କେଡ଼େ ଅମାନବୀୟ, ସାମ୍ବାଦିକାଙ୍କୁ ଉପରକୁ କୁକୁର ଛାଡ଼ିଦେଲେ ରଘୁନନ୍ଦନ | Raghunandan Das | Lady Journalist |OR

Поділитися
Вставка
  • Опубліковано 24 чер 2024
  • ମଣିଷ ହୋଇ ଅମଣିଷର ପରିଚୟ ଦେଲେ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ । ଭୁଲିଗଲେ ମାନବିକତା, ମହିଳା ସାମ୍ବାଦିକଙ୍କ ଉପରକୁ ଛାଡିଦେଲେ କୁକୁର। ଆଉ ଗର୍ବର ସହ କହିଲେ ହଁ ମୁଁ ଛାଡି ଦେଲି କୁକୁର । ପ୍ରକୃତରେ ଏତେ ତଳକୁ ଖସିଗଲେ, ସାମ୍ବାଦିକଙ୍କ ଉପରକୁ କୁକୁର ଛାଡି ଆକ୍ରମଣ କଲେ । ଜଣେ ମହିଳାଙ୍କ ପ୍ରତି ଜଣେ ରାଜନେତାଙ୍କ ଇଏ କିଭଳି ବ୍ୟବହାର ? ମା’ଙ୍କୁ ସମ୍ମାନ କଥା କହୁଥିଲେ ପୂର୍ବର ସରକାର, ଏମିତି ଦେଉଥିଲେ ସମ୍ମାନ ? ଜଣେ ପୂର୍ବତନ ମନ୍ତ୍ରୀଙ୍କ ହୀନ କାର୍ଯ୍ୟାକଳାପ ଦେଖି ଲୋକେ ତାଜୁବ । ରଘୁନନ୍ଦନଙ୍କ ଛାତିରେ ପଶିଲାଣି ଛନକା, ଭୟରେ ଦିଶୁନି କି ବୁଦ୍ଧିବାଟ ।Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #OdishaReporter #JournalistAttack #Bhubaneswar #Raghunandan #OdishaPolice

КОМЕНТАРІ • 948

  • @rabindrapradhan7646
    @rabindrapradhan7646 4 дні тому +133

    ଏ ଶଳା ରଘୁ କୁ ବାଘ ଖୁଆଡରେ ଛାଡିଦିଅ।

  • @saratmalik3592
    @saratmalik3592 4 дні тому +173

    ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ମୋର ଅନୁରୋଧ

    • @betexshyamsundar990
      @betexshyamsundar990 4 дні тому

      ଆଗକୁ ଗଣମାଧମ କୁ ବାଡେଇବା ଦରକାର. ବାଳ ସାମ୍ୱାଦିକ କରୁଛ. ଦରଦାମ ବିଷୟରେ ପଦେ ଶଳେ ଦେଖାଉ ନାହ. ଲୋକ ମରାନ୍ତୁ.

    • @bikashmohanty2794
      @bikashmohanty2794 3 дні тому

      Hnn tu to cm puo naa sethipni

  • @madanmohandisari1617
    @madanmohandisari1617 5 днів тому +243

    ରଘୁନନ୍ଦନ ଗୋଟେ ରାବଣ ରଘୁନନ୍ଦନଙ୍କ ଗାଣ୍ଡିରେ ଦମ ଅଛି ତୋ କ୍ୟାମେରା ସାମ୍ନା କରୁନାହାନ୍ତି କାହିଁକି,

    • @Leonscafe33Bhubaneswar
      @Leonscafe33Bhubaneswar 5 днів тому +4

      Bhai kichi kuhani police and law ta kama Kariba ,Nahele BJD IT cell bala asi tumaku gali karibe .

    • @bikashbabuodiavlogs8020
      @bikashbabuodiavlogs8020 4 дні тому

      Se Rabana tama gandi phateideba

    • @user-fy9mw5qr3f
      @user-fy9mw5qr3f 4 дні тому

      Sagegae asan nia

    • @Sahoo983
      @Sahoo983 4 дні тому +3

      ସେ ଶଳା ଝିଆ ଗିହାଁ ତା ଝିଅ କୁ ଘରେ ଗେଉଛି

    • @subhasishjena9300
      @subhasishjena9300 4 дні тому +1

      Media bala permission neaki jaithile ki

  • @pn5100
    @pn5100 5 днів тому +108

    ଏଇ ସଳା ମାଗିହା କୁକୁର ଗିହା ନେତା ନିଯ କୁ ଭାବୁଛି ଗବର ସିଂଙ୍ଗ୍ ସଳା ଗଞ୍ଜା ଗିହା

  • @prasantamohanta2019
    @prasantamohanta2019 4 дні тому +159

    ଏହି କୁକୁର MLA ମାନଙ୍କୁ ବାଛିଥିବା ଭୋଟରଙ୍କୁ ଧିକ /

    • @mr_lotans8621
      @mr_lotans8621 4 дні тому

      se voter guda bedh*chua

    • @betexshyamsundar990
      @betexshyamsundar990 4 дні тому

      ଆଗକୁ ଗଣମାଧମ କୁ ବାଡେଇବା ଦରକାର. ବାଳ ସାମ୍ୱାଦିକ କରୁଛ. ଦରଦାମ ବିଷୟରେ ପଦେ ଶଳେ ଦେଖାଉ ନାହ. ଲୋକ ମରାନ୍ତୁ.

    • @MonalisaSingh-sk2ci
      @MonalisaSingh-sk2ci 4 дні тому +1

      Love 💞 durgashis ....

    • @user-yr1hq5ei7d
      @user-yr1hq5ei7d 4 дні тому +1

      Durgasis..bhai.argusnewsra.gota.tiger.khali.choraku.jhampa.mariba.

  • @harishchandranayak267
    @harishchandranayak267 4 дні тому +63

    ମୋରୋ odisha CM କୁ ଅନୁରୋଧ bulldozer action ମାଫିଆ ଓ ଦଲାଲ୍ ମନଙ୍କୁ ଜଲଦି ନିଆଯାଉ

  • @padmanava1000
    @padmanava1000 5 днів тому +110

    ଗଣମାଧ୍ୟମ ଆଗରେ ଏପରି ଅପ୍ରତି ଘଟଣା ନିନଦନୀୟ

  • @SatrughanNayak-qf1rt
    @SatrughanNayak-qf1rt 4 дні тому +45

    ଦେଖ ଓଡ଼ିଶା ବାସୀ ବିଜେଡ଼ି ନେତାଙ୍କ କୁକୁର ବୁଦ୍ଧି ଏଇଥି ପାଇଁ କିଳା ନେଲେ,

  • @BenudharMajhi-oj2dd
    @BenudharMajhi-oj2dd 5 днів тому +157

    ରଘୁନନ୍ଦନ କୁ ଫାଶୀ ଦଣ୍ଡାଦେଶ ଦିଆଯାଉ

    • @bikashbabuodiavlogs8020
      @bikashbabuodiavlogs8020 4 дні тому +5

      Tama kathare 😅

    • @SUBHAJIT08
      @SUBHAJIT08 4 дні тому

      😂​@@bikashbabuodiavlogs8020

    • @Mbhoiofficial
      @Mbhoiofficial 4 дні тому

      Loka anya loka ku agat kale jail hua au kukura ku pathei loka ku agat kale kana karajibar katha my opinion direct shoot

    • @rameshkumarsahu5582
      @rameshkumarsahu5582 4 дні тому +8

      ନାଇଁ ନାଇଁ ଭାଇ ଏ ସାମାନ୍ୟ ଭୁଲ ପାଇଁ ଏତେ ବଡ଼ ଦଣ୍ଡ ଦେବାଟା ଠିକ୍ ନାହିଁ ବରଂ ଟିକେ ମୋଡ଼ିଫାଇ କରି ଗାଣ୍ଡିରେ ବାଉଁସ କିଳା ମାରି ମୁଣ୍ଡରେ ହାଣ୍ଡି ଗଳେଇ ଦାଣ୍ଡରେ ଟିକେ ବୁଲେଇ ତା ପରେ ଫାସି ଦେଲେ ବରଂ ଭଲ ହେବ ବୋଲି ମୁଁ ଭାବୁଛି। ଆଉ ଆପଣ ?

    • @balaramjhankar9002
      @balaramjhankar9002 4 дні тому +1

      Mu bi..👍👍😆😆 @rameshkumarsahu5582

  • @jagabandhuswain4737
    @jagabandhuswain4737 5 днів тому +74

    କାଯ୍ୟନୁଷ୍ଠାନ କେବେ ଅପେକ୍ଷା

  • @saroj1296
    @saroj1296 5 днів тому +44

    ଆଇନ କଣ ମୂଲ୍ୟ କୋର୍ଟ ଗୁଡିକ ମେଣ୍ଢା ଗୁହାଳ ଠାରୁ ହୀନ। ଘୁଷୁରୀ ଗୁହାଳ ଭାରତୀୟ କୋର୍ଟ

  • @satyaranjandash388
    @satyaranjandash388 4 дні тому +22

    ତୁରନ୍ତ ଗିରଫ କରିବାକୁ ମୋହନ ସରକାର ଙ୍କୁ ଅନୁରୋଧ

  • @RabindraPuhan-ui4pm
    @RabindraPuhan-ui4pm 4 дні тому +73

    ଏମାନଙ୍କୁ ସିବିଆଇ ତଦନ୍ତ ଦାବି କରି ଦିଆଯାଉ

    • @gouraharipattnaik1298
      @gouraharipattnaik1298 4 дні тому +2

      ଏହା ହେଉଛି ନବୀନ ବାବୁଙ୍କ ଦଳର ମାଙ୍କୁ ସମ୍ମାନ ଛି ଛି

    • @dibyaranjanbehera7927
      @dibyaranjanbehera7927 4 дні тому

      👍👍👍👍👍

  • @basantakumar9465
    @basantakumar9465 4 дні тому +43

    ଏ ମା ଗୀହା ନେତା ସମାଜର ମଙ୍ଗଳ କରିବେ??

  • @lipsa5949
    @lipsa5949 4 дні тому +9

    ରଘୁନନ୍ଦନ ଙ୍କୁ ଫାଶୀ ଦଣ୍ଡଆଦେଶ ଦିଆଯାଉ CM ଙ୍କୁ ଅନୁରୋଧ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଉ 🙏🏻🙏🏻🙏🏻🙏🏻

  • @kalipadadas5419
    @kalipadadas5419 4 дні тому +6

    ରଘୁନନ୍ଦନ କାପୁରୁଷ ବୋଲି ଦର୍ଶାଇ ଦେଲେ।

  • @user-dr1yl8ym7k
    @user-dr1yl8ym7k 4 дні тому +40

    ରଘୁଆ କୁ ଆରେଷ୍ଟ କରା ଯାଉ

    • @crazyrishi276
      @crazyrishi276 4 дні тому

      Akhire banda khosa heichi

    • @sabitasahoo5208
      @sabitasahoo5208 4 дні тому

      dekhajsuni... media without permission re kaniki jaithila

    • @crazyrishi276
      @crazyrishi276 4 дні тому

      @@sabitasahoo5208 ta boli kukura chhadiba

    • @crazyrishi276
      @crazyrishi276 4 дні тому

      @@sabitasahoo5208 tate gehuthila bodhe se raghunandan

  • @chandrakantabehera6550
    @chandrakantabehera6550 4 дні тому +13

    ଭଲ ହୋଇଛି

  • @niharsahoo8329
    @niharsahoo8329 4 дні тому +2

    Very good 👍👍👍👍

  • @sonnikhil4792
    @sonnikhil4792 4 дні тому +2

    Bhala heichi, sambadika mane ajatha kathare munda purauchanti

  • @basantarout9538
    @basantarout9538 4 дні тому +10

    ଶଳା ଘରେ ED ପୂରେଇ ଦେଖ, ବିଳମ୍ବ କରନି

  • @saroj1296
    @saroj1296 5 днів тому +37

    ବିଜେଡି ବୁଡ଼ିଯିବ

  • @biswajitpradhan7899
    @biswajitpradhan7899 4 дні тому +1

    Bhala heichi a Argus news ku darkar

  • @subhabratamishra4465
    @subhabratamishra4465 4 дні тому +1

    ରଘୁନନ୍ଦନ୍ ଦାସ୍ ତାଙ୍କ କାର୍ଯ୍ୟ ଦ୍ବାରା ପ୍ରମାଣ୍‌ କରିଦେଲେ ଯେ ସେ କେତେ ନିମ୍ନ ସ୍ତରର ବ୍ୟକ୍ତି ଓ ସେ ଜଣେ ଚରମ୍‌ ଅପରାଧୀ । ଚରମ୍‌ ଅପରାଧୀ ବିରୋଧରେ ଚରମ୍‌ କାର୍ଯ୍ୟାନୁଷ୍ଠାନ୍‌ ଆମର‌ ଏକାନ୍ତ କାମ୍ୟ‌ ।

  • @hk7154
    @hk7154 4 дні тому +4

    ରଘୁନନ୍ଦନ ଦାସ ନିଜେ ଗୋଟେ କୁକୁର ଟିଏ ଆଉ ସେ ତା ସାଙ୍ଗ କୁକୁର କୁ ଛାଡ଼ିଦେଇଛି ସେଥିପାଇଁ...

  • @bikashsahoo8098
    @bikashsahoo8098 4 дні тому +9

    Sala ରଘୁ ଘରେ CBI RED ହଉ

  • @subhakantab3935
    @subhakantab3935 4 дні тому +2

    ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଓଡ଼ିଶାରେ ସାମ୍ବାଦିକ ସୁରକ୍ଷିତ ନୁହେଁ. ସାଧାରଣ ଲୋକ କେତେ ସୁରକ୍ଷିତ. ଭଗବାନ ଆପଣ ସମସ୍ତଙ୍କୁ ସଦବୁଦ୍ଧି ଦିଅନ୍ତୁ. ମୁଁ ଭୁଲ କହିଥିଲେ ମୋତେ କ୍ଷମା କରିଦେବେ. ସମସ୍ତେ ଭଲରେ ରୁହନ୍ତୁ. ଜୟ ଜଗନ୍ନାଥ 🙏🙏🙏

  • @akshayakumarbehera3502
    @akshayakumarbehera3502 4 дні тому +5

    ଭଲ ହୋଇଛି, ନିୟୁଜ ଵାଲା ଙ୍କ ଗଲୁ ମାରିବା ଦରକାର.

  • @alanwalkarrington3063
    @alanwalkarrington3063 4 дні тому +4

    ତମେ ମିଡ଼ିଆ ବାଲେ ବି ତ ବହୁତ୍ ଚନ ଚନ ହେଉଛ ତମେ ମାନେ ତ ଇନ୍ଦ୍ର ଚନ୍ଦ୍ର ନାଇ ମାନବାର ନା

  • @maheswarbiswal8232
    @maheswarbiswal8232 4 дні тому +11

    ଏଥିପାଇଁ ବିଜେପି ଦାୟୀ ।କାରଣ ଏ ଭଦ୍ରବ୍ୟକ୍ତି ଆଗରୁ ବିଜେପିରେ ଥିଲେ ।ସେଥିପାଇଁ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇନାହାନ୍ତି ।ବଡ ଦୁଃଖର ବିଷୟ ସମ୍ବାଦ ପତ୍ରର ପ୍ରତିନିଧୀ ମାନେ ଏ ବିଷୟ ନେଇ ରାଜ୍ୟର ମୁଖିଆଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିନାହାନ୍ତି ।ଜୟ ଜୟ ଶ୍ରୀରାମ ।

  • @manojsahu2039
    @manojsahu2039 4 дні тому +2

    ଏମାନଙ୍କ ଦଳ ଯେତେବେଳେ ଶାସନରେ ଥିଲେ ସେତେବେଳେ କଣ ଏଭଳି ନାରୀଙ୍କୁ ସମ୍ମାନ ଦେଉଥିଲେ କି ? ଛି ଧିକ୍ ତୁମ ମାନବିକତା କୁ ,ରାଗରେ ଖାଲି ତାଟିଆ କାମୁଡୁଛ,ଭଲ ହେଇଛି ଜନତା ଏଥର ଉଚିତ ଜବାବ ଦେଇଛନ୍ତି

  • @tusarkantasahu1064
    @tusarkantasahu1064 5 днів тому +40

    କାହିଁକି ବିଜେପି ର ନେତୃବୃନ୍ଦ ଚୁପ୍... କଣ ପବ୍ଲିକ୍ ଘଟଣା ଜାଣି ସାରିଲେଣି, ତେବେ ବିଜେପି ଡବଲ ଇଞ୍ଜିନ ସରକାର କଣ ଏ ପର୍ଯ୍ୟନ୍ତ ଜାଣି ପାରି ନାହିଁ...? ନା ଚେଇଁ ଶୋଇଛି? ଯଦି ଘଟଣା ସତ ତେବେ ଏତେ ସମୟ ଧରି ପ୍ରଶାସନ ନିରବ କାହିଁକି? କୁଆଡେ ଗଲା ତୁମ ଅନିଲ କପୁର ଷ୍ଟାଇଲ୍? କୁଆଡେ ଗଲା ତୁମ ଯୋଗୀ ଷ୍ଟାଇଲ୍? ଛି.. ଛି.. ଦେଖିବାକୁ ବାକି ରହିଲା କେବେ କହିବ ଆଇନ ତା ବାଟରେ ଯିବ...
    ମୋହନ ସରକାର ଙ୍କୁ ଅନୁରୋଧ.. UP ସରକାର ପରି encounter ଷ୍ଟାର୍ଟ କରିଦିଅ...
    ଜୟ ଶ୍ରୀରାମ

    • @sumantakubehera5135
      @sumantakubehera5135 4 дні тому +6

      ଏ ଶଳା BJP ଦଳ ତ ପରସ୍ପର ଭିତରେ ଗୋଛି କଟାକଟି ରେ ବ୍ୟସ୍ତ ଏ ଶଳା କରିବେ କଣ ?

    • @ajitkumarsamal7202
      @ajitkumarsamal7202 4 дні тому

      ​@@sumantakubehera5135😄😀

    • @SwabhimanOdia93
      @SwabhimanOdia93 4 дні тому

      Yes....haba
      .

    • @SwabhimanOdia93
      @SwabhimanOdia93 4 дні тому

      ​@sumantakubehewait ra5135

    • @bijayaharichandan1592
      @bijayaharichandan1592 4 дні тому +1

      ସବୁ ରାଜନୈତିକ ଦଳ ଏକା ଭଳି ଲାଗୁଛି ମୁଖ୍ୟମନ୍ତ୍ରୀ ନିରବ କାହିଁକି ଏଭଳି ଘଟଣା ରେ ଏନକାଉଣ୍ଟର କରିବା ଦରକାର ପ୍ରମାଣ ନଷ୍ଟ କରିବାକୁ ସରକାର ପରୋକ୍ଷରେ ଚାହୁଁଥିବା ଭଳି ଜଣା ପଡୁଛି

  • @bijayakumarmohanty8180
    @bijayakumarmohanty8180 4 дні тому +4

    Bjd ଜିତିଥିଲେ କଣ ହୋଇଥାନ୍ତା ଏଥିରୁ ଅନୁମେୟ

  • @rkparida2001
    @rkparida2001 4 дні тому +19

    MG ପାଗଳ ହୋଇ ଯାଇଛି ନବୀନ ହାରିଲା ପରେ

    • @gyanaurbigyan7960
      @gyanaurbigyan7960 4 дні тому

      😂😂😂😂😂

    • @sabitasahoo5208
      @sabitasahoo5208 4 дні тому +1

      Argus news pagala heijaichi..Anya kou media chanel emiti hauni

    • @TukuNaik-hj6cf
      @TukuNaik-hj6cf 4 дні тому

      @@sabitasahoo5208 kn re tu khud pagal Naveen harilapare

    • @sabitasahoo5208
      @sabitasahoo5208 4 дні тому

      @@TukuNaik-hj6cf are bhasa thik kar mu moudalara nuhe..na bjd bjp na congress.jouta dekhuchi seita kahuchi...

  • @bipinbiswal1971
    @bipinbiswal1971 4 дні тому +2

    ଦଲାଲ୍ ଗଣ ମାଧ୍ୟମ କୁ ଠିକ୍ ହେଇଛି

  • @gaurangcharanmohanty6183
    @gaurangcharanmohanty6183 4 дні тому +5

    ଏ ଗୁଡାକ ଧନବଳ, ଶତାବଳ ଯୋଗୁଁ ଏପରି ହେଉଛନ୍ତି

  • @binoddas9600
    @binoddas9600 4 дні тому +3

    ମିଛ ପ୍ରଚାର କରୁଛନ୍ତି କିଛି ଚେଲାଳ

  • @patitakumarchoudhury9855
    @patitakumarchoudhury9855 4 дні тому +3

    ଭାଗ୍ୟ ଭଲ ବାଘ ଛାଡି ଦେଇନି 😃😃

  • @kailashbehera2
    @kailashbehera2 4 дні тому +1

    ସବୁଠାରୁ ଦୁଃଖର ବିଷୟ ହେଲା, ଗୋଟିଏ ଦିନ ବିତି ଗଲା ପରେ ବି ଏ ସରକାର ଗିରଫ କରିପାରୁ ନାହିଁ

  • @bhagwannayak8611
    @bhagwannayak8611 4 дні тому +1

    ମୁଖ୍ୟମନ୍ତ୍ରୀ ତାଙ୍କର ନୀତି ଦୁର୍ନୀତିର ଜାତକ ଖୋଲି ଦେଖନ୍ତୁ।

  • @ramakantabiswal6582
    @ramakantabiswal6582 4 дні тому +5

    Bhalla heichi

  • @ambrishkumarbanchhor2200
    @ambrishkumarbanchhor2200 5 днів тому +10

    Mohan Govt action niantu

  • @rajasongcoolmind8226
    @rajasongcoolmind8226 4 дні тому +1

    ବିନାଶ କାଳେ ବିପରୀତ ବୁଦ୍ଧି । ଅତି ଉଧତ ଲୋକ । ଆଉ ସାମ୍ବାଦିକ ମାନେ ମଧ୍ୟ ନିରପେକ୍ଷ ଖବର ପରିବେଷଣ ନ କରି ରାଜନୈତିକ ଦଳ ମାନଙ୍କର ଏଜେଣ୍ଟ ପରି ଆଚରଣ ଦେଖାଉଛନ୍ତି ।

  • @mnsirmathematics269
    @mnsirmathematics269 4 дні тому +1

    ଆମକୁ ଲଜ୍ଜ୍ଯା ଲାଗୁଛି, ଆମେ ଏଭଳି ନେତାମାନକଂ ହାତରେ ଅତୀତ େର କ୍ଷମତା ଛାଡିଥିଲେ। ଏ ଲଜ୍ଜ୍ଯା କର ଘଟଣା କୁ ଯେତେ ଛି ଛି କଲେ ମଧ୍ଯ ଯଥେଷ୍ଟ ହେବ ନାହିଁ। ତୁରନ୍ତ ଏହି ଘୃଣିତ ରଘୁ କୁଂ ଜେଲ ପଠାଯାଉ।

  • @ashishashishmalik7475
    @ashishashishmalik7475 4 дні тому +5

    ପାଗଳା କୁକୁର ଛାଡିଥିଲେ ଭଲ ହୋଇଥାଆନ୍ତା 😂😂😂😂

  • @user-rw2eb9df2s
    @user-rw2eb9df2s 4 дні тому +4

    Thik haichi

  • @ramachandranayak7498
    @ramachandranayak7498 4 дні тому

    ଜଣେ ମହିଳାଙ୍କ ପ୍ରତି ଏପରି ବେବହାର ଅତ୍ୟନ୍ତ ନିନ୍ଦନୀୟ ଯେତେ ଶୀଘ୍ର ସରକାର ଏହା ଉପରେ ପଦକ୍ଷପ ନିଅନ୍ତୁ

  • @tamannabehera6501
    @tamannabehera6501 4 дні тому +2

    Vala heichi

  • @sahilsangrampradhan2222
    @sahilsangrampradhan2222 4 дні тому +5

    Bhala heichhi

  • @jibanjyotiroul
    @jibanjyotiroul 5 днів тому +21

    ଅଲଗା news ହେଇଥିଲେ କଷ୍ଟ ହେଇଥାନ୍ତା ଏ ଶଳା argus news ଘର ଭଙ୍ଗା news reporter ପାଇଁ ଭଲ ହେଇଛି

    • @user-nt2in6ux1l
      @user-nt2in6ux1l 4 дні тому +2

      Bhhai right kathha kahichnti

    • @akashbikash466
      @akashbikash466 4 дні тому +5

      Hahaha bhangi dela tuma bjd ghara sethi pain kukura chaducha

    • @chittarajansahoo7156
      @chittarajansahoo7156 4 дні тому

      Mg jmit huchi aurgus sabu loutei debe. Tma sala reporter guda party pai kma karucha samaj pai nuhe

    • @_mr___rajput
      @_mr___rajput 4 дні тому +1

      Kaha ghara bhangu ki na bhangu kintu bjd ra ghara bhangi dele pura odisha buliki 😂

    • @TukuNaik-hj6cf
      @TukuNaik-hj6cf 4 дні тому +4

      Argus ku dekhile gandi phatuchi au gandi phatiba❤❤❤❤❤

  • @beer4080
    @beer4080 4 дні тому +2

    Thik heichi

  • @aniltarai9892
    @aniltarai9892 4 дні тому +1

    Bhaut bhala samabadika mane adhika heuchante emanaku emiti darkar

  • @user-rh5zt3tz9u
    @user-rh5zt3tz9u 4 дні тому +4

    ଭଲ ହେଇ ଛି ଘରେ ଚୋର ପସିଲେ କୁକୁର ଗୋଡେଇ ଗୋଡେଇ କାମୁଡେ

    • @uttambaba6800
      @uttambaba6800 2 дні тому

      Kamudi thile moja asonta😅😢😂

  • @maheshkumar-fn4gc
    @maheshkumar-fn4gc 4 дні тому +3

    ତମ ଭଳି ସାମ୍ବାଦିକ କୁ ମାରି ଦବା କଥା

  • @bibhubhusanjena1222
    @bibhubhusanjena1222 4 дні тому +1

    Nice activities

  • @chittaranjansahu8113
    @chittaranjansahu8113 4 дні тому +2

    ନିନ୍ଦନିୟ ଘଟଣା l ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ରଘୁ ନନ୍ଦନ ଉପରେ

  • @swapnilraja1409
    @swapnilraja1409 5 днів тому +12

    ତମେ permission ନେଇକି ଯାଇଥିଲେ ଭଲ ହେଇଥାନ୍ତା, ବିନା permission ରେ କାହା ଘରକୁ ପଶିବା ଭୂଲ୍ । ❤❤❤ଆଉ ଅଟକାଇବା ପରିବର୍ତ୍ତେ ଏପରି ଆଚରଣ କରିବା ବି ନେତାଙ୍କର ଭୂଲ ❤

  • @debabratasethy6309
    @debabratasethy6309 5 днів тому +5

    Girap karajau mahilanku asanmana

  • @subhabratamishra4465
    @subhabratamishra4465 4 дні тому +1

    ଏ ମାଗିଆ ରଘୁନନ୍ଦନ୍‌ କୁ ଯଥାଶୀଘ୍ର ଗିରଫ୍‌ କରାଯାଉ । ମୋହନ୍‌ ସର୍‌କାର୍‌ କଣ୍‌ କରୁଛି ?

  • @abinashdas6303
    @abinashdas6303 4 дні тому +2

    ଏ ହାରାମି କୁ ନେଇକି ବିଚ୍ ରୋଡ ଉପରେ ନଗଲା କରୀକୀ ପିଟିବା ଦରକାର

  • @user-sf4lp7sp7f
    @user-sf4lp7sp7f 4 дні тому +29

    କୁକୁର କୋଉଠି ଛାଡିଲେ ଦେଖା ଯାଉ ନାହିଁ

  • @pinulatamajhi1737
    @pinulatamajhi1737 5 днів тому +5

    Tu kahniki kaha Ghar ku jai news neitholu

  • @swaticreation6559
    @swaticreation6559 4 дні тому +1

    ଏହି MLA କୁ ଭୋଟ ଯିଏ ଦେଇ ଥିଲା,,, ସେ ବଡ଼ ବେଈମାନ

  • @user-qz9rn4ix9x
    @user-qz9rn4ix9x 4 дні тому +1

    BJDର ନେତାମାନେ ଭାବୁଛନ୍ତି ଭାରତରେ
    ବୋଧହୁଏ ଆଉ କୌଣସି ରାଜନୈତିକ ଦଳ
    ନାହିଁ।ଏଣୁ ଏ ଦଳ ରାଜା ଶାସନ ପରି ଯୁଗଯୁଗ ଧରି ଶାସନ କରିବେ।

  • @GirijaPattnaik-bt5sf
    @GirijaPattnaik-bt5sf 5 днів тому +6

    Jail only...garba kharba haba...

  • @meradil2338
    @meradil2338 5 днів тому +7

    A maaghia ku aga arrest karajau.

  • @user-tv1ts8sm9g
    @user-tv1ts8sm9g 4 дні тому +1

    Aee Baje News aydieka badeie katha karatie aiemanakar H

  • @RupakNayak-bk5yh
    @RupakNayak-bk5yh 4 дні тому +1

    Argus news ku amiti hni darkaar😊

  • @NimaiLenka
    @NimaiLenka 4 дні тому +8

    ସାମ୍ବାଦିକ କାହାକୁ କହୁଛନ୍ତି ଯିଏ ଟଙ୍କା ପାଇଁ ସତକୁ ମିଛ ମିଛକୁ ସତ ଏଇମାନଙ୍କୁ ସାମ୍ବାଦିକ କହୁଛ ଛି ଲଜ୍ୟା

  • @deepakacharya3892
    @deepakacharya3892 4 дні тому +7

    ଆବେ ମୂଷା ଛୁଆ BJP PARTY ତମ ମାନଙ୍କୁ ରାଜ୍ୟରେ ଏଭଳି କୁକୁର ହୋଇ ରହିବାକୁ ପଡ଼ିବ। ACTION ନେବ ନା ବାଳ ଉପାଡ଼ିବ। ଆବେ ଏଠି ALWAYS BJD ରାଜ୍। ଚପଲ ମୁଣ୍ଡିଆ କିଛି ବି ACTION ନେଇ ପାରିବ ନାହିଁ, ତାହାର କାରଣ ମାଝୀ ବାପା ମୋଦି ନବୀନ ବାବୁଙ୍କ ଅଇଁଠା ଖିଆ କୁକୁର।

    • @RamakantaJena-pi4fr
      @RamakantaJena-pi4fr 4 дні тому +1

      Are Tu kan bjd bijru janam

    • @kalandimurmu3303
      @kalandimurmu3303 4 дні тому

      Tu bodhe Hari Omm tat sat

    • @deepakacharya3892
      @deepakacharya3892 4 дні тому

      @@kalandimurmu3303 ଆବେ ମୁଣ୍ଡା, ସାନ୍ତାଳ ଛୋଟ ମୁଣ୍ଡିଆ ଜାତି ତୁ ହରି ନାମ ଧରିଲେ ହରି ଭଗବାନ ଅପବିତ୍ର ହୋଇଯିବେ ରେ। ସେ ଭୁଲ କରନି ପୁଅ।

    • @user-yr1hq5ei7d
      @user-yr1hq5ei7d 4 дні тому

      Maghea. Hari. Thakura. Kon. To. Halia. Maghea. Rajinetra. Hari. Thakuraku. Kaikhe. Jodilu. Ba. Badhachua. ​@@deepakacharya3892

    • @sushilchakisushil557
      @sushilchakisushil557 4 дні тому

      ​@@deepakacharya3892ହୋଇରେ ବେଧ ଛୁଆ ତତେ ତୋ ଘରେ ପଶି ସମସ୍ତଙ୍କୁ ଗେହିଁକି ଆସିବି

  • @rabindramohannayak4834
    @rabindramohannayak4834 4 дні тому +1

    ଏମାନେ କୁଆଡେ ରାଜ୍ଯ ବାସୀଙ୍କ ସେବା କରିବେ। ଛିଃ

  • @tnanda1432
    @tnanda1432 4 дні тому +1

    ରାସ୍ତା ରେ ଗୋଡେଇ ଗୋଡେଇ ବାଡାଅ ସେ ରଘୁଆକୁ। ମହିଳା ନେତ୍ରୀ ମାନେ ତାକୁ ଘରୁ ଘୋଷାରୀ ଆଣନ୍ତୁ

  • @ashwiniojha2244
    @ashwiniojha2244 5 днів тому +3

    ଏ ଗୁଡାକ ବେଧ ଛୁଆ ଗୁଡାକ

  • @BINODDAS-pw2eg
    @BINODDAS-pw2eg 5 днів тому +4

    A ledi over acting karuchi chhi Tam mediabala bahut over acting

    • @sabitasahoo5208
      @sabitasahoo5208 4 дні тому

      Thik kahichanti ye lady reporter over acting karuchi

  • @dasharathabehera2326
    @dasharathabehera2326 4 дні тому +1

    ବିଯେପି କଣକରୁଚୁ କାର୍ଯ୍ୟାନୁଷ୍ଠାନ ନବନାହଁ

  • @suryanarayanchalan9341
    @suryanarayanchalan9341 4 дні тому

    ନମସ୍କାର , ଗଣମାଧ୍ୟମ ଆଗାମୀ ଦିନରେ ଏକ ହୁଅନ୍ତୁ

  • @user-sf4lp7sp7f
    @user-sf4lp7sp7f 4 дні тому +6

    କୁକୁର ଛାଡିଲା ଭିଡ଼ିଓ ଦେଖା ମିଛୁଆ ଅର୍ଗସ

    • @_mr___rajput
      @_mr___rajput 4 дні тому

      News channel ku asiki kahuchhi see ex minister hnn mu kukura chhidichhi au video kn abasyka

    • @radharanjansahu6115
      @radharanjansahu6115 4 дні тому

      Esa gote pela chata chamchi.

    • @sabitasahoo5208
      @sabitasahoo5208 4 дні тому +1

      ​@@_mr___rajputreporter without permission kn pain jaithla boundry bhitaraku.. permission nei galani

    • @_mr___rajput
      @_mr___rajput 4 дні тому

      @@sabitasahoo5208 security guard sambadhika boli bhitaraku chhadilan👍 then minister moha Daya mona karithile 👍 au hnn without permission mahila sambadhika gale bhari boli tanku kukura lageiki akhrabhana Kariba ?? Eita mahila nku Naveen Babu nka mahila ku sanman ??

    • @sabitasahoo5208
      @sabitasahoo5208 4 дні тому

      @@_mr___rajput bhai ethi security guard kiye...raghunandan ra permission neithile?

  • @omsahoo4370
    @omsahoo4370 5 днів тому +3

    Former Mla kukur chadi dela, taku uthei ki ana. Alga kukur ku chadi dia 3-4 ta

  • @rajeshbehera1084
    @rajeshbehera1084 4 дні тому +1

    ଓଡ଼ିଶା ବାସୀ ଟିକିଏ ଭଲସେ ଦେଖନ୍ତୁ ସେ କୁକୁର କୁ ଧରିବା ପାଇଁ ଗୋଟେ ଲୋକ ଅଛି କିନ୍ତୁ କଣ ପ୍ରସାରଣ କରୁଛନ୍ତି ଅର୍ଗସ nesw ଏମିତି ଭୁଲ କଥା ବାଯାଉଛନ୍ତି ଅର୍ଗସ୍ ଓ ଓଟିଭି ଏଇ ୨ ଟି ଚ୍ୟାନେଲ କୁ ଓଡ଼ିଶା ବାସୀ ଜବାବ ଦେବେ

  • @babulubariha2098
    @babulubariha2098 5 днів тому +4

    ଭଲ ହେଇଛି l

  • @susenmallick7269
    @susenmallick7269 4 дні тому +3

    ଭଲ କରିଛି ରଘୁନନ୍ଦନ

    • @user-yr1hq5ei7d
      @user-yr1hq5ei7d 4 дні тому

      To. Bhauni. Haithila. Gahi. Daithanta. Jadi. Raghu. Nandan. Tu. Kon. Bhala. Kahithantu. Maghea. Badha. Chua.

    • @sabitasahoo5208
      @sabitasahoo5208 4 дні тому

      Right

    • @sabitasahoo5208
      @sabitasahoo5208 4 дні тому

      Without permission ye reporter kanhiki jaithila kaha boundry bhitaraku

    • @user-yr1hq5ei7d
      @user-yr1hq5ei7d 4 дні тому

      Sea. Jiba. Tankara. Power. Achi. Tama. Kon. Kariba.

  • @news99odia
    @news99odia 4 дні тому

    ବହୁତ୍ ଦୁଃଖ ଖବର ଏମିତି କରିବାକୁ ଆଦୁ ଠିକ୍ ନୂହେଁ

  • @user-iq3sq7sy2b
    @user-iq3sq7sy2b 4 дні тому

    ଏହି ଘଟଣା ଅତି ନିନ୍ଦନିଅ ରଘୁନନ୍ଦ କୁ ଆଜୀବନ କାରାଦଣ୍ଡାଦେଶ ଦିଆ ଯାଉ

  • @sarojpadhy216
    @sarojpadhy216 5 днів тому +3

    Kn pani. Se ta ghr ku jaithila. Argsa. Bala knu. Amit. Drakr

    • @deepakmohanty1086
      @deepakmohanty1086 5 днів тому +1

      Thik khoicho

    • @adityaprasadpanda-ii9vb
      @adityaprasadpanda-ii9vb 5 днів тому +2

      Bhai tame Manish ti

    • @sarojpadhy216
      @sarojpadhy216 5 днів тому

      @@adityaprasadpanda-ii9vb bro. Aragus. Bala. Bjd pachhare padichhanti. Jadi visual nabar thila. Bhare. Nai parithte. Kahra Bina paramsare. Ta. Get. Bhita ra ku jiba. Thik nuhe. Au. Aragusa Bala. Ledis. Report. Knu. Filide ku. Chhaduchhi. Sabubele

    • @adityaprasadpanda-ii9vb
      @adityaprasadpanda-ii9vb 5 днів тому

      @@sarojpadhy216 ok

    • @EducationEnrolment
      @EducationEnrolment 4 дні тому

      ​@@sarojpadhy216pgl ta security permission dela pare bhitara ku entry kala argus news.

  • @user-xu7gy2vg1b
    @user-xu7gy2vg1b 4 дні тому +2

    ଏମନେ ବାଘ ବୋଲି କହୁଥିଲେ କୁକୁର ରଖିଛତି କଣ 😂

  • @surjyasethi6499
    @surjyasethi6499 4 дні тому +1

    A ଘର୍ ଐକ୍ରମନ। ହେଇଛି strong ଆକ୍ସନ ନିୟ

  • @dpnahak4800
    @dpnahak4800 4 дні тому

    This is true nature of x minister Raghu,,, and respect for public.

  • @nikhilpatra2119
    @nikhilpatra2119 4 дні тому

    ଯଥାଶୀଘ୍ର ଆକ୍ସନ ନିଆଯାଉ

  • @editorsagar715
    @editorsagar715 4 дні тому +2

    ଭଲ ହୋଇଛି orgus auu otv ଉପରକୁ ବାଘ ଛାଡ

  • @pradiptaroul5826
    @pradiptaroul5826 4 дні тому +1

    ବଡ ହାରାମି

  • @sasmitamohanty1970
    @sasmitamohanty1970 4 дні тому +1

    ସବୁଦଳରେ ଏହିଭଳି ମଣିଷ ଅଛନ୍ତି...😂😂😂

  • @manoranjanpanda5536
    @manoranjanpanda5536 4 дні тому +1

    ରଘୁ ନନ୍ଦନ ଦାସ ତାଙ୍କ ସମୟରେ ଯେତେ ଦୁର୍ନୀତି ହୋଇଛି ତାହାର ତଦନ୍ତ କରି ଵିହୀତ ଦଣ୍ଡର ବ୍ଯବସ୍ଥା କରାଯାଉ, ଜୟ ଜଗନ୍ନାଥ,

  • @volvariellavolvacea.paddys9456

    ଯଦି କିଛି କାର୍ଯ୍ୟାନୁଷ୍ଠାନ ଦେଉନାହି ତାହେଲେ BJP ସରକାର ଦୁର୍ବଳ ବୋଲି ପ୍ରମାଣିତ ହେବ | ଆଗରୁ ମଧ୍ୟ ସାମ୍ବାଦିକ ମାନଙ୍କ ଉପରକୁ ଏପରି ବ୍ୟବହାର ହେଉଥିଲା

  • @chhanda678
    @chhanda678 4 дні тому +1

    ଏମାନେ ଭୟରେ ବାଉଳା ଚାଉଳା ହେଲେଣି।ଆଉ ରକ୍ଷା ନାହିଁ ରେ ....ପଳାଅ ଏଥର..।

  • @manojsahu2039
    @manojsahu2039 4 дні тому +2

    Focus plus ଭଲ କୁହେ , ତମ ଲୁଙ୍ଗି ଭିତରେ କୁକୁର ମୁଁହ କୁ ପୁରେଇ ଦବାର ଥିଲା ,ଝୁଲା ଫଳ ଟି ଖାଇଗଲେ ତମର ଗରମ ଭାଙ୍ଗି ଯାଇ ଥାନ୍ତା ,ବେ ଲଜ୍ଜ୍ୟା କୋଉଠି କାର

  • @dillippanda2603
    @dillippanda2603 4 дні тому

    Bhala heichi

  • @sadasibpal7061
    @sadasibpal7061 4 дні тому +1

    ଏଇଟା ମଣିଷ ରୁପି କୁକୁର ଟା ସେଥିପାଇଁ ଏଭଳି କାର୍ଯ୍ୟ କରୁଛି

  • @malayaranjan7866
    @malayaranjan7866 4 дні тому

    ରଘୁନନ୍ଦନ କ୍ୟାମେରା ସାମନା କରିବାକୁ ସାହାସ ନାହିଁ ସେଥିପାଇଁ ଏମିତି କରିଛି

  • @sahadevmurmu2206
    @sahadevmurmu2206 4 дні тому +1

    Right

  • @user-sz9cj8nj6d
    @user-sz9cj8nj6d 4 дні тому

    Thiki karichhanti
    Good job