Petition Filed Against BJD Leader Bobby Das & VK Pandian Over Murder of Naba Das in Jharsuguda!

Поділитися
Вставка
  • Опубліковано 17 чер 2024
  • ନବଦାସ ହତ୍ୟା ଘଟଣା : ବବି-ପାଣ୍ଡିଆନ ହିଁ ଦାୟୀ ବୋଲି ପିଟିସନ ଦାଖଲ । ହେଲେ ପ୍ରକୃତରେ...
    #ArgusDigital #bobbydas #NabaDas #argusdigitalpolitical
    Follow us on Instagram :
    / argustvdigital
    Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things.
    Petition Filed Against BJD Leader Bobby Das & VK Pandian Over Murder of Naba Das in Jharsuguda!
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argustvdigital
    UA-cam- / @argusdigital.official
    Instagram: / argustvdigital

КОМЕНТАРІ • 308

  • @BHANJRUSIKA
    @BHANJRUSIKA 8 днів тому +162

    ବିଜେଡି ମୁକ୍ତ ଓଡିଶା ଆମର ଦରକାର

  • @dhaneswardas7823
    @dhaneswardas7823 8 днів тому +68

    ପ୍ରକୃତରେ ନବ ଦାସ ବଞ୍ଚି ଥିଲେ ବବି ଓ ପାଣ୍ଡିଆନ କେବେବି ସମ୍ବଲପୁର ଓ ଝାରସୁଗୁଡ଼ା ଯାଇ ପାରି ନ ଥାଆନ୍ତେ। ତେଣୁ ସେ ହଟିଲେ ଓ ହଟିବା ପରେ ଉପକୂଳ ନେତା ସେଠାରେ ନିର୍ବାଚନ ଲଢ଼ି ପରାଜିତ ହେଲେ। ଏହା ସତ୍ୟର ଜୟ।

  • @dhamirona8662
    @dhamirona8662 8 днів тому +107

    ସିବିଆଇ ତଦନ୍ତ କରାଯାଉ ଓଡ଼ିଶାର ଲୋକ ସତ୍ଯ ଜାଣିବାକୁ ଚାହୁଁଛନ୍ତି

  • @debasishpujari7286
    @debasishpujari7286 8 днів тому +84

    ପରୀ କୁ ନ୍ୟାୟ ମିଳୁ

  • @jayjagannath2569
    @jayjagannath2569 8 днів тому +142

    2ଟା ଯାକ ବଡ଼ ଚୋର, ତୁରନ୍ତ ଅର୍ରେଷ୍ଟ କରାଯାଉ

  • @prataprath3632
    @prataprath3632 8 днів тому +155

    ଅରୁଣ ବୋଥରା କୁ arrest କର

    • @Sagar11532
      @Sagar11532 8 днів тому +8

      Naba das sir nka jhia ku arrest karajao .... Nabina b ethire samil achi. Se dosi nku kn pain support karichhi.

    • @Ajitkumar-vl1zr
      @Ajitkumar-vl1zr 8 днів тому +3

      Arrest nahni bhai pura fasi

    • @premanandachhatria5532
      @premanandachhatria5532 8 днів тому +5

      Ek dam sat katha...

    • @skmstorywriter6400
      @skmstorywriter6400 8 днів тому +6

      ଅରୁଣ ବି ବିଜେଡି ର ପୋଷା ଜନ୍ତୁ ଥିଲା

    • @Ajitkumar-vl1zr
      @Ajitkumar-vl1zr 8 днів тому +2

      Bhai gote katha kahibi
      Janata chahnile sarkar badalila
      Ame chahnile tanku nyaya daba

  • @dalumahakud2723
    @dalumahakud2723 8 днів тому +65

    ସେ ବିଲେଇ ଛୁଆ କୁଆଡେ ଗଲା 😂😂😂

    • @sujitcreation1719
      @sujitcreation1719 8 днів тому +1

      ବିଜେଡ଼ି ର ବାଘୁଣୀ ବା ସିଏ 😂😅😅 ଟା ବାପା ହୋଇଥିଲେ ତୋ ନ୍ୟାୟ ପାଇଁ ଲଢି ଥାଆନ୍ତା । ବାଘୁଣୀ ରୁ ଏବେ ପୁରା ବିଲେଇ ହୋଇ ଗଲା ।😂

  • @bhupeshkarmi513
    @bhupeshkarmi513 8 днів тому +51

    ସତରେ ରହସ୍ୟରସତ୍ ଖୁବ୍ ସୁନ୍ଦର,,,,,thanks ଅର୍ଗୁସ,,,,,ଆମେ ବିସେଇଆ ଭାବୁଛୁ।

  • @smrutibehera3361
    @smrutibehera3361 8 днів тому +110

    ନୂଆ news କିଛି ଦେଖାନ୍ତୁ ଏଇଟା ସମସ୍ତେ ଜାଣିଛନ୍ତି କିନ୍ତୁ କିଛି ଦଣ୍ଡ ମିଳିଲା ନାହିଁ l ନିଜ ଝିଅ ତ ବାପା ମରିବା ଖୁସିରେ ବିଧାୟକ ହୋଇ ଖୁସି, କହିବା କାହାକୁ

  • @drmedia5418
    @drmedia5418 8 днів тому +75

    ଏବେ ଖୋଲିବ ରହସ୍ୟ

  • @kararokikumar7289
    @kararokikumar7289 8 днів тому +20

    ମୁଁ ଆଗରୁ ଜାଣିଥିଲି ଏମାନଙ୍କ ହାତଥିବ ବୋଲି 😭😭😭😭😭😂😂😂

  • @kirtanmahakudmahakud9220
    @kirtanmahakudmahakud9220 8 днів тому +54

    ଏଥିରେ ମୁଣ୍ଡ ପୁରାନ୍ତୁ ନାହିଁ ଏଥିରେ ତାର ଝିଅ ଦିପାଳି ଦାସ୍ ବି

  • @akshayakumarbhol4132
    @akshayakumarbhol4132 8 днів тому +17

    ଏ କଥା ସଭିଙ୍କୁ ଜଣା ଯେ, ନବ ଦାସ ହତ୍ୟା ମାମଲା ତୃତୀୟ ମହଲା ରୁ ନିୟନ୍ତ୍ରଣ ହେଉଥିଲା । ରାଜ୍ୟର ଜନୈକ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହତ୍ୟା କରାଯିବା ଘଟଣାରେ କାହିଁକି ସି ବି ଆଇ ତଦନ୍ତ ହେଲା ନାହିଁ, ତାହା ବଡ ଆଶ୍ଚର୍ଯ୍ୟର ବିଷୟ ।

  • @piyushrajkumar15
    @piyushrajkumar15 8 днів тому +26

    ଜାମୁକୋଳି ଗପ ଲେଖୁଥିବା ଅପାରଗ ଦୁର୍ନୀତି ଖୋର ଅଫିସର କୁଆଡେ ଗଲା

  • @biswabhusanbhanja1561
    @biswabhusanbhanja1561 8 днів тому +16

    ନବ ଦାସଙ୍କ ଝିଅ କ୍ଷମତାର ମୋହରେ ମସଗୁଲ ହୋଇ ବାପାଙ୍କ ହତ୍ୟାର ପ୍ରତିଶୋଧ ଭୁଲିଗଲା. 2024 ପାଇଁ ଟିକେଟ ଆଶାରେ ମୁହଁ ଚୁପ୍ କରି ରହିଲା. କୁଆଡ଼େ ଗଲା ବାଘ ଝିଅ ବାଘୁଣୀର ଗର୍ଜନ ?

    • @bijaykhuntia868
      @bijaykhuntia868 8 днів тому

      Right

    • @harekrushnabehera3138
      @harekrushnabehera3138 8 днів тому +2

      ବାଘ ଝିଅ ବାଘୁଣୀ ଏବେ ଗୁମ୍ଫା ରେ ।

    • @prajluha2590
      @prajluha2590 6 днів тому

      Jadise.bagha.chuaa.hoithanta.baghabhali.kama.karithanta.se.heuchi.cheli.chua.sethipai.chelinka.bhali.me.me.karuchi

  • @successfullife6722
    @successfullife6722 8 днів тому +18

    ଜୟ ଶ୍ରୀରାମ l

  • @CHHABIPRADHAN-cf8ce
    @CHHABIPRADHAN-cf8ce 8 днів тому +13

    ସାରା ଓଡିଶା ଜାଣିଛି ହତ୍ୟାକାରୀ କିଏ. ସବୁ ତଦନ୍ତ କେବଳ ଲୋକଦେଖାଣିଆ. ସବୁ ବିଜେଡି ଜାଣିଛି

  • @prataprath3632
    @prataprath3632 8 днів тому +21

    ସତ କେବେ ଲୁଚି ରହେନା

  • @nareshpanda4485
    @nareshpanda4485 8 днів тому +10

    ପ୍ରକୁତ ଦୋଷୀ ଅରୁଣ ବ୍ରୋଥା. ଏଇ ଲୋକଙ୍କୁ ସିବିଆଇ ଘାଣ୍ଟିଲେ ସବୁ ବାହାରିବ. ଆଉ ନବୀନ ଓ ପାଣ୍ଡିଆନ ପ୍ରେମ ଛାଡ଼ିଯିବ

  • @jchoudhury274
    @jchoudhury274 8 днів тому +3

    CBI ତଦନ୍ତ କଲେ ଓଡ଼ିଶା ବାସୀ ଙ୍କୁ ନ୍ୟାୟ ମିଳିବ ଜୟ ଜଗନ୍ନାଥ

  • @rameshmohanty1211
    @rameshmohanty1211 8 днів тому +9

    ,ସବୁ ରାଜ୍ ଏବେ ଖୋଲିବ

  • @mrsamalsamal9599
    @mrsamalsamal9599 8 днів тому +24

    Eba heba really khela 🎉

  • @jyotiranjandas6195
    @jyotiranjandas6195 8 днів тому +10

    ସେଇ 2ta ଯାକ ହିଁ ନବଦାସ ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ

    • @MRShark7
      @MRShark7 8 днів тому +1

      ଆଉ ତା ଝିଅ ଦିପାଲି ଦାସ ବି

  • @user-du3xv1kl9s
    @user-du3xv1kl9s 8 днів тому +5

    ମମିତା ମେହେର ହତ୍ତ୍ୟା ର ବି cbi ତଦନ୍ତ ହେଉ

  • @dailyvlogsmls1518
    @dailyvlogsmls1518 5 днів тому

    ନବ ଦାସ୍ କୁ Argus bala ହତ୍ୟା କରିଛି

  • @sambitmm7287
    @sambitmm7287 8 днів тому +1

    ୨୫ ବର୍ଷର ଖଣୀ ଦୁର୍ନୀତ ର CBI ତଦନ୍ତ କରାଯାଉ

  • @PurnachandraBehera-if5tu
    @PurnachandraBehera-if5tu 8 днів тому +6

    ଆମେ ଆଗରୁ ଜାଣିଛୁ।

  • @bimalasethy7095
    @bimalasethy7095 7 днів тому

    ଏହି ଦୁଇ ଜଣ ଯୋଜନା କରି ମାରିଛନ୍ତି

  • @Raj-kv3vk
    @Raj-kv3vk 8 днів тому +6

    ବବି ଲମ୍ବା ଯିବ ତିହାର।।।

  • @ganeshparida3402
    @ganeshparida3402 8 днів тому +4

    Yes 100

  • @Business-inodia
    @Business-inodia 8 днів тому +9

    We don't want any News.We odiya want action by BJP Govt.

  • @duryodhanmahanta7766
    @duryodhanmahanta7766 8 днів тому +1

    ଦୋଷୀ କୁ ଦଣ୍ଡ ଦିଆଯାଉ। ଲୋକ ଅପେକ୍ଷା କରିଛନ୍ତି।

  • @ranajitjena4668
    @ranajitjena4668 8 днів тому +20

    ନବ ଦାସଙ୍କ ହତ୍ୟାର ମାଷ୍ଟର ଖେଳାଳି ହେଲା ARGUS ଟିଭି ର ମାଲିକ ବ୍ଲାକମେଲ ଟଙ୍କା ନମିଳିଥିବାରୁ ପ୍ରଥମେ ଧମକାଇଥିଲେ ପରେ ସୁପାରୀ ଦେଇ ହତ୍ୟା କରିଥିଲେ CBI ARGUS ଟିଭି ଗଣମାଧ୍ୟମ ସଂସ୍ଥାରେ ପଶିଲେ ସବୁସତ କଥା ବାହାରିବ

  • @sanjayabehera5625
    @sanjayabehera5625 8 днів тому +1

    Right, need CBI enquiry to get clarity.

  • @santoshkumarpadhi3610
    @santoshkumarpadhi3610 8 днів тому +8

    DOSI ARUNBHOTRA

  • @user-by2ri4it3r
    @user-by2ri4it3r 8 днів тому

    ପରୀ.ମମିତା.କୁନ୍ଦୁଲି ପୀଡିତା. ବେବିନା ଆଦି ଙ୍କୁ ନ୍ୟାୟ ମିଳୁ ଓ ବେକାରୀଙ୍କ ଦୁଃଖ ଟିକେ ବୁଝନ୍ତୁ 🙏

  • @subratkumarsahoo4029
    @subratkumarsahoo4029 8 днів тому +1

    Kadhiba Nihati Darkarr
    Plz Druniti Ra Sabu File Kholajau
    Plz Plz Plz🙏🙏

  • @annadasankar5165
    @annadasankar5165 8 днів тому +4

    Kuchh toh hai, Cbi enquiry required

  • @user-wg7ic5qj6p
    @user-wg7ic5qj6p 8 днів тому +8

    Arun bothra ku inquiry kara sabu sata katha jana padiba

  • @santoshineekarmi6805
    @santoshineekarmi6805 8 днів тому +3

    ପାଣ୍ଡିଆନ ଓ ବବି ହତ୍ୟା କରିଛନ୍ତି cbi ତଦନ୍ତ ହେଉ ସେଥିପାଇଁ ତ ବିଜେଡି ହାରିଳା

  • @anantapanda5026
    @anantapanda5026 8 днів тому +2

    BJD ନେତା ଙ୍କୁ ଧର ଆଉ ଗପନି ଏମିତି ଗପି 25ବର୍ଷ ହେଇଗଲା

  • @jayshreebrahma6097
    @jayshreebrahma6097 7 днів тому

    Right 💯👍

  • @manasranjan4451
    @manasranjan4451 3 дні тому

    Yes💯👍

  • @dailyvlogsmls1518
    @dailyvlogsmls1518 5 днів тому

    ARGUS channel Bala କୁ Jail କରାଯାଉ

  • @MRShark7
    @MRShark7 8 днів тому +3

    ନବ ଦାସ୍ ଝିଅ ଦିପାଳି ଦାସ କଣ ପାଇଁ ଚୁପ୍ ସିବିଆଇ ତଦନ୍ତ ଦାବି କଣ ପାଇଁ କରୁନି

    • @harekrushnabehera3138
      @harekrushnabehera3138 8 днів тому

      ଅସ୍ଥାୟୀ କ୍ଷମତା ର ଲୋଭ ୟାକୁ ଅଣବାପୁଣି କରିଦେଲା ।

  • @ghasirammurmu6544
    @ghasirammurmu6544 6 днів тому

    ଆଦିତ୍ୟ ଦାସ କେସ କୁବି ତଦନ୍ତ କରିବା ଦରକାର l

  • @jkkumar9189
    @jkkumar9189 8 днів тому

    Right 👍

  • @mahendramanas5219
    @mahendramanas5219 7 днів тому

    Right 👍👍👍👍

  • @dillipkumarmohanty268
    @dillipkumarmohanty268 7 днів тому

    CBI INVESTIGATION NEEDED URGENTLY

  • @arupbehera308
    @arupbehera308 8 днів тому +4

    Mukya aasami bothra. Aarest him first

  • @user-fq5gb9ep9e
    @user-fq5gb9ep9e 7 днів тому

    ଏ ହା ଏକଦମ ସତ୍ୟ

  • @parameswarmahanta-rv5or
    @parameswarmahanta-rv5or 8 днів тому

    ଏଥିରେ ଦିପାଳି ଦାସ ବି ସମ୍ପୃକ୍ତ

  • @SIMASINGH-oh9ox
    @SIMASINGH-oh9ox 8 днів тому

    Right

  • @jitendrakumarsahoo4997
    @jitendrakumarsahoo4997 8 днів тому +1

    Investigation should be made priority basis

  • @brajabandhusahu7370
    @brajabandhusahu7370 7 днів тому

    Absolutely right both the ministers are main culprits

  • @ramyabal1549
    @ramyabal1549 8 днів тому +1

    Argues news eate talaku khasijauchi.kahin balasore re danga katha kahuni chi chi

  • @truptitarun7557
    @truptitarun7557 6 годин тому

    Thiki katha

  • @ranjanjyoti9393
    @ranjanjyoti9393 7 днів тому

    ଗୋଟେ କାମ କର ଅର୍ ଗସ ଆଗ ତାଙ୍କ ପରିବାର ଲୋକଙ୍କୁ ପଚାର, ତାପରେ ଆଉ କାହା ନାମ କହିବ,
    ତାଙ୍କ ପରିବାର ତ ଜାଣିକି କିଛି କହିଲେନି ......

  • @ODISHACULTURALFOUNDATION
    @ODISHACULTURALFOUNDATION 8 днів тому

    Jay Jagannath

  • @deepakkumargachhayat2218
    @deepakkumargachhayat2218 8 днів тому +1

    Dosi ku Argus dhara

  • @forgetforget8557
    @forgetforget8557 8 днів тому

    Absolutely right

  • @rajeshkumarmallick5062
    @rajeshkumarmallick5062 4 дні тому

    Bhala kara cbi investigation

  • @sangrammajhi8963
    @sangrammajhi8963 8 днів тому +1

    Inquiry department ru information miluni semananku v suspend korajau....

  • @user-cn9jn9ti2t
    @user-cn9jn9ti2t 8 днів тому

    His daughter should be asked about the case

  • @ranjankumarprusti7950
    @ranjankumarprusti7950 8 днів тому

    1000% ସତ କଥା।

  • @hindustanonlinemarthomecar1098
    @hindustanonlinemarthomecar1098 6 днів тому

    Petitioner ku cbi pacharile Satya samna ku asiparibo. Tahale deri kon pain.

  • @srikanta671
    @srikanta671 7 днів тому

    ମାଗିଆ ବିଜେଡି ବଂଶ ନିପାତ ହେବ

  • @PradeepMallik-gs4or
    @PradeepMallik-gs4or 8 днів тому

    Jay jaganath

  • @tusarkantasahu1064
    @tusarkantasahu1064 8 днів тому

    ଦୁର୍ନୀତି ମୁକ୍ତ ଓଡିଶା ଆମ ଦରକାର.. ଆଗ ଦୁର୍ନୀତିର ବିନାଶ କରିବା ପରେ ବିକାଶ ପାଇଁ ଚିନ୍ତା କରିବା ଉଚିତ..
    ଦୁର୍ନୀତିର ବିନାଶ ହେଲେ ବିକାଶ ଆପେ ଆପେ ଆସିବ..
    ଦରକାର ପଡିଲେ ଯୋଗୀ ଶାସନ ପରି ସିଧା bulldozer କିମ୍ବା encounter ଜରୁରୀ...
    ଜୟ ଶ୍ରୀରାମ

  • @parentlover7012
    @parentlover7012 8 днів тому +2

    Khali semane nuhe...tanka family re gote ladies involve achi

  • @Madhuvlogs94
    @Madhuvlogs94 8 днів тому

    ଜାଗୋ ଓଡ଼ିଶା ବାସୀ ଜାଗୋ

  • @ranjankumarmohanta2003
    @ranjankumarmohanta2003 8 днів тому +2

    ଅରୁଣ ବଥ୍ର| ହିଁ ସବୁ ନାଟର ଗୋବର୍ଦ୍ଧନ.... ଓଡ଼ିଶାରେ ଏମିତି କେତେ ଚରଣ ଚୁତିଆ ଅଫିସର୍ ଅଛନ୍ତି ତାର ହିସାବ ନାହିଁ ...

  • @kanhucharannathkanhu323
    @kanhucharannathkanhu323 8 днів тому +1

    ବୋଥରା କୁ ବି ଜେଲ୍‌ ଭରା ଯାଉ

  • @laxmikantamahalik6366
    @laxmikantamahalik6366 8 днів тому

    Right answer

  • @sahululu9413
    @sahululu9413 7 днів тому

    ଅରୁଣ ବୋଥରା ସବୁ ଘଟଣା ଦାବେଇ ଦେଇଛି

  • @user-ud1lp4oh5t
    @user-ud1lp4oh5t 8 днів тому +11

    ପାଣ୍ଡୁ କୁ ପିଟି କି ଏମିତି ଶାସ୍ତି ଦିଆଯାଉ ଆଉ କେହି ଅଣ ଓଡିଆ ଓଡିଶା କୁ ଲୁଟିବା ଉଦ୍ୟମ କରିବ ନାହିଁ

    • @jayarambehera9467
      @jayarambehera9467 8 днів тому

      Ame Puni ana odia heigalu

    • @bsn8527
      @bsn8527 5 днів тому

      Boka Huo nahi😂😂Pandu Naveen ku Control Karu thila...Eita Sata👍👍Kintu Durniti, Mantri au Offier mane Karichanti😂😂Ebe Pandu Munda re Atha Boli dei Luchi Jaichanti😂😂Bahut BJD Corrupt Neta BJP join Karichanti Luchi baku😂😂News Channel Mane Pandu Ku Sabu Doso dei Anya Mananku Khasei Debaku Chahuchanti😂😂😂

  • @sujatasahoo3717
    @sujatasahoo3717 8 днів тому

    Good👍👍👍

  • @sabyasachimalla6595
    @sabyasachimalla6595 3 дні тому

    ଯେବେ ଠୁ ନବଦାସ ମଲେଣି ସେବେଠୁ ସବୁ ଜନ ସାଧାରଣ ଜାଣନ୍ତି କି ବବି ଦାସ, ଦିପାଲି ଦାସ, ପାଣ୍ଡିଆନ ର ହାତ ଅଛି ଏ କେ୍ସ ରେ

  • @Parida786
    @Parida786 8 днів тому +5

    Kahaku bi chadhani

  • @SidhantNayak706
    @SidhantNayak706 7 днів тому

    2 No 1

  • @YoutubeShorts-pf1tx
    @YoutubeShorts-pf1tx 8 днів тому +2

    CBI Chadhau heu

  • @DeepakPatra-gm7mp
    @DeepakPatra-gm7mp 8 днів тому +1

    Vk sir ❤❤❤

  • @umeshmeher8507
    @umeshmeher8507 8 днів тому

    Case open kara jau au doshi k saja milu

  • @KishoreKumar-ey7hj
    @KishoreKumar-ey7hj 8 днів тому

    Ed cbi laga,Argus news Khali jumula karuchi,

  • @bhanucharansahu9098
    @bhanucharansahu9098 8 днів тому

    😢😢😢

  • @swarnamohanty3121
    @swarnamohanty3121 8 днів тому +1

    Gopal ku tike Jai pacharuna ?

  • @akhyabehera1622
    @akhyabehera1622 8 днів тому

    Very good decision

  • @rayadvocate7711
    @rayadvocate7711 7 днів тому

    What the new Government is doing. Are they also incolved

  • @himansu65
    @himansu65 3 дні тому

    Crime branch totally diluted

  • @arunmishra6499
    @arunmishra6499 6 днів тому

    Tadanta kara jau

  • @ShreechittaranjanSenapati
    @ShreechittaranjanSenapati 8 днів тому

    Pranab prakash das (babi das) , v. k. Pandian and sushant singh (ex. Bhatli mla)

  • @baikunthasahoo2663
    @baikunthasahoo2663 7 днів тому

    Action heba na nahin...khali news

  • @odisha9864
    @odisha9864 7 днів тому

    💯 right

  • @kumarbikram4894
    @kumarbikram4894 8 днів тому

    ଆରମ୍ଭ ହେଲା

  • @harekrushnabehera3138
    @harekrushnabehera3138 8 днів тому

    Arun Bothraଙ୍କ ଆଈମା ଗପ ଉପରେ ତଦନ୍ତ କରି ସତ୍ୟ ସାମ୍ନାକୁ ଅଣା ଯାଉ ଆଉ Bothra ମହୋଦୟ ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ନିଜ ବାପାର ହତ୍ୟାକୁ" ଦିପାଳି" ସହିଦ୍ ସଂଗେ ତୁଳନା କରି ଆମ ମାତୃଭୂମିର ରକ୍ଷା ପାଇଁ ପ୍ରାଣବଳି ଦେଇଥିବା "ସହିଦ୍"ଙ୍କୁ ଅପମାନ କରିଥିବା ଅପରାଧରେ "ଦିପାଳି"କୁ ବି ଗିରଫ କରାଯାଉ ।

  • @PrasantapandaJajpur
    @PrasantapandaJajpur 7 днів тому

    CBI Pradhan ko raja

  • @sureshkumarasahusureshkum-6635
    @sureshkumarasahusureshkum-6635 8 днів тому

    Cbi tadanta hou

  • @prabhuroutray
    @prabhuroutray 8 днів тому

    Arun bothra everything he knows.. selfish,, booby and Pandian also concerned..

  • @lalitpadhan8260
    @lalitpadhan8260 7 днів тому

    Rajnitir bhut dhariche naba das r jhi k

  • @user-fh1uh1gv1i
    @user-fh1uh1gv1i 8 днів тому +1

    Naba maru ta jhia ta a manka pakhare soi ki khusire achhi jhia ku chauki nisha