯାହା ବି କହୁଛନ୍ତି... ସମସ୍ତଙ୍କୁ ଆକୃଷ୍ଟ କରୁଛି

  • @pravashmishra1178
    @pravashmishra1178 2 місяці тому

    ରୁବେନ ବାବୁ ଶସ୍ତା ରାଜନୈତିକ ଅଭିସନ୍ଧି ଉଦ୍ଧିଷ୍ଟ ମନ୍ତବ୍ୟ ରଖନ୍ତୁ ନାହିଁ ଗଣତନ୍ତ୍ର ଆପଣଙ୍କୁ ବିଜେପିକୁ ନେଇ କଳା ଛିଟିକା ହିଁ ଦେବ ଦେଖିବ ଓଡ଼ିଶା ଯଥା ଶୀଘ୍ର @ ବର୍ଷେ ଦି ବର୍ଷ ପଶ୍ଚିମ ଓଡ଼ିଶା ର ଦାବି ପୂରଣ ନହେଲେ ବିଧାୟକ ମାନେ ବିଜେପି ବିଧାୟକ ହୋଇ ରହିବେ ନାଁ ଇସ୍ତଫା ଦେଇ ଦେଲେ 😂

  • @tankadharpodh2058
    @tankadharpodh2058 3 місяці тому +1

    Ruben is an uncultured journalist, he is saying to Bijubabu tu tar! I think almost all Bengalis has don't know how to talk. Shame.

  • @Kaliabarik-kq3vb
    @Kaliabarik-kq3vb 3 місяці тому +4

    ଠିକ କଥା, ଏବେବି ଲୋକ ମାନେ ବିଜେଡି କୁ ଭୁଲି ନାହାଁନ୍ତି

  • @learnlearn8932
    @learnlearn8932 3 місяці тому +1

    Bedhua channel.
    Ruben ma ghia bangali ku kn pi dakichi
    Odia journalist nahi ki.
    Aita bedhua channel

  • @durgeshpatra4498
    @durgeshpatra4498 3 місяці тому

    ବଙ୍ଗାଳୀ କଣ କହୁଛି ତୁମେ ସେ ବିଷୟ ରେ କାହିକି ଭାବୁଛନବୀନ ପଟ୍ଟନାୟକ ସେ ଚିନ୍ତାକରିବେତୁମେ ତୁମକଥା ଦେଖ

  • @biswajitkhuntia9522
    @biswajitkhuntia9522 3 місяці тому +1

    2029 re bjp centre rahiba ta na rahile split kn haba

  • @rabinarayanpradahan9380
    @rabinarayanpradahan9380 3 місяці тому +6

    Really you're GENIUS ... 🙏🙏

  • @SKUMARELECTRONIC
    @SKUMARELECTRONIC 2 місяці тому

    ବହୁତ ସୁନ୍ଦର ଉପସ୍ଥାପନା ସାର କଟକର ସାଂସଦ ଭର୍ତୁହରୀ ମହତାବ ୬ ଥର ର ସାଂସଦ ହେଇ ତାଙ୍କ ର ଟିକେଟ୍ କାଟିଛି ପାଣ୍ଡିଆନ ସେଥିପାଇଁ ବିଜେଡି ହାରିଲା

  • @puspanjalipaikaray3176
    @puspanjalipaikaray3176 3 місяці тому

    Kete khusi heuchhanti upasthapaka mahasaya suniki pandiyan's excluding in bjd's politics!aha! Aparajita Sarangi Ashwini Vaishnb nka upare a acrosha kahinki nahin ho Argus?BJP led channel.Tanka Paisa re taw abhab na thiba.central minister mane prusthaposhakata karuthibe.why target on Mr.VKPandiyan.BJD and others from BJD??????

  • @golakbiharisahoo4795
    @golakbiharisahoo4795 Місяць тому

    ମଝିରେ ମଝିରେ ଶ୍ରୀ ବାନାର୍ଜୀଙ୍କ ର ସାକ୍ଷାତକାର ନିଅନ୍ତୁ ।

  • @puspanjalipaikaray3176
    @puspanjalipaikaray3176 3 місяці тому

    Kolkata re Ruben Benerjii nku kehi pacharu nahanti taw.Gote anti BJD channel ku dhari kichhi rojgar au prabala name and fame arjan karuchhanti au BJP saha ghanistha heuchhanti.

  • @indubhusan1498
    @indubhusan1498 2 місяці тому

    Bhai kiye kiye b news Bala milileni ki tomku. Je tome bengal ro lokonku daku Odisha charcha karucho.

  • @jullysamal6626
    @jullysamal6626 2 місяці тому

    ରୁବେନ ହାରାମି Argus agent
    Fraud

  • @TrilochanDas-j1v
    @TrilochanDas-j1v 3 місяці тому +3

    କେହି ଦେଖନ୍ତୁ ନାହିଁ Argus

  • @Musicjunction382
    @Musicjunction382 3 місяці тому +2

    ମଗିଆ argus ଶଳା ତୁମ ପାଖରେ ଆଉ କିଛି ଖବର ନାହିଁକିରେ ଖାଲି ରାଜନୀତି କୁ ଦେଖେଇ ଦେଖେଇ bor କରୁଛ

    • @kaibalyasaho1401
      @kaibalyasaho1401 3 місяці тому

      Tumaku Kia dekhi Baku kahuchi,tume nandia channel dekhuna

  • @bijaykumarparida1936
    @bijaykumarparida1936 3 місяці тому +5

    Namaskaar ruben bhai

  • @dillipkumarmahakul903
    @dillipkumarmahakul903 3 місяці тому

    Biju Babu nka ghare Ruben Banerjee bodha rahu thila.Sabu jani chanti Ruben Banarjee.Sabu Chore

  • @debiprasadmishra2699
    @debiprasadmishra2699 3 місяці тому

    ନିର୍ବାଚନ ସରିଲା। ବିଜେପି ସରକାର ଗଢିଲେ। ଭି କାର୍ତିକ ପାଣ୍ଡିଆନ୍ ନିଜ ଜନ୍ମ ମାଟିକୁ ଫେରିଗଲେ। ଓଡିଶା ସରକାର ଚାହିଁଲେ ପାଣ୍ଡିଆନ୍ ଙ୍କ ବିରୁଦ୍ଧରେ ଯାହାସବୁ ଆରୋପ ରହିଛି,ତଦନ୍ତ କରେଇ ଆଇନ ଅନୁଯାୟୀ କାର୍ଯ୍ଯାନୁଷ୍ଠାନ କରେଇପାରିବେ,ଶୀଘ୍ର ଦେଉ ବା ୪ କି ୬ ମାସ ଡେରିରେ ହେଉ।
    ଆଶ୍ଚର୍ଯ୍ଯ ର କଥା ଶ୍ରୀ ଋବେନ୍ ବାନାର୍ଜୀ ଙ୍କୁ ଏବେ ବି ନବୀନ ପାଣ୍ଡିଆନ ବିଜେଡି ଅତିରିକ୍ତ/ ବ୍ଯତିରକେ କିଛି ପ୍ରସଂଗ ଦିଶୁନି।
    ମାଷ୍ଟର ଡିଗ୍ରି ପରେ ଏମ୍ ଫିଲ୍ ପିଏଚ୍ ଡି,ଡି ଫିଲ୍ ,ଡି ଲିଟ୍ ଆଉ କ'ଣ କ'ଣ କରି ଚାଲିଛନ୍ତି।
    ନବୀନ ପ୍ରଥମ ଓଡିଶା ଆସିବା ବେଳେ ସାଥୀ ରେ ଆସିଥିଲେ ଯେ ସେତିକି ବେଳୁ ନବୀନ ହିଁ ତାଙ୍କ ପାଇଁ ଏକମାତ୍ର ଆକର୍ଷଣ।
    ନବୀନ ହଗିଲେ ,ମୁତିଲେ,ପାଡିଲେ,ଛିଙ୍କିଲେ ,
    ଋବେନ ବହି ଲେଖିବା ଲାଗି ବିଷୟ ପାଇଯାଉଛନ୍ତି।
    ଖଣ୍ଡେ ଲେଖିଛନ୍ତି।
    ଆଉ ଖଣ୍ଡେ ଲେଖୁଛନ୍ତି।
    କେବେ ସରିବ କେଜାଣି ?
    ନବୀନ ମରିବା ପରେ ବି କିଛି କିଛି ଲେଖିବାକୁ ହେବ।
    ନିତ୍ଯ ନିତ୍ଯ ନବୀନ ପାଣ୍ଡିଆନ ଚର୍ଚ୍ଚା ରେ କି ଆନନ୍ଦ !

  • @ghanashyamswain4941
    @ghanashyamswain4941 3 місяці тому +3

    ଫାଲତୁ

  • @sibajimoulik5192
    @sibajimoulik5192 2 місяці тому

    ବିଜେଡି କୁ ବିଜେପି ତିଆରି କରିଥିଲା ଆଉ ବିଜେପି ହି ଶେଷ କରିଦେଲା

  • @samaldkpll3792
    @samaldkpll3792 3 місяці тому

    ଏ ବଙ୍ଗାଳୀ କୁ BJD ଟଙ୍କା ଦେଇନି ବୋଧେ

  • @bibhuprasadpradhan8968
    @bibhuprasadpradhan8968 3 місяці тому

    Ganamadhyama biruddha re swara uttolana karibara bela asichhi godi media hatao ganatantra banchao

  • @SantoshPradhan-cl7vg
    @SantoshPradhan-cl7vg 3 місяці тому +2

    Chora chanal

  • @panditnilamanipanda6638
    @panditnilamanipanda6638 3 місяці тому

    5ଵର୍ଷ ପରେ କଣ ମୋଦୀଙ୍କ ନେତୃତ୍ଵାଧୀନ ସରକାର ହେବ। ଏବେ ମୋଦୀ କଣ ଯୁବକ। ଆଉ ତ ଵିଜେପି ନାହିଁ। ମୋଦୀଙ୍କ ନାମରେ ଦଳ ଚାଲିଛି। ମୋଦୀଜି ସଜେଇ ହୋଇ ରାମ ଲାଲା ଙ୍କର ପ୍ରାଣ ପ୍ରତିଷ୍ଠା କଲେ। ଏବେ ମନ୍ଦିର ରୁ ପାଣି ଗଳୁଛି। ଏହାକୁ ପ୍ରଚାର କରନ୍ତୁ। କେତେ ଟଙ୍କା ଦାନ ଅର୍ଥ ମୋଦୀ ଓ ଯୋଗୀ ଆତ୍ମସାତ କରିଥିବା ସ୍ପଷ୍ଟ। ଏହା ଆପଣ ପ୍ରଚାର କରନ୍ତୁ। ପର ଆଲୋଚନା ନକରି ଅସଲ କଥା ଆଲୋଚନା କରନ୍ତୁ।

  • @prashantakp5675
    @prashantakp5675 3 місяці тому +2

    Otv argus malika khalanayak

  • @aniketmishra5600
    @aniketmishra5600 2 дні тому

    ଅରଗସ୍ ନର୍କସ

  • @pratapchpatnayak3553
    @pratapchpatnayak3553 3 місяці тому

    ସାମ୍ବାଦିକ କତା ୟାକୁ କହନ୍ତି 🙏ଓଡ଼ିଆ ସାମ୍ବାଦିକ ଭି ଏତେ ଡିପିଲି ରିଶର୍ଚ୍ଚ କରିପାରିନାହାନ୍ତି 😂ଧନ୍ୟ ବାଦ ବାନାର୍ଜୀ sir 🙏

  • @SomaNagasya
    @SomaNagasya 3 місяці тому +2

    Is there any link between Ruben banerjee and bjp.

  • @hkmishramishra851
    @hkmishramishra851 2 місяці тому

    JEPARI KENSRARE FEKU BJRA BADA DARA AAP CONGRESSKU SEMITI ODISHARE PRABALA DARA NAVEEN SIR O PANDYAN SIRNKU

  • @swadhinmaharana5989
    @swadhinmaharana5989 3 місяці тому

    ବଧୁ ଚି ବେଶୀ bjd ଙ୍କ ପୋଲ kholaheuchi ବୋଲିକି ଏହି channel କୁ ଦେଖିଲେ

  • @soumyadas5304
    @soumyadas5304 2 місяці тому

    Ruben Banarjee doesn't know much about the 95 post election financial scenario of Biju Patnaik and the then State Janata Dal. There was 13 Crores in the account of State Janata Dal deposited in Syndicate Bank, and 13 Crores wasn't a small amount then. Still State Janata Dal got splitted to Biju Janata Dal after demise of Biju Babu. So though money play's a vital role, still it's not the major requisite.

  • @PramodDash-i1j
    @PramodDash-i1j 3 місяці тому

    May Nabin live 100 years, but if he dies also, BJD willbeg vites inhis name after his death, there is no Pan Odisha leader like him, it is for sure, but BJP created BJD with their support, Bajpayee, Hence BJP may try to create a split, to have a local support, wirh a new party, Biju (O) 😂

  • @rakeshray1914
    @rakeshray1914 3 місяці тому

    Aau kichi kama nhn Laguchhi a channel ra, BJD ta harilla bahut cause achhi, Nuaa Sarkaar ra kama. Dekhaao

  • @harekrishnaratha6376
    @harekrishnaratha6376 3 місяці тому +1

    ଭବିଷ୍ୟତ କଥା ଚିନ୍ତା କରାଯାଉ,
    ଅତୀତ କୁ କେବଳ ନିନ୍ଦା କଲେ ଲୋକ ବିରକ୍ତ ହେବେ। ଭୁଲ ଆମର ଲୋକର ବେଶୀ ଅଛି।

  • @hemantamaharana-l8p
    @hemantamaharana-l8p 3 місяці тому

    Magiha 25 years re chora , Repist,Dakayat odisha bikibaku magiha asithila ,sala odisha loka 2 80 bijuli billing asuthiba bele a magiha Nabin Tamil ku 2 .50 re dauthila , amagiha nabin

  • @PRITAMPRIYADARSHIDHAL
    @PRITAMPRIYADARSHIDHAL 3 місяці тому

    Bobby Das is a good leader, Unfortunately, channels like OTV, Argus, Odisha Reporter, and Kanak News are attempting to spoil his reputation. Bobby Das has done various constructions project in Jajpur. He has a good political background, his father Ashok Das was a good leader.
    Construction of Jajpur new Bus stand
    Jajpur Medical
    Jajpur medical college
    Widening roads
    Kusuma Pond transformation
    Pandian and Bobby did all school transformations
    In the other hand Baijayant Panda contribution is Zero for Odisha

  • @rohitmaharana8284
    @rohitmaharana8284 3 місяці тому +1

    Argus news ରଣ୍ଡୁଆ ମାଗିହା ଚାନେଲେ

  • @NigamDasAdhikari
    @NigamDasAdhikari 2 місяці тому

    Topmost corruption in bjd party , it is demege the Naveen's popularity
    . Already this system is in operation.

  • @munakumar5538
    @munakumar5538 2 місяці тому

    ପାଣ୍ଡିଆନ୍ କେବେ ଜେଲ ଯିବ??